ଛାଡିଗଲା ପୁଲିସଗିରି, ସମସ୍ତେ କହୁଛନ୍ତି ଛି’ ଛି’ || Indian Army Major Assault Case || Odisha Reporter

Поделиться
HTML-код
  • Опубликовано: 8 ноя 2024

Комментарии • 1,9 тыс.

  • @surendrabadamundi7275
    @surendrabadamundi7275 Месяц назад +923

    ଶିକ୍ଷିତ ଲୋକ ଙ୍କୁ ପୋଲିସ ଏମିତି ମାଡ଼ ମାରୁଛନ୍ତି, ଆମ ପରି ଦୁଖୀ ଆଉ ଗରିବ ଲୋକ ଙ୍କୁ କଣ ନ କରିବ ଏ ପୋଲିସ!

    • @SankerMeher
      @SankerMeher Месяц назад +14

      Sata kahila

    • @dbss206
      @dbss206 Месяц назад +7

      Sikhita loka badmashi karuchanti

    • @CheringChering-n3k
      @CheringChering-n3k Месяц назад +2

      Tu kahi ki dukhi apu gariba helu😂😂😂😂

    • @laxmidharnayak6240
      @laxmidharnayak6240 Месяц назад

      Laja laguni budha heluni michha kahuchu budha DCP sarm ana chahiye yadi to jhia sahita emiti heithile tu Kan emiti kaithantu chhi chhi

    • @bhagyabanrana6971
      @bhagyabanrana6971 Месяц назад

      Are Babu kebe tor sange Anta hela janbu ​@@dbss206

  • @manojkumarbindhani3404
    @manojkumarbindhani3404 Месяц назад +53

    ଯଦି Army ଲୋକଙ୍କ ସହିତ ପୋଲିସ ର ଏପରି ବ୍ୟବହାର,ତାହେଲେ ସାଧାରଣ ଲୋକ ଙ୍କ ସହିତ କଣ ହେଉଥିବ ?ଏମାନେ ବର୍ଦି ର ଅପ ବ୍ୟବହାର କରୁଛନ୍ତି.ଏମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ .

  • @balaramnatha2249
    @balaramnatha2249 Месяц назад +406

    ଏ ମାଘିଆ ଓଡ଼ିଶା ପୋଲିସ୍ ମାନଙ୍କୁ କେବଳ ମାଓବାଦୀ ଠିକ୍ ଜବାବ ଦେଇପାରିବେ ଆମ ସେନା ପାଈଁ ଆମେ ଆଜି ଶାନ୍ତିରେ ସୋଇପାରୁଛୁ ଆଉଏ ଓଡ଼ିଶା ପୋଲିସ୍ ଆମଠୁ ଲାଞ୍ଚ ନେଇ ପେଟ ବଢଉଛନ୍ତି ଏ ସଳାଙ୍କୁ କଠରୋ ଦଣ୍ଡ ଦରକାର

    • @pabitramohanty8510
      @pabitramohanty8510 Месяц назад

      Amitia police nku khali mada mariba katha au kou pari vhasa kahibi mu jani paruni sale mg ta m 🤬😡😡🤬🤬🤬🤬

    • @Adeel.196-g4f
      @Adeel.196-g4f Месяц назад +10

      Bhi odisha ra two type ra police rahanti district police jaumana ki thana au phandi ra duty karanti and arm's police jaumana ki nexal damana kariba,low and adaur duty ra rahanti so sabu police samana nuha thana police pi ama bi badnam haijauchu

    • @aswingombhari8670
      @aswingombhari8670 Месяц назад +5

      Odisha police bekar he faltu he

    • @Adeel.196-g4f
      @Adeel.196-g4f Месяц назад

      @@aswingombhari8670 odisha ra loka hi odisha police ra join karanti,bihar ki andhrapradesh ra nuha so odisha loka kharap

    • @BijaykumarBanara
      @BijaykumarBanara Месяц назад +3

      Chura police

  • @pankaj143alibha
    @pankaj143alibha Месяц назад +90

    ଗୋଟେ ନିବେଦନ ଆମ ଓଡ଼ିଶା ସରକାର କୁ ଏମିତି ପୋଲିସ କୁ ନିଲମ୍ୱିତ କରାଯାଉ ଓ ତାଙ୍କ ଉପରେ
    କଠୋର ଦଣ୍ଡ ବିଧାନ ଦିଆଯାଉ।
    ଜୟ ଜଗନ୍ନାଥ 🙏

  • @sureshnaik9238
    @sureshnaik9238 Месяц назад +313

    ଜଣେ army Major ଙ୍କୁ ପୋଲିସ ପିଟି ପାରୁଛି ମାନେ ସାଧାରଣ ଜନତା ପୋଲିସ ପାଖରୁ କଣ ଆଶା କରିବ

    • @sukantakumarsahoo9340
      @sukantakumarsahoo9340 Месяц назад

      Very truth

    • @kscreation8405
      @kscreation8405 Месяц назад +2

      Army aau central defence soldier discipline aau country respect pain sabu chup ruhe na hele Tara kehi kichhi pari bani

    • @pranatiswain612
      @pranatiswain612 Месяц назад +3

      aemane rati 3 ta re kuade jaithile ? kan hotel ku kanhiki raati 3 ta re jaithile ? gotie pua and gotiea jhia raati 3 taare road re jiba ta kan thil heichhi ki? durbuta nka habudare padile drink kari aasi police station re nijar balance fail kale, tenu police badeiba kicchi bhul nunhe ?
      aemaanku BJD Bala army nku hatabarish kari Mohan govt, ku badnaam karibaaku eaetiki Byabastha karuchhi. Ebe BJP govt. re ta aehi 5 jananku suspend karajaiparila, BJD govt. thile kehi suspend hoi na thaante, BJD ku kicchi paisa dei ki nija sit aethhu nei aau gote thanka re rakhidei\thanta

    • @RASMIRANJANDAS302
      @RASMIRANJANDAS302 Месяц назад +2

      କୋଉ ପୋଲିସ କାହାକୁ ମାରିନାହାନ୍ତି ସେ ଆଗରୁ ମାଡ଼ ଖାଇକି ଆସିଥିଲେ ଥାନା, ଆଉ ବହୁତ ନିଶାରେ ଥିଲେ ଏଇଟା ବି ଜାଣନ୍ତୁ

