ବାର ମାଲିକଙ୍କୁ ମହିଳା SPଙ୍କ ଶକ୍ତ ଚାପୁଡ଼ା, କାହିଁକି ଏମିତି କଲେ SP? | Rain The Club, Laxmisagar

Поделиться
HTML-код
  • Опубликовано: 20 ноя 2024

Комментарии • 301

  • @HareKrushna-f3d
    @HareKrushna-f3d 4 месяца назад +50

    ମଦ ବନ୍ଦ ହେଉ ଓ ବାର ବି ବନ୍ଦ ହେଉ ।

  • @bhubanewardharua9631
    @bhubanewardharua9631 4 месяца назад +78

    ପୋଲିସ ମିଛ କହୁଛି ସବୁ ତ ରେକର୍ଡ ହେଉଥିଲା କେତେ ବେଲେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି ତାହା ଭିଡ଼ିଓ ରେ ଟିକେ ଦେଖାନ୍ତୁ ସବେ ଜାଣିବେ l ହଁ ଆମେ ମାନୁଛୁ ସେ ନିଶା ଖାଇଛି ହେଲେ ଜଣେ ବାର ମାଲିକ କୁ ଏମିତି ମାରିବା ମୋ ମତରେ ଠିକ୍ ନୁହଁ l

    • @anantanahak2718
      @anantanahak2718 4 месяца назад +4

      Nai se nisha khaiki bakiba taku police chhadiba,malika taa ghare,

    • @chandannaik9949
      @chandannaik9949 4 месяца назад

      @@anantanahak2718 police gandire charbi besi

    • @chandannaik9949
      @chandannaik9949 4 месяца назад

      @@anantanahak2718 bati na debaru a pari bahana police manananka ra

  • @patitakumarchoudhury9855
    @patitakumarchoudhury9855 4 месяца назад +72

    ରେଡ ନା ମାସିକିଆ ବଟି ??

    • @Sunsine5098
      @Sunsine5098 2 месяца назад

      Ki micha khuchi e maikina.

  • @debanandahembram1000
    @debanandahembram1000 4 месяца назад +42

    ଅବକାରୀ ବିଭାଗ ଟଙ୍କା ନପାଇଲେ, ଏମିତି ଚଢ଼ାଉ ହୁଏ.

  • @BalaramNath-fe8ws
    @BalaramNath-fe8ws 4 месяца назад +88

    ଭିଡିଓ ସତ ନା ତମ କଥା ସତ ଚୋର ସଳା ଆସ ଦେଖିବା କେତେ ଫିଟ୍ 2km ଦୋଉଡିବା ଓଡ଼ିଶା ପୋଲିସ କୋଢିଆ ଲାଞ୍ଚୁଆ

    • @anantanahak2718
      @anantanahak2718 4 месяца назад

      Aare salla police re jiejae taku stet govt selection kare, manaku kehi police heijantini, bujhilu bhikari pila,

  • @niranjanswain6783
    @niranjanswain6783 4 месяца назад +90

    ମାଡ଼ ମାରିବା ଭିଜୁଆଲ ଯେମିତି ଦେଖୋଉଚ୍ଚ ସେମିତି ଜାବୁଡ଼ି ଧରିଥିବା ଭିଜୁଆଲ ଦେଖାଅ।କେତେ ସତ କହୁଚ ଜଣା ପଡ଼ିବ

    • @anantanahak2718
      @anantanahak2718 4 месяца назад

      Toh bhaunni hoithile dekhei paribu?tapare tu kanna banda mundi jannibu,

    • @BaskeyAnanta
      @BaskeyAnanta 4 месяца назад +2

      ବାଳ

  • @smrutisekharsahoo1363
    @smrutisekharsahoo1363 4 месяца назад +80

    ଉଠିଲା ବେଳେ ଭାରସାମ୍ୟ ହରାଇ ଆଣ୍ଠୁ କୁ ଧରି ପକାଇଲେ। ଏଇଟା କଣ ଅପରାଧ ହେଇଗଲା ?
    ମିଛ ଅଭିଯୋଗ

    • @NirakarChowdhuri
      @NirakarChowdhuri 4 месяца назад +1

      😢😢😢😢😢🎉😅😅😅😅😅😅😊😊😊😊 2:59

  • @GrahiBhaba401
    @GrahiBhaba401 4 месяца назад +105

    ମାଡାମ ଏତେ ମିଛ କୁହନି . ଧର୍ମ କୁ ଡରନ୍ତୁ .

