ଭରତପୁର ଥାନାର ଆଇଆଇସି ଥିଲାବେଳେ ଦୀନକୃଷ୍ଣ ଲୋକଙ୍କୁ କିଭଳି ହଇରାଣ କରୁଥିଲେଦେଖନ୍ତୁ Bharatpur Ex_IIC

Поделиться
HTML-код
  • Опубликовано: 15 ноя 2024

Комментарии • 513

  • @rabindrarath9474
    @rabindrarath9474 Месяц назад +104

    ଧର୍ମର ହେବ ଜୟ ପାପର ପାହାଡ଼ ଧ୍ୱଂସ ହେବ

  • @hrusikeshmallik3221
    @hrusikeshmallik3221 Месяц назад +87

    ଏହି ଭରତପୁର ପୋଲିସ୍ ନିର୍ଯାତନା କାହାଣୀ ପେଡ଼ି, ଓଡ଼ିଶାର ବିରଳ ।

  • @romeorohit4543
    @romeorohit4543 Месяц назад +50

    ଆରେ ଆ ନାଁରେ ତ ସାଙ୍ଘାତିକ ଅଭିଯୋକ ଏଟା କୁ କାହିଁକି ରଖାଯାଇଛି ପୋଲିସ ନାଁରେ ଏ ଟା କଳଙ୍କ ତୁରନ୍ତ ଝାରପଡା କୋଠରୀ ଆ ଅପେକ୍ଷା ରେ ଅଛି

  • @abhiabhi2511
    @abhiabhi2511 Месяц назад +36

    ଓଃ ହୋ ଏଇଥିପାଇଁ ଏହା କୁ ଆଦର୍ଶ ଥାନା ଘୋଷଣା କରାଯାଇଛି

  • @bijayakumarmishra2964
    @bijayakumarmishra2964 Месяц назад +115

    ଚାକିରିରୁ ବହିଷ୍କାର କରାଯାଉ

    • @RanjanRoutray-ir6nh
      @RanjanRoutray-ir6nh Месяц назад

      ଟୋଟାଲୀ ସେ ମୋଟା କୁ ଲଙ୍ଗଳା କରି ଡ଼ିସ ମିସ କର

    • @gyanaranjan8013
      @gyanaranjan8013 Месяц назад

      Bala Na Maghia Ku Direct Fasi Dia Jau....

  • @k-adicomedy8266
    @k-adicomedy8266 Месяц назад +76

    ଯେଉଁ ପୋଲିସ୍ ମାନେ ଆନ୍ଦୋଳନ କରୁଥିଲେ ଏବେକୁହ ସସପେଣ୍ଡ ହେଇଚି ଭଲ ହେଇଚି ନା ଖରାପ ହେଇଚି। 😢😢😢😢

  • @BenudharMajhi-oj2dd
    @BenudharMajhi-oj2dd Месяц назад +15

    ବାପ ତୁଲ୍ୟ ଲୋକଙ୍କୁ ହ ଇରାଣ କରୁଛନ୍ତି ଏମାନଙ୍କ ର ପାପ ହେବ। ଦୀନକୃଷ୍ଣ କୁ ଆରେଷଟ କରାଯାଉ

  • @jayasenpradhan2373
    @jayasenpradhan2373 Месяц назад +44

    ବାଡ ଖାଉଚି ଫସଲ
    ସବୁ ଥାନା ର ଏଇ ହାଲ୍

  • @biswambar7287
    @biswambar7287 Месяц назад +11

    କେବଳ ଭରତପୁର ଥାନା ନୁହଁ ସାରା ଓଡ଼ିଶାରେ ଥିବା ଯେତେ ବି ଥାନା ଅଛି ସବୁଠି ଏଭଳି ବ୍ୟବହାର କରନ୍ତି ସାଧାରଣ ଜନତାଙ୍କୁ

    • @Simanchal-ek5de
      @Simanchal-ek5de Месяц назад

      ସତ କଥା

    • @HatkeKakashi
      @HatkeKakashi Месяц назад

      ନିଜ ଅଞ୍ଚଳ ର ସରପଞ୍ଚ o ସମିତି ସଭ୍ୟ କୁ ନେଇ କି ଥାନା ରେ ଅଭିଯୋଗ କରିବାକୁ ଯିବା କଥା

  • @pradeepkumarsinha803
    @pradeepkumarsinha803 Месяц назад +20

    ବେକାର ସମସ୍ୟାର ସମାଧାନ ପାଇଁ, BJP GOVERNMENT ସର୍ବ ପ୍ରଥମେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ଚରିତ୍ର ପୋଲିସ କର୍ମଚାରୀ/ଅଧିକାରୀମାନଙ୍କୁ ତୁରନ୍ତ ବହିଷ୍କାର କରାଯାଇ , ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ।

