Santrupta Mishra ku loko Jani nathile.1st time se Cuttack ru stand karithile.Tanka ra political experience nahni tenu loko Bhartuhari Mahatab ku choose kale.Au 2024 BJP saha hawa thila au BJD se hawa re udigala.
Good Morning Sir. Some statements show false & fabricated. It is truth that " one cannot make fool all of the people for all of the time." Genuinely Navin Pattanaik has also not done any thing for peoples of Odisha. Be brave to accept the reality. You are really a nice & talented gentleman. I request with folded hands to be creative up above the darty polytics.
ବହୁତ୍ ସୁନ୍ଦର କଥା କହୁଛନ୍ତି
ଧନ୍ୟବାଦ 🙏
ଭଲ ଲାଗିଲା। ସବୁ ଦୃଷ୍ଟିରୁ। ଧନ୍ୟବାଦ
Right sir thanku ଜୟ ନବୀନ 🙏
NABIN PATTANAIK MADUA SARKAR ODISHARA DURBHAGYA
ବହୁତ ସୁନ୍ଦର ଲାଗିଲା ସଂତୃପ୍ତ ବାବୁଙ୍କ କଥା ଶୁଣି ଲାଗିଲା ବୋଧହୁଏ କଟକବାସୀ ଜଣେ ସୁନ୍ଦର ପ୍ରାଥୀଙ୍କୁ ଏତେ କମ ସମୟରେ ଜାଣିଲରିଲେ ନାହିଁ
ବହୁତ୍ ଭଲ ଲାଗିଲା ସଂତୃପ ବାବୁ ଙ୍କ କଥା,, ମୋର ବିଶ୍ବାସ ଆମ ଓଡ଼ିଶା ନବୀନ ଓଡ଼ିଶା ପୁଣି ଫେରିବ,,, ଓଡ଼ିଶାର କଲ୍ୟାଣ କେବଳ ନବୀନ ପଟ୍ଟନାୟକ ସାର୍,, ଜୟ ଜଗନ୍ନାଥ
ବହୁତ ସୁନ୍ଦର ଉପସ୍ଥାପନା ❤❤
Very good person,,, the great political leaders CM no 1 Navin patnayak sir
ଜୟ ନବୀନ
Dr Ssntrupta babu spoke most appropriately and maturedly.
ମୁଁ କୌଣସି ଦଳକୁ ସମର୍ଥନ କରେନି କିନ୍ତୁ ସଂତୃପ୍ତ ବାବୁ ଜଣେ ଭଲ ଲୋକ ତାଙ୍କ ବ୍ୟବହାର ଓ ଶାଳୀନତା କେତେ ମଧୁର ❤ ସତରେ କଟକ କେତେ ବଡ ଭୁଲ କରିଦେଲା ଏହିଭଳି ଲୋକ କୁ ହରେଇ ଦେଇ😢
ବହୁତ୍ ବଢିଆ ଲାଗିଲା, ଖୁସି ଲାଗିଲା ❤ କଥା ହେଉଛି ସମ୍ପର୍କ, ହସମଜା ରେ , ଭାବନା ରେ। ପ୍ରଶ୍ନ ପଛେ ଦୂରେ ଥାଉ। ଦୁହେଁ ପରସ୍ପର ପରିପୂରକ 😊....
ବହୁତ ବଢ଼ିଆ ଲାଗିଲା.
ସଂତୃପ୍ତ ବାବୁ ଜଣେ ପାରଙ୍ଗମ ବ୍ୟକ୍ତିତ୍ୱ!
