'ସେ ପୋଲିସଙ୍କୁ ଜେଲ ଦଣ୍ଡ ଦିଆଯାଉ '|| Army Major Case || Bharatpur Police Station || Odisha Reporter

Поделиться
HTML-код
  • Опубликовано: 8 ноя 2024

Комментарии • 511

  • @rajunayak7434
    @rajunayak7434 Месяц назад +127

    ୯୦% ଥାନା IIC ମାନଙ୍କର ବ୍ୟବହାର ନକହିବା ଭଲ...

    • @funtychannel3319
      @funtychannel3319 Месяц назад

      99% bhai. Bahut harami. Aama zilla ta nakahile bhala.

    • @Sangyapradhan-oo9dl
      @Sangyapradhan-oo9dl Месяц назад +3

      sabu thana ra IIC Mananku UP ku 6 month training re patha jau.emane CM sir nka ghusveti bhagao avijana ku dustbin re fingi dele.

    • @rajunayak7434
      @rajunayak7434 Месяц назад +3

      @@Sangyapradhan-oo9dl ମୋର four wheeler ଗାଡ଼ିର RC ହଜିଥିଲା ମୋତେ ଖାଲି ଗୋଟେ FIR COPY ଦେବେ ବୋଲି ୪ଦୀନ ଦୌଡେଇଥିଲେ, ଶେଷରେ ଟଙ୍କା ୧୦୦୦ ନେଲେ,ମୋତେ FIR COPY ଦେଲେ....

    • @allinone00001
      @allinone00001 Месяц назад

      ​@@rajunayak7434lajya jananka katha

    • @narendranathbehera9391
      @narendranathbehera9391 Месяц назад +2

      Police Officer ମାନଙ୍କୁ Attitudinal Changes ଉପରେ ଟ୍ରେନିଂଗ କ୍ଲାସ Management Expert ମାନଙ୍କଦ୍ୱାରା ଦିଆଯାଉ ଏବଂ ତାର Monthly Assessment
      Public ଲୋକମାନଙ୍କ ଦ୍ୱାରା କରାଯାଉ l ଯେଉଁମାନେ fit ବୋଲି ଲୋକମାନଙ୍କ ଦ୍ୱାରା ପରିଗଣିତ ହେବେ ସେମାନଙ୍କୁ Reward ଦିଆଯାଉ l ଏଟା କଲେ ପୋଲିସ department ରେ ନିହାତି change ଆସିବ ଏଥିରେ ଆଦୌ ଅତ୍ୟୁକ୍ତି ହେବନାହିଁ l ଜୟ ଜଗନ୍ନାଥ l

  • @KulamaniPanda-r3r
    @KulamaniPanda-r3r Месяц назад +46

    ଆମେ ସାଧାରଣ ଲୋକ ଆନ୍ଦୋଳନ କରିବୁ ବ୍ୟସ୍ତ ହୁଅନି ଛି ଛି ଛି ପୋଲିସ

  • @PRAKASHMOHANTY-x1x
    @PRAKASHMOHANTY-x1x Месяц назад +140

    କେବଳ ଜେଲ ଦଣ୍ଡ ନୁହେଁ, ପୋଲିସ ଚାକିରୀରୁ ବହିସ୍କାର କରାଯାଉ। ଉଚିତ ଦଣ୍ଡ
    ଏହା ହେବ।

    • @NIHAR552
      @NIHAR552 Месяц назад

      Jebe Jaye police ku hard punishment na haba semiti chali thiba, kou thi pai police nku sarkar award die mu Jani paruni

    • @NIHAR552
      @NIHAR552 Месяц назад +2

      Khod cm nku police amiti behaviour dekheila( keonjhar mohan majhi nku ) jete bele cm nathile. Aau jete mathibu mathe mu sei Dara pada kathe. Police nku lastly severe punishment nahele se badali beni

    • @sisirkumardas7501
      @sisirkumardas7501 Месяц назад +2

      @@NIHAR552 ପ୍ରକୃତରେ ଯେଉଁ ପଦବୀ ଯେତେ ଅଧିକ କ୍ଷମାତାଶାଳୀ, ସେଥିରେ ଅବସ୍ଥାପିତ ଥାଇ କ୍ଷମତା ଅପବ୍ୟବହାର ପାଇଁ ଦଣ୍ଡ ସେତିକି କଠୋର ଏବଂ ଦୃଷ୍ଟାନ୍ତମୂଳକ ହେବା ଦରକାର I

    • @dayanidhimurmu8548
      @dayanidhimurmu8548 Месяц назад

      The husband and wife were drinking alcohol in the bar at 2.00am and were causing chaos in the middle of the road due to drunkenness. The video is viral in Odisha. You have come on vacation,,, at home with father and mother, he should understand his good and bad,,, or you will drink alcohol at night and fight in the middle of the road!!!!

