Odisha Police role under scanner in Army Major & his fiancee assault case || Kalinga TV

Поделиться
HTML-код
  • Опубликовано: 21 дек 2024

Комментарии • 1,3 тыс.

  • @JayantkumarSethi
    @JayantkumarSethi 3 месяца назад +81

    ଯଦି ଅର୍ମୀ ଅଫିସର ସହ ଏମିତି କାଣ୍ଡ ହେଲା ସାଧାରଣ ଲୋକ ଙ୍କ ଅବସ୍ଥା କଣ ହେଉଥିବ ଆପଣ ମାନେ ଅନୁମାନ କରିପାରୁଥିବେ। ଶସ୍ପେଣ୍ଡ ନୁହ ବହିସ୍କାର କରିବା କଥା । ଆଗାମୀ ଦିନରେ ସେଇ ଦୀନକୃଷ୍ଣ ବାବୁ ପୁଣି କୋଉ ଥାନାରେ ଆଇ ଆଇ ସି ହୋଇ ଏମିତି କାଣ୍ଡ ନକରିବେ କିଏ କହିବ ?

  • @sagarpradhan5724
    @sagarpradhan5724 3 месяца назад +129

    ଓଡ଼ିଶା ପୋଲିସ ମାନଙ୍କୁ ଭାରତୀୟ ଜବାନଙ୍କ ଶାସନ ଦରକାର ହେଉଛି ।

  • @PrasannaRay-j8c
    @PrasannaRay-j8c 3 месяца назад +80

    Request to Indian Army to take action against Odia Police

  • @tapaswinimaharatha
    @tapaswinimaharatha 3 месяца назад +16

    ଧନ୍ୟ ବାଦ ମୁଖ୍ୟମନ୍ତ୍ରୀ sir ଏମିତି କଡ଼ା ପଦକ୍ଷେପ ନିଆଯିବା ଦରକାର

  • @rajkumarsamantray6952
    @rajkumarsamantray6952 3 месяца назад +176

    କିଛିଦିନ ପରେ, ଅନ୍ୟ କେଉଁ ଜାଗାକୁ ଟ୍ରାନ୍ସଫର୍ କରିଦେବେ। ଓଡ଼ିଶା ପୋଲିସର ଏ ଅସଲ ରୂପ। ଇଏ ସସପେଣ୍ଡ ଏକ ଡ୍ରାମା।

    • @SusantaMohaptra
      @SusantaMohaptra 3 месяца назад +3

      U r teling right

    • @anandasamal7374
      @anandasamal7374 3 месяца назад +1

      @@rajkumarsamantray6952 right 👍

    • @kusibhoi2215
      @kusibhoi2215 2 месяца назад

      ଏମାନଙ୍କୁ ସସପେଣ୍ଡ ନକରି ଚାକିରୀ ରୁ ବହିଷ୍କାର କରିବା କଥା ଏବଂକୋଟରେ କେସଚାଲିବା କଥା।

  • @pramodakumarpatra9196
    @pramodakumarpatra9196 3 месяца назад +18

    ଏହି ଶଳା ପୋଲିସ ପାଇଁ ଓଡିଶା ବାଶି ଆଜି ଲଜିତ ଅନ୍ୟ ରାଜ୍ୟରେ ଓଡ଼ିଆ ଦାଦନ ମାନଙ୍କ ପାଇଁ ମଧ୍ୟ ବିପଦ ସେଥିପାଇଁ ମୋହନ ସରକାରଙ୍କୁ ଅନୁରୋଧ ଦୋଷୀମାନକୁ ଆଜୀବନ କାରାଦଣ୍ଡ ଦିଆଯାଉ

  • @Sunsine5098
    @Sunsine5098 3 месяца назад +199

    ❤❤❤ଆହେ ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି। ଥାନାବାବୁ ଥାନାରେ ବ୍ୟବହାର କେମିତି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଅନୁଭବ ପରେ, ତଦନ୍ତ ର ଆଉ କଣ ଆବଶ୍ୟକ ଅଛିକି?😂❤❤❤😂😂❤❤

  • @just4funindia869
    @just4funindia869 3 месяца назад +25

    ଯିଏ ସସ୍ପେଣ୍ଡ ହେଇଛନ୍ତି ସେ ପୁରା ଚାକିରୀ ରୁ ବାହାର ହେବା କଥା

  • @saratdas8515
    @saratdas8515 3 месяца назад +176

    DCP ku aga arrest kara jau

    • @prahlladpradhan
      @prahlladpradhan 3 месяца назад +7

      DCP ku arrest kari pariba ki tame DCP kn ଛେଳି ନା ମେଣ୍ଢା ଚ଼ରାଳି କିରେ ଭାଇ କେବେ ବି arrest କରିପାରିବ ନାହିଁ ପ୍ରଥମେ ଦେଖ ସେ ଆର୍ମି ଙ୍କ ବାନ୍ଧବୀ ମଦ ପିଇ ପୋଲିସ ସହିତ କେଉଁଭଳି ବ୍ୟବହାର କରିଛନ୍ତି ହଁ ଆଉ ପୋଲିସ କ'ଣ ୧୨ ଟା ରାତିରେ ଡ୍ରେସ ପିନ୍ଧି ରହିତ ତାଙ୍କେ ୨୪ ଘଣ୍ଟା ଡ୍ୟୁଟି କରିବେ କି Dcp କ'ଣ ମୂର୍ଖ କି ନା ମଜା ଲାଗୁଛି ତାଙ୍କୁ

    • @sanagm2913
      @sanagm2913 3 месяца назад +2

      ​@@prahlladpradhantu bada bedhua

    • @JAGAN00008
      @JAGAN00008 3 месяца назад +3

      Sei jhia michha kahuchi

    • @rakeshacharya3706
      @rakeshacharya3706 3 месяца назад

      ​@@prahlladpradhan Bhhai thhik achhi tume thhik kahuchha kintu bhhaba tk ta se drink kariki police station asile Mane situation semiti nhii heithhiba .police kn karuthhile PCR kou kouthhithhila .aou DCP nka bhulu hela kii cctv kn pai install hointhhila .esabu ra responsibility DCP , cp, dsp,sp nkar. Bhhai aou rahila dress kathha nighty nheiki general track suit use karithhile .jadi kichhi problem thhhile immediately response neiparithhante .Bhhai 100,101,102,108,112 esabu emergency service allways alert rahiba kathha .
      Jay Jagannath

    • @jiteshbehera6752
      @jiteshbehera6752 3 месяца назад +1

      Kia katiba arrest😂😂kn army bala😂

  • @himansuprusty3663
    @himansuprusty3663 3 месяца назад +6

    ଏମାନଙ୍କୁ ସୁସ୍ପେଣ୍ଡ ନୁହ ଗୁଳି କରିଦେବା ଦରକାର
    ଆଉ କେହି ଯେମିତି ଏଭଳି କାମ ନକରିବେ

  • @sushantkumarbhattacharya8699
    @sushantkumarbhattacharya8699 3 месяца назад +40

    DCP Body language and statement is like a political leader. He is a lier.

