Rok Thok Live || ରୋକ୍ ଠୋକ୍ : ଥାନାରେ ଛାତିଥରା ଯୌନ ନିର୍ଯାତନା ! || 19 Sept 2024 || Argus News

Поделиться
HTML-код
  • Опубликовано: 8 ноя 2024

Комментарии • 2 тыс.

  • @gourangacharangouda6203
    @gourangacharangouda6203 Месяц назад +154

    ସେ ମାଗିଆ ସିନିଅର ଅଫିସର କୁ ବି ଜେଲ ଦଣ୍ଡ ହେବା ଆବଶ୍ୟକ

    • @prakashpaikaray9051
      @prakashpaikaray9051 Месяц назад +1

      ଜେଲ୍ ନୁହେଁ ଚିଡ଼ିଆଖାନାରେ ରଖିବା ଆବଶ୍ୟକ

    • @Suresh19949
      @Suresh19949 Месяц назад

      Jail nuhen Bhai rape karuchi PS re phasi dia jau

    • @Gaandubhai
      @Gaandubhai Месяц назад +1

      BJP Raaj me Balatkar

    • @balaramsingh4501
      @balaramsingh4501 Месяц назад

      Se Mahaghia ku Fasi Diaa Jaau

  • @DebendraSahani-rs9px
    @DebendraSahani-rs9px Месяц назад +80

    ଏମାନଙ୍କୁ ଫାଶୀ ଦିଆଯାଉ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ

  • @premchandmahanta9398
    @premchandmahanta9398 Месяц назад +247

    ଏମିତି ପୋଲିସକୁ ବି କୁକୁର ଭଳି ମାଡହେବାଦରକାର । ବିଜେଡି ପ୍ରିତି ଛାଡିନି ପୋଲିସର ।

    • @pranaya336
      @pranaya336 Месяц назад +3

      Now 100 day celebration in BJP party

    • @aloksahu5659
      @aloksahu5659 Месяц назад +3

      Police na BJD ra na bjp ra ...... uneducated person 😂😂😂

    • @FoodinCook
      @FoodinCook Месяц назад +4

      ​@@aloksahu5659BJD ra Gunda police. 24 years gunda kamo kari kari bhuligle je BJP SARKAR asichi

    • @FoodinCook
      @FoodinCook Месяц назад +2

      ​@@pranaya336BJD ra Gunda police 24 years ra training sabu. Gunda police bhuli gale je BJD Gunda sarkar au nahi....

    • @pranaya336
      @pranaya336 Месяц назад

      @@FoodinCook hm ame janichu ja hela BJP party ta 100 day celebration karuchi hela cm kan kichi action kari paru nahi ki

  • @prabhatagouda7377
    @prabhatagouda7377 Месяц назад +12

    ମୋହନ ସରକାର ଏହି case କୁ cbi କୁ ଦିଅନ୍ତୁ ଏବଂ ଏହା ଉପରେ ଯୋଗୀ ଜି ଙ୍କ ଭଳି ଆକ୍ସନ ନିଅନ୍ତୁ l

  • @odiamedicalguru
    @odiamedicalguru Месяц назад +20

    Odisha ra best news channel Argus channel... Supporter's be like👍🏻

  • @Sached299
    @Sached299 Месяц назад +93

    ସେ ଡିସିପି କୁ ବି ଗିରଫ କରାଯାଉ

  • @mosebakendra-q7s
    @mosebakendra-q7s Месяц назад +154

    ସୁଭଦ୍ରା କୁ ଛାଡି ଏହି news ପ୍ରସାରଣ କରି ଥିବାରୁ argus କୁ ଧନ୍ୟବାଦ

  • @upendrakumarbiswal4682
    @upendrakumarbiswal4682 Месяц назад +142

    ଏ IIC ଜଣକ ଏବଂ ତାଙ୍କର କର୍ମଚାରୀ ମାନେ ଯେଉଁ ନିନ୍ଦନୀୟ କାର୍ଯ୍ୟ ଭରତପୁର ଥାନାରେ କଲେ ସାରା ଓଡିଶା ପାଇଁ ଲଜ୍ୟା, ନୂଆ ସରକାର ଉଚିତ ପଦକ୍ଷେପ ନେଇ ଏ ଚୋର ପୋଲିସଙ୍କୁ ଚାକିରୀ ରୁ ବାହାର କରି ସିଧା ଜେଲରେ ଦଣ୍ଡ ଦିଅନ୍ତୁ

  • @SantoshchandraRath-md3mc
    @SantoshchandraRath-md3mc Месяц назад +10

    ଝୀଅଟିର କାନ୍ଦ କାନ୍ଦ କଥାରୁ ଏ ଘଟଣା ଯେ କେତେ ଦୁଃଖଦ ଓ ଯନ୍ତ୍ରଣାଦାୟକ, ତା ଅବର୍ଣ୍ଣନୀୟ । ଆଇନର ରକ୍ଷକ ରକ୍ଷକ ବଦଳରେ ଭକ୍ଷକ ସାଜୁଛନ୍ତି ।ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଏମାନେ ଇଂରେଜ ମାନସିକତାରୁ ମୁକ୍ତ ହୋଇପାରି ନାହାଁନ୍ତି ।ଏମାନେ ଆଇନକୁ ନିଜର ବ୍ରହ୍ମ ଅସ୍ତ୍ର ଓ ଦିବ୍ୟ ଅସ୍ତ୍ର ମନେ କରୁଛନ୍ତି । ସରକାରଙ୍କୁ ଅନୁରୋଧ ଏ ଘଟଣାର ଦୋଷୀ ଅପରାଧୀ ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନରେ ଦଣ୍ଡିତ କରି ସେହି ନୀରିହ ଝିଅ ଟିକୁ ନ୍ୟାୟ ପ୍ରଦାନ କରାଯାଉ ।

