ଛାଡିଗଲା ପୁଲିସଗିରି, ସମସ୍ତେ କହୁଛନ୍ତି ଛି’ ଛି’ || Indian Army Major Assault Case || Odisha Reporter

Поделиться
HTML-код
  • Опубликовано: 2 фев 2025

Комментарии • 1,9 тыс.

  • @surendrabadamundi7275
    @surendrabadamundi7275 4 месяца назад +922

    ଶିକ୍ଷିତ ଲୋକ ଙ୍କୁ ପୋଲିସ ଏମିତି ମାଡ଼ ମାରୁଛନ୍ତି, ଆମ ପରି ଦୁଖୀ ଆଉ ଗରିବ ଲୋକ ଙ୍କୁ କଣ ନ କରିବ ଏ ପୋଲିସ!

    • @SankerMeher
      @SankerMeher 4 месяца назад +14

      Sata kahila

    • @dbss206
      @dbss206 4 месяца назад +7

      Sikhita loka badmashi karuchanti

    • @CheringChering-n3k
      @CheringChering-n3k 4 месяца назад +2

      Tu kahi ki dukhi apu gariba helu😂😂😂😂

    • @laxmidharnayak6240
      @laxmidharnayak6240 4 месяца назад

      Laja laguni budha heluni michha kahuchu budha DCP sarm ana chahiye yadi to jhia sahita emiti heithile tu Kan emiti kaithantu chhi chhi

    • @bhagyabanrana6971
      @bhagyabanrana6971 4 месяца назад

      Are Babu kebe tor sange Anta hela janbu ​@@dbss206

  • @pankaj143alibha
    @pankaj143alibha 4 месяца назад +90

    ଗୋଟେ ନିବେଦନ ଆମ ଓଡ଼ିଶା ସରକାର କୁ ଏମିତି ପୋଲିସ କୁ ନିଲମ୍ୱିତ କରାଯାଉ ଓ ତାଙ୍କ ଉପରେ
    କଠୋର ଦଣ୍ଡ ବିଧାନ ଦିଆଯାଉ।
    ଜୟ ଜଗନ୍ନାଥ 🙏

  • @balaramnatha2249
    @balaramnatha2249 4 месяца назад +405

    ଏ ମାଘିଆ ଓଡ଼ିଶା ପୋଲିସ୍ ମାନଙ୍କୁ କେବଳ ମାଓବାଦୀ ଠିକ୍ ଜବାବ ଦେଇପାରିବେ ଆମ ସେନା ପାଈଁ ଆମେ ଆଜି ଶାନ୍ତିରେ ସୋଇପାରୁଛୁ ଆଉଏ ଓଡ଼ିଶା ପୋଲିସ୍ ଆମଠୁ ଲାଞ୍ଚ ନେଇ ପେଟ ବଢଉଛନ୍ତି ଏ ସଳାଙ୍କୁ କଠରୋ ଦଣ୍ଡ ଦରକାର

    • @pabitramohanty8510
      @pabitramohanty8510 4 месяца назад

      Amitia police nku khali mada mariba katha au kou pari vhasa kahibi mu jani paruni sale mg ta m 🤬😡😡🤬🤬🤬🤬

    • @Adeel.196-g4f
      @Adeel.196-g4f 4 месяца назад +10

      Bhi odisha ra two type ra police rahanti district police jaumana ki thana au phandi ra duty karanti and arm's police jaumana ki nexal damana kariba,low and adaur duty ra rahanti so sabu police samana nuha thana police pi ama bi badnam haijauchu

    • @aswingombhari8670
      @aswingombhari8670 4 месяца назад +5

      Odisha police bekar he faltu he

    • @Adeel.196-g4f
      @Adeel.196-g4f 4 месяца назад

      @@aswingombhari8670 odisha ra loka hi odisha police ra join karanti,bihar ki andhrapradesh ra nuha so odisha loka kharap

    • @BijaykumarBanara
      @BijaykumarBanara 4 месяца назад +3

      Chura police

  • @manojkumarbindhani3404
    @manojkumarbindhani3404 4 месяца назад +53

    ଯଦି Army ଲୋକଙ୍କ ସହିତ ପୋଲିସ ର ଏପରି ବ୍ୟବହାର,ତାହେଲେ ସାଧାରଣ ଲୋକ ଙ୍କ ସହିତ କଣ ହେଉଥିବ ?ଏମାନେ ବର୍ଦି ର ଅପ ବ୍ୟବହାର କରୁଛନ୍ତି.ଏମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ .

  • @prafullakumarsahoo1917
    @prafullakumarsahoo1917 4 месяца назад +314

    ପ୍ରଶାନ୍ତ ଜଗଦେବ ଠିକ କହୁଥିଲେ( ଏ ପୋଲିସ ଵାଲା ଙ୍କ ଉପରେ ମୋର ପ୍ରବଳ ରାଗ )

  • @laxmidharsahoo5250
    @laxmidharsahoo5250 4 месяца назад +74

    ପୋଲିସ ଲୋକ ମାନଙ୍କୁ କିପରି ବ୍ୟବହାର କରନ୍ତି ସେ କଥା ସାରା ଓଡିଶା ଜାଣନ୍ତି

  • @sureshnaik9238
    @sureshnaik9238 4 месяца назад +312

    ଜଣେ army Major ଙ୍କୁ ପୋଲିସ ପିଟି ପାରୁଛି ମାନେ ସାଧାରଣ ଜନତା ପୋଲିସ ପାଖରୁ କଣ ଆଶା କରିବ

    • @sukantakumarsahoo9340
      @sukantakumarsahoo9340 4 месяца назад

      Very truth

    • @kscreation8405
      @kscreation8405 4 месяца назад +2

      Army aau central defence soldier discipline aau country respect pain sabu chup ruhe na hele Tara kehi kichhi pari bani

    • @pranatiswain612
      @pranatiswain612 4 месяца назад +3

      aemane rati 3 ta re kuade jaithile ? kan hotel ku kanhiki raati 3 ta re jaithile ? gotie pua and gotiea jhia raati 3 taare road re jiba ta kan thil heichhi ki? durbuta nka habudare padile drink kari aasi police station re nijar balance fail kale, tenu police badeiba kicchi bhul nunhe ?
      aemaanku BJD Bala army nku hatabarish kari Mohan govt, ku badnaam karibaaku eaetiki Byabastha karuchhi. Ebe BJP govt. re ta aehi 5 jananku suspend karajaiparila, BJD govt. thile kehi suspend hoi na thaante, BJD ku kicchi paisa dei ki nija sit aethhu nei aau gote thanka re rakhidei\thanta