    • @RupNarayanMajhi
      @RupNarayanMajhi 3 месяца назад +3

      ଯୋଉ କଥା DCP ମିଡିଆରେ କହିଲେ, ସେଇ କଥା lie detector test ରେ କୁହନ୍ତୁ ।

  • @mr.sanjayinformationdiscov3282
    @mr.sanjayinformationdiscov3282 3 месяца назад +34

    ଦେଖ ପ୍ରତୀକ ସିଂହ ଆଉ ଅନ୍ୟ ପୋଲିସ ମାନେ କେଡେ ମିଛୁଆ,,,😂😅😅
    କହୁଥିଲେ ସେ ଦୁଇଜଣ ମଦ ପିଇଥିଲେ, ସେମାନେ ତ କେତେ ଭଲରେ କଥା କହୁଛନ୍ତି ମଦ ପିଇବା ଲୋକେ ତ ଏତେ clear କଥା କହିପାରିବେନି,,,

    • @AlokKumar-sl8nm
      @AlokKumar-sl8nm 3 месяца назад +1

      ନିଶା ଚଢ଼ିବାରେ time ଲାଗେ ଏତିକି ଜାଣିନ କି

    • @bullishramakant2346
      @bullishramakant2346 3 месяца назад +1

      E Lila ejae viral video dekhini sethilagi, Sei door Ku pituthiba video au flying kiss deuthiba video jai dekha

  • @Animeworld-p3c
    @Animeworld-p3c 3 месяца назад +175

    ଭାଇ ମୁ ଭୁଝି ପାରୁନି police station ରେ CCTV କୁଆଡେ ଗଲା

    • @samirranjan2078
      @samirranjan2078 3 месяца назад +7

      Thik katha bhai.....bahut govt. Office and medical re v cctv thae....but police station re kan pain nahi

    • @odishaaudience2028
      @odishaaudience2028 3 месяца назад

      Nua building re install process complete heini

    • @alinnayak6578
      @alinnayak6578 3 месяца назад +3

      ଚା ଦୋକାନରେ ବି CCTV ଲାଗୁଛି କିନ୍ତୁ ପୋଲିସ ଷ୍ଟେସନ ରେ ଲାଗୁନି ହେଲେ କିଛି ଖରାପ ବିଷୟ ଥାଇ ପାରେ

    • @bibhuprakashlimma6872
      @bibhuprakashlimma6872 3 месяца назад

      ପୋଲିସ ନିଜେ ଚାହେଁ ନାହିଁ ଯେ, ଥାନାରେ ସିସିଟିଭି ଥାଉ ବୋଲି। ଥିଲେ ବି ସେ ତାକୁ ଖରାପ କରି ରଖିବ।

    • @bbaburao-ic3bw
      @bbaburao-ic3bw 3 месяца назад +5

      ସରକାରୀ କାର୍ଯ୍ୟାଳୟ ରେ cctv ଥାଏ କିନ୍ତୁ ଠିକ time ରେ ଖରାପ ହୋଇଯାଏ😂😂😂 ଇଏ 5T ଅଫିସ ଯାହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଆମ ପ୍ରିୟ ତାମିଲ ଜ୍ୱାଇଁ

  • @Gajendra701
    @Gajendra701 3 месяца назад +24

    ଆଜ୍ଞା ଗୋଟେ ଗରିବ ଲୋକ ପ୍ରତି ଏମିତି ଘଟିଥିଲେ କେତେ ଜଣ ଆପଣଙ୍କ କ୍ୟାମେରା ସାମ୍ନାକୁ ଆସି ଥାନ୍ତେ ଆଉ କେତେ ଜଣ ସାହାଯ୍ୟ କରିଥାନ୍ତେ

    • @dukhishyamdas9176
      @dukhishyamdas9176 3 месяца назад

      ଏଇ ସମୟ ରେ ନବରଙ୍ଗପୁର ରେ ଏକ ଘଟଣା ଆଉ କିଛି ଜଣା ପଡିଲାନି....

  • @RajaRaja-bl6cx
    @RajaRaja-bl6cx 3 месяца назад +130

    ମୋହନ ବାବୁ Model police station ନା ବାଦଲରେ model gunda station ନା ଦିଅନ୍ତୁ

    • @kalingasendha
      @kalingasendha 3 месяца назад +1

      Vdo dekhilani na nai se madua toki ra

    • @Gangasahu
      @Gangasahu 3 месяца назад +2

      ନବୀନ ପଟ୍ଟନାୟକଙ୍କ time ରେ କଣ ପୋଲିସ ଗୁଣ୍ଡା ନ ଥିଲେ କି

    • @milan2964
      @milan2964 3 месяца назад

      ​@@kalingasendhakan hela mada pila ta se? Fir lekhibku gale molest kariba police?

