ସମସ୍ତେ ଏଠାରେ ପଣ୍ଡିତ .. | Odia Comedy On Modern Society VS Culture | PapuPomPom Comedy | Aeita Bayata
HTML-код
- Опубликовано: 6 окт 2023
- #aeitabayata #odiacomedy #viral
ଏମାନଙ୍କୁ ଗନ୍ଧାଉଛି ମଞ୍ଜି କଥା | Odia Comedy On Modern Society VS Culture | PapuPomPom Comedy | Aeita Bayata
#ଘରର_ଲକ୍ଷ୍ମୀ_ଉପରେ_ହାତ_ଉଠେଇଲେ_ଲକ୍ଷ୍ମୀ_ଛାଡ଼ିଯିବ ...
ଦେଖନ୍ତୁ, ଏଇଟା ବାୟାଟା ଶନିବାର ରାତି ୯:୩୦ରେ କେବଳ ନନ୍ଦିଘୋଷ ଟିଭିରେ...
#aeitabayata #PapuPomPom #TukunaStylish #jeevanpanda #odiacomedy #domesticviolence #wife #husband
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#nandighoshatv #culture #papupompomcomedy #viralcomedy
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 Приколы
ସତରେ ବହୁତ ଭଲ ହେଇଛି ଭିଡ଼ିଓ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ
ବହୁତ ସୁନ୍ଦର, ଧନ୍ୟବାଦ ଜୟ ଜଗନ୍ନାଥ
ପପୁ ଭାଇ ଏ ବିଷୟ ଟା ସବୁଠୁ bahut ସୁନ୍ଦର ଏମିତି ଏପିଷୋଡ଼ କରନ୍ତୁ ସବୁଠୁ ବଢିଆ ଲାଗିଲା, ଜୟ ସନାତନ ଧର୍ମ
Fast fall Thank u so much
Real story କୁ ସାମ୍ନାକୁ ଆଣିଥିବାରୁ
ସୁଧିରି ବାଲା ସୁଧିରୀ ଯାଅ
ପପୁ ଭାଇ ଆପଣଂକ ଉପସ୍ତାପନା ବହୁତ ବଢିଆ ଏବଂ ଅପାଙ୍କ ବାର୍ତା ସମସ୍ତଙ୍କୁ ସୁଧାରିବାକୁ ନିଶ୍ଚୟ ପ୍ରେରଣା ଦବ 🙏🏻🙏🙏🙏🙏
ଶିକ୍ଷଣୀୟ ଉପସ୍ଥାପନ,ଅତି ସୁନ୍ଦର 👌👌👌
Amo desa ku sudhuribara samastankara dayitto achhi..
Sudhuriba loka sudhuri jao 🙏🚩🇮🇳
ଆଜି ପପୁ ଭାଇ ଭକ୍ତ ହେଇ ଛନ୍ତି 😅😅😅
Bhal kathana
ସବୁଠୁ ବେଷ୍ଟ ଏପିସଡ଼ 👍👍👍👍
ହୃଦୟରୁ ଗୋଟେ ଲାଇକ ପପୁ ଭାଇ ପାଇଁ
Nice msg for our society good job nandighosa tv team
ବହୁତ ଭଲ କଥାଟିଏ ଶିଖିବା କୁ ମିଳିଲା ❤
I love you Papu bhai...❤odia shanskar sikheila bhala lagila...but aji Kali jau advanced society ame kemti chaliba
Ete din pare emiti gote prasanga dekhiki bahut Santi lagila. Dhanyawad Nandighosha TV.
