BJD Leader Pratap Jena Exclusive Interview : ସବୁ କହିଦେଲେ ପ୍ରତାପ | Naveen Patnaik | Odia News

Поделиться
HTML-код
  • Опубликовано: 31 дек 2024

Комментарии • 369

  • @just4funindia869
    @just4funindia869 2 дня назад +30

    ପ୍ରମାଣ ହେଇଗଲା ଯେ କ୍ରୀତଦାସ ପଲ ପାଣ୍ଡୁ ର ବୋଲକରା ଥିଲେ

  • @Swainmahesvlogs
    @Swainmahesvlogs 2 дня назад +14

    ହାରିବା ଭୟରେ ପ୍ରତାପ ଜେନା ନିର୍ବାଚନ ରେ ସାମିଲ ହେଲେନି ଏବେ ଫୁଟାନୀ ମାରୁଛନ୍ତି

  • @BibekSahoo-ij2hu
    @BibekSahoo-ij2hu 2 дня назад +25

    ଆଗରୁ କୁଆଡେ ଯାଇଥିଲେ ଆପଣଙ୍କ ନବୀନ ବାବୁ,

    • @kurttibasmahanta5837
      @kurttibasmahanta5837 День назад +3

      24 ବର୍ଷ ଲୁଟି ଖାଇଥିଲ ଏଥର ଖାଅ

  • @DhirenMalik-q9j
    @DhirenMalik-q9j 2 дня назад +29

    ୨୪ ବଷ ସାଧାରଣ ଜନତାଙ୍କ ୁ ଲୁଟି ଛନ ବିଜେଡି ନେତା

  • @pallimadhuriodiafolksong2771
    @pallimadhuriodiafolksong2771 2 дня назад +17

    ପାଣ୍ଡିଆନ ଏକ ମାତ୍ର ଚିନ୍ତା କେଉଁ କାମ ରୁ କେତେ ଟଙ୍କା ମିଳିବ | ଓଡିଶା କୁ ଲୁଟି ତାମିଲନାଡୁ କୁ ନେବି | ମନକୁ ବୁଝାଉଛନ୍ତି ବିଜେଡି ନେତା |

  • @budhanathmohapatra150
    @budhanathmohapatra150 2 дня назад +27

    ଏଭଳି ବାଯ୍ୟ ଲୋକଙ୍କୁ ନେଇ ଏପରି ଫାଲତୁ ଗପ ଦେଖାନ୍ତୁ ନାହିଁ।

  • @tulujena5156
    @tulujena5156 2 дня назад +24

    ବେଲଜ୍ୟା କୁ ଲଜ୍ୟା ନାହିଁ

  • @BijayKumarSamal-t1b
    @BijayKumarSamal-t1b 2 дня назад +8

    ଏଥର bjd ଜିତିଥିଲେ pandian Cm ହୋଇଥାନ୍ତେ
    ଏଇଟା ସତ୍ୟ

  • @rajanikantachoudhury2343
    @rajanikantachoudhury2343 2 дня назад +10

    ଅଲାଯୁକ ଡେସ ରେ ଗଛ ଉଠିଲେ କଣ କୁହାଯାଏ. ବାଳ ନେତା. ଆଊ ଚାରି ପାଞ୍ଚ ମାସ ଯଉ ତୁମ ଜନତା ଙ୍କ ମୁହଁ କୁଆଡେ ହେବ. ନିଜର ଲୋକ ପ୍ରିୟତା ନାହିଁ କେବଳ ନବୀନ ନା ରେ ଚଳୁ କରୁଥିଲେ.

    • @AnupKumar-nm9dr
      @AnupKumar-nm9dr 2 дня назад +1

      100% ଠିକ୍ କହିଛନ୍ତି

  • @just4funindia869
    @just4funindia869 2 дня назад +6

    ନବୀନ ଅଜା ପରା ନଭେମ୍ବର ରୁ ପ୍ରତି ପଂଚାୟତ ବୁଲୁଥିଲେ ପ୍ରତାପ ବାବୁ କାଇଁ ବୁଢ଼ା ର ସମୟ ହେଇନି କି

  • @socialmassage-rf7og
    @socialmassage-rf7og 2 дня назад +22

    କଥା କିଛି ବହାରୁନି ଖନୀ ବାଜି ଯାଉଛି

  • @banamalisahusahu361
    @banamalisahusahu361 2 дня назад +5

    ଯାହାର ଲାଜ ନାହିଁ ତାକୁ ଭଗବାନ ଵି ଡରନ୍ତି

  • @diptiranjansahoo371
    @diptiranjansahoo371 2 дня назад +9

    ମାଠିଆ, ମାଠିଆ, ମାଠିଆ, ମାଠିଆ, ମାଠିଆ, ମାଠିଆ...
    ସ୍ଵାଧୀନ ପ୍ରାର୍ଥୀ ଠୁ କେମିତି ହାରିଲେ ପଚରା ଯାଉ?