    • @kalingasendha
      @kalingasendha 3 месяца назад

      @@milan2964 kauthi dekhicha ki police molest kala boli kan se jaha kahiba seta sata faltu jhia te ta attitude kahuchi

  • @bnmohanty2553
    @bnmohanty2553 3 месяца назад +7

    ଆର୍ମି ଅଫିସର ଙ୍କ ସହିତ ଏଭଳି ବ୍ୟବହାର କରିପାରୁଛନ୍ତି ତେବେ ସାଧାରଣ ଜନତାଙ୍କ ପ୍ରତି କଣ ନହୋଇ ପାରେ ଯାହାଙ୍କ ପାଇଁ ଆଜି ଶାନ୍ତିରେ ରହିପାରୁଛେ କିନ୍ତୁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଦେଶ ମାଆର ସେବା କରୁଛନ୍ତି ତାଙ୍କ ପ୍ରତି ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ସେମାନଙ୍କୁ କାହିଁକି ଆରେଷ୍ଟ କରୁନାହାଁନ୍ତି ସସପେଣ୍ଡ ନୁହେଁ ଗିରଫ ହେବା ଦରକାର
    ଜୟ ଜଗନ୍ନାଥ 🙏
    ଜୟ ଯବାନ ଜୟ ହିନ୍ଦ୍ 🇮🇳🙏

  • @saumyaratha791
    @saumyaratha791 3 месяца назад +25

    Mr Pratik Sing, whom do u want to safe ? What about CCTV camera. How u kept that girl in police custody ,without any inquiry. Do u not aware of ARNESH KUMAR VS STATE OF BIHAR CASE OF SUPREME COURT ORDER. YOU Should give resignation from your post.

  • @pramodpati2949
    @pramodpati2949 3 месяца назад +30

    ମୋହନ ବାବୁ କିଛି ଉତ୍ତର ପ୍ରଦେଶ ରୁ ଶିଖିବା ଦରକାର. DCP କୁ ସଶ୍ରମ କାରାଦଣ୍ଡ ଦରକାର.

    • @DivineMind265
      @DivineMind265 3 месяца назад

      Mohan Babu kn karibe emane aga police station jaithile Kain ki ? Because 11 jana YOUNG TOKA yanku gherithile so change the people's mind by educating them instead of putting everything on a chief minister name.

    • @ratikantasahoo1627
      @ratikantasahoo1627 3 месяца назад

      ​@@DivineMind265au kuade jaithnte dariki police station jaithibe

  • @bibhuyoutube9102
    @bibhuyoutube9102 3 месяца назад +93

    ଏଠି ମିଛ କୁ ସତରେ ବଦଳେଇବା ପାଇଁ ବହୁତ ପ୍ରୟାସ ଚାଲିଛି
    ଜଗା ସବୁ ଦେଖୁଚି

    • @PJanardana-pv6fo
      @PJanardana-pv6fo 3 месяца назад +4

      Police bhabi nela ki bjd sarkar boli .jaha kole bhi chalibo pai bjd nuhe bjp sarkar re police bhai mane .

    • @alinnayak6578
      @alinnayak6578 3 месяца назад

      କଣ କରିପାରି ପାରିବ ଟିକେ କୁହ😂😂😂​@@PJanardana-pv6fo

    • @prabinakumarmuduli7573
      @prabinakumarmuduli7573 2 месяца назад

      Really Jaya Jagannath prabhu quick justice.

  • @thanadisari9173
    @thanadisari9173 3 месяца назад +9

    ଏ ମିତି ଅନ୍ୟାୟ ପୋଲିସ ବାବୁ କରିଲେ ଥାନାରେ ଲୋକେ ଆଉ କଣ ଯିବେ ଥାନାର ମୂଲ୍ୟ କଣ

  • @sukumarrana9091
    @sukumarrana9091 3 месяца назад +70

    ସମସ୍ତ ପାଞ୍ଚ ପୋଲିସ ଙ୍କୁ ଅବିଳମ୍ବେ ଚାକିରୀ ରୁ ବହିସ୍କାର କରାଯାଉ ।

    • @Smileheart63
      @Smileheart63 3 месяца назад +1

      Se jhia dramebaz mada pee ki nije drama start kari thila dekha

    • @raghavndraghav979
      @raghavndraghav979 3 месяца назад

      @@Smileheart63police to ghaita ki

    • @raghavndraghav979
      @raghavndraghav979 3 месяца назад

      @@Smileheart63 dramebaaz hela se dcp

    • @odishaaudience2028
      @odishaaudience2028 3 месяца назад +2

      Jhia ra bi bhul achhi bhai one sided suniki kuhani

    • @rakeshpradhan4047
      @rakeshpradhan4047 3 месяца назад +1

      ​@@raghavndraghav979
      Se army officer to maa ghaita na to vauni ghaita

  • @just4funindia869
    @just4funindia869 3 месяца назад +4

    ସବୁ ପୋଲିସ ଷ୍ଟେସନ ରେ ପୋଲିସ ଓଲଟା ଅଭିଯୋଗ କରି ଆସିଥିବା ଲୋକଙ୍କୁ ମାନସିକ ଆଉ ଶାରୀରିକ ନିର୍ଯାତନା ଦିଏ, ତୁରନ୍ତ ଏପରି ପୋଲିସ ଙ୍କ ଉପରେ ଆକ୍ସନ ନିଆଯାଉ ଆଉ ପୋଲିସ ର ଏ ପ୍ରକାର ଅପାରଗତା ପାଇଁ ତୁରନ୍ତ ଏକ ସଂସ୍ଥା ଏବଂ ହେଲପଲାଇନ ନମ୍ବର ଏବଂ ଅଭିଯୋଗ ପ୍ରାକ୍ରୋଷ୍ଠ ରହୁ

  • @Rajesh_Panigrahi_Odiapua
    @Rajesh_Panigrahi_Odiapua 3 месяца назад +95

    CCTV କୌଡେ ଗଲା ହୋ🤣🤣DCPଙ୍କର LIVE DETECTOR ଟେଷ୍ଟ କେବେ ହେବ?

    • @rukmaniballavachhotaray4885
      @rukmaniballavachhotaray4885 3 месяца назад

      Bhubaneswar dcp ek number aasami... 🎉🎉😂
      Sabu micha kahuchi...

