Sir you are 100% correct. The deal was with Saha in the hotel. Saha told vairavi if they both Naveen and pandian did not accept would be ready for jail. Naveen also knew it. So accordingly he acted. Even Dharmendra knew it. Thanks.
Nabin Pandian was confident that his dogs and Cats will win the seat.So Babi contested at Sambalpur. Too much of self confidence became disastrous to BJD .
Sir thank you very much for your wonderful presentation, If you remember me, I told you earlier also that he is the mastermind of the BJD difit, as he was having lot of money in swiss bank and central Govt knows about that, now you can connect the dots, just before the election counting, Sujata went where, she was there in Italy and managing all the money for 6 months, all the direction of central.
BJD shasan re jetiki Nari hatya o dushakram ho e chhi sehi msmnaka niswas padila Prathame sarakar upare padila. A be Navina upare niswas padila. Navina samule binash heba.
Dhritarashtra and Shakuni met their inevitable end.Your decoding of mystery of defeated BJD in Odisha is absolutely right.None in the state is in dark what deal was made prior to elections 2024.
ସାର୍ ନମସ୍କାର ସୁନ୍ଦର ଉପସ୍ଥାପନା ଏଭଳି ତଥ୍ଯ ଦେଇଥିବା ରୁ ସତକୋଟି ପ୍ରଣାମ
ବିଜେଡି ସଂପୂର୍ଣ୍ଣ ଧ୍ବଂସ ହେବ। ଯଦି ନବୀନ ପଟ୍ଟନାୟକ କୁ ଦଳରୁ ବାହାର ନ କରିଛନ୍ତି। ବିଜୁ ସପ୍ନ ଆଉ କାମ କରିବନି।
ଭଲହେଲା ନବୀନ ସାର ବିଜେଡି ଦଳର କୁଜି ନେତାମାନଙ୍କ ଗର୍ବ ବହୁତ ବଢିଯାଇଥିଲା
ସାର୍ ନମସ୍କାର..... ବହୁତ ବଢ଼ିଆ ରାଜନୈତିକ ବିଶ୍ଳେଷଣ.. ଜୟ ଜଗନ୍ନାଥ....❤🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🏾🙏🏾
ଲୁଚିରହିଥିବା ତଥ୍ୟକୁ ଆଜି ଖୋଜି ପାଇ ଥିବାରୁ ଅନେକ ଅନେକ ଶୁଭେଚ୍ଛା।ସମୟ ହି ତାର ଉତ୍ତର ଦେଵ।କାରଣ ସମୟ ହି ଭଗବାନ।ଆମେ ସମସ୍ତେ ସମୟର ହି ଅଧୀନ।
ଜୟ ଜୟ ଶ୍ରୀ ଜଗନ୍ନାଥ ।
ଆଜ୍ଞା ପ୍ରଣାମ