    • @Blacktiger248
      @Blacktiger248 Месяц назад

      Jaha Kahila Bhai Pura Correct Katha E Sabu Magia Chhaka Sarakar Jogu Police Kara Durniti Aau Gundarj Chalauthile sethipain Change Kariba Ta Kasta Heuchi Ebe Sabu Chora Police kara gandi phatiba 🤬🤬🤬🤬

  • @swogatmaharana9983
    @swogatmaharana9983 Месяц назад +89

    ଆଳୁ ଖୋଳୁ ଖୋଳୁ ମହାଦେବ 😂😂

  • @CreationOdia1234
    @CreationOdia1234 Месяц назад +43

    ଗାଲୁଆ ପୋଲିସ୍

  • @PradiptaDas-sy4jn
    @PradiptaDas-sy4jn Месяц назад +21

    ଭାଇଶେ ଦିନ କୃଷ୍ଣର ଘରକେଉଠି ଟିକେ କହିଵକି ପେଲେଇପୁଅ ଉପରକୁ ମୁ ଏଶିଡିପକେଇକି ଶଳାକୁ ଜାଳିଵି ଆନେଇ ପୁରା ପୋଲିଶି ବିଭାଗ ହିଁ ଵଦଲାମ

  • @manoranjandash6633
    @manoranjandash6633 Месяц назад +52

    ସତରେ ଭଗବାନ ଅଛନ୍ତି ନହେଲେ ଏ ନିଁଲ୍ଲଜ ଅଫିସର ଙ୍କ ଅସଲ ଚେହେରା ପଦାକୁ ଆସିନଥାନ୍ତା.
    ଇଣ୍ଡିଆନ ଆର୍ମି କୁ 🙏🙏🙏🙏🙏🙏

    • @abhiabhi2511
      @abhiabhi2511 Месяц назад +1

      Thanks to ଅଙ୍କିତା

    • @manju450
      @manju450 Месяц назад +1

      Army achhanti boli amye nishchita

    • @somusonu4306
      @somusonu4306 Месяц назад

      ​@@manju450amiti bahut achhanti

  • @KirtiMahana
    @KirtiMahana Месяц назад +22

    ମାଗିହା iic କୁ ଗାଣ୍ଡିରେ ପେଟ୍ରୋଲ ଦେଇ ଗାଣ୍ଡି ଧୋଇଦିଅ ସଫାହେଇଜିବ ସଳା ମାଗିହାକୁ

  • @PrasantaMohapatra-yg8fo
    @PrasantaMohapatra-yg8fo Месяц назад +18

    ଖାକିରେ ଏମାନେ କଳଙ୍କ ଵୋଳିଛନ୍ତି...... ତେଣୁ ଏମାନଙ୍କୁ ଭିକାରୀ କରିଵା ଦରକାର।

  • @srikanta671
    @srikanta671 Месяц назад +21

    ଗୋଟିଏ ଲୋକ ନା ରେ ମାଳ ମାଳ ଅଭିଯୋଗ,,, ଆଇଆଇସି ବଡ ଅଫିସରକୁ
    ବଟି,, ଦେଉଛି,,, ସେଥିପାଇଁ ଯାହା କରୁଛି
    ବହିସ୍କାର କରାଯାଉନାହିଁ