    • @CreationOdia1234
      @CreationOdia1234 4 месяца назад +2

      ମଦୁଆ କୁ ସପୋର୍ଟ କରନି ତୁମ ଛାତି ଫାଟିଯିବ

    • @rajsekhar5201
      @rajsekhar5201 4 месяца назад

      😂😂😂​@@CreationOdia1234

    • @manojkumarmurmu1260
      @manojkumarmurmu1260 4 месяца назад +1

      Dharma nuhe Karma.
      Ajikali dharma fake only Karma❤

    • @akashdas2757
      @akashdas2757 4 месяца назад +1

      ​@@manojkumarmurmu1260ଧର୍ମ ତତେ ଗେହିଁଲା କି

  • @mitunakumarjena6609
    @mitunakumarjena6609 4 месяца назад +59

    ଆପଣ ଚାପୁଡ଼ା ମାରିଲେ ସେ କଥା ବି କୁହନ୍ତୁ...😌

  • @mtkworld5092
    @mtkworld5092 4 месяца назад +20

    ଗୋଟିଏ ମହିଳାଙ୍କ ଗୋଡ଼ ଧରି ଦେଲେ ବୋଲି ମାଡ଼ ମାରୁଛନ୍ତି ତ କାହିଁକି ମହିଳା ମାନଙ୍କୁ ଚାକିରି ଦେଉଛନ୍ତି। ଏଠାରେ ଗୋଟି ପୁରୁଷ ରହିଥାନ୍ତି ତା ହେଲେ ଏମିତି ମାଡ଼ ହେଇ ନ ଥାନ୍ତା।

    • @subratmulia1338
      @subratmulia1338 4 месяца назад

      ମହିଳା ମାନଙ୍କୁ ଧରିବା ପାଇଁ ତାଙ୍କ ର ଆଗ ପଟେ ଯୋଡେ ବଡ଼ ବଡ଼ ଅଛି।ସେ କଣ ପାଇଁ ସେ ଦୁଇଟାକୁ ନଧରି ଗୋଡ଼ ଧରିଲା,ସେ ଭୁଲ୍ ତାର

  • @akhilasahu4386
    @akhilasahu4386 4 месяца назад +7

    ବହୁତ ସୁନ୍ଦର ମଦ ବନ୍ଦ ହେବାଜରୁରୀ ନହେଲେ ବି ଯେ ପି ବନ୍ଦ ହେବ 100% ଜୟ ହିନ୍ଦ 🇮🇳🇮🇳🇮🇳

  • @k.r.nakulnayak2077
    @k.r.nakulnayak2077 4 месяца назад +17

    ଲେଡୀ ପୋଲିସ ପୁରୁଷ ମଦ ବାରକୁ ଯିବା ଦରକାର ନଥୂଲା।

  • @toweringtutu
    @toweringtutu 4 месяца назад +3

    Well done, mam.

