News Fuse Full Episode: 2342 | ମୁଖ୍ୟମନ୍ତ୍ରୀ ଙ୍କ ପଖାଳ ଖିଆ

Поделиться
HTML-код
  • Опубликовано: 27 июн 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 862

  • @SaumyaRupa1992
    @SaumyaRupa1992 10 дней назад +226

    ଆପଣ କଣ ଖାଇ ନାହାନ୍ତିକି? ଖାଇବାକୁ ନେଇ ଏମିତି ଭିଡ଼ିଓ କରିବା ଶୋଭା ପାଉନି।ଖୁସି ର କଥା କି ମୁଖ୍ୟମନ୍ତ୍ରୀ ହେଇ ମଧ୍ୟ ତଳେ ବସି ଖାଉଛନ୍ତି।ଗର୍ବ ଘମଣ୍ଡ ତ ନାହିଁ।

    • @reshmarani8197
      @reshmarani8197 8 дней назад +5

      Right katha kahile apana...👍👍

    • @dibakarbarija1942
      @dibakarbarija1942 8 дней назад +5

      Sata kahichhanti , ahi news wala gkara kama ba kn . 🤣🤣

    • @SaumyaRupa1992
      @SaumyaRupa1992 7 дней назад +4

      @@reshmarani8197 Jouta sata katha seyita hi kahibu,C.M hele boli kana Maa pakhare basi khaiba mana Na kana.ajab news channel.prakrutare OTV bala govt plot re office karichhanti Na sethipaien bodhe CM nka pachhare padijaichhanti.

    • @SaumyaRupa1992
      @SaumyaRupa1992 7 дней назад

      @@reshmarani8197 Thank you 🙏

    • @SaumyaRupa1992
      @SaumyaRupa1992 7 дней назад

      @@dibakarbarija1942 News channel mane hi pala lagei dianti aau 6 Ku 9 Kari kuhanti.tankara sabu gharabhanga kama😂😂😂

  • @padmacharanmahapatra6204
    @padmacharanmahapatra6204 10 дней назад +614

    ମୋର ଓଟିଭି ପ୍ରତିନିଧି ଅନୁରୋଧ ସବୁ ମନ୍ତ୍ରୀ,ଏମଏଲଏ,ଅଫିସର ମାନକ fuse ଦେଖୁଛୁ,କେବେ ଗୋଟେ ବଜୟନ୍ତ୍ sir ଙ୍କ fuse ଦେଖେଇଲେ,ଆମେ ଖୁସି ହୁଅନ୍ତୁ

    • @skshitish
      @skshitish 10 дней назад +32

      A Bhai kn kahili na
      Jadi mu paante pakha re akhita khenchi dianti
      Pura andha 😊

    • @ManojKumar-kx6kw
      @ManojKumar-kx6kw 10 дней назад +10

      Sata katha

    • @user-xb7vz7bd2o
      @user-xb7vz7bd2o 10 дней назад +4

      😂😂

    • @FATEGARHTOKA
      @FATEGARHTOKA 10 дней назад +6

      Gote Heichhi Deli Dekhile Sina Janiba 😂

    • @FATEGARHTOKA
      @FATEGARHTOKA 10 дней назад +11

      ମୁଁ ଗୋଟେ ଦେଖିଥିଲି ଏବେ ସର୍ଚ୍ଚ କଲି ଯେ କେତେ ଗୁଡେ News fuse ହେଇଛି Baijyant panda ଙ୍କର୍

  • @satyabannaik4539
    @satyabannaik4539 9 дней назад +112

    ସବୁବେଳେ positive video ଦେଖାଅ ଲୋକଙ୍କୁ କିଛି ଶିଖିବାକୁ ମିଳିବ l ନୂଆ CM Sir ବହୁତ ସରଳ ଆଉ ବହୁତ ଭି ଜଟିଳ l ଥରେ ଇଞ୍ଜିନ ଚାଲୁ ହେଲେ କାମ ଶେଷ ନ ପର୍ଯ୍ୟନ୍ତ ରଖେଇ ଦେବେନି l

