ଭାଇରାଲ ହେଲା ଅଡିଓ ନାମ ନେଲେ ପୋଲିସ ବାବୁ | Police got lesson in Viral Audio Issue | Odisha Reporter

Поделиться
HTML-код
  • Опубликовано: 30 янв 2025

Комментарии • 943

  • @rajatmallik6321
    @rajatmallik6321 Год назад +273

    ନେତା ମାନଙ୍କର ପାଦ ଚାଟୁଚ ନିରୀହ ଉପରେ ଏତେ ନାଲିଆଖି

  • @pratapchandradas6414
    @pratapchandradas6414 Год назад +101

    ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଏଭଳି ପଦକ୍ଷେପ କାହିଁ ଅନୁଗଳରେ ଆତ୍ମହତ୍ୟା କରିଥିବା ହୋମଗାର୍ଡ ମାଡାମଙକୁ ଅତ୍ୟାଚାର କରିଥିବା ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ କ୍ଷେତ୍ରରେ ଦେଖା ଦେଲାଣି। କ'ଣ ମାର ମାର ଭେଣ୍ଡିଆ କୁ ମାର ନିତି ରେ ଓଡ଼ିଶା ପୋଲିସ୍ ଶାସନ ଚାଲିଛି। ଜଣେ ସବ ଇନ୍ସପେକ୍ଟର ଙ୍କ ଖରାପ ବ୍ୟବହାର ଟା ଗୁରୁତର ନା ଜଣେ ଭାରତୀୟ ପୋଲିସ ପ୍ରଶାସନ ଅଧିକାରୀ ଓ ତାଙ୍କ ଧର୍ମପତ୍ନୀ ଙ୍କ ଅପରାଧ ଗୁରୁତର। ଏହା ହେଉଛି ଓଡ଼ିଶାର ବର୍ତମାନ ର 5T ଶାସନ ର ସ୍ୱଛତା ର ଜ୍ୱଳନ୍ତ ନମୁନା।

  • @arunprasaddash1399
    @arunprasaddash1399 Год назад +173

    ଏପରି ଅଫିସର୍ ଙ୍କୁ ନିଲମ୍ବିତ ନକରି ଚାକିରୀ ରୁ ବରଖାସ୍ତ କରିବା ଉଚିତ ଥିଲା।

  • @sukantakumarjena9046
    @sukantakumarjena9046 Год назад +73

    ଏହିପରି ବହୁତ ପୋଲିସ ଅଯୋଗ୍ୟ ଅଛନ୍ତି,

  • @manojchaudhury7896
    @manojchaudhury7896 Год назад +137

    ନବୀନ ହଟାଅ ଓଡ଼ିଶା ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ

    • @laxmansahoo4681
      @laxmansahoo4681 Год назад +1

      ବାପା ଶାସନ ପୁଅ ନ ନେଇ ଆଉ କିଏ ନବ 👌

    • @Ojha2-j7j
      @Ojha2-j7j Год назад

      Mu au nabin ku vot debini

    • @subhransusekharpanda4389
      @subhransusekharpanda4389 Год назад +1

      Sabukathare Nabin .. Nanina Nka Jagare au kie asile Police bale bhala bhasa kahibe

    • @chikungamingvlog8063
      @chikungamingvlog8063 Год назад +1

      Puni thare g maariba nabina tama odisha ku screen shot mari ki rakha
      Mari saarila pare b taa atma tama odisha baasi nku g maariba

    • @SmartKalinga
      @SmartKalinga 10 месяцев назад

      Bhai Mane Nabin nka Dosa Nahi .
      Jouthi BJP achi Sethi v police ae bhalia...

  • @kumarboiteiofficial169
    @kumarboiteiofficial169 Год назад +86

    ଏ ଭଳି ପୋଲିସକୁ ଜେଲ୍ ହେବା ଦରକାର

    • @RupNarayanMajhi
      @RupNarayanMajhi Год назад

      ଲାଭ କଣ, ଇଏ ବାହାରକୁ ଆସି ପୁଣି ଉତ୍ପାତ କରିବେ ।

  • @deviprasannaacharya1883
    @deviprasannaacharya1883 Год назад +209

    ମା ଗିଆ ପୋଲିସ୍ କୁ ବାଡାଅ।

    • @kariamarandi9397
      @kariamarandi9397 Год назад +10

      Badeile vull Bhai taku sada jantra kari Mari dele vala ....Mo habuda re padile gharaku daki aniki hanibi salaku ....sie mo samna re chhodi hue ...

