ମୁଁ କାହିଁକି ମାରିଲି ମନ୍ତ୍ରୀ ନବ କିଶୋର ଦାସକୁ ? ଶେଷରେ ବୟାନ ଦେଲା ଗୋପାଳ। Gopal Das | minister Naba das.

Поделиться
HTML-код
  • Опубликовано: 28 июл 2023
  • ମୁଁ କାହିଁକି ମାରିଲି ମନ୍ତ୍ରୀ ନବ କିଶୋର ଦାସ କୁ ? ଶେଷରେ ବୟାନ ଦେଲା ଗୋପାଳ। Gopal Das police statement why he killed minister Naba das
    #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like Our Facebook Page
    : / pratidinodisha
    Subscribe To Our RUclips Channel: / @pratidintvodisha
    Subscribe To Our Hashtag Channel: / @hashtag6187

Комментарии • 1 тыс.

  • @banamalinayak7785
    @banamalinayak7785 11 месяцев назад +423

    ଠିକ୍ କରିଛନ୍ତି ASI ଗୋପାଳ ସାର୍ Salute for you🙏

    • @PankajPatel-zp7nc
      @PankajPatel-zp7nc 10 месяцев назад +10

      ଦିପାଲି ଦାସ ତମେ ନବଦାସ ର ଭଲ ଝିଅ ନୁହେଁ
      କାହିଁକି ନା ଆପଣ ବାପା ସ୍ବାସ୍ତମନ୍ତୀଙ୍କ ପ୍ରତିଶୋଧ
      ନେଇ ନ ପାରୁଥିବାରୁ ଆପଣ ଙ୍କ ବାପା ପୋଲିସ
      ମାରିଛି ଆପଣ ବି ପୋଲିସ ସାମ୍ମାନା ରେ ଉପରକୁ
      ପଠାଅନ୍ତୁ ସମସ୍ତ ଙ୍କ ର ଲାଗି ତ ଆଇନ୍ ଛି କି ଗୋପାଳ ଦାସ ଲାଗି ଅଛି

    • @anandparida156
      @anandparida156 2 месяца назад +2

      ଟିକି ଅଛି ସାରେ

    • @soumendraprasadmohanty8469
      @soumendraprasadmohanty8469 2 месяца назад +1

      ନବ ବାବୁ ଏପରି ମଣିଷ ଥିଲେ ,ସମସ୍ତେ ଭାବୁ ଥିବେ ସେ ଜଣେ ଭଲ ମଣିଷ ଗୋପାଳ ବାବୁ ଯାହା କହୁଛନ୍ତି ବିଶ୍ୱାସ ହେଉନାହିଁ ଛି ଛି

    • @karinasahu.
      @karinasahu. Месяц назад

      😂😂❤​@@PankajPatel-zp7nc

    • @AbhijitSahoo-lw4bd
      @AbhijitSahoo-lw4bd 5 дней назад

      🎉🎉​🎉😂😂😂😢😂😂😢@@PankajPatel-zp7nc😂😢😂😂😂😂😂🎉,

  • @trilochonmohanta4396
    @trilochonmohanta4396 11 месяцев назад +252

    ଗୋପାଳ ଦାସ ନିର୍ଦ୍ଦସ ତାକୁ ଛାଡ଼ିଦିଆ ଯାଉ

    • @karumurmu7463
      @karumurmu7463 10 месяцев назад +3

      Bholo kamo korichhi gopal

    • @user-vk2jg6lq2y
      @user-vk2jg6lq2y 9 месяцев назад

      ​​@@karumurmu7463ସେ ବାହାରିଲେ ତୁ ବି ଯିବାକୁ ଚାହୁଚୁ କି.....ରହ...ସେ ବାହାରୁ

  • @basantarout9538
    @basantarout9538 11 месяцев назад +443

    You are so great Mr Gopal Das 🙏🙏ଏହିଭଲି ଗୋଟେ ଗୋଟେ ସଇତାନ୍ ସଫା ହେଇଯିବା ନିହାତି ଦରକାର

  • @chinu745
    @chinu745 11 месяцев назад +84

    ସମସ୍ତେ ଜଣେ ଜଣେ ଗୋପାଳ ଦାସ୍ ହେବା ଦରକାର

    • @user-gr2em4uq6w
      @user-gr2em4uq6w 2 месяца назад +1

      Yes

    • @balarambehera971
      @balarambehera971 27 дней назад

      ଦୀପାଳି କହିଥିବ ଭାଇ

    • @mithunrout4367
      @mithunrout4367 12 дней назад

      Bhala karicha mgy ama mananku khaibaku miluni tame mgy mane mantri heiki sabu gandi mariki khaucha bhala hela marila mgy naba kishor