  • @priyankamishra113
    @priyankamishra113 6 дней назад +21

    ଆପଣଙ୍କ ସମାଲୋଚନା ବେଳେବେଳେ ଜାଗରଣ ଆଣେ ହେଲେ ଏଇ ଯୋଉ ଖାଇବା କଥା ଦେଖାଇବାଟା କେତେଦୂର ଯଥାର୍ଥ।ଆପଣ ବି ତ ଖାଇଥିବେ ମାଙ୍କ ହାତରନ୍ଧା। ସମାଲୋଚନା ପାଇଁ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଅଛି

  • @user-jv9rz9rv9n
    @user-jv9rz9rv9n 9 дней назад +36

    ତମେତ ସବୁ ନବୀନା ଚlମଚା ନବୀନ ବାବୁ ଙ୍କୁ ପଚାରିଲ ପଖାଳ କଂସା କଣ ଆଉ ମା ହାତରୁ ପଖାଳ ଖାଇଲେ କେମିତି ଲାଗେ. ମୋହନ ବାବୁ ଜଣେ ଅତି ଭଦ୍ର ଲୋକ ଆଉ ସମସ୍ତ ଓଡିଶା ବାସି ବହୁତ ଖୁସି ମୁଖ୍ୟମନ୍ତ୍ରୀ ଭାବେ ପାଇ.

  • @user-fx6cf8ro4s
    @user-fx6cf8ro4s 10 дней назад +85

    ଆମ ମୁଖ୍ୟମନ୍ତ୍ରୀ କଣ କଳା କଉଥିକି ଗଲା କାଉଠି ଶୋଇଲା ଶଳା otv ସେଇ ଚିନ୍ତା ଆଉ ଗୋଟେ news ଦେଖନ୍ତ ଭଲ ହୁଅନ୍ତା , ସେ କେତେ ହାଗନ୍ତି ସେଟା ବି ଦେଖାଉ ନ

  • @roshnimohapatra2797
    @roshnimohapatra2797 10 дней назад +68

    ଜୟ ଶ୍ରୀଜଗନ୍ନାଥ
    ସଞିବନି ସୁଧା
    ପଖାଳ ଆମର,
    ଭାରି ଭଲପାଏ
    କାଳିଆ ଠାକୁର....❤

  • @rameshdas7493
    @rameshdas7493 9 дней назад +155

    ମୋହନ ସାରେ ଙ୍କ ଠାରୁ ଶିଖ। ଓଡ଼ିଆ ପୁଅର ଖାଦ୍ୟ ଵା ଓଡ଼ିଆ ଆଶମିତା

  • @user-xs2xg8ns8t
    @user-xs2xg8ns8t 8 дней назад +10

    Black money ‌ଥୀବ ଆଉ ସେଥୀପାଇ ଘର
    ଭଙ୍ଗା ହେଉଛି...

  • @allodiatech1913
    @allodiatech1913 10 дней назад +217

    OTV ର ମାଲିକ ବୈଜୟନ୍ତ ବାବୁ BJD ରୁ ତଡା ଖାଇଲା ପରେ ବୋଧେ ପ୍ରତିଜ୍ଞା କରିଥିଲେ....
    BJD କୁ ତଳିତଳାନ୍ତ କରିବା ପାଇଁ,
    ଯାହାବି ହେଉ.....
    NEWS FUSE ରେ ଦିନେବି ବୈଜୟନ୍ତ ବାବୁଙ୍କୁ ଆମେ ଦେଖିବାକୁ ପାଉନୁ ଯେ,
    ଦମ୍ ଅଛି ତ ବୈଜୟନ୍ତ ବାବୁଙ୍କୁ ଦିନେ ଦେଖାଅ | ତମ ଚାକିରୀ ଚାଲି ଯିବାରେ ବାବା !

  • @soumyajdas1
    @soumyajdas1 8 дней назад +14

    Bohut bhala lagila aama nua CM Mohan Babu nka sarala aau swacha jiban japana sayili ku dekhi ki 🙏🙏🙏🙏 Bohut bohut subhechha💐💐 JAI JAGANNATH 🙏🙏🙏🙏

  • @bhagirathibarik402
    @bhagirathibarik402 10 дней назад +26

    ଓଡିଶାର ପ୍ରତ୍ୟେକ ଜନତାଙ୍କ ଭରସା ' ଓଟିଭି' କୁ ଅନୁରୋଧ ଅନ୍ତତଃପକ୍ଷେ ଭିଡ଼ିଓ ମଝିରେ ବିଜ୍ଞାପନ ନଦିଅନ୍ତୁ ।।।

  • @murmu9197
    @murmu9197 10 дней назад +165

    ଲୋକ କଣ ଏତେ ଜଲୁଚନ୍ତି ମୋହନ sir CM ହେଲା ପରେ

    • @CrazyTikina
      @CrazyTikina 10 дней назад

      Tu salati aadivasi Kan gandi podi jauchi ki...

