ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Поделиться
HTML-код
  • Опубликовано: 17 дек 2024

Комментарии • 222

  • @9853536788
    @9853536788 2 года назад +63

    ହେ ଅକ୍ଷୟ... ତୁମେ ସବୁସମୟ ପାଇଁ ଅକ୍ଷୟ ର ସ୍ମୃତିରେ ଜୀବନ୍ତ.... ❤️

  • @sunilnath3572
    @sunilnath3572 Год назад +30

    ❤️👌❤️ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ଏହା ଥିଲା ମୋର ପ୍ରଥମ ସାକ୍ଷାତକାର ଶୁଣିବା ଏବଂ ଜାଣି ଖୁସି ଲାଗିଲା ସେ ଜଣେ ସଙ୍ଗୀତଜ୍ଞ ଅପେକ୍ଷା ଅନେକ ଜ୍ଞାନ ଥିବା ମଣିଷ ଜଣେ ❤️👌❤️

  • @manomishra
    @manomishra Год назад +40

    1990 ରେ Ravenshaw College ରେ ତାଂକର ଅତି ସୁନ୍ଦର ଗୀତ ସବୁ ଶୁଣିଥିଲି । ଏଈଠି ତାଂକର ସ୍ବର ଆଉ ଆଗପରି ନାହିଁ । ୧୯୬୦-୭୦ ଦଶକର ଅକ୍ଷୟ ଗୋଟେ ଅନ୍ୟ ସ୍ତରର ଥିଲେ ।

  • @dukhabandhusahu4206
    @dukhabandhusahu4206 2 года назад +33

    ଅକ୍ଷୟ ମହାନ୍ତି ଅନନ୍ୟ , ଅଦ୍ୱିତୀୟ। ଏଇଭଳି ପ୍ରତିଭା ଖୁବ୍ ବିରଳ । ପରିପୂର୍ଣ୍ଣ କଳା ର ଏକ ଅସରନ୍ତି ଅଭିଭ୍ୟକ୍ତି । ଚିର ନମସ୍ୟ। ସ୍ପଷ୍ଟ ବାଦି,ଖିଆଲି ,ଦରଦୀ, ଜ୍ଞାନୀ , ସମୟ।ତିତ ବ୍ୟକ୍ତିଟିଏ।🙏

    • @CAREER24CHANNEL
      @CAREER24CHANNEL 2 месяца назад

      @@dukhabandhusahu4206 bhai apanaka odia bhahsa gyana achi sir

  • @PRADEEPKUMAR-hc9zz
    @PRADEEPKUMAR-hc9zz Год назад +15

    ମନେ ପଡ଼ନ୍ତି ସେ ଆମର ପ୍ରିୟ ଅକ୍ଷୟ ମହାନ୍ତି,,,🙏🙏🙏

  • @rajibapradhan4978
    @rajibapradhan4978 Год назад +20

    ବହୁତ ଦିନ ଧରି ଖୋଜୁଥିଲି ଅକ୍ଷୟ ମହାନ୍ତି Sir ଙ୍କ ସହ interview ଆଜି ପାଇକି ବହୁତ ଖୁସି

  • @Goslow3037
    @Goslow3037 11 месяцев назад +8

    ସେ ସମୟ ର ମଣିଷ ସେ । କି ଷଣ୍ଢ ଟୋକା କଟକର !! ତାଙ୍କ ଭଭିବା ଶୈଳୀ ଖୁବ୍ ନିଆରା ଓ ନିର୍ଭିକ ।

  • @dr.priyaranjanbahali9031
    @dr.priyaranjanbahali9031 9 месяцев назад +4

    ଅକ୍ଷୟ ମହାନ୍ତି ଏକ ବିରଳ ବ୍ୟକ୍ତିତ୍ବ।ଏଭଳି ମହାନ୍ ବ୍ୟକ୍ତିଙ୍କୁ ପାଇ ଆମେ ଗର୍ବିତ।

  • @ranjitbhuyan5160
    @ranjitbhuyan5160 Год назад +6

    ପ୍ରଯୋଜକଂକୁ ଧନ୍ଯବାଦ୍।❤ଖୋକାଭାଇ।

  • @ommsolarenterprise6977
    @ommsolarenterprise6977 2 года назад +17

    ଓଡ଼ିଆ ସଙ୍ଗୀତ ଏବଂ ସାହିତ୍ୟ ଜଗତର ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଓଡିଶା ରାଜ୍ୟରୁ ବହୁ ଉର୍ଦ୍ଧ୍ବରେ ଥିଲେ କିନ୍ତୁ ଓଡିଶା ତାଙ୍କ ପାଇଁ ବହୁତ କମ୍ ଥିଲା।
    ଆଜି ତାଙ୍କ ଜନ୍ମ ତିଥିରେ ତାଙ୍କୁ କୋଟି ପ୍ରଣାମ 🙏🙏🙏