    • @abhishekrayabhishekray3822
      @abhishekrayabhishekray3822 2 дня назад

      ଫମ୍ପା ମାଠିଆ ଟା ସେଥିପାଇଁ 6+ହବ କାମ ନାହିଁ 😂😂, ହାର ଜିତି ତ ଗୋଟେ ପ୍ରକ୍ରିୟା ପ୍ରତାପ ଜେନା ହାରିକି ଯେତିକି ଏବେବି କାମ କରୁଛନ୍ତି ବର୍ତ୍ତମାନ ର ବିଧାୟକ ସେତିକି କରୁନାହାନ୍ତି

  • @saratnayak4035
    @saratnayak4035 2 дня назад +35

    ପ୍ରତାପ ବାବୁ ଯାହା କହୁଛନ୍ତି ସେଥିରେ କୈାଣସି ବାସ୍ତବତା ନାହିଁ। ଏମାନେ ହେଲେ ଟେଣ୍ଟ ବନ୍ଧିବା ମଣିଷ। ଏମାନଙ୍କର ବ୍ୟକ୍ତିତ୍ଵ ଅଛି କି?ଏମାନେ ଶିକ୍ଷିତ ନା ଅଶିକ୍ଷିତ।

    • @abhishekrayabhishekray3822
      @abhishekrayabhishekray3822 2 дня назад +4

      ବଡ଼ ଭାଇଙ୍କ ପ୍ରଶ୍ନ ର ମୁଁ ଉତ୍ତର ରଖିବାକୁ ଚାହେ ପ୍ରତାପ ବାବୁ ଯାହା କହୁଛନ୍ତି ସେଥି ସବୁ କଥାରେ ବାସ୍ତବତା ଅଛି,ଆମେ ଯେତିକି ଜାଣିଛୁ କି ଦେଖିଛୁ ପ୍ରତାପ ଜେନା ଠିଆ ହେଇକି ତେଣ୍ଟ୍ ବାନ୍ଧିବା ଲୋକ ନୁହଁ ବର୍ତ୍ତମାନ ର ମାହାଙ୍ଗା ର ଜିଏ ବିଧାୟକ ଅଛନ୍ତି ସିଏ ଟେଣ୍ଟ୍ ବାନ୍ଧନ୍ତି ଯେତିକି ଆମେ ଶୁଣିଛୁ,ପ୍ରତାପ ବାବୁ ଓଡ଼ିଶା ରାଜନୀତି ର ଗୋଟେ ଏ ଭଳି ବ୍ୟକ୍ତିତ୍ବ ଯାହାର ନାମ ହିଁ କାଫି ଓଡ଼ିଆରେ, ପ୍ରତାପ ଜେନା ରେଭେନ୍ସା କଲେଜରୁ ଗୋଲ୍ଡ ମେଡାଲ ପ୍ରାପ୍ତ ବ୍ୟକ୍ତି।

    • @PorsuramBhatra-pj3cp
      @PorsuramBhatra-pj3cp 19 часов назад

      ​@@abhishekrayabhishekray3822ରେଭେନ୍ସା ମହାବିଦ୍ୟାଳୟ ରେ24ବର୍ଷ ରେ ପରିବର୍ତନ ହୁଏ ସରକାର। ବାଳ ରାଜନୀତି ପଢିଛ ଓହଃ ଓଡିଶାର ବାସୀ ଙ୍କୁ ସଦବୁଧି ଦିଅନ୍ତୁ ପ୍ରଭୁ ଜଗନ୍ନାଥ ରାଧେକୃଷ୍ଣ ରାଧେକୃଷ୍ଣ।

    • @bhagirathimohakud3787
      @bhagirathimohakud3787 4 часа назад

      Gold medal lokankara chinta dhara emiti?