    • @ArchanaraniDas-e3j
      @ArchanaraniDas-e3j Месяц назад

      Teat for tat

  • @laxmidharsahoo5250
    @laxmidharsahoo5250 Месяц назад +74

    ପୋଲିସ ଲୋକ ମାନଙ୍କୁ କିପରି ବ୍ୟବହାର କରନ୍ତି ସେ କଥା ସାରା ଓଡିଶା ଜାଣନ୍ତି

  • @prafullakumarsahoo1917
    @prafullakumarsahoo1917 Месяц назад +315

    ପ୍ରଶାନ୍ତ ଜଗଦେବ ଠିକ କହୁଥିଲେ( ଏ ପୋଲିସ ଵାଲା ଙ୍କ ଉପରେ ମୋର ପ୍ରବଳ ରାଗ )

  • @RasmitaSwain-ke4tt
    @RasmitaSwain-ke4tt Месяц назад +28

    କାହାକୁ କେମିତି ବ୍ୟବହାର କରାଯିବ , ପ୍ରଥମେ ପୋଲିସ ଅଧିକାରୀ ଙ୍କୁ ଶିକ୍ଷା ଦିଆଯାଉ 😡

  • @sarojpati4636
    @sarojpati4636 Месяц назад +226

    ଏ ଅତିରିକ୍ତ ଡିସିପି ସଂପୂର୍ଣ୍ଣ ରଚିତ ମିଥ୍ଯା କଥା କହୁଛନ୍ତି। ଆଙ୍କ ବିରୋଧରେ ବି ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅତ୍ଯନ୍ତ ନିନ୍ଦାଜନକ।

    • @BJDODISHA-dv3ez
      @BJDODISHA-dv3ez Месяц назад +1

      Michhua adc

    • @namveensingh7
      @namveensingh7 Месяц назад +3

      DCP also involved he should be suspended

    • @rajupatnaik7776
      @rajupatnaik7776 Месяц назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

    • @indianeedshimodiaenglish9505
      @indianeedshimodiaenglish9505 Месяц назад

      That's right,👍

  • @deepakdeepu2646-t6p
    @deepakdeepu2646-t6p Месяц назад +13

    ଓଡ଼ିଶା ପୁଲିସ୍ ର ଏପରି କୁକର୍ମ କୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ। ଓଡ଼ିଶା ପୁଲିସ୍ ପିଡୀତ ଙ୍କୁ ନ୍ୟାୟ ଦେବା ପ୍ରତିବଦଳରେ ପିଡୀତ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛି। ଏହାଠାରୁ ନିନ୍ଦନୀୟ ଘଟଣା ଆଉ କିଛି ହେଇନପାରେ।

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ Месяц назад +438

    ସବୁ ଅଫିସରଙ୍କ ଘରେ ରେଡ ହେଉ ଛି ପୋଲିସ ଅଫିସରଙ୍କ ଘର ରେଡ ହେଉ ନି କାହିଁ କି କଣ ସେମାନେ ଲାଞ୍ଚ ନେଇନାହାନ୍ତି

    • @dhadanarendra
      @dhadanarendra Месяц назад +6

      Right

    • @Odishavoult
      @Odishavoult Месяц назад +3

      👍

    • @SantanuDalai-xe2xq
      @SantanuDalai-xe2xq Месяц назад +9

      ଭାଇ ସେମାନେ mla ର ଚମଚା samanka ଲାଗୁ ମଲା କୁ ପିସି ମିଳୁଛି

    • @Sanjeev1353
      @Sanjeev1353 Месяц назад

      Political escape karibe ki na micha kahiki lucheibe ​@@SantanuDalai-xe2xq

    • @_mr___rajput
      @_mr___rajput Месяц назад +4

      ​@@SantanuDalai-xe2xq emane sabu bjd time ra police sethi pai jete tagid kala pare bhi tanka puruna guna chhaduni
      Au emiti re rakhyka jadi bhakhyaka hebe tebe kn kara jiba ?

  • @ajsuraj
    @ajsuraj Месяц назад +7

    ମିଶ୍ର, ପଣ୍ଡା, ମହାପାତ୍ର, ପାଣିଗ୍ରାହୀ... ଏମାନେ ସବୁ ଓଡ଼ିଶା କୁ ସତ୍ୟାନାଶ କରିଛନ୍ତି I

  • @supaimurmu708
    @supaimurmu708 Месяц назад +97

    ସମସ୍ତ ଓଡିଶା ର ପୋଲିସ ମାନଙ୍କୁ ସୁପ୍ରିମ କୋର୍ଟ ଓ ତାଙ୍କର ସମ୍ପୋତି କୁ CBI ଦ୍ୱାରା ତଦନ୍ତ ହେଉ ଧନ୍ୟ ବାଦ୍।

    • @rajupatnaik7776
      @rajupatnaik7776 Месяц назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @ArchanaraniDas-e3j
    @ArchanaraniDas-e3j Месяц назад +14

    ସତ ଆସିବାକୁ ଦିଆଯାଉ
    ରାଜନୀତି ନୁହେଁ

  • @manaromaswain9328
    @manaromaswain9328 Месяц назад +38

    ସରକାରଙ୍କୁ ଅନୁରୋଧ ଦୋଷୀ ମାନଙ୍କୁ ଚାକିରିରୁ 😢ବହିଷ୍କାର କରାଯାଉ , ଜୟ ଯବାନ

  • @SureshMohanta-g6x
    @SureshMohanta-g6x Месяц назад +5

    ବହୁତ ଦୁଃଖ ଓ ଲଜ୍ଜା ଜନିତ କଥା

  • @prataplenka1869
    @prataplenka1869 Месяц назад +219

    ମହିଳାଙ୍କ ଆଗରେ ଯୌନାଙ୍ଗ ଦେଖାଉଥିଲା ସର୍ବସାଧାରଣରେ ତାର ଯୌନାଂଗ କଟାଯାଇ
    ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ପୋଲିସର ବ୍ୟବହାର ଜାଣି ନାହିଁନ୍ତି ଥାନରେ ପୋଲିସମାନେ ସାଧାରଣ ଲୋକ ମାନଙ୍କୁ କି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି
    ବଦ୍ମାସ ପୋଲିସ ମାନଙ୍କୁ ଦାୟିତ୍ୱରୁ ବିଦା କରାଯାଉ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ
    ନଚେତ୍ ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ କଳଙ୍କ ମୁଣ୍ଡାଇବେ