  • @sadhudas2758
    @sadhudas2758 4 месяца назад +20

    ଏଟା ମିଛ କହୁଛି

  • @ashoknaik4542
    @ashoknaik4542 2 месяца назад +2

    ଏତେସବୁଘଟଣା ପରେ ପୋଲିସ ମିଡିଆ ଆଗରେ ବାରମାଲିକ କୁ ସମ୍ମାନ ଦେଇ କଥାକରୁଛି ।

  • @amareshamohanty69
    @amareshamohanty69 4 месяца назад +15

    ଅବକାରୀ ବିଭାଗର ଏବଂ ଥାନା ର ପୋଲିସ ମାନଙ୍କର ମିଲିଭଗତ ରେ ଭୁବନେଶ୍ଵର ରେ ଚୋରା ମଦ ଏବଂ ପାଉଡର ବିକ୍ରି ଚାଲିଛି । ଏମାନେ ମାସିକିଆ ବଟି ନେଉଛନ୍ତି । ଲାଞ୍ଚ ନେଉଛନ୍ତି ମାନେ ମାଡ ଖାଇବେ । ତାଙ୍କ ଛୁଆମାନେ ବି ନିଶା କବଳରେ ଫସିବେ।

  • @karunakarmohanty89
    @karunakarmohanty89 4 месяца назад +12

    କେଇଠି ହାତ ମାରିଲେ କେମେରା ଦେଖାଅ

  • @kcmishra3239
    @kcmishra3239 4 месяца назад +19

    ଚାରି ଆଡେ଼ ଖୁଳମ୍ ଖୁଳା ପିଉଛନ୍ତି । ସକାଳେ ରାସ୍ତା କଡ଼ରେ କ୍ଲବ ପାଖରେ ବୁଲି ଦେଖିଲେ excise ଆଉ ପୋଲିସ ଜାଣି ପାରିବେ। ଆନ୍ତରିକତା ନାହିଁ। ବୁଢ଼ା ଟାର୍ଗେଟ ଦେଇଥିଲା।

  • @souravmishra2498
    @souravmishra2498 4 месяца назад +9

    କଥାରୁ ଜଣା ପଡୁଛି ପୋଲିସ ର ବଟି ନ ମିଳିବାରୁ ଏ ସବୁ ଯୋଜନା

  • @susantajena3466
    @susantajena3466 4 месяца назад +1

    Very good action

  • @munathewriter1234
    @munathewriter1234 4 месяца назад +3

    ସେ ବାର୍ ମାଲିକ କୁ ଡାଇରେକ୍ଟ ଗୁଳି କରି ଦିୟନ୍ତୁ ପୋଲିସ ଙ୍କୁ request ଆଉ ସେ ବାର୍ କୁ ବନ୍ଦ୍ କରାଯାଉ

  • @Prasannasahu-b6n
    @Prasannasahu-b6n 4 месяца назад +1

    ପୋଲିସ ଯାହା କରିଛନ୍ତି ଠିକ୍ କରିଛି

  • @Sahoo..
    @Sahoo.. 4 месяца назад +21

    Suspend kara jau..2 lady officer

  • @terenaam731
    @terenaam731 4 месяца назад +3

    Arey ଅଧା ରୁ ଅଧିକ ପୋଲିସ ମାନେ ମଦ ପିୟୁଛନ୍ତି ସେମାନେ ମନରେ ଦୁଃଖ ରଖି ଲାଞ୍ଚ ନ ଦେବାରୁ ଦୁକାନ ବନ୍ଦ କରିବାକୁ ଯାଇଥିଲେ