ଭାରତର ନଂ ୧ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚିନ୍ତାଧାରା ସମସ୍ତଙ୍କ ଚିନ୍ତାଧାରା ଠାରୁ ଅଲଗା ଓଁ ମହତ ,କିନ୍ତୁ ତାଙ୍କ ଲୋକ ସେୟାକୁ ନିଜ ସ୍ବାର୍ଥରେ ଲଗାଇ ଦଳକୁ ଲୋକଙ୍କ ଚକ୍ଷୁରେ କଳୁଷିତ କରୁଛନ୍ତି
ସନ୍ତୁପ୍ତ ମିଶ୍ର ବାବୁ ତ ଜଣେ ଗ୍ରେଟ୍ ଲୋକ l ଆପଣଙ୍କ କଥା ଭାଷା ବ୍ୟବହାର ସାଳିନତା ଦେଖି ଲାଗୁଛି ରାଜନିତିରେ ବୋଧେ ବହୁତ କମ ଲୋକ ଅଛନ୍ତି l କେତେ ସଫଳତା ପାଇଛନ୍ତି କେତେ ବିଫଳ ହେଇଛନ୍ତି ତାହା ବଡ଼ କଥା ନୁହେଁ କିନ୍ତୁ ଜଣେ ଭଦ୍ର ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କୁ ସଫଳତା ବିଫଳତା ଭାବରେ ତୁଳନା କରା ନ ଯାଇପାରେ l ଯାହାକି ଆଜିର ସମୟରେ ଜଣେ ରାଜ ନେତା ପାଇଁ ତ ଜମାରୁ ସମ୍ଭବ ନୁହେଁ
God Bless you, Jay Jagannath Swamy, 🙏🙏🙏
ଆପଣଙ୍କ ଉପସ୍ଥାପନା ଶୁଣିବା ପାଇଁ ବହୁତ ଭଲ ଲାଗେ। ଦୟାକରି ଆପଣ ନବୀନ ବାବୁ ଏବଂ ପାଣ୍ଡିଆନ୍ ବାବୁ ଙ୍କ ସାଥିରେ ସାକ୍ଷାତକାର ଟିଏ କଲେ ଭଲ ହୁଅନ୍ତା...
Great 👍
ବହୁତ ସୁନ୍ଦର କଥା କହିଲେ ବହୁତ ସୁନ୍ଦର ଧନ୍ୟବାଦ
ଆମ ର ଭୁଲ୍ ହେଇଗଲା,, ସଂପୃ୍ତ ବାବୁ ଙ୍କ କଥା କୁ ବହୁତ୍ ମନ ତୃପ୍ତ ଲାଗିଲା, ଆମ ର ନବୀନ ସରକାର ଦରକାର,,,, ଆଉ ଜଣେ ଭଲ ମଣିଷ ବି ବିଜୁ ଜନତା ଦଳରେ ଥିଲେ,, ଦୟା କରି ତାଙ୍କୁ ଡାକନ୍ତୁ,,, ସୁବ୍ରତ ବାଗ୍ୟଚି,,, କରୋନା ମୁକାବିଲା ରେ ବଡ ଦା ୟୁତ ନେଇ ଥିଲେ
ମାନସ୍ ଭାଇ ତ ନିଶ୍ଚିତ ଭାବରେ ସବୁବେଳେ ବେଷ୍ଟ ଆପଣ ପ୍ରଶ୍ନ ଗୁଡିକ କେମିତି ଭାବିକି ରଖନ୍ତି ଭାଇ ଆମ ମନ ଭିତରେ ବି ଆସୁ ଥିବା ପ୍ରଶ୍ନ ଗୁଡ଼ିକ ଆପଣ ପଚାରନ୍ତି l ଆଉ ଆମକୁ ବି ତାହା ବହୁତ ସୁକୁନ୍ ଦିଏ 🙏🙏🙏
B
Real fact .... Thanks..sir.....