  • @sanjayasahoo7677
    @sanjayasahoo7677 Месяц назад +7

    ଧର୍ମ କୁ ପୋଲିସ ମାନେ ଭୁଲି ଯାଆନ୍ତି
    ପାପର ଫଳ ଦିନେ ନା ଦିନେ ଭୋଗିଵାକୁ ପଡ଼ିବ

  • @bhagabatbhagabat6475
    @bhagabatbhagabat6475 Месяц назад +5

    ସତ୍ୟର ଜୟ ହେଇଛି

  • @ranjanpanda8386
    @ranjanpanda8386 Месяц назад +6

    ମୋହନ ବାବୁ ଆମ ରାଜ୍ୟରେ ଯେତେ ଜଲ୍ଦି ସମ୍ଭବ ନୂଆ ପିଲାଙ୍କୁ ସବୁ କ୍ଷେତ୍ର ରେ ଚାକିରୀ ଦିଅନ୍ତୁ, ସେମାନେ ମନ ପ୍ରାଣ ଲଗେଇ କାମ କରିବେ କିନ୍ତୁ ଯେତେ ଦୁର୍ନୀତି ଅଫିସର ଆଉ ନେତା ମାନେ ଅଛନ୍ତି, ସେମାନଙ୍କୁ ବହିଷ୍କାର କରନ୍ତୁ

  • @prakashbhuyan8948
    @prakashbhuyan8948 Месяц назад +32

    ନବୀନ ପଟ୍ଟନାୟକ ଅମଳରେ ଓଡ଼ିଶା ଦୁର୍ନୀତି ବେଶୀ ହୋଇଛି

    • @HamidirafiqRabi
      @HamidirafiqRabi Месяц назад

      Right

    • @susantadas9713
      @susantadas9713 Месяц назад

      ଆଉ ମୋହନ ମାଝୀ ଅମଳ ରେ କଣ ସତ୍ୟ ଯୁଗ ହୋଇଗଲା 😅😅😅😅😅😅 ସବୁ ନେତା ଚୋର ଆଜି ଯଦି ପୋଲିସ୍ ବଦନାମ୍ ହୁଏ କେବଳ ଏହି BJP ପାଇଁ

    • @prakashbhuyan8948
      @prakashbhuyan8948 Месяц назад

      @@susantadas9713 ତୁ ଶାଳୀ ର ପୁଅ ତୋ ମା କୁ ପଚାର ନବୀନ ତୋ ମା ର ଘଇତା ବୋଧେ..

    • @dr.dukhibasangrammohapatra3087
      @dr.dukhibasangrammohapatra3087 Месяц назад

      ସମୟ ବଡ଼ ବଳବାନ ଅପେକ୍ଷା କର ନରେନ୍ଦ୍ର ମୋଦି ସରକାର ଅମଳରେ ଯେତେ କେଳେଙ୍କାରି ହେଇଛି ନୂଆ ସରକାର ଆସୁ ମୋଦୀ କୁ ଜେଲ ପଠାଯିବ

  • @latsaheb1947
    @latsaheb1947 Месяц назад +27

    ଦୀନକୃଷ୍ଣ ର ମୁଁହ କୁ ଦେଖ

  • @JyotsnaraniMahunta
    @JyotsnaraniMahunta Месяц назад +3

    ସେହି ଭରତପୁର ଥାନାର ଦଵଙ୍ଗ ପୋଲିସ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର, ଜୟ ଯବାନ ଜୟ କିଶାନ୍

  • @sanjayasahoo7677
    @sanjayasahoo7677 Месяц назад +4

    ୯୯ଭାଗ ପୋଲିସ ଦୀନକୃଷ୍ଣ ଭଳିଆ

  • @santoshprusty9884
    @santoshprusty9884 Месяц назад +9

    Mohan sarakat kindly change the rull in police station ,positively.

  • @mr.sanjayinformationdiscov3282
    @mr.sanjayinformationdiscov3282 Месяц назад +6

    ଦୀନକୃଷ୍ଣ ର ଶେଷ ଠିକଣା ଝାରପଡା ଜେଲ😂😂

  • @bijaykumarmohakud517
    @bijaykumarmohakud517 Месяц назад +7

    ବର୍ଷେ ପରେ ପୁଣି ଚାକିରି ପାଇ ଜିବନିତ

  • @puspitamohanty936
    @puspitamohanty936 Месяц назад +15

    Arrest Kari taaku jail re rakhidiya.

  • @Abhi-panda
    @Abhi-panda Месяц назад +5

    ଭରତପୁର ର ସବୁ ପୋଲିସ ନିଜେ ମାମୁଁ ଘର କୁ ଯିବେ

  • @srtsahoo2862
    @srtsahoo2862 Месяц назад +1

    ଚେହେରା ସୁନ୍ଦର ଚରିତ୍ର ଅମଣିଷ, ଏହି TOPIC ଉପରେ ଯାତ୍ରା କିମ୍ବା ସିନେମା ହେବା କଥା

  • @jayanarayanmohapatra263
    @jayanarayanmohapatra263 Месяц назад +3

    Action should be taken against the police.