    • @munababu7954
      @munababu7954 2 месяца назад

      BJD ପାଣ୍ଡୁ ନେଇ ଗଲା 😅😅

  • @SAMAYSOREN-z6s
    @SAMAYSOREN-z6s 3 месяца назад +8

    DCP ପୂରା କାହାଣୀ ବନେଇ କି କହୁଛନ୍ତି ଆଉ ନ ହେଲେ stete ment ଦେବାବେଳେ DCP ର ପାଟି 👄 ଅଟକିଥିଲା,ଆଉ ଭାବିକି କହୁଥିଲା,
    ତାଙ୍କ ଉପରେ ମଧ୍ୟ ମାମଲା ରୁଜୁ କରାଯାଇ, ଯାହାକି ଦୋଷୀ କୁ ବଞ୍ଚାଇବାକୁ ଚେଷ୍ଟା କଲେ କେଉଁ ଦଣ୍ଡ ମିଳେ ବୋଲି,।

  • @Kunivlogger5252
    @Kunivlogger5252 3 месяца назад +36

    Suspend pratik singh first😡😡

  • @MUKUNDA-y4w
    @MUKUNDA-y4w 3 месяца назад +2

    ପ୍ରଥମେ ମଦ ପାନ କରି ପୋଲିସ ଷ୍ଟେସନ କୁ କାହିଁକି ଯିବ ଜଣେ army officer ହୋଇ ସକାଳେ ଆସି afiar ଦେଇ ଥାନ୍ତ ତମେ ଯେଉଁ ପଦବୀ ରେ ଥାଅ ପୋଲିସ ଷ୍ଟେସନ କୁ ଆସିଲେ ତମେ ଜଣେ ସାଧାରଣ ଜନତା

  • @SujitkumarRautaray
    @SujitkumarRautaray 3 месяца назад +32

    ପ୍ରତୀକ ସିଂ କୁ ଆଗ ଭିତରେ ପୁରା

  • @sanu3983
    @sanu3983 3 месяца назад +17

    DCP ମାଗିହାକୁ ଫାସି ଦିଆଯାଉ

  • @learn2unlearn853
    @learn2unlearn853 3 месяца назад +30

    Madam jadi apankan dum achi IPS Prateek Singh ku suspend kariki dekhantu... IPS ku suspend kari parile jana padiba justice can reach anyone

  • @dilipmishra5017
    @dilipmishra5017 3 месяца назад +1

    ଓଡିଶା ର ପ୍ରାୟ ସମସ୍ତ ପୋଲିସ ଥାନା ରେ ଏହି ସମସ୍ୟା l ପୁଲିସ ର ଏହି ଦୁର୍ବଳ ମାନସିକତା, ଦୁର୍ବଳ ପ୍ରଶିକ୍ଷଣ, ଆଇନ କୁ ଅସମ୍ମାନ ଓ ପୋଲିସ ପୋଷାକ ରେ ବିଶୃଙ୍ଖଳିତ ଆଚରଣ, ଥାନା ରେ ମାତ୍ର ଗେଂଜି କିମ୍ବା ନାଇଟି ରେ ଡିଉଟି କରିବା ପାଇଁ ମୁଖ୍ୟ ଭାବେ DCP, CP ଓ DG ମାନେ ହିଁ ଦାୟୀ l

  • @thecommonman5169
    @thecommonman5169 3 месяца назад +40

    ସତ କଥା ବାହାରକୁ ବାହାରୁ , ଖାଲି ଖାଲି Army-Police ଝଗଡ଼ା ......Jay Hind

  • @pramodsahoo7081
    @pramodsahoo7081 3 месяца назад +6

    ମୁଖ୍ୟମନ୍ତ୍ରୀ ଏବେ କହିଲେ ସାରା ଭାରତରେ ଯେଉଁ ରାଜ୍ୟ ରେ ବିଜେପି ସରକାର ଅଛି ବେସି ଚୋରି ଆଉ ମହିଳା ବଳାତ୍କାର ହୋଉଛି

  • @satpathyrp2105
    @satpathyrp2105 3 месяца назад +17

    Justice for the poor helpless both military victims.

  • @rameshpanda193
    @rameshpanda193 3 месяца назад +2

    ଗୋଟେ ଥାନାରେ ଜଣେ ମହିଳା କେବେବି ଅସାଧାରଣ ଆଚରଣ କରିପାରିବ ନାହିଁ ତେଣୁ ଏଥିରୁ ସ୍ପଷ୍ଟ ପୋଲିସ ର ଦାଦାଗିରି ହିଁ ଦର୍ଶାଉଛି ।

  • @KalingaAsmita
    @KalingaAsmita 3 месяца назад +50

    The smart phones of DCP and IIC should be sent for forensic investigation

    • @JagannathBehera-g8o
      @JagannathBehera-g8o 3 месяца назад

      Right

    • @AdvocatesChamber-z5y
      @AdvocatesChamber-z5y 3 месяца назад +1

      also the ACP who is a murder and was removed from Cuttack and specifically implanted in the Commissionearate police since last 15 years.

    • @rab527
      @rab527 3 месяца назад +2

      Bhai😂 se jhia ra CCTV bar video dekha ta pare comment dia...kn hauchi se

    • @hariharamishra3735
      @hariharamishra3735 3 месяца назад

      ​@@rab527kauthi miliba bhai vdo

    • @janmejoysahoo678
      @janmejoysahoo678 3 месяца назад

      100% right

  • @sudarsanmallick6250
    @sudarsanmallick6250 3 месяца назад +1

    ମୋହନ ମାଝି ସେ ଅପରାଧି ମାନଙ୍କୁ ଅନ୍ୟ ଜାଗାକୁ ବଦଳି କରିଦେବ ଇଏତ ବଦଳା ସରକାର ଆଉ ଅଧିକ କଣ ଆସା କରାଯାଇ ପାରେ

  • @sri1047
    @sri1047 3 месяца назад +22

    ଯେ ପର୍ଯ୍ୟନ୍ତ ଫାଶୀ ଦଣ୍ଡ ହୋଇନି ତ ଏମାନଙ୍କୁ କିଛି ଦଣ୍ଡ ହୋଇନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ

  • @pkn1002
    @pkn1002 3 месяца назад +5

    CM is saying 4 person suspended & Deputy CM saying 5 person . Whose statement is correct????

