JOB Opportunity|ମୋହନ ଆଣିବେ ଗଦା ଗଦା ଚାକିରି|JSW and POSCO Join Forces For Mega Steel Plant in Odisha

Поделиться
HTML-код
  • Опубликовано: 20 ноя 2024

Комментарии • 199

  • @stuluachary
    @stuluachary 19 дней назад +98

    ମୁଖ୍ୟମନ୍ତ୍ରୀ ହବତ ମୋହନ ଚରଣ ମାଝୀ ସାରଙ୍କ ପରୀ । ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମୋହନ ଚରଣ ମାଝୀ ସାରଙ୍କୁ 🎉🎉🎉

  • @ajitg4314
    @ajitg4314 18 дней назад +35

    ମୋହନ ସରକାର କି ଜୟ 🎉🎉🎉🎉🎉🎉🎉🎉🎉🎉

  • @bimalanytv4556
    @bimalanytv4556 16 дней назад +14

    ଚାକିରି ଆଣିବେ ମହନ ମାଝୀ ଚାକିରି କରିବେ ବିହାରୀ ପାଜୀ

  • @SubhendukumarSahani
    @SubhendukumarSahani 19 дней назад +19

    ଜୟ ଶ୍ରୀ ରାମ

  • @srimantamunda5458
    @srimantamunda5458 18 дней назад +24

    ସବୁ ବାହାର ଲକ କାମ କରିବେ ❤❤❤❤❤❤❤

    • @CryptoBoy50-20
      @CryptoBoy50-20 18 дней назад +2

      Tama pandu nuha 😂😂

    • @Singh77359
      @Singh77359 13 дней назад

      ବାହାରଲୋକ ଜଦି କାମକରିବେ ତେବେତମେ ବିରୋଧକରିବ

    • @BijaykumarThayal-z7x
      @BijaykumarThayal-z7x 13 дней назад

      Right bro

    • @Gameworld123-z1k
      @Gameworld123-z1k 10 дней назад

      BJD Chamcha B Bahar loko odisha bidha Haba

    • @member_of_RANDMSENA
      @member_of_RANDMSENA 8 дней назад +1

      Tamar ta surat aau tamil nadu achhi aau patha ta nahi au kn kahiba 😂

  • @TBO.THABIRACHHATRIA
    @TBO.THABIRACHHATRIA 13 дней назад +3

    Very very congregations cm mohan majhi sir 🎉🎉very good 🎉bjp 🙏🙏welcome

  • @SubhendukumarSahani
    @SubhendukumarSahani 19 дней назад +11

    ଜୟ ଶ୍ରୀ କୃଷ୍ଣ

  • @हम_हिंदू_हैं
    @हम_हिंदू_हैं 18 дней назад +16

    ବିହାରୀ ଏବଂ ଅନ୍ୟ ରାଜ୍ୟରୁ କେତେ ଆସିବେ ।

    • @champiyastarkp6246
      @champiyastarkp6246 17 дней назад +1

      ❤ really bro

    • @Singh77359
      @Singh77359 13 дней назад

      ଜଦିକିଛି ଜାଣିବନି ତେବେ ବହାରଲୋକହିଁ ରହିବେ ଓଡିଆଲୋକ କେବଳ ଦାଦନକାମ ଜାଣନ୍ତି ତେଣୁ ବିଭିନ୍ନକାମସିଖ ରୋଜଗାର କୁ କହାବୋପାବି ଛଡେଇପାରିବନି ଜଦି ଅନ୍ୟରାଜ୍ୟରଲୋକ କମକରିବ ତେବେ ବିରୋଧକର

    • @हम_हिंदू_हैं
      @हम_हिंदू_हैं 13 дней назад

      @@Singh77359 କଥାଟା ତୁମକୁ ବହୁତ କଷ୍ଟ ଦେଲା ଭଳି ଜଣା ପଡ଼ୁଛି । ଦାଦନ କେଉଁ ରାଜ୍ୟର ଲୋକ ଅଧିକ କରୁଛନ୍ତି ତାହା ତୁମକୁ ଭଲ ଭାବେ ଜଣା । ସସ୍ତା ଦାଦନ କେଉଁ ରାଜ୍ୟରେ ବହୁତ ମିଳନ୍ତି ତାହା ବି ତୁମକୁ ଭଲ ଭାବରେ ଜଣା ।