  • @ratanmajhi4759
    @ratanmajhi4759 Месяц назад +7

    ନର ରାକ୍ଷସ ଓ ନର ରାକ୍ଷସୀ ଙ୍କୁ ଫାଶୀ ଦଣ୍ଡ ଦେବାଉଚିତ। ଜନସାଧାରଣ ଟଙ୍କା ରେ ଦରମା ପାଇ ଅତ୍ୟାଚାର କରିଛନ୍ତି। ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର

  • @GolakBihariSahoo-o9f
    @GolakBihariSahoo-o9f Месяц назад +81

    ଏମାନେ ପୋଲିସ ବିଭାଗର କଳଙ୍କ, ଏମାନଂକୁ ଚାକିରୀରୁ ବହିଷ୍କାର କରନ୍ତୁ ମୋହନ ସରକାର,

  • @sakti6493
    @sakti6493 Месяц назад +238

    ମୋହନ ସରକାର ଦୋଷି ପୋଲିସଙ୍କୁ ଏମିତି ଦଣ୍ଡ ଦିଅନ୍ତୁ, ଯାହା ଏକ ଉଦାହରଣ ହୋଇ ରହିବ।

    • @sanjaybehera363
      @sanjaybehera363 Месяц назад +5

      ଭାଇ ସେ ମହୁଲ ଗୋଟେଇ ବାକୁ ଯାଇଛି

    • @itsmebiswajit91roul37
      @itsmebiswajit91roul37 Месяц назад +5

      Sakti Bhai Right ✅️

    • @BipinPattanaik
      @BipinPattanaik Месяц назад

      Jay Jagannath🙏Jay Nila Madhab🙏Omm🕉️Jay Maa Kalijai🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Jay RSS🙏Respected former CM of Odisha Naveen Pattanaik and his Pandu private LTD.Time came to know how many people you killed and which girl skeleton is their in the vehicle . In which illegal buisness do you involve the vehicle?Now where is the car?SABKA SAATH SABKA VIKASH SABKA BISWAS MODI PARIVAAR GPHKBG DOUBLE ENGINE GOVERMENT

    • @avscreatation8955
      @avscreatation8955 Месяц назад

      Right

    • @susantabehera5763
      @susantabehera5763 Месяц назад

      Justice for Ankita

  • @guruswamiworld
    @guruswamiworld Месяц назад +120

    ସାର ଦୟାକରି ମୁଖ୍ୟମନ୍ତ୍ରୀ ମହୋଦୟ ଏହିସବୁ ପୋଲିସ ମାନଙ୍କୁ କଠୋର ଦଣ୍ଡ ସହିତ ଚାକିରିରୁ ବହିଷ୍କାର ଯେତେ ଶୀଘ୍ର କରାଯାଉ

  • @BenudharMajhi-oj2dd
    @BenudharMajhi-oj2dd Месяц назад +16

    ଓଡ଼ିଶା ସାରା ପୋଲିସ ଏମିତି ହିଁ ବ୍ୟବହାର କରନ୍ତି। ଏମାନଙ୍କ ଠାରେ ମଣିଷ ପଣିଆ ନାହିଁ। ନୂଆ ଆଇନ୍ ଲାଗୁ କରାଯାଉ ପୋଲିସ ଯଦି ଖାକି ରେ ହାତ ଉଠାଏ ତେବେ ତାହାକୁ ଜଘନ୍ୟ ଅପରାଧ ରେ ହିସାବ କରାଯାଉ ଏବଂ ପୋଲିସ ବିରୋଧ ରେ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର

  • @jagatjyotidash1936
    @jagatjyotidash1936 Месяц назад +20

    # Justice for Ankita
    ଅର୍ଗସ କୁ ଅନୁରୋଧ ଭଉଣୀ ଅଙ୍କିତା କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆପଣ ୟେ ନିଉଜ ଟିକୁ ଅଗ୍ରାଧିକାର ଭିତ୍ତିରେ ପରିବେଷଣ କରି ଚାଲନ୍ତୁ । ଆମେ ମାନେ ଆପଣ ଙ୍କ ସହ ଅଛୁ । ନଚେତ୍ ପଶ୍ଚିମବଙ୍ଗ ଭଳି ପରିସ୍ଥିତି ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ।

  • @rajatkumarmishra5912
    @rajatkumarmishra5912 Месяц назад +45

    Lawyar ମାନେ ଏକାଠି ହୋଇ ଭରତପୁର thana ର ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତୁmadam ଙ୍କୁ help କରନ୍ତୁ