ସଂତୃପ୍ତ ମିଶ୍ର
ଭବିଷ୍ୟତ ବିଜୁ ଜନତା ଦଳ 💚🙏🏻
Sir you are. Great person
Yours way asking question is very inspiring
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
ଆପଣ ରାଜନୀତିରେ ସଫଳ ହୁଅନ୍ତୁ ଅବା ବିଫଳ କିନ୍ତୁ ଆପଣଙ୍କ ସଫଳ ବ୍ୟକ୍ତିତ୍ଵ ଆଗରେ ଆମେ ନତ ମସ୍ତକ🙏🙏🙏🙏
Greate sir
He iz a successful man, ଢ଼ିଙ୍କି ସ୍ୱର୍ଗ କୁ ଗଲେ ବି ଧାନ କୁଟିବ ସେ ନିଶ୍ଚିତ ଦିନେ ନାଁ ଦିନେ ରାଜନୀତି ରେ ଆଗକୁ ଯିବେ 110% ସତ ❤
Very well answered by Mr. Santrupta Babu
Good discussion
ମିଶ୍ରବାବୁ ଙ୍କୁ cuttack ଜନସାଧାରଣ ଛାଡି ଦେଇଛନ୍ତି ବଡ bohut ଭୁଲ କରିଛନ୍ତି. ତା ସାଙ୍ଗରେ ଉତ୍ତମ ନବୀନବାବୁଙ୍କୁ ଛାଡି ଦେଇ ଛନ୍ତି.
Wonderful. Very appropriate and wise answer to the questions asked by Manas babu. 👍
Very casual statement
Right sir Jay Navin
Exactly 💯 badhiya Question and answer both are mind blowing... Perfect answer also
Good disision sir 🙏🙏🙏
Great visionary leader.
Beautiful discussion with Mr. Santrupta Mishra.
Right bhai Jay jagannatha Jay nabin
Cuttack ra ଜନତା ପରିବର୍ତ୍ତନ ନାମରେ ସନ୍ତୁପ୍ତ ବାବୁ ପରି ଲୋକଙ୍କୁ ହରାଇ ଆଜି କଣ ପାଇଲେ,
Santrupta Mishra ku loko Jani nathile.1st time se Cuttack ru stand karithile.Tanka ra political experience nahni tenu loko Bhartuhari Mahatab ku choose kale.Au 2024 BJP saha hawa thila au BJD se hawa re udigala.
ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତିତ୍ୱ ସଂତୃପ୍ତ ବାବୁ
Kiun hargaye😅😅😅
@@ashwinisahu6584 ହାରିବା ଜିତିବା ଗୋଟେ ପ୍ରକ୍ରିୟା ମାତ୍ର ସେଥିପାଇଁ ବ୍ୟକ୍ତିତ୍ୱର କିଛି ପ୍ରଭାବ ପଡ଼େନି...ଇଣ୍ଡିଆ wc ହାରିଲା ତା ମାନେ କଣ ଭଲ ଖେଳୁନଥିଲା? ନା ଖେଳ ବନ୍ଦ କରିଦେଲା... ପୁଣି T20wc ଖେଳିକି ଚାମ୍ପିୟନ ହେଲା ନା ନାହିଁ ଠିକ ସେମିତି
Right sir thanku sir
Mark my words one day This man will rule odisha❤
Truth is always truth accept it.
ଏହିଭଳି ଜ୍ଞାନୀ ଗୁଣି ଭଦ୍ରଲୋକ ରାଜନୀତିକୁ ଆସିଲେ ଜନସାଧାରଣ ତଥା ରାଜ୍ୟ ଏବଂ ଦେଶର ଉନ୍ନତି ନିଶ୍ଚିତ ହେବ.
Good Morning Sir. Some statements show false & fabricated. It is truth that " one cannot make fool all of the people for all of the time." Genuinely Navin Pattanaik has also not done any thing for peoples of Odisha. Be brave to accept the reality. You are really a nice & talented gentleman. I request with folded hands to be creative up above the darty polytics.
