10 thara jitichhi mane 50 year, 4 thara harichhi mane 20 year, total 70 year, ebe sura Babunku 85 year, jahaheu odishara eka matra loka jieki 15 year re election ladhithile, good history of odisha
Odisha ra Raja niti eapari huea nahi odia asmita Sana bada ra bichara achhi all are creating by god's kehi nijaku bada bhabantu nahi sabu mula re jagannath swami Nayana patha gami achhaa nti sabu tanka Daya re chali chhi ame samaste nimita Matra sunya Shakti attma achhanti boli ame samaste parameswyara allha nka dyara banchi chhe thanks 🙏
Sura Routray says third division in exams and weak in studies. He remains a third class gentleman even today having crossed 80 years in lift. His vulgar utterance and opportunistic expressions manifest his character. Self drumming won't pay my dear Sir.
ସୁର ବାବୁ ସବୁ ଦଳକୁ ଛାଡ଼ି ବର୍ତ୍ତମାନ ଜୋକର ହିସାବରେ ଅଛନ୍ତି।ଏ ହେଉଛନ୍ତି ବଡ ଠକ।୪୦ ବର୍ଷ ମନ୍ତ୍ରୀ ହୋଇ ଓଡ଼ିଶାର କିଛି କାମ ନକରି ଘରେ ଟଙ୍କା ଭର୍ତ୍ତି କରିଛନ୍ତି।
ଟଙ୍କା ପଛରେ ପଡିଲେ ମଣିଷର ଇଜ୍ଜତ କ'ଣ
ଏ ଲୋକ ନିଜେ ଅର୍ଜି ଥିବା ମାନ ସମ୍ମାନ ହରାଇ ଦେଲେ
ବୟସ ହେଲାଣି ବାଚାଳାମି ହେଉଛି, କିଛି କହିବାର ନାହିଁ
Exactly
Qqq1qqqqqqqqq1qq111qqqqq1
bg id😊boom@@ShubhajyotiJenapppppppppppppppppppppppppppp book
୬୦ବର୍ଷ ଏତେ କାମ କଲ ଜେ ଓଡ଼ିଶାରେ ଆଉ କଂଗ୍ରେସ ଦଳ ର ଦୁବ କଅଁଳ ହେଉନି।
ଜୟ ଜଗନ୍ନାଥ ଜୟ ମୋହନ ସରକାର ❤️❤️❤️❤️
ଶଳା ଅଲାଯୁଗ ବେହିଆ ଙ୍କ ର ବାରବାଟୀ ଚାଷ ଗୋଟେ ପୁଅ ଏଇଥିପାଇଁ ଆଉଥରେ ଆମେରିକା ଚାଲିଗଲା
ସୁର ବାବୁ ଟଙ୍କା କୈନ୍ଦ୍ରିକ ରାଜନୀତି ରେ ବହୁତ ବିଶ୍ୱାସ କରନ୍ତି।
ପାଗଲ
ସୁର ବାବୁ ସବୁ କଥା କୁ ଏପଟେ ସେପଟେ କରି ଠେସା କଥା କହି ଉଡାଇ ଦେଉଛନ୍ତି
ବାଚାଳ ଶୁର ବାବୁ ନିଜର ଓଜନ ହରାଇ ନିଜେ ତିନି ପାଞ୍ଚି ରୁ ଯାଇଛି😮କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେପିକୁ ସମର୍ଥନ ଏକମାତ୍ର ଶୁଗମ ପଥବାହାରକରି ବିଜେପିରେ ସାମିଲ ହେଲେ ଶୁର ନିଶ୍ଚିତ ରାଜ୍ୟସଭା ଯାଇପାରେ 😊ବାଚଳାମି ଛାଡି ବିଜେପିକୁଶୁରଯାଆନ୍ତୁଶେଶଜୀବନ ଫଳପ୍ରଦ ହେବ🎉
ବୁଢ଼ା ହେଲୁଣି ଏତେ ମିଛ କହୁଚୁ, ତୋତେ କିଛି କହିବାକୁ ଭଲ ଲାଗୁନି
Tate gandi marila valia lagùchi sata kagha gudaka na
ଆଙ୍କର କହିବା କଥା ବିଜୁ ବାବୁ, ନବୀନ ବାବୁ ସବୁ କରିଛନ୍ତି।ଆଙ୍କ କଂଗ୍ରେସ କିଛି
କରିନାହିଁ।ଶୁର ଅଜା ୫୦ ବର୍ଷ ଧରି କଂଗ୍ରେସ ରେ କଣ କରୁଥିଲ ।
କଥାରେ ଟିକେ ବି ଓଜନ ନ ଥିବା କୁହାଳିଆ ନେତା।
ସୁର ଅଜା ଜାହା କହୁଛନ୍ତି.. ସମଜରେ... ଲୋକ ମାନେ.. ହା ହା ହେଉଛନ୍ତି ଅଗଣା ପଇସା କହିବାକୁ.. କିନ୍ତୁ ନିଜ ଭୁଲ ପାଁଇ ନିଜର ସଂମ୍ମାନ ହରେଇଲେ.. କିନ୍ତୁ.. ଏହି ଭାଲୁ ଦୁଇ ପୁଅ ଙ୍କ ପାଁଇ..