  • @rakeshmirdha470
    @rakeshmirdha470 Месяц назад +60

    ରାତିରେ ଶବୁ ଥାନାର ରିପୋର୍ଟ ପ୍ରଦାନ କରନ୍ତ ମିଡ଼ିଆ ଭାଇ ମନେ 🎉🎉🎉

  • @prabirjena2147
    @prabirjena2147 Месяц назад +95

    ସାଧାରଣ ଜନତା ଏମିତି ହଇରାଣ ନିତି ଦିନ ହେଉଛନ୍ତି

  • @AbinasBehera-q6p
    @AbinasBehera-q6p Месяц назад +30

    ସସ୍ପେଣ୍ଡ ନାହିଁ ଜେଲ୍ ପଠା ଯାଉ permanent suspend କରାଯାଉ

  • @sasanksekharaswain9208
    @sasanksekharaswain9208 Месяц назад +53

    ଜୟ ଯବାନ , ଲଜ୍ୟା ଘୋର ଲଜ୍ୟା , ବହୁତ୍ ଦୁଃଖର ବିଷୟ , ଏଭଳି ଲୋକଙ୍କୁ ବହିଷ୍କାର କରାଯାଉ ,

  • @benudharpatra9256
    @benudharpatra9256 Месяц назад +26

    ମୋହନ ବାବୁ କାହିଁକି ଏମିତି ଘଟୁଛି ।
    ଦୟାକରି ଆକ୍ସନ ନିଅନ୍ତୁ ।
    DG police କୁ ଆଦେଶ ଦିଅନ୍ତୁ ।

    • @shibajidalai2014
      @shibajidalai2014 Месяц назад

      20 yr helani soi thile.... Emiti habani ta au kn...

  • @sarojpati4636
    @sarojpati4636 Месяц назад +5

    ଓଡିଶାର ଅଧିକାଂଶ ପୋଲିସଙ୍କର ଚରିତ୍ର ଅସାମାଜିକ ଅଟେ ଏହା ସମସ୍ତେ ଜାଣନ୍ତି। ଏମାନଙ୍କୁ ସାବାଡ କରିବା ବର୍ତ୍ତମାନ ସମୟର ଆହ୍ବାନ।

  • @Justwait882
    @Justwait882 Месяц назад +8

    CCTV recording ସାର୍ବଜନୀନ କରାଯାଉ au ଦଣ୍ଡ ମିଳୁ

  • @srikantamallick1159
    @srikantamallick1159 Месяц назад +7

    ଜେଲ କଣ ସେ ଶଳାଙୁ ପ୍ରବଳ ମାଡ଼ ଦରକାର

  • @KumarDev-ri7sx
    @KumarDev-ri7sx Месяц назад +25

    ଏ ମାଘିଆପୋଲିସି ଜେଲ୍ ଜିଵାଦରକାର ମାଘିଆ ବ୍ରଦି ପାଧୀଲାପରେ ନିଜକୁ ଭାଵୁଛନ୍ତି ଭଗବାନ ଜନନ୍ତାମାତୀଲେ ତମବାଳରଖିଵେନି

    • @swadhikarbetaj3768
      @swadhikarbetaj3768 Месяц назад +1

      ଏଭଳିଆ ପୋଲିସ ଗୁଡାକ ହେଉଛନ୍ତି ବାରବୁଲା ବା ବର୍ଣଶଙ୍କର ମଣିଷ।

  • @sashibhubannaik7030
    @sashibhubannaik7030 Месяц назад +11

    Amiti police mananku sadarana lokamane godei godei luha rodre pitiba uchit.

  • @santoshkumarmishra2620
    @santoshkumarmishra2620 Месяц назад +19

    ଏ ଅମଣିଷ ପୋଲିସ୍ ର ମୁହଁରେ ଗୋବର ବୋଳି ବିଚ୍ ରାସ୍ତାରେ ବାଡେଇ ବାଡେଇ ହାଜତକୁ ନିଆଯାଉ.

  • @sumantakumarsahoo2357
    @sumantakumarsahoo2357 Месяц назад +32

    IIC ନାଁ ରେ ଆଗରୁ ଏମିତି ବୋହୁତ କେସ ହେଇଚି , ତାକୁ ଫାସି ଦଣ୍ଡ ଦିଆଯାଉ,ନହେଲେ ସେ ଆଗକୁ ଆହୁରି କଣ କଣ କରିବ ଠିକ୍ ନାହିଁ |

  • @alekhachandra6982
    @alekhachandra6982 Месяц назад +6

    ପୋଲିସ ଢାଞ୍ଚା ବଦଳୁ, ପୋଲିସ ବ୍ୟବହାର ବଦଳୁ,. ଭଦ୍ର ହେଉ..

  • @ranjannaik5653
    @ranjannaik5653 Месяц назад +22

    Yogi cm ଚାହିୟେ police ବାମ୍ଫ ନେବ,ସେ କୌ ଆଇଆଇସି ମୋହନ sir ବୁଝନ୍ତୁ

  • @premchandmahanta9398
    @premchandmahanta9398 Месяц назад +18

    ନବିନ ସରକାର ହାରିଗଲା ବୋଲି ରାଗିକି ଅଛନ୍ତି

  • @Sarat-wh3yj
    @Sarat-wh3yj Месяц назад +17

    ଏମାନେ ଦରମା ତାଙ୍କ ବୋପା ଟଙ୍କା ନେଉଛନ୍ତି ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଉ ।

  • @parthasarathiajayabarik569
    @parthasarathiajayabarik569 Месяц назад +7

    They should immediately be dismissed from service and put them into Jail.

  • @BharatikrushnaRath
    @BharatikrushnaRath Месяц назад +5

    ଆମ ରାଜ୍ୟର କିଛି ପୋଲିସ ଅଫିସର ଥାନାଭିତରେ ମାଆ ଭଉଣୀ ଙ୍କୁ ଗାଳିଦିଅନ୍ତି କିନ୍ତୁ ଜଣେ ଯବାନ ତାର ଶତ୍ରୁକୁ ଧରିଲେ ଶତ୍ରୁର ମାଆ ଭଉଣୀ ଙ୍କୁ ଗାଳି କରନ୍ତିନାହିଁ, କେତେ ପୁଲିସ ଅଫିସର ତାରକା ଦୁଇ ତିନୋଟି ପିନ୍ଧିଦେଇ ନିଜକୁ ଇନ୍ଦ୍ର ଚନ୍ଦ୍ର ମନେ କରୁଛନ୍ତି ପୋଲିସ କଣ ମଦ ପିଉନାହାନ୍ତି ?.
    ସମୟ ଆସିଛି ଏବଠାରୁ ଏହାର ସଂଶୋଧନ ହେଉ.

  • @AmiyaKumarNayak-s7q
    @AmiyaKumarNayak-s7q Месяц назад +12

    ଦୋଷୀ police କୁ ଚାକିରୀ ରୁ ବରଖାସ୍ତ କରାଯାଉ

  • @BIDYADHARNAYAK-q2m
    @BIDYADHARNAYAK-q2m Месяц назад +27

    ଏଇ ସଳା ପୋଲିସ ଅଧିକ ଖାଇଚି ତାର ପେଟ ବାହିରି ଚି

  • @tunabehera6844
    @tunabehera6844 Месяц назад +3

    ଜୟ ଯବାନ

  • @BenudharMajhi-oj2dd
    @BenudharMajhi-oj2dd Месяц назад +10

    ଅତି କମ୍ ରେ ଗୋଟେ ପୋଲିସ କୁ ଫାଶୀ ଦଣ୍ଡାଦେଶ ଦିଆଯାଉ

  • @sugyaniswain4812
    @sugyaniswain4812 Месяц назад +3

    ଝିଅ କୁ ସଂସ୍କାର ଶିଖାନ୍ତୁ ଆଜ୍ଞା

  • @bijayakumarmohanty8180
    @bijayakumarmohanty8180 Месяц назад +8

    ଯଦି ଝିଅ ତାଙ୍କୁ - -- କରିଦେଲା ଏକଥା ସିସି ଫୁଟେଜ୍ ରୁ କାହିଁକି ଉଡିଗଲା ?

  • @judhisthiramohanta5862
    @judhisthiramohanta5862 Месяц назад +3

    24 ବର୍ଷ ପରେ ମୋହନ ସରକାର ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ବହୁତ ବହୁତ ଧନ୍ୟବାଦ, ଆଗକୁ ଆହୁରି job termination କାର୍ୟନୁଷ୍ଠାନ ବାକି ରହିଲା, ସୁଧୀରିଯାଅ ଓଡିଶା ପୋଲିସ ଏ ମୋହନ ସରକାର ଅନ୍ୟାୟ ବରଦାସ୍ତ କରାହବନି

  • @HrudanandaNayak-t8q
    @HrudanandaNayak-t8q Месяц назад +1

    ପ୍ରଧାନ ବାବୁ ଝିଅ ମଦପିଇବ ରାତିରେ ବାହାରେ ପୁଣି ପୁରୂଷ ସହିତ ବୁଲିବ ରାସ୍ତା ଝଗଡ଼ା କରିବ ଥାନା ଝଗଡ଼ା କରିବ ଦୋଷ ପୁଲିସର ଝିଅ ର ଭିଡିଓ ଦେଖତୁ କଥା କହତୁ ଝିଅ କୁ ଭଲ ଶିକ୍ଷା ଦେଉଛନ୍ତି

