Assam re Hemant Biswa Sarma ku BJP first 5 year government ta Chad party ra kou post bhi dei nathila . Time hisab re performance thile automatically results miliba.
Are ea govt ta durniti ra ganthagha.ea lokonku vakua baneiba re master . Modi kan kahi asithila au keteta katha karichi kuha Khali hindu muslim au midia ku kiniki nija for re kahiba . Au kou party bhangi govt kariba charda
very good analysis. Your statement is correct. Peoples of Odisha are hopeless and unable to understand why he is not initiating action against corrupt officers in consultation with Mr. Pitamber Acharya and Sahadev Sahoo. Disobedient ministers should be dropped.
Biju Babu had created so many popular leaders but Naveen babu’s intention no one leaders be in 2nd category status.After Supreme court’s verdict on handing over Land of Puri to Vedanta, he lost all popularity,as his conspiracy , ill motive to Odisha.Naveen is more HARMFUL than Pandian.
Jay jagannath.. Apanku nua barsara suvesths.. Jagannath apananku ghanta ghodei rakhanti... Nirvayara bikalpa nahi... May God bless you.. Long live nirvaya gumara katha...
ନବୀନ ର ଲୋକ ପ୍ରିୟତା ଓଡିଶା ଲୋକେ ଧୋଇକି ପିଇବେ। ନବୀନ ପଟ୍ଟନାୟକ ର ଲୋକ ପ୍ରିୟତା ଅଛି ବୋଲି କେମିତି ଯାଣିଲେ ଆପଣ କେଉଁ ମାପ କାଠି ବା ମାପଯନ୍ତ୍ର ରେ ଆପଣ ମାପି କହୁଛନ୍ତି ନବୀନ ଦାସ ସାର୍। ନବୀନ ପଟ୍ଟନାୟକ କେତେ ଲୋକଙ୍କୁ କନ୍ଦେଇଚି, ଏମିତି କି ଜଗା କାଳିଆ କୁ ତାର କ୍ଷମା ନାହିଁ। ଭିକ ମଗେଇଚି ଭିକ ମାଗିବ।
You are quatily right Braja Kishore Bhai, Thanks 🙏
Andha bhakta pailu kan . Au paibu kan wait kar . Pela khiba final😅
@@diptiskumarbal3778 bjd mukiyaa bohut popular seiti pai kantabanji ru parastaa aou hinjili ru maati kamudu kamudu 😊
Bala bayasa hajei sarileni bjd mukiyaa se bilaa ku jaantuy@@diptiskumarbal3778
Bala bayasa sabu gaalani bjd mukiyaa ankara se bilaa ku jaantu ba nadi ku jaantu kichi prabhab padi bani 😊@@diptiskumarbal3778
ନବୀନ ର ଲୋକ ପ୍ରିୟତା 2014 ପର୍ଯ୍ୟନ୍ତ ଥିଲା ! ତା ପରେ ଲୋକେ ପଇସା ପ୍ରିୟତା ହେଇଗଲେ !
ଯଦି ଲୋକ ପ୍ରିୟତା ଅଛି ତାହେଲେ ହାରିଲା କାହିଁକି ??? ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କେବେବି ହାରିବନି ! କଣ୍ଟାବାଞ୍ଜିରୁ ହାରିଲା ହିଞ୍ଜିଳିରୁ ହାରୁ ହାରୁ ଜିତିଲା ୟାକୁ କୁହନ୍ତି କି
ଲୋକପ୍ରିୟ ? କିଛି ନାହିଁ ଖାଲି ମିଡିଆରେ ପ୍ରଚାର କରାଯାଉଛି !
EVM re harichi hrudayaru nuha
@satyabratmahalik7237 ବାକି 52 ଜଣକୁ EVM ରେ ଖେଳ କରିପାରିଲେ ନାହିଁ !
Baseless allegation
Popularity au greed aka sahita jibani
ନିରାଟ ସତ୍ୟ.