ପୁତ୍ର ମୋହ..ରେ ଭୀଷ୍ମ ଆଜି ସର ଶଯ୍ୟା 😱😱😱
ସୁର ବାବୁଙ୍କର 50ବର୍ଷାରେ ଏତେ କାମ ଦୁଇ ପୁଅକୁ ହରାଇ ଦେଲେ
ସୁର ବାବୁଙ୍କୁ ଡାକି ଥିବାରୁ ବହୁତ ଭଲ ଲାଗିଲା
ଆପଣ କଂର ଏପଗି କାଯ୍ୟର୍କ୍ରମ ସୁରବାବୁ
କଣ ଉତର ଦେେବ
Good story teller. Blunt lies
ସୁର ବାବୁଙ୍କ ଏଥରର ଇଣ୍ଟରଭ୍ୟୟୁ ଭଲ ଲାଗିଲା ।
10 thara jitichhi mane 50 year, 4 thara harichhi mane 20 year, total 70 year, ebe sura Babunku 85 year, jahaheu odishara eka matra loka jieki 15 year re election ladhithile, good history of odisha
😂😂😂😂
😂😂😂😂😂😂😂😂👍
Aare Bhai eyka number kukura taa ey loka
ଆରେ ଭାଇ ଉପ ନିର୍ବାଚନ ବୋଲି କିଛି ଅଛି କି?
Belajiaa
କାମ ହେଇଂଛି କହୁଂଛ ଗାଂଗହଳିରେ ରାସ୍ତା ଖଣ୍ଡେ ନାହିଂ ବଡ ବଡ କଥା କହୁଂଛି ସୁର ଲଜିଆ ଲଜିଆ
ନମସ୍କାର । ସୁରବାବୁ କଂଗ୍ରେସ୍ ଛାଡ଼ି ସ୍ଵାଧୀନ ହେଲେଣି, ଖୁସି ଖବର ।
ଏକା ମାଡ଼ କେ ଦେହ ଠିକ୍ ହୋଇଗଲା।
ପାଗଳ ସୁର, ବଡ଼ ପୁଅ କୋଟିଏ ଖର୍ଚ୍ଚ କରିଥିବା କହିଦେଲେ କିନ୍ତୁ ସାନ ପୁଅର କହିଲେ ନାହିଁ ।ସାନପୁଅ ଓ ସୁର ବଡ ପୁଅକୁ ବିରୋଧ କରୁଥିଲେ । କିନ୍ତୁ ବଡ ପୁଅ ପ୍ରକୁତରେ ବହୁତ୍ ଭଲ । ମିଡ଼ିଆ ଆଗରେ ଖାଲି ମିଛ କହୁଛନ୍ତି ମିଛୁଆ ଓ ପାଗଳ ସୁର ।
ଇଏ କଂଗ୍ରେସ ର ଗଣ୍ଠିଲି ବୋହିବା ଲୋକ ଆଙ୍କୁ କିଛି ଫରକ ପଡୁନି 😁
ସୁର ରାଉତରାୟ ପାଣ୍ଡିଆନର ଗୋଡ ଧରିବା ପରେ ଚାଟି ଥିଲା । କଣ ପାଇଁ ଚାଟୁ ଥିଲା ପଚାରିଲେ ଜଣା ପଡନ୍ତା ?
ବହୁ ବର୍ଷ ଗରିବ ଲୋକଙ୍କ ପଇସା ତୁମେ ନେଲ ଏବେ ଭୋଗିବାର ପାଳି ବାବୁ ଅପେକ୍ଷା କର ଆଗକୁ କଣ ହେଉଛି
ପାଗଳ କଥା କୁ media ରେ ପ୍ରସାରଣ ବନ୍ଦ କରନ୍ତୁ।
ଏ ପରିବାର ଅତି ଲୋଭ କରିକି ଜଟଣୀ ଛାଡି ଥିଲା ଫଳ ପାଇଲା l ସବୁ ଆଡେ double ଶଙ୍ଖ କହିଥିଲା
Legend sabubele legend….
