Don't underestimated those who are being staying in village. There is no peace like village. Each and everyone is there. Village people's kids are also now doing job in India and aboard also incoming huge amount. They are also doing various types of job in various places of this universe. Those who not love their village they should not go to village and they should getrid from their village for ever. There is no life like village. At village peoples are also riding Scorpio, RTR TVS high cost bike, Ertiga, Hyundai vehicles. ଯିଏ ସତରେ ଗାଁରେ ଅଧା ଜୀବନ କlଟିଛି ତା ପାଇଁ ଗାଁ ହିଁ ସବୁଠୁ ଶ୍ରେଷ୍ଠ ଓ ବଢିଆ ଜାଗା ଆଉ କଉଠି ନାହିଁ l ସହରରେ ଜନ୍ମ ହେଉଥିବା ପିଲା ଗାଁ ର ମଜ଼ା ଜୀବନରେ କେବେ ବି ପାଇବେ ନାହିଁ l ନଦୀକୁ ମାଛ ମାରିବା ପାଇଁ ଯିବା , ବନ୍ଧ ପାଣିରେ ଆଖି ଲାଲ ହେବା ପର୍ଯ୍ୟନ୍ତ ବିନା କାହାରି ଆକଟରେ ଗାଧେଇବା , ଗଛ ଡାଳରେ ଚଢିବା, ନାଳରେ ମାଛ ଧରିବା , ଗଛ ଚଢି ତା ଡାଳରେ ଚଢି ଡାଳ ମାକିଳି ଖେଳିବା l ଦୌଡ ରେ ଫାଷ୍ଟ ହେବା କେବଳ ଗାଁ ପିଲା l ଫୁଟବଲ ଖେଳିବା l କବାଡି ଖେଳିବା l ଡାଇଫ ମାରିବା ଓ long jump, high jump, ଥ୍ରୀ ଲେଗେଡ଼ race କେବଳ ଗାଁ ପିଲା ଆଗ l ମlରପିଟ କରିବା ଗାଁ ପିଲା ଆଗ l ଏହା କେବଳ ଗାଁରେ ସମ୍ଭବ l କଟକ କଥା ନ କହିବା ଭଲ 102 ଗଳି l ଭୁବନେଶ୍ୱର କଥା ଟିକେ ଅଲଗା କିନ୍ତୁ ସବୁ ମହଙ୍ଗା l ସବୁ ଗାଁ ରେ ସବୁ ମିଳେନି l ତେଣୁ ଗାଁ ପିଲା ସହରକୁ ଗଲେ ନିଜକୁ ଗଭର୍ଣ୍ଣର ଭାବିଦିଏ l କିନ୍ତୁ ଜାଣିପାରେନି ଯେ ମାସକୁ ଘର ଭଡା ମିନିମମ 8/10 ହଜ଼ାରରୁ କମ ନୁହଁ, ଖାଇବା ତିନି time minimum 300 l ପକେଟ ଖର୍ଚ୍ଚ, ଫିଲ୍ମ ଶୋ , misc expenditure, petrol, tempo, bus, train, hotel fare ଇତ୍ୟାଦି ଖର୍ଚ୍ଚ, ବନ୍ଧୁ ବାନ୍ଧବ ଖର୍ଚ୍ଚ, ଲୁଗାପଟା, ଘରକରଣl ଜିନିଷ, ଘର ସଜା, ପନିପରିବା, ମାଛ, ମାଂସ,ଚିକେନ, ମଦ, ଡ୍ରେସସ, ଜୋତା, ସିଗାରେଟ, ଗୁଟଖା ଖର୍ଚ୍ଚ ମିଶାଇ ଲେ ମାସିକ ଦରମା ଖତମ l ବାକି ରହିଲା ଗରିବ ଘରର ପିଲା ହିଁ ଗରିବ ମାନଙ୍କ କଥା ବୁଝିବେ l ଆସୁ ଆସୁ ତାରିଣୀ ମନ୍ଦିର ପାଇଁ 50 କୋଟି l ବା ସୁନ୍ଦର ପ୍ରୟାସ l ଆଗକୁ ଏମିତି ଜାରି ରହୁ l ଲୋକ କେବଳ କହିବେ ତାଙ୍କର ଆଉ କିଛି କାମ ନାହିଁ l ତେଣୁ ବାଟରେ ହଗିଲେ ନା ନଚେତ ଦେଉଳ ତୋଳିଲେ ନା କିନ୍ତୁ ଭଲ କାମ ହେବ ଏଇ CM ଅମଳରେ l ଜୟ ମା ତାରିଣୀ l
Se sabu kari ta jeevana re kicchi kari paruna.Mahalia khaibaku milucchi sarkar ka Taraf ru.tama kan chinta.?Nadi re maccha dhariba,Bandhan re ghadheibo,handia mahuli peeva, tapare gandi teki dei jhagada kariba, auu se sukha kan town ki city re paiba?Sethi karile loko badei size kari debe .bbsr cuttack re jau puja hua dekhina