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସରଳ ଅମାୟିକ ବ୍ୟକ୍ତିତ୍ଵ ଅଟନ୍ତି । ଏଣୁ ଉଭୟ ଶାସକ ଓ ବିରୋଧୀ ଦଳର ନେତା ତାଙ୍କୁ ହଇରାଣ କରିବାର ଅପଚେଷ୍ଟା କରୁଛନ୍ତି।ତେବେ କେଶବ ଠାକୁର ତାଙ୍କ ସାଥିରେ ଅଛନ୍ତି। ତାଙ୍କର ଶାସନତନ୍ତ୍ର ଚଳାଇବାରେ କୌଣସି ସମସ୍ୟା ହେବନାହିଁ
ଓଡ଼ିଶାରେ ଯେତେ ଦୁର୍ନୀତି ହେଇଛି ସବୁ ମୂଳରେ ଜଣେ ଲୋକ ସିଏ ହେଲେ ନବୀନ ପଟ୍ଟନାୟକ।
First durnitir Naveen ra to maa..bhauni ku ghei thile...au BJP balanku
ସାର ଟିକେ ରହିଗଲା. ପ୍ରଦୀପ ପାଣିଗ୍ରାହୀ. ପ୍ରଶାନ୍ତ ଜଗଦେବ. ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯାଇ ଥିଲେ ବିଜେପି ଜଳୁଥାନ୍ତା. ସାହା ଟିକେ ନଜର ଦିଅନ୍ତୁ.
Assam re Hemant Biswa Sarma ku BJP first 5 year government ta Chad party ra kou post bhi dei nathila .
Time hisab re performance thile automatically results miliba.
ନିର୍ଭୟ ପରିବାରକୁ ନବ ବର୍ଷର ଶୁଭେଛା ଏବଂ ଆପଣଙ୍କ କାର୍ଯ୍ୟକ୍ରମ ଜଗନ୍ନାଥଙ୍କ କୃପାରୁ ଚାଲୁରହୁ ଏହା ଆଶା ଓ ପ୍ରାର୍ଥନା 🙏
ନବୀନ ସାର 🙏🏻& ସମସ୍ତ ଟିମ୍ କୁ🙏, ଈଁରାଜୀ ନବ ବର୍ଷ ସୁଭେଚ୍ଛା ଓ ଅଭିନନ୍ଦନ
Bhai thanks for Very latest & informative nese
Jay Shree Jagannath 🙏🏼🙏🏼
Thanks for the appropriate analysis.
ନବୀନ ବାବୁ ମୋର ଘର ବ୍ରହ୍ମପୁର ନବୀନ ବାବୁ ୨୦୦୦ ରୁ ୨୯ ଯାଏଁ ହିଞ୍ଜିଳିକାଟୁ ର ଵିଧାୟକ ତଥା ମୁଖ୍ୟମନ୍ତ୍ରୀ ରହିଲେ ସଡକ ଛାଡ଼ିଲେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ରେ ଭଲ ପିଇବା ପାଣି ବ୍ୟବସ୍ଥା ହୋଇଛି ନା ବିଜୁଳି ସବୁଠାରୁ ଅଧିକ ଦାଦନ ଗଞ୍ଜାମ ଜିଲା ର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ରେ ଅଧିକ ପରିବା ଚାଷ ହୁଏ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ରେ କିନ୍ତୁ ଶୀତଳ ଭଣ୍ଡାର ଟିଏ ନିର୍ମାଣ ହୋଇ ପାରିଲା ନାହିଁ ସାରୁ ଗାଁ ର ଅଧାରୁ ଅଧିକ ଘରେ ତାଲା ସବୁ ସୁରଟ ଓ ମୁମ୍ବାଇ ରେ ବିବିସି ନିୟୁଜ ରେ ବି ଦେଖେଇଛି ନବୀନ ପଟ୍ଟନାୟକ ଙ୍କୁ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ୧୦ ଟା ଗାଁ ନା ପଚାରିଲେ କହି ପାରିବେ ନାହିଁ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବିଜେପୀ ପାର୍ଥୀ ଶିଶିର ବାବୁ ସବୁ ଚାଷୀ ମାନଙ୍କ ପାଖକୁ ଯାଇ ବୁଝିଛନ୍ତି ନବୀନ ବାବୁଙ୍କ ପ୍ରତିନିଧି କହିଲେ ଏଥର ନ ଆସିଲେ ଆସନ୍ତା ନିର୍ବାଚନ ହାରିବେ କହିବା ଯୋଗୁଁ ନବୀନ ବାବୁ ଦୌଡ଼ି ଦୌଡ଼ି ଯ଼ାଇଛନ୍ତି ନଚେତ ଫାଇଲୀନ , ହୁଡ ହୁଡ, ତିତିଲି ,ଅମ୍ଫାନ ଫନୀ ଦାନା ବା ତ୍ୟା ଗଲା କେବେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ପିଣ୍ଡା ମାଡ଼ି ନ ଥିଲେ ୨୦୨୦ ରୁ ୨୪ ବିଧାନ ସଭା ଯାଇ ନ ଥିଲେ ପଣ୍ଡିଆନ ବାବୁ ତାଙ୍କ ଉଡା ଜାହାଜ ଧରି ବୁଲୁଥିଲେ
ସାର୍ ନମସ୍କାର ଅତି ସୁନ୍ଦର ଉପସ୍ଥାପନା
ଶିଳ୍ପ, ସ୍ବାସ୍ଥ୍ୟ ଯୋଗାଣ,ମନ୍ତ୍ତ୍ରି ବିଦାୟ ନେବା ଜରୁରୀ। ଯଦି ମୋହନ ମାଝି ଷ୍ଟ୍ରଙ୍ଗ ନ ହେବେ ତେବେ ପାର୍ଟି ବୁଡ଼ିଯିବ ଓଡ଼ିଶା ରେ।
I am agree with your opinion
Really right 👍, Good night 🌃
Very good analysis 👍👍
Very Very good analysis.
ମନମୋହନ ସାମଲଙ୍କୁ ଯଦି ସଭାପତି ପଦରୁ ହଟାଯାଏ,BJPକୁ ବହୁତ ମହଙ୍ଗା ପଡିବ ,ଏ କଥା ମୋଦି ଶାହା ବୁଝିବା ଦରକାର
Pura khola katha ...pura nirbhaya... great presentation...
ମନ୍ତ୍ରୀ ମଣ୍ଡଳ କୁ ଆଉ ଅଧିକ ଦିନ ଖାଲି ରଖିବା ଉଚ୍ଚିତନୁହେଁ.
ଯଦି ନବୀନ ବାବୁଙ୍କ popularity କମିନି ତାହେଲେ ଲୋକମାନେ ତାଙ୍କୁ ବା ତାଙ୍କ ଦଳକୁ ହରେଇଲେ କାହିଁକି ?
ସମସ୍ତଙ୍କ ବ୍ୟାଙ୍କ୍ ଖାତାକୁ ସିଧା ୫୦,୦୦୦ ଯିବ।😅
Evm tampering with jumla pratisruti
only pandian theory
ମୋହନ ବାବୁ ଗୁଇନ୍ଦା ସଂସ୍ଥା ସାହାଯ୍ୟ ନେବା ଅପେକ୍ଷା ନିର୍ଭୟ ଗୁମର କଥା ଦେଖିଲେ ଭଲ ହୁଅନ୍ତା ।
ବର୍ତ୍ତମାନର ପ୍ରଶାସନ ରେ ଯେଉଁ ଠି ଛୁଇଁ ବେ ସେଠି ପାଣ୍ଡିଆ ଗନ୍ଧ ମିଳିବ । ଟିକିଏ ସମୟ ଲାଗିବ ମୋହନ ବାବୁ ଙ୍କୁ ।
ମୋହନ ବାବୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରି ନିଜ ଆନୁଗତ୍ୟ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରି ବିଗତ ୧୦ ବର୍ଷ ରେ ଓଡ଼ିଶା ର ରାଜକୋଷକୁ ଖାଇ ଖୋଳ କରିଥିବା ଅଣ ଓଡିଆ ଓ ଓଡ଼ିଆ ମାନଙ୍କୁ ଜେଲ୍ ପଠାଇଲେ ଓଡ଼ିଶା ବାସୀ ଖୁସୀ ହେବେ ।
This was grate thank you Sir
Congratulationtonew your2025❤❤❤
Health deptt କୁ ଜଣେ addl secretary ନାଚାଉଛି କିନ୍ତୁ ସରକାର ନିରବଦ୍ରଷ୍ଟା ହୋଇ ବସିଛି. ଏହା ହିଁ ଦୁର୍ଭାଗ୍ୟ
Govt should know that.