    • @bhagirathimohakud3787
      @bhagirathimohakud3787 4 часа назад

      24 years froud

  • @budhanathmohapatra150
    @budhanathmohapatra150 2 дня назад +5

    ଇଏ କଣ ପାଗଳ ପରି କହୁଛନ୍ତି, ୟାଙ୍କୁ କାହିଁକି କଣ ପଚାରୁଛନ୍ତି, ଇଏ କିଛି ଜାଣି ନାହାନ୍ତି।

    • @abhishekrayabhishekray3822
      @abhishekrayabhishekray3822 2 дня назад

      ମୋ ହିସାବରେ ଆପଣ ଠୁ ବେଶୀ ଜାଣିଛନ୍ତି ସେଥି ପାଇଁ ଓଡ଼ିଶା ରାଜନୀତି ରେ କି ଓଡ଼ିଶା ସରକାର ରେ ବୋହୁବାର ମନ୍ତ୍ରୀ ଥିଲେ

  • @lalitpalei4580
    @lalitpalei4580 День назад +5

    1-5T re 50% ପିସି
    2-Ana odiya contractor
    3-ନରେଗା ଘୋଟଲା

  • @kamalochankirsani7992
    @kamalochankirsani7992 День назад +5

    ନିଚୟ ଆମେ ଓଡିଶା ବାସି Navin ହରିଯାଉ ବୋଲି ମୁଁ ଭାବି ଥିଲି ମୋର ମନ ପୁରା ହୋଇଛି ଜୟ ମହୋନ cm

  • @sukantamohanty4720
    @sukantamohanty4720 2 дня назад +5

    A very good Interview.

  • @prasankumarmohanty9533
    @prasankumarmohanty9533 2 дня назад +11

    Pratap Bhai. Agaru kuade thile Nabin Pattnaik. Except Pandian no MP/MLA will meet Nabin Pattnaik

  • @RasananadaSingh
    @RasananadaSingh 2 дня назад +20

    Jay b j d

  • @JyotiprakashDas-i1q
    @JyotiprakashDas-i1q День назад +2

    ଆରେ ଭାଇ ଯଥାର୍ଥ ପ୍ରଶ୍ନ ପଚାର. ଛୁଆଙ୍କ ଭଳି ବ୍ୟାକ୍ତି ଗତ ପ୍ରଶ୍ନ ପଚାରୁଚ.

  • @saroj1296
    @saroj1296 2 дня назад +4

    କଣ ମିଛ ପ୍ରଚାର ଥିଲା?

  • @ବିପ୍ଳବ
    @ବିପ୍ଳବ 2 дня назад +3

    ଲଜ୍ୟା ଲଜ୍ୟା ଲଜ୍ୟା...

  • @acbrightsymonmohanty9238
    @acbrightsymonmohanty9238 2 дня назад +2

    କାହିଁକି ନା ସମସ୍ତେ ୨୫ ବର୍ଷ ହେଲା ଗୋଟିଏ ଲୋକଙ୍କୁ ଦେଖି ଆସୁଥିଲେ । ସେଥିପାଇଁ ସମସ୍ତେ ବିଶ୍ୱାସ କରିପାରୁ ନଥିଲେ । ଏବେ ସମସ୍ତଙ୍କୁ ପଚାର

  • @abhayaparida6047
    @abhayaparida6047 2 дня назад +3

    ପ୍ରତାପବାବୁ ନିଜେକୁଛ ତମେ କାହଁକି ପାର୍ଥି ନ ହେଲେ କାହିଁକି

  • @PrinceofBattleground
    @PrinceofBattleground День назад +2

    24 ବର୍ଷ ଗୋଟିଏ record ସମୟ ଏଇ 24 ବର୍ଷ ରେ ତମେ ମାନେ କଣ କରିଛ ଟିକେ ତାର Data ଦେବ କି।

  • @jyostnarout353
    @jyostnarout353 2 дня назад +3

    Right katha Pratap Jena kahichanti

  • @shaktiswarupsingh6144
    @shaktiswarupsingh6144 2 дня назад +4

    ଆଗରୁ କଣ ଶୋଇଥିଲେ

  • @panchuramsethy159
    @panchuramsethy159 2 дня назад +2

    Jay Naveen Babu ❤️🙏❤️

  • @RitaSahoo-tl3rb
    @RitaSahoo-tl3rb 2 дня назад +2

    Natural real talk with Mr Pratap jena

  • @manishapattanayak2152
    @manishapattanayak2152 2 дня назад +2

    Great Pandian Sir 🙏🏻
    We Proud of Our Nabin Sir
    & Pandian Sir We ❤️ You both
    Of You Sir🙏🏻

