ଅନ୍ୟାୟରେ 5ପୋଲିସ ଅଫିସରଙ୍କ ନିଲମ୍ବନ କୁ ବିରୋଧ କରି ଧାରଣା ଦେବେ ଶତାଧିକ ପୋଲିସ ଅଫିସର !Bharatpur Case

Поделиться
HTML-код
  • Опубликовано: 20 сен 2024

Комментарии • 1,9 тыс.

  • @Rusi-s6r
    @Rusi-s6r 3 часа назад +357

    ଶଳା ଚୋର ହାରାମି ବେଇମାନି ଲାଞ୍ଚୁଆ ପୋଲିସି ବାଲା

  • @krushnachandramishramishra4289
    @krushnachandramishramishra4289 Час назад +39

    ଶଳା ସବୁ ପୋଲିସ କୁ ସସ୍ପେଣ୍ଡ କରିଦିଅ ଏଇ ମାନେ ଗୋଟେ ବାହାନା ଦେଖଉଛନ୍ତି ଖାକୀ ବର୍ଦୀ ପିନ୍ଧି ଦେଲେ ଏଇ ମାନେ ସବୁ ନିଜ କୁ ବ୍ରହ୍ମା ବୋଲି ଭାବୁଛନ୍ତି

  • @StatusWorld-mp6gj
    @StatusWorld-mp6gj 3 часа назад +504

    ଯଦି ସତରେ ବାପା ର ଛୁଆ ହେଇଥିବ ଚାକିରି ଛାଡିକି ଦେଖା... ଖାଲି ବାହାପିଆ କଥା କହିଲେ ହବନି 😂

  • @RamchandraHansdahofficial123
    @RamchandraHansdahofficial123 2 часа назад +56

    ତମ ମୁହଁରେ ଲାଜ ନାହିଁ କ'ଣ କହୁଛ ନା ଚାକିରି ଛାଡ଼ିବା ପଛେ ବଦନାମ ହେବୁନି ତମେ କଣ ଭାବୁଛ ପୋଲିସ ର ସମାଜରେ ବହୁତ ସମ୍ମାନ ଅଛି ନା କ'ଣ ପୋଲିସ ତମେ ନିଜେ ସବୁ ତମର system କୁ ଵରଵାଦ କରିଛ ପୋଲିସ ଶବ୍ଦ ଟା ପୁରା କଳଙ୍କ ହେଇଯାଇଛି ସମାଜ ପାଇଁ

    • @Love99563
      @Love99563 56 минут назад +1

      @@RamchandraHansdahofficial123 Right

  • @purnaodisha5712
    @purnaodisha5712 4 часа назад +162

    ଏମାନଙ୍କୁ ଇଲିସି ମାଛ 🐟 ଦରକାର ନ୍ୟାୟ ନୁହେଁ

    • @deepikaswain8760
      @deepikaswain8760 Час назад

      Kiniki dele mana karibani

    • @kishorkumar3809
      @kishorkumar3809 57 минут назад

      @@purnaodisha5712 ଟିକିଏ ଦାମ୍ ଅଛି ତଥାପି ...
      ଏଗୁଡା ସମାଜ କଳଙ୍କ ସାର୍

  • @srisaidesignvastu9209
    @srisaidesignvastu9209 Час назад +33

    ପୋଲିସ ମାନଙ୍କୁ ବର୍ଡର ପଠେଈ ଦିଅ , ସେମାନେ ୧ ମାସ ରହି ,ଦେଶର ସୀମା ଜଗନ୍ତୁ ! ତେବେ ସେମାନେ ଆର୍ମୀ ର ମହତ୍ବ ବୁଝିବେ !

    • @pauldigi8867
      @pauldigi8867 27 минут назад

      Border re army nhi lo BSF duty karuchi😂

    • @RakuRaku-vj7xj
      @RakuRaku-vj7xj 20 минут назад

      ​@@pauldigi8867internal border re bhai auu international re ?

  • @prembijay7462
    @prembijay7462 2 часа назад +144

    ଯେତେ ଶୀଘ୍ର ପାରୁଚ ସେତେ ଶୀଘ୍ର ଚାକିରି ଛାଡ଼ି ଦିଅ ନୂଆ ପିଲାମାନେ ରେଡ୍ଡୀ ଅଛନ୍ତି ଚାକିରି କରିବେ ।

    • @jayantatandi914
      @jayantatandi914 37 минут назад +2

      Ek dum Right katha kahila

    • @pradeepmohapatra3234
      @pradeepmohapatra3234 34 минуты назад +1

      କଥା ପଦେ କହିଲ ଭାଇ😀😀😀

    • @kunuchandansahu9672
      @kunuchandansahu9672 33 минуты назад

      ଅତି ସୁନ୍ଦର ଲେଖା ନୂଆ ଉପାୟ ଖସି ବାକୁ

    • @satyabehura1591
      @satyabehura1591 8 минут назад

      Thik katha kahila bhai

    • @PBKKSMUDULI
      @PBKKSMUDULI Минуту назад

      Yes sir 😂😂😂🎉🎉

  • @kulamanipradhan8524
    @kulamanipradhan8524 2 часа назад +30

    ତମେ Odisha ପୋଲିସ ତମେ ଆଜି ଜାଏ ଗୋଟେ ଚୋରକୁ ଧରିପାରୁନ ତମେ କଥାକହୁଚ ଆସ ଆମସାଥିରେ duty କରିବ ମାଲକାନଗିରି ରେ ତମର କେତେପାଣିଅଛି

    • @DilipNahak-nh5gq
      @DilipNahak-nh5gq 17 минут назад +1

      ହଁ ଭାଇ ମୋର ବାପଘର ମାଲକାନଗିରି ରେ ଦମ ଅଛିତ ଜାଇକିଦେଖ😜🤗😎💥

  • @Faltutokarafaltuvideo
    @Faltutokarafaltuvideo 3 часа назад +98

    Plz ଏଇ ପୋଲିସ ମାନ ଙ୍କୁ ମୋର ଅନୁରୋଧ ଯେ ସବୁ news ଚାନେଲ ର କମେଣ୍ଟ ଗୁଡା ଟିକେ ଦେଖନ୍ତୁ ଆଉ ସବୁ ପୋଲିସ ମାନଙ୍କ ପରିବାର ଙ୍କୁ ବି ମୋର ଅନୁରୋଧ ଯେ ଏଇ case ର ସବୁ news ଭିଡ଼ିଓ ର କମେଣ୍ଟ ସବୁ କୁ ଟିକେ ନିଜେ ପଢନ୍ତୁ ଆଉ ନିଜ ପରିବାର ର ସଦସ୍ୟ ଙ୍କୁ ଟିକେ କୁହନ୍ତୁ ସେ କମେଣ୍ଟ ଗୁଡା କ ପଢିବା ପାଇଁ ଆଉ ଜାଣି ପାରିବେ ଯେ ପୋଲିସ ଙ୍କୁ ଓଡିଶା ର ଜନ ସାଧାରଣ ମାନେ କେତେ ଭଲ ପାଉଛନ୍ତି ସେ ଜାଣି ପାରିବେ ଆଉ ପୋଲିସ ମାନଙ୍କ ପରିବାର ବି ଜାଣି ପାରିବେ 👈🙏

    • @shayaarsid5298
      @shayaarsid5298 3 часа назад +1

      ପଢ଼ିଲେ kn hba police niyam palan କରୁଥିବାରୁ ସେଥିପାଇଁ ଆଜି ଲୋକ ମାନେ ଘୃଣା କରୁଛନ୍ତି
      ତାହେଲେ ବିନା ହେଲମେଟ ରେ ସମସ୍ତଙ୍କୁ ଛାଡ଼ିବା ଆଉ ଫାଇନ ନି kn khusi ta

  • @trendingnow1567
    @trendingnow1567 Час назад +15

    ଯଦି ଗୋଟେ ଲାଞ୍ଚୁଆ ଆଉ criminal IIC ଯିଏ suspend ହେଇଛି ତା ପାଇଁ ଯଦି ଏମାନଙ୍କ ମନ ରେ ଏତେ ଦରଦ ତା ହେଲେ ଭାଇ ଜଲ୍ଦି ଚାକିରୀ ଛାଡ କାରଣ ତମ ମାନଙ୍କ କାମ କରିବା ଶୈଳୀ ବି ସେଇୟା , ଆମ ରାଜ୍ୟ ରେ ଲକ୍ଷ ଲକ୍ଷ ଶିକ୍ଷିତ ଆଉ capable ପିଲା ଅଛନ୍ତି I

  • @dasarathmeher8935
    @dasarathmeher8935 2 часа назад +145

    ତମେ ଚାକିରୀ ଛାଡ.... କିଏ ତୁମକୁ ମନା କରୁଚି....ତମର ଯଦି ଚାକିରୀ ଛାଡିବାର ଅଛି ଏଠାରେ କଣ କରୁଚ....ତୁରନ୍ତ ଛାଡ଼.... ତମେ କଲେ ଲୀଳା....ଆଉ କିଏ କଲେ କିଳା.....ପୋଲିସ ର ଗୁଣ୍ଡାଗିରି ଚାଲିବ ନାହିଁ.....ପ୍ରଥମେ ସିସିଟିଭି ଆଣ... ତାପରେ ତଦନ୍ତ ହେବ....