Sir ap jaise patrakari duniya ki bahut zarurat hai,sir me ap ko salute karta hu
☀️ ପୂର୍ବ ଦୁର୍ନୀତିର ପାପର ପେଡ଼ି ଯେତିକି ଘୋଡେ଼ଇ ଚାଲିବ..BJP ବଦନାମ୍ ସହ ଦୃତଗତିରେ ପତନର ସାମ୍ନା କରିଚାଲିବ...
Are ea govt ta durniti ra ganthagha.ea lokonku vakua baneiba re master . Modi kan kahi asithila au keteta katha karichi kuha Khali hindu muslim au midia ku kiniki nija for re kahiba . Au kou party bhangi govt kariba charda
ଅତି ସୁନ୍ଦର ଉପସ୍ଥାପନା 🎉🙏 ଏମିତି ନିରପେକ୍ଷ ଭାବରେ ପରିବେଷଣ କରି ଚାଲନ୍ତୁ।
Congratulations to you and your advice are✅👍
ଆମ ରାଜ୍ୟରେ ତୁନୁକl ମୁହାଁ ଶାସନ ଚାଲିଥିଲା....ଏବେ ମଧ୍ୟ ସେଇ ତୁନୁକା ଶାସନ........ଆସାମ CM ପରି ଦରକାର ଆମ୍ଭକୁ......ଜୟ ଜଗନ୍ନାଥ
Bhai asam re kichhi development heunahi 😅
asam re kichi heu nahi..
#naveeDas #Nirvay.. ନବ ବର୍ଷର ଶୁଭେଚ୍ଛା ଭାଇଙ୍କୁ ଓ ଗୁମରକଥା କୁ.. ଆପଣଂକ ଦର୍ଶକଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ୁ.. 🙏🏻🙏🏻🙏🏻
Jay shree jagannath
I want to meet you Sir. I see your nirvay chanel regular. I want to open my dil ki awas before you. Pranam, "JAY JAGANNATH. "
Jay Sri jagannath namaste 🙏.
Very nice
Very Apt Analysis
ଏବେ ଭାବିବା କଥା ନିଜେ ମୁଖ୍ୟ ଶୋଇ ରହି ଜଣେ ଅଣ ଓଡ଼ିଆ କୁ ଶାସନ ଭାର ଦବାକେତେ ଠିକ୍ ଥିଲା ଏବେ ବୁଲିଲେ କଣ ହବ ଚିନ୍ତା ନକରି ପୁଣି ସେଇ ଭୁଲ କରୁଛନ୍ତି ସନ୍ନ୍ୟାସୀ କୁ ସଂସାର କୁ ଆଣିଲେ ଦଳ ଭୁସୁଡ଼ିବ
ଯେ ପର୍ଯ୍ୟନ୍ତ ଅତୀତ ସରକାରର କୁପେଡ଼ି ଲୋକ ଲୋଚନକୁ ନ ଆସିଛି ସେ ପର୍ଯ୍ୟନ୍ତ ବିଜେପି ସରକାର ଜନତା ବିଶ୍ୱାସ ଭାଜନ ହୋଇପାରିବନି ଆଉ ଓଡିଶା ଇତିହାସ ରେ କେବେ ବିଜେପି ଆସିବନି.
Jay Jay Jagannath Jay Jay Jagannath Jay Jay shree Jagannath 🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
CM kar popularity nahi. Only madam Aparjita is fit for CM.
❤❤❤❤
ଅପରାଜିତା ଷଡ଼ଙ୍ଗୀ କେବଳ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପାର୍ଥି। ଆଉ ବିଜେପି ନେତା ସବୁ ଅଖାଦ୍ୟ 😂😂। ସବୁ ମନ୍ତ୍ରୀ ଖାଲି ଖାଁ ଖାଁ ହୋଇଛନ୍ତି ଲୁଟିବା ଲାଗି😂😂
Se bihari
ଧର୍ଯ୍ୟ ରଖନ୍ତୁ, ନିଜ ଇଚ୍ଛା କୁ ଲୋକ ମାନଙ୍କ ମତ ବୋଲି କହିବା ଉଚିତ ନୁହେଁ।
ନବୀନ ପଟ୍ଟନାୟକ ଜଣେ ଲୋକପ୍ରିୟ ବୋଲି ଅନେକ ଲୋକ କହୁଛନ୍ତି ,କିନ୍ତୁ ସେ ଲୋକମାନେ ଜାଣି ନାହାନ୍ତି ଯେ କେବଳ ଜଣେ ତାମିଲ ବ୍ଯକ୍ତି ବ୍ଯତୀତ ଅନ୍ଯ କେହି ତାଙ୍କର ପ୍ରିୟ ନୁହନ୍ତି ଏହାହିଁ ବିଡମ୍ବନା ।
Happy new year sir ଆପଣଙ୍କ ସ୍ୱର ଓଡ଼ିଶାର ପରିବର୍ତ୍ତନ ର ସ୍ୱର ହେଉ ଜୟ ଜଗନ୍ନାଥ
Sir, ମୋହନ ସରକାର ରେ ଥିବା ପ୍ରଶାସନିକ ଅଧିକାରୀଙ୍କୁ ଧୀରେ ଧୀରେ ମୁଖ୍ୟମନ୍ତ୍ରୀ ଚିନ୍ହି ପାରିଲେଣି ଓ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିଲେଣି ବୋଲି ମନେ ହେଉଛି। ତେବେ ଆସ୍ତେ ଆସ୍ତେ action ନେବା ଭଲ କାରଣ ମହୁମାଛି ଫେଣା କୁ ହଟାତ ଟେକା ପକାଇ ଦେଲେ ସେ ଚାରିଆଡୁ ଆକ୍ରମଣ କରିବା ଆରମ୍ଭ କରି ଦିୟନ୍ତି। ଆଉ କେନ୍ଦ୍ର ମନ୍ତ୍ରୀ ଙ୍କ ଷଡଯନ୍ତ୍ର ବିଷୟ ପ୍ରଧାନମନ୍ତ୍ରୀ ଙ୍କ knowledge ରେ ଅଛି ବୋଲି ଜଣା ପଡୁଛି ସେଥିପାଇଁ ଭୁବନେଶ୍ୱର ଦଳୀୟ ଅଫିସ କାର୍ଯ୍ୟକ୍ରମ ରେ ନେତା ଓ ମନ୍ତ୍ରୀ ମାନଙ୍କୁ ସମ୍ବୋଧନ କଲାବେଳେ କିଛିଟା ଛାଟ ବ୍ୟବହାର କରିଥିଲେ ଓ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ.
ସାର, ନବୀନ ବାବୁ ପଇସା ବାଣ୍ଟି ଲୋକପ୍ରିୟତା ଅର୍ଜନ କରିଥିଲେ, ବାସ୍ତବ ରେ ସେ ଜଣଦରଦୀ ନେତା ନୁହନ୍ତି।
Very interesting discussion
Nice analysis
୨୦୨୯ ବେଳକୁ ବିଜେଡି ଖଣ୍ଡ ଖଣ୍ଡ ହୋଇ ଯାଇ ଥିବ
Excellent nahin babu. Mohan govt is in a great trouble. Happy new year to you.
🙏👍❤ Loved "Bujhunahin ki bujhibara abastare nahin" analysis.
