ପନିପରିବା ଖାଉଥିବା ଲୋକଙ୍କୁ କ'ଣ ବୃକ୍ଷ ହତ୍ୟାର ପାପ ଲାଗେନି!

Поделиться
HTML-код
  • Опубликовано: 16 ноя 2024

Комментарии • 1,3 тыс.

  • @umakantbag4800
    @umakantbag4800 7 месяцев назад +185

    ସଂସ୍କୃତ କୁ ବଞ୍ଚେଇ ରଖିଥିବାରୁ ଧନ୍ୟବାଦ୍,,🙏🙏

    • @Rickey.s-nature-cl-l1
      @Rickey.s-nature-cl-l1 6 месяцев назад +2

      କ'ଣ ଲାଭ ହେଉଛି ଏଇ କଷ୍ଟ ଭାଷାକୁ ବଞ୍ଚେଇ ଇଏ ତ ଆମର ଓଡ଼ିଆକୁ ଆହୁରି ଦ୍ବନ୍ଦ ରେ ପକାଉଛି

    • @umakantbag4800
      @umakantbag4800 6 месяцев назад +1

      @@Rickey.s-nature-cl-l1 ତାହା ଆମର third language sir ,,

    • @Rickey.s-nature-cl-l1
      @Rickey.s-nature-cl-l1 6 месяцев назад +1

      @@umakantbag4800 by the way ସେଇଟା ଇଚ୍ଛା ପାଇଁ ଶିଖିଲେ କିଛି ନାହିଁ, Sanskrit କୁ third language ତ ଆମ education department ବନାଇଛନ୍ତି ଗୋଟେ subject ଅନୁସାରେ, କଉଠି ତ ଲେଖା ଯାଇନି ବିନା sanskrit ରେ କିଛି କ୍ଷତି ବି ହେବ

    • @tejishtosh1491
      @tejishtosh1491 5 месяцев назад

      ​@@Rickey.s-nature-cl-l1କହିଲ କଣ ନା କଣ ଲାଭ ଯାଉଛି , ଆରେ କୁକୁର ସେଇଟା ହଉଛି ସନାତନ ଧର୍ମ ର ଭାଷା ଟା , ନିଜ ଧର୍ମ ଉପରେ ଜାଣିବା ତୋ ପାଇ। କଷ୍ଟ ହେଇଗଲା , ସେଇ ଭାଷା ଟା କଷ୍ଟ ହେଇଗଲା , ଲାଜ ଲାଗୁନି

    • @Rickey.s-nature-cl-l1
      @Rickey.s-nature-cl-l1 5 месяцев назад

      @@tejishtosh1491 I'm a dog, okay, but say something - what Sanskrit gives you, Sanskrit makes a big controversy for Hindi amongst other some other languages. I Know this as a dog, Then your thought is so much disgusting being a man. Shame for you

  • @bhagirathiswain2680
    @bhagirathiswain2680 7 месяцев назад +7

    Hare krishna 🌹🙏🙏🌹

  • @patrastudycentre3497
    @patrastudycentre3497 7 месяцев назад +410

    ବହୁତ୍ ବଢିଆ ମୋ ପ୍ରଶ୍ନ ର ଉତ୍ତର ମୋତେ ବହୁତ ଦିନ ପରେ ମିଳିଗଲା ଯାହା ମୋ ମନରେ କେବେଠାରୁ ଉକିଁ ମାରିଥିଲା

    • @bidyutmallick3123
      @bidyutmallick3123 7 месяцев назад

      Tu Bandaa pathapadu thilu naaa mg .Tu mg khadya khadaka ra katha jainukiii mg .kahila moo Manare unki maruthilaaa

    • @swagatmishra6457
      @swagatmishra6457 7 месяцев назад +9

      Kukuda katubaku Hinsha kuhajaee.
      Ee permission bhagwaan daee nahanti.
      Jetiki limit achhi Tari vitare rahiba vala.
      Tame kukuda haba aau tamaku b kata jiba.
      Vala lagiba jadi karuthao man mani.

    • @prasantnayak4250
      @prasantnayak4250 7 месяцев назад +2

      Moro bi bro

    • @gugulgugul5216
      @gugulgugul5216 7 месяцев назад +6

      ​@swatidash811 are gote jiba ro hato godo katidele se kn marijibo semti gochha tare jodi ta dalo kota jae tahele gochha moriboni but taku mularu chera saha upudae dele se to morijibo

    • @SubhasiniKiskuOfficial
      @SubhasiniKiskuOfficial 7 месяцев назад +1

      Same😊

  • @BanditteachingTrick
    @BanditteachingTrick 25 дней назад +8

    ହଉ ହିନ୍ଦୁ ରାଷ୍ଟ୍ର ଭାରତ ହେବା ଉଚିତ୍ ମୁଁ ବି ରାଜି କିନ୍ତୁ ପ୍ରଥମେ ଭାରତର ଗୋଟେ ଛୋଟ ଗାଁ କୁ ହିନ୍ଦୁ ଗାଁ କରିକି ପରୀକ୍ଷା କରାଯାଉ ଯେଉଁଠି ଜାତୀ ନ ପଚାରି ବିବାହ, ଜାତୀ ର ନାମ ନଥିବ କେବଳ ହିନ୍ଦୁ ଜାତୀ ହେବ ଏଇଟା ସଫଳ ହେଲେ ଦେଶ କୁ ବି ହିନ୍ଦୁ ରାଷ୍ଟ୍ର ଗଠନ କରାଯିବ ଉଚିତ୍, କିନ୍ତୁ ଏଥିରେ ବ୍ରାହ୍ମଣ ରାଜି ହେବନି କାରଣ ସେ ଉଚ୍ଚ ହିଁ ହେବାକୁ ଚାହେଁ

  • @rishikesh4340
    @rishikesh4340 7 месяцев назад +42

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ
    ବହୁତ ବଢିଆ ପ୍ରଶ୍ନ ପୁଣି ତାର ବହୁତ ସୁନ୍ଦର ସମାଧାନ ଏ ପ୍ରଶ୍ନ ଅନେକ ବର୍ଷ ଧରି ମୋ ମନରେ ଉଙ୍କି ମାରୁଥିଲା।

  • @krupasindhumuduli6799
    @krupasindhumuduli6799 7 месяцев назад +121

    ସବୁତ ପାପ ତାହେଲେ ସୃଷ୍ଟି କଣ ପାଇଁ ହେଉଥିଲା, ବ୍ରହ୍ମାଣ୍ଡ ସୁନ୍ୟ ରହିବା ଉଚିତ୍ ଥିଲା,ଜୟ ଶ୍ରୀ କୃଷ୍ଣ 🙏🏿🙏🏿🙏🏿🙏🏿🙏🏿

    • @gunanidhibehera9648
      @gunanidhibehera9648 7 месяцев назад +11

      ଇ ଆ କୁ କିଛି ଜଣା ନାହିଁ ।

    • @trustworthy-guy6408
      @trustworthy-guy6408 7 месяцев назад +5

      ଗୋଟେ ଫାଲତୁ ଫାର୍ସ ଚଲେଇଛନ୍ତି 😅

    • @padmanavameher4920
      @padmanavameher4920 7 месяцев назад +3

      Be positively

    • @Tanmaya_online
      @Tanmaya_online 7 месяцев назад +7

      ଆମେ ସବୁକିଛି ଭଗବାନ କୁ ସମର୍ପିତ କରି କରିବାର ଅଛି, ହେଲେ ଯୋଉଟା ସମର୍ପିତ କରିବା କଥା ସେଇଟା ବି ଜାଣିବା ଦରକାର
      ଯୋଉଟା ଭଲ ସେଇଟା ହିଁ ସମର୍ପିତ କରିପାରିବା 🤗

    • @Jeetu813
      @Jeetu813 7 месяцев назад +3

      ❤bhai tume thik Katha kahicha
      A maghia ku kichi Jana nahi

  • @ullashnayak4595
    @ullashnayak4595 7 месяцев назад +82

    ସୁଧୁରି ଯାଅ ଭାଇମାନେ ନିରୀହ ଯିବ ମାନଙ୍କୁ ହତ୍ୟା କରି ପଶୁ ପକ୍ଷୀଙ୍କ ପ୍ରତି ଟିକେ ଦୟା କର ସେମାନଙ୍କ ର ବି ପରିବାର ଅଛି ବଞ୍ଚିବା ପାଇଁ ଇଚ୍ଛା ଅଛି ତାଙ୍କ ଅଧିକାର ତାଙ୍କ ଠାରୁ ଛଡେଇ ନିଅନି plz ସମସ୍ତେ ଖୁସିରେ ରୁହନ୍ତୁ

    • @Jeetu813
      @Jeetu813 7 месяцев назад +2

      Bhai tu mutton. Fish. Chicken asabu khaunuki se Mane bi ta pasu pakhi na

    • @seemacreation9922
      @seemacreation9922 7 месяцев назад +2

      ​@@Jeetu813tume khau thiba bhai aame khau ni

    • @tusharakantabehera2587
      @tusharakantabehera2587 7 месяцев назад +1

      ଆରେ ଭାଇ ଯଦି ପାଠ ପଢିଛ ତେବେ ତମ ଘରେ ମହିଳା ମାନେ ଯୋଉ ମେଡ଼ିସିନ ଖାଉଛନ୍ତି, ସେ ମେଡ଼ିସିନ ର ସବୁ ମିଶ୍ରଣ ଦେଖିବ ତାପରେ କହିବ ତମେ ହିନ୍ଦୁ ନା ମୁସଲିମ, ତାପରେ ଦିବ୍ୟଜ୍ଞାନ ଦେବ.