Right ସୁର ଭାଇ 👍
ଏହି ପାଖରେ ବସ୍ତିର ଲୋକ
କାମ ପାଇଁ ଆମ କଲୋନୀ
କୁ ଆସନ୍ତି ସେମାନଙ୍କୁ ମନ୍ଦିର
ନେଇ Electation ଅଗଦିନ
ପର head 6 ହଜାର ଟଙ୍କା
ମନ୍ଦିରରେ ଶପଥ କରି ଦେଇଥିଲେ👍
ଆଉ ଘରେ 5 ରୁ ଅଧିକ ମେମ୍ବର ଥିଲେ
ପୁଅ ପିଲାଙ୍କୁ 6 ହଜାର ଆଉ ସ୍ତ୍ରୀ ଲୋକଙ୍କୁ
5 ହଜାର ଦେଇ ଶପଥ କରେଇ ଭୋଟ ନେଲେ ବିଜେପି ବାଲା👍
ସୁର ପରମ ମାହାଗିଆ ଟି.
Good Question to Sura Routray Don't Mind Wateles Sura Routray
ଭାଇ ତମକୁ କ'ଣ ଲୋକ ମିଳୁ ନାହାନ୍ତି ଇଣ୍ଟରଭିୟୁ ନେବାକୁ ଗୋଟିଏ ପାଗଳା ହୋଇଯାଇଥିବା ଓ ଦଳ ରୁ ତଡ଼ା ଯାଇଥିବା ଲୋକ କୁ ପାଇଲେ
😂😂😂😂😂😂right,
Great joker of Odisha
ଏ ବୟସରେ ସୁର ରାଉତରାୟ ମିଛ କହୁଛନ୍ତି ଟିକିଏ ଲାଜ ଲାଗିଵା କଥା
ସୁରବାବୁ ଆଉ ନିର୍ବାଚନରେ ଠିଆ ହେବେନି । ଦୁଇ ପୁଅଙ୍କୁ ଜିତାଇବେ ।
ସୁର ଭାଇ ନିଜ ସହିତ କଂଗ୍ରେସ ର ଭି ଦୁର୍ନୀତି କରୁଛନ୍ତି। ସେ ବିଜେପି ର Bteam।
Pandian ତୁମ ପୁଅକୁ ticket ଦେଇଛି ମାନେ ସେ ଯାହା କଲେ ବି ଠିକ୍। କେତେ ଦିନ ତୁମେ pandian ଓଗେର ତ୍ରିମୂର୍ତ୍ତି ଗୁଣ ଗାନ କରିବ।
ସୁର ବାବୁ ନିଜ ବାଜା ନିଜେ ଭଲ ବଜାଉଛନ୍ତି
SURA BABU AIMA KAHANI GAPUCHHANTI
Pagala Budha
Genuine person sura babu❤❤❤
GREAT
Bala lokata
ରାଜନୈତିକ ଶିଷ୍ଟାଚାର, ବିଚାର, ଦର୍ଶନରେ ବିଶ୍ୱାସ ରଖୁନଥିବା ଜଣେ ରାଜନେତା । କହିବାରେ ତାଳମେଳ ରହୁନଥିବା ବକ୍ତବ୍ୟ। ପାବନା ନେତା।
Sura aja pura right katha kahichhanti..❤😂
Good,
Ete garba .......
ନବୀନ ପଟ୍ଟନାୟକ ଆୟୁର୍ବେଦିକ ଚିକିତ୍ସାରେ ଭଲ ହୋଇଯିବା ଶୁଭ ସମ୍ବାଦ ।
Nice Actor in all over odisha, Namaskar
ବିଜୁ ଜନତା ଦଳରେ ରହି ପୁଅ ଲଢ଼ିଲେ । ବାପା କଂଗ୍ରେସର ହୋଇ ପୁଅ ପାଇଁ ନିଜେ ଯାଇ ପ୍ରଚାର କଲେ ।
ଆପଣଙ୍କୁ ନେତା ମିଳିଳେଣି ଆଲୋଚନା କରିବାକୁ. ଏ ପାଗଳଆକୁ ଆଣି ଆଲୋଚନା କରୁଚ. ଏ ମହାନ ପାଗଳ
Ok
ସୁର ମଉସା ଙ୍କ ପାଇଁ ମୋର ସମ୍ମାନ ଅଛି କାରଣ ସେ ଏମିତି ଏକ ବୟସ ରେ ଆଜି ପାଦ ଦେଇଛନ୍ତି କେବେ ଯଦି କିଛି ହୁଏ ତାଙ୍କ ଅନୁପସ୍ଥିତି ସାରା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ହେବ, ତେଣୁ ରାଜନୀତି ରୁ ଉର୍ଦ୍ଧ ରେ ରହି ତାଙ୍କୁ ମୁଁ ହୃଦୟ ରୁ ସମ୍ମାନ କରେ
Orgus channel ku size Kari dele sura aja .....