    • @RASMIRANJANDAS302
      @RASMIRANJANDAS302 4 месяца назад +2

      କୋଉ ପୋଲିସ କାହାକୁ ମାରିନାହାନ୍ତି ସେ ଆଗରୁ ମାଡ଼ ଖାଇକି ଆସିଥିଲେ ଥାନା, ଆଉ ବହୁତ ନିଶାରେ ଥିଲେ ଏଇଟା ବି ଜାଣନ୍ତୁ

    • @ArchanaraniDas-e3j
      @ArchanaraniDas-e3j 4 месяца назад

      Teat for tat

  • @RasmitaSwain-ke4tt
    @RasmitaSwain-ke4tt 4 месяца назад +28

    କାହାକୁ କେମିତି ବ୍ୟବହାର କରାଯିବ , ପ୍ରଥମେ ପୋଲିସ ଅଧିକାରୀ ଙ୍କୁ ଶିକ୍ଷା ଦିଆଯାଉ 😡

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 4 месяца назад +437

    ସବୁ ଅଫିସରଙ୍କ ଘରେ ରେଡ ହେଉ ଛି ପୋଲିସ ଅଫିସରଙ୍କ ଘର ରେଡ ହେଉ ନି କାହିଁ କି କଣ ସେମାନେ ଲାଞ୍ଚ ନେଇନାହାନ୍ତି

    • @dhadanarendra
      @dhadanarendra 4 месяца назад +6

      Right

    • @Odishavoult
      @Odishavoult 4 месяца назад +3

      👍

    • @SantanuDalai-xe2xq
      @SantanuDalai-xe2xq 4 месяца назад +9

      ଭାଇ ସେମାନେ mla ର ଚମଚା samanka ଲାଗୁ ମଲା କୁ ପିସି ମିଳୁଛି

    • @Sanjeev1353
      @Sanjeev1353 4 месяца назад

      Political escape karibe ki na micha kahiki lucheibe ​@@SantanuDalai-xe2xq

    • @_mr___rajput
      @_mr___rajput 4 месяца назад +4

      ​@@SantanuDalai-xe2xq emane sabu bjd time ra police sethi pai jete tagid kala pare bhi tanka puruna guna chhaduni
      Au emiti re rakhyka jadi bhakhyaka hebe tebe kn kara jiba ?

  • @deepakdeepu2646-t6p
    @deepakdeepu2646-t6p 4 месяца назад +13

    ଓଡ଼ିଶା ପୁଲିସ୍ ର ଏପରି କୁକର୍ମ କୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ। ଓଡ଼ିଶା ପୁଲିସ୍ ପିଡୀତ ଙ୍କୁ ନ୍ୟାୟ ଦେବା ପ୍ରତିବଦଳରେ ପିଡୀତ ଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛି। ଏହାଠାରୁ ନିନ୍ଦନୀୟ ଘଟଣା ଆଉ କିଛି ହେଇନପାରେ।

  • @sarojpati4636
    @sarojpati4636 4 месяца назад +226

    ଏ ଅତିରିକ୍ତ ଡିସିପି ସଂପୂର୍ଣ୍ଣ ରଚିତ ମିଥ୍ଯା କଥା କହୁଛନ୍ତି। ଆଙ୍କ ବିରୋଧରେ ବି ଦ୍ରୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅତ୍ଯନ୍ତ ନିନ୍ଦାଜନକ।

    • @BJDODISHA-dv3ez
      @BJDODISHA-dv3ez 4 месяца назад +1

      Michhua adc

    • @namveensingh7
      @namveensingh7 4 месяца назад +3

      DCP also involved he should be suspended

    • @rajupatnaik7776
      @rajupatnaik7776 4 месяца назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

    • @HeAlonmj
      @HeAlonmj 4 месяца назад

      That's right,👍

  • @ajsuraj
    @ajsuraj 4 месяца назад +7

    ମିଶ୍ର, ପଣ୍ଡା, ମହାପାତ୍ର, ପାଣିଗ୍ରାହୀ... ଏମାନେ ସବୁ ଓଡ଼ିଶା କୁ ସତ୍ୟାନାଶ କରିଛନ୍ତି I

  • @supaimurmu708
    @supaimurmu708 4 месяца назад +97

    ସମସ୍ତ ଓଡିଶା ର ପୋଲିସ ମାନଙ୍କୁ ସୁପ୍ରିମ କୋର୍ଟ ଓ ତାଙ୍କର ସମ୍ପୋତି କୁ CBI ଦ୍ୱାରା ତଦନ୍ତ ହେଉ ଧନ୍ୟ ବାଦ୍।

    • @rajupatnaik7776
      @rajupatnaik7776 4 месяца назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @ArchanaraniDas-e3j
    @ArchanaraniDas-e3j 4 месяца назад +14

    ସତ ଆସିବାକୁ ଦିଆଯାଉ
    ରାଜନୀତି ନୁହେଁ

  • @manaromaswain9328
    @manaromaswain9328 4 месяца назад +38

    ସରକାରଙ୍କୁ ଅନୁରୋଧ ଦୋଷୀ ମାନଙ୍କୁ ଚାକିରିରୁ 😢ବହିଷ୍କାର କରାଯାଉ , ଜୟ ଯବାନ

  • @bishnuprusty9608
    @bishnuprusty9608 4 месяца назад +2

    ଆପଣ ମାନେ ଠିକ୍ କରି ଛନ୍ତି କି ‌ ସେମାନଙ୍କ ଯୋଗୁ ଆମେ ଭାରତ ବାସି ଶାନ୍ତିରେ ରହୁଛେ ତେଣୁ କରି ଏହାର ସୁ ପ୍ରତିକାର କରାଯାଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @prataplenka1869
    @prataplenka1869 4 месяца назад +218

    ମହିଳାଙ୍କ ଆଗରେ ଯୌନାଙ୍ଗ ଦେଖାଉଥିଲା ସର୍ବସାଧାରଣରେ ତାର ଯୌନାଂଗ କଟାଯାଇ
    ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ପୋଲିସର ବ୍ୟବହାର ଜାଣି ନାହିଁନ୍ତି ଥାନରେ ପୋଲିସମାନେ ସାଧାରଣ ଲୋକ ମାନଙ୍କୁ କି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି
    ବଦ୍ମାସ ପୋଲିସ ମାନଙ୍କୁ ଦାୟିତ୍ୱରୁ ବିଦା କରାଯାଉ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ
    ନଚେତ୍ ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ କଳଙ୍କ ମୁଣ୍ଡାଇବେ

    • @sanatanpanda4689
      @sanatanpanda4689 4 месяца назад +5

      Ahi police ra jaunangaku Kati diajau

    • @Sanjeev1353
      @Sanjeev1353 4 месяца назад

      Asada charan is crime by BNS against all persons may be police or big political parties crocodile or big alpha animals siye ji bhi all should face especially police n police enquiry n internal committee examined before law judiciary n ayeen kanoon with high court forwardn take this matter to court as suo moto for this immoral grievance wrong interpretation and physical assault by police officer women officer also involved against army 🪖 people with their non acceptable behaviour moral, equal, neutral with, for, of this judiciary law regulations au kada karjya anusthan niyantu 🙏🏼😤😠

    • @biswanathpadhy8371
      @biswanathpadhy8371 4 месяца назад

      Who is home minister?He has to take strong action.Dinikrushna Misha has to be dismissed forthwith in the interest of Justice.

