Brother, our college received 5 or 7 lakh rupees. We all went and asked the principal and he said that only 3 lakh rupees came. Then he said that he will make some arrangements and break the old room and make a new room.But then I stayed in the same room and sat there, what should I tell you brother, I feel like laughing, that room again😅
ସରକାର କୁ ଅନୁରୋଧ ଯେତେ ଶୀଘ୍ର ପାରୁଛନ୍ତି କାର୍ଯ୍ୟାନୁଷ୍ଠାନ ନିଅ ଜନତା ଅସନ୍ତୋଷ ହେଲେଣି
ମିଛ ପ୍ରହସନ ସବୁ । ସବୁ ବର୍ଷ ଏଇ କାର୍ଯ୍ୟକ୍ରମ ହୁଏ । ମିଛ ର ଲୋକ ଦେଖାନିଆ ।
BJP sabse bada corrupted party hai 😂
Right sir
ବହୁ ଦୁର୍ନୀତି ହୋଇଛି ଅତୀତ ରେ ।
Durniti heichi mu mana karuni . A durniti ki hateibe seita swapna re bi bhabibani . Tume mohara ea big choro
ଆଗକୁ ବି ହେବ 😂😂
Sir ଆପଣଙ୍କୁ ହୃଦୟରୁ ଅସରନ୍ତି କୃତଜ୍ଞତା।❤❤
Good.bhai.❤❤❤
Veri good, mohan babu
Dhanyvad Mohan Babu
Desi mod band hai jo Mohan Babu
ମୋହନ ଜୀ ଜିନ୍ଦାବାଦ । ବନ୍ଦେ ଉତ୍କଳଜନନୀ । ଜୟ ଜଗନ୍ନାଥ ।
ଲେଲିନ୍ ମହାନ୍ତି କୁ ଆଗ ଆରେଷ୍ଟ କର
Kehi arrest hebeni tuma parika Loko nka paye sia channel kholi bhakua banei ki nija swartha halal karuchanti
Jou dina kaha ku arrest kaha karibe bhai mote reply deba . A magia sabu big choro .
ମୋହନ ସରକାର କୁ ଅନୋରୁଧୁ ତୁରନ୍ତ ଟାଉଟର ଲେଲିନି ମହାନ୍ତି କୁ ଆଗ ଗିରଫ କରାଯାଉ ❤❤❤
First lelin mohanty ki arrest...
Mr Mohanty ଆଦୌ ଭଲ ଲୋକ ନୁହଁନ୍ତି.. ମହାନ୍ତି ବାବୁ ଦେଖିକି ଶବ୍ଦ କୁହ
The great mohan sir
କଥା କହିଛନ୍ତି cm ବାବୁ।କାମ ହେଇସରିଲେ ତାଙ୍କୁ ଗ୍ରେଟ୍ କହିବନ ଏବେଠୁ କହିଲେ କଣ ଲାଭ।😂
ଠିକ୍ କରିଛନ୍ତି ମୋହନ ବାବୁ,,, ବିଜେପି ଜିନ୍ଦାବାଦ ଓଡ଼ିଶା ସରକାର
Thanku cm sir🙏🙏🙏
Thanku ରେ u କାଟି s ଲେଖ। କଣ ଭାଇ ଓଡ଼ିଆ ଛାଡି ଇଂଲିଶ୍ ରେ ଲେଖିଲା ତା ବି ଭୁଲୁ
BJD Odisha ku ଖାଇ ଦେଇଛି
Ea teko daba pua anitha . A magia sabu choro
Right ok ଆମେ ଅପେକ୍ଷା ରେ ଅଛୁ ଠିକ୍ ଅଛି କାହାକୁ ଛାଡ଼ନ୍ତୁ ନାହିଁ
