ବ୍ରାହ୍ମଣ କିଏ ? ||odia motivational video ||odia story video ||

Поделиться
HTML-код
  • Опубликовано: 27 авг 2022
  • ବ୍ରାହ୍ମଣ କିଏ ? || odia motivational video ||odia story video ||‪@mahimavastuseva‬
    #odiastory
    #mahimavastuseva
    #mahimaalekha
    #nitisikhya
    #odiamotivationalvideo
    #motivationalvideo
    #alekhamahima
    #gurukrupa
    #motivationalseries
    #motivationalspeech
    #alekha
    🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏 ନମସ୍କାର ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମ ରେ mahima vastu seva ତରଫରୁ ଆପଣ ମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ।
    1-ଆପଣଙ୍କ ରାଶିର ସର୍ବ ଶୁଭାଶୁଭ
    2-ବାସ୍ତୁ ଶାସ୍ତ୍ର
    3-ଗ୍ରହ ଚଳନ
    4-ମାସିକ ରାଶିଫଳ
    5-ନୂଆ ନୂଆ ମହିମା ଅଲେଖ ଖଞ୍ଜଣୀ ଭଜନ
    6-ଅଲେଖ ସାଧୁବାବାଙ୍କ ଧର୍ମ ଆଲୋଚନା
    7-ଓଡ଼ିଆ ଧାର୍ମିକ ପ୍ରବୋଚନ
    ଦେଖିବା ପାଇଁ mahima vastu seva ଦେଖୁଥାନ୍ତୁ
    🙏🙏🙏🙏🙏ଧନ୍ୟବାଦ 🙏🙏🙏🙏🙏🙏
    🙏🙏🙏ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ🙏🙏🙏
    odia motivational series best motivational video motivational speech Motivational video odia nitibani sikhya odia nitibani quote odia nitibani odia Odia nitibani odia story odia gapa chanakya niti odia Niti sikhya odia lalit tripathi sudarshan mishra law of attraction Odia motivational series
    Join this channel to get access to perks:
    / @mahimavastuseva

Комментарии • 166

  • @jagadishbehera1162
    @jagadishbehera1162 Год назад +11

    ଏହା ଠିକ୍ ଅଟେ

  • @NAYAKMINATI
    @NAYAKMINATI Месяц назад +2

    🎉 Jaya ଶ୍ରୀ ଗୁରୁ ନାରାୟଣ ପାଦେ ଶରଣ

  • @apartimoharana2763
    @apartimoharana2763 Год назад +8

    ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ

  • @lingrajbibhar
    @lingrajbibhar 11 дней назад +1

    ବହୁତ୍ ବଢିଆ ପ୍ରବୋଚନ

    • @mahimavastuseva
      @mahimavastuseva  11 дней назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @maragola6741
    @maragola6741 Год назад +4

    ଅଲେଖ ମହିମା ଶରଣ 🙏🙏🙏🙏🙏

  • @gobardhansabar8058
    @gobardhansabar8058 Месяц назад +3

    ଜୟ ଜଗନ୍ନାଥ 🙏🙏🙏

    • @mahimavastuseva
      @mahimavastuseva  Месяц назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @user-yi9bl5gk3y
    @user-yi9bl5gk3y 5 месяцев назад +3

    ଭଲ ତିନି ପିଠିଧମକୁବିସୁଆକରୁନିରାକାରସାହୁ

  • @jitendrasahu1018
    @jitendrasahu1018 Год назад +5

    ମହିମା ଅଲେଖ ସ୍ଵାମୀ

  • @tulsidevpujhari
    @tulsidevpujhari Год назад +4

    Guru Brahma mahima alekha Swami saranam 🙏🙏🙏🙏🙏

  • @anamdigal792
    @anamdigal792 Год назад +4

    ଅଲେଖ ମହିମା ଶରଣ

  • @pravatimallik4738
    @pravatimallik4738 Год назад +7

    ଜୟ ଜଗନ୍ନାଥ ଜୟ ମହିମା ଅଲେଖ।ଏ ସଂସାର ରେ ସମସ୍ତେ ଜାଣିଗଲେଣି କୋଉ ଜାତି ଉଚ୍ଚ ନୁହନ୍ତି କି କେହି ନିଚ ନୁହନ୍ତି। ତଥାପି କିଛି ଲୋକ ଆଜିବି ମନରୁ ଲିଭିନି ସେଦିନର ପୁରୁଣା କଥାକୁ ଜେଉ ସମାଜ ନିଜେ ତିଆରି କରିଛି ଜାତି ଭେଦ।ସେହି ମଣିଷ କୁକୁର କୁ ନେଇ ବେଡ୍ ରୁମ୍ ରେ ସୁଆଇବେ କିନ୍ତୁ ମଣିଷ ପାଖରେ ବସାଇବାକୁ କୁ ନୁହେଁ ।ବାବାରେ ଧନ୍ୟ ତୁ ମଣିଷ ଧନ୍ୟ ତେର ଚିନ୍ତା ଧାରା।

