ପଇସା ପାଇଁ ଡହଳବିକଳ ଲାଞ୍ଚୁଆ ପୁଲିସ | Vigilance Nabs Two Police Officers In Balsore | Odisha Reporter

Поделиться
HTML-код
  • Опубликовано: 23 ноя 2024

Комментарии • 798

  • @pratapdas3193
    @pratapdas3193 Год назад +33

    ଏଭଳି ପୁଲିସ ଙ୍କ ଊପରେ ଆନ୍ଧ୍ର ଟ୍ରକ ଚଢିଯାଏ ଜଦି ଭଲ ହୁଅନ୍ତା

  • @Jagannath542
    @Jagannath542 Год назад +123

    ସବୁ ପୋଲିସ ଲାଞ୍ଜୁଆ ଆଉ ନେତା ମନ୍ତ୍ରୀ ଙ୍କ ଚାମଚ

  • @suvamdas1722
    @suvamdas1722 Год назад +72

    90% Police ଲାଞ୍ଚ ନେଉଛନ୍ତି.... ତାଙ୍କ ପରିବାର କୁ ଭଗବାନ ସାହା ହେବେ..... ସେମିତି ରୋଗବ୍ୟାଧି ରେ ପଇସା ଯିବ 🙏

  • @prabhakardas4898
    @prabhakardas4898 Год назад +27

    ଶେ ମଦ ଦୁକାନି ଭାଇକୁ ଧନ୍ୟବାଦ

  • @gyanendrajena7315
    @gyanendrajena7315 Год назад +59

    ସମୟ ଏମିତି ଆସିବ ସାଧାରଣ ଜନତା ଏ ପୋଲିସ ଗୁଡାଙ୍କୁ ରାସ୍ତା ଘାଟ ରେ ଗୋଡେଇ ଗୋଡେଇ ବଡେଇବେ।

    • @GOD_995
      @GOD_995 Год назад +2

      Tuma Katha sata heu

  • @jbjmotivetion123
    @jbjmotivetion123 Год назад +176

    ଦୁନିଆରେ ଯଦି କେହି ଚୋର ଥାନ୍ତି, ପ୍ରଥମ ଚୋର ହେଉଛନ୍ତି ପୋଲିସ🥱🥱

  • @alokpalai3577
    @alokpalai3577 Год назад +90

    ଏମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଏବଂ ଆଜୀବନ ହେବା ଦରକାର 😊😊😊😊😊😊😊😊😊😊

  • @dasknowledgecenter8261
    @dasknowledgecenter8261 Год назад +19

    ଯେତେ ପ୍ରମାଣ ଦେଲେ ଏଠି କଣ ହେବ ସରକାର କଣ ଜାଣିନାହାଁନ୍ତି ନେତା କଣ ଅଫିସର କଣ ସବୁ ତ ଏଠି ଲାଞ୍ଚୁଆ.

  • @Xuy788
    @Xuy788 Год назад +36

    ସେଥିପାଇଁ 18 ଲକ୍ଷ ଦେଇ ଚାକିରୀ କଲେ ବି କିଛି ଅସୁବିଧା ନାହିଁ... ସବୁ ଟଙ୍କା 2 ବର୍ଷ ଭିତରେ ବାହାରି ପଡିବ

  • @3pradhan237
    @3pradhan237 Год назад +8

    ଆମ ଓଡ଼ିଶାରେ ସବୁ ପୋଲିସ ଲଞ୍ଚୁଆ। ଆମ ଓଡ଼ିଶାକୁ ଭଗବାନ ସାହା।

  • @girishchandrapradhan1983
    @girishchandrapradhan1983 Год назад +184

    All odisha ରେ 100% ପୁଲିସ୍ ବାବୁ ମାନେ ଲାଞ୍ଚ ନେଉ ଛନ୍ତି।

    • @Isoolated_Irl
      @Isoolated_Irl Год назад +3

      Government jebe corrupt police asibe koutu

    • @nilakanthgouda
      @nilakanthgouda Год назад

      ଓଡ଼ିଶା ରେ ଯେତିକି ବେକାର ପିଲା ଆତଙ୍କବାଦୀ ହୋଇ ଏ ମାନଙ୍କ ପେଟ ରେ ବନ୍ଧୁକ ପୁରେଇ ଫୁଟାଇବା କଥା

