Good logic. This country only belongs to govt and govt is country, so before people govt should answer these questions. But is it right to ask questions to govt?
Bhai pura correct kahi cha Kintu neta mananki questions kiya kariba . Ama cm nku kahi bhi kichi questions karanti nahi Media jadi neta nku questions kariba start kari diante Ama state ra development huanta
Salute to Police brothers for their answers. Gov't should take immediate steps to discharge them from service since they don't know about Republic Day.
When our all rools are active then the public will know what is republic day. Because public know that rools only for money bank man or government holded men like mla, minister and police.
After India gained independence on 15 August 1947, a drafting committee was appointed with Dr BR Ambedkar as its chairman to draft a permanent Constitution of India. Republic Day is celebrated to mark the day the permanent Constitution came into power. It is celebrated every year on 26 January since the year 1950. This year, India is marking its 72nd Republic Day. Every year, Republic Day is celebrated with a parade by the Indian Army, Indian Navy Force and Indian Air Force along with various airshows at Rajpath in New Delhi. However, this year, the Republic Day celebrations will be muted in view of the ongoing COVID-19 pandemic. Defence personnel, police and children are also felicitated on Republic Day. Soldiers who have performed outstanding deeds of bravery and selfless sacrifice are awarded the bravery medals, Param Vir Chakra, Vir Chakra and Maha Vir Chakra. Children are honored with Pradhan Mantri Rashtriya Bal Puraskar
ଚାକିରି ରେ ସଂରକ୍ଷଣ ଯୋଜନା ପାଇଁ ଆଜି ଆଜି ଯୋଉମାନେ ସମ୍ବିଧାନ କୁ ଜଗିଛନ୍ତି ସେମାନେ ସମ୍ବିଧାନ କେବେ ପ୍ରଣୟନ ହେଇଥିଲା ଜାଣି ନାହାନ୍ତି। ଏହା ହିଁ ଭାରତ ର ଉନ୍ନତି ର ଚିତ୍ର 🙏।
ଆଜିକା ନେତା କୁହ ମନ୍ତ୍ରୀ କୁହ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ଉପଦେଷ୍ଟା କେହି ଓଡ଼ିଶାର ତିରିଶ ଜିଲ୍ଲାର ନାମ କହି ପାରିବେ କି? ଥରେ ପବ୍ଲିକ ରେ ପଚାରିବା ଦରକାର। ଯିଏ ଲେଖା ପଢ଼ି ଭାଷଣ ଦିଅନ୍ତି ସେମାନେ ଉପରୋକ୍ତ ପ୍ରଶ୍ନ ଗୁଡ଼ିକର ସଠିକ ଭାବରେ ଉତ୍ତର ଦେବେକି।
ସମ୍ବିଧାନ ଯିଏ ଲେଖି ଥିଲେ ତାଙ୍କର ପୁରା ନାମ ଓ ସେ କେବେ ଲେଖା ଆରମ୍ଭ କରି କେବେ ସାରିଥିଲେ ସବୁ ନେତା ଓ ତାଙ୍କ chamcha mane କହି ପାରିବେ କି।
Indian Constitution kete article achi. Ipc. Crpc. Kete article achi janicha
Kíkhuvv6ijĺi6isbb 2 n554rd44fŕþ5ŕŕ44
@@suryanarayansethi4707 କେମିତି ଜାଣିହେବ? ଇଂରେଜ କହୁଛନ୍ତି, ଆମେ ସବୁ ଓଡିଶାର ଜନତା ଓଡିଆ ବୁଝୁ, ଇଂରେଜ ନୁହଁ।
ଆଜି ବାମ୍ଫ ରେ ପଚରା ଯାଉଥିବା ପ୍ରଶ୍ନ ଗୁଡ଼ିକର ସଠିକ ଭାବରେ ଉତ୍ତର ମୋ ସରକାର ଓ 5T ସରକାର ଦେଇ ପାରି ବେତ? Public ଜାଣିବାକୁ ଅପେକ୍ଷା ରହିଲା।
Kya baat........
Right
@@haresh69 0o tsd
Good logic. This country only belongs to govt and govt is country, so before people govt should answer these questions.
But is it right to ask questions to govt?