  • @amareshamohanty69
    @amareshamohanty69 Месяц назад +4

    ଓଡ଼ିଶାର ପୋଲିସ ଯେତେ ଦୁର୍ନୀତି କିମ୍ବା ଆଇନ ବିରୁଦ୍ଧ କାର୍ଯ୍ୟ କଲେ ବି କେବଳ କଣ ସସପେଣ୍ଡ୍ ହେବେ ବା ବଦଳି ହେବେ। ଆଉ ୧୫ ଦିନ ପରେ ପୁଣି ଚାକିରି କରିବେ । ଏହା କଣ ଦଣ୍ଡ ବିଧାନ ରେ ଅଛି ।
    ସସପେଣ୍ଡ କେବଳ ସାଧାରଣ ଜନତା ଏବଂ ପୂର୍ବତନ ସେନା କର୍ମଚାରୀଙ୍କୁ ଭୂଆଁ ବୁଲେଇବା ପାଇଁ । ଯଦି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆ ଯାଆନ୍ତା , ତେବେ ଆଗକୁ କୌଣସି ପୋଲିସ ଅଫିସର କିମ୍ବା କର୍ମଚାରୀ ଏଭଳି କାର୍ଯ୍ୟ କରନ୍ତେ ନାହିଁ ।

  • @mishraenterprise8692
    @mishraenterprise8692 Месяц назад +18

    ଏ ପୋଲିସ କୁ ଫାସି ଦିଆ ଯାଉ ....

    • @MonalisaMohapatra-fr6wd
      @MonalisaMohapatra-fr6wd Месяц назад

      Jhio bahut alcohol drink kari roll karuchi news 7 dekhantu apana janiparibe

    • @ridhisidhitube4320
      @ridhisidhitube4320 Месяц назад

      Tu chhodi pua judge re

    • @ridhisidhitube4320
      @ridhisidhitube4320 Месяц назад

      Maghia police kn rape kale fasi diajiba ....se jhia kn karichhi age dekhe..maghia police achhi boli tame Mane ratire souchha be

  • @kulamanipradhan8462
    @kulamanipradhan8462 Месяц назад +1

    ଯାହାହେଉ ପ୍ରଧାନବାବୁଙ୍କ ଝିଅ ରାତି ଗୋଟାଏରେ ବାର ଆଟେଣ୍ଡ କରୁଛି l

  • @munathewriter1234
    @munathewriter1234 Месяц назад +1

    ଆମେ ସବୁ ଓଡ଼ିଶା ବାସୀ ସାଧାରଣ ଲୋକେ ବି ଓଡ଼ିଶା ର ସରକାର ଙ୍କୁ ଅଭିଯୋଗ ଜଣାଉଛୁ ଯେ ସେ lady police officer କୁ ଖାଲି suspend କରିଲେ ହେବନି ତାକୁ ଡାଇରେକ୍ଟ ତିହାର ଜେଲ୍ ଭିତରେ 20ବର୍ଷ ଜେଲ୍ ରେ ରଖା ଯାଉ କ୍ରାଇମ case ରେ କାରଣ ସେ lady ପୋଲିସ ଅଫିସର ଜଣେ ଆଇନ୍ ବାହାରୁ କାମ କରିଛି କାରଣ army officer ର girl friend କୁ କ୍ରିମିନାଲ ମାନଙ୍କ ଠୁଁ ରକ୍ଷା କରିବା ବଦଳରେ ସେ ଉଲ୍ଟା ନିର୍ଦ୍ଦୋଷ ମହିଳା ଜଣଙ୍କୁ ଅମଣିଷ ଭାବରେ ମାରିଲା ସେଥି ପାଇଁ ସେ lady ପୋଲିସ ଅଫିସର କୁ ଡାଇରେକ୍ଟ ତୀହାର୍ ଜେଲ୍ ରେ 20ବର୍ଷ ଜେଲ୍ ରେ ରଖା ଯାଉ ତା ନ ହେଲେ ଆମେ ସବୁ ଓଡ଼ିଶା ବାସୀ ମିଶି ଷ୍ଟ୍ରାଇକ କରିବୁ ପୋଲିସ ମାନଙ୍କ ବିରୋଧରେ thanks daughter father and media mam 😡🖕🖕🖕😡😡

  • @subhakantadas1763
    @subhakantadas1763 Месяц назад +7

    Suspension is not enough,they should be expelled from the dept. And criminal proceedings should be carried out against them. I am with you. Regards.