    • @ashokkumardash9308
      @ashokkumardash9308 Год назад

      Sabu police wala nkara proporty check krajau

    • @styxgming.......7020
      @styxgming.......7020 Год назад +2

      Sabu paisa khia chor jaka

    • @pradeepnayakpradeepnayak604
      @pradeepnayakpradeepnayak604 Год назад

      Right

  • @girishchandrapradhan1983
    @girishchandrapradhan1983 Год назад +24

    କିଛି ନୁହଁ ପୁରା ଓଡ଼ିଶାରେ ଏପରି ଚାଲିଛି

  • @bijayamahanty8927
    @bijayamahanty8927 Год назад +27

    Total Balasore distric କୁ ଜାଲରେ ଟାଣିଲେ ବଡ଼ ବଡ଼ ମାଛ (ପୋଲିସ ବାବୁ) ଜାଲ ରେ ପଡ଼ିବେ(ଜାଲ ଟା ମଶାରୀ ଜାଲ , ବଡ଼ ଫାସିଆ ଜାଲ ହେଲେ ମାଛ ଗଲିଜିବେ)

  • @kalicharanmahapatra885
    @kalicharanmahapatra885 Год назад +35

    ଏ ମାନଙ୍କ ସବୁ ସମ୍ପତି ଲାଞ୍ଚ ଖାଇଥିବା ଟଙ୍କା ସିଜ୍ କରି ଚାକିରି ରୁ ବାହାର କରାଯାଉ ,ମଦ ପିଇ ଲୋକଙ୍କର ସଂସାର ଉଜୁଡ଼ିଯୌଚି ହେଲେ,,c m ,କହିଛନ୍ତି ମଦ ବିକି ଓ ପିଇ ରେକଡ଼ର୍ କର ମୁ ପ୍ରାଇଁଜ ଦେବୀ,ଧନ୍ୟ ରେ ତି ବିଧିକୁ

  • @bibhucreation.6598
    @bibhucreation.6598 Год назад +44

    ବାହା ବାହା ରେ ପୋଲିସ.. ଶାଗୁଣା ବିଲୁଆ ଚିକିତ୍ସକ ହେଲେ ରୋଗିକି ପାଇବ ପ୍ରାଣ..

  • @debasishbiswal8840
    @debasishbiswal8840 Год назад +31

    ମଦୁଆ ମୁଖ୍ୟମନ୍ତ୍ରୀ, ଲୁଟେରା ସଚିବ, ଦୁର୍ନୀତି ଖୋର୍ ନେତା, ଲାଞ୍ଚୁଆ ଅଫିସର, ମଦୁଆ ପୋଲିସ ବାଲା, ଭ୍ରଷ୍ଟ ପ୍ରଶାସନ, ଭକୁଆ ଜନତା, ଦିଗହରା ଶିକ୍ଷା, ଦାଦନ ଯୁବକ, ଇତ୍ୟାଦି ଇତ୍ୟାଦି ରେ ଚାଲିଛି ଆମ ସମୃଦ୍ଧ, ସୁଦୃଢ, ସକ୍ଷମ ରାଜ୍ୟ ସୁନାର ଓଡ଼ିଶା। କେବଳ ଜଗନ୍ନାଥ ଭରସା ଯେ କିନ୍ତୁ ସେ ନିଜେ ବି ଭୟଭୀତ ବ୍ରହ୍ମ ବିଭ୍ରାଟ ଦିନ ଠୁ।

    • @thirdeye9492
      @thirdeye9492 Год назад +2

      କାହାକୁ ରଖିବେ କଳା ଗୋସାଇଁ
      ତା ରତ୍ନ ଭଣ୍ଡାରକୁ ନେଲେ ବୁହାଇ
      ଧନ୍ୟ ନମ୍ବର ୱାନ ତୁମ ବିଚାର 🤪
      ଖଟ ପରେ ଦିଅଁ ହେବେ ଆହାର😭
      😭😭😂😄

  • @ramachandra5075
    @ramachandra5075 Год назад +18

    ମୁଁ ବେଳେବେଳେ ଭାବୁଛି ୪୦/୫୦ ହଜାର ଟଙ୍କା ଦରମା ପୋଲିସ ମାନଙ୍କର ୨୦୦/୩୦୦ କୋଟି ସମ୍ପତ୍ତି ଆସୁଛି କେଉଁଠୁ ପୋଲିସ ମାନଙ୍କର ବି audi _ Mercedes ଅଛି ।