  • @HoneyMohanty
    @HoneyMohanty 4 месяца назад +17

    ସବୁ ମିଛ କହୁଛି ପୋଲିସ୍ ଗୋଡ଼ କୁ ପିଚା କୁହାଯାଏ ନି

    • @anantanahak2718
      @anantanahak2718 4 месяца назад +1

      Police jaha kahuchi michha se jaha kahuchi Sabu sata manibaku padiba tumaku,

  • @rameshchandraroutray7307
    @rameshchandraroutray7307 4 месяца назад +4

    Police action is welcome

  • @sumantakubehera5135
    @sumantakubehera5135 4 месяца назад +6

    ଦୁର୍ବ୍ୟବହାର ର ଭିଡିଓ ଦେଖା

  • @kunujanikunujani8347
    @kunujanikunujani8347 4 месяца назад +2

    Medam ଙ୍କୁ ଆରେଷ୍ଟ୍ କରାଯାଉ,

  • @ajitjena4881
    @ajitjena4881 4 месяца назад

    Sampurna michha comments

  • @bandanaswain1850
    @bandanaswain1850 4 месяца назад

    ସୁପର

  • @babitakar8041
    @babitakar8041 4 месяца назад +8

    ମହିଳା ପୋଲିସ ଅଧିକାରୀ ଙ୍କ ଶକ୍ତ ଚାପୁଡ଼ା ଟି ଅତି ଉଚ୍ଚ କୋଟୀର ପଦକ୍ଷେପ ଗ୍ରହଣ କରିଥିବାରୁ ଅଶେଷ ଧନ୍ୟବାଦ୍ madam ଙ୍କୁ ଏହି ଭଳି ସବୁ ପୋଲିସ ଅଧିକାରୀ ପଦକ୍ଷେପ ନେବା ଉଚିତ୍ 👌👌👌👌👌

  • @pramilabiswal942
    @pramilabiswal942 4 месяца назад +1

    ଭଲ ହେଇଛି, ହେବ ଦରକାର,

  • @drgoutambiswal6717
    @drgoutambiswal6717 4 месяца назад +1

    ମଦ ଦୋକାନ ଦିନ ରାତି ଯେତେ ବେଳେ ପିଇଲେ ନିଶା ହେବ ଅମୃତ ହେବ ନାହିଁ 😢 ଅବକାରୀ ବିଭାଗ କିମ୍ୱା ପୋଲିସ ଉପରେ ଆକ୍ରମଣ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କିନ୍ତୁ ଜନସାଧାରଣ ଉପରେ ଆକ୍ରମଣ ହେଲେ କାହିଁକି ସରକର ଚୁପ୍ ରହନ୍ତି ଉତ୍ତର ରଖିବେ କି ଶାସନ ଓ ପ୍ରଶାସନ

  • @gugujuli4158
    @gugujuli4158 4 месяца назад +4

    Cancel rain bar licence mohan babu when stop liquor in orissa

  • @anonymousan5063
    @anonymousan5063 4 месяца назад

    Govt job motivation video .

  • @pinkysamal4947
    @pinkysamal4947 4 месяца назад +3

    ସେ ବାର୍ ମାଲିକ କୁ ଠିକ୍୍ କରା ଯାଇଅଛି କାହିଁକି ଝିଅ ମାନଙ୍କୁ ନଚାଉ ଛି ଵାର ବନ୍ଦ୍ କରାଯାଉ

  • @brundabanpattnaik2311
    @brundabanpattnaik2311 4 месяца назад

    Weldone. Madam

  • @technogeek8006
    @technogeek8006 2 месяца назад

    Good sp

  • @pratyushrath
    @pratyushrath 4 месяца назад

    ବାର ନାଆଁ ବାର୍

  • @natabaranaik5026
    @natabaranaik5026 4 месяца назад +6

    License,cancel,kale,bhala,heba,

  • @iknow7753
    @iknow7753 4 месяца назад +2

    ବାଡେଇ ବାଡେଇ ଗୋଡ଼ ଦୁଇଟାକୁ ଭାଙ୍ଗି ଦେବା କଥା ବାର ମାଲିକର
    ବାର ମାଲିକ ମାନଙ୍କ ପାଇଁ ମଦୁଆ, ବେଧୂଆ ବୃଦ୍ଧି ହଉଛି

  • @amentertainment6998
    @amentertainment6998 4 месяца назад

    ପୋଲିସ ବାଲାଙ୍କର ହାତ ଥିଲା

  • @amulyabalapanda2512
    @amulyabalapanda2512 4 месяца назад +13

    Na Micha kahucha

  • @express134
    @express134 4 месяца назад +2

    ସବୁ ମିଛ 😂😂😂😂

  • @User-yhjjgzz
    @User-yhjjgzz 4 месяца назад +3

    Lady police misusing the power.

  • @Sweety_Fashionista
    @Sweety_Fashionista 4 месяца назад

    Badhia heichi ... Sabu mada bala nku amiti badao

  • @BalaNag-o2p
    @BalaNag-o2p 4 месяца назад +5

    Micha katha medam kahuchi

  • @kuidinakhabara7110
    @kuidinakhabara7110 4 месяца назад

    ଯଦି ଜଣେ ମହିଳାଙ୍କୁ ପୁରୁଷ ପୋଲିସ ଛୁଇଁ ପାରିବେନି ତେବେ ଜଣେ ପୁରୁଷଙ୍କୁ ଜଣେ ମହିଳା ପୋଲିସ କଣ ପାଇଁ ମାରିଛନ୍ତି।

  • @PrakashBehera-xf6pd
    @PrakashBehera-xf6pd 4 месяца назад +1

    Excise department was asking 10lacs as bribe

  • @basantamahrana225
    @basantamahrana225 4 месяца назад +2

    ପୋଲିସ ପାୱାର ଦେଖୁଛନ୍ତି।ସେ ଜଣେ କେତେ ପୋଲିସ

  • @debiprasadmishra2699
    @debiprasadmishra2699 4 месяца назад +10

    ଏକ୍ସାଇଜ ଡିପାର୍ଟମେଣ୍ଟ ଖଜୁରୀ ଗଛ। ମୂଳରୁ ପାହାଚ ପାହଚ।
    ଅନ୍ଯାନ୍ଯ ସରକାରୀ ଅଫିସ୍ ର " ପି.ସି." ପରି ଏଇଠି " ବଟି" କାରବାର ଅତି ସାଧାରଣ କଥା।
    ହୁଏତ କେହି ଆଦାୟ ହେଉଥିବା ବଟି ରୁ ଭାଗୁଆଳି ନଥିବେ ,କିନ୍ତୁ ବଟି ଆଦାୟର ବିରୋଧୀ ନଥିବେ।
    ଚଳିପାରିବେନି। ତାଙ୍କୁ ଶାନ୍ତିରେ ରଖେଇଦିଆ ଯିବନି।
    ଏ ଧ୍ରୁବ ସତ୍ଯ।
    ତେବେ ବଟି ନେବାର ଅଭ୍ଯାସକୁ ବିରୋଧ କରିହେବ।
    ଏକତ୍ରିତ ହୁଅନ୍ତୁ।
    " ନା,ପଇସାଟିଏ ବଟି ଦେବୁନି ,କୁହନ୍ତୁ।
    ଅତି ବାଧ୍ଯତା ପଡିଲେ ଭିଜିଲାନ୍ସ ରେ ଧରେଇ ଦିଅନ୍ତୁ।
    ପୋଲିସ ହୁଅନ୍ତୁ ,ଏକ୍ସାଉଜ ହୁଅନ୍ତୁ ବା ସାଧାରଣ ରେ ଯେ କେହି ମହିଳା ହୁଅନ୍ତୁ ,ତାଙ୍କ ସହିତ ଶାଳୀନ ବ୍ଯବହାର କରନ୍ତୁ।
    ଆପଣ ଜାଣନ୍ତି,ମିଛରେ ହେଲେ ବି ଜଣେ କ୍ରୋଧୀ ମହିଳା ଆପଣଙ୍କୁ ତଳିତଳାନ୍ତ କରେଇଦେଇପାରେ।

  • @kalingasendha
    @kalingasendha 4 месяца назад +3

    ବେଶୀ ଚାଲାକି ଓଃ ମନେ ମନେ ହିରୋ ଜଂଘ ଧରିବୁ ଦୁ ଖା ମାଗିହା😅😅😂

  • @tomdaddy123
    @tomdaddy123 4 месяца назад +5

    Corrupted lady police

  • @kashinathdash4772
    @kashinathdash4772 4 месяца назад

    ଏ ସବୁ ପାଇଁ ପ୍ରଶାସନ ଦାୟୀ।। ଯଦି ବାର ଲେଟ ନାଇଟ୍ ଯାଏଁ ଖୋଲା ଯାଉଥିଲା ତାର ପ୍ରଶୟ ବାରକୁ ଆଗରୁ ମିଳିଥିବ।। ଏ ସବୁ ତଦାରଖ କରି ଲୋକାଲ ପୋଲିସ ଥାନା ଆକଟ କରିବା କଥା ।।