    • @Devblog986
      @Devblog986 30 минут назад +1

      Army wife micha kahuchi taku jatraku chada

  • @kulamanipradhan8524
    @kulamanipradhan8524 2 часа назад +15

    ତମ ଦେହ ରେ କେତେ ରୁମ ଅଛି ମୁଁ ଦେଖିବି ତମେ ମାଲକାନଗିରି duty କର ମୁଁ ଦେକିବି ତମ ଦେହରେ କେତେପାଣି

  • @disumsuder6947
    @disumsuder6947 3 часа назад +294

    ପୋଲିସ ନାଁରେ ଏମାନେ ଚୋର..

    • @spicyupdates
      @spicyupdates 3 часа назад +1

      ତମେ ସବୁ ମହାନ ଚୋର

    • @disumsuder6947
      @disumsuder6947 3 часа назад +8

      @@spicyupdates ନାଇଟି ପିନ୍ଦି କାଟିଆ ସେବା ଦେଉଥିଲା.

    • @gabardhantudu4882
      @gabardhantudu4882 3 часа назад +1

      Ok

    • @prembijay7462
      @prembijay7462 2 часа назад

      ସବୁଠୁ ବଡ଼ ଚୋର

    • @MrNayakManoranjannayak
      @MrNayakManoranjannayak 2 часа назад

      Odisha rey police mananka jau sabu chracter samastey janichante

  • @pradiptakumarmahapatra1669
    @pradiptakumarmahapatra1669 58 минут назад +9

    ଚାକିରି ଛାଡ଼ି ଦିଆନ୍ତୁ ଆମ ରାଜ୍ୟ ରେ ବହୁ ଉପଯୁକ୍ତ ପିଲାଅଛନ୍ତି ଏମାନେ ଖାଇ କି ଖୋଳ କଲେଇ 5 ଜାଗା ପ୍ଲଟ କିଲେ କିଲେ ସୁନା ଗହଣା

  • @sanjaytripathy9675
    @sanjaytripathy9675 3 часа назад +117

    ନୂଆ ପିଲା ଅଛନ୍ତି। ତୁମ ଭଳିଆ ଚୋର ଓ ଡକାୟତ କୋଉଠି ମିଳିବେ ନାହିଁ।

    • @spicyupdates
      @spicyupdates 3 часа назад +3

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

    • @sanjaytripathy9675
      @sanjaytripathy9675 3 часа назад +1

      @@spicyupdates ହଁ, ସେମାନେ ଦେଶର ସୀମା ଜଗିଥିବାରୁ ତୁମେ ତୁମ ମାଇକିନିଆ ମାନଙ୍କୁ ନେଇ ଆରାମ ସେ ଶୋଉଛ। ଆଉ ସେମାନେ ଠିକେ ଢ଼ିଲା କରିଦେଲେ ତୁମ ଘର ମାନଙ୍କ ମହିଳାଙ୍କ ଉପରେ କଣ ଘଟିବ ଅନୁମାନ କର।

    • @thewokeIndian-jr3oo
      @thewokeIndian-jr3oo 2 часа назад

      ​@@spicyupdates​@spicyupdates bhasigala seithu.... Loko nka reaction dekhi jana paduchi lokomane polie upare kete santusta

    • @priyatamanayak3752
      @priyatamanayak3752 2 часа назад

      Super 😊

    • @JayantakumarJayanta-y7l
      @JayantakumarJayanta-y7l 2 часа назад

      Nua pila tekiki dharibe😂

  • @theriseingsambalpur8780
    @theriseingsambalpur8780 2 часа назад +8

    ରିପୋଟର ଭାଇ କହି ପାରିବେ କି ଏ ମନେ ଲାଞ୍ଚ ନିଅନ୍ତି ନି ବୋଲି କହିପାରିବେ କି ଏ ମାନେ ଅସହାୟ ଗରିବ ଲୋକଙ୍କୁ ହଇରାଣ କରନ୍ତି ନି ବୋଲି
    ଆପଣ ଏ ଚମଚା ଗିରି ବନ୍ଦ କରନ୍ତୁ ।
    ଆପଣ କହିପାରିବେ କି ଏ ମାନେ କ୍ରାଇମ କରନ୍ତି ନି ବୋଲି
    ଏ ସରକାରୀ ବାବୁ ଙ୍କ ପାଇଁ ଆଜି କୌଣସି ଆଇନ ନାହିଁ କେବଳ suspend ଆଉ ସାଧାରଣ ପାଇଁ ଜଟିଳ ଦଣ୍ଡ

  • @BikramBaral-f9f
    @BikramBaral-f9f 3 часа назад +402

    ତୁମକୁ ଅଶେଷ ଅଶେଷ ଧନ୍ୟବାଦ.. କାରଣ ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ସମସ୍ୟାରୁ ମୁକ୍ତି ପାଇବେ. 👍

  • @rohitnayak4891
    @rohitnayak4891 2 часа назад +16

    ଚାକିରି ଛାଡ଼ି ଦିଅ ଆମେ ready ଅଛୁ 😂 vacancy ଫାଙ୍କା ହେଲେ job ପାଇଁ recruitment ଆସିବ 😅😂😂

  • @saratnayak2943
    @saratnayak2943 3 часа назад +82

    ଚାକିରି ଛାଡ ଶହେ ଗଲେ ହଜାର ଲକ୍ଷ୍ଯ ବସିଛନ୍ତି ଚାକିରି ପାଇଁ.....

  • @SantoshNag-gk1tc
    @SantoshNag-gk1tc 2 часа назад +13

    ପୁରା କମେଣ୍ଟ ଚେକ୍ କର ଖାଲି କେବଳ ପୋଲିସ କୁ ଗାଳି ଛୋର୍ 😊😊😊😊

  • @bijendrabiswal8993
    @bijendrabiswal8993 3 часа назад +153

    ସେ ଶଳା ଦୀନକୃଷ୍ଣ ର ଯୌନାଗ କୁ କଟା ଯାଉ ଆମର ଦାବି.. ଠିକ କହିଛି ନା ମୁ 😄

  • @ସତ୍ୟମେବଜୟତେ-ପ5ଜ

    ହ ରେ ସଲେ ମାନେ ଚାକିରି ଛାଡ ଆମେ ମନେ ଅଛୁ ଚାକିରି କରିବା ପାଇଁ ❤

  • @PratapMangaraj-l8y
    @PratapMangaraj-l8y 3 часа назад +376

    ଢୋଲ ବଢ଼ିଥିବା ପୋଲିସ ଚାକିରୀ ଛାଡ଼ିଦିଅନ୍ତୁ ନୂଆପିଲା ଚାକିରୀ ପାଇବେ ଏମାନେ ବହୁତ୍ ଖାଇସାରିଲେଣି ଢୋଲ ବଢ଼ିଗଲାଣି ନୂଆପିଲା ଚାକିରୀ ନପାଇ କଙ୍କାଳ ଦେଖାଗଲାଣି ଜଲଦି ଚାକିରୀଛାଡ଼ିଦିଅ କିଛି ବେକାରୀ ସମସ୍ୟା ସମାଧାନ ହେବ

    • @sitalraj8812
      @sitalraj8812 3 часа назад +9

      E manka peta badhi Lani emanko hataya odisare aao ri bhi pila achanti

    • @niharranjannayak5458
      @niharranjannayak5458 3 часа назад +3

      @@PratapMangaraj-l8y apana police chakiri re join karijaantu tap are janibe chakiri kete difficult

    • @PratapMangaraj-l8y
      @PratapMangaraj-l8y 3 часа назад

      @@niharranjannayak5458 ସାରା ଓଡ଼ିଶାରେ କୌଣସି ସାଧାରଣ ଲୋକକୁ ପଚାରନ୍ତୁ ପୋଲିସକଣ ଠିକ୍ କଥା ଆପଣ ପାଇପାରିବେ

    • @amareshjethy9986
      @amareshjethy9986 3 часа назад +11

      Police bala ra jahara peta baharichi, tanku authare physical test kara

    • @niharranjannayak5458
      @niharranjannayak5458 3 часа назад +3

      @@amareshjethy9986 bhai army job re duty shift by shift rotation hue police ra 24 hour duty ketebele duty jibe tankara time table nahin Sethi pain police ra peta baharuchhi