  • @bnageswar6339
    @bnageswar6339 11 месяцев назад +106

    ଜଣେ ସାଧାରଣ ଆଉ କର୍ମଠ ସରକାରୀ କର୍ମୀ କୁ ବାରମ୍ବାର ଆଘାତ ଦେଲେ ସେ ଏହା ହିଁ କରିବା ଆଉ ଠିକ ବି କରିଛି !! 🙏🙏🙏🙏🙏

  • @sangrampradhan8770
    @sangrampradhan8770 11 месяцев назад +174

    ଗୋପାଳ ମଡ଼ର୍ର କରି ନାହିଁ ବରଂ ବଧ କରିଛି

  • @manasranjanpatra5605
    @manasranjanpatra5605 11 месяцев назад +114

    ଗୋପାଳ ହିରୋ ହିରୋ
    ସାବାସ

  • @srikrisnamahanta6765
    @srikrisnamahanta6765 11 месяцев назад +198

    ଗୋପାଳକୁ ଯିଏ ଦଣ୍ଡ ଦେବ ତାଙ୍କୁ ଭଗବାନ ଛାଡିବ ନାହିଁ, ତାକୁ ଭଗବାନ ଉଚିତ୍ ଦଣ୍ଡ ଦେବ।

  • @chinmayanayak3059
    @chinmayanayak3059 11 месяцев назад +114

    Gopala ବାବୁ ଆପଣ ମିଶିଷ ରୂପୀ ଭଗବାନ୍,, ସଂହାର କର୍ତ୍ତା ଆମେ ସପୋର୍ଟ କରୁଚୁ ଆପଣଙ୍କୁ 🙏

  • @Naiks_creations
    @Naiks_creations 11 месяцев назад +45

    ଏକ ଇମାନଦାର ପୋଲିସ୍ ଅଫିସର ଗୋପାଳ ସାର୍, jay hind

  • @sujitkumarkarna4611
    @sujitkumarkarna4611 11 месяцев назад +27

    ଗୋପାଳ ବାବୁ ଙ୍କୁ Gelentry Award ଦିଆଯାଉ❤ ସେ Hakdar

  • @munabdm4081
    @munabdm4081 11 месяцев назад +77

    ଗୋପାଳ ଯାହାବି କରିଛି ଭଲ କରିଛି,.... କର୍ମ ହିଁ ଭଗବାନ... ଆଗକୁ ବହୁତ ଅମିତି ଯିବେ,....,,,?

  • @krushnamohanprusty2728
    @krushnamohanprusty2728 11 месяцев назад +60

    ବୟାନ ଯଦି ସତ ହୋଇଥାଏ ତେବେ ଗୋପାଳ ଦାସ କିଛି ଭୁଲ କରି ନାହିଁ । ଏଭଳି ଦୁର୍ଦ୍ଧାନ୍ତ, ଦୁର୍ନୀତି ଗ୍ରସ୍ତ ଅପରାଧୀ ତଥା ରାଜନୈତିକ ବେପାରୀ ମାନଙ୍କ ପାଇଁ ଏହା ଏକ ମାତ୍ର ପ୍ରକୃଷ୍ଠ ଉଦାହରଣ ?🎉

  • @parshuramsahusahu1535
    @parshuramsahusahu1535 11 месяцев назад +50

    ଠିକ୍ କରିଛି ଗୋପାଳ,ଗୋଟ ସ୍ଇତାନ୍ କୁ ଶେଷ କରି ଅନେକ ଲୋକଙ୍କୁ ଶାନ୍ତିରେ ଶୋଇଵାକୁ ଦେଇଛି ,

  • @dillipsahoo3162
    @dillipsahoo3162 11 месяцев назад +509

    ଭଗବାନ କେହି କେବେ ଦେଖିନଥିବେ କିନ୍ତୁ ଆଜି ଆମେ ଗୋପାଳ ବାବୁ ଙ୍କୁ ଦେଖିବା ପରେ ଯେମିତି ଲାଗୁଛି ଆମେ ଭଗବାନ ଙ୍କୁ ଦେଖୁଛୁ

