Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଟିକିନା ଅପା ସବୁଠୁ ସୁନ୍ଦର ଅଭିନେତ୍ରୀ..ଯାତ୍ରା ଜଗତର ଚର୍ଚିତ ଅଭିନେତ୍ରୀ....
Tikina apa the best actor
ଯାତ୍ରା କଳାକାର ଭିନ୍ନ ଭିନ୍ନ ବହିରେ ଏତେ ସଂଳାପ ମନେ ରଖି ନାଟ୍ୟ ପରିବେଷଣ କରନ୍ତି, ସେ କଥା ଭାବିଲେ ତାଙ୍କ ନିକଟରେ ମଥା ଆପେ ନଇଁ ଯାଏ। ଏହା ବାକ୍ୟ ଦେବୀ ମା ସାରଳା ଙ୍କ ଆଶୀର୍ବାଦ।
ବହୁତ ଭଲ ଲାଗିଲା. ଟିକିନା ସବୁ ସତ କଥା କହିଛନ୍ତି.
Best actor tikina
Excellent Namita bhauja ❤
Best actor🎉❤❤🎉
ସୁନ୍ଦର ଉପସ୍ଥାପନା ଟିକିନା ଅପା..... ଗୋଟାଏ କଥା ମତେ ପସନ୍ଦ ଲାଗିଲାନାହିଁ.. ଅପା.. ଯଦି ସେକ୍ସଡାନ୍ସ ଯାତ୍ରାରେ ନହୁହେ ତାହେଲେ ଘର ଛାଡିକି କିଏ ପଇସା ଦେଇକି ରାତି ଅନିଦ୍ରା ହେଇକି ଆପଣଙ୍କୁ ଦେଖିବାକୁ ଯିବ... ତମ ଯାତ୍ରାରେ କଣ ଶିଖିବାକୁ ଅଛି ଯେ intertet modified world ରେ ଆମକୁ ଶିଖିବାକୁ ପଡିବ
Excellent kalakar mam
ନବୀନ ଏମିତି ଏକ ଲୋକ। ସେ ଜଣେ କିମ୍ବଦନ୍ତୀ ତେଣୁ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି । ସେଥି ପାଇଁ ଲୋକ ତାଙ୍କ ପାଇଁ ଆଖିରେ ଲୁହ ଆସିଯାଏ। ❤❤❤❤
ସୁନ୍ଦର୍ ଅଭିନେତ୍ରୀ
Bahuta bhala lagila
My favourite Heroine
ମେନ ହେଉଛି ସଭିଙ୍କ ଭିତରେ ସମାନତା ରହିବା ଦରକାର ବଡ଼ ସାନ , ସିନିୟର ସନମାନ ରହିବା ଉଚିତ 🙏
Very nice with best wishes ❤️.
Badhiaa heroine ❤
Right tikina mam
Tikina opa best heroine. Nice ❤video
ଟିକି ମାମା ପ୍ରଣାମ 🙏🙏🙏
ନବୀନ ପଟ୍ଟନାୟକ ଏମିତି ଜଣେ ମନ୍ତ୍ରୀ ସାରା ଓଡ଼ିଶା ର ଯୁବକ ମାନଙ୍କୁ ମଧୂଆ କରିଦେଲା। ଓଡ଼ିଶାର ହକ କୁ ନିଲାମ କରିଦେଲା ଦଲାଲ ମାନଙ୍କ ହାତରେ। ଧନ୍ୟ ଆମ ଓଡ଼ିଶା ଲୋକ ଏବେ ବି ଭଲ ପାଆନ୍ତି 😂😂😂😂
Beautiful one ...Emotional one
Beautiful beautiful
Good human being
ଟିକିନା ଅପା diolog queen🙏
Right
16.50 ଯାତ୍ରା କଳାକାର ଏବଂ ଯାତ୍ରା କୁ ଆମର ବହୁତ ସନମାନ, ଭଲ ପାଇବା ଅଛି କିନ୍ତୁ ଗୋଟେ କଥା ଯେଉଁ ଭଳି ଭବରେ ନଗ୍ନ ପ୍ରଦର୍ଶନ କରି bollywood (ହିନ୍ଦୀ ଚଳଚିତ୍ର ) ତାର ଅବସାନ ର ଶୀର୍ଷ ରେ ପହଂଚି ଲାଣି, ସେମିତି ଯାତ୍ରା ଜଗତ ସେଇ ଦିଗ ଆଡକୁ ଗତି ଯେମିତି ନକରେ,, କିଛି ଯଦି ଶିଖିବାର ଅଛି ଦକ୍ଷିଣ ଭାରତୀୟ ଙ୍କ ଠାରୁ ଶିଖନ୍ତୁ, ଆମର କଳା ସଂସ୍କୃତି କେମିତି ସାରା ଦୁନିଆ କୁ ଦେଖାଇ ଥାଏ, 🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏
Rani Panda Fans Like Here ❤️
Jay jagannath 🙏🙏 jatra kalakar Gour dasa nku dakantu
My No 1 favourite heroine Didi 🙏
Nice 👍 didi super duper
Very nice heroine tikina apa❤❤❤ God bless you 🙏
Heart touching speech ❤ love you sister
Pandian is a true leader and a true fried of odisha
ମନ୍ମଥ କୁ ତ ଲୋକେ ପଦାଘାତ କରି ଦେଲେ। ଅନ୍ୟ କୁ କାଦୁଅ ଫୋପାଡିଲେ ପ୍ରଥମେ ନିଜ ହାତ କାଦୁଅ ହୋଇ ଥାଏ।ସେ ନିଜେ ଜାଣି ପାରୁ ନାହିଁ।
I like you Madam 🙏🙏🙏
Best actor tikina didi ❤
Bahut ..Bhala Actress ..Bhala Manisha ..Badhia Lagila
Tikina bahuta bhala heroine
Best actor didi
Right apa
Very excellent Actress
Good
ଆମ ଓଡ଼ିଶା, ଆମ ଦେଶ ଆମର ଗର୍ବ, ଆମ ସଂସ୍କୃତି, ପରମ୍ପରା, ବେଶ ଭୂଷା ନିଆରା। ଜନତା ଭଲ dialogue ପାଇଁ ଭିଡ ହୁଏ ଯାତ୍ରା ଦେଖିବା ପାଇଁ।
You are Odia Raveena Tandon
Tikina appaa my favourite actor
ମୋତେ ଶୁଭେନ୍ଦୁ ଭାଇ acting ଭାରି ଭଲ ଲାଗେ , ମୋତେ ଲାଗେ ହରପଟନାୟକ , ନାଇଁବେ ଗୁଲୁ
Absolutely Tikina mam is perfect heroine,her body language is great, dilogue delivery is very nice.I am good fen her.
Mu bahut vala pae didinku
❤Jatra kalakar heba ateta sahaja nuhe film thu jatra adhika muskil film camera samnare jatra public samnare ❤ jatra 80 percent lokankara pasand film 20 percent lokankara
ଆଗରୁ ଗାଁ ରେ ଲୋକେ ମଜାକ ରେ କହୁଥିଲେ " ଯାତ୍ରା ଦେଖନ୍ତି ଛତରା କରନ୍ତି ବାତରା ' ଏବେ କିନ୍ତୁ ଲୋକଙ୍କର mindset change ହୋଇ ଗଲାଣି ମୋ ମତରେ ଓଡିଶା govt ଯେପରି every year ଚଳଚ୍ଚିତ୍ର ଆୱାର୍ଡ଼ ଦେଉଛନ୍ତି ଯାତ୍ରା ଡ୍ରାମା ପାଲା କୁ ତାହା ସହିତ add କରନ୍ତୁ ତେବେ ଯାଇଁ ଯାତ୍ରା କୁ ଲୋଜେ ସମ୍ମାନ ଦେବାକୁ ବାଧ୍ୟ ହେବେ,.
ଏ ନାଟକ ର ଲେଖକ ରାଜନୀତି କିଛି ବୁଝନ୍ତି ନାହିଁ।
ମୁଁ ପ୍ରାୟ 50 ବର୍ଷର ଯାତ୍ରା ଦର୍ଶକ, ମୋ ଅନୁଭୂତିରୁ କହୁଛି ଆଗରୁ ଧର୍ଷଣ ସିନ ଦ୍ୱିତୀୟ ମଞ୍ଚରେ ହେଉଥିଲା ଏବଂ ସଙ୍ଗେ ସଙ୍ଗେ ମଞ୍ଚ ଅନ୍ଧାର ହେଉଥିଲା କିନ୍ତୁ ଏବେ ମୁଖ୍ୟ ମଞ୍ଚରେ ହେଉଛି, ଏଇ ଧାରାକୁ ନିର୍ଦେଶକ ବଦଳାଇଦେଲେ ଅସୁବିଧା କେଉଁଠି?