କେବଳ ଭାଷଣ ଓଡିଶାରେ ସରକାରୀ ଚାକିରି exam ରେ ଅନିୟମିତତା ହଉଛି ତା ଉପରେ ୪ ମାସରେ କଣ ପଦକ୍ଷେପ ନେଇଛ ନା ପୂର୍ବ ବିଜେଡି ସରକାର ପରି election money ଯୋଗାଡ଼ କରିବ
BJP ଉପରେ ପୁରା ଭରସା ଅଛି ଆମମାନଙ୍କ
ଏଥିରୁ ପୂରା ସତ ସତ୍ୟ ଜଣା ପଡୁଛି ଲେଲିନ ବାବୁ ଙ୍କ ହାଟ ରେ କଷ୍ଟ ହେଉଛି ଅହଂ କି ଦୁଃଖ
5Tସ୍କୁଲରେ ଜେତେ କାମ ହେଇଛିସବୁଡ଼ୁବ୍ଳିକେଟ ସ୍କୁଲର ମାଷ୍ଟର ମାନେ ଏବଂ ଠିକାଦାର ମିଶି ସବୁ ଖାଇ ଗଲେ ସବୁ ତଦନ୍ତ ହେଉ
Brother, our college received 5 or 7 lakh rupees. We all went and asked the principal and he said that only 3 lakh rupees came. Then he said that he will make some arrangements and break the old room and make a new room.But then I stayed in the same room and sat there, what should I tell you brother, I feel like laughing, that room again😅
Good cm mohan sar🚩🚩🚩🚩🚩🚩🚩💌
The great Mohan Majhi 🎉🎉🎉🎉
Pura teki ki dhar. Jemiti tike bi tale lagiba ni
@@diptiskumarbal3778 👍🏻😂
100% right sir 🙏❤️🔥
BJP ସରକାର କୁ ଧନ୍ୟବାଦ ଯେତେ ଶୀଘ୍ର କାର୍ଯ୍ୟକାରୀ ହେବା ଜରୁରୀ
Best CM mohan sir 🙏🙏
ଶୀଘ୍ର Lenin Mohanty ଭଳି ଚାଟୁକର ଙ୍କୁ ବାନ୍ଧ ...
Banda chordibe ea magia ba ta tharu adhika choro . Choro kn kebe choro ku arrest kaleni
ବିଜେଡି ର କଥାକୁହା ଏଲିଯ କୁ ଆଗେ Areste କଋାଯାଉ
Banda chordibe . Sabu ta choro .ea channel owner ba agaru bjd re thila . Swarthapara payeasichi
ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ହବା ଆବଶ୍ୟକ
Very good cm sir 🙏
ପାର୍ଲିଆମେଣ୍ଟ ଗୃହ ରୁ ପାଣି ଗଳୁଛି ସେଥିପାଇଁ ନେହେରୁ ଓ ଇନ୍ଦିରା ଗାନ୍ଧୀ ଦାୟୀ
Sethare lagithiba glass ru pani baharu thila chhata ru nuha
Rajyapal puoku kie ashraya dela?
ଜୟ ଜଗନ୍ନାଥ
❤❤❤ ନବୀନ ବାବୁ ❤❤❤ 24କ୍ୟରେଟ୍ ସୁନା ମୋହନ ବାବୁ ଗ୍ୟାରେଣ୍ଟି ଦିଆ ପାଉଜି ମିଛୁଆ ସରକାର ମୋହନ ବାବୁ
Right 🎉
Manibaku padiba mohan sirnku
ଅଜସ୍ର ଦୁର୍ନୀତି ର ଉତ୍ସ ପାଣ୍ଡିଆନ କୁ ଆଜି ଯାଏ ବିଜେପି କିଛି କାର୍ଯାନୁଷ୍ଠାନ ନେଉନାହାନ୍ତି।ଖାଲି କଥାରେ ମାଛି ମରେ ନାହିଁ।ପାଣ୍ଡିଆନ ର security withdraw କରୁନାହାନ୍ତି,କ୍ୟାନସର କୁ କାଟି ପୋଫାଡିବା ର ଆସ୍ଫାଳନ କରୁଛନ୍ତି।😮😮