  • @krishnachandrakishan9998
    @krishnachandrakishan9998 Месяц назад +75

    ଏ ବେଇମାନ ପୁଲିସ କୁ ଗୋଟି ଧାଡି ରେ ଠିଆ କରି ଗୁଳି ମାରି ଦେବା କଥା

  • @anitamekap6584
    @anitamekap6584 Месяц назад +60

    Suspend ଏଗୁଡା କାହିଁକି
    ବହିଷ୍କାର କରି ତାକୁ ଜେଲ ରେ ସଶ୍ରମ କାରାଦଣ୍ଡ କିମ୍ବା Mada ମାରି ମାରି ମଜା ଚାଖିବାକୁ ଦିଆ ଯାଉ

  • @purnachandradakua8265
    @purnachandradakua8265 Месяц назад +3

    ଦୟା କରି ଆଇନ ମନ୍ତ୍ରୀ ଏହାର ଉଚିତ ପଦକ୍ଷେପ ନିଅନ୍ତୁ 👏🏻👏🏻👏🏻

  • @prabhatagouda7377
    @prabhatagouda7377 Месяц назад +6

    Police oic and other staff କୁ ବର ଖାସ୍ତ କରାଯାଉ ଓ ସେମାନଙ୍କୁ ଜେଲ କରାଯାଉ ଏବଂ ଓଡ଼ିଶାରେ ଯୋଗୀ ଜି ଙ୍କ ଭଳି ଏମାନଙ୍କ ଉପରେ ଆକ୍ସନ କରାଯାଉ l

  • @kamalakantasahoo693
    @kamalakantasahoo693 Месяц назад +34

    Army ଭାଇମାନେ ଏ ମାନଙ୍କୁ ଛାଡ଼ନ୍ତୁ ନାହିଁ।

  • @MGSBlogs4487
    @MGSBlogs4487 Месяц назад +46

    ଜୟଶ୍ରୀ ଯେଉଁ କହିଲେ...ଏ ପୋଲିସ ନୁହେଁ ବାଂଲାଦେଶୀ ପଠାଣ... Right 👍👍👍

  • @SatyaranjanSethy-u3l
    @SatyaranjanSethy-u3l Месяц назад +133

    ମୋର ମୋହନ ସଆର ଙ୍କୁ ଅନୁରୋଧ ବିଜେପି ସରକାର କହୁଥିଲା ଅଫିସର ରାଜ ଚାଲିବ ନାହଁ ଲୋକ ଦେଖୁଛନ୍ତି 🙏

    • @itsmebiswajit91roul37
      @itsmebiswajit91roul37 Месяц назад +2

      Absolutely 💯

    • @niranjannaik6376
      @niranjannaik6376 Месяц назад +1

      ସରକାର ଆଗ" ଜଘନ୍ୟ ଥାନା "ନାମରେ ନାମିତ କରନ୍ତୁ ଏ ଥାନାକୁ.ଧନ୍ୟ ବାଦ ମାଡାମ it is 100% corect,

  • @MinaketanmohantyMohantyminaket
    @MinaketanmohantyMohantyminaket Месяц назад +3

    ପୁରା ସତ୍ୟ ଘଟଣା କେବଳ ଅର୍ଗସ ନିୟୁଜ ଠାରୁ ମିଳେ, ତେଣୁ ଅର୍ଗସ ନିୟୁଜ ର ସମସ୍ତ କାର୍ଯ୍ୟ କର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ.

  • @sarojnayak1395
    @sarojnayak1395 Месяц назад +7

    ଯଦି ଥାନା ଅଧିକାରୀ ଏଭଲି ଆଘନ୍ୟ କାମ କରୁଛନ୍ତି! ତେବେ ଗାଲୁଆ ସରକାର କଣ କରୁଛି ! ଯଦି ସରକାର ଅପାରଗ ତେବେ ସେହି ଆଫିସର୍ କୁ ଜନସାଧାରଣ ଙ୍କୁ ହସ୍ତାନ୍ତର କରିଦେଲେ ପୁଲିସ ବିଭାଗ ଉଚସ୍ତର ଅଫିସର ଙ୍କ ଚେତା ଫେରନ୍ତା ,......

  • @santoshkumarmishra2620
    @santoshkumarmishra2620 Месяц назад +71

    ପ୍ରଶାନ୍ତ ଜଗଦେବ୍ ଭାଇ କିଛି ଗୋଟେ ବ୍ଯବସ୍ଥା କରନ୍ତୁ. ବାହୁବଳୀର ପରିଚୟ ଦିଅନ୍ତୁ.

