ଭରତପୁର ସତ କେବଳ ଜାଣିଛନ୍ତି ୭ ଜଣ ! Where is Ankita mobile video ? lie detection test in Bharatpur case.
HTML-код
- Опубликовано: 21 сен 2024
- ଭରତପୁର ସତ କେବଳ ଜାଣିଛନ୍ତି ୭ ଜଣ ! Where is Ankita mobile video ? lie detection test in Bharatpur case. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RUclips Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ପୋଲିସ ସାହାଯ୍ୟ କରୁଛି. ଲୋକ ମାନେ ବିରୁଦ୍ଧ କରୁଛନ୍ତି କାହିଁକି. ଏହା ବଡ ପ୍ରଶ୍ନ?
ମଦ ପିଇଲା ବୋଲି ଖରାପ ତା ସହିତ ଖରାପ ହେବା ଜରୁରୀ କି???
Satyasatyata ta dekhantu. Tanku tankara nija army wala disown karisarilani. Kahinki semane bhi buji sarileni ki jhia ti micha kahuchi. Apana tike bhala se chinta karantu
ମଦ peiki ଲୋକଙ୍କ ସହିତ ଜଗଡl ହେବ ଠିକ କି
Se bichra 7 ta pua nka ki bhul se bichra toka mananka carreer gala
Thik nuhen
Hmm Jaruri 😂
ମଦ ପିଇଲେ କେହି ଜଣେ ଖରାପ ହେଇଯାଏ ନାହିଁ ସତ,କିନ୍ତୁ ଏଠି ଯଦି ଆମେ ଦେଖିବା ସେ ଝିଅଟି ନିଶାସକ୍ତ ଅବସ୍ଥାରେ over acting କରୁଥିଲା ,ଏଇଟା ଗୋଟେ କଣ ସଭ୍ୟ ସମାଜରେ ନାରୀର ପରିଚୟ , ସବୁଠାରୁ ବଡ଼ ଭୁଲ ହେଲା ଥାନାରେ cc tv ନାହିଁ ।
What do you mean over acting??
Over acting କଲା, ମଦ ପିଇଲା, ଗାଳି ଗୁଳଜ କଲା ସବୁ ମାନି ନିଆ ଯାଉ, ଏ ସବୁ ସତ୍ତ୍ୱେ ପୋଲିସ ର ଟ୍ରେନିଂ ତାଙ୍କୁ ସବୁ ପ୍ରକାର ପରିସ୍ଥିତିରେ ମାନସିକ ସନ୍ତୁଳନ ସହିତ deal କରିବା ଶିଖାଏ। ଯଦି ମାର ପୀଟ କଲେ ତାହାଲେ ନିଶ୍ଚିତଭାବେ ପୋଲିସ ନିଜ ଉପରେ ଉଠୁଥିବା ଆଙ୍ଗୁଳି କୁ ଭୁଲ କହି ପାରିବନି
Sabhya samaja😂😂😂, what a joke.
achha 🤣🤣tu acting karuchu
ଅଙ୍କିତା ଙ୍କ video recording କୁଆଡେ ଗଲା?
ତାହା delete କଲା କିଏ।
Delete hela boli apana kemiti janile au police ate boka j video karei debe satare jadi ate heithiba au medical CCTV video re army agare fit au midia agare victim card akila wali
@@hariharmahapatra4946 ଅଙ୍କିତା ଭିଡ଼ିଓ ରେକର୍ଡ ହୁଏତ କରି ନ ଥିବ , କଲେ ବି ତା'କୁ ତ ଜାମିଲ୍ ମିଳି ସାରିଛି, ତା' ଫୋନ୍ ତ ତା ପାଖରେ ନିଶ୍ଚୟ ଥିବ କାହିଁକି ଚୁପ୍ ବସିଛି। ପୋଷ୍ଟ କରୁନି..? କାହିଁକି ଡ଼ରୁଛି ..