    • @tusharakantabehera2587
      @tusharakantabehera2587 7 месяцев назад +2

      ​@@seemacreation9922ତମେ ଆଇରନ ବଟିକା ଖାଇଛ ନା ଖାଇନ, ଯଦି ଖାଇଛ ତେବେ ଚେକିଂ କରିବ କଣ କଣ ମିଶିକି ବନାହେଇଛି.
      ତମେ ଆମିଷ ଖାଅନି କିନ୍ତୁ ବାହାହେବା ପରେ ଯୋଉଟା ଖାଇବା କଥା ସେଇଟା ବାହାହେବା ପୂର୍ବରୁ ପ୍ରେମ କରିକି ଖାଇବ, ଆଉ କିଛି ଦିନ ପରେ ଧୋକା ଖାଉଥିଲ.

    • @Jeetu813
      @Jeetu813 7 месяцев назад

      @@seemacreation9922 hmm tume khauna boli au kie khaibeniki . World re khauchanti au tume na khaila boli samaste khaibeniki na kn

  • @mr_das47
    @mr_das47 7 месяцев назад +97

    ଯେଉଁମାନେ ଏଠି ଅଯଥା କଥା ଲେଖୁଛନ୍ତି, ଥରେ ଗୀତା କିମ୍ବା ଭାଗବତ ପଢ଼ ତାପରେ ଆଶିକି ନିଜର ବକ୍ତବ୍ୟ ରଖିବ ।

  • @jagadishkumarsingh861
    @jagadishkumarsingh861 7 месяцев назад +9

    Bahut jaldi one lakhs subscriber 🙏🙏hare krishna

  • @jagannathsahoo133
    @jagannathsahoo133 7 месяцев назад +34

    ବହୁତ୍ ବଢିଆ ଶିକ୍ଷଣୀୟ ବାର୍ତ୍ତା । ଏକଥା ଜାଣି ବହୁତ୍ ଖୁସି ହେଲି । ଜୀବନ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା । ଜୟ ଜଗନ୍ନାଥ ।

  • @satyapriyabiswal3691
    @satyapriyabiswal3691 7 месяцев назад +7

    Very good explanation.All doubt clear in mind.

  • @adityaprasadtripathy8812
    @adityaprasadtripathy8812 7 месяцев назад +38

    କେଉଁଟା ପାପ କେଉଁଟା ପୁର୍ଣ୍ୟ
    କେଉଁଟା ଠିକ୍ କେଉଁଟା ଭୁଲ
    ଗୋଟିଏ ଉତ୍ତର
    ଯେଉଁ କର୍ତ୍ତବ୍ୟ ଅହିଂସା ତାହା ହିଁ ଧର୍ମ ।
    ଯଥା ହିନ୍ଦୁ ଧର୍ମ ।

    • @RockyBoy-j7s
      @RockyBoy-j7s 7 месяцев назад +1

      Jay jagannath

    • @prasannamaharana3286
      @prasannamaharana3286 6 месяцев назад +1

      Hindu nuha , sanatan dharma. Itihas padhila pare bi sei bhul

    • @RockyBoy-j7s
      @RockyBoy-j7s 6 месяцев назад

      @@prasannamaharana3286 🤣🤣

    • @adityaprasadtripathy8812
      @adityaprasadtripathy8812 6 месяцев назад +1

      ଆଛା ବାବୁ କାହିଁକି ହିନ୍ଦୁ ନୁହେଁ କହିପାରିବ କି ?

    • @rabindrasabarrabinson8345
      @rabindrasabarrabinson8345 Месяц назад

      ତୁ କେଉଁ ଧର୍ମ ର

  • @birendrakumarpati5460
    @birendrakumarpati5460 7 месяцев назад +123

    😮 ସବୁଠାରୁ best ସମସ୍ତେ ପାଣି ପି କି ରୁହ ପାପ ଲାଗିବ ନାହିଁ,

    • @rh2400
      @rh2400 7 месяцев назад +12

      ପାଣି ରେ ବହୁତ୍ microorganisms ଥାନ୍ତି

    • @fagunhembram9609
      @fagunhembram9609 7 месяцев назад +5

      Jolo hin jibono😂

    • @Asoscoitous
      @Asoscoitous 7 месяцев назад

      ​@@rh2400distilled water

    • @umesh-di2on
      @umesh-di2on 6 месяцев назад

      Bhai ​Drink beer​@@fagunhembram9609

    • @teachtech525
      @teachtech525 6 месяцев назад +2

      😂😂😂😂😂

  • @dinakrushnabai8087
    @dinakrushnabai8087 7 месяцев назад +14

    ନମୋ ଭଗବତେ ବାସୁଦେବାୟ 🙏, ଉପାଦେୟ ଉପସ୍ଥାପନା। ଆନ୍ତରିକ ସାଧୁବାଦ 🙏।

  • @IndraGouda-j6d
    @IndraGouda-j6d 7 месяцев назад +26

    ଭଗବାନ ଶ୍ରୀ କୃଷ୍ଣ ନେଇକି ରାଜନୀତି କର ନାହିଁ ସଵୁ ଭଗବାନ ଗୋଟେ ମହାଦେବ ସିଏ ବିଷ୍ଣୁ ସିଏ ରାମ ସିଏ ଜଗନ୍ନାଥ ସିଏ ସଵୁ ଭଗବାନ ଗୋଟେ

    • @jaihind7848
      @jaihind7848 6 месяцев назад

      Mu ta kahibi dunia re... Hindu dharma ra Bhagwan , Kristen dharma ra Jisukhista church and Muslim dharma ra Alha...masjit.. A sabu ra Bhagwan heuchati srif Jane...
      Amhemane jou dharma ra heuthau na kanhiki ,Aame sabu Bhagwan ku hrudayare sahita shmrana🙏 kariba darker..

  • @pprgalary8733
    @pprgalary8733 5 месяцев назад +7

    ମାଛ ର ତ ହାତ ନାହିଁ।ତାକୁ ଖାଇଲେ ଚାଲିବ ତ ????
    ମୁଁ ବ କୃଷ୍ଣ ଙ୍କୁ ମାନେ।କିନ୍ତୁ ଭକ୍ତି ତା ହୃଦୟରେ ରହିବା ଦରକାର। ଖାଦ୍ୟ ରେ ଭକ୍ତି ଅବଶ୍ୟକ ନୁହଁ।

    • @ex-muslim380
      @ex-muslim380 Месяц назад

      Don't talk all nonsense. Read introduction of Bhagavad Gita you can't interfere with Nature, Prakriti which is higher than you, otherwise you will get punished.You can't kill them.

    • @Suryakanta7-d2s
      @Suryakanta7-d2s 10 дней назад

      ଆପଣ ଖାଆନ୍ତୁ କିନ୍ତୁ ଏ କଥା ଭୁଲନାହିଁ କି ନିଜ ଭକ ମେଣ୍ଟେଇବାକୁ ଗୋଟେ ଜୀବର ଜିବନ ଯାଉଛି ଓ ଆମେ ମଣିଷ ଗୋଟେ କଥା ମୋନେ ରଖିବା କଥା ଯେମିତି ଗୋଟେ ଯିବ ର ଜିବନ ନେଲା ବେଳେ ଉଦାହରଣ କୁକୁଡ଼ା, ମାଛ, ଛେଳି କାଟି ଖାଇଲା ବେଳେ ଯେମିତି ଗୋଟେ ଯିବ ଜିବନ ଟେ ତାର ଚାଲିଯିବ ବୋଲି ଛଟ ପଟ ହୁଏ ଓ ଚିତ୍କାର କରେ ଆମେ ମଣିଷ ମାନେ ତା କଥା କୁ ଭୁଝି ପାରେନା ସେଭଳୀ ଯଦି ସୋପୋସ୍ ଏଲିଅନ୍ ମାନଙ୍କୁ ମଣିଷ ମାଂସ ପ୍ରସନ୍ଦ ଥିବ ଓ ଆମ ଚିତ୍କାର କୁ ସେ ବୁଝିପାରୁନଥିବା କେବଳି ଲାଗିବ ଆମକୁ ଥରେ ନିଜ ମନକୁ ପଚାରିଲେ? 😢

  • @pradeepkumarmohapatra235
    @pradeepkumarmohapatra235 7 месяцев назад +11

    Radhe radhe ❤

  • @niranjanjena7973
    @niranjanjena7973 Месяц назад

    ଅତି ସୁନ୍ଦର ଉତ୍ତର, ଏଥିରୁ ଏହା ସ୍ପଷ୍ଟ ଯେ ଆପଣ ଜଣେ ଜ୍ଞାନୀ,

  • @sarojsahoo3110
    @sarojsahoo3110 7 месяцев назад +8

    Jay shree krishna radhe radhe

  • @suniljena1027
    @suniljena1027 4 месяца назад +2

    Hare krishna prabhu ji ,bohut volo 🥰

  • @SantoshNayak-d1s
    @SantoshNayak-d1s 7 месяцев назад +27

    ରାଧେ ରାଧେ ରାଧେ କୃଷ୍ଣ

  • @rojalinmohanty2830
    @rojalinmohanty2830 21 день назад

    Very nice
    ଆହୁରି ଅନେକ ଭିଡିଓ କରନ୍ତୁ, please

  • @jagadishkumarsingh861
    @jagadishkumarsingh861 7 месяцев назад +6

    Hare krishna prabhu 🙏ehi katha ku nei ki mote sabubele mo sanga mane argument karuthile mu tanku answer dei paru nathili. Aji kintu mote jobab miligala tanku jobab deba pain 🙏🙏