  • @brajakishorepadhi4022
    @brajakishorepadhi4022 Месяц назад +7

    ପୋଲିସ ନିଜକୁ ଆତକଂବାଦୀ ଭଳି।

  • @DasamaMunda-p1f
    @DasamaMunda-p1f Месяц назад +3

    ସେ ପୋଲିସ କି ଗିରଫ କରା ଯାଉ

  • @nareshdash3796
    @nareshdash3796 Месяц назад +6

    ସେ ପୁଲିସ ମାନଙ୍କୁ ଡିସମିସ କରାଯାଉ ।

  • @pradhandharmaraj7554
    @pradhandharmaraj7554 Месяц назад +5

    Common man pai kete jana baharuchabti emiti case hele ???

  • @azharkkhan8822
    @azharkkhan8822 Месяц назад

    🙏🌹ଆତ୍ତି ସୁନ୍ଦର କୋଥା 🌹🙏

  • @atmaramdasatmaramdas3879
    @atmaramdasatmaramdas3879 Месяц назад +4

    ଅପରାଧି ପୋଲିସ ମାନଙ୍କୁ ବହିସ୍କାର କରାଯାଉ

  • @sushantakumar6167
    @sushantakumar6167 Месяц назад +5

    ସବୁ ଥାନା ରେ ସମାନ ଅବସ୍ଥା ଭାଇ..
    ଏଠି question କଲେ ବି ଧମାକାଉଛନ୍ତି..
    ତାଙ୍କ ଠାରୁ ବୟସ ରେ ବଡ ଲୋକ ( ବାପା ବୟସ ) ଙ୍କୁ ବି ଖରାପ ବ୍ୟବହାର କରୁଛନ୍ତି
    ସାମାନ୍ୟ ଭୁଲ ପାଇଁ ବି murderer ଭଳି ବ୍ୟବହାର କରିବେ...
    ସବୁଠି ସମାନ All Odisha 😌

  • @jaykrishnadas1274
    @jaykrishnadas1274 Месяц назад +1

    ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ

  • @PrasantaDhungia
    @PrasantaDhungia Месяц назад +10

    ଦେଶ ଲୁଟିବ ଯଦି ସରକାରୀ ଚାକିରୀ କରାଯାଏ

  • @bijayapppradhan4563
    @bijayapppradhan4563 Месяц назад +4

    ପୋଲିସ ନିଜକୁ ସମୀକ୍ଷା କରନ୍ତୁ।

    • @funtychannel3319
      @funtychannel3319 Месяц назад

      ସବୁଠୁ ବଡ଼ ବଦମାସ ଯଦି କିଏ ଥାଏ , ସେ ହଉଛି ଓଡ଼ିଶା ପୋଲିସ।ଏଡେ harami semane

  • @pravatkumarsahoo3405
    @pravatkumarsahoo3405 Месяц назад +1

    We are with you.march on

  • @devendranathdas9636
    @devendranathdas9636 Месяц назад +11

    ପୋଲିସ ର କାମ କୁ ମୂଁ ନିନ୍ଦା କରୁଛି. ଟିକେ ଭୁଲ ହୋଇ ଯାଇଛି. ପରିସ୍ଥିତି ଦେଖି ଏଡ଼ଜଷ୍ଟ କରି ପ୍ରମାଣ ସଂଗ୍ରହ କରି ପୋଲିସ ବିରୁଦ୍ଧରେ ରିପୋର୍ଟ ଦେବାର ଥିଲା. ଉତ୍ୟକ୍ତ ହେଲେ ପୋଲିସ ଷ୍ଟେସନ ଭିତରେ ତାଙ୍କ ତାକତ ବେଶୀ ଥିବାରୁ ସେମାନେ ଅତ୍ୟଧିକ ବଳ ପ୍ରୟୋଗ କରି ଦେଲେ.

    • @funtychannel3319
      @funtychannel3319 Месяц назад

      ଭାଇ ନିନ୍ଦା ଶବ୍ଦ ବହୁତ୍ କମ୍ ହେଇଯାଉଚି।

    • @swadhikarbetaj3768
      @swadhikarbetaj3768 Месяц назад

      ​@@funtychannel3319ସେଭଲି ବର୍ଣ୍ଣ ଶଙ୍କର ପୋଲିସ ବାଲାକୁ ମାଓବାଦୀଙ୍କ ଶୈଳୀରେ ଟ୍ରିଟମେଣ୍ଟ ଦରକାର।

  • @satyanaik7321
    @satyanaik7321 Месяц назад +1

    ଆର୍ମି ରେ ଲେଡୀଜ୍ ମାନେ ରାତି ରେ ପାହାଡ ଉପରେ ଡ୍ୟୁଟି କରୁଛନ୍ତି ଆଉ ଓଡ଼ିଶା ପୋଲିସ୍ si ରାତିରେ କଣ ଗାଣ୍ଡୀ ଦେଖାଉଛନ୍ତି କି ସେ ଜଣେ ମେଜର କହିଲେ ଆପଣ ତାଙ୍କୁ ନେଇକି ଘଟଣା ସ୍ଥଳ କୁ ଗଲେନି 😂😂😂😂