    • @sanatanpanda4689
      @sanatanpanda4689 Месяц назад +5

      Ahi police ra jaunangaku Kati diajau

    • @Sanjeev1353
      @Sanjeev1353 Месяц назад

      Asada charan is crime by BNS against all persons may be police or big political parties crocodile or big alpha animals siye ji bhi all should face especially police n police enquiry n internal committee examined before law judiciary n ayeen kanoon with high court forwardn take this matter to court as suo moto for this immoral grievance wrong interpretation and physical assault by police officer women officer also involved against army 🪖 people with their non acceptable behaviour moral, equal, neutral with, for, of this judiciary law regulations au kada karjya anusthan niyantu 🙏🏼😤😠

    • @biswanathpadhy8371
      @biswanathpadhy8371 Месяц назад

      Who is home minister?He has to take strong action.Dinikrushna Misha has to be dismissed forthwith in the interest of Justice.

    • @giribaripada9197
      @giribaripada9197 Месяц назад +1

      💯 right

    • @siddyantamajhi3784
      @siddyantamajhi3784 Месяц назад

      😂mohan babu au dekha nahanti se nua nua tike kn loka nka agare bulile tapare kuadde haji gale

  • @mvkuudsjvlydts1115
    @mvkuudsjvlydts1115 Месяц назад +5

    ପ୍ରଥମ ତ ମାଗିଆ ପୋଲିସ ବାଲାଙ୍କୁ ଆଗ ଗୋଡ଼େଇ ଗୋଡେ଼ଇ ପିଟିବା ଦରକାର

  • @kailashmohanta6476
    @kailashmohanta6476 Месяц назад +70

    ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୋହନ ମାଝି ସରକାର।

  • @odiasabuthubadhia920
    @odiasabuthubadhia920 Месяц назад +9

    ଲଜ୍ୟା ଓଡ଼ିଶା ପାଇଁ, ଆରମ୍ଭ ହେଲା ଆଗକୁ ଦେଖ ଏ ବେଲଜ୍ୟା ସରକାର କଣ କରୁଛି

    • @premchandpanda1466
      @premchandpanda1466 Месяц назад

      ଲଜ୍ଜା ଲାଗୁଛି , ବିଜେଡ଼ି ଅମଳର ଦୁଇ ତିନିଟା murder case solve କରିପାରିଲାନି ବିଜେଡ଼ି ସରକାର। ଖାଲି କୁକୁର ପୋଷିକି ଭୁକେଇବାରେ ଲାଗିଚି। କୁକୁର ଦଳ କୁ ଚାଟୁକାର ଚାମଚା।😂😂😂😂

  • @purnapalei5410
    @purnapalei5410 Месяц назад +66

    ପୋଲିସ ହେଉଛି ସରକାରଙ୍କ ଚାକର. ଜନସାଧାରଣ ଙ୍କୁ ସୁରକ୍ଷା ଶାନ୍ତି ଶୃଙ୍ଖଳା ଜନସେବା ପ୍ରଥମ କର୍ତ୍ତବ୍ୟ. କିନ୍ତୁ ପୋଲିସ କ୍ଷମତା ଓ power ଦେଖାଇ ଭୟଭୀତ କରିବା ଠିକ ନୁହେଁ. ତେଣୁ ଏପରି ପୋଲିସ କୁ ଚାକିରୀ ରୁ ସମ୍ପୂର୍ଣ ବିଦା କରିବା ଆବଶ୍ୟକ

    • @anantanahak2718
      @anantanahak2718 Месяц назад

      Police heuchi sarkar nka chakara Aau civil department ta tama gharara chakara. Jie bhul karuchi taku kuha samastanku nuhe.

  • @Gyana-d7o
    @Gyana-d7o Месяц назад +11

    ପ୍ରକୁତରେ ଓଡ଼ିଶା ପୋଲିସକୁ ୫୦% ଷ୍ଟାଫ୍ ଙ୍କୁ ସୀମାକୁ ପଥାଯାଉ ଏମାନେ ସେଠାରେ ସାୱାର୍ଡ ହୋଇଯିବେ,ଆଉ ୫୦% ଅର୍ମୀଙ୍କୁ ଆଣି ଥାନା ରେ କାର୍ଯ୍ୟ କଲେ ବହୁତ୍ ଭଲ ହେବ।

    • @ashirbadmohanty4120
      @ashirbadmohanty4120 Месяц назад

      Odisha Police କୁ ସୀମା କୁ ପଠେଇଲେ, ପଇସା ନେଇ ଉଗ୍ରବାଦୀ ଙ୍କୁ ଭିତରକୁ ଛାଡ଼ିଦେବେ, ଯେତେ corrupt police ଅଛନ୍ତି ସେମାନଙ୍କ ଛାତି ରେ 💣 ବାନ୍ଧି border ସେପଟେ ଛାଡି ଦେବା କଥା