  • @-hp7et
    @-hp7et 10 дней назад

    ତୁମକଥା ଯିଏ ଶୁଣିବ ଗୁରୁଜୀ ନିଶ୍ଚୟ ପାଗଳ ହେଇ ଯିବ

  • @ajitkumarbarik4972
    @ajitkumarbarik4972 7 месяцев назад +5

    Jay jagannath prabhuji🙏🙏

  • @Gagan-Biswal
    @Gagan-Biswal 7 месяцев назад +75

    ମୋର ଗୋଟିଏ ପ୍ରଶ୍ନ ତେବେ ଯାହାର ଚାରୋଟି ଗୋଡ଼ ବା ହାତ ତାକୁ କିଏ ଖାଇବା ଉଚିତ୍ ? ଏଗୁଡ଼ିକ ସବୁ ମନର ଭ୍ରମ , ଦୋନ୍ଦ,ଆରେ ଭାଇ ମନୁଷ୍ୟ ନିଜେ ଭଗଵାନ ଙ୍କ ପାଖରେ ସମର୍ପିତ ଭଗଵାନଙ୍କ ଠାରୁ ସୃଷ୍ଟି ଆଉ ଭଗବାନ ଠାରୁ ଆରମ୍ଭ । କର୍ମ ଓ ସେବା ହିଁ ଭଗବାନ Jay shree krishna 🙏🙏❤️

    • @akshyattmohapatra6426
      @akshyattmohapatra6426 7 месяцев назад +1

      Anujeeba khaiba ... Au kie khaiba .... Be broad minded

    • @Gagan-Biswal
      @Gagan-Biswal 7 месяцев назад +1

      @@akshyattmohapatra6426 Aachha Anujiba ku kie khaiba ...?

    • @pitambardas5283
      @pitambardas5283 7 месяцев назад +2

      Nature smshes all the four footed.

    • @sanjibbehera363
      @sanjibbehera363 7 месяцев назад

      ତୁମେ ସେହି ପ୍ରାଣୀ ମାନଙ୍କୁ ଅପଘଟକ ମାନଙ୍କ ପାଇଁ ଛାଡ଼ି ଦିଅ

    • @Gagan-Biswal
      @Gagan-Biswal 7 месяцев назад

      @@sanjibbehera363 Apaghataka aau Anujiba madhyare parthakya kn ... Anujiba ta Khali aakhire Dushibe nahin Apaghataka khaibe Kemiti...?

  • @manojbabu6690
    @manojbabu6690 7 месяцев назад +9

    ଜୟ ଶ୍ରୀ କୃଷ୍ଣ
    ଖୁବ ସୁନ୍ଦର.............🙏

  • @Leenuodisha
    @Leenuodisha 7 месяцев назад +3

    Jay shree Krishna..... Mahan kathha sunibaku milila agyan❤

  • @PujaMalik-mx4ym
    @PujaMalik-mx4ym 7 месяцев назад +5

    Thank s for knowledge.

    • @manoj-jb5lk
      @manoj-jb5lk 7 месяцев назад

      Chickenm
      Muttonm
      Eggm
      Fishm
      Nonvegm
      Sabu khaiba mo puja

  • @deepakdas4671
    @deepakdas4671 6 месяцев назад

    🙏🏼🙏🏼🙏🏼🙏🏼Jay Shreekrishna 🙏🏼🙏🏼🙏🏼🙏🏼thank you very much angya

  • @subhransubindhani8996
    @subhransubindhani8996 7 месяцев назад +50

    ଏହି ତର୍କ ଅନୁସାରେ ଯଦି ଜଣେ ଭଗବାନ ଙ୍କୁ ସ୍ମରଣ କରି ଚୋରି କରି ଭଗବାନ ଙ୍କୁ ଦାନ କରି ଦବ ତେବେ ତାକୁ ପାପ ଲାଗିବନି। କାରଣ ଭଗବାନ ଙ୍କ ପାଇଁ ସେ ଚୋରି କଲା ।

    • @SwapnaPangi-pp2ys
      @SwapnaPangi-pp2ys 7 месяцев назад +2

      😂

    • @withknowledge8947
      @withknowledge8947 7 месяцев назад +6

      Waa gyani loka ta . Total Gita padha sabu answer milijiba

    • @SwapnaPangi-pp2ys
      @SwapnaPangi-pp2ys 7 месяцев назад

      @@withknowledge8947 gita padhile kn heba bhai.. every morning time re to ame anya badi ru phula chori kari god nku deuche..se kn chori kariba pai sikhei chanti ki....

    • @bijaya3939
      @bijaya3939 7 месяцев назад

      😂 😂

    • @SulochanaSuar
      @SulochanaSuar 7 месяцев назад +1

      Karma nijara kintu mokhya bhagban nkara Geeta na padhi murkha bholi katha kuhantuni

  • @brajamohanty326
    @brajamohanty326 7 месяцев назад +11

    ହଇରେ ପୁଅ କୃଷ୍ଣ ପୂର୍ବରୁ କଣ କେହି କିଛି ଖାଉ ନଥିଲେ ?
    ପାପ କଣ ? ପୂଣ୍ୟ କଣ ?
    କର୍ମ ମୋର ନିଜ ଗୁରୁ ଉଦ୍ଧବ ତୁ କେତେ ପଚାରୁ
    କର୍ମ କରି ଚାଲ

    • @unforgettablemoments5954
      @unforgettablemoments5954 7 месяцев назад +3

      Bhai jeun line ta lekhichha tike bhala kare bujha aau udhav nku ye katha kiye kahuchhanti tike byakha kara. Aau Krishna ji aadi aau anant tepu nijara test ra lalasha ku mentaibaku jae kichhi kahi justify karana.

    • @brajamohanty326
      @brajamohanty326 7 месяцев назад

      @@unforgettablemoments5954 ମୁଁ କଣ କଥା ବାଚକ ଯେ ତୁମକୁ ବୁଝାଇବି
      ଆଜି କାଲି ଲୋକ ମାନଙ୍କୁ ଭୁତ ବନେଇ ମିଛ ସତ କହି କେମିତି ଠକିବାକୁ ହେବ ସବୁ ଗୋଟିଏ ଗୋଟିଏ ଧନ୍ଦା ବନେଇ ସାରିଲେଣି
      ମୁଁ ତ ସବୁ କହି ଦେବି କିଏ କାହାକୁ କେତେ ବେଳେ କହି ଥିଲେ
      ତୁମେ ମାନେ କାହିଁକି ଚ୍ୟାନେଲ ଆଗରେ ଭୋ ଭୋ ହେଉଛ ?

    • @techno-healthgyan8617
      @techno-healthgyan8617 6 месяцев назад +2

      Karma kan feel karuthiba jiba hatya??? Sukarma kara au karibaku kuha...kukarma karibbaku bahana khojantuni. Jane pagala kichhi kale taku papa lagibani karana tara bibeka nahni.. Semty agaru kahara gyana nathila tanku vagaban creater kari chhadithile duniaku.. But ebe tuma pakhe sastra khadya sabu achhi au bibek b.. So vala hebaku bahana khojantu kharap hebaku nuhne ki jukti nuhne

  • @nayakranjan157
    @nayakranjan157 7 месяцев назад +4

    HARE Krishna Hari bol to everybody ❤❤❤❤🎉🎉🎉🎉

  • @prakashchandrarout589
    @prakashchandrarout589 Месяц назад

    Harekrishna dandavat pranam prabhu ji🙏

  • @pradeepojha8909
    @pradeepojha8909 7 месяцев назад +3

    ଅତି ସୁନ୍ଦର ଭାବରେ ବୁଝାଇ ଦେଲେ...👌
    ହରେ କୃଷ୍ଣ 🙏

  • @Ambargariya
    @Ambargariya 6 месяцев назад +2

    Bhai sabuthu best knowledge i ever get 😭🙏😭

  • @ananda6789
    @ananda6789 7 месяцев назад +66

    ଦେହରେ ରୋଗ ପେଟ ରେ କୁରୁମୀ ହେଲେ ଆମେ ଔଷଧ ଖାଇଲେ ପାପ ଲାଗିବ

  • @narayandalai9799
    @narayandalai9799 7 месяцев назад +3

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @himanshunayak749
    @himanshunayak749 Месяц назад

    ନମ୍ଃ ବୁଦ୍ଧାୟ

  • @Asoscoitous
    @Asoscoitous 7 месяцев назад +6

    ଏମାନେ କୌଣସି ଆଡ଼ୁ ହେଲେ କଥା ବୁଲେଇ କରି ନିଜକୁ ଠିକ୍ ଦେଖାନ୍ତି
    ସବୁ ବେକାର, ଭଗବାନ କୁ କେହି ଦେଖି ନାଇ, ଶାସ୍ତ୍ର ଗୁଡ଼ାକ ଭି ମନୁଷ୍ୟ ହି ଲେଖିଛି
    ତ ଏ ସଂସାର ରେ ବର୍ତ୍ତମାନ ର ବିଜ୍ଞାନ ହିସାବୁ ଚଳି କୌଣସି ହିଂସା ନ କରି ପ୍ରେମ ଶାନ୍ତି ରେ ଚାଲିବା କଥା

    • @KoshaleNews
      @KoshaleNews 6 месяцев назад

      Good, and eat vegetarian if possible be a vegan
      Don't do bad
      Help as many as possible
      God is nature, and Sun and the energy (special) obey the nature like God
      Eating vegetarian food for self hungry is not a sin
      Don't be otherwise die immediately u r out of sin😂
      କର ଅବା ମର
      ମରିବା ବି (ଆତ୍ମହତ୍ୟା) ପାପ

