I think bhai ama ra se gapa re thile sabu deatails re kahuchanti so..... But kahile Kain gapa nuhe sata katha but kau adu sata jana paduni bas ctc ra old style ku janeili nija mamu ra bali pakeiki gapa gote au only views pi.... Ok continue Kara bhai 🙏
Anek Dina taley Meenabazar bahi re padthili bhuta gapa "Pithoragarh re gotiye raati" aau Bijaya magazine re " Janha Raati Ra Zobra". Kuna Bhai nka ei story prayataha samaan. Memory fresh heigala pilabela ra. Bohut bhala lagila ei kahaani suniki. Bohut badhia barnana Kaley 👍🏻👍🏻👍🏻.
Thank you very much sir. Ajikali kehi gapa kahibaku chanhunahanti but apana emiti gote sundara kama karuchhanti. Satare aji laguchhi sei piladina pheri asichhi sabu kichhi apanara apanara laguchhi
Sir kete sundar heichi taha vasare ta prakas kariba ta asambhaba ...ta sahita apankara narration ....au ama odia vasa ra madhurjya bes mana mohita kala....bohit bohut dhanyabad sir
Jibana ra saptaranga ku samaste sparsha karithile madhya,Sei ranga ku samastanka deha re boli parantini,Kuna Uncle You are awesome,mu apana nku bht thara sakale cha pibara dekhichi,School re prize debara bi dekhichi,pkharu dekhichi mo chotoble,Jane star heiki madhya normal "Common Man"😀bhali rahuthiba loka, Actually Cuttack mati hin seya na kn uncle
Respected sir, Actually all your thoughts are full of diplomacy , i always try to go through it properly.Thanx a lot for the story ..waiting for a new one.Love you sir ❤️love from bhadrak.jay jagannath 🙏.
Thrilling and entertaining. Now I can differentiate the real meaning of such stories which we generally heard at childhood and often believe the existence of ghosts .
❤❤❤❤❤❤କୁନା ଭାଈ ନମସ୍କାର। ହଁ ସତକଥା ଭୁତ ପ୍ରେତ ଅଛନ୍ତି।
ଏକ କାଳ୍ପନିକ କଥାକୁ ଏପରି ସୁନ୍ଦର ଏବଂ ଜୀବନ୍ତ ଭାବେ ଉପସ୍ଥାପନା କେବଳ କୁନା ତ୍ରିପାଠୀ ହିଁ କରିପାରନ୍ତି। ବହୁତ ଭଲ ଲାଗିଲା।
ଧନ୍ଯବାଦ
ଆପଣଙ୍କ ଉପସ୍ଥାପନା ଟି ଏକ ଜୀବନ୍ତ ଘଟଣା ହୋଇ ଉଠିଲା 🙏🙏🙏
Best of odisha kuna tripathy sound Hindi English odia
My Name Allowed
6:08 6:09 6:09 6:09 6:09 6:12 6:16 6:20 6:22 6:22 6:31 6:34 6:42 6:42 6:45 6:45 6:46 6:46 7:38 7:55 8:04 8:04 8:06 8:19 8:19 8:37 8:39
ବହୁତ ପୁରୁଣା ବୟସ୍କ ଭୁତ ସାଙ୍ଗ ରେ ଦେଖା ହୋଇଗଲା
ବର୍ତମାନ ଆମେ କଥା କଥା ରେ english au ହିନ୍ଦି ବାହାରୁଚି ,ମୋଟା ମୋଟି ଆମେ ଏବେ ର ଏ english ଆଉ ହିନ୍ଦି ଯୁଗ ରେ କୁନା ଭାଇ ଙ୍କର ଏ ସ୍ପଷ୍ଟ ଓଡ଼ିଆ ଭାରି ଭଲ ଲାଗେ,ଆଉ ଆମେ ଓଡ଼ିଆ ବୋଲି ମଧ୍ୟ ଗର୍ବ କରିବା ନିହାତି ଦରକାର🙏
ବହୁତ ସୁନ୍ଦର କଥା
ବହୁତ ସୁନ୍ଦର କାହାଣୀ ଥିଲା କୁନା ଭାଇ । ଆପଣ ସବୁବେଳେ ଖୁସିରେ ଥାଆନ୍ତୁ। ମୁଁ Jagannath ଙ୍କ ପାଖରେ ପ୍ର|ଥାନ କରୁଛି।
ଅତି ସୁନ୍ଦର 👌 👌