    • @giribaripada9197
      @giribaripada9197 4 месяца назад +1

      💯 right

    • @siddyantamajhi3784
      @siddyantamajhi3784 4 месяца назад

      😂mohan babu au dekha nahanti se nua nua tike kn loka nka agare bulile tapare kuadde haji gale

  • @mvkuudsjvlydts1115
    @mvkuudsjvlydts1115 4 месяца назад +5

    ପ୍ରଥମ ତ ମାଗିଆ ପୋଲିସ ବାଲାଙ୍କୁ ଆଗ ଗୋଡ଼େଇ ଗୋଡେ଼ଇ ପିଟିବା ଦରକାର

  • @kailashmohanta6476
    @kailashmohanta6476 4 месяца назад +69

    ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୋହନ ମାଝି ସରକାର।

  • @odiasabuthubadhia920
    @odiasabuthubadhia920 4 месяца назад +9

    ଲଜ୍ୟା ଓଡ଼ିଶା ପାଇଁ, ଆରମ୍ଭ ହେଲା ଆଗକୁ ଦେଖ ଏ ବେଲଜ୍ୟା ସରକାର କଣ କରୁଛି

    • @premchandpanda1466
      @premchandpanda1466 4 месяца назад

      ଲଜ୍ଜା ଲାଗୁଛି , ବିଜେଡ଼ି ଅମଳର ଦୁଇ ତିନିଟା murder case solve କରିପାରିଲାନି ବିଜେଡ଼ି ସରକାର। ଖାଲି କୁକୁର ପୋଷିକି ଭୁକେଇବାରେ ଲାଗିଚି। କୁକୁର ଦଳ କୁ ଚାଟୁକାର ଚାମଚା।😂😂😂😂

  • @purnapalei5410
    @purnapalei5410 4 месяца назад +66

    ପୋଲିସ ହେଉଛି ସରକାରଙ୍କ ଚାକର. ଜନସାଧାରଣ ଙ୍କୁ ସୁରକ୍ଷା ଶାନ୍ତି ଶୃଙ୍ଖଳା ଜନସେବା ପ୍ରଥମ କର୍ତ୍ତବ୍ୟ. କିନ୍ତୁ ପୋଲିସ କ୍ଷମତା ଓ power ଦେଖାଇ ଭୟଭୀତ କରିବା ଠିକ ନୁହେଁ. ତେଣୁ ଏପରି ପୋଲିସ କୁ ଚାକିରୀ ରୁ ସମ୍ପୂର୍ଣ ବିଦା କରିବା ଆବଶ୍ୟକ

    • @anantanahak2718
      @anantanahak2718 4 месяца назад

      Police heuchi sarkar nka chakara Aau civil department ta tama gharara chakara. Jie bhul karuchi taku kuha samastanku nuhe.

  • @munathewriter1234
    @munathewriter1234 4 месяца назад +1

    suspend କରିଲେ କିଛି ହେବନି ସେ ଆଇଆଇସି ଆଉ ସେ ସମସ୍ତ ପୋଲିସ୍ ଅଫିସର୍ ଙ୍କୁ 40 ବର୍ଷ ଜେଲ୍ ରେ ପୁରେଇ ଦିଆ ଯାଉ

  • @kashinathdash4772
    @kashinathdash4772 4 месяца назад +95

    କହାକୁ କିପରି ବ୍ୟବହାର କର।ଜିବ ପ୍ରଥମେ ପୋଲିସ କୁ ଶିକ୍ଷା ଦିଆଯାଉ।।

    • @rajupatnaik7776
      @rajupatnaik7776 4 месяца назад

      The Army officer and his girl friend are the real culprits.
      They were shouting at the police officers to write their complaint and unnecessarily arguing with them. They PROVOKED the police officers to assault them. The couple told a LIE by saying that the girl friend was molested!
      But the reporters are not writing this basic fact and gullible people are blindly siding with the couple.

  • @SureshMohanta-g6x
    @SureshMohanta-g6x 4 месяца назад +5

    ବହୁତ ଦୁଃଖ ଓ ଲଜ୍ଜା ଜନିତ କଥା

  • @gundripasiproductions
    @gundripasiproductions 4 месяца назад +118

    ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି..
    ପୋଲିସ ଛି
    ଛି
    ଛି
    ଛି
    ଛି

    • @sushree5077
      @sushree5077 4 месяца назад +5

      Right କଥା ରସ କରୁଥିଲେ ସେଥିପାଇଁ କ୍ୟାମେରା ନାହିଁ ପୋଲିସ ଷ୍ଟେସନ ରେ ଧର ପଡ଼ିବେ

    • @yagnasenisethi5218p
      @yagnasenisethi5218p 4 месяца назад +1

      Police ra apari atyachar birodhare sarakar kathora padakhyepa neba uchit

    • @pradiptaria9067
      @pradiptaria9067 4 месяца назад

      R

  • @Gyana-d7o
    @Gyana-d7o 4 месяца назад +11

    ପ୍ରକୁତରେ ଓଡ଼ିଶା ପୋଲିସକୁ ୫୦% ଷ୍ଟାଫ୍ ଙ୍କୁ ସୀମାକୁ ପଥାଯାଉ ଏମାନେ ସେଠାରେ ସାୱାର୍ଡ ହୋଇଯିବେ,ଆଉ ୫୦% ଅର୍ମୀଙ୍କୁ ଆଣି ଥାନା ରେ କାର୍ଯ୍ୟ କଲେ ବହୁତ୍ ଭଲ ହେବ।