  • @maushumisoy904
    @maushumisoy904 Месяц назад +6

    ମାଲୁଆ ଟା, ଚାକିରିରୁ ବହିଷ୍କୃତ କରିଦେବା କଥା,

  • @rabindranathmundabahutsund1849
    @rabindranathmundabahutsund1849 Месяц назад +7

    Bahut bholo heichii.

  • @prashantamallik9614
    @prashantamallik9614 Месяц назад +2

    ଜନସାଧାରଣଙ୍କର ମାଡ଼ ପୋଲିସ କୁ ଦରକାର , ପୋଲିସ ଭ୍ରଷ୍ଟାଚାର ମାନେ ସିଧା ହୋଇଯିବେ

  • @user-ei9vm6te3h
    @user-ei9vm6te3h Месяц назад +5

    Very good

  • @arungiri1707
    @arungiri1707 Месяц назад +3

    Good job odisha bhasker

  • @dr.dukhibasangrammohapatra3087
    @dr.dukhibasangrammohapatra3087 Месяц назад +1

    ଆଇଆଇସି କୁ ଗିରଫ କରାଯାଉ total ଟଙ୍କା ରିକୋଭୋରୀ କରାଯାଉ

  • @murmubarial8904
    @murmubarial8904 Месяц назад +1

    ପୋଲିସ ପ୍ରତି ଲୋକମାନଙ୍କ ଭରୋଷା ନାହିଁ କଠୋର କାର୍ଯୟାନୁଷ୍ଠାନ କରାଯାଉ ପୋଲିସ୍ ମାନଙ୍କୁ,

  • @shydollpriti8691
    @shydollpriti8691 Месяц назад +3

    କିଛି inquari କରନି ନୁଆ ପିଲାଙ୍କୁ join dia ଏମାନଙ୍କୁ jobରୁ କାଢ

  • @socialworker6814
    @socialworker6814 Месяц назад +4

    Khali suspends nuhe, Arrest hau aau jail re rakha jau

  • @Dr.Er.NiranjanPandaFIEDHMSetc.
    @Dr.Er.NiranjanPandaFIEDHMSetc. Месяц назад

    Thank you v much Advocate jee .

  • @nalini4321
    @nalini4321 Месяц назад +2

    It is a serious matter.Odisha new govt should change and transfer the costal police.

  • @mahendradas4516
    @mahendradas4516 Месяц назад

    ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏ ଘଟଣା ର ତଦନ୍ତ କରି ଦୋଷୀ କୁ ସସ୍ପେଣ୍ଡ କରନ୍ତୁ ଏପରି ଅଫିସର ଯଦି ରହିବେ କେବଳ ଡିପାର୍ଟମେଣ୍ଟ କୁ ନିନ୍ଦା ନୁହେଁ ସରକାରଙ୍କୁ ମଧ୍ୟ ନିନ୍ଦା

  • @SaratMallick-jv7cj
    @SaratMallick-jv7cj Месяц назад

    ଜୟ ଜଗନ୍ନାଥ

  • @srikantabahalia1028
    @srikantabahalia1028 Месяц назад

    Very good bhasakar news

  • @buddhadebmahakud8321
    @buddhadebmahakud8321 Месяц назад +1

    ପ୍ରାୟ ବହୁତ ଥାନାରେ ଏମିତି ଘଟୁଛି

  • @SurendraKarjee-pk8bu
    @SurendraKarjee-pk8bu Месяц назад

    ପୋଲିସ୍‌ ମାନେ ଆନ୍ଦୋଳନ ଲଜ୍ଜ୍ଯାର କାରଣ ଯେ ଭୁଲ୍ କରିଛି ସେ ନିଜେ ମାମୁଁ ଘରକୁ ଯିବେ,,ଇଶ୍ବରଙ୍କୁ ଭୟ କରି କାର୍ଯ୍ୟକର ସାଧାରଣ ଜନତାଙ୍କୁ ତ ଭୟ କରୁନ plz plz ପୋଲିସ୍‌ ବାବୁ ମାନେ🙏🙏🙏🙏🙏🙏🙏🙏

  • @allhadinipatel1655
    @allhadinipatel1655 Месяц назад +2

    ଏହି police କୁ କେବେ ବି ଚାକିରୀ ରେ ରଖା ନ jau

  • @BirendraKumarPal-lv6dz
    @BirendraKumarPal-lv6dz Месяц назад

    Our c .m. Has great experience about police department. So he should take proper action about this matter.

