"ଝିଅଟେ କାନ୍ଦିଦେଲା ବୋଲି ଠିକ ହେଇଗଲା ,ଆଉ 3ଜଣ ଝିଅ ସସ୍ପେଣ୍ଡ ହେଲେ ତାଙ୍କର କିଛି ନାହିଁ"ତପି ମିଶ୍ରBhartpur Case

Поделиться
HTML-код
  • Опубликовано: 2 фев 2025

Комментарии • 3,2 тыс.

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 4 месяца назад +233

    ଭାଇ ସେ ଝିଅ ମଦ ପି ବାର ରେ ଡେଉଁଛି.. Cctv ଅଛି.. ମଦ ନିଶା ରେ ଲିଫ୍ଟ କୁ ଗୋଇଠା ମାରୁଛି ମେଜର ହସୁଚି ସେ cctv ବି ଅଛି....ମୁଁ ବି ଜଣେ arm ଫୋର୍ସ ମୁଁ ଯେତିକି ଜାଣିଛି କ୍ୟାମ୍ପ ଛାଡି ରାତି ଅଧ ରେ ମଦ ପି ଟୋକି ଧରି ବୁଲିବା ନିୟମ ନାହିଁ.. ଛୁଟି ଯାଇକି କର ଘରେ ବାହାରେ ଏମିତି ଯବାନ କ୍ୟାମ୍ପ ପାଇଁ ବିପଦ.. 🙏

    • @kaliprasadtripathy4958
      @kaliprasadtripathy4958 4 месяца назад +11

      ଅଣ ଓଡ଼ିଆ ର ଦାଦାଗିରି। ଯେଉଁ ଅଣ ଓଡ଼ିଆ ମାନେ ଓଡ଼ିଶା ରେ ରହିକି ଓଡ଼ିଆ ରେ ପଢିକି ଓଡ଼ିଆ ଲେଖିବା ,କହିବା ପଢ଼ିବା ଜାଣିଛନ୍ତି ସେମାନେ ତଥାପି ହିନ୍ଦୀ କହୁଛନ୍ତି ଓଡ଼ିଆ ଙ୍କ ଆଗରେ , ସେ ବେ**ଛୁଆ ଙ୍କୁ ଆଗ ପିଟିବା ଦରକାର।
      ପୋଲିସ ୨୪ ଘଣ୍ଟା ବର୍ଦି ରେ ଖଟିବ ନା କଣ। କହୁଥିବା ଲୋକ ଆଗ ୩୬୫ ଦିନ ୨୪ ଘଣ୍ଟା ବର୍ଦୀ ପିନ୍ଧିକି ଦେଖାଉ ତ। Constable ନୁହେଁ ଯେ ୮ ଘଣ୍ଟା ରେ duty ସରିଯିବ। ସେ ଅଫିସର୍, ୨୪ ଘଣ୍ଟା ର ଦାୟିତ୍ଵ, କୌଣସି ଇନ୍ସପେକ୍ଟର କୌଣସି ଥାନା ରେ ୨୪ ଘଣ୍ଟା bardi ପିନ୍ଧନ୍ତି ନାହିଁ। ସେବା ଦେବାର ଅଛି, ସୋ ଅଫ କରିବାର ନାହିଁ। ପୋଲିସ ଅଫିସର ଜଣକ ଓଡ଼ିଆ ଭାଷା support ରେ କହୁଛନ୍ତି। ଆମେ ମାନେ ଏଭଳି ଅଫିସର୍ ଙ୍କୁ support କରି ତାଙ୍କ ମନୋବଳ ଉଚ୍ଚା କରିବା ଆବଶ୍ୟକ। ଓଡ଼ିଆ ମାନେ ଓଡ଼ିଆ ଭାଷା ବଞ୍ଚାଇବାକୁ ପ୍ରଯତ୍ନ କରୁଥିବା ଓଡ଼ିଆ ଅଫିସର୍ ର ଗୋଡ଼ ଭିଡ଼ ନାହିଁ, ତାଙ୍କୁ ସମର୍ଥନ କର। ସେ ଏକ ଅଭଦ୍ର ମଦ୍ୟପ ଅଣ ଓଡ଼ିଆ ମହିଳା କୁ ଓଡ଼ିଆ ଭାଷା ରେ କହିବାକୁ କହିଲେ ଯେ କି ଓଡ଼ିଆ ଜାଣି ସୁଦ୍ଧା ଆମ ମାତୃଭୂମି ରେ ଆମକୁ ହିନ୍ଦୀ କହୁଛି। ଓଡ଼ିଶା ଆଗରୁ କଳିଙ୍ଗ ଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ର ତଳ ୬୦ ପ୍ରତିଶତ ଭୂମି ଓଡ଼ିଆ ଶାସିତ ଥିଲା। ଏଠି କେବଳ ଓଡ଼ିଆ ଓ ଆଦିବାସୀ ଲୋକ ରହୁଥିଲେ। ଏକତା ନ ରଖିବା ହେତୁ ଆମର ତିନି ଚତୁର୍ଥାଂଶ ଭୂମି ହରାଇଲେ ଓ ସେଠି ଓଡ଼ିଆ ଭାଷା ହଜି ହଜି ଯାଇଛି, କେବଳ ଘରେ କଥିତ ଭାଷା ରୂପେ ରହି ଯାଉଛି। ସାହି ର ମଙ୍ଗଳ କରିବାକୁ ଯାଇ ନିଜ ପରିବାର କୁ ଅଣଦେଖା କଲେ ଛାରଖାର ହୋଇଯାଏ, ଯେବେ ନେଡି ଗୁଡ଼ କହୁଣି କୁ ବହି ଯାଏ ସାହି ଲୋକ ସାହାଯ୍ୟ କରନ୍ତି ନାହିଁ।
      ଆମ କଳିଙ୍ଗ ଭୂମି ରେ ଯାହା ସମ୍ପଦ ଅଛି ସେଥିରେ ଆମେ ଏକ ଦେଶ ହୋଇ ଚାଲିବାକୁ ଯଥେଷ୍ଟ ଅଛି। ଉତ୍ତର ଭାରତ ଆମ ବେକ ଉପରେ ଗୋଡ଼ ରଖି ଶାସନ କରି ଲୁଟି ନଉଛି। ଦକ୍ଷିଣ ଭାରତ ମଧ୍ୟ ଆମ କଳିଙ୍ଗ ର ଦକ୍ଷିଣ ଭାଗ ଛଡ଼ାଇ ନେଲା। ଆମେ ଭାରତ ଭାରତ ହୋଇ ଡେଉଁଛେ। ଆଗ ଓଡ଼ିଶା ବଞ୍ଚାଅ ତା ପରେ ଜୀବନ ରହିଲେ ଶକ୍ତି ସାମର୍ଥ୍ୟ ରହିଲେ ଭାରତ ବଞ୍ଚାଇବା।
      କେନ୍ଦ୍ର (ନିଜ ଭିତରୁ)ରୁ ଶକ୍ତି ର ଜାଗରଣ ହୁଏ। ଆଗ ନିଜକୁ ଶକ୍ତିଶାଳୀ କଲେ ସମୃଦ୍ଧ କଲେ ପରିବାର ପ୍ରତିପୋଷଣ କରିବା, ପରିବାର ପରେ ସାହି, ତା ପରେ ଗାଁ, ସହର ଜିଲ୍ଲା, ତା ପରେ ରାଜ୍ୟ, ତା ପରେ ଦେଶ। କଳିଙ୍ଗ ଆମ ଦେଶ ଓ ଭାରତ ଆମ ଉପ ମହାଦେଶ। ପଡିଶା ଲୋକ କୁ ସେବା କରିବାକୁ ଯାଇ ନିଜ ରୋଗୀଣା ବାପା କୁ ବଳି ପକାଅ ନାହିଁ ଓଡ଼ିଆ ଭାଇ ମାନେ।
      ସେ ଅଫିସର୍ ର କିଛି ଭୁଲ ନାହିଁ, ସେ ବଦମାସ୍ ଝିଅ ର ଭୁଲ। ନିଜ ରକ୍ଷକ ଙ୍କୁ ସମର୍ଥନ କରନ୍ତୁ।
      ଝିଅ ଉତ୍ପାତ ହୋଇଛି ବାହାରେ ମଦ ପିକି। ମାଡ଼ ହେବନି କଣ ପୂଜା ହେବ କି।। ଆଗକୁ ସବୁ ଅଣ ଓଡ଼ିଆ ଆଉ ଅଣ ହିନ୍ଦୁ ଙ୍କୁ ଉଡେଇଦବୁ ଆମେ। ଓଡ଼ିଶା ଓ ଆଖ ପାଖ ରାଜ୍ୟ କେବଳ ଓଡ଼ିଆ ଓ ଆଦିବାସୀ ଙ୍କର।
      ଓଡ଼ିଆ ଏକତା ଜିନ୍ଦାବାଦ 🚩
      ଜୟ କଳିଙ୍ଗ 🙏🚩
      ଜୟ ଜଗନ୍ନାଥ 🙏🚩

    • @sarojbisoyi2209
      @sarojbisoyi2209 4 месяца назад +5

      ଆପଣ ସେ ଦିନ cctv ଫୁଟେଜ ଦେଖିବା କଥା କହିଲନି ଆଜି kn ପାଇଁ a cctv katha ta ବାହାରିଲା

    • @dashimanshu9900
      @dashimanshu9900 4 месяца назад +7

      ତୁ ପ୍ରଥମେ ଚୁପ ରହ ଏ ବିଷୟରେ କହିବାର, କାରଣ ତୁ ନିଜେ ଗୋଟେ ଅଭାଦ୍ରାମୀ କରୁଛୁ

    • @jalandharbehera99
      @jalandharbehera99 4 месяца назад +2

      Tu kebe bi gote armed force hei nathibu au heithile amiti asalinata language use kari nathantu jemiti ki toki…..Odisha re kehi mada pieiki jhia neiki bulu nahanti ?

    • @narendrahembram4495
      @narendrahembram4495 4 месяца назад +2

      Police hou kimba Army nijar pada
      Padabi ra Ohankar re matradhik
      Moda pi semane aau se pada ba
      Manisa charitra re na thanti . Sethi pai Aghatana re Police / Army heba uchit nuhe

  • @santilatatripathy7375
    @santilatatripathy7375 4 месяца назад +249

    ଆମେ ପ୍ରଥମେ ଭାବୁଥିଲୁ ସେ ଝିଅ ସହିତ ଅନ୍ୟାୟ ହୋଇଛି କିନ୍ତୁ ସବୁ ଦେଖି ଜାଣି ପାରୁଛୁ ସେ ଝିଅର ସବୁ ଭୁଲ ତେଣୁ ସେ ଝିଅ ସହିତ ସେ ମଦ ବାର ମାଲିକକୁ ଗିରଫ କରିବା ଉଚିତ.

    • @funtychannel3319
      @funtychannel3319 4 месяца назад +10

      Aare bhai mada piela mane nuhain je Jane loka ta chatiki goitha mariba. 90% police hauchanti corrupt, ae katha ku Kan kie fanki dei pariba. Au CCTV gala kuage Tara bi investigation hau

    • @ramaniroutray2262
      @ramaniroutray2262 4 месяца назад +9

      ତା ମାନେ ପୋଲିସ ଗୁଡା ସବୁ ସାଧୁ l ତାଙ୍କର ଟିକେ ବି ଭୁଲ ନାହିଁ l ଦୁଇ ସାଇଡ୍ ରୁ ଭୁଲ ହେଇଚି l ପୋଲିସର ବେଶୀ ଭୁଲ l

    • @HarasSethi-r7v
      @HarasSethi-r7v 4 месяца назад +3

      Ta, swami, mejer, ta, daring, besi,, akshan, besi,, sabu, mada, ra, karan

    • @SATYARANJANPALL
      @SATYARANJANPALL 4 месяца назад +2

      You are absolutely right

    • @rjrani1606
      @rjrani1606 4 месяца назад

      Tame jaiki dekhithila ki jhia ta kahila boli kandiki tame mane sata micha bi janiparibani​@@funtychannel3319

  • @JungleKiRani
    @JungleKiRani 4 месяца назад +23

    ଥିଲେ ଥାଓ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ❤ ଆମେ ଓଡ଼ିଆ ଭାରି ବଡିୟା ❤❤

  • @saiadarshapress5909
    @saiadarshapress5909 4 месяца назад +87

    ତପି ବାବୁ ବାସ୍ତବ ଠାରୁ ବହୁତ ଦୂରରେ, ବାଇଶାଳିନୀ ପଣ୍ଡା ଜଣେ ଅଭ୍ୟାସୟଗତ ଦୃନୀତି ପୋଲିସ, କିଛି ପଇସା ଲୋଭ ପାଇଁ ବହୁତ ତଳ କୁ ସେ ଖସି ଯାଆନ୍ତି, ମୁ ଜୀବନରେ କେବେ ପୋଲିସ ଥାନା କୁ ଯାଇ ନାହିଁ, ଆସାମୀଙ୍କ ବିରୋଧରେ ସବୁ ପ୍ରମାଣ ଦେଲା ପରେ, ଏହି ଚୁତିଆ ମହିଳା ବାଇଶାଳିନୀ କିଛି ଟଙ୍କା ପାଇଁ ଓଲଟ ମୋ ନାମରେ ମିଛ କେଶ କରି, ମୋ ମୋବାଇଲ ରୁ ସମସ୍ତ ପ୍ରମାଣଜନିତ ଭିଡ଼ିଓ delet କରି ଦେଇଥିଲି, ମୁ ତାଙ୍କୁ କହିଥିଲି, ଜଣେ ସଚୋଟ ପିଲା କୁ ମିଛ କେଶ କରିବା, ନିଛିନ୍ତ ଭଗବାନ ଆପଣଙ୍କୁ ଦଣ୍ଡ ଦେବେ, ସତରେ ଭଗବାନ ତାର ଫଳ ଦେଇଛନ୍ତି, ଯେଉଁଦିନ ସେ ନିଲମ୍ବିତ ହେଲେ, ସେହି ଦିନ ମୁ ତାଙ୍କ ମୋବାଇଲ କୁ whatsup ମାଧ୍ୟମରେ ମୁ କହିଥିବା କଥା କୁ ମେସେଜ୍ ମାଧ୍ୟ୍ୟମରେ ଜଣାଇଛି, ସେ ପୋଲିସ ଚାକିରୀ କରିବା ଉପଯୁକ୍ତ ନୁହେଁ କାରଣ ଭୋଗିଥିବା ଲୋକ ଜାଣିଛି, ବାଇଶାଳିନୀ ପଣ୍ଡା କେତେ ଚୁତିଆ ମହିଳା,

  • @panky5150
    @panky5150 4 месяца назад +193

    100% correct

    • @a.r.sgamer4051
      @a.r.sgamer4051 4 месяца назад +2

      ଯିଏ ଯାହା କହିଲା ଠିକ୍,ମହିଳାର ମୁହଁମାଡରେ ଫାଟି ଛି ଗୋଡ଼ଖରାପ ହୋଇଛିଠିକ କୋଟଚାଲାଣ ଠିକ , ଅଭିଯୋଗକାରୀଣି କ୍ରିମିନାଲ କି?କ'ଣ ପାଇଁ ବାଡେଇବ ପୋଲିସ ଥାନାର ଘମଣ୍ଡପାଇଁ ନା ଆଉ କ'ଣ ଭାବିଚିନ୍ତି ବୟାନ ଦେଲେ ଭଲହୁଅନ୍ତା

    • @Mamatakumari-h7b
      @Mamatakumari-h7b 4 месяца назад

      Tu kichi janinu correct kn kahuchu😊

    • @sushilbehera1273
      @sushilbehera1273 4 месяца назад

    • @panky5150
      @panky5150 4 месяца назад

      @@a.r.sgamer4051 that lady malingering..

  • @easytech8951
    @easytech8951 4 месяца назад +3

    ଏହି ଜ୍ଞାନୀ ବ୍ୟକ୍ତି ଜଣଙ୍କ କଥାର ସାରଳାର୍ଥ ଏଇହିକି ଯେ ଓଡିଶା ପୋଲିସ tension ରେ ଅଳ୍ପ କିଛି mistake କରିଲେ ବି ଚଳିବ.. ଥାନା କୁ ଗଲେ mistake re ନଙ୍ଗଳା ହେବାକୁ ପଡିବ.. ତେଣୁ ଓଡିଶା ବାସୀ ରାତି ବିରାତି ଥାନା କୁ ଗଲେ ବିନା ପୋଷାକ ରେ ଯିବା ପାଁୟୀ ଅଭ୍ୟାସ କରନ୍ତୁ.. Shameless police system at odisha..

  • @gajananabehera4577
    @gajananabehera4577 4 месяца назад +288

    ଏମିତି କିଛି ସତ କହୁଥିବା ଲୋକ ବାହାରିଲେ ଦେଶ ଆଗେଇବ. 🙏🙏

    • @HrushikeshSenapati-f4i
      @HrushikeshSenapati-f4i 4 месяца назад +4

      Bhai.right.kahile

    • @dillipbehera9107
      @dillipbehera9107 4 месяца назад +2

      Sri thik katha kahichanti

    • @user-do1cr5xh5d
      @user-do1cr5xh5d 4 месяца назад +3

      Rati. 3hrs tu dekhi thilu . Police jaha karichhi thik karichhi . Kahuchhi mun Ex man .

    • @SiddarthNewsOdia
      @SiddarthNewsOdia 4 месяца назад +1

      Banda Katha kahuchi

    • @sureshchandradas9675
      @sureshchandradas9675 4 месяца назад +1

      ଏ ଭାଇ ଯାହା କହୁଛନ୍ତି ସେଭଳି ଆଜି ପର୍ୟ୍ୟନ୍ତ କେହି କହୁ ନାହାନ୍ତି, ଭାଇଙ୍କର ସତ୍ ସାହାସ କୁ ସାବାସ୍।

  • @kishorchsrichandan307
    @kishorchsrichandan307 4 месяца назад +97

    ସେନା କ୍ୟାମ୍ପସ ରେ ମଦ ଓ ନାଚ ସାଧାରଣ କଥା। ଆମ ସଭ୍ୟ ସମାଜ ରେ ରାତି ଦୁଇଟାରେ ମଦ ପିଇ ରାସ୍ତାରେ ଝଗଡ଼ା ନ କରି ଭଲରେ ଘରକୁ ଯିବାର ଥିଲା। ସତ ସାମ୍ନା କୁ ଆଣି ଥିବାରୁ ଧନ୍ୟବାଦ।

    • @nabakishorebarik24
      @nabakishorebarik24 4 месяца назад +7

      ଆପଣଙ୍କ ସଭ୍ୟ ସମାଜରେ କାହିଁକି ମଦ ବାର ରାତି 12 ପର୍ଯ୍ୟନ୍ତ ଖୋଲା ରହୁଛି। ସେଠି କଣ ସମସ୍ତେ ସେନା ବାହିନୀ ମଦ ପିଇ କରି ନାଚୁଛନ୍ତି। ଏହି ସମାଜ ର ଲୋକ ମାନେ ତ ବାର ରେ ନଚିବା ଭିଡ଼ିଓ ଦେଖା ଯାଉଛି। ପୋଲିସ କାହିଁକି ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ permission ଦେଇଛି।କଣ କିଛି ଆଦାୟ କରି ମଦ ବାର ଖୋଲା ଛlଡିଛନ୍ତି।???

    • @Seturam789
      @Seturam789 4 месяца назад +1

      ​@@nabakishorebarik24 ଏଇସବୁ କହି ଝିଅ ଏବଂ ସେ ଆର୍ମିର ଦୋଷ ଲୁଚେଇବାକୁ ଚେ଼ଷ୍ଟା କରନି 😂

    • @pratyushakumari5965
      @pratyushakumari5965 4 месяца назад

      Achhha gote pua mada pi bulipariba seita sabhya samaja ra loka nuhanti

    • @Seturam789
      @Seturam789 4 месяца назад

      @@pratyushakumari5965 ମଦୁଆ ମାନେ କେବେ ବି ସଭ୍ଯ ସମାଜରେ ଗଣା ଯାଆନ୍ତିନି ସେ ପୁଅ ହେଉ ବା ଝିଅ, ଏତିକି ସାଧାରଣ ଜ୍ଞାନ ତ ରଖନ୍ତୁ ମହାଶୟ। ଏବଂ କଥାଟା ହେଲା ସେଇ ପିଲାମାନେ ମଦ ପିଇ ନ ଥିଲେ , ରାସ୍ତାରେ ଯାଉଥିଲେ.. ତାଙ୍କ ଗାଡ଼ିକୁ ଆଗକୁ ବଢ଼ିବାକୁ ନଦେଇ ଏଇ ମଦୁଆ ଦମ୍ପତି ମିଡ଼ିଲ୍ ଫିଙ୍ଗର ଦେଖେଇଲେ। ଦୋଷ ପ୍ରଥମେ ସେ ଝିଅର

    • @rejeshkumarjena3644
      @rejeshkumarjena3644 4 месяца назад

      Bhai apana sabhya boli nijaku nije kahuchanti. Kintu Asabhya boli dekha jauchanti

  • @gopalkrushnanayak2414
    @gopalkrushnanayak2414 4 месяца назад +26

    ସେ ଝିଅ ତ ଭୁଲ କରିଛି... ସେଇଟା ସମସ୍ତେ ମାନୁଛନ୍ତି.... କିନ୍ତୁ police ର ବି କାର୍ଯ୍ୟ କଳାପ ଉପରେ ସନ୍ଦେହ... ଅନେକ ଘଟଣା ଘଟୁଛି police ନିରୀହ କୁ ଅତ୍ୟାଚାର କରିଛି. ଆଜି police କର୍ମ ଫଳ ପାଇଛି....
    ସେ ଯାହାବି ହଉ ସେ ଝିଅ, ସେ ଯୁବକ ଆଉ police ସବୁ ଦଣ୍ଡନୀୟ ହବା ଦରକାର

    • @RajintaBarik
      @RajintaBarik 4 месяца назад +1

      Police appointment for solve such types cases.but not dadagiri and rape

    • @soulkiller9197
      @soulkiller9197 4 месяца назад

      Police niriha ku atyachar kare manucchi..kintu tara sabu danda kn se bharatpur station staff ku hi deidebe na police department ku dayi karibaku haba..

    • @chinutakri4373
      @chinutakri4373 4 месяца назад

      Dekha mu gate katha kahibi se jhio modo piechi se b bhul karichi manuchi kintu police babu mane jou prakar dadagiri gunda gate jhio ate rati re police station ku asuchi help pain apano tanku help karu nahanti kahinki

    • @priyankabhol568
      @priyankabhol568 4 месяца назад

      Bhai Han je DCP ta bhalana but isi tachora ta kintu sejhia Bhai bahut kharab AME 5years ru taku janichu tara Nature,sea brounce sugar bi nie

  • @rajendranayak735
    @rajendranayak735 4 месяца назад +106

    ସେ ନାରୀ ବିଶୃଙ୍ଖଳିତ.. Car ରେ ଆସିଲା ବେଳେ ବିପକ୍ଷ ପିଲା ମାନଙ୍କୁ ଆଙ୍ଗୁଳି ଦେଖେଇବା, ଜୋତା ଦେଖେଇବା, କେତେ ଦୂର ଠିକ୍ ଥିଲା? ଥାନା ଭିତରେ ଏଭଳି ବ୍ଯବହାର କେତେଦୂର ଠିକ୍?

    • @kaliprasadtripathy4958
      @kaliprasadtripathy4958 4 месяца назад +5

      ଅଣ ଓଡ଼ିଆ ର ଦାଦାଗିରି। ଯେଉଁ ଅଣ ଓଡ଼ିଆ ମାନେ ଓଡ଼ିଶା ରେ ରହିକି ଓଡ଼ିଆ ରେ ପଢିକି ଓଡ଼ିଆ ଲେଖିବା ,କହିବା ପଢ଼ିବା ଜାଣିଛନ୍ତି ସେମାନେ ତଥାପି ହିନ୍ଦୀ କହୁଛନ୍ତି ଓଡ଼ିଆ ଙ୍କ ଆଗରେ , ସେ ବେ**ଛୁଆ ଙ୍କୁ ଆଗ ପିଟିବା ଦରକାର।
      ପୋଲିସ ୨୪ ଘଣ୍ଟା ବର୍ଦି ରେ ଖଟିବ ନା କଣ। କହୁଥିବା ଲୋକ ଆଗ ୩୬୫ ଦିନ ୨୪ ଘଣ୍ଟା ବର୍ଦୀ ପିନ୍ଧିକି ଦେଖାଉ ତ। Constable ନୁହେଁ ଯେ ୮ ଘଣ୍ଟା ରେ duty ସରିଯିବ। ସେ ଅଫିସର୍, ୨୪ ଘଣ୍ଟା ର ଦାୟିତ୍ଵ, କୌଣସି ଇନ୍ସପେକ୍ଟର କୌଣସି ଥାନା ରେ ୨୪ ଘଣ୍ଟା bardi ପିନ୍ଧନ୍ତି ନାହିଁ। ସେବା ଦେବାର ଅଛି, ସୋ ଅଫ କରିବାର ନାହିଁ। ପୋଲିସ ଅଫିସର ଜଣକ ଓଡ଼ିଆ ଭାଷା support ରେ କହୁଛନ୍ତି। ଆମେ ମାନେ ଏଭଳି ଅଫିସର୍ ଙ୍କୁ support କରି ତାଙ୍କ ମନୋବଳ ଉଚ୍ଚା କରିବା ଆବଶ୍ୟକ। ଓଡ଼ିଆ ମାନେ ଓଡ଼ିଆ ଭାଷା ବଞ୍ଚାଇବାକୁ ପ୍ରଯତ୍ନ କରୁଥିବା ଓଡ଼ିଆ ଅଫିସର୍ ର ଗୋଡ଼ ଭିଡ଼ ନାହିଁ, ତାଙ୍କୁ ସମର୍ଥନ କର। ସେ ଏକ ଅଭଦ୍ର ମଦ୍ୟପ ଅଣ ଓଡ଼ିଆ ମହିଳା କୁ ଓଡ଼ିଆ ଭାଷା ରେ କହିବାକୁ କହିଲେ ଯେ କି ଓଡ଼ିଆ ଜାଣି ସୁଦ୍ଧା ଆମ ମାତୃଭୂମି ରେ ଆମକୁ ହିନ୍ଦୀ କହୁଛି। ଓଡ଼ିଶା ଆଗରୁ କଳିଙ୍ଗ ଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ର ତଳ ୬୦ ପ୍ରତିଶତ ଭୂମି ଓଡ଼ିଆ ଶାସିତ ଥିଲା। ଏଠି କେବଳ ଓଡ଼ିଆ ଓ ଆଦିବାସୀ ଲୋକ ରହୁଥିଲେ। ଏକତା ନ ରଖିବା ହେତୁ ଆମର ତିନି ଚତୁର୍ଥାଂଶ ଭୂମି ହରାଇଲେ ଓ ସେଠି ଓଡ଼ିଆ ଭାଷା ହଜି ହଜି ଯାଇଛି, କେବଳ ଘରେ କଥିତ ଭାଷା ରୂପେ ରହି ଯାଉଛି। ସାହି ର ମଙ୍ଗଳ କରିବାକୁ ଯାଇ ନିଜ ପରିବାର କୁ ଅଣଦେଖା କଲେ ଛାରଖାର ହୋଇଯାଏ, ଯେବେ ନେଡି ଗୁଡ଼ କହୁଣି କୁ ବହି ଯାଏ ସାହି ଲୋକ ସାହାଯ୍ୟ କରନ୍ତି ନାହିଁ।
      ଆମ କଳିଙ୍ଗ ଭୂମି ରେ ଯାହା ସମ୍ପଦ ଅଛି ସେଥିରେ ଆମେ ଏକ ଦେଶ ହୋଇ ଚାଲିବାକୁ ଯଥେଷ୍ଟ ଅଛି। ଉତ୍ତର ଭାରତ ଆମ ବେକ ଉପରେ ଗୋଡ଼ ରଖି ଶାସନ କରି ଲୁଟି ନଉଛି। ଦକ୍ଷିଣ ଭାରତ ମଧ୍ୟ ଆମ କଳିଙ୍ଗ ର ଦକ୍ଷିଣ ଭାଗ ଛଡ଼ାଇ ନେଲା। ଆମେ ଭାରତ ଭାରତ ହୋଇ ଡେଉଁଛେ। ଆଗ ଓଡ଼ିଶା ବଞ୍ଚାଅ ତା ପରେ ଜୀବନ ରହିଲେ ଶକ୍ତି ସାମର୍ଥ୍ୟ ରହିଲେ ଭାରତ ବଞ୍ଚାଇବା।
      କେନ୍ଦ୍ର (ନିଜ ଭିତରୁ)ରୁ ଶକ୍ତି ର ଜାଗରଣ ହୁଏ। ଆଗ ନିଜକୁ ଶକ୍ତିଶାଳୀ କଲେ ସମୃଦ୍ଧ କଲେ ପରିବାର ପ୍ରତିପୋଷଣ କରିବା, ପରିବାର ପରେ ସାହି, ତା ପରେ ଗାଁ, ସହର ଜିଲ୍ଲା, ତା ପରେ ରାଜ୍ୟ, ତା ପରେ ଦେଶ। କଳିଙ୍ଗ ଆମ ଦେଶ ଓ ଭାରତ ଆମ ଉପ ମହାଦେଶ। ପଡିଶା ଲୋକ କୁ ସେବା କରିବାକୁ ଯାଇ ନିଜ ରୋଗୀଣା ବାପା କୁ ବଳି ପକାଅ ନାହିଁ ଓଡ଼ିଆ ଭାଇ ମାନେ।
      ସେ ଅଫିସର୍ ର କିଛି ଭୁଲ ନାହିଁ, ସେ ବଦମାସ୍ ଝିଅ ର ଭୁଲ। ନିଜ ରକ୍ଷକ ଙ୍କୁ ସମର୍ଥନ କରନ୍ତୁ।
      ଝିଅ ଉତ୍ପାତ ହୋଇଛି ବାହାରେ ମଦ ପିକି। ମାଡ଼ ହେବନି କଣ ପୂଜା ହେବ କି।। ଆଗକୁ ସବୁ ଅଣ ଓଡ଼ିଆ ଆଉ ଅଣ ହିନ୍ଦୁ ଙ୍କୁ ଉଡେଇଦବୁ ଆମେ। ଓଡ଼ିଶା ଓ ଆଖ ପାଖ ରାଜ୍ୟ କେବଳ ଓଡ଼ିଆ ଓ ଆଦିବାସୀ ଙ୍କର।
      ଓଡ଼ିଆ ଏକତା ଜିନ୍ଦାବାଦ 🚩
      ଜୟ କଳିଙ୍ଗ 🙏🚩
      ଜୟ ଜଗନ୍ନାଥ 🙏🚩