  • @mrxsibun9459
    @mrxsibun9459 Час назад +5

    ଚାକିରି ଛାଡ଼ି ଦେଲେ ବହୁତ୍ ଭଲ ହେବ । ଆମେ ଦେଖୁଛୁ ଏବେ ଯିଏ ମୁଖ୍ୟମନ୍ତ୍ରୀ ସେ MLA ଥିଲା ବେଳେ ତାଙ୍କୁ IIC ଧମକେଇବା ର video , ଆଉ ଏବେ ଗୋଟେ ଆର୍ମୀ ଅଫିସର ର fiance ku ଅସଦାଚରଣ ର ନମୁନା , ତମେ ସଲେ ସବୁ ପୋଲିସ ନାଁରେ କଳଙ୍କ , ଆଉ ଆମେ b dekhichu kou v କେସ ରେ ପୋଲିସ ଷ୍ଟେସନ ଗଲେ ଲାଞ୍ଚ ଖାଇବା ଚକର ରେ କେମିତି କେସ ଗଡିଚାଲେ। ତମେ ସବୁ ରିଜାଇନ୍ ଦେଇଦିଅ ,ପୋଲିସ department ra re innovation ହଉ, New talented and hard working ପିଲା job ପାଉନ୍ତୁ। Kte ta ପୋଲିସ ଦେଶ ପାଇଁ ସହିଦ ହେଇଛନ୍ତି ଆମେ କାଇଁ କାନ ଉଠିଲା ଦିନୁ ସୁଣିନୁ । ତମେ ସବୁ ଆଇନ ର ଭକ୍ଷକ , VRS neijao ।

  • @SwatiSingh-is2ux
    @SwatiSingh-is2ux 3 часа назад +223

    ଯୋଉ ପୋଲିସ ମାନେ ଚାକିରୀ ଛାଡ଼ି ଦେବେ କହିଛନ୍ତି ତୁରନ୍ତ ଚାକିରୀ ଛାଡ଼ିଦିଅ ।ଓଡ଼ିଶାରେ ବହୁତ ବେକାର ପିଲା ନିଯୁକ୍ତି ପାଇବେ

  • @birendrasing7235
    @birendrasing7235 Час назад +4

    ଆମ୍ଭେ ଜନ ସାଧାରଣ କହୁଛେ ତୁମ୍ଭେ ଶୀଘ୍ର ଚାକିରି ଛାଡ ତାପରେ ତାଦଣ୍ଟାହେବ

  • @ଦମ୍_ଦାର_ଟୋକା2.0
    @ଦମ୍_ଦାର_ଟୋକା2.0 3 часа назад +51

    ଓଡ଼ିଶା ପୋଲିସ୍ ର ସବୁ ଅଫିସର୍ ଗୋଟେ ଗୋଟେ ଠକ ସେଇଥି ପାଇଁ ଆଜି ଭଗବାନ୍ ଆଜି ଏମାନଙ୍କୁ ଶାସ୍ତି ଦେଇଛନ୍ତି😂😂😂

  • @Skgbul470
    @Skgbul470 2 часа назад +3

    ପରୀକ୍ଷା କରାଯାଉ 50 ଜଣ ଆର୍ମି କର୍ମଚାରୀ ଆଉ ଆମର ପେଟ୍ରା ପେଟ୍ରି ପୋଲିସ , ଛିଡା କରାଯାଉ
    ଯାହାକୁ ପ୍ରଶଂସା ଆଉ ସନମାନ
    ମିଳିବ ସିଏ ନିର୍ଦଶୀ,

  • @arupanirudhan9435
    @arupanirudhan9435 3 часа назад +234

    ଚାକିରି ଚାଡ଼ି ଦିଅ। 😂😂😂 ଚାକିରି କରିବା ପାଇଁ ବୁହୁତ୍ ପିଲା ବେକାର ଅଛନ୍ତି। 😅

    • @Love99563
      @Love99563 3 часа назад +1

      Right

    • @meenakshidalabehera228
      @meenakshidalabehera228 2 часа назад +1

      Tora aukat nahin be police department re job Kariba.. Sethi pain to bekar heiki achu

    • @ramachandramurmu9863
      @ramachandramurmu9863 2 часа назад

      ପୁରା ଠିକ କଥା କହିଛନ୍ତି ଭାଇ

    • @mantubabu161
      @mantubabu161 2 часа назад +1

      ଏତେ recurment ହେଲା ବାଳ ଚାଟୁଥିଲ ki ଏବେ ssc gd online ଚାଲିଛି try kara jadi aukat achi ta....?

    • @SantoshJethi-w8p
      @SantoshJethi-w8p 2 часа назад

  • @ramakrushnabisoyi4922
    @ramakrushnabisoyi4922 Час назад +3

    ଗୋତେ ବାପର ସନ୍ତାନ ହେଇଥିଲେ ପ୍ରତିବାଦ କରିକି ଦେଖାଅ ନହେଲେ ତୁମମାନଙ୍କ ମାଆ ମନେ ଗୋଟେ ଗୋଟେ ବେଶ୍ୟା ବୋଲି ପ୍ରମାଣିତ ହେଲ

  • @AjitBeshra-fo8ve
    @AjitBeshra-fo8ve 2 часа назад +50

    ଯାହା ନିଷ୍ପତି ନେଇଛନ୍ତି ଠିକ ଚାକିରୀ ଜଲଦି ଛାଡିଦିଅ ପିଲା ପୋଲିସ ଚାକିରୀ ପାଇଁ ବହୁତ ଅଛନ୍ତି.

  • @tapasiadhikari5103
    @tapasiadhikari5103 2 часа назад +3

    ଜଲଦି ଚାକିରୀ ଛାଡ଼ ଦୟାକରି କି ଚାକିରୀ ଛାଡ଼ ଆମେ ଚାକିରୀ ଛାଡ ଜଲଦି ଚାକିରୀ ଛାଡ ଦୟାକରି ଚାକିରୀ ଛାଡ଼ ବେକାରୀ ସମସ୍ୟା ଟିକେ ତ ଦୂର ହବ ଆଉ କ୍ୟାମେରା ଵାଲା ଟିକେ ମୁହଁ ଗୁଡାକ ପାଖରେ ଦେଖେଇଲୁନି ପରେ ଜଣା ପଡିଥାନ୍ତା କିଏ କିଏ ଚାକିରୀ ଛାଡିଲା

  • @bhagabanswain6148
    @bhagabanswain6148 3 часа назад +56

    ଏମାନେ ଯେତେ ଅଭିନୟ ଯେତେ ସଂଗଠନ କଲେ କିଛି ଲାଭ ପାଇବେନି, ବନ୍ଧା ହେବେ ନିଶ୍ଚ ୟ ।

  • @SusilakantaRatha
    @SusilakantaRatha Час назад +2

    ତମ ଭଳି କିଛି ପୋଲିସ ପାଇଁ ସବୁ ପୋଲିସ ବଦନାମ ହେଉଛନ୍ତି
    ତମେ ଶଳେ ପୋଲିସ ଜାତି ପାଇଁ କଳଙ୍କ

  • @raghunathmarndi1334
    @raghunathmarndi1334 3 часа назад +62

    ଚାକିରି ଛାଡିଦେବେ ପଛେ.... ଲୁଟ୍ କରିବାକୁ ଛାଡିବେ ନାହି....

  • @kanderamsing3065
    @kanderamsing3065 Час назад +2

    ଲାଞ୍ଚ ପଛେ ନେବେ ହେଲେବି ଆମେ ବଦନାମ ହେବା ପାଇଁ ଛାଇବୁ ନାହିଁ ।। ପୋଲିସ ର କଥା ହେଉଛି ଏହି ଟା ନା ।। କେତେ ଲାଂଚୁଆ ବହୁତ ଭଲ ଭାବରେ ଜାଣିଛନ୍ତି ଓଡ଼ିଶା ବାସୀ। ।।😂😂😂

  • @TunaDas-tt7xj
    @TunaDas-tt7xj 3 часа назад +245

    ଭଲ କଥା ଚାକିରି ଛାଡ଼ି ଦିଅ ଓଡ଼ିଶା 80%ପୋଲିସ ଅଫିସର୍ ଜନସାଧାରଣଙ୍କୁ ହଇରାଣ କରୁଛନ୍ତି ଅଭଦ୍ର ଭାଷା କହୁ ଛନ୍ତି

    • @spicyupdates
      @spicyupdates 3 часа назад +3

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

    • @daringbaaz701
      @daringbaaz701 3 часа назад +4

      Police ethi choro kahiba kahaku suniba kiye?

