Odisha Outrage: Army Veterans Condemn State Police for Custodial Abuse of Army Captain and Fiancee

Поделиться
HTML-код
  • Опубликовано: 20 ноя 2024

Комментарии •

  • @ashoksamal7683
    @ashoksamal7683 2 месяца назад +205

    ସତ୍ୟ ପ୍ରକାଶ ବାବୁ ଆପଣ ଙ୍କୁ ଅନୁରୋଧ ଏହାକୁ ବାରମ୍ବାର ପ୍ରସାରଣ କରନ୍ତୁ 🙏

  • @abakash8271
    @abakash8271 2 месяца назад +45

    Satya Sir ଆପଣଙ୍କ ନିରପେକ୍ଷ ରିପୋର୍ଟ ପାଇଁ ହୃଦୟରୁ ନମସ୍କାର l

    • @jagajana3970
      @jagajana3970 2 месяца назад

      ruclips.net/video/fZ59fcoGUA8/видео.htmlsi=Gp_LOmR5eFF6vPNj

  • @sidharthdas4706
    @sidharthdas4706 2 месяца назад +177

    ସତ୍ୟ ସାର ଆପଣଙ୍କ ରିପୋର୍ଟ ସମ୍ପୂର୍ଣ ନିରପେକ୍ଷ ।
    ସବୁବେଳେ ଯୁକ୍ତିଯୁକ୍ତ କଥା ଟି ଆପଣ କୁହନ୍ତି....କିନ୍ତୁ ଅନ୍ୟ news channel ଗୁଡିକ ସବୁ ଆଗ ସରକାର ବା ସରକାରୀ ଅଧିକାରୀ ମାନଙ୍କର ଆଉ ତା ପରେ ସାଧାରଣ ଲୋକଙ୍କ ପାଇଁ । ଆପଣଙ୍କ ଭଳି reporter ଆମ ଓଡ଼ିଶା କୁ ଦରକାର 🙏

    • @kapilcharanswain5236
      @kapilcharanswain5236 2 месяца назад +5

      Bhai nirapeksha kahiba aagaru ae loka congress ticket ru election ladhisarichi jani rakhantu

    • @Lituharichandan
      @Lituharichandan 2 месяца назад

      ​@@kapilcharanswain5236Kan Jane Election ladhile je sa nirapekhya hoiparibeni ki ? Tahela C.M. O P.M. madhyan ta gote party ra chihna re nirbachan ladhu chanti kintu jetela pare sea Samasta janatanka Prashasaka.

    • @pramodmaharana-zd5ol
      @pramodmaharana-zd5ol 2 месяца назад

      Se magiya iic ku ta banda katidia jau

    • @binodsahoo6761
      @binodsahoo6761 2 месяца назад

      Nirapekhya report kaha ku kuhajae janicha gote pakhya nuhe 2 pakhya Katha katha ku loka nka agaku aniba😂

    • @jenanag6382
      @jenanag6382 Месяц назад

      Sach hamesa KADUA lagta hai.

  • @SamirSamal-m9v
    @SamirSamal-m9v 2 месяца назад +9

    I appeal to all the people Odisha to protest against the issue

  • @aryabhuminewspaper1851
    @aryabhuminewspaper1851 2 месяца назад +168

    ଥାନାରେ ସି ସି ଟିଭି କାମ କରେ ନାହିଁ, ଦେବାନେବାରେ ଅସୁବିଧା ହେବାର ସମ୍ଭାବନା ରହିଛି

  • @toomuchsweet582
    @toomuchsweet582 2 месяца назад +25

    ଏଇ police IIC କୁ ଫାଶୀ ଦିଆ ଯାଉ 🙏🙏🙏

    • @pitambarbarik6251
      @pitambarbarik6251 2 месяца назад +1

      action ନିଆ ଯାଉ

    • @anilpuspa99youtube88
      @anilpuspa99youtube88 Месяц назад

      ଫାଶୀ ଦିଆ ଜାଉ

    • @binodsahoo6761
      @binodsahoo6761 Месяц назад

      @@toomuchsweet582 tame 2 thara pae desha samvidhana lekha...😂

    • @binodsahoo6761
      @binodsahoo6761 Месяц назад +1

      @@toomuchsweet582 tumara chiken ki Morten shop achi laguchi sethi pae tame jibana ra mulya bujhi paruna Khali fasi fasi