ଖାଲି ମିଛ 😂
ଏତେ ଅନୁଷ୍ଠାନ କରିଛନ୍ତି । ଜନ ସାଧାରଣଙ୍କ ସମର୍ଥନ ପାଇଛନ୍ତି । ଏହା ଭଲ କଥା । ଅଭିନନ୍ଦନ ।
ଟଙ୍କା ପଛରେ ପଡିଲେ ସୁର ବୁଢା ରାଞ୍ଚି ଯିବା ଦରକାର ପଡିପାରେ.
ସୁର ରାଉତ ହଉଚି ଗୋଟେ ପରମ ମାଗିଆ
Wht ever it may be Sura bhai is great
ଜଣେ ପୁଅ କଂଗେସର, ଜଣେ ବିଜେଡିର ! ବାପା ଉଭୟଙ୍କ ପାଇଁ ଲଢ଼ୁଛନ୍ତି !
Sura bhaina, bardhakya abastha asilani. Tathapi bahut strong achha , khusi laguchi. Kintu bauli hoi mana ichha katha kahucha, tuma muha re kichi sobha pauni.
Bayasa anusare nijaku paribartan kara bhaina, bahut sanman paiba. Otherwise comeidian hoi sesa jiban re jiban katiba.
Ati dukha dayak .
ନବୀନ ବାବୁ ଙ୍କୁ ଜମା ୧୬ ଓ ତୋତେ କେବଳ ୧୮
ସୁରବାବୁଙ୍କ ବାଇଟି ନିଅନ୍ତୁ ନାହିଁ।କାରଣ ସେ ଦୋ ମୁହାଁ ନୁହନ୍ତି,ବହୁ ମୁହାଁ । କାହାକୁ କେତେବେଳେ ଗାଳି କରୁଛନ୍ତି ତ ପୁଣି ପର ମୁହୂର୍ତ୍ତରେ ତାହାକୁ ପ୍ରଶଂସା କରୁଛନ୍ତି। ତାଙ୍କର କଥାରେ ମୂଲ୍ୟ ନାହିଁ। ଲଜ୍ଜା ଲଜ୍ଜା ଲଜ୍ଜା ...............ଛି......ଥୁ.....😊
Gadar
ସୁର ଭାଇ କଂଗ୍ରେସ କୁ ଦୁବେଇଲ।bjd କୁ ତଥା ତୁମ ପୁଅ କୁ ଦୁବେଇଲ୍। ୟା ପରେ next party କାହାକୁ ଦୁବେଇବ।
ସୁର କହୁଛି ମୁଁ କଂଗ୍ରେସ ହେଲେ ବିଜେଡିର ଗପ କହୁଛି
ସୁର ବାବୁ ଆପଣ ଜଣେ ଶସ୍ତା ରାଜନେତା ବୋଲି , ବିଗତ ନିର୍ବାଚ଼ନ ସମୟରେ ସାରା ଓଡ଼ିଶା ଦେଖିଛି ତେଣୁ ବାପା ଆଉ ପୁଅ ଚୁପ୍ ବସିପଡ ନଚେତ୍ , ଜଟଣୀ ଷ୍ଟେସନ ରେ ଚ଼ା ଦୋକାନ ଟେ କରେଇ କି ପୁଅ କୁ ବସେଇ ଦିଅ
Alozy
Dama babu sura babu nku koti koti pranam. Emane spastabadi neta.
କଂଗେସରୁ ତଡ଼ା ଖାଇ ବି ଏବେ କଂଗ୍ରେସର ବୋଲି କହୁଛନ୍ତି ।
ଜୟ ଜଗନ୍ନାଥ! ଜୟ ଖୋର୍ଦ୍ଧା ଗଡ଼ !