  • @arunaacreation3032
    @arunaacreation3032 2 года назад +7

    ସଂଗୀତ କ୍ଷେତ୍ରରେ ମୋ ପାଇଁ ଅକ୍ଷୟ ମହାନ୍ତି ଭଗବାନ୍ 🙏🏻🙏🏻🙏🏻

  • @spandancreations4333
    @spandancreations4333 Год назад +8

    ଓଡିଶା ଇତିହାସର ଅକ୍ଷୟ ନାୟକ । ଆମ ସଂସ୍କୃତିର ଅମର ସାରଥୀ । କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @jugalakishorebehera2753
    @jugalakishorebehera2753 2 года назад +11

    ଆପଣ ଦୁଇ ଜଣକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏😭🙏😭

  • @gangadharbeura3159
    @gangadharbeura3159 Год назад +8

    ଯାହାର କ୍ଷୟ ନାହିଁ ସେ ହେଉଛନ୍ତି ଅକ୍ଷୟ, ଓଡ଼ିଶାର ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ହେଉଛନ୍ତି ଆମର ପ୍ରିୟ ଖୋକା ଭାଇ। ଆମ
    ଓଡ଼ିଶାର କଥିତ ଭାଷାକୁ ନେଇ ବହୁତ ସୁନ୍ଦର ସୁନ୍ଦର ମନଛୁଆଁ ଅମର ସଙ୍ଗୀତ ଆମ ଖୋକା ଭାଇ ସୃଷ୍ଟି କରିଥିଲେ। ଖୋକା ଭାଇ ଅମର ରହେ।

  • @prahalladbehera96
    @prahalladbehera96 2 года назад +8

    ସାର 🙏
    ଆପଣ କଣ ଜାଣିବା ପୂର୍ବରୁ ଆପଣ ଏ ସଂସାର ରୁ ପଳେଇ ଯାଇଛନ୍ତି..
    ତଥାପି ଆପଣଙ୍କର କିଛି ଝଲକ ରେ ମୁ ଆଜି ଆପଣଙ୍କୁ ଖୋଜୁଛି...
    ଖୋକା ଭାଇ..
    ଆପଣ ବାପାର,ପୁଅର,ଭାଇରଭଉଣୀର ମାର, ମାମୁଁର, ଦାଦାର,.. ସମସ୍ତଙ୍କର ଭାଇ... ଖୋକା ଭାଇ....

  • @sunilnath3572
    @sunilnath3572 Год назад +3

    🙏❤️🙏 ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ କହିଥିବା ଅନୁଭବ ଅତି ସୁନ୍ଦର ଥିଲା 🙏❤️🙏

  • @dr.shaswat4008
    @dr.shaswat4008 Месяц назад +1

    Khoka bhai is always be remembered in our heart... And will make sure my children will listen his songs when they will reach adolescent or introduction of love in their life

  • @utkal009
    @utkal009 3 месяца назад +1

    ଏବେ ବି ମୁଁ କହୁଛି କି ଅକ୍ଷୟ ମହାନ୍ତି କେବେଲ ଜଣେ ହିଁ ...... କେହି ବି ହେଇପରିବେଣି ତାଙ୍କ ଭଳି.....ମହାନତା ର ବି ଉପରେ ସେ 🙏🙏🙏🙏

  • @pratapchandraswain873
    @pratapchandraswain873 Год назад +2

    ଅକ୍ଷୟ ସେ ସଦା ଅପାସୋରା ଅଭୁଲା ସ୍ମୁତି, ହୃଦୟ ରୁ କୃତଜ୍ଞତା ଜଣାଉଛି

  • @rashmiranjanpanda3205
    @rashmiranjanpanda3205 Год назад +4

    ଜୀବନରେ ହରିଥୀବା ବହୁତ୍ ଜିଣିଶରୁ ଶ୍ରୀଯୁକ୍ତ ମହାନ୍ତି ଅନ୍ୟତମ 😢

  • @Nissan_Jena
    @Nissan_Jena Год назад +47

    I am 17 y/o and i am jealous of the fact that i wasn't able to live the akshay mohanty era. Man was just magical. I remember every morning I used to wake up from my bed listening to his songs every morn