Jadi ଅଙ୍କିତା video police delete karithiba recovery heipariba ଟେକ୍ନୋଲୋଜି bahut aagare ଚୋର କେହି ଖସିପାରିବେ ନାହିଁ
ମଦ ପିଇ ରାତିରେ ସେଇ ଝିଅ ବାହାରେ ବୁଲିବ ଯୋଉ ଝିଅର ପ୍ରକୃତି ରାଣ୍ଡୀ ଭଳି ହେଇଥିବ କେବଳ ସେଇ ଝିଅ ଏହି କାମ କରି ପାରିବ।
ପରୀ କେସ ବି ଟିକେ ଆଲୋସନା କର 🙏🏽
ଅଙ୍କିତା ଭିଡୁଅକୁ ଡିଲିଟି କରାଜାଇଛି ପୋଲିସି ନିଜକୁ ଵଞାଇଵାକୁ ଜାଇ ନିଜ ଭିଡିଅକୁ ଦେଖାଉ ଛନ୍ତି
Ek dum right
Tu dekhilu ki delete heichi
Right
@@BrundabanSahoo-ty6vq Ankita Blood test karouni kahinki apana ahara utara deiparibe ki ?
@@BrundabanSahoo-ty6vq seguda drugs bi nei thibe
Very well explained by the expert here, rationally analysed without bias .Let there be humility, may good sense prevail and justice be done.
Sabu Police Stations rey immediately CCTV laga jau.
Liquor shops sabu 10PM rey baand karantu Odisha rey.
Police petrolling regular karajau ...
No Road Romeo on Road ....
Liquor shop band kale kn hba Bar re ba 12 tak maada milichi....se toki bar ru maada pee ki asichi.
ଗୋଟେ ଝିଅ ମଦ ପିଲା ମଦ ସରକାର ରାସ୍ତା କରେ ବିକତି କିଂତୁ ମଦ ଦୋକାନ ରେ କଣ ଲେଖା ଅଛି ଲେଡିସି ମଦ ପିଇବେନି ବୋଲି ମୁଁ ନିଜେ ଦେଖିଛି ପୁଲିସି ଵାଲା ପିସିଆର ରାସ୍ତା ରେ ସାଇଟି କରି ମଦ ପିଓତି ରାସ୍ତା କଡରେ ବୋତଲ ଫିଗୀଦିଅତି
Faltu comment
Paradeep asa dekkhib Kan chhalichhi
@@kailashswain4735 ତୁ ଜଣେ ଫାଲୁତୁ ବୋପା ଟଙ୍କା ରେ ମୋବାଇଲି ଧରି ଘରେ ବଶୀ କମେନ୍ଟ ଦଉଛୁ
Bhai bilkul sabu thik katha kahuchanti
Kichhi thik kahunahanti
Sabu footage ra time bi achhi dekhantu Dina 3 ta re kn nisa thila
ଠିକ୍ କଥା କହିଛନ୍ତି,ଏ ଲଜ୍ଜାର କଥା ଓଡ଼ିଶାର,ଏ କ'ଣ ଓଡ଼ିଶାର ଅସ୍ମିତା ଯେ ଆଇନ ବିପର୍ଯ୍ୟସ୍ତ। ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସବୁ ଜାଣି ଚୁପ୍ ବସିଛନ୍ତି କାହିଁକି?? ୧୦୦ଦିନର ବିଜେପି ସରକାରଙ୍କ କ'ଣ ଓଡ଼ିଶା ପାଇଁ ଗିଫ୍ଟ ଓଡ଼ିଆ ଅସ୍ମିତା ???
