ମୋହନଙ୍କୁ ବଦନାମ ପାଇଁ ପୋଲିସ୍ ମେଳି ପଛରେ କିଏ ? | CM Mohan Majhi | Bharatpur Incident | Odisha Reporter

Поделиться
HTML-код
  • Опубликовано: 17 дек 2024

Комментарии • 839

  • @BenudharMajhi-oj2dd
    @BenudharMajhi-oj2dd 2 месяца назад +169

    ଏହି ସବୁ ପୋଲିସ କୁ ଚାକିରି ରୁ ବହିସ୍କାର କରାଯାଉ ଏବଂ ଦୀନକୃଷ୍ଣ କୁ ଆରେଷଟ କରାଯାଉ

    • @JagamohanNaik-x5o
      @JagamohanNaik-x5o 2 месяца назад +1

      Right

    • @girishkumar1783
      @girishkumar1783 2 месяца назад +1

      Au se army officer ku very chakra au Ankita ku Oscar award milabaro ochi

    • @abhiseksahu2276
      @abhiseksahu2276 2 месяца назад

      app k liye ekk gana ..
      naa chedo hamain hum satae hue hne ..
      police ra mada bajichi pilaku .. sooooo saddd..
      appni rai ki batti bao ur pichwade main dal do..
      shameless person..

  • @hrushikesh8842
    @hrushikesh8842 2 месяца назад +134

    ମେଳି କରିଥିବା ପୋଲିସ ଙ୍କୁ ସବୁଦିନ ପାଇଁ ପ୍ରମୋସନ ନଦିଆଯାଉ ଓ ଉପାନ୍ତ ଜିଲ୍ଲା କୁ ପଠାଯାଉ

  • @babanathasahu1029
    @babanathasahu1029 2 месяца назад +140

    ମୁଖ୍ୟମନ୍ତ୍ରୀ strong action ନିଅନ୍ତୁ ।

    • @j.b9135
      @j.b9135 2 месяца назад +4

      Murkhamantri ra bhanja achi Romeo list re..😂

    • @sambhabam6847
      @sambhabam6847 2 месяца назад

      Thau​@@j.b9135

    • @SkynetCyber
      @SkynetCyber 2 месяца назад +1

      @@j.b9135 arrest kara heichi means its an example to everyone. eita Au gote agua sanket je iic jadi dosi sie bi agaku arrest heijiba.

    • @j.b9135
      @j.b9135 2 месяца назад

      @@SkynetCyber iic murkha nuhe etiki bujhitha..

    • @DilipJayaVlogs
      @DilipJayaVlogs 2 месяца назад

      ରଙ୍ଗ ବଦଳା ସରକାର ...???😅😂🤣😭🤤🥲

  • @_chintu_671
    @_chintu_671 2 месяца назад +140

    ଏ ପୋଲିସ ମାନଙ୍କୁ ଚାକିରୀ ରୁ ବାହାର କରାଯାଉ

  • @birakishoresahoo5421
    @birakishoresahoo5421 2 месяца назад +182

    ପୀଡ଼ିତା କୁ ଆରେଷ୍ଟ କରାଗଲା କିନ୍ତୁ ପୀଡ଼ିତା ତ ପୋଲିସ ଙ୍କ ନାମରେ fir ଦେଇଛି ,ପୋଲିସଙ୍କୁ କୋଉ ଦିନ ଆରେଷ୍ଟ୍ କରାଯିବ ।

  • @rajanisahu4577
    @rajanisahu4577 2 месяца назад +69

    ଯେଉଁ ପୋଲିସ ମାନେ ମେଳି କରିଥିଲେ ସମସ୍ତଙ୍କ ଉପରେ କଡ଼ା ନଜର ରଖି ତାଙ୍କ କାର୍ଯ୍ୟଦକ୍ଷତା ପରୀକ୍ଷଣ କରିବା ଉଚିତ।

  • @chandubindhani2865
    @chandubindhani2865 2 месяца назад +30

    ସମସ୍ତେ ବିଜେଡି ଦଳରେ ରହିକି ଅଇଁଠା ଖାଇଥିବା ପୋଲିସକର୍ମୀ ଉତୁରୁ ଛନ୍ତି।

    • @sonalidhar1706
      @sonalidhar1706 2 месяца назад

      Segudaka bjd ru achhanti new officers post pai nahanti ....ethi politics ra kama nahi ethi police ra durbyabahar katha samna ku asichhi

  • @KapilSamal-i8c
    @KapilSamal-i8c 2 месяца назад +22

    ଯୋଗୀ ଭଳି CM ଦର୍କାର, UP ରେ ପୁରା ଥାନା କିଭଳି ଅବସ୍ତା ହେଲା, ପୋଲିସ କୁ କନେଷ୍ଟବଳ କରି ଦିଆଗଲା,

  • @deepakswain391
    @deepakswain391 2 месяца назад +178

    ପୋଲିସ ମେଳି ପୋଲିସ କି ଚେହେରା ପୋଲିସ ଙ୍କ ର ପେଟ ଦେଖି ହସ ଲାଗୁଚି ସବୁ ଯାକ ଉପରି ଖାଇକି

  • @Tapas-ip9on
    @Tapas-ip9on 2 месяца назад +50

    ସବୁକିଛି ପୋଲିସ ପ୍ରଶାସନ ଦାଇ

  • @kishorebiswal4298
    @kishorebiswal4298 2 месяца назад +20

    ଯେତେ ପ୍ରକାର ଅସ୍ୱାଭାବିକ କାର୍ଯ୍ୟ ପୋଲିସ ହିଁ କରେ। ଜୀବନ ସାରା ଆମେ ଅନୁଭବ କରି ଆସିଛୁ। ସମାଜରେ ଏମାନେ ମଣିଷ କୁ ମଣିଷ ଭଳି ଦେଖନ୍ତି ନାହିଁ। ଲୋକ ଧାରଣା ଦେଲେ ପୋଲିସ ମାଡିପିଟ କରେ। ପୋଲିସ ମେଲି ବାନ୍ଧିଲେ ସାଧାରଣ ଜନତା କଣ କରିବା ଦରକାର ଭାବନ୍ତୁ। ଏମାନଂକୁ ଗୋଛି ବାଡିଆ କରି ହସ୍ପିଟାଲ ରେ ଭର୍ତିକଲେ ଏମାନେ ସୁଧୁରିବେ ଓ ପୋଲିସ ସେବା କଣ ଜାଣିବେ।

  • @biplabnotes
    @biplabnotes 2 месяца назад +84

    ଏମାନଙ୍କୁ ବାହାର କରିବା ଦରକାର

  • @purnachandradehury7559
    @purnachandradehury7559 2 месяца назад +25

    ପୋଲିସ ସାଇଜ ହେଲେ ଅପରାଧୀ ସାଇଜ ହେବେ । ପୋଲିସ ନିଜେ ଅପରାଧୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର । ନହେଲେ ପୋଲିସଙ୍କ ଦୋୖରାତ୍ମ୍ୟ ବଢିଯିବ । ପଶ୍ଚିମବଙ୍ଗ ଠାରୁ ବଢିଗଲେଣି ଏମାନେ ।