    • @Gameworld123-z1k
      @Gameworld123-z1k 10 дней назад

      Bihari Anya Rajya Au BJD Chamcha Nku chakri miliba nahi

    • @member_of_RANDMSENA
      @member_of_RANDMSENA 8 дней назад

      ​@@Singh77359are bhai sata kahila yanka pai ta surat au tamil nadu achhi 😂

  • @madanmohannayak502
    @madanmohannayak502 17 дней назад +3

    Very good tremendous decided by the mohan majhi

  • @mithundehury1979
    @mithundehury1979 18 дней назад +15

    ଯାହା ହେଲେ ବି ବାହାର ଜିଲ୍ଲା ଆଉ ରାଜ୍ୟ ର ଲୋକ ଖାଇ ଯିବେ କେବଳ କେନ୍ଦୁଝର ବାସୀ ଅନେଇ ଥାଅ I 😂 ବର୍ତ୍ତମାନ ଯାହା ହଉଛି ଆମ ସହିତ ଆମେ ଜାଣୁଛୁ l 😓 କାମ ପାଇବା ପାଇଁ କିଛି ଭରସା କର ନାହିଁ ରେ 😅😅😅🤣

    • @GourangBehera-v1n
      @GourangBehera-v1n 10 дней назад

      Hmm tame patha padhibani Khali buliba au eithi darakar achhi Tamaku free free re chakiri deidaba bhala au

    • @mithundehury1979
      @mithundehury1979 10 дней назад

      @GourangBehera-v1n ମଘୀଆ ତୁ କେତେ ପାଠ ପଢ଼ିଛୁ ବେ

  • @FAKIRJENA-du2zs
    @FAKIRJENA-du2zs 19 дней назад +17

    କିନ୍ତୁ ନାକରେ କୁନ୍ଥେଇ କୁନ୍ଥେଇ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ

  • @riteshkumargouda4700
    @riteshkumargouda4700 17 дней назад +3

    #GANJAM re thiba Suta kala karkhana RESTART Hab darakar,,,Ganjam district ru jou mane belong karuchha LIKE kara

  • @prasanti1988
    @prasanti1988 14 дней назад

    ସବୁଠୁ ବଡ example ହେଉଛି dalmia cement company ସେଠି ଓଡ଼ିଆ worker contractor ସମସ୍ତଙ୍କୁ ବହୁତ tourcher କରଯାଉଛି. ମୁଁ ନିଜେ ଭୁକ୍ତଭୋଗୀ.

  • @kirtansahu8840
    @kirtansahu8840 14 дней назад +4

    ସବୁ ବାହାର ଲୋକ ଚାକିରି କରିବେ ଓଡ଼ିଶାର ଲୋକ ଗୁଜୁରା ଯିବେ

  • @LaxmanSoren-q9o
    @LaxmanSoren-q9o 13 дней назад

    Keojhor estil palad Pani apono bohut bohut dhonyo bad

  • @prasanti1988
    @prasanti1988 14 дней назад

    ବିହାର ଲୋକ ଆଗରୁ ଅଛନ୍ତି ତାଙ୍କ ପାଇଁ ଆମ ମାନଙ୍କୁ ବହୁତ ସମସ୍ୟା ହେଉଛି.

  • @manaskhatua5965
    @manaskhatua5965 18 дней назад +2

    Let it be bless full for odisha

  • @HappyBarnOwl-wq5dd
    @HappyBarnOwl-wq5dd 18 дней назад +2

    ଜୟ ଜଗନ୍ନାଥ

  • @ଜଗବନ୍ଧୁ
    @ଜଗବନ୍ଧୁ 18 дней назад +2

    ଓଡ଼ିଆଙ୍କ ପାଇଁ ❌
    ବିହାରୀ ହିନ୍ଦିଆଙ୍କ ପାଇଁ ✅

  • @sanjaykumarbindhani7573
    @sanjaykumarbindhani7573 18 дней назад +5

    Odisha Loko Khali labour koribe

  • @BasantaMajhi-bu6gt
    @BasantaMajhi-bu6gt 2 дня назад

    Wa. Bhai. Wa. Mohana. Kan na. Na. Bhabi. Chhanti. Aapana. Chhota. Chhota. Gaon hasi. Uthile. Odisha. Nishchita hasiba. O. Aaga ku. Badhiba

  • @Tandikana
    @Tandikana 18 дней назад +1

    ଜୟ ହୋ ମୋହନ ସରକାର

  • @sangramkeshrisethi8991
    @sangramkeshrisethi8991 18 дней назад +10

    ଓଡିଶା ପିଲାଙ୍କୁ ମିଳିବ ତୋ.....