    • @ashwinisahu6584
      @ashwinisahu6584 11 месяцев назад +1

      Ahuri kete durniti heuchhi Gopalku chhadi diantu calki abatar babu sabu Safa karideba

    • @ashwinisahu6584
      @ashwinisahu6584 11 месяцев назад +11

      Sabu Sarkar hata

    • @ilovemylife.7785
      @ilovemylife.7785 11 месяцев назад +3

      Jai Sri Krishna

    • @puspanjalidash1575
      @puspanjalidash1575 11 месяцев назад +7

      Thik kahicha bhai...emti sabu politician ku hateile....dunia re ete Anya hbani

    • @laxmipriyadas7655
      @laxmipriyadas7655 11 месяцев назад +10

      କିନ୍ତୁ ଏ ରାକ୍ଷସ ସମାଜରେ ଭଗବାନ ଙ୍କୁ ତ ଫାଶୀ ଦିଆ ଯା ଏ ନା?

  • @RanjitSuperVlog
    @RanjitSuperVlog 11 месяцев назад +55

    ସଈତାନଥିଲା ନବ ଦାସ ଭଲ ହୋଈଛି ସୁପର❤

  • @mr.x4200
    @mr.x4200 11 месяцев назад +163

    We are proud of you Gopal sir 🙏🙏

  • @Santwanapradhan12
    @Santwanapradhan12 11 месяцев назад +21

    ଠିକ୍ କରିଛନ୍ତି ଗୋପାଲ sir ,🙏

  • @suryaranjanmishra7769
    @suryaranjanmishra7769 10 месяцев назад +11

    ଆପଣ ଯାହା କରିଛନ୍ତି ତାହା ଭଗତ ସିଂହଙ୍କ କାର୍ୟ ଠାରୁ କିଛି କମ ନୁହେ. ଆପଣ ମହାନ୍. Jay Gopalbabu,ଆପଣଙ୍କୁ ସଲାମ୍.

  • @sangrampradhan8770
    @sangrampradhan8770 11 месяцев назад +27

    ଗୋପାଳ,ଭଲ କରିଛ
    ମୋ ମତରେ

  • @Srusti880
    @Srusti880 11 месяцев назад +44

    Gopal Sir real hero

  • @krushnamohandash5769
    @krushnamohandash5769 11 месяцев назад +11

    ❤ଜୟ ଜଗନ୍ନାଥ,, ଗୋପାଳ ଭାଇ,,, ତୁମେ ମାରିନ ଗୋପାଳ ଭାଇ,? ସ୍ଵୟଂ ଜଗନ୍ନାଥ,, ଗୋପାଳ ଭାଇ କହୁଛି,, ମୁଁ,, ମୁଁ ମାରିଚି,, ତୁମେ କ'ଣ ଜେଲ୍ ରୁ ଫେରିଲେ ଅନ୍ୟାୟ ବିରୁଦ୍ଧରେ ଲଢିବ??? ଜୟ ଜଗନ୍ନାଥ

  • @stylestar486
    @stylestar486 3 месяца назад +1

    ଗୋପାଳ ଦାସ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏

  • @user-ec4kn9tz2n
    @user-ec4kn9tz2n Месяц назад +1

    ଗୋପାଳ ଦାସ କୁ ରିହା କରାଯାଉ 🙏🙏🙏

  • @sushantpatra7405
    @sushantpatra7405 11 месяцев назад +36

    Dhanybad Gopal

  • @bighnarajjal5548
    @bighnarajjal5548 11 месяцев назад +94

    Salute to you Mr Gopal Das ,,Such type of courageous police officer needs to our Country..🙏🙏

  • @Rupalink
    @Rupalink 5 месяцев назад +1

    U r great Mr Gopal Krishna Das
    ଜୟ ଜଗନ୍ନାଥ 🙏🙏🙏🙏

  • @AjSmileNandu123
    @AjSmileNandu123 6 месяцев назад +3

    ଆପଣ ଠିକ କାମ କରିଛନ୍ତି sir, ଆପଣ ବହୁତ ଧର୍ଯ୍ୟବାନ ମଣିଷ 🙏🏻. ଆପଣଙ୍କୁ ପୁରସ୍କୃତ କରିବା କଥା sir. Gold medal deba କଥା 🙏🏻🙏🏻🙏🏻 i salut sir ଆପଣ stit farwad ମନୁଷ୍ୟ