ମୁଁ ଆଜ୍ଞା ଶୁଣିଥିଲି ଅଣ୍ଡିଆନ୍ ଙ୍କ ବିଜେପି ସହିତ ଭଲ ସମ୍ପର୍କ
ନବିନ ପଟ୍ଟନାୟକ ଜଣେ ମହାକାଳ ଫଳ👍 ସବୁ ଜାଣିଲା ପରେ କେମିତି ଅଜଣା ଚାଉଳ ଭାତ ଖାଉଛନ୍ତି ନବୀନ ପଟ୍ଟନାୟକ ଆଉ ତାଙ୍କ ଦଳ??" ପଳାଶ ଫୁଲ ଆହା କେଡ଼େ ମନୋହର, ବାସ ନାହିଁ ବୋଲିି ସେ'ତ ପାଏ ନା ଆଦର।"ଜୟ ଶ୍ରୀ ଜୟ ଶ୍ରୀ ଜଗନ୍ନାଥ 🙏🌹 । ପ୍ରଣାମ ସାର୍ 🙏।
Jay Jagannath sir namaskar very good 🙏🙏
ରୁଦ୍ଧ ଦ୍ବାର ବୈଠକ 🎉🎉🎉
ଜୟ ଶ୍ରୀ ରାମ❤
ଧନ୍ୟ ତମ ସାମ୍ବାଦିକତା। ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ସେୟା ଥିଲା ଆଉ ଅସଲ କଥା ଜନସାଧାରଣ ବୁଝିଯାଇଥିଲେ କଣ ହେଉଛି। ଓଡ଼ିଶାର ଗଣମାଧ୍ୟମ ମୁର୍ଖ ବୋକା ପାଲଟିଗଲା କାରଣ ଅସଲ ଅନ୍ଧଭକ୍ତ ଏଇ ମିଡ଼ିଆ ଦଳ ।
100 %right 🙏
Right❤❤❤
ଅପାରଗ ଯୋଗୁ ନବୀନ ପଣ୍ଡିଆଁଣଙ୍କୁ ସୃଷ୍ଠି କଲେ ଏଣୁ ଲୋକେ ପ୍ରତ୍ୟାଖାନ କଲେ
Good news sir
Great news nirbhaya gumar kathha
Absolutely right 👍
ଅନ୍ୟ ଏକନଥାସିନ୍ଧେ ମାନେ ସନ୍ୟାସୀ ହେଇଛନ୍ତି କି ନାହିଁ ଜଣା ନାହିଁ କିନ୍ତୁ ବିଜେଡି ଦଳର ekanatha ସନ୍ୟାସୀ ହେଇଗଲେ।
ଓଃ .... ଆପଣ ଏବେ ଜାଣିଲେ !! ଧନ୍ୟ ତମ ସାମ୍ବାଦିକତା। ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ସେୟା ଥିଲା ଆଉ ଅସଲ କଥା ଜନସାଧାରଣ ବୁଝିଯାଇଥିଲେ କଣ ହେଉଚି । ଓଡ଼ିଶାର ଗଣମାଧ୍ୟମ ମୁର୍ଖ ବୋକା ପାଲଟିଗଲା କାରଣ ଅସଲ ଅନ୍ଧଭକ୍ତ ଏଇ ମିଡ଼ିଆ ଦଳ ।
😮😮😮😮
ସାହା ଓ ପଣ୍ଡିୟନ୍ ଙ୍କ ରୁଦ୍ଧ ଦ୍ବାରା ବୈଠକରୁ କିଛି ଦିଲ ହୋଇଥିବାର ସନ୍ଦେହ କରାଯାଉ ଥିଲା ।
Right....Sir
That. Was. Grate thank you
ସାର ନିଶ୍ୱାସ କୁ ବିଶ୍ୱାସ ନାହିଁ ସେମିତି ନେତାଙ୍କୁ ବିଶ୍ୱାସ ନାହିଁ l ପାଣ୍ଡିଆନ ଜେତେ ଦୁର୍ନୀତି କରିଛି ଓଡ଼ିଶାରେ ସେ ଆଉ ଜେଲ ଜୀବନାହିଁ ସେ ଅମିତ ସାହା ଙ୍କ ସହ କିଛି ଭିତିରି କଥା ହେଇଛି ନିଶ୍ଚିତ ଲାଗୁଛି ଏମିତି ଜଦି ହେଇଥିବ ବିଜେପି ମଧ୍ୟ୍ୟ ଓଡ଼ିଶାରେ ପସତାଇବ l ମେରେ ଭାରତ ମହାନ 100 ସେ 99 ବେଈମାନ
ଜୟ ଜଗନ୍ନାଥ 🎉
The excellent analysis !!
Ashwini Baishnva is the mediator between Saha,Pravakaran and Pandian.
ସାର୍ ଆପଣଙ୍କୁ ମୋର ପ୍ରଣାମ କରି କରାଉଥା ମୁ ହଁ ମୋବିନୁ ଅନ୍ୟଗତି ନାହଁ ଜୟ ଜଗନ୍ନାଥ ସ୍ବାମୀ 🙏
You are absolutely right. Jay ShreeJagannath.
True fact .Acurate analysis sir.