  • @DrMaskHealthcare
    @DrMaskHealthcare 2 месяца назад +166

    ଓଡ଼ିଶା ପୋଲିସ ସବୁଠୁ ଖରାପ | ଦୋଷୀ ମାନଙ୍କୁ ଦଣ୍ଡ ଦିଅନ୍ତୁ

    • @hemrajbariha8748
      @hemrajbariha8748 2 месяца назад +1

      . Amma AA AA AA AA m AA AA mm😢🎉

    • @hemrajbariha8748
      @hemrajbariha8748 2 месяца назад

      Maa AA m
      AA
      M AA
      AA AA
      😢😢😢😮😢😮

    • @janmejaydandapat9427
      @janmejaydandapat9427 2 месяца назад +2

      Vika maguchhanti

    • @ssoutheee5784
      @ssoutheee5784 2 месяца назад

      Hmm u know everything

    • @santanu5833
      @santanu5833 2 месяца назад

      Balo na odisha police khai pie peto khande khande paichanti. Semanaka kie kan tadibo...eguda sabu Paisa khia kukuro

  • @chandanmunda5759
    @chandanmunda5759 2 месяца назад +13

    ସସପେନଟ ମାନେ ପୁରା ସସପେନଟ, ପୁନର୍ବାର ଚାକିରି କରିବା କଥା ନୁହେଁ,,ଖାଲି ସେତିକି ନୁହେଁ, ପୁନଃ କୈାଣସି ଚାକିରି କରିବା କଥା ନୁହେଁ,,,,ଜୟ ଜବାନ,ଜୟ କିସାନ,, ବନ୍ଦେ ମାତରଂ,,,

  • @JagabandhuMishra-g7j
    @JagabandhuMishra-g7j 2 месяца назад +16

    Satya babu you are 100% right@satyapatha

  • @sreekantabehera862
    @sreekantabehera862 2 месяца назад +2

    Many many thanks to the chanel

  • @durgeshnandan4364
    @durgeshnandan4364 2 месяца назад +197

    ଏଇଟା ମଣିପୁର ରୁ ତ ବଳିଗଲା ସେଠି ବାହାର ଲୋକ ଦୁଇଟି ଝିଅ କୁ ନଙ୍ଗଳା କରିଥିଲେ ଏଇଠି ପୋଲିସ ଷ୍ଟେସନ ରେ ପୋଲିସ ନଙ୍ଗଳା କଲା।
    🌹🙏

    • @shibajeesingh5140
      @shibajeesingh5140 2 месяца назад +8

      Right sir

    • @jayadeepkanar365
      @jayadeepkanar365 2 месяца назад +8

      Proud of terrific journalism

    • @BishwanathSethiBishwa
      @BishwanathSethiBishwa 2 месяца назад +2

      @@durgeshnandan4364 Absolutely right said

    • @DhararniSahoo
      @DhararniSahoo 2 месяца назад

      😅😅😅😅😅😊😮😮😮😮😅​@@shibajeesingh5140

    • @prabhatpradhan6355
      @prabhatpradhan6355 2 месяца назад +1

      Odisha police bhai.lancha khaiba chhadi dele emananku kichhi aasuni.

  • @gourangasamal
    @gourangasamal 2 месяца назад +4

    We want Justice for Ankita ! We demand mohan majhi odisha CM with Dept CM maam take proper action against police.

  • @MrSwarajdas
    @MrSwarajdas 2 месяца назад +121

    ମୋହନ ବାବୁ ଙ୍କ ର ଗୃହ ବିଭାଗ ଦାୟିତ୍ୱ ତେଣୁ ଦୋଷୀ ପୋଲିସ ଙ୍କୁ କଠୋର ଦଣ୍ଡ ମିଳୁ

  • @mr_india_89
    @mr_india_89 2 месяца назад +5

    ନବୀନ ବାବୁ ଭଲ ଉଦ୍ଧେଶ୍ୟ ରଖି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କଲେ ଏ ମେଣ୍ଢା ସରକାର ସେ ସବୁ କୁ ନଷ୍ଟ କରି ଛାଡିବ l ଲୋକ ଶୁଭଦ୍ରା ଯୋଜନା ପଇସା ପାକେଟ ରେ ପୁରାଇ ପୁରା ଅନ୍ଧ l ଆଜି ଜଣେ ସେନାଧିକାରୀ ସହିତ ଏସବୁ କାଣ୍ଡ ହେବାରୁ କଥା ପଦାକୁ ଆସିଲା ଯଦି ଏସବୁ ଜଣେ ସାଧାରଣ ଲୋକ ସହିତ ହୋଇଥାନ୍ତା? ଜୟ ଶ୍ରୀ ରାମ

  • @MrSwarajdas
    @MrSwarajdas 2 месяца назад +71

    ଯାହା ହେଇଛି ଅତ୍ୟନ୍ତ ନିନ୍ଦନୀୟ ଜଣେ ସେନା ଅଧିକାରୀଙ୍କୁ ଏଭଳି ବ୍ୟବହାର କରିବା ଆଦୋୖ ଉଚିତ ନଥିଲା ରାଜ୍ୟପାଳ ଙ୍କ କୁପୁତ୍ର ସେନା ଅଧିକାରୀଙ୍କୁ ମାରପିଟ କରିବା ଉଚିତ ନଥିଲା ଏପରି ସେନା ଯିଏ ଆମର ଦେଶର ଗର୍ବ ତାଙ୍କୁ ଏପରି ଅତ୍ୟାଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମୋହନ ବାବୁ ଙ୍କୁ ଦୋଷୀ ଙ୍କୁ କଠୋର ଦଣ୍ଡ ଦିଅନ୍ତୁ