  • @AntaryamiSamal-nc6uo
    @AntaryamiSamal-nc6uo 2 месяца назад +53

    ଜାତି ଭାଇ ତ ପ୍ରମ ତ ଉଚ୍ଛୁଳି ପଡୁଚି ଜେତେ ଜଣ ଆସିଥିଲେ ସବୁ ଗୋଟେ ଗୋଟେ ସେଇ ପୋଲିସ ଭଳି ଏ ସମସ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଜାଉ

  • @Subhendu_Vlogs
    @Subhendu_Vlogs 2 месяца назад +99

    ସମସ୍ତ ଙ୍କୁ ବହିସ୍କାର କରିଦିଅ ନୂଆ ଆପଏଣ୍ଣ୍ ମେଣ୍ଟ ବାହାର କର..।

    • @gadadharnag1515
      @gadadharnag1515 2 месяца назад +2

      👍👍ପିଲା କମି ନାଇଁ ନ

    • @Subhendu_Vlogs
      @Subhendu_Vlogs 2 месяца назад

      @@gadadharnag1515 ♥️

    • @priyankasahoo4990
      @priyankasahoo4990 2 месяца назад +1

      Han se parjanta tame thana asiki sambhala

    • @galaxy2674
      @galaxy2674 2 месяца назад +1

      ସମସ୍ତେ ବହିସ୍କାର ହେବେ ତୁ ଏକା ପୋଲିସ ହେଇକି ତାଡି ପକେଇବୁ😅😅😅😅

    • @JagamohanNaik-x5o
      @JagamohanNaik-x5o 2 месяца назад

      Right katha

  • @Kanish2228
    @Kanish2228 2 месяца назад +34

    ଏହି ଦୁନିଆର ସବୁଠୁ ବଡ ଚୋର: ପୋଲିସ୍ ଠାରୁ ବଡ ଚୋର ନାହିଁ | 😂😂😂😂

  • @mihirranjan5004
    @mihirranjan5004 2 месяца назад +7

    ଆତ୍ମସମ୍ମାନ କେବଳ ବଡ ଲୋକମାନଙ୍କର ନଥାଏ ସାଧାରଣ ଜନତାର ମଧ୍ଯ ଥାଏ । ପୋଲିସ ବର୍ବରତାରୁ ଜନତାର ସୁରକ୍ଷା ସୁନିଶ୍ଚିତ କରାଯାଉ ।

  • @RamchandraHansdahofficial123
    @RamchandraHansdahofficial123 2 месяца назад +46

    ଏଇଟା ତ ଆରମ୍ଭ ସତ କହୁଚି ଏଇ ପୋଲିସ ଅଧିକାରୀ ମାନଙ୍କ କାମ ପାଇଁ ଆଜି ମୋହନ ସରକାର ଅପମାନିତ ଆଉ ଏଇ ମାନଙ୍କ ପାଇଁ ମୋହନ ସରକାର ମଧ୍ୟ ରହିବନି

  • @AkrurNaik
    @AkrurNaik 2 месяца назад +37

    ଏମାନଙ୍କୁ ନିଳମ୍ବିତ କର ନହେଲେ ମହନ ସରକାର ଇସ୍ତପାଦିଅ

  • @PrasanSamal-b8z
    @PrasanSamal-b8z 2 месяца назад +6

    ଏ ପୋଲିସି ମାନଙ୍କୁ ତୁରନ୍ତ ବହିଷ୍କାର କରାଯାଇ ନୂତନ ୟଙ୍ଗ ପୋଲିସ୍ ପୋଷ୍ଟିଙ୍ଗ କରାଯାଉ ପୋଲିସ୍ ମାନଙ୍କର ଗୋଟେ ଭଲ ପଦକ୍ଷେପ

  • @ashokbadajena8568
    @ashokbadajena8568 2 месяца назад +12

    ସମସ୍ତ ଙ୍କୁ ବହିଷ୍କାର କରାଯାଉ,,ପୁରା ନୂଆ ସଂକେତ ଓଡ଼ିଶା ପାଇବ

  • @salikrammajhi753
    @salikrammajhi753 2 месяца назад +39

    ଓଡ଼ିଶା ପୋଲିସ କୁ ଜମ୍ମୁ କାଶ୍ମୀର କୁ ପଠା ଯାଉ ତାପରେ ଜାଣିବେ କେମିତି duity ହୁଏ

    • @soubhagyaranjansethy5730
      @soubhagyaranjansethy5730 2 месяца назад +4

      Katha pade kahila mana ku paila

    • @RupNarayanMajhi
      @RupNarayanMajhi 2 месяца назад +3

      ମାଲକାନଗିରି ଯଥେଷ୍ଟ, ଭୁବନେଶ୍ୱର ରେ ରହି ବହୁତ duty କଲେ, ଏବେ ମାଲକାନଗିରି ପଠାଯାଉ ।

    • @bibhutinaik1462
      @bibhutinaik1462 2 месяца назад +1

      Excellent suggestion

    • @harekrushnapujari.7337
      @harekrushnapujari.7337 2 месяца назад +1

      Yes

    • @bhagabatmarndi6424
      @bhagabatmarndi6424 2 месяца назад +1

      Right

  • @Sudhirkumarsamal-y5w
    @Sudhirkumarsamal-y5w 2 месяца назад +45

    ଏଠି ଯେଉଁ ପୋଲିସ ବାବୂ ମାନେ ଅଛନ୍ତି ସେମାନେ ହେଲେ, ବିଜେଡି ର,

    • @likanbiswal3490
      @likanbiswal3490 2 месяца назад +1

      ତୁ job ବାଣ୍ଟୁ ଥୁଲୁ naa 😂

    • @RupNarayanMajhi
      @RupNarayanMajhi 2 месяца назад +8

      ସରକାର BJP ର, ମେଳିର ଷଡ଼ଯନ୍ତ୍ର BJD କରିଦେଲା । ସରକାରର ଗୁଇନ୍ଦା ଜନିପାରିଲେନି କିଛି । ତା ମାନେ ତ ସରକାର ନିଜକୁ ଦୁର୍ବଳ ପ୍ରମାଣିତ କରୁଛନ୍ତି ।

    • @subhransudalai8360
      @subhransudalai8360 2 месяца назад +1

      ସରକାର ବିଜେପି ର sp, DG,IG ସବୁ ବଦଳିଲେ 😂 ପୁଣି ବିଜେଡ଼ି କୁଆଡୁ ଆସିଲା

    • @dillipbehera-lv8sl
      @dillipbehera-lv8sl 2 месяца назад

      ଆରେ ଏଇଟା ପୁରା ଗଧଟାରେ ଓଡିଶାରେ ବିଜେପି ଶାସନ କରୁଛି ବୋଲି ଜାଣିନି 😂😂😂

  • @umeshKumar-008
    @umeshKumar-008 2 месяца назад +25

    CP ,DCP କେମିତି ଜନିପରିଲେନି ସେମାନେ ଭୁବନେଶ୍ୱର ରେ ଅଛନ୍ତି ତ .?ଯଦି ପ୍ରଦର୍ଶନ କରିବାର ଅଛି uniform re ନୁହେଁ।ଏହା ଦେଖି ଡର ଲାଗୁଚି ପୋଲିସ କୁ ଏହା ପୋଲିସ ଆତଙ୍କ କି?

  • @sambitRaz-ow3ri
    @sambitRaz-ow3ri 2 месяца назад +4

    ଏ ଝିଅ ର ସାହାସ ପାଇଁ ଆଜି ସାରା ଓଡ଼ିଶା ବାସୀ ଆମ ଓଡ଼ିଶା ମୋଲିସ ର ଅସଲ ରୂପ ଆଜି ଦେଖି ପାରୁଛି, ଥରେ ଭାବନ୍ତୁ ଯଦି army ବାଲା ଙ୍କ ଅବସ୍ଥା ଏପରି ହେଉଛି, ସାଧାରଣ ଲୋକ ଙ୍କ ଅବସ୍ଥା କଣ ହେଉ ଥିବ ,,,

  • @bhagabanswain6148
    @bhagabanswain6148 2 месяца назад +14

    ମୋହନ ସାଧା ସିଧା ଭାବୁଛନ୍ତି ପୁରୁଣା ବିଜେଡି ପୋଲିସ୍ ଏବେ ପୂରା ସିଧା ହେଇଯିବେ ।

  • @SabitaHota-l5o
    @SabitaHota-l5o 2 месяца назад +5

    ମୁଖ୍ୟମନ୍ତ୍ରୀ ସାର୍ ଆପଣ ଜଲ୍ଦି ଏକ୍ସନ ନିଅନ୍ତୁ

  • @santoshkumarmishra2620
    @santoshkumarmishra2620 2 месяца назад +13

    ପରିବାର ଏକାଠି ହେଲେ କିଛି ବି କରିପାରିବେନି. ହଁ ପ୍ରଛଦ ପଟ ନାୟକ କୁ ତୁରନ୍ତ ଚିହ୍ନଟ କରାଯାଉ

  • @parsuramnayak4093
    @parsuramnayak4093 2 месяца назад +28

    Police duty post ଛାଡି ଆସିଛନ୍ତି କଡ଼ା ପଦକ୍ଷେପ ସରକାର୍ ନିଅନ୍ତୁ।

  • @suryanarayansahu5375
    @suryanarayansahu5375 2 месяца назад +6

    କେଉଁ service codeରେ ଲେଖାଅଛି ପୋଷାକ ରେ ଥାଇ ଚାକିରି ରେ ଥାଇ ସରକାର ବିରୁଦ୍ଧରେ ସ୍ଲୋଗାନ ପୁଣି police ଚାକିରି। ତୁରନ୍ତ ପଦକ୍ଷେପ ଦଣ୍ଡ ପୁରସ୍କାର ପ୍ରାପ୍ତ ହେବା ଆବଶ୍ୟକ।ବିନା ଅନୁମତିରେ ବିନା କାରଣରେ ଏପରି ପ୍ରଦର୍ଶନ ନିହାତି ରାଜ୍ୟ ପାଇଁ ଅପମାନ। ସରକାର ତୁରନ୍ତ ସିଧାସଳଖ ଚାକିରିରୁ ନିଲମ୍ବିତ କରିବା ମଧ୍ୟ ଜରୁରୀ।ଏହା ଗଣତନ୍ତ୍ରର ନିହାତି home department ପ୍ରତି ସରକାରଙ୍କ ପ୍ରତି ବେଖାତିରି।

  • @madanmohandas534
    @madanmohandas534 2 месяца назад +8

    ସରକାର। ଅଜୋଗ୍ୟ। ହେଲେ ରାଜ୍ୟର। ଅବସ୍ଥା।ଏମିତିହେବ

    • @nirakarsahoo7004
      @nirakarsahoo7004 2 месяца назад

      ବନ୍ଧୁ ,
      ବିଗତ ଚବିଶ ବର୍ଷ ମଧ୍ୟରେ ରାଜ୍ୟରେ କିପରି ଅବସ୍ଥା ରହିଥିଲା, ନବୀନ ବାବୁଙ୍କ ସରକାର କାହାକୁ ନ୍ୟାୟ ପ୍ରଦାନ କରିଥିଲେ ? ଇତିଶ୍ରୀ ବେବିନା ସୁଜାତା ମାଧବୀ ଲତା ମମିତା ମେହେର ପରି ପିହୁ ଇତ୍ୟାଦି ଇତ୍ୟାଦି ମାନଙ୍କୁ ------ ? ବନ୍ଧୁ , ନବୀନ ବାବୁଙ୍କ ଉକ୍ତି " Law will take its own course" କେତେ ବାଟ ପର୍ଯ୍ୟନ୍ତ ଯାଇଥିଲା ଓ କେଉଁ କେଉଁ ମାନେ ଦଣ୍ଡିତ ହୋଇଥିଲେ । ନବୀନ ବାବୁ ରାଜ୍ୟରେ କେବଳ ଗୁଡ଼ିଏ ମାଗଣା ଖିଆ ଗୋଷ୍ଠୀ ଗଠନ କରି ଜନମାନସକୁ ବିଭ୍ରାନ୍ତ କରି ବାରମ୍ବାର ଶାସନ ଗାଦି କୁ ଅନୈତିକ ଉପାୟରେ ଅକ୍ତିଆର କରିବାରେ ସଫଳ ହୋଇ ଆସୁଥିଲେ । ବର୍ତ୍ତମାନ ଓଡ଼ିଶା ରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି --- ମୋହନ ସରକାର । ବନ୍ଧୁ , ନିଜ ବିବେକ କୁ ପଚାରିବେ ଓ ମନ୍ତବ୍ୟ ରଖିବେ !!!

  • @umeshKumar-008
    @umeshKumar-008 2 месяца назад +18

    ପୋଲିସ କାହିକି ମେଲି ହେଲେ ପୁଣି ଡ୍ରେସ code re Rahi ki କାହିଁକି?

  • @rkbiswal621
    @rkbiswal621 2 месяца назад +8

    ଏ ମାଗିଆ ଙ୍କୁ କିଏ permission ଦେଲା!