    • @MangalsinghMunda-d3m
      @MangalsinghMunda-d3m 4 месяца назад

      Bahut badhiya bhai tuma writing sbu padhili apna jane sachha Manisha❤❤❤​@@kaliprasadtripathy4958

    • @MoneyMatter-p1r
      @MoneyMatter-p1r 4 месяца назад

      Kan lekhila bhai ❤​@@kaliprasadtripathy4958

    • @ManoranjanRATH-ft9je
      @ManoranjanRATH-ft9je 4 месяца назад

      Suspend କମ୍ ହେଲା termination ହେବା କଥା

  • @Subrat_for_nation
    @Subrat_for_nation 4 месяца назад +165

    ଏଇ ଝିଅ ପାଇଁ ଆଗାମୀ ଦିନ ରେ ବହୁତ ନିରୀହ ଝିଅ ବୋହୁ କୁ ବି ଲୋକ ନ୍ୟାୟ ଦେବାପାଇଁ ଆଗକୁ ଆସିବେନି.

  • @ashoksangit9895
    @ashoksangit9895 4 месяца назад +51

    ସେ ଝିଅର ବାପାକୁ ଟିକେ ଲାଜ ଲାଗୁନି ତା ଝିଅ ମଦପି ଗୋଟେ ରାତି ଅଧରେ ବୁଲୁଚି

  • @sinu.sonubaral3550
    @sinu.sonubaral3550 4 месяца назад +50

    Tq bhai

  • @Seturam789
    @Seturam789 4 месяца назад +116

    ତଥାପି, କିଛି ବିବେକହୀନ ଲୋକଙ୍କର 😭😭😭 ଏ ଉଦଣ୍ଡି ଅଣ ଓଡ଼ିଆ ଝିଅ ପାଇଁ ବହୁତ ଦରଦ

    • @AbhishekPradhan-iv4xw
      @AbhishekPradhan-iv4xw 4 месяца назад

      R8 bhai

    • @mrspanda4101
      @mrspanda4101 4 месяца назад

      She is an odia girl.Ankita pradhan.

    • @Seturam789
      @Seturam789 4 месяца назад +5

      @@mrspanda4101 ଓଡ଼ିଆ ତ କହିପାରୁନି, ଓଡ଼ିଆ ହେଲା କେମିତି ? 😂

    • @masterscience9490
      @masterscience9490 4 месяца назад +6

      ଓଡ଼ିଆ ସହ କଣ ମତଲବ ତର. କଣ ତୁ ହିନ୍ଦୀ ଷ୍ଟେଟ ଗଲେ ତ ଭଉଣୀ କି ମା ସହ ହେଲେ ଏଭଲି ଠିକ କଥା କି.ସେ ବାଳ କଥା ଛାଡ଼ ଆଗ. ଇଣ୍ଡିଆ ଆଗ. ଓଡ଼ିଆ ପଛ.

    • @Seturam789
      @Seturam789 4 месяца назад +2

      @@masterscience9490 ତୁ ଓଡ଼ିଆ ଭଲରେ ଲେଖିବା ଶିଖେ ଆଗ ପ୍ରଥମ ଫେଲ୍ କୋଉଠିକାର 😂, ତୁ ଯାଆ ହିନ୍ଦୀ କହିବୁ ହିନ୍ଦୀ ରାଜ୍ଯରେ, ଏଇଟା ଓଡ଼ିଶା ଏଠାକାର ଭାଷା ହେଲା ଓଡ଼ିଆ, ଲୋକେ ଏଇଠି ଓଡ଼ିଆ କୁହନ୍ତି, ଓଡ଼ିଆ ଭାଷାକୁ ଯଦି ଓଡ଼ିଆ ଲୋକେ ନ କହିବେ ତେବେ ଓଡ଼ିଆ ଭାଷା ବଂଚିବ କିପରି? । ଆଶ୍ଚର୍ଯ୍ୟର କଥା ହେଲା ଏୟା ସେ ଓଡ଼ିଆ ଲୋକ ହେଇ, ଓଡ଼ିଆ ପରିବାର ହେଇ ମଧ୍ଯ ଆପଣଙ୍କୁ ଓଡ଼ିଆ କହିଆସୁନି ! ତାହା ଅତ୍ଯନ୍ତ ଲଜ୍ଜାର ବିଷୟ। ତୁ ତା କହି, ମା ଭଉଣୀ ଭଳି ଅଭଦ୍ର ଭାଷା ମତେ କାହିଁକି ଦଉୁଛୁ ? ତୋ ଭାଷାରୁ ଜଣା ପଡ଼ୁଛି ତୁ କେଉଁ ପରିବାରରୁ ଆସୁଛୁ.. ଲଜ୍ଜା ଲାଗୁନି ତତେ ହଇରେ ଘୋଡ଼ାମୁହାଁ 😂

  • @Sagarodiavlog
    @Sagarodiavlog 4 месяца назад +50

    ଆପଣ ଯେବେ GYM କୁ ଯାଉଛନ୍ତି କିଛି ସ୍ପୋର୍ଟସ ଡ୍ରେସ୍ ପିନ୍ଧି ଯାଉଛନ୍ତି ନା ଗାମୁଛା ପିନ୍ଧି Gym ଯାଉଛନ୍ତି...........? So On Duty ରେ uniform ପିନ୍ଧିବା ଆବଶକ...Ta Night' Dress ଆବଶ୍ୟକ ନୁହେଁ?

    • @priyankarout6332
      @priyankarout6332 4 месяца назад

      Great thinking

    • @sanjibkalet6180
      @sanjibkalet6180 4 месяца назад

      Se nighti pindhithila k8chi vidio acchi ki

    • @sanjibkalet6180
      @sanjibkalet6180 4 месяца назад +1

      Odisha police 24 ghanta mutayana ,Jadi sivil dress pindhila ki nai ,tar case deiki palei asiba katha

    • @tapasranjannanda3975
      @tapasranjannanda3975 4 месяца назад +4

      Bhai tu ete duty padhani..ame b service re achu. Night re ame b dress relax pain kholidau. If required we dressed up within 2 minutes. Kan hela sethu.

    • @Mrmr0999
      @Mrmr0999 4 месяца назад +1

      Right bro

  • @subhasinirout9542
    @subhasinirout9542 4 месяца назад +119

    ବହୁତ ଭଲ କଥା କହିଲେ ଭାଇ

  • @saileshmishra75
    @saileshmishra75 4 месяца назад +55

    Tapi ଭାଇ ସବୁବେଳେ ହୃଦୟରୁ ଖୋଲା କଥା କହୁଥିବା ମଣିଷ ଜଣେ🥰👍Most honest person....ଗୋଟେ କଥା କୁ ଠିକ୍ ଭାବରେ ନିଜେ ବୁଝି, ତାକୁ ତର୍ଜମା କରି ଲୋକ ଙ୍କ ପାଖରେ ଉଚିତ୍ ଓ ନ୍ୟାୟିକ କଥା ଟି ପହଞ୍ଚିବାରେ ସବୁବେଳେ Expert ଆମ Tapi ଭାଇ, ମୁ ସବୁ ସମୟରେ ଦେଖି ଆସିଛି😊Many many Thanks Tapi bhai for this

    • @monabulu7902
      @monabulu7902 4 месяца назад +1

      Ye Bhai kana judge judgment debe

  • @ashwinisahu6584
    @ashwinisahu6584 4 месяца назад +1

    RIGHT KAHILE 🎉🎉🎉sir

  • @suryakantaghadei731
    @suryakantaghadei731 4 месяца назад +95

    Police ର ଭୁଲ୍ ନାହିଁ କି ମଦ ର ବି ଭୁଲ୍ ନାହିଁ
    ଭୁଲ୍ କେବଳ ମହିଳା ଙ୍କର

    • @ApYoutuber777
      @ApYoutuber777 4 месяца назад

      @@suryakantaghadei731 ଭୁଲ କେମିତି ନାହିଁ ପୋଲିସ ଷ୍ଟେସନ ରେ କ୍ୟାମେରା କଣ ପାଇଁ ଲାଗୁନି ପଇସା ସରକାର ଦଉଚି ଏଭିଦେନ୍ସ କୋଉଠୁ ଆସିବା ୟେ ଭି ଗୋଟେ କ୍ରାଇମ ହେବା କଥା ୫ବର୍ଷ ଦଣ୍ଡ ହେବା କଥା ତାହେଲେ ଯାଇକି ସବୁ ଗଭର୍ମେଣ୍ଟ ହଉ ପ୍ରାଇଭେଟ୍ କ୍ୟାମେରା ଲାଗିବ ମଣ୍ଡେଟରୀ ହେବା କଥା ନହେଲେ ୫ ବର୍ଷ ଜେଲ ହେବା କଥା

    • @sarojbisoyi2209
      @sarojbisoyi2209 4 месяца назад +1

      Vai se ଭରତ ପୂର୍ aria ଲୋକ ତ ସତ କହିବେ police dueti karuchi ki kn karuchi

  • @biranchisrichandan8411
    @biranchisrichandan8411 4 месяца назад +64

    ଥାନାରେ ସାଧାରଣ ଜନତାକୁ ପୋଲିସ ଠିକ୍ ବ୍ୟବହାର ଦେଖାଉଛି କି ?

    • @Seturam789
      @Seturam789 4 месяца назад

      @@biranchisrichandan8411 ଆପଣଙ୍କର ଯଦି ବିବେକ ଜ୍ଞାନ ଥାଆନ୍ତା ତାହେଲେ, ପୁରା ପୁଲିସ୍ ଡିପାର୍ଟମେଣ୍ଟକୁ ନିନ୍ଦା କରନ୍ତନ , ସମସ୍ତ ପୁଲିସ୍ ସମାନ ନା କ'ଣ ?

    • @thesensible42
      @thesensible42 4 месяца назад +3

      Jeu sadharana janata micha kesh neiki jibe taku semiti behaviour dekhae

    • @saisarvottam1981
      @saisarvottam1981 4 месяца назад +1

      କିଛି ପାୱାର ରେ ଥିବା 90% ଲୋକ ଆପଣ ଙ୍କୁ ଖରାପ୍ ବ୍ୟବହାର ଦେଖେଇବେ ଖାଲି ପୋଲିସ ନୁହଁ।

    • @suda525
      @suda525 4 месяца назад +1

      Tu kebe police station jaichu complain nei. Jai no thibu sethi pai janinu

  • @jayantakumarmuduli8652
    @jayantakumarmuduli8652 4 месяца назад +17

    ସେ ଥାନାରେ ସିସି ଟିଭି ଗଲା କୁଆଡେ ଆଗ କୁହ,,

  • @kisubanki6564
    @kisubanki6564 4 месяца назад +121

    ଭାଇରେ ପୁରା ଠିକ କହିଲ... ଯିଏ ଟିକେ କାନ୍ଦିଲା ସେ ଲୋକଙ୍କ ମନକୁ ଜିତିଲା

  • @dukhabandhudehury4075
    @dukhabandhudehury4075 4 месяца назад +42

    ଓଡିଶା ପୋଲିସ କୁ ବଦନାମ କରାଯାଉ ନାହିଁ, କେବଳ ସେହି ଅଯୋଗ୍ୟ ପୋଲିସ ମାନଙ୍କୁ ବଦନାମ କରା ଯାଇଛି..... ଆ ହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ....