    • @thewokeIndian-jr3oo
      @thewokeIndian-jr3oo 2 часа назад +1

      ​@@spicyupdatesbhasigala seithu.... Loko nka reaction dekhi jana paduchi lokomane polie upare kete santusta

    • @SinuDasOdiaVlogs
      @SinuDasOdiaVlogs Час назад +1

      ଠିକ୍ କଥା ଭାଇ

  • @rasanandasethy
    @rasanandasethy 52 минуты назад +2

    ଗାଡି ମଟର ଚେକେ ବାହାନାରେ ଟଙ୍କା ନେଇ ଚାଲିଲେ

  • @DontMindDost
    @DontMindDost 3 часа назад +31

    ଓଡିଶା ରେ Ex Major ଏବଂ ବଡ officer କୁ ଓଡିଶା ରେ DG, DIG, DGP, DCP, ପୋଷ୍ଟ ଦିଆଯାଉ... ଏବଂ ନୁଆଁ ପୋଲିସ hireing ହେଉ....
    ଯଦି ରାଜ୍ୟରେ ସରକାର ପରିବର୍ତ୍ତନ ହେଇପାରୁଛି ରାଜ୍ୟରେ Home ଦିପାର୍ଟମେଣ୍ଟ ପରିବର୍ତନ କରି ଦେଖାଯାଉ ... କେଉଁଭଳି ବ୍ୟବସ୍ଥା ହେଉଛି ଦେଖିବା....😢😢😢😢

  • @newstarsvision7754
    @newstarsvision7754 24 минуты назад +1

    ହ ତମ ଭାଇମାନେ ଯେଉଁ ଭଳି କଦର୍ଯ୍ୟ କାମ କରୁଛନ୍ତି ତମେମାନେ ଚାକିରୀ ଛାଡିଦବା ଭଲ 😂😂😂

  • @sanjaykhamari2627
    @sanjaykhamari2627 3 часа назад +176

    ନୂଆ ପିଲାଙ୍କୁ ଚାକିରି ଦିଆଯାଉ।ଏମାନେ ସବୁ ଭଦ୍ର ଚୋର ଅଟନ୍ତି।ଏମାନେ କଲମ ରେ ଚୋରିକରନ୍ତି।

    • @niharranjannayak5458
      @niharranjannayak5458 3 часа назад

      @@sanjaykhamari2627 na pila asile tanuku b tumemane chota kahiba

    • @ashishrout8646
      @ashishrout8646 3 часа назад

      ଏତେ ezzey ନୁହେଁ... ଚାକିରୀ ପିଲା ପରେ ଟ୍ରେନିଂଗ ଲାଗେ.. ଏ ନୁହଁ କି... ଜୋଇଁ କଲ.. ଏଇ ଗଲା 😂😂😂... ଟ୍ରେନିଂଗ 1 ବର୍ଷ ରୁ 3 ବର୍ଷ ଯାଇୟ hai ଥାଏ.. ସେତେ ବେଳେ ଯାଇୟ ତମେ କଣ କରିବ...
      ... ଶଳା polise ନ ଥିଲେ.. ଘରୁ ବାହାରି ପାରିବନି.. ବଡବଡ କଥା ଗପୁଛ...
      ... Investigation ହଉ ଯେ ଦୋଷୀ ତାକୁ ଦଣ୍ଡ ମିଳୁ... ଆଜି କାଲି ମହିଳା ମାନେ ମିଛ.. ଅଭିଜଗ କରି ଫସଉଛନ୍ତି.... 🤔🤔

    • @Fitness_Boy_1997
      @Fitness_Boy_1997 2 часа назад

      Police nku kharap kahiba au gute pate police job magiba tahele job milila pare sei badnam hin hebe...

  • @RamchandraHansdahofficial123
    @RamchandraHansdahofficial123 2 часа назад +1

    ଗୋଟିଏ ବୋଲି ବି କେହି ସଚ୍ଚୋଟ ବ୍ୟକ୍ତି ପୋଲିସ ପଦବୀ ରେ ନାହାନ୍ତି ପୋଲିସ ଶବ୍ଦ ଟା ସମାଜ ପାଇଁ ପୁରା କଳଙ୍କ ଆଉ ନିଜ ଇଚ୍ଛା ଅନୁସାରେ ଶାସନ କରୁଛନ୍ତି ଆଇନ କୁ ଆଉ କେହି follow କରି କାମ କରୁନାହାନ୍ତି

  • @mskumar981
    @mskumar981 4 часа назад +185

    ସେନା ଅଧିକାରୀ କୁ ପୋଲିସ ଗିରଫ କରିବା ଠିକ୍ ଥିଲା କି , ପୋଲିସ ଷ୍ଟେସନ CCTV କୁଆଡେ ଗଲା ।

    • @rashminanda6310
      @rashminanda6310 3 часа назад +1

      Exactly

    • @meenakshidalabehera228
      @meenakshidalabehera228 2 часа назад +3

      Kana se law agare bada ki...

    • @SimanchalPradhan-w8s
      @SimanchalPradhan-w8s 2 часа назад +1

      Rasa lila chalichi, na
      hele. Naity pindhi duty karuchanti

    • @mskumar981
      @mskumar981 2 часа назад

      @@meenakshidalabehera228 ସେନା ଅଧିକାରୀ ଜଦି muder କିମ୍ବା ବଡ଼ କ୍ରାଇମ କରିଥାନ୍ତେ ତାହେଲେ ପୋଲିସ ଅନୁମତି ନେଇ ଗିରଫ କରିପାରିବ , ନୁହେତ ଏହା ଦଣ୍ଡନୀୟ ଅପରାଧ (as for law) ।

    • @himansuprusty6981
      @himansuprusty6981 Час назад

      ​@@SimanchalPradhan-w8snite pindhi kiye police duty kare nite pindhi kauthi duty karajai bhai mane😂😂😂😂

  • @theriseingsambalpur8780
    @theriseingsambalpur8780 2 часа назад +1

    ରେପୋର୍ଟେର ଭାଇ ପାଖାପାଖି 1000 କମେଣ୍ଟ ଏ video ରେ ରହିଛି । ଏ ଏମିତି ଗୋଟିଏ କମେଣ୍ଟ ଦେଖାଅ ଯେ ପୋଲିସ କୁ ଭଲ କହିଥିବ ଏ ମନେ କ୍ଷମତା ରେ ବଳିୟାନ ମନବୀୟ ମୂଲ୍ୟବୋଧ ଏ ମାନେ କେବଳ ଟଙ୍କା ରେ ହିସାବ କରନ୍ତି ।
    ବଡ଼ବାଡ଼ିଆ ଙ୍କ ଟଙ୍କା ରେ ନିଜେ ପରିବାର ର ଖୁସି କିଣି ଗରିବ ଙ୍କୁ ହଇରାଣ ଜରୁଥିବା ଏମାନେ ମାନବ ରୂପୀ ରକ୍ଷାସ ଅଟନ୍ତି।

  • @devrajsinghofficial
    @devrajsinghofficial 3 часа назад +98

    ଛାଡ଼ି ଦିଅ ଚାକିରୀ।

    • @spicyupdates
      @spicyupdates 3 часа назад +1

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

    • @shayaarsid5298
      @shayaarsid5298 3 часа назад

      ଭାବିକି କୁହ tk

    • @dilipsandha6014
      @dilipsandha6014 2 часа назад

      Video dekha bhala re kana hei chi jana padu chi

    • @thewokeIndian-jr3oo
      @thewokeIndian-jr3oo 2 часа назад +1

      ​@@spicyupdates​@spicyupdates bhasigala seithu.... Loko nka reaction dekhi jana paduchi lokomane polie upare kete santusta

    • @spicyupdates
      @spicyupdates 2 часа назад

      @@thewokeIndian-jr3oo ଲୋକ ମାନେ police ଉପରେ ସନ୍ତୁଷ୍ଟ ନାହିଁ drink କରି ଡେଇଁବା ଉପରେ ସନ୍ତୁଷ୍ଟ

  • @santoshdash5352
    @santoshdash5352 Час назад +2

    ଟିକେ ଭାବିଲେ ଆର୍ମି କହିବ ଆମେ border ଛାଡିଦେବୁ 😂😂😂 ଜନତାଙ୍କ ସମର୍ଥନ କାହା ସାଥିରେ ରହିବ ପୋଲିସ ନାଁ army 🙏🙏🙏

    • @Love99563
      @Love99563 55 минут назад

      @@santoshdash5352 Army

  • @user-qm6lw5vx6c
    @user-qm6lw5vx6c 3 часа назад +45

    ଏ ପୋଲିସ ଥାଇକି ଯା ନ ଥାଇକି ସେଇଆ...... ଜଲଦି ଚାକିରି ଛାଡ...... ତମ ଡିପାର୍ଟମେଣ୍ଟ ଲୋକଙ୍କ କାମରେ ଆସୁନି...

