Se lady police ta Dr v thila ki j medical re patients serious boli nighty dress re podei asuchi jldi se patient ra opration karibo...anek thara mu aama Talcher colliery thana re v jaichi lady police civil dress re rahu chhnti , tume gote police heichha Dr nuhe j jekonsi dress re thana re bosi paribo...
Thanks to Argus News for sensitising to public.Many many thanks to Sjt Subrat Nanda,Senior Advocate for your meaningul statement which enhanced your personality and it gives inspiration to others for voice raising against unlawful activity that causing harm to society. Ganeswar Rout.
Sir,gariba loka mana ku bahutu hairan sahita dina tamam basauchanti .bar bar daudachi gariba loka bahutu hairan harakat karuchanti naya boli kichi nahi.jai jaganantha
ଓଡିଶାର 90% ପୋଲିସ ଲାଞ୍ଚୁଆ ପୋଲିସ. ଓଡିଶା ପୋଲିସ ହାଏ ହାଏ.
99%
99 %
Odissa re army police approved karajau odissa police sabu matia kukura
99.9999
No.1 chenal Argus news and good aditer
CBI enquiry ଦରକାର
ପୋଲିସ କୁ ବ୍ୟବହାର ଟ୍ରେନିଂ ଦିଆଯାଉ l public ଙ୍କୁ କେମିତି ବ୍ୟବହାର ଦିଆଯାଏ ସେଇଟା ଶିଖାଯାଉ l
Sudhansu sadangi bhalia police officer darkar Sara Odisha ku.
ଏମାନେ ନବୀନ ପୋଲିସ ଏମାନଙ୍କୁ ବଦଲା ଯାଉ
ନବୀନ ପୋଲିସ କେବେ ଏମିତି କରି ନାହିଁ, ୫t ତାଙ୍କୁ ବମ୍ବୁ ଦେଇ ରଖି ଥିଲେ my dear friend
Apana kemite kahuchanti banbuo kuo apana jaiki kadhanti separi kahuchanti ta
Bjp chor
Bjp chor
ନବୀନ ବାବୁ କଥା ପଡ଼ିନି ଭାଇ, ମୋହନ ସରକାର ବି ସବଡୋ କରିବା କଥା
ସେଇ ପୋଲିସ କୁ ଚାକିରି ରୁ ବାହାର କରାଯାଉ
Right sir 😢sata katha
ସାବଧାନ ପୋଲିସ ଦେଶ ଜଗୁଆଳି ପାଇଁ ଜନତା ରାସ୍ତା କୁ ଓହ୍ଲେଇ ବେ
Sir Appna pura thik katha kahichanti seminti hele police bataku Asibe
ଭାଇ ଏଭଳି କଥା କୁ। ଲୋକଲୋଚନକୁ ଆଣିଥିବାରୁ ଧନ୍ୟବାଦ ପୁଲିସ କୁ ଦଣ୍ଡ ମିଳିବା ଦରକାର
ହଁ,,,, ଥାନାରେ ଏମାନେ7ଜଣ ଜଗିଥିଲେ ଆଜି ସେ BAAR ବାଲି ନିସାଡି ଆସିଲେ ଡ୍ରେସ୍ ଖୋଲି ମାରିବା । କି ଚିନ୍ତା ଧାରା ତୁମର ,,,, ନିସାଡି କୁ ମାତାଲ୍ ମାନେ ହିଁ ସପୋର୍ଟ କରିବେ,,,,
ଆପଣ କଣ ସେଦିନ ସେ ଝିଅର Bar ରେ ମଦ ପିଇକି ଡାନ୍ସ ଭିଡ଼ିଓ ଦେଖିନାହାନ୍ତି
😢@@suryakantasahoo4339
ସେଇ ଲେଡି ପୋଲିସ କୁ ମଧ୍ୟ ଲଙ୍ଗଳା କରି ପିଟିବା କଥା
1🎉
Perfect
ଆଉ ସେ ନିସାଡି ମାଇକିନା ଗଞ୍ଜେଇ ମାରି ରାସ୍ତା ଉପରେ ରାତି ଅଧରେ ଖେଳ କରିବ ସେଇଟା ତୁମକୁ ବେଶ୍ ମଜା ଲାଗୁଚି ବେଶରମ୍ ବର୍ଜାତ୍ ମାଇକିନା କୁ ଗଂଯୁଡୁ ମାନେ ହିଁ saport କରିବେ
Se lady police ta Dr v thila ki j medical re patients serious boli nighty dress re podei asuchi jldi se patient ra opration karibo...anek thara mu aama Talcher colliery thana re v jaichi lady police civil dress re rahu chhnti , tume gote police heichha Dr nuhe j jekonsi dress re thana re bosi paribo...
Setata langala thila Khali pita darakara
ପୋଲିସ ମାନଙ୍କର ମନମାନୀ କାର୍ଯ୍ୟ କରିଛନ୍ତି
କଥା ହେଉଛି ଜଣେ ଝିଅ ରାତି ଦୁଇଟାରେ କ'ଣ ପୋଲିସକୁ କାମୁଡିବାକୁ ଯାଇଥିଲା? ଏହା କ'ଣ ବିଶ୍ବାସ ଯୋଗ୍ୟ କି?
Na
ରାଜ୍ୟ ସରକାରଙ୍କ ଶାସନ ତନ୍ତ୍ରରେ କିଛି ପ୍ରାଶାସନିକ ଅଧିକାରୀ ଓ ପୋଲିସ କର୍ମୀଙ୍କ ପାଇଁ ସମଗ୍ର ଓଡିଶା ନିନ୍ଦିତ ହେଉଛି। ଏହିଭଳି ବ୍ୟବହାର ଦ୍ବାରା ତାଙ୍କର ଉତ୍ତରାଧିକାରୀ ଅନେକ କଷ୍ଟ ପାଇବେ ଏବଂ ଅବସର ପରେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଜଣେ ସାଧାରଣ ଭୀକାରି ଠାରୁ ବି ବଳିଯିବ।
ଅହଂକାର, ସ୍ବାର୍ଥ, ଲୋଭ ମଣିଷକୁ ଅକାଳରେ ନାଶ କରିଦିଏ। ନ୍ୟାୟ ପ୍ରଦାନ କରିବା ଲୋକ ଯଦି ଅନ୍ୟାୟ କରିବ ତା'ର ଫଳ କେବଳ ଭଗବାନ ହିଁ ଦେବେ।
ଦିନ ଏବଂ ରାତି ସମୟ ମଧ୍ୟରେ ଅନେକ ତଫାତ ରହିଛି ଏବଂ କୈାଣସି ଲୋକ ରାତିରେ ପୋଲିସ ପାଖକୁ ସାହାଯ୍ୟ ପାଇଁ ହିଁ ଯିବ, କେବେବି ପୋଲିସକୁ ଗୋଟିଏ ଶିକ୍ଷିତ ଝିଅ କାମୁଡିବାକୁ ଯିବ ନାହିଁ। ହୁଏତ ଆତ୍ମରକ୍ଷା କରିବାକୁ ଯାଇ କାମୁଡିବା କିଛି ଅସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଥାନାର ଏତେ ଅଧିକାରୀ କିପରି ଜଣଙ୍କୁ କଣ୍ଟ୍ରୋଲ କରି ପାରିଲେ ନାହିଁ?
Justice for Ankita
ନା ସେମାନେ ଜଗି ଥିଲେ ଗୋଟେ BAAR ବାଲି ଆସିବ ତାର ଆଜି ଛୋଡ଼ି ଖୋଲିବା
000000@@satyasahoo-pj5eq0
Distrub କଣ,,,,, ଥାନା ରେ ପୋଲିସ କଣ ଚଉଠି ରାତି ମାନୁଛି,,,Distub ହେଇଯାଉଛନ୍ତି ।
Miximum Night duty police ମାନେ ଏଭଳି ବ୍ୟବହାର କରନ୍ତି ।।
ଏମାନଙ୍କୁ Parmanet Suspend କରିବା ଦରକାର୍ । ବହୁତ୍ ଚର୍ବି ହେଇଗଲାଣି police ର ।।
ପୋଲିସ ବାଲି ନାଇଟ୍ ପିନ୍ଧି ଅଲଗା କିଛି କାମ କରୁଥିଲା କି?
Enjoy
ଯଦି ଓଡିଶା ସରକାର ଦୃଢ କାର୍ଯ୍ୟନୁଷ୍ଠାନ ନ ନେବେ ଓଡିଶାର ଜନ ସାଧାରଣ ରାଜ ରାସ୍ତାକୁ ଓଲ୍ହେଇବେ ସେତେବେଳେ ଜାଣିପାରିବେ ସରକାର ସାଧାରଣ ଲୋକଙ୍କୁ ପୋଲିସ ଷ୍ଟେସନରେ ବୋହୁତ ଦୃବେବହାର କରୁଛନ୍ତି ଜୟ ହୀନ୍ଦି 🙏🏽🇮🇳
ଆପଣ କଣ ସେଦିନ ସେ ଝିଅର Bar ରେ ମଦ ପିଇକି ଡାନ୍ସ ଭିଡ଼ିଓ ଦେଖିନାହାନ୍ତି
ସାଧାରଣ ଲୋକ ହୋଇଥିଲେ ଏହିକେସ୍ ଟି ଲୁଚିଯାଇଥାନ୍ତା ।
Up CM ଯୋଗୀ ଆଦିତ୍ୟନାଥଙ୍କ ରୁଲକୁ ଫଲୋ କରନ୍ତୁ
Bjdର ଚାଟୁ କାରିତl କରି କରି ଏ ନିର୍ଜୀବ ପୋଲିସ ଅଧିକାରୀ ମାନେ ମାଁ, ଭଉଣି, ଝିଅ, ଚିହ୍ନି ପାରୁ ନାହାଁନ୍ତି । ମେଜରଙ୍କ ସ୍ତ୍ରୀକୁ ଶୋଷଣ କରିପାରିଲେ । ସାଧାରଣ ଲୋକର କଣ ଦୁର୍ଦଦଶା ହେବ । BJD ଦଲାଲି ଏମାନେ ଛାଡି ନାହାଁନ୍ତି ।
ଓଡ଼ିଶା ର ପୋଲିସ ଏକ ନମ୍ବର ଲାଞ୍ଚୁଆ ଏବଂ ନେତା ଙ୍କ ଚାକର। ଓଡ଼ିଶା ର ସାଧାରଣ ଲୋକ ଙ୍କୁ କିପରି ହଇରାଣ କରାଯାଇପାରିବ ଓଡିଶା ପୋଲିସ କୁ ଭଲ ଭାବରେ ଜଣା। ଛି ଛି ଓଡିଶା ପୋଲିସ
Justic for Ankita
ସାଧାରଣ ଲୋକଙ୍କୁ କଣ ନ କରୁଥିବେ ଏମାନେ ଲୋକଲୋଚନକୁ ବହୁତ କଥା ଆସୁନି
ଆମ ମୋହନ ସରକାର ଅଛନ୍ତି ନ୍ୟାୟ ମିଳିବ କାହିଁକି ନା ତାଙ୍କ ସାଙ୍ଗରେ ଦୃବେବହାର ହେଇଥିଲା.
Justice forAnkita
ସେ ପୋଲିସ ଅଫିସର ଙ୍କୁ ଚାକିରି ରୁ ବାହାର କରାଯାଉ ଏବଂ ଜେଲ ଦଣ୍ଡ ଦିଆ ଯାଉ
Hnn
Right
ମୋ ପୋଲିସ୍ ହଟାଯାଉ
ଦେଖିବା ମୋହନ ସରକାର କଣ କରୁଛନ୍ତି
ପୋଲିସ ମୋହା ନିର୍ଦେଶକଙ୍କୁ କେମିତି ଲାଗୁଛି ଛିଛି ପୋଲିସ
ଦୁର୍ଗାସିସି ଭାଇ ଏମାନେ ସବୁ ଥାନାରେ ସିସିଟିଭି କ୍ୟାମେରା ନଷ୍ଟ ଜାଣିଶୁଣି କରିଛନ୍ତି ଆଉ ରହିଲା ଏମାନେ ଦେଶର ସେନା ବାହିନୀ ଙ୍କ ଉପରେ ଏ ଅବସ୍ଥା ଜନସାଧାରଣଙ୍କୁ ଏମାନେ କଣ ସବୁ କରୁଥିବେ ଟିକେ ଚିନ୍ତା ପ୍ରକଟ କରନ୍ତୁ
Good brother good news chenel.
ମଡେଲ ଥାନାରେ CCTV ନ ଲାଗିବା ଏଥିପାଇ ପ୍ରଶ୍ନ ଉଠିବା ସ୍ବଭାବିକ। ନାହିଁ ର ଉତ୍ତର ଦେବ କିଏ ।
Thanku. Argas. Bhai
Thanks Argus news👍👍
ଥାନାରେ କେହି ମାଡ ଖାଇବା ପରେ ଯଦି ସିସିଟିଭି ଯାଞ୍ଚ କରାଯାଏ cctv ଖରାପ ଥାଏ
ଠିକ କଥା ଭାଇ ମାନେ
ଆଉ ପୋଲିସ କୁ କିଏ ଚାପୁଡ଼ା ପକେଇଲେ attempt to murder case।
ସନ୍ତୋଷ ସାର ଙ୍କୁ ଧନ୍ୟବାଦ ସେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରୁ ସତ୍ୟ ଉପରେ ଆଧାରିତ କଥା ଗୁଡ଼ିକ କହୁଛନ୍ତି l🙏
Justice for Ankita
ଓଡ଼ିଶା ର ପୋଲିସ ଭାରତ ର ସବୁଠାରୁ ବେକାର ପୋଲିସ।
Naveen police hatao
ମହନ ସରକାର ଆପଣ ରାଜ୍ଯ ପାଇଁ ଅକ୍ଷମ। ଆପଣ ମୁଖ୍ଯ ମନତିରି ନାମକୁ ମାତ୍ର। ଏମାନଙ୍କୁ ଚାକିରି ରୁ ବିଦା କରାଯାଉ। ଆସନ୍ତା ୫ବର୍ଷପରେ ନହେଲେ ବୁଝିବେ।
IIC ku arrest karajau n dismissed from service karajau.
ଏ ଭଳି ପୋଲିସ କୁ ଜେଲ୍ ରେ ପୁରଜାଉ
beware odissa police we r stand only for our ARMY
ଆପଣ କଣ ସେଦିନ ସେ ଝିଅର Bar ରେ ମଦ ପିଇକି ଡାନ୍ସ ଭିଡ଼ିଓ ଦେଖିନାହାନ୍ତି
ସେ ଇଞ୍ଜିନିୟର ପିଲାଙ୍କ ର ମନ ଭୁଲ ଥିଲା କୁହ??
Army ଅଫସରମାନେ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ bar ରେ ମଦ ପିଆଇକି ରୋଡ ରେ ବୁଲେଇ ପାରିବେ କିନ୍ତୁ student ମାନେ ନୁହେଁ
Argsa news dhanybad
ପୋଲିସ ର ଘମଂଡ ବଢ଼ି ଯାଇଛି
ପୋଲିସ କୁ ମାସକୁ ୨୦୦୦ଦୋରମା ଦିଅନ୍ତୁ ତଥାପି ସେମାନେ ଚାକିରି କରିବେ କାରଣ ଘୁସପେଟି କିଛି ଅଛନ୍ତି ପୋଲିସ
Mahan majhi jodi police maane jemiti bhalare lokonku byabahar karanti se byabasta no kari paribe mu au kebebi BJP ku vote debi nahi
Odisha police bharat pain kalanka
ସ଼ଂଜିବବାବୁ ଦୟାକରି ପୋଲିସ କୁ ଠିକ୍ ବାଟରେ ନିଅନ୍ତୁ
ନବୀନ ପୋଲିସ ମୋ ପୋଲିସ କୁ ହଟାଯାଉ
ସମଗ୍ର ଭାରତ ରେ ପୁଲିସ ରେ ଏହି ଭଳି ବେବହାର ।ପୋଲିସ ମାନଙ୍କ ଦରମା କୁ ଛାଡ଼ିଲେ ଉପୁରି ବହୁତ୍ ତାର ହିସାବ ଦେଇ ।କିନ୍ତୁ ସେପଟରେ army ଉପରେ ଅଗ୍ନିବିର ଆଣିକି ସେନା ଉପରେ ଅତ୍ୟଚାର କଲା ଆଉ ଏପଟେ ସେନା କର୍ମୀ ଏହି ଭଳି ବେବହାର । ଛି ଛି e ଯୁଗ କଣ ହେଲା ରେ
Argus news dhanyabad,,Durgashis byai 🙏🙏🙏🙏
ପୋଲିସ ଅଫିସର ଆଇ ପି ଏସ୍ ଅନ୍ତତ ମାସକେ ଥରେ ପ୍ରତି ଥାନାକୁ ତଦାରଖ କରନ୍ତୁ
Ok
Masaku thare thana cheek kale helmets Kate bele chek karibe.
Ips ତ ସପ୍ତାହକୁ ଥରେ ସବୁ ଥାନାରୁ ବଟି ନିଅନ୍ତି 😂
ଛି ଛି ପୋଲିସ
ଏମାନେ ସବୁ ବିଜେଡି ପୁଲିସ💯☝
ଏମାନଂକୁ ନକ୍ସଲ ଏରିଆକୁ ପଠାନ୍ତୁ
No suspend, immediate arrest, investigation with necessary legal action against the concerned police officer is essentially needed.
Suspended Police ମାନଙ୍କ ନାଁ ରେ FIR କରାଯାଉ ଏବଂ ସେମାନଙ୍କୁ ତୁରନ୍ତ arrest kari jail ପଠାଯାଉ।
ଦୋଷୀ ମାନଙ୍କୁ ଚାକିରି ରୁ ବାହାର କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର
Very very thanks to respected advocate nanda sir for your precious valuable topic regarding the incident
I am sopot indian army👍
ସାର୍ ଆପଣ ଠିକ୍ କହିଲେ ସାରା ଓଡିଶା ରେ ଏମିତି
Thanks to Argus News for sensitising to public.Many many thanks to Sjt Subrat Nanda,Senior Advocate for your meaningul statement which enhanced your personality and it gives inspiration to others for voice raising against unlawful activity that causing harm to society.
Ganeswar Rout.
Govt should be seriously looking into this matter
Justice for ankita,and should be enquire by judicial than crime nranch
ମିଲିଟାରୀ କୋର୍ଟ ରେ ବିଚାର ପାଇଁ ଦିଆଯାଉ
ଆଗସରକାର ଅମଳର ଅଭ୍ୟାସ କାର୍ଯ୍ୟରେ ଲଗାଇଦେଲେ ଆବେଦନକାରୀଙ୍କୁ ମାଡ ଆଉ ଜେଲ ଯିବେ ପୂର୍ବ ସରକାରଙ୍କ ଶିକ୍ଷ୍ୟା ଏବେବି ପ୍ରଭାବ ବିସ୍ତାରପୋଲିସ କରୁଛି ଅଭିଯୋଗକାରୀ ବନ୍ଧାହେବେ❤🎉😂😂😂😂
Inquary for justis.
Justic for ankita
Justice.....
Justice.....
Justice.....
C.M sir nka akhi kholiba darkar. Nahale puni Nabakalebar heba.
ଜୟ ଶ୍ରୀ ଜଗନ୍ନାଥ
ଧାନ ଫସଲ ଭିତରେ କେତେକ ବାଳୁଙ୍ଗା ରହି ସମଗ୍ର ପୋଲିସ department କୁ ବଦ୍ନାମ କରୁଛନ୍ତି ବଡ ଦୁଃଖର ବିଷୟ ସେମିତିଆ ନର୍କକୀଟ ମାନଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉ......