  • @kashinathdash4772
    @kashinathdash4772 Месяц назад +96

    କହାକୁ କିପରି ବ୍ୟବହାର କର।ଜିବ ପ୍ରଥମେ ପୋଲିସ କୁ ଶିକ୍ଷା ଦିଆଯାଉ।।

    • @rajupatnaik7776
      @rajupatnaik7776 Месяц назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @dinu9820
    @dinu9820 Месяц назад

    suspends ନୁହଁ ଏହି ମାନଙ୍କୁ ବରଖାସ୍ତ କରାଯାଉ

  • @sasanksekharaswain9208
    @sasanksekharaswain9208 Месяц назад +115

    ଲଜ୍ୟା ଘୋର ଲଜ୍ୟା , ଏମାନଙ୍କୁ ଲୋକ କିପରି ବିଶ୍ୱାସକୁ ନେବେ ,

    • @Avaya679
      @Avaya679 Месяц назад

      So ridiculous behavior by the Odisha Police.....
      Police dept. ଭଲ ଭାବେ ଜାଣିବା ଉଚିତ ଯେ..... କେଇ ଜଣେ defence ଭାଇ ଟିଏ border ରେ ଠିଆ ହେଇଛି ବୋଲି ଦେଶର ସୁରକ୍ଷା ପାଇଁ ତୁମେ ଏଠି Police station ରେ ceiling fan ତଳେ ଓ Air conditioning room ରେ ବସି ନିଜର duty perform କରିପାରୁଛ....
      ମାନ୍ୟବର ଓଡିଶା ସରକାର ଙ୍କୁ ମୁଁ ବିନମ୍ର ଅନୁରୋଧ କରିବି.... Entire Police dept. କୁ at least one yr ପାଇଁ defence କୁ ପଠାଯାଉ deputation ରେ.... So that ସେମାନେ ସେଠାରୁ ଆସି ଜାଣି ପାରିବେ life ଟା କଣ ଓ ଏଠି ଦବଙ୍ଗ ଗିରି ନୁହଁ..... ଭାଇ ଚାରା ନେଇ ଦେଶ ମାତୃକା ର ସେବା କରିବାକୁ ପଡେ.....
      ଜୟ ହିନ୍ଦ 🇮🇳🇮🇳🇮🇳

  • @bishnuprusty9608
    @bishnuprusty9608 Месяц назад +2

    ଆପଣ ମାନେ ଠିକ୍ କରି ଛନ୍ତି କି ‌ ସେମାନଙ୍କ ଯୋଗୁ ଆମେ ଭାରତ ବାସି ଶାନ୍ତିରେ ରହୁଛେ ତେଣୁ କରି ଏହାର ସୁ ପ୍ରତିକାର କରାଯାଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @gundripasiproductions
    @gundripasiproductions Месяц назад +118

    ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି..
    ପୋଲିସ ଛି
    ଛି
    ଛି
    ଛି
    ଛି

    • @sushree5077
      @sushree5077 Месяц назад +5

      Right କଥା ରସ କରୁଥିଲେ ସେଥିପାଇଁ କ୍ୟାମେରା ନାହିଁ ପୋଲିସ ଷ୍ଟେସନ ରେ ଧର ପଡ଼ିବେ

    • @yagnasenisethi5218p
      @yagnasenisethi5218p Месяц назад +1

      Police ra apari atyachar birodhare sarakar kathora padakhyepa neba uchit

    • @pradiptaria9067
      @pradiptaria9067 Месяц назад

      R

  • @munathewriter1234
    @munathewriter1234 Месяц назад +1

    suspend କରିଲେ କିଛି ହେବନି ସେ ଆଇଆଇସି ଆଉ ସେ ସମସ୍ତ ପୋଲିସ୍ ଅଫିସର୍ ଙ୍କୁ 40 ବର୍ଷ ଜେଲ୍ ରେ ପୁରେଇ ଦିଆ ଯାଉ

  • @basantakumarpanda9022
    @basantakumarpanda9022 Месяц назад +44

    ଛି, ଛି କଲେ କିଛି ଲାଭ ନାହିଁ। ଓଡ଼ିଶା ପୋଲିସ୍ ରଦେ ହସୁଆ ହୋଇଗଲାଣି।

  • @KailashPadhan-pk3vk
    @KailashPadhan-pk3vk Месяц назад +5

    Ilove Indian army

  • @sushilkumardashdashsushi-ip9tz
    @sushilkumardashdashsushi-ip9tz Месяц назад +23

    ମିଶ୍ର ବାବୁ କଣ ପିନ୍ଧିଥିଲେ ଓ କେଉଁଠି ଥିଲେ ତାଙ୍କର ମେଡିକାଲ ଯାଞ୍ଚ ହେବା ଦରକାର

  • @himanshupattnaik9266
    @himanshupattnaik9266 Месяц назад +2

    ମାର ଶଳା କୁ. Police hoi ghrunya କାମ କରୁଛନ୍ତି.

  • @madhusudandhal302
    @madhusudandhal302 Месяц назад +19

    ପୋଲିସ ମାନେ କଣ ଭାବୁଛନ୍ତି army କିଛି କରିପାରିବନି Army ମାନେ ଯେତିକି ଭଲ ସେତିକି ଖରାପି ହେଲେ 👍🏽👍🏽👍🏽Samjhe kya 🥷🏽

  • @SahooLaxmi-ru1gh
    @SahooLaxmi-ru1gh Месяц назад

    ଧନ୍ୟରେ ପୋଲିସ

  • @sanjayadas7539
    @sanjayadas7539 Месяц назад +31

    ପାୱାର ଅଛି ବୋଲି ଏମିତି ବ୍ୟବହାର କରିବା ଠିକ୍ ନୁହେଁ।

  • @balakrishnamahanta7542
    @balakrishnamahanta7542 Месяц назад +3

    ପୋଲିସ ଅଫିସର ମାନଙ୍କୁ ଭଲ ଭାବରେ ଶିକ୍ଷା ଦିଆ ଯାଉନାହିଁ 😢

  • @BharatikrushnaRath
    @BharatikrushnaRath Месяц назад +75

    ଏଭଳି ପୋଲିସ ଅଫିସର ମାନଙ୍କୁ ଦେଶର ସୀମା ରେ ନିଯୁକ୍ତି କରାଗଲେ ଜାଣିବେ ସେନା ଓ ପୋଲିସ ଭିତରେ ତଫାତ କେତେ.