Mohan sir great❤❤❤
Cm sir Good. The great mohan Sir Jay Jay
ସାରେ ଖୁବଶିଘ୍ର ପଦକ୍ଷେପ ନିଅ
ଧନ୍ୟବାଦ ଆମ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ମୋହନ ମାଝୀ ସାର ଙ୍କୁ ପ୍ରଭୁ ଜଗନ୍ନାଥ ଥାଙ୍କୁ ମୁଣ୍ଡରେ ସ୍ୱବୁବେଲେ ଜଗନ୍ନାଥ ଓଡିଶା ଙ୍କୁ ସାଜ୍ୟ କରିବେ ଏପ୍ରଭୁ ତୁମେ ଜଗନ୍ନାଥ ବିଜେପି କୁ ସ୍ୱଥି ଦେୟନ୍ତୀ ଜୟ ଜଗନ୍ନାଥ
Sir
ନେତାଙ୍କୁ ଆଗ ଧରନ୍ତୃ
Thank you sir❤❤
ହଁ ସେଥିପାଇଁ ଗୋଟେ ବି କାର୍ଯ୍ୟ ଅନୁଷ୍ଠାନ ହେଇ ପାରିଲାନି ଆଉ କେତେ ଦିନ ଲାଗିବ ଆମେ ତ ଭୁଲ୍ କରି ଦେଲେ ନବୀନ ପଟ୍ଟନାୟକଙ୍କୁ ହରେଇ।
Nabin ଚାରି ପଞ୍ଜୀରୁ ଗଲା ।
ଲୋକସେବା ଭବନ ଏବଂ ଖାରବେଳ ଭବନରେ ଛ , ସାତ ବର୍ଷରୁ ଅଧିକ ସମୟ ଏକ ବିଭାଗରେ ରହିଥିବା ଉପବିଭାଗ ଅଧିକାରୀ ମାନଙ୍କୁ , ଅନୁ ଶାସନ ସଚିବ ମାନଙ୍କୁ ଚଞ୍ଚଳ ବଦଳି କରନ୍ତୁ
Very good
ସବୁରି ମୂଳରେ ନବିନ ତାକୁ ବାନ୍ଧିଲେ ସବୁ ବାହାରିବ
ପ୍ରତ୍ୟେକ ଜିଲ୍ଲା ରେ ଏମିତି ଦୁର୍ନୀତି ସରକାରୀ କର୍ମ ଚାରି ମାନଙ୍କୁ ମିଡ଼ିଆ ଆଗରେ ଅନାନ୍ତୁ । ସରକାର ହୋବତ ଏମିତି , ଆଉ କଠରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ଦର ବୃଦ୍ଧି ଆକାଶ ଛୁଆଁ ଗୋଟେ ଗରିବ ଲୋକ ଚଳିବା କଷ୍ଟ ହୋଇ ପଡ଼ିଛି,TV ଚାଲୁଛି ଓଡ଼ିଶାରେ ରିମୋଟ୍ ରହିଛି ଗୁଜୁରାଟୀ ବେପାରୀ ହାତରେ।
ଚାଷ କରିବାକୁ ତ ଲାଜ ଲାଗିବ ଦର ଆକାଶ ଛୁଆଁ ନ ହେବ କାହିଁକି ।
@@ShibasankarHansdah-um4wd ପଛ ସରକାର ସମୟରେ ଏମିତି ହେଉ ନଥିଲା ଏବେ କଣ ପାଇଁ ହେଉଛି?
ଚାଷୀ ଏତେ କଷ୍ଟରେ ଚାଷ କରି କମ୍ ରେ ବିକିଲେ ସେ ହିଁ ଗରିବ ରହୁଛି ଲୋକମାନେ ତାକୁ ହିଁ ନିଚ ନଜରରେ ଦେଖୁଛନ୍ତି ପରିବା ଦର ବଢ଼ିଛି ଭଲ ହେଇଛି।
@@chaitanmurmu1645 ସଧାରଣ ଗରିବ ଦିନ ମଜୁରିଆ ଙ୍କ ମଜୁରୀ ବଢ଼ିଲେ ଭଲ ହେବ ନା, ଅନ୍ଧ ଭକ୍ତ ଭଳି କହିଲେ ହେବନି
Ktidasa hele tuii😅@@କଳ୍କୀ
ଜୟ ମୋହନ ସାର୍, ଚାଲୁ ଜାନ ଲଗେଇ ଦିଅନ୍ତୁ, ଓଡ଼ିଶା ର ଉନ୍ନତି ପାଇଁ ❤
Take action against BJD netas immediately
Pandiya ku aga arrest karantu
ଦୁର୍ନୀତି ଗ୍ରସ୍ତଙ୍କୁ ନିହାତି ଦେଖାଇବା ଉଚିତ୍।
ଆରେ ଲେଲିନ ମହାନ୍ତି. ଲୋକ ଙ୍କ ସରକାର ସବୁ ଜାଗାକୁ ଯାଇପାରିବେ
Jay ho
ସବୁ ରାଜନୀତି ଦଳ ଟଙ୍କା ଖାଇ ଛନ୍ତି ଇଲେକ୍ସନ ପାଇଁ.. ଦିଲ୍ଲୀ ଆଉ ମହାରାଷ୍ଟ୍ର ରେ କଣ ହେଇ ଛି
Jay shree Ram 🚩🙏
What about the son of Raghubarji?