    • @soumyabvu2377
      @soumyabvu2377 10 дней назад +6

      ସେଟା ଗୋଟେ କୁଜିନେତା ଟେ । ଗ୍ୟାରେଣ୍ଟି ଦଉଚି ଯଦି ବିଜେପି ଆଗରୁ ଆକୁ declared କରିଥାନ୍ତା ସେ ନିଶ୍ଚିତ ହରିଥାନ୍ତା😂 ହିନ୍ଦୀ ରେ ଓଡ଼ିଆ ପୁରାଉଚି।ଆଦିବାସୀ ଗୁଣ ଛାଡୁନି ତା ଠୁ 😂

    • @murmu9197
      @murmu9197 10 дней назад +14

      ନିଜେ ତ ଓଡ଼ିଆ ରେ ଇଂରାଜୀ ପୁରଉଛ

    • @biki3049
      @biki3049 10 дней назад +12

      ​@@soumyabvu2377 ଆରେ ମୁର୍ଖ ଭାଇ ତୁ କଣ ସମସ୍ତଙ୍କ ଆଗରେ ପୁରା fluent ରେ ହିନ୍ଦୀ ଆଉ english କହିପାରିବୁ କି ସମସ୍ତଙ୍କ ଆଗରେ। ସମୟ ଲାଗିବ fluent ହିନ୍ଦୀ କହିବାକୁ ତମେ ତ ଏ ବିଷ୍ୟୟ ରେ knowledge ରଖିବା କଥା।

    • @Chandani0306
      @Chandani0306 9 дней назад +2

      Jadi Bramhan ki khadayat cm hai thanta ta hele Emiti kahi kahu nathante Eithi pani mu kahichi sc. St ku kehi bi hindu boli bhabu nahati
      Bharatara bahut St cast Cristina hauchanti. Ma matare sabu sc. St. Muslim mazhab apanei naba katha

  • @jousmitanaikvlogandcooking7552
    @jousmitanaikvlogandcooking7552 9 дней назад +12

    4 June ରୁ ସମ୍ବଲପୁର ର ଜମନକିରା ରେ କୌଣସି ATM ରେ ପଇସା ଭର୍ତ୍ତି କରୁ ନାହାନ୍ତି ଆଜି ପର୍ଯ୍ୟନ୍ତ, ମିଡିଆ ବି ଚୁପ୍ ଅଛି , ଲୋକେ ବହୁତ ଅସୁବିଧା ପାଉଛନ୍ତି ।😢

    • @Aditya23688
      @Aditya23688 6 дней назад

      Bhai seita news wala nku dekha jibani 😂😂😂

  • @bismayakumarbehera5552
    @bismayakumarbehera5552 10 дней назад +24

    ତୁମେ ଖାଲି ପାଇଖାନା ଭିଡିଓ ଦେଖେଇବା ବାକି ରହିଲା।

  • @praveenmusic9015
    @praveenmusic9015 9 дней назад +26

    ସତ ଘାଟଣା ସମସ୍ତଙ୍କ fus OTV ବାଲା କହୁଛନ୍ତି .କିନ୍ତୁ ବୈଜନ୍ତ ଙ୍କ fus ଥରେ କହିଲେ ଦେଖିବା ।

  • @user-og3jc4tq6j
    @user-og3jc4tq6j 9 часов назад

    ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ 🙏❤

  • @SubhransuPandaOfficial
    @SubhransuPandaOfficial 10 дней назад +7

    ଭାଇ ସମ୍ବଲପୁର ରେ ତ ଖାଲି ଟିକେ ପବନ ହେଲା , ଭୁବନେଶ୍ୱର ରେ ପା ପୁରା ବାତ୍ୟା 280 km ବେଗରେ ପବନ , 24 ବର୍ଷର ରାଜା ଗାଦି ରାଜା ଉଆସ ସବୁ ଛାରଖାର

  • @debashishswain486
    @debashishswain486 9 дней назад +3

    ଓଟିଭି ଚ୍ୟାନେଲ କୁ ଅନୁରୋଧ ଶିକ୍ଷକ ନିଯୁକ୍ତି କୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରନ୍ତୁ।