    • @RupNarayanMajhi
      @RupNarayanMajhi Год назад +3

      ​@@kariamarandi9397ଯୋଉଦିନ emergency କି martial law declare ହେବ, ସେଇଦିନ ଏମାନଙ୍କ against ରେ open war ହେବ ।

    • @Ranjanjena-ei2yk
      @Ranjanjena-ei2yk 8 месяцев назад +1

      Right 👍

  • @laxmansahoo4681
    @laxmansahoo4681 Год назад +58

    ଶଳା ତା ମା ଘଇତା ନବୀନା ମଦ ଦେଇଛି, ଶଳା ପେଟେ ପିଇଛି 👌

  • @DipuKumar-tl7qc
    @DipuKumar-tl7qc Год назад +80

    ଆମ ଓଡ଼ିଶା ରେ ଏମିତି ହୁଏ କାରଣ ଆମ ଓଡ଼ିଶା ନମ୍ବର 1

  • @jagannath_amajibana
    @jagannath_amajibana Год назад +38

    ପ୍ରାୟ ପୋଲିସ ଏମିତିକା ।।। ଥାନା ଭୂତଖାନା

  • @narendrasahoo9891
    @narendrasahoo9891 Год назад +42

    ଯେ ପଯ୍ର୍ୟନ୍ତ ଓଡିଶାରେ ବିଜେଡି ଶାସନ ଥିବ

  • @nepalbehera941
    @nepalbehera941 Год назад +308

    90% Police. ଏଭଳି ବ୍ୟବହାର କରୁଛନ୍ତି

    • @dk.djbrothers
      @dk.djbrothers Год назад +15

      99.9%

    • @RANJANKUMAR-mh8cy
      @RANJANKUMAR-mh8cy Год назад

      100% ପୋଲିସ୍ ଗୁଡ଼ିକ ଏହି ଭଳି ବ୍ୟବହାର କରୁଛନ୍ତି ଏମାନେ ସବୁ ରାଜନୈତିକ ଦଳର ନେତା ମାନଙ୍କର ପୋଷା କୁକୁର

    • @AMAkash-st3ro
      @AMAkash-st3ro Год назад +6

      Right

    • @bishnupriya-
      @bishnupriya- Год назад +3

      Right

    • @RupNarayanMajhi
      @RupNarayanMajhi Год назад +3

      Recall system ନାହିଁ, ନହେଲେ ଲୋକ ଦୁଇ ଗୋଇଠା ମାରି ଏମାନଙ୍କୁ ବାହାର କରି ସାରନ୍ତେଣି।।

  • @dibyanshubehera9886
    @dibyanshubehera9886 Год назад +20

    ଏ ଭଳି ପୋଲିସ କୁ ଜିଅନ୍ତା ଜାଳି ଦେବା ଦର କାର

  • @biswaranjanparida297
    @biswaranjanparida297 Год назад +38

    ଶଳା ସବ୍ ଇନିସପେକ୍ଟର କୁ ଲଣ୍ଡା କରି ଯୋତାମାଳ ପିନ୍ଧାଇ ବଜାରରେ ବୁଲାଇବା ଦରକାର।

  • @chandanx9107
    @chandanx9107 Год назад +11

    ଏମିତି ପୋଲିସ ମାନଙ୍କ ପାଇଁ ସରକାର ବଦନାମ ହଉ ଛନ୍ତି

  • @champamalik2033
    @champamalik2033 7 месяцев назад +2

    ଚାରିଆଡେ ଥିବା police ମାନେ ବହୁତ୍ ଖରାପ , ବହୁତ୍ ଗର୍ବି ଅହଙ୍କାରୀ , ସବୁ police ମାନଙ୍କୁ ଅପଟ ସେପଟ କରି ଚାକିରି ବଦଳି କରିଦିଅନ୍ତୁ Mohan Majhi Sir , ସମସ୍ତ ପ୍ରକାର police ମାନଙ୍କ ଉପରେ କଡା ନିୟମ ଲଗାନ୍ତୁ ।

  • @kamalakantapanda8822
    @kamalakantapanda8822 Год назад +27

    ମାହାଗିଆ ପୋଲିସ କୁ ଗୁଳି ମାରିଦିଅ.