Mohan Babu tike strong hebaku padiba
Prabhati parida, Pruthiraj harichandan E 2 ta k 1st out kara.sabu samadhan hi giba.
ଅପନ କହିବାକଥା ନବିନ ଲୋକ ପ୍ରିୟତା ଏବେ ବି ରୋହିଛି ଏ ,କଥା ଠିକ୍ ନୁହେଁ , ସେ ଲୋକଙ୍କୁ ଦେଖା ଦଉନ ଥିଲେ ସେଥି ପାଇଁ ଲୋକେ ଦେଖିବାକୁ ଆସୁଚୋନ୍ତି , ତାଙ୍କ ବୟୋସଯାହା ସେ,କିଚିକରିପାବେନି , ଯାହା ନହେବ ବାଲ୍ୟ କାଳେ ତାହାକି ହଇବ ବୃଦ୍ଧ କାଳେ
Your description is fully correct.
ବହୁତ ଭଲ ସମୀକ୍ଷା 🙏
Jay Jagannath sir
After long days u said good about nabeen...great
Dharmendre Pradhan beiman khiladi
Very good argument Naveen babu many many thanks to you
God bles nirbhay
Fine.
ଆଜ୍ଞା, ଚିଟଫଣ୍ଡ ପଇସା କେବେ ମିଳିବ, 6 ମାସ ହେଇଗଲାଣି
Happy new year Sir❤🎉🎉🌹🎉🎉💙🎉
Again nobody accepted. 1000% true .
Happy New Year wishes 🎉❤
Sir namaskar.
Please raise the voice of farmers in paddy procurement
very good analysis. Your statement is correct. Peoples of Odisha are hopeless and unable to understand why he is not initiating action against corrupt officers in consultation with Mr. Pitamber Acharya and Sahadev Sahoo. Disobedient ministers should be dropped.
Nobin Sir Aapan nka Upas thapana 100 % Sata .Baripada .mayurbhanj ru .
Very nice presentation 👏
Kichi lokapriyata nanhi,sabu prayojita,sabu lokadekhaniya acting,25 barsa chasinka pakhaku jaie nathile?,ebe natak karibaku Pandian patheiele ki?
ନମସ୍କାର ସାର. ଅପଣଂକୁ ଇଂରାଜୀ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ. ଆଜିର ଉପସ୍ଥାପନା ଭଲ ଲାଗିଲା. କଥାରେ ଅଛି ଗରିବ ମାଇପ ସମସ୍ତଙ୍କ ଶାଳୀ. ମୋହନ ବାବୁଙ୍କୁ ସେ ଅବସ୍ଥା. ବିଶ୍ୱାସ ରଖନ୍ତୁ ସବୁ ଠିକ ହେବ. କିଂନ୍ତୁ କେନ୍ଦ୍ର ଦୁର୍ବଳକୁ ଏସବୁ ତାମସା ଚାଲିଛି.