Didi pura excellent actress
Pandu good
Good, apa, tikini, madichala
Thik kahi chhanti Tikina. Bhul kare Pandian kintu dosha bhoge Nabina.
She doesn't know,at that time where has been Naveen Pattnaik.
କେବଳ କମିଟି ବାଲା ହେଉଛନ୍ତି ମାଡୁଆ ଯାକ ,, ସେକ୍ସୀଆଲି ଟୋକା ପିଉଷୁ,, ତା ସହ ଟିକେ ନାଚିବେବୋଲି ନାରୀ ପାଗଲ୍ ,, ଭାରତୀ ଭଲ ନାଚିଲ,, ନା ତର ପଡ଼ିଲା ,, 😅😂
😂😂😂😂 good artist
Bahut vala manisa,prakruta nari guna achhi anka pakhare
Ticket value 250
Tikina madam tame jeu yearly package neucha30ru 40 lakha tike package kama karantu jaha bhulu rahila committee dosha n hele owner dosha mu kahibi sabu Dosha kalakaramane kahiki tamara package adhika thibaru ticket mulya adhika achi upaei npaei ama nekedi nutya karuchu
ନବୀନ ପଟ୍ଟନାୟକ କ'ଣ କରିଛନ୍ତି ଓଡ଼ିଶା ପାଇଁ। ଖାଲି ଶାସନ କଲେ କ'ଣ ସଫଳତା।
Jatra Re ebe neked dance pain bobal heuchi kintu jatra re comedy re jeun asila dilogue kuha jauchi taku kehi cheak Karu nahanti
Tikina didi mote ti k kuhanti naveen cm na kartik?
Naveen Babu Mo hrudya re
Bilkul igo nahin anya actor nka pari
Ki interview?
Story should being most atractive
Rani panda na kanhiki dharucha, actually sahu bhauka, Nisha maharana nd Rani Priyadarshini ei three lady badmaash
Pandian pai nabina hariba kahi ba murkhata heba
Tama jatra pati maikinanka voice bhala lagena
Nabin pattanaik Jane chhadmabesi
Khali michha
Jai Naveen ji 💚
Subendu bhai pura telgu villian😅
ruclips.net/video/fJGBd9hrkT8/видео.htmlsi=PL4T43H20Ox0q9Ln
ଟିକିନା ଅପା ସବୁଠୁ ସୁନ୍ଦର ଅଭିନେତ୍ରୀ..
ଯାତ୍ରା ଜଗତର ଚର୍ଚିତ ଅଭିନେତ୍ରୀ....
Tikina apa the best actor
ଯାତ୍ରା କଳାକାର ଭିନ୍ନ ଭିନ୍ନ ବହିରେ ଏତେ ସଂଳାପ ମନେ ରଖି ନାଟ୍ୟ ପରିବେଷଣ କରନ୍ତି, ସେ କଥା ଭାବିଲେ ତାଙ୍କ ନିକଟରେ ମଥା ଆପେ ନଇଁ ଯାଏ। ଏହା ବାକ୍ୟ ଦେବୀ ମା ସାରଳା ଙ୍କ ଆଶୀର୍ବାଦ।
ବହୁତ ଭଲ ଲାଗିଲା. ଟିକିନା ସବୁ ସତ କଥା କହିଛନ୍ତି.
Best actor tikina
Excellent Namita bhauja ❤
Best actor🎉❤❤🎉
ସୁନ୍ଦର ଉପସ୍ଥାପନା ଟିକିନା ଅପା..... ଗୋଟାଏ କଥା ମତେ ପସନ୍ଦ ଲାଗିଲାନାହିଁ.. ଅପା.. ଯଦି ସେକ୍ସଡାନ୍ସ ଯାତ୍ରାରେ ନହୁହେ ତାହେଲେ ଘର ଛାଡିକି କିଏ ପଇସା ଦେଇକି ରାତି ଅନିଦ୍ରା ହେଇକି ଆପଣଙ୍କୁ ଦେଖିବାକୁ ଯିବ... ତମ ଯାତ୍ରାରେ କଣ ଶିଖିବାକୁ ଅଛି ଯେ intertet modified world ରେ ଆମକୁ ଶିଖିବାକୁ ପଡିବ
Excellent kalakar mam
ନବୀନ ଏମିତି ଏକ ଲୋକ। ସେ ଜଣେ କିମ୍ବଦନ୍ତୀ ତେଣୁ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି । ସେଥି ପାଇଁ ଲୋକ ତାଙ୍କ ପାଇଁ ଆଖିରେ ଲୁହ ଆସିଯାଏ। ❤❤❤❤
ସୁନ୍ଦର୍ ଅଭିନେତ୍ରୀ
Bahuta bhala lagila
My favourite Heroine
ମେନ ହେଉଛି ସଭିଙ୍କ ଭିତରେ
ସମାନତା ରହିବା ଦରକାର
ବଡ଼ ସାନ , ସିନିୟର ସନମାନ ରହିବା ଉଚିତ 🙏
Very nice with best wishes ❤️.