    • @Love99563
      @Love99563 54 минуты назад

      @@user-qm6lw5vx6c Right

  • @ShibasankarSingh-mm2ts
    @ShibasankarSingh-mm2ts 43 минуты назад +2

    ପ୍ରଶସଂନୀୟ ନିଷ୍ପତ୍ତି ।ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ । ମୋ ସହିତ ଜଣେ ସୈନିକ ଭାଇ ହୀନ ବ୍ୟବହାର କଲା ମୁ ନୀରବ ରହିଲି ।ଘଟଣା କଣ ଟିକିଏ ଜାଣନ୍ତୂ ।ମୁଁ ରାସ୍ତାରେ ବାଇକରେ ଯାଉଥାଏ ମୋ ଆଗରେ ସେ ବ୍ଯକ୍ତି ଜଣକ ଯାଉଥାଏ ତାର ବାଇକରେ ଆଇନା ଦ୍ବିଟା ନ ଥିଲା ହଠାତ୍ ବ୍ରେକ୍ ମାଇଲା ମୋର ଲେଗ୍ ଗାର୍ଡ ତା ସାଇଲେନ୍ସରରେ ଟିକିଏ ଘସି ହୋଇଗଲା ।ତାର କି ରଙ୍ଗ ! କହିଲେ ନ ସରେ !ପାଖାପାଖି ୨୦ମିନିଟ ଯୁକ୍ତି କଲା । ଶେଷରେ କହିଲି ରାସ୍ତାରେ ଏମିତିଆ ହୁଏ ।ମୋ ବାଇକ ବଦଳରେ ଟ୍ରକଟିଏ ହେଇଥିଲେ ତୋମର କଣ ହେଇଥାନ୍ତା । ପୁରା ଚୁପ୍ । ଗଲା । ତାଙ୍କର କଥାବାର୍ତ୍ତା ଠିକ ନାହିଁ ।ପୁରା ଅଭଦ୍ର।

  • @birbalbagh7624
    @birbalbagh7624 4 часа назад +57

    ସସ୍ପେଣ୍ଡ କର ଏ ମାନଙ୍କୁ ପଣ୍ଡିଆଁ ଚୋର

    • @spicyupdates
      @spicyupdates 3 часа назад

      ତମେ ନିଜେ ଭଲ ତୋ

    • @niharranjannayak5458
      @niharranjannayak5458 3 часа назад

      Tuma pila jadi police re Kie chakiri karichhanti tebe janipariba police heba kete kasta

    • @prasadmoharana4888
      @prasadmoharana4888 3 часа назад

      Hmm thik bardi bhau mariba ba jana thiba..thik thik...​@@niharranjannayak5458

    • @prasadmoharana4888
      @prasadmoharana4888 3 часа назад

      ​@@spicyupdateskehi badnam karunahanti already semane badnam

    • @niharranjannayak5458
      @niharranjannayak5458 3 часа назад

      @@spicyupdates mu jaha real katha janichhi seita kahuchhi se jhiapilata kahuchhiboli tume support karuchha police to au kahaku badauni raku kahinki badeila se jhia army family khatir dekheiba heichhi

  • @liveforever6998
    @liveforever6998 Час назад +1

    ଜଣେ ବି ଚାକିରୀ ଛାଡ଼ିବେ ନାହିଁ ।

  • @kabulinayak7212
    @kabulinayak7212 3 часа назад +235

    ଯେତେ ଶୀଘ୍ର ପାରୁଛ ତୁମେ ଗୁଡା ଚାକିରି ଛାଡ଼ିଦିଅ । ସମାଜ କଳଙ୍କ ମୁକ୍ତ ହୋଇଯିବ ।

    • @bikashswain5716
      @bikashswain5716 2 часа назад +5

      Right

    • @satyajitswain6994
      @satyajitswain6994 2 часа назад +4

      Kehi chhadibini

    • @satyalaxmi....
      @satyalaxmi.... 2 часа назад +1

      Do you aware about there working hours?who is responsible for the security cameras?If they will go for a 10 days protect do you think we people who are staying in twin City will do our work peacefully?

    • @subratnayak8337
      @subratnayak8337 2 часа назад +2

      Police ଲୋଭ ଭ।ରି ବଡ. Kahi service chadibeni.

    • @kalianayak7376
      @kalianayak7376 2 часа назад

      ମୋତେ ଲାଗୁଚି ସେ ଛାଡିଲା ପରେ ତୁ ରହିବୁ ବୋଧେ 🤔🤔🤔🤔

  • @indianeedshimodiaenglish9505
    @indianeedshimodiaenglish9505 2 часа назад +2

    କୌଣସି ବ୍ରାହ୍ମଣକୁ ଆଗ ଧାଡ଼ିରେ position ଦିଅ ନାହିଁ । ଏମାନେ ଭାରତର ଉନ୍ନତୀ ଚାହାନ୍ତି ନାହିଁ। ଏହା ST,SC,OBc,ଜାଣ!!! ବ୍ରାହ୍ମଣ କେବଳ ଭଙ୍ଗାରୁଜା ଚାହାନ୍ତ ଏହା ଜାଣ ,କାରଣ ବ୍ରାହ୍ମଣ ବିଦେଶୀ ଏମାନେ ଆମ ଦେଶର ଲୋକ ନୁହେ

    • @Love99563
      @Love99563 53 минуты назад

      @@indianeedshimodiaenglish9505 Right bro

    • @Love99563
      @Love99563 50 минут назад

      @@indianeedshimodiaenglish9505 Sethi pain sobu Bodo Bodo Post madi bosi chhonti....
      S.T sc obc ku kichhibi miluni

  • @abhijitbehera1112
    @abhijitbehera1112 3 часа назад +252

    ଏମାନେ ଚାକିରୀ ରୁ ବାହାରିଲେ ନୂଆ ପିଲା ମାନେ ଚାକିରୀ ପାଇବେ

    • @sitalraj8812
      @sitalraj8812 3 часа назад +7

      Thike katha

    • @blscomedy1128
      @blscomedy1128 3 часа назад +5

      Right

    • @tapangamer2013
      @tapangamer2013 3 часа назад +6

      Ok 😂😂😂😂🎉

    • @gabardhantudu4882
      @gabardhantudu4882 3 часа назад +3

      👍

    • @Runx314
      @Runx314 3 часа назад +7

      ଆମେ ତ ଭାବୁ ଛୁ, 5ବର୍ଷିଆ ଚାକିରି ହେଲେ ବହୁତ୍ ଭଲ ହେବ

  • @punchlines1372
    @punchlines1372 47 минут назад

    ଏବେ ମଜା ଆସିବ। ଗୋଟେ ବାରବୁଲି ରାଣ୍ଡି ନଙ୍ଗୁଳି ର ମିଛ କଥା ସୁନିକି ପଦକ୍ଷେପ ନେବାର ବହୁତ ବଡ଼ ଭୁଲ୍ ହେଲା। ଇତିହାସ ରେ ବହୁତ ଥର ଉଲ୍ଲେଖ ଅଛି ସବୁ ଯୁଦ୍ଧର ମୂଳରେ ସେଇ ନାରୀ।ଧନ୍ୟବାଦ୍।

  • @bram7195
    @bram7195 3 часа назад +20

    ଗୋଟେ army officer କୁ ସମ୍ମାନ ଦୀୟା ଯାଓ ନାହିଁ ସାଧାରଣ ଜନତା କୁ କେତେ ସମ୍ମାନ ମିଳୁ ଛି ସବୁ ଜାଣି ଛନ୍ତି।। ଓଡିଶା govt କୁ ଅନୁ ରଧ ପୋଲିସ୍ officer ଙ୍କୁ action ନେବା ଦରକାର।। ଥାନା ଭିତରେ CCTV camera ଲଗା ଜାଓ 🙏

  • @kiran_piano
    @kiran_piano Час назад +1

    ଛୋଡ଼ି ହେଇଗଲା ଚାକିରି ଛାଡ଼ିଦେଲେ, ପିଲା ଚାକିରି ପାଇଁ ଅନେଇକି ବସିଛନ୍ତି, ଚାକିରି ମିଳୁନି, ତୁମେ ଛାଡ଼ିଦେଲେ new ପିଲା join କରିବା ପାଇଁ ଓଡ଼ିଶା ପିଲା ଙ୍କ ଅଭାବ ନାହିଁ, ଶଳା ରାଜନେତା ମାନଙ୍କର ଚାମ୍ଚା ଗିରି କରି କରି ଜୀବନ ଯାଉଛି, କିଛି ଚାମ୍ଚା ପୋଲିସ ଙ୍କ ପାଇଁ ସବୁ Odisha police ବଦନାମ୍ ହେଉ ଛନ୍ତି ।

    • @Love99563
      @Love99563 53 минуты назад

      @@kiran_piano Right bro

  • @TrilochanPradhan-hw9gu
    @TrilochanPradhan-hw9gu 3 часа назад +21

    ଏବେ ପୋଲିସ ମାନଙ୍କୁ ବୁଦ୍ଧି ପଶୁଛି । ତମେ ଦୋଷୀ କୁ ନିର୍ଦ୍ଦୋଷ ଓ ନିର୍ଦ୍ଦୋଷ କୁ ଦୋଷୀ କରୁଛ ।

  • @asutoshbehera7793
    @asutoshbehera7793 Час назад

    ଆମେ ପୋଲିସ ଭାଇ ଓ ଭଉଣୀ ମାନଙ୍କୁ ସମର୍ଥନ କରୁଛୁ

  • @dhaneswarbehera4521
    @dhaneswarbehera4521 3 часа назад +45

    ଚାକିରି ଛାଡ଼ି ଦିଅନ୍ତୁ ନୂଆ ନିଯୁକ୍ତି କରାଯିବ ଓଡ଼ିଶାରେ ବହୁତ୍ ବେକାରୀ ପିଲା ଅଛନ୍ତି

    • @ganeshtudu2934
      @ganeshtudu2934 3 часа назад

      Tu Police re asile b kichhi ukhadi paribuni

    • @PrasantkumarSamal-yq8qi
      @PrasantkumarSamal-yq8qi 3 часа назад +1

      Tume ta Sabu opaducha Sabu Lanchua police

    • @ganeshtudu2934
      @ganeshtudu2934 3 часа назад

      @@PrasantkumarSamal-yq8qi tu thore join kor taa pore ukhadi bu ...