  • @purnapradhan9553
    @purnapradhan9553 7 месяцев назад +1

    ❤ ଦାଦା ଗିରି ପୋଲିସର ବ୍ୟବହାର ବାସ୍ତବରେ ଦୁଃଖଦାୟକ ❤

  • @amrjitbiswal7243
    @amrjitbiswal7243 9 месяцев назад +7

    ମାଈଘିଆ ପୋଲିସ କୁ ବହିଷ୍କାର କରାଯାଉ

  • @BalaramNath-fe8ws
    @BalaramNath-fe8ws 8 месяцев назад +2

    ବିଜେଡି ସରକାରର ଥିବା ଜାଏ ଏମିତି ହିଁ ହବ ବିଜେଡି ଗଣ୍ଡା ପୋଲିସ ଧନ୍ୟ ଆମ ଓଡ଼ିଶାବାସୀ ଧନ୍ୟ ବିଜେଡି

  • @manashnayak2794
    @manashnayak2794 Год назад +53

    ପେଳ କାଟି ଦିଅ 😂😂😂

  • @papakaharamibeta01
    @papakaharamibeta01 Год назад +30

    ମୋ ହାବୁଡ଼ରେ ପଡ଼ିଥିଲେ ତା si ଛଡେଇ ଦେଇଥାନ୍ତି 😡🤬

    • @diptisahoo4421
      @diptisahoo4421 Год назад

      Tu banda chodibu

    • @JyoshnamayeeMishra
      @JyoshnamayeeMishra 6 месяцев назад

      Tumaghea. Kon. Tohatara. Amit. Powerachi. Tu. Bandha. Chudibu. Police. Ghea. Chua.

    • @JyoshnamayeeMishra
      @JyoshnamayeeMishra 6 месяцев назад

      Bhai. Tamaku. Sodithibaru. Sa. Maghea. Badhachuaku. Mu. Kada. Jabab. Daichi.

  • @bijayranjanrout3705
    @bijayranjanrout3705 Год назад +10

    ମଦ ପିଇଛନ୍ତି ସାର୍

  • @rabindrasahoo1394
    @rabindrasahoo1394 Год назад +56

    Plz take strong action aginst worst and drunk police 🚓🚨....jago odia jago 😊

  • @tarinipramanik111
    @tarinipramanik111 4 месяца назад

    ବହୁତ୍ ଭଲ କାମ କରିଚ ଭାଇ😊😊😊

  • @jbstudypoint4494
    @jbstudypoint4494 Год назад +19

    Please take strong action against the mannerless si....

  • @basantarout9538
    @basantarout9538 10 месяцев назад

    ନିଳମ୍ବନ ର କିଛି ମାନେ ନାହିଁ, ସେ ପୁଣି ଚାକିରି କରିବ ଆଉ ଏମିତି ହିଁ କରିବ, ସବୁ ଥାନା ରେ ଏମିତି ବହୁତ୍ ଅଛନ୍ତି..

  • @myvillageverybeautiful1270
    @myvillageverybeautiful1270 Год назад +17

    କଣ କଣ କରୁଥିବ ଶେ ଶଳା ହାରାମି

  • @jagannathdash5991
    @jagannathdash5991 Год назад +8

    ଆଜ୍ଞା ଏଇଟା ପ୍ରଥମ ନୁହେଁ ଆଗରୁ ମଧ୍ୟ ବହୁତ ବାର ଏମିତି ହେଇଚି,,,,,,

  • @gokarnnashwardehuri2000
    @gokarnnashwardehuri2000 Год назад +8

    ଆରେ ବାବା ହାଣି ପକେଇବ ପୁଣି 😂
    ମତେ ଡର ଲାଗିଲା ରେ ଭାଇ।
    ଆଗରୁ ଚିକେନ୍ ଦୋକାନ କରିଥିଲା ବଧେ , ହୋଣା କଟାରେ ପୁରା ମାହିର ଆଉ

  • @NityanandaSahoo-ny1ko
    @NityanandaSahoo-ny1ko 8 месяцев назад +1

    ସେ ରାଷ୍ଟ୍ରପତି ନୁହେଁ ଠିକ କିନ୍ତୁ ପୋଲିସ S I କଣ ପ୍ରଧାନମନ୍ତ୍ରୀ. କାର୍ଯ୍ୟାନୁଷ୍ଠାନ ଅଧିକ ଗ୍ରହଣ କରାଯାଉ. Suspenson is not a. Punishment.