ମିହିର sir, ବିଜୟ sir, ଙ୍କ ପରେ 3ୟ ବ୍ୟକ୍ତି ଯାହାଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ |
ଜୟ ଜଗନ୍ନାଥ
Sidhant mohapatra also
Bahut bhala lagila sir jay jagannath sir
କୁନା ଭାଇ ଙ୍କ ସହ କଥା ହେବା କିମ୍ବା କଥା ଶୁଣିବା ରେ ଗୋଟେ ନିଆରା ଜିନିଷ ଥାୟେ,ସେଇଟା ହେଲା ତାଙ୍କର ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ ଆଉ ତାଙ୍କ ଠାରୁ ଗୁଡ଼ାଏ ନୂଆ ଓଡ଼ିଆ ଶବ୍ଦ ଶିଖିବାକୁ ମଧ୍ୟ ମିଳେ।
A... Thike katha
Jaahaa kuha...!!! Kuna Tripathi gote bohut Majaalia loka te... bohut Kam loka emiti thaanti
ଏମିତି ସୁନ୍ଦର ଗଳ୍ପ ଶୁଣିବାକୁ ବହୁତ ଭଲ ଲାଗେ।
Mamu Na Re Gapa Waaah
#Desi Cuttakia🤣
I think bhai ama ra se gapa re thile sabu deatails re kahuchanti so.....
But kahile Kain gapa nuhe sata katha but kau adu sata jana paduni bas ctc ra old style ku janeili nija mamu ra bali pakeiki gapa gote au only views pi.... Ok continue Kara bhai 🙏
@@trilochanbarik7105 P
ଜୟ ଜଗନ୍ନାଥ 🙏
କୁନା ଭାଇନା ନମସ୍କାର ।ଆପଣଙ୍କର ଉପସ୍ଥାପନା ଶୈଳୀ ସତରେ ହୃଦୟସ୍ପର୍ଶୀ ଏବଂ ଆକର୍ଷଣୀୟ ।
Sir , you are a completely extraordinary comedian 🙏
Kuna vaina.Apana Jane sarasa sundara kathakara.thankas a lot
Chhota bela story pari mana dei sunili.....
Aau gote amiti story anantu sir...
Thank you
Bhaina apanankara talking style swatantra .
Apananka Katha re jadu achhi .
Jay Jagannath
Anek Dina taley Meenabazar bahi re padthili bhuta gapa "Pithoragarh re gotiye raati" aau Bijaya magazine re " Janha Raati Ra Zobra".
Kuna Bhai nka ei story prayataha samaan. Memory fresh heigala pilabela ra. Bohut bhala lagila ei kahaani suniki. Bohut badhia barnana Kaley 👍🏻👍🏻👍🏻.
Thank you very much sir. Ajikali kehi gapa kahibaku chanhunahanti but apana emiti gote sundara kama karuchhanti. Satare aji laguchhi sei piladina pheri asichhi sabu kichhi apanara apanara laguchhi
Sir kete sundar heichi taha vasare ta prakas kariba ta asambhaba ...ta sahita apankara narration ....au ama odia vasa ra madhurjya bes mana mohita kala....bohit bohut dhanyabad sir
Bahut sundar narration 🔥....bahut bhala lagila
Bahut badhia lagila
ସାର ଆପଣ ଆପଣଙ୍କ ସମୟର ସ୍କୁଲ ଶିକ୍ଷା, ଶିକ୍ଷକଙ୍କ ପ୍ରତି ଡର ଆଉ ସ୍କୁଲ ବେଳର ମଜା ମସ୍ତି ଆଉ ବର୍ତମାନର ସ୍କୁଲ ବିଷୟ ରେ ଭିଡ଼ିଓ ବନାନ୍ତୁ
Mu Pura story re Pasi jaithili gapata sata lagila amazing
Ati sundor kahani & ur so biutiful sar
Badhia lagila sir. Emti alga bhuta story abantu
Kuna Bhai apana kemiti achanti jai Jagannath 🙏🙏🙏🙏🙏🙏🙏
Khub Sundar upastapana...
ଏହି କାହାଣୀକୁ ନେଇ ଏକ ଚଳଚିତ୍ର ହେବା କଥା , ଦମଦାର କାହାଣିଟିଏ
Ati sundooor story sir
Bhaina, dhanyabad story suneile. Bahut Dina Pare Manisha tike hasila.