ଗୋଟେ ଘୋଡ଼ା ମଦୁଆ IIC ମନୋଜ କୁମାର ସାମନ୍ତ 2013 ରେ ଖାରବେଳ ନଗର ଥାନାରେ ଥିଲା ସେତେବେଳେ, ତତ୍କାଳୀନ ଟିଟିଲାଗଡ଼ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରା ର ନାତୁଣୀ , ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଓ ତାଙ୍କ ସହଯୋଗୀ ଶାଶ୍ୱତ ଯୋଶୀ ସହ ମିଶି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ତଥା ରମାଦେବୀ ଛାତ୍ରୀ ପଲ୍ଲଭି ବେରିହା ସହ ଦୀର୍ଘ 4 ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା କଟକର ଏକ ପୁଅକୁ ତତ୍କାଳୀନ ଶାସକ ଦଳ ଚାପର ବଶବର୍ତ୍ତୀ ହୋଇ ବିନା ମକଦ୍ଦମାରେ ରାତିସାରା ଥାନାରେ ନିର୍ଘାତ ମରଣାନ୍ତକ ମାଡ଼ ମାରିଥିଲା, ନିରୀହ ପୁଅଟି କିଛି କରି ପାରିଲା ନାହିଁ ଅତ୍ୟାଚାର ବିରୁଦ୍ଧରେ
Jay jagannath
Govt should ensured , Every police station must have CC TV .
Justis
For
Ankita
Ara sa jhai nuha pua ta
ଜନସାଧାରଣ ସେହି Police ମାନଙ୍କୁ jail ରେ ଦେଖିବାକୁ ଚାହୁଁଛନ୍ତି।
Sir proud of 👍👍
ଓଡ଼ିଆ ସରକାର ଶିଘ୍ର ଏବଂ ଦୁଢ କାର୍ଯ୍ଯାନୁଷ୍ଠାନ ହେଲେ ଓଡିଶାର ଜନସାଧାରଣ ଖୁସି ହେବେ
Yes
I agree " justice for Ankita "
Correct Katha 👍
Bht kharp katha sabu jaga saman
Durgasis babu very thankful to you
ପୋଲିକୁ ଜେଲ ପଠାନ୍ତୁ
Mara
Right justice is expected from Honourable CM n present DGP.Let us wait n see.
ଅନ୍ତରାଜମି ସର ଆପଣ କୁ 🙏👍
Sir,gariba loka mana ku bahutu hairan sahita dina tamam basauchanti .bar bar daudachi gariba loka bahutu hairan harakat karuchanti naya boli kichi nahi.jai jaganantha
Bhai odisha Ra ahi karana ghatichi tanu sabu militry bhaimanankhu. Dhanyabada
ପୋଲିସ୍ ନିଜକୁ। ସର୍ବଶକ୍ତିମାନ୍ ଭାବୁଛି
Right brother
ଅରଗସ୍ ଲୁଚଉଛି ଖବର
ଦେଶ ସ୍ବାଧୀନ ହୋଇଛି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନେ ଇଂଗ୍ରେଜୀ ମାନସିକତା ରୁ ମୁକ୍ତ ହୋଇନାହାନ୍ତି। ଏହା ନିଶ୍ଚିତ ଭାବେ ଅମାନବୀୟ ବର୍ବରତା ।
You are right sir ,jusdtice for ankita.fir against the police
ସବୁ ପୋଲିସ ସମାନ ନାହାନ୍ତି
Sabu thu. Bhala police bhejiput fandi mote bohut bhala lage❤
Request the people of Odisha fight against the crime.
Ok
Right
Argus 💯 right
Absolutely correct sir, justice for Ankita ,Jai Sri ram 🙏 🎉
# Justice for Ankita and strong Action against culprit
Justice Ankita independent enquiry #
ଉପକଣ୍ଠ ଥାନାଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ
ସାଧାରଣ ଲୋକୋ ଙ୍କ କଥା ଚାଡ, ବହୁତ୍ ହୋଇରଣ କରୁଛନ୍ତି,