ବିଜେଡି ଏକ ବ୍ୟକ୍ତି କୈନ୍ଦ୍ରିକ୍ ଦଳ।ସରକାରୀ ଓ ବେସରକାରୀ ଦଲାଲ ମାନଙ୍କ
ପାଇଁ ନବୀନ ଜଣକ କଥାରେ ପରି ଚାଲିତ୍ ହେବାରୁ ଦଳ ହାରିଲା।
ଆମ ନେତାଙ୍କ ପାଖରେ ଟଙ୍କା ଅଛି କିନ୍ତୁ ବୁଦ୍ଧି ବିବେକ ରାଜନୈତିକ ଜ୍ଞାନ ଶୁ ନ୍ୟ ବ୍ୟକ୍ତି
❤❤❤😊
Right 👍 sir
Excellent Interview
Talks like a matured politician
ବଡ଼ ପ୍ରତିଭାବାନ ଥିଲେ।1965 ରେ ଜନ୍ମ ହୋଇ 1978 ରେ 13 ବର୍ଷ ବୟସରେ HSC ପାସ କରିଥିଲେ।1982ରେ 17 ବର୍ଷରେ graduation...ଓଡ଼ିଶାରେ ଆଉ କେହି ନଥିବେ ଏମନ୍ତ ପ୍ରତିଭାଶାଳୀ।
I Love Naveen Sir 💚
ବେ ନାମ ବଦଳିଲା କାହିଁକି? ସବୁ ଯୋଜନା ନବୀନ ପଟ୍ଟନାୟକ ବାପ ନାମରେ ହେବାଟାକୁ ଆପଣ ଧୋବଧାଉଳିଆ ପୋଷାକ ପିନ୍ଧି ମୂର୍ଖ ଭଳି ସମର୍ଥନ କରୁଛନ୍ତି, ଆମେ ଦେଖିପାରୁଛୁ କି? ଆପଣ ଓଡିଶାର ନାମକୁ ନବୀନ ଓଡିଶା କରିଦେଇ ଓଡିଆଂକ ସହି ବେଇମାନୀ କରିଛନ୍ତି। ସବୁ ସ୍କୁଲ ଗୁଡିକର ରଂଗ ବିଜେଡିରରଂଗ ଭଳି ନୀଳ କରିବାର ଅର୍ଥ କ'ଣ? ରେଭେନ୍ସା ନାମ ଯଦି ଏତେ ସୁଆଦିଆ ଲାଗୁଛି, ନିଜ ବୀପ ନାମ ବଦଳରେ ରେଭେନ୍ସା ଆଗେ ଲେଖିକରି ଦେଖାଅ। ଗୋଟାଏ ବାଜେ ଚେନାଲ୍ ର ସଂଯୋଜକ ହସିହସି ପ୍ରଶଂସାଗାନ କରୁଛ ଲାଜ ଲାଗୁନି?
ଠିକ୍ କଥା କହିଛନ୍ତି ❤❤❤❤❤
Great Personalities
Naveen Naveen
Thanks for interview
❤Jay Jagannath Jay nabin babu Jay ❤
Santrupta mishra nka personality is very nice
ହାରିବାର ଠିକ କାରଣ ହେଲା ପଦ ପାଇଁ ଭିତିରି ଝଗଡା
Jay. NABEEN❤❤❤❤
ଏଇଟା କୋଉ ନେତା ରେ ଯାଏ
ଜୟ, ନବିନ୍
Excellent statement mishra babu 👌👌🙏🙏
wait kar haba
ନବୀନ ବାବୁ ବିଜୁ ବାବୁ ଯାହା କରି ଥିଲେ ଘୋଡା ମୁହାଁ ସବୁ ବିଜୁବାବୁ ଯାହା କରିଥିଲେ ଏ ଘୋଡା ମୁହାଁ ସବୁବନ୍ଦ କରି ଦେଲେ ଛି ଛି
ଜଣେ ବେପାରୀ
ବଦମାସ୍ ନେତା ବଳ କହୁଚୁ ବାପା ବାପା ପୁଅ ପୁଅ ବାଜପେୟୀ ବାଜପାୟୀ ମୋଦି ମୋଦି ନବୀନ ନବୀନ ସମ୍ଭାଳ 5 ୟିଅର୍ ଦେଖିବା bjd ଦଳ ବଲା
Right mishrababu
Plz,,,,, ସୁବ୍ରତ ବାଗିଚୀ ସାର୍ ଙ୍କୁ ଡାକନ୍ତୁ
ତାମିଲ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ପ୍ରତିଶ୍ରୁତି ପାଳନ କରିବାରେ ବିଜେପି ବିଫଳ କି ?