    • @mahimavastuseva
      @mahimavastuseva  Год назад +2

      ମାଆ ପ୍ରଭାତୀ ଆପଣଙ୍କ ପରି କିଛି ବୁଝିବେ. ଏହା ଧୀରେ ଧୀରେ ବୃଦ୍ଧି ହେବ
      ଅଲେଖ ଶରଣ

    • @NareshKumar-mx6qr
      @NareshKumar-mx6qr Год назад +1

      Right bhaina

    • @jagannath-creation
      @jagannath-creation Год назад +1

      Ryt

  • @user-yi9bl5gk3y
    @user-yi9bl5gk3y 5 месяцев назад +2

    ଅଲେଖ ମହିମା ନିରାକାର ସାହୁ

  • @gbalivamixe
    @gbalivamixe Год назад +2

    ଜୟ ଜଗନ୍ନାଥ ଗୁରୁଦେବ

  • @rabindrajena7988
    @rabindrajena7988 Год назад +4

    ଅଲେଖ ମେଳା ସମୟରେ ବାବାମାନେ କେତେ ଟଙ୍କା ନେଉଛନ୍ତି. ମେଳରେ କୌଣସି କାର୍ଯ୍ୟରେ ଟିକେ ତ୍ରୁଟି ହେଲେ. କେତେ ରାଗୁଛନ୍ତି ସେ କଥାବି କୁହ.

  • @saswatmandal7440
    @saswatmandal7440 Год назад +5

    Mahima alekha sharanam

  • @prasadmajhi6465
    @prasadmajhi6465 Год назад +10

    🌅 ଜୟ ଜଗନ୍ନାଥ 🙏
    ଜୟ ପଞ୍ଚ ସଖା ଆବାୟାଁ 🙏
    ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ 🙏🙏🙏

  • @sanjitasanjita7734
    @sanjitasanjita7734 Год назад +4

    Alekh mahima sarano 🙏

  • @user-bg8bs6du3v
    @user-bg8bs6du3v Месяц назад +1

    ଏ ଲୋକଟା ଗୋଟିଏ ଗଜମୂର୍ଖ ଅଟେ।

  • @LokanathBehera-ip3ll
    @LokanathBehera-ip3ll Месяц назад +1

    ଆପଣଙ୍କ। ଚରଣରେ। କୋଟି। ପ୍ରଣାମ ମହିମା। ଅଲେଖ। ଶରଣ

    • @mahimavastuseva
      @mahimavastuseva  Месяц назад +1

      ଅଲେଖ ମହିମା ଶରଣ ଶରଣ ଶରଣ

  • @ganeshpanigrahi5258
    @ganeshpanigrahi5258 Год назад +1

    ଗୁଣକର୍ମଃ ବିଭାଗଶ୍ଚ...

  • @SUKADEBSirCBSEandSSVMClASSES
    @SUKADEBSirCBSEandSSVMClASSES Год назад +3

    Pranam baba

  • @natabarmalliknatabarmallik9143
    @natabarmalliknatabarmallik9143 Год назад +3

    Alekh mahima

  • @achyutanandapanda62
    @achyutanandapanda62 Год назад +4

    Guru mahema Alekho Sarang

  • @priyambadatripathy1336
    @priyambadatripathy1336 Год назад +2

    Ma

  • @amitsahoo6138
    @amitsahoo6138 Год назад +2

    Sastanga pranam ji namo namaha❤❤

  • @kalianath6879
    @kalianath6879 Год назад +3

    Mahema, alkha, brahma, saran

  • @ManoranjankKumbhar
    @ManoranjankKumbhar Месяц назад +1

    Jai guru ji pranam

  • @sudhanshukumarpadhy5233
    @sudhanshukumarpadhy5233 Год назад +4

    ପ୍ରକୃତରେ ନାରି ଏବଂ ପୁରୁଷ ଦୁଇଟି ହଁ ଜାତି , କର୍ମ ହିଁ ଧର୍ମ।

    • @dibakarswain6458
      @dibakarswain6458 Год назад

      Duty is not religion

    • @mahimavastuseva
      @mahimavastuseva  Год назад +2

      ନାରୀ ଓ ପୁରୁଷ ଗୋଟିଏ ଜାତି ମଣିଷ
      ଦୁଇଟି ଲିଙ୍ଗରେ ବିଭକ୍ତ
      ଆପଣ ମତାମତ ଦେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ

    • @sudhanshukumarpadhy5233
      @sudhanshukumarpadhy5233 Год назад +1

      @@dibakarswain6458 ଦେବାଳୟ ଦେବ ଦେବି ଙ୍କ ମନ୍ଦିର, ବିଦ୍ୟାଳୟ ଶିକ୍ଷା ର ମନ୍ଦିର, ଚିକିତ୍ସାଳୟ ସ୍ବାସ୍ଥ୍ୟ ର ମନ୍ଦିର ଓ ଥାନା, କଚେରି ନ୍ୟାୟ ର ମନ୍ଦିର । ଦେବ ଦେବି ନାମରେ ଟଙ୍କା ଆଦାୟ କରି ନାଚ ଗୀତରେ ମନୋରଞ୍ଜନ କରିବା ଭଗବାନ ପୁଜା ଓ ଧର୍ମ ନୁହେଁ।