  • @snvvishwanathamprasantm7867
    @snvvishwanathamprasantm7867 Месяц назад +1

    ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.

  • @mihirranjan5004
    @mihirranjan5004 Месяц назад +1

    ଆଗକୁ ଯେପରି କୌଣସି ପୋଲିସ ଷ୍ଟେସନରେ ସାଧାରଣ ଜନତା ଏଭଳି ପରିସ୍ଥିତିରେ ନ ପଡୁ ସରକାର ସେଥିପାଇଁ କଠୋର ପଦକ୍ଷେପ ନେବା ଆବଶ୍ଯକ ।

  • @mrutunjayaprasadratha9295
    @mrutunjayaprasadratha9295 Месяц назад +3

    Rhanyabad

  • @disomgarhmedia1360
    @disomgarhmedia1360 Месяц назад

    ଅଧିକାଂଶ ପୋଲିସ ଦାଦାଗିରିରେ ସାଧାରଣ ଲୋକଙ୍କୁ ହଇରାଣ କରନ୍ତି FIR ନେଵା ତ ଦୂରର କଥା ,ଏହି ପରି ପୋଲିସ ଅଧିକାରୀ ଙ୍କୁ ସରକାର ଚାକିରିରୁ ବହିଷ୍କାର କରନ୍ତୁ

  • @asutoshpanda7187
    @asutoshpanda7187 Месяц назад

    ଭାଷା ଆଉ ବ୍ୟବହାର ଜାଣିଲା ପରେ ଏମାନଙ୍କୁ ଅଫିସର ପୋଷ୍ଟ ଦିଆଯିବା ଦରକାର ତୁ ତା ଭାଷା ଅଭଦ୍ର ମାନେ ପ୍ରୟୋଗ କରି ଥାଆନ୍ତି ପାଠ ପଢିଲା ପରେ ବଡ଼ ଚାକିରି କରନ୍ତି ତା ପରେ ପାଠର ମୂଲ୍ୟ ରଖନ୍ତି ନାହିଁ

  • @raghubirdas7621
    @raghubirdas7621 Месяц назад +1

    This police case should be shifted to other state

  • @bidyadas7825
    @bidyadas7825 Месяц назад

    ମୁଁ ଆସାକରୁଛି ନୂଆ ସରକାର କିଛି ଭଲ ରାଓ ଦେବେ ଜୟ ଜଗନ୍ନାଥ

  • @surjyabhanurouta9600
    @surjyabhanurouta9600 Месяц назад +1

    ଭ୍ରଷ୍ଟ ଅଧିକାରୀ

  • @kamalkarua8609
    @kamalkarua8609 Месяц назад

    @odisha bhaskar.... ଦୟାକରି ପୋଲିସ ଅଧିକାରୀ ଙ୍କ ଚରିତ୍ର ଯେମିତି ଜନସାଧାରଣ ଙ୍କ ସମ୍ମୁଖ କୁ ଆଣିଲେ ଠିକ୍ ସେମିତି ସେ ଝିଅ ର ଚରିତ୍ର ବି ଜନସାଧାରଣ ଙ୍କ ସମ୍ମୁଖ କୁ ଆଣିଲେ ଭଲ ହୁଅନ୍ତା ।

  • @rizwanali9356
    @rizwanali9356 Месяц назад

    ଏମାନେ ପଦର ଦୁରୁପୟୋଗ କରୁଛନ୍ତି ଏମାନଙ୍କୁ ଚାକିରୀ ରୁ ବୋହିଷ୍କାର କରାଯାଉ. ଏ ପ୍ରକାର ଅଫିସରଙ୍କ ଭରୋସାରେ ଲୋକଙ୍କୁ କିପରି ଛାଡ଼ିବ.