    • @nirgunm
      @nirgunm 3 месяца назад

      Kahaku karinathibe suspend, michha katha, report share karnahanti

  • @saiprasannadas9873
    @saiprasannadas9873 3 месяца назад +27

    Mohan Majhi kichi v kari parebeni

  • @Reenabehera0
    @Reenabehera0 3 месяца назад +3

    Proper investigation kijiye aur Sahi Sahi justice dijiye Major Sahab ki friend aur police Sahab Jo sahi hai unki justice dijiye

  • @KumarDev-ri7sx
    @KumarDev-ri7sx 3 месяца назад +13

    ସେ ମା ଘିଆ ଆଇଆଇସି ଜେଲ୍ ଗଲେ ତା ଭିତରେ ଜାଣିବ

  • @sanjibtheinnovator700
    @sanjibtheinnovator700 3 месяца назад +1

    ଏ ବିଜେପି ସରକାର ଯେଉଁଠି ଅଛି ସେଠି ମହିଳା ମାନଙ୍କ ସୁରକ୍ଷା ଏମିତି 🥵ଦ୍ୱିତୀୟ କଥା ପୋଲିସ ର ରାତି ଡିଉଟି କେମିତି ହୁଏ ଆଉ ଥାନା ବାବୁ ଆଉ ମହିଳା ଷ୍ଟାଫ ମାନେ କଣ କରନ୍ତି ପୋଷାକ ବ୍ୟବହାର ରୂ ସମସ୍ତେ ବୁଝିପାରୁଥିବେ

  • @Atharsahu21
    @Atharsahu21 3 месяца назад +11

    ମୁଖ୍ୟମନ୍ତ୍ରୀ କହୁ ଅଛନ୍ତି ଚାରି ଜଣ ଆଉ ଉପ ମୁଖ୍ୟମନ୍ତ୍ରୀ କହୁ ଅଛନ୍ତି ପାଞ୍ଚ ଜଣ ଏ ମାନଙ୍କ ମଧ୍ୟ ତଳ ମେଲ ରହୁ ନାହିଁ ଆଉ ଏମାନେ କଣ ନିୟା ଦେବେ

  • @pravasinisatapathy6341
    @pravasinisatapathy6341 3 месяца назад +3

    ସି ସି ଟିଭି ଲାଗିଲେ ପୁଲିସ ଲାଂଚ କେମିତି ନେବେ

  • @livetvodia8725
    @livetvodia8725 3 месяца назад +13

    ସେ ୫ଜଣ ପୋଲିସ୍ କୁ ଜେଲ୍ ଦଣ୍ଡ ନିହାତି ମିଳିବା ଦରକାର । ନଚେତ୍ ଓଡ଼ିଶାର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ୍ ଅଫିସର ଏବଂ କର୍ମଚାରୀ ମାନଙ୍କ ସାହସ ଦିନକୁ ଦିନ ବଢି ବଢି ଯିବ । ପୋଲିସ୍ ଗୁଡ଼ିକ ସବୁ ଚୋର ପାଲଟି ଗଲେଣି ଆଜ୍ଞା ।

    • @RamakantaJena-pi4fr
      @RamakantaJena-pi4fr 3 месяца назад

      ନବୀନ ସରକାର ର ଆଦର୍ଶ ଥାନାରେ ସିସିଟିଭି ନାହିଁ ପୋଲିସି ଅରାଜକତା କରିବା ସହିତ ନବିନ କିପରି ପୋଲିସକୁ ବ୍ୟବହାର କରୁଥିଲେ ତାର ପ୍ରମାଣ ଖୋଦ୍ ଭୁବନେଶ୍ବରରେ ଏହାହେଲାଆମ ନବୀନ ସରକାର କଂର ପାରିବାପଣିଆ ସହିତ ବିକାଶ ର ଚିତ୍ର ଅନ୍ଧ ଭକ୍ତ କେବଳ ବିଜେପିକୁ ଦୋଷ ଦେବେ

    • @RamakantaJena-pi4fr
      @RamakantaJena-pi4fr 3 месяца назад

      ଓଡିଶାର ସବୁ ଥାନାର ପୋଲିସ ଅଫିସର ଓ ସବୁ ଜିଲ୍ଲାର ଏସପି ଯୋଉଁମାନେ ବିଜେଡି ସମୟରୁ ରହିଛନ୍ତି ସେ ମାନକୁଂ ତୁରନ୍ତ ଓଡିଶାରୁ ବିଦା କରାଯାଉ ବିଜେଡି ବଳ ରେ ପୋଲିସ ବଳୀୟାନ ସାଜିଛି

  • @purnachandramohanty9525
    @purnachandramohanty9525 3 месяца назад +1

    ପୋଲିସ ଚାକିରୀ ରେ ପ୍ରତି ବର୍ଷ fitness test କରା ଯାଉ. ଆବଶକ୍ୟ ପଡିଲେ ମାଓ ବାଦୀ ମୁକାବିଲା ପାଇଁ ପଠା ଯାଉ

  • @prabiramishra9758
    @prabiramishra9758 3 месяца назад +28

    ଆରେ ପୋଲିସ ସରମ କର, ସନ୍ୟାମାନଙ୍କ ଯୋଗୁ ତୋର ପିଲା ସ୍ତ୍ରୀ ଧନ ସମ୍ପତି ତୋତାଙ୍କା ସୁରକ୍ଷିତ, ତୁ ଶଳା କାହା ପାଇଁ ସୁରକ୍ଷିତ ଅଛୁ, ତୋ ଓଁକାତ କଣ.

    • @PrasantaSahoo-f2u
      @PrasantaSahoo-f2u 3 месяца назад

      Jaha heichi perfect heichi languli saha thik heichi

  • @atmadarsimaharana1875
    @atmadarsimaharana1875 2 месяца назад

    ସବୁ ପୋଲିସ ଷ୍ଟେସନ ଏମିତି ହଉଛି
    ମୋ ସାଥିରେ ଏମିତି ହୋଇଛି
    ଆମେ ଗରିବବୋଲି ଆମପାଇଁ ଅଇନି ନାହିଁ
    ଯିଏ ପଇସା ଲାଞ୍ଚ ଦେଉଛି ତାପାଇଁ ଅଇନି ଅଛି

  • @srikantamoharana4715
    @srikantamoharana4715 3 месяца назад +26

    ପୋଲିସ ଦୋଷୀ କି ମେଜର ଓ ତାଙ୍କ ବାନ୍ଧବୀ ଦୋଷୀ ସେ କଥା ଠିକ ଯାଞ୍ଜ ହେଲେ ଜଣା ପଡିବ

    • @AlokKumar-ht4qs
      @AlokKumar-ht4qs 3 месяца назад

      Bhai. Ejaen b janiparuna...
      kharap laguchi...