bodhe.cuttuck pari durga puja hua.jetiki Kharcha hua puja re tame janina. Life style sabu jana gaon loko ka.alia Malia pindhi bulanti.deha dekhile lagge kete Dina hela khai na thiba.se sabu bodo bodo katha khali magana khaiba katha. Se 200 tanka ra shirt pindhi sabu hero bhabanti. Agge qualifications Anna tapare chakiri auu foreign katha kahiba.
@@MSD_FANS579ଗାଁ ର ମଜ଼ା କେବେ ବି ଆଉ କଉଠି ମରିଗଲେ ବି ମିଳିବ ନାହିଁ l ତମେ ବୋଧେ ଜାଣିନ ମୁଁ ଜୀବନରେ +2 Isc ପର୍ଯ୍ୟନ୍ତ କେବେ ବି ଇଂଲିଶ ମିଡ଼ିଅମ ରେ ପଢ଼ିବାର ସୁଯୋଗ ମିଳିନି କିନ୍ତୁ B. Tech Engineering pare ଆଜି ମୁଁ ଜଣେ କେନ୍ଦ୍ରୀୟ PSU ସଂସ୍ଥାରେ ମ୍ୟାନେଜେର ପୋଷ୍ଟ ରେ ଅବସ୍ଥାପିତ ଓ ଦରମା ସବୁଠୁ ଟପ l Income ଟାକ୍ସ yearly paying 9 lakh above. My each year PSU Bonus ( Durga pooja ) 7 lakhs above. I have born in village also grow in village but at the time of engineering spent only 4 years outside of Odisha then job but I know village life is top most life from the other venue. When I was reading in 6 th Class (Odia Medium ) started speaking in English. So this foreign language is very very easy to use for me. My all friends are all also those who are being grown up in village they are also all doing in state government job in various sector except me. So village peoples are also very much awareness about their life. Now my entire friends has being well settled tgose who were read at village odia medium school. When we meet each other at any functions no doubt we may fell very glad to remembering our passed funny time. It may never ever possible at town or city very sure.
So very beautiful thims speak to public and visit the site' of Village, home status Hon'CM Majhi of Odisha. A aspires memory Stand poor Family in Odisha, remember each others Many many Thanks, Congratulation
ବଡ଼ ହୃଦୟ ଲୋକମାନଙ୍କର ହିଁ ଛୋଟ ଘର ହେଇଥାଏ କାରଣ ଲୋକଙ୍କ ସେବାରେ ସେମାନେ ସମୟ ଦିଅନ୍ତି,
Lutiba arambha hei nhi sethi pain
Se prathamaru amele thile kintu tanka ghar chhoto
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@@67598tate mu ଲୁଟିବି au khaibi
ଗୋଟେ ବଡ଼ କଥା ହେଲା,
ଆମ ମୁଖ୍ୟମନ୍ତ୍ରୀଙ୍କର ଘର ଗ୍ରିଲରେ ସବୁଆଡେ ପଦ୍ମ ଫୁଲ ।
❤
Magic.m.haush.dhiudyanephameli..thyanku...❤😂😢😮😅🎉...
C.m.majhi..kendujhare...❤😂😢😮😅🎉...