Beautiful story.. Emti bahut saara story darkar.. Horror TV episode heijiba ae story re..
Exciting and excellent, very very entertaining.
ମେଳା ଖର୍ଚ୍ଚ:-
ମେଳା ବା ପ୍ରଦର୍ଶନୀ ଆଉ କେହି କେହି ଏହାକୁ ମେଲଣ ଏବଂ ହୋରି ମଧ୍ୟ କୁହନ୍ତି । ଆମ ଗାଁର ମେଳା, ବା ରଙ୍ଗ ଖେଳର ପରଦିନ ଅନୁଷ୍ଠିତ ହୁଏ, କିନ୍ତୁ ମେଳାର ପ୍ରସ୍ତୁତି ଆରମ୍ଭ ହୋଇଯାଏ କିଛି ଦିନ ପୂର୍ବରୁ । ମୁଖ୍ୟ ଭାବରେ ମେଳା ଖର୍ଚ୍ଚ ଆଦାୟ କରିବା । ଘରେ ଥିବା ସମସ୍ତ ଗୁରୁଜନ ଏବଂ ଘରକୁ ଆସିଥିବା ସମସ୍ତ ବନ୍ଧୁ, ଘରେ ଥିବା ଛୋଟ ଛୋଟ ପିଲା ମାନଙ୍କୁ ଦିଅନ୍ତି ମେଳା ଖର୍ଚ୍ଚ |
ଆମେ ଦୁଇ ଭାଇ ଯାଆଁଳା ହୋଇଥିବାରୁ, ଘରକୁ ଆସୁଥିବା ବନ୍ଧୁ ଆମ ୨ଜଣଙ୍କ ମଧ୍ୟରୁ କିଏ ସିକୁ ଏବଂ କିଏ ସିଲୁ ଜାଣିପାରନ୍ତି ନାହିଁ ମୁଁ ଏହାର ଫାଇଦା ଉଠାଇଥାଏ ମେଳା ଖର୍ଚ୍ଚ ନେବା ପାଇଁ । ପ୍ରଥମେ ସମସ୍ତ ବନ୍ଧୁଙ୍କ ପାଖରୁ ମୁଁ ମୋର ମେଳା ଖର୍ଚ୍ଚ ଆଦାୟ କରି ସାରିବା ପରେ, ପୋଷାକ ବଦଳାଇ ଭାଇଙ୍କର ପୋଷାକ ପିନ୍ଧିଦିଏ ଏବଂ ପୁନର୍ବାର ସମସ୍ତ ବନ୍ଧୁଙ୍କ ପାଖରୁ ଯାଇ ନିଜକୁ ସିକୁର ପରିଚୟ ଦେଇ ମେଳା ଖର୍ଚ୍ଚ ମାଗିନିଏ । କିନ୍ତୁ ଯେପରି ଭାଇଙ୍କୁ କୌଣସି ସନ୍ଦେହ ନହେଉ, ମୁଁ ସେଥୁରୁ କିଛି ଟଙ୍କା ରଖୁସାରିବା ପରେ ଯାଇ ଭାଇଙ୍କୁ କହେ, ମୁଁ ସମସ୍ତଙ୍କ ଠାରୁ ମେଳା ଖର୍ଚ୍ଚ ଆଦାୟ କରି ସାରିଛି ଏବେ ସମସ୍ତ ଟଙ୍କାକୁ ସମାନ ୨ଭାଗରେ ବାଣ୍ଟିଦିଅ । ଏବଂ ପରେ ଭାଇ ସମସ୍ତ ଟଙ୍କାକୁ ସମାନ ଭାବରେ ବାଣ୍ଟି ଦିଅନ୍ତି ।
ମେଳା ପୂର୍ବ ଦିନ ରାତିରେ ଆରମ୍ଭ ହୁଏ ଖର୍ଚ୍ଚର ଲମ୍ବା ତାଲିକା, କାଲି ମେଳାରେ କେଉଁ ଖାଦ୍ୟ ଖାଇବା, କେଉଁସବୁ ଜିନିଷ କିଣିବା ଏବଂ କେଉଁଥ୍ରେ କେତେ ଟଙ୍କା ଖର୍ଚ୍ଚ କରିବା । ଏହା ଭାବି ଭାବି ଆଖୁକୁ ନିଦ ଆସୁନ ଥାଏ, ଖାଲି ଅପେକ୍ଷା ଥାଏ କେମିତି ରାତି ପାହିବ ଏବଂ ଆମେ ମେଳା ବୁଲିବାକୁ ଯିବୁ । ସକାଳ ହେବା ମାତ୍ରେ ଗାଧେଇ ସାରି ନୂଆ ପୋଷାକ ପିନ୍ଧି ସାଙ୍ଗହୋଇ ଦୁଇଭାଇ ଯାଉ ମେଳା ବୁଲିବା ପାଇଁ । ଆଉ ମେଳାରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଏ ଜିନିଷ କିଣା, ଖାଦ୍ୟ ଖାଇବା ଏବଂ ଦୋଳି ଖେଳିବା, ଖୁବ ଆନନ୍ଦର ସହ ଆମେ ଦୁଇ ଭାଇ ମେଳାକୁ ଉପଭୋଗ କରୁ । ଘରକୁ ଫେରିବା ପରେ ମୁଁ ଭାଇଙ୍କୁ ସବୁ ସତ କଥା କୁହେ ଆଉ ରଖିବା ଅତ୍ୟଧିକ ଟଙ୍କା ମଧ୍ୟ ଭାଇଙ୍କୁ ଦିଏ । କିନ୍ତୁ ଭାଇ କୁହନ୍ତି ମୁଁ ଏହିକଥା ପୂର୍ବରୁ ଜାଣିଥିଲି, ଆଉ ଟଙ୍କାସବୁ ମୋ ହାତକୁ ବଢ଼ାଇ ଦେଇ କୁହନ୍ତି ନେ ଏଇଟା ମୋ ତରଫରୁ ତୋ ପାଇଁ ମେଳା ଖର୍ଚ୍ଚ ।