  • @user-qs8tw9ok4k
    @user-qs8tw9ok4k Месяц назад +1

    Aapana thhik kahi chhanti gurudeba 🙏

  • @ganeshpanigrahi5258
    @ganeshpanigrahi5258 Год назад +5

    ।।🚩ହରି ॐ ତତ୍ ସତ୍🚩।।
    *ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟଂ,
    ପରୋପକାରାୟସ୍ୱର୍ଗାୟ ନର୍କାୟ ପରପୀଡନମ୍।।*
    ଉକ୍ତ ଗଣମାଧ୍ୟମ ପ୍ରଣାଳୀଟିରେ କେତେକ ସମ୍ପୂର୍ଣ୍ଣ ଅସଙ୍ଗତି ମୂଳକ ଉଦ୍ଘୋଷଣ କରାଯାଉଛି, ଯାହା କି ଅପରିପକ୍ୱତା ଏବଂ ହୀନ ଚକ୍ରାନ୍ତ ବୋଲି କୁହାଯାଇ ପାରିବ... !
    ତେଣୁ ସୃଷ୍ଟିର କେବଳ ଏକ ମହାନ ଆଦି ସତ୍ୟ ସନାତନ ଧର୍ମ ପ୍ରତି ଅଟ୍ଟହାସ୍ୟ,ଅବାନ୍ତର,ମୂଲ୍ୟହୀନ ଓ ଅବାଞ୍ଛିତ ବକ୍ତବ୍ୟ ପ୍ରଦାନ ଇତ୍ଯାଦିରୁ ଏଭଳି ଅନାର୍ଯ୍ୟ ଅସଭ୍ୟଙ୍କ କ୍ଷାନ୍ତ ରହିବା ବିଧେୟ...

    • @mahimavastuseva
      @mahimavastuseva  Год назад +1

      ଆପଣକୁ ବ୍ରାହ୍ମଣ ବୋଲି ମୁଁ ଶତ କୋଟି ପ୍ରଣାମ
      ପ୍ରକୃତ ବ୍ରାହ୍ମଣ ର ପରିଚୟ ଆପଣ ଦେଲେ.
      ଅନ୍ୟ କେହି ଅସଭ୍ୟ ମନ୍ତବ୍ୟ ଦେଇ ପାରନ୍ତି. ପରୋପକାରାୟା ସ୍ଵର୍ଗାୟ ଅତି ସୁନ୍ଦର ଓ ଶିକ୍ଷଣୀୟ କଥା କହିଲେ. ମୋ ଜୀବନ ରେ ଏହିଭଳି ଶାନ୍ତ ସରଳ କଥା ପ୍ରାୟ ମୁଁ କେବେ ଶୁଣି ନ ଥିଲି. ପ୍ରଣାମ 🙏ପ୍ରଣାମ 🙏 ପ୍ରଣାମ 🙏

    • @upendrabhoi962
      @upendrabhoi962 Год назад

      ​@@mahimavastuseva de de

  • @sureshchandrabhoi5337
    @sureshchandrabhoi5337 Год назад +3

    ଗୁରୁ ମହିମା ଅଲେଖ ଶରଣ 🙏🙏🙏

  • @sureshchandrabhoi5337
    @sureshchandrabhoi5337 Год назад +3

    Heart touching motivation Alekh mahima sharanam 🙏🙏🙏

  • @somanathkhara8368
    @somanathkhara8368 Месяц назад +2

    ଆପଣ ଯାହା କହୁଛନ୍ତି, ସମ୍ପୂର୍ଣ୍ଣ ଠିକ। ଏହା କୁ ସମସ୍ତେ ଜାଣିବା ଉଚିତ।

    • @mahimavastuseva
      @mahimavastuseva  Месяц назад

      ସମସ୍ତେ ଜାଣିଲେ ପ୍ରକୃତ ବ୍ରାହ୍ମଣ ଙ୍କୁ ପୂଜା କରିବେ ।
      ଆଉ ସେହି ବ୍ରାହ୍ମଣ ଙ୍କୁ ଯିଏ ଅପମାନିତ କରିବ ସେ ଅହି ନର୍କରେ ପଡ଼ିବ । ଏତେ ଦିନରେ ଜଣେ ବ୍ୟକ୍ତି ମୋର ଉଦ୍ଦେଶ୍ୟ ବୁଝିଲେ ଅହଙ୍କାରୀ ବ୍ୟକ୍ତି ମୋର ବହୁ କ୍ଷତି କଲେଣି
      ମହିମା ଅଲେଖ ଶରଣ

  • @tejraj.sabarsabar1549
    @tejraj.sabarsabar1549 Год назад +2

    Sad.guru.dev.namhaa

  • @udayalima9094
    @udayalima9094 Год назад +4

    ଜୟ ଅଲେଖ ନମସ୍କାର ଧନ୍ଯବାଦ🤝 କାରଣ ମୋର ଶଶୁର ଘର ଶ୍ୟାମ ବାବା ପେରୁପାଂଗ ପଦ୍ମପୁର ରାୟଗଡ଼ା.

  • @sunilkuanr.alekhamahimasar4267
    @sunilkuanr.alekhamahimasar4267 Год назад +2

    Bhakta Mahatma Sadhu Bharibhala lagila Mahima Alekha saranm

  • @gyanaranjanbehera9813
    @gyanaranjanbehera9813 Год назад +3

    ଚତୁଃ ବର୍ଣ୍ଣମ ମୟା ଶ୍ରେଷ୍ଠମ
    ଗୁଣ କର୍ମ ବିଭାଗସ୍ୟ।
    can you got it ??