  • @NilimaRautray
    @NilimaRautray 2 дня назад +2

    Bahut sundardiscussion ...the great...nirat satya sabu kahile ama Jena,Sir.❤

  • @raaazpavlo7041
    @raaazpavlo7041 2 дня назад +9

    ମାନସ ବାବୁ ଭଲ ପ୍ରଶ୍ନ କରୁଛନ୍ତି କିନ୍ତୁ ଆଉ କେତେକ ତାଙ୍କ ବିଷୟରେ ଅଭିଯୋଗ ଅଛି କିନ୍ତୁ ଆପଣ ଜାଣିଶୁଣି ପଚାରୁନାହାନ୍ତି ଯାହାକି ସାଧାରଣ ଲୋକ ଆପଣଙ୍କ News18 ଚାଁନେଲ ମାଧ୍ୟମରେ ଜାଣିବାକୁ ଚାହୁଁଛନ୍ତି, ମୁ ଭାବୁଚି ନିରପେକ୍ଷ ରେ ପ୍ରତ୍ୟେକ ପ୍ରଶ୍ନ ସମନ୍ତଙ୍କୁ ପଚାରିଲେ ଭଲହୁଅନ୍ତା
    ମାନସ ଭାଇ ଆପଣଙ୍କୁ ଶୁଭେଚ୍ଛା
    ରାଜନେତାମାନଙ୍କୁ ଗୋଡେଇ ଗୋଡେଇ ପଚାରନ୍ତୁ ଭାଇ

  • @chaitanyabariki810
    @chaitanyabariki810 2 дня назад +4

    😂😂😂😂😂😂😂 ହତ୍ୟା କାରୀ ନମ୍ବର ୱାନ

  • @hiteshrout3393
    @hiteshrout3393 2 дня назад +5

    2029 election re, Kana BJD janeidaba Just watch and see
    Jay Pratap jena 💚💚💚
    Jay Naveen patnayak 💚💚💚
    Jay BJD 💚💚💚

    • @dhananjaysahoo4579
      @dhananjaysahoo4579 2 дня назад

      ବିଜେଡ଼ି କୁ ଶାସନ କୁ ଆସିବା ପାଇଁ ଧର୍ୟ ରଖିବା ପାଇଁ ପଡ଼ିବ, ଧଯ୍ୟ ହରା ହେଲେ କିଛି କରିପାରିବ ନାହିଁ।

    • @diptibiswal9632
      @diptibiswal9632 2 дня назад

      Hmm

  • @acbrightsymonmohanty9238
    @acbrightsymonmohanty9238 2 дня назад +2

    ଆଜି ହରିଗଲା ପରେ ସବୁ ବୁଝୁଛନ୍ତି କାହିଁ ଗାଦି ରି ଥିଲା ବେଳେ କବେ ବି ତା ବୁଝିବାକୁ ଆସୁଥିଲେ । ଖାଲି ବିଜେଡି ର ବାହାନା

  • @amiyakumarbehera4228
    @amiyakumarbehera4228 2 дня назад +2

    Really word

  • @prasantakumarbehera8359
    @prasantakumarbehera8359 2 дня назад +2

    Thanks good news

  • @tapankumarpradhan7882
    @tapankumarpradhan7882 2 дня назад +2

    ଷାଠିଏ ମହଣ ଘିଅ ହେବ ନା ରାଧା ନଚିବ

  • @prafullakumarbehera2054
    @prafullakumarbehera2054 2 дня назад +3

    Intelligently answered by Sri Pratap Jena.