  • @bijayhansdah9701
    @bijayhansdah9701 2 месяца назад +22

    ଏହା ବିଜେଡିର ଉଦ୍ୟମ

  • @itsbikram24
    @itsbikram24 2 месяца назад +19

    ସରକାର କମଜୋର ଦେଖା ଗଲେ ଏମିତି ହୁଏ । ସରକାର ଶକ୍ତ କେବେ ହେବ ? ଏମିତି ଚୁପ୍ ରହିଲେ ସରକାର ବଦନାମ ହେବେ ।

    • @HarapriyaAbility
      @HarapriyaAbility 2 месяца назад

      Right brother, thik time re Aparajita sarangi chup

  • @nirakarsahoo7004
    @nirakarsahoo7004 2 месяца назад +11

    ଓଡ଼ିଶା ପୋଲିସ ଗତ ଚବିଶ ବର୍ଷ ମଧ୍ୟରେ ଧରା କୁ ସରା ମଣି ଆସିଛନ୍ତି, ବିଗତ ସରକାର ସମୟରେ ବହୁ ନିରୀହ ଜନସାଧାରଣ ପୋଲିସ ପାଖରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି, ସରକାର ବଦଳିବା ପରେ ସେମାନେ ଭାବୁଛନ୍ତି ଯେପରି ଏ ମୋହନ ସରକାର ମଧ୍ୟ ତାଙ୍କରି ଇସାରା/ ନିର୍ଦ୍ଦେଶ ରେ କାମ କରନ୍ତୁ , ଯେଭଳି ବିଗତ ସରକାର ସମୟରେ ତୃତୀୟ ମହଲା ରୁ ପ୍ରତ୍ୟେକ ଥାନା ମାନଙ୍କୁ ପରିଚାଳନା କରାଯାଉଥିଲା ଓ ସ୍ଥାନୀୟ ଦଳୀୟ କର୍ମୀଙ୍କ ଦ୍ବାରା ଥାନାରେ ନ୍ୟାୟ ପ୍ରଦାନ କରାଯାଉଥିଲା ଓ ପୋଲିସ ବାବୁ ମାନେ ବିଗତ ସରକାର ସମୟରେ ଅଭୟ ବର ପାଉଥିଲେ ଏବଂ ପ୍ରତି ବଦଳରେ ନିର୍ବାଚନ ସମୟରେ ସରକାରୀ ଦଳକୁ ବୁଥ୍ ଦଖଲ କରିବା ଓ ପୋଲିସ ଗାଡିରେ ସରକାରୀ ଦଳର ଟଙ୍କା ବାଣ୍ଟିବା ରେ ସାହାଯ୍ୟ କରି ଆସୁଥିଲେ। ନବୀନ ବାବୁ ଓ ବିଜେଡି ଦଳର ପାପର ଘଡା ପୁରିଗଲା ଓ ସରକାର ରୁ ବିଦା ହୋଇଗଲେ । ଓଡ଼ିଆ ରେ ଗୋଟିଏ ଢଗ ଅଛି " ସବୁ ଦିନେ ନଥିବ ଚାନ୍ଦିନୀ ରାତି" , ଯାହାକି ନବୀନ ବାବୁଙ୍କ ଦଳ ଭୋଗୁଛି ଓ ଏକ ତିନି ମାସର ସ୍ୱଚ୍ଛ ତଥା ଖୋଲା ବହି ର ସରକାର କୁ ବଦନାମ କରିବା ପାଇଁ ପୁରୁଣା ଫର୍ମୂଲା ଆପଣାଉଛନ୍ତି ଓ ନିନ୍ଦିତ ପୋଲିସ ବିଭାଗରେ ମେଳି ସୃଷ୍ଟି କରାଉଛନ୍ତି, କିନ୍ତୁ ଏହା ଏକ ବୃଥା ପ୍ରୟାସ !!!

  • @PurnachandraBehera-if5tu
    @PurnachandraBehera-if5tu 2 месяца назад +5

    ଜେଉ police ମେଳି ବାନ୍ଧିଥିଲେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ ଆଦେଶ ଦେଲେ ଦିଆ ଯାଉ।

  • @santoshkumarmishra2620
    @santoshkumarmishra2620 2 месяца назад +12

    ଏଗୁଡା ଯେତେ ମେଳି କଲେ ବି କିଛି କରିପାରିବେନି. ମୋହନ ମାଝି ସରକାର ବୋକା ନୁହଁନ୍ତି. DGP ଅତ୍ଯନ୍ତ ଭଦ୍ର ବ୍ଯକ୍ତି. ତେଣୁ ସରକାର ଏଗୁଡାଙ୍କୁ ଦୃଢହାତରେ ଦମନ କରନ୍ତୁ.

  • @manoranjanmullick3487
    @manoranjanmullick3487 2 месяца назад +8

    ସବୁ ଓଡିଶା ପୋଲିସ ଙ୍କୁ ଓଡିଶା ବାହାରେ ପୋଷ୍ଟିଙ୍ଗ ଦିଆଯାଉ, ସେନା ଯବାନ କଣ ପାଇଁ ବଡ଼ର ରେ ଡିଉଟି କରୁଛନ୍ତି, ଓଡିଶା ପୋଲିସ ବଡ଼ର ରେ ଡିଉଟି କରନ୍ତୁ, କଂଗ୍ରେସ ଆସିଲେ ସବୁ ଓଡିଶା ପୋଲିସ ହେବେ ସାବାଡ଼

    • @AshokKumarBhoi-g3t
      @AshokKumarBhoi-g3t 2 месяца назад +1

      That is very indisent.
      Take action to agnest odisha
      Police.🙏🙏🙏🙏🙏🙏🙏

  • @LipunDas-xd6hc
    @LipunDas-xd6hc 2 месяца назад +6

    ଆମ ପୋଲିସ ସୈନ୍ୟବାହିନୀରେ କିଛି ଦିନ କାମ କରନ୍ତୁ ଓ ସେନାବାହିନୀର ଲୋକ ଓଡ଼ିଶାର ଆଇନ ଶୃଙ୍ଖଳା ରେ ସହଯୋଗ କରନ୍ତୁ। ଆଉ କିଛି ପାତର ଅନ୍ତର ରହିବ ନାହିଁ। ଅନେକ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଅଧା ଦରମାରେ କାମ ମିଳିଯିବ।

    • @healthtips4844
      @healthtips4844 2 месяца назад

      Sena ketemasa duty kare 1year re

  • @suryanarayansahu5375
    @suryanarayansahu5375 2 месяца назад +5

    ବର୍ତମାନ ସରକାର ବିନା ଅନୁମତିରେ ନିଜ ପୋଷାକ ପିନ୍ଧି duty ନକରି ମେଳିରେ ଯୋଗଦେଇଥିବା ସମସ୍ତ କର୍ମ ଚାରି କୁ ପ୍ରଥମେ suspend କରାଯାଉ। ଯେହେତୁ ସେମାନେ ନାୟ ରକ୍ଷକ। ଏବଂ ଦରମା ବନ୍ଦ କରା ଯାଉ। ସରକାରଙ୍କୁ chalenge ଦେଉଛନ୍ତି। ଶୀଘ୍ର କାର୍ଯ୍ୟକାରୀ ହେବା ଉଚିତ୍।ବିନା କାରଣରେ duty ଛାଡି ଏପରି ଆନ୍ଦୋଳନ କରିବା ପୋଷାକ ର ମହତ୍ୱ ପଦାରେ ପକାଉଛନ୍ତି । ସରକାର ତୁରନ୍ତ ସିଧାସଳଖ ହାତକୁ ନେବା ଆବଶ୍ୟକ।ଏହା କ'ଣ ଗଣତନ୍ତ୍ର ବ୍ୟବସ୍ଥାରେ ଦା ଦା ଗିରି ବହୁତ ଶୀଖିତ ଲୋକ ରାଜ୍ୟ ରେ ମୂଲ ଲାଗି ଚଳୁଛନ୍ତି ।ଏହା ସମ୍ବିଧାନ ପ୍ରତି କୁଠାରାଘାତ।ଯଦି ସରକାର କାର୍ଯ୍ୟାନୁଷ୍ଠାନ ନ ନେବେ ଏମାନେ ଉକ୍ତ ହେବେ। ଚାକିରି ର କେଉଁ ଠାରେ ଏପରି କାର୍ଯ୍ୟ ନିର୍ବାହ କରିବା ଲେଖା
    ହୋଇଛି। ସରକାରଙ୍କୁ ଟ୍ରକ ଦେଉଛନ୍ତି।

  • @hrushikesh8842
    @hrushikesh8842 2 месяца назад +38

    ପରଦା ଷଛର ନାୟକ ପାଣ୍ଡୁପୁତ୍ର ଓ କେତକ ଅସାଧୁ ପୋଲିସ ଅଧିକାରୀ

    • @HarapriyaAbility
      @HarapriyaAbility 2 месяца назад +1

      Aehi samasta ghatanar main actor only B JD, semaane chahunchhati BJP govt. Ku badnaam kari taaki hairaan kari, maarideba then bi-election kariba, lokanku bhuan bilai dalaku aasiba

    • @subhransudalai8360
      @subhransudalai8360 2 месяца назад

      ସରକାରୀ ପ୍ରାୟୋଜିତ କାହିଁକି ନୁହେଁ

  • @ManoranjnaPatra-dj1pf
    @ManoranjnaPatra-dj1pf 2 месяца назад +22

    ପ୍ରତୀକ ସିଂ ଆଉ ସଂଜୀବ ମିଶ୍ର ମୋହନ ର
    ମନ୍ତ୍ରୀ ପଦ ଖାଇବେ ଖୁବ ଅଳ୍ପ ଦିନରେ ! ମୋହନ ନିଆଁକୁ ଅଣ୍ଟିରେ ପୁରାଇ ବୁଲୁଛି !

    • @RupNarayanMajhi
      @RupNarayanMajhi 2 месяца назад +3

      ମୋହନ ଯେତେ ଡେରି କରିବ, ସେତେ ତାର political image କୁ ଅଡ଼ୁଆ ହେବ ।

  • @jchoudhury274
    @jchoudhury274 2 месяца назад +2

    ଯେତେ ପୋଲିସ ମେଳି ବାନ୍ଧିଥିଲେ ସବୁ Pandian କିମ୍ବା ବିରୋଧୀ ଦଳ କଥା ରେ ପଡ଼ି ମୋହନ ସରକାର ଙ୍କୁ ବଦନାମ କରିବାକୁ ସଡଯନ୍ତ୍ର କରୁଛନ୍ତି ମୋହନ ବାବୁ ଏହାର ତଦନ୍ତ କରନ୍ତୁ ଜୟ ଜଗନ୍ନାଥ

  • @RohitkumarParida-h2y
    @RohitkumarParida-h2y 2 месяца назад +9

    ସମସ୍ତ ଙ୍କୁ ଦଣ୍ଡ ଦିଆଯାଉ. Bjd ସରକାର ଅଛି ବୋଲି ପୋଲିସ ଭାବୁଛି.

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 2 месяца назад +7

    ଏବେ ବି ନଜେଡି ଚାମଚା ଅଛନ୍ତି ବହୁତ.

    • @subhransudalai8360
      @subhransudalai8360 2 месяца назад

      ଏବେ ବି ଅନ୍ଧଭକ୍ତ ଅଛନ୍ତି

  • @mihirranjan5004
    @mihirranjan5004 2 месяца назад +4

    ଆଜି ଜଣେ ଉଚ୍ଚପଦସ୍ଥ ଅଫିସର ପୋଲିସ ବର୍ବରତାର ଶିକାର ହେଲେ ବୋଲି ସମସ୍ତଙ୍କ ଆଖି ଖୋଲିଲା କିନ୍ତୁ ଏହିପରି କେତେ ନିରୀହ ସାଧାରଣ ଲୋକ ପୂର୍ବରୁ କେତେ ନିର୍ଯାତନାର ଶିକାର ହୋଇ ଚିତ୍କାର କରୁଥିବା ସମୟରେ ସମାଜ ନୀରବ ଥିଲା କଣପାଇଁ???

  • @umeshchandraswain8578
    @umeshchandraswain8578 2 месяца назад +14

    ଏ ପୁଲିସ ମାନଙ୍କୁ ବାହାର କରି ନୁଆ ପିଲାମାନଙ୍କୁ ଚାକିରୀ ଦିଆଜାଉ

  • @saratkumarpanda7007
    @saratkumarpanda7007 2 месяца назад +5

    ପୋଲିସ ବାବୁ ମାନଙ୍କୁ ହ୍ୟାଙ୍ଗ ଓଭର ଛାଡିନି।ନ୍ୟାୟୋଚିତ କାର୍ଯ୍ୟ ନ କଲେ ପରିଣାମ ଭୟଙ୍କର ବୁଝି ଯିବା ଉଚିତ୍।

  • @achyutanandanayak8877
    @achyutanandanayak8877 2 месяца назад +2

    ଏ ପୋଲିସ କୁ କାର୍ଯ୍ୟ ବହିଷ୍କାର କରାଯାଉ

  • @kushmusics133
    @kushmusics133 2 месяца назад +1

    ଏମାନଙ୍କୁ ବହୁତ ଡର ଲାଗିଲାଣି କୁଆଡେ ମାଲକାନଗିରି କିମ୍ବା କୋରାପୁଟ ଆଡେ ଭାସିଯିବେ ବୋଲି ଏକାଠି ମେଳି ହେଉଛନ୍ତି

  • @pradoshbehura3794
    @pradoshbehura3794 2 месяца назад +2

    ପଛ ରେ ଷଡ଼ଯନ୍ତ୍ର ନିଶ୍ଚୟ। ପୂର୍ବତନ ପ୍ରଶାସକ ଙ୍କ ପାଖ ଲୋକ ଥିବେ।

  • @Rseries-93
    @Rseries-93 2 месяца назад +4

    ଓଡିଶାରେ ଯୋଗୀ ଶାସନ ଦରକାର!!!!!