    • @_mr___rajput
      @_mr___rajput 18 дней назад +2

      Skill achhi ta ?😊

    • @ଜଗବନ୍ଧୁ
      @ଜଗବନ୍ଧୁ 18 дней назад

      ​@@_mr___rajput ବିହାରୀଙ୍କର ପ୍ରବଳ skills ଅଛି, ଏବଂ ମାରଓ୍ବାଡ଼ିଙ୍କର ପ୍ରବଳ ବୁଦ୍ଧି 👍 ମାନିବାକୁ ପଡ଼ିବ 😁

    • @_mr___rajput
      @_mr___rajput 18 дней назад +1

      @ଜଗବନ୍ଧୁ bihari nka skill nanhi boli ta odisha sara building karuchhanti odia loka nku odia loka kama dau nanhanti au rahila marhuadi katha odisha kn ind sara Tanka ra suna , mitha , saree bepara chhota bepara tanka ra nuha tanka ghara chhota pila bepara upare jete idea amara bada pebari pakhare nathiba

    • @ଜଗବନ୍ଧୁ
      @ଜଗବନ୍ଧୁ 18 дней назад

      @_mr___rajput ମୁଁ ତ ସେୟା ହିଁ କହୁଛି.., ମୁଁ କୌଣସି ଖରାପ ମନ୍ତବ୍ଯ ତ ଦେଇନି 😆, ଦେଇଛି କି ? actually ତୁମର ପଢ଼ିବା, ବୁଝିବାରେ ବୋଧେ ଭଲ୍ ଅଛି। ସେମାନଙ୍କ ଏତେ ଆଉ ପ୍ରଂଶସା କରନା..ମ, ମୁଁ ଆହୁରି ଜାଣିବାକୁ ଚ଼ାହେଁନା

    • @GourangBehera-v1n
      @GourangBehera-v1n 10 дней назад +1

      Tame patha padhibani Tamaku kampani Magana Magana chakiri deidaba bhabucha

  • @RajuRaju-gv6be
    @RajuRaju-gv6be 15 дней назад

    ମହୋନ ସାର ସୁପର

  • @prasanti1988
    @prasanti1988 14 дней назад

    ଆମେ ସମସ୍ତେ ମିଶି ଓଡ଼ିଆ ପିଲାଙ୍କ ପାଇଁ ଓଡିଶାରେ pvt ଚାକିରୀ ପାଇଁ reservation demand କରିବା.ଏ ସବୁ ଅଲଗା state ରେ ଆଗରୁ ଅଛି.

  • @SudhiraKumarGouda
    @SudhiraKumarGouda 17 дней назад +1

    Congrualtion our cm sir ❤❤❤

  • @JansonLgl-n4x
    @JansonLgl-n4x 2 дня назад

    Mere khayal Se
    Textile industries
    Odisha me aana chahiye
    Taki Sabhi logon ko kaam mil paye
    Jo kam padhe likhe log hai
    Jada age ke log hai sabhi Ko