.j
😊 G.k. vg@@amarbhoi8373
@@amarbhoi8373p
@@amarbhoi8373❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤aaaaaaaaaaaaaaaaa@@aa@@
ଅସୁବିଧା କୋଉଠି କଠା ଘର ଅଛି ଆମ ଘର ପାଖରେ ତାଙ୍କ ଘର ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ଘର ର ରଙ୍ଗ ବଦଳି ଯିବ ଏବଂ କେନ୍ଦୁଝର ଜିଲ୍ଲା ର ଉନ୍ନତି କରିବେ ଆଶା କରୁଛୁ କେନ୍ଦୁଝର ରେ ଯୋଉ ଚୋରି ଦୋକାଇଟ ହେଉଛି ତାହା ବନ୍ଦ ହେବ ବୋଲି ଆଶା ବିଶ୍ୱାସ ଧନ୍ୟବାଦ🙏 ଜୟ ଶ୍ରୀରାମ
Cm address debe plz
Mu jibi tanka gharalu dekha karibaku
Mukhy mantrinka ghharadekhi bahut khushi tanka ghara tikepakhare dekhibaku ichhaheuchhi
100 % sata kahila
Jete hele odisa basi bhul Kari chanti, nabin patnaik ku bahar Kari , mu Jharkhand ra odia, mo mana dukha
ମୋହନ ଚରଣ ମାଝୀ ଭାଇ ମୋର ହୃଦୟ ଭରା ଜୟଗୁରୁ ମୋହନ ଭାଇ ଓ ପରିବାର ସମସ୍ତଙ୍କର ଦୀର୍ଘାୟୁ ମଙ୍ଗଳ କାମନା ମୋର ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀ ପୟରେ ନିବେଦନ ପ୍ରାର୍ଥନା କରୁଛି।ଜୟ ଗୁରୁ
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ମୋହନ ମାଝୀ ବାବୁଙ୍କ ପ୍ରତି ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ଜୟ ସିତାରାମ୍ ଜୟ ସିତାରାମ୍
ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍
ଜୟ ସିତାରାମ୍ ଜୟ ସିତାରାମ୍
ଭାଉଜ ଆପଣଙ୍କୁ ନମସ୍କାର🎉🎉
ଭାଉଜ ସୁନା ର ନମସ୍କାର କର ଆଦିବାସୀ ମୁଖ୍ୟ ମନ୍ତ୍ରୀ ହେଇ ଓଡ଼ିଶା ର ସବୁ ଉଚ୍ଚ ଶିକ୍ଷିତ ଲୋକଙ୍କୁ ଶାସନ କରିବ ତୁମେ ହିଞ୍ଜିଡ଼ା ତାଙ୍କ ଧନ ଚୁମିବ
@@munathewriter1234
ମହାଶୟ ଆପଣ ବୋଧେ ବହୁତ ଉନ୍ନତ ମଣିଷ
ଆପଣଙ୍କ ମନ୍ତବ୍ୟ କୁ ଓ ଆପଣଙ୍କ ଭାବନାର ବଶବର୍ତ୍ତୀ ମୁଁ ଦିନେ ଆପଣ ବି ମୁଖ୍ୟମନ୍ତ୍ରୀ ହେବାର ଦେଖା ଯାଉଛି ।।।।
ବାଃ ମଣିଷ ଭିତରେ ମଣିଷ ଟିଏ ଆପଣ ଆଜ୍ଞା
ଆପଣଙ୍କୁ କୋଟି ନମସ୍କାର 🙏🙏🙏🙏🙏🙏
@@munathewriter1234 ଯାହା ଉତ୍ତର ଦେଇଛ ଏପରି ଠିକ୍ ନୁହେଁ। ଟିକେ ନିଜର ସମ୍ମାନ ରଖ।
@@munathewriter1234
ଆଦିବାସୀ ହୁଅନ୍ତୁ କିଛି କଥା ନାହିଁ
ଶାସନ ଭଲ ତ ଓଡ଼ିଆ ଭଲ
ଭାଇଜ ବହୁତ ବଢିଆ ।
ଭାଉଜ ବହୁତ ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ଙ୍କ ଘର dekhaile
ଅତି ସୁନ୍ଦର ❤️🙏😊