  • @dhaneswarswain2521
    @dhaneswarswain2521 2 дня назад +11

    Au jay Naveen jay bjd

  • @nayakmanas7389
    @nayakmanas7389 2 дня назад +4

    thiki kahichhi

  • @snehapravasahoo2698
    @snehapravasahoo2698 День назад +1

    Very excelent upasthapana

  • @sarat1294
    @sarat1294 2 дня назад +19

    ଲାଜ ଲାଗୁନି,ତମେମନେ ଅଯୋଗ୍ୟ ପାଣ୍ଡIଅନ ଯୋଗ୍ୟ ବୋଲି ନିଜେ ପ୍ରମାଣ କରୁଛ ।

  • @farhat1437
    @farhat1437 2 дня назад +3

    Pratap sir 🙏 good answer Bihar agar MP ban sakti hai ek Bihari 100 bimari

  • @minimohanty378
    @minimohanty378 2 дня назад +2

    Bahut bhala ans deichanti Pratap babu

  • @santoshnaik177
    @santoshnaik177 2 дня назад +7

    ଆଗରୁ କୋଉଠି ସୋଇ ଥିଲେ ନବୀନ ବାବୁ କଥା ହେବା ପାଇଁ କିଏ ମନା କରିଥିଲେ

  • @BenudharMohanty-on2hv
    @BenudharMohanty-on2hv 2 дня назад +13

    ମିଛ ପ୍ରତିଶ୍ରୁତି ଯଦି ଦେଶର ପ୍ରଧାନମନ୍ତ୍ରୀ ଠୁଁ ଆରମ୍ଭ କରି ଅନ୍ୟ ସମସ୍ତେ ଚାରି ପାଞ୍ଚ ଥର road show କରନ୍ତି ତେବେ ଜନସାଧାରଣ ବିଶ୍ୱାସ କରିବା ନିଶ୍ଚିତ ମାତ୍ର ପ୍ରତିଶ୍ରୁତି ପାଳନ ର କ୍ଷମତା କ୍ଷୂର୍ଣ୍ଣ ହେବା ଫଳରେ ଲୋକେ ବିମୁଖ ହେବା ନିଶ୍ଚିତ❤

  • @ashishparida0505
    @ashishparida0505 2 дня назад +1

    Jai Naveen

  • @TRIBIKRAMPATRA-c3f
    @TRIBIKRAMPATRA-c3f 2 дня назад +4

    ବେହିଆ କଣ ବଣରେ ଥାଆନ୍ତି ?ଗାଲୁଆଙ୍କ ବାରବାଟୀ ଚାଷ ।

  • @raaazpavlo7041
    @raaazpavlo7041 2 дня назад +1

    ମାନସ ଦାସ ଭାଇ 🙏🙏🙏🙏🙏
    Interview ଭଲ ଥିଲା ଆଉ kichhi ପ୍ରଶ୍ନ
    ରହିଗଲା

  • @debasishmohapatra6305
    @debasishmohapatra6305 2 дня назад +1

    One of the best Minister ever 🙏🏽

  • @prasantajena8967
    @prasantajena8967 2 дня назад +1

    My leader Pratap Jena jindabaad

  • @sanojkrdalai1046
    @sanojkrdalai1046 2 дня назад +9

    ନାଁ ନାଁ ଆମେ ପରିବର୍ତ୍ତନ ଆଣିକି ତାମିଲ୍ ସାଶନ କୁ ହଟେଇଛୁ ଠିକ୍ କରିଛୁ,
    ତାମିଲ୍ ପାଦ ଚଟାରୁ ଆପଣଙ୍କୁ ତ୍ରାହି କରିଛୁ କୁହନ୍ତୁ । କମସେ କମ୍ ଓଡିଆ ଅଶ୍ମିତା ବଞ୍ଚିଗଲା କୁହନ୍ତୁ ଲାଜ କଣ ପାଇଁ 😂😂😂😂

  • @farmingwithpramod
    @farmingwithpramod 2 дня назад +1

    ମାନସ ବାବୁ ଆପଣଙ୍କ ପ୍ରଶ୍ନ ପଚାରିବା ଶୈଳି ଆଗରୁ ପ୍ଲାନ୍ କରନ୍ତି ନା ସାଙ୍ଗେ ସାଙ୍ଗେ ମନକୁ ଚାଲି ଆସେ।