ଅନେକ ବର୍ଷ ହେଲା ମୁଁ ଆମ ଗାଁର ମେଳାକୁ ଯାଇ ନାହିଁ । କିନ୍ତୁ ହୋଲି ଆସିଲେ ମାନେ ପଡ଼ିଯାଏ ଗାଁର ମେଳା କଥା ଏବଂ ମୁଁ ମନେ ମନେ ଚିନ୍ତାକରେ ପୁଣି କେବେ ଆମେ ଦୁଇ ଭାଇ ସାଙ୍ଗହୋଇ ଗାଁର ମେଳା ବୁଲିବାକୁ ଯିବୁ, ଆଉ ଭାଇ ମୋ ହାତକୁ କିଛି ଟଙ୍କା ବଢ଼ାଇଦେଇ କହିବେ ନେ ତୋ ମେଳା ଖର୍ଚ୍ଚ
ସୌମ୍ୟ ରଞ୍ଜନ ଦାସ
keeeeep up
Bht bholo lagila Emti story ahuri anontu asi🙏🙏🙏
ସୁନ୍ଦର ଅତି ସୁନ୍ଦର
ଧନ୍ୟବାଦ
Sir kou chalachitra super story
Really mast achhi story
ବହୁତ ସୁନ୍ଦର ହୋଇଛି sir
କୁନା sir ଙ୍କ କହିବା ଶୈଳୀ ରେ ମୁ ଡରିଗଲି ଏ କାହାଣୀ ଶୁଣିକି
ବହୁତ ସୁନ୍ଦର ଗପ
Kuna sir au gote bhuta katha anantu plz
Pila Dina katha Mane padigala
Thanks
👌👌ବହୁତ ସୁନ୍ଦର ଉପସ୍ଥାପନା ।
ଚମତ୍କାର !🙏🙏
Sir bahut bhala laguchi
Bahut badhia
Jay Jagannath
Kuna tiipathi sir nkara samasta
Khati gudika bhaut ucha koti Ra
Au tank upastapana saili buhut Sundar
Dhanywad
Intresting
Kuna bhai realy bahut maza lagila au chhot belaet ae r gap mane padigala bahut dhanybad
Bahuta Sundar story
Jibana ra saptaranga ku samaste sparsha karithile madhya,Sei ranga ku samastanka deha re boli parantini,Kuna Uncle You are awesome,mu apana nku bht thara sakale cha pibara dekhichi,School re prize debara bi dekhichi,pkharu dekhichi mo chotoble,Jane star heiki madhya normal "Common Man"😀bhali rahuthiba loka, Actually Cuttack mati hin seya na kn uncle
ଅତି ସୁନ୍ଦର
Respected sir,
Actually all your thoughts are full of diplomacy , i always try to go through it properly.Thanx a lot for the story ..waiting for a new one.Love you sir ❤️love from bhadrak.jay jagannath 🙏.