  • @DubrajHembram-j4u
    @DubrajHembram-j4u 13 дней назад

    ଜଯନା ସରିଯାଇଥିବ କିଛି କରିପାରିବନି

  • @ramcharanbeshra
    @ramcharanbeshra 18 дней назад +2

    Mohan sir mayur bhanjre copani basantu

  • @pritigitanjali6098
    @pritigitanjali6098 18 дней назад +1

    Bravo 👌👏🙏

  • @kalibehera6051
    @kalibehera6051 16 дней назад +2

    ଆଇମା କାହେଣି ଶୁଣନି ଓଡ଼ିଆ ଲୋକକୁ

  • @Tandikana
    @Tandikana 18 дней назад

    Good news and congratulations 👏👏👏❤❤❤❤

  • @pabitramohanjena1531
    @pabitramohanjena1531 14 дней назад

    Well work

  • @dbdas9171
    @dbdas9171 18 дней назад +2

    Bravoo

  • @Prasarna
    @Prasarna 15 дней назад

    Jai mohan sir

  • @bhabanidas1843
    @bhabanidas1843 16 дней назад

    Wow great 👍👍👍👍

  • @thegoodbuyer1131
    @thegoodbuyer1131 12 дней назад

    ସବୁ ଠିକ୍ ଯ କିନ୍ତୁ ଆମ ଓଡ଼ିଆ ପିଲା ୮୦% ଚାକିରି ମିଳିବ ତ ସେଇଟା କୁହନ୍ତୁ ।

  • @pramodkumarmahapatra3746
    @pramodkumarmahapatra3746 13 дней назад

    Nice

  • @chandanchandan2689
    @chandanchandan2689 18 дней назад +1

    Jay kendujher

  • @chandanchandan2689
    @chandanchandan2689 18 дней назад

    Jay kendujher jay mohon majhi

  • @karunakarbaskey3733
    @karunakarbaskey3733 14 дней назад +1

    ସବୁ ଯୋଦି ଚାକିରି କରିବେ କାମ କିଏ କରିବ
    ସାନ୍ତାଳି ର କିଛି ନିତି ନିୟମ ଯାଜିନି ଈଏ
    କିଏ ମୁଖ୍ୟ ମନ୍ତ୍ରୀ

    • @RabilochanHembram-hm9ri
      @RabilochanHembram-hm9ri 13 дней назад

      ବାବୁ ତମେ ସବୁ ନିୟମ ଜାଣିଛ ତମକୁ ମୁଖ୍ୟମନ୍ତ୍ରୀ କରିବାକି କରୁଣାକର ବାସ୍କେ

  • @BabitaPanda-ez3uj
    @BabitaPanda-ez3uj 14 дней назад

    👍

  • @narayansahoo6088
    @narayansahoo6088 17 дней назад

    Bahu teacher doctor real bibhaga peon clork post engier post bahut vacant achhi taku puran kale rajyaru berojogari . Kamijiba rice 5kg free re debaku padibani

  • @JansonLgl-n4x
    @JansonLgl-n4x 2 дня назад

    Kuch bhi Nahi Toh
    At least Textile industry
    Odisha me Hona chahiye
    Because Odisha ke Brother & Sisters
    Jo log Aj Bangalore, Tamilnadu
    Gujarat,ke alg lag City me Jarhe Kam Se Kam Unlog ko apne Ghar par kam miljayega
    Bangalore tamilnadu jake
    Vahan hamare odiya bhai bahen log
    Ketne takleef paresani jhel rahe Kam se kam vo kam hojyega

  • @lovemerahot2536
    @lovemerahot2536 17 дней назад

    Very good

  • @DulaMurmu-s2u
    @DulaMurmu-s2u 17 дней назад

    Right 👍 j.s pur hele 😢

  • @SubhendukumarSahani
    @SubhendukumarSahani 19 дней назад +5

    ଜୟ ଶ୍ରୀ ଜଗନ୍ନାଥ

  • @Muna-o1q
    @Muna-o1q 17 дней назад

    Mohon manji sar ❤❤❤

  • @-Sivapratyush143
    @-Sivapratyush143 12 дней назад

    Gajpati gote hele bhala haba🎉

  • @narendrabehera1623
    @narendrabehera1623 13 дней назад

    Aagha fectory basu tapare chinta karibe sarakar Bihari balaku miliba na odia balaku hi miliba setala Jana padiba bhai mane

  • @parichitpatha465
    @parichitpatha465 18 дней назад

    Right question

  • @pitambarsingh7904
    @pitambarsingh7904 3 дня назад

    ଓଡ଼ିଶା ବୈଷୟିକ ଶିକ୍ଷାରେ ଶିଳ୍ପାୟନର ଭିତ୍ତିଭୂମି ଓଡ଼ିଶା ବାଣିଜ୍ୟ ବିଜ୍ଞାନରେ କଳାରେ ଶିକ୍ଷାର ଶତପ୍ରତିଶତ ହାର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟୋଗ ପ୍ରତିଷ୍ଠା କରନ୍ତୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରିବ ନାହିଁ