  • @manaromaswain9328
    @manaromaswain9328 Месяц назад +36

    ଓଡ଼ିଶାର କୁହାଳିଆ ନେତା ସବୁ କୁଆଡେ ଗଲେ

  • @satyanaik7321
    @satyanaik7321 Месяц назад +38

    ଖାଲି ଅଙ୍କିତା ବାପା ଙ୍କ ନୁହେଁ ସାର୍ ଓଡ଼ିଶାରେ ସମସ୍ତ ଲୋକଙ୍କ ମତ ସମସ୍ତେ ବହିସ୍କାର କରାଯିବା ଦରକାର

  • @RAMESHCHANDRANAYAK-i2r
    @RAMESHCHANDRANAYAK-i2r Месяц назад +4

    ଏଇ ଘଟଣା କ୍ୟାପିଟାଲ ରେ ଘଟିପାରୁଛି, rural ଥାନାରେ କଣ ଘଟୁ ନଥିବ

  • @biswajitmohapatra1072
    @biswajitmohapatra1072 Месяц назад +2

    Durgasis ବାବୁ case କୁ ଅଧାରୁ ଛାଡିବେନି ଅନୁରୋଧ

  • @dillipkumarsingh5515
    @dillipkumarsingh5515 Месяц назад +31

    ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଆକ୍ସନ ନେବା ଦରକାର

  • @anitamekap6584
    @anitamekap6584 Месяц назад +33

    ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି କି

  • @anitamekap6584
    @anitamekap6584 Месяц назад +36

    କେତେ ନୀଚ ଏ ଓଡିଶା ପୋଲିସ। WB ରେ ଯାହା ପୋଲିସ ଏ କିଛି ସେମାନଙ୍କ ଠୁ ଆହୁରି ନୀଚ

  • @satyasahu2074
    @satyasahu2074 Месяц назад +6

    ମୁଖ୍ୟମନ୍ତ୍ରୀ ଶୀଘ୍ର ପୋଲିସ ମାନଙ୍କୁ କଣ୍ଟ୍ରୋଲ କରନ୍ତୁ,ଯାହା ଆପଣ ନିଜେ ଅନୁଭବ କରିଛନ୍ତି।

  • @ManmathnathSamantaray
    @ManmathnathSamantaray Месяц назад +2

    ଭରତପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଚାକିରୀରୁ ବହିଷ୍କାର କରନ୍ତୁ ମୋହନ ସରକାର l

  • @gurucharansahoo7148
    @gurucharansahoo7148 Месяц назад +37

    ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାଜ୍ୟର ଆଇନ ମନ୍ତ୍ରୀ କୁଆଡେ ଯାଇଛନ୍ତି

  • @stallionbbr
    @stallionbbr Месяц назад +21

    ମୁଖ୍ୟମନ୍ତ୍ରୀ, ମହିଳା ଉପମୁଖ୍ୟମନ୍ତ୍ରୀ କଣ କରୁଛନ୍ତି, ପୁରୀରେ ବ୍ୟସ୍ତ, ରାଜ୍ୟ ଅଯୋଗ୍ୟ ଲୋକଙ୍କ ହାତରେ

  • @parsurammohanty9467
    @parsurammohanty9467 Месяц назад +28

    Justice for Ankita.Request to.C.M. ODISHA

  • @somanathswain3452
    @somanathswain3452 Месяц назад +3

    Sei police staff ku Heavy punishment dia

  • @kishorepaital4292
    @kishorepaital4292 Месяц назад +4

    ଏ ପୋଲିସ British ପୋଲିସ ଠାରୁ ବହୁ ଅଧିକ। ଏମାନେ ସବୁ hard-core ଅପରାଧି। ସରକାର କ'ଣ କରୁଛି।

  • @laxmimohanta5991
    @laxmimohanta5991 Месяц назад +36

    ମୋହନ ସରକାରଙ୍କୁ ଅନୁରୋଧ କରୁଛି ଆପଣ ଯୋଗୀ ସରକାର ନିଅମ ଲାଗୁ କରନ୍ତୁ ନହେଲେ ଆଗକୁ ଆପଣଙ୍କ ସରକାର ଟଳ ମଳ.....?

  • @BharatiBeura
    @BharatiBeura Месяц назад +19

    ଓଡ଼ିଶାରେ army ଶାସନ ଚାଲିବା ଦରକାର....

  • @sibaramsabar2304
    @sibaramsabar2304 Месяц назад +43

    ଶଳା ପୋଲିସ ମାରିଦେବା ଦରକାର

  • @trstrs6375
    @trstrs6375 Месяц назад +1

    Thanks argus

  • @santoshsahoo7580
    @santoshsahoo7580 Месяц назад +5

    Thank you Argus tv team

  • @PrafuLa-q5l
    @PrafuLa-q5l Месяц назад +94

    ସେତେବେଳର ବିଜେଡି ସରକାର ଅନ୍ଧ ଥିଲା ଏବେ ଏ ବିଜେପି ସରକାର କଣା

    • @uvapatnaik9346
      @uvapatnaik9346 Месяц назад

      bjd samaya re emiti kichi heini

    • @PrafuLa-q5l
      @PrafuLa-q5l Месяц назад

      @@uvapatnaik9346 apan kn ?

    • @bapujeedas5140
      @bapujeedas5140 Месяц назад

      Ohh tume bodhe out of odisha re ruha sethi paai BJD bhala boli kahucha Aaji jaha be ghatila athi paai BJD daai karana a police officer sabu 24 barasa hela corporation lipta thile ate jaldi amane kouthi sudhuribe

    • @PrafuLa-q5l
      @PrafuLa-q5l Месяц назад

      @@uvapatnaik9346 ଆପଣଙ୍କୁ କଣ କୁହାଯିବ?

