ହିନ୍ଦୀ ନଜାଣିକି ହିନ୍ଦୀ କହିବାର ଇଚ୍ଛା | ଖଟି with କୁନା ତ୍ରିପାଠୀ | Kuna Tripathy | Episode 08 | Mo TV

Поделиться
HTML-код
  • Опубликовано: 6 сен 2024
  • ଜୟ ଜଗନ୍ନାଥ ବନ୍ଧୁମାନେ
    ଖଟି with କୁନା ତ୍ରିପାଠୀଙ୍କର ଆଉ ଗୋଟେ ପାହାଚକୁ ଆପଣଙ୍କୁ ସ୍ୱାଗତ I
    ଏହି ଖଟିର ଆଲୋଚନା "ହିନ୍ଦୀ ନଜାଣିକି ହିନ୍ଦୀ କହିବାର ଇଚ୍ଛା"
    ଖଟି with କୁନା ତ୍ରିପାଠୀ (KKT) | Episode 08
    ବିଶେଷ ଦ୍ରଷ୍ଟବ୍ୟ: ଖଟି with କୁନା ତ୍ରିପାଠୀ ସୋର ସମସ୍ତ ଅଧ୍ୟାୟ ଗୁଡିକ ମନୋରଞ୍ଜନ ଭିତ୍ତିକ I ଏହି ସବୁ ଅଧ୍ୟାୟମାନଙ୍କରେ କୌଣସି ବ୍ୟକ୍ତି କିମ୍ବା କୌଣସି ବିଷୟ କୁ ଆକ୍ଷେପ ବା ଇଙ୍ଗିତ କରି ଅପମାନ କରାଯାଉ ନାହିଁ I ଦୟାକରି କେହି ଦିହ କୁ ନେବେନି! ଆମେ ଆପଣଙ୍କୁ ଆପଣଙ୍କ ବ୍ୟସ୍ଥବହୁଳ ଜୀବନ ଭିତରୁ କିଛି କ୍ଷଣ ପାଇଁ ଏହି ସୋ ମାଧ୍ୟମରେ ହସାଇବାକୁ ଉଦ୍ୟମ କରୁଛୁ I କିଛି ଯଦି ଆମ ତରଫରୁ ଭୁଲ୍ ଥିଲେ ଆମକୁ କ୍ଷମା କରିଦେବେ ବୋଲି ଆମର ଆଶା I I
    ଜୟ ଜଗନ୍ନାଥ 🙏🙏
    Disclaimer: This is intended only for entertainment purposes. In this video, we have tried to make some smiles and fun for our viewers. We respect all languages. We are not insulting anyone or anything. Please and Kindly don't take it on the heart seriously. We respect all original creators.
    ଆପଣଙ୍କ ପାଖରେ ଯଦି ଖଟି ସମ୍ପର୍କିତ କଣ କଥା ଅଛି, ତେବେ ପଠାନ୍ତୁ ଆମ ପାଖକୁ, ଆମେ ଆପଣଙ୍କ ଖଟି କଥାକୁ ଲୋକଙ୍କ ପାଖକୁ ଆଣିବୁ I
    ହଟିଆ ଠାକୁର ଆଉ କେତେ ନାଟ ଦେଖିବ | Mo TV Exclusive - • ରଥ ନିର୍ମାଣ ପୁରୀ | Char...
    #ହିନ୍ଦୀନଜାଣିକିହିନ୍ଦୀ #kunatripathy #ଖଟିwithକୁନାତ୍ରିପାଠୀ
    -------------------------------------------------------------
    It has always been our earnest interest to showcase Odisha and its talents in a unique way. We are also happy to launch our new web video channel Mo TV, which will grow as a youth connect entertainment platform. Kindly watch our videos and give your important feedback and comments.
    Subscribe to Mo TV on RUclips: / motvodisha
    Like Mo TV on Facebook: / motvodisha
    Follow Mo TV on Twitter: / motvodisha
    Follow Mo TV on Instagram: / motvodisha
    ------------------------------------------------------
    * ANTI-PIRACY WARNING *
    This content is Copyright to Mo TV. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    ©2021. All Copyrights Reserved with Mo TV.

Комментарии • 891