ବହୁତ ସୁନ୍ଦର ଘର ,ଜୟ ଜଗନ୍ନାଥ 🙏🙏🙏
ଆପଣଙ୍କ ଭିଡିଓ ବହୁତ୍ ଖୁସି ଲାଗିଲା ଧନ୍ୟବାଦ୍ ଜୟ ଜଗନ୍ନାଥ
ଧନ୍ୟ ହୋଇ ଗଲି ଭାଉଜ ମଣି ଗୋ
ଦେଖାଇ ଦେଇଛ ଏପରି ଘର
ଆମ ମୁଖ୍ୟମନ୍ତ୍ରୀ ରହନ୍ତି ଏଇଠି
ମୋ ନୟନୁ ଝରେ ଅଶ୍ରୁ ଝର ।
ଜୀବନ ଦସାରେ ଜିବି ଦିନେ ନିଶ୍ଚେ
ମା ତାରିଣୀଙ୍କୁ ଦେଖିବା ହେବ
ମୋ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଦେଖିବି
ରହୁଛି ଭାଉଜ ପ୍ରଣାମ ନେବ ।
ଭାଉଜ ଭିଡିଓ ଦେଖେଇବା ପାଇଁଁ ଧନ୍ୟବାଦ୍
ଭାଉଜ ଆପଣଙ୍କ video ଉପସ୍ଥାପନା CM ଙ୍କ ଘର ବିଷୟରେ ବହୁତ ଉଚ୍ଚ କୋଟିର ହୋଇଛି l🙏
ବହୁତ୍ ସରଳ ମଣିଷ ।।😊
ବହୁତ ଗର୍ଭର କଥା ଆମ ଆଦିବାସୀ ଜନଜାତି ପରିବାରର ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାହା ପୁଣି ଆମ କେନ୍ଦୁଝର ଜିଲ୍ଲାର
ଆମ ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିସାର ଦୁଃଖ ଦୁ୍ର କରିଦେବ ଆମ ଗରିବ ମାନଙ୍କର 🌹🌹🌹🌹🌹🌹❤❤❤❤❤❤❤❤
ଜୟ ଜଗନ୍ନାଥ
ଅତି ସୁନ୍ଦର ଭାଉଜ
❤❤ବହୁତ ସୁନ୍ଦର ଘର❤❤❤ନମସ୍କାର❤❤
❤❤❤ଜୟ ଶ୍ରୀ ରାମ ଜୀ❤❤❤
ଅତି ସୁନ୍ଦର ଭାଉଜ 👍👍👍👍
ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ❤
Don't underestimated those who are being staying in village. There is no peace like village. Each and everyone is there. Village people's kids are also now doing job in India and aboard also incoming huge amount. They are also doing various types of job in various places of this universe. Those who not love their village they should not go to village and they should getrid from their village for ever. There is no life like village. At village peoples are also riding Scorpio, RTR TVS high cost bike, Ertiga, Hyundai vehicles. ଯିଏ ସତରେ ଗାଁରେ ଅଧା ଜୀବନ କlଟିଛି ତା ପାଇଁ ଗାଁ ହିଁ ସବୁଠୁ ଶ୍ରେଷ୍ଠ ଓ ବଢିଆ ଜାଗା ଆଉ କଉଠି ନାହିଁ l ସହରରେ ଜନ୍ମ ହେଉଥିବା ପିଲା ଗାଁ ର ମଜ଼ା ଜୀବନରେ କେବେ ବି ପାଇବେ ନାହିଁ l ନଦୀକୁ ମାଛ ମାରିବା ପାଇଁ ଯିବା , ବନ୍ଧ ପାଣିରେ ଆଖି ଲାଲ ହେବା ପର୍ଯ୍ୟନ୍ତ ବିନା କାହାରି ଆକଟରେ ଗାଧେଇବା , ଗଛ ଡାଳରେ ଚଢିବା, ନାଳରେ ମାଛ ଧରିବା , ଗଛ ଚଢି ତା ଡାଳରେ ଚଢି ଡାଳ ମାକିଳି