  • @smrutiranjannayak8193
    @smrutiranjannayak8193 4 месяца назад +3

    Sp ku suspend kara jau

    • @anantanahak2718
      @anantanahak2718 4 месяца назад

      Toh kathare saspend kara heba kahinki na tu PM Narendra Modi nka pua,

  • @ajaysethi3863
    @ajaysethi3863 4 месяца назад

    ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ

  • @GaganSamantaray-kl2cp
    @GaganSamantaray-kl2cp 4 месяца назад

    SP has no right to slap a person.She has made a case against him.

  • @binadas3165
    @binadas3165 4 месяца назад +5

    Madam michha kahuchhanti

  • @deepakjena4910
    @deepakjena4910 4 месяца назад +1

    Never it happens

  • @chintamanidas3249
    @chintamanidas3249 4 месяца назад +14

    Misusing power

  • @ମୋକଥାମୋକବିତା
    @ମୋକଥାମୋକବିତା 4 месяца назад

    ଆପଣ କଣ ଠିକ କଲେ ଅହଙ୍କାରୀ ଅଫିସର ଆପଣଙ୍କ ପାଇଁ ବିଭାଗ ବଦନାମ ଟିକେ କ୍ଷମତା ଦେଖାଉଛ

  • @chandannaik9949
    @chandannaik9949 4 месяца назад +1

    ଏ ମାନେ ପୋଲିସ ପ୍ରଶାସନ ପାଇଁ କଳଙ୍କ

  • @PrabinBiswalLovelife
    @PrabinBiswalLovelife 4 месяца назад +1

    ବାଳ ଧର୍ମ କୁ ଟିକିଏ ମାନ ରେ ବାଳ ସେ ଉଠିବା ପାଇଁ try କରୁଥିଲା ଯାହାକି ତ ଗୁଡ଼ ର help ନେଲା ତୁ ଯଉ ଚାପୁଡ଼ା ମାରିବା ଠିକି କି help କରିବା କଥା ହେଲା କିଏ ବାଳ ପୋଲିସ ଦେଇଛି ବୁଝି ପାରୁନି

  • @sisiradas4483
    @sisiradas4483 4 месяца назад +1

    ସେ ଲୋକ ଉଠିକି ଛିଡ଼ା ହେବାକୁ ଚେଷ୍ଟା କରୁ ଥିଲେ କାଳେ ପଡ଼ିଯିବି ଭାବି ସେ ତୁମ ଆଣ୍ଠୁ ଉପରେ ହାତଟା ପକେଇ ଦେଲେ କଣଟା ଏମିତି ତୁମର ଇଜ୍ଜତ ଚାଲିଗଲା ଯେ ତୁମେ ଏମିତି ଚାପୁଡ଼ା ମାରିଦେଲ ମୁଁ ଭାବୁଛି ସେ ଲୋକ ତୋର ଦୁଧ ଦିଇଟା କୁ ଧରି ପକେଇ ବାର ଥିଲା ଜାଣିକି ସେମିତି ରେ ତ ଜେଲ୍ ଯିବ ଏମିତି ରେ ଜେଲ୍ ଯାଇଥାନ୍ତା

  • @samirmohapatra2265
    @samirmohapatra2265 4 месяца назад

    ଆଗ, ମଦ ବିକ୍ରେତା ଙ୍କର ଲାଇସେନ୍ସ କାନ୍ସଲ କରି ଦେଖନା.