Thank you sir
Absolutely correct analysis
ଆଜି ଆପଣ ଯେମିତି ଡିକୋଡିଂ କରିଛନ୍ତି;
ଆମେ ତାକୁ ପୂରାପୂରି ଗ୍ରହଣ କରୁଛନ୍ତି।
Jay jagannath best analices sir
ଜୟ ଶ୍ରୀଜଗନ୍ନାଥ
ଅର୍ଥାତ୍ ଓଡିଶା ବାସୀ ସେତେବେଳେ ବି ପ୍ରତାରିତ...ଆଉ ଏବେବି..ପ୍ରତାରିତ..... ହେ ଜଗନ୍ନାଥ ତୁମେ ହସୁଥା....
Well appreciated Delivery
Very correct.
ଧାନ ମଣ୍ଡି ଅବାବ୍ୟସ୍ଥା ସମ୍ବନ୍ଧରେ ଦୟାକରି ଏପିସଡ ବନାନ୍ତୁ
କିଛି କହିବେନି ମଣ୍ଡି ବିଷୟରେ
Right
U r right sir
ସାର ପ୍ରଣାମ 🙏🌹
Jay Jagannath
ବହୁତ ବଡ଼ ଖୁଲାସା ହୋଇଛି ଆଜିର ଏପିସୋଡ ରେ ।
ପ୍ରଭୁ ଜଗନ୍ନାଥ ଓଡ଼ିଶା କୁ ସାହାହୁଅ ନ୍ତୁ ।
Very interesting but unfortunate events.
Right
ଆଜି ଆପଣଙ୍କର ବିଶ୍ଳେଷଣ ଏକନାଥ ଶିନ୍ଦେ କିଏ ପୁରାପୁରି 100% ସଠିକ। ଆମେ ମଧ୍ଯ ସେହାହିଂ ଆକଳନ କରୁଥିଲୁ ତଥାପି ଟିକେ ସନ୍ଦେହ ରହି ଯାଉ ଥିଲା କିନ୍ତୁ ଆଜିର ନିର୍ଭଯ ଗୁମର କଥା ଶୁଣିବା ପରେ ସନ୍ଦେହ ସମ୍ପୂର୍ଣ୍ଣ ଭାବେ ଦୁର ହେଇ ଗଲା। ଏ ରାଜନିତି ବଡ critical ସାର। ସାଧାରଣ ଜନତା ତ କେବଳ ମୋହରା ମାଡ୍ର।
Sir right
ଦାସ ବାବୁ ଶାସକ ଦଳ ଉପରେ କିଛି କହୁ ନାହାନ୍ତି କାହିଁକି। ଅବଶ୍ୟ ଏ ମହାଶୟଙ୍କ କଥା ଅନ୍ଧାରରେ ବାଡି ବୁଲାଇବା କଥା ସହ ସମାନ। ଇଏ ଦଳ ମଧ୍ୟରେ ଫାଟ ତିଆରି କରୁଛନ୍ତି। ବିଶ୍ବାସ ହୁଏନି ଯେ ସାଦାସିଧା ଲୋକ ମଧ୍ୟ ଏମିତି।
Welcome Prasanna Acharya❤️.
କିନ୍ତୁ ନବୀନ ପଟ୍ଟନାୟକ ପାଣ୍ଡିଆନକୁ କାହିଁକି ନିର୍ବାଚନ ପରିଚାଳନା ରେ ସବୁ ଦାୟିତ୍ୱ ଦେଇଥିଲେ ତା'ର କାରଣ କହି
ଲେ ନାହିଁ।
Very interesting story, indeed !