    • @mahimavastuseva
      @mahimavastuseva  Год назад

      ଗୁଣ କର୍ମ , ବିଭାଗସ୍ୟ। ଶହେ କୁ ଶହେ ଠିକ୍

  • @raghunathmishra959
    @raghunathmishra959 Год назад +2

    Bramha.ninda.bahut.kharp

  • @ranjanranjanbagh1416
    @ranjanranjanbagh1416 Месяц назад +1

    Guru mahima alekha saranam❤❤❤❤❤

    • @mahimavastuseva
      @mahimavastuseva  Месяц назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @AJAYKUMAR-ux8iu
    @AJAYKUMAR-ux8iu Год назад +4

    Guru brahma Mahima alekha saranam 🌄🙏🙏🙏🙏

  • @makardhwajmishra8258
    @makardhwajmishra8258 Год назад +2

    Jeun loka Satya Santi Daya kshama paropakari se dharmaraj. Basista Ayodhyaru bahudurare kudiaghare jangalre sisya mananangka sange thile
    Baba uchit kahu. Chanti

  • @rajendrapandey5981
    @rajendrapandey5981 Год назад +2

    Jay Jagannath

  • @ManasMallick-fc3bq
    @ManasMallick-fc3bq Месяц назад

    Right ✅️

  • @TheCaracas321
    @TheCaracas321 Месяц назад +1

    ଭୀମ ତ ଅଲେଖ ଭଜୁଥିଲେ ଜଗନ୍ନାଥ ଙ୍କ ପାଖକୁ କଣ ପାଇଁ ଯାଇଥିଲେ କହିପାରିବ

    • @mahimavastuseva
      @mahimavastuseva  Месяц назад

      ଭୀମ କେବେ ହେଲେ ଯାଇ ନାହାନ୍ତି
      ଭୀମ ଯୋରନ୍ଦା ମଧ୍ୟ ଆସି ନାହାନ୍ତି

  • @user-yi9bl5gk3y
    @user-yi9bl5gk3y 5 месяцев назад +1

    ଭଲ

  • @gadanayak-nr9bn
    @gadanayak-nr9bn Год назад +3

    ସତ କହୁଛ

  • @silupradhan8283
    @silupradhan8283 Год назад +3

    Brahmaprachara

  • @silupradhan8283
    @silupradhan8283 Год назад +2

    Sarbadharma. Pracharakarithile

  • @DjpabitraMallick
    @DjpabitraMallick Месяц назад +1

    I'm proud harijan

  • @user-ey7ry4hd6j
    @user-ey7ry4hd6j Месяц назад +1

    Thik

  • @dhaneswarmallick6342
    @dhaneswarmallick6342 2 месяца назад +1

    Namaste bahut bhala

    • @mahimavastuseva
      @mahimavastuseva  2 месяца назад

      , ମହିମା ଅଲେଖ ଶରଣ ଶରଣ ଶରଣ

  • @jadumanipradhan6692
    @jadumanipradhan6692 4 месяца назад +1

    🙏🙏🙏 अलेख शरणं ❤️❤️❤️

  • @anilsahoo4101
    @anilsahoo4101 Год назад +2

    ଗୁରୁ 🙏ବ୍ରହ୍ମ ମହିମା 🙏ଅଲେଖ 🙏ସରଣଂ 🙏🙏

  • @trilochannayak116
    @trilochannayak116 Год назад +3

    Thikkahila

  • @bibhutinaik1161
    @bibhutinaik1161 Год назад +2

    Aha srusti arambharu thila ki jati kahile kahaku bujhae

    • @mahimavastuseva
      @mahimavastuseva  Год назад

      ସୃଷ୍ଟି ଆରମ୍ଭରୁ ନ ଥିଲା. ବ୍ରାହ୍ମଣ ଜାତି ନୁହେଁ ବଶିଷ୍ଟ ପରି କର୍ମ କଲେ ବ୍ରାହ୍ମଣ ଏହା ଜାତି ନୁହେଁ

  • @krushnachandradeep4554
    @krushnachandradeep4554 Месяц назад

    Jay,jagannath

  • @bhagabansahu9099
    @bhagabansahu9099 Месяц назад

    ସୀମିତ ଞାନ ମଧ୍ୟରେ ଶାସ୍ତ୍ର ଆଲୋଚନା କରିବା ଅନୁଚିତ।

  • @sanjaymishra3465
    @sanjaymishra3465 Месяц назад

    Thank you

    • @mahimavastuseva
      @mahimavastuseva  Месяц назад

      ମହିମା ପ୍ରଭୁ ଦୟା କରନ୍ତୁ

  • @NareshKumar-mx6qr
    @NareshKumar-mx6qr Год назад +2

    Guru ji namaste . jatti kia srusti karithile

  • @priyambadatripathy1336
    @priyambadatripathy1336 Год назад +3

    Ydhistir dharm rakshya karithibaru tanku dharmaraj kuhajaaechi

  • @user-eu8sh9ic7p
    @user-eu8sh9ic7p 24 дня назад +1

    ଗୋପାଳ ଦେବକୀ ବି ଜଣେ ଗୌଡ଼ ଝିଅ

  • @ManasMallick-fc3bq
    @ManasMallick-fc3bq Месяц назад +1

    Mahima Alekha

    • @mahimavastuseva
      @mahimavastuseva  Месяц назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @ommdas4745
    @ommdas4745 2 месяца назад +2