    • @thewokeIndian-jr3oo
      @thewokeIndian-jr3oo 2 часа назад

      ​@@ganeshtudu2934are bhai... Sidha katha.... Tama service ete bhala thile loko tama na re maa bhauni lagei sodhi nathante.... Comments padhile janiba

    • @ganeshtudu2934
      @ganeshtudu2934 2 часа назад

      @@thewokeIndian-jr3ooAare Bhai... Commissionerate Police job re pressure kete jie join korichhi sei janichhi.. seithi pain aaji police job chhadiki ebe mu civil job koruchhi...
      Jodi believe heuni commissionerate Police re thore join kori dekha

  • @pintujena9044
    @pintujena9044 2 часа назад +2

    Tame sabu job chadidea ...amara indian army achi jayhind jay javan❤❤ tama police manakara jaga nabaku odishare bohut educated student achanti hela jete jaldi job chada go fast

  • @numerologistsannjoy5996
    @numerologistsannjoy5996 3 часа назад +182

    କୌଣସି ପୋଲିସ ଵାଲା ଚାକିରୀ ଛାଡ଼ିବେ ନାହିଁ ଏହା ମୋ ତରଫରୁ ଗ୍ୟାରେଣ୍ଟି 🤣🤣🤣

    • @JagannathDas-mb9nt
      @JagannathDas-mb9nt 3 часа назад +1

      😅😅😅

    • @spicyupdates
      @spicyupdates 3 часа назад +3

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

    • @rashmita9772
      @rashmita9772 3 часа назад +1

      ​@@spicyupdates ki natak re ?

    • @DANCER__shrayans__
      @DANCER__shrayans__ 3 часа назад

      😅😅😅

    • @spicyupdates
      @spicyupdates 2 часа назад

      @@rashmita9772 ଭଉଣୀ ବାକି vedio ଦେଖନ୍ତୁ ଆପଣ ଅଧା vedio ଦେଖି ଛନ୍ତି .. ଆଉ ସବୁ employee strike କରନ୍ତି କିନ୍ତୁ ଆଜି ଯାଏଁ police wala strike କରି ନାହାନ୍ତି.. ତାଙ୍କ demand ଅଛି 8 hrs duty govt ଶୁଣୁନି.. ସେମାନେ ବାକିଙ୍କ ଭଳି media ସାମ୍ନା ରେ କହିବା ମନା.. ସବୁ dept ରେ corruption ଅଛି କିନ୍ତୁ police wala ଙ୍କ ନା ହିଁ ଆସିବ.. Still vigilance ରେଡ ରେ କେତୋଟି କୋଟିପତି police ଵାଲା ଦେଖିଲ.. କିଛି ଥିଲେ ସିନା.. ଅଳ୍ପ police corrupted ଥାଇ ପାରନ୍ତି ବାକି rules ରେ ବନ୍ଧା.. ଯାହା ସେମାନଙ୍କୁ order ଆସେ କରନ୍ତି.. Police wala ଝିଅର ଏତେ ଦାଦାଗିରି ନାହିଁ club ଯାଇ drink କରି ଡେଇଁ ରାତି ଦୁଇ ରେ ଏତେ jatra କରିବ..

  • @The_one_and_onlyyyy
    @The_one_and_onlyyyy 2 часа назад

    ପୋଲିସ ଅଧିକାରୀ ମାନେ ସାଧାରଣ ଲୋକଙ୍କୁ "ତୁ ତା" କରିକି କଥା ହୋଉଛନ୍ତି କାହିଁକି ?
    ଶଳା ସେଇ Public ର ଟାକ୍ସ ରୁ Salary ନେବ, ଅଥଚ ସେମାନଙ୍କୁ ତୁ ତା କରିବ.. 🤬🤬
    ଭାଇ ମାନେ ଏହାର କିଛି ସମାଧାନ ହେବା ନିହାତି ଆବଶ୍ୟକ..

  • @BalabhadraBehera-z6o
    @BalabhadraBehera-z6o 3 часа назад +32

    ପ୍ରଥମ ଭୁଲ୍ ପୋଲିସ୍ ର ଥାନାରେ ସିସିଟିଭି ନରଖି ପାଲା ଚଲେଇଚି ମିଡ଼ିଆ ଆଗରେ ଜାମୁକୋଳି ଗପ କହୁଚି

  • @manoranjanpanda5536
    @manoranjanpanda5536 33 минуты назад

    ଏକମିଶନ ପୁଲିସକୁ ହଟାଯାଉ, ଏମାନଙ୍କ ଯାଗାରେ ନୂତନ ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଉ,

  • @SPINFOTAINMENT
    @SPINFOTAINMENT 3 часа назад +14

    ଭାସ୍କର ପ୍ରତିଦିନ ଅର୍ଗସ କେତେ ନେଇଛନ୍ତି ସବୁ କେଜାଣି ଏ ଘଟଣାକୁ ଅନ୍ୟ ମୋଡ଼ ଦବା ପାଇଁ ।
    ଚାକିରି ଛାଡ଼ିବ କଣ ଛାଡ଼ିଦଉନ କିଏ କହୁଛି ରହିବାକୁ କି ତମକୁ ତମେ ମାନେ ଛାଡ଼ିଲେ ଭଲ ଆହୁରି ବହୁତ୍ ନ୍ୟାୟ ଅପେକ୍ଷାରେ ଥିବା ପିଲାମାନେ ଚାକିରି ପାଇବେ ହେଲେ ତମ ଭଳିଆ ସବୁ ଚୋର ତସ୍କରଙ୍କର ଲୋପ ହେଇଗଲେ ବହୁତ ଭଲ ହେବ ।

  • @pradeepdas951
    @pradeepdas951 Час назад

    ନହେଲେ ଏ ସବୁ ପୋଲିସ ସବୁ ଭଦ୍ର ଲୋକ ଓ ଖାଲି ଚାଲନ କାଟିବା ଟା ଥିକି ଜଣା ଆଉ ସବୁ ଥୀରେ ଜିରୋ 🙏

  • @SrikantPanigrahi-m7p
    @SrikantPanigrahi-m7p 4 часа назад +162

    ଚାକିରି ଛାଡ଼ି ଦଉନ, ଦମ୍ ଅଛି

  • @kunasahoosahoo
    @kunasahoosahoo 42 минуты назад

    ଥରେ ତ ଚାକିରୀ ଜଣେ କିଏ ଛାଡିକି ଦେଖୋଉ... ଖାଇବାକୁ ପାଇବେନି କାଲିସକାଳେ... ଛାଡ ସେ କଥା... ଏ ସମସ୍ୟାର ସତ୍ୟତା ସାମ୍ନା କୁ ଆସୁ.. ଏହା ଓଡ଼ିଶା ବାସୀ ଦେଖିବା ବାକି ରହିଲା... ସେ ମେଜର ସ୍ତ୍ରୀ ବୋଲି କଣ ଯାହା କହିବ ସତ... ଆଉ ଆମ ଓଡ଼ିଶା ପୋଲିସ ମିଛ.. ଜୟ ଜଗନ୍ନାଥ.. ସେ ହିଁ ଜାଣିଛି ପ୍ରକୁତ ସତ କୋଉଟା

  • @sbnk-u3x
    @sbnk-u3x 3 часа назад +14

    ସେ ହାରାମି ପୋଲିସ୍ ମହିଳାଙ୍କୁ ନିଜର ପ୍ରାଇଭେଟ୍ part dekhauthila,,,, ତେଣୁ ସେ ଆଇଆଇସି ଯଦି ପୁନର୍ବାର ଯଦି ଚାକିରି କରିବ ତେବେ ବିନା ପ୍ରାଇଭେଟ୍ part ରେ,,,,ପୁଣି ଯଦି କେବେ ପ୍ରାଇଭେଟ୍ part ପ୍ରଦର୍ଶନ କରିବ ନା ତେବେ public ତାର cut କରିଦେବେ

  • @prasantakumarswain8680
    @prasantakumarswain8680 Час назад +1

    Judiciary Inquiry most probably. Jay Hind 💪
    Jay Jagannath 🙏⚫️❗️⚫️🙏

  • @kabulinayak7212
    @kabulinayak7212 3 часа назад +40

    ୟେ ମାଗିଆ ପୋଲିସ୍ ଗୁଡ଼ା କ ବହୁତ୍ ଭାଦ୍ର ଲୋକ ।

  • @DibyasinghaNayak
    @DibyasinghaNayak Час назад

    ଆମ ଭଦ୍ରକ ଏରିୟା ରେ ବି ଏମିତି ବହୁତ ପୋଲିସ ଅଛନ୍ତି ବହୁତ ହଇରାଣ କରୁଛନ୍ତି.
    ଦୟାକରି ଆମ ମୁଖ୍ୟମନ୍ତ୍ରୀ ଯଦି ନୂଆ କରି ପୋଲିସ ମାନଙ୍କୁ ଭର୍ତି କରନ୍ତି ତାହେଲେ ବହୁତ ଭଲ ହୁଅନ୍ତା.