Happy New Year Sir 🎉
ସାର ପାଣ୍ଡ୍ୟା ନବୀନା କଥା ଶୁଣି ଶୁଣି ବୋର ହେଲୁଣି ଦୟାକରି ଅଲଗା ବେଶୟ ରେ କୁହନ୍ତୁ 🙏
ଏ କଣ କଣ କହୁଛନ୍ତି ନିଜେ ବୁଝି ପାରୁନାହାନ୍ତି
ନିବେଦିତା ମାଡାମ ଆପଣଙ୍କ କେଉଁ ଦଳ କୁ ସମର୍ଥନ କରନ୍ତି ❤❤
Sir 🙏
ସରକାର ପରିବର୍ତ୍ତନ ହେଲା ସତ କିନ୍ତୁ ଜିଲ୍ଲାସ୍ତରରେ କିମ୍ବା ବ୍ଲକସ୍ତରରେ ଥିବା ଅଫିସମାନଙ୍କରେ କିଛି ପରିବର୍ତ୍ତନ ହୋଇନାହିଁ । ପାଣ୍ଡିଆନ୍ ଇକୋସିଷଟମ୍ ଏକ୍ଟିଭ୍ ଅଛି ।
ନିର୍ବାଚନ ପୂର୍ବର ଘୋଷଣା କାର୍ଯ୍ୟକାରୀ ନ କରିବା ପଛରେ ଏକ ଅଦୃଶ୍ୟ ହାତ ରହିଛି l ସିଏ ହିଁ ରାଜ୍ୟ ଶାସନ ଚଳେଇଛି l ଏମାନେ ନିମିତ୍ତ ମାତ୍ର, ଏହା ସଭିଙ୍କୁ ଜଣା l
Yes
CM aggressive ହେବା ଦରକାର। ଯେମିତି ଅନ୍ୟ ରାଜ୍ଯ ର ବିଜେପି ମୁଖ୍ୟମନ୍ତ୍ରୀ ମାନେ ଅଛନ୍ତି। ମନ୍ତ୍ରୀମାନଙ୍କୁ close monitoring ଦରକାର।
ଅନେକ ଅନେଜ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଂକୁ sir ଇଂରାଜୀ ନୂତନ ବର୍ଷର💐💐💐 l
ଆପଣଂକ ଉପସ୍ଥାପନା ଓ ଚର୍ଚ୍ଚା ଅତି ସୁନ୍ଦର ଓ ନିରପେକ୍ଷ l ଆଜ୍ଞା ଯଦି ମନମୋହନ ସାମଲ ବାବୁ ନିର୍ବାଚନ ରେ ବିଜୟୀ ହୋଇ ଥାନ୍ତେ ଓ ମୁଖ୍ୟମନ୍ତ୍ରୀ ହୋଇ ଥାନ୍ତେ ତେବେ bjp ଦଳରେ ସବୁ ସାଇଜ ହୋଇ କି କାମ କରିଥାନ୍ତେ l ଧର୍ମେନ୍ଦ୍ର ବାବୁ ଙ୍କ ଗୋଷ୍ଠୀ ବି ପୁରା ନିଷ୍କ୍ରିୟ ହୋଇ କି ରହିଥାନ୍ତେ l
Right
Very good information. Sir
ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଏବଂ ନିର୍ଭୟ ଗୁମର କଥା କୁ ଅନେକ ଅନେକ ଶୁଭେଚ୍ଛା,
Naveen❤ is the emotion of odisha❤
ବହୁତ ଭଲ ଉପସ୍ଥାପନା
Pranam
ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ହେବାର ମୋହ ତୁଟାଇ ମୋହନ ସରକାରଙ୍କ ସରକାରକୁ ସୁଦୃଢ଼ କରିବାକୁ ପ୍ରୟାସ କରିବା ଉଚିତତା ଦ୍ଵାରା ଓଡ଼ିଶାରେ ବିଜେପି ମଝବୁତ୍ ହେବ ଏବଂ ଭବିଷ୍ୟତରେ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ, ନଚେତ ବାଉଁଶ ଥିବ ନା ବଇଁଶୀ ବାଜିବ ,
ଆଜି ଇଂରାଜୀ ନବବର୍ଷ ରେ ଆପଣଙ୍କୁ ଏବଂ ଆପଣ ଙ୍କ ପରିବାର ର ଉତ୍ତରୋତ୍ତର ଉନ୍ନତି ସହିତ ଶୁଭେଚ୍ଛା ଏବଂ ଶୁଭକାମନା , ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏବଂ ଏ ରାଜ୍ୟର ଅନେକ ଉନ୍ନତି ହେଉ ❤👌🙏
Very. Very good. Tapik congratulations to you🙏🌹🙏🙏
Genuine analysis Sir 🙏, Happy New year 💐🙏
Biju Babu had created so many popular leaders but Naveen babu’s intention no one leaders be in 2nd category status.After Supreme court’s verdict on handing over Land of Puri to Vedanta, he lost all popularity,as his conspiracy , ill motive to Odisha.Naveen is more HARMFUL than Pandian.