ଖେଳିବା l ଦୌଡ ରେ ଫାଷ୍ଟ ହେବା କେବଳ ଗାଁ ପିଲା l ଫୁଟବଲ ଖେଳିବା l କବାଡି ଖେଳିବା l ଡାଇଫ ମାରିବା ଓ long jump, high jump, ଥ୍ରୀ ଲେଗେଡ଼ race କେବଳ ଗାଁ ପିଲା ଆଗ l ମlରପିଟ କରିବା ଗାଁ ପିଲା ଆଗ l ଏହା କେବଳ ଗାଁରେ ସମ୍ଭବ l କଟକ କଥା ନ କହିବା ଭଲ 102 ଗଳି l ଭୁବନେଶ୍ୱର କଥା ଟିକେ ଅଲଗା କିନ୍ତୁ ସବୁ ମହଙ୍ଗା l ସବୁ ଗାଁ ରେ ସବୁ ମିଳେନି l ତେଣୁ ଗାଁ ପିଲା ସହରକୁ ଗଲେ ନିଜକୁ ଗଭର୍ଣ୍ଣର ଭାବିଦିଏ l କିନ୍ତୁ ଜାଣିପାରେନି ଯେ ମାସକୁ ଘର ଭଡା ମିନିମମ 8/10 ହଜ଼ାରରୁ କମ ନୁହଁ, ଖାଇବା ତିନି time minimum 300 l ପକେଟ ଖର୍ଚ୍ଚ, ଫିଲ୍ମ ଶୋ , misc expenditure, petrol, tempo, bus, train, hotel fare ଇତ୍ୟାଦି ଖର୍ଚ୍ଚ, ବନ୍ଧୁ ବାନ୍ଧବ ଖର୍ଚ୍ଚ, ଲୁଗାପଟା, ଘରକରଣl ଜିନିଷ, ଘର ସଜା, ପନିପରିବା, ମାଛ, ମାଂସ,ଚିକେନ, ମଦ, ଡ୍ରେସସ, ଜୋତା, ସିଗାରେଟ, ଗୁଟଖା ଖର୍ଚ୍ଚ ମିଶାଇ ଲେ ମାସିକ ଦରମା ଖତମ l ବାକି ରହିଲା ଗରିବ ଘରର ପିଲା ହିଁ ଗରିବ ମାନଙ୍କ କଥା ବୁଝିବେ l ଆସୁ ଆସୁ ତାରିଣୀ ମନ୍ଦିର ପାଇଁ 50 କୋଟି l ବା ସୁନ୍ଦର ପ୍ରୟାସ l ଆଗକୁ ଏମିତି ଜାରି ରହୁ l ଲୋକ କେବଳ କହିବେ ତାଙ୍କର ଆଉ କିଛି କାମ ନାହିଁ l ତେଣୁ ବାଟରେ ହଗିଲେ ନା ନଚେତ ଦେଉଳ ତୋଳିଲେ ନା କିନ୍ତୁ ଭଲ କାମ ହେବ ଏଇ CM ଅମଳରେ l ଜୟ ମା ତାରିଣୀ l
ଆଉ ଗୋଟେ କଥା ଛାଡିଦେଲ ଲଙ୍ଗଳା ହେଇ ସବୁ ସାଙ୍ଗମାନେ ପୋଖରୀରେ ଡେଇଁବା
Se sabu kari ta jeevana re kicchi kari paruna.Mahalia khaibaku milucchi sarkar ka Taraf ru.tama kan chinta.?Nadi re maccha dhariba,Bandhan re ghadheibo,handia mahuli peeva, tapare gandi teki dei jhagada kariba, auu se sukha kan town ki city re paiba?Sethi karile loko badei size kari debe .bbsr cuttack re jau puja hua dekhina bodhe.cuttuck pari durga puja hua.jetiki Kharcha hua puja re tame janina. Life style sabu jana gaon loko ka.alia Malia pindhi bulanti.deha dekhile lagge kete Dina hela khai na thiba.se sabu bodo bodo katha khali magana khaiba katha. Se 200 tanka ra shirt pindhi sabu hero bhabanti. Agge qualifications Anna tapare chakiri auu foreign katha kahiba.