  • @gourisahoo6659
    @gourisahoo6659 2 месяца назад +1

    Really sir apanka upastapana bahut bhala.... good job sir

  • @basudevsamalrajput9439
    @basudevsamalrajput9439 2 месяца назад +44

    Sir ଆପଣଙ୍କ ଉପସ୍ତାପନା ମୋତେ ବହୁତ୍ ଭଲଲାଗେ🙏

  • @SatyaranjanNayak-x3l
    @SatyaranjanNayak-x3l 2 месяца назад +1

    Satya Prakash bhai emiti satyata dekhantu senaku mo dhanyabad

  • @santoshpadhan2882
    @santoshpadhan2882 2 месяца назад +191

    ଯେଉଁ ପୋଲିସ ଏହିଭଳି କରିଛି ସେଇ ମାନଙ୍କର ବାଣ୍ଡ କାଟି ଦିଆଯାଉ

  • @Nainajaanofficial147s
    @Nainajaanofficial147s 2 месяца назад +2

    Right kahichhanti

  • @nikunjabiharirout2373
    @nikunjabiharirout2373 2 месяца назад +99

    Police ର ବର୍ବରତା ସୀମା ସରହଦ ଡେଇଁ ଯାଇଛି

  • @suvashreeray5494
    @suvashreeray5494 2 месяца назад +6

    ଯଦି accused police arrest ନହୁଅନ୍ତି, ଅପରାଧିକ ମାମଲା na ଲାଗିଲେ CM will be blamed.

  • @sorotoka9717
    @sorotoka9717 2 месяца назад +77

    ପୋଲିସ ମିଛ କହୁ ଛି ସମସ୍ତ ଙ୍କୁ ସସ୍ପେଣ୍ଡ କରା ଯାଉ.. ବିଜେପି ରାଜ୍ୟ ବୋଲି ଆଜି ଓଟିଭି ଆଉ ଅର୍ଗସ ଚୁପ. ଯଦି ଅଣ ବିଜେପି ଶାସିତ ରାଜ୍ୟ ହେଇ ଥାନ୍ତା ଅନ୍ଧ ଭକ୍ତ କେତେ କଣ କରି ସାରି ଥାନ୍ତେ. ଧନ୍ୟ ସରକାର

    • @sashibhusanpradhan1673
      @sashibhusanpradhan1673 2 месяца назад +4

      ଓଟିଭି ଏ matter ଟି କେତେ ଥର ଦେଖେଇ ସାରିଛି

    • @rudrakshyachalan7176
      @rudrakshyachalan7176 2 месяца назад +3

      ଏ ସବୁ ବିଜେଡି ସରକାର ଥିବା ସମୟରେ ଘଟିତ ହେଇଛି

    • @jajatikesaribehera5994
      @jajatikesaribehera5994 2 месяца назад

      Correct bhai nahele ate belaku otv aau Argus kain padichi

    • @AjitJena-j9y
      @AjitJena-j9y 2 месяца назад +1

      Pandu ra tent bandhiba police

    • @prax3630
      @prax3630 2 месяца назад

      ସେ ହିଜଡା ନବୀନ ସବୁ ପୋଲିସ ଙ୍କୁ ଏ ଭଳି କୁକର୍ମି ସଜେଇଛି। ଗେଣ୍ଡାଳିଆ ଦଳ ର ଅନୁକମ୍ପା ରହିଛି ଏମାନଙ୍କ ଉପରେ।

  • @radhakantamahanta642
    @radhakantamahanta642 2 месяца назад

    Thank you Satyapatth News

  • @ManoranjanRATH-ft9je
    @ManoranjanRATH-ft9je 2 месяца назад +15

    Dcp ଙ୍କୁ suspend କରାଯାଉ

  • @ajayakumardas9560
    @ajayakumardas9560 2 месяца назад +1

    Satya babu apnku jaganathnka Krupa sabudin rahithau

  • @manojpasayat3115
    @manojpasayat3115 2 месяца назад +42

    ପ୍ରଥମେ DCP କୁ suspend କରାଯାଉ

    • @saifalivv2564
      @saifalivv2564 2 месяца назад +1

      Job ru Dismiss kora jau

    • @ocozGKyt
      @ocozGKyt 2 месяца назад

      ​@@saifalivv2564nai Bhai se ba DJ Ban kariki lokanku protect Dabare Busy Achhanti ,,kete vala kama karuchhanti kahila suspend ହେଇଗଲେ DJ Ban Kariba kie 😅😅Tanka pakhare a sabu kama pain Time Kain ? seta DJ Ban Kariba re pura Busy😅😅😅