    • @ashirbadmohanty4120
      @ashirbadmohanty4120 4 месяца назад

      Odisha Police କୁ ସୀମା କୁ ପଠେଇଲେ, ପଇସା ନେଇ ଉଗ୍ରବାଦୀ ଙ୍କୁ ଭିତରକୁ ଛାଡ଼ିଦେବେ, ଯେତେ corrupt police ଅଛନ୍ତି ସେମାନଙ୍କ ଛାତି ରେ 💣 ବାନ୍ଧି border ସେପଟେ ଛାଡି ଦେବା କଥା

  • @padmalayaprusty4526
    @padmalayaprusty4526 4 месяца назад +22

    ଏମାନଙ୍କ ନାମରେ ଯେତେ ଅଭିଯୋଗ ସେତେ ପ୍ରମୋସନ। ସ୍ବତନ୍ତ୍ର ବ୍ୟବସ୍ଥା

  • @dinu9820
    @dinu9820 4 месяца назад

    suspends ନୁହଁ ଏହି ମାନଙ୍କୁ ବରଖାସ୍ତ କରାଯାଉ

  • @sasanksekharaswain9208
    @sasanksekharaswain9208 4 месяца назад +114

    ଲଜ୍ୟା ଘୋର ଲଜ୍ୟା , ଏମାନଙ୍କୁ ଲୋକ କିପରି ବିଶ୍ୱାସକୁ ନେବେ ,

    • @Avaya679
      @Avaya679 4 месяца назад

      So ridiculous behavior by the Odisha Police.....
      Police dept. ଭଲ ଭାବେ ଜାଣିବା ଉଚିତ ଯେ..... କେଇ ଜଣେ defence ଭାଇ ଟିଏ border ରେ ଠିଆ ହେଇଛି ବୋଲି ଦେଶର ସୁରକ୍ଷା ପାଇଁ ତୁମେ ଏଠି Police station ରେ ceiling fan ତଳେ ଓ Air conditioning room ରେ ବସି ନିଜର duty perform କରିପାରୁଛ....
      ମାନ୍ୟବର ଓଡିଶା ସରକାର ଙ୍କୁ ମୁଁ ବିନମ୍ର ଅନୁରୋଧ କରିବି.... Entire Police dept. କୁ at least one yr ପାଇଁ defence କୁ ପଠାଯାଉ deputation ରେ.... So that ସେମାନେ ସେଠାରୁ ଆସି ଜାଣି ପାରିବେ life ଟା କଣ ଓ ଏଠି ଦବଙ୍ଗ ଗିରି ନୁହଁ..... ଭାଇ ଚାରା ନେଇ ଦେଶ ମାତୃକା ର ସେବା କରିବାକୁ ପଡେ.....
      ଜୟ ହିନ୍ଦ 🇮🇳🇮🇳🇮🇳

  • @ITServicesGECBBSR
    @ITServicesGECBBSR 4 месяца назад +1

    ପୋଲିସ ଉପରୁ ଲୋକଙ୍କ ଭରଷା ତୁଟିଲାଣି , ପୋଲିସ କେବେଳ ନେତା ମାନଙ୍କ ଚିଂହା ଲୋକଙ୍କ କଥା ଶୁଣିବ, ସାଧାରଣ ଲୋକ ଏବେ ବି ହଇରାଣ ହେଉଛନ୍ତି | ୟେ କେଶ ରେ ପୋଲିସ ଙ୍କ ବିରୁଦ୍ଧରେ କରିମିନାଲ କେଶ ଫାଇଲେ ହେବ ଦରକାର

  • @liteshkumar2496
    @liteshkumar2496 4 месяца назад +31

    Bjd ସମୟର ନିଶା ଓଡିଶା ପୋଲିସ ର ଯାଇନି

    • @SantanuDalai-xe2xq
      @SantanuDalai-xe2xq 4 месяца назад +3

      ୟେ ସଲେ ବିଜେଡି ର ଚାଟୁକାର ଥିଲେ ବବି ଦାଶ ର

    • @Aviator_7940
      @Aviator_7940 4 месяца назад +1

      😂😂

  • @pratimanayak5637
    @pratimanayak5637 4 месяца назад +3

    ଓଡ଼ିଶା ସରକାର ରାଜ୍ୟରେ ହେଉଥିବା ସମସ୍ତ ଅପରାଧ ରେ ଥିବା ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,ଯେପରି କି ସର୍ବଦା ଅପରାଧ କରିବାକୁ ଲୋକମାନେ ଭୟ କରିବେ, ଓଡ଼ିଶା ଜଗନ୍ନାଥଙ୍କ ରାଜ୍ୟ, ଏଠାରେ ଅଶାନ୍ତ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର

  • @BharatikrushnaRath
    @BharatikrushnaRath 4 месяца назад +75

    ଏଭଳି ପୋଲିସ ଅଫିସର ମାନଙ୍କୁ ଦେଶର ସୀମା ରେ ନିଯୁକ୍ତି କରାଗଲେ ଜାଣିବେ ସେନା ଓ ପୋଲିସ ଭିତରେ ତଫାତ କେତେ.

    • @birendramunda5435
      @birendramunda5435 4 месяца назад +2

      ସଠିକ୍ କଥା

    • @tapasiadhikari5103
      @tapasiadhikari5103 4 месяца назад

      ଏ ପୋଲିସ ଵାଲା 200 ଟଙ୍କା ନେଇ ଭାରତ ଭିତରକୁ ଆତଙ୍କବାଦୀ କୁ ଛାଡ଼ିବେ

    • @luchimoharana5213
      @luchimoharana5213 4 месяца назад

      Emanku army re selection hebeni ....khali basiki Peta bahara karichhanti

    • @minaketanbhanja2503
      @minaketanbhanja2503 4 месяца назад

      Absolutely right 👌 👍👍👍

  • @kamananidhi3672
    @kamananidhi3672 4 месяца назад +1

    ଏଭଳି ପୋଲିସ ଙ୍କୁ ତୁରନ୍ତ ଫାଶୀ ଦିଆଯାଉ।

  • @basantakumarpanda9022
    @basantakumarpanda9022 4 месяца назад +44

    ଛି, ଛି କଲେ କିଛି ଲାଭ ନାହିଁ। ଓଡ଼ିଶା ପୋଲିସ୍ ରଦେ ହସୁଆ ହୋଇଗଲାଣି।

  • @sarojkumarsahoo9310
    @sarojkumarsahoo9310 4 месяца назад +2

    ପୋଲିସ କୁ ବ୍ୟବହାର ଶିଖିବା ଦରକାର। Army କୁ ବ୍ୟବହାର ଜଣା। ଲାଞ୍ଚ ଖାଉଥିବା OP

  • @sushilkumardashdashsushi-ip9tz
    @sushilkumardashdashsushi-ip9tz 4 месяца назад +23