Yes,
ଏତେ ଭଲ ଥିଲା ତ ତାହେଲେ ହାରିଲେ କଣ pai?
Odia osmita
Amaku darkar well educated chief minister
😮😮😮😮Bjd❤
ଆଉ ଓଡ଼ିଶା ବାସୀ ତାମିଲ ଚାକର ମାନକ ଦଳ କୁ ଆଉ ଶାସନ ଭାର ଦେବେନି
Sir apana 10 purabaru rajaniti ku asithila vala hy thata
Jay Nabin 🙏
ନିଜେ Naveen babu election ପ୍ରଚାର କରିଥାନ୍ତେ, ନିଶ୍ଚୟ ଜିତି ଥାଆନ୍ତେ,ଏଥିରେ ତିଳେ ମାତ୍ର ଭୁଲ ନାହିଁ
ସଂତୃପ୍ରବାବୁ ଇଲେକସନ ସମୟରେ କଟକ ଲୋକସଭାର କେଉଁ ସବୁ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିଥିଲେ ଟିକେ କହିବେକି ?
Ajira.jou.paristiti.elekesana.hele.b.j.d.130.siti.jitiba
Nabina no1 kgarp
ବିଜେଡି ଜୀବନରେ ଉଠିବ ନାହିଁ
Due to vote of employees
What's about Amar Patnaik ?
Naveen Patnaik best cm in ward
😊 😊
Government services are solely responsible for your defeat.
Sir❤bjd hari jaiechhi boli bhabi ba anuchit,sir apan gyani guni loka, beautiful
Odisha captain Naveen pattnayak ❤
ମୁ ଯେତିକି ଦେଖିଲି ସାର ଙ୍କ କଥାବାର୍ତ୍ତା ନୀତିନ ଗଡକରୀ ଭଳି।
Can we see Naveen Pattnaik’ in front of Manas babu
ପ୍ରଥମ କଥା ଆପଣ କାହିଁକି ରାଜନୀତିକୁ ଆସିଲେ, ଆପଣ ଜଣେ ଜ୍ଞାନୀ ଗୁଣୀ ଲୋକ। ବର୍ତମାନର କଳୁଷିତ ରାଜନୀତି ଆପଣ ଫିଟ୍ ନୁହନ୍ତି। ସତକଥା କହିଲେ ଆପଣ ରାଜ୍ୟସଭା ପ୍ରାର୍ଥୀ ପାଇଁ ଯୋଗ୍ୟତମ ପ୍ରାର୍ଥୀ। ଆପଣଙ୍କର ଜ୍ଞାନ ସେଠାରେ ଠିକ ଭାବରେ ଉପଯୋଗ ହୋଇ ପାରିଥାଆନ୍ତା।
ଆଗ ଦାଦନ ହଟାନ୍ତୁ ବିଜେପି bala
Good_intrvue
Tame jou tanka deiki reward anuthila odisha basi sabu khusi heuthile odisha basi janigaleni samaste
Jay Naveen
Well Said 💯
Salute!
ମୁଁ Niranjan pati - Cuttack Lokasava 2024 indipendent parthy - Mathia Chinna kahuchi - Mote 4636 Vote ମିଳିଛି ହେଲେ BJD ru Ticket ପାଇଁ mote deithile ମୁଁ Bhatruhari nku conform ହରାଇଥାନ୍ତି - Sampruktamishra nku kehi chahunahanti thile tenu BJD Chinta na Kari again BJD re Big power kahinki Samprukta mishra nku diagala janiheunahi -
Santrupta mishra agami chief minister of Odisha