👍👍👍👍👍👍👍👍👍👍👍
ପ୍ରଥମେ ମନ୍ତ୍ରୀ ନେତାଙ୍କୁ ପଚାର ସେମାନେ ଉତ୍ତର ରଖି ପାରିବେ କି
Bhai pura correct kahi cha
Kintu neta mananki questions kiya kariba .
Ama cm nku kahi bhi kichi questions karanti nahi
Media jadi neta nku questions kariba start kari diante
Ama state ra development huanta
Good question
This is brainwash bro
Thank you sir
Kuna bhai can you ask same question to a politician, then see the result
pachari paribeni
nijara job chalijiba
Due fear to present govt. Kuna Tripathy leave OTV
How you expect such courage from Kuna Tripath???j
H
ନନ୍ଦିଘୋଷ TV କୁ ସଲାମ🙏🙏
କୁନା ସାର୍ ପ୍ରୋଗ୍ରାମ ବହୁତ ଭଲ ଲାଗିଲା। ହେଲେ ମାର୍କେଟ ଭିତରେ ଯୋଉ ଭୌଣି ସମ୍ପୂର୍ଣ୍ଣ ଠିକ୍ ଉତ୍ତର ଦେଲେ ତାଙ୍କୁ ଷ୍ଟୁଡ଼ିଓ କୁ ଡାକି କିଛି ଉପହାର ଦିଆଯାଉ ଯା ଫଳରେ ଅନ୍ୟ ସମସ୍ତ ଙ୍କୁ ଦେଶର ଇତିହାସ ର ମୂଲ୍ୟ ଜଣା ପଡିବ। ଆଉ ଏମିତି କାର୍ଯ୍ୟକ୍ରମ ସବୁ ବେଳେ କଲେ ଆମେ ବହୁତ ଖୁସି ହେବୁ।ଧନ୍ୟବାଦ ନନ୍ଦିଘୋଷ ଟିଭି।
ଏ ପ୍ରଶ୍ନ ସାଧାରଣ ଜନତା ବଦଳରେ ସରକାର ଓ ମନ୍ତ୍ରୀ କୁ ପଚାରନ୍ତୁ, ମିଡିଆ ର ମୂଳ ଲକ୍ଷ୍ୟ କୁ ବୋଧେ ଭୁଲି ଗଲେଣି
ଆରେ ଭାଇ ପୋଲିସ୍ ମାନଙ୍କୁ ତ ଜଣାନାହିଁ ସାଧାରଣ ଲୋକ ବା ଗାଁ ଗହଳି ଲୋକ କଣ କହିବେ
Hn
Smart city ra loke buai village loka bahut kichhi jananti.
Hn bhai
@@studywithmotivation.3460 bhai Tamara kichi you tube channel achi ki
@@agastysir9984 kn pain ki bhai
ପୋଲିସ ଭାଇ କଣ 90% ସରକାରୀ ଚାକିରିଆ ଜାଣି ନଥିବେ January 26 କଣ l କେମିତି ଚାକିରି ପାଇଲେ କିଏ ଦେଲା ତାଙ୍କୁ l
Tu Sabu janichu sala nahi bedha type ra khale lekhuchu tu🙄..
Tu bala ta janichhu sala 😂😂😜😜😜😆😆😅😅😅🤣🤣🤣🔥🔥🔥🔥🔥
ଧନ୍ଯ ତମେ ..ତମର ଜ୍ଞାନ..ଭାଇ ପୁରସ୍କାର ବ୍ଯବସ୍ଥା କରାଯାଉ।
ଆଉ କାହାର ଦୁର୍ବଳତାକୁ ନେଇ ପେଟ ପୋଷିବା ବେପାର !
Welcome back sir
ଯଦି ଆଇନ୍ ର ବାହକ ମାନେ ଜାଣି ନାହାନ୍ତି ତେବେ ସାଧାରଣ ଜନତା କହିବେ କଣ
Tma kaela bhai first ganitaka kea
ଆମ ଦେଶର ଜନତାଙ୍କ ଜ୍ଞାନ ବହୁତ ବଢିଆ
Smart city ra smart people's, Bhubaneswar re emiti loka achhanti.
Republic day to India**1950***26**January,🇮🇳🇮🇳🇮🇳jai Bhim V R Ammetkar shab🙏🙏🙏🙏🙏🙏🙏
Sata re amane amara sikhita loka ba ba👏👏👏👏👏
Aapananka channel ku koti koti
Dhanyabad ...?