ମୁଖ୍ୟମନ୍ତ୍ରୀ ମହୋଦୟ ପାଣ୍ଡିଆନ ଙ୍କୁ ପିଏସ୍ଓ କାହିଁକି ଦିଆଯାଇଛି ଆମେ ବୁଝି ପାରୁନାହୁଁ
ସ୍କୁଲ ରେ ଜେମିତି ଜାନୁଆରୀ 26 ରେ ପିଲା ମାନେ ଭାଷଣ ଦିଅନ୍ତି ଆପଣଙ୍କ ଭାଷଣ ସେଇ ପରି ଲାଗୁଛି ଇଏ ଗୋଟେ ମୁଖ୍ୟମନ୍ତ୍ରୀଙ୍କ ର ଭାଷଣ ନୁ୍ହଁ
Good decision by our cm
Thank you mohan sir❣️
Odisha CM real hero mohan majhi sir very good work jay shri ram
Very super mohan majhi sir ❤❤
Great Great sir ❤️❤️❤️❤️❤️
Very good.
Good sir
ଆମେ ଅପେକ୍ଷା କରିଛୁ ଦେଖା ଫ୍ଲିମ ଆଗକୁ କଣ ହେଉଛି ଦେଖ
ଶୀଘ୍ର କରନ୍ତୁ
୨୪ ବର୍ଷର ସରକାରକୁ କାଠଗଡା କୁ ଆଣିବା ପାଇଁ "ଗରମ୍ ଭାତକୁ କଡରୁ କଡ଼ରୁ ଖାଇବା" ଭଳି ନୀତି ଅବଲମ୍ବନ କରିବା ଜରୁରୀ।
Very good sir action be quick
No1
good sir like B j p 🙏🙏🙏🙏🙏🙏👍🏼👍🏼👍🏼👍🏼👍🏼
ମହନ ସରକାର ମଧ୍ୟ ସେହି ପରି କରିବ ଜାଣ, 5000 ଦେଇ ପରିବା ରେଟ କରି ଓଡିଶା ବାସୀଙ୍କୁ ଲୁଟୁଛି ଜାଣ
👍👍👍👍👍👍👍👍👍👍
ବୋହୁତ ଦୁର୍ନିତି ଚାଲିଚି ଗତ ୨୪ ବର୍ଷ ହେଲା
Jay jagannath🙏🙏🙏🙏🙏🙏 jay mohan sir 🙏🙏🙏🙏🙏
❤❤❤❤❤❤
Jai jagannath
Veri good, mohan ସରକାର
TQ sir
very good Mohan sir is great
ହଉ, ଫିଲିମ ଦେଖିବାକୁ କେତେଦିନ ଲାଗୁଚି l ଡେରି ନ କରି ଶୀଘ୍ର ଫିଲ୍ମ ଦେଖାଏ l ଖାଲି ଭାଷଣ ବାଜି କର ନାହିଁ
Very good mohan maji
ରାମ ମନ୍ଦିର ରେ ପାଣିଗଳିଲାଣି ସେଇ ଟା ଜାଣିଛଟି ମୁଁ ଯାଇ ଥିଲି ଜୁଲାଇ ରେ ଦେଖିଛି
ଉତ୍ତର ପ୍ରଦେଶ ସରକାର ବୁଝିବେ
ପୁର୍ବ ସରକାରଙ୍କ ପ୍ରବକ୍ତା କହିବା ଅର୍ଥ "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି"।
Right 👍
Go-ahead.people.will.accept.you
ମୋହନ ଭଲରେ ପେଣ୍ଟ ପିନ୍ଦେ
Wah wah wah beautiful spech
Right sir