  • @PravatBaliarsingh
    @PravatBaliarsingh 2 часа назад +15

    ପୋଲିସ ଚାକିରି ପୂର୍ବରୁ ତୁମ ମାନଙ୍କର ଏ ପେଟ ଥିଲା ନା ଚାକିରି ପରେ ହେଲା ପୋଲିସ ଚାକିରି ଛାଡ଼ି ଘରେ ବସ ଦେଖି ବା ତମ କେମିତି ରହୁଛି ଗାଣ୍ଡୀ ମୁଣ୍ଡ ପୁରା ଶୁଖିଯିବ ଲୋକ ମାନଙ୍କ ଠାରୁ ଲାଞ୍ଚ ଖାଇ ଏ ଢୋଲ ବଢ଼ିଛି ପୋଲିସ ଜାତି ପାଇଁ ଏଗୁଡ଼ା କଳଙ୍କ

  • @DasharathiDas8
    @DasharathiDas8 Час назад

    ହେ ଭଗବାନ ଭଲ କଥା ନୁଆପିଲା ଚାକିରି ପାଇବେ ଜଲଦି

  • @sukantadas6921
    @sukantadas6921 36 минут назад

    ଯଦି ଗୋଟିଏ ବାପ ର ପିଲା ହେଇଥିବ ତାହେଲେ ଚାକିରି ଛାଡ଼ିକି ଦେଖେଇବ , ଆଉ ଯଦି ତମେ ମାନେ ଚାକିରୀ ନ ଛାଡ଼ ତାହେଲେ ତମେମନେ ଗୋଟେ ବାପ ର ପିଲା ନୁହ,ତମ ମାନଙ୍କର ୧୦........ ଏତିକି ଟୀ ଲେଖା ବୋପା 🤣🤣🤣😂😂

  • @ArunkumarNaik606
    @ArunkumarNaik606 3 часа назад +21

    ଛାଡି ଦିଅ ନୂଆ ପିଲା ଅଛନ୍ତି ତୁମେ କଉ କାମକୁ ନୁହଁ ।

  • @kunasahoosahoo
    @kunasahoosahoo 38 минут назад

    ବହୁତ ମେଧାବୀ ପିଲା ଆଉ ବହୁତ ଷ୍ଟାଣ୍ଡାର୍ଡ ପିଲା ଅଛନ୍ତି ଆମ ର ଓଡ଼ିଶା ରେ.. ତମେ ଏବେ ଚାକିର ଛାଡ ଆଉ ଅନ୍ୟ ପିଲାଙ୍କୁ ସୁଯୋଗ ଦିଏ... ସେ ବି ଦେଶ ର ରାଜ୍ୟ ର ସେବା କରନ୍ତୁ... ତୁରନ୍ତ ଚାକିର ଛାଡ

  • @arupanirudhan9435
    @arupanirudhan9435 3 часа назад +55

    ସବୁ ଡ୍ରାମା କରୁଛନ୍ତି।😂😂😂 ଚାକିରି ଚାଡ଼ିବେ ନାହିଁ ଏମାନେ।😅

    • @numerologistsannjoy5996
      @numerologistsannjoy5996 3 часа назад +1

      100% ସତ କଥା

    • @spicyupdates
      @spicyupdates 3 часа назад

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

    • @motilalpradhan9850
      @motilalpradhan9850 2 часа назад

      100℅ reality

  • @bbaby962
    @bbaby962 36 минут назад

    ଏ ପଲିସ୍ ମାନେ ସଂମ୍ପୂର୍ଣ୍ଣ ଅଯୋଗ୍ୟ। ଭଲରେ କାମ ନ କରି ଖାଲି ଲାନ୍ଚ ଖାଇ ପେଟ ଫୁଲାଇ ରହିଛନ୍ତି। ଫିଜିକାଲ ପୁରା ଆନ୍ ଫିଟ୍। ଏମାନେ ପର୍କୁର୍ତ ରେ ଲୋକଂକର ରକ୍ଷକ ସାଜି ଭକ୍ଷକ ଭଳି କାମ କରୁଛନ୍ତି। ଏମାନେ ନିଜର ପର୍କୁର୍ତ କର୍ତ୍ତବ୍ଯ କଣ ବେଳେ ବେଳେ ସଂମ୍ପୂର୍ଣ୍ଣ ଭାବେ ଭୂଲି ଯାଆନ୍ତି।
    ଯଦି ବେଳା ଭଲ ଅଛି ଜଲ୍ଦି ଚାକିରି ଛାଡ ଆମେ ସମସ୍ତ ଯୋଗ୍ୟ ଯୁବକ ଯୁବତୀ ବେକାରୀ ହୋଇ ଅଛୁ।

  • @SPINFOTAINMENT
    @SPINFOTAINMENT 3 часа назад +13

    କେବେ କେତେ ଶୀଘ୍ର ଚାକିରି ଛାଡୁଚ କହିଲ ଟିକେ ଶୁଣିଲେ ଖୁସି ଲାଗିବ ଯେ ରାଜ୍ୟରୁ ଏତିକି କଣ corrupted police ମାନଙ୍କର ଶେଷରେ ଲୋପ ପାଇଛି ସତରେ ଆଜ୍ଞା ଜନତା ବହୁତ ଖୁସି ହେବେ ବିଶେଷକରି ପୋଲିସ ଚାକିରି ଆଶାୟୀ।

  • @biswajitdash6022
    @biswajitdash6022 35 минут назад

    ଯଦି କୌଣସି ଖେଳରେ ପେଟା ହେଇଥିଲେ କି ପେଟ ବାହାରିଥିଲେ ସେ ଲୋକକୁ ଦଳରେ ପୁରାଇ ଦିୟା ଯାଉନାହିଁ ...ହେଲେ ଓଡିଶା ପୋଲିସ ରେ ଖାଲି ପେଟା ଲୋକ ଭର୍ତି ଏଇଟା କଣ ମାଝୀ ଙ୍କୁ ଦେଖା ଯାଉନି କି ?????? ...ନା ପୋଲିସ ହବା ପାଇଁ ପେଟ ବାହାର କରିବା ନିହାତି ଦରକାର ...ଗାଡିର ଫିଟ୍ନେସ ନଥିଲେ ଏହି ପେଟା ପୋଲିସ ଏମିତି ଫାଇନ ପକାନ୍ତି ଯେ ଲୋକର ଚଉଦ ପୁରୁଷ ମନେ ପଡି ଯାଏ ...ହେଲେ ମାଝୀ ବାବୁ କଣ ଏ ପେଟା ପୋଲିସ କୁ ଫାଇନ ପକେଇବେ ...ନା ପେଟା ପେଟା ରେ ଚାକିରୀ ରୁ ଅବସର ନେବେ

  • @jchoudhury274
    @jchoudhury274 3 часа назад +14

    ରାଜ ନୀତି ଆରମ୍ଭ ହେଲା ଆର୍ମି ଅଫିସର୍ ଏକ ଜୁଟ ହେଲେ ବୋଲି ଏ ମାନେ ମଧ୍ୟ ଆସିଲେ

  • @pravatkumarmishra9760
    @pravatkumarmishra9760 Час назад

    ଏମାନଙ୍କୁ ଚାକିରୀରୁ ବିଦାୟ ଦେଇ ନୂଆ ଚିନ୍ତାଧାରାର ପିଲାଙ୍କୁ posting କରାଯାଉ କାରଣ ଏମାନେ ଅନ୍ୟାୟ କୁ ସପ ଟ କରୁଛନ୍ତି