Jiye dekhiba gyana miliba taku....
ଏ ମାନଙ୍କ ବାପାମାଙ୍କୁ କୋଟି କୋଟି ପ୍ରଣାମ
ଏବଂ ଚାକିରି କିଏ ଦେଲା ଏଇ ପୁଲିସ ଗୁଡାଙ୍କୁ
ବିଷ ଟିକେ ମିଳୁନି a police ମାନଙ୍କୁ
Jadi police au Peta phulichi ta tanku pachariba darkar nehi dekhi ki sabu jana padijiba
Dhanya hei gala ama future young generation, Jay jagannath
The Job Kuna Bhaina doing is priceless.Very fluent Odia.
ବହୁତ୍ ସୁନ୍ଦର୍ ଆଉ ବହୁତ୍ ବଢିଆ କୁନା ଭାଇ , beautiful presentation and your style of presentation & sense of humour is outstanding.
100%ରୁ 95% ଭାରତୀୟ ଜାଣିନାହାନ୍ତି,1950 ଜାନୁଆରୀ 26 ରେ ସମ୍ବିଧାନ ରେ ଆଇନ୍ ପ୍ରଣୟନ କରାଯାଇଥିଲା।🇮🇳🙏
Tiki
Jaya jagannath 🙏 ରାଜା କୁ ଧରି ପ୍ରଜା ❤
Best show. Best channel. Kuna Bhai Master Story teller. Jai Jagannath
ବହୁତ ବଢିଆ କାର୍ଯ୍ୟକ୍ରମ ଆଜ୍ଞା ।
Mind blowing. I love this video
Fantastic answers
Sir last re question and answer diyontu so that lakomane jani paribe
Right
Kahidele pasia kamijiba
ଡ୍ରେସିଂ ପେଣ୍ଟିଂ ଅନୁସାରେ ମୁଣ୍ଡ ରେ ମସଲା ରଖିବାକୁ ଚେଷ୍ଟାକଲେ ଏମିତିଆ ଦହନୀୟ ପରିସ୍ଥିତି ସୃଷ୍ଟି ହୁଅନ୍ତାନି ।
ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ... ...
Salute Odisha,salute our education,also salute our program ,,,,,
Sala police chakiri kia dela be amanku
6.34 you thenk you so much...
ଯେଉଁ ମାନଙ୍କୁ ପାଇଁ ଆଇନ ପ୍ରଣୟନ ହେଲା ସେମାନଙ୍କର ଏପରି ଅବସ୍ଥା ତେବେ ଦେଶର କିପରି ଉନ୍ନତି ହେବ ଆଇଗା
ଏହି ସମ୍ବିଧାନ କେଉଁ ମାନଙ୍କ ପାଇଁ ତିଆରି ହୋଇଛି l ଯେଉଁ ମାନଙ୍କ ପାଇଁ ତିଆରି ହୋଇଛି ସେମାନେ ନିଶ୍ଚୟ ମନେ ରଖିବେ l ଆମେ କାହିଁକି ମନେ ରଖିବୁ l ନା ଅଛି ସେଥରେ ଆମ ଭାରତର ସଭ୍ୟତା ନା ଅଛି ଆମ ସଂସ୍କୃତି ର ସଂମ୍ମାନ l ବିଦେଶୀ ଗଲେ ସିନା ଭାରତ ଛାଡି ତାଙ୍କ ନୀତି କୁ ଛାଡି ଚାଲି ଯାଇଛନ୍ତି l ଅତ୍ୟନ୍ତ ଦୁଃଖ ର କଥା l ଜନସାଧାରଣ ଙ୍କ ପାଇଁ କିନ୍ତୁ ଜନତା ଙ୍କ ଯନ୍ତ୍ରଣା କେହି ଶୁଣନ୍ତି ନାହିଁ l ଧନ୍ୟବାଦ ବାବୁ ଆମ୍ବେଦକର ତୁମ ଜାତି ଟାକୁ ବଞ୍ଚେଇ ଦେଲ l ଏଥର ବ୍ରାହ୍ମଣ ମାନଙ୍କ ଭେଳା ବୁଡ଼ିଲା l ଜୟ se/st ଭାରତ
Bbsr ete murka achhanti.....