  • @DelipdasDelip
    @DelipdasDelip 2 дня назад +1

    Jay naveen Jay bjd Jay patap

  • @KahneiThanapati
    @KahneiThanapati 2 дня назад +1

    Odisha cm

  • @prafullakumarpradhan8129
    @prafullakumarpradhan8129 2 дня назад +2

    କ୍ରୀତଦାସ ଟା ତୁଚ୍ଛ ମନ ସ୍ଵନ୍ତାନ

  • @makramohanta1047
    @makramohanta1047 2 дня назад +10

    2nd vk pandaya

    • @TigerDon420
      @TigerDon420 2 дня назад +1

      No 1 dakayat lutera bjd

    • @abhishekrayabhishekray3822
      @abhishekrayabhishekray3822 2 дня назад +2

      ​@@TigerDon420 ବର୍ତ୍ତମାନ ର ବିଜେପି ସରକାର ରୁ ତ ଭଲ leader ନିଶ୍ଚିତ

  • @swarupkumarmall2158
    @swarupkumarmall2158 2 дня назад +1

    nice

  • @rockychinu8210
    @rockychinu8210 День назад +2

    24 ବ୍ରସ ଧରି କଣ କରିଛ

  • @BibunaBibhuti
    @BibunaBibhuti День назад

    Joy nabeen odisha ❤❤❤❤❤❤❤❤❤

  • @manishapattanayak2152
    @manishapattanayak2152 2 дня назад +1

    Right Pratap Sir🙏🏻

  • @TigerDon420
    @TigerDon420 2 дня назад +1

    We want only BJP govt ....We need only BJP and Modijee and Mohan babu and team

  • @nayakmanas7389
    @nayakmanas7389 2 дня назад +6

    independent candidate pakharu harithiba lokaku😂kahnki dakuchha

  • @juluchsahu7279
    @juluchsahu7279 2 дня назад +2

    Good BJD

  • @user-jaynaveen
    @user-jaynaveen 2 дня назад +1

    Jay nabin ❤❤❤❤

  • @TigerDon420
    @TigerDon420 2 дня назад +1

    We love only BJP and Modijee and Mohan babu and team.....

  • @AbhaykumrJena
    @AbhaykumrJena 6 часов назад

    ❤Jay jagannath ❤

  • @SimanchalChaudhuri143
    @SimanchalChaudhuri143 2 дня назад +1

    👍👍👍👍👍

  • @diptiranjansahoo371
    @diptiranjansahoo371 2 дня назад +7

    ଆଗରୁ ପଦବୀ ରେ ଥିଲେ ତୁମକୁ interview ଦବାକୁ ତାଙ୍କୁ time ହୁଏନି, କିନ୍ତୁ ଏବେ ହାରିଗଲେ ଶୁଖିଲା ରେ ଘରେ ବସିଛନ୍ତି ଯେତେ ଥର ଡାକିଲେ ବି ଯିବେ, ଗଲୁ ମରିଗଲା, ସତ୍ତା ଗଲା, ଗର୍ବ ଗଲା, ଅହଙ୍କାର ଗଲା

    • @subhabratamishra4465
      @subhabratamishra4465 2 дня назад +1

      ଏମାନଙ୍କର୍‌ ଏବେ ବି ଗର୍ବ ଅଛି ।
      ବାସ୍‌ ଦିଶୁନାହିଁ।

    • @abhishekrayabhishekray3822
      @abhishekrayabhishekray3822 2 дня назад +1

      ବଡ ଭାଇଙ୍କ କଥାରେ ମୁଁ ଏକମତ ନୁହଁ ଏଥି ପାଇଁ କି ପ୍ରତାପ ଜେନା ଏବେ ବିଜେଡି ର ଗଣମାଧ୍ୟମ ସଂଯୋଜକ ଓଡ଼ିଶା ର ଅଛନ୍ତି। ମୁଁ ଯେତିକି ଜାଣିଛି ପ୍ରତାପ ଜେନା ଘରେ ବସିବା ଲୋକ ନୁହ ଆପଣ ଯଦି 2,3ଦିନ ତଳ news ଦେଖିବେ ତାହା ଲେ ସେ ଚାଷୀ ମାନଙ୍କ ପାଇଁ କଟକ ଜିଲ୍ଲାପାଳ ଙ୍କ ପାଖରେ କେମିତି ସେ ମାନଙ୍କୁ ତାଙ୍କ କ୍ଷୟକ୍ଷତି ମିଳିବ ସେ ବିଷୟରେ ସେ ଆଲୋଚନା କରୁଛନ୍ତି

    • @abhishekrayabhishekray3822
      @abhishekrayabhishekray3822 2 дня назад

      ​@@subhabratamishra4465ବିଜୁ ଜନତା ଦଳ ଲୋକଙ୍କ ପାଇଁ ସେତିକି କାମ କରିଛି ବୋଲି ହାରିଲା ପରେଭି ଦମ୍ ଦେଖେଇ କି ବୁଲୁଛି