  • @KumarBasant-q3k
    @KumarBasant-q3k Месяц назад +4

    Odisara polisi sabu no1 tawtar

  • @azharkkhan8822
    @azharkkhan8822 Месяц назад

    😢ବହୁତ୍ ନିନ୍ଦୋନିୟୋ ଘୋଟଣା ଓଡ଼ିଶା ମାଟି ରେ ବହୁତ୍ ଖୋରାପ ହଉଛି 😢🙏🌹ଜାଗୃତ🥲ଓଡ଼ିଶା🥲ଜାଗୃତ🌹🙏

  • @balaramnayak9196
    @balaramnayak9196 Месяц назад +4

    ଓଡ଼ିଶାର ପୁଲିସ ବଡ଼ ହାରାମି

  • @bijayakumarmohanty8180
    @bijayakumarmohanty8180 Месяц назад

    ଆଗ ,DCP କଥା ବୁଝାଯାଉ

  • @GoutamChandraDas-pi2lf
    @GoutamChandraDas-pi2lf Месяц назад +3

    Dina krushna ku chakiriru bhar karajau

  • @alvinjena6186
    @alvinjena6186 Месяц назад +1

    I love Indian army ❤❤

  • @SibanandaPrida
    @SibanandaPrida Месяц назад +1

    ପୋଲିସ ଚୁର

  • @BishnuPrasadMishra-qv6es
    @BishnuPrasadMishra-qv6es Месяц назад +3

    Dismiss is permanent solution

  • @ashokpattnaik2830
    @ashokpattnaik2830 Месяц назад +3

    MOHAN SIR INCAPABLE FOR CM

  • @aprameya6623
    @aprameya6623 Месяц назад +5

    Exemplary punishment this should never happen in Odisha 😡 again

  • @mitumohanta5797
    @mitumohanta5797 Месяц назад +3

    ମୋ ମତରେ ଯେତେଜଣ ପୋଲିସ ଏଥିରେ ସମ୍ପୃକ୍ତ ସେ ସମସ୍ତ ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ ଏବଂ କ୍ରିମିନାଲ୍ ଆକ୍ଟ୍ ରେ ଦଣ୍ଡିତ କରାଯାଉ ।

  • @beherasoumyaranjan8280
    @beherasoumyaranjan8280 Месяц назад +1

    ପୋଲିସ ମାନେ ଆଉ ମଣିଷ ମାନୁନାହାନ୍ତି ଖାଲି ପେଟ କାଢି ଗାଣ୍ଡି ମାରି ଦଲାଲ ସାଜିଛି. ମାଗିହା

  • @nimainmajhi3776
    @nimainmajhi3776 Месяц назад +6

    ସେ,,p,s,,,ର,,ସବୁ,,ପୋଲିସ,,ଗୁଳି,,କରି,,ମାରିଦିୟାଜାଉ,,ସବୁ,,ଠିକହବ

  • @srikantamallick1159
    @srikantamallick1159 Месяц назад +3

    ସେନା କଣ ଚୁଡି଼ ପିନ୍ଧିଛି ପିଟ ଶଳା ସେ ପୋଲିସ ଵାଲାଙୁ ସେ ଶଳା ସବୁ BJD ର ଦଲାଲ ପୋଲିସ BJP ସରକାରକୁ ଵଦନାମ କରିବା ପାଇଁ ଏପରି କରିଛନ୍ତି.

  • @samarmohapatra-jr3ne
    @samarmohapatra-jr3ne Месяц назад

    ଓଡିଶା ପୋଲିସ କଣ ପାକିସ୍ତାନୀ ପୋଲିସ ହେଇଗଲା କି ?? ଆଇନ ବ୍ୟବସ୍ଥା ଏତେ ତଳକୁ ଗଲା ଯେପରି ଲାଗୁଚି ତାଲିବାନୀ ଆଇନ ବ୍ୟବସ୍ଥା ?? ଭାରତୀୟ ସେନାକୁ ସମସ୍ତେ ସମ୍ମାନ ଦେବା ଉଚିତ. ସେମାନଙ୍କ ପାଇଁ ଆମ ଦେଶ ସୁରକ୍ଷିତ .ଓଡିଶା ପୋଲିସର କିଛି କର୍ମଚାରୀଙ୍କ ମନବୃତି ଏତେ ନିଚସ୍ତରର , ଶୁଣିବାକୁ ଖରାପ ଲାଗୁଚି

  • @vickydibyanarayan
    @vickydibyanarayan Месяц назад +2

    Guli kori deba kotha emiti police officials nku.