@@MSD_FANS579ଗାଁ ର ମଜ଼ା କେବେ ବି ଆଉ କଉଠି ମରିଗଲେ ବି ମିଳିବ ନାହିଁ l ତମେ ବୋଧେ ଜାଣିନ ମୁଁ ଜୀବନରେ +2 Isc ପର୍ଯ୍ୟନ୍ତ କେବେ ବି ଇଂଲିଶ ମିଡ଼ିଅମ ରେ ପଢ଼ିବାର ସୁଯୋଗ ମିଳିନି କିନ୍ତୁ B. Tech Engineering pare ଆଜି ମୁଁ ଜଣେ କେନ୍ଦ୍ରୀୟ PSU ସଂସ୍ଥାରେ ମ୍ୟାନେଜେର ପୋଷ୍ଟ ରେ ଅବସ୍ଥାପିତ ଓ ଦରମା ସବୁଠୁ ଟପ l Income ଟାକ୍ସ yearly paying 9 lakh above. My each year PSU Bonus ( Durga pooja ) 7 lakhs above. I have born in village also grow in village but at the time of engineering spent only 4 years outside of Odisha then job but I know village life is top most life from the other venue. When I was reading in 6 th Class (Odia Medium ) started speaking in English. So this foreign language is very very easy to use for me. My all friends are all also those who are being grown up in village they are also all doing in state government job in various sector except me. So village peoples are also very much awareness about their life. Now my entire friends has being well settled tgose who were read at village odia medium school. When we meet each other at any functions no doubt we may fell very glad to remembering our passed funny time. It may never ever possible at town or city very sure.
Thik katha
@@MSD_FANS579, ବାକି ତମେ ମୟୁରଭଞ୍ଜ ରେ ଟେକି ପକାଉଛି l
So very beautiful thims speak to public and visit the site' of Village, home status Hon'CM Majhi of Odisha.
A aspires memory Stand poor Family in Odisha, remember each others
Many many Thanks, Congratulation
Very nice talking with CM's mother.
ବହୁତ ବହୁତ ଧନ୍ୟବାଦ 🙏🏻🙏🏻
ଅତି ସୁନ୍ଦର ଉପସ୍ଥାପନା ଭାଉଜ
🙏🙏🙏ଭାଉଜ,
ଅତି ଉତ୍ତମ 👌👌👌
ଭାଉଜ କିନ୍ତୁ ଭାରୀ ସୁନ୍ଦରୀ 👌👌👌
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ❤❤❤❤
Bala sar kebe mu tanku katha kahibar dekhini karana mu kichhi bujhi paruni tanka bhasa aau kana kahibi
ଭାଉଜ ଆପଣଙ୍କୁ ନମସ୍କାର 🙏🙏🙏🙏🌹
Welcome. A. Vedio. Ti. Khub. Sunder lagila. Swagat. Cm. Salut
ଭାଉଜ ନମସ୍କାର
Amiti news pai thank you so much bhauja.🎉🎉🎉🎉🎉🎉🎉🎉🎉.
ଭାଉଜ ବହୁତ ସୁନ୍ଦର।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
ବହୁତ ଭଲ ଲାଗୁଛି ଜଯ ଶୀ ରାମ
ଭାଉଜ ନମସ୍କାର 🙏😬
ଆଦିବାସୀ ଲୋକଙ୍କ କଲ୍ୟାଣ କରିବା ସହ ଓଡିଶା ବାସୀ କଲ୍ୟାଣ କରନ୍ତୁ
ଭାଉଜ ନମସ୍କାର 🎉🎉🎉🙏🏽🙏🏽
ଏତ ତାଙ୍କ ବାପା ମାଆ କରିଥିବା ଘର . ବିଧାୟକ ହେଲାପରେ ଘର ଦେଖାଅ. ଆଉ 5 ବର୍ଷ ଅପେକ୍ଷା କର...
ଏଠି ସେ ରହୁ ନାହାନ୍ତି
ପର୍ଶନଲ ଘର କୋଉଠି ଥିବ ?