    • @tknayak
      @tknayak 11 месяцев назад +2

      You have not missed anything. His creations are alive and will always remain so

  • @nirmalrout7981
    @nirmalrout7981 11 месяцев назад +4

    Nice interview, pranam khoka bhai

  • @Abinash_Mohapatra
    @Abinash_Mohapatra 3 месяца назад +2

    ସେ ବାସ୍ତବରେ ବେପରୁଆ ବାଦଶାହା ।ଭାରତର ରତ୍ନ ।ପ୍ରଣାମ ହେ ମହାନ ମଣିଷ ।🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐🎵🎶🎶🎶🎶🎶🎼🎼🎼🎼🎼🎤🎤🎤🎤🎤🎧🎧🎧🎧🎧🎧📙📙📙📙📙📙📙📘📘📘📘

  • @prafullabarik7085
    @prafullabarik7085 Год назад +7

    ଅକ୍ଷୟ ମହାନ୍ତି କେବଳ ଯେ ଜଣେ ବହୁମୁଖି ପ୍ରତିଭା ଥିଲେ ତାହା ନୁହେଁ, ସେ ମଧ୍ୟ ଥିଲେ ଓଡ଼ିଶାର ଗର୍ବ ଆଉ ଗୌରବ ।

  • @chittaranjanojha9439
    @chittaranjanojha9439 2 года назад +9

    ସାର ଦୂରଦର୍ଶନ ରେ ମୋ ଛୋଟ ବେଳେ ଗୋଟେ ସଂଗୀତ ପ୍ରତିଯୋଗିତା ହେଇଥିଲା ବହୁତ ବଡ଼ ବଡ଼ ସଂଗୀତ ନିର୍ଦ୍ଦେଶକ ବିଚାର ପତି ଥିଲେ ସେଇ ଗୁଡ଼ାକ ଆଉ ଥରେ ଦେଖିବାକୁ ସୁଯୋଗ ମିଳିଲେ ଆମେ ବହୁତ ଖୁସି ହେବୁ ❤️❤️🙏🙏

    • @himanshuranjand_HR
      @himanshuranjand_HR 2 года назад +1

      ମିନି ସୁପରଷ୍ଟାର ?

    • @chittaranjanojha9439
      @chittaranjanojha9439 2 года назад

      @@himanshuranjand_HR ନା ମ ଆଜ୍ଞା ବୋଧେ ଆମ ଗୀତ ଆମ ସ୍ୱର ସେତେବେଳେ ଅକ୍ଷୟ ମହାନ୍ତି ଶାନ୍ତନୁ ମହାପାତ୍ର ରଘୁନାଥ ପାଣିଗ୍ରାହୀ ଆଉ ବି କିଏ କିଏ ଥିଲେ ବିଚାରପତି ମୋର ମନେ ପଡ଼ୁନି ମ

  • @rojalinpanda29
    @rojalinpanda29 Год назад +5

    ଆଜି ଥାନ୍ତେ କି , ଏ ଓଡ଼ିଶାର ଅବସ୍ଥା କୋଉଠି ପହଞ୍ଚି ଯାଇଥନ୍ତା ସତରେ ,,,

  • @prasantparida8453
    @prasantparida8453 7 месяцев назад +2

    ଏକ ଜୀବନ୍ତ କଳାକାର ଓଡିଆ ସଂଗୀତ ଜଗତର ସଦାସର୍ବଦା ସେ ଅକ୍ଷୟ ତାଙ୍କୁ କୋଟି କୋଟି ପ୍ରଣାମ

  • @manasdas5715
    @manasdas5715 3 месяца назад +1

    ଅଭୁଲା ସ୍ମୃତି ଏକ ମୁହୁର୍ତ୍ତ ଏବେବି ଚିର ସବୁଜ 💐🙏

  • @prasantapattanaik862
    @prasantapattanaik862 2 месяца назад +1

    ଅକ୍ଷୟ ମହାନ୍ତି ଯୁଗ ଏକ ସବୁଜ ଯୂଗ ଓଡ଼ିଆ ସଂଗୀତରେ।ତେବେ ