ଗୁରୁବାର ଦିନ ଭାଗବତ ପଢନ୍ତି ନାହିଁ କାହିଁକି?Gurubara Dina Bhagabat Padhanti Nahi Kahiki
HTML-код
- Опубликовано: 7 апр 2023
- ✽II Devotional Odia Kuni Prabachana II✽
✽II On Pranam Odia TV
Welcome to Pranam Odia ✽II Devotional Odia Kuni Prabachana II✽
✽II On Pranam Odia TV
Welcome to Pranam Odia TV Channel, your search ends here for Odia Devotional & culture based entertainment content like Odia Prabachan,Odia Bhajan, Odia Purana,Odia Gitinatya,Odia Pala,Odia Daskathia,Oddisi,Champu,Chhanda,Ghoda Nacha.Please encourage our team for development of this youtube channel. Bless us. Like,share & Subscribe Now. Thank you
#pranam odia tv #
#kuni prabachaka
#dutikrushna
#kaliyuga
#HANUMAN KEUN PRAKAR BHAKTA
#KESABADAS
DWITIKRUSHNA
#Agya Malare Kan Kan Thae
#pranam odia tv #
#kuni prabachaka
#dutikrushna
#kaliyuga
#HANUMAN KEUN PRAKAR BHAKTA
#KESABADAS
DWITIKRUSHNA
#Gurubara Dina Bhagabat Padhanti Nahi Kahiki
Dhany times kuni bhakta👌👌👌👌👌🙏❤❤❤❤❤🙏🙏🙏🙏🙏🙏🙏
ଓମ୍ ନମ୍ଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻🚩 ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🚩
ଭଗବାନ ଆଶୀର୍ବାଦ କରନ୍ତୁ, ଏଭଳି ଜ୍ଞାନର ଅଧିକାରୀ କୋଟିଏ ରୁ ଗୋଟିଏ ଅଛନ୍ତି
ଜୟ ଜଗନ୍ନାଥ
ହେ ପ୍ରଭୁ ଆପଣ ଙ୍କ ଏ କୁନି ଭକ୍ତ ଙ୍କୁ କୋଟି ପ୍ରଣାମ 🙏🙏🙏🙏
ଜୟ ଜଗନ୍ନାଥ
ଶ୍ରୀ କୃଷ୍ଣ ଙ୍କର ଜୟ ହେଉ🙏❤️🙏
ଜୟ ଜଗନ୍ନାଥ କେତେ ସୁମଧୁର ଶ୍ବୋର କେତେ ଆନନ୍ଦ
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
କେତେ ସୁମଧୁର ସ୍ୱର 🙏🏻କେତେ ସୁନ୍ଦର କଥା 🙏🏻ଜୟଗୁରୁ 🙏🏻🌺♥️🌺🙏🏻ରାଧେକ୍ରୀଷ୍ଣା 🙏🏻🌺♥️🌺🙏🏻
ଜୟ ଜଗନ୍ନାଥ
Sri Radhe krishna
Jay jagannath❤
ଭଗବାନ ତୁମର ମଙ୍ଗଳ କରନ୍ତୁ ବହୁତ ଆଗକୁ ଯାଅ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Gurujinka saha kemiti contact kariheba .
ଧନ୍ୟ ତୁମ ବାପା ମାଆ ଙ୍କୁ ❤❤❤
🙏🙏🙏
@@sunandamishra7534 by
@@sunandamishra7534000000
ଭକ୍ତବତ୍ସଳ ବାସୁଦେବ ଏ କୁନି ଭକ୍ତପ୍ରବଙ୍କୁ ଅଶେଷ ଆଶିଷ ପ୍ରଦାନ କରନ୍ତୁ ।
ଜୟ ଶ୍ରୀକୃଷ୍ଣ
ଜୟ ଜଗନ୍ନାଥ
Omm namah bhagabate vasudevaya ❤❤❤🎉
Very nice 👍❤ god bless you beta
ଜୟ ଜଗନ୍ନାଥ ଧନ୍ୟବାଦ
ଶ୍ରୀ ଜଗନ୍ନାଥଙ୍କର ଜୟ ହେଉ
💐🙏🏻💐🙏💐🙏🏾💐
କିଶୋର ବାବାଙ୍କର ଭାଗବତ ପାଠ ଓ ଆଲୋଚନା ପାଇଁ ତାଙ୍କୁ କୋଟି କୋଟି ପ୍ରଣାମ🙏🏻🙏🏻।
Beautiful description at a tender age,babanku pranam
youtube.com/@MoSanskriti?si=Jt6tMAuapEIF-Pw3
Jay Jagannath Swami Nayan patha gami bhaba tume🙏🙏🙏🙏🙏🙏
Jay Jagannath 🙏🙏 a Prabhu kuni ପୁଅଙ୍କୁ କୋଟି ପ୍ରଣାମ🙏🙏🙏
ଧନ୍ୟବାଦ ଆପଣଙ୍କ ପିତା ମାତା ଙ୍କୁ କୋଟି ଦଣ୍ଡବତ 🙏🙏🙏🙏💞💞💞💞🌹🌹🌹🌹ଏ ଅଧମ ଦାସ ଜଣାଉଛୁ
ଜୟ ଜଗନ୍ନାଥ
👏
Dhanya tuma Bapa Maa nku
Tumaku koti koti pranam he sadhu mahatma jay jagannath jay panchasakha
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jay Jaganath Radhe Radhe Gurudev
ରାଧେ କୃଷ୍ଣ ଜପ କର
ଜୟ ଶ୍ରୀ ଜଗନ୍ନାଥ
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
ହରେ ରାମ ହରେ ରାମ ରାମ ରାମ ହରେ ହରେ ।। ଜୟ ଶ୍ରୀ ଚୈତନ୍ୟ ମହାପ୍ରଭୁ
ଧନ୍ୟ ତୁମ ବାପା ମାଆଙ୍କୁ ❤❤❤
ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଏ କୁନି ପ୍ରବଚକ ଙ୍କୁ ମୋର ଭକ୍ତି ଭରା ନମସ୍କାର...
ପ୍ରଭୁ ଜଗନ୍ନାଥ ତାଙ୍କର ମନ ସ୍କାମନା ପୂର୍ଣ୍ଣ କରନ୍ତୁ...
ଜୟ ଜଗନ୍ନାଥ
Jay jagannath Swami
ଜୟ ଜଗନ୍ନାଥ
Bhagawan tumaku koti parmaya diantu dhana, tumaku mor koti koti asirbad.bahut sundar.
Dhanya tuma bapa maa
Jay jagannath
Jay jagannath 🙏🙏🙏🙏🙏🙏 Radhe Radhe 🙏🙏🙏hare Krishna hare Rama 🙏🙏🙏🙏🙏
ଜୟ ଜଗନ୍ନାଥ 🥰🙏
Jay Jagannath..Bahut sundar prabachan.🙏🏻🙏🏻🙏🏻🙏🏻🙏🏻
Jai gurudev 🙏
🙏ଜୟ ଜଗନ୍ନାଥ ଧନ୍ୟ ଧନ୍ୟ ତୁମେ
Dhanya tuma guru o Mata pita god bless you
Jay jaganath Jay bhakt baba
ଭଗବାନ ଏହି କୁନି ଭକ୍ତଙ୍କୁ ଭଲରେ ରଖନ୍ତୁ ❤🙏🕉️
ଜୟ ଜୟ ଜଗନ୍ନାଥ ଧନ୍ୟବାଦ
Jay srimadvagabata
Jay shree Krishna
Jay jagannath🙏🙏
Jai Shree Radhe Krishna🌻🥀🌻🙏
Jay shree bhagabata Jay shree bhagabata Jay shree bhagabata Jay shree radhe Krishna Jay shree radhe Krishna Jay shree radhe Krishna Jay shree Ram Jay shree Ram Jay shree Ram Jay shree Jagannath Jay shree Jagannath Jay shree Jagannath om namah bhagabata vasudevay 🙏🙏🙏🙏🙏🙏🙏❤️❤️❤️❤️❤️❤️❤️🌷🌷🌷🌷🌷🌷🌷🌹🌹🌹🌹🌹🌹🌹
Jay shree radhe
Jay Shri Ram ❤️🙏
ଋଷି ପରମ୍ପରାର ଶେଷ ମହାନ୍ ଆଧ୍ୟାତ୍ମିକ ଜ୍ଞାନଗୁରୁ କ୍ରାନ୍ତିକାରୀ ବେଦୋଦ୍ଧାରକ ଆର୍ଯ୍ୟସମାଜ ପୁନଃ ପ୍ରତିଷ୍ଠାତା ସମାଜ ସଂସ୍କାରକ ପବିତ୍ର ଆତ୍ମା ଯୋଗଜନ୍ମା ମାର୍ଗ ଦର୍ଶକ ଆଜନ୍ମ ବ୍ରହ୍ମଚାରୀ ଦର୍ଶନାଚାର୍ଯ୍ୟ ଅମର୍ ସଂନ୍ୟାସୀ ମହର୍ଷି ଦୟାନନ୍ଦ ସରସ୍ୱତୀଜୀଙ୍କର ସେହି ବେଦ ଓ ବେଦାଙ୍ଗ ରୁ ଉଦ୍ଧୁତ ଶାଂରାସ ସତ୍ୟ ଜ୍ଞାନ ଓ ବେଦ ଜ୍ଞାନର ଅମର୍ ଅମ୍ଳାନ ଗ୍ରନ୍ଥ ସତ୍ୟାର୍ଥ ପ୍ରକାଶରେ ସ୍ପଟ୍ ଉଲ୍ଲେଖ ରହିଛି ବର୍ତ୍ତମାନର ରାମାୟଣ ମହାଭାରତ ଭାଗବତ୍ ଭଳି ଅସଂଖ୍ୟ ଗଳ୍ପ ଭେଜାଲ୍ ଉପନ୍ୟାସ ପୁସ୍ତକକୁ ଅନାର୍ଶ ପୁସ୍ତକ ବୋଲି ତର୍କ ପ୍ରମାଣ ଏବଂ ବିଜ୍ଞାନ ଭିତ୍ତିକ ପ୍ରମାଣ ଦେଇସାରିଛନ୍ତି। ଦୟାକରି ସମସ୍ତେ ଅଧ୍ୟୟନ କରି ଏହି ପାଖଣ୍ଡ ଧୂର୍ତ୍ତ ଅବିଦ୍ବାନ ଭଣ୍ଡ ମାନଙ୍କ ଦ୍ଵାରା ପରିଚାଳିତ ବେଦ ବେଦାଙ୍ଗ ବିରୋଧି ଗଳ୍ପ ଉପନ୍ୟାସ ଠାରୁ ଦୂରରେ ରୁହନ୍ତୁ,ଏହାର ଓଡ଼ିଆ ଅନୁବାଦ ଧର୍ମଗ୍ରନ୍ଥ ଷ୍ଟୋର କିମ୍ବା ଶ୍ରୁତିନ୍ୟାସର ଅଧ୍ୟକ୍ଷ ସ୍ବାମୀ ସୁଧାନନ୍ଦ ସରସ୍ବତୀଜୀ ଙ୍କ ଠାରୁ ସଂଗ୍ରହ କରନ୍ତୁ ଏବଂ ଈଶ୍ଵରଙ୍କର ପଞ୍ଚମହାଯଜ୍ଞ ଯଥା-ସ୍ୱାଧ୍ୟାୟ ଅଗ୍ନିହୋତ୍ର ଦାନ ସେବା ପରୋପକାର ବୃକ୍ଷରୋପଣ ଗୋଶାଳା ସ୍ଥାପନା ବା ସେବା ପିତା-ମାତା ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କ ସେବା ପ୍ରାଣୀ ମାନଙ୍କର ସୁରକ୍ଷା ଯୋଗାଇ ଦେଇ ଆଗାମୀ ଜନ୍ମ ଉଚ୍ଚକୂଳରେ କିମ୍ବା ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରଯତ୍ନ କରନ୍ତୁ, କାରଣ ଈଶ୍ଵରଙ୍କର କୌଣସି ଋପ ଲିଙ୍ଗ ଏବଂ ଆକୃତି ନଥିବା ସ୍ଥଳେ କିଛି ସନାତନ ବୈଦିକ ବିରୋଧୀ ଧର୍ମାବଲମ୍ବୀ ମାନଙ୍କର ପ୍ରାଶ୍ଚାତ୍ ସଂମ୍ପ୍ରଦାୟ ମାନଙ୍କ ଦ୍ଵାରା ହିନ୍ଦୁ ଧର୍ମର ପତନ ଦିଗରୁ ଉତ୍ଥାନ ସକାଶେ ପ୍ରୟାସ କରନ୍ତୁ, ଏବଂ ଈଶ୍ଵରଙ୍କର ମୂଖ୍ୟ ନାମ ଓ୩ମ୍ ଏବଂ ଚାରି ବେଦର ମନ୍ତ୍ର ସଂଖ୍ୟା କୋଡ଼ିଏ ହଜାର ତିନିଶହ ଅଣାଅଶୀ ମଧ୍ୟରୁ ଏକ ମାତ୍ର ମନ୍ତ୍ର ଗୁରୁ ମନ୍ତ୍ର ତାହା ହେଉଛି ଗାୟତ୍ରୀ ମନ୍ତ୍ର ଜପ ତପ ଏବଂ ଧ୍ୟାନ କରି ଈଶ୍ଵର ଙ୍କର ସାନିଧ୍ୟ ଲାଭ କରନ୍ତୁ। ଧନ୍ୟବାଦ୍ ନମସ୍ତେ 🙏🙏
🎉 very nice ❤❤❤❤
Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏
Jay shree Krishna 🙏
ଗୋଟେ କଥା ପଚାରିବି ଯଦି କେହି ଜାଣିଥିବେ କହିବେ ମଣିଷ ର ମୁତ୍କ୍ତି ପାଇଁ ଭାଗବତ ପଠନ ଆଉ ଶ୍ରାବଣ କରିବା କିନ୍ତୁ ପଶୁ ପକ୍ଷୀ ଜୀବ ଜଗତ କୁ ଏଇ ମଣିଷ କେବଳ ରୁ କିପରି ମୁତ୍କି ମିଳିବ । ତାହା ଟିକେ କହିବେ
ସବୁ କର୍ମ ର ଫଳ 🙏ସେ ବି ଆଗ ଜନ୍ମ ରେ କାହାକୁ ହଇରାଣ ଓ ମାରି ଥିବେ 🙏
mukti kebala prabhunka bhakti bhaba katha re au niswarthapara karma kariba dwara
Bhagavata ku anusarana Kari jiba hatya na kale
Suna bh bhala karma kale tume punachha janma naba nichhaya au janma Mane kasta bhagaban manisa janma deithanti kn jua kheliba ku na chhori karibaku so karma jagata re karma madhyama re ame amaku nichha Joni ru uchha Joni ku neipariba hele mukti ra artha atma Saha param atma ra Milan jauta kebala hin kebal Prabhunka nama rasare hni heba jauta "hare Krishna hare Krishna Krishna Krishna hare hare hare rama hare rama rama hare hare " atika ku anabarata japa kale Tamara karma jagatara papa dhire dhire punya re parinata haba kebala ta nuhne manisa jagatare nijara karma bidhan ru tamaku mukti miliba jauta ku atama Saha paramatma ra Milan kuha jai .Jay jagannath
@@Mokshya_Dharaxx
JAY SRIKRISHNA
🙏 Om Namah Bhagabate Basudevay
Jai jagannath Jai jagannath
Jaisita ram, bhagabaan ka Krupa ,Bakra bachala🚩🐚🙏🏻🙏🏻
Jay satya sanatan
jay jagannath pranam❤
ଜୟ ଜଗନ୍ନାଥ ଧନ୍ୟବାଦ
Jai shree Krishna ❤❤❤❤🙏🙏🙏🙏🙏🙏🙏
Om namo bhagabate basudevbaya
Jay shree Krishna
Jay Jagannath 🙏🙏🙏🌷🌷🌷🌷🌷🌸🌸
Jay guru swami keshab🙏🙏🙏🙏🙏🙏
ଜୟ ଜଗନ୍ନାଥ ଧନ୍ୟବାଦ
ଜୟ ଜଗନ୍ନାଥ 🙏🙏🙏🙏
ଏ କଳିଯୁଗରୁ ତରିବା ପାଇଁ
ତମ ପ୍ରବଚନ ହି ସାହା
ଜୟ ଜୟ ଜଗନ୍ନାଥ ଧନ୍ୟବାଦ
Hee kuni vakta apanku koti pranam
ଗୁରୁଦେବଙ୍କ ସହିତ ଜୋଗାଜୋଗହେବାର ମାର୍ଗ ଜଣାନ୍ତୁ ଜୟ ଜଗନାଥ
🙏🙏🙏🙏🙏🙏 Jay jagannath mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏 Pranam kunibaba tumacharanare 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
Jay Shreeya Ram🙏
Kuni pandita nka dibya
gyana suni prana prafulita hei jauchi.