A to z dekhiba aau suniba pare pratiti step ati sanskrutiya...jay Jagannath
Truly appreciating Papu bhai
ଖୁସି ଲାଗେ ଯେତେବଳେ ଆମେ ସମୟ ସହିତ ତାଳମେଲେଇ ଆଗକୁ ବଢିବା ସହ ନିଜ ସଂସ୍କୃତି କୁ ସମ୍ମାନ ଦେଉ କିନ୍ତୁ ଦୁଃଖ ଲାଗେ ଯେତେେଳେ ଆମେ ଆଧୁନିକତା ନା ରେ ନିଜ ସଂସ୍କୃତିକୁ ଭୁଲି ଯାଉ
ଧନ୍ୟବାଦ୍ ଦେବି ନନ୍ଦିଘୋଷ ଟିଭିକୁ ଏପରି ଏକ ସୁନ୍ଦର ଉପସ୍ଥାପନା ପାଇଁ ଆଶା କରିବି ଏମିତି ଆହୁରି କିଛି ଲୋକଲୋଚକୁ ଆଣିବେ
ଧନ୍ୟବାଦ୍❤❤
ବହୁତ୍ ଭଲ ଅତି ଉଚ୍ଚକୋଟୀର ଶିକ୍ଷ୍ୟା ଲାଭ ପାଈଁ ଓ ସମାଜ କୁ ଚେତାବନୀ ଆଲୋଚନା। ପପୁ ପମପମ୍ ଙ୍କ ସବୁ ଅଭିନୟ ବାସ୍ତବ ଜୀବନ୍ତ ନିଖୁଣ ଯାହାକୁ କୁହନ୍ତି ପ୍ରକୃତ ଅଭିନୟ। ସାହିତ୍ୟ, ସଙ୍ଗୀତ, ନାଟକ, ଚିତ୍ର କାରୁକାର୍ଯ୍ୟ, କଳା ଶିଳ୍ପୀ ଭାସ୍କର୍ଯ୍ୟ,ବିଜ୍ଞାନ ସଂସ୍କୃତ , ଭୌଗଳିକ ରାମାୟଣ, ମହାଭାରତ ପୁରାଣ ବର୍ଣ୍ଣନା ଭବିଷ୍ୟ ସବୁଥିରେ ପରିପୂର୍ଣ ପାରଦର୍ଶିତା ହାସଲ ଖାଲି ସମସ୍ତେ କୁହନ୍ତି କେବଳ କମେଡି କିଙ୍ଗ, ମୁଁ କହିବି ସୂର୍ଗ, ମର୍ତ୍ତ୍ୟ, ବୈକୁଣ୍ଠ, ପାତାଳ ତିନି ପୁର ର କିଙ୍ଗ ଯେତେ ପ୍ରଶଂସା କଲେବି ତାଙ୍କ ପାଇଁ କମ୍ ହେବ। ତାଙ୍କ ପାଇଁ କୋଟି କୋଟି ଥର ହୃଦୟ ରୁ ଭୁମିଷ୍ଟ ପ୍ରଣାମ। ଭଗବାନ୍ ତାଙ୍କର ସୁନ୍ଦର ସୁସ୍ଥ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରନ୍ତୁ ତାଙ୍କ ଚଲାପଥ ସମୃଦ୍ଧ କୁସୁମିତ ହେଉ।🙏🙏🙏💅💅💅💅💅💅💅💅💅
Sir ଆପଣଙ୍କୁ ଅଶେଷ ଧନ୍ୟବାଦ.
ଧନ୍ୟବାଦ ପପୁ ଭାଇ
ଅତି ସୁନ୍ଦର ଉପସ୍ଥାପନା❤
🙏ବହୁତ୍ ସୁନ୍ଦର୍ ପ୍ରୟାସ, ଦେଖିବା ଭବିଷ୍ୟତ କଣ ହେଉଛି🤗
ଏହି ଭିଡ଼ିଓ ଦେଖି ବହୁତ କଥା ଶିଖି ବାର ଅଛି ବେଷ୍ଟ କମେଡି ସୋ great ନନ୍ଦୀଗୋଷ ଚାନେଲ ❤❤❤❤❤❤❤❤❤
ଧନ୍ୟବାଦ ପପୁ ଭାଇ।❤
Sabutoo best episode
I am a big fan of your Papu bhai
And sanatan dharma
Papu sir is the best ...execuse me jaha kahibi sato kahibi ...auu thore hoigole bholo huanta
ସମାଜରେ ଘଟୁଥିବା ବାସ୍ତବ କଥାବସ୍ତୁ ଉପରେ ଆଧାରିତ ଘଟଣାକୁ ବ୍ୟଙ୍ଗ ମାଧ୍ୟମରେ ପରିବର୍ତ୍ତନ କରିବାର ଗୋଟେ ପ୍ରାୟାସ । ସୋସିଆଲ ମିଡିଆରେ କମେଡି ଭିଡିଓ ତ ବହୁତ ଆସୁଚି କିନ୍ତୁ ପପୁ ଭାଇ କମେଡି ଭିଡିଓ ଆଗରେ।।।।
ପପୁ ଭାଇ, ତୁମକୁ ଅଶେଷ ଅଶେଷ ଧନ୍ୟବାଦ, ତୁମେ ବହୁତ୍ ବଢିଆ ବଢିଆ କଥା, ଏ ସମାଜକୁ ଶିକ୍ଷା ଦେଲ. ଧର୍ମ, ଅଧର୍ମ, ନ୍ୟାୟ, ଅନ୍ୟାୟ ଲୋକ ସବୁ ଭୁଲି ଯାଉଛନ୍ତି..
ଲୋକମାନେ ନିଜେ ଚାହିଁଲେ, ସବୁକିଛି ଠିକଠାକ ହେଇପାରିବ.