    • @adityakumarpattanaik6014
      @adityakumarpattanaik6014 4 месяца назад +1

      Au kichhi habani case sarila

    • @SkAman-o1j
      @SkAman-o1j 4 месяца назад +1

      Ru kie re

    • @guruprasaddash1086
      @guruprasaddash1086 4 месяца назад +1

      Ajogya kie au kemti tk explain kla

    • @satyabratasahu9573
      @satyabratasahu9573 4 месяца назад +1

      Rajaniti karani re kehi
      Police gote Dina duty jadi na kare samaste gharu bahari paribe ta

    • @brikeshmohanty
      @brikeshmohanty 4 месяца назад +1

      Bhai seita ghara nathila,seita police station......kemiti kahuchanti nighty pindhile kichi asubidha nahi boli.....I think it's wrong in my opinion

  • @smrutiranjan374
    @smrutiranjan374 4 месяца назад +21

    ଝିଅ ତା ବାପା ର ପଦବୀ ଯୋଗୁ ଅତଧିକ ଘମନଡି ହେଇଯାଇଛି।

    • @kaliprasadtripathy4958
      @kaliprasadtripathy4958 4 месяца назад +3

      ଅଣ ଓଡ଼ିଆ ର ଦାଦାଗିରି। ଯେଉଁ ଅଣ ଓଡ଼ିଆ ମାନେ ଓଡ଼ିଶା ରେ ରହିକି ଓଡ଼ିଆ ରେ ପଢିକି ଓଡ଼ିଆ ଲେଖିବା ,କହିବା ପଢ଼ିବା ଜାଣିଛନ୍ତି ସେମାନେ ତଥାପି ହିନ୍ଦୀ କହୁଛନ୍ତି ଓଡ଼ିଆ ଙ୍କ ଆଗରେ , ସେ ବେ**ଛୁଆ ଙ୍କୁ ଆଗ ପିଟିବା ଦରକାର।
      ପୋଲିସ ୨୪ ଘଣ୍ଟା ବର୍ଦି ରେ ଖଟିବ ନା କଣ। କହୁଥିବା ଲୋକ ଆଗ ୩୬୫ ଦିନ ୨୪ ଘଣ୍ଟା ବର୍ଦୀ ପିନ୍ଧିକି ଦେଖାଉ ତ। Constable ନୁହେଁ ଯେ ୮ ଘଣ୍ଟା ରେ duty ସରିଯିବ। ସେ ଅଫିସର୍, ୨୪ ଘଣ୍ଟା ର ଦାୟିତ୍ଵ, କୌଣସି ଇନ୍ସପେକ୍ଟର କୌଣସି ଥାନା ରେ ୨୪ ଘଣ୍ଟା bardi ପିନ୍ଧନ୍ତି ନାହିଁ। ସେବା ଦେବାର ଅଛି, ସୋ ଅଫ କରିବାର ନାହିଁ। ପୋଲିସ ଅଫିସର ଜଣକ ଓଡ଼ିଆ ଭାଷା support ରେ କହୁଛନ୍ତି। ଆମେ ମାନେ ଏଭଳି ଅଫିସର୍ ଙ୍କୁ support କରି ତାଙ୍କ ମନୋବଳ ଉଚ୍ଚା କରିବା ଆବଶ୍ୟକ। ଓଡ଼ିଆ ମାନେ ଓଡ଼ିଆ ଭାଷା ବଞ୍ଚାଇବାକୁ ପ୍ରଯତ୍ନ କରୁଥିବା ଓଡ଼ିଆ ଅଫିସର୍ ର ଗୋଡ଼ ଭିଡ଼ ନାହିଁ, ତାଙ୍କୁ ସମର୍ଥନ କର। ସେ ଏକ ଅଭଦ୍ର ମଦ୍ୟପ ଅଣ ଓଡ଼ିଆ ମହିଳା କୁ ଓଡ଼ିଆ ଭାଷା ରେ କହିବାକୁ କହିଲେ ଯେ କି ଓଡ଼ିଆ ଜାଣି ସୁଦ୍ଧା ଆମ ମାତୃଭୂମି ରେ ଆମକୁ ହିନ୍ଦୀ କହୁଛି। ଓଡ଼ିଶା ଆଗରୁ କଳିଙ୍ଗ ଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ର ତଳ ୬୦ ପ୍ରତିଶତ ଭୂମି ଓଡ଼ିଆ ଶାସିତ ଥିଲା। ଏଠି କେବଳ ଓଡ଼ିଆ ଓ ଆଦିବାସୀ ଲୋକ ରହୁଥିଲେ। ଏକତା ନ ରଖିବା ହେତୁ ଆମର ତିନି ଚତୁର୍ଥାଂଶ ଭୂମି ହରାଇଲେ ଓ ସେଠି ଓଡ଼ିଆ ଭାଷା ହଜି ହଜି ଯାଇଛି, କେବଳ ଘରେ କଥିତ ଭାଷା ରୂପେ ରହି ଯାଉଛି। ସାହି ର ମଙ୍ଗଳ କରିବାକୁ ଯାଇ ନିଜ ପରିବାର କୁ ଅଣଦେଖା କଲେ ଛାରଖାର ହୋଇଯାଏ, ଯେବେ ନେଡି ଗୁଡ଼ କହୁଣି କୁ ବହି ଯାଏ ସାହି ଲୋକ ସାହାଯ୍ୟ କରନ୍ତି ନାହିଁ।
      ଆମ କଳିଙ୍ଗ ଭୂମି ରେ ଯାହା ସମ୍ପଦ ଅଛି ସେଥିରେ ଆମେ ଏକ ଦେଶ ହୋଇ ଚାଲିବାକୁ ଯଥେଷ୍ଟ ଅଛି। ଉତ୍ତର ଭାରତ ଆମ ବେକ ଉପରେ ଗୋଡ଼ ରଖି ଶାସନ କରି ଲୁଟି ନଉଛି। ଦକ୍ଷିଣ ଭାରତ ମଧ୍ୟ ଆମ କଳିଙ୍ଗ ର ଦକ୍ଷିଣ ଭାଗ ଛଡ଼ାଇ ନେଲା। ଆମେ ଭାରତ ଭାରତ ହୋଇ ଡେଉଁଛେ। ଆଗ ଓଡ଼ିଶା ବଞ୍ଚାଅ ତା ପରେ ଜୀବନ ରହିଲେ ଶକ୍ତି ସାମର୍ଥ୍ୟ ରହିଲେ ଭାରତ ବଞ୍ଚାଇବା।
      କେନ୍ଦ୍ର (ନିଜ ଭିତରୁ)ରୁ ଶକ୍ତି ର ଜାଗରଣ ହୁଏ। ଆଗ ନିଜକୁ ଶକ୍ତିଶାଳୀ କଲେ ସମୃଦ୍ଧ କଲେ ପରିବାର ପ୍ରତିପୋଷଣ କରିବା, ପରିବାର ପରେ ସାହି, ତା ପରେ ଗାଁ, ସହର ଜିଲ୍ଲା, ତା ପରେ ରାଜ୍ୟ, ତା ପରେ ଦେଶ। କଳିଙ୍ଗ ଆମ ଦେଶ ଓ ଭାରତ ଆମ ଉପ ମହାଦେଶ। ପଡିଶା ଲୋକ କୁ ସେବା କରିବାକୁ ଯାଇ ନିଜ ରୋଗୀଣା ବାପା କୁ ବଳି ପକାଅ ନାହିଁ ଓଡ଼ିଆ ଭାଇ ମାନେ।
      ସେ ଅଫିସର୍ ର କିଛି ଭୁଲ ନାହିଁ, ସେ ବଦମାସ୍ ଝିଅ ର ଭୁଲ। ନିଜ ରକ୍ଷକ ଙ୍କୁ ସମର୍ଥନ କରନ୍ତୁ।
      ଝିଅ ଉତ୍ପାତ ହୋଇଛି ବାହାରେ ମଦ ପିକି। ମାଡ଼ ହେବନି କଣ ପୂଜା ହେବ କି।। ଆଗକୁ ସବୁ ଅଣ ଓଡ଼ିଆ ଆଉ ଅଣ ହିନ୍ଦୁ ଙ୍କୁ ଉଡେଇଦବୁ ଆମେ। ଓଡ଼ିଶା ଓ ଆଖ ପାଖ ରାଜ୍ୟ କେବଳ ଓଡ଼ିଆ ଓ ଆଦିବାସୀ ଙ୍କର।
      ଓଡ଼ିଆ ଏକତା ଜିନ୍ଦାବାଦ 🚩
      ଜୟ କଳିଙ୍ଗ 🙏🚩
      ଜୟ ଜଗନ୍ନାଥ 🙏🚩

    • @smrutiranjan374
      @smrutiranjan374 4 месяца назад

      @@kaliprasadtripathy4958 ଆପଣ ସତ୍ କହୁଛନ୍ତି। ଏଇ ଭଳି ଓଡ଼ିଆ ଲୋକ ଙ୍କୁ ପିଟିବା କଥା ଯୋଉ ମନେ ଓଡ଼ିଆ ଜାଣି ହିନ୍ଦୀ ରେ ଆଉ ଇଂଲିଶ ରେ କଥା ହୁଅନ୍ତି।

    • @smrutiranjan374
      @smrutiranjan374 4 месяца назад

      @@kaliprasadtripathy4958 ଆପଣ ସତ୍ କହୁଛନ୍ତି। ଯୋଉ ଓଡ଼ିଆ ଲୋକ ଓଡ଼ିଆ ଭାଷା ଜାଣି ବି ହିନ୍ଦୀ ଆଉ ଇଂଲିଶ ରେ କଥା ହୁଏ ତାକୁ ଭଲ ଭାବରେ ବାଡେଇବା କଥା।

  • @sahoosangram25
    @sahoosangram25 4 месяца назад +16

    Thank you brother 🙏🙏🙏

  • @LaxmipriyaDenisa
    @LaxmipriyaDenisa 4 месяца назад +10

    ସବୁଠୁ ଭଲ ହବ ମଦ ବନ୍ଦ ହେଇଯାଉ,,,,,, ସେ ଝିଅ ଏତେ ରାତିରେ କଣ ପାଇଁ ବୁଲୁଥିଲା ଯେ... ସବୁ ଭୁଲ ସେ ଝିଅ ର..