  • @tomdaddy123
    @tomdaddy123 4 месяца назад +2

    Arrest that police immediately 🙏

  • @sumantakubehera5135
    @sumantakubehera5135 4 месяца назад +1

    Video dekha

  • @gyanabisoi4221
    @gyanabisoi4221 4 месяца назад +14

    Ei ta michha police kahuchi...jaha video re deykhajauchi

  • @NiranjanMohanty-w5g
    @NiranjanMohanty-w5g 4 месяца назад +1

    ପୁରା ମିଛ

  • @saratchandrajena6513
    @saratchandrajena6513 4 месяца назад

    ବାର୍ ମାଲିକକୁ ଗୁଳି କରିଦେବା ଦରକାର

  • @samirmohapatra2265
    @samirmohapatra2265 4 месяца назад

    ଏବେ, କୁହନ୍ତୁ ଯାହା ଚଳୁଛି, ନେତା, ପୋଲିସ, ଭେଣ୍ଡୋର୍, ମିଡିଆ ଯୋଉ ହାଇଲାଇଟ୍ ହେଉଛନ୍ତି କାହିଁକି ?.

  • @archanamohapatra7617
    @archanamohapatra7617 4 месяца назад

    Madam can u give list of your property.

  • @RajendraSabar-mw5pq
    @RajendraSabar-mw5pq 4 месяца назад

    ପୋଲିସ ମିଛ କହୁଛ ନ୍ତି ମାଲିକ ଗାଳି କରୁନି କି ଅସଭ୍ୟ ବ୍ୟବହାର ଭଳିଆ କଥା ଜଣା ପଡ଼ୁଛି,,ପୋଲିସ ଗାଳି କରୁଛି ଭିଡିଓ,ରେ ଜଣା ପଡୁଛି ଭିଡିଓ ଟିକୁ ଠିକ୍ ସେ ଦେଖ,,

  • @jaazrawkstah9481
    @jaazrawkstah9481 4 месяца назад +6

    Mane police jaha kahiba sata. Ame jaha kahibu micha
    Duniya re kan ajana ki police kan kama karuchi. Kemti kama karuchi. Khali dafa lageijanicha.
    Binas kale biparit budhi.

  • @ମୋକଥାମୋକବିତା
    @ମୋକଥାମୋକବିତା 4 месяца назад

    ମାଗଣା କିଛି ଚାହିଁଥିବ ମିଳିନଥିବ ତମେ ଯାହା କହିବ

  • @hemantabehera4046
    @hemantabehera4046 4 месяца назад

    ମିଛ କହିବାକୁ ଡାକି ନବ ପୋଲିସ ମାଡାମ କୁ
    ମୋ ସହ ଏମିତି ହେଇଛି ପୋଲିସ ମାନେ କେତେ ଯେ ନାଟକ କରନ୍ତି ମୁଁ ଜାଣିଛି

  • @santoshkumarmohanty1888
    @santoshkumarmohanty1888 4 месяца назад

    Video ରେ left କିମ୍ବା right thigh କୁ ଯାବିଦେବା କୌଣସି ଯାଗାରେ ଦେଖାଯାଉ ନାହିଁ। ସତ ଜଣାପଡିବ ଠିକ ସେ ତଦନ୍ତ ହେଲେ।

  • @bauribandhusahoo2167
    @bauribandhusahoo2167 4 месяца назад

    PO speaks as if he was on the spot. Why further inquiry is necessary?

  • @gajendrapatel960
    @gajendrapatel960 4 месяца назад +1

    Police Thakuchi

  • @vlogsvideosucl
    @vlogsvideosucl 4 месяца назад +1

    Stop to wine

  • @BidyadharBagartti-x3j
    @BidyadharBagartti-x3j 4 месяца назад

    ଵାର୍ ଚାଲୁ ନ ଚାଲିଲେ ସମ୍ଭାଳି ହେବ ନାହିଁ

  • @soubhagyasahoo3218
    @soubhagyasahoo3218 4 месяца назад +2

    Amiti hyly criminal dariby beautiful

  • @manojnahakjrgpur6627
    @manojnahakjrgpur6627 4 месяца назад

    Police mane ama society pain khatrnak

  • @pramodjitu18
    @pramodjitu18 4 месяца назад +2

    Madam tk police power dekhei le

  • @SantoshMishra-jb5kb
    @SantoshMishra-jb5kb 4 месяца назад

    ପୁରା ମିଛ ଏ ମାଡାମ ଜଣଙ୍କ କହୁଛନ୍ତି

  • @ashishkumardas723
    @ashishkumardas723 4 месяца назад

    Nare ra sujoge nela ,dhanybad .