    • @birendramunda5435
      @birendramunda5435 Месяц назад +2

      ସଠିକ୍ କଥା

    • @tapasiadhikari5103
      @tapasiadhikari5103 Месяц назад

      ଏ ପୋଲିସ ଵାଲା 200 ଟଙ୍କା ନେଇ ଭାରତ ଭିତରକୁ ଆତଙ୍କବାଦୀ କୁ ଛାଡ଼ିବେ

    • @luchimoharana5213
      @luchimoharana5213 Месяц назад

      Emanku army re selection hebeni ....khali basiki Peta bahara karichhanti

    • @minaketanbhanja2503
      @minaketanbhanja2503 Месяц назад

      Absolutely right 👌 👍👍👍

  • @indianeedshimodiaenglish9505
    @indianeedshimodiaenglish9505 Месяц назад +1

    ପ୍ରକୃତରେ ଗୁଣ୍ଡା ହେଉଛି Police ଆଉ କେହି ନୁହେ, ଅନ୍ୟୟ Police ର ହାତ ଥିବ କଲିକତା ଘଟଣା ମନପକାଅ

  • @swadhikarbetaj3768
    @swadhikarbetaj3768 Месяц назад +25

    ସସ୍ପେଣ୍ଡ୍ ଗୋଟିଏ ଦଣ୍ଡ ନୁହଁ? ପୁରା ଚାକିରୀରୁ ବହିସ୍କାର କରନ୍ତୁ।

  • @sarojkumarsahoo9310
    @sarojkumarsahoo9310 Месяц назад +2

    ପୋଲିସ କୁ ବ୍ୟବହାର ଶିଖିବା ଦରକାର। Army କୁ ବ୍ୟବହାର ଜଣା। ଲାଞ୍ଚ ଖାଉଥିବା OP

  • @khirodkumarpanda4763
    @khirodkumarpanda4763 Месяц назад +43

    ଓଡ଼ିଶା ପୋଲିସ୍ ର କାରନାମା ଦାଣ୍ଡରେ ପଡି ହାଟରେ ଗଡିଲାଣି ଜାତୀୟ ଗଣମାଧ୍ୟମରେ ଓଡ଼ିଶା ପୋଲିସ୍ ର କାରନାମା ପ୍ରଚାର ଭାରି ଜୋରରେ ହେଉଛି ଭାରତୀୟ ସେନାଧ୍ୟକ୍ଷ ଘଟଣା କୁ ଗମ୍ଭୀରତା ର ସହ ନେଇ ନଜର ରଖିଛନ୍ତି ବିଜେଡି ଶାସନ ବେଳୁ କିଛି ପୋଲିସ୍ ଅଧିକାରୀ ଙ୍କ ମାନସିକତା ରେ ପରିବର୍ତ୍ତନ କରିନାହାନ୍ତି

  • @jyotiprakashsahoo4202
    @jyotiprakashsahoo4202 Месяц назад +3

    ତମେ mg police କେବେ କାହାକୁ ଭଲ ବ୍ୟବହାର କରିଛ ??
    ତମ ପିଲା ମାନଙ୍କୁ ତମେ କୋଉ ମୁହଁ ଦେଖାଉଥିବ କେଜାଣି।

  • @padmalayaprusty4526
    @padmalayaprusty4526 Месяц назад +22

    ଏମାନଙ୍କ ନାମରେ ଯେତେ ଅଭିଯୋଗ ସେତେ ପ୍ରମୋସନ। ସ୍ବତନ୍ତ୍ର ବ୍ୟବସ୍ଥା

  • @AshokPal-bk7vb
    @AshokPal-bk7vb Месяц назад +4

    Need to see what next action our beloved chief minister takes!!

  • @GaganbihariBalabantaray
    @GaganbihariBalabantaray Месяц назад +15

    ଦେଶକୁ ସୁରକ୍ଷା ଦେଉ ଥିବା ସୈନକ କୁ ଏ ଚୋର ଏ ମିତୀ କରୁଛନ୍ତି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ

  • @pratimanayak5637
    @pratimanayak5637 Месяц назад +3

    ଓଡ଼ିଶା ସରକାର ରାଜ୍ୟରେ ହେଉଥିବା ସମସ୍ତ ଅପରାଧ ରେ ଥିବା ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,ଯେପରି କି ସର୍ବଦା ଅପରାଧ କରିବାକୁ ଲୋକମାନେ ଭୟ କରିବେ, ଓଡ଼ିଶା ଜଗନ୍ନାଥଙ୍କ ରାଜ୍ୟ, ଏଠାରେ ଅଶାନ୍ତ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର

  • @JayantkumarSethi
    @JayantkumarSethi Месяц назад +16

    କଥା କୁହାଳିଆ ପୋଲିସ ଅଫିସର । ଲାଞ୍ଚ ଖାଇ ଖାଇ ମିଛ କହିବା ଅଭ୍ୟାସ ହୋଇଗଲାଣି ।

  • @kamananidhi3672
    @kamananidhi3672 Месяц назад +1

    ଏଭଳି ପୋଲିସ ଙ୍କୁ ତୁରନ୍ତ ଫାଶୀ ଦିଆଯାଉ।

  • @prasantakumar6857
    @prasantakumar6857 Месяц назад +14

    ଆର୍ଗୁମେଣ୍ଟ କରିବେ l ବୋଲି ତମେ ସଳେ ବାଡେଇବl ଛି ଛି ଓଡ଼ିଶା ପୋଲିସ୍ l ଜଣେ ସେନା ମେଜର ଉପରେ ଏମିତି ହେଇ ପାରୁଚି l ଆମେ ଗରିବ ଲୋକ ଙ୍କୁ ଏ ପୋଲିସ କଣ ନ କରିବ l ଛି ସେ ଘୋଡା ଗେହୀ ଲେଡି ପୋଲିସ ଅଫିସର କେମିତି ଜଣେ ଝିଅକୁ ଅତ୍ୟାଚାର କଲା l

    • @RadhanathBehera
      @RadhanathBehera Месяц назад

      Same case Au jane ledi Nimapadare achhi. Nari hoi nari upare atyachat karuchanti chi laja laguni.