  • @Sanskari_Pila143
    @Sanskari_Pila143 3 месяца назад

    ଓଡିଶା ପୋଲିସ ବହୁତ୍ ହାରାମି, ଶଳା ମନେ ଖାଲି ସରକାର ର ଖାଇ ଖାଇ ଉତ୍ପାତ କରୁଛନ୍ତି।

  • @pradeepnayak8670
    @pradeepnayak8670 3 месяца назад +39

    ପୋଲିସ କୁ ମାର...

  • @SikandarBanara-v9o
    @SikandarBanara-v9o 3 месяца назад

    ଆଗ DCP Pratik Singh କୁ ଗିରଫ କରାଯାଉ।ଆଉ ସମସ୍ତ ଉପସ୍ଥିତ ପୋଲିସ ଙ୍କୁ ମଧ୍ୟ ଚାକିରୀ ରୁ ବହିଷ୍କାର କରନ୍ତୁ ଓଡ଼ିଶା ସରକାର।

  • @saroj1296
    @saroj1296 3 месяца назад +21

    ଗରିବ ମାନଙ୍କ ପାଇଁ କାହିଁ ମହିଳା ସଂଗଠନ କାହିଁ ମୁହଁ ଖୋଲୁନାହାନ୍ତି

  • @dinabandhupadhi9079
    @dinabandhupadhi9079 2 месяца назад +1

    ସେଇ ପୋଲିସ କର୍ମୀମାନଙ୍କ ଉପରେ ଭାରତୀୟ ଜବାନଙ୍କ ପକ୍ଷରୁ surgically strike କରିବା କଥା.🔫🔫🔫🔫🔫🙋🏻‍♂️🙋🏻‍♂️🙋🏻‍♂️🙋🏻‍♂️🙋🏻‍♂️

  • @ranjeetmohapatra3086
    @ranjeetmohapatra3086 3 месяца назад +25

    ସେ DCP suspend ହେବା ଦରକାର୍

  • @JCHoProduction
    @JCHoProduction 3 месяца назад

    ଯଦି ଗୋଟେ ଆର୍ମି ମେଜର ଙ୍କ ସ୍ତ୍ରୀ କୁ ଏମିତି ବ୍ୟବହାର କରିବେ ତେବେ ତେବେ ସାଧାରଣ ଜନତା ଙ୍କ ଅବସ୍ଥା କଣ ହେବ? ସେ ଥାନା ର ସମସ୍ତ ଅଧିକାରୀଙ୍କୁ ଆନ୍ଧ୍ର ପ୍ରଦେଶ ଙ୍କୁ ସ୍ଥାନାନ୍ତରିତ କରା ଯାଉ।

  • @daringbaaz701
    @daringbaaz701 3 месяца назад +18

    Dcp michha kahuchhi bhabi bhabi kahuchhi se jhia ku justice miliba darkar bas.

  • @NSkantKumar
    @NSkantKumar 3 месяца назад

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର !?
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ !!

  • @biswabhusanswain2598
    @biswabhusanswain2598 3 месяца назад +9

    Dcp କୁ suspend kariba darkar

  • @kishorchsrichandan307
    @kishorchsrichandan307 3 месяца назад

    ଭଗବାନ ଙ୍କୁ ଧନ୍ୟବାଦ ସେ ଜଙ୍ଗଲ ରାସ୍ତାରେ ରାତି ଦୁଇଟାରେ ପ୍ରକୃତ ମଦୁଆ ବା ହାତୀ ହାବୁଡରେ ପଡିନହନ୍ତି।

  • @orissa72
    @orissa72 3 месяца назад +11

    DCP should be asked to produce evidence else he should be proceeded against for vilifying the dignity of the woman.

  • @srikantsahoo3504
    @srikantsahoo3504 3 месяца назад +1

    ପରି ହତ୍ୟାକାଣ୍ଡ, ମମିତା ମେହେର ହତ୍ୟାକାଣ୍ଡ, ଗୋବିନ୍ଦ ହତ୍ୟାକାଣ୍ଡ ସମୟରେ ନବୀନ ସରକାର କଣ କରିଥିଲା?ସେତେବେଳେ CBI ତଦନ୍ତ ର permission କାହିଁକି ଦେଲାନାହିଁ?ଆଉ ଏବେ ତ ନୂଆ ସରକାର CBI ତଦନ୍ତ ର permission ଦେଇ ସାରିଲେଣି।ନବୀନ କୁମ୍ଭୀର କାନ୍ଦଣା କାନ୍ଦିବା ଦରକାର ନାହିଁ।

  • @kamallochannayak9660
    @kamallochannayak9660 3 месяца назад +7

    SP,DCP, Commissioner Should be Arrest .

  • @nihalsinghdeo1959
    @nihalsinghdeo1959 3 месяца назад +6

    Ful gundagardi ho raha hai

  • @SibajiDas-p4g
    @SibajiDas-p4g 3 месяца назад +15

    DCP nilabita heba darkara

  • @gopinathpradhan8205
    @gopinathpradhan8205 3 месяца назад

    ଭୂବନେଶଶ୍ବର ବନ୍ଦ ଡାକରା ଦିଆଯାଉ ଜୟ ଯବାନ। ଜୟ କିଷାନ। ବନ୍ଦେ 😅😅ମାତରମ

  • @SankarsanChanda
    @SankarsanChanda 3 месяца назад +7

    Total policys staffnku suspend nuhai resign karajau@ 👍👍🇮🇳🇮🇳@

  • @arjunsingha1186
    @arjunsingha1186 2 месяца назад

    ସରକାର ନିଶ୍ଚୟ ପଦକ୍ଷେପ ନେବେ ବୋଲି ଓ ଭରଷା। ପୋଲିସ ଅଧିକାରୀ ମାନେ ବହୁତ ଲମ୍ବା ହାତ ରଖି ନାଚୁ ଛନ୍ତି।

  • @susantabaliarsingh7854
    @susantabaliarsingh7854 3 месяца назад +8

    DCP tank police staff nku support Karuchhanti

  • @bibhuprasadmohapatra6941
    @bibhuprasadmohapatra6941 3 месяца назад

    24 ବର୍ଷ ଧରି ନବୀନ କଣ କରିସଯାନ୍ତି. ସବୁ ଦୋଷୀ ଖସି ଯଉଠିଥିଲେ. ବିଜେପି ସରକାର କରିବ, ସମୟ ନେବ