  • @sanjaypradhan2978
    @sanjaypradhan2978 Год назад +28

    30 ଜିଲ୍ଲାର ପୋଲିସ ଲାଞ୍ଚ ନେଉଛନ୍ତି , ତାଙ୍କ ଡ୍ରାଇଭର କହୁଛନ୍ତି ସେ ଜଣେ ଜଣେ ଆଇଆଇସି

  • @sri1047
    @sri1047 Год назад +26

    କେ ଭାଇ ଲାଞ୍ଚ ଦେଇ ପୋଲିସ୍ ହୋଇଛନ୍ତି ଏବେ ଲାଞ୍ଚ ସେଥିପାଇଁ ନେଉଛନ୍ତି କଣ କରିବେ ଲାଞ୍ଚ ଦେଇଥିବା ଟଙ୍କା ଟା କେମିତି ପାଇବେ 😂😂 ୟେ 5T ନିୟମ 😂😂 ଲଜ୍ୟା ହେଲେ ବି କିଛି ଅଲାଜୁକ support କରି ଜୟ ଜୟ କରୁଛନ୍ତି।

    • @Isoolated_Irl
      @Isoolated_Irl Год назад +1

      😂😂 bahara desare ta reputation kharap India police ra Abe Jana paduchi semane thik kahuchanti 😂

    • @sri1047
      @sri1047 Год назад

      @@Isoolated_Irl dekhiba agaku kn heuchhi

  • @purnapradhan9553
    @purnapradhan9553 4 месяца назад +1

    ❤ ଦୁର୍ନୀତି ଗ୍ରସ୍ତ ଙ୍କୁ ଚକି ପେଷିବାର ବ୍ୟବସ୍ଥା ହେଉ❤

  • @udaynarayandas9058
    @udaynarayandas9058 9 месяцев назад

    He ପ୍ରଭୁ ! ପୃଥିବୀକୁ ଶୀଘ୍ର ଧ୍ଵଂସ କରିଦିଅ ।

  • @ODISHABHAI-eq8jq
    @ODISHABHAI-eq8jq Год назад +1

    ଟଙ୍କା ପ୍ରତି ଏତେ ଲୋଭ ଯେ , ଦରକାର ପଡିଲେ ସେମାନେ ଘର ଲୋକ ଙ୍କୁ ଭଡ଼ା ଲଗାଇ ଦେବେ

  • @rabindrarath9474
    @rabindrarath9474 Год назад +3

    ଧନ୍ୟ ଏ ପୋଲିସ ଧନ୍ୟ ଦୁର୍ନୀତି ମୁକ୍ତ ଶାସନ 23ବର୍ଷର ନିର୍ମଳ ଶାସନ 1ନମ୍ବର ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ମୁକ୍ତ ଶାସନ

  • @sisirbhuyan9278
    @sisirbhuyan9278 Год назад +6

    ଡ୍ରାଇବର ମଧ୍ୟ ଏଥିରେ ବହୁତ ଲାଞ୍ଚୁଆ ପୋଲିସ ଗାଡ଼ିରେ ବୁଲି ନିଜକୁ ମଧ୍ୟ ପୋଲିସ ଭାବି ଦେଉଛନ୍ତି l plz ନବୀନ ସାର ଏମାନଙ୍କ ଉପରେ କାରବାହି କରାନ୍ତୁ l

  • @deepakrupali6383
    @deepakrupali6383 Год назад +1

    ମାଗିହା ପୋଲିସ କୁ ଧର ନହେଲେ ଏନକାଉଣ୍ଟର କରିବୁ

  • @sriramprasad4240
    @sriramprasad4240 Год назад +9

    Good awareness for public..

  • @sunilnaik2633
    @sunilnaik2633 Год назад +2

    ସାବାସ ମଦ ବେପାରି ଛାଡନାହିଁ ଏମାନଙ୍କୁ

  • @sanam151
    @sanam151 Год назад +106

    ମୁଁ ଦୟା କରି ଓଡିଶା ପ୍ରଶାସନ କୁ ଏତିକି ପ୍ରାର୍ଥନା କରିବି ଯଉ ପୋଲିସ ଏମିତି କାମ କରୁଛନ୍ତି ଦୟାକରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଜୟ ଜଗନ୍ନାଥ 🙏🙏

    • @rameshchandrasahoo8872
      @rameshchandrasahoo8872 Год назад +2

      Kambal Sara to Bala ! Nua nuhe , aagru thila yebe bi achhi, vabishya te rahithiba, joy jagannath

    • @santoshnayak6459
      @santoshnayak6459 Год назад +2

      ଖାସ କରି ରାଜନୀତି ରେ ଲଗେଇବା ପାଇଁ 30 ଜିଲ୍ଲାରl ରାଜ୍ୟ ସରକାର ଏହିପରି ପ୍ରୟାସ

    • @gyanendrajena7315
      @gyanendrajena7315 Год назад +1

      ହଁ ପା ଏ ନବୀନ ପ୍ରଶାସନ ଅନେଇଛି , ଆପଣ ଅନୁରୋଧ କଲେ ସେ ସଙ୍ଗେ ସଙ୍ଗେ action ନେଇଯିବେ ।।

    • @sanam151
      @sanam151 Год назад

      @@gyanendrajena7315 ଠିକ କଥା 🙏🙏

    • @UMESHKUMARRAY-n3h
      @UMESHKUMARRAY-n3h Год назад

      chii odisha sarkar kan kariba

  • @chinmaysamal2384
    @chinmaysamal2384 Год назад +3

    ଏମିତି କିଛି ପୋଲିସ ପାଇଁ ଆଜି ପୁରା dept ବଦଲାମ 😳😞... ଏମାନଙ୍କୁ ବଦଳାଇବା ପାଇଁ ହେଲେ ପ୍ରଥମେ ଜନତା ବଦଳିବା ଦରକାର, ଜୟ ଜଗନ୍ନାଥ 🙏

  • @tsallmix
    @tsallmix Год назад +3

    କଳାହାଣ୍ଡି ଜିଲ୍ଲା ,ଥାନା ମ.ରାମପୁର ପୋଲିସ ସେକେଣ୍ଡ ବାବୁ ବହୁତ୍ ଳାଞ୍ଚୁଆ ଅଛନ୍ତି।

  • @bhubanmohanty3853
    @bhubanmohanty3853 Год назад +4

    5 T ଶାସନର ନମୂନା

  • @dasfilms6
    @dasfilms6 Год назад +2

    Odisha reporter very good job

  • @bhaiteravlogbala
    @bhaiteravlogbala Год назад +2

    Police station ଉଠେଇ ଦେବା ଦରକାର ଏବେ ଆଉ ଇଂରେଜ ନାହାଁନ୍ତି ସିଧା ସଳଖ ସେନା ଶାସନ ଆସୁ ସବୁ ସାବାଡ ହେଇ ଜିବେ।

  • @sudamcharanprusty
    @sudamcharanprusty Год назад +1

    ଲାଞ୍ଚ ଖାଉଛ ବିଷ ଖାଇ ମରୁ ନା ଶଳେ।
    ବିଷ୍ଟା ଖାଉନ ଶଳେ।ତୁମ ବାପା ମାଆ
    ଏ ଇ ଶିକ୍ଷ। ଦେଇ ଚାକିରୀ କରାଇଛନ୍ତି

  • @bishnuprusty9608
    @bishnuprusty9608 Год назад +1

    ଓଡିଶାରେ କେବେ ବନ୍ଦ ହେବ ଏମାନଙ୍କ ଲଞ୍ଚ କଠରରୁକଠର ଦଣ୍ଡଦିଆଯାଉ

  • @prafullapanda977
    @prafullapanda977 Год назад +1

    ଲାଁଚ ନ ଖାଇଲେ ମାଇକିନା ଛାଡିକି ପଳେଇବ

  • @sudhirkumar-zr8cl
    @sudhirkumar-zr8cl Год назад

    ଆରେ କେବଳ ବାଲେଶ୍ଵର ନୁହେଁ ଜଣେ ବି ପୋଲିସ ସଚ୍ଚୋଟ ନୁହେଁ ଯଦି କିଏ ଜଣେ ବି ଅଛି କୁହ , କିଏ ଲାଞ୍ଚୁଆ ସେଇଟା ଗଣନୀ କିଏ ସଚ୍ଚୋଟ ଜଣେ ଅଛି ଯଦି କୁହ ,

  • @subashchandrapanda4933
    @subashchandrapanda4933 Год назад +20

    Will 5T secretary visit Balasore and take action immediately ? If not he should disclose his percentage. We are proud of our 5T secretary.