    ଜୟ ଜଗନ୍ନାଥ❤❤❤

  • @ChotuJamuda-lp6ef
    @ChotuJamuda-lp6ef 3 дня назад +1

    Dharma stafna pare yudishtir ku kana kua jiba

    • @mahimavastuseva
      @mahimavastuseva  2 дня назад

      ଆପଣଙ୍କ ମତରେ ଯୁଧିଷ୍ଟିର ଧର୍ମ ସ୍ଥାପନ କଲେ ଧର୍ମ ରାଜ ହେଲେ ତେବେ କୃଷ୍ଣ କଣ କରିଥିଲେ ? କଣ ଅଧର୍ମ କରିଥିଲେକି ।ମୋର ଏହା ମଧ୍ୟରେ କୁହା ଯିବାର ଉଦ୍ଦେଶ୍ୟ କାହାକୁ ନିନ୍ଦା କରିବାର ନାହିଁ ସେ ଥିଲେ ଧର୍ମ ସୂତ

  • @monojrout5667
    @monojrout5667 19 дней назад

    ଭୋଇ ବଂଶ କିଏ ବାଉରୀ କୋଉ ବଂଶର କହି ପାରିବ।।

  • @Himalaye-jc7md
    @Himalaye-jc7md Месяц назад +1

    A sabu prasna ra uttar ame dei v paribu au deba mushkil v nuha ...
    1- Konsi v Juga re hau, jadi kehi v - Mamu, Guru, Pitamaha... Adharma/Anyaya pakya ru Yuddha kruchhanti tahele semankara virrudha re Yuddha kariba hi Dharma
    2- Yudhisthira nku DharmRaj ethi paai kuha jae na thila ki se Dharmaraj nka putra .... Kintu ethi paai kuha jauthila j siye Satya au Nyaya ra pakhya re sabu bele thile.
    3- Pandava mane Kshatriya kaahin ki naa ... Semankara Guna o Karma Kshatriya vali (Bhagwad Gita 4.13).
    Jati o Varna madhya re antara achhi
    4- Sri Krishna nkara janma Kshatriya ghare kintu palana Gowda ghare ... Athiru ehaa pramaan hela j DwaparYuga re Achhut/Untouchability pari kichhi na thila.
    5- Pratyek Juga re Murti o Mandira ra puja hauthila, aehaar Pramaan acchi ... Sanatan Dharma Saakar o Nirakaar Brahma duhi ta ku maane

    • @mahimavastuseva
      @mahimavastuseva  Месяц назад

      ଆପଣ ସୁନ୍ଦର ଉତ୍ତର ରଖିଛନ୍ତି ଆପଣଙ୍କୁ କିପରି ଧନ୍ୟବାଦ ଦେବି ତାହା କହିହେଉନହିଁ।ଧନ୍ୟବାଦ ବହୁତ୍ କମ ହେବ ଆପଣଙ୍କୁ ଅନ୍ତରରୁ ଧନ୍ୟବାଦ
      ମହିମା ଅଲେଖ ଶରଣ ଶରଣ ଶରଣ

  • @user-on6gp7vm2b
    @user-on6gp7vm2b Месяц назад +1

    ଭଲ କଥାଟି କହିଲ ଯେ ହେଲେ ମନରେ କିଛି ପ୍ରଶ୍ନ ଅଛି ତାହାର ସମାଟ୍ରାଇଧାନ କରିବ
    ପ୍ରଶ୍ନ ନ 1 ତ୍ରି ସନ୍ଧ୍ୟା କିପରି କରା ଯାଏ
    ପ୍ରଶ୍ନ ନ 2 ବ୍ରହ୍ମ କେଉଁଠି ରହେ ଓ ତାର ଜପ ମତ୍ର କଣ
    ପ୍ରଶ୍ନ ନ 3 ବ୍ରହ୍ମ ଅର୍ଥାତ୍ ଭଗବାନ ନିରାକାର ହେ ୟା ସାକାର ଦୟାକରି ପ୍ରଶ୍ନ ର ଉତ୍ତର କମେଣ୍ଟ ବାକ୍ସରେ ଦିଅନ୍ତୁ

    • @mahimavastuseva
      @mahimavastuseva  Месяц назад +1

      ପ୍ରଶ୍ନ ୧ =ତିନି ସନ୍ଧି ସମୟରେ ଶୁନ୍ୟ ଆକାଶ ତଳେ ସାଷ୍ଟଙ୍ଗ ଶରଣ ହୋଇ ନିଜକୁ ତାଙ୍କ ନିକଟରେ ସମର୍ପି ଦେବା ।
      ପ୍ରଶ୍ନ ୨= ଏ ଜଗତ ବ୍ରହ୍ମମୟ।
      ପ୍ରଶ୍ନ ୩= ବ୍ରହ୍ମ ନିରାକାର ଓ ସାକାର ଉଭୟ ।ଅତି ନିକଟରେ ଥିବାରୁ ଅଦୃଶ୍ୟ

  • @sureshakumarkumarsahoo7489
    @sureshakumarkumarsahoo7489 Год назад +3

    Judhistir dharmare thibaru dharmaraj boli kuha jae ,dharm nandan boli nunha......