ଜୟ ଜଗନ୍ନାଥ ଧନ୍ୟବାଦ ଭାଇ 🎉🎉🎉🎉🎉🎉🎉🎉
ପୋଲିସ ଭାଇ ଙ୍କୁ କିଏ ଚାକିରି ଦେଲା ।
ଗଣତନ୍ତ୍ର ବିଷୟରେ କଣ ଜାଣୁ ନାହାଁନ୍ତି ।
ସେ କଣ ପୋଲିସ ହୋଇଛନ୍ତି।
Dikha Laguchhi Indipedent day Abun Republic day Kanna Khaskari Ajirapidi Joba Mananku Janna Nanhin . Taa Sahita Police Bhai Mananku Madhya .Chhi , Deshra Durbhagya.
ଜଗନ୍ନାଥ ମଙ୍ଗଳ କରନ୍ତୁ ସୁଧିଜନଙ୍କୁ
Salute to Police brothers for their answers. Gov't should take immediate steps to discharge them from service since they don't know about Republic Day.
Seithi pain ta odissa police desa re age
ଦେଶର ଶିକ୍ଷା ବିଭାଗ କେତେ ସୁଦୃଢ ଏଥିରୁ ଅନୁମେୟ।ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶର ସ୍ବାଧୀନତାକୁ ଓ ଗଣତନ୍ତ୍ରକୁ କେହି ବୁଝି ନାହାନ୍ତି। ତାହାବି ସମ୍ଭବ କିପରି? ଇଂରେଜମାନେ ସିନା ଚାଲିଗଲେ, ସେମାନେ ଯେଉଁ ମଞ୍ଜିବୁଣିଥିଲେ ସେହି ମଞ୍ଜିରୁ ଆଉ ଅଲଗା ଗଛ ଜନ୍ମ ନିଅନ୍ତା କି? ସେହି ଗଛ ହିଁ ଜନ୍ମ ନେଇଛି(ଉଠିଛି) କିନ୍ତୁ ଟିକିଏ ଉନ୍ନତ ହୋଇ। ତେଣୁ ଇଁରେଜମାନଙ୍କଠାରୁ ମଧ୍ୟ ଅଧିକ ଅତ୍ୟାଚାର କରୁଛି ସ୍ବାଧୀନ ଭାରତର ଶାସନ କଳ।
@@balarampalai9088 saithi pain ta English kahu thiba lokanku pathua kuha jauchi General knowledge kichi nathau English kahile hela
Are
@@srikantajena6390 ruclips.net/video/0C5fakB6d0Q/видео.html
ସୁପର ସୁପର......
Kuna Tripathy vala au OTV chhadi ଏଠି 😭😭😭
Kn chhodi heigala ki ...jouthi adhika money seithi ki ki jube
@@MRShark7 To ma ତାଇଘ
ମସ୍ତ ହେଇଚି ବଢିଆ ଲାଗୁଛି ଏଠି ସବୁ ଶିକ୍ଷିତ ସବୁ ଜ୍ଞାନୀ
Some are introvert and some people lacking behind with the knowledge. This is odisha education system.
ସ୍ଵାଧୀନତାର ୭୫ ବର୍ଷ ପରେ ବି ଏ ଦେଶର ଶିକ୍ଷିତ ଲୋକ ମାନେ ଦେଶ ବିଷୟରେ କିଛି ଜାଣୁ ନାହାନ୍ତି - ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା କ'ଣ ହୋଇପାରେ !
ଏ ପରା ସ୍ମାଟସିଟି ସ୍ମାଟ କଥାପଚାରନ୍ତୁ
ଷ୍ଟାଇଲି କଥା ପଚାରନ୍ତୁ ଅଧା ନଙ୍ଗଳା
କପଡା ପିନ୍ଧି , ହାଲୋ ହାଏ କହି ବାହାରେ ଵୁଲିବା ଏ, ହେଲା ସ୍ମାଟ ସିଟ
ମଣିଷ ହେଇଥିଲେ ବୁଝନ୍ତେ ଏମାନେ
ସବୁ ମଣିଷ ରୁପି ଵଳଦ ଏମାନେ
ବୁଝିବେ କିପରି ଏ ମାନେ ହେଲେ
ଜେରକ୍ସ କପି କାଚ ଆଲମାରିରେ ଥିବା
ଚିକଣିଆ କଣ୍ଢେଇ ଦେଖା ସୁନ୍ଦର ବଉଳାଗାଇ ।
The reporter should wear the mask properly. The girl going back steps because she may want to keep social distancing.
ଆରେ ୟେ ଗାଧ୍ ପୋଲିସ କୁ 1 ଷ୍ଟାର୍ ଦେଲା କିଏ, ସେଥି ପାଇଁ ଓଡ଼ିଶା ପଛରେ।
Bhai fine katibaku aau helment check ta Bhala jana achi . sethipain 1star paiichanti
Education system jadi emiti haba ama odisha to pura pachha re rahi jiba😢😔
Jia pacharuchi se nije janichi ta 😂😂😂😂😂😂😂😂
U r right
Right
Right
Right
@@HouseofInfoo 😂😂😂😂😂
Nice program 👍
Very nice bampha
ଇଏ ହେଉଚି ଆମ ଭାରତୀୟ ଙ୍କ ଦେଶ ଭକ୍ତି, ଏଥିପାଇଁ ତ ଆମ ଦେଶରେ ଲୁଟ, ଡକାୟତି, ବଳାତ୍କାର ଭଳିଆ ମହତ୍ୱପୂର୍ଣ୍ଣ ଆଉ ପୂଣ୍ୟ କାର୍ଯ୍ୟ ମାନ ସବୁ ହେଉଚି |ଆଉ ଯେଉଁମାନେ ଏଠି ସତ କାର୍ଯ୍ୟ କରିବାକୁ ଆସନ୍ତି ସେମାଙ୍କର ଏଠି ବଞ୍ଚିବାର ଅଧିକାର ନାହିଁ ତାଙ୍କୁ ହତ୍ୟା କରାଯାଏ |
Smart loka nka smart uttara...khali bamphha darkar
Super
ନମସ୍କାର କୁନାସାରନନ୍ଦିଘୋଷ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ବାମ୍ଫ ବହୁତ ଭଲ ଲାଗୁଛି ଓ ପ୍ରଣାମ ଓଡିଶା ମଧ୍ୟ ଭଲପାଏ ଧନ୍ୟବାଦ ଅର୍ପଣ କରୁଛି
ଧିକ୍ ମୋ ଜୀବନ
ruclips.net/video/0C5fakB6d0Q/видео.html
ଜା ହଉ ଅମୀତିକା ପୋଲିସି ଆମ ଓଡ଼ିଶା କୁ ଦରକାର
99% people of India don't know What is constitution.😭😭 it should be taught in the tv channel
Really
Absolutely right
But tv is not available for all
Acha ??
Thanks kuna ତ୍ରିପାଠୀ
ପ୍ରେମର ଅନ୍ୟ ନାମ କଣ ପଚାରିବା କଥା ତୁମେ ଭୂଗୋଳ ଇତିହାସ ପଚାରିବ କିଏ କହିବ ଓଡ଼ିଶାର ଯୋଜନା ବିଷୟରେ ବଲିଉଡ୍ ମୁଭି ବିଷୟରେ ପଚରୁନ
😁
ତମ ନବୀନ ପଟ୍ଟନାୟକ ର ସବୁ ଭୁଲ୍
ଶଳା ଆମ ଓଡ଼ିଶା ପୋଲିସ ଙ୍କୁ ସାଧାରଣତନ୍ତ୍ର ଦିବସ ବିଷୟରେ ଜଣା ନାହିଁ କି ବାଳ ପୋଲିସ ଚାକିରୀ କରିଛ କେଜାଣି
Narana kan kahibi re
Super comedy news so happy increase our Indian man thanks for showing
This show how police are appointed with out any exam....
Good process of employment...