  • @sibaprasadbehera3824
    @sibaprasadbehera3824 Месяц назад +3

    ମଝିରେ ମଝିରେ ଏଭଳି ପୋଲିସ ବାବୁଙ୍କୁ broader ଉପରେ duty ଦିଆଯିବା ଆବଶ୍ୟକ

  • @jeetendrakumartiu1198
    @jeetendrakumartiu1198 Месяц назад +31

    ଜଣେ ପୂର୍ବତନ ମେଜର କୁ ଯଦି ଏପରି ବ୍ୟବହାର କରାଯାଉଛି ତେବେ ସାଧାରଣ ଲୋକଙ୍କୁ ପୋଲିସ ଠୁ କଣ ଆଶା କରାଯାଇପାରେ

  • @hemantnayak5234
    @hemantnayak5234 Месяц назад +1

    ତାକୁ ନିଲମ୍ବିତ କଲ ମନ ବୁଝୁନି, ଲଣ୍ଡା କର ଚୁନ କଳା ଲଗାଇ ସହରରେ ଘୁରାଇ ବୁଲାଅ,,,,

  • @Brijeshmallick
    @Brijeshmallick Месяц назад +35

    ଲୋକ ଶିକ୍ଷିତ ହେଲେ କଣ ହେବ ମାନସିକତା କିଏ ପରିବର୍ତନ କରିବ

    • @marinerambika6438
      @marinerambika6438 Месяц назад

      Yeguda sikhita nuha,ye sala guda paisa dia chakar guda

  • @ITServicesGECBBSR
    @ITServicesGECBBSR Месяц назад +1

    ପୋଲିସ ଉପରୁ ଲୋକଙ୍କ ଭରଷା ତୁଟିଲାଣି , ପୋଲିସ କେବେଳ ନେତା ମାନଙ୍କ ଚିଂହା ଲୋକଙ୍କ କଥା ଶୁଣିବ, ସାଧାରଣ ଲୋକ ଏବେ ବି ହଇରାଣ ହେଉଛନ୍ତି | ୟେ କେଶ ରେ ପୋଲିସ ଙ୍କ ବିରୁଦ୍ଧରେ କରିମିନାଲ କେଶ ଫାଇଲେ ହେବ ଦରକାର

  • @Debendradas-r8c
    @Debendradas-r8c Месяц назад +16

    ଏମାନଙ୍କ ଘରେ ଭିଜିଲାନ୍ସ ରେଡକରାଯାଉ,

  • @abhayacharanapatra3502
    @abhayacharanapatra3502 Месяц назад +2

    ମୁଖ୍ୟମନ୍ତ୍ରୀ ମହୋଦୟ ଏହାକୁ ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ

  • @niranjanmohapatra9421
    @niranjanmohapatra9421 Месяц назад +30

    Suspension is not enough, they should be dismissed from their services.

  • @soumyaranjanbehera8329
    @soumyaranjanbehera8329 Месяц назад +1

    ଭଲଭାବରେ କଠୋରରୁ କଠୋର ଦଣ୍ଡ ମିଳୁ

  • @bijayapppradhan4563
    @bijayapppradhan4563 Месяц назад +37

    ସିପାହୀରୁ iic ସେ କଣ ଶିଖିବେ। ବାହାଦୁରି ମାରୁଛନ୍ତି।

  • @balaramdash5612
    @balaramdash5612 Месяц назад +2

    ଖାଲି ନିଲମ୍ବନ କଲେ ହବନି। ମାଡ଼ ଦରକାର। ।
    ଆଉ ଚାକିରି ରୁ ବିଦାୟ କରାଯାଉ ଆଉ ତାଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ କରାଯାଉ

  • @santoshkumarmishra2620
    @santoshkumarmishra2620 Месяц назад +10

    suspend ନୁହେଁ କେବଳ ମାଡ ହିଁ ମାଡ ଦରକାରଥିଲା

  • @pradiptakishorebal2978
    @pradiptakishorebal2978 Месяц назад +2

    ଏ କେଶରେ ଯେଉଁ ପୁଲିସ ବାବୁ ଅଛନ୍ତି, ସେମାନଙ୍କୁ ଚାକିରିରୁ ବହିଷ୍କାର କରା ଯାଉ, ଏମାନଂକୁ ବର୍ଡର ଏରିଆରେ ବର୍ଷ ଟିଏ ପାଇଁ ପଠାଇ ବାକୁ ଅନୁରୋଧ,

  • @bhabaniprasadrout
    @bhabaniprasadrout Месяц назад +23

    ଯେଉଁ ଅଫିସର ଯୌନାଙ୍ଗ ଦେଖାଇଛି ତା ଘରେ ମା ଭଉଣୀ ନାହାନ୍ତି.

  • @pramodpradhan8792
    @pramodpradhan8792 Месяц назад +2

    Jai ho indian army

  • @bapisadangi3373
    @bapisadangi3373 Месяц назад +58

    ପୋଲିସ୍ କୁ, ମଉକା ଦେଖି ହାଣିଦିଅ

    • @BaskeyAnanta
      @BaskeyAnanta Месяц назад +3

      ତା ପରେ ତ ମାଆ ଭଉଣୀ କୁ ତ ଘରେ ପଶି ଗେହିଁଲେ ତୁ କାହା ପାଖକୁ ଯିବୁ Polic କୁ ତୁ ହାଣୀ ମାରି ଦେଇଥିବୁ 😂😂

    • @Odishavoult
      @Odishavoult Месяц назад

      ​@@BaskeyAnanta na bhai gali diantu nahi

    • @bapisadangi3373
      @bapisadangi3373 Месяц назад +4

      @@BaskeyAnanta ପ୍ରଥମେ ତୋର ଭଉଣୀ କୁ ଠିଆପେଲିବି ତାପରେ ବୋଉର ପାଟିରେ ପୁରାଇ ବି, ଶେଷରେ ପୋଲିସ୍

    • @kartik_bhuyan_tapu
      @kartik_bhuyan_tapu Месяц назад

      👍👍👍​@@bapisadangi3373

    • @biswajitmahakud3870
      @biswajitmahakud3870 Месяц назад

      ❤❤❤​@@bapisadangi3373

  • @himanshupattnaik9266
    @himanshupattnaik9266 Месяц назад +2

    Mo ପୁଅ mobiles Haji ଯାଇଛି ବୋଲି FIR ଦେବକୁ ଖଣ୍ଡଗିରି ଥାନ ଯାଇଥିଲା. Taaku ପୁଲିସ କହିଲା ମାଳି ସାହି ଯାଇ ଛାଡିକି ଆସିଥିବୁ.