  • @UDAYSINGH-ll7hp
    @UDAYSINGH-ll7hp 11 месяцев назад +5

    ସାବାସ ଗୋପାଳ

  • @kalandipatra8888
    @kalandipatra8888 11 месяцев назад +9

    ଗୋପାଳ ଯାହା କରିଛି ବହୁତ୍ ଭଲ କରିଛି, ହାରାମି ନବ ଦାସ୍ ବହୁତ୍ ଆଗରୁ ମରିବା କଥା, ଯାହା ହେଉ ଲେଟ ରେ ବି ହେଲେ ହାରାମି ଯାଇଛି

  • @goutambadatya1522
    @goutambadatya1522 6 месяцев назад +2

    ଭାଇ ସବୁ ପୋଲିସ ତମ ଭଳିଆ ହୋଇଥାନ୍ତେ କି ? ହୃଦୟରୁ ତମକୁ କୋଟି କୋଟି ପ୍ରଣାମ ❤

  • @sarojransingh710
    @sarojransingh710 6 месяцев назад +9

    ଯଦି ପାପ ର ଭାର ଅଥିକ ହୋଇଯାଏ ସ୍ଵୟ ଭଗବାନ କୁ ମଣିଷ ରୂପ ଧାରଣ କରିବାକୁ ପଡି ଥାଏ

  • @indianbrother4921
    @indianbrother4921 11 месяцев назад +136

    gopal is best police officer of our india ,proud of you and god bless you gopal ,jai hind

  • @dibakarsoren8735
    @dibakarsoren8735 11 месяцев назад +43

    Gopal sir you are great,real hero

  • @SampurnaOdisha
    @SampurnaOdisha 2 месяца назад

    ଯାହା ହୋଇଛି ବହୁତ ଭଲ ହୋଇଛି,କାରଣ ଏଭଳି ମଣିଷ ସମାଜ ପାଇଁ କଳଙ୍କ, ଆଉ ବାପ ପରେ ପରେ ପୁଣି ଝିଅ ବି ସେହି ପଥରେ ଆଗେଇ ଚାଲିଛି ଖୁବ୍ ଶିଘ୍ର ଆଉ ଜଣେ ଗୋପାଳ ଆସିବ ଆଉ ଦୀପାଳି ଦାସ କୁ ଗୁଳି କରିବ ସେହି ଦିନ କୁ ଆମେ ଅପେକ୍ଷା କରିଛୁ

  • @jayantanayak5293
    @jayantanayak5293 7 месяцев назад +3

    ଜୟ ଜୟ ଜୟ କୃଷ୍ଣ ଗୋପାଳ

  • @Raja443.
    @Raja443. 11 месяцев назад +15

    Gopal sr dil se dhanyawad

  • @duryodhandip504
    @duryodhandip504 11 месяцев назад +31

    “यदा यदा हि धर्मस्य ग्लानिर्भवति भारत। अभ्युत्थानमधर्मस्य तदात्मानं सृजाम्यहम्।।” salute you sir. May god bless you!

  • @user-rx2he3kd3y
    @user-rx2he3kd3y 7 месяцев назад +2

    ଜୟ ଯବାନ ଜୟ କିସାନ୍

  • @jaysriramshreeradhekrishna1387
    @jaysriramshreeradhekrishna1387 11 месяцев назад +17

    Gopal sir THANKS YOU

  • @kishorpadhan3763
    @kishorpadhan3763 11 месяцев назад +7

    ଠିକ କରିଛନ୍ତି gopal sir

  • @mrp7023
    @mrp7023 11 месяцев назад +27

    Gopal sir ... one man army 🙏🙏🙏🙏👍👍👍🇮🇳🇮🇳🇮🇳

  • @DurgaprasadSwain-xk1bg
    @DurgaprasadSwain-xk1bg 2 месяца назад

    Sir u r gerat ❤❤❤❤ ଠିକ୍ କରି ଛନ୍ତି ସମାଜ ରୁ ମଇଳା ସଫା କରି ମୁଁ ଆପଣଙ୍କୁ ସତ ସଲାମ କରୁଛି ଜୟ ହିନ୍ଦ୍

  • @rabinayak2255
    @rabinayak2255 4 месяца назад

    ଅଧର୍ମ ବିତ ବଡେ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ନବ ଦାସ୍ you are great....