ସବୁରି ମୂଳରେ ଧର୍ମେନ୍ଦ୍ର ପ୍ରଧାନ
ତାକୁ ବିଦା କର
ଯାହା କହିଲେ ତାହା ହିଁ ସତ୍ୟ। ଏବେ ସବୁ ବୁଝି ହେଉଛି।
ପ୍ରଚ୍ଛନ୍ନ ଭାବେ କ୍ଷମତା ହାସଲ କରିବା ଲାଗି ଯୋଜନା କରିଥିବା ବ୍ଯକ୍ତି ହିଁ ବିଜଦ ରେ ଏକନାଥ ସିନ୍ଧେ ।
ଆଞ୍ଜା ସମ୍ପୁର୍ଣ୍ଣ ଠିକ୍ କଥାଟା ଉପସ୍ଥାପନ କରିଛନ୍ତି ଧନ୍ୟବାଦ, ଜାଣି ହେଉଥିଲା ଏକ ଓଡ଼ିଶା କୁ ଲୁଟ କରିବାକୁ ଏକ ଭୟଙ୍କର ଷଡ଼ଯନ୍ତ୍ର ହୋଇଥିଲା ସେଥିରେ ମୁଖ୍ୟ କାର୍ପାଟଦାର ଥିଲେ ପାଣ୍ଡୁ,ଆଗକୁ ସତର୍କ ନହେଲେ ଭୟଙ୍କର ଫାସରେ ପଡ଼ିଯିବ ଓଡ଼ିଶା, ଆଶ୍ଚର୍ଯ୍ୟ ସବୁ ତଦନ୍ତ ବନ୍ଦ 😥👌🙏
ସାର ନମସ୍କାର ସତକହିବାରୁ ଆପଣଙ୍କୁ ଶହେ ଶହେ ସଲାମ 🙏 🙏 🙏
ଆଜ୍ଞା ଏହି କଟା ଆପଣ ବହୁତ ପଛରେ କହିଲେ, ଏହି କଥା ନିର୍ବାଚନ ରେଜଲ୍ଟ ପ୍ରକାଶ ଦିନ ଲାଗୁଥିଲା କାରଣ ତାହା ନ ହୋଇଥିଲେ ତାଙ୍କୁ ପ୍ରୋଟେକ୍ସନ କିଏ ଦେଉଛି
ଆପଣଙ୍କ କଥାରୁ ଯା ଜଣା ପଡୁଛି ଯେ ବିଜେପି ଜିତିଛି କିନ୍ତୁ ବିଜେଡି ହାରି ନାହିଁ।
ପ୍ରଚାରକ ତାଲିକାରେ ୪୦ ଜଣ ଥିଲେ ବି କାହାରି ମୁହଁ କୋଉଠି ଦିଶୁ ନଥିଲା । ତାହା ପ୍ରଥମ ଆଭାସ ଥିଲା । ଏଇଟା ଯେ" ଡିଲ୍" ଥିଲା ସୁପର୍ ବ୍ରେନ୍/ ସିନ୍ଧେ ର ! ଭଲ ପଲିଟିକ୍ସ ବା ବ୍ୟବସାୟ
V K pandiyan is main and only person who responsible for change of the government
You are analysis is right
ଆପଣଙ୍କ କଥା ଏକ ପ୍ରକାରର ଠିକ୍ !
କାରଣ ବିଜେଡି IT ସେଲ୍ ପିଲାଙ୍କୁ ଯେବେ କୌଣସି ପୋଷ୍ଟ ଉପରେ ଦୁର୍ନୀତି ଉପରେ କମେଟ ଦଉଛୁ ସେମାନେ ସିଧା ସଳଖ ପ୍ରଶ୍ନ ପଚାରୁଛନ୍ତି ଯେ ପଣ୍ଡିଆନ୍ କୁ ଅରେଷ୍ଟ କରୁ ନାହାନ୍ତି କାହିଁକି ।
ଆମେ ମଧ୍ୟ ସେଇ ପ୍ରଶ୍ନ ର ଉତ୍ତର ଦେଇ ପାରୁନୁ।
Naveen Babu namaskar,plz make an episode on the plight of block grant teachers and lecturers in odisha due to bureaucratic interventions.
ମୁଁ ତ ଆଗରୁ ଜାଣିଥିଲି ଯେ ପାଣ୍ଡିଆନ ହେଉଛନ୍ତି ବିଜେପିର ଏଜେଣ୍ଟ ।
ଯାହାଙ୍କ ସହାୟତାରେ bjp ସରକାର ଗଠନ କରିଛି ତାଙ୍କ ବିରୋଧରେ ମୋହନ ସରକାର କଣ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ଯେତେ ଯାହା ହେଲେବି ଏ ସରକାର କିଛି କରି ନାହାନ୍ତି କି ଆଗାମୀ ଦିନରେ ମଧ୍ୟ କିଛି କରିପାରିବେ ନାହିଁ ଏହା 100% ସତ
Sir you are 100% correct. The deal was with Saha in the hotel. Saha told vairavi if they both Naveen and pandian did not accept would be ready for jail. Naveen also knew it. So accordingly he acted. Even Dharmendra knew it. Thanks.