  • @subasjena1252
    @subasjena1252 Год назад +10

    Sp sir nku salute ❤

  • @GopalchandraParida-dw1ik
    @GopalchandraParida-dw1ik 8 месяцев назад +1

    ପୁଲିସ ଆମ ପାଇଁ ଜୀବନ କିନ୍ତୁ
    କଣ ଏଭଳି ଆଚରଣ? କଣ ପାଇଁ
    ଏହି ପୁଲିସ ବିଭାଗକୁ ପରିବର୍ତ୍ତନ
    ଦରକାର

  • @peternaik9607
    @peternaik9607 Год назад +5

    Thank you sp sir

  • @ashokchinda686
    @ashokchinda686 8 месяцев назад

    90%ପୋଲିସ ଦାଦା ଗିରି ବହୁତ ଚାଲିଛି ଏମାନଙ୍କୁ ଜନସାଧାରଣ ସାବାଡ କରିବା ଦରକାର

  • @hareshchandranaik8065
    @hareshchandranaik8065 Год назад +10

    Please quickly take action strongly

  • @Diptimayeepandavloge
    @Diptimayeepandavloge 8 месяцев назад

    Very nice disistion thanks 🙏🙏🙏🙏🙏 ପ୍ରଶାସନ

  • @dhirenburma8143
    @dhirenburma8143 Год назад +14

    It need to alcohol test of odisha polices during the duty hour...

  • @sksahoo545
    @sksahoo545 7 месяцев назад

    ବହୁତ ବଢିଆ l ନିଲମ୍ବିତ ନୁହଁ l Dismiss him. This type of police not required for Odisha

  • @moto_odisha_vlogs6200
    @moto_odisha_vlogs6200 Год назад +5

    Good Job Young MAN

  • @alokkumarpanda7262
    @alokkumarpanda7262 Год назад +1

    ଏ ଶଳାକୁ ମାଲକାନଗିରି ପଠାଯାଉ l

  • @parthasarathiajayabarik569
    @parthasarathiajayabarik569 Год назад +25

    This sub inspector should immediately be dismissed from service.
    DGP should take action.

    • @madhurambhatra9864
      @madhurambhatra9864 10 месяцев назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @NarendraNarayanJena-tv2ic
    @NarendraNarayanJena-tv2ic Год назад +1

    ଓଡିଶା ର ସବୁ ପୋଲିସ ଏହିଭଳି,

  • @animalloverak567
    @animalloverak567 Год назад +10

    Very good action

  • @maheswardas1034
    @maheswardas1034 8 месяцев назад

    ଏହି ଭଳି ବ୍ୟବହାର ପ୍ରାୟ ପୁଲିସ ବାବୁ ଙ୍କର ହୋଇଯାଇଛି

  • @saudaminimohanty447
    @saudaminimohanty447 Год назад +16

    Sir Khali suspended Kale hebani.A mananku dismissed Kariba darkar.A Mane police jati pain kalanka.

  • @HareKrushna-f3d
    @HareKrushna-f3d 6 месяцев назад

    ଠିକ୍ ହୋଇଛି ଧନ୍ୟ s p ସାହେବ ମୋର କୋଟୀ କୋଟୀ ପ୍ରଣାମ ।

  • @rabindrasahoo1394
    @rabindrasahoo1394 Год назад +24

    Police dept have been worst 😊badri ra kamal 😊

  • @rupshinghrupshingh4877
    @rupshinghrupshingh4877 11 месяцев назад +1

    ପୋଲିସ୍ ଚୁତିୟା ପୁଲିସ୍ ଟା ବେ ଏମିତି ପୋଲିସ୍ ଓଡିଶାରେ ନବୀନ୍ ବାବୁ ଦେଖ

  • @gangadharjena596
    @gangadharjena596 Год назад +3

    Eibhali police si pain sara police department ku loka mane kharap bhabuchhanti sp saheb right action neichhanti