@ ଯାହା ହେଉ ଦେଖିକି ଖୁସି ଲାଗିଲା ଓଡିଆ ସଂସ୍କୃତି କୁ
ବହୁତ ସୁନ୍ଦର ଭିଡିଓ।ଜୟ ଜଗନ୍ନାଥ ଜୟ।
ମୈଦାନ ରେ ଭାଉଜ ତାଙ୍କ ନା ରେ ତମେ ଆଜି ଖବର ପାଉଛ। ❤❤
News 18 best news channel 🎉
Best performance. Good Luck. Keep up. Well Done. Really fact. Mohan is golden of Odisha. Thanks
❤❤❤❤❤🇨🇮
ବହୁତ୍ ଭଲ ଲାଗିଲା ଦେଖିକି❤
ଭାରି ସୁନ୍ଦର ଉପସ୍ଥାପନା।
ଆଗାମୀ ପୀଢ଼ି ପାଇଁ ପ୍ରେରଣା।।
Proud of news18 odia and proud of our CM sir
ଗରିବ ପରିବାର କୁହ ନାହିଁ ମା
ଛାତି ମୋର ଯାଏ ଫାଟି
ଆମ ମୁଖ୍ୟମନ୍ତ୍ରୀ ଆମ ଅନ୍ନ ଦାତା
ଗରିବ ଲୋକଙ୍କ ଜଷ୍ଟି ।
ଆମ ଓଡିଶାରୁ ହେଲେ ରାଷ୍ଟପତି
ଆଦିବାସୀ ଝିଅ ଦ୍ରୋପଦୀ
ଆମ ଓଡିଶାର ଆଦିବାସୀ ପୁଅ
ଆଜି ଆମ ମୁଖ୍ୟମନ୍ତ୍ରୀ ।
ଧନ୍ୟ ଏ ଉତ୍କଳ ଭୂଇଁ
ଭାଉଜଙ୍କର ଏହି କଥପୋ କଥନେ
ମୁଣ୍ଡ ଯାଉଛି ମୋ ନଇ ।
ମା ଓଡ଼ିଆର ଜୟ ହେଉ ।
ଆମ ମୁଖ୍ୟମନ୍ତ୍ରୀ ଙ୍କୁ ନମସ୍କାର
ବିଜେପି ଗରିବ ଲୋକଙ୍କୁ ହିଁ ବଡ କରାଯାଏ. ଏହା ନିରାଟ ସତ. ଆଉ ସବୁ ପାର୍ଟି ପଇସା ଦେଖି ଟିକେଟ ଦିଅନ୍ତି.
Great life style & story 👍 our cm Mohan Majhi odisha
Thanks, ଭାଉଜ ,
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଗୁରୁ 🙏🙏🙏🌺🌺🌺😭🌺👏🌺👏🌺👏👏🌺🚩👏👏🚩👏🚩🙏🙏
ମୋହନ sir ଆମେ ତମ fan
Ama new cm nka ghar so beautiful 👌👍 gariba helebi hruday bada mantri heleni mane ghar old colour new house hei jiba 🙏 radhe radhe krishna 🙏
ସାର୍ ଆଗକୁ କରିବେ ବଢ କଠା ଘର ଓଡିଶା ବାଶୀ ଅନେଇ ଥିବେ
ମୁ କନ୍ଧମାଳ ରୁ
ଭାଉଜ ତମେଭାରି ଭଲ
Bahut sundar ghara bhala agana very nice 👍👍❤❤
Bahuta. Bahuta. Dhanyabada. Ama. New. Cm. Nka. Ghara. Dkheithibaru. Vauja. 😊😊😊
ଭାଉଜ ତୂ କଥା ଭହୁତ ସୁଦର ତୁମେବି ସୁଦର ତୁମର ସବୁ ସୁଦର 🌹👌🏻😂
Bahut Sundar lagila video i ❤ adibasi
Bahut khusi Lagila Bhaujo Good job ❤
Tnx ,,bahut sundar lagila
Bohut sundor❤
ଭାଉଜଙ୍କ ଭିଡିଓ ଖୁବ୍ ସୁନ୍ଦର ଲାଗି ଲା
ଭାଉଜ ତମ ଭିଡିଓ ଦେଖିକି ଭଲ ଲାଗିଲା
ହେଲେ ନୁଆ ଘର କୋଉ ଠୀ ❤❤❤❤❤😂😂😂😂😂😂
Nuha ghara taa jagarea
ମୁଖ୍ୟ ମନ୍ତ୍ରୀ ମୋହନ ବାବୁ ବଣ ମଲ୍ଲୀ ,ରାଇକଳା ଗାଁ ର।
Kn banamali
Very very thanks for video of our new CM's house 👍.