ପ୍ରଥମ ଚିଠାର ୧୨୦ ନାମରୁ ଯଦି ଅଦଳବଦଳ ହୋଇନଥାନ୍ତା ତେବେ ୧୦୦ ଆସନ ଟପି ଯାଇଥାନ୍ତା ।
Nabin Pandian was confident that his dogs and Cats will win the seat.So Babi contested at Sambalpur. Too much of self confidence became disastrous to BJD .
❤❤❤
ମନଗଢ଼ା ଗପ ଶୁଣାଇବା କୁ ସାମ୍ବାଦିକତା କୁହାଯାଏନି
Vk ଥିଲେ ଏକନାଥ ସିନ୍ଧେ mayfair ସାହାକୁ କଥା ଦେଇ ଥିଲେ
ରୁଦ୍ଧଦ୍ବାର ବୈଠକ ରେ ବସି 😂
ସେଇ ଦିନଠାରୁ ମୁଁ କହି ଦେଇଥିଲି ଯଉ ଦିନ ମିଟିଂ ହେଇଥିଲା ଶାହା ଏବଂ ପାଣ୍ଡିଆନ୍ ମଧ୍ୟରେ ....
ରାଜ୍ୟ ରେ ପରିବର୍ତ୍ତନ ହେବ....
ନବୀନ ପଟ୍ଟନାୟକ କାହିଁକି ପାଣ୍ତିୟାନକୁ ଏତେ ବିଶ୍ବାସ କରୁଛି ତା ଉପରେ କୁହନ୍ତୁ। ଧାନ ମଣ୍ଡିରେ କାହିଁକି କଟଣି ହେଉଛି।
🎉
Nice comments thank you
ସବୁ ବିଜେଡି ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ ସମସ୍ତେ ମିଶି ପଣ୍ଡିଆନ କୁ ଏମିତି ଦଣ୍ଡ ଦିଅନ୍ତୁ ଯେମିତି ଦିନ ରାତି ସେ ଜାଣି ପାରିବାନି।
ଏମାନେ ସମସ୍ତେ ପୋଷା କୁକୁର......ପାଗଳ ହୋଇ ନାହାନ୍ତି..... ପାଗଳ ହେଲେ ଯାଇ କାମୁଡ଼ିବେ...ଅଇଁଠା ଲୋଭ ଛାଡିନି....ଛାଡିଲେ ତ? ....ଶାସ୍ତି ଦେବେ
ଯଦି ନିର୍ବାଚନ ପାଇଁ ପାଣ୍ଡିଆନ ଅର୍ଥ ଦେଇନଥିଲେ ତେବେ MLA ଓ MP ଯେଉଁମାନେ ଛିଡ଼ା ହୋଇଥିଲେ ସେମାନେ ନିଜ ଅର୍ଥ ନିର୍ବାଚନରେ ଖର୍ଚ୍ଚ ନକରି ନିର୍ବାଚନରୁ ଓହରି ଯିବାର ଥିଲା।
କେବଳ ମନଗଢ଼ା କାହାଣୀ କହୁଛନ୍ତି
ଭିଆର ନବା ପ୍ରକ୍ରିୟା ଯେଭଳି ଢଙ୍ଗରେ ହେଲା ସେବେରୁ ସନ୍ଦେହ ଉପୁଜିବା କଥା ସେ ସମୟରେ ଗୁମର କଥାରେ କମେଣ୍ଟ କରିଥିଲି। ଅଗଷ୍ଟ ସୁଦ୍ଧା ପାଇଲଟ୍ କାର ଓ ସିକ୍ୟୁରିଟି ବ୍ୟବସ୍ଥାର ପୂର୍ଣ୍ଣଚ୍ଛେଦ ନପଡ଼ିବାରୁ ସନ୍ଦେହ ବଢ଼ିଲା। ହେଲେ ଆଜିର ଭିଡିଓ ଦେଖିଲା ପରେ ସବୁ ସନ୍ଦେହ ଦ୍ୱନ୍ଦ୍ୱ ଦୂର ହେଇଗଲା।
ପ୍ରଶ୍ନ ଉଠୁଚି ପ୍ରତାପ ବବି ଅରୁଣ ଅତନୁ ଏ ଭିଡିଓକୁ ଗ୍ରହଣ କରିବେ ତ?