  • @ganeshnayak1520
    @ganeshnayak1520 Месяц назад +9

    Right

  • @biswajitmahakud3870
    @biswajitmahakud3870 Месяц назад +2

    Odisha polis neta manrinka golam

  • @trailokyanathswain8451
    @trailokyanathswain8451 Месяц назад +2

    Polish ku dismiss karajau

  • @santoshkumarmishra2620
    @santoshkumarmishra2620 Месяц назад +3

    ମଦ ପିଇ ବାଡେଇଛନ୍ତି.

  • @azharkkhan8822
    @azharkkhan8822 Месяц назад

    😢ରକ୍ଷକ ହଉଛି ଭକ୍ୟଖ ଓଡ଼ିଶା ପୋଲିସ ଛି ଥୁ😢

  • @ramprasadnaik8662
    @ramprasadnaik8662 Месяц назад +2

    Dismiss the IIC from service

  • @prakashmeher1767
    @prakashmeher1767 Месяц назад +3

    ପୋଲିସ ର ପେଟ ଦେଖି ଜଣାପଡୁଛି ପୋଲିସ କେମିତି ଥିବ

  • @chittaranjanpradhan506
    @chittaranjanpradhan506 Месяц назад

    ମୁଁ ଆଗରୁ କହୁଥିଲି, ଓଡ଼ିଶା ପୋଲିସ୍ କେବଳ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଦରମା ନେଉଛି ଖାଲି ଗୁଣ୍ଡା ଗିରି କରିବା ପାଇଁ 😡 ପୋଲିସ୍ ଯଦି ଏମାନଙ୍କ ସହିତ ଏମିତି କରୁଛି ତାହେଲେ ଆମଭଳି ସାଧାରଣ ଜନତା ପ୍ରତି କ'ଣ ନକରିବେ,ମାଘିଆ ପୋଲିସ୍

  • @bikrampatra4214
    @bikrampatra4214 Месяц назад

    Sir aapko Mera namaskar aap aise hi baat karenge pura Odisha aapke sath hai

  • @tunabehera6844
    @tunabehera6844 Месяц назад +1

    ପୋଲିସ ମାନେ ଗୁଣ୍ଡା ଗିରି ଚଳାଇଛନ

  • @munathewriter1234
    @munathewriter1234 Месяц назад +1

    ସାରା ଓଡ଼ିଶା ର ସବୁ ଥାନା କୁ warnig ଦିୟନ୍ତୁ ଯେ ପୋଲିସ ଅଫିସର୍ ମାନେ ସାଧାରଣ ଲୋକଙ୍କ ସହ କୌଣସି Missbehave କିମ୍ବା କୌଣସି ମାଡ଼ କିମ୍ବା ଗାଳି ଗୋଲଜ୍ କରି ପାରିବେ ନାହିଁ ଆଉ ଯଦି କେହି ପୋଲିସ ବେଆଇନ କାମ କରେ କିମ୍ବା ସାଧାରଣ ଲୋକଙ୍କୁ ମାରେ ତାହେଲେ ସେ ଭଳି ପୋଲିସ ଅଫିସର ମାନଙ୍କୁ ଚାକିରି ରୁ suspend କରିବା ସହ ସେଭଳି ପୋଲିସ ଅଫିସର ମାନଙ୍କୁ ଦଶ ବର୍ଷ ଜେଲ ଦଣ୍ଡ ଦିଆ ଯାଉ

  • @bibhutibhusantripathy6340
    @bibhutibhusantripathy6340 Месяц назад

    ପୋଲିସ ଗୁଣ୍ଡାଗିରି ବନ୍ଦକର ।

  • @naraharidas1689
    @naraharidas1689 Месяц назад +1

    ONLY REASON IS WINE. PROUD FOR POWER AND IGO.

  • @santoshkumarsahu8748
    @santoshkumarsahu8748 Месяц назад +2

    Sey police mananko sabudina paini service ru terminate karidiajaoo.

  • @OmmprakashRoutray-bw1jq
    @OmmprakashRoutray-bw1jq Месяц назад

    ଦିନ କୃଷ୍ଣବାବୁ ଆପଣକ ଫିଜିକାଲି ଦେଖିଲେ ଯାହାଯଣାଯାଉଛୀ ଗୋଟିଏ ପ୍ରବଳ ମଦୁଆ ମାନ୍ୟବର ସବିଧାନ କୁବିନୟ ଅନୁରୋଧ ଏହାକୁ ଚାକିରିରୁ ବିଦା କରାଯାଉ ଯାହାକି ଆଉକେହି ଏମିତୀ କରିବାପାଇ ସାହାସ ହେବନାଇ ନିଲମ୍ବନକଲେ କିଛିଫରକ ପଡିବନାଇଇ