  • @mamatajena802
    @mamatajena802 4 месяца назад +20

    Thanks mo suna bada bhai best katha kete sundra katha 🙏🙏🙏🙏

  • @kaliprasadtripathy4958
    @kaliprasadtripathy4958 4 месяца назад +8

    ଅଣ ଓଡ଼ିଆ ଝିଅର ଦାଦାଗିରି। ଯେଉଁ ଅଣ ଓଡ଼ିଆ ମାନେ ଓଡ଼ିଶା ରେ ରହିକି ଓଡ଼ିଆ ରେ ପଢିକି ଓଡ଼ିଆ ଲେଖିବା ,କହିବା ପଢ଼ିବା ଜାଣିଛନ୍ତି ସେମାନେ ତଥାପି ହିନ୍ଦୀ କହୁଛନ୍ତି ଓଡ଼ିଆ ଙ୍କ ଆଗରେ , ସେ ବେ**ଛୁଆ ଙ୍କୁ ଆଗ ପିଟିବା ଦରକାର।
    ପୋଲିସ ୨୪ ଘଣ୍ଟା ବର୍ଦି ରେ ଖଟିବ ନା କଣ। କହୁଥିବା ଲୋକ ଆଗ ୩୬୫ ଦିନ ୨୪ ଘଣ୍ଟା ବର୍ଦୀ ପିନ୍ଧିକି ଦେଖାଉ ତ। Constable ନୁହେଁ ଯେ ୮ ଘଣ୍ଟା ରେ duty ସରିଯିବ। ସେ ଅଫିସର୍, ୨୪ ଘଣ୍ଟା ର ଦାୟିତ୍ଵ, କୌଣସି ଇନ୍ସପେକ୍ଟର କୌଣସି ଥାନା ରେ ୨୪ ଘଣ୍ଟା bardi ପିନ୍ଧନ୍ତି ନାହିଁ। ସେବା ଦେବାର ଅଛି, ସୋ ଅଫ କରିବାର ନାହିଁ। ପୋଲିସ ଅଫିସର ଜଣକ ଓଡ଼ିଆ ଭାଷା support ରେ କହୁଛନ୍ତି। ଆମେ ମାନେ ଏଭଳି ଅଫିସର୍ ଙ୍କୁ support କରି ତାଙ୍କ ମନୋବଳ ଉଚ୍ଚା କରିବା ଆବଶ୍ୟକ। ଓଡ଼ିଆ ମାନେ ଓଡ଼ିଆ ଭାଷା ବଞ୍ଚାଇବାକୁ ପ୍ରଯତ୍ନ କରୁଥିବା ଓଡ଼ିଆ ଅଫିସର୍ ର ଗୋଡ଼ ଭିଡ଼ ନାହିଁ, ତାଙ୍କୁ ସମର୍ଥନ କର। ସେ ଏକ ଅଭଦ୍ର ମଦ୍ୟପ ଅଣ ଓଡ଼ିଆ ମହିଳା କୁ ଓଡ଼ିଆ ଭାଷା ରେ କହିବାକୁ କହିଲେ ଯେ କି ଓଡ଼ିଆ ଜାଣି ସୁଦ୍ଧା ଆମ ମାତୃଭୂମି ରେ ଆମକୁ ହିନ୍ଦୀ କହୁଛି। ଓଡ଼ିଶା ଆଗରୁ କଳିଙ୍ଗ ଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ର ତଳ ୬୦ ପ୍ରତିଶତ ଭୂମି ଓଡ଼ିଆ ଶାସିତ ଥିଲା। ଏଠି କେବଳ ଓଡ଼ିଆ ଓ ଆଦିବାସୀ ଲୋକ ରହୁଥିଲେ। ଏକତା ନ ରଖିବା ହେତୁ ଆମର ତିନି ଚତୁର୍ଥାଂଶ ଭୂମି ହରାଇଲେ ଓ ସେଠି ଓଡ଼ିଆ ଭାଷା ହଜି ହଜି ଯାଇଛି, କେବଳ ଘରେ କଥିତ ଭାଷା ରୂପେ ରହି ଯାଉଛି। ସାହି ର ମଙ୍ଗଳ କରିବାକୁ ଯାଇ ନିଜ ପରିବାର କୁ ଅଣଦେଖା କଲେ ଛାରଖାର ହୋଇଯାଏ, ଯେବେ ନେଡି ଗୁଡ଼ କହୁଣି କୁ ବହି ଯାଏ ସାହି ଲୋକ ସାହାଯ୍ୟ କରନ୍ତି ନାହିଁ।
    ଆମ କଳିଙ୍ଗ ଭୂମି ରେ ଯାହା ସମ୍ପଦ ଅଛି ସେଥିରେ ଆମେ ଏକ ଦେଶ ହୋଇ ଚାଲିବାକୁ ଯଥେଷ୍ଟ ଅଛି। ଉତ୍ତର ଭାରତ ଆମ ବେକ ଉପରେ ଗୋଡ଼ ରଖି ଶାସନ କରି ଲୁଟି ନଉଛି। ଦକ୍ଷିଣ ଭାରତ ମଧ୍ୟ ଆମ କଳିଙ୍ଗ ର ଦକ୍ଷିଣ ଭାଗ ଛଡ଼ାଇ ନେଲା। ଆମେ ଭାରତ ଭାରତ ହୋଇ ଡେଉଁଛେ। ଆଗ ଓଡ଼ିଶା ବଞ୍ଚାଅ ତା ପରେ ଜୀବନ ରହିଲେ ଶକ୍ତି ସାମର୍ଥ୍ୟ ରହିଲେ ଭାରତ ବଞ୍ଚାଇବା।
    କେନ୍ଦ୍ର (ନିଜ ଭିତରୁ)ରୁ ଶକ୍ତି ର ଜାଗରଣ ହୁଏ। ଆଗ ନିଜକୁ ଶକ୍ତିଶାଳୀ କଲେ ସମୃଦ୍ଧ କଲେ ପରିବାର ପ୍ରତିପୋଷଣ କରିବା, ପରିବାର ପରେ ସାହି, ତା ପରେ ଗାଁ, ସହର ଜିଲ୍ଲା, ତା ପରେ ରାଜ୍ୟ, ତା ପରେ ଦେଶ। କଳିଙ୍ଗ ଆମ ଦେଶ ଓ ଭାରତ ଆମ ଉପ ମହାଦେଶ। ପଡିଶା ଲୋକ କୁ ସେବା କରିବାକୁ ଯାଇ ନିଜ ରୋଗୀଣା ବାପା କୁ ବଳି ପକାଅ ନାହିଁ ଓଡ଼ିଆ ଭାଇ ମାନେ।
    ସେ ଅଫିସର୍ ର କିଛି ଭୁଲ ନାହିଁ, ସେ ବଦମାସ୍ ଝିଅ ର ଭୁଲ। ନିଜ ରକ୍ଷକ ଙ୍କୁ ସମର୍ଥନ କରନ୍ତୁ।
    ଝିଅ ଉତ୍ପାତ ହୋଇଛି ବାହାରେ ମଦ ପିକି। ମାଡ଼ ହେବନି କଣ ପୂଜା ହେବ କି।। ଆଗକୁ ସବୁ ଅଣ ଓଡ଼ିଆ ଆଉ ଅଣ ହିନ୍ଦୁ ଙ୍କୁ ଉଡେଇଦବୁ ଆମେ। ଓଡ଼ିଶା ଓ ଆଖ ପାଖ ରାଜ୍ୟ କେବଳ ଓଡ଼ିଆ ଓ ଆଦିବାସୀ ଙ୍କର।
    ଓଡ଼ିଆ ଏକତା ଜିନ୍ଦାବାଦ 🚩
    ଜୟ କଳିଙ୍ଗ 🙏🚩
    ଜୟ ଜଗନ୍ନାଥ 🙏🚩

  • @PradiptaPradhan-g7f
    @PradiptaPradhan-g7f 4 месяца назад +11

    ଆପଣଙ୍କ କଥା ଶୁଣିଲେ ରାମରାଜ୍ୟ ଆସିଯିବ ୧୦୦% ଧନ୍ୟବାଦ

  • @Billionaire_thoughts07
    @Billionaire_thoughts07 4 месяца назад +15

    This is how a true patriot speaks. Totally impartial. Kudos to this ex-men👏👏.

  • @SudhirkumarPatra-mt6lj
    @SudhirkumarPatra-mt6lj 4 месяца назад +47

    Police,ଯଦି ଭଲ କାମ କରିବେ ,,ଭଲ behavior public ସହିତ କରିବେ,,ତାହାହେଲେ ସବୁ ଠିକ ହେବ।

    • @mkumar4593
      @mkumar4593 4 месяца назад +4

      Bhai police semanaka pani kharap jau mane bahare mada piu thibe , ba mada p ki gadi chalau thibe taku jadi police fine kar dela. Sethu police kharap hai gala
      Police ku loka ethi pani support karani ni police fine kare

    • @mishraeducationpoint
      @mishraeducationpoint 4 месяца назад +4

      Jou mane criminal semane police ku khrp kahibe

    • @mamatajena802
      @mamatajena802 4 месяца назад +1

      Dekhantu sir 🙏 sabu police public ku kharpa karantini and police jadi ati dayalu hebe tahele sabu public chro heijibe sir

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 4 месяца назад +6

    ସାର 🙏ଆପଣ ଙ୍କୁ ମୋର କୋଟି ପ୍ରଣାମ 🙏
    ଆପଣ ଙ୍କ ଭଳି ଜଣେ ସଚୋଟ ବ୍ୟକ୍ତିତ୍ୱ ଙ୍କୁ ମୁଁ ପ୍ରଥମେ ଦେଖିଲି, ସାର ଧନ୍ୟବାଦ 🙏

  • @subash-fe1mg
    @subash-fe1mg 4 месяца назад +63

    ଭାଇ ତମ ସ୍ଥିତି ଠିକ୍ ନୁହେଁ ତମେ କଣ ୟୁଟୁବୁ ଚ୍ୟାନେଲ ରେ ଭାଷଣ ଦେଉଛ

  • @pratibhaacharya4558
    @pratibhaacharya4558 4 месяца назад +11

    ତୋର ମା ଭଉଣୀ ସ୍ତ୍ରୀ ଯଦି ରାତି ଅଧରେ ପୋଲିସ ପକ୍ଷେ।ଅଭିଯୋଗ କରିବାକୁ ଯିବେ ପୋଲିସ ତାକୁ ଅବlନ୍ତର ପ୍ରଶ୍ନ ପଚାରି ନେଗ୍ଲେଟ କରି ଫେରାଇ ଦେବକୀ
    ତାଙ୍କର କର୍ତ୍ତବ୍ୟ କଣ ?ଯେତେ ରାତି ହେଉ ନାଇଟ duty re ଅଛନ୍ତି କେସ ସଙ୍ଗେ ସଙ୍ଗେ ଟେକ୍ up କରିବେ ଗାଡ଼ି ଧରି ଅପରାଧ ସ୍ପଟ୍ କୁ ତୁରନ୍ତ ଯାଇ ଯାଞ୍ଚ କରିବେ ,
    ପୋଲିସ କରିଛି କି ?
    ମଦ ଖାଇବା ବାର କ୍ଲବ ଯିବା ଭୁବନେଶ୍ୱର ରେ ଏହା ନୀତି ଦିନିଆ ଘଟଣା, ଲୋକାଲ ରାଜଧାନୀ ପୋଲିସ, କମିଶନର ଏଥିପାଇଁ ସର୍ଚ୍ଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସବୁ ବନ୍ଦ କରିଛନ୍ତି କି ?
    ପୀଡ଼ିତା। ଶିକ୍ଷିତ, ହିନ୍ଦୀ ଇଂଲିଶ ସ୍ପିକିଙ୍ଗ କରୁଛି, ଲୟର ମଧ୍ୟ ସିଏ ମଦ ପିଇ। ଲେଟ ନାଇଟ ରେ ଆସିଲା ସେଇଟା ତାର। ପର୍ଶନାଲ ମେଟେର , ଏମାନେ ଅଫିସର ହୋଇ ତା ଅଭିଯୋଗ ଶୁଣିବା କଥା
    ସେମାନେ ନେଗ୍ଲେଟ୍ କରିଛନ୍ତି *ଇଏ ସ୍ମାର୍ଟ ଶିକ୍ଷିତ ଲେଡି ପୋଲିସ ଙ୍କ ସମ୍ମୁଖରେ ଇଏ ଆୱାଜ ଉଠାଇଛି
    ସେମାନଙ୍କ ପାୱାର।ଅଛି ବୋଲି ସେମାନେ ଆକୁ ଟର୍ଚର କରିବା ଛlତିକୁ ଗୋଇଠା ମାରିବା , ପ୍ୟାଣ୍ଟ୍ ଖୋଲି ଯୌନାଂଗ ଦେଖାଇବା କେତେ ଦୂର ଯୁକ୍ତିଯୁକ୍ତ?
    ତୋର ଭଉ ଣୀ, ସ୍ତ୍ରୀ ଝିଅ କୁ ଏପରି କଲେ ତୁ ସୋସିଆଲ ମିଡିଆରେ ବାଇଟ୍ ଦେଇଥାନ୍ତୁ କି ? ମିଛରେ କାନ୍ଦି କାନ୍ଦି କହୁଛି,ତ କଥା ବିଶ୍ୱାସ କରିବା ଅନୁଚିତ୍
    🖕🖕🖕ଏପରି ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ ସପୋର୍ଟ କରି ସାହାସ ବଢ଼ାନl
    କାଲି ତୋ ଘର ପରିବାରରେ ଏପରି ବି ହୋଇପାରେ, ସେମାନେ ପୋଲିସ ର ଦ୍ୱାରସ୍ଥ ହେଲେ ଏପରି ଘଟଣା ତୋ ମା, ଭଉଣି ,ସ୍ତ୍ରୀ, ଝିଅ କୁ ବି ହୋଇପାରେ ସାବଧାନ

    • @thesensible42
      @thesensible42 4 месяца назад +2

      Tume nije dekhicha ki bhai..emiti sabu hoichi boli

    • @sankarsanbarik2767
      @sankarsanbarik2767 4 месяца назад

      Kan paien . Police kahithila tame ratire mada peiki bula Rola kara

    • @guruprasaddash1086
      @guruprasaddash1086 4 месяца назад +2

      Kou sikhita paribara ra loka nija maa bhauni nku rati 3 ta re mada piebaku toka nka saha bulibaku chhadibeni ki mo bhauni heithile kebe b mu seta allow karinathanti Kain na sabu paribar re gote anusasan thae. Au to bhali kichhi murkha jadi nija maa bhauni nku rati 3 ta re mada piebaku chhaduthibe toka nka saha bulibaku dhanda kribaku tahele Bhai mu au kichhi kahibaku chanhuni

    • @dilipsandha6014
      @dilipsandha6014 4 месяца назад

      Tama bahuni mada pi ki buli le bhala na kharap

    • @madanmohankanhar4027
      @madanmohankanhar4027 4 месяца назад +1

      To maa bhauni kana ratire mada pi bulanti ki

  • @AllYouDesire
    @AllYouDesire 4 месяца назад

    ଇଏ କିଏ ବେ ? ଶଳା କିଛି ବି ନିୟମ କାନୁନ୍ ଜାଣି ନ ଥିବା ଲୋକକୁ ତମେ ଡାକିଛ? ଜଣେ teacher, army, advocate, police... ଯେ କେହି ବି service person ହେଉ,,,, ବିନା ୟୁନିଫର୍ମ ରେ duty କରିବ???? 😂😂 ମୁର୍ଖ 😂😂
    ଖଲି ଏ ଝିଅ ବଦଳରେ ସେଠି ତୋ ଭଉଣୀ ଥାଆନ୍ତା !!!!

  • @jitendrabehera7504
    @jitendrabehera7504 4 месяца назад +13

    Perfect person our odisha

  • @storygallery123
    @storygallery123 4 месяца назад +13

    ଭାଇ ହେଇପାରେ ଆପଣ ଠିକ କହୁଛନ୍ତି l
    କିନ୍ତୁ ଏ ପରମ ମାଗିହା ପୋଲିସଙ୍କୁ ଜମାରୁ ବି ବିଶ୍ୱାସ ନାହିଁ l

  • @pruthivirajbehera5456
    @pruthivirajbehera5456 4 месяца назад +4

    Tu gute bada madua…😂 laguchi ghoda madua…

  • @judhisthiramohanta5862
    @judhisthiramohanta5862 4 месяца назад +24

    ଥାନା କଣ ତାର ଘର nighty ରେ ରହିବ, ମୂର୍ଖ ଭଳିଆ କଥା କହୁଛୁ

    • @gopinathsoren9216
      @gopinathsoren9216 4 месяца назад +4

      System bisayare jana tk ta pare comments deba

    • @success5432
      @success5432 4 месяца назад +2

      ​@@gopinathsoren9216bala ta system sabu janichanti police behaviour sabu lanchua

    • @AjayakumarGochhi
      @AjayakumarGochhi 4 месяца назад

      ​​@@gopinathsoren9216ସେ ନାଇଟି ପିନ୍ଧି ତଳ ଦେଖାଉ ଥିଲା ଏ ଟୋକୀ ଟପ୍ ପିନ୍ଧି ଉପର ଦେଖେଇ ବାକୁ ଯାଇଥିଲା

    • @AjayakumarGochhi
      @AjayakumarGochhi 4 месяца назад +1

      ସେ naighy ପିନ୍ଧି ତଳ ଦେଖାଉ ଥିଲା ଏ ଟୋକି top ପିନ୍ଧି ଉପର ଦେଖେଇ ବାକୁ ଯାଇଥିଲା

    • @KANHANETKING
      @KANHANETKING 4 месяца назад

      ​​@@gopinathsoren9216 System re achhi duty hour re Bina uniform re rahiba?? Besi system patha padhani aau.