  • @user-fx4eh8ye6k
    @user-fx4eh8ye6k 10 дней назад +22

    Ram mandir ra pani galilani

    • @Pratimapadhimobile3851
      @Pratimapadhimobile3851 10 дней назад

      ଯେଉଁମାନଙ୍କୁ ଅଯୋଧ୍ୟାରେ ମଦି ସାର୍ ସବୁ ସୁବିଧା କରା ଦେଈ ଥିଲେ ତାଙ୍କେ ମାନେ ଅଯୋଧ୍ୟା ରେ ମଦି ସାର୍ ଙ୍କୁ ହରେଈ କି ଭୁଲ୍ କରିକି ନିଜେ ନିଜେ ହଇରାଣ ହେଉଛନ୍ତି ଭାଈ ହେଲା ସୁନ୍ୟ ରେ ନିନ୍ଦା କରନି 😡

    • @Kaliyug733
      @Kaliyug733 9 дней назад +2

      Tu jai ki repairing karide 😂😂😂. Electric pipe line kama sarini chata uparu se pipe dei Pani talaku asila .tu jai ki repairing karide ja😂😂😂

  • @HemantaMandangi
    @HemantaMandangi 4 дня назад +2

    Mastu lagila

  • @bhalchandramishraxf1747
    @bhalchandramishraxf1747 8 дней назад +23

    ଆଜ୍ଞା ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏମିତି ଅପପ୍ରଚାର କରନ୍ତୁ ନାହିଁ । ସେ ବହୁତ ଭଲ ଲୋକ । ସମସ୍ତ ଙ୍କୁ ଭୋକ ହେଉଛି ସମସ୍ତେ ଖାଉଛନ୍ତି। ଏଥିରେ ହସିବାର କଣ ଅଛି । ଆମର ଏଥିରୁ ଶିଖିବାର ଅଛି ଯେ, ଖାଦ୍ୟ ନଷ୍ଟ ନ କରି ପୋଛିକି ଖାଇବା ।

  • @srikantsahoo3504
    @srikantsahoo3504 9 дней назад +4

    BJD ଦଳ ଭିତରେ ଯେଉଁ ଭୂମିକମ୍ପ ହେଲା ତାହାର ପ୍ରଭାବ ରେ ବବିର ଘର ଭାଙ୍ଗିଗଲା😂😂😂

  • @rahalaaudioofficial3678
    @rahalaaudioofficial3678 6 дней назад +2

    ଓଡ଼ିଆ ଲକ ମାନଙ୍କ ପେଟ ରେ ଭୋକ ହୁଏନି ଆଦିବାସୀଙ୍କ ଖାଇବା ଦେଖି ଜଳୁଛନ୍ତି

  • @utkalachintana.5566
    @utkalachintana.5566 10 дней назад +4

    Very nice 👍 episode sir.
    Thankyou very much ❤️🌹 Otv family

  • @ganeshdalabehera6738
    @ganeshdalabehera6738 4 дня назад +1

    ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ବ୍ୟଙ୍ଗ କରି କହିବା ଶୋଭା ପାଉନି।

  • @bijaykumar1742
    @bijaykumar1742 День назад

    ମଜା ଆସିଗଲା ପୁରା ଲକ୍ଷ୍ମଣ ସାର୍ ଙ୍କ ହିନ୍ଦୀ କଥା ଶୁଣି 😅

  • @ashissahu9641
    @ashissahu9641 9 дней назад +3

    ଆରେ ଭାଇ ତୁ ତ ସମସ୍ତଙ୍କୁ ଚୁଙ୍ଗୁଲୀ କରୁଚୁ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ବି କଲୁ ତୁ first ଜେଲ୍ ଯିବୁ

  • @LuckyBehera-ul7gw
    @LuckyBehera-ul7gw 10 дней назад +6

    Jagannath nama re bjd vote magila se harila au Ram nama re bjp vote magila se bi ayodhya re harila .athuru jana gala ki asaty au adharam ra kebe bi jay haba nahi 🙏

  • @NirupamaDevi24
    @NirupamaDevi24 2 дня назад

    ଚେହେରା ଭିକାରୀ, କଳା କାରବାରରେ ରାଜା, ଧର୍ମ ସହିଲା ନାହିଁ😂 ଆପଣଙ୍କ ଚମତ୍କାର ପରିବେଷଣ ପାଇଁ ଶହେ ସାଲ୍ୟୁଟ 🙏🙏💐