  • @SudarsanNaik-cw7en
    @SudarsanNaik-cw7en 18 дней назад

    Super

  • @ckkunu2572
    @ckkunu2572 8 дней назад

    🎉

  • @narayansahoo6088
    @narayansahoo6088 17 дней назад

    Mohan Rajya re jeu vacant post fillup karo then new post created kariba Vacant post fillup kalibaku pila shortage habe

  • @st-hp1hd
    @st-hp1hd 14 дней назад

    Ebe b Keonjhar ru ଦାଦନ ବସ୍ jauchi ବିଭିନ୍ନ ରାଜ୍ୟ ku

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 18 дней назад +1

    କୋଉ ଚାକିରି ବାଜା ,ମାଦଳ ,ତୁରି ,ଚାଙ୍ଗୁ ତିଆରି କରିବା ଚାକିରି ଜଣା ପଢୁଛି ,ସେଥିଲାଗି ଦେବାଲି ରେ ମାଦଳ ବଜେଇ ପଚାର କରୁଥିଲେ ବା ବା ବଢିଆ

  • @JUNE_krisna08
    @JUNE_krisna08 14 дней назад

    Chakiri anicha asubidha nai kintu education system change kara 🙏

  • @AshokBirBir
    @AshokBirBir 18 дней назад

    Jay

  • @SurajNayak-ko3sm
    @SurajNayak-ko3sm 10 дней назад

    Pariba risin saman badhi munda upare.. loke baki dhar re thara hara. Subhadra jojna finl hoi parilani. chakiri debe?

  • @MantuVloge-Mj
    @MantuVloge-Mj 8 дней назад

    କିଏ କିଏ ଚାହୁଁଛ ଓଡ଼ିଶା କୁ ବଡ଼ Automobile company ashu

  • @Odiarehalchal
    @Odiarehalchal 14 дней назад

    ସାର୍ ଙ୍କ ପାଖରେ କିଛି ଚାକିରି ନାହିଁ କି , ଖାଲି ଆଣିବେ କଉଠୁ

  • @SrikantaBehura
    @SrikantaBehura 18 дней назад

    ଆଦିବାସୀ ସବୁ ଆପଣଙ୍କର

  • @ranjanbehera7945
    @ranjanbehera7945 17 дней назад

    ଏବେକାରେ

  • @dibyajyotipradhan1821
    @dibyajyotipradhan1821 18 дней назад

    Sabu g maridebe gujurati.odisha ku debe bala

  • @minaketanmeher9493
    @minaketanmeher9493 17 дней назад

    Mohan majhi ra hatare kichi nahihae misan Shakti 7 mas helane darmanahin

  • @SrikantaBehura
    @SrikantaBehura 18 дней назад +2

    ଅଯଥା. କଥା କହି ଲାଭ ନାହଁ

  • @vasundharaofficial
    @vasundharaofficial 13 дней назад

    Thankyou bjp thankyou mohan sir

  • @bhagbatpradhan2365
    @bhagbatpradhan2365 18 дней назад +1

    ବାରି ର ଫଳ ତ ଚାକିରି ମିଳିଯିବ 😅😂😂 ସବୁ ବାହାର ରାଜ୍ୟ ପିଲା ରହିବେ

  • @yeshsahoo6027
    @yeshsahoo6027 17 дней назад

    ପୁରା ବହାରିୟିଆ କମ୍ପାନୀ ରହିବ

  • @rasmitatete3751
    @rasmitatete3751 17 дней назад

    Sundargarh dirstic achi company bananatu sir

  • @kishorechandrabarla6417
    @kishorechandrabarla6417 17 дней назад

    Company kholiba kintu other state ra Loko Mane kana karibe

  • @CAD_CAM_Machinist
    @CAD_CAM_Machinist 14 дней назад

    Manufacturing industry kebe asiba. Automobile industry kebe asiba.