  • @radhamadhabacharya4202
    @radhamadhabacharya4202 4 месяца назад +109

    You are right both side ru tadanta heba darkar

    • @udayamahanta4824
      @udayamahanta4824 4 месяца назад

      @@radhamadhabacharya4202 thik katha but police jadipitiba kanun kn kariba

  • @RitaNayak-kx3jm
    @RitaNayak-kx3jm 4 месяца назад +3

    🙏🙏👍

  • @biprasideaexecutionsuccess4795
    @biprasideaexecutionsuccess4795 4 месяца назад +24

    ଓଡ଼ିଶା ଲୋକ ପ୍ରାୟ ମୂର୍ଖ ଠିକ୍ କୁ ଭୁଲ ଆଉ ଭୁଲ କୁ ଠିକ୍ କହିବେ

  • @debendratripathy7602
    @debendratripathy7602 4 месяца назад +29

    100% Right.

  • @manojkumarnayak5949
    @manojkumarnayak5949 4 месяца назад

    ଭାଈ ସବୁ ଭୁଲୁ ମଦ ର ମଦ ବନ୍ଦ କରି ସରକାର ବାର ବନ୍ଦ କର ସମସ୍ତେ ରେଲେକ୍ସ ପୁରା ଓଡିଶା ରେ ଶାନ୍ତି ଦୟା କ୍ଷମା ସତ୍ୟ ର ପରିମାଣ ବହୁତ ବଢିଯିବ ସମସ୍ତ ହୃଦୟ ଭକ୍ତି ରସରେ ଏକ ବଳିଷ୍ଟ ସମାଜ ଗଠନ ସମ୍ଭବ ଯଦି ମଦ କୁ ଓଡ଼ିଶାରେ ଦେଶୀ ବିଦେଶୀ ସବୁ ବନ୍ଦ ପୋଲିସ ବି ଆମର ଆର୍ମି ବି ଆମର ମଦ ଆମର ନୁହେଁ ମଦ ପାଇଁ ସବୁ ନାଟ ଉଚ୍ଚନ୍ୟାୟାଳୟ ର ବିଚାର ପତି ଙ୍କୁ ମୋର ଏହି କଥା ପ୍ରତି ଦୃଷ୍ଟି ଦେଲେ future re ଓଡ଼ିଶା no 1 ରାଜ୍ୟ ରେ spiritual State our faith heart ❤️💜 thought lord Jagannath swamy world 🌍🌎 famous OM NAMHA BHAGBATE BASUDEBAY namha 🙏🙏🙏

  • @subhransudalai8360
    @subhransudalai8360 4 месяца назад +15

    କିଏ ଏହି ଜ୍ଞାନ କୂହଳିଆ ଜ୍ଞାନୀ, ସସ୍ପେଣ୍ଡ ହେଲେ duty ରେ ଅବହେଳା ଦୁର୍ବ୍ୟବହାର ପାଇଁ, ସେ ଝିଅ କଣ କଲା ତା ମାନେ ପୋଲିସ ବି ସେମିତି କରିବ ଦୁର୍ବ୍ୟବହାର କରିବା କେଉଁ ଯୁକ୍ତିସଙ୍ଗତ କଥା

    • @sasmitabhuyan8913
      @sasmitabhuyan8913 4 месяца назад

      କିଛି ଜାଣୁ ନାହଁ ଭାଇ ପୋଲିସ ବି ମଣିଷ ସେ ଝିଅ ର ସବୁ ଭୁଲ

    • @niranjannaik6376
      @niranjannaik6376 4 месяца назад

      Yes,

    • @patrorama4158
      @patrorama4158 4 месяца назад

      100% correct

  • @PramodKumar-cc9ui
    @PramodKumar-cc9ui 4 месяца назад +10

    ଏଠି ପୋଲିସ୍ ର କିଛି ଭୁଲ ନାହିଁ କେବଳ ଭୁଲ ସେ ମେଜର ର ଆଉ ତା ଲେଡି ବନ୍ଧୁ ସେ ତା ପଦପି ର ଗଲତ ର ଉପଯୋଗ କରୁଛନ୍ତି 😂😂

  • @bhagabanbehera1423
    @bhagabanbehera1423 4 месяца назад +2

    ଆରେ ଭାଇ ରାତି 12am ବର୍ ଚାଲିବା , ଆଉ ବାଟରେ ମଦ ପିଇ ବୁଲିବାକୁ ରୁକିବା କାହାର କାମ ,ଯାହା ଜଣା ପଡ଼ୁଛି ପୁଲିସ ଲାଞ୍ଚ ନେଇ ବାର ମାଲିକକୁ ଅନୁମତି ଦେଇଛି ରାତି 12am ପରେ ବର୍ ଚଳାଇବା ପାଇଁ, ଏଥିରୁ ଜଣା ପଡୁଛି କାହାର ଭୁଲ୍ ଅଛି।

  • @nirakarrout1973
    @nirakarrout1973 4 месяца назад +15

    ପୋଲିସ ମଦ ପିଇ ନ ଥିଲେ?? ଆପଣ କହିପାରିବେ

    • @TBrother4527
      @TBrother4527 4 месяца назад +1

      ଠିକ କଥା but ମେଜର ଆଉ ବାନ୍ଧବୀ କାହିଁ କି ବ୍ଳଓଡ଼ sample ଦେବା ପାଇଁ ମନା କଲେ, ସେ ଯଦି ଠିକ ଥିଲେ

    • @RupashreeBarma
      @RupashreeBarma 4 месяца назад +2

      Police mada piethibara kichhi proof media pakhare nhi kintu jhio ra achhiii.... Odisha police ku badnam karibare laagichhanti sabu...a kharap samayare sara odisha basinku akathi heba drkar...jay jagannath 🙏

  • @priyankarath4526
    @priyankarath4526 4 месяца назад +8

    ମୁଁ ଓଡ଼ିଶା ପୋଲିସ୍ ଙ୍କ ସପକ୍ଷ ରେ ନାହିଁ,କାରଣ ପୋଲିସ କୌଣସି ପରିସ୍ଥିତି ରେ ସାହାଯ୍ୟ କରନ୍ତି ନାହିଁ।କିନ୍ତୁ ଏହି ଘଟଣା ରେ ସମସ୍ତ ଭିଡିଓ ଦେଖି ସରିଲା ପରେ ମୁଁ ଏହା ଜାଣି ପାରୁଛି ପୀଡ଼ିତା ବି ଠିକ୍ ନାହାନ୍ତି।

    • @RupashreeBarma
      @RupashreeBarma 4 месяца назад +1

      Bahut police achhanti jau mane tanka duty honestly karuchhabti..apanakara bodhe se bhalia police saha kebe bheta hoinahi...ba aapana tanku bujhiba pain chesta karinahnti..aame police thu sahajya paichhu...thare bhabile dekhiba ..gotaye dina pain jodi traffic byabasta achal heijaye..tebe paristiti kn heba???.tenu sabu angle ku aamaku dekhibar achhi..kichhi pain sabu policenku asahajya ra patra boli bhaibiba thik hebanahin ..

    • @soumyaranjan7153
      @soumyaranjan7153 4 месяца назад

      Apana fine deichhanti bodhe

    • @SNCreationtm
      @SNCreationtm 4 месяца назад

      Right 👍

  • @munathewriter1234
    @munathewriter1234 4 месяца назад +1

    ତୁ କିଏ ବେ ଏ ମା ଗିହା ତ ଘର କଣ ତ ମା ତ ଆଗରେ ନାଇଟ ପିନ୍ଧି ତା ବିଆ ତତେ ଦେଖାନ୍ତି 😂😂😂 ହଇରେ ତିନି ପଇସା ର ମୁଣ୍ଡ ନୁହଁ ତର ତୁ କିଏ ଏ ଚୁର ଭଳି ଦେଖା ଯାଉଛୁ ସେ ଝିଅ ମଦ ପି କଣ ତ ଘରେ ଗେହିଁ ଥିଲା 😂😂😂 ହଇରେ ଅର୍ଦ୍ଧ ପାଗଳ 😂😂 ତୁ କଣ କହୁଛୁ ନିଜେ ଜାଣି ପାରୁଛୁ ନାଁ କଣ କହୁଛୁ କେତେ ଆଇନ୍ ଜାଣିଛୁ ବେ ମଦ ପିଇବା ଟା ଆଜି କାଲି common ହେଇଗଲାଣି କଣ ପୋଲିସ ମଦ ପିଏ ନାହିଁ ତେଣୁ ସେ ଝିଅ ମଦ ପି କଣ ଅଭଦ୍ରାମି କରିଥିଲେ କଣ ପାଇଁ ସେ army officer ର girl friend କୁ ରାସ୍ତାରେ ସେ ଚାରି ନାଁ ପାଞ୍ଚ ଜଣ ମଦୁଆ ଲୋକେ ଏ army officer ର girl friend କୁ comnent ମାରିଲା ତାପରେ ସେ କ୍ରିମିନାଲ ମାନଙ୍କ ଠୁଁ crime ରୁ ବଞ୍ଚିବା ପାଇଁ ଆଇନ୍ ର ଆଶ୍ରୟ ନେବା ପାଇଁ ଗଲା ତ ଆଇନ୍ ର ନିୟମ ହେଉଛି ନିର୍ଦ୍ଦୋଷ ଠୁଁ କିମ୍ବା ସାଧାରଣ ଲୋକଙ୍କ FIR receive କରି ସଙ୍ଗେ ସଙ୍ଗେ ପୋଲିସ୍ କ୍ରାଇମ ମାନଙ୍କୁ ଯିବାର ଥିଲା ତ ସେଠୀ ଯେତେବେଳେ ଏମାନେ FIR ଦେବାକୁ ଗଲେ ସେ ସମୟରେ ପୋଲିସ୍ duty ନ କରି ପୁରା ନିଜ ଘର ଭାବି ଆରାମ ରେ ଘୁଙ୍ଗୁଡି 😂😂 ମାରୁଛି ତ ସେଥି ପାଇଁ ଏ army officer ଙ୍କ girl friend ପଚାରିଲେ ସେ ଲେଡୀ ପୋଲିସ୍ ଅଫିସର୍ କୁ ଯେ ତମେ ପୋଲିସ୍ department ରେ ସର୍ଭିସ କରିଛ କଣ ପାଇଁ duty ରେ ନାହଁ ଯିଏ ହେଲେ ବି ଏ କଥା ପଚାରିବ ତ ସେଠୀ ପୋଲିସ୍ କଣ ପାଇଁ army officer ଙ୍କ girl friend କୁ ଥାନା ଭିତରେ ପୁରେଇ ବାଡେଇଲା 😡🖕😡 କହ କଣ ବାଣ୍ଡ ଓକିଲ ବେ 😂😂 ତୁ ଆ 😂 ତୁ କିଛି ଜାଣିନୁ ଖାଲି ଭଡ଼ ଭଡ଼ ହେଉଛୁ ପାଗଳ ଟା ଶଳା ପାଗଳ ଙ୍କ ଭଳି ବକ ବକ ହେଉଛୁ କହ କଣ ଆଇନ୍ ରେ ଲେଖା ଅଛି ଯେ ସାଧାରଣ ଲୋକେ FIR ଦେବାକୁ ଗଲେ ପୋଲିସ ବିନା uniform ରେ ଘୁଙ୍ଗୁଡି ମାରି ଶୁଇବ ଆଉ ସାଧାରଣ ଲୋକଙ୍କ FIR ନ ନେଇ ତାକୁ ଥାନାରେ ପୁରେଇ ବାଡେ଼ଇବ 😡🖕😡 ହଇରେ ମା ଗିହା କହ ଏଇଟା ଆଇନ୍ ରେ ଲେଖା ଅଛି ତୁ ଓକିଲ ନାଁ ବାଣ୍ଡ 😂😂 ଆଉ ଡିଜି କଣ ମୂର୍ଖ ଥିଲା ସେ ମହିଳା ପୋଲିସ୍ ଅଫିସର୍ ମାନଙ୍କୁ suspend କରିବା ସହ ଆଇଆଇସି କୁ suspend କଲା 😂😂😂 କହ ଏବେ ଯେ ଡିଜି ଭୁଲ୍ କରିଛି ତୁ ପଇସା ଦେଇ ବାଣ୍ଡ ରେ ମୁଣ୍ଡିଆ ମାରିବା 😂😂 ଓକିଲ ବୁଝିଲୁ ଚୁପ୍ ଚାପ୍ ମୂତିକି ସୁଇଯା 😂😂😂

  • @salbegpradhan4118
    @salbegpradhan4118 4 месяца назад +7

    ସେ ମଦ ଭି ପିଇଲା ତାର ପଇସା ରେ ମଦ ପିଇଲା ପୋଲିସ ତ ଲୁଟ ମାର୍ କରି ମଦ ଖାଉଛି...ପ୍ରତେକ ମଦ ଦୁକାନ ରେ ଟଙ୍କା କୋଟା ଅଛି ...ଆଉ ତୁ କଣ କହୁଛୁ ରେ ମେକସି ପିନ୍ଧି କରି ଅନ୍ୟ ପୋଲିସ ମାନଙ୍କୁ ଗିହା ଦଉଥିଲା ମହିଳା ପୋଲିସ

  • @jayantakumar3750
    @jayantakumar3750 4 месяца назад +5

    Great thought... 👌👌👌

  • @smitaranipanda-x6z
    @smitaranipanda-x6z 4 месяца назад +46

    bhaskar chgannel jaha hau bhala jinisa gote anilaa.. topi bhai tanks for telling logical truth ..

  • @ajitkumarsahu-qf5ow
    @ajitkumarsahu-qf5ow 3 месяца назад +1

    Bhai tumar ete dina pare gyana pasila kahinki, tubelight na kan. Tuma katharu laguchi time pressure re janaku support karuchha. Bartaman tuma bite darkar nahi. Court decided kariba. Jadi ratire mada piele bhul ta sarkar kahanki bar kahinki open rakhuchhanti. Jadi houling hele nighty pindhi baharile tahele kauthi danga heithile nighty pindhi jaithante. Jadi ratire nija suraksha nija karibe ta police ra darakar kan. Tuma hu bite daba pain 30 dina laguchhi ta case kan ladhiba. Loka mendha nuhanti....