  • @RajkishorMahapatra-pp9xw
    @RajkishorMahapatra-pp9xw 3 часа назад +20

    ଏ ଶଳା ଙ୍କୁ ଚକରୀ ରୁ ବିଦା କର

  • @GurucharanTarai-qy7fs
    @GurucharanTarai-qy7fs 2 часа назад

    ପୋଲିସ ଉପରୁ ସାଧାରଣ ଜନତା ଙ୍କ ଭରସା ତୁଟିବାକୁ ଲାଗିଲାଣି। ଚାକିରି ଛାଡ଼ିବା କେବଳ ପ୍ରହସନ ଅଟେ। ତଦନ୍ତ ବାଟ ବଣା ନ ହୋଇ ସଠିକ୍ ମାର୍ଗରେ ହେବା ଦରକାର। ସମସ୍ତ ପୋଲିସ କର୍ମ ଚାରି ଙ୍କୁ ଭୁଲୁ ଭାବିବା ଠିକ ନୁହେଁ । ସମସ୍ତ ଙ୍କୁ ନିର୍ଦ୍ଦୋଷ ଭାବିବା ପୂର୍ବରୁ ନିଜକୁ ବିଚାର କରିବାର ଅଛି।

  • @jitenmirdha6461
    @jitenmirdha6461 3 часа назад +12

    ଏସଭିଙ୍କର ଚାକିରି ଛଡାଯାଉ,ଆମ ଓଡିଶାରେ ୭୦%,ପିଲା ଚାକିରି ନ ପାଇ ବେକାର ହୋଇ ବୁଲୁଛନ୍ତି।ଯାହେଉ ଏତେଦିନପରେ ଏମାନଙ୍କ ମୁଣ୍ଡ କୁ ଭଲ ବୁଦ୍ଧିପସିଲା

  • @sambray.baskeysambray2535
    @sambray.baskeysambray2535 2 часа назад

    ଭାଇ ସରକାରଯାହାବିକରନ୍ତୁ କ'ଣ କରିବୁ ଆମରତ ଅଭ୍ୟାସରେ ପରିଣତ ହେଇଯାଇଛି ! ଏ ଶଳାପାଣ୍ଡୁକଥାରେ ଏ ବୋଧ ଅଭ୍ୟାସ ହୋ.....!

  • @villagegirl1523
    @villagegirl1523 3 часа назад +23

    ଚାକିରୀ ଛାଡ଼ି ବେନି 😂😂😂😂😂 ଅସମ୍ଭବ 😂😂😂 ଖାଲି ପବନ 😂

  • @bhaktimarga853
    @bhaktimarga853 Час назад

    ଠିକ୍,ଯାହା ହେଲା ହେଲା ଏଇ ଅଧ୍ୟାୟ ଏଇଠି ବନ୍ଦ କରାଯାଉ ।

  • @srikanta671
    @srikanta671 3 часа назад +122

    ଏମାନେ ପାଣ୍ଡିଆନ ଲୋକ
    ସବୁ ପୋଲିସ ସସପେଣ୍ଡ କର
    ନୂଆ ପିଲାଙ୍କୁ ଚାକିରୀ ଦିଅ, ଓଡ଼ିଶା ବେକାରୀ ସମସ୍ୟା ଭ୍ରଷ୍ଟାଚାର ଦୂର ହେବ
    ବହୁତ ଶିକ୍ଷିତ ଯୁବକ ନିରାଶ ହେଇକି ବୁଲୁଛନ୍ତି ମହୋନ ସରକାର ସେମାନଙ୍କ ଚାକିରୀ ଦିଆଯାଉ

    • @indian4435
      @indian4435 3 часа назад +1

      Right

    • @madhusmitarout8097
      @madhusmitarout8097 3 часа назад +3

      Bhai re to pati re kohuchhu police job Kariba esy nuhe hela

    • @jugalkishaoremall8590
      @jugalkishaoremall8590 3 часа назад

      Good message

    • @mamatasahoo1415
      @mamatasahoo1415 3 часа назад

      Police nare cora sabu chadiantu cakiri kichi bhala jubaka jubati cakiri karibe 😅😅😅

    • @kishoremaharana7583
      @kishoremaharana7583 3 часа назад

      Bhai jaon army maj ko jail re Bina kanun re purei thila se kaon jaha re kariki asithiba thare jaiki dekha police chakiri lasta ki army chakiri ​@@madhusmitarout8097

  • @kishorerojalinpanda3301
    @kishorerojalinpanda3301 5 минут назад

    ଚାକିରୀ ଛାଡିଦିଅ ନୂଆ ପିଲା ଆଉ ଭଲ ପିଲା ତଥା ଯୋଗ୍ୟ ପିଲା ତୁମ ଜାଗା ନିଅନ୍ତୁ ।

  • @birbalbagh7624
    @birbalbagh7624 4 часа назад +48

    ସବୁ bjd ଚୋର ଏ ମାନଙ୍କୁ ଟଙ୍କା ମିଲନି ସେଥି ପାଇଁ ପ୍ରତିବାଦ

    • @Ama_Sikhya_Bikasha
      @Ama_Sikhya_Bikasha 3 часа назад +1

      Sabu bjp ra ree mohan plan

    • @pankajjagdev47
      @pankajjagdev47 3 часа назад

      ଠିକ୍ କହିଲ ଭାଇ

    • @spicyupdates
      @spicyupdates 3 часа назад

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି

  • @Pk_Graphics
    @Pk_Graphics 2 часа назад

    ଏମିତି କେବଳ ପୋଲିସ ଅଧିକାରୀ ଙ୍କୁ ଦୋଷ ଦେଲେ, ଆଉ କ୍ଷମତା ଯୋଗୁ ଅପରାଧୀକୁ ପ୍ରଶୟ ଦେଲେ,ଆଗକୁ ଯେ କୌଣସି ପରିସ୍ଥିତିରେ ବି ପୋଲିସ Dicission ନେବାକୁ ଇଛା ପ୍ରକାଶ କରିବେନି।ଯାହା ଫଳରେ ଅପରାଧ ବଢିଚାଲିବ

  • @ArunMalik-i1b
    @ArunMalik-i1b 3 часа назад +8

    ନୂଆ ପୋଲିସ ଭର୍ତ୍ତି କରାଯାଉ ଏମାନେ ସବୁ ବଡ଼ ବଡ଼ ବାବୁ ପୋଲିସ

  • @suvashswain672
    @suvashswain672 2 часа назад

    ବହୁତ ଭଲ. ଚାକିରୀ ଛାଡ଼. ଶୃଙ୍ଖଳିତ ହୁଅ. ଡି ଜି ଙ୍କ ନିର୍ଦେଶର ଇଏ ସମ୍ପୂର୍ଣ ଅବମାନନା.

  • @satyasingh3148
    @satyasingh3148 3 часа назад +11

    ତମ ଭଳିଆ ପୋଲିସ୍ ଥିଲେ ବି rape case ବଢେ , ତମେ ନ ରହିଲେ ବି ବଢେ । ତମେ ସବୁ ଚାକିରି ଛାଡ ବହୁତ ପିଲା ଅଛନ୍ତି ସେମାନେ police ରେ join ହେବେ ।

    • @Love99563
      @Love99563 56 минут назад

      @@satyasingh3148 Right

  • @santoshpattanayak-cg6fq
    @santoshpattanayak-cg6fq Час назад

    ଦୀନ କୃଷ୍ନ ମାଗିଆ କୁ ବହିଷ୍କାର ସହିତ ଜେଲ୍ ପଠାଇ ଦିଅ.

  • @babuswag3832
    @babuswag3832 3 часа назад +6

    ଏ ଶଲେ ମାଗୀୟା ମାନଙ୍କୁ ବି ନିଲମ୍ବନ କରା ଜାହୁ ଆଉ ନୂଆ ପିଲା ଙ୍କୁ ଚାକିରି ଦିଆ ଯାହୁ

  • @gobindachandraswain3060
    @gobindachandraswain3060 Час назад

    ଏମାନେ ସବୁ ଏହିପରି ପ୍ୟାଣ୍ଟ୍ ଖୋଲି ଡ୍ୟୁଟି କରୁଛନ୍ତି। ଏମାନଙ୍କ ପାଳି ପଡ଼ିବ। ପୋଲିସ ସବୁ ଅନ୍ୟାୟ ର ଶେଷ ସୀମାରେ ପହଞ୍ଚି ଗଲେଣି।

  • @diptiranjanchoudhury7052
    @diptiranjanchoudhury7052 3 часа назад +11

    ନାଇଁ ତମେ ଦାଦାଗିରି କରିବ ସବୁ ଚୁପ ବସିବେ ଆଉ ଆଇଚ ଆଉ

    • @spicyupdates
      @spicyupdates 3 часа назад

      Police wala ମାନେ major ଙ୍କ girl frnd ଭଳି acting କରିବା ଜାଣି ନାହାନ୍ତି