  • @bhabasindhuthakur9663
    @bhabasindhuthakur9663 Год назад +2

    Bhl

  • @trilochannayak116
    @trilochannayak116 Год назад +2

    Abatarkahi. Bibhrantakuhanho

  • @ManjuKhuntia-rx2yo
    @ManjuKhuntia-rx2yo Год назад +2

    Tumarmati vhrma

  • @kamalgahir8044
    @kamalgahir8044 Год назад +2

    Hlw baba... Papa ru kemiti udhar paibaa maharaj... Papa paien jane hin nija jibana dei achanti... Se hele Prabhu jishu... Jie Prabhu jishu kalaa se hin udhar paiba... Mu hindu hei ki kahuchi... Mu abe sath bisaya jaani parili... Duniya re kehi nahi kehi nahi... Prabhu jishu nku biswas kara papa ru udhar paa... Praise the Lord 🙏

    • @kamalgahir8044
      @kamalgahir8044 Год назад

      Prabhu jishu nku Jie biswas kalaa sie hin udhar paaiba.... Mu jane hindu... Lekin sath bisaya Abe mu jaani paarili... Praise the Lord 🙏

    • @mahimavastuseva
      @mahimavastuseva  Год назад

      ଇଶ୍ୱର ଆଲ୍ହା ତେରେ ନାମ.....,,...

    • @kamalgahir8044
      @kamalgahir8044 Год назад

      Baba... Allah bele kie kahi paariba... Jie ki eka hin iswara... Ki iswara 33 koti thanti.. Naa kebe nuhen... Iswara matra eka... Jie papa paien aashi achanti... Sie hauchanti... Pita, putra, pabitra aatmaa... Pita bele parameswar aau putra bele Prabhu jishu... Aau pabitra aatma bele Jie aamaku saitan kabala ru rakhayaa... Kare... Bible padha sabu jaani paariba... Praise the Lord 🙏

  • @milankumarsamal9130
    @milankumarsamal9130 Месяц назад +2

    Good rules

  • @kitujena3004
    @kitujena3004 Год назад +2

    Jati dharm re Samanta ku kahi ki bantu chanti

  • @bibhutinaik1161
    @bibhutinaik1161 Год назад +2

    Jati kahile kan

  • @gopalchmahananda7264
    @gopalchmahananda7264 Год назад +3

    jati bheda braman mane kari chhi

  • @monojrout5667
    @monojrout5667 19 дней назад

    ଭୋଇ ବଂଶ କିଏ, କୁହ

  • @jotrimayapati7205
    @jotrimayapati7205 Год назад +2

    Kebe tharu started pls say and who was created

  • @bishalmallick4389
    @bishalmallick4389 Год назад +2

    Mahima aalekh guruji a bahira nama tike kahibe mo jejebapa alekha dharm neithile guriji mate tike kahantu bahira nama ta tike kuhantu please❤❤❤❤❤❤

    • @mahimavastuseva
      @mahimavastuseva  Год назад +1

      ଏହା ଗୋଟିଏ ବହି ନୁହେଁ । ବିଭିନ୍ନ ବହିରୁ ଅଣାଯାଇଛି।ଏହିଠାରେ କେବଳ ଦର୍ଶା ଯାଇଛି ଜଣେ ଚଣ୍ଡାଲ ମଧ୍ୟ ବ୍ରାହ୍ମଣ ହୋଇ ପାରିବ ଏଣୁ
      କଥାରେ ଅଛି ବ୍ରାହ୍ମଣ କଲେ ଅପରାଧ।ବେଗେ ପୂଜିବ ତାଙ୍କ ପାଦ ।

    • @bishalmallick4389
      @bishalmallick4389 Год назад

      Thank you gurujii

    • @maheshray3775
      @maheshray3775 2 месяца назад

      @@mahimavastuseva pranam guruji ,kathare achhi na keun sastrare lekha achhi dayakari janeibe ,bhul thile khyama karibe🙏🙏🙏🙏bramhana kale aparadha bege pujiba tanka pada

  • @sikshyachannel7541
    @sikshyachannel7541 Год назад +3

    Baba bhagaban gitare kahichhanti mora Adi anta nahi mu nirakar Mo pakhare jati ajati nahi Karan samasta atma Mo tharu jat aumadhya kahichhanti guna adharare karma Ku chari barnare bibhakta karajaichhi jati mu Tiari karini apana kahile Satya yugaru jati pratha achhi kemiti satya yugare sabu satapradhan jati keunthu asila

    • @mahimavastuseva
      @mahimavastuseva  Год назад +1

      ଆପଣଙ୍କୁ ଶତ ଶତ ଧନ୍ୟବାଦ ଆପଣ ଯାହା କହିଲେ ନିରାଟ ସତ୍ୟ ଜାତି ଭଗବାନ କରି ନାହାନ୍ତି ଜାତି ବାହୁ ବଳି ମାନେ ତିଆରି କରିଛନ୍ତି. ଜାତି ଜାତି ହେଉଛନ୍ତି ଜାତି ହେଲା ମଣିଷ. ଏହି ଜାତି ପ୍ରଥା ଏହି ମନୁଷ୍ୟ ତିଆରି କରଛନ୍ତି
      ଅଲେଖ ଶରଣ