  • @lakshmimaharana1962
    @lakshmimaharana1962 Год назад +1

    ଏମାନଙ୍କ ପାଇଁ ନିର୍ଦୋଷ ମାନେ ଦଣ୍ଡ ପାଉଛନ୍ତି

  • @gcbmotivation5179
    @gcbmotivation5179 Год назад +2

    ନବୀନ ପଟ୍ଟନାୟକ ଚଉକି ଛାଡ... ଓଡିଶାବାସୀ କଲେଣି ଦାନ୍ତ କଡମଡ

  • @heartheacker4986
    @heartheacker4986 Год назад +6

    That's the power of Odisha police.. 😂

  • @babulapatiarbabulapatiar8338
    @babulapatiarbabulapatiar8338 Год назад

    ଚାକିରି ବାହାର କରିଦିଅ ଏହି ଭଳି ପୁଲିସ୍ ଆମର ଦରକାର ନାହିଁ
    ସ୍ବାଧୀନତା 77 ବର୍ଷ ରେ ସ୍ବାଧୀନତା ପାଇନି ଆମ ଓଡିଶା ତୁରନ୍ତ ବାହାର କର କର୍ମ ଫଳ ଦିଅ
    ପୁଲିସ୍ ବିଭାଗରେ କମ ଟାଉଟର ଅଛନ୍ତି ସେଇ ମାନେ କୁ ଆଗ ବାହାର କର

  • @prasantakumaracharya7979
    @prasantakumaracharya7979 Год назад +7

    5T Police

  • @ourteamoursuccess304
    @ourteamoursuccess304 11 месяцев назад

    ପୋଲିସ ଅଧିକାରୀଙ୍କୁ ଏ ପାୱାର କିଏ ଦେଲା , ଯେ ଜନତାଙ୍କ ସହିତ କେମିତି କଥା ବାର୍ତ୍ତା କରନ୍ତି ଜାଣି ନାହାନ୍ତି ସେ ପୁଣି ଜନତାଙ୍କର ସୁରକ୍ଷା କରିବେ.... କଣ ପାଟି ପାୱାର ଦେଖାଉଛ।।

  • @krutibaspolai7764
    @krutibaspolai7764 Год назад +8

    Should be dismissed to this type of officer

  • @bhagabanpradhan7500
    @bhagabanpradhan7500 Год назад

    ଏସ ପି ସାର୍ ଠିକ୍ ପଦକ୍ଷେପ ନେଇଛନ୍ତି

  • @gouriprasadpatra6208
    @gouriprasadpatra6208 Год назад +29

    Such rogue police should be dismissed. It should be an example for others.

    • @debasisbag7099
      @debasisbag7099 Год назад

      its not his first time 😂

    • @rupeshmohanty8
      @rupeshmohanty8 Год назад +1

      Termination rule kn govt service re naheen ki? Suspension order kn ao kaheenki..?

    • @SupravaJena-fb9mc
      @SupravaJena-fb9mc 11 месяцев назад

      ​@@rupeshmohanty8⁹⁰

  • @Skgbul470
    @Skgbul470 11 месяцев назад

    Subinspecter ଟା ନିଶ୍ଚୟ ST କିମ୍ବା SC ହେଇ ଥିବ,

  • @somanathsonusahoo2205
    @somanathsonusahoo2205 Год назад +16

    Sala chora police

  • @NiranjanMati
    @NiranjanMati 8 месяцев назад

    Very good disition taken udayanatha panda sir thank you ❤

  • @akpanda833
    @akpanda833 Год назад +4

    This is real story of Odisha ?

  • @prasannamansingh3597
    @prasannamansingh3597 Год назад

    ଏପୋଲିସ କଣଗଭ୍ରନର ଏମାନେ ନିଜକୁକଣ ବୋଲିଭାବୁଛନ୍ତି

  • @thirdeye9492
    @thirdeye9492 Год назад +6

    That's like a good police....😢😢😢😢Be friendly with police... Pulice Mantri should award 🤪🤪😂

  • @amitakar94
    @amitakar94 5 месяцев назад

    ପୁଲିସ ଙ୍କ ବ୍ୟବହାର ବୋହୁତ ଖରାପ

  • @joginathpanda8836
    @joginathpanda8836 Год назад +12

    Govt gunda

  • @dibyanshubehera9886
    @dibyanshubehera9886 Год назад

    ଏ ଭଳି ପୋଲିସ କୁ ସସ୍ପେଣ୍ଟ କରା ଯାଉ 6 ବର୍ଷ ଜେଲ

  • @bhaskarpuhan2248
    @bhaskarpuhan2248 Год назад +5

    Truth may not be soothing all the time.
    These incidents are not uncommon.

  • @Janaki___mukhi_97
    @Janaki___mukhi_97 6 месяцев назад

    ସେ ପୋଲିସ ଙ୍କର ତ ଭୁଲ୍ ଅଛି।ଏ ଯେଉଁ ଲୋକଟିଙ୍କର ମଧ୍ୟ ଭୁଲ୍ ଅଛି। କାରଣ ଯଦି ପୋଲିସ ଡାକୁଛନ୍ତି ସେ ପୋଲିସଙ୍କୁ ସାହାଯ୍ୟ କରିବାକଥା। କ'ଣ ଅଭିଯୋଗ ଅଛି ଥାନାରେ ଯାଇ ବୁଝିବା କଥା।ଏ ସେ କାମ ନ କରି ପୋଲିସ ସାଙ୍ଗରେ ଯୁକ୍ତି କରୁଛନ୍ତି। ପୋଲିସ ଥାନାକୁ ଡାକୁଛନ୍ତି ଏ ମହାଶୟ ସରପଞ୍ଚଙ୍କ ପାଖକୁ ଯାଉଛନ୍ତି।ଏଠି ଏ ଲୋକର କିଛି ତ କାରଣ ଅଛି। ସେଥିପାଇଁ ଥାନାକୁ ଯାଉନାହି।

  • @crazyyyy-cp5ih
    @crazyyyy-cp5ih Год назад +17

    E bhali useless ku ,dismis Kariba akatha ,but 5T Govt

  • @ashirbadjena_aj
    @ashirbadjena_aj Год назад

    SI - ବୁଦ୍ଧନାଥ ବେହେରା
    Call ଯାହାକୁ କରିଛି - ମନୋଜ କୁମାର ବେହେରା
    Complaint ଯିଏ କରିଛି - ନିଧି ବେହେରା
    ବେହେରା connection😂😂

  • @ranjitkumarnicesongsahoo1387
    @ranjitkumarnicesongsahoo1387 Год назад +5

    Jaldi arrest kara si ku cast Prema dekhuchi

  • @LonelyMahis143
    @LonelyMahis143 Год назад +4

    A sub-inspector only a type ra behaviour karanti nahi 90 percentage sub-inspector a valia misbehave karanti

  • @dipakjana2714
    @dipakjana2714 Год назад

    ଠିକ ହେଇଚି 👌🤜💪👊

  • @PabitraSandhyaVlog
    @PabitraSandhyaVlog Год назад +5

    Bahut police emiti hauchhanti khallikote ganjam re bi gote budhi ku bahut hairana karuchhanti police

  • @sukantakumarjena9046
    @sukantakumarjena9046 8 месяцев назад

    ଅଯୋଗ୍ୟ ପୋଲିସ ଆକୁ ବହିଷ୍କାର କରିବା ଉଚିତ୍।

  • @kalpatarudash2770
    @kalpatarudash2770 Год назад +6

    College hero Bhai laguchhi. Haramiku lazya laguni.

  • @deepakbaliarsingh1065
    @deepakbaliarsingh1065 Год назад

    କେବଳ ଲାଞ୍ଚ ନେବା ଛଡ଼ା କିଛି କାମ କରୁନାହାନ୍ତି।

  • @biswaranjankanhar6425
    @biswaranjankanhar6425 10 месяцев назад

    Good step SP sir🎉

  • @raghunathdehury3322
    @raghunathdehury3322 7 месяцев назад

    ଏମିତି ପୋଲିସକୁ ବଜାର ଉପରେ ହାଣ ବୟବହାର ଜାଣିନି

  • @jajatidas530
    @jajatidas530 Год назад

    ପୋଲିସ dept କାହିଁ କି ଅଛି ବୁଝି ହୁଏନି, ନେମାଳ ଷ୍ଟେସନ ବି ଏମିତି criminal କୁ support କରନ୍ତି,asi Khan iic Sahoo ମୋଟା ଅଙ୍କର ଟଙ୍କା ନେଇ ଜୁଆ , ଗଞ୍ଜେଇ, ମଦ କଳା ବେପାର ଚାଲେଇଛନ୍ତି, ଖାଲି cm ଙ୍କ ଲେଖାଟି ମୁଁ ପଢି ଆସିଲି, ଆମେ ଲୋକ ମାନଙ୍କ ସେବାରେ, ଲୋକମାନଙ୍କ tax ରେ ଦରମା ନେଉ ,ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରେ, କଣ ସତରେ ଲୋକ ମାନଙ୍କ ସେବା କରୁ

  • @subhakantadas5577
    @subhakantadas5577 11 месяцев назад

    ନବୀନ ଓଡିଶା ରେ 5t ପୋଲିସ ଯୋଉ ମାନେ ବିଜେଡି ବିଜେଡି ହଉଛ ତମ ବେଳ ଏମିତି ଆସିବ

  • @prakash.donk.p7215
    @prakash.donk.p7215 11 месяцев назад

    Thanks ❤❤❤❤

  • @prakashmohanty-lq2jj
    @prakashmohanty-lq2jj Год назад

    ପୁରା 5t ର କମାଲ ଆଉ
    ପଣ୍ଡିଆ ର __ଚଟା

  • @bibhuprakashlimma6872
    @bibhuprakashlimma6872 7 месяцев назад

    ପୋଲିସ ଗାଳି କରିବା, ଅକାରଣରେ ମାରିବା, ଏହା ତ ସାଧାରଣ କଥା। ଏ କଥା କାହାକୁ ନୂଆ ଲାଗୁଛି? ଏହା ହିଁ ଆମ ଗଣତନ୍ତ୍ରର ସ୍ୱାଧୀନତା।

  • @HareKrushna-f3d
    @HareKrushna-f3d 11 месяцев назад

    ଏଟାକୁ ସରକାର ସବୁ ଦିନ ପାଇଁ ଚାକିରିରୁ ହଟାଇବା ଦରକାର ।ତା ସ୍ବର ରେ କିଛି ମଧୁରତା ଅଛି କି ?ପାଣ୍ଡିଆନ ଆଗ ଶୁଣିବା ଦରକାର ।

  • @shinquanone8714
    @shinquanone8714 Год назад

    ୟେ ପୁଣି ଦି ମାସ ପରେ ଆଉ କେଉଁ ଜାଗା ରେ ଟେର ଦେଖାଉ ଥିବ। ପୁରା ମାଲ୍ ପିଇ କଥା କହୁଚି। ଖାଲି ଲୋକ ଦେଖାଣିଆ suspend 😅😅😅😅।

  • @Dharua479
    @Dharua479 11 месяцев назад

    Police ନ୍ୟାୟ କଣ ଦେବ ପଇସା ଖାଇବା ରେ ବ୍ୟସ୍ତ

  • @pramodbisoyi3332
    @pramodbisoyi3332 Год назад +2

    ଶଳାଟାକୁ ପେଲି ଦିଅ ରେ.... ତା ପୋଲିସ ପଣିଆ ଛାଡ଼ିଯିବ

  • @KiranBeura-l1k
    @KiranBeura-l1k 11 месяцев назад

    ପ୍ରଥମେ ମୋର ନିଲମ୍ବନ କରିଥିବା saarnku🇮🇳🫡 ଅଶେଷ ଅଶେଷ ରାଜ୍ୟ ସାମ୍ବାଦିକ ସଙ୍ଘ ତରଫରୁ ଏବଂ ରାଜ୍ୟ ବାସୀଙ୍କ ତରଫରୁ, ଆଉ ଆଗ ଭଳି ରହିବନି ବିଗତ ଦିନରେ ଢେଙ୍କାନାଳ ଏବଂ ପରେ ପରେ ଆଉ ଦୁଇ ଚାରି ଜଣଙ୍କ ଅବସ୍ଥା ବାଘ ଛାଲ ଉତାରି ଦିଆ ଗଲାଣି ଯାହା ନୂଆ ଆସୁଥିବା ପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ. ଏଣିକି ଯଦି ମୂଳ ଯଦି ଠିକ ରହିବ ସବୁ ଥାନରେ ଏଭଳି ଅଫିସର ତେବେ ବିଶ୍ୱାସ ଜନ ସାଧାରଙ୍କ ଅତୁଟ ରହିବ ପୋଲିସ ମାନଙ୍କ ପ୍ରତି. ଏଣୁ ଗୋଡେଇ ଗୋଡେଇ ରାଜ୍ୟରେ ସବୁ ଥାନରେ ଥିବା ସବୁ ଛୋଟରୁ ବଡ଼ ମୁଣ୍ଡି ମାନଙ୍କୁ ସର୍ବ ସାଧାରଣ କରାଯାଉ ପଖତା ସବୁତ ସହିତ. ଯେଉଁ ବାବୁ ମାନଙ୍କ ତୁଣ୍ଡରେ ଅସଲ୍ଲୀନ ଭାଷା ଭର ପୁର ନିଜକୁ ଯମରାଜ ଭାବୁଛନ୍ତି ଭୁଲିଯାନ୍ତୁ ତାଙ୍କ ଉପର ରୁ ଉପରେ କିଏ ଅଛି.ତାଙ୍କର ଥାନାରେ ରହିବାର ଯୋଗ୍ୟତା ନାହିଁ, ଅନେକ ଅଛନ୍ତିଭଲ, ସେ ନ ରହିଲେ ଥାନା ଭାସିଯିବନି. ଓଲଟି ପୁରା ମେହେନତ ଅଫିସରଙ୍କ ଡିପାଟମେଣ୍ଟ ପାଇଁ ମେହନତରେ ପାଣି ଫେରି ଯାଉଛି ପୁରା ଡିପାର୍ଟମେଣ୍ଟ ଏଭଳି ବାବୁ ମାନଙ୍କ ପାଇଁ ପୁରା ବଦନାମ. 🙏