  • @kamali4863
    @kamali4863 11 месяцев назад +21

    God bless you Gopal sir

  • @mrpinkusahu6638
    @mrpinkusahu6638 11 месяцев назад +17

    Jai Gopal Sir Ki❤

  • @kalandimurmu3303
    @kalandimurmu3303 9 месяцев назад +8

    ସତ୍ଯ ଆଉ ଧର୍ମ ର ସସ୍ଥାପନ ପାଇଁ ରାବଣ ଓ କଂସ କୁ ବଦ୍ଧ କରିଥିଲେ ନର ରୂପି ନାରାୟଣ, ଆଜି ଗୋପାଳ ଠିକ୍ କରିଛି।ଶିଳାଙ୍କୁ ଏଭଳି ଦରକାର

  • @sabatstore3295
    @sabatstore3295 11 месяцев назад +35

    Bhagaban Krishna Gopal nka Hatare Maha Papi Naba Ra Binas hela,,,,,

  • @upendragamango3205
    @upendragamango3205 11 месяцев назад +11

    Iam salute for you gopal sir🙏🙏🙏🙏

  • @satyabagarty171
    @satyabagarty171 11 месяцев назад +11

    Bahut badhia super hero

  • @kalicharanmahapatra885
    @kalicharanmahapatra885 7 месяцев назад

    ଯେତେ ନବଦାସ ଏ ଧର୍ମ ଦାଣ୍ଡରେ ଧଳା ଖୋଳ ପିନ୍ଧି ସାଧୁ ପଣିଆ ଦେଖାଉଛନ୍ତି ସେମାନଙ୍କୁ ମାରିବା ପାଇ ଆହୁରି ଅନେକ ଗୋପାଳ ପ୍ରସ୍ତୁତ ଅଛନ୍ତି,ସାବଧାନ ହୁଅ ଅତ୍ୟାଚାରୀ ଦଳ ତମର ଆଉ ପରିତ୍ରାଣ ନାହିଁ , ଏ ଧର୍ମର ଦେଶ ଆଉ ଧର୍ମର ରାଜ୍ୟ , ଜୟ ଉତ୍କଳ ଜନନୀ, ଜୟ ଭାରତ ମାତା

  • @asitpadhi5022
    @asitpadhi5022 11 месяцев назад +14

    God bless you Gopal Das

  • @goutamkarual6285
    @goutamkarual6285 11 месяцев назад +9

    Salute for gopal sir

  • @PratapBishi-np3dh
    @PratapBishi-np3dh 11 месяцев назад +37

    Nice work by Gopal Das❤

  • @ashokachakravarti4449
    @ashokachakravarti4449 11 месяцев назад +21

    Well done Mr Gopal

  • @SaiRam-ne7bo
    @SaiRam-ne7bo 6 месяцев назад

    ଭଲ କରିଛନ୍ତି ଏମିତି ଲୋକଙ୍କ ପାଇଁ ବହୁତ କ୍ଷତି ସହିବାକୁ ପଡୁଛି ଏ ସମାଜ କୁ ଏ ସମାଜ ରେ ରହୁଥିବା ପ୍ରତ୍ୟେକ ଟି ମଣିଷ ଙ୍କୁ
    ସେଥିପାଇଁ ଭଗବାନ୍ ନିଜେ ଶାସ୍ତ୍ର ରେ ଲେଖିଛନ୍ତି
    ନା ରହିବ ବାଉଁଶ
    ନା ବାଜିବ ବଇଁଶି
    ଏମିତି କୁକର୍ମ କରିଥିବା ମଣିଷକୁ ମୂଳରୁ ଶେଷ କରି ଆପଣ ଠିକ୍ କରିଛନ୍ତି

  • @Surya--PLUS
    @Surya--PLUS 11 месяцев назад +26

    We always salute GOPAL DAS and always pray to God for discharge from jail
    Thank you gopal uncle
    Jai hind

  • @sanatansahoosanny5040
    @sanatansahoosanny5040 11 месяцев назад +7

    gopal sir apananku salute

  • @sarojkumarbehera1761
    @sarojkumarbehera1761 11 месяцев назад +6

    You are great job sir gopal das

  • @jaishreeram9781
    @jaishreeram9781 5 месяцев назад

    ଗୋପାଳ ଦାସ ଜିନ୍ଦାବାଦ ❤

  • @priyaloveranja3159
    @priyaloveranja3159 11 месяцев назад +8

    Sir ଆପଣ ଠିକ୍ କଲେ

  • @sankarsansahoo47
    @sankarsansahoo47 11 месяцев назад +4

    Jay shree jagannath Prabhu jagannath apannkar magal karantu gopal sir odishabasi apannka sahit achhanti Prabhu jagannath apannkar dukha jaladi haran karibe aha mor biswas

  • @bapi9593
    @bapi9593 11 месяцев назад +20

    Good job ..God bless u ..God with u ..u should grant bail ...Government should help Gopal ...

  • @jayamaasantoshi5693
    @jayamaasantoshi5693 11 месяцев назад +10

    Real hero gopal das

  • @rashmitapradhan-mx9bh
    @rashmitapradhan-mx9bh 11 месяцев назад +9

    Gopal babu you great

  • @biswaranjanbisoi8731
    @biswaranjanbisoi8731 11 месяцев назад +7

    Amiti gote gote gopal bhali police officer darkar odisha ku au amiti neta manaku bataku aniba pani bahut bahut dhanyawad 👍🙏

  • @dud901
    @dud901 11 месяцев назад

    ତୁମେ ଗୋପାଳ ଶ୍ରୀକୃଷ୍ଣ ମହାପ୍ରଭୁ

  • @KrushnaChDalai
    @KrushnaChDalai 11 месяцев назад +9

    Salute for gopal sir... M support to i

  • @DontMindDost
    @DontMindDost 11 месяцев назад +14

    ସବୁ ଠିକ ଯେ ଏହି ଜନତା ମୂର୍ଖ.... ପୁଣି ଚେରକୁ ବଢିବାକୁ ସୁଯୋଗ ଦେଲେ.....😢😢😢
    ସାଲୁଟ ଗୋପାଳ ଦାଶ.... ଆଜିର ପୋଲିସ ନେତା ମନ୍ତୀର ଗୋଲାମ... ସାଧାରଣ ଲୋକଙ୍କୁ ଜୁଲୁମ କରନ୍ତି.... U r Great..... 🇮🇳🇮🇳🇮🇳🇮🇳🇮🇳🙏🙏🙏🙏🙏🙏🙏🤣

  • @MultiAbinash
    @MultiAbinash 11 месяцев назад +8

    Mr Gopal Das is Legend,Hero.

  • @user-xj5zh7yo5g
    @user-xj5zh7yo5g 11 месяцев назад +5

    Thank you gopal❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ 4:14

  • @deepamukhi1519
    @deepamukhi1519 9 месяцев назад +3

    Really sir you're great👍👍
    Real Hero ❤❤❤

  • @suchitaekka7757
    @suchitaekka7757 11 месяцев назад +7

    Good bless you sir

  • @prasantadas4477
    @prasantadas4477 11 месяцев назад +7

    sir ku salute

  • @basudevmishra3814
    @basudevmishra3814 2 месяца назад

    ଅତି ସୁନ୍ଦର। ଏ ପ୍ରକାର ଛଦ୍ମବେଶ ଧାରଣ କରିଥିବା ଆଉ ଯେତେ ରାଜନୈତିକ ନେତାମାନେ ସବୁ ଅଛନ୍ତି ସେମାନଙ୍କୁ ଏହି ଘଟଣା ଏକ ଶିକ୍ଷା ନିଶ୍ଚୟ ଦେଇଥିବ ବୋଲି ମୁଁ ବିଶ୍ବାସ କରୁଛି। ସେମାନେ ଅନୈତିକ ଦୁଷ୍କର୍ମ ସବୁରେ ଲିପ୍ତ ରହିବା ସତ୍ତ୍ବେ ନିର୍ଭିକ ହୋଇ ସମାଜର ଶାନ୍ତି ଶ୍ରୁଙ୍ଖଳାକୁ ଯେଉଁପ୍ରକାର ଭଙ୍ଗ କରୁଛନ୍ତି ସେମାନେ ସତର୍କ ହୋଇଯିବା ନିହାତି ଆବଶ୍ଯକ ଯେ କେବଳ ଆଇନ ହିଁ ନୁହେଁ ବରଂ ସେମାନେ ଜନସାଧାରଣଙ୍କ ଲକ୍ଷରେ ମଧ୍ଯ ରହିଛନ୍ତି ତେଣୁ କୌଣସି ଭୂଲ୍ ବରଦାସ୍ତ ହେବ ନାହିଁ। ତାହାର ନିଶ୍ଚିତ ଏବଂ ଅତି କଠୋର ଦଣ୍ଡ ବିଧାନ ଅବଶ୍ୟମ୍ଭାବୀ।

  • @tripatimajhi6364
    @tripatimajhi6364 7 месяцев назад

    ବହୁତ ବଢ଼ିଆ, ନବ ହିଁ ଦୁର୍ନୀତି ର ଅସ୍ତ୍ର।

  • @bkaysenglishclasses2070
    @bkaysenglishclasses2070 11 месяцев назад +47

    Gopal has done right and he ought to be rewarded.