  • @pabitrapanda108
    @pabitrapanda108 10 дней назад +10

    Tike adhika hei jauchhi,

  • @prasantapattanaik862
    @prasantapattanaik862 10 дней назад +6

    ଏ ସବୁ ଆମେ ନ୍ୟୁଜ୍ ରେ ଆଗରୁ ଦେଖିଥିଲୁ। କିଛି ନୂଆଁ ଦେଖାଅ ଭାଇ।

  • @user-nt7po1ke6s
    @user-nt7po1ke6s 10 дней назад +8

    ଘର ନଭାଗି ଅନ୍ୟ ଲୋକଙ୍କୁ ଦେଇଥିଲେ କ'ଣ ହେଇ ଥାଆନ୍ତା,ପଇସା ବରବାଦ ହୋଇ ଇଗଲା

    • @shyamalbhaiofficial4540
      @shyamalbhaiofficial4540 8 дней назад

      ଯେତେ ହେଲେ ବି ତାଙ୍କ adika ଅଧା ପଡା ଲୋକ 😁

  • @jaysrirambulurakhal
    @jaysrirambulurakhal 6 дней назад +1

    କୁନା ତ୍ରିପାଠୀ ସାର୍ ଭଲ ଲାଗୁଥିଲେ ଜୟଶ୍ରୀ ଜଗନ୍ନାଥ ସ୍ବାମୀ ତାଙ୍କ ବଦଳରେ ଏ ସାର୍ ଅବଶ୍ୟ ଭଲ କହୁଛନ୍ତି କିନ୍ତୁ ତାଙ୍କ ର ସଇଳି ଓ ଭାବଧାରା ନିଆରା କାରଣ ଆପେ ଆପେ ହସ ଚାଲିଆସେ ସାର୍ ଧନ୍ୟବାଦ୍ ସାର୍ 🤔🏹💌 💌🙏🙏🎉🎉✨✨❤️❤️🥀🌹🥀🌹👍👌

  • @narendraharpal4408
    @narendraharpal4408 20 часов назад

    Best apisode sir , thank you so much 🎉🎉🎉

  • @krishnaprasadrath
    @krishnaprasadrath 10 дней назад +8

    Bahut hi sunder upasthapana 🙏 Jai ♥️🇮🇳🔥 Hind 🙏

  • @srinibashrout1181
    @srinibashrout1181 День назад

    ଲକ୍ଷ୍ମଣ ଭାଇ ମାଡ଼ି ଚାଲ।

  • @ramachsahoo1775
    @ramachsahoo1775 2 дня назад

    ଏବକା ସରକାରରେ ଯିଏ ଆସିବେ ସେମାନେ କଣ ଏମାନଂକ ପରି ହେବେନାହିଁ, କଥାରେ କହିଛି, ଯାହାକୁ ତଦେଖିବୁ ଦେଖ୍, ସବୁ ମା .... ହା ଏକ୍।

  • @ranjayarout4523
    @ranjayarout4523 10 дней назад +3

    Jay jagannath ok thanks

  • @jadumanihembram6195
    @jadumanihembram6195 9 часов назад

    ଭାଇ ଆପଣ ତୋ ପୁରା ଦବେଇ କି ଖବର ଦେଲେ ।
    🙏🙏

  • @AbhilashRath-es6fi
    @AbhilashRath-es6fi 10 дней назад +6

    Baijayant ku kuha bjd re misijau ebe

  • @PrakashkumarPradhan-eb4fl
    @PrakashkumarPradhan-eb4fl 10 дней назад +6

    Otv baki rahila mohan majhi ketebele hagi jiba seita Dekeiba Jay panda babu bala tv adich