    • @sunilkumarpradhan9739
      @sunilkumarpradhan9739 2 месяца назад +1

      ବୋକା ଓଡିଶାରେ ବି ଡବଳ ଇଞ୍ଜିନ ସରକାର ଅଛି

    • @time8798
      @time8798 2 месяца назад

      ​@@sunilkumarpradhan9739bhai a mananku hi andha bhakti kuhanti 😅😅😅

    • @Rseries-93
      @Rseries-93 2 месяца назад

      @@sunilkumarpradhan9739 ଆପଣ ମଧ୍ୟ ଏହି ଓଡ଼ିଶାର ନାଗରିକ!! ଓଡ଼ିଶା ବୋକା ନୁହେଁ ଭାଈ ଏହି ପବିତ୍ର ପ୍ରଦେଶ କୁ ଦରକାର ଜଣେ ସୁଯୋଗ୍ୟ ଶାସନ କର୍ତ୍ତା

    • @Rseries-93
      @Rseries-93 2 месяца назад

      @@sunilkumarpradhan9739 ଓଡ଼ିଶା ବୋକା ନୁହଁ ଭାଈ ସେହି ଓଡ଼ିଶାର ଆପଣ ବି ଜଣେ ନାଗରିକ

  • @lalit98193
    @lalit98193 2 месяца назад +3

    Police public ପାଇଁ ନା ପୋଲିସ ନିଜ ପାଇଁ କିଛି ଯୋଣା ପଡୁନି କାଇଁ ପବ୍ଲିକ ପାଇଁ ତ ପୋଲିସ କେବେ ଏତେ ତତ୍ପର ନାହିଁ

  • @kishorebiswal4298
    @kishorebiswal4298 2 месяца назад +2

    ପୋଲିସ ଚାକିରୀଟେ ମିଳିଗଲେ - ମୋଗଲ ସମ୍ରାଟ ବୋଲି ଭାବି ନିଅନ୍ତି ଏମାନେ।ବର୍ତ୍ତମାନ ସମୟ ଆସିଛି ଏମାନଙ୍କୁ ପୋଲିସ ଚାକିରୀ ର code of conduct କଣ ହେବା ଦରକାର ସରକାର ଶିକ୍ଷା ଦିଅନ୍ତୁ। ବୀଚ ରାସ୍ତାରେ ହାତ ଗୋଡ଼ ବାନ୍ଧି ପିଚୁ ଉପରେ ଗଡେଇ ଦିଆଯାଉ, ଜନସାଧାରଣ ଦଣ୍ଡ ଦେଉ, ମୋଗଲ ସମ୍ରାଟ ପଣିଆ ପରିବର୍ତ୍ତନ ହେଉ - ସମାଜରେ ଶାନ୍ତି ନିଶ୍ଚୟ ଆସିବ ଓ ସରକାର ଚଲେଇବାରେ ଅସୁବିଧା ହେବନି।

  • @panigrahisbiology2204
    @panigrahisbiology2204 2 месяца назад +3

    ସବୁ ପୋଲିସ ଚୋର ଗୁଡାକ... Helmet ଭଲ ଧରନ୍ତି... ଆଉ କିଛି ଜାଣି ନାହାନ୍ତି...

  • @bideshiradhyradhyguruji6460
    @bideshiradhyradhyguruji6460 2 месяца назад +9

    ଲଗେଇ ଦେଲା ନିଆଁ ଆନ୍ଦୋଳନ କାମ ନ କରିବାରୁ ଆର୍ମି କୁ

  • @santoshkumarsahoo1934
    @santoshkumarsahoo1934 2 месяца назад +1

    ଆଇନ କୁ ଆଇନ ରାସ୍ତା ରେ ଯାଉ । ଦୋଷୀ ସାବ୍ୟସ୍ତ ଙ୍କୁ ଦଣ୍ଡ ମିଳୁ

  • @PramodLakra-o3b
    @PramodLakra-o3b 2 месяца назад +1

    Ek number Mohan Babu

  • @LilenBiswalodishaindia
    @LilenBiswalodishaindia 2 месяца назад

    ଦୁଃଖ ଦାୟକ ଘଟଣା ଓଡ଼ିଶା ବାସୀର ସମସ୍ତ ଜବାନ ମାନଂକୁ ନ୍ୟାୟ ମିଳୁ

  • @BibhuranjanMishra-z1z
    @BibhuranjanMishra-z1z 2 месяца назад +3

    ନିରାଟ ସତ୍ୟ

  • @ShaktiPal-xj5pk
    @ShaktiPal-xj5pk 2 месяца назад

    ଓଡିଶା ପୋଲିସ ଦେଶ ପାଇଁ କଳଙ୍କ, ସରକାର strong action ନେବା ଉଚିତ ☝️

  • @amrjitbiswal7243
    @amrjitbiswal7243 2 месяца назад +1

    IIc and ବୈଶାଳୀ କୁ ବହିଷ୍କାର କରାଯାଉ

  • @abhayamishra3806
    @abhayamishra3806 2 месяца назад +1

    ନବୀନ ବାବୁଙ୍କ ପାପର ବୋଝ ମୁଣ୍ଡେଇଛନ୍ତି ମୋହନ ବାବୁ......ଯଦି ଏମିତି ମୁଣ୍ଡେଇ ଚାଲିବେ ସରକାର ଭାଙ୍ଗିବା ବେଶୀ ଦୂର ନୁହେଁ........ମୋହନ ବାବୁଙ୍କୁ ବଦନାମ କରିବାକୁ BJD ଓ BJPର କିଛି ଅସହିଷ୍ନୁ ମେଳୀ ବାନ୍ଧି ଚେଷ୍ଟା ଚଳାଇଛନ୍ତି....ସମସ୍ତେ ବୁଝି ପାରୁଥିବେ ମୁଁ କାହା କଥା କହୁଛି

  • @susantasahoo9544
    @susantasahoo9544 2 месяца назад +3

    ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଅରାଜକତା ସୃଷ୍ଟି ହେବ, ସର୍ବପ୍ରଥମେ 5 T ରେ ହୋଇଥିବା ଦୁର୍ନୀତିକୁ CBI ଦ୍ଵାରା ଅନୁସନ୍ଧାନ କରିବା ପାଇଁ ଅନୁମତି ଦିଅନ୍ତୁ, ସବୁ ଠିକ୍ ହୋଇଯିବ ।