    • @ppmamanjulika
      @ppmamanjulika 6 месяцев назад

      Han science hisabare chaluchhanti boli ta manisa manakara manusayta marigalani sabu kati kuti satya nas kari pakeuchha ti

    • @Asoscoitous
      @Asoscoitous 6 месяцев назад

      @@ppmamanjulika sethi pain kahili science hisabu chali o kounasi hinsa na kari, Prem o Shanti re rahiba, science+ ethics ✅

  • @jayjagannath5654
    @jayjagannath5654 7 месяцев назад +1

    Hare Krishna 🙏🏾🙏🏾🙏🏾🙏🏾 Jay Jagannath Swami

    • @Jeetu813
      @Jeetu813 7 месяцев назад +1

      Thik Katha kahicha bhai

  • @suvenduswainunit8859
    @suvenduswainunit8859 7 месяцев назад +4

    Hare krishna🙏🙏❤❤

  • @manoranjandash3134
    @manoranjandash3134 7 месяцев назад

    ବହୁତ୍ ବଢିଆ ଲାଗିଲା।ଯାହା ହେଉ କିଛି ଅସମହିତ ପ୍ରଶ୍ନ ଯାହା ସମସ୍ତେ ଜାଣିବା ଦରକାର

  • @subratmohanty5829
    @subratmohanty5829 7 месяцев назад +22

    ଏଇ କଥା ତ କଣ କେବଳ ହିନ୍ଦୁ ମାନଙ୍କ ଥରେ ଲାଗୁ ହବ ନା ପୁରା ମଣିଷ ସମାଜ ପାଇଁ ଲାଗୁ..., ଅନ୍ୟ ଗୋଷ୍ଟି (, ଯଥା ମୁସଲିମ christ ect.) ପାଇଁ ଲାଗୁ ହବନି, କାରଣ ତାଙ୍କର ଲର୍ଡ଼ କ୍ରିଷ୍ଣା ନାହାନ୍ତି.

    • @FindARandom
      @FindARandom 7 месяцев назад

      Samasta ka lord Krishna kebala se nije aasabu gadhi chanti Allah Jesus etc. Bhagwan ta gote na 3 Jana nuhanti

    • @DJAJITOFFICIAL
      @DJAJITOFFICIAL 7 месяцев назад

      Muslim au Cristian Mananka aghoru hindu manaka bhagwan ase thele au Gita madhya amananka tharu agho ase thela

    • @DJAJITOFFICIAL
      @DJAJITOFFICIAL 7 месяцев назад

      Au non veg katha upore hele nijo khusi pai Anya jiboro jibono neba thik ki

    • @anjananayak747
      @anjananayak747 6 месяцев назад

      ​@@DJAJITOFFICIALଯଦି ମାଛ କୁ ନ ଖାଇବା ତେବେ ପୋଖରୀ ନଈ ରେ ମାଛ ଭର୍ତ୍ତି ହେଇଯିବେ ।ତମେ ଗାଧୋଇବା ପାଇଁ ଗଲେ,ତମକୁ ମାଛ ମାନେ ଖାଇଦେବେ

    • @DJAJITOFFICIAL
      @DJAJITOFFICIAL 6 месяцев назад +1

      @@anjananayak747 same on u
      Macha mananku khaiba pai jabardasti Kari chaso karu jon..
      Semane kon naturally bodhu jon ki

  • @SudharJaobe
    @SudharJaobe 6 месяцев назад

    Very nice brother....u explain it very well.

  • @SaswatiNayak-iw9gp
    @SaswatiNayak-iw9gp 7 месяцев назад +9

    Shree Radha

  • @JhilliRani-ej1tr
    @JhilliRani-ej1tr 6 месяцев назад

    Bahut din pare doubt clear heigala so thanks and God bless you

  • @sandeep_nilu
    @sandeep_nilu 7 месяцев назад +16

    ଭାଇ ମାନେ ଯଉ ମାନେ ସ୍ବାମୀ ପ୍ରେମାନନ୍ଦ ଜୀ ମହାରାଜ ଙ୍କର ପ୍ରବଚନ ଶୁଣୁନ, ଶୁଣିବା start କର ସବୁ ଧୀରେ ଧୀରେ ବୁଝିପାରିବ ||

    • @chitu886
      @chitu886 7 месяцев назад

      Sunuchhu bhai

    • @chitu886
      @chitu886 7 месяцев назад

      Radhe Radhe

  • @SudhaDip-vl4ih
    @SudhaDip-vl4ih 7 месяцев назад +4

    Radhe radhe

  • @durbashasahani4154
    @durbashasahani4154 7 месяцев назад

    ଜଗତର ଜ୍ଞାନ ନିଜ କୁ ଖୁସି ଦେଇଥାଏ,,
    ଏମିତି କିଛି ଅର୍ଦ୍ଧ ପାଗଳଙ୍କ ପାଇଁ ଆଜି ଜ୍ଞାନ ଏତେ ଉର୍ଦ୍ଧରେ.

  • @SURESHCHANDRADAS-l6b
    @SURESHCHANDRADAS-l6b 7 месяцев назад +4

    ଯେଉଁ ମାନେ କଂସ ଓ ରାବଣର ବଂଧୁ ସେମାନେ ଖରାପ ମନ୍ତବ୍ଯ ଦିଅନ୍ତି ଭଲକଥା ତାଙ୍କୁ ଖରାପ ଲାଗେ

  • @KunaNayak-ie7qp
    @KunaNayak-ie7qp 5 месяцев назад

    ରାଧେ ରାଧେ ପ୍ରଭୁ 🙏🙏🙏🙏❤️❤️❤️❤️

  • @ishakmajhi1268
    @ishakmajhi1268 7 месяцев назад +9

    ଭାଇ ଯଦି ଗଛ ଶାଗ ଖାଇଲେ ପାପ ହୁଏ ତେବେ ଜୀବନରେ ଉପବାସ କରି ଜୀବନ ବିତେଇବା କଥା 😬😬😬

  • @samnathsoren907
    @samnathsoren907 Месяц назад

    ଇଶ୍ଵର ଆତ୍ମା ଅଟନ୍ତି
    ଆଉ କେବଳ ମଣିଷ ପାଖରେ ହିଁ ଆତ୍ମା ଅଛି
    ଆଉ କୌଣସି ଜୀବଜନ୍ତୁରେ ଆତ୍ମା ନାହିଁ
    ମଣିଷ ମାରିରେ ହିଁ ପାପ ହୁଏ
    ଜିବଜନ୍ତୁ କୁ ମାରିଲେ ପାପ ହୁଏ ନାହିଁ

  • @tusharakantabehera2587
    @tusharakantabehera2587 7 месяцев назад +20

    ଭଗବାନ କୃଷ୍ଣ କହିଥିଲେ ବାପା ମାଆ ଙ୍କୁ ନଦେଇ ମୋତେ ଖାଇବାକୁ ଦିଅ, ଆଉ ରହିଲା ଶାସ୍ତ୍ର କଥା କୋଉ ଶାସ୍ତ୍ର ରେ ଲେଖା ହେଇଚି ଯେ ଭାଗବାନ ଙ୍କୁ ଦେଖା କରିବାଲାଗି ଟିକେଟ କାଟିବାକୁ ପଡିବ, ଯିଏ ଅଧିକ ଦେବ ସିଏ ଆଗ ଯିବ ଯେମିତି ଟିକେଟ କାଟିକି ଯାତ୍ରା ଦେଖିବାକୁ ଆସିଛନ୍ତି. କୋଉ ଶାସ୍ତ୍ର ରେ ଲେଖା ଅଛି ଯେ ଭଗବାନ ଆବଦ୍ଧ କୋଠରୀ ଭିତରେ ରହିବେ ବୋଲି, ମାଛ ର ହାତ ନାହିଁ, କୁକୁଡ଼ା ର ତ ହାତ ନାହିଁ ତେବେ ସେସବୁ ଆମେ କଣ ବୋଲି ଧରିନେବା, ଯେତିକ କର୍ମ କୁଡ଼ିଆ ଆଉ ସ୍ୱାର୍ଥପର ସେମାନେ ହିଁ ଭଗବାନ ଙ୍କୁ ବିକିକି ଚଳୁଛନ୍ତି. କାହିଁକି ନା ସେମାନେ ନିଜର ପରିବାର ପ୍ରତିପୋଷଣ କରିବାକୁ ଅଯୋଗ୍ୟ.... ଦୁନିଆରେ ସବୁଠୁ ବଡ଼ ଧର୍ମ ହେଉଛି ଗୃହସ୍ତୀ ଧର୍ମ, ଯିଏ ସଂସାର କରିନି ସେ ତା ଜୀବନରେ କିଛି ଜାଣିନି.

    • @AS_RCB
      @AS_RCB 7 месяцев назад +2

      You are absolutely right bro...

    • @nmtv3636
      @nmtv3636 7 месяцев назад +2

      Right

    • @bijoyhembram9622
      @bijoyhembram9622 7 месяцев назад +1

      Right bhai

    • @bijayaSharma-st8ug
      @bijayaSharma-st8ug 6 месяцев назад +1

      Right

    • @dineshkumarbehera2363
      @dineshkumarbehera2363 6 месяцев назад

      Thare aapana sansaar mayaru aakhi khuliki thare brudha asram ku jaaiki dekhantu ..Semane aapnaka bhalia mindset ro hin loka jaha ki ebe dukho kasta paauchanti

  • @rdxsinu2247
    @rdxsinu2247 5 месяцев назад

    Hare Krishna hare Krishna Krishna Krishna hare hare hare ram hare ram ram ram hare hare

  • @BasantiSahoo-jd9fd
    @BasantiSahoo-jd9fd 7 месяцев назад +5

    Jya jagannatha

  • @trilochan-hd1vh
    @trilochan-hd1vh 6 месяцев назад

    ଶଳା ସବୁ ଭଗବାନ ହବା ପାଇଁ ଇଚ୍ଛୁକ

  • @jogeswarmajhi4529
    @jogeswarmajhi4529 7 месяцев назад +4

    "ଛାଡଖାଇ" ପରମ୍ପରା କେବେ ଠାରୁ ପାଳନ କରା ଯାଉଛି,,, ଏବଂ ଏହା ପାଳି ବାର ଯଥାର୍ଥ କଣ କହିବେ କି?