    • @dharmendrabehera7385
      @dharmendrabehera7385 2 месяца назад

      Right Prathame DCP ku saspent karajau

    • @ocozGKyt
      @ocozGKyt 2 месяца назад +1

      @@manojpasayat3115 Are bhai DCP ବର୍ତ୍ତମାନ DJ Ban Karibare Besta Tanku a sabu ବୁଝିବାକୁ Time Kain ?DJ Ban is more important From This Matter

  • @JayantkumarSethi
    @JayantkumarSethi 2 месяца назад +13

    ଧିକ ଆମ କମିଶନରେଟ ପୋଲିସ । କଥା କହିବେ ଚିକଣିଆ କିନ୍ତୁ କାମ ତାର ବିପରୀତ । ଏହି ଘଟଣା ପାଇଁ ପୋଲିସ ପ୍ରଶାସନ ଉପରୁ ବିଶ୍ୱାସ ଉଠିଗଲା । ମୋହନ ମାଝି ଙ୍କୁ ଅନୁରୋଧ ଏହା ଉପରେ ଧ୍ୟାନ ଦିଅନ୍ତୁ ।

  • @anantadas30
    @anantadas30 2 месяца назад +33

    ମାଡୁଆ police ku ମାଡ ଦରକାର ✊

  • @himansusekharpatra6971
    @himansusekharpatra6971 2 месяца назад +1

    Bhai tame right kahila

  • @amarjeetlifestylevlog3161
    @amarjeetlifestylevlog3161 2 месяца назад +27

    ଏସବୁ କଣ ଶୁଣିବାକୁ ପଡ଼ୁଛି ପ୍ରଭୁ 🙏🙏🥺। କାହାକୁ ନଡର ହେଲେ ଭଗବାନ୍ ଙ୍କୁ ଡର 🙏😡 । ସବୁ ପାପ ର ହିସାବ ଦେବାକୁ ପଡ଼ିବ।

  • @abhinnakumarsahoo3384
    @abhinnakumarsahoo3384 2 месяца назад

    Correct correct correct u said correctly Satya Bau-You are highly thanked.

  • @Laymanphysics
    @Laymanphysics 2 месяца назад +5

    This is called Real journalism. Very good

  • @mahalikdebendra14
    @mahalikdebendra14 Месяц назад

    Thanks satyapatha News

  • @funtychannel3319
    @funtychannel3319 2 месяца назад +29

    ଭାଇ ସବୁଠୁ ବଡ଼ ଚୋର ଯଦି କିଏ ଥାଏ, ସେ ହଉଛି ଆମ ଓଡ଼ିଶା ପୋଲିସ। ସୁରକ୍ଷା ନା ରେ ଗୋଟେ କଳା ଦାଗ।

  • @chandansahu1889
    @chandansahu1889 2 месяца назад +3

    Sir ମୁ କନ୍ଧମାଳ ରୁ କହୁଛି ମୋ ସହିତ ତ ବି ଏମିତି ହେଇଚି ASI ମୋତେ ହାତ ଉଠେଇଛନ୍ତି

    • @Classy_Ganesh
      @Classy_Ganesh 2 месяца назад

      Tu bhaei boli chup rahi thanti sidha

  • @BishwanathSethiBishwa
    @BishwanathSethiBishwa 2 месяца назад +58

    ମଣପୁର ଘଟଣା ଠୁ ବଳିଗଲା

  • @SinhaSahoo-zz2pz
    @SinhaSahoo-zz2pz 2 месяца назад

    Bahut dhanyabada satyapatha

  • @jitendas6522
    @jitendas6522 2 месяца назад +24

    ମୋହନ ମାଝିଙ୍କ ମୁହଁ ରେ କଳା

    • @debaranjanbehera6977
      @debaranjanbehera6977 2 месяца назад

      Mohan ମାଝୀ ତାଙ୍କୁ appoint karinahati give some time him.

  • @abhinnakumarsahoo3384
    @abhinnakumarsahoo3384 2 месяца назад

    Yes yes yes You are correct Satya Babu.