  • @purnendusarangi3816
    @purnendusarangi3816 Год назад

    ଅର୍ଥାତ୍ ଈଲିଶି ମାଛ ଯେମିତି କଣ୍ଟାପୂର୍ଣ୍ଣ, ସେମିତି ପୁଲିସ୍ ଚାକିରୀ ବି କଣ୍ଟାଭର୍ତି।

  • @babulapatiarbabulapatiar8338
    @babulapatiarbabulapatiar8338 Год назад +1

    ପାଠୁଆ ପୁଲିସ୍ ଦରକାର ନାହିଁ କେବଳ ଧର୍ମ ର ଚାଠୁଆ ପୁଲିସ୍ ଦରକାର ସ୍ବାଧୀନତା ର ପୁଲିସ୍

  • @Pintu_Ghana
    @Pintu_Ghana Год назад +4

    ଭଲ ହେଇଛି l ଏବେ ନାମ ନିଅ

  • @stuluachary
    @stuluachary Год назад +9

    ଲାଞ୍ଚୁଆ ପୋଲିସ ମଲେ 10 ଟଙ୍କିଆ କ‌ଏନ୍ ରେ ପୋଡ଼ା ହବ । ଏତେ ଟଙ୍କା ଦରମା ମିଳିଲା ପରେ ମଧ୍ୟ ଲାଞ୍ଚ । ଏ ମାନଙ୍କ ଗୁରୁ ନେତା ମନ୍ତ୍ରୀ ମାନେ ସବୁ ଚୋର ଚଣ୍ଡାଳ ହାରାମି ବେଇମାନ ଚୁତିଆ 🤣🤣🤣

  • @laxmidharsenapati3313
    @laxmidharsenapati3313 Год назад +1

    ସରକାର ଙ୍କ ଠାରୁ ଆଉ ଦରମା କାହିଁକି ନ ଉଛ। ଏମିତିଆ ଭଲ ବେପାର ଆଉ ମିଳିବ କି? ଗୋଟିଏ ମାସର ଦରମା ବି ବାକି ରହିବ ନାହିଁ। ସବୁ ଟଙ୍କା ପୋଲିସ ସାର୍ ଙ୍କୁ ଦେଇଦବା କଥା ନା!ଏ ଛତର ଖିଆ ପୋଲିସ କୁ ଆଗ ଜେଲ୍ ପଠାନ୍ତୁ ମାନ୍ୟବର ହାଇକୋର୍ଟ। ନଚେତ୍ ରାଜ୍ୟ ଟାକୁ ଖାଇଯିବେ। ଭିଜିଲାନ୍ସ ଅଫିସର ଙ୍କୁ ଅନୁରୋଧ ଏମିତି ସାରା ଓଡ଼ିଶା ରେ ବହୁତ ଥାନା ରେ ଏମିତି ଚାଲିଛି ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରନ୍ତୁ ।ଏ ମଦମାଫିଆ ଚୋର କ୍ରିମିନାଲ ଗୁଣ୍ଡା ଦଲାଲ୍ ମାନଙ୍କ ସାଙ୍ଗରେ କିଛି ପୋଲିସ ମିଶି ଆମ ସମାଜକୁ ନଷ୍ଟ ଭ୍ରଷ୍ଟ କରିଦେଲେ।ଓ ଏମାନଙ୍କ ସାଙ୍ଗରେ କିଛି ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଅଛନ୍ତି। ସମସ୍ତଙ୍କୁ ଭିଜିଲାନ୍ସ ଚଢ଼ାଉ କରି ଧରିଲେ ଓଡ଼ିଶା ବାସୀ ଖୁସିହେବେ ।ଥାନା ଆଉ ଥାନା ହେଇ ନାହିଁ।ଆଉ ଗରିବ ଲୋକ ନିଦୋଶ ଲୋକ ମାନଙ୍କୁ ନ୍ୟାୟ ମିଳୁନାହିଁ।ଗୁଣ୍ଡା ଚୋର କ୍ରିମିନାଲ ମାନଙ୍କୁ ପୋଲିସ ରାଜନୀତି ରେ ପଡ଼ି ଟଙ୍କା ନେଇ ଛାଡ଼ିଦେଉଚି ।ଓ ନିଦୋଶି ନିରୀହ ଲୋକଙ୍କୁ ଜେଲ୍ ପଠାଇ ଦେଉଛି। ନ୍ୟାୟ ପାଇବା ପାଈଁ ଗରିବ ନିରୀହ ଲୋକମାନେ ଥାନାକୁ ଡରି ଆଉ ଯାଉନାହାନ୍ତି। ପୋଲିସ ର କାର୍ଯ୍ୟକଳାପ ସମସ୍ତେ ଜାଣିସାରିଲେଣି । ଅନେକ ଥାନାରେ ଖାଲି ବେପାର ଚାଲିଛି। ପୋଲିସ ସବୁ ଜାଣି ଏହି କାମ କରୁଛି ।ଏଠି ମାନ୍ୟବର କୋର୍ଟ ଙ୍କୁ ଅନୁରୋଧ ପ୍ରତେକ ଥାନା ଓ ପୋଲିସ ଉପରେ କିଛି ବ୍ୟବସ୍ଥା କରନ୍ତୁ।ଆମ ଆଇନ ପ୍ରଣୟନ କୁ ଏମାନେ ଖେଳ ଘର ବୋଲି ଭାବୁଛନ୍ତି।ଯଦି ମାନୁ ଥାନ୍ତେ ତାହାଲେ ଚୋର ଟାଉଟର କ୍ରିମିନାଲ ମାନଙ୍କୁ ଠିକ୍ ଦଣ୍ଡ ମିଳୁ ଥାନ୍ତା ।ଗରିବ ନିରୀହ ନିର୍ଦ୍ଧୋଷୀ ମାନଙ୍କୁ ନ୍ୟାୟ ମିଳନ୍ତା ।ଜୟ ଜଗନ୍ନାଥ।