  • @ganeshchandramajhi5528
    @ganeshchandramajhi5528 Месяц назад

    Thank you media

  • @abhinandansutar197
    @abhinandansutar197 Месяц назад

    Arrest କରାଯାଉ

  • @AmitPanigrahi-z1b
    @AmitPanigrahi-z1b Месяц назад

    ଦିନ କୃଷ୍ ମାନେ ଦୁଃଖୀ ଦରିଦ୍ର ମାନକର ସାଥୀ। ମାତ୍ରଦିନକୃଷ୍ଣ ପୋଲିସରେ କେବଳ ଧନୀ ଲୋକଙ୍କର ସାଥୀ ବା ସାହାଜ୍ୟ କରିବାର ଲୋକ

  • @amitghadei5594
    @amitghadei5594 Месяц назад

    ଆଜି ଯେଉଁ ସଚ୍ଚୋଟ ଯୁବପିଢି struggle କରିକି ବି police ଚାକିରି ପାଇ ପାରୁନାହାନ୍ତି,କିନ୍ତୁ ଯେଉଁ ମାନେ ଲାଞ୍ଚ ଦେଇକି police ଚାକିରି ପାଉଛନ୍ତି ସେମାନେ ଆଙ୍କମାନକ ଭଳି ସରକାରୀ ଚାକିରି କି ନିଜ ବୋପାର ସମ୍ପତି ଭାବୁଛନ୍ତି,ନିରୀହ ଲୋକ ମାନଙ୍କୁ ନ୍ୟାୟ ଦବା ବଦଳରେ ହଇରାଣ କରୁଛନ୍ତି😡😡😡jay Hind

  • @NSkantKumar
    @NSkantKumar Месяц назад +1

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ସୁସ୍ଥତା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉

    • @creation1567
      @creation1567 Месяц назад

      Chaula bastae nei Christian hei galu ?😂😂😂

    • @NSkantKumar
      @NSkantKumar Месяц назад

      @@creation1567 ନୀଚ ଜାତିର ଲୋକ ତୁ ଜ୍ଞାନର କଥା ବୁଝିପାରିବୁନି ?! ବ୍ରାହ୍ମଣର ଚାଟିବା ହିଁ ତୋତେ ଜଣା !!

    • @creation1567
      @creation1567 Месяц назад

      @@NSkantKumar mu nije hin brahman. Tu hin nicha

    • @NSkantKumar
      @NSkantKumar Месяц назад

      @@creation1567
      ବ୍ରାହ୍ମଣ ହିଁ ସବୁଠୁ ନୀଚ ଜାତିର !! ମନ ପରିବର୍ତ୍ତନ କର ସ୍ବର୍ଗ ରାଜ୍ୟ ସନ୍ନିକଟ ! ତୋ ପରି କେତେ ବ୍ରାହ୍ମଣ ଆଜି ପ୍ରଭୁଙ୍କର ପ୍ରଚାର କରନ୍ତି !? ଜାଣୁ କି ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିଆନ କେଉଁମାନେ ??

    • @creation1567
      @creation1567 Месяц назад

      @NSkantKumar chaula lova re jie nija purba purusa nka dharma chadi gote goru mansa khia ku bhagban manuchi . Semitia dhrmachada puni gyana bantuchi. Nicha jati sabubele nicha chintadhara ku nei hei thanti re dhrmachada. Ja pop pela chatibu.

  • @Odisharechalichikanଆ
    @Odisharechalichikanଆ Месяц назад

    ଓଡ଼ିଶା ରେ LAW ଆଉ INDIAN CONSTITUTION ଖାଲି cort ରେ ଚାଲିଛି ଆଉ ପୋଲିସ station ରେ କିଛି ପୋଲିସ ମାନେ ତାଙ୍କ ମା ଘଇତା ମାନେ ନିଜ ଘର ଭାବି ଦେଇଛନ୍ତି ନା କଣ ଆ ସୁଧୁରି ଯାଏଁ ରେ ଭଗବାନ କୁ ଡର ରେ ଟିକେ ତମେ ମନକୁ ଯାହା ସେବା ପାଇ ରଖା ଯାଇଛି ତମେ ତାଙ୍କୁ ହିଁ ହଇରାଣ କରୁଛ ଆ ତମେ ଘରେ ମା ଭଉଣୀ ନାହିଁ aaaa

  • @SantanuthapaMantuathapa
    @SantanuthapaMantuathapa Месяц назад

    All complain should be booked to court

  • @sanjaysahu452
    @sanjaysahu452 Месяц назад +1

    All commissionerate all police staff ko very quick proper training ke liye jaldi J&K bhejo CM Mohan Majhi sahab