ମୋହନ ବାବୁ ଆପଣଙ୍କୁ ଅଫିସର, ଆପଣଙ୍କ ମନ୍ତ୍ରୀ ଆଉ ବିଧାୟକ ମାନେ ଟିକେ ବି ଖାତିରି କରୁ ନାହାନ୍ତି ଆପଣ ନିଜେ ମିଡିଆ ଆଗରେ ସଫେଇ ଦେଲେ ଏ କଥା ଆଉ ଆପଣ 5 ବର୍ଷ କେମିତି ସରକାର ଚଲେଇ ବେ ଓଡିଶାର ଜନତା ଜାଣି ସାରିଲେଣି ମୋତେ ତ ଲାଗୁଛି ଆପଣ ଆଉ ବର୍ଷେ ପର୍ଯ୍ୟନ୍ତ ବି ମୁଖ୍ୟମନ୍ତ୍ରୀ ରହି ବେକି ନାଁହି ଆପଣ କଣ ଫିଲ୍ମ ଦେଖେଇ ବେ
Tama ichare ki
No,1nabinbabu
Right
ହଉ ହେଲା ଆମେ ତେବେ ଆଗୁଆ ଟିକେଟ କାଟୁଛୁ ,ଆଗେ ଗୋଟେ କଥା କରନ୍ତୁ ଗାଁ ଗହଳି,ବିଲ ବାଡ଼ି ,ରାସ୍ତା ଘାଟ, ପୋଲ ରେ ଯୋଉ ବାନ୍ତି ଲାଗୁଥିବା ରଙ୍ଗ ଲଗା ଯାଇଛି ତାକୁ ଲିଭେଇ ତାର ପୁରୁଣା ରଙ୍ଗ କୁ ଫେରାଇ ଆଣନ୍ତୁ
Jatra rathi chief minister
Toh thu bahut bhala
ତମେ ପଦବୀ କୁ ଆସି ୪ମାସ ହେଲା ତମେ ଦେଇଥିବା ପ୍ରତିଶୃତି ପୂରଣ କରିଛ କି ତମେ ଆଗ ଦେଇଥିବା ପ୍ରତିଶୃତି ପୂରଣ କର ତାପରେ ଗତସରକାର କଥା ଚିନ୍ତା କରିବ ଖାଲି ରଙ୍ଗ ମାରି ଟାଇମ ପାସ୍ କଲେ କଣ ହେବ
କେନ୍ଦ୍ର ରେ ଫିଲ୍ମ ଦେଖୁଛନ୍ତି ରାହୁଳ, ଏଠି ମୋହନ ଦେଖାଇବେ। ନିଜର ଅପାରଗତାକୁ ଲୁଚାଇବା ପାଇଁ, ପୂର୍ବ ସରକାରକୁ ଗାଳି ଦେଇ ୫ ବର୍ଷ କାଟିଦେବା ଯୋଜନାରେ ଓଡିଶା ସରକାର
ପାଗଳ ହେଇଗଲାଣି ମନ ଗଢ଼ା କାହାଣୀ କାମ କର ଦୁଇ ମାସ ହେଇନି ଖାଲି ଗପୁଚି
କଥା ଦେଇ କିଛି କରିପାରୁନି black money କୁଆଡେ ଯାଉଛି
ମାଗିଆ ତୁ କଣ୍ କରିବୁ ସମସ୍ତେ ଜାଣିଛନ୍ତି
Thik kahu chhan mohan sarkar
Take action against BJD
ଆମେ ମୋଦୀଙ୍କ ଟ୍ରେଲର ଦେଖିଥିଲୁ ଏବେ ଫିଲ୍ମ୍ ଦେଖୁଛୁ l ଫିଲ୍ମରେ ପ୍ରତାରଣାର ଛବି ହିଁ ଦେଖୁଛୁ l ଗୁରୁଙ୍କର ଫିଲ୍ମ୍ ତ ଦେଖୁଛୁ ଏବେ ବାକିରହିଲା ଶିଷ୍ୟଙ୍କ ଫିଲ୍ମ୍ l
Suppr
ଆପଣ ଗୋଟେ ଭଲ କାମ କଲେ ଜେ HRA କୁ କାଟି ଦେଲେ ଜେ ଜଉ ମାନେ ସରକାରୀ ଘରେ ରହୁ ନାହାନ୍ତି ତାଙ୍କର କାହିଁ କି କାଟି ଲେ ସାର ଏହା କେତେ ଦୂର ଯୁକ୍ତି ଯୁକ୍ତ ଆପଣ ଙ୍କ ସିନେମା ଆପଣ ଦେଖନ୍ତୁ ଆଉ ଓଡ଼ିଶା ବାସି ଙ୍କୁ ଦୟାକରି ଦେଖାନ୍ତୁ ନାହିଁ ।
Good