  • @hrusikeshmallik3221
    @hrusikeshmallik3221 3 месяца назад +11

    ଏ ଏକ ବିଜେପି ସରକାରଙ୍କ ଅଯୋଗ୍ୟତା ସ୍ପଷ୍ଟ ଚିତ୍ର,ଏ କ'ଣ ଓଡ଼ିଶାର ଅସ୍ମିତା? ତୁରନ୍ତ ଇସ୍ତଫା ଦେଇଦେବା ଆବଶ୍ୟକ ଅଛି। ନହେଲେ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟା ଦରକାର ଅଛି ବିଜେପି ବିଧାୟକମାନଙ୍କୁ।

    • @durgacharankishan7276
      @durgacharankishan7276 3 месяца назад

      Bhai mohon ra mind nahi para budhhia ta.nahele ate Dina pare statement😂😢

    • @biswadip
      @biswadip 3 месяца назад

      Malik sambhali ki kana comment karuchu, karana hei pare to upare action heba

    • @alinnayak6578
      @alinnayak6578 3 месяца назад

      100% Correct Brother

  • @SikandarBanara-v9o
    @SikandarBanara-v9o 3 месяца назад

    DCP ଙ୍କୁ ତୁରନ୍ତ ତାଙ୍କ ପଦବୀରୁ ବହିଷ୍କାର କରାଯାଉ।ଆଉ ଭାରତୀୟ ସେନା ଙ୍କୁ ଅନୁରୋଧ କି ସେମାନେ ଆର୍ମୀ ତରଫ ଭରତପୁର ଥାନା ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।ଏବେ ନୁହେଁ ତ କେବେ ନୁହେଁ।

  • @rajendramahanta7725
    @rajendramahanta7725 3 месяца назад +9

    Model police station re cctv camera kn Karu thila .

  • @biranchisrichandan8411
    @biranchisrichandan8411 3 месяца назад

    ଯେ ପର୍ଯ୍ୟନ୍ତ କଟକ ଭୁବନେଶ୍ୱର ଥାନାର ପ୍ରତ୍ୟେକ ଥାନା ଅଧିକାରୀଙ୍କ ଓଡିଶା ସୀମା ଥାନା ମାନଙ୍କୁ ବଦଳି କରାଯାଇ ନାହିଁ ସେ ପର୍ଯ୍ୟନ୍ତ ମୋହନ ସରକାର ବଦନାମ ହେଉଥିବେ।ଜୟ ଜଗନ୍ନାଥ। ବିଜେଡି ସମୟର ଉଦ୍ଧତ ପୋଲିସ ଅଧିକାରୀ ମାନଙ୍କୁ ତୁରନ୍ତ ବଦଳି କରାଯାଉ।ଅରୁନ୍ ବୋଥ୍ରା,ପ୍ରତୀକ ସିଂହ, ସଂଜୀବ ପଣ୍ଡା,କୁଟେ,ଆଶିଷ ସିଂ ଆହୁରି ଅନେକ ବିଜେଡି ସମୟର ଉଦ୍ଧତ ଅଧିକାରୀ ମାନଙ୍କୁ ତୁରନ୍ତ ଓଡିଶା ବାହାରକୁ ବଦଳି କରାଯାଉ।

  • @jagamohanpania9855
    @jagamohanpania9855 3 месяца назад +4

    Every THANA Surprise visit heba darkar....Dina heu ba rati heu...Chadmabesara Superior adhikari Mane karjya karantu..👍👍👍

  • @PCBehera-g6o
    @PCBehera-g6o 3 месяца назад +1

    CCTV ନାହିଁ କାହିଁକି । ସୁପ୍ରିମକୋର୍ଟ ଆଦେଶ ସିସିଟିଭି ପ୍ରତୀକ ଥାନାରେ ରହିବା ପାଇଁ । ମୋହନ ସରକାର କଣ କରୁଛନ୍ତି । ସାତ ଦିନ ପରେ କେମେରା ଆଗକୁ ଆସୁଛନ୍ତି ,। ଆରେଷ୍ଟ କରୁ ନାହାନ୍ତି କାହିଁକି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଶିଖନ୍ତୁ ।

  • @bidhumishra8243
    @bidhumishra8243 3 месяца назад +10

    କେମିତି ଜଣେ ପଂଜାବୀ ଓଡ଼ିଆ କୁ ହୀନ ଚକ୍ଷୁ ରେ ଦେଖି ଦୁର୍ବ୍ୟବହାର କରୁଛି

  • @myvillage7762
    @myvillage7762 3 месяца назад

    ସବୁଦିନ ପାଇଁ ଚାକିରୀରୁ ସସ୍ପେଣ୍ଡ କରାଯାଉ ଏବଂ ଆଇନ ଅନୁଯାଇ ଦଣ୍ଡ ଦିଆଯାଉ 🙏🙏

  • @uhart427
    @uhart427 3 месяца назад +5

    Those all police should be suspended forever....and should be punished for they have done..

  • @dandapaniepili3185
    @dandapaniepili3185 2 месяца назад

    ଓଡ଼ିଶା ର ସବୁ ପୋଲିସ ଅଧିକାରୀ ଙ୍କୁ U.P transfor କରିଦିଅ ମୋହନ ସରକାର

  • @sunitapanigrahi1482
    @sunitapanigrahi1482 3 месяца назад +8

    Nabin babu Mamita meher case re kauthi thile

  • @prabhakardas4898
    @prabhakardas4898 2 месяца назад

    ଅନ୍ୟମାନଙ୍କୁ ଦଶ ଦବା ପୁର୍ବରୁ ପ୍ରମାଣ ଦରକାର ପ୍ରମାଣ ହେଉଛି କ୍ୟାମେରା

  • @dukhishyamhansdah98
    @dukhishyamhansdah98 3 месяца назад +5

    Prothome DCP ku arrest koro michho kohichhi

  • @niharranjanmedico7659
    @niharranjanmedico7659 3 месяца назад

    ପୁରୀରେ ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ Asst professor doctor ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣାକୁ ସମୂର୍ଣ୍ଣ ଭାବେ ଚାପି ଦିଆଗଲା। କିନ୍ତୁ ଏ କ୍ଷେତ୍ରରେ ସେ ଜଣେ ଆର୍ମୀ ଅଫିସର Captain ଙ୍କ ବାନ୍ଧବୀ ହୋଇଥିବାରୁ ସବୁ state media national media Govt Army officer Opposition party ସବୁ ତତ୍ପର ହୋଇ ଉଠିଲେ ନ୍ୟାୟ ପାଇବା ପାଇଁ। ଏଇଟା high profile case ତେଣୁ ଏତେ ତତ୍ପରତା ଏତେ highlight