  • @rajendranayak9582
    @rajendranayak9582 4 месяца назад +9

    ଏ ଶଳା ଟା ଚୁର 😅😮😢 ପୋଲସ ସପୁଟ ପାଇଁ ଭାଷଣ ଦଉଛି ଫିଲ୍ମ ଲାଇନ ରେ ମଦ ପି କେତେ ଜଣକ ଶହ ଖରାପ କାମ କରିଛି ଏଇ କଥାରୁ ଜଣା ପଡୁଛି ହାଇଲାଇଟ ହେବା ପାଇଁ ଭାଷଣ ଭାଷଣ ଦଉଛି😅😊😅😮😢

    • @AjayakumarGochhi
      @AjayakumarGochhi 4 месяца назад

      ଆଉ ତୁ କଣ ଭଦ୍ରଲୋକ ବାଳ କଥା କରୁଚୁ

    • @parambrahm130
      @parambrahm130 4 месяца назад

      Bhul re one side chinta rakhantu nahi

  • @kanhucharan5798
    @kanhucharan5798 4 месяца назад +12

    Right pro

  • @Laughing_Boy_Diganta
    @Laughing_Boy_Diganta 4 месяца назад +1

    Tapi Nana I m Stand & agree with u 👍👍👍

    • @MarvelLoverNew
      @MarvelLoverNew 4 месяца назад

      English sikh aaga tapare comment lekhiba. I AM STAND😅, kia padheithila grammar 😂

  • @PriyankaBehera-g5f
    @PriyankaBehera-g5f 4 месяца назад +19

    Bhai ଆପଣଙ୍କର ଚିନ୍ତାଧାରା କୁ salute

  • @bapipalai1771
    @bapipalai1771 4 месяца назад +9

    ନାଇଟି ଘରେ ପିନ୍ଧିବେ ଡୁଟୀ ସମୟ ରେ ନୁହ। ଯଦି ଝିଅ ଦୋଷୀ ତାହାଲେ ଝିଅ ର ମୋାଇଲ୍ ଗଲା କୁଆଡେ। ତା ପରେ ସବୁ ଜଣା ପଡ଼ିଯିବ

    • @manjildefencestudy3224
      @manjildefencestudy3224 4 месяца назад

      ହିଁ ରେ ଭାଇ ଦୁଟୀ 8 ଜୋର୍ ହବା କଥା 24 ଘଣ୍ଟା ନୁହେଁ ,ତୁ କେମିତି ଜାଣିବୁ ପୋଲିସ duty କେତେ କଷ୍ଟ

  • @hemantabiswal6842
    @hemantabiswal6842 4 месяца назад +2

    Very perfect

  • @rashmiranjanpanda0205
    @rashmiranjanpanda0205 4 месяца назад +11

    Perfect katha bhai kahila 👍👍👍

  • @sauvagyaranjanmohanty7697
    @sauvagyaranjanmohanty7697 4 месяца назад +22

    ଏହି ଭିଡିଓ ଦେଖିକି ନାଳୁଆ ଧରମ ଭାଇମାନଙ୍କ ର ଗାଣ୍ଡି ଫାଟିଯାଉଥିବ ।

  • @sushantaswain8442
    @sushantaswain8442 4 месяца назад +2

    ତୋ ଭଉଣୀ ସହିତ ଯଦି ଏଭଳି ହୋଇଥାନ୍ତା
    ତୁ କହିଲୁ ତୋ ଘରେ ଏମିତି ହେବନି
    ଭଗବାନ ଙ୍କ ଘରେ କଳି ଅଛି ତୁ କ'ଣ
    ଭଗବାନ ଙ୍କ ଉପରେ

  • @abhasvlogs.
    @abhasvlogs. 4 месяца назад +7

    Apan ka katha bahut sundar amiti manisa amaku darkar orissa re❤

  • @BijoyKumarDas-rc1ss
    @BijoyKumarDas-rc1ss 4 месяца назад +5

    ଭାସ୍କର ନିଉଜ ଅବଶ୍ୟ କେବଳ ପୋଲିସ ଙ୍କ ପାଇଁ ବାହାରିଛି.

  • @Mcreator1
    @Mcreator1 4 месяца назад

    ପୋଲିସ ଠିକ୍ କରିଛି ନା ଭୁଲ କରିଛି, ପରେ ସତ ଜଣା ପଡ଼ିବ, କିନ୍ତୁ ଗୋଟେ ଭଲ ମେସେଜ ହେଲା....future ରେ ଜନସାଧାରଣ fir ଦେଲାବେଳେ ଅତ୍ୟାଚାରିତ ହେବେ ନାହିଁ ।

  • @MamuniMamu-cw2cb
    @MamuniMamu-cw2cb 4 месяца назад +33

    You r right brother

  • @nirakarrout1973
    @nirakarrout1973 4 месяца назад +8

    ପୋଲିସ ର ବିନା ସହମତି ରେ ବାର୍ ରାତି ଦୁଇଟା ରେ ଖୋଲାଥିଲା କି

  • @kumarsantosh3644
    @kumarsantosh3644 4 месяца назад

    ତମେ ଏତେ ଭାଷଣ ବାଜି କରୁଛ ମଦ ମଦ ମଦ ସେଇ ମଦକୁ ଯଉ ଅସ୍ମିତା ସରକାର ଅତି ପ୍ରାଞ୍ଜଳ ଭାବରେ କହିଥିଲେ ଆମେ ଓଡିଶାରେ ଶାସନକୁ ଆସିଲେ ମଦ ବନ୍ଦ କରିଦେବୁ କିଛି କରିପାରିଲେକି. ତେଣୁ ତମେ ହେଉଛି ପୋଲିସର ଚାଟୁକାରିତା ବିଜେପି ର ଚାଟୁକାର ଯଦି ତମ ଭଉଣୀ ଭିଣୋଇ ସହିତ ସେହି ସେମ ଘଟଣା ଘଟି ଥାନ୍ତା ତାହାଲେ ତମେ କଣ ଏଇ ସୋଫା ଉପରେ ବସି ଏକତରଫା ବାଇଟ ଦେଇଥାନ୍ତ ଏତବେଳକୁ ସେମାନଙ୍କୁ 5କି 10 ବର୍ଷ ଜେଲ ଦଣ୍ଡ ଶୁଣେଇ ସାରନ୍ତାଣି ହାଇ କୋଟ କେବଳ ତମରି ଭାଳିଆ ଲୋକ ପାଇଁ ଅପରାଧୀ ଆଜି ନିର୍ଦୋଷରେ ମୁକୁଳି ଜାଉଛି

  • @SrustiSampadSahu
    @SrustiSampadSahu 4 месяца назад +17

    Exactly bhai 👏👏 thick kahila
    ଏକଦମ୍ ଠିକ୍ କହିଲ
    ସେ ଗୋଟେ ଝିଅ ବୋଲି ଆଉ ସେ କାନ୍ଦିଲା ବୋଲି ଏମିତି ସବୁ ପୋଲିସ କୁ suspend କରିବା ଠିକ୍ ନୁହଁ

    • @bagelkumarnaik3652
      @bagelkumarnaik3652 4 месяца назад

      Right bro

    • @daku7689
      @daku7689 4 месяца назад

      ଦୀନକୃଷ୍ଣ ଗୋଟେ ଲୁଙ୍ଗୁଡ଼ ବେତିଚ୍ଚୋଡ଼ି ପୋଲିସ

  • @batakrishnapanda3410
    @batakrishnapanda3410 4 месяца назад +5

    ଆପଣ ଭଲ ସତ କହୁଛନ୍ତି, କାରଣ ମଦ ପିଇବା ଅପରାଧ ନୁହ, କିନ୍ତୃ ପୋଲିସ ବାବୁ ଙ୍କ ବ୍ୟବହାର ଆଇନ ସଙ୍ଗତ କି, ପୋଲିସ ବାବୁ ଦରମା ନୋଊଛନ୍ତି ତ, ପୋଲିସ ଦଲାଲ ଭାସଣ ବନ୍ଦ କର

  • @AntaryamiSahoo-c8u
    @AntaryamiSahoo-c8u 4 месяца назад +1

    100% corect
    Beutifull Advice

  • @PratapMajhi-y5b
    @PratapMajhi-y5b 4 месяца назад +17

    ସେ ଝିଅକୁ ମାଡ କିଏ ମାରିଲେ କହ ଭାଇ,

    • @prasantkanhar2145
      @prasantkanhar2145 4 месяца назад

      Ok

    • @omsahoo4370
      @omsahoo4370 4 месяца назад +5

      Kehi mari nahanti ,

    • @Gitavlog111
      @Gitavlog111 4 месяца назад +7

      ଆଉ ଗୋଟେ vdo viral ହେଇଚି ଦେଖ bhai ହସ୍ପିଟାଲ ର... ଠିକ ଥିଲା ହଟାତ ତାର ସବୁ ଭାଙ୍ଗି ଗଲା... ସବୁ ମିଛ ଡ୍ରାମା

    • @prasanjitbehera7667
      @prasanjitbehera7667 4 месяца назад

      ଭାଇ ଟିକେ କୂଅ ଭିତରୁ ବାହାରକୁ ଆସ। ସାତ ଖଣ୍ଡ ରାମାୟଣ ସାରିଲାଣି।ତମେ ତ ଖାଲି ସେ ଝିଅର ଲୁହ ଦେଖି ବାଇଆ ଆଉ। ସତ କଣ ମିଛ କଣ ଜାଣିପାରୁ ନ ଆଉ ।

    • @amjadsk.2469
      @amjadsk.2469 4 месяца назад

      Tu CCTV ki....😂
      investigation saru pare jaana padiba taaku pitaa heichhi ki se nije nijaku aaghaat deichhi....
      Investigation complete na heba jae judge kariba darkar naahi.
      Gotiye jinisha clear....3 ta side ra lokankara bhool achhi...se so called victim heu, police heu ba se toka ghosti

  • @arunmallik1974
    @arunmallik1974 4 месяца назад +15

    ଚାକିରୀ ଛାଡ଼ି ଦେଅ , ପିଲା ଅନେକ ଅଛନ୍ତି

    • @mishraeducationpoint
      @mishraeducationpoint 4 месяца назад +2

      Setiki talented boli semane loka nka dukha bujhuchanti mate laguchi tame bi form pakaethila hele kati jaecha....🤣

  • @rjunTuti
    @rjunTuti 4 месяца назад +1

    100% right मन्ना पड़ेगा भाई एतना आसन भासा में जजमेंट दिए हो

  • @RajanSamal-f6v
    @RajanSamal-f6v 4 месяца назад +6

    Thanku sir

  • @budhirambiswal3871
    @budhirambiswal3871 4 месяца назад +9

    ସତ କଥା ଭାଇ ଭଲ କଲେ ଖରାପ ଭାବୁଛନ୍ତି ନେତା ମନ୍ତ୍ରୀ ଖାଇକି ଦେଶ ବୁଡ଼େଇବାକୁ ବସିଲେଣି କିନ୍ତୁ ଲୋକ ସେଇ ନେତା କଥାରେ ଚଳୁଛନ୍ତି ଧନ୍ୟ!

  • @bibhutibhusansatpathy7766
    @bibhutibhusansatpathy7766 4 месяца назад

    ମୁଁ ବୁଝି ପାରୁନି ଏତେ ଆଲୋଚନା କାହିଁକି, ପୁଲିସ କଣ ଏତେ ଭଲ।
    ତମେ କେବେ ପୋଲିସ ଷ୍ଟେସନ ଯାଇଛ, ତାଙ୍କ ଭାଷା ଶୁଣିଛ।
    ସବୁଠୁ ବଡ଼ କଥା ହେଲା ଥାନାରେ cctv ନଥିଲା କାହିଁକି, ହିନ୍ଦୀ ଭାଷା କହିବା କଣ ଖରାପ।
    ଆଉ ଆପଣ ଯୋଉ ତଦନ୍ତ କଥା କହୁଛନ୍ତି, ତଦନ୍ତ କେମିତି ହୁଏ କେତେ ଦିନ ଚାଲେ ସମସ୍ତେ ଜାଣନ୍ତି।

  • @drsuchitrapanigrahi3375
    @drsuchitrapanigrahi3375 4 месяца назад +16

    Best.
    Salute for your courage.

  • @feelthechart300
    @feelthechart300 4 месяца назад +6

    U r right

  • @bhoicoaching
    @bhoicoaching 4 месяца назад

    ଏପଟେ କହୁଛି IIC କୁ Suspend କରାଯିବା ଯଥେଷ୍ଟ, ଅନ୍ୟପଟେ କହୁଛି ପୋଲିସ୍‌ ନିର୍ଦ୍ଦୋଷ 😂😂😂😂

  • @himansuchandramohanta
    @himansuchandramohanta 4 месяца назад +8

    ମୁଖ୍ୟମନ୍ତ୍ରୀ ଙ୍କ ସହ ଯାହା ଘଟିଥିଲା ତାହେଲେ ତା ବାବଦରେ ଟିକେ କୁହନ୍ତୁ ???

  • @niranjannaik6376
    @niranjannaik6376 4 месяца назад

    ସାଧାରରଣ ଦୋଷୀ ର ଦୋଷ କୋଇଠି ତା ତା ହତ ତଦନ୍ତ ହଉଛି,ମିଡ଼ିଆ,ରାଜ ନେତା,ଆଉ ଜନତା,ବୋବାଳି ଛାଡିବା ମୋ ମତରେ ସମାଜ ପାଇଁ ବହୁତ ନିନ୍ଦା ର କଥା.

  • @Sudharanjanmahakud
    @Sudharanjanmahakud 4 месяца назад +4

    ସୁନ୍ଦର ମତାମତ।ସେ ମେଜର ଓ ସେ ଝିଅ ମଦ୍ଯପାନ କରି ରାତିରେ ବୁଲିବା କେତେ ଠିକ୍ ଓ ସେ ଝିଅ ର ବ୍ଯବହାର କଥାବାର୍ତ୍ତା ମଧ୍ଯ ଅଭଦ୍ର ଚିତ୍ତ ରହିଚି। ତାହା ସହଜରେ ଅନୁମେୟ। ତାପରେ ଏସବୁ ରାଜ୍ଯସରକାରକୁ ଘେରିବାର ଏକ ସୁଚିନ୍ତିତ ଷଡ଼ୟନ୍ତ୍ର ବୋଲି ଜଳଜଳ ହେଇ ଦିଶୁଚି।

  • @pradiptamohanty1364
    @pradiptamohanty1364 4 месяца назад +11

    Right,
    Se lady drinks kari sabukichhi bhul karichhi,
    Emitiki road re bi semane gunda gardi kari asichhanti.....
    Sampurna bhul se lady ra.....