  • @DhirenMahanta-os9yb
    @DhirenMahanta-os9yb Месяц назад +1

    Jay jaban

  • @themothermarine7152
    @themothermarine7152 Месяц назад +2

    According to viral video Present CM himself harassed by OP

  • @srikantabehera-zj7iv
    @srikantabehera-zj7iv Месяц назад

    Ram sahab aapono bahut valo and aaponoko jhiyo bi bahut valo aaponko command vahut valo 🙏🏻🙏🏻🙏🏻🙏🏻 ram shab

  • @bibhu4Mm
    @bibhu4Mm Месяц назад +2

    Suspend nuhan dismis Kara all staff

  • @prafullamohanty5557
    @prafullamohanty5557 Месяц назад

    ମୋହନ ମାଝି ଗୃହ ମନ୍ତ୍ରୀ ଏବଂ ମୁଖ୍ୟ ମନ୍ତ୍ରୀ ହେବାର ୧୦୦ଦିନ ର ଏକ ଖରାପ ପ୍ରଭାବ ପଡିଛି। ନୈତିକତା ଦୃଷ୍ଟିରୁ ମୋହନ ମାଝି ଇସ୍ତଫା ଦେବା ଦରକାର।

  • @AmareshNayak-vs9mh
    @AmareshNayak-vs9mh Месяц назад

    TQ sir🙏🙏

  • @sanjayanaik-n9s
    @sanjayanaik-n9s Месяц назад

    ଉତୁପାତ ହେଉଥିବା ପୋଲିସ ମାନଙ୍କୁ ବାଛି କି ପାକିସ୍ତାନ ସୀମା ରେ ଦିଆ ଯାଉ duty😊

  • @sunathpatra4388
    @sunathpatra4388 Месяц назад

    Jai Hindi 🇮🇳🇮🇳🇮🇳🇮🇳🇮🇳

  • @debanandasahu7298
    @debanandasahu7298 Месяц назад +3

    Asala iic ta dekhi ba pai chora pari

  • @ManjariManjari-p6f
    @ManjariManjari-p6f Месяц назад +2

    IIC should be dismissed from govt service.

  • @prabirkumardas641
    @prabirkumardas641 Месяц назад

    ଏମାନଙ୍କର ଟ୍ରେନ ରେ ହଙ୍ଗାମା ଦେଖିନାହାନ୍ତି ସାଧାରଣ ଯାତ୍ରୀଙ୍କ ସହ। ଏମାନେ ନିଜେ people friendly ନୁହଁନ୍ତି ।

  • @sunitarautaray6797
    @sunitarautaray6797 Месяц назад +1

    Desaku jea surakhya dauchi tanka family ku surakhya miluni ama ku jemiti surakhya debe.

  • @LOVELETTER-tc6yc
    @LOVELETTER-tc6yc Месяц назад

    ନବିନ ସରକାର ଙ୍କ ର ଅପାରଗତାର ଅଭ୍ୟାସ ଏ ପର୍ଯ୍ୟନ୍ତ ଯାଇନାହିଁ ଏବେ ଯିବ

  • @odiatokavlogs4570
    @odiatokavlogs4570 Месяц назад

    ପୋଲିସ ବାବୁ ଙ୍କୁ5 ବର୍ଷ ଜେଲ ହଉ

  • @GoutamsmrutiMohanty
    @GoutamsmrutiMohanty Месяц назад +1

    Jail jiba darkar

  • @PrasantaMahanty-i3x
    @PrasantaMahanty-i3x Месяц назад +2

    Police ku jelly bata

  • @manoranjantripathy8715
    @manoranjantripathy8715 Месяц назад +2

    Most of the Police personnel are not aware of their moral responsibility and duties, whole system need to be reformed for the interest of country.

  • @manikaraduduka9075
    @manikaraduduka9075 Месяц назад

    Lady police face ଦେଖାଯାଉ । କେବଳ ପୁରୁଷ ମୁହଁ କାହିଁକି ଦେଖାଉଛନ୍ତି।

  • @skindoctor21
    @skindoctor21 Месяц назад

    ମିଡିଆ ବାଲା ଥାନା ରେ ସାର୍ ମାନେ ରାତିରେ ଗାମୁଛା ପିନ୍ଧୁଛନ୍ତି ଆଉ ମାଡମ୍ ମାନେ ନାଇଟ ପିନ୍ଧୁଛନ୍ତି ଏହାର କାରଣ ଦର୍ଶାଅ ??

  • @shibajidalai2014
    @shibajidalai2014 Месяц назад

    Justice for that lady..... Strong action needed against police.... CBI inquiry needed...

  • @susantakumarbehera4225
    @susantakumarbehera4225 Месяц назад

    ଏଇ ହେଉଛି ଓଡ଼ିଆ ଓଷ୍ମିତା

  • @bhabanishankarpati466
    @bhabanishankarpati466 Месяц назад +1

    Strictly taken action against them who are involving all that illegal incidents & check the Cctv footage on police station for clear all that things .....