    • @niksharma-ol8ii
      @niksharma-ol8ii Месяц назад

      ​@@uvapatnaik9346 Bebina , pari , mamita case re sabu justice pai jaichanti bodhe..😂😢

  • @theriseingsambalpur8780
    @theriseingsambalpur8780 Месяц назад +20

    ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ କଠୋର ଆଇନ ତିଆରି କରି ଛନ୍ତି କିନ୍ତୁ ସରକାରୀ କର୍ମଚାରୀ ଙ୍କୁ ନେଇ କୌଣସି ଆଇନ ତିଆରି ହୋଇନି । ତେଣୁ ଏ ଦିଗରେ ଜନସାଧାରଣ କଠୋର ଆଇନ ତିଆରି କରିବା ପାଇଁ ପଦ କ୍ଷେପ ନେ ବା ଉଚିତ ।

  • @gurucharansahoo7148
    @gurucharansahoo7148 Месяц назад +22

    ପୋଲିସ ଭୟରେ ଲୋକମାନେ ଏତଲା ଦେବା କୁ ଡରିବେ

  • @chakradhardas5168
    @chakradhardas5168 Месяц назад +1

    Criminal procedings ଲାଗୁହେବା ଦରକାର and give justice ankita

  • @banabasipradhan1170
    @banabasipradhan1170 Месяц назад +1

    ଧନ୍ୟବାଦ argus 🙏🏻🙏🏻🙏🏻

  • @skmtutorial6452
    @skmtutorial6452 Месяц назад +28

    ମୁଁ ସେହି army officer କୁ request କରୁଛି ଯେ ସେ gun ଆନିକି ଏଇ ସବୁ ପୋଲିସ କୁ ଗୁଳି ମାରନ୍ତୁ

    • @bidyadharmahaptra6481
      @bidyadharmahaptra6481 Месяц назад

      Best comment

    • @bikerbrosam
      @bikerbrosam Месяц назад

      Emiti jadi huanta tahele aga sadharana janata maribe

    • @bikerbrosam
      @bikerbrosam Месяц назад

      Police ku samaste ghruna drusti re dekhuche boli ghatana Ti biased heijauchi
      Thare Khali gt police ra duty au social life ku banchi dekha tapare janipaeiba police ra bhumika kn

  • @satyanarayanrath1344
    @satyanarayanrath1344 Месяц назад +38

    Justice for Ankita

  • @satyanaik7321
    @satyanaik7321 Месяц назад +22

    ପୋଲିସ୍ ବାବୁ ମାନେ ବହୁତ୍ ଭଲ ଲୋକ ନା ସେମାନେ ପୂର୍ବ ରୁ ମୋହନ ବାବୁ ପୂର୍ବ ରୁ ପୋଲିସ୍ ବ୍ୟବହାର ଦେଖିଛନ୍ତି ଆଜି ମେଜର ଆର୍ମି ରେ ଜୱନ୍ ଯଦି ଏପରି ବ୍ୟବହାର ଦେଖିଲେ ତେବେ ସାଧାରଣ ଲୋକ କେମିତି ଦେଖୁ ଥିବେ

  • @rabindrarath9474
    @rabindrarath9474 Месяц назад +9

    ଅର୍ଗସକୁ ଅନେକ ଅନେକ ଧନ୍ୟବାଦ ଏ ଜଗନ୍ନାଥଙ୍କ ରାଜ୍ୟ ଏଠି ସରକାର ନିରବ ନରହି ଦୃଢ଼ ପଦକ୍ଷେପ ନିଅନ୍ତୁ ଏ ଦୁଃଖଦ ଘଟଣାକୁ ସାରା ଦୁନିଆ ନିନ୍ଦା କରୁଛି

  • @BaradakantaMohanta-p6k
    @BaradakantaMohanta-p6k Месяц назад +6

    ଧନ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ଇସ୍ତଫା ଦୀୟ

  • @srikantsahu3223
    @srikantsahu3223 Месяц назад +16

    If a lady lawyer is not safe in police station , who will be safed by police. Request to our C.M give proper justice to lady.

  • @ShaktidharRoul-th1jr
    @ShaktidharRoul-th1jr Месяц назад +25

    ଏ ମାଗିହା କୁ ଗୁଳି କର

  • @nabinkuanarbabu8606
    @nabinkuanarbabu8606 Месяц назад +19

    ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ଦୟାକରି ପୋଲିସକୁ ଆରେଷ୍ଟକରନ୍ତୁ।

  • @suparfonyfamily
    @suparfonyfamily Месяц назад +3

    ଆଜିର ପୋଲିସ ମାନିବାକୁ ନାରାଜ କି ସେମାନେ ସାଧାରଣ ଜନତା ଙ୍କ ଟଙ୍କା ରୁ ଦରମା ନଉଚି,ବହୁତ୍ ଗରିବ ଲୋକୋ ଆଜି ଥାନାରୁ ନିର୍ଯାତିତ,ଶିକ୍ଷା ଗତ ଯୋଗ୍ୟତା ରହୁନି ବୋଧେ ପୋଲିସ କର୍ମୀ nkr , କୁଆଡୁ ଆସୁଛନ୍ତି ଏମାନେ

  • @biswajitmohapatra1072
    @biswajitmohapatra1072 Месяц назад +1

    ଯୋଗୀ ସରକାର ଥିଲେ ୟବ ସବୁ ପୋଲିସ jail re ଥାନ୍ତେ. ମୋହନ sir we have given vote for change the system. Please take exemplary action

  • @bipinbiharpalai53
    @bipinbiharpalai53 Месяц назад +20

    ସେ ପୋଲିସ ବାଲାଙ୍କୁ ଏନକାଉଣ୍ଟର କରାଯାଅ..