  • @SureshSahoo-x5f
    @SureshSahoo-x5f Месяц назад

    Jay jaganntha

  • @julidas5691
    @julidas5691 Месяц назад

    ଏମିତିକା ପୋଲିସ କୁ ଚାକିରିରୁ ବହିଷ୍କାର କରାଯାଉ +ଭଲସେ ଉଚିତ ଦଣ୍ଡ ମିଳୁ 🙏🏻

  • @joshabantagarnayak
    @joshabantagarnayak Месяц назад +2

    This videos shown that these police r only unique creatures in the world, who has completely innocent, gentlemen and Honest

  • @sudhakarsethi6511
    @sudhakarsethi6511 Месяц назад

    ସବୁ ଥାନାରେ ଏମିତି ହେଉଛି।

  • @TapanroseBTR
    @TapanroseBTR Месяц назад +1

    ଏହି ଦୀନକୃଷ୍ଣ କୁ dismiss କରାଯାଇ jail ପଠାଯାଉ

  • @nirmalkumarparida4645
    @nirmalkumarparida4645 Месяц назад +1

    Good

  • @debasishdas8221
    @debasishdas8221 Месяц назад

    This is the right time to inquire by the state vig regarding his illegal property .

  • @buddhadebmahakud8321
    @buddhadebmahakud8321 Месяц назад

    ଦିନର କୃଷ୍ଣ ଙ୍କୁ ବଂଶୀ ଦିଆଯାଉ ସେ ରାତିରେ ବଂଶୀ ବଜାଇ ବୁଲୁ

  • @prasantadwibedy8940
    @prasantadwibedy8940 Месяц назад

    E police system ବନ୍ଦ କରାଯାଉ

  • @ranjanpanda8386
    @ranjanpanda8386 Месяц назад

    ଓଡିଶା ରେ ସମସ୍ତ ସରକାରୀ ସଂସ୍ଥା ରେ ଯେଉଁ ଅଫିସର ମାନଙ୍କ ନାମ ରେ କିଛିବି ଅଭିଯୋଗ ଆସୁଛି, ସେମାନଙ୍କୁ ତୁରନ୍ତ ବହିଷ୍କାର କରି ଅନେକ ଜ୍ଞାନୀ, ଗୁଣି ଶିକ୍ଷିତ ପିଲା ମାନେ ଅଛନ୍ତି, ସେମାଙ୍କୁ ଚାକିରୀ କରିବାର ସୁଯୋଗ ଦିଅନ୍ତୁ, ଦେଖିବେ ଆମ ଓଡିଶା ବହୁତ ଶୀଘ୍ର ଉନ୍ନତି ପଥରେ ଆଗେଇବ ଏବଂ ସୋନାର ଓଡିଶା ପାଲଟିଯିବ

  • @rakeshmohapatra1459
    @rakeshmohapatra1459 Месяц назад

    ମୁଖ୍ୟମନ୍ତ୍ରୀଙ୍କ Grievance ଅଫିସ୍ କୁ ଯାଆନ୍ତୁ, ନିଶ୍ଚୟ ନ୍ୟାୟ ମିଳିବ ।

  • @bubunasamal5750
    @bubunasamal5750 Месяц назад

    Good news,, supar,,,,,

  • @mdbabu4590
    @mdbabu4590 Месяц назад

    Thank YOU GOD

  • @sukadevjena5721
    @sukadevjena5721 Месяц назад

    Right kahicha

  • @DhaarnieBabu-hp6tg
    @DhaarnieBabu-hp6tg Месяц назад

    Dhanya bad

  • @parshuramnayak9806
    @parshuramnayak9806 Месяц назад

    Take action mohan sarkar

  • @nirmalrwiibehuria6543
    @nirmalrwiibehuria6543 Месяц назад

    ଭରତ ପୁର ଅଞ୍ଚଳ ର ସବୁ ପବ୍ଲିକ ଏକ ହୋଇ ଏହା ବିରୋଧ ରେ ସ୍ୱର ଉଠାଇବା ଦରକାର

  • @snvvishwanathamprasantm7867
    @snvvishwanathamprasantm7867 Месяц назад +1

    ଏ ଭ୍ରଷ୍ଟ ବାମପନ୍ଥୀ ଦଳ ମାନେ System /ବା ତନ୍ତ୍ର ର ସଂସ୍କାର କାହିଁକି ଆଣିଲନାହିଁ ଦୀର୍ଘ ବର୍ଷ ଧରି ଶାସନ କରୁଥିଲ...? ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା . ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ

  • @ChitanyakumarMahanty-ce5wm
    @ChitanyakumarMahanty-ce5wm Месяц назад

    Iic କୁ ସାଙ୍ଘାତିକ ମାଡ ଦରକାର...