Sabubele. Hariba 😅😅😅
ହସ ଖୁସୀ ର ଲୋକ ଆମ ସୁର ଅଜା ❤❤
ଭାଗ୍ୟ ବଳରେ ରାଜନୀତି ଆଗରୁ କିଛି ରୋଜଗାର କରିଛି, ନିଜତ୍ତ୍ଵ କିଛି ନାହି ।
ମିଛ ର ମାଷ୍ଟର .....
ସୁର ରାଉତରାୟ ଠୁ ଡିହ ଖାଲୁଆ କେହି ନାହାନ୍ତି।
🎉🎉🎉🎉🎉🎉🎉
Jay naveen 💚💚💚💚💚
ଏନ୍ ସି ସି, ଦିବେଟ୍, ଡ୍ରାମା ସବୁରେ, ମାଡ଼ ଦେବାରେ ବି ଓସ୍ତାଦ ।
ପାଣ୍ଡିଆନ କୁ ହାଇ ଲାଇଟ୍ ପ୍ରଥମେ ଏହି ସୁର ବୁଢ଼ା କରିଥିଲା ।
ସୁର ର କାଢ଼ୁଆ ପଣ ପିପିଲି ଜଟଣୀ ରାସ୍ତା କହିବ.
Odisha ra Raja niti eapari huea nahi odia asmita Sana bada ra bichara achhi all are creating by god's kehi nijaku bada bhabantu nahi sabu mula re jagannath swami Nayana patha gami achhaa nti sabu tanka Daya re chali chhi ame samaste nimita Matra sunya Shakti attma achhanti boli ame samaste parameswyara allha nka dyara banchi chhe thanks 🙏
ବଡବଡ କଥା,ୟା ଭାଗ୍ଯରେ ନଡିଆ ନଥାଏ,ଖାଲି କତା !
Sur baiya
ଭଲ ସାକ୍ଷାତକାର
ଜଣକୁ ହଜାରେ ଟଙ୍କା ଦେଇ ବିଜେପି ଭୋଟ ପାଇଲେ । ବିଜେଡି ଦେଇ ପାରିଲେନି !
This is the truth. Shreemayee Mishra has no political spirit for her party & she is very commercial in politics era
ଏତେ ସତ କଥା କହିବାର ନଥିଲା
ସୁର ବାବୁ ଙ୍କର 100 ରୁ 100 ମିଛ
ନାଚ, ଗୀତ, ଖେଳ ସବୁରେ ଆଗ୍ରହୀ ।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦେବତୁଲ୍ୟ କହିଲେ ସୁରବାବୁ ।
ଏବେ ଫିଲ୍ମ ରେ କମେଡି କଲେ ଭଲ ହେବ
ଏତେଦିନ ପରେ ପାଣ୍ଡିଆନ୍ ପ୍ରଶଂସକ ଜଣେ ସୁରବାବୁଙ୍କୁ ଶୁଣିବାକୁ ପାଇଲୁ ।
ତେଲ ମାରିବାରେ ଗୋଟିଏ ସୀମା ଅଛି।
ନିର୍ଲଜ୍ଜ, ସୁର ବାବୁ ଟୁ ଆଉ କିଏ ନାହିଁ
Sura Routray says third division in exams and weak in studies. He remains a third class gentleman even today having crossed 80 years in lift. His vulgar utterance and opportunistic expressions manifest his character. Self drumming won't pay my dear Sir.
😂😂😂😂😂😂
ସୁର ଭାଇ ତମେ କଣ ଖଣ୍ଡାୟତ ତମ ଗାଁ ଲୋକେ କହୁଛନ୍ତି ତମେ କୋଉଠି ସୁଧ କପିଳା
ସୁର ମୁହଁରେ ଶୁଣିବାକୁ ମିଳୁଛି ଟଙ୍କା bjd ର ବାହାରି ପାରିଲାନି ଏଥିରୁ ଜଣା ପଡିଲା 24ବର୍ଷ ଟଙ୍କା ଦେଇ ଭୋଟ ଜିତୁଥିଲା କିନ୍ତୁ 2024ସାଧାରଣ ଭୋଟ ଓଡ଼ିଶାର ମୂଲ୍ୟ ବାନ ଭୋଟ ଖଣ୍ଡିକ ଉଚିତ ସରକାର ଚେଞ୍ଜ କରିଦେଲେ ଟଙ୍କାରଗୋଲାମ ନହୋଇ ବିଜେପି govt ତିଆରି କଲେ
ଏଥିରୁ ଜାଣିରଖିବା ଦରକାର