real Cuttikia feelings...is that true Great Kuna Da 🙏...nice story
Very beautiful story ❤️🔥
Ati sundar
Jaya jagannath ....Bhai au bhuta Katha kuhantuna please...
You very practical. Nice presentation. Thank you.
Beautiful kuna bhai
kuna bhai,,,aapana direction karantu,,,mast describe karu chanti,,,,
Thanks for your story
Bahut badhia sir
ହଉ, ଏବେ ସତ ଭୂତ କଥା ଶୁଣ। ୧୯୮୨ ମସିହା , ବନ୍ୟା ବାତ୍ୟା ରେ ଓଡ଼ିଶା ହୁଲ୍ ସ୍ତୁଲ। ସେତିକି ବେଳେ ଗୋଟେ ଭୂତ ସିନେମା ଦେଖି ଖୋର୍ଦ୍ଧା ପ୍ରିୟା ଫିଲ୍ମ ହଲ୍ ରୁ ନାଇଟ୍ ସୋ ପରେ ସାଇକଲ ରେ ଚାରି ବନ୍ଧୁ, ପଦୁ ବେହେରା , ଅଜୟ ସାହୁ, ବୁନୁ ପଟ୍ଟନାୟକ, ସନ୍ତୋଷ ମିଶ୍ର ଫେରିଲେ। ନୂଆ ନୂଆ କଲେଜ ଯାତ୍ରୀ ତ। ଶିଙ୍ଗରେ ମାଟି ତାଡ଼ିବାର ଉତ୍ସାହ। ଦି ଟା ସାଇକଲ ରେ ଡବଲ ପେଡଲିଂ କରି ପ୍ରଥମ ବରୁଣେଇ ଉଠାଣି ଉଠି ସାରିବା ପରେ ବାଆଁ ପଟ ତାଳ ଗଛ। ଗତ ଖରା ଦିନେ ନିରାକାର ପୁର 2nd ୟିଅର୍ ଛାତ୍ର ପହଲି ଏଇଠି ଧାଁ ପେଲି ମରି ଯାଇ ଥିଲା। ଯାହା ଯେମିତି ହେଇ ସେ ଜାଗା ପାର ହେଇ ଦ୍ଵିତୀୟ ଉଠାଣି କାଟେଣି ପର୍ଯ୍ୟନ୍ତ (ଯୋଉଠି ଆଜି ଆଦର୍ଶ ପବ୍ଲିକ ସ୍କୁଲ) ପହଞ୍ଚିବା ପରେ ବାଆଁ ପଟେ ଭୂଇଁ ଖଜୁରୀ ବୁଦା ପଛରେ ଜଣେ ଧଳା ଶାଢ଼ୀ ପିନ୍ଧା ସ୍ତ୍ରୀ ଲୋକ ଖାଲି ଡାହାଣକୁ ବାଆଁ କୁ ହଲୁ ଥିବାର ଦେଖାଗଲା। ସାଇକଲ ପେଡାଲ ଗୋଟିକ ପରେ ଗୋଟିଏ ବନ୍ଦ। ସମସ୍ତେ ସ୍ଥାଣୁ। ପଡ଼ିଚୁ ରେ ବାବା ଏଥର ଚିରୁଗୁଣି ହାବୁଡ଼ରେ। ପଡୁ ବେହେରା ର ପ୍ୟାଣ୍ଟ୍ ଭିତର ଟା ଖାଲି ଓଦା ଓଦା ଲାଗୁଚି। ଅମାନିଆ ଚନ୍ଦ୍ର ବି ମଝିରେ ମଝିରେ ବାଦଲ ଭିତରୁ ବାହାରି ଛାଇ ଆଲୁଅର କୁହୁକ ଦେଖଉଚି। ସମସ୍ତେ ନୀରବ। ବାଆଁ ପଟ ବୁଦା ପଛ ପଟୁ ଚିରୁଗୁଣୀ ମୁଣ୍ଡ ହଲେଇ ଚାଲିଚି। ସନ୍ତୋଷ ମିଶ୍ର ପଇତା ଟାକୁ ମୁଠେଇ ନୃସିଂହ ମହାପ୍ରଭୁଙ୍କୁ ଡାକି ସାଇକଲ ରୁ ଓହ୍ଲେଇ ପଡ଼ିଲେ। ବଡ଼ ପାଟିରେ କହିବାକୁ ଲାଗିଲେ ନୃସିଂହ ଠାକୁର ତତେ ଭସ୍ମ କରିଦେବେ। ୟା ପରେ ଗୋଟେ ବଡ଼ ବୋଲୁଅ ବୁଦା ପଛକୁ ଚିରୁଗୁଣି ଓପୁରୁକୁ ପକେଇଲେ। ଖଚ ଖଚ୍ ଶବ୍ଦ କରି କଣ ଗୋଟେ ତଳେ ପଡ଼ିଗଲା। ଆଉ ଟିକେ ପାଖକୁ ଯାଇ ସମସ୍ତେ ଦେଖିଲେ ବରୁଣେଇ ଜଙ୍ଗଲ ବିଭାଗ ନୂଆ ଗଛ ଲଗେଇବା ପରେ ଗୋରୁଙ୍କ ଠାରୁ ବଞ୍ଚାଇବା ପାଇଁ ଚାରି ପଟେ ବାଉଁଶ ତାଟି ବାନ୍ଧିଚନ୍ତି। ଭାଗ୍ୟକୁ କାହାର ଗୋଟେ ଚିରା ଧଳା ଲୁଗା ଉଡ଼ିଆସି ତା ଦେହରେ ଗୁଡ଼ାଇ ହେଇ ଯାଇଚି। ବାସ ଛାପି ଛାପିକିଆ ଜନ୍ହ ଆଲୁଅରେ ଚୀରୁଗୁଣି ମୁଣ୍ଡ ହଲଉଚି। ହଇରେ ପଦୁ, ତୋ ପେଣ୍ଟ କାହିଂକି ଓଦା ହେଲା କିରେ? 😂😂😂 ଏବେବି 40ବର୍ଷ ପରେ ଏ ପ୍ରଶ୍ନ ର ଉତ୍ତର ଦେବାକୁ 60ବର୍ଷିଆ ପଦ୍ମ ଚରଣ ବେହେରା ନାରାଜ।😂😂😂
Super story uncle.
Entertaining ..
Jay jagannath kuna sir.....
Bahut achchi.
Nice story Kuna Bhai with horor background sounds.
ବହୁତ ସୁନ୍ଦର କହିଛନ୍ତି ସାର
Very nice story.patkura kendrapara.
Apananka katha bhout sundar
Interesting story.
Really very nice story 👌 👍
Jay Jagannath 🙏
Wow 😳
କୁନା ବାବୁ, ଆପଣଙ୍କ ବାପା ୧୦୦% correct। ଇଁ... ଏଁ...... କ.... ଧଡ଼ାସ ଚିଁ ଚିନ୍, ମୋ ବୋଉଲୋ. ଶକ୍ତ ଜାବୁଡ଼ା, ଖଲାସ
Plz keep this series going
Very good narration
Bahut bhala lagila
Beautiful presentation sir
JAY JAGANNATH 🙏🙏🙏🙏
Bahut bhala
Most entertaining kuna vai... Wonderful
bhai bahut bhala lagila....apana ta cuttackia...puruna cuttack bisayare kichhi kuhantu...
Great sir
Big fan bhai
I salute you
Thrilling bro ...
You are a brilliant comedian
Such a great story with great presentation
Bhai mu bi Kuna Tripathy....
Jay Jagannath bhai.. bahut bhal lagila
Welcome.
Nana sathya katha
🙏sir apanka katha bhala lage
Thank you sir🙏
ଭାଇନା,ଛାତିକଣ ହେଇଯାଉଛି କଥାଶୁଣିକି
Thrilling and entertaining. Now I can differentiate the real meaning of such stories which we generally heard at childhood and often believe the existence of ghosts .
Excellent deliberance
I love u kuna bhai and your talking method
Absolutely amazing👍
ବହୁତ୍ ସୁନ୍ଦର୍ ଗଳ୍ପ