  • @ସ୍ୱରଓଝଙ୍କାର
    @ସ୍ୱରଓଝଙ୍କାର 4 месяца назад

    ଆପଣଙ୍କ କଥାରୁ ଯାହା ଜାଣୁଛି , ଆର୍ମି ଅଫିସରର ଭୁଲ ଅଛି ନିଶ୍ଚୟ କାରଣ ଏତେ ବିଳମ୍ବ ରାତିରେ ବାନ୍ଧବୀ ସହିତ ବୁଲିବା ଜଣେ ଆର୍ମି ଅଫିସର ହିସାବରେ ଧର୍ତ୍ତବ୍ୟ ଅପରାଧ , ହେଲେ ପୋଲିସ ଅଫିସର ମାନଙ୍କର ସାଧାରଣ ମଣିଷ ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଯାହାକୁ ଭାଷାରେ ପ୍ରକାଶ କରି ହେବନି । ଗୋଟିଏ ସାଧାରଣ ନିରୀହ ଜନତା ପୋଲିସ ନିକଟରେ ନ୍ୟାୟ ପାଇବା ବହୁତ କଷ୍ଟ । ଆଜିର ଦିନରେ ପୋଲିସ ଆଉ ମଣିଷର ବନ୍ଧୁ ହୋଇକି ରହୁ ନାହିଁ ।

  • @AlekhPadhan-r5q
    @AlekhPadhan-r5q 4 месяца назад +10

    କମେନ୍ଟ କହିଛନ୍ତି ମୋ କଥା ଶୁଣ‌ ଏଭାଇନା ଜାହା କହୁଛନ୍ତି ରାତିରେ ୧ବାଜିଥିଲା ପପ୍ ଭିତରେ ତାହେଲେ ବାଟରେ ରୋଡ଼ ରୋମିଓ ୧୦ଟାରେ କେମିତି ଠେଳାପେଳା କରିଥିଲେ 😢😊

    • @kaliprasadtripathy4958
      @kaliprasadtripathy4958 4 месяца назад

      ଅଣ ଓଡ଼ିଆ ର ଦାଦାଗିରି। ଯେଉଁ ଅଣ ଓଡ଼ିଆ ମାନେ ଓଡ଼ିଶା ରେ ରହିକି ଓଡ଼ିଆ ରେ ପଢିକି ଓଡ଼ିଆ ଲେଖିବା ,କହିବା ପଢ଼ିବା ଜାଣିଛନ୍ତି ସେମାନେ ତଥାପି ହିନ୍ଦୀ କହୁଛନ୍ତି ଓଡ଼ିଆ ଙ୍କ ଆଗରେ , ସେ ବେ**ଛୁଆ ଙ୍କୁ ଆଗ ପିଟିବା ଦରକାର।
      ପୋଲିସ ୨୪ ଘଣ୍ଟା ବର୍ଦି ରେ ଖଟିବ ନା କଣ। କହୁଥିବା ଲୋକ ଆଗ ୩୬୫ ଦିନ ୨୪ ଘଣ୍ଟା ବର୍ଦୀ ପିନ୍ଧିକି ଦେଖାଉ ତ। Constable ନୁହେଁ ଯେ ୮ ଘଣ୍ଟା ରେ duty ସରିଯିବ। ସେ ଅଫିସର୍, ୨୪ ଘଣ୍ଟା ର ଦାୟିତ୍ଵ, କୌଣସି ଇନ୍ସପେକ୍ଟର କୌଣସି ଥାନା ରେ ୨୪ ଘଣ୍ଟା bardi ପିନ୍ଧନ୍ତି ନାହିଁ। ସେବା ଦେବାର ଅଛି, ସୋ ଅଫ କରିବାର ନାହିଁ। ପୋଲିସ ଅଫିସର ଜଣକ ଓଡ଼ିଆ ଭାଷା support ରେ କହୁଛନ୍ତି। ଆମେ ମାନେ ଏଭଳି ଅଫିସର୍ ଙ୍କୁ support କରି ତାଙ୍କ ମନୋବଳ ଉଚ୍ଚା କରିବା ଆବଶ୍ୟକ। ଓଡ଼ିଆ ମାନେ ଓଡ଼ିଆ ଭାଷା ବଞ୍ଚାଇବାକୁ ପ୍ରଯତ୍ନ କରୁଥିବା ଓଡ଼ିଆ ଅଫିସର୍ ର ଗୋଡ଼ ଭିଡ଼ ନାହିଁ, ତାଙ୍କୁ ସମର୍ଥନ କର। ସେ ଏକ ଅଭଦ୍ର ମଦ୍ୟପ ଅଣ ଓଡ଼ିଆ ମହିଳା କୁ ଓଡ଼ିଆ ଭାଷା ରେ କହିବାକୁ କହିଲେ ଯେ କି ଓଡ଼ିଆ ଜାଣି ସୁଦ୍ଧା ଆମ ମାତୃଭୂମି ରେ ଆମକୁ ହିନ୍ଦୀ କହୁଛି। ଓଡ଼ିଶା ଆଗରୁ କଳିଙ୍ଗ ଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ର ତଳ ୬୦ ପ୍ରତିଶତ ଭୂମି ଓଡ଼ିଆ ଶାସିତ ଥିଲା। ଏଠି କେବଳ ଓଡ଼ିଆ ଓ ଆଦିବାସୀ ଲୋକ ରହୁଥିଲେ। ଏକତା ନ ରଖିବା ହେତୁ ଆମର ତିନି ଚତୁର୍ଥାଂଶ ଭୂମି ହରାଇଲେ ଓ ସେଠି ଓଡ଼ିଆ ଭାଷା ହଜି ହଜି ଯାଇଛି, କେବଳ ଘରେ କଥିତ ଭାଷା ରୂପେ ରହି ଯାଉଛି। ସାହି ର ମଙ୍ଗଳ କରିବାକୁ ଯାଇ ନିଜ ପରିବାର କୁ ଅଣଦେଖା କଲେ ଛାରଖାର ହୋଇଯାଏ, ଯେବେ ନେଡି ଗୁଡ଼ କହୁଣି କୁ ବହି ଯାଏ ସାହି ଲୋକ ସାହାଯ୍ୟ କରନ୍ତି ନାହିଁ।
      ଆମ କଳିଙ୍ଗ ଭୂମି ରେ ଯାହା ସମ୍ପଦ ଅଛି ସେଥିରେ ଆମେ ଏକ ଦେଶ ହୋଇ ଚାଲିବାକୁ ଯଥେଷ୍ଟ ଅଛି। ଉତ୍ତର ଭାରତ ଆମ ବେକ ଉପରେ ଗୋଡ଼ ରଖି ଶାସନ କରି ଲୁଟି ନଉଛି। ଦକ୍ଷିଣ ଭାରତ ମଧ୍ୟ ଆମ କଳିଙ୍ଗ ର ଦକ୍ଷିଣ ଭାଗ ଛଡ଼ାଇ ନେଲା। ଆମେ ଭାରତ ଭାରତ ହୋଇ ଡେଉଁଛେ। ଆଗ ଓଡ଼ିଶା ବଞ୍ଚାଅ ତା ପରେ ଜୀବନ ରହିଲେ ଶକ୍ତି ସାମର୍ଥ୍ୟ ରହିଲେ ଭାରତ ବଞ୍ଚାଇବା।
      କେନ୍ଦ୍ର (ନିଜ ଭିତରୁ)ରୁ ଶକ୍ତି ର ଜାଗରଣ ହୁଏ। ଆଗ ନିଜକୁ ଶକ୍ତିଶାଳୀ କଲେ ସମୃଦ୍ଧ କଲେ ପରିବାର ପ୍ରତିପୋଷଣ କରିବା, ପରିବାର ପରେ ସାହି, ତା ପରେ ଗାଁ, ସହର ଜିଲ୍ଲା, ତା ପରେ ରାଜ୍ୟ, ତା ପରେ ଦେଶ। କଳିଙ୍ଗ ଆମ ଦେଶ ଓ ଭାରତ ଆମ ଉପ ମହାଦେଶ। ପଡିଶା ଲୋକ କୁ ସେବା କରିବାକୁ ଯାଇ ନିଜ ରୋଗୀଣା ବାପା କୁ ବଳି ପକାଅ ନାହିଁ ଓଡ଼ିଆ ଭାଇ ମାନେ।
      ସେ ଅଫିସର୍ ର କିଛି ଭୁଲ ନାହିଁ, ସେ ବଦମାସ୍ ଝିଅ ର ଭୁଲ। ନିଜ ରକ୍ଷକ ଙ୍କୁ ସମର୍ଥନ କରନ୍ତୁ।
      ଝିଅ ଉତ୍ପାତ ହୋଇଛି ବାହାରେ ମଦ ପିକି। ମାଡ଼ ହେବନି କଣ ପୂଜା ହେବ କି।। ଆଗକୁ ସବୁ ଅଣ ଓଡ଼ିଆ ଆଉ ଅଣ ହିନ୍ଦୁ ଙ୍କୁ ଉଡେଇଦବୁ ଆମେ। ଓଡ଼ିଶା ଓ ଆଖ ପାଖ ରାଜ୍ୟ କେବଳ ଓଡ଼ିଆ ଓ ଆଦିବାସୀ ଙ୍କର।
      ଓଡ଼ିଆ ଏକତା ଜିନ୍ଦାବାଦ 🚩
      ଜୟ କଳିଙ୍ଗ 🙏🚩
      ଜୟ ଜଗନ୍ନାଥ 🙏🚩

  • @Odn215
    @Odn215 4 месяца назад +3

    Perfect.....my support to bharatpur police and odisha police

  • @debusahoo8944
    @debusahoo8944 4 месяца назад

    ଚୋପା କଥା ଏ ଗୁଡାକ ପୋଲିସ ର କାମ ହେଲା ଦୁଇଟି ଆମ ଓଡ଼ିଶା ପୋଲିସ୍ ଠିକ୍ ନାଇ ଖାଲି କୋଉଠି କନ ମାଗଣା ମିଳିବ ଖାଇଦେବୁ ପଇସା ଯୋଉଠି ତାଙ୍କ ଆଇନ ସେଇଠି ତମେ ଭଲ କହୁଚ ଚକ୍ରାନ୍ତ ତମେ ସବୁ କରୁଚ ପବ୍ଲିକି କିଛି ନାଇ ତମରି ହାତରେ କାକୁଡି ତମାରି ହାତରେ ଛୁରୀ ବୁଝିଲ ଭାଇ

  • @BIBHANSUODIAVLOG
    @BIBHANSUODIAVLOG 4 месяца назад +15

    U r right sir

  • @AnirudhaBiswal-q5w
    @AnirudhaBiswal-q5w 4 месяца назад +21

    Thanks Bhai

  • @MukundaShoo
    @MukundaShoo 4 месяца назад

    ଠିକ୍ କଥା ଆପଣ କହୁଛନ୍ତି। ସେ Mr ପ୍ରଧାନ ଝିଅ call girl, ଯିଏ Mejar ସେ ଏବେ ତା ନୁହଁ --ସେ captain, ପୁରୁଷ ବଂଧୁ=କି ପ୍ରକାର ବନ୍ଧୁ? ଏ କେଶ୍ କିଛି ନୁହଁ, ଏ ବିଜେଡି ଓ କଂଗ୍ରେସ୍ ବାଲା ଙ୍କ ବିଜେପି ସରକାର କୁ ବଦନାମ୍ କରିବା କୁ ତାମସା।

  • @subasnayak1510
    @subasnayak1510 4 месяца назад +5

    ତୁ ଯୋଉ ବାଳ ଭାଷଣ ଦେଉଛୁ ନିଜେ ବୁଝି ପାରୁଚୁ ତ

    • @mukundakanhar8129
      @mukundakanhar8129 4 месяца назад +1

      ତୁ ଭଲ ବୁଝୁଚୁ ଭାସଣ ଦେ ମିଡ଼ିଆ କୁ ଆସି

  • @jyostna1268
    @jyostna1268 4 месяца назад +11

    You r right but uniform should be there in the police station as per law ....

  • @thestampman1790
    @thestampman1790 4 месяца назад +1

    ଏତେ ଛୋଡି ହେଉଛୁ ...... ପୋଲିସ ଥାନାରେ କାହିଁକି CCTV ନଥିଲା ସେଇଟା କହୁନୁ....... ପୋଲିସ ର କଥା କେତେ ସତ ସେଇଟା ଲୋକେ ଜାଣିଛନ୍ତି...... ପୋଲିସ ଓ ସେନା ଭିତରେ ସେନା ଅଧିକା ଭରସାଯୋଗ୍ୟ

  • @JayJagannath-g2k
    @JayJagannath-g2k 4 месяца назад +26

    Are you correct❤

  • @akshayrout1352
    @akshayrout1352 4 месяца назад +5

    You are right sir,

  • @pitabassahoo7318
    @pitabassahoo7318 4 месяца назад

    ଆଉ ଚାରିଦିନ ପାରେ ଲୋକେ ମଦ ପିଇ ସବୁ ଭୁଲି ଜିବେ 😅😅😅😅 ରାଜ୍ୟ ସରକାର ପୁଣି ମଦରେ tex ଆଦାୟ କରିଦେବେ। ଅଙ୍କିତା ପୁଣି ମଦ ପିଇ ଲଂଗଳା ହୋଇ ନାଚି ନାଚି ଦୁଲୁକେଇ ଦେବ 😅😅 ଜୟ ଜଗନ୍ନାଥ 😅😅😅

  • @ranjanjena6454
    @ranjanjena6454 4 месяца назад +25

    R8 vai 🙏

  • @K.Siladityavlogs
    @K.Siladityavlogs 4 месяца назад +12

    Perfect sir 🙏🙏 hatsoff