  • @liteshkumar2496
    @liteshkumar2496 Месяц назад +31

    Bjd ସମୟର ନିଶା ଓଡିଶା ପୋଲିସ ର ଯାଇନି

    • @SantanuDalai-xe2xq
      @SantanuDalai-xe2xq Месяц назад +3

      ୟେ ସଲେ ବିଜେଡି ର ଚାଟୁକାର ଥିଲେ ବବି ଦାଶ ର

    • @Aviator_7940
      @Aviator_7940 Месяц назад +1

      😂😂

  • @anilmallick3128
    @anilmallick3128 Месяц назад +1

    ମୋହନ ମାଝୀ ବିଧାୟକ ଥିଲା ବେଳେ ତ ପୋଲିସ ଅପମାନିତ କରିଥିଲା। ମୋହନ ମାଝୀ ଏବେ ମୁଖ୍ୟମନ୍ତ୍ରୀ ସେ କଣ ଜାଣିନାହାନ୍ତି ପୋଲିସ କି ପ୍ରକାର ବେବହାର କରନ୍ତି।

  • @chitaranjankara7226
    @chitaranjankara7226 Месяц назад +11

    DG ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ✋✋✋

  • @bijayakumarmohanty8180
    @bijayakumarmohanty8180 Месяц назад +1

    ଏ ପୋଲିଷ ସେବା ଅପେକ୍ଷା ଦାଦିଗିରି ଅଧିକା

  • @ShreearamMeher
    @ShreearamMeher Месяц назад +6

    ମାଗିହା ପୋଲିସ ମାନଙ୍କର ଏତେ ସାହଶ ମେଜର କୁ ମଧ୍ୟ ଛାଡ଼ିଲେ ନି ସେଥିପାଇଁ ତ ପୋଲିସ କୁ କୁକୁର କହନ୍ତି

  • @user-qe9tp9hi4u
    @user-qe9tp9hi4u Месяц назад +1

    ମୋତେ ଲାଗୁଛି ଗୋଟିଏ ହାତରେ ତାଳି ବାଜିବ ନାହିଁ।

  • @surjyasamanta6961
    @surjyasamanta6961 Месяц назад +40

    ପୋଲିସ ମିଛ କହୁଛି।

  • @santoshpanigrahi2221
    @santoshpanigrahi2221 Месяц назад +1

    Indian defence are the blood wall of our country....indian public wants justice...jai hind jai shena

  • @satyanaik7321
    @satyanaik7321 Месяц назад +21

    ସେମାନଙ୍କୁ ଆର୍ମି କୁ ଦେଇଦିଅ ସେମାନେ ଠିକ୍ କରି ଛାଡି ଦେବେ 😂😂😂

  • @OmmprakashRoutray-bw1jq
    @OmmprakashRoutray-bw1jq Месяц назад +1

    ରାତି କଣ ଚାଦାଆଦାୟହୋଉଥିଲାକି ସେଲେଡି ଅଫିସର କଣ ମଦପିଇ ସୋଇଥିଇଲେକୀ ଏମାନକ କଥାସୁଣିବାକୁ ତାକପାଖରେ ସମୟ ଅଭବଥିଲା

  • @satyanaik7321
    @satyanaik7321 Месяц назад +10

    କଣ ରିପୋର୍ଟ କରିବେ ସେ କହିବେ ଆପଣ କାମ କରିବେ ସେ ଲେଡୀ ଅଫିସର୍ ଥାନ ରେ ଗାଣ୍ଡୀ ଦେଖାଉ ଥିଲା ଗଲାନି ଘଟଣା ସ୍ଥଳ କୁ ସଙ୍ଗେ ସଙ୍ଗେ ଯିବାର ଥିଲା 😂😂😂

  • @SANJAYKUMARPANDA-r6r
    @SANJAYKUMARPANDA-r6r Месяц назад +1

    ଏହା ପ୍ରମାଣିତ କରୁଛି କି ଆମ ଦେଶରେ ପୁଲିସ୍ ଓ ବିଚାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ଓ ବର୍ଦ୍ଦିର ରଙ୍ଗ କୁ ନୀଳ ରଙ୍ଗ କୁ ପରିବର୍ତ୍ତନ ଆବଶ୍ୟକ ସମଗ୍ର ଦେଶରେ ମଦ ବନ୍ଦ ହେବା ଆବଶ୍ୟକ। ମଦ ପିଇ ଆସୁଥିବା କର୍ମଚାରୀଙ୍କୁ ଚାକିରୀ ରୁ ତତ୍କାଳ ବାହାର କରିବା ଆବଶ୍ୟକ।

  • @bharatpradhan2462
    @bharatpradhan2462 Месяц назад +9

    ପ୍ରଥମେ ପବ୍ଲିକ ମାଡ଼,ପରେ ଆଇନ ଚାଲୁ

  • @alekhPanda
    @alekhPanda Месяц назад +1

    Sobu station re ଏମିତି ହେଉଛି police ro dadagiri

  • @Siba-ly7tf
    @Siba-ly7tf Месяц назад +15

    Odisha police educated and intelligent ହେବ ଆବଶ୍ୟକ। ବିଛା ମନ୍ତ୍ର ନ ଜାଣି ସାପ ଗାତ ରେ ହାତ ପୁରାଇଲେ ଏହି ଅବସ୍ଥା ହେବ।

  • @sunidash5077
    @sunidash5077 Месяц назад +1

    ହଁ 🧳ହଁ ଏ ପୋଲିଶି ଗୁଡ଼ିକ ସବୁଠି ଏମିତିି, ବଦମାସି

  • @gangadhardash3430
    @gangadhardash3430 Месяц назад +38

    ସରକାରୀ କର୍ମଚାରୀଙ୍କୁ
    କର୍ତ୍ତବ୍ୟ
    କଥା କହିବା
    ପାପ !!