  • @G.Tech720
    @G.Tech720 Месяц назад

    ସବୁ ଶ୍ଳୋକ ମନେରଖିଚ 👍

  • @DurbasaMurmu-wv5hl
    @DurbasaMurmu-wv5hl 7 месяцев назад +5

    ଆମ ଗାଁ ରେ ଲୋକମାନେ କୁହନ୍ତି ପେଟ ପୋଷ ନାହିଁ ଦୋଷ । ଆପଣମାନେ ଏଥିରେ ଏକମତ ଅଛନ୍ତି କି ନାହିଁ ମୁଁ ଜାଣେନି ।

  • @madhusmitanayak7450
    @madhusmitanayak7450 5 месяцев назад

    ରାଧେ ରାଧେ🙏🙏🙏

  • @ranjit-277
    @ranjit-277 7 месяцев назад +10

    ଖାଦ୍ୟ ଶୃଙ୍ଖଳ ବିଷୟ ରେ ଟିକେ କହିବେ... ଅଯଥା କଥା ଶୁଣିବାକୁ ଭଲ ଲାଗେନା

    • @gyanaranjansahoo6927
      @gyanaranjansahoo6927 Месяц назад

      Ji ଆପଣ ଟିକେ କୁହନ୍ତୁ , ଆମେ ଶୁଣିବୁ ।
      ଛୋଟ ପିଲା ବେଳରୁ ବହି ରେ ଭୁଲ ପଢା ହେଇ ଆସିଚି।

  • @digitomesh
    @digitomesh 6 месяцев назад

    apana bahut uparaku jibe,, mun nischita apananka saha veta hebi,, bahut bhala lagila explanations, jay jagannatha,

  • @rakeshalltypeoffvideo5953
    @rakeshalltypeoffvideo5953 7 месяцев назад +3

    ଯୋଉ ମଣିଷ ମାନେ ମନ୍ଦିର ରେ ମା ଙ୍କୁ ଆମିଷ ଭୋଗ ଲଗାଉଛନ୍ତି ମା କଣ କହୁଛନ୍ତି ମତେ ଆମିଷ ଭୋଗ ଦିଅ କେବେ ପଶୁ ବଳି ପକାଉଛନ୍ତି ମା ଙ୍କୁ କଣ ପାପ ଲାଗିବ ଯଦି ବା ସେ ମା ତାଙ୍କୁ ପାପ ଲାଗିବନି ତେବେ ଏଇ ପଶୁ ହତ୍ୟା ରେ କିଏ ଭାଗିଦାର ହେବ ମା ନା ମଣିଷ

    • @sujatapradhan3993
      @sujatapradhan3993 6 месяцев назад +1

      Right question

    • @manaspani7583
      @manaspani7583 6 месяцев назад

      Are vai kou maa chahiba kebe ta pila manaka Bali dea jau..aita gote puruna parampara chali asichi ta chalichi.aga kale manisa Bali dea hauthila ebe ta pasu dea hauchi...papa amaku hi lagiba.. setebele maa kali gote asura ku mariba pai ta blood pi thile karana se asura blood jouthi jouthi paduthila Sethi tara clone hauthila so maa kali taku mariki ta blood pi daithile Sai jinisa ku ame manisa murkha mane vabuchu j maa ku blood dele maa khusi hebe....biswas vi acchi au andha biswas vi aita andha biswas re jae

    • @rakeshalltypeoffvideo5953
      @rakeshalltypeoffvideo5953 6 месяцев назад

      @@manaspani7583 ଠିକ କହିଲେ ଭାଇ

    • @MaaTarineetutorials
      @MaaTarineetutorials 3 месяца назад

      ​@@manaspani7583right

  • @anusayaroul7012
    @anusayaroul7012 6 месяцев назад

    Bahut sundar 🙏🙏👏👏hare Krishna

  • @RajendraDhal-sf3zo
    @RajendraDhal-sf3zo 7 месяцев назад +14

    ମୂର୍ଖ ଭଳି କଣ ପ୍ରଶ୍ନ ପଚାରୁଛ... ସ୍ୱୟଂ ଧର୍ମରାଜ ଯୁଧିଷ୍ଠିର ଧର୍ମଦେବତା ଙ୍କ ପ୍ରଶ୍ନରେ ଉତ୍ତର ଦେଇ ଥିଲେ କି ଯିଏ ଶାଗଭାତରେ ସନ୍ତୁଷ୍ଟ.. ସେ ହିଁ ସଂସାରରେ ପ୍ରକୃତ ସୁଖୀ... ତେଣୁ ଶାଗ କାଟିବାରେ କୌଣସି ପାପ ନାହିଁ..
    ଗୌତମ ବୁଦ୍ଧ ବି କହି ଥିଲେ ଯାହାର ପୂର୍ଣ୍ଣଜନ୍ମ ନାହିଁ ସେ ସବୁକୁ ହତ୍ୟା କରିବା ହିଁ ପାପ... 🙏🙏🙏

    • @sayedakanizfatma380
      @sayedakanizfatma380 7 месяцев назад

      Ashwamegh yagya re kahaku bali diya jai thila.

    • @MaaTarineetutorials
      @MaaTarineetutorials 3 месяца назад

      ​@@sayedakanizfatma380ଅଶ୍ଵ ମେଧ ଯଜ୍ଞ ରେ ଘୋଡାକୁ ବଳି ଦିଆଯାଇନାହିଁ। ଅଳ୍ପ ଜ୍ଞାନ ଭୟଙ୍କରୀ। ବେଦ ପଢ଼। ଏପଟ ସେପଟ ଲୋକଙ୍କ କଥା ଶୁଣି ସନାତନ ଧର୍ମ କୁ ଖରାପ କରନି।

  • @JitendraSethy-q7c
    @JitendraSethy-q7c 4 месяца назад

    କାହା ଜୀବନ ମାରି ଖାଇବା ଆମ ପାଇଁ ପାପ ❤

  • @santoshkumarsahoo4939
    @santoshkumarsahoo4939 7 месяцев назад +5

    ମାଛ ଖାଇଲେ କଣ ପାପ ଲାଗିବ କାରଣ ତାଙ୍କର ତା ହାତ ଗୋଡ ନାହିଁ ଆଉ ଆମେ ଯଦି କ୍ରୀଷ୍ଣା ଙ୍କୁ ଦେଇ ଖାଇବା ଲାଗିବନି

    • @sonysonila9210
      @sonysonila9210 7 месяцев назад +4

      Epari chinta kariba hi papa.... bhagwan kun machha mansa lagei tame khaiba..emiti bhabi para kemiti...

    • @santoshkumarsahoo4939
      @santoshkumarsahoo4939 7 месяцев назад

      @@sonysonila9210 chinta kariba jadi papa tebe bhagwan kemti kauchanti ପତ୍ର ପାଣି ଆଉ କେତୋଟି ଜିନିଷ ତାଙ୍କୁ ଅର୍ପଣ କରି ଖାଇବା କିପରି ପାପ ନୁହେଁ

    • @trustworthy-guy6408
      @trustworthy-guy6408 7 месяцев назад +1

      ଠିକ୍ କହିଲେ 🤣🤣👍

    • @Santoshyadav43335
      @Santoshyadav43335 7 месяцев назад

      ​@@sonysonila9210😮

    • @anishsahu8400
      @anishsahu8400 7 месяцев назад

      Thik kahile but se vaii ra question ra appropriate answer nuha....can we eat snake ?
      Can we eat snell.
      Can we eat worms