  • @rajalaxmipatra7118
    @rajalaxmipatra7118 3 месяца назад +4

    So basically, the DCP is saying that if illiterate police officers show their inability to file a case and the complainant can't show their aggression or misbehavior with them, the police officers have the right to harass the person and do whatever they want, but the complainant should not open their mouth?? Show cctv footage if you are so confident about your statement....

  • @arungiri1707
    @arungiri1707 3 месяца назад

    Good response from the CM mohan majhi and deputy chief minister prativa parida...
    Take steps to improve both police systems and jursicial system.

  • @nihalsinghdeo1959
    @nihalsinghdeo1959 3 месяца назад +5

    Army ko respect nahi de rahe hai police log to aam Janata ko kya protect karenge

  • @suparfonyfamily
    @suparfonyfamily 3 месяца назад +1

    Mahon ସରକାର ଆସିବା ପରେ ଆଗ system ku update କରିବାର ଥିଲା,,

  • @damodardash1273
    @damodardash1273 3 месяца назад +4

    TheIIC must be dismissed

  • @PramodBhai-hf4ke
    @PramodBhai-hf4ke 3 месяца назад

    ନବୀନ ବାବୁ ଏ ଗୁଣ୍ଡା ମାନଙ୍କୁ ପୋଲିସ ରେ ଭାରତୀ କରି ଭୁଲ କଲୁ

  • @Animeworld-p3c
    @Animeworld-p3c 3 месяца назад +5

    Police station ରେ ଥିବା ମହିଳା police eathi ରଖ୍ୟାସୁନି gudaka ବେଶିଆନି ମାନେ ଛି ଗୋଟେ ନାରୀ କେବେ ଏମିତି କରିବେନି

  • @SibaprasadMohapatra-so9wc
    @SibaprasadMohapatra-so9wc 2 месяца назад +1

    Odisare agaru apari hu thila abe bi apri huchi tebe sarakar kan loke aithipain paribartana chauthile sarkartume strongly action nia o apari ginisara satyasatya janchkari nayadiantu corapted police nku kathagadakunai sajadiantu

  • @AR.Strings
    @AR.Strings 3 месяца назад +6

    Abika kn kahiba ପବ୍ଲିକ୍. Akhi bujiki police ku bhul bujhuthila .Sabu statement bhul sabita hela ...baar ra video asila mada piki nachu thile aa lady sehi dina ratire ..tapare jhagada seithi heichhi baar re 4 jana puanka saha puni batare asii bada badi hoi mara mari hoiki gali gulaj hoiki ଥାନାକୁ 2jana jaka abhijoga karibaku jaichhanti ..mada piki jaithibaru raga mind re bahut kharap byabahara karichhi aa lady sabu video dekha .. lady officer ku mada mari chhanti puni gali gulaj hindi re karichhanti aa sabu dekhiki kou thana wala sambhaliba ye ta sambhaliba paristiti re nahi ..so 2no Taraf ru hata pai hoichhi au yanku thana re bharti kari case file karichhi police...

    • @biswalpapu8109
      @biswalpapu8109 3 месяца назад +3

      Police ra kn adhikar achhi amiti maribaku

    • @ChandanvlogKpr
      @ChandanvlogKpr 3 месяца назад

      ୧ /ତୁମେ କଣ ସେଇ ସମୟ ରେ ଥିଲ କି ସେମାନଙ୍କ ପାଖରେ ?
      ୨ / ଏମିତି ମାଡ଼ ମାରିବାକୁ ସାହସ ଦେଲା କିଏ ?
      ୩ / We Dare We Care ଥାନାରେ କଣ ପାଇଁ ହୋଇଛି ?
      ୪ / ଥାନା ଅଧିକାରୀ ସାଧାରଣ ଲୋକ ଙ୍କୁ ଦ୍ରୁ ବ୍ୟବହାର ଅନୁଚିତ୍ କି ?
      ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବ। ତେଣୁ ଏମାନେ ନ୍ୟାୟ କଣ ଠିକ ସେ ଜାଣି ନାହାନ୍ତି ପାଠ ପଢ଼ା କମ।

    • @RupNarayanMajhi
      @RupNarayanMajhi 3 месяца назад

      ଏ ଘଟଣା ଯଦି ମିଛ , ତାହେଲେ ଅତୀତରେ ଯୋଉ କେଳେଙ୍କାରୀ ସେଟା ବି କଣ ମିଛ ?

  • @milisahoo4195
    @milisahoo4195 3 месяца назад +1

    ଭରତପୁର ପୋଲିସ ଷ୍ଟେସନ ରେ ଯେତେ ସବୁ ପୋଲିସ, ସବୁ ଶଳା ହାରାମି, ମୋ ଭାଇ ସହ ବି ଏମିତି କରିଥିଲେ,

  • @samajmusicofficial2458
    @samajmusicofficial2458 3 месяца назад +9

    Bshut michhha gspuchiii
    Mada pee kii nijaku bada bhabuthila
    Sabuu michhh kahhhuchi

  • @Sunilkumartripathy123
    @Sunilkumartripathy123 3 месяца назад

    Good news 🎉

  • @pravatsingh2819
    @pravatsingh2819 3 месяца назад +6

    If DCP is right why IIC is suspended

  • @PravatiBehera-qt5fs
    @PravatiBehera-qt5fs 3 месяца назад

    Right ways

  • @civilengineering3438
    @civilengineering3438 3 месяца назад +5

    Claps for odissa police

  • @sagarmahapatra7535
    @sagarmahapatra7535 3 месяца назад

    A very strong step need to be taken here.