  • @ajitakumarsahoo9458
    @ajitakumarsahoo9458 Месяц назад +2

    ବାଳ ଅଫିସର

  • @TunaDas-tt7xj
    @TunaDas-tt7xj Месяц назад +6

    ଏ ମର୍ମ୍ହାହାତ ଘଟଣା ରୁ ଓଡ଼ିଶାର ଜନସାଧାରଣଙ୍କ ମନରେ ପୋଲିସ ଉପରୁ ବିଶ୍ବାସ ତୁଟି ଗଲା । ଯିଏ ଅଭିଯୋଗ ପାଇଁ ଆସନ୍ତି ସେ ପୋଲିସ ସହିତ ମୋର ପିଟ ହେବାକୁ ଆସନ୍ତି। ସେ ପୁଣି ମହିଳା। ପୋଲିସ ବାବୁ ଚୁଡ଼ି ପିନ୍ଧି ଥାନାରେ ବସ । ଏହା ଏକ ସଡ଼ଯନ୍ତ , ମହନ ସାର୍ ଏମାନଙ୍କୁ desmiss କରା ଯାଉ

  • @krupasindhudash7195
    @krupasindhudash7195 Месяц назад +2

    Jya jaban

  • @biswaranjanbiswal7612
    @biswaranjanbiswal7612 Месяц назад +7

    ଏଥିରେ CBI ଯାଞ୍ଚ ହେବା ଦରକାର

  • @tapanbarik779com4
    @tapanbarik779com4 Месяц назад +1

    ଓଡ଼ିଶାରେ 95%ପୋଲିସ ଲାଞ୍ଚୁଆ ମିଛୁଆ ରାଆଁଡୁଆ ଓ ଗୁଣ୍ଡା ଓ ନେତାଙ୍କ ଅଇଁଠା ଖିଆ କୁକୁର ସମାନ ଖୋଦ୍ ରାଜଧାନୀ ଛାତି ଉପରେ ଆଉ ଆଇନ୍ କାନୁନ୍ ବିଷୟରେ ଜାଣିଥିବା ଲୋକଙ୍କ ସହିତ ଏମିତି ହେଉଛି ଟା ହେଲେ ଗାଆଁ ଗହଳିରେ ଅଧା ପାଠୁଆ ଓ ଅଧା ମୂର୍ଖ ଗରିବଙ୍କ ସହିତ କଣ ହେଉଛି ତାହା ମୁଁ ଅଙ୍ଗେ ଲିଭେଇଛି ଏ ପୋଲିସ ର କାହାଣୀ କହିଲେ ମୁଣ୍ଡ ଗରମ ହୋଇଯିବ ଶଳା ଦେଶର ଯଦି ଶତ୍ରୁ ଥାଆନ୍ତି ପ୍ରଥମେ ଏଇ ପୋଲିସ ହିଁ ଆଗ ଆସିବ

  • @SPINFOTAINMENT
    @SPINFOTAINMENT Месяц назад +6

    ଏଗୁଡା ଯେତିକି ଏମିତି କାମ କରୁଛନ୍ତି ଏଗୁଡା police ନୁହଁ କଞ୍ଚା ବେଧ ପିଲା ଗୁଡାକ ।
    ଏଗୁଡ଼ାଙ୍କ ଗାଣ୍ଡୀ ପଟେ ଶାବଳ ପୁରେଇବା ଦରକାର public ଙ୍କୁ ସମସ୍ତେ ମିଶିକି ନହେଲେ ଏ ବେଧ ପିଲେ ଏମିତି ଜନସାଧାରଣଙ୍କ ଉପରେ ଅମାନୁଷିକ କାର୍ଯ୍ୟ କରିଚାଲିଥିବେ।

  • @KulabhBaba
    @KulabhBaba Месяц назад

    ପୋଲିସ ଥାନା କୁ ଅଭିଯୋଗ କରିବା ପାଇଁ ସାଧାରଣ ଲୋକ ଭୟ କରୁଛନ୍ତି

  • @mskumar981
    @mskumar981 Месяц назад +10

    Odisha police ku discipline sikhaya dia . Indian army bahut discipline ,bravery,unity thanti Sethi pai satru desh daranti .

  • @ranjankumarmohapatra1718
    @ranjankumarmohapatra1718 Месяц назад +12

    Addl. DCP should be punished for his irresponsible statement.

    • @kailashchandrajena8405
      @kailashchandrajena8405 Месяц назад

      Thik katha...ye additional DCP Doshi police ku Ghana ghodaibaku michha kahuchhi...nindaniy. Additional DCP birudhare govt. action neba uchit.

  • @parsuramjani1993
    @parsuramjani1993 Месяц назад

    Odisha ଉପରେ national media coverage ବେଶି ଅଛି ସାବଧାନ ମୋହନ ସରକାର, ଜୟ ଶ୍ରୀ ରାମ

  • @debasissahu2637
    @debasissahu2637 Месяц назад +7

    ତାଙ୍କୁ ଚାକିରୀରୁ ବିଦା କରାଯାଉ।

  • @jamunakapujamunakapu4453
    @jamunakapujamunakapu4453 Месяц назад +1

    ଯେତେବେଳେ ବି ପୋଲିସ ମାନଙ୍କ ଉପରେ ଏମିତି କିଛି ପଦକ୍ଷେପ ନିଆଯାଉଛି ସେତେବେଳେ ସାଧାରଣ ଜନତା ଭାରି ଖୁସି, ଜଣାନାଇଁ କଉ ଜନ୍ମ ର ରାଗ ଅଛି 😄😄😄😄😄

  • @bimalaprasadbhanjasamanta9954
    @bimalaprasadbhanjasamanta9954 Месяц назад +4

    ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀ ହେବା ଦରକାର

  • @abakash8271
    @abakash8271 Месяц назад

    Army କୁ ତ ଏମିତି କରୁଛ ଆମକୁ ପୋଲିସ କଣ କରିବ l

  • @lokanathrout8763
    @lokanathrout8763 Месяц назад +5

    ଦୃଷ୍ଟାନ୍ତମୂଳକ ଶାସ୍ତି ସରକାର ନେବା ଉଚିତ

  • @premanandswain3211
    @premanandswain3211 Месяц назад

    ପୋଲିସ କୁ ଜବାବ ଦେଉଛି ସୈନିକ, ସାଧାରଣ ଜନତା ନ୍ୟାୟ ପାଇଁ ଅପମାନ ପାଉଛି; 👌👍

  • @snigdharani-pl8ze
    @snigdharani-pl8ze Месяц назад +9

    ଡହରାମି ଦେଖାଉଥିଲା ନାମ ନେଇଛି