ଏକନଥ ସିନ୍ଧେ ଙ୍କ ସହିତ ପଣ୍ଡିଆନ କୁ ତୁଳନା ନେଇ ତୁଳନା କରାଯିବା ହୁଏତ ଅନେକ ଦୃଷ୍ଟି ରୁ ଠିକ୍ ନୁହେଁ।
ତେବେ ଏତିକି କୁହାଯାଇପାରେ ବିଜେଡି ର ଏ ବିକଳ ଅବସ୍ଥା ର ଅସଲ ଚିତ୍ରକର ।
Jay Pyaari, Jay Pandu.
Sir thank you very much for your wonderful presentation, If you remember me, I told you earlier also that he is the mastermind of the BJD difit, as he was having lot of money in swiss bank and central Govt knows about that, now you can connect the dots, just before the election counting, Sujata went where, she was there in Italy and managing all the money for 6 months, all the direction of central.
ନବୀନ ପଟ୍ଟନାୟକ ଜଣେ ଉଚ୍ଚସ୍ତରୀୟ ଡନ।
ଭାଗ୍ୟ° ଫଳତି ସରବତ୍ର ,ନ ଚ ବିଦ୍ୟା ନ ଚ ପୋଉରୁଷମ ।ନବୀନ ଙ୍କ ବିନା ପରିଶ୍ରମରେ ଏତେଦିନ ଧରି ରାଜୁତି ,ଦଳୀୟ ସଂଗଠନ ଉପରେ ଅବିଶ୍ବାସ ,ପୁରୁଣାନେତା ବିଜୁ ଅନୁଗାମୀ ଙ୍କୁ ଦଳରୁ ଦୁରେଇଦେବା ତଥା ଅତ୍ୟଧିକ ପ୍ରଶାସନିକ କଳ ଉପରେ ନିର୍ଭର ମୁଖ୍ୟତଃ ଦାୟୀ ।ଏଠାରେ ଏକନାଥସିନ୍ଧେ କେହି ନାହାନ୍ତି କି ଆଗକୁ ବାହାରିବେ ନାହିଁ ।ଆପଣଙ୍କ ମତ କୁ ସ୍ବାଗତ କରି କହିବି ଯେ ଧନ ହି ସବୁକିଛି ସର୍ବଦା ।ତେବେ କର୍ମଫଳ ଭୋଗିବାକୁ ହେବ ।ପାଣ୍ଡିୟାନ ଶାସନ ପୂର୍ବ ଓଡ଼ିଶାରେ କାମ ଦିଏ ପଶ୍ଚିମ ଭାଗରେ ନୁହେଁ ।ତେବେ ଗଞ୍ଜାମ ରେ ଆଗତୁରା ଭାଷଣ ଦେଇଥିବା କଥା ରୁ ଜଣାଯାଏ ଯେ ପରୀକ୍ଷା ପୂର୍ବରୁ ପ୍ରଶନପତ୍ର ଲିକ୍ ହେଇଛି ।ତେବେ ଦାୟୀ ନିର୍ବାଚନ କମିଶନ ,ବିଚାରାଳୟ ଓ ଟଙ୍କାଲୋଭୀ କିଛି ଭୋଟର ।ତେବେ ବହୂଦିନରୁ ମୁଁ କହିସାରିଛି ଯେ,Business Janata Party,BJP,Business Janata Dal BJD ହେଲେ ଦି ସ ଉ ତୁ ଣୀ।ଏମାନେ ଦିନରେ ଠୀଆପାଲାଓରାତିରେ ନାଲିପାଣି ମିତ୍ରତା ପଞ୍ଚ ତାରକାହୋଟେଲ ରେ ।ଉଭୟ ଦଳର ଏକମାତ୍ର ଲକ୍ଷ୍ୟ ହେଲା ଯେ ଘ ଇ ତା (ଭୋଟର )ପଛେ ମରୁ ସ ଉ ତୁ ଣୀ ରାଣ୍ଡହେଲା।ଏଣୁ ଜଣେ ରାଣ୍ଡ ହେଲା ।ତେବେ ଜନସାଧାରଣ ସଚେତନ ନ ହେବାଯାଏ ,ଏକନାଥ ସିନ୍ଧେ ଅଥବା ପାଣ୍ଡିୟାନ କିଛି ନୁହଁନ୍ତି ।ସବୁଠାରୁ ବଳ ଭାଗ୍ୟ ଫଳ ।ସବୁଦେଖୁଛନ୍ତୀମହାକାଳ।ଏକନାଥ ସିନ୍ଧେ ଙ୍କ ଅବସ୍ଥା ଦେଖିଲେ ସଭିଏଁ ।ବିନମ୍ର ନମସ୍କାର ସହିତ ।ଦାଶରଥି ରଥ ।ସୋନପୁର ।