ଓହୋ...,
ଛାଡ଼ ହୋ ନିଜ ଆଖିର ଧୂଳି ନିଜେ କେମିତି ବାହାର କରାଯିବ ଯେ...., 😆😄😄😆
ଅଙ୍କିତା ଶତ କହୁଛନ୍ତି ,ପୋଲିଶିକୁ ଠିକ୍ ଜବାବ ଜିଏ ଦେଇଛନ୍ତି ଶିଏ ପୋଲିଶିର ସିକାର ହେଇଚି
This is correct
Beat Analysis
Thanks 💯 sir
Lie detection test should be firstly done.
ଏ ଅଙ୍କିତା ବେଧକୁ ଉଚିତ୍ ଜବାବ୍ ପୋଲିସ ଦେଇଛି
Valla msg de mageya police ra vul
ପୁଅ ପିଲାମାନେ ରାତି ଅଧରେ ବୁଲି ପାରିବେ
କିନ୍ତୁ
ଅଙ୍କିତା ବୁଲି ପାରିବେ ନାହିଁ ??
Who said boys' can roam at night but girls can't. The question here is that lady is clearly laying and playing the all known women card by faking her injuries and falsely implicating those guys in this case. I do sympathize with her but why you guys making it boy vs girl?
Right
Jhia Buli paribe kintu emiti drinking kariki buliba kete suitable ???
Video re jana paduchi jhia ta kete discipline sikhichi
ପ୍ରଥମେ ଦି ଜଣକୁ dronk and draive ରେ ବୁକ କରାଯାଉ
Kahniki beeeeeeee
Forgot about the Girl; How can the police put Captain Gurbux in custody without permission from the Army?
They can drink and drive is not allowed for army also
@@sanjen6244 While Armymen on duty cant be arrested. But he wasn't on duty neither he was discharging any Army duties while he was arrested.
Army is not beyond the law of this land
@@SnehasisPadhiItsMeat that time army officer was not in duty . In off-duty there is no law to drink and drive for any rank
Perfect reply to that reporter, who got Destroyed by each of ur reply sir...bahut bahut dhanyawad apana nku
Pratidin TV Sir thank you So much
Bhai tume pura thik kahila ❤
ମଦର କାମ ଏମିତି ହୁଏ ରାଜା ପରି
100% correct opinion
Right bhai
Kie re eia.. Rati 2 ta re mada piki kou lady hungama kare.. Ai loka kahuchi mada piki buliba thik
Ya ra sister
Absolutely right
Se jhiaku Arrest karajau.
Bhai right kahile
In this whole case this is the only video that this man explained in such an unbiased way.👍
Very Tru
Video ରେ ଝିଅ ନିଶା ରେ ସବୁ ଭୁଲୁ କରିଛି
You are speaking truth intelligent.
ନିଶାରେ ଥିଲେ ଲୋକେ ହୋସ ରେ ନ ଥାଆନ୍ତି, ତ କେମିତି ମନେ ପକେଇବ ଘଟଣା ଘଟିଛି ବୋଲି 😂
@@Seturam789 Kintu seithire sata kete au micha kete age seita ta pada ku asuu
@@SnehasisPadhiItsMe ସବୁ ପଦାକୁ ଆସିବା ଦରକାର, ସୋସିଆଲ୍ ମିଡ଼ିଆର କିଛି ପରମଜ୍ଞାନୀ ବ୍ଯକ୍ତିଙ୍କ ବାଇଟ୍ କୁ ବିଶ୍ବାସ କରିବା କଥା ନୁହେଁ । ସପକ୍ଷରେ ଏବଂ ବିପକ୍ଷରେ ହିଁ ପ୍ରାୟ ଥାଆନ୍ତି, କେହିଁ ନିରପେକ୍ଷ କାହିଁକି ହେଇ ପାରୁ ନାହାଁନ୍ତି? ଏଇ କଳା ଟୋପି ଝିଅ ସପକ୍ଷରେ କହୁଛି.. ନିରପେକ୍ଷ ୟାର ନାହିଁ, ତେଣୁ ବିଶ୍ବାସ କରିବା ଯଥାଯୁକ୍ତ ନୁହେଁ।
Tu mahagiha sabu janichuli
IIC can doing mischeaf since three month passed CC camera
You are right sir
ଯଦି ଝିଅର ଭୁଲ ନାହିଁ ତେବେ ମେଜର କାହଁକୀ ଚୁପଚାପ ରହୁଥୀଲେ କୁହ
Army ra rule and regulation bahut strict.. so
Murkha bhali prasna army rule regulations Jana achhi ki nahi.