    • @diptiranjansahoo371
      @diptiranjansahoo371 2 дня назад

      @@abhishekrayabhishekray3822 ଲାଗୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଆପଣଙ୍କ ଘର ନୂହେଁ, ବର୍ତ୍ତମାନ୍ ସତ୍ତା ରେ ନାହାଁନ୍ତି କିଛି ତ କରିବାକୁ ପଡିବ ନା ଲୋକ ଲୋଚନ କୁ ଆସିବା ପାଇଁ

    • @AnupKumar-nm9dr
      @AnupKumar-nm9dr 2 дня назад

      ୧୦୦%ଠିକ୍ କହିଛନ୍ତି

  • @manishapattanayak2152
    @manishapattanayak2152 2 дня назад +10

    ଖୁବ ସୁନ୍ଦର ଆଉ ସ୍ପଷ୍ଟ ଉତ୍ତର ଦେଇଛନ୍ତି
    Sir ବହୁତ ବହୁତ ଧନ୍ୟବାଦ ପ୍ରତାପ ଜେନା Sir 🙏🏻 You Are Great Sir🙏🏻
    ଜୟ ନବୀନ ବାବୁ ❤️🙏🏻☃️😊
    ଜୟ ପ୍ରତାପ Sir 🙏🏻☃️
    ଜୟ ବିଜେଡି❤️🎉🙋

  • @SankaraMaharana-v7s
    @SankaraMaharana-v7s 2 дня назад +1

    Jay Naveen jay bjd

  • @PurusottamBehera-t6o
    @PurusottamBehera-t6o День назад

    Jay jagannath jay nabin jay BJD❤❤❤❤❤

  • @manasrout2969
    @manasrout2969 День назад

    Thank you Pratap Jena Mahodaya Sir

  • @myodisha5516
    @myodisha5516 19 часов назад

    ଧନ୍ୟବାଦ ପ୍ରତାପ ବାବୁ, good good good

  • @bhupendranathtipathy1606
    @bhupendranathtipathy1606 2 дня назад

    Bhala heichi

  • @sibaramsahoosibaramsahoo4603
    @sibaramsahoosibaramsahoo4603 2 дня назад +8

    ପ୍ରତାପ ଜେନା ତୋର ଅଭିଜ୍ଞତା ବହୁତ ଅଛି ଜ୍ଞାନ ମଧ୍ୟ ବହୁତ ଅଛି ତେଣୁ ନବୀନ ବାବୁ ଜାଗା ରେ ଆପଣ c m ହବାର ଥିଲା (ନବୀନ ବାବୁ ଓ ପାଣ୍ଡିଆନ ଜାଗା ରେ ଆପଣ cm ହେବା ଦରକାର )ତମ ଜାଗା ଡବଲ muder କରି ବିନ୍ଦାସ ବୁଲୁଛ ଏ ସବୁ ସମ୍ଭବ ହେଲା ପାଣ୍ଡିଆନ ଯୋଗୁ ସେଥି ପାଇଁ ପାଣ୍ଡିଆନ ର ପ୍ରଶଂସା କରୁଛ

    • @niranjansahu6654
      @niranjansahu6654 2 дня назад

      Tu chhuli hani

    • @abhishekrayabhishekray3822
      @abhishekrayabhishekray3822 2 дня назад +1

      ନିଶ୍ଚିତ ପ୍ରତାପ ଜେନା ଗୋଟେ CM candidate ସେଥିପାଇଁ ତାଙ୍କୁ ଓଡ଼ିଶା ସରକାର ରେ ବହୁତ ବଡ଼ ବଡ଼ ମନ୍ତ୍ରୀପଦ ମିଳିଛି, ଉଚ୍ଚ ନ୍ୟାୟାଳୟ ସବୁବେଳେ ନିରପେକ୍ଷ ବିଚାର କରେ ଆଉ ସେହି କ୍ଲେନ୍ ଚିଟ ଦେଇଛି ମୋ ହିସାବରେ ଆପଣ ତ ଜଜ୍ ନୁହନ୍ତି ନା 😂