Bahut sundar Vlog By News 18 ଓଡ଼ିଆ🙏🙏
Tq bhauja CM nka ghara dekhaila
Thanks vauj. Sarbada
Bhauja aponk kotha bohut Sundar lagila
So thanks madam..... Info regsrding our new CM, sir... 🌹
Tq didi khusi lagila
ଭାଉଜ ଲୋକ କୁ ଯାହା ବି କୁହ ମୋହନ ଭାଇ ହେଲା chief minister ମୋହନ ଭାଇ ଏବେ ଆଗକୁ ବଡିବ
Real odia Toka ama chief ministee❤❤❤❤
Odia loko nuhen bhai real adivasi loko...❤❤❤❤❤🎉🎉🎉
Real democracy and social justice is flourishing in orissa,I feel very happy for mohan bai became cm of odisha
ପାଞ୍ଚ ବର୍ଷ ପରେ ଆଉ ଏ ଘର ନଥିବ, ସବୁ ଯାଇଥିବ l
ଲାଗୁଛି ସରପଞ୍ଚ ରୁ ବିଧାୟକ ସମୟରେ ଏ ଘରଗୁଡିକ ତିଆରି ହୋଇଛି ।
Bhauja tama news sahit... Tama katha soiliti. Bhari.... Mitha mitha laguchi...mu Bhati khusi.... Bhaujanku dekhi
Bhauja ra katha bahut sundar
ଆମ ଗାଁରେ ଭାଉଜ।
ଆମ ମୁଖ୍ୟମନ୍ତ୍ରୀ କେଉଁ ଜାତିର ଭାଉଜ
Thank you bhauja 😊
ବହୁତ୍ ବଢିଆ ଲାଗିଲା ❤🙏😊
Great our CM mohan sir 🙏🙏🙏🙏🙏🙏🙏🙏👍👍👍👍👍👍👍👍 Jay Jagannath Jay hind jay bharat 🙏🙏🙏 Jay B j p 👍👍👍👍👍👍👍👍
ଭାଉଜ Former CM nka ଘର କେବେ ଦେଖାନ୍ତୁ ଆମକୁ ......
Adibasi loka bhari sarala❤
ଓଡିଶା ବାସି ବୁଝି ନିଅତୁଂ ପରବତରେ ପଦୁଅଁ ଫୁଟିଳା ଆମ
Cm ତାର ଫୁଳ ଉଦାହରଣ ମାଳିକା ସତ ହୋଇଛି
Bada dukha laguchi, Jay shree Krishna bhagwan 🙏🙏🙏🙏🙏🙏🙏,News Very Very Thanks Dekhei le
Ati sundar 🎉
ଭାଉଜ ଆମ ଆଡ଼େ ଶିଳରେ ରୋଷେଇ ହୁଏନି ।
Bhauja nka katha bahut badhia
ଭାଉଜବୁଲିବୁଲି ଭଲଦେଖାଇଲେ...😢😮😮
ବହୁତ ବହୁତ ଅଭିନନ୍ଦନ ଜଣାଉଛି
Anchor mam so sweet presentation...Keep it up mam...god bless you 😊
ଲାଗୁଚି ମନ୍ତ୍ରୀ ଙ୍କୁ କେହି ଭଲ ପାଉନଥିଲେ ଭଳିଆ ଲାଗୁଚି, କାହା ମୁହଁରେ ହସ ନାହିଁ
Reporter bhauja bahuta cute laguchhanti❤❤👌❤️❤️
Very nice ❤❤❤❤