  • @prasantapanda1703
    @prasantapanda1703 Месяц назад +16

    ବିଜେପି ସରକାର ତ ସସ୍ପେଣ୍ଡ କଲା କିନ୍ତୁ ସସ୍ପେଣ୍ଡ କରିବା ଟା କଣ ଗୋଟେ ଦଣ୍ଡ କି, ସେ ପୋଲିସ ମାନଙ୍କୁ ଜେଲରେ ପୁରାଯାଉ ଓ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଉ, କିନ୍ତୁ ଆଜି ଯଦି ବିଜେଡି ସରକାର ଥାନ୍ତା ଓ ନବୀନ ପଟନାୟକ ମୂର୍ଖ ମନ୍ତ୍ରୀ ଥାନ୍ତେ ତେବେ ଏଭଳି କେଶରେ ସେ ପୋଲିସ ମାନଙ୍କୁ ନିଶ୍ଚୟ ପ୍ରମୋସନ ଦିଆଯାଇଥାନ୍ତା, କାରଣ ବିଜେଡି ଓ ଓଡିଶା ପୋଲିସ ପ୍ରଶାସନ ଗୋଟେ ଗାଣ୍ଡି

  • @kshitishchandrapradhan7811
    @kshitishchandrapradhan7811 Месяц назад +22

    ଦଙ୍ଗା ହବ. ଆଉ ସେ iic କୁ ମାରି ଦେବ ଚାଲ

  • @sureshojha8969
    @sureshojha8969 Месяц назад +4

    ଭରତ ପୁର ବାସୀ ଏ କେଶକୁ ଗୁରୁତର ସହିତ ବୁଜନ୍ତୁ ଦୋଷୀକୁ ନିୟା ଦିଅନ୍ତୁ

  • @nimainmajhi3776
    @nimainmajhi3776 Месяц назад +5

    B,j,p,,,ଅମଳରେ,,ଏହା,, ହେଉଛି,,ଓଡିଶା,,ଗୈଉରବ,,ଶାସନ,,ର,, ଚିତ୍ର,,b,j,p,,ନେତା,,କୁଆଡେ,,ଗଲ,,ବେ,,,ରାଲି,, ଆନ୍ଦୋଳନ,,କରିବ,, ନାହିଁ,,କି‌,,,,,଼

  • @mosebakendra-q7s
    @mosebakendra-q7s Месяц назад +43

    Argus ଚାନେଲ କୁ ବହୁତ ବହୁତ ଧନ୍ୟବାଦ... ମୁଁ ଆଜି ଜାଣିଲି argus is no 1

    • @radhashyamdash5207
      @radhashyamdash5207 Месяц назад

      Bhai tuma chanel ku Dhanyabad. ଚାଲେଇଲେ ନୁହେଁ ଚଳାଇବାକୁ ବ୍ୟବସ୍ତା କରନ୍ତୁ.

    • @radhashyamdash5207
      @radhashyamdash5207 Месяц назад

      Justice for Ankita.

    • @suryanarayansahu5375
      @suryanarayansahu5375 Месяц назад

      ରାଜ୍ୟ ର ଉନ୍ନତି ପାଇଁ ସରକାରଂକ ଆଇନଗତ କାର୍ଯ୍ୟ ନ୍ତଯ

  • @pradeepkumarsinha803
    @pradeepkumarsinha803 Месяц назад +27

    ଯଦି ଭାରତ ବର୍ଷରେ ନର୍ଥ କୋରିଆର ଶାସନ ପ୍ରଚଳନ ହେବା ଦରକାର।

  • @santoshkumarmishra2620
    @santoshkumarmishra2620 Месяц назад +37

    ଭୁବନେଶ୍ବରବାସୀ ଆଇନ୍ କୁ ହାତକୁ ନିଅନ୍ତୁ. ସବୁ ଠିକ୍ ହୋଇଯିବ. ରାଜନେତାଙ୍କ ଛତ୍ରଛାୟାତଳେ ରହି କାମ କରୁଥିବାରୁ ଏଭଳି ଘଟଣା ଘଟୁଛି.

    • @chittamuni
      @chittamuni Месяц назад +1

      Bhubaneswar basi bi seia. Rasta re assault kana bahara loka karuthile ki?