ନୂତନ ବର୍ଷ ର ଅଶେଷ ଅଶେଷ ଧନ୍ୟବାଦ
ଜୟ ଜଗନ୍ନାଥ ⭕‼️⭕🙏🙏🙏🙏🙏
ଇଁରାଜୀ ନବବର୍ଷ ୨୦୨୫ ର ଆପଣଙ୍କୁ ହାର୍ଦିକ ଅଭିନନ୍ଦନ। ଯେଉଁଠି ଯୋଗୀଙ୍କ ଭଳି ନେତା ଙ୍କୁ ମୁଲାୟମ ପନ୍ଥା ଅଧିକାରୀ ମାନଙ୍କୁ କବ୍ଜା କରିବା ପାଇଁ ପ୍ରାୟ ଏକବର୍ଷ ଲାଗିଗଲା, ସେପରି ଓଡ଼ିଶାର ପାଣ୍ଡିଆନ ପନ୍ଥୀ ଅଧିକାରୀ ମାନଙ୍କୁ କବ୍ଜା କରିବା ପାଇଁ ମୋହନ ଚରଣ ମାଝି ଙ୍କ ଭଳି ସରଳ ବ୍ୟକ୍ତି ଙ୍କୁ ଅଧିକ ସମୟ ଲାଗିବାର ଅନୁମାନ କରାଯାଏ।
Apannku suveschha longlive nirvayragumarkatha
happy new year 🎉
Jay jagannath.. Apanku nua barsara suvesths.. Jagannath apananku ghanta ghodei rakhanti... Nirvayara bikalpa nahi... May God bless you.. Long live nirvaya gumara katha...
ନୂତନ ବର୍ଷରଅଭିନନ୍ଦନ ,ଖୁବ୍ ସୁନ୍ଦର ଲୋକ ପ୍ରିୟ ଉପସ୍ଥାପନା। ଆଉ କଣ ନବୀନ ନାଁ ବିଜେଡି ଦଳ ଶାସନ କୁ ଫେରି ପାରିବ । ବିଜେଡି ଦଳ କୁହୁଡ଼ିରେ ପହରୁଛନ୍ତି ।
ନୂତନ ବର୍ଷରେ ଆପଣଙ୍କୁ ଅଭିନନ୍ଦନ ସହ ଅନେକ ଅନେକ ଶୁଭେଚ୍ଛା , ଆପଣ ଦୀର୍ଘଜୀବି ହୁଅନ୍ତୁ ମୋର ଜଗନ୍ନାଥଙ୍କ ପାଖରେ ଗୁହାରୀ
Happy new year to you with Gumar Katha team. Sir ନୂଆ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି ନିର୍ଭୟ ଗୁମର କଥା ପରିବାର କୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ରହିଥାଉ। ଚବିଶ ର ଘଟଣା ବଳି ଠାରୁ ପଚିଶ ଖୁବ୍ ଝକାସ ହେଉ। ସଚେତନ ପାଇଁ ଅନେକ ଅନେକ ଧନ୍ୟବାଦ ଜୟ ଜଗନ୍ନାଥ ହରିଓମ୍ 🌹🙏
ସଂଘର କର୍ମକର୍ତ୍ତା ଯେତେବଳେ ମାତିବେ ଟାଉଟରିଆ ଗୋଷ୍ଠୀ ଛତ୍ରଭଙ୍ଗ ଦେବେ
ଏମାନେ କିଛି କରି ପାରିବେ
ନାହିଁ. କୁହଳିଆ ଆଉ ଆଗକୁ ଜାନାହିଁ
Happy new year AND THank for nice comments every topics
Dharmendra budeiba Mohan majhi ku ,,tapare BJP ku ,nije BJD jaiki CM haba Pandian deputy CM 😅
Manoj ahuja. is appropriate choice.good decision to allow extension.
Hope Mohan majhi will follow your (Nabin Das s) to day s suggestions
Sir ନମସ୍କାର ନୁଆ ବର୍ଷର ଅନେକ ଅନେକ ଶୁଭେଚ୍ଛା
Very very really sir