  • @dhirendrakumardas4226
    @dhirendrakumardas4226 2 месяца назад +56

    ସତ୍ୟ ବାବୁ।‌ଓଡିଆଙ୍କ ୧୦୦ କୋଟି ,ଗୁଜୁରାଟୀ ବେପାରୀ ହରେକୃଷ୍ଣ ଖେମଜୀ ଖାଇ ଫେରାର କରାଇବାରେ ଏହି ଭରତପୁର ଥାନା ଓ ଏହି ଅଧିକାରୀ ମିଶ୍ର ଓ ମୁଣ୍ଡା ଦାୟୀ।‌ଗୁଜୁରାଟି ବେପାରୀ ହରେକୃଷ୍ଣ ଖେମଜୀ କ'ଣ ଦେଲା ଯେ ସବୁ ପ୍ରମାଣ ଥାଇ ମଧ୍ୟ ଫେରାର କରେଇ ଦେଲେ। ଆପଣ ଏହା ଉପରେ ଏକ ସତ୍ୟପାଠ କରନ୍ତୁ ସାର୍। ମୋ ନିକଟରେ ସମସ୍ତ କାଗଜପତ୍ର ଓ ପ୍ରମାଣ ଅଛି। ଆଶା ଆପଣଙ୍କ ଭଳି ଜଣେ ସାହାସୀ ଓ ନୀର୍ଭିକ ସାମ୍ବାଦିକ ମୋତେ ନିଶ୍ଚୟ ନ୍ୟାୟ ଦେବାରେ ବିଳମ୍ବ କରିବେନି ଆଜ୍ଞା ..ମୋ ନମ୍ବର ୯୯୩୭୯୨୫୩୧୦

    • @rockletpitch6722
      @rockletpitch6722 2 месяца назад +1

      I salute you sir 🙏🙏🙏

    • @rockletpitch6722
      @rockletpitch6722 2 месяца назад

      Thank you sir 🙏.....
      Really apanankara sahasa achhi
      Public (social media) re documents (prove)rakhi number bi deiparuchhanti ...

    • @DhaneswarNayak-vn8tl
      @DhaneswarNayak-vn8tl 2 месяца назад

      😊

  • @nabonchandrapradhan9675
    @nabonchandrapradhan9675 2 месяца назад

    many many thanks for your perfect reporting

  • @MKD886
    @MKD886 2 месяца назад +20

    ଓଡ଼ିଶା ପୋଲିସ୍ ମୂର୍ବ୍ଦା ବାଦ୍

  • @rakeshpalei493
    @rakeshpalei493 2 месяца назад

    I salute u sir for clean and adventure presentation..

  • @badrealam1340
    @badrealam1340 2 месяца назад +8

    Take action against DCP.

  • @veterantrailokyanthdwibedy9789
    @veterantrailokyanthdwibedy9789 2 месяца назад +3

    DCP ଙ୍କର medical checkup ହେବା ନିହାତି ଦରକାର।

  • @swadhikarbetaj3768
    @swadhikarbetaj3768 2 месяца назад +60

    ଏଭଳିଆ ପୋଲିସଙ୍କୁ ଲଙ୍ଗଳା କରି ନିଆଁ ଲଗେଇ ଦିଆଯାଉ।

  • @niranjannayakgreatodisha2342
    @niranjannayakgreatodisha2342 2 месяца назад +1

    ଠିକ କଥା ଭାଇ ଆପଣ ଜଣେ ପକୃତ ସାମ୍ବାଦିକ ଅନେକ ଅନେକ ଧନ୍ୟବାଦ

  • @damodardash1273
    @damodardash1273 2 месяца назад +17

    Dcp ପ୍ରତୀକ ସିଂ ku punishment ଦିଆଯାଉ

    • @ocozGKyt
      @ocozGKyt 2 месяца назад

      Se a sabu bisayare kichhi janinahanti se DJ ban Karibare Besta Achhanti 😅😅😅😅DJ Ban Kari samaj ku ସୁରକ୍ଷା ଦେବାରେ besta Achhanti 😮😮😮😮😮

    • @rashmikantaswain3206
      @rashmikantaswain3206 2 месяца назад

      Haaa😂

    • @rashmikantaswain3206
      @rashmikantaswain3206 2 месяца назад

      Rati 9.59 hele jd bandh😂

  • @TusharRanjanMohanty
    @TusharRanjanMohanty 2 месяца назад +16

    ଛାଡ଼ ହୋ, ଏମିତି ଘଟଣା ଶୁଣିଲେ ଆମର ରାଷ୍ଟ୍ରପତି ଆହୁରି ଭୟଭୀତ ହୋଇପାରନ୍ତି

  • @niharbhuyan2781
    @niharbhuyan2781 2 месяца назад

    Whole police department should be reformed

  • @trilochanpatnaik6321
    @trilochanpatnaik6321 2 месяца назад +25

    କେହି ମଦ ପିଇ ଥାନାକୁ ଗଲେ ସେ ପୁରୁଷ ହେଉ କି ମହିଳା ହେଉ ତାକୁ କଣ police ଏହିପରି ବ୍ୟବହାର କରିବା ଉଚିତ୍ କି? ଏହାର ଉତ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀ ରଖିବା ଉଚିତ। କାରଣ ସେ ବୋଧେ ଗୃହ ବିଭାଗ ଦାୟିତ୍ଵ ରେ ଅଛନ୍ତି।

  • @sidharthsatpathy9759
    @sidharthsatpathy9759 2 месяца назад

    Mr, Satya Nayak is at his best. This is the only channel which has the audacity to speak the truth.