    ମିଶ୍ର ବାବୁ କଣ ପିନ୍ଧିଥିଲେ ଓ କେଉଁଠି ଥିଲେ ତାଙ୍କର ମେଡିକାଲ ଯାଞ୍ଚ ହେବା ଦରକାର

  • @balakrishnamahanta7542
    @balakrishnamahanta7542 4 месяца назад +3

    ପୋଲିସ ଅଫିସର ମାନଙ୍କୁ ଭଲ ଭାବରେ ଶିକ୍ଷା ଦିଆ ଯାଉନାହିଁ 😢

  • @surjyasamanta6961
    @surjyasamanta6961 4 месяца назад +39

    ପୋଲିସ ମିଛ କହୁଛି।

  • @premanandswain3211
    @premanandswain3211 4 месяца назад

    ପୋଲିସ କୁ ଜବାବ ଦେଉଛି ସୈନିକ, ସାଧାରଣ ଜନତା ନ୍ୟାୟ ପାଇଁ ଅପମାନ ପାଉଛି; 👌👍

  • @swadhikarbetaj3768
    @swadhikarbetaj3768 4 месяца назад +25

    ସସ୍ପେଣ୍ଡ୍ ଗୋଟିଏ ଦଣ୍ଡ ନୁହଁ? ପୁରା ଚାକିରୀରୁ ବହିସ୍କାର କରନ୍ତୁ।

  • @KulabhBaba
    @KulabhBaba 3 месяца назад

    ପୋଲିସ ଥାନା କୁ ଅଭିଯୋଗ କରିବା ପାଇଁ ସାଧାରଣ ଲୋକ ଭୟ କରୁଛନ୍ତି

  • @khirodkumarpanda4763
    @khirodkumarpanda4763 4 месяца назад +42

    ଓଡ଼ିଶା ପୋଲିସ୍ ର କାରନାମା ଦାଣ୍ଡରେ ପଡି ହାଟରେ ଗଡିଲାଣି ଜାତୀୟ ଗଣମାଧ୍ୟମରେ ଓଡ଼ିଶା ପୋଲିସ୍ ର କାରନାମା ପ୍ରଚାର ଭାରି ଜୋରରେ ହେଉଛି ଭାରତୀୟ ସେନାଧ୍ୟକ୍ଷ ଘଟଣା କୁ ଗମ୍ଭୀରତା ର ସହ ନେଇ ନଜର ରଖିଛନ୍ତି ବିଜେଡି ଶାସନ ବେଳୁ କିଛି ପୋଲିସ୍ ଅଧିକାରୀ ଙ୍କ ମାନସିକତା ରେ ପରିବର୍ତ୍ତନ କରିନାହାନ୍ତି

  • @jamunakapujamunakapu4453
    @jamunakapujamunakapu4453 4 месяца назад +1

    ଯେତେବେଳେ ବି ପୋଲିସ ମାନଙ୍କ ଉପରେ ଏମିତି କିଛି ପଦକ୍ଷେପ ନିଆଯାଉଛି ସେତେବେଳେ ସାଧାରଣ ଜନତା ଭାରି ଖୁସି, ଜଣାନାଇଁ କଉ ଜନ୍ମ ର ରାଗ ଅଛି 😄😄😄😄😄

  • @jeetendrakumartiu1198
    @jeetendrakumartiu1198 4 месяца назад +30

    ଜଣେ ପୂର୍ବତନ ମେଜର କୁ ଯଦି ଏପରି ବ୍ୟବହାର କରାଯାଉଛି ତେବେ ସାଧାରଣ ଲୋକଙ୍କୁ ପୋଲିସ ଠୁ କଣ ଆଶା କରାଯାଇପାରେ

  • @KailashPadhan-pk3vk
    @KailashPadhan-pk3vk 4 месяца назад +5

    Ilove Indian army

  • @madhusudandhal302
    @madhusudandhal302 4 месяца назад +19

    ପୋଲିସ ମାନେ କଣ ଭାବୁଛନ୍ତି army କିଛି କରିପାରିବନି Army ମାନେ ଯେତିକି ଭଲ ସେତିକି ଖରାପି ହେଲେ 👍🏽👍🏽👍🏽Samjhe kya 🥷🏽

  • @bijayakumarmohanty8180
    @bijayakumarmohanty8180 4 месяца назад +1

    ଏ ପୋଲିଷ ସେବା ଅପେକ୍ଷା ଦାଦିଗିରି ଅଧିକା

  • @sanjayadas7539
    @sanjayadas7539 4 месяца назад +31

    ପାୱାର ଅଛି ବୋଲି ଏମିତି ବ୍ୟବହାର କରିବା ଠିକ୍ ନୁହେଁ।

  • @pradiptakishorebal2978
    @pradiptakishorebal2978 4 месяца назад +2

    ଏ କେଶରେ ଯେଉଁ ପୁଲିସ ବାବୁ ଅଛନ୍ତି, ସେମାନଙ୍କୁ ଚାକିରିରୁ ବହିଷ୍କାର କରା ଯାଉ, ଏମାନଂକୁ ବର୍ଡର ଏରିଆରେ ବର୍ଷ ଟିଏ ପାଇଁ ପଠାଇ ବାକୁ ଅନୁରୋଧ,

  • @chitaranjankara7226
    @chitaranjankara7226 4 месяца назад +11

    DG ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ✋✋✋

  • @anilmallick3128
    @anilmallick3128 4 месяца назад +1

    ମୋହନ ମାଝୀ ବିଧାୟକ ଥିଲା ବେଳେ ତ ପୋଲିସ ଅପମାନିତ କରିଥିଲା। ମୋହନ ମାଝୀ ଏବେ ମୁଖ୍ୟମନ୍ତ୍ରୀ ସେ କଣ ଜାଣିନାହାନ୍ତି ପୋଲିସ କି ପ୍ରକାର ବେବହାର କରନ୍ତି।

  • @GaganbihariBalabantaray
    @GaganbihariBalabantaray 4 месяца назад +15

    ଦେଶକୁ ସୁରକ୍ଷା ଦେଉ ଥିବା ସୈନକ କୁ ଏ ଚୋର ଏ ମିତୀ କରୁଛନ୍ତି ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ

  • @balaramdash5612
    @balaramdash5612 4 месяца назад +2

    ଖାଲି ନିଲମ୍ବନ କଲେ ହବନି। ମାଡ଼ ଦରକାର। ।
    ଆଉ ଚାକିରି ରୁ ବିଦାୟ କରାଯାଉ ଆଉ ତାଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ କରାଯାଉ

  • @Debendradas-r8c
    @Debendradas-r8c 4 месяца назад +16

    ଏମାନଙ୍କ ଘରେ ଭିଜିଲାନ୍ସ ରେଡକରାଯାଉ,

  • @SahooLaxmi-ru1gh
    @SahooLaxmi-ru1gh 4 месяца назад

    ଧନ୍ୟରେ ପୋଲିସ

  • @niranjanmohapatra9421
    @niranjanmohapatra9421 4 месяца назад +30

    Suspension is not enough, they should be dismissed from their services.