🙏🚩🚩🚩
Good
ଏତ ବିଜେପି ଭାଗ ଭାଗ କରୁଛି କିନ୍ତୁ ଯିଏ ଯାହା କରିବ ତା ପାଇଁ
ଜାଣିଶୁଣି ପାଣ୍ଡିଆନ 20 ଟି ଯାକ ଆସନ ବିଜେପି କୁ ଟେକି ଦେଇଛନ୍ତି।
V K Pandian(Eknath Sindhey)
ପୃଥିବୀର ସର୍ବଶ୍ରେଷ୍ଠ ନେତା ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ମୋଦୀଙ୍କର ପରମ ବନ୍ଧୁ ଡୋନାଲ୍ଡ ତ୍ରମ୍ପ କାହିଁକି ତାଙ୍କର ପରମ ବନ୍ଧୁଙ୍କୁ ତାଙ୍କର ଶପଥ ଗ୍ରହଣ ଉତ୍ସବରେ ଡାକିଲେ ନାହିଁ ଟିକେ ବୁଝେଇ କି କବେକି ସାର୍ !
ଶ୍ରୀବଳ୍ଳଭ ପାଣିଗ୍ରାହୀ ରାସେଶ୍ଵରି ମାଡମ ଙ୍କ ଭାଈ ସା଼ସଦ ଥିଲେ
Sir pandian babi das pandian nka stree kuade gale au tanka link bisaya re kichhi kuhantu
ଏକନାଥ ସିନ୍ଦେ ଙ୍କ ଭୂମିକା ମହାଭାରତ ର ଶକୁନି ଙ୍କ ସହିତ ତୁଳନା କରାଯାଏ।
BJD shasan re jetiki Nari hatya o dushakram ho e chhi sehi msmnaka niswas padila Prathame sarakar upare padila. A be Navina upare niswas padila. Navina samule binash heba.
Confidence was EVM
Nabin Hatao Pandu BJD Banchao🎉
Ye tathya ti agaru jana paduthila hele confirm heinathilu hele sundar upastapana pare clear heigala.
ଯେଉଁ ମାନେ ନବୀନ ଉବାଚ କୁ ବିଜେପି ମୁଖପାତ୍ର କହୁଥିଲେ,ସେମାନେ ବର୍ତ୍ତମାନ ନିଶ୍ଚୟ ମୁହଁ ବନ୍ଦ ରଖିବାକୁ ପଡିବ।ବିଜେପି ଯେ ଖୁବ୍ ବିପଦଜନକ ଖେଳ ଓଡ଼ିଶା ବିରୋଧରେ ଖେଳୁଛି ତାହା ବର୍ତ୍ତମାନ ଜଳ ଜଳ ଦିଶୁଛି।ମୁଁ ଭାବୁଛି ,ପଳେଇ ପଶିଲି ମାଉସୀ ଘରେ,ମାଉସୀ ମାରିଲା ଦି ପାହାରେ।
Dhritarashtra and Shakuni met their inevitable end.Your decoding of mystery of defeated BJD in Odisha is absolutely right.None in the state is in dark what deal was made prior to elections 2024.
ଏକନାଥ part 2 କଣ ହେବ ଜଣାଇବେ l