  • @diwakarmandal5419
    @diwakarmandal5419 11 месяцев назад +4

    I am salute far gopal das

  • @user-ru6yd4pv6j
    @user-ru6yd4pv6j 5 месяцев назад

    ବହୁତ ଭଲ କରିଛ ଏମିତି ଲୋକ ଏ ଦୁନିଆଁ ରେ ରହିବା ଉଚିତ୍ ନୁହେଁ

  • @anandnarayanrath8322
    @anandnarayanrath8322 8 месяцев назад

    ଗୋପାଳ ଦାସ ମୁଖ୍ୟମନ୍ତ୍ରୀ ହେବା ଉଚିତ୍

  • @tripatibisoi6235
    @tripatibisoi6235 11 месяцев назад +11

    Gopal sir is god🙏🙏🙏

  • @satpathyvision5831
    @satpathyvision5831 11 месяцев назад +3

    Very very good job..... Thanks Gopal babu

  • @RituRana-es9rg
    @RituRana-es9rg 11 месяцев назад +2

    Good 👍 👍 👍 ...

  • @Debendrdeuri
    @Debendrdeuri 8 месяцев назад

    ଏ ସବୁ ମନ ଗଡ଼ା କାହାଣୀ, ଉଦ୍ୟେଶ ଅଲଗା ଅଛି

  • @rameshsatpathy8631
    @rameshsatpathy8631 11 месяцев назад +6

    Bhala karicha.

  • @user-wk1vb4eu6y
    @user-wk1vb4eu6y 10 месяцев назад +3

    I am proud of you. Gopal Das

  • @sumanpradhan4457
    @sumanpradhan4457 4 месяца назад

    ଜୟ.ଗୋପାଳ.ଭାଇ

  • @adityaswain6513
    @adityaswain6513 11 месяцев назад +2

    Thank. U. Gopal. Ji

  • @kalandimurmu3303
    @kalandimurmu3303 9 месяцев назад +7

    Corode salutes to GOPAL, YOU ARE GREAT

  • @Akonvlogs509
    @Akonvlogs509 11 месяцев назад +5

    Jay hind# salute #Gopal sir❤❤❤

    • @Akonvlogs509
      @Akonvlogs509 10 месяцев назад

      Always support ❤️❤️❤️

  • @bindassbinodkjr6437
    @bindassbinodkjr6437 8 месяцев назад

    ଗୋପାଳ ବାବୁ ପୁରା ଠିକ୍ କରିଛନ୍ତି 👍

  • @priyanka6959
    @priyanka6959 5 месяцев назад +1

    Govt.should release him. Great thougt and action. Salute to ASI Gopal Das.

  • @VillageGameboy98
    @VillageGameboy98 7 месяцев назад +6

    You Are The History Creater❤
    Vala karich

  • @jashibhusanpradhan3514
    @jashibhusanpradhan3514 11 месяцев назад +8

    Salute u gopal sir

  • @smaraksekharbhanja3105
    @smaraksekharbhanja3105 10 месяцев назад +2

    I have proud to Gopal sir

  • @PINTU-cl8kl
    @PINTU-cl8kl 5 месяцев назад

    ଭଲ‌ ହୋଇଛି..👍👍👍

  • @popugiri3734
    @popugiri3734 11 месяцев назад +3

    Thank you Gopal das sir

  • @sikshaovakti4688
    @sikshaovakti4688 11 месяцев назад +5

    Great work sir

  • @sukramadkami4222
    @sukramadkami4222 11 месяцев назад +1

    ବହୁତ ଭଲ ଗୋପାଳ ବାବୁ

  • @alokkhandayatray1362
    @alokkhandayatray1362 5 месяцев назад

    ଗୋପାଳ ଦାସ କୁ ନିର୍ଦ୍ଦୋଷରେ ଖଲାସ କରନ୍ତୁ