🙏🙏
ଜୟ ଜଗନ୍ନାଥ
Tuma bapa bou ku koti namasakara
Bahut sundar 👌
Jay jagannatha 🙏
Jay shree krishna, Chaitanya, prabhu Nityananda,
Shree adweta gadadhara ,sribash adi goura bhakta Vrinda ki jay
..............🙏👐🙏
Jay Jagannatha Prabhu Jagannatha
TumoChalapathaku kusumita karntu
ଜୟ ଜଗନ୍ନାଥ 🌷🙏🌷
Jay jagannath
Jay shree Ram ❤
Hare Krishna Prabhu bahut badhia swara
Good blas you baba
କେତେ ସୁନ୍ଦର କଥା ❤
Jay Jagannath Jay Panchasakha nka Charanare Ananta koti pranam 🙏🙏🙏🙏🙏🌺🌺❤️❤️
🙌ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 👏
ସୁମଧୁର ପ୍ରବଚନ ❤❤
Jay shri ram, ❤❤❤❤❤❤❤
Jay jagannath 🙏
Radhe Radhe here Krishna ❤❤❤❤❤
Radhe Radhe ❤ guru ji ❤🇮🇳🙏🚩 very very Nice ❤❤️❤️❤️❤️❤️❤️❤️❤️❤️💯💯💯💯💯💯💯💯❤️🇮🇳🚩🙏 Live 🙏🚩
Jye ganasaya Jaye ganasay salu
ଜୟ ଜଗନ୍ନାଥ
Omm namo bhagwate basudebaya 🙏
ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏
Ll
Jay Jagannath. Koti koti pranam
Hare Krishna
Jay Jagannath ⭕❗⭕🙏🙏🙏
🙏🙏🙏🙏
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Jai shree Krishna Jai shree radhe Radha
ଶ୍ରୀ ରାଧେକୃଷ୍ଣ
ସଧୁ ସାଧୁ ଜୟ ଜଗନ୍ନାଥ
ଜୟ ଜୟ ବାଲ୍ୟ ମହାରାଜାଙ୍କ ର ଜୟ
ଜୟ ଜଗନ୍ନାଥ
🙏🙏🙂
ଓଁ ନମଃଭଗବତେ ବାସୁଦେବ ୟା
Omm namha bhagabataye basudebay. Sundar prabachana.
ଜୟ ଜଗନ୍ନାଥ
Ati Sundar🙏🙏🙏🙏🙏
ଜୟ ଜଗନ୍ନାଥ
Jay Jagannatha ❤❤❤❤❤
ଜୟ ଜଗନ୍ନାଥ ଧନ୍ୟବାଦ
Jay jagannath prabhu
Jay sri krushna ,🙏🙏🙏🙏🙏
Jay jagannath 3:10
Jai sree Jagannath 🙏🙏🙏🙏
ବହୁତ ଭଲ ଲାଗେ କୁନି ପ୍ରବଚକ ଙ୍କ ପ୍ରବଚନ 🙏🏼🙏🏼🙏🏼ଈଶ୍ୱର ତୁମର ମଂଗଳ କରନ୍ତୁ ସଦା ସୁଖୀ ହୁଅ
ଆପଣଙ୍କୁ ସାଧୁବାଦ୍
ହେପ୍ରଭୁ, ଆପଣଙ୍କର ଏଇ କୁନି ଭକ୍ତ ଟିକୁ କୋଟି କୋଟି ପ୍ରଣାମ...🌸🙏🙏🙏🌸
ସେମୋର, ମନ ସ୍କାମନା ପୂର୍ଣ୍ଣ କରନ୍ତୁ।