  • @pritamjena2721
    @pritamjena2721 7 месяцев назад

    ବହୁତ ସୁନ୍ଦର ଉତ୍ତର ଦେଲେ ମନକୁ ପାଇଲା ବହୁତ ଖୁସି

  • @pramodbagha9842
    @pramodbagha9842 7 месяцев назад +3

    That's why loved ❤ ISKON all saint are educated not pakhandi 🙏 hare krishna

  • @lopitabehura6826
    @lopitabehura6826 6 месяцев назад

    Bahut sunder sikhya🙏🏼

  • @Fun_Ki_Club
    @Fun_Ki_Club 7 месяцев назад +3

    ଯେଉଁ ପ୍ରାଣୀ ବା ବୃକ୍ଷ ବା ତାର ଅଙ୍ଗକୁ ଖାଇଲେ ଆଦୌ ପାପ ଲାଗିବନି। କାରଣ ମଣିଷ ହେଉ ବା ଅନ୍ୟ କୌଣସି ଯିବ ସେ ବଞ୍ଚିବା ପାଇଁ ଖାଇଥାଏ। ତ ବଞ୍ଚିବା ପାଇଁ ତ ଖାଇବାକୁ ପଡ଼ିଥାଏ। ସବୁ ପ୍ରାଣୀ ବଞ୍ଚିବା ପାଇଁ ଖାଇବା ନିହାତି ଦରକାର। ଏବଂ ଯଦି ଆମେ ଅନ୍ୟକୁ ନ ଖାଇବା ତେବେ ତାର ବଂଶ ବୃଦ୍ଧି ହେବ ଓ ପରିବେଶରେ ଥିବା ଖାଦ୍ୟ ଶୃଙ୍ଖଳ କ୍ଷତିଗ୍ରସ୍ତ ହେବ। ଏବଂ ସମସ୍ତ ଯିବ ଜନ୍ତୁ ପୃଥିବୀରୁ ଲୋପ ପାଇଯିବେ। କିଏ ଥିବ ଯେ ଭଗବାନ ଙ୍କୁ ସ୍ମରଣ କରିବ। ତେଣୁ ଈଶ୍ବରଙ୍କ ସୃଷ୍ଟିରେ ଖାଇବା ଅପରିହାର୍ଯ୍ୟ।
    ଅନ୍ୟାୟ କଲେ ପାପ ଲାଗେ। ନା କି କାହାକୁ ଖାଇଦେଲେ ପାପ ଲାଗିବ। ଅନ୍ୟକୁ ଖାଇବା ତ ଅପରିହାର୍ଯ୍ୟ କଲେ ଈଶ୍ୱର ତେବେ ପାପ କାହିଁକି ଲାଗିବ?
    ବିଜ୍ଞାନ ମତରେ ପୃଥିବୀରେ 3 ପ୍ରକାର ପ୍ରାଣୀ ଅଛନ୍ତି, ସେ ହେଲେ ତୃଣଭୋଜି, ମାଂସାସି ଓ ସର୍ବହାରି ବା ଉଭୟ ଭୋଜି। ଏହା ହେଉଛି ସତ୍ୟ, ଆଉ ସଂସ୍କୃତରେ ଅଲଗା କଣ ଲେଖା ହେଇଛି ।ଅଲଗା କଣ ବି ଆମେ ମନକୁ ମନ କହି ପାରିବା ଯେ କିଏ କାହାକୁ ଖାଇ ପାରିବେ।
    ଯେମିତି ଲୋମ ଥିବା ପ୍ରାଣୀ, ପର ଥିବା ପ୍ରାଣୀ । କୋମଳ ପତ୍ର ଥିବା ଉଦ୍ଭିଦ , ମୋଟା ପତ୍ର ଥିବା ଉଦ୍ଭିଦ ଆଦିକୁ କିଏ କେମିତି ଖାଇବ। ବନେଇ ଚୁନେଇ ଲେଖିଲେ ବି ହେଇ ପାରିବ।।।

  • @jubedalabehera.
    @jubedalabehera. 7 месяцев назад +4

    ସବୁ ପାପ ହିମାଳୟ ଯାଇ ପାଣି ପିଇ ତପସ୍ୟା କର🎉😢😢

    • @Jeetu813
      @Jeetu813 7 месяцев назад

      Tu pagala ta be
      Jadi Himalaya ra Pani Pinki papa khyama karajae tahele ta world re kie pai rahinathante

    • @MaaTarineetutorials
      @MaaTarineetutorials 3 месяца назад

      ତୁମେ ଯେବେଠୁ ଏହା ପାପ ଜାଣିଲ ସେବେଠୁ ଭଗବାନ ଙ୍କୁ ସମର୍ପଣ କରି ଖଅ

  • @PunamParween6yt
    @PunamParween6yt 6 месяцев назад

    Wahhhh good chanakya ❤ thik kahicha ...Jemti hindu dharm semti Muslim dhrm v jemti ram❤ Krishna semti amar manya karta nabi wali jemti vagbaan ku agye samarpit kari khaibaar achi semti amar v ziva kari ki garib dukhi mananku dei ki khaibaar achi halal nonveg ..

  • @Godbelives7767
    @Godbelives7767 7 месяцев назад +23

    ମୁଁ ଭାବୁଛି ଉପବାସ ବଞ୍ଚିବାର ସର୍ବୋତ୍ତମ ଉପାୟ |

  • @sairampradhan2369
    @sairampradhan2369 5 месяцев назад

    Very nice , namaskar gurji

  • @prasannanayak4336
    @prasannanayak4336 7 месяцев назад

    ଅତି ସୁନ୍ଦର ଭାବରେ ବୁଝାଇଲେ ❤

  • @shachivlogs1385
    @shachivlogs1385 7 месяцев назад +3

    ଆମ ଫସଳ ରେ ଲାଗୁଥିବା କୀଟ,ପତଙ୍ଗ,ମୂଷା ଇତ୍ୟାଦି କୁ ବିଷ ଦେଇ ମାରିଲେ ବି ପାପ ଲାଗିବ😂।ଲାଲ_ଲାଲ,ହଲଦିଆ,ନୀଳ,ସବୁଜ ଏମିତି ରଙ୍ଗ ବେରଙ୍ଗର ପାପ ଲାଗିବ😂😂।ମୁଁ ମାଛ,ମାଂସ,ଅଣ୍ଡା,କ୍ଷୀର,ଫଳ,ଫୁଲ,ପରିବା ସବୁ ଖାଏ।କାରଣ ସେଗୁଡିକରେ ପୋଷକ ତତ୍ବ ରହିଛି।ମୁଁ ମରିଗଲେ ମୋ ଶରୀରରେ ବ୍ୟାକ୍ଟେରିଆ ଗୁଡିକ ଅପଘଟିତ କରି ଖାଇଯିବେ।କାରଣ ଆମ ସଂସ୍କୃତି ରେ ଶବକୁ ମାଟିରେ ପୋତିବା ନିୟମ ଅଛି।ମିଶୁ ମୋର ଦେହ ଏ ଦେଶ ମାଟିରେ..ମୁଁ ଭାଗ୍ୟଵାନ ଯେ ମୁଁ ମଲାପରେ ମୋ ଶବକୁ ପୋଡିବା ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେବନି,ମାଟିରେ ମିଶିଯିବି❤ତାକୁ ପୁଣି ବୃକ୍ଷ 🌴ମାନେ ନିଜର ପୋଷକ ଭାବେ ଗ୍ରହଣ କରିବେ।ସେ ବୃକ୍ଷ ଲୋକଙ୍କୁ ପତ୍ର,ଫୁଲ,ପୁଷ୍ପ,କାଷ୍ଠ ତଥା ବିହଙ୍ଗ 🦅🐦🐒🦇🦋🐜🐞🦎🕷️🦜🦨🦥etc.ମାନଙ୍କୁ ଆଶ୍ରୟ ଦେବ।କି ଖୁସି ମୋର,କି ଭାଗ୍ୟ ।❤କିଛି ପାପ_ଫାପ ନାଇ,ସବୁ ଖାଦ୍ୟ ଶୃଙ୍ଖଳ ନିୟମକୁ ପାଳନ କରେ।👍🏻👍🏻👍🏻

  • @saraswatibeherasaraswati9787
    @saraswatibeherasaraswati9787 7 месяцев назад

    ଅତି ସୁନ୍ଦର କଥା 🙏🙏🙏

  • @KunaSethy-id1me
    @KunaSethy-id1me 7 месяцев назад +3

    ମଣିଷ ଆଉ ଓଲା ନାହାଁନ୍ତି ସବୁ ଜାଣନ୍ତି ତେ ଠୁ ଅଧିକ ଜାଣିଛନ୍ତି ଲେଖକଙ୍କୁ ବୁଝେଇ ବା ଦରକାର ନାହିଁ

    • @nagarjunmohanty8359
      @nagarjunmohanty8359 6 месяцев назад

      Bhai why so much hate,jadi bhala katha pade kahi paruna then at least kaha ku kharap bi khana.

    • @Uniquploder
      @Uniquploder 6 месяцев назад

      ईश्वर: सर्वभूतानां हृद्देशेऽर्जुन तिष्ठति |
      भ्रामयन्सर्वभूतानि यन्त्रारूढानि मायया |
      और मूर्ख तुझे क्या यह सब बातें हंसी मजाक लगता है, आश्चर्य होने के क्या बात है, जो सत्य है वही तो कहा गया है भगवत गीता में भगवान श्री कृष्णाके द्वारा अर्जुन को।
      "हे अर्जुन! परमात्मा सभी जीवों के हृदय में निवास करता है। उनके कर्मों के अनुसार वह भटकती आत्माओं को निर्देशित करता है जो भौतिक शक्ति से निर्मित यंत्र पर सवार होती है।"
      समय रहते सही मार्ग पर आ जानाही उचित होगा, यदि नहीं आए तो उसे किए हुए कर्म को भगत ने के लिए सज्य हो जाना ।
      समय रहते सही मार्ग पर चले आते हैं, और जीवन का सही अर्थ समझते है, इस मनुष्य योनि को व्यर्थ नहीं जाने देते हैं, हमेशा सत्य,धर्म न्याय, अहिंसा, प्रेम के पथ पर चलते हैं। क्योंकि प्रेम ही जीवन है, प्रेम ही सारा संसार है, प्रेम ही राधा कृष्ण है ।
      और अंत तक भजन मार्ग पे चलते हुए हरे कृष्ण हरे राम नाम जप करते हुए इस मनुष्य योनि को त्याग देंगे ।
      राधे राधे 🌼🙏🏻🩷✨