  • @birenkumar1321
    @birenkumar1321 4 дня назад

    Dandapani CM sir Nku କଟାକ୍ଷ କରନି

  • @mrjrsot9529
    @mrjrsot9529 5 дней назад

    Miss You Kuna Tripathy❤❤

  • @DineshKumar-rj2nz
    @DineshKumar-rj2nz 5 дней назад +1

    Mohan majhir suila taa dekha

  • @user-mf5jw9vq4l
    @user-mf5jw9vq4l 10 дней назад +3

    ଧନୀବାଜମୋହନ ମାଝୀ ସାର.. ଦା8 ମାଡି ଦ ଆବ ଆ8 କାନା

  • @niranjangouda8111
    @niranjangouda8111 10 дней назад +2

    Super

  • @sasmitarani1479
    @sasmitarani1479 22 часа назад

    ସଜ ମାଛରେ ପୋକ ପକେଇବା ଏମାନଙ୍କ ର କାମ😤🤫 ଏଇଟାକୁ କିଏ ସାମ୍ବାଦିକ କଲା କେଜାଣି 👿👊

  • @RANDOM_GAMER_OFFICIAL
    @RANDOM_GAMER_OFFICIAL 7 дней назад +1

    Vande utkal Janani

  • @user-usepunyarajrana
    @user-usepunyarajrana 6 дней назад

    ଆମର କଣ୍ଟାବାଞ୍ଜି ଜୟ ଲକ୍ଷ୍ମଣ ବାଗ 🙏🙏🙏

  • @JoelTudu-op9ew
    @JoelTudu-op9ew 10 дней назад +1

    Bahut badhia bahut funny also .😮

  • @bhubanandabehera1456
    @bhubanandabehera1456 9 дней назад +1

    ନିର୍ଭିକ ସାମ୍ୱାଦିକତା ପାଇଁ ଓଟିଭି ଆଗରେ ଏକଥା ସତ ହେଲେ "ନିୟୁଜ ଫିଉଜ " କାର୍ଯ୍ୟକ୍ରମ ନିରପେକ୍ଷତା ର ପ୍ରଣାମ ଦିଏ ମୁଁ ଜଣେ ପୁରୁଣା ଦର୍ଶକ ଦୁଃଖ ର କଥା ମୋ ଘରେ କିଛି ବର୍ଷ ହେବ ଟିଭି ନାହିଁ 🥲 ରୋଗା ହେଇଗଲି ଆଉ ଟିଭି ଟେ ବି କିଣି ପାରୁନି କିସ୍ତି ରେ ମୋବାଇଲ ଟେ ଆଣିଛି ଯେ ସୁଝା ସରିନି

  • @AnilkumarDas-fi1jg
    @AnilkumarDas-fi1jg 10 дней назад +2

    Jay Jagannath ❤

  • @MtChandu-yl4li
    @MtChandu-yl4li 10 дней назад +3

    Jay shree Ram

  • @gangadharmandangi7757
    @gangadharmandangi7757 4 дня назад

    ମୋହନ sir cm ହେଲା ପରେ ବିରୋଧୀ ଦଳ ର ଲୋକ ପୁରା ପୁରୀ ଜଳି ଜଳି ପାଉଁଶ ହୋଇ ଯାଉଛନ୍ତି

  • @hi-yx8fc
    @hi-yx8fc 9 дней назад +2

    July first ru CBI,Ed, sabu red chalu sabdhan

  • @user-sx8lm5jh1j
    @user-sx8lm5jh1j 10 дней назад +1

    Good 👍 fuse😊

  • @dharemndrajena1234
    @dharemndrajena1234 21 час назад

    Nice video ❤❤

  • @Dijitalroutstatus123
    @Dijitalroutstatus123 9 дней назад +1

    ଜୟ ବିଜେଡି ❤❤

  • @DharbenDigi6478
    @DharbenDigi6478 4 дня назад

    ଆପଣଙ୍କ ଓଡ଼ିଆ ଲୋକ ଭଲ item କରି ଖାଇଲେ ବୋଲି ତ ଓଡିଶାଟା କୁ ଖାଇଲେ,,,!!!

  • @gauraprasad4074
    @gauraprasad4074 10 дней назад +1

    ମାଉସୀଙ୍କ ତାଲିକାତ ବହୁତ ଲମ୍ବା, ଜେଲରେ ଜାଗା ମିଳିବନି, ତେଣୁ ତାଙ୍କପାଇଁ କାଇନା ହଉଦାର ବନ୍ଦୋବସ୍ତ କରାଯାଉ

  • @Ramachadra3639
    @Ramachadra3639 10 дней назад +3

    ଭାଇ ଏମାନେ ଭୁଲ କରୁଛନ୍ତି election ପୂର୍ଵରୁ ଏମିତି କଲେ ଫାଇଦା ପରେ କଲେ କଣ ହବ

  • @srpcreatorsuman5317
    @srpcreatorsuman5317 10 дней назад +12

    ଜୟ ଜଗନ୍ନାଥ

  • @sidharthnaik1712
    @sidharthnaik1712 10 дней назад +4

    A chanel bala nku laja sarama boli kichi nhi

  • @dash_sh_sh
    @dash_sh_sh 9 дней назад +1

    Please don't compare the CMs. Naveen Babu has done spectacular job & We expect Mohan Babu to do whatever is needed now.