  • @thirdeye9492
    @thirdeye9492 Год назад +4

    ପୁଲିସ ମନ୍ତ୍ରୀ ହେ ଦିଅ ନଜର
    ପ୍ରମୋସନ କର ଏମାନଙ୍କର
    5T ଆଦର୍ଶେ ଗଢ଼ା ଏମାନେ
    ପାର୍ଟି ରେ ମିଶାଅ ଯଥା ସମ୍ମାନେ
    😭😂🤪

  • @jagannathbehera8938
    @jagannathbehera8938 Год назад

    ଏଠି ପ୍ରଶାସନ ଲାଞ୍ଚୁଆ ଛି ଛି ଛି....

  • @gobindachandrasoren9957
    @gobindachandrasoren9957 Год назад +12

    If they are not satisfied with their SALARY then Dismiss them from Government Services.Many aspirants are awaiting for Honesty Service.

    • @tin2ffshorts525
      @tin2ffshorts525 Год назад

      Yes me too

    • @sridharapradhan2758
      @sridharapradhan2758 Год назад

      Ohh ki vadea mukhaa.police tote gandi ki Maruni.bhikari Salle.ana tu Pura satia kichhi Janine abe jailre tora rate Kattibu

  • @jbjohnstradinglab2483
    @jbjohnstradinglab2483 Год назад +15

    Very good reporting
    Govt Please arrest the rubbish & third-rate police men & send them behind the bars .

  • @gurucharanaroutray5955
    @gurucharanaroutray5955 Год назад +2

    Jay jaganntha 🙏🙏🙏

  • @debendranathpanda3064
    @debendranathpanda3064 Год назад +6

    What a good report !

  • @sankarhembram6150
    @sankarhembram6150 Год назад +1

    ଏଇଟା ହିଁ କୁହାଯାଏ ଓଡ଼ିଶା ର ବିକାଶ ,,,

  • @prasantakhuntia9083
    @prasantakhuntia9083 Год назад +2

    Badhia police officer 🙏🙏Sabu khaijibe

  • @biswanathlohar2598
    @biswanathlohar2598 Год назад +1

    ଏହାକୁ ଅତି ସିଘ୍ର job ରୁ ବହିସ୍କାର କରାଯାଉ

  • @kuninath9253
    @kuninath9253 Год назад +11

    Bhai khali police nuhen samasta govt department ra sabu talu upara service karuthiba loka nka ei hal no1 govt aamara😀😀😀😁😁😁😡😡😡😡😡

  • @santoshmahapatra4721
    @santoshmahapatra4721 Год назад

    This is the best police of our Best Odisha govt. This is 5T.