  • @sadashivkumar5288
    @sadashivkumar5288 2 месяца назад +18

    ସେ ପୋଲିସ ଅଫିସରଙ୍କୁ ଜେଲ୍ ପଠା ଯାଉ

  • @seemantaacharya8594
    @seemantaacharya8594 Месяц назад

    Really u r a jana list.Good bless U.
    Jai seetaram 🙏

  • @PramodkuBasantara
    @PramodkuBasantara 2 месяца назад +23

    British ଗଲା ପରେ ମଧ୍ୟ ପୋଲିସ atrocities କମି ନାହିଁ। ସେଥିପାଇଁ ଶକ୍ତ ଆଇନ୍ ଆସିବା ଦରକାର। ଦେଶର ସୈନିକ ମାନଙ୍କୁ ଏହି ଭଳିଆ ବ୍ୟବହାର, ଲଜ୍ଜା।

  • @pradiptachandradas8541
    @pradiptachandradas8541 2 месяца назад +2

    ଦୀନକୃଷ୍ଣ ମିଶ୍ର ଙ୍କୁ ପ୍ରଥମେ ବହିଷ୍କାର କର. ଡିସିପି ଙ୍କୁ ବଦଳି କରିଦିଆଯାଉ. ଦିନକୃଷ୍ଣ ନିଶ୍ଚୟ ଭଲ ପଇସା ବାଣ୍ଟୁଥିବେ. ଏହାର କୁ ପରିଣାମ ଭୋଗିବେ ସରକାର.

  • @HareKrushna-f3d
    @HareKrushna-f3d 2 месяца назад +10

    ସଳେ ରାସ୍ତା ରେ c c t v ଲଗେଇ ଲୋକଙ୍କୁ ଫାଇନ କରିବ ଆଉ ଥାନାରୁ C C T ବୀ ଉଠାଇନେଇ ଥୀନାରେ ଏପରି ଅତ୍ୟାଚାର କରିବ ।ଏଥର ସଳେ ସବୁ ମରିବା ବେଳ ଆସିଗଲା ।

    • @manoranjandash6633
      @manoranjandash6633 2 месяца назад

      ସବୁ ଥାନା ଜମ ପୁର😂😂😂😂

  • @beekaydas
    @beekaydas 2 месяца назад +2

    ଏହି ଘଟଣା ରେ ଅଭିଯୁକ୍ତ ପୋଲିସ ଅଧିକାରୀ ମାନଂକୁ ଡିସମିସ କରାଯାଉ।

  • @TripatiPanda-l6u
    @TripatiPanda-l6u 2 месяца назад +5

    ସୁନ୍ଦର ଉପ୍ଥାପନା

  • @bipinamallik2803
    @bipinamallik2803 2 месяца назад

    Jaya Sree Jagannatha Jaya Satya pathara Sirnku Satya Nirbhika Sambada Paribesanapai Asesh Asesh Dhanyabad

  • @bapass4984
    @bapass4984 2 месяца назад +27

    ଏଇ ପୋଲିସ ଷ୍ଟେସନ ରେ ବାଳ ଅଛି,, ଖାଲି ଗାଲୁଆ କଥା।।

  • @anjanabehera3020
    @anjanabehera3020 2 месяца назад +1

    ସବୁଠାରୁ ଅକାମୀ ହେଉଛି ଓଡ଼ିଶା ପୋଲିସ , ଯେତିକି ଏମାନେ କୁକର୍ମରେ ଲିପ୍ତ ଅଛି ସମସ୍ତଙ୍କୁ ପଦାକୁ ଭିଡିକି ଅଣାଯାଉ , ଏମାନଙ୍କୁ ବର୍ଦ୍ଦି ପିନ୍ଧିବାରୁ ରୋକାଯାଉ । ସବୁଠାରୁ ବଡ଼ ଅପରାଧୀ ସ୍ବୟଂ ଓଡ଼ିଶା ପୋଲିସ ।

  • @parthasarathiajayabarik569
    @parthasarathiajayabarik569 2 месяца назад +13

    Mohan Majhi should immediately arrest the police personnels and dismiss from the service.
    Otherwise People will never excuse BJP Government.