@@arunrout857 ghare rahi yutube re comment deba Sahaj... Army kana odisha bahara ku jai dekhe.. National security responsibility kahar ... kete kasta re seemane rahuchhanti rule acchhi ki nahni tike pachari bujha lawyer nka thu
Next step arrest haba se jhia😂😂
ଆରେ... ବାଃ ରେ ମହାଜ୍ଞାନୀ କଳା ଟୋପି, ତୋ ମତରେ Bar ର CCTV footage ପୁଲିସ୍ ବନେଇଛି 😊 , hospital ର CCTV footage ପୁଲିସ୍ ବନେଇଛି 😊 lift ର CCTV footage ବି ପୁଲିସ୍ ବନେଇଛି , ତାହା ତ ?😊
ଆଚ୍ଛା, ଝିଅ ମୋବାଇଲରେ ରେକର୍ଡ଼ କରିଛି ତ କାହିଁକି ରେକର୍ଡ କରିଥିବା ଭିଡ଼ିଓ ଏଯାଏଁ ସୋସିଆଲ ମିଡ଼ିଆରେ ଛାଡ଼ିନି?? ତାକୁ ତ ଜାମିନ ମିଳିସାରିଛି। ମେଡ଼ିକାଲ ରିପୋର୍ଟ କାହିଁକି ଦଉନି? ଇନଭେଷ୍ଟଗେସନ୍ ରେ କାହିଁକି ସାହାର୍ଯ୍ୟ କରୁନି?
ଆବେ ମୂର୍ଖ କଳା ଟୋପି , ତତେ ଲାଗୁଛି ତା'ର ଭାଷା ଜ୍ଞାନ ଚରିତ୍ର ଦେଖି ଝିଅର କୌଣସି ଦୋଷ ନାହିଁ ବୋଲି?
Haan be bhakua se video re acting kariba payin police se jhia ku tonka deithila😂
@@pakhalia ସ୍ମରଣ ଶକ୍ତି ତୋର ଦୁର୍ବଳ ତୁ ଯାଆ ତା'ର ଇଣ୍ଟରଭିୟ୍ୟୁ ଆଉ ଥରେ ଦେଖିଆସିବୁ, ସେ ନିଜେ କହୁଛି "ମୁଁ ପୁଲିସ୍ ର ହାତ କାମୁଡିଛି ବୋଲି", ତୁ ନିଜେ ଭକୁଆ ଶ୍ରବଣ ଶକ୍ତି ତୋର ନାହିଁ କାଲା କୋଉଠିକାର, ଭକୁଆ ବୋକାଚ଼ୋଦା କୋଉଠିକାର
Nice understanding
Great man great speak
the question of the reporter is biased towards one side but the reply of other gentleman was stable with insight. As rightly brought out, the girl is at fault at many places but the atrocities of the police is unpardonable
Wise and cool. 🙏
Well said bro
Right brother
Bhai, perfect kahila!!!love u
Thanks
Mada piki odisha police ku badnam karidela
ଓଡିଶା ପୁଲିସି ଗୁଡା ଭାରୀ ଭଲ ଗୁଡା ନାଇରେ
Tu bhari vala nai re.............@@manashnayak2794
ସମସ୍ତେ ଭଲ ନୁହନ୍ତି କି ସମସ୍ତେ ଖରାପ ନୁହନ୍ତି ହେଲେ ଠିକ୍ ଭାବରେ ତଦନ୍ତ କରି ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ।
Best explanation brother
Perfect bro......