  • @deepakacharya3892
    @deepakacharya3892 4 месяца назад

    ଏଠାରେ ପୋଲିସ ନିଜେ ଆଇନ କୁ ହାତକୁ ନେଇଛି। ଯଦି ତୋ ଦୁଧର ଚିପି ଦେଲା କେସ filed କରି କୋର୍ଟ FORWARD କରିଥାନ୍ତୁ ଗୋଢ଼ାଗେହୀ। ମାଡ଼ ମାରିବା ପାଇଁ ଅଧିକାର ଦେଲା କିଏ ????

    • @anantanahak2718
      @anantanahak2718 4 месяца назад

      Toh maa dudha ku Jadi kie chipiba tu aaga kanna karibu, cess karibu na badeibu na maa ra chipila boli bapa dakibu,

    • @deepakacharya3892
      @deepakacharya3892 4 месяца назад

      @@anantanahak2718 ତୋ ମା ଭଉଣୀ ବିଆ ରେ CREAM ଲଗେଇ HOWARH POLHA ପସେଇବି। ତୋ ସାତ ପୁରୁଷ ର ମହିଳା ମାନଙ୍କ ବିଆ କୁ ଫଟେଇ ମୁଁ ତୋ ସାତ ପୁରୁଷ ର ବାପ ରେ ପୁଅ।

  • @HimansuKumarDas-c8e
    @HimansuKumarDas-c8e 2 месяца назад

    Sometimes it happen during inspection....as action.

  • @mayadharagochhayat2924
    @mayadharagochhayat2924 4 месяца назад

    B, j, d,,, madam

  • @pramodinidash4429
    @pramodinidash4429 4 месяца назад +2

    Ametika sambadika gaharapati laguchhi.....

  • @Pradhan...
    @Pradhan... 2 месяца назад

    Madam
    Monthly money nianti bujhile .
    Bhala basumati rice & mutton
    Sabu nianti

  • @satanicverses1
    @satanicverses1 4 месяца назад +2

    Police heiki Daari MAIKINA bhali byabahar kahuchhanti

  • @SanjuPadhan-dl1ot
    @SanjuPadhan-dl1ot 4 месяца назад +1

    Jabodiba visual ta dekhaile ni ?

  • @AMITKUMAR-vx7bx
    @AMITKUMAR-vx7bx 4 месяца назад

    ମହିଲା ପୋଲିସ ର ଦୋସ ସେ ତ ମଦ ପିଇଛି ଉଠିଲା ବେଲେ ମାଡାମ ଙ୍କ ଗୋଡ ଧରିକି ଠିଆହେଲା

  • @IndraGouda-e9e
    @IndraGouda-e9e Месяц назад

    ଛିଃ ଛିଃ ସାଲି ମିଛୁଆ ପୋଲିସ

  • @gyansagar6073
    @gyansagar6073 4 месяца назад

    Action

  • @RajaRaja-bl6cx
    @RajaRaja-bl6cx 4 месяца назад

    Arrest କରିବା କାରଣ ମାସିକା ପିସି ଦେଇନିଥିଲେ ତେଣୁ

  • @dwarikanath1958
    @dwarikanath1958 4 месяца назад

    Here both the police & excise departments not performing their duty.

  • @ShomyRanjanBehera
    @ShomyRanjanBehera 4 месяца назад

    ମାସିକିଆ ବଟି ମିଳିଲାନି ସେଥି ପାଇଁ ଏତେ ଡ୍ରାମା

  • @rohitkumarjena9277
    @rohitkumarjena9277 4 месяца назад +1

    Hata utheibaku kie adhikar dela