  • @liteshkumar2496
    @liteshkumar2496 2 месяца назад +1

    Bjd ସମୟର ଅଭ୍ୟାସ ପୋଲିସ ର ଯାଇନି ତେଣୁ ଏମିତି ହଉଛନ୍ତି

  • @Eagleeye774
    @Eagleeye774 2 месяца назад +1

    ଗଣମାଧ୍ୟମରେ ସମସ୍ତ ଅଭିଯୋଗକାରୀ ଓ ଅଭିଯୁକ୍ତ ନିଜର ପକ୍ଷ/ ମତ ରଖିବା ପାଇଁ ବିତର୍କ କରାଯାଉ.. ଏ ଘଟଣାରେ କାହାର କିପ୍ରକାର ଭୂମିକା ଅଛି ଓ କିଏ କେତେ ପରିମାଣରେ ଦାୟୀ ଜଣାପଡିବ.. ପୋଲିସର ପୂର୍ବ ଭାବମୂର୍ତ୍ତୀ ପାଇଁ ସେ ବଦନାମ ଓ ସମର୍ଥନ ନାହିଁ କିନ୍ତୁ ଏ ଘଟଣାରେ ସେନା କର୍ମଚାରୀ ଓ ତାଙ୍କ ବାନ୍ଧବୀଙ୍କ ଭୂମିକା ବି ସନ୍ଦେହ ଘେରରେ..

  • @asutosh501
    @asutosh501 2 месяца назад +1

    ପୋଲିସ ଡିପାର୍ଟମେଣ୍ଟ ରେ ବହୁଦିନରୁ ଗାଦି ମାଡି ବସିଥିବା ବଡ଼ବଡ଼ ବାବୁମାନେ. ଯିଏ କଟକ, ଭୁବନେଶ୍ୱର ଛାଡି ଆଉ କୋଉ ଦୁନିଆ ଦେଖିଲେ ନାହିଁ.

  • @jiteshkhara7130
    @jiteshkhara7130 2 месяца назад +4

    BJD ର ଚାଲ ସବୁ

  • @haraprasadmahanta4657
    @haraprasadmahanta4657 2 месяца назад +1

    10 Police ନିଯୁକ୍ତି କରି ଯେଉଁ ମାନେ ଖରାପ କାର୍ଯରେ ଲିପ୍ତ ଅଛନ୍ତି ସେମାନଙ୍କୁ ବହିଷ୍କାର କରାଯିବା ଦରକାର, ପାଣ୍ଡିଆ ନ ଓ ନବୀନ ପଟ୍ଟନାୟକ କୁ ଯଲଦି ଜେଲ ରେ ପୁରାଇବା ଦରକାର

  • @SsPix23
    @SsPix23 2 месяца назад

    ମେଳି ପୋଲିସ ମାନଙ୍କୁ ନିଲମ୍ବନ କରାଯାଉ

  • @sorotoka9717
    @sorotoka9717 2 месяца назад

    ଡିଜି ଙ୍କୁ ପଚାର ଓଟିଭି ଵାଲା ଜାଣି ପାରି ବେ...... ଓଡ଼ିଆ ଅସ୍ମିତା ଭଲ ଚାଲି ଛି ଓଡିଶା ରେ. ଧନ୍ୟ ଡବଲ ଇଂଜିନ... ଜଗନ୍ନାଥ ସବୁ ଦେଖୁ ଛନ୍ତି. ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏

  • @ranjitdas1741
    @ranjitdas1741 2 месяца назад +1

    ଯେଉଁ ପୋଲିସ ଅଫିସର ମାନଙ୍କୁ ବାହାର କରି ନୂଆ ପିଲାଙ୍କୁ ବର୍ତ୍ତୀ କରାଯାଉ ପାଣ୍ଡିଆର ଲୋକ ଏମାନେ

  • @basantinaik8924
    @basantinaik8924 2 месяца назад +1

    ମୋହନ ସରକାର କଣ କରୁଛି ପୋଲିସ ଚାକିରୀ ରୁ ବିଦା କରିବା କଥା

  • @kailashpatra6450
    @kailashpatra6450 2 месяца назад +10

    Cp, Dcp are correpted, so tranfer another state

  • @PuspalataDas-s9q
    @PuspalataDas-s9q 2 месяца назад +4

    Right 👍👍

  • @ChandanvlogKpr
    @ChandanvlogKpr 2 месяца назад

    ସମସ୍ତ ଙ୍କୁ ବାହାର କରାଯାଉ ଆଉ ନୁଆ ପିଲାଙ୍କୁ ଚାକିରୀ ପାଇଁ ସୁଯୋଗ ମିଳୁ। ଜୟ ଜଗନ୍ନାଥ

  • @Dashbinodkumar47
    @Dashbinodkumar47 2 месяца назад +11

    Jou police mane samil achanti seimane nku termination kara au new post bahar karantu sir

  • @akshayakumarbhol4132
    @akshayakumarbhol4132 2 месяца назад +1

    ଯେତେ ମେଳି କଲେ ବି ଅଧଲା ପାହୁଲା ର ମୂଲ୍ୟ ନାହିଁ । ଏ ନାଟକର ନେପଥ୍ୟ ନାୟକ କିଏ ? କାହିଁକି ଓ କେଉଁ ଅଧିକାର ବଳରେ ଭାରତୀୟ ସେନାର ଜନୈକ କମିଶନଡ୍ ଅଫିସର୍ ଙ୍କୁ ପୋଲିସ ହାଜତରେ ସକାଳ ପର୍ଯ୍ୟନ୍ତ ରଖିପାରିଲା , ତା'ର କୈଫିୟତ କିଏ ଦେଇପାରିବ ?

  • @sanu_sanu_sanu
    @sanu_sanu_sanu 2 месяца назад +1

    ସମାନ ପ୍ରଶ୍ନ ପୋଲିସ କୁ ବଦନାମ କରିବାରେ ଏବଂ ଓଡ଼ିଶାକୁ ବଦନାମ କରିବାରେ ମିଡ଼ିଆ ବାଲାଙ୍କ ପଛରେ କାହା ହାତ ??????😢😢😢

  • @anandnayak7549
    @anandnayak7549 2 месяца назад +2

    Good. 👍👍🙏🙏

  • @SanischaraChhotroy
    @SanischaraChhotroy 2 месяца назад

    ଏକ ସୁନ୍ଦର ଷଡଯନ୍ତ୍ର ଶ୍ରୀଯୁକ୍ତ ମୋହନ ମାଝୀ
    ଯାହା ଶୁଣାଯାଉଛି ପୂର୍ବରାଗକୁ କେନ୍ଦ୍ରକରି ସବୁ ଚଳାଉଛନ୍ତି