  • @ManojNayak-vw9bq
    @ManojNayak-vw9bq 7 месяцев назад

    Bahut sundar answar🙏🏻🙏🏻🙏🏻🙏🏻

  • @akshorts2153
    @akshorts2153 7 месяцев назад +16

    👉 ଭଗଵାନ କଣ ପାଇଁ ସୃଷ୍ଟି ସର୍ଜନା କରି ଲୋକ ମାନଙ୍କୁ ପାପର ଭାଗିଦାରୀ କରୁଛନ୍ତି । ଉଦ୍ଭିଦ କୁ ବି ଖାଇଲେ ଯଦି ପାପ ଲାଗିବ ତାହେଲେ ସୃଷ୍ଟିର ବ୍ୟବସ୍ଥାରେ ଜୀବଜଗତ ପବନ ଖାଇ ବଞ୍ଚିବର ବ୍ୟବସ୍ଥା କରିବା କଥା ।
    👉 ତା ଛଡା ଭଗଵାନ ନିଜେ ତ କହିଛନ୍ତି ମୋ ବିନା ଅନୁମତିରେ ଗଛରୁ ପତ୍ର ପଡେନି ତ ଦୁନିଆ ରେ ଯାହା ବି ହଉଛି ଭଗଵାନଙ୍କ ଅନୁମତିରେ ହଉଛି

    • @Asoscoitous
      @Asoscoitous 7 месяцев назад

      ସବୁ ଠକ ଏ ମାନଙ୍କର

    • @MaaTarineetutorials
      @MaaTarineetutorials 3 месяца назад

      ଯେଉଁ ସବୁ ତଥ୍ୟ ଲେଖା ଯାଇଛି ଠିକ୍ ଲେଖା ଯାଇଛି। ଗଛ ତାଙ୍କରି, ପବନ ତାଙ୍କରି, ଗଛ ଯିଏ କାଟୁଚି ତାକୁ ମଧ୍ୟ ସିଏ ସୃଷ୍ଟି କରିଛନ୍ତି। ଆଉ ରହିଲା ପାପ ପୂଣ୍ୟ କଥା ଭଗବାନ ସମସ୍ତଙ୍କୁ ସମାନ ଦେଇଛନ୍ତି ନିଜ ବୁଦ୍ଧି ବଳରେ ଯିଏ ଯେଉଁ କର୍ମ କରିଲା ସେହି ଫଳ ପାଇଲା। ଯେମିତି ଗୁଟଖା ରେ ଲେଖା ଥାଏ ଯେ ଏହା ସ୍ବାସ୍ଥ୍ୟ ପାଇଁ ହାନି କାରକ । ହେଲେବି ଲୋକ ଖାଆନ୍ତି। ଲୋକ କେମିତି ଜୀବନ ବଞ୍ଚିବେ ସେଥିପାଇଁ ଗୀତା ଅଛି। ସେପରି ଲୋକ ନ ଚାଲିଲେ ସେମିତି ହଇରାଣ ହେବେ। ନିଜେ ତେଲ ମସଲା ମାଛ ମାଂସ ଖାଇବ ପରେ କହିବ ଭଗବାନ ଖରାପ କରିଲେ। ଭଗବାନ ଶରୀର, ବୁଦ୍ଧି ଦେଇଛନ୍ତି କେମିତି କଣ କରିଲେ ଭଲରେ ରହିବ ସେଇଟା ତୁମ କାମ

  • @lipianshuvlogs
    @lipianshuvlogs 6 месяцев назад

    O ଭାଇନା ଏଠି କିଏ କଣ ଖାଇଲେ ବିଚାର ପାପ ପୃନ୍ୟ ର ହୁଏନି କିଏ କଣ କର୍ମ କଲା ବିଚାର ହୁଏ ,ଯେମିତି କି ରାବଣ ଥିଲା ଜଣେ ଶିବ ଭକ୍ତ କିନ୍ତୁ ତା କର୍ମ ଲାଗି ସୋର୍ଣ୍ଣ ଲଙ୍କା ଧୋଂଶ ହୋଇଥିଲା❤

  • @SamantaMajhi-sm2pq
    @SamantaMajhi-sm2pq 7 месяцев назад +3

    ସମସ୍ତେ ଭଗବାନଙ୍କୁ ପ୍ରଶଂସା କରୁଛନ୍ତି, କିନ୍ତୁ ତାଙ୍କ ନାମକୁ ନିଜ ଭାଷାରେ ଉଚ୍ଚାରଣ କର ଭାଇ ପାଶ୍ଚାତ୍ୟ ଭାଷାରେ ନୁହେଁ । ଯଥା ଶ୍ରୀକ୍ରିଷ୍ଣା ନୁହଁ ଶ୍ରୀକୃଷ୍ଣ । ନମୋ ଭଗବତେ ବାସୁଦେବାୟ ।

    • @Invincible31
      @Invincible31 7 месяцев назад +1

      Odia re Srikrushna
      Hindi re Srikrishna bcz se Mathura (UP) re born heithile

    • @SamantaMajhi-sm2pq
      @SamantaMajhi-sm2pq 4 месяца назад

      ହିନ୍ଦୀରେ ମଧ୍ୟ କୃଷ୍ଣ କ୍ରିଷ୍ଣା ନୁହଁ, କାରଣ ହିନ୍ଦୀ ବର୍ଣର ଲେଖା ଦେଖିବେ ।

  • @ranjankumar3030
    @ranjankumar3030 Месяц назад

    Bahut sundar 😊

  • @Ismart__pujhari
    @Ismart__pujhari 6 месяцев назад +3

    Like MAHADEV BHAKTA ❤🔱✅

  • @chunapatra
    @chunapatra 7 месяцев назад +2

    କାହାକୁ ଆମେ ଧୋକା ଦେଲେ ଯେମିତିକି ଆମେ କାହାକୁ ମିଛ କହିବା ଏକ ମହାପାପ, ଦରିଦ୍ର କୁ ସାହାଯ୍ୟ ନକରିବା ମଧ୍ୟ ପାପ, ଭକିଲାକୁ ଖାଇବାକୁ ନଦେବା ମଧ୍ୟ ପାପ,ପ୍ରଭୁ ଙ୍କ ନାଁରେ ମିଥ୍ୟା ପ୍ରଚାର କରିବା ମଧ୍ୟ ପାପ, ଶାସ୍ତ୍ର ପଢି ନିଜକୁ ସର୍ବ ଜ୍ଞାନୀ କହିବା ମଧ୍ୟ ପାପ, ଓହଂକାର କରିବା ମଧ୍ୟ ପାପ, ପର ଆଖିରେ ଲୁହ ଦେବା ମଧ୍ୟ ପାପ, ସବୁ ଥାଇ ମଧ୍ୟ କାହାକୁ ସାହାଯ୍ୟ ନକରିବା ମଧ୍ୟ ପାପ, ବିଦ୍ୟା କୁ ପଇସାରେ ବିକିବା ମଧ୍ୟ ପାପ, ମାଆ ବାପା ଙ୍କ କଥା ନ ଶୁଣିବା ମଧ୍ୟ ପାପ, ରାଜନୀତି କରିବା ମଧ୍ୟ ପାପ, ଶାଗ ଖାଇବା ପାପ ନୁହେଁ କାରଣ ଭଗବାନ ସୃଷ୍ଟି କଲାବେଳେ ପ୍ରତେକ ଯିବ ପାଇଁ ଦୁନିଆରେ ବଞ୍ଚିବା ପାଇଁ କିଛି ସୃଷ୍ଟି କରିଛନ୍ତି ଆଉ ଏ ଭାଇ କହୁଛି ପ୍ରଥମେ ଭଗବାନ ଙ୍କୁ ପ୍ରସାଦ ଆକାରେ ଦିଅ ତାପରେ ଖାଇଲେ ପାପ ହେବ ନାହିଁ ଏହା ସମ୍ପୂର୍ଣ ଭୁଲ, ମଣିଷ ଏକ ଏମିତି ଯିବ ଯିଏ ଠିକ ଭୁଲ ଜାଣିପାରେ କିନ୍ତୁ ବେଳେ ବେଳେ ବହୁତ ବଡ଼ ଭୁଲ କରିଥାଏ l

    • @Sonakrsnadasi
      @Sonakrsnadasi 7 месяцев назад

      Hare Krishna 🙏
      Dandavata pranam 🙏
      Bhai bhul kichhi kahinahanti apana bujhiba bhul hoichhi 🙏

    • @Sonakrsnadasi
      @Sonakrsnadasi 7 месяцев назад

      Jemiti ki gachara phula phala dala re Pani na dei gacha mulare diajae jaha phalare gacha ra samasta part ku Pani jae thick sehipari bhagawan Krishnanku arpana kari ba Krishna nka seba kale bapa maa desa jati Anya kahara seba karibaku padeni automatic samaste santusta Hebe tenu first Krishna nku aprana karantu tapare Prasad pantu au apana gita padhantu

    • @MaaTarineetutorials
      @MaaTarineetutorials 3 месяца назад

      ଭଗବାନଙ୍କୁ ଅର୍ପଣ କରି ଖାଇବାରେ ଅସୁବିଧା କଣ😊। ଆମେ ଯାହାବି କିଛି କରିବା ଭଗବାନଙ୍କୁ ସମର୍ପଣ କରିବା। ଆମର ମଧ୍ୟ କିଛି ପାପ ହେବନାହିଁ କାରଣ ଆମ ମା ମାନେ ରୋଷେଇ କରିଲା ବେଳେ ଭଗବାନ ଙ୍କୁ ସମର୍ପଣ କରନ୍ତି।😊

  • @ManassbpGaming
    @ManassbpGaming 5 месяцев назад +3

    କଣ ଖାଇକି ତୁ ରହୁଛୁ 😂 ସବୁତ ପାପ🤣🤣🤣

    • @MaaTarineetutorials
      @MaaTarineetutorials 3 месяца назад

      ସିଏ ଯଦି ମଦ, ଗୁଟଖା ଖାଇବାକୁ କହୁଥାନ୍ତେ ତେବେ କାହାର କିଛି complain ନଥାନ୍ତା। ସେ ପରା ନିରୀହ ପ୍ରାଣୀଙ୍କୁ ହତ୍ୟା କରନି କହିଲେ ତେଣୁ ଯୁକ୍ତି ତର୍କ ସବୁ ଆସିବ।