    • @markandasahu8360
      @markandasahu8360 Месяц назад

      Morapriyasrotabandhu..abhaliakhayamaniadosimankubichroadrechalimuharechunokalilagibichrastarealodissarebulantu

  • @Fakirdeep-p5w
    @Fakirdeep-p5w Месяц назад +1

    ଏମାନେ ବେଶ୍ୟାକାମ କରୁଥିଲେ ଓ ଧରାପଡ଼ିଲେ l ଆଦର୍ଶ ଥାନା ନୁହେଁ ଏହା besyakhana

  • @prabiramishra9758
    @prabiramishra9758 Месяц назад +3

    ଦୟା କାରି ମାଓ ବାଦୀ ଭାଇ ମାନଙ୍କୁ ଙ୍କୁ ଦମନ ପାଇଁ, ଏଇ ପୋଲସ ମାନଙ୍କୁ ପଠାଯାଉ.

  • @padarbindasamal4365
    @padarbindasamal4365 Месяц назад +13

    Why there will be no action against the DCP & CP..................................

  • @kshitishchandrapradhan7811
    @kshitishchandrapradhan7811 Месяц назад +19

    ବାହାସ୍କାର କରା ଯାଉ

  • @dillipkumarsingh5515
    @dillipkumarsingh5515 Месяц назад +41

    iic ମାଗିହା କୁ ପବ୍ଲିକ କୁ ଛାଡିଦିନ୍ତୁ. ଆମେ ଦେଖେଇବୁ iic କୁ

  • @sureshnaik9238
    @sureshnaik9238 Месяц назад +2

    ପୋଲିସ ଏହିପରି ବ୍ୟବହାର ପାଇଁ ଅଧିକାଂଶ ଲୋକ ଅଭିଯୋଗ ନେଇ ପୋଲିସ ଷ୍ଟେସନ ଯିବାକୁ ଡରୁଛନ୍ତି

  • @UTTKALpuaGAUTAM9152
    @UTTKALpuaGAUTAM9152 Месяц назад +1

    Police ku ଫାସି ଦେବା ଆବଶ୍ୟକ ଅଟେ। ଜୟ ଜଗନ୍ନାଥ 🙏

  • @bimalcharanmishra3002
    @bimalcharanmishra3002 Месяц назад +11

    Mohan sir should act like CM yogi

  • @bankabiharijena4712
    @bankabiharijena4712 Месяц назад +13

    ଏହି ଭଳି ମା, ଘିଆ ପୋଲିସ ମାନଙ୍କ ପାଇଁ ମୋହନ ସରକାର ବଦନାମ୍ ହେବାକୁ ଯାଉଛି। ତେଣୁ ଏମାନଙ୍କ ବିରୁଦ୍ଧରେ ମୋହନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।

  • @SatyaranjanSethy-u3l
    @SatyaranjanSethy-u3l Месяц назад +16

    ସଞ୍ଜବ ପଣ୍ଡା ର ଝିଅ ଅଛି କି ସେମିତି ତା ଝିଅ ସହିତ କରିବା ଦରକାର

  • @rajputjain
    @rajputjain Месяц назад +1

    Justis for Ankita, ଏ ମାଦୃଚୋଦ କୁ ଲଙ୍ଗଳା କରି ସାରା ଭୁବନେଶ୍ବର ସହର ରେ ବୁଲେଇବା କଥା,

  • @BaradakantaMohanta-p6k
    @BaradakantaMohanta-p6k Месяц назад +2

    ସେ ଅଫିସ ର ସମସ୍ତଙ୍କ ସ୍ତ୍ରୀ ମାନଙ୍କ ତଙ୍କ ସ୍ଵମି ସାମ୍ନାରେ ସେଭଳି କରାଯାଉ।
    ମୁଖ୍ୟମନ୍ତ୍ରୀ ରାଜଧାନୀରେ ଏସବୁ କିଭଳି ହେଲା।

  • @bihutioom
    @bihutioom Месяц назад +18

    ଏ ପୋଲିସ ର ଯନ୍ତ୍ର କୁ କାଟିବା ଦରକାର

  • @purnachandra1694
    @purnachandra1694 Месяц назад +25

    ସେ police କୁ ଟିକେ ନୁଁନୁ ରେ ଏସିଡି ଲଗାଇ ଜେଲ ରେ ପୁରାଇ ଦିଆ ଯାଉ. ଆଉ
    କେବେ କେଉଁ ଝିଅ ବହୁ ଙ୍କୁ ଆକ୍ଷୀ ରେ ଦେଖିବନି. 🙏

  • @saratmishra7100
    @saratmishra7100 Месяц назад +16

    ମୋହନ ବାବୁ CM ହେବା ଯୋଗ୍ୟ ବ୍ୟକ୍ତି ନୁହନ୍ତି ବୋଲି ଏବେ ଆମକୁ ଧାରଣା ହେବାରେ ଲାଗୁଛି। ଏଇଥି ପାଇଁ କଣ BJP ସରକାର କୁ ଲୋକେ ଭୋଟ ଦେଇଥିଲେ ???
    କଣ ଚାଲିଛି, BJD ସରକାର ଙ୍କ ଠାରୁ ଏ ସରକାର କିଛି କମ୍ ନୁହେଁ।
    ଖାଲି suspension କରିଦେଲେ କାମ ଚଳିବନି, ତାଙ୍କୁ ଜେଲ୍ ଦରକାର। Severe punishment ଦରକାର।
    ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜେ ତଦନ୍ତ ଆଦେଶ ଦିଅନ୍ତୁ।