You are right sir say right ward
Odisha police sabu karap namaste
Kharap Lokal Saha sabubele kharap heba jete interview dele kichi lava nahi
Army is the grat
Ankita bhitare bahut ahankar bhara achhi mu aaji kahuchhi a ahankar besi dina nunha Bhagaban sabu sahibe Ahankar sahibeni
Perfet
Good brother 👍
ପୋଲିସ କାହାକୁ କୋଉଠି ବିନା ପଇସାରେ ସାହାଯ୍ୟ କରୁଛି ରିପୋର୍ଟର ବାବୁ ଟିକେ କହିବ କି? ଅଙ୍କିତା ମଦ ପିଇଥିଲେ ରିପୋର୍ଟର ବାବୁ କେମିତି ଜାଣିଲ
ଥାନା ଭିତରେ ଏମିତି ଘଟଣା କାହିଁକି ଘଟିଲା, ସେ କଥା ଆଲୋଚନା କରାଯାଉ
Bhai pura right 👍 kahile
ଝିଅର ବ୍ଯବହାର ବା ମଦ ପିଇବା … morality ଟା ବ୍ଯକ୍ତିଗତ କଥା । ସମାଜ କେବଳ ଆଇନ ପାଳନ କରିବା ଉଚ୍ଚିତ୍ । ଆଇନ୍ ଠିକ୍ ସେ ପାଳନ ହୋଇଛି କି ?
ସବୁ ଗମେଟେ ଅଫିସରେ କ୍ୟାମେରା ଲଗାଯାଉ ଘର ଭିତରେ ବାହାରେ ସବୁଆଡ଼େ
Polis hatat pablik upare ragi bara karana kana pai kana se kana daan na gunda
ସେ 7 ଜଣ ମୁଖ୍ୟ ସେ କିଏ କାହା ସହ ସମ୍ପର୍କ ସେମାନଙ୍କର, ସେ ମୋହନ ମାଝୀ କଥା କହୁଥିଲେ ସେମାନଙ୍କ ର ମୋହନ ମାଝୀ ସହ କଣ ସମ୍ପର୍କ କଣ ପାଇଁ ସେ କଥା ସେ କହୁଥିଲେ
ଭିଡିଓ ଭାଇରଲ ରୁ ଜଣାଯାଇଛି
ଅଙ୍କିତା ଓଭର ଡ୍ରୀଙ୍କର ନ ଥିଲା
ଥାନାରେ ତାଙ୍କର କଥା ବାର୍ତ୍ତା ସେନ୍ସ ର ସହ ଥିଲା, ସେ ଭଦ୍ର ଶାଳିନତା ସହ କଥା ବାର୍ତ୍ତା କରୁଥିଲେ,
ମଦ ପିଇବା ଗ୍ରହଣଯୋଗ୍ୟ. କେତେବେଳେ ପିଇବ ସେଟା କଣ ଲେଖା ଅଛି
ଓଡ଼ିଶା ପୋଲିସ ଗାଣ୍ଡୀ ମରେଇ ହେଉ କାହିଁକି ନା ଏମାନେ ସାଧାରଣ ଓ ଗରିବ ଲୋକଙ୍କୁ ନ୍ୟାୟ ନଦେଇ ବହୁତ୍ ହଇରାଣ କରନ୍ତି ଓ ନେତାମାନଙ୍କ ଗଲାମ୍ ଗିରି କରନ୍ତି। ମୋତେ ଯାହା ଲାଗୁଛି ଏ ଘଟଣା ରେ ସେ ଝିଅର ଭୁଲ ଅଛି ଆଉ ପୋଲିସର ବି
ତେମ ମିଡିଆ ବାଲା ତମ ଝିଅ ପରିବାର ନେଇ ଜାଇଛନ୍ତି ରାତିରେ ଫେରୁଛି ଏମିତି ଘଟଣା ହୋଇ ଥାତା
ଏ ରିପୋର୍ଟର କୁ ଆଗ ବାନ୍ଧିବା କଥା
ନବୀନ ପଟ୍ଟନାୟକ ମଦ ପିଅନ୍ତି
If alcohol breath analyzer was there, what was the need of blood test to check alcohol consumption.