  • @SitarambeheraBehera-j8s
    @SitarambeheraBehera-j8s 4 месяца назад

    Jay Jagannath namaste 🙏

  • @adv.byomakeshaparida556
    @adv.byomakeshaparida556 7 месяцев назад +3

    ଭଗବାନ କିର୍ଷ୍ଣ କିଏ?ସେ ଏ ପ୍ରକାର ନିୟମ କିପରି ଜାଣିଲେ,? କୃଷ୍ଣଙ୍କୁ ଭଗବାନ ବୋଲି କିପରି ମାନିବା |

    • @VLOGGINGWITHPINU
      @VLOGGINGWITHPINU 7 месяцев назад

      Krishna ko bhagwan kese manoge??
      Budhha se jao puch kar aao jab woh dhyan lagate the tab kiski prayer karte the pehle😂
      Bhai man na, naa man na ye tumhare upar he yekin karo toh bhagwaan na yekin karo toh pathar so khud pata lagao ki tumhe kya karna he😊 don't be fool or haan ye galti se vi mat soch na ki main manipulate kar raha hoon or believe karne ke liye majboor kar raha hoon kiun ki believe comes from u and when you don't believe then there is no God any where in the universe 👍🏻
      Kadwi he par sach he😂

    • @gmb_moto2009
      @gmb_moto2009 7 месяцев назад

      ​@@VLOGGINGWITHPINUkrushna ra janma tarikha tike kaha 😂

    • @CryptoJitel
      @CryptoJitel 7 месяцев назад

      ​@@gmb_moto2009 ତୋ ବୋଉ ଵୀଆ

    • @kassahoo715
      @kassahoo715 7 месяцев назад

      To janma tarika kaha aga​@@gmb_moto2009

    • @kassahoo715
      @kassahoo715 7 месяцев назад

      Budha nku pachare se kahaku dhyana karuthile...

  • @BhaktiTube7321
    @BhaktiTube7321 7 месяцев назад +1

    ଅଳ୍ପ ବିଦ୍ୟା ଭୟଙ୍କର 😊

  • @satyajitguru3321
    @satyajitguru3321 7 месяцев назад +6

    ଭଗବାନ ଖାଇବା ମୁଁ ଦେଖିନି କେବେ ଦୟାକରି ମତେ ଟିକେ କିଏ ଦେଖେଇ ଦେବ ମୋର ବୋହୁତ ଇଚ୍ଛା ହଉଚି l

  • @akashbaralvlogs7782
    @akashbaralvlogs7782 13 дней назад

    November ମାସ ରେ ମନ ଇଚ୍ଛା ରଥ ଯାତ୍ରା ଏମାନେ କରୁଛନ୍ତୀ, ଏହା କେତେ ଦୁର ଠିକ୍ ? ଆଉ ଆମେ ଏମାନଙ୍କ କଥା ସୁନୁଛେ , ଦୟା କରି ଯେଉଁ ମାନେ ମନ ଇଚ୍ଛା ତାଙ୍କ ହିସାବ ରେ ରଥ ଯାତ୍ରା କରୁଛନ୍ତି ସେମାନଙ୍କ କଥା ଶୁଣନ୍ତୁ ନାହିଁ , ଆମ ସନାତନ ସଂସ୍କୃତି ରକ୍ଷା କରନ୍ତୁ, ହିନ୍ଦୁ ଭାଇ ମାନେ

  • @Universe_code123
    @Universe_code123 7 месяцев назад +3

    ତାହେଲେ ମନୁଷ୍ୟ କୁ ବି ଚାରି ଗୋଡ଼ ବା ହାତ ଥିବା ପ୍ରାଣୀ ମାନେ ଖାଇ ପାରିବେ ଯେହେତୁ ମନୁଷ୍ୟ ଶାକାହାରୀ

    • @amasbroiaw7417
      @amasbroiaw7417 7 месяцев назад +2

      Manushya sorbo hari, se sobu khai paribo... As science defines.

    • @Universe_code123
      @Universe_code123 7 месяцев назад +1

      @@amasbroiaw7417 right 👍👍

  • @sonysonila9210
    @sonysonila9210 7 месяцев назад

    Dhanyawad prabhu...krishna seva ra mouka mate milichhi.. krishna mate bachhichanti..mu tankara seva kare au bhogo lagei khadya grahana kare...

  • @kumarrajib7736
    @kumarrajib7736 6 месяцев назад +3

    ଯାହା ଭିତରେ ପ୍ରାଣ ଅଛି ତାକୁ ପ୍ରାଣୀ କୁହାଯାଏ।ଗଛ ବା ଉଦ୍ଭିଦ କୁ ପ୍ରାଣୀ କୁହାଯାଏ ନାହିଁ। ପ୍ରକୃତି ଆମକୁ ଏସବୁ ଦେଇଛି ଖାଇବାକୁ କାରଣ ଆମ ଶରୀର ପ୍ରକୃତି ରେ ତିଆରି ହୋଇଛି।ଆଉ ଗୋଟେ କଥା ଯାହାକୁ ଖାଇଲେ ତାକୁ କଷ୍ଟ ହୁଏ,ତା ଭିତରୁ ରକ୍ତ,ଚିତ୍କାର,ଭୟ ସୃଷ୍ଟି ହୁଏ ତାକୁ ଖାଇଲେ ପାପ ଲାଗିବ। ଗଛ ଭିତରେ ପ୍ରାଣ ନାହିଁ ଅର୍ଥାତ୍ ଆତ୍ମା ନାହିଁ ସେଥିଲାଗି ତାକୁ ଉଦ୍ଭିଦ କୁହାଯାଉଛି।

    • @shubhasmita876
      @shubhasmita876 Месяц назад

      Gote scientist experiment karithile je gachaa mannkara bi feelings achhi .

  • @KhusiBhumi333
    @KhusiBhumi333 6 месяцев назад +1

    ବହୁତ ଭଲ ଲାଗିଲା

  • @sibanandasahoo8000
    @sibanandasahoo8000 7 месяцев назад +10

    ଆଛା ଭାଇ ବାଘ ତ ଠାକୁରଙ୍କୁ ଅର୍ପଣ କରି ପାରିବନି ତ ସେ ପାପ ଗୁଡାକ ଖାଉଛି😅

    • @krushnamohansahoo5633
      @krushnamohansahoo5633 7 месяцев назад +1

      ବାଘ କ'ଣ କିଛି ପୋଷାକ ପିନ୍ଧୁଛି କି । ସେଥିପାଇଁ ତ ମଣିଷ ପଶୁ ଫରକ୍ ଅଛି।

    • @sibaprasaddeuri8082
      @sibaprasaddeuri8082 7 месяцев назад +1

      ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଦେଖି ସନ୍ତୋଷ ଭଗବାନ। ସକଳ ଜୀବ ଜଗତ ରେ ମଣିଷ ଶ୍ରେଷ୍ଠ କାରଣ ସେ ବିଚାର ବୁଦ୍ଧି ସମ୍ପର୍ଣ୍ଣ ଓ ପାପ ପୁଣ୍ୟର ବିଶ୍ଳେଷଣ କରିବାର ତା'ର ସାମର୍ଥ୍ୟ ଅଛି। ସେଥିପାଇଁ ଭଗବାନ କୃଷ୍ଣ କହିଛନ୍ତି ମୋର ଭକତ ମୋର ମିତ୍ର।ସେ କରେ ଜଗତ ପବିତ୍ର। ଜୟ ଶ୍ରୀ କୃଷ୍ଣ

    • @gmb_moto2009
      @gmb_moto2009 7 месяцев назад

      ​@@sibaprasaddeuri8082tu sunichu😂

    • @Uniquploder
      @Uniquploder 6 месяцев назад

      ईश्वर: सर्वभूतानां हृद्देशेऽर्जुन तिष्ठति |
      भ्रामयन्सर्वभूतानि यन्त्रारूढानि मायया |
      और मूर्ख तुझे क्या यह सब बातें हंसी मजाक लगता है, आश्चर्य होने के क्या बात है, जो सत्य है वही तो कहा गया है भगवत गीता में भगवान श्री कृष्णाके द्वारा अर्जुन को।
      "हे अर्जुन! परमात्मा सभी जीवों के हृदय में निवास करता है। उनके कर्मों के अनुसार वह भटकती आत्माओं को निर्देशित करता है जो भौतिक शक्ति से निर्मित यंत्र पर सवार होती है।"
      समय रहते सही मार्ग पर आ जानाही उचित होगा, यदि नहीं आए तो उसे किए हुए कर्म को भगत ने के लिए सज्य हो जाना ।
      समय रहते सही मार्ग पर चले आते हैं, और जीवन का सही अर्थ समझते है, इस मनुष्य योनि को व्यर्थ नहीं जाने देते हैं, हमेशा सत्य,धर्म न्याय, अहिंसा, प्रेम के पथ पर चलते हैं। क्योंकि प्रेम ही जीवन है, प्रेम ही सारा संसार है, प्रेम ही राधा कृष्ण है ।
      और अंत तक भजन मार्ग पे चलते हुए हरे कृष्ण हरे राम नाम जप करते हुए इस मनुष्य योनि को त्याग देंगे ।
      राधे राधे 🌼🙏🏻🩷✨

  • @Jugalpunji
    @Jugalpunji 7 месяцев назад

    Jay shree radhe krishn 🙏🙏🙏🙏🙏🙏🙏🌺🌺🌺🌺🌺🌺🌺