  • @abhayacharanapatra3502
    @abhayacharanapatra3502 4 месяца назад +2

    ମୁଖ୍ୟମନ୍ତ୍ରୀ ମହୋଦୟ ଏହାକୁ ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ

  • @bapisadangi3373
    @bapisadangi3373 4 месяца назад +57

    ପୋଲିସ୍ କୁ, ମଉକା ଦେଖି ହାଣିଦିଅ

    • @BaskeyAnanta
      @BaskeyAnanta 4 месяца назад +3

      ତା ପରେ ତ ମାଆ ଭଉଣୀ କୁ ତ ଘରେ ପଶି ଗେହିଁଲେ ତୁ କାହା ପାଖକୁ ଯିବୁ Polic କୁ ତୁ ହାଣୀ ମାରି ଦେଇଥିବୁ 😂😂

    • @Odishavoult
      @Odishavoult 4 месяца назад

      ​@@BaskeyAnanta na bhai gali diantu nahi

    • @bapisadangi3373
      @bapisadangi3373 4 месяца назад +4

      @@BaskeyAnanta ପ୍ରଥମେ ତୋର ଭଉଣୀ କୁ ଠିଆପେଲିବି ତାପରେ ବୋଉର ପାଟିରେ ପୁରାଇ ବି, ଶେଷରେ ପୋଲିସ୍

    • @kartik_bhuyan_tapu
      @kartik_bhuyan_tapu 4 месяца назад

      👍👍👍​@@bapisadangi3373

    • @biswajitmahakud3870
      @biswajitmahakud3870 4 месяца назад

      ❤❤❤​@@bapisadangi3373

  • @AshokPal-bk7vb
    @AshokPal-bk7vb 4 месяца назад +4

    Need to see what next action our beloved chief minister takes!!

  • @JayantkumarSethi
    @JayantkumarSethi 4 месяца назад +16

    କଥା କୁହାଳିଆ ପୋଲିସ ଅଫିସର । ଲାଞ୍ଚ ଖାଇ ଖାଇ ମିଛ କହିବା ଅଭ୍ୟାସ ହୋଇଗଲାଣି ।

  • @parsuramjani1993
    @parsuramjani1993 4 месяца назад

    Odisha ଉପରେ national media coverage ବେଶି ଅଛି ସାବଧାନ ମୋହନ ସରକାର, ଜୟ ଶ୍ରୀ ରାମ

  • @prasantakumar6857
    @prasantakumar6857 4 месяца назад +14

    ଆର୍ଗୁମେଣ୍ଟ କରିବେ l ବୋଲି ତମେ ସଳେ ବାଡେଇବl ଛି ଛି ଓଡ଼ିଶା ପୋଲିସ୍ l ଜଣେ ସେନା ମେଜର ଉପରେ ଏମିତି ହେଇ ପାରୁଚି l ଆମେ ଗରିବ ଲୋକ ଙ୍କୁ ଏ ପୋଲିସ କଣ ନ କରିବ l ଛି ସେ ଘୋଡା ଗେହୀ ଲେଡି ପୋଲିସ ଅଫିସର କେମିତି ଜଣେ ଝିଅକୁ ଅତ୍ୟାଚାର କଲା l

    • @RadhanathBehera
      @RadhanathBehera 4 месяца назад

      Same case Au jane ledi Nimapadare achhi. Nari hoi nari upare atyachat karuchanti chi laja laguni.

  • @SANJAYKUMARPANDA-r6r
    @SANJAYKUMARPANDA-r6r 4 месяца назад +1

    ଏହା ପ୍ରମାଣିତ କରୁଛି କି ଆମ ଦେଶରେ ପୁଲିସ୍ ଓ ବିଚାର ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ ଓ ବର୍ଦ୍ଦିର ରଙ୍ଗ କୁ ନୀଳ ରଙ୍ଗ କୁ ପରିବର୍ତ୍ତନ ଆବଶ୍ୟକ ସମଗ୍ର ଦେଶରେ ମଦ ବନ୍ଦ ହେବା ଆବଶ୍ୟକ। ମଦ ପିଇ ଆସୁଥିବା କର୍ମଚାରୀଙ୍କୁ ଚାକିରୀ ରୁ ତତ୍କାଳ ବାହାର କରିବା ଆବଶ୍ୟକ।

  • @bhabaniprasadrout
    @bhabaniprasadrout 4 месяца назад +22

    ଯେଉଁ ଅଫିସର ଯୌନାଙ୍ଗ ଦେଖାଇଛି ତା ଘରେ ମା ଭଉଣୀ ନାହାନ୍ତି.

  • @basantakumarkar815
    @basantakumarkar815 4 месяца назад

    ଭରତ ପୁର ଥାନାରେ ଥିବା ବଡ଼ ଅଫିସର ମାନଙ୍କୁ ସସ୍ପେଣ୍ଟ କରିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @Baccha-chor29
    @Baccha-chor29 4 месяца назад +35

    ଲୋକ ଶିକ୍ଷିତ ହେଲେ କଣ ହେବ ମାନସିକତା କିଏ ପରିବର୍ତନ କରିବ

    • @marinerambika6438
      @marinerambika6438 4 месяца назад

      Yeguda sikhita nuha,ye sala guda paisa dia chakar guda

  • @HeAlonmj
    @HeAlonmj 4 месяца назад +1

    ପ୍ରକୃତରେ ଗୁଣ୍ଡା ହେଉଛି Police ଆଉ କେହି ନୁହେ, ଅନ୍ୟୟ Police ର ହାତ ଥିବ କଲିକତା ଘଟଣା ମନପକାଅ

  • @ShreearamMeher
    @ShreearamMeher 4 месяца назад +6

    ମାଗିହା ପୋଲିସ ମାନଙ୍କର ଏତେ ସାହଶ ମେଜର କୁ ମଧ୍ୟ ଛାଡ଼ିଲେ ନି ସେଥିପାଇଁ ତ ପୋଲିସ କୁ କୁକୁର କହନ୍ତି