  • @niranjanmallick431
    @niranjanmallick431 18 дней назад +1

    Odisha loka 30 kimba 50 😂😂😂😂😂😂😂

  • @ganeswarbehera6597
    @ganeswarbehera6597 12 дней назад

    Jahasabubi haba asabu Nabin sir pain

  • @teamsantosh1274
    @teamsantosh1274 17 дней назад

    ସବୁ ଚାକିରି ର salary ରହିବା 10000 ରୁ 15000 😆😆

  • @maheshwardas310
    @maheshwardas310 18 дней назад +1

    ଚାକିରୀ 15000 lakh ମୋଦି ଦେଲା 15000 lakh ଛି ଛି ଛି

  • @Babuni375
    @Babuni375 18 дней назад

    ହେଲେ କଣ ହବ ଓଡିଶା ପିଲା ପାଇବେତ

  • @JhasketanBehera-cj5wv
    @JhasketanBehera-cj5wv 18 дней назад

    Hy😊🎉😊❤🎉❤

  • @Munnadurga-y9k
    @Munnadurga-y9k 18 дней назад +2

    Paschim odisha re kahiki kichhi bi factory ya company hauni

  • @Prasantadhal-w5n
    @Prasantadhal-w5n 18 дней назад

    Industr heba vala katha kintu lokal lokanku chakiiri nahni

  • @MakaraDhoj
    @MakaraDhoj 14 дней назад

    ❤❤❤🔥🔥🔥💯💯💯👌👌👌🙏🙏🙏

  • @keshav2dusantalivlogs419
    @keshav2dusantalivlogs419 14 дней назад

    AA ga dekha olga stil plant re dekha kete odia job karuchhanti ta ପରେ କହି be sarkar jab anichhanti sabu bahara lokora job

  • @odiacreation.1741
    @odiacreation.1741 13 дней назад

    Bhai IT ana stell plant re pollution haba

  • @ShambhuChinara
    @ShambhuChinara 19 дней назад

    A news bala ଲେଖିବା ଶିଖିଛି khali

  • @indiatech2691
    @indiatech2691 14 дней назад

    Bihar bangali

  • @ranjanbehera7945
    @ranjanbehera7945 17 дней назад

    କିଛି ଦରମା ନାହି

  • @goldenboyrajesh1068
    @goldenboyrajesh1068 19 дней назад +1

    Laja achi au mohan majhi nku

  • @Anadi.indian
    @Anadi.indian 18 дней назад

    Odisha pruthibi ku nei rahichhi 2004 parjanta tharu Aji 2024. Odisha ra ANADI.bharatara Pradhan mantri Sri Narendra modi ji. Pruthibi ku nei odisha Angul Anadi

  • @dillipswain2485
    @dillipswain2485 19 дней назад +1

    Odisha re steel company mala mala loke kou gote nua katha je emiti Jindal bhusana essara bedanta Nalco naveen pattanaik bahuta steel plant karichhanti Jay naveen

  • @SanjeetPatra-u1n
    @SanjeetPatra-u1n 5 дней назад

    Odisha Mein sabse Jyada 24 aadami Milega

  • @Sasmitabhoi-us4lc
    @Sasmitabhoi-us4lc 9 дней назад

    Kadujhara basikumora haridika abhinadan ama odisapaiee grabha mohan sarakara kahichati mane albatahabha

  • @PS_kumar9078
    @PS_kumar9078 18 дней назад

    Katha kahile habani kamare kariki dekhaoo .aji pajyant odisha re plant heini kemiti biswas haba

  • @MithunMunda-m8v
    @MithunMunda-m8v 18 дней назад

    patana block re plant karajau

  • @amitabsamal4118
    @amitabsamal4118 18 дней назад

    Modi bhali job aniba majhi gapa ra job haijiba.
    Jha previous investment tha odisha chadi galani posco ku mines allot hai nathila MMDR act change habaru sa gala India chadi. aba JV ra ashiba tha puni 5 million labha kichi nahi.
    15 million single investment bada thila ki 5 million JV.Mines nahi ta posco nahi.
    Posco ku UPA Govt India anithila Modi pain posco India ru bidda naithila.

  • @bijaybehera1725
    @bijaybehera1725 16 дней назад

    😂😂😂😂😂 Jay ranga mistri sarkar 😅😅😅😅😅😅

  • @balarambhoi1185
    @balarambhoi1185 14 дней назад

    Akasha kaiyan ku chilika ra machha.

  • @pintupintu2646
    @pintupintu2646 18 дней назад

    Immediate ama ku job dia jau

  • @Mahendrasahuvlogs-x4n
    @Mahendrasahuvlogs-x4n 18 дней назад

    BALANGIR RE BI COMPANY HEBA KATHA

  • @natabaranaik5026
    @natabaranaik5026 19 дней назад

    Govt,,,ra,I.T.I.kholi,young,mananku,training,deie,bholo,bholo,post,kama,kori,pariba,O.K.,,thanks.