    • @JAGANNATHBHAIPRODUCTION
      @JAGANNATHBHAIPRODUCTION Год назад +1

      କଣ ହେଲା ଜାତି ଭଗବାନ ତିଆରି କରି ନାହାନ୍ତି !!
      ତେବେ ମହାଭାରତ ରେ କର୍ଣ୍ଣ ଙ୍କୁ କାହିଁକି ଶୁଦ୍ର କହି ଅପମାନ କରାଗଲା .... ସେ ସମୟ ରେ ତା କୃଷ୍ଣ ଥିଲା ନା , କୃଷ୍ଣ କାହିଁକି କିଛି କରି ପରାଲାନି
      କାରଣ ସେ ହିଁ ଜାତି କରିଛି .. ଏବେ ବର୍ଣ୍ଣ ବ୍ୟବସ୍ଥା କହି ନିଜର ପକ୍ଷ ରଖୁଛ ..
      ରାମ ସମ୍ଭୁକ କୁ ମାରିଲା କାହିଁକି
      ଓ ଶାବରୀ କୁ ନୀଚ ଜାତି କଳା କିଏ ?
      ଯେଉଁ ଧରମରେ ନାହିଁ ସମାନତା
      ଧର୍ମ ନୁହେଁ ସେତ ଧନ୍ଦା ର ବ୍ୟବସ୍ଥା
      ସବୁ କିଛି ଧନ୍ଦା ଓ ଅନ୍ଧବିଶ୍ୱାସ

    • @sikshyachannel7541
      @sikshyachannel7541 Год назад +1

      @@JAGANNATHBHAIPRODUCTION bhagaban ramanka jati kana, gitaku bhalabhabare padha Jadi padhibaku asamartha tebe youtubure available achhi yathartha gita channel suna tebe mote kahiba je mu wrong

    • @sikshyachannel7541
      @sikshyachannel7541 Год назад

      @@mahimavastuseva apana mote kahile kana heba bhagaban gita padha nahele youtubure yathartha gita channel suna Jadi sei book and RUclips channel wrong tebe mu wrong

    • @mahimavastuseva
      @mahimavastuseva  Год назад

      ନିଶ୍ଚୟ ଦେଖିବା ଜ୍ଞାନୀ ଜନଙ୍କ କଥା ମାନିବା ଉଚିତ

  • @kitujena3004
    @kitujena3004 Год назад +2

    Sir tame prabachan deuchhanti apana thakura nku dekhi chhanti ki

    • @mahimavastuseva
      @mahimavastuseva  Год назад

      ଠାକୁର ନିଜ ପିତା ମାତା
      ଆଉ କେହି ନୁହେଁ
      ସେମାନେ ହେଲେ ଜୀବନ୍ତ ଠାକୁର
      କିନ୍ତୁ ସମସ୍ତେ ପୁର୍ଣ ବ୍ରାହ୍ମଙ୍କ ଠାରୁ ଯାତ ସେ ଅଦୃଶ୍ୟ ସେ ଜୀବ ଜଗତ ନିମନ୍ତେ ଯେଉଁ ନିୟମ ମାନ କରିଛନ୍ତି. ତାହାକୁ ମାନିବ. ଯେହେତୁ ତାଙ୍କର ରୂପ ନାହିଁ ଖୋଲା ଆକାଶ ତଳେ ଶୂନ୍ୟକୁ ଚାହିଁ ମୁଣ୍ଡିଆଟିଏ ମାରିବା.
      ଯେଉଁ ମାନେ ମନ୍ଦିରରେ ପୂଜାପାଠ କରୁଛନ୍ତି କିନ୍ତୁ ବାପା ମାଆ ଖାଇବାକୁ ପାଉ ନ ଥିବେ. ଅଲଗା ଘରେ ରହୁଥିବେ. ତେବେ ମନ୍ଦିରରେ ପୂଜାର ଅର୍ଥ କଣ?

  • @parsuramjena7119
    @parsuramjena7119 Год назад +2

    Baba Andha deshe gali Darpana biki.

  • @jitendrasahu1018
    @jitendrasahu1018 Год назад +3

    ପ୍ରଭୁ ଆପଣ କୃମି ଔଷଧ ବିଷୟ ରେ ଜାଣିଛନ୍ତି କି
    ଜାଣିଥିଲେ ଦୟା କରି ଉତ୍ତର ଦେବେ।
    ଆପଣ ଙ୍କ ଅପେକ୍ଷାରେ ରହିଲି
    ଗୁରୁ ବ୍ରହ୍ମ ମହିମା ଅଲେଖ ସ୍ଵାମୀ

  • @jayadevnayak7931
    @jayadevnayak7931 Месяц назад +1

    Brahin created sll castes sbd made them dupreme,

  • @bibhutinaik1161
    @bibhutinaik1161 Год назад +2

    Apana purana katha kahuchha Kan pain

  • @dharmadasnag
    @dharmadasnag Год назад +2

    Rama panchu pandba mane bi tapir puamane this le

  • @radhanathkanjia8565
    @radhanathkanjia8565 Год назад +2

    ଚକୁଳି ଖାଇବା ଲୋକ ବିନ୍ଧ ଗଣୁଛି
    ସୃଷ୍ଟିର ନିୟମ ଇଶ୍ଵର ଆଣିଛନ୍ତି ତୁ କିଏ
    ପାଳଗଦା ରେ ଚଢି ଆତ୍ମ ପ୍ରଚାର କରୁଛୁ
    ମୂର୍ଖଙ୍କ ଗୁରୁ।

  • @bibhutinaik1161
    @bibhutinaik1161 Год назад +2

    Hati kahile Kan

  • @sarbeswarmishra6695
    @sarbeswarmishra6695 Год назад +2

    You are. Notknowing. Anything. About. Brahmin

  • @bhimsenmallick
    @bhimsenmallick Месяц назад +1

    Mane bramun nuhanti..

    • @mahimavastuseva
      @mahimavastuseva  Месяц назад

      ନ ଥିଲେ ଦୁନିଆ ଚାଲିବ କିପରି ?. ବଶିଷ୍ଠ ଙ୍କ ପରି ବ୍ରାହ୍ମଣ ଅଛନ୍ତି ଯିଏ ନିଜକୁ ତିଳ ତିଳ କରି ଜାଳି ଅନ୍ୟର ଉପକାର ଚିନ୍ତା କରୁଛନ୍ତି ସେମାନେ କେବେ ଧନୀ ହୋଇପାରିବେ ନାହିଁ ସର୍ବଦା ଦୁଃଖରେ ସୁଖୀ ହୋଇଥିବେ

  • @sbi739
    @sbi739 Год назад +2

    Tume keun bhagabana nku puja athaba mana kuha .

    • @mahimavastuseva
      @mahimavastuseva  Год назад +1

      ଭଗବାନ ଏକ ଦୂତିୟ ନାହିଁ

    • @sbi739
      @sbi739 Год назад +1

      @@mahimavastuseva ତାହେଲେ ତୁମେ ଭଗବାନ କୃଷ୍ଣ ଙ୍କ ବିଷୟରେ ଖରାପ କଥା ଗୁଡାକ କହି ନିଜେ ପୂଜୁଥିବା ଭଗବାନଙ୍କୁ ଅପମାନିତ କରୁଛ ।ଯଥା ରାବଣ ଶିବଙ୍କ ପରମ ଭକ୍ତ ହେଇ ବି ତାଙ୍କର ଅବତାର ପ୍ରଭୁ ହନୁମାନଙ୍କୁ ଅପମାନିତ କଳା କତୁବକ୍ୟ କହିଲା ।ଶତ୍ରୁ ଭାବି ମାରିବାକୁ ପାଞ୍ଚିଲା ।ସେହିଭଳି ତୁମେ ମଧ୍ୟ କରୁଛ ।

    • @mahimavastuseva
      @mahimavastuseva  Год назад +1

      କେବେ ନୁହେଁ ଭଗବାନଙ୍କୁ ଛାଡ଼ିଲେ ଆମେ ହେତୁ ବା ଦୀ ହୋଇଯିବା ତାଙ୍କର ଭଲ ଗୁଣ ଗାଇବା ଜଗତର ମଙ୍ଗଳ ହେବ ।
      ଅପମାନ କଥା କହିଲେ ସେତ ପଭୁ ସବୁସିନା ଶୁଣିବେ କର୍ମ ଅନୁଯାୟୀ ଫଳ ନିଶ୍ଚୟ ଦେବେ

  • @khirasindhumajhi-mv6lc
    @khirasindhumajhi-mv6lc Год назад +1

    Alekha dharmare thai ahankar kahiki

  • @ShibaSankar-cu9vc
    @ShibaSankar-cu9vc Месяц назад +1

    Tu ghhuda munha sobu janichhu

  • @lalitadei953
    @lalitadei953 Год назад +1

    Banda kara tums vasana

  • @gopalchmahananda7264
    @gopalchmahananda7264 Год назад +1

    tui kete juga r loka

    • @trilochanpanda5570
      @trilochanpanda5570 Год назад +1

      ତୁଇ କିଟାକହିଲୁରେ ବୁଆଆଗେତୁଇ,,,,,,,

    • @mahimavastuseva
      @mahimavastuseva  Год назад

      ଏହା ଏକ ଲଜ୍ୟା ବିଷୟ

    • @anilpradhan9567
      @anilpradhan9567 7 месяцев назад +1

      Braman beshya chhua😡

  • @sadanandamalik3569
    @sadanandamalik3569 Месяц назад +1

    Faltu katha

  • @bharatmishra7913
    @bharatmishra7913 Год назад +1

    Pagal a

  • @sanjaynaik4736
    @sanjaynaik4736 Месяц назад +1

    Ahi Katha Ajir Ahakari Lok Manibeta

    • @mahimavastuseva
      @mahimavastuseva  Месяц назад

      କୋଟିଏ ମଧ୍ୟରୁ ଜଣେ ମାନିବ ନିଶ୍ଚୟ