  • @sopannath
    @sopannath 2 месяца назад +3

    ଏମିତି ଅଭଦ୍ରମି ପୋଲିସ କୁ ଶୋଭା ପାଉନି ଏମିତ ପୋଲିସ ଙ୍କୁ ପ୍ରଥମେ ଫାଶୀ ଦିଆଯାଉ ।

  • @PramodDas-hn4ow
    @PramodDas-hn4ow 2 месяца назад +17

    ମୋହନ ସାର, ପୋଲିସ କାଯ୍ୟ କଣ କରୁଛି, ସବୁଜଲୀ ଜକେନ୍ଦୁଝର llc ଙ୍କୁ କ୍ଷମା ଦେଇଥିଲେ ପୋଲିସଙ୍କୁ କିଛି ଶିକ୍ଷା ପାଇବାପାଇଁ କିନ୍ତୁ ଏ ପୋଲିସ ଶିଖିଵ କଣ, ଏବେ ମନମୁଖୀ କାମକରୁଛନ୍ତି,, ଏଭଳି କାମକଲେ ଏମାନଙ୍କୁ ବବିବି କଠୋର ଶାସ୍ତି ର ବ୍ୟବସ୍ତା କରାଯାଉ,

  • @susantamohanty722
    @susantamohanty722 2 месяца назад

    Satya vai nka sundar upastapana

  • @brainlicker5647
    @brainlicker5647 2 месяца назад +4

    ସୁନ୍ଦର ଉପସ୍ଥାପନା । ଏଶଳା police ସୁଧୁରିବନି, ୨୪ ବର୍ଷ ରେ ଶଳେ ଢିଲା ହୋଇ ଯାଇଛନ୍ତି

  • @bubunasamal5750
    @bubunasamal5750 2 месяца назад

    Satya, babu, u, great,,,,,

  • @pradeeppati2721
    @pradeeppati2721 2 месяца назад +13

    କିଛି ହବନି କିନ୍ତୁ ଆର୍ମି କେସ ତେଣୁ ସହଜରେ ସମାଧାନ ହବନି

  • @chandandas7838
    @chandandas7838 2 месяца назад

    Best News channel

  • @SanjayaKumar-i5h
    @SanjayaKumar-i5h 2 месяца назад +6

    Very good Satya sir
    Amane sudhibe nahi

  • @bijayabehera533
    @bijayabehera533 2 месяца назад

    Right Satya babu

  • @premchandmahanta9398
    @premchandmahanta9398 2 месяца назад +10

    ବିଜେଡି ପ୍ରିତି ଛାଡିନାହିଁ

  • @DillKaGana
    @DillKaGana 2 месяца назад +1

    Mo ମନକୁ ଗୋଟେ କଥା ଆସୁଚି କି ସାଧାରଣ ଲୋକ କ୍ଷେତ୍ରରେ ଏମିତି ସବୁ ହେଲେ result କଣ ହେବ...?
    ସାରା ଓଡିଶା ଲୋକ କେତେ କଷ୍ଟ ପାଉ ନ ଥିବେ..?
    କେଉଁ ସରକାର ଏଠି ଠିକ୍ ସବୁ ତ ଚୋର ହେଲେ
    ଲଙ୍କା କୁ ଯିଏ(political party) ଆସିଲା ସେ କଣ ରାବଣ ହେଇ ଗଲା..😡
    ଏଠି ନିଜ ସୁରକ୍ଷା ନିଜେ ନ ରଖିଲେ ମରଣ ସୁନିଶ୍ଚିତ
    ଏତେ ପରେ ବି ଯଦି କିଏ ଆମକୁ ନିର୍ଯ୍ୟାତନା ଦେଲା ତାହାଲେ ସହି ଯିବା ଭଲ
    ଏଠି ରକ୍ଷକ ସାଜିଛି ଭକ୍ଷ୍ୟକ

  • @netajidash9367
    @netajidash9367 2 месяца назад +13

    ସାରା ଦେଶରେ ଓଡ଼ିଶାର ବଦନାମ। ଛି ଛି। ଲଜ୍ଜ୍ୟା ଆଉ ଲଜ୍ଜ୍ୟା।

  • @anjanpanda7881
    @anjanpanda7881 2 месяца назад

    Great news describe by you

  • @goutamagoutama9037
    @goutamagoutama9037 2 месяца назад +4

    Best analysis 🎉

  • @PuspalataDas-s9q
    @PuspalataDas-s9q 2 месяца назад

    Right Satya Bhai 😢

  • @RabindrachandraSahu
    @RabindrachandraSahu 2 месяца назад +8

    ଛି ଛି ଛି, ଏହା ଠାରୁ ଆଉ ଅଧିକ ଲଜ୍ୟା ଜନକ କାର୍ଯ୍ୟ କଣ ଥାଇ ପାରେ,ଜାଗ ଜନସାଧାରଣ ଜାଗ ଉଚିତ ନ୍ୟାୟ ମୋହନ ସରକାରଙ୍କୁ ମାଗ |

  • @anantakumarsethy2970
    @anantakumarsethy2970 2 месяца назад

    Right Satya sir

  • @surjyasamanta6961
    @surjyasamanta6961 2 месяца назад +7

    ଆପଣ ସେନା ଓ ପୋଲିସ ମୁହାଂ ମୁହିଂ ପରିସ୍ଥିତି କୁ ଠିକି ଭାବେର ବିଶ୍ଲେଷଣ କରିଥିବାରୁ ଧନ୍ୟବାଦ।

  • @PurusotamBarik
    @PurusotamBarik Месяц назад

    Highest shameful for Odisha government and Odisha police. This case should run at SC or out of state court.