  • @sanurajputff1583
    @sanurajputff1583 Год назад

    ସେଇ ଟା ଭଦ୍ରେଶ୍ୱର ଥାନା ନ ହେଇକି ଅଭଦ୍ରେଶ୍ୱର ଲେଖା ହେବାର ଥିଲା😂😂

  • @PinkeswarBhoi
    @PinkeswarBhoi 8 месяцев назад

    ଏଥିପାଇଁ ପୋଲିସ ବାବୁଙକୁ ଅବସର ପରେ ଲୋକେ ପଚାରନତି ନାହିଁ ।ଦେଖିଲେ ମୁହଁ ମୋଡ଼ି ଚାଲି ଯାଆନ୍ତି ।

  • @SwatiSatapathy-d4p
    @SwatiSatapathy-d4p 8 месяцев назад

    Thanks SP Sir

  • @kamalakantasahoo693
    @kamalakantasahoo693 Год назад

    ସରକାରୀ ଚାକିରୀ ଖଣ୍ଡେ ପାଇଗଲେ ଏମନେ ନିଜକୁ ଭଗବାନ୍ ଭାବନ୍ତି।

  • @BhagabanBag-ug6yx
    @BhagabanBag-ug6yx 7 месяцев назад

    ଏ ସାଷନ ବିଜେପିର ବିଜେଡ଼ି ର ନୁହେଁ ଖେଦ ସବୁ ଅଫିସସରକୁ ନୁଆ ଚାକିରି ଦୀଅ

  • @AntarjyamiSwain-y1f
    @AntarjyamiSwain-y1f 8 месяцев назад

    ଏଭଳି କେତୋଟି ପୋଲିସ୍ ପୋଷାକ ପିନ୍ଧି ପଶୁବଳି ଆଇନ୍ କାନୁନ୍ ସେମାନଙ୍କ ହାତରେ ଦେବା ଭୁଲ୍ ଏ ମାଘିଆ କୁ ଭୁବନେଶ୍ଵର ସହରରେ ଲଣ୍ଡା କରି ଚୂନ କାଳି ଲଗାଇ ବୁଲାଇ ବା ପରେ ତଙ୍କୁ ଆରେଷ୍ଠ କରି ହାଣିଛନ୍ତି କେତେ ଲୋକଙ୍କୁ ଏହାର ତଦନ୍ତ କରାଯିବା ଦରକାର

  • @rupeshmohanty8
    @rupeshmohanty8 Год назад +1

    ଏମିତି ବାବୁ ମାନେ ସାରା ଓଡିଶା ଆଓ ଅମା ଦେଶ ସାରା ଅଛନ୍ତି.. Police Reforms needed.. Police ଅମା କୁ ସୁରକ୍ଷା ଦେବା ଲାଗି ଅଛନ୍ତି ନା କି ଡରେଇଵା ଧାମେକେଇବା ଲାଗି

  • @babunudas3996
    @babunudas3996 Год назад

    ଭୁଲ କଥା କିଛି କହିନାହାନ୍ତି subinspector sir.

  • @amentertainment6998
    @amentertainment6998 7 месяцев назад

    ଏ ପୋଲିସ୍ କୁ ଚକିରିରୁ ବହିଷ୍କାର କରାଯାଉ