  • @jayhind6187
    @jayhind6187 Год назад

    ମାତ୍ର ୫୦୦୦୦/ ବେଶୀ କ ଣ ହେଇ ଗଲାମ । ଶଳାଙ୍କର ବହଳିଆ ମୁହଁ ସତକୁ ମିଛ ମିଛକୁ ସତ ।

  • @sop828
    @sop828 Год назад +5

    Min Qualification for Police Job. " CLEAN GOVERNANCE "

  • @devil_princess_jyotsna123
    @devil_princess_jyotsna123 Год назад +1

    ଦୁର୍ନୀତି କରୁ ଛନ୍ତି ଏହି ପୋଲିସ ମନେ ମାନେ ଏ ମାନଙ୍କୁ ବିରୁଦ୍ଧ ରେ କଢ଼ା ଅନୁଷ୍ଠାନ ନିଆ ଯାଉ

  • @samarendraghosh1847
    @samarendraghosh1847 Год назад +1

    Jay Jagannath

  • @RAJESHpradhan01994
    @RAJESHpradhan01994 Год назад +1

    କୌଣସି police ମଧ୍ୟ ଭଦ୍ର ନାହିଁ

  • @subashchandrapanda4933
    @subashchandrapanda4933 Год назад +3

    They should be dismissed from service immediately and arrested.

  • @chandrabhanubehera4150
    @chandrabhanubehera4150 Год назад +1

    Very good sir

  • @bijankumarnayak1080
    @bijankumarnayak1080 Год назад +2

    100 ରୁ 80 ପୋଲିସ ଲାଞ୍ଚୁଆ ଭଂଡୁଆ

  • @arunbehera1948
    @arunbehera1948 Год назад +3

    Verry Good

  • @madhabanandaswain4695
    @madhabanandaswain4695 4 месяца назад

    ଏମାନଙ୍କୁ ଚାକିରି ରୁ ବିଦକରଜାଉ ଏବଂ emanka sampati jabatta karajau

  • @pradeepmajhi8058
    @pradeepmajhi8058 Год назад +1

    Very nice

  • @rajeshmohapatra3694
    @rajeshmohapatra3694 Год назад

    5t ମଦ ମଦ ଦେଶର ଗର୍ବ

  • @rabindrasahoo1394
    @rabindrasahoo1394 Год назад +13

    Khaki badri ra apaman.......shame odhissa police 🚓🚨..........

  • @rabindadas4358
    @rabindadas4358 Год назад +2

    Super

  • @minasahoo9290
    @minasahoo9290 5 месяцев назад

    Super 👍 , thunki dea Jail vitare sabu police nku ,5,to10years tahele jai odisha police badalibe ,

  • @rkentertainment3226
    @rkentertainment3226 Год назад

    ଖାଲି ପୋଲିସ ବାବୁ ଏକା ନୁହଁ ଅନେକ ସରକାରୀ କର୍ମଚାରୀ ଏ ରୋଗରେ ଆକ୍ରାନ୍ତ।

  • @AnandaMallick-to2mi
    @AnandaMallick-to2mi 5 месяцев назад

    Sir ଏଇ ଅଧିକରୁ ଅଧିକ ହେବା କଥା ଏମିତି ମନ୍ତ୍ରୀ ମଣ୍ଡଳ ପ୍ରଶାସନ ଥିଲେ ରାଜ୍ୟ କାଙ୍ଗା ଳ

  • @pradoshkumar7833
    @pradoshkumar7833 Год назад +1

    ଏମାନଙ୍କୁ କଣ ଦଣ୍ଡ ମିଳିବ

  • @bikramkhatoi3849
    @bikramkhatoi3849 Год назад

    ଏମାନଙ୍କୁ ବହିସ୍କାର କରାଯାଉ

  • @binodkumarmohanty4225
    @binodkumarmohanty4225 Год назад +2

    News bhai good news agi kali police hin lanchua au dusta charitra au gote katha odisha ru jeun dina tharu kebala adharma au papa government kariba sedina tharu odishare sabu dusta jana sesa hoijibe