ଧନ୍ଯବାଦ ପୁଲିିସି୍ ଭାଇ ଧନ୍ଯ। ତା' ସଗେଂସଗେଂ ନେତା ଓ ନେତ୍ରୀ ମାନକୁଂ ଧନ୍ଯ ଧନ୍ଯ ।। ଗୋଟିଏ କି ଦୁଇଟି ନୁହ ୧୦୦କୋଟି ଧନ୍ଯ। ।। ଆମ୍ ଆଦ୍ମି୍ କେ ଵାତ୍ କୋ ଚୋଡ ଭାଇ । ଇସ୍ ଲିଏତୋ ଆମାରା ହଲତ୍ଐଇସା ଏ ଭାଇ।। 😇💯
We need to go ,😁😁😁
😂😂😂😂😂😂
ଗୋଟିଏ ଭଉଣି ଙ୍କୁ ଛାଡ଼ି ସବୁ ଶଳା ମାନେ ଗଧ
ଛି ଛି ପୋଲିସ ବାବୁ ମୁଣ୍ଡ ତଳକୁ କରିଦେଲେ
ଖାକି ତୁମକୁ କିଏ ଦେଲା
Vçççc. vcGttcfçg. tgtcctttcttfct
Mo 5T sarkar lokanka surakhya pain rakhichanty police
Amanaka jiban gala belaku kana khaki dekha jaye I, amiti kahiba vala nuhe
@@sambitmoharana3998 ପୋଲିସ ମାନେ ସେ ଜାଣିବା ଦରକାର ଯେ କେବେ କଣ ଓ କେଉଁ ଦିବସ ପାଳନ କରାଯାଏ କାରଣ ସେ ଆମର ରକ୍ଷକ 🙏
ଦେଶର ଶିକ୍ଷା ବିଭାଗ କେତେ ସୁଦୃଢ ଏଥିରୁ ଅନୁମେୟ।ଦେଶ ସ୍ବାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶର ସ୍ବାଧୀନତାକୁ ଓ ଗଣତନ୍ତ୍ରକୁ କେହି ବୁଝି ନାହାନ୍ତି। ତାହାବି ସମ୍ଭବ କିପରି? ଇଂରେଜମାନେ ସିନା ଚାଲିଗଲେ, ସେମାନେ ଯେଉଁ ମଞ୍ଜିବୁଣିଥିଲେ ସେହି ମଞ୍ଜିରୁ ଆଉ ଅଲଗା ଗଛ ଜନ୍ମ ନିଅନ୍ତା କି? ସେହି ଗଛ ହିଁ ଜନ୍ମ ନେଇଛି(ଉଠିଛି) କିନ୍ତୁ ଟିକିଏ ଉନ୍ନତ ହୋଇ। ତେଣୁ ଇଁରେଜମାନଙ୍କଠାରୁ ମଧ୍ୟ ଅଧୀକ ଅତ୍ୟାଚାର କରୁଛି ସ୍ବାଧୀନ ଭାରତର ଶାସନ କଳ।
ଚାକିରି କରିଦେଲେ ହେବ ନାହିଁ ସବୁ ବିଷୟରେ ଜାଣିଥିବା ଦରକାର। ଆଜି ଲାଞ୍ଚ ଦେଇକି ମଧ୍ୟ ଚାକିରି କରିଥାନ୍ତି,,,, ଚାକିରି କରିବା ଟା ଭଲ କିନ୍ତୁ ଯଦି ନିଜେ ଜାଣି ନାହାନ୍ତି ଅନ୍ୟ ମାନଙ୍କୁ କଣ ସିଖେଇବେ।
chakiri dela kiea police tamaku...odisha government Very good
Joumane Patha padhuchhanti Semane government job paunahanti Joumane Patha padheinahanti Semane government job
Odisha government is very bad
You are talking right didi
Tume sabu pacharibaku kie e sabu ama naveen sarkar nka asirbad
କଣ ଚାଲିଛି ଏଠି.... ପାଠ ହୁଏନି ବୋଲି କଣ ଅ, ଆ ବି ଆସିବନି
ଧିକ୍ ଆମ ଜୀବନରେ
These questions should be asked to ministers and MLA Sarapanch then continue this program. Perhaps you have no courage.
ଜନତା ଜନାର୍ଦ୍ଦନ ......
Rabinanath. Tagore. write. national. Song. From. Swaraj. std-2
Give some gift so that public can take interest to answer.