  • @sewanayak945
    @sewanayak945 2 месяца назад +9

    ପୁରୁଣା ରୋଗ ଯାଇନି ସରକାର ଛେଞ୍ଚ ହେଇଛି ବୋଲି ଜଣା ନାହିଁ ଯିଏ ହେଉ କଡ଼ା କାର୍ଯାନୁଷ୍ଠାନ ନିଆଯାଉ 🙏

  • @kailashchandradas8992
    @kailashchandradas8992 Месяц назад

    ଧନ୍ୟବାଦ ଜୟ ଜଗନ୍ନାଥ 🙏

  • @ashokkumarpattanaik1587
    @ashokkumarpattanaik1587 2 месяца назад +9

    ପୋଲିସ ଅଫିସର ମାନେ ଥାନାରେ ପଡିରହିଥିବା କେସ ଗୁଡିକୁ ଗୁରୁତର ସହ ବିଚାରକୁ ନେଇ ନିଷ୍ପତି କରନ୍ତୁ ଏବଂ ଅଚାନକ ଥାନା ଗୁଡିକରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଭୁବନେଶ୍ୱର ଥିବା ଦାଗି ପୋଲିସ ଅଫିସର ମାନଙ୍କୁ ତୁରନ୍ତ ଦୂର ସ୍ଥାନକୁ ବଦଳି କରାଯାଉ l

  • @SanjayKumar-zs8hn
    @SanjayKumar-zs8hn 2 месяца назад

    Ekdum right

  • @HOSEPED330
    @HOSEPED330 2 месяца назад +7

    👍 ତଦନ୍ତ କରାଯାଉ. .....ପୋଲିସ କୁ ଗୁଳି କରି ମାରି ଦିଆଯାଉ ରକ୍ଷକ ଯଦି ଏହି ପ୍ରକାର କାମ କରିବ ତେବେ ନିରୀହ ଜନତା କେଉଁଟିକି ଯିବେ ନ୍ୟାୟ ପାଇଁ. .....very bad sir very bad. ....

  • @akhildhal3690
    @akhildhal3690 2 месяца назад

    Sir I am proud of u for ur representation

  • @about_sanatan_
    @about_sanatan_ 2 месяца назад +10

    ସି ସି ଟି ଭି ସବୁ ପରୀକ୍ଷା ସେନ୍ତରେ ଲାଗିବ ।ଥାନାରେ ଲାଗିଲେ କେଲେଙ୍କରୀ ଲାଞ୍ଚ ନେବେ କେମିତି

  • @toomuchsweet582
    @toomuchsweet582 2 месяца назад +3

    ଏଇ ଘଟଣା କଲିକତା ବଳାତ୍କାର ଆଉ ହତ୍ୟା ଘଟଣା ଭଳି ହେଇ ପାରିଥାନ୍ତା 😫😫😫😫😫😫😫😫

  • @udayasankarram4674
    @udayasankarram4674 2 месяца назад +5

    Mohan mjhi take action

  • @pradiptakumarnayak5249
    @pradiptakumarnayak5249 2 месяца назад

    You are right

  • @satejkumardash8651
    @satejkumardash8651 2 месяца назад +7

    Judiciary Inquiry must

  • @Sarthakshalinghosh
    @Sarthakshalinghosh 2 месяца назад

    ଏଇଟା ନୂଆ ସରକାର 🙏

  • @basantamalik2755
    @basantamalik2755 2 месяца назад +4

    No1 news channel 🙏⭕‼️⭕🙏🙏🙏🙏🙏🙏

  • @MArunYadav
    @MArunYadav 2 месяца назад

    Tqu so much sir

  • @snehasahu8541
    @snehasahu8541 2 месяца назад +12

    Asi ତା ଝିଅ ମାଇଝି କେ ଲଂଗଳା କରି ରେଫ କରାଜାଉ ତାକେ ଆଜି ବନ odisha ର police 24 ବର୍ଷ ରବେଇମାନ

  • @Deepak-n4t2h
    @Deepak-n4t2h 2 месяца назад

    Satya sir you are talented person, i like u ♥️

  • @anantkimbaka
    @anantkimbaka 2 месяца назад +2

    2:00 re CCTV ଅଛି boli କହୁଛନ୍ତି...
    ହେଲେ ଏବେ Newly inauguration ହୋଇଛି boli CCTV ର byabasta ନାହିଁ boli police adhikari kahuchanti