One of the best episode, heart touching videos.mane apna bachpan ke yaad aage. Aapne sahi aaena dekha ya hai
ଟୁକୁନା ଭାଇ comedy on top 😂❤
ଶିକ୍ଷଣୀୟ ବିଷୟବସ୍ତୁ ଓସମଆଜ ସୁଧୁରିବା ର ବାର୍ତ୍ତା
Sabutharu best episode,sabu barga ra loka mananka pain,,jai jagannath 🙏
ଅତି ସୁନ୍ଦର ଶିକ୍ଷଣୀୟ ହାସ୍ୟ ନାଟକ
ସମାଜ କୁ ସୁଧାରିବା ପାଇଁ ବହୁତ୍ ବଢିଆ ସୁନ୍ଦର୍ ଚିନ୍ତା ଧାରା ଧନ୍ୟବାଦ୍
Thank you ehi viedeo jariare ame amara truti jani paruchu loka mane amara sanskruti ku vulu chanti.. Thankyou nandughosa tv, thanks papu vai
Excelent Script ....very very meaningful .. excellent concepts
ଜ୍ଞାନର ଭଣ୍ଡାର ଆମୋ ପପୁ ଭାଇ ❤
Bahut bhal episode
ନିହାତି ଆଜି କାଲି ସମାଜ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ
ବହୁତ ଶିଖିବାର ଅଛି ଏହି episode ରେ, ଧନ୍ୟବାଦ ପପୁ ବାବୁ l🎉😊
Here Papu Bhai has given partial knowledge of Sanatan dharma which cannot fight with morden knowledge.
Bahut sunder upastapana,proud to be an sanatani
Excellent Episode..... 👌👌
ସମସ୍ତଙ୍କର ନିଚ୍ଛକ ଅଭିନୟ ବହୁତ୍ ବଢିଆ ହୋଇଛି 👌👌👍👍👍
Aepari video and kahani mo bahuta khusihabi
Bahuta bhala lagila , bahuta kichi sikhibaku milila.
Best episode Papu sir..big fan...mo dream apana nka saha kama kariba
Bohut Sundar avinaya
Very knowledgeable person (Papu bhai)... nice performance by vikas sir
Bahut.vala.katha
Papu bhai 👍👍😊😊
Papu sir , eita nice video ehibhali video kara, samaj ku bhala sikhya sikhibar acchi a video re , respect heartly, 🙏. Old is gold 👌 .
ସବୁଠୁ ସୁନ୍ଦର ଅଧ୍ୟାୟ।
Bahut bhala lagila
ବୋହୁତ୍ ସୁନ୍ଦର 👌
ବେଶି ଏମିତି ବଡ଼ ଘରେ ବା ଅଳ୍ପ ଜ୍ଞାନ ନାରୀ ମାନକଂ ଠାରେ ଚରିତ୍ର ଦେଖାଯାଏ
100% ସତ୍ୟ, କିନ୍ତୁ ଆଜିର ଦୁନିଆ କେବଳ ଟଙ୍କା, ଆଉ ରୂପ, ଆଉ body ପଛରେ, ମାନବିକତା ସେନ୍ହ ଭଲ ପାଇବା ପବିତ୍ରତା, ସଚ୍ଚା ଭଲ ପାଇବା କିଛି ର velu ନାହିଁ ଆଜ୍ଞା 🙏🙏 ଭଲ ମଣିଷ ହେବା ଭଲ ମଣିଷ ଭଳି ବଂଚିବା ଆଉ ମାନବିକତା ରଖିବା ବହୁତ କଷ୍ଟ, ବହୁତ ଯନ୍ତ୍ରଣା ଆଜ୍ଞା
Wow, what a concept !
ପପୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
ଆମ ହିନ୍ଦୁଧର୍ମ ଆମ ସନାତନ ସଂସ୍କୃତି ଉପରେ ଯେଉଁ ଟିପଣି ରଖି ଯୁବ ପିଢିଙ୍କୁ ସଚେତନ କରିଛନ୍ତି ଅଶେଷ ଅଶେଷ ସାଧୁବାଦ l
Papu pam pam is now become a philosopher but its good he is a knowledgeable Brahmin
Ati sundar bisaya manaku lagila
Papu bhai bahuta bhala lagela tumora katha very nice and beautiful ❤❤❤❤❤🎉 Papu bhai thanks 👍👍👍👍🙏
🙏Jay Jagannath 🙏 sir
Nice one video
Pupu bhai tume intelligent Bayiya ta.......💝💝💝😃😂🎈
Bahut sundar sikhyaniya katha sabu janibaku milla ❤👌👌👌👌👌
Bahuta Bhala Lagila Episode Ti Love You Papu Bhai ❤❤❤
ପପୁ ଭାଇ ବହୁତୀ ଜ୍ଞାନୀ 🥰🥰
GOOD
Aapana maanankara aajira ei upastapanaa bohut sikhaniya ate ❤aapana samasta nku bohut bohut dhanyawad 🙏 aapana maane e'hi pari samaj ku sachetan karu thaantu
Papu bhai sate bhalalagila
ବହୁତ୍ ସୁନ୍ଦର ।
Most beautiful and amazing video in your life 💕 sir great sat sat naman amiti video pain
Papu Bhai a bhalia bhala vdo agaku agaku karantu .....jay Jagannath
ସତରେ ଭିଡିଓ ଖୁବ୍ ସୁନ୍ଦର ଲାଗୁଛି ❤
ଲାଗୁଛି କିଛି ଲୋକ ସୁଧୁରି ଯିବେ ,, ମନୋରଞ୍ଜନ ମାଧ୍ୟମରେ ହେଉ ପଛେ କିଛି ନା କିଛି ଶିକ୍ଷଣୀୟ କଥା ରହୁଛି ,, ଚାଲୁ ଚାଲୁ ସଂସ୍ଥା ଚାଲୁ 😍👌 ଜୟ ଜଗନ୍ନାଥ 🙏
ବହୁତ ବଢିଆ ଚର୍ଚ୍ଚା । ଧନ୍ୟବାଦ ।
❤❤❤❤ଏଇଟା ସବୁଠୁ ଭଲ ଏପିସୋଡ୍ ପପୁ ଭାଇ
Ohh Papu Bhai pura nitisikhya dhanyabad
ସୁନ୍ଦର ଉପସ୍ଥାପନା ଧର୍ମ, କରମ .ଚଳଣି
ଆଉ ମାନବତା ଅପୂର୍ବ ସମନ୍ଵୟ ।
ବିଜ୍ଞାନର ଛୁଙ୍କ, ବ୍ୟଙ୍ଗ ର ଫୁଟଣ ବାସ୍ତବତା ର ବ୍ୟଞ୍ଜନ ପରଷି ଦେଇ
ଛନ୍ତି ପପୁ ଭାଇ। ସ୍ଵାଗତ ଯୋଗ୍ୟ
ସମାଜ ପରିବର୍ତ୍ତନ କାରୀ ତଥ୍ୟ
ସମ୍ବଳିତ ଇପିସୋଡ🎉
Bahut badhiya.Samastankara action sundar.🙏 Jai Srikrishna 🙏
Jay Shree Mahakaal 🔱🕉️♥️❤🙏
Jabardast 👌👌👌👌👌
One of versatile Actor papu bhai.. Nice episode💕💕💕💕
ପ୍ରତେକ ଭିଡ଼ିଓ ର ଭାଇ ଆପଣଙ୍କର ବହୁତୁ କିଛି ଶିଖିବା ପାଇଁ ପ୍ରେରଣା ଦେଇଥାଏ 🙏🙏
Same like gravity . aeroplane is not invented by wright brothers it is invented by shivkar Bapuji Talpade.
Super fast etabayata thankyou
🙏nice bhai amiti story aji ka date re darkar
Good theme salute to all team.
I love this program 😊
Papu sir Good message our public. Super.. Sanatan dharma sabutharu puruna dharma. Jay shree ram.. Jay shree jagannath.. Jay shree Krishna..
ବହୁତ ସୁନ୍ଦର 👌 ଶିକ୍ଷଣୀୟ ❤
Bhaut bhala lagila 👏👏👏
ଭିଡ଼ିଓ ତ ଅନେକ ବନାତି …
କିନ୍ତୁ ଏପରି ନୁହଁ …ଜୟ ଜଗନ୍ନାଥ 🙏
Personally I request you to all please watch this video because this video has lots of lesson of our culture and our sanatan dharma also.
Papu vai u just brilliant actor 🙏
Thanks a lot for this episode specially. Proud to be a devotee of sanatan culture and being a human. Jai shree ram.
Best comedy Papu Bhai
Badhia Papu 🎉 bhai
Papu bhai is great 🙏🙏🙏🙏
One of the best episode.. really loved all the characters.
କଳାକାର ମାନଙ୍କ, ଧନ୍ୟବାଦ, ଜଣାଉଛି
ATI Sundar
Unexpected outcome from Papu pom pom...ete din pare taahele chetana pherila..A chetanadharmi episode ku ajasra samman.
Nandighosh Chanel re aei gote episode sabuthu bhala laguchhi👌👌👌
Ete Dina pare dekhili gote video. Dil khusi heigala. Long life Papu bhai