  • @sibaprasadbehera3824
    @sibaprasadbehera3824 4 месяца назад +3

    ମଝିରେ ମଝିରେ ଏଭଳି ପୋଲିସ ବାବୁଙ୍କୁ broader ଉପରେ duty ଦିଆଯିବା ଆବଶ୍ୟକ

  • @bijayapppradhan4563
    @bijayapppradhan4563 4 месяца назад +37

    ସିପାହୀରୁ iic ସେ କଣ ଶିଖିବେ। ବାହାଦୁରି ମାରୁଛନ୍ତି।

  • @hemantnayak5234
    @hemantnayak5234 4 месяца назад +1

    ତାକୁ ନିଲମ୍ବିତ କଲ ମନ ବୁଝୁନି, ଲଣ୍ଡା କର ଚୁନ କଳା ଲଗାଇ ସହରରେ ଘୁରାଇ ବୁଲାଅ,,,,

  • @santoshkumarmishra2620
    @santoshkumarmishra2620 4 месяца назад +10

    suspend ନୁହେଁ କେବଳ ମାଡ ହିଁ ମାଡ ଦରକାରଥିଲା

  • @jyotiprakashsahoo4202
    @jyotiprakashsahoo4202 4 месяца назад +3

    ତମେ mg police କେବେ କାହାକୁ ଭଲ ବ୍ୟବହାର କରିଛ ??
    ତମ ପିଲା ମାନଙ୍କୁ ତମେ କୋଉ ମୁହଁ ଦେଖାଉଥିବ କେଜାଣି।

  • @bharatpradhan2462
    @bharatpradhan2462 4 месяца назад +9

    ପ୍ରଥମେ ପବ୍ଲିକ ମାଡ଼,ପରେ ଆଇନ ଚାଲୁ

  • @Gajendratandi1982
    @Gajendratandi1982 4 месяца назад

    ପୋଲିସ ର ଦବଙ୍ଗ ଗିରି ଚାଲିବ ନାହିଁ । ପୋଲିସ ସତକୁ ମିଛ ଆଉ ମିଛ କୁ ସତ କରି ଥାଏ ମୁଁ ଭଲ ଭାବେ ଜାଣିଛି । ଜଣେ ଯବାନ କୁ ଏତେ ନିର୍ଯାତନା ହେଲେ ସାଧାରଣ ଜନତା ର କଣ ହେବ ବିଚାର କରନ୍ତୁ ।

  • @TunaDas-tt7xj
    @TunaDas-tt7xj 4 месяца назад +6

    ଏ ମର୍ମ୍ହାହାତ ଘଟଣା ରୁ ଓଡ଼ିଶାର ଜନସାଧାରଣଙ୍କ ମନରେ ପୋଲିସ ଉପରୁ ବିଶ୍ବାସ ତୁଟି ଗଲା । ଯିଏ ଅଭିଯୋଗ ପାଇଁ ଆସନ୍ତି ସେ ପୋଲିସ ସହିତ ମୋର ପିଟ ହେବାକୁ ଆସନ୍ତି। ସେ ପୁଣି ମହିଳା। ପୋଲିସ ବାବୁ ଚୁଡ଼ି ପିନ୍ଧି ଥାନାରେ ବସ । ଏହା ଏକ ସଡ଼ଯନ୍ତ , ମହନ ସାର୍ ଏମାନଙ୍କୁ desmiss କରା ଯାଉ

  • @sunidash5077
    @sunidash5077 4 месяца назад +1

    ହଁ 🧳ହଁ ଏ ପୋଲିଶି ଗୁଡ଼ିକ ସବୁଠି ଏମିତିି, ବଦମାସି

  • @bimalaprasadbhanjasamanta9954
    @bimalaprasadbhanjasamanta9954 4 месяца назад +4

    ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀ ହେବା ଦରକାର

  • @OmmprakashRoutray-bw1jq
    @OmmprakashRoutray-bw1jq 4 месяца назад +1

    ରାତି କଣ ଚାଦାଆଦାୟହୋଉଥିଲାକି ସେଲେଡି ଅଫିସର କଣ ମଦପିଇ ସୋଇଥିଇଲେକୀ ଏମାନକ କଥାସୁଣିବାକୁ ତାକପାଖରେ ସମୟ ଅଭବଥିଲା

  • @satyanaik7321
    @satyanaik7321 4 месяца назад +21

    ସେମାନଙ୍କୁ ଆର୍ମି କୁ ଦେଇଦିଅ ସେମାନେ ଠିକ୍ କରି ଛାଡି ଦେବେ 😂😂😂

  • @jayakrushnarana4501
    @jayakrushnarana4501 4 месяца назад

    ପୋଲିସ ଭାବୁଛି ଆମେ ଭଗବାନ ଯାହା କହିବୁ ଓ କରିବୁ ତାହା ଠିକ୍?

  • @Siba-ly7tf
    @Siba-ly7tf 4 месяца назад +15

    Odisha police educated and intelligent ହେବ ଆବଶ୍ୟକ। ବିଛା ମନ୍ତ୍ର ନ ଜାଣି ସାପ ଗାତ ରେ ହାତ ପୁରାଇଲେ ଏହି ଅବସ୍ଥା ହେବ।

  • @pramodpradhan8792
    @pramodpradhan8792 4 месяца назад +2

    Jai ho indian army

  • @gangadhardash3430
    @gangadhardash3430 4 месяца назад +38

    ସରକାରୀ କର୍ମଚାରୀଙ୍କୁ
    କର୍ତ୍ତବ୍ୟ
    କଥା କହିବା
    ପାପ !!

  • @himanshupattnaik9266
    @himanshupattnaik9266 4 месяца назад +2

    ମାର ଶଳା କୁ. Police hoi ghrunya କାମ କରୁଛନ୍ତି.