Badhiaa heroine ❤
Right tikina mam
Tikina opa best heroine. Nice ❤video
ଟିକି ମାମା ପ୍ରଣାମ 🙏🙏🙏
ନବୀନ ପଟ୍ଟନାୟକ ଏମିତି ଜଣେ ମନ୍ତ୍ରୀ ସାରା ଓଡ଼ିଶା ର ଯୁବକ ମାନଙ୍କୁ ମଧୂଆ କରିଦେଲା। ଓଡ଼ିଶାର ହକ କୁ ନିଲାମ କରିଦେଲା ଦଲାଲ ମାନଙ୍କ ହାତରେ। ଧନ୍ୟ ଆମ ଓଡ଼ିଶା ଲୋକ ଏବେ ବି ଭଲ ପାଆନ୍ତି 😂😂😂😂
Beautiful one ...Emotional one
Beautiful beautiful
Good human being
ଟିକିନା ଅପା diolog queen🙏
Right
16.50
ଯାତ୍ରା କଳାକାର ଏବଂ ଯାତ୍ରା କୁ ଆମର ବହୁତ ସନମାନ, ଭଲ ପାଇବା ଅଛି କିନ୍ତୁ ଗୋଟେ କଥା ଯେଉଁ ଭଳି ଭବରେ ନଗ୍ନ ପ୍ରଦର୍ଶନ କରି bollywood (ହିନ୍ଦୀ ଚଳଚିତ୍ର ) ତାର ଅବସାନ ର ଶୀର୍ଷ ରେ ପହଂଚି ଲାଣି, ସେମିତି ଯାତ୍ରା ଜଗତ ସେଇ ଦିଗ ଆଡକୁ ଗତି ଯେମିତି ନକରେ,, କିଛି ଯଦି ଶିଖିବାର ଅଛି ଦକ୍ଷିଣ ଭାରତୀୟ ଙ୍କ ଠାରୁ ଶିଖନ୍ତୁ, ଆମର କଳା ସଂସ୍କୃତି କେମିତି ସାରା ଦୁନିଆ କୁ ଦେଖାଇ ଥାଏ, 🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏
Rani Panda Fans Like Here ❤️
Jay jagannath 🙏🙏 jatra kalakar Gour dasa nku dakantu
My No 1 favourite heroine Didi 🙏
Nice 👍 didi super duper
Very nice heroine tikina apa❤❤❤ God bless you 🙏
Heart touching speech ❤ love you sister
Pandian is a true leader and a true fried of odisha
ମନ୍ମଥ କୁ ତ ଲୋକେ ପଦାଘାତ କରି ଦେଲେ। ଅନ୍ୟ କୁ କାଦୁଅ ଫୋପାଡିଲେ ପ୍ରଥମେ ନିଜ ହାତ କାଦୁଅ ହୋଇ ଥାଏ।ସେ ନିଜେ ଜାଣି ପାରୁ ନାହିଁ।
I like you Madam 🙏🙏🙏
Best actor tikina didi ❤
Bahut ..Bhala Actress ..Bhala Manisha ..Badhia Lagila
Tikina bahuta bhala heroine
Best actor didi
Right apa
Very excellent Actress
Good
ଆମ ଓଡ଼ିଶା, ଆମ ଦେଶ ଆମର ଗର୍ବ, ଆମ ସଂସ୍କୃତି, ପରମ୍ପରା, ବେଶ ଭୂଷା ନିଆରା। ଜନତା ଭଲ dialogue ପାଇଁ ଭିଡ ହୁଏ ଯାତ୍ରା ଦେଖିବା ପାଇଁ।
You are Odia Raveena Tandon
Tikina appaa my favourite actor
ମୋତେ ଶୁଭେନ୍ଦୁ ଭାଇ acting ଭାରି ଭଲ ଲାଗେ , ମୋତେ ଲାଗେ ହରପଟନାୟକ , ନାଇଁବେ
ଗୁଲୁ