  • @user-ec4id2bg8y
    @user-ec4id2bg8y 4 дня назад

    OTV ଭାଇମାନେ ତମର ମା ଭଉଣୀ ନିଜର ଥିବ ଟିକେ ଦେଖୋଉନ ଆମେ ଟିକେ ଦେଖିବୁ ସବୁତ ଦେଖୋଉଚ 😭😭😭😭😭😭😭😭😭😭

  • @krishnanaikbrothers6459
    @krishnanaikbrothers6459 4 дня назад

    Super news sir Jay Jagannath 🙏

  • @madhusmitapradhan2235
    @madhusmitapradhan2235 3 дня назад

    Nabin sir Great

  • @kisku111
    @kisku111 10 дней назад +4

    Adivasi minister hela pore tumo kon phatuchhi(bjd)

  • @snehalatasethy2828
    @snehalatasethy2828 22 часа назад

    Great sir

  • @laxmidhardehury1677
    @laxmidhardehury1677 9 дней назад +1

    ହମ ବୈଜୟନ୍ତ ବାବୁବିଜେଡିରେ ଥୀଲାବେଳେ ବିଜେଡିର ସବୁନେତା ଭଲଥୀଲେ ଏବେନାହାନ୍ତିତ ସେଥୀପାଇ ବିଜେଡି ନେତା ଓଟିଭିପାଇସବୁ ଖରାପ୍ ହେଇଜାଇଛନ୍ତି ସଳାମିଡିଆବାଲାବି ରାଜନିତି କରୁଛନାନ୍ତି ରାଜନିତିନକରି ଠିକ୍ ତଥ୍ୟଲୋକଙ୍କ ପାଖରେ ପହଚାଅ

  • @yugeswarkumbhar2487
    @yugeswarkumbhar2487 8 дней назад +1

    ସ୍କୁଲ ରେ ଶିକ୍ଷକ ନାହିଁ ତାକୁ ତ ଦେଖାଉ ନାହାନ୍ତି ଆଉ ନେତାର ପଛରେ ରହି କାମ କର

  • @sushantmahapatra8372
    @sushantmahapatra8372 5 дней назад

    Odisha education should change in removing mughol, sultan empire history

  • @sradhanjalisatapathy4272
    @sradhanjalisatapathy4272 10 дней назад +2

    Thik katha laxamana bag sir kahichanti 👍👍

  • @snigdhanaik3033
    @snigdhanaik3033 4 дня назад

    😊very nice

  • @JogeswarMajhi-lt7hj
    @JogeswarMajhi-lt7hj 10 дней назад +29

    ଟିଉଜ ଫିଉଜ ରେ ସବୁ ନେତା ମନ୍ତ୍ରୀ ଠାରୁ ଓଡ଼ିଶା ର ଅନେକ ଲୋକଙ୍କୁ ଫିଉଜ କରି ଛନ୍ତି,,,କିନ୍ତୁ BJD ର ନେତା ମନ୍ତ୍ରୀ ଙ୍କୁ ଫିଉଜ କରିବା କେବେ ଆମେ ଦେଖିନୁ।

  • @akmohanty917
    @akmohanty917 4 дня назад

    ଏ ବବି ଦାସ ତାସହିତ ରଘୁନଦନ ଆଉ ias ଏଇମାନଙ୍କୁ ତୁରନ୍ତ ଝାରପଡା ଜେଲ ପଠାଇ ଦିଆ ଜାଉ

  • @sumitkumarbarik3919
    @sumitkumarbarik3919 10 дней назад

    Jay Jagannath🙏🙏🙏🙏🙏

  • @hrushikeshpatra6779
    @hrushikeshpatra6779 2 дня назад

    ବେଶି ହେଲେ କିଲା ମିଳେ...

  • @user-ub2oj3el3v
    @user-ub2oj3el3v 4 дня назад

    Adivasi cm ku dekhi,sohiparunahanti..