  • @pandabalaram2941
    @pandabalaram2941 Месяц назад +1

    Justice ⚖for Ankita

  • @dr.surendranathdash8861
    @dr.surendranathdash8861 Месяц назад +13

    As there is no law and order situation in Odisha.Govt chief minister should resign

  • @kumarnayak2641
    @kumarnayak2641 Месяц назад +15

    ଏମିତି ପୁଲିସକୁ ତୁରନ୍ତ ବହିଷ୍କାର କରାଯିବା ଦରକାର

  • @MGSBlogs4487
    @MGSBlogs4487 Месяц назад +17

    Only ଫାସୀ

  • @satyaranjanjena8964
    @satyaranjanjena8964 Месяц назад +1

    ପୋଲିସ। ବାବୁମାନେ। କ୍ଷମତାର। Apbebbhahar। କରୁଛନ୍ତି

  • @prasantabehura9071
    @prasantabehura9071 Месяц назад +4

    ମାଟିଆ ଡ୍ରେସ ପିନ୍ଧିଲେ ନିଜ କୁ ଭଗବାନ ଭାବୁଛନ୍ତି 😡😡😡

  • @SantoshJena-j3k
    @SantoshJena-j3k Месяц назад +34

    ବିଜେଡି ହାରି ଗଲା ପରେ ବି ମାଘୀଆ ଙ୍କ ଗଲୁ ମରୁନି

  • @harekrushnabiswal4230
    @harekrushnabiswal4230 Месяц назад +15

    We want justice for Ankita

  • @theriseingsambalpur8780
    @theriseingsambalpur8780 Месяц назад +13

    ଓଡ଼ିଶାର ଜନସାଧାରଣ ଦେଖନ୍ତୁ ଭାବନ୍ତୁ ଯେ ଏଯଦି କୌଣସି ଗରିବ ଖଟିଖିଆ ସହ ଘଟିଥାନ୍ତା ସେ କଣ ପ୍ରକୃତ ନ୍ୟାୟ ପାଇଁ ପାରିଥାନ୍ତା କିମ୍ବା ଏ ଘଟଣା ଲୋକ ଲୋଚନକୁ ଆସିଥାନ୍ତା କି ?
    ପ୍ରକୃତରେ ପୋଲିସ ମଣିଷ ନୁହେଁ ଏମାନେ ଅତ୍ୟାଚାର ଓ ଲୁଣ୍ଠନ କରି ଅଟନ୍ତି ।

  • @DillipSundaray-x6j
    @DillipSundaray-x6j Месяц назад +2

    ଅର୍ଗଶ ଚ୍ୟାନେଲ କୁ ଶତ ଧନ୍ୟବାଦ ।ଏହି କଥାକୁ ଶେଷ ପର୍ଯ୍ୟନ୍ତ ନେବା ଦରକାର ଏବଂ ଦୋଷୀ କଠୋର ଦଣ୍ଡ ପାଇବା ଦରକାର ।

  • @nehaparida4358
    @nehaparida4358 Месяц назад +2

    ନ୍ୟାୟ ମିଳୁ

  • @sarbeswarjena196
    @sarbeswarjena196 Месяц назад +34

    ଦୁର୍ଗା ବାବୁ ପ୍ରକୃତରେ ଆପଣଙ୍କର କନ୍ଥ୍ଖ୍ କ୍ଷୀଣ ହୋଇ ଯାଇଛି ,କାରଣ ଆମ ସରକାରଙ୍କ ଶାସନ କାଳ ରେ ଏହା ଘଟିଲା ,ତେନୁ କରି ସ୍ୱରଦବି ଜିବ, ଅନ୍ୟ ଦେଳ ର ଶାସନ ସମୟରେ ଏହ ଘଟିଥିଲେ ଆପଣ ସିଂଙ୍ଘ୍ ପରି ଗର୍ଜନ କରିଥାନ୍ତ, ଦୋଷି କୁ ଫାସି ଦିଆ ଜାଉ

  • @gsentertainments5174
    @gsentertainments5174 Месяц назад +14

    ଓଡ଼ିଶା ମହିଳା ମାନେ କାଇଁ କିଛି ପ୍ରତିବାଦ କଲେନାହିଁତ।

    • @pramilabehera8490
      @pramilabehera8490 Месяц назад

      ODISHA mahi la ni sha khai munha madi soi padichanti

  • @kshitishchandrapradhan7811
    @kshitishchandrapradhan7811 Месяц назад +18

    ବହିଷ୍କାର କର ଯାଉ

  • @prasantakumarmohanty800
    @prasantakumarmohanty800 Месяц назад +1

    Commissioner police hatao Odisha bachao

  • @amulyaswain4153
    @amulyaswain4153 Месяц назад +12

    ବର୍ତ୍ତମାନ ଦୀନକୃଷ୍ଣ ହଣା ଖାଇବାର ସମୟ ଆସିଗଲା ।

  • @harekrushnabiswal4230
    @harekrushnabiswal4230 Месяц назад +11

    I request to our CM mohan sir strong administration karantu