  • @biswaranjanbiswal7612
    @biswaranjanbiswal7612 4 месяца назад +7

    ଏଥିରେ CBI ଯାଞ୍ଚ ହେବା ଦରକାର

  • @studywithme1961
    @studywithme1961 4 месяца назад

    ଓଡିଶା ସରକାର ପ୍ରଥମେ ପୋଲିସ ବ୍ୟବସ୍ଥାକୁ ସୁଧାରିବା ଦରକାର, ତାପରେ ଅନlନ୍ୟ ବ୍ୟବସ୍ତା କରିବେ, କାରଣ ପ୍ରତେକ ଦିନ ପୋଲିସ ବିରୋଧରେ ଅଭିଯୋଗ ଆସିବା ସରକାର ଙ୍କ ପକ୍ଷ୍ୟେ ଭଲ ସୂଚକ ନୁହେଁ l

  • @learnenglishwithbrahma9368
    @learnenglishwithbrahma9368 4 месяца назад +10

    ଏମାନଙ୍କର ନ୍ୟାୟ ସେନାଧ୍ୟକ୍ଷ ଓ ସେନାମାନଙ୍କୁ ହିଁ ଛାଡ଼ି ଦିଆ ଯାଉ।

  • @JagannathMarndi-i6w
    @JagannathMarndi-i6w 4 месяца назад

    ଯେଉଁ ମାନେ ପୋଲିସରେ ଚାକିରି କରୁଛନ୍ତି ସେମାନଙ୍କ Mental positivity test ନେବା ବହୁତ ଜରୁରୀ, ଯେଉଁ ମାନେ mentally positive ସେମାନଙ୍କୁ ଚାକିରି ରେ ରଖିବା ଦରକାର ଆଉ ଯେଉଁ ମାନେ mentally negative ସେମାନଙ୍କୁ ଚାକିରି ନଦେବା ଦରକାର, ଚାକିରି କରିବା ପାଇଁ ଲୋକଙ୍କ ଅଭାବ ନାହିଁ ....

  • @satyanaik7321
    @satyanaik7321 4 месяца назад +10

    କଣ ରିପୋର୍ଟ କରିବେ ସେ କହିବେ ଆପଣ କାମ କରିବେ ସେ ଲେଡୀ ଅଫିସର୍ ଥାନ ରେ ଗାଣ୍ଡୀ ଦେଖାଉ ଥିଲା ଗଲାନି ଘଟଣା ସ୍ଥଳ କୁ ସଙ୍ଗେ ସଙ୍ଗେ ଯିବାର ଥିଲା 😂😂😂

  • @santoshpanigrahi2221
    @santoshpanigrahi2221 4 месяца назад +1

    Indian defence are the blood wall of our country....indian public wants justice...jai hind jai shena

  • @KshirodKumarNayakLaluNayk
    @KshirodKumarNayakLaluNayk 4 месяца назад +6

    ଆଉ କିଛି କରିବା ଦରକାର ନାହିଁ ଏମାନଙ୍କୁ ଆର୍ମୀ ଅଧିକାରୀଙ୍କୁ ହସ୍ତାନ୍ତର କରିବା ଦରକାର ଆର୍ମୀର ପନିସମେଣ୍ଟ , ଆର୍ମୀର କର୍ଟ ମାର୍ଶଲ ଆଉ ଅନେକ ପନିସମେଣ୍ଟ ଅଛି ଆର୍ମୀ ଯାହା କରିବେ ସବୁ ଠିକ ହେବ ଜୟ ହୀନ୍ଦ, Ex Difence Driver

  • @m.bairisalyafiresafetyoidi8081
    @m.bairisalyafiresafetyoidi8081 4 месяца назад

    ପୋଲିସ ଯାହା କରିଛି ତାହା ନିଶ୍ଚିନ୍ତ ଭୁଲ
    କିନ୍ତୁ ଝିଅ ଯୋଉ ମଦପିଇ ରାତି ଗୋଟାଏରେ ବାରରୁ ଫେରୁଛି
    ତାହା କେତେ ଠିକ୍?
    ପିଲାଙ୍କୁ ଶିକ୍ଷା ସହ ସଂସ୍କାର ଦିଅନ୍ତୁ

  • @bhabaniprasadrout
    @bhabaniprasadrout 4 месяца назад +13

    ଏବେବି ଇଂରେଜ ଅମଳ ଭାବୁଛନ୍ତି

  • @user-qe9tp9hi4u
    @user-qe9tp9hi4u 4 месяца назад +1

    ମୋତେ ଲାଗୁଛି ଗୋଟିଏ ହାତରେ ତାଳି ବାଜିବ ନାହିଁ।

  • @SPINFOTAINMENT
    @SPINFOTAINMENT 4 месяца назад +6

    ଏଗୁଡା ଯେତିକି ଏମିତି କାମ କରୁଛନ୍ତି ଏଗୁଡା police ନୁହଁ କଞ୍ଚା ବେଧ ପିଲା ଗୁଡାକ ।
    ଏଗୁଡ଼ାଙ୍କ ଗାଣ୍ଡୀ ପଟେ ଶାବଳ ପୁରେଇବା ଦରକାର public ଙ୍କୁ ସମସ୍ତେ ମିଶିକି ନହେଲେ ଏ ବେଧ ପିଲେ ଏମିତି ଜନସାଧାରଣଙ୍କ ଉପରେ ଅମାନୁଷିକ କାର୍ଯ୍ୟ କରିଚାଲିଥିବେ।

  • @prafullanayak1759
    @prafullanayak1759 4 месяца назад

    ପୋଲିସ ସମ୍ବନ୍ଧରେ ସମସ୍ତ ଜନ ସାଧାରଣ କଣ ମତ ପ୍ରକାଶ କରନ୍ତି ସମସ୍ତେ ଜାଣନ୍ତି,ଏଠି କଣ ତାର ପରିଣତି ହେବ ଦେଶବାସୀ ଦେଖିବେ।।। ବ୍ରିଟିଶ୍ ରାଜ ତୁଳନାରେ ଏହା ଶତ ସହସ୍ର ଗୁଣରେ ମାତ୍ରାଧିକ ।।

  • @lokanathrout8763
    @lokanathrout8763 4 месяца назад +5

    ଦୃଷ୍ଟାନ୍ତମୂଳକ ଶାସ୍ତି ସରକାର ନେବା ଉଚିତ

  • @Amanchhotraya
    @Amanchhotraya 4 месяца назад

    ଦୀର୍ଘ ନ ବର୍ଷ ଭିତରେ ଓଡ଼ିଶା ରେ ଦେଢ଼ ହଜାର କୋଟି ଚୋର ଚୋରି କରି ନେଇଛି ହେଲେ ଓଡ଼ିଶା ପୋଲିସ ଆଖି ବନ୍ଦ କରି ରଖିଛି 😅
    ଏଥିରୁ ଜଣା ପଡୁଛି ଓଡ଼ିଶା ପୋଲିସ ର ବହୁତ୍ କର୍ମଚାରୀ ଲାଞ୍ଚ ରେ ଭାଗିଦାରୀ ଅଛନ୍ତି 😥