🙏
I think this Media is supporting the Police Personnel 😊😊
Vai mu b drink kare.but mo shirt ru gote bottom kholi gale mu janipare.but se madam ate kichhi hela se janiparileni
Nijaku safe rakhiba pain se jhia ra sabu plan
Se jhia bahut chalak
Tu harami police support karuchhu
Why Bar was opened at 1.30am? How police was allowed to Bar shop for opening beyond stipulated time.
ଏ ଭିଡିଓ ଦେଖାଇଛ,but varatpur ପୋଲିସ ଷ୍ଟେସନ ଭିଡିଓ ଦେଖାଅ
ଝିଅ ମଦ ପିଉ police ଅଭଦ୍ରାମି କରୁଥିଲା କଣ piethila
Medical test pare court forward hoichi.Court parisara vitare b cctv lagichi Se cctv footage check kara jauni kanhiki?Mada hoichi ki nahi sabu sata Jana padiba ?jadi mada hoithiba tahale medical ru Ani ki police station ku Court forward purbaru pitithibe?
ସବୁ ମୂଳରେ ସରକାରୀ ମଦ.....
Without CC camera why office running.
ଭାଇ ପ୍ରତିଦିନ news ତୁମକୁ ପୋଲିସ ରାତିରେ ତୁମ ଘରେ ଛାଡିକି ଆସି ଛନ୍ତିନା କେତେ ଟଙ୍କା ଖାଇଛ ପୋଲିସ ଠାରୁ
If someone is drunken , it doesn't allow to beat and molestation
Vai atala sir nka saha se jhia ku equal karantu ni
Try to understand sir
ଏ ପୁଣି କେଉଁ ମୁଣ୍ଡି bite ଦେଉଛି
Without CC camera it is wrong of IIC
ଭାଇ ତୁମେ ସେ କୁହାଳିଆ ରିପୋର୍ଟରକୁ ଦୁଇ ଥାପଡ ଦେଲ, ଏଇଟା ବେଶୀ ବାଜେ ଓ ଭୁଲ୍ ପ୍ରଶ୍ନ ପଚାରୁଛି କେବଳ ଭ୍ରଷ୍ଟ ପୁଲିସ ର ସପୋର୍ଟ ନେଇ
ଅଙ୍କିତା ମଦ ପିଇ ତ ଅଧା ଲଙ୍ଗଳି ଦେଖା ଯାଉଛି
This complete incident proves the real figure of Odisha police and the corruption in lower judiciary of the State....State means Odisha and a few States of India...
ସେ ଝିଅ ନିଶା ରେ ଉତ୍ପାତ କରୁଥିବା ଭିଡିଓ ରୁ ଜଣା ପଡୁଛି
CCTV cameras are very difficult due to proof in the Bharatpur PS . Other Thana in Odisha CCTV cameras are not functioning now-a-day.
ଭାଇ ଆଉ bite ନିଅନା ପୋଲିସ ସପକ୍ଷରେ କହୁଛ
ଏ ବରସର ସୁପରହିଟ୍ ନାଟକ ଚବିସ ବରସ ନିରିହ ଲୁହ ରେ ପଲିସ୍ ପାଇବ ସଜା ଓଡିଶା ବାସିକୁ ଅନୁରଧ ମର ଖୁସି ମନାଅ ମଜା 😄😄😄😄😄
ଏ ଲୋକଟି ଅକିଂତା ରିଲେଟି
ଭ ହେବ
ବିଲକୁଲ ଠିକ କହିଛନ୍ତି sir
Pratidina tv kete tanka neichhi