  • @nareshpattnaik2454
    @nareshpattnaik2454 5 месяцев назад

    ପ୍ରତିପୋଲିସ ଷ୍ଟେସନରେ ଥିବପୋଲିସ ବାବୁଙ୍କୁ ପୁରା ବିଦକର୍ ପୁର ଘାରକୁ

  • @kunaldancefitness01
    @kunaldancefitness01 2 месяца назад

    100% ରୁ 5% ଥିବେ Honest ପୋଲିସ ଅଫିସର

  • @bahamali126
    @bahamali126 Год назад +2

    Thank you

  • @sisirbhuyan9278
    @sisirbhuyan9278 Год назад

    Thanks Naba Babu

  • @santoshkumarsahu9103
    @santoshkumarsahu9103 Год назад +1

    There should be a grivence forum in internet for complaint against any police staff

  • @mr.sibu997
    @mr.sibu997 Год назад +1

    Hele kn haba job ru termined kariba katha....na ki.... suspended...few months pare same police re joining kariba ...au se loka upare personal raga ba revange naba...

  • @bikasvyas3754
    @bikasvyas3754 Год назад

    Naveen Babu jindabad

  • @prasantakumarkhanda826
    @prasantakumarkhanda826 Год назад +1

    Sate sister thank Sat

  • @kunaldancefitness01
    @kunaldancefitness01 2 месяца назад

    ଦୟାକରି ସବୁ ପୋଲିସ ଅଫିସର ଦରମା chadiki kete ସମ୍ପତ୍ତି janch karajau

  • @parthasarathimishra5052
    @parthasarathimishra5052 Год назад +3

    The concerned police officers should be punished strongly with N. Exemplary. Punishment.

  • @leisureb9740
    @leisureb9740 Год назад +3

    Ye system all odisha re chaaluchi but ye gote jaga re only dhara heichi ...

  • @harekrushnabehera3138
    @harekrushnabehera3138 Год назад

    Odisha No_1

  • @RajaBabu-ce1xm
    @RajaBabu-ce1xm 5 месяцев назад

    ଜୟ ଜଗନ୍ନାଥ

  • @bimaljena2355
    @bimaljena2355 Год назад

    ମରେଇଲେ ଏଥରକ

  • @RatnakarMohanta-t9q
    @RatnakarMohanta-t9q 9 месяцев назад +1

    ପେଲିସି ଚୁର

  • @pramodjhankar9720
    @pramodjhankar9720 Год назад +1

    ପୋଲିସ ବାଲାକୁ ଆଉ ଲାଜ ଲାଗୁନାହିଁ

  • @bharatmohapatra8932
    @bharatmohapatra8932 Год назад +1

    Good 👍

  • @ramasika970
    @ramasika970 Год назад +1

    Truth of our country... it's shameful

  • @dilipharichandan4042
    @dilipharichandan4042 5 месяцев назад

    ଏମାନଙ୍କୁ ଅରେଷ୍ଟ କରାଯାଉ ଏମାନେ ଓଡିଶା ର କଳଙ୍କ

  • @liveforever6998
    @liveforever6998 Год назад

    ରାଜ୍ୟ ର ସବୁ ମଦ ଗଂଜେଇ ବ୍ୟବ୍ୟସାୟୀ ଙ୍କୁ ଯାଇ ପଚାରୁ media ରିପୋର୍ଟର ମାନେ

  • @gangarajgochhayat8899
    @gangarajgochhayat8899 Год назад

    ସାବାସ୍

  • @Sukla_Ji_Family
    @Sukla_Ji_Family Год назад +1

    ♦️What about ossc questions paper leak ? 😡

  • @rkmohanty4891
    @rkmohanty4891 Год назад +5

    All Police Station of Odisha taking bribe in different cases. Who can stop it. If government will change some body can control. Thanks to vigilance department. Such police should be dismissed from their services.

  • @supriyapradhan3037
    @supriyapradhan3037 Год назад

    Bhala hoechhi

  • @RMalik110
    @RMalik110 Год назад

    ଚୁରି ଧନ ବେଶୀଦିନ ନୁହେଁରେ ବାବୁମାନେ

  • @dudulmamaknowledgetv2502
    @dudulmamaknowledgetv2502 Год назад

    ଏତେ ଏତେ ଦରମା ପାଉଛ. ତଥାପି ସଳେ ଲୋଭି.ଏ ଶଳା ଙ୍କ ପାଇଁ ଭଲ ପୋଲିସ ବଦନାମ ହୋଉଛନ୍ତି.