  • @souravsahilcreation8579
    @souravsahilcreation8579 2 дня назад +1

    Jay Nabin

  • @BalaramPradhan-wr4eu
    @BalaramPradhan-wr4eu 10 часов назад

    ମୁଁ କେବେବି କାନ୍ଧନି,ଭଲ ହୋଇଛି ବିଜେଡି ହାରିଯାଇଛି

  • @AmagaanAmaSORO
    @AmagaanAmaSORO День назад

    Poardcast very best

  • @subashkumarlenka7542
    @subashkumarlenka7542 2 дня назад +1

    Nabin Babu jindabad

  • @groomingwithcharrie2957
    @groomingwithcharrie2957 2 дня назад

    We love VK Pandiyan

  • @MNDIGITALSARAKANA
    @MNDIGITALSARAKANA День назад

    Right 👍

  • @Giridharikanhar
    @Giridharikanhar День назад

    ଗିରିଧାରୀ କହଁର କନ୍ଧମାଳ ଫିରିଙ୍ଗିଆ, ମୁସେଳିପାଙ୍ଗା।
    ଅତିସୁନ୍ଦର ଭାବରେ ପ୍ରଶ୍ନ ର ଉତ୍ତର ଦେଇ ଥିବାରୁ ଆପଣଙ୍କୁ ଅଭିନନ୍ଦନ ଅଭିନନ୍ଦନ ପ୍ରତାପ ଭାଇ ।

  • @KamalaLochanNayak-xd8dv
    @KamalaLochanNayak-xd8dv 3 часа назад

    ପ୍ରପର ଓ୍ୱରେ ସାମ୍ବାଦିକ ପ୍ରଶ୍ନ କରିପାରୁନାହାନ୍ତି. ପ୍ରତାପ ସମ୍ପୂର୍ଣ୍ଣ ଗାଲୁଆମୀ ନକଲେବି ଆଡ଼ଜଷ୍ଟ କରୁଛି.

  • @jajatidas530
    @jajatidas530 2 дня назад +1

    ସମୟ ବଡ଼ ବଳବାନ

  • @PurusottamBehera-t6o
    @PurusottamBehera-t6o 16 часов назад

    ❤jay jagannath jay nabin babu❤🎉

  • @HemantaDas-v2y
    @HemantaDas-v2y День назад

    Love you ❤

  • @samirparida9685
    @samirparida9685 2 дня назад +1

    BJD ZINDA Bad

  • @Laxmidhar-o7r
    @Laxmidhar-o7r День назад

    Jay nabeen patanaik ❤

  • @PravakarParamanik-u9k
    @PravakarParamanik-u9k День назад

    Jay Jagannath Jay nabin babu Jay BJD Jay ❤🎉

  • @SurendraBehera-d2i
    @SurendraBehera-d2i День назад

    ନବୀନ ବାବୁ ଆଗରୁ ଶେଇଥିଲେ

  • @bhagabanmahapatra6602
    @bhagabanmahapatra6602 2 дня назад

    5:09 ପ୍ରତାପ ବାବୁ ମନେ ପକାନ୍ତୁ ସେଦିନ ଯେତେ ବେଳେ ଆପଣ ଛାତ୍ର ନେତା ଥିଲେ କେତେ ସ୍ପଷ୍ଟ କଥା କହୁଥିଲେ । ପ୍ରତାପ ଦେବ ସହ ନଳିନୀ ବାବୁଙ୍କ ଘରେ ଅନେକ ଥର ଦେଖା ହୋଇଛନ୍ତି । ଆପଣଙ୍କ ସ୍ପଷ୍ଟକଥା ଆଜି ନାହିଁ । ଏବେ ତ ଆପଣ ବିକଳ୍ପ ହୁଅନ୍ତୁ । ନବୀନଙ୍କୁ ନେତା କରି କେତେ ଦିନ ଚାଲିବେ

  • @rudraprasadrana3693
    @rudraprasadrana3693 2 дня назад +4

    Nabina totally aasibani Odisha re

  • @SahadevBindhani-v6t
    @SahadevBindhani-v6t 21 час назад

    ଆଗକୁ ଦେଖ କଣ ହଉଛି ଜୟ ଶ୍ରୀ ରାମ

  • @JayantiJena-eh6qj
    @JayantiJena-eh6qj День назад

    Very nice

  • @PrinceofBattleground
    @PrinceofBattleground День назад

    24 ବର୍ଷ ରେ ଆମେ ଏତେ ଲୋକଙ୍କ ପାଖରେ ପହଞ୍ଚିଛୁ ଯେ ଲୋକଙ୍କ g ଭଲସେ ମରିଛୁ। ମିଛ ର ଗୋଟିଏ limit achii.

  • @sribachharaut5445
    @sribachharaut5445 День назад

    Jay Naveen sir right

  • @lulukathua1712
    @lulukathua1712 2 дня назад

    Jay BJD ❤❤❤