  • @BhagyabantaAdbang
    @BhagyabantaAdbang 10 дней назад +9

    Bahut sundar newes fuse❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤

  • @mdrajeshkumar2405
    @mdrajeshkumar2405 День назад

    Very nice

  • @gangotridassahu9308
    @gangotridassahu9308 10 дней назад +1

    Super👍

  • @user-su2ln3dg9u
    @user-su2ln3dg9u 10 дней назад +1

    ହଇ ହୋ ନାରାୟଣ ତମ ହ୍ଵାଟ୍ସଆପ ନମ୍ବର କୁ ଲାଗୁନି କାହିଁ କି

  • @kumarashu1554
    @kumarashu1554 9 дней назад +1

    କିଛି ତ ମଜା ଭଳି ଜିନିଷ ନାହିଁ ଜବରଦସ୍ତ ହସିବାକୁ ପ୍ରୟାସ କରୁଛ ଖାଲି।

  • @radhagobindarana550
    @radhagobindarana550 10 дней назад +3

    Haire narana OTV pura Hard maruchi re Jay Jagannath 😅

  • @PrakashkumarPradhan-eb4fl
    @PrakashkumarPradhan-eb4fl 10 дней назад +8

    Hare otv bala tama CM ku kaha kn kari ba

  • @anitaparida4778
    @anitaparida4778 4 дня назад +2

    Chora maha durniti

  • @agstarcreations.t.9312
    @agstarcreations.t.9312 10 дней назад +2

    Aamor majhi loko Aamor daily pokhalo

  • @prashantmishra7773
    @prashantmishra7773 2 дня назад

    Please ama CM knu kebe kharap kariki kahibani ama mohan sir bahut bhala hela limit cross karibani hela

  • @swarnalatabehera-nt6ht
    @swarnalatabehera-nt6ht 3 дня назад

    Moha sir bahuta bhalaloka Bhagaban tank sabubele rakhya Kari thantu

  • @suryasadhika4157
    @suryasadhika4157 День назад

    ମୁଖ୍ୟମନ୍ତ୍ରୀ କଣ ରାଜ୍ୟର କାମ କଲେ ସେଗୁଡ଼ାକ ମିଡ଼ିଆରେ ଦେଖେଇବା କଥା । ପଖାଳ ଖାଇଲେ ତପତ ଖାଇଲେ ଏଗୁଡାକ କାହିଁକି ଦେଖଉଛ ।

  • @ODISHATOKAROHANFF
    @ODISHATOKAROHANFF 6 дней назад

    Mausi Tiki Kathakahichati🙏🙏🙏🙏🙏

  • @user-hv3tn9tm1t
    @user-hv3tn9tm1t 5 дней назад

    ୨୫ ବର୍ଷ ପରେ ଓଟିଭି ଜୀବଦାନ ପାଇଲା

  • @jyotsnamahapatra6349
    @jyotsnamahapatra6349 10 дней назад +11

    ଏମିତି ନେତା ମାନେ ଆତଙ୍କବାଦୀବାଦୀ ଠାରୁ ମାରତ୍ମକ । ଏମିତି କିଛି ଆଇନ ବାହାରିବା ଦରକାର । ଏହି ନେତାମାନଙ୍କୁ ସାଧାରଣ ନିର୍ବାଚନରେ ଯେପରି ଭାଗ ନେଇପାରିବେ ନାହିଁ । ସେମାନେ ପ୍ରାର୍ଥୀ ଭାବରେ ଠିଆ ହୋଇ ପାରିବେ ନାହିଁ କି ଭୋଟ ଦେଇ ପାରିବେ ନାହିଁ ।

  • @santushashda305
    @santushashda305 6 дней назад

    I love CM sir Love you santal dil se full 🎉🎉🎉❤❤❤❤❤❤support

  • @sudhansukumarbal3419
    @sudhansukumarbal3419 10 дней назад +2

    And tastic

  • @Sahishree_Susanta
    @Sahishree_Susanta 10 дней назад +3

    Sabu bala eka sange upadei dele

  • @MourjaMoona
    @MourjaMoona 9 дней назад +1

    Bag Bhal out of 4.5core

  • @jaganathpradhan6201
    @jaganathpradhan6201 10 дней назад +2

    Bhai BJP pain tek beshi haijauchi