ଧନ୍ୟ ଧନ୍ୟ,, କି ଯୁଗ ହେଲାରେ ନାରଣ,, ଶେଷରେ ପୋଲିସ୍ ବି ,, ଛି... ଏମାନଙ୍କୁ ପଣ୍ଡିଆନ୍ ସାର୍ tution କଲେ ଭଲ ହୁଅନ୍ତା , ଏଥିରେ ଆମେ କହିବା vacancies baharunii,, ପିଲାଙ୍କ ବାପା ମାଙ୍କୁ ଧନ୍ୟ, ପୁଅ ମୋର MBA କରୁଚି,,ଝିଅ ମୋର M.A କରୁଚି,, ଧନ୍ୟ ତୁମ ପାଠ ପଢା,, ମୁଁ ଭାବୁଛି ମଙ୍ଗଳ କୁ ପଳେଇବି,, ଘୃଣା ଲାଗୁଚି ଏମିତି ସବୁ ଦେଖିକି,,..
ଅପାତତ୍ତ୍ୱ ଯେଉଁ ମାନେ କୋଟା ରେ ଚାକିରୀ ପାଇଛନ୍ତି, ସେଇମାନେ ନିହାତି ମନେ ରଖିବା କଥା..
Bohut moja hela
Salute to women's empowerment. That too in capital city .Shame on us to be Indians.
Kuna bhai nku namskar
I like it this program
Jay Jagannath
All citizens of india should know about history of india...
Kuna Sir my favourite your expiration
Simple question ra answer asuni e police mana nku bt government job deideichhanti jou mane bhala student tanka pain job nanhi
Correct
Right
Right Ansar. 🌿 jay hind🇮🇳
😊
ଦୁଃଖ ଲାଗୁଛି ଅନେକ ଲୋକ ଜାଣି ନାହାଁନ୍ତି ସ୍ବାଧୀନତା ଦିବସ କଣ ଓ ସାଧାରଣତନ୍ତ୍ର ଦିବସ
କଣ ? ପ୍ରତି ଭାରତୀୟ ବ୍ୟକ୍ତି ଜାଣିବା ଦରକାର ।
When our all rools are active then the public will know what is republic day. Because public know that rools only for money bank man or government holded men like mla, minister and police.
ମିଚର ବିସ୍କୁଟ ଚକୋଲେଟ
🍬🍫 ମିଳିଥିଲା
ସ୍କୁଲ ଅଫିସ ମାନଙ୍କ ରେ ସେଓ ବୁନ୍ଦିଆ.. ଖାଇବା ପାଇଁ..😆😆😆
Bhai katha ti pura kahilu
After India gained independence on 15 August 1947, a drafting committee was appointed with Dr BR Ambedkar as its chairman to draft a permanent Constitution of India. Republic Day is celebrated to mark the day the permanent Constitution came into power. It is celebrated every year on 26 January since the year 1950. This year, India is marking its 72nd Republic Day.
Every year, Republic Day is celebrated with a parade by the Indian Army, Indian Navy Force and Indian Air Force along with various airshows at Rajpath in New Delhi. However, this year, the Republic Day celebrations will be muted in view of the ongoing COVID-19 pandemic.
Defence personnel, police and children are also felicitated on Republic Day. Soldiers who have performed outstanding deeds of bravery and selfless sacrifice are awarded the bravery medals, Param Vir Chakra, Vir Chakra and Maha Vir Chakra. Children are honored with Pradhan Mantri Rashtriya Bal Puraskar
Pp
Try to read a book not a guide book or online reading book to get a proper knowledge.😍😍😍😍
❤❤❤❤
Why the constitution of India officially applied on January 26, 1950 not other day
Dhanyawad Mora odisha basi
ଏ ତ ପୁଲିସ ଭାଇ ଘୁସ ଦେଇ ଚାକିରୀ କରିଚି ବଥେ
Dhanya tama gyana
ଏ ମାନେ ଲାଞ୍ଚୁ ଆ ପୁଲିସି
ଯାହା ତ ହେଲା ହେଲା but police ଭାଇ ମାନଙ୍କ ଠାରୁ ଏହି ଭଳି ଉତ୍ତର ଶୁଣି ସତରେ ଆମ ଓଡ଼ିଶା ପାଇଁ ଲଜ୍ଜ୍ୟା 😢😢😢
16: 30 most funny time 😂😂😂
🇦🇪🇦🇸
Nandighosh tv ku request ki nabben babu nku tike ama odisha au jagannath nka bisyare re tike pacharantu... Jadi sahas achhi ta
Police kapi Kari pass karichi
Nice programme