  • @chandansahoo8857
    @chandansahoo8857 Месяц назад

    Good 👍👍👍👍👍

  • @santoshineekarmi6805
    @santoshineekarmi6805 Месяц назад

    ଓଡ଼ିଶା ର ଏଭଳିଆ ବେଇମାନ ପୋଲିସ ମାନଙ୍କୁ ସସପେଣ୍ଡ କରାଯାଉ

  • @NarendraDas-q2m
    @NarendraDas-q2m Месяц назад

    ସେ ଶଳା iic ଦିନା କୁ ତା ସାଙ୍ଗ si କୁ ଚକିରୀ ରୁ ବହିଷ୍କାର କରି jail ରେ ଭର୍ତିକରିବା କଥା ମୋହନ ସରକାର ବୁଝନ୍ତୁ

  • @rohitcreativitykuna5672
    @rohitcreativitykuna5672 Месяц назад

    ଓଡ଼ିଶାର ସବୁ ପୋଲିସ୍ ଲାଞ୍ଚୁଆ, ହାରାମି

  • @munathewriter1234
    @munathewriter1234 Месяц назад +1

    ସେ ଶୃଗାଳ ମୁହାଁ 😂😂 ଆଇଆଇସି କୁ ଖାଲି suspend କରିଲେ ହେବନି ସେ ମା ଗିହା କୁ ଲଙ୍ଗଳା କରି ବାଡ଼େଇ ବାଡ଼େଇ ନେଇ 50 ବର୍ଷ ଜେଲ୍ ରେ ପୁରେଇ ଦିଆ ଯାଉ

  • @srtsahoo2862
    @srtsahoo2862 Месяц назад

    ରାକ୍ଷସ

  • @rashmiranjansahoo1015
    @rashmiranjansahoo1015 Месяц назад

    Vigilance IIC ku Dhari kete kala ସମ୍ପତ୍ତି ରେ ଚଢ଼ାଉ କରୁ interogat କରି ବାନ୍ଧି କୋର୍ଟ foreward କରି ବହିଷ୍କାର କରୁ।

  • @ManasNayak-gs3fe
    @ManasNayak-gs3fe Месяц назад

    ଆଇଆଇ ସି ଙ୍କୁ ବିଚ୍ ରାସ୍ତାରେ ପଛୁଆ ଗୋଇଠା ମାରାଯାଉ ନଳୀରେ

  • @kirttanmahanta9806
    @kirttanmahanta9806 Месяц назад +1

    Yudhisther sahu had a best police officer ghatgaon kjr 2006-07.puhana sir 1996-97 best P. S officer of odisha.

  • @rabindrarath1070
    @rabindrarath1070 Месяц назад

    This type of situation in every police station.

  • @panigrahisatya-
    @panigrahisatya- Месяц назад

    ଏହିଭଳି ଅଫିସର ଥାନା ଥିଲେ ବିଭାଗ ର ବଦନାମ ହେଉଛୀ।ତୁରନ୍ତ ବହିଷ୍କାର ହେବା ଦରକାର।

  • @luckygamer2865
    @luckygamer2865 Месяц назад

    ଏହା ଭିତରେ ଅଲଗା କିଛି ଅଛି ସଠୀ କ୍ ତର୍ଜମା କରାଜାଉ

  • @chittaranjannaik1636
    @chittaranjannaik1636 Месяц назад

    ଏ ବାଳ କି ଯୁଗ ହେଲା ରେ ଏହି ଭିଡିଓ ଦେଖି ମତେ ଥାନା ଯିବା ପାଇଁ ଡର ଲାଗୁଚି ,,,,,, ନା ନା ଆଉ ଥାନା ଯିବି ନାହିଁ ,,,,,,, ବିଷ ଖାଇ ଘରେ ସୋଇ ପଡ଼ିବି କିନ୍ତୁ ଥାନା ଯିବି ନାହିଁ

  • @murmuofficial5877
    @murmuofficial5877 Месяц назад +1

    Police manku kabu koriba pain gotiye strong act. Pass heba darkar.