  • @DutiKrushan
    @DutiKrushan 2 месяца назад +1

    ମନେ ରଖିବା ଦରକାର ମାଗିଆ ପୁଲିସୀ ଅଫିସର ମlଦ୍ରୁଚୋଡ ଏସିପି ହାରାମି ଡିସିପି ସବୁଠୁ ଲିଲୋଜିଆ କଲଟ୍ର ୨୫ବରଷର ଶାସନ ଏବେ ଚାଲିବନି ଏବେ ହତେମାପି ଚଖେଣ୍ଡ ଚାଲିବା ଦରକାର ନହେଲେ ଘରେ ବସିବେ ତମର ଜୋ ନବୀନ ପଟ୍ଟନାୟକ ଓଡ଼ିଶାରେ ସରକାର ଆସିବେ ସେତେବେଳେ ଚଳାଇବେ ନବୀନ ବାବୁ ମାଗିଆ ବିଜେଡ଼ି ର ଚାମିଚା ଗିରି ମାନେ ଛିଛିଛି ପୋଲିସୀ ଅଫିସର ମାନେ

  • @SibanandaPrida
    @SibanandaPrida 2 месяца назад +1

    DEAR CM BE ACTIVE PLEASE

  • @asutosh501
    @asutosh501 2 месяца назад

    ସେ ଥାନାର IICଙ୍କ ନାଁ ରେ ଆଗରୁ କେତେ ଅଭିଯୋଗ ଅଚ୍ଛି ଏବେ ପଦାକୁ ଆସୁଛି. ପୋଲିସ କାହାକୁ ବଞ୍ଚାଇବାକୁ ମେଳି କରିଛନ୍ତି.

  • @birbalbagh7624
    @birbalbagh7624 2 месяца назад +8

    Maghia ପୋଲିସ କୁ ସେ ଦିନର ଫଟୋ ଦେଖି discharge karjau

  • @hemantasahoo6502
    @hemantasahoo6502 2 месяца назад +3

    Sabu.poliice.ku.suspend.karajau
    Nua.pila.nku.appointment.karajau.quickly

  • @kashinathdash4772
    @kashinathdash4772 2 месяца назад

    ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ।। କିନ୍ତୁ ବିଶୃଙ୍ଖଳିତ ଆଚରଣ ଓ ପ୍ରଦର୍ଶନ ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥା ପାଇଁ ପ୍ରଶ୍ନ ବାଚି ସୃଷ୍ଠି କରିଛି।। ଆମ ପୋଲିସ୍ ବ୍ୟବସ୍ଥା ଶାସନ ବ୍ୟବସ୍ଥା ର ପଥ କୁ ଅନୁସରଣ କରୁନଥିଲା ପରି ଅନୁଭବ ହେଉଛି।। ଏଥି ପାଇଁ ବ୍ୟବସ୍ଥାରେ ଉପର ସ୍ତର ରୁ ଆମୂଳଚୁଳ ପରିବର୍ତ୍ତନ ଆବଶ୍ୟକ।। ନତୁବା ଭବିଷ୍ୟତ ରେ ଏହା ଶାସନ ବ୍ୟବସ୍ଥା ପ୍ରତି ପ୍ରତିବନ୍ଧକ ହେବ।।

  • @maheswarkumar4907
    @maheswarkumar4907 2 месяца назад +3

    Right sair ❤❤

  • @manaspanigrahi680
    @manaspanigrahi680 2 месяца назад +1

    We want immediate justice for Ankita

  • @user-ban2d3ita
    @user-ban2d3ita 2 месяца назад +1

    ଏ ସବୁ ଲାଞ୍ଚ ନେ଼ଇ ବୋନେଇଛନ୍ତି ମେଳି।। ନବୀନ ର ଚାଲ।।।।। ପୋର ଟଙ୍କାରେ ପେଟ ହୋଲୋଉଛନ୍ତି।।।।m

  • @judhisthiramohanta5862
    @judhisthiramohanta5862 2 месяца назад

    I support ମୋହନ ସରକାର କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୀଡିତା କୁ ନ୍ୟାୟ ଦିଅ, ସାଢେ ଚାରି କୋଟି ଓଡିଶା ବାସୀ, ତଥା ପୁରା ଦେଶବାସୀ ପୀଡିତା ସପକ୍ଷ ରେ ନହେଲେ 2029 ରେ ବିଦା ହେବେ

  • @sudeepms143
    @sudeepms143 2 месяца назад

    ମୋହନ ଭାଇ , ମେଳି ହୋଇଥିବା ସମସ୍ତ ପୋଲିସଙ୍କୁ ବହିଷ୍କାର କର ।

  • @trinathsethi8075
    @trinathsethi8075 2 месяца назад +4

    Sabu dosha police staff ra

  • @sudarsanmallick6250
    @sudarsanmallick6250 2 месяца назад

    ପୋଲିସ୍ ମାନଙ୍କୁ ଆରେଷ୍ଟ କରାଯାଉ

  • @mihirranjan5004
    @mihirranjan5004 2 месяца назад

    ଭବିଷ୍ଯତରେ ସାଧାରଣ ଜନତା କୌଣସି ପୋଲିସ ଷ୍ଟେସନରେ ଯେପରି ଏଭଳି ପରିସ୍ଥିତିର ଶିକାର ନ ହୁଅନ୍ତି ସେଥିପାଇଁ କଠୋର ବ୍ୟବସ୍ଥା କରାଯାଉ ।

  • @padmanavparhi9602
    @padmanavparhi9602 2 месяца назад +1

    Police strike
    Very shameful

  • @purnachandradakua8265
    @purnachandradakua8265 2 месяца назад

    ସରକାର ବୁଝିବା ଦରକାର ଯେ ଏବେ ବି bjd ର ରାଜ ଚାଲିଛି ମୋହନ ସରକାର ଙ୍କୁ ବଦନାମ କରାଇବା ପାଇଁ ଯୋଜନା ଚାଲିଛି

  • @jyotiranjanswain3501
    @jyotiranjanswain3501 2 месяца назад

    ପୋଲିସ ବିଭାଗରେ ପୁଣି ସଂଘ କଣ ! ଏହା ଗଣତନ୍ତ୍ର ପାଇଁ ବିପଦ। ଏଭଳି ସଂଘକୁ ନିଷେଧ କରିବା ଦରକାର। ଯଦି ସେନା ବାହିନୀରେ ଏଭଳି ହୁଏ ଚିନ୍ତା କରନ୍ତୁ ପରିସ୍ଥିତି କଣ ହେବ। ଭାରତକୁ ପାକିସ୍ତାନ ଭଳି କରିବା ପାଇଁ କିଛି ଲୋକ ଚେଷ୍ଟା କରୁଛନ୍ତି।

  • @ambarishkumargiri9319
    @ambarishkumargiri9319 2 месяца назад +2

    CM should dismiss all of them .Many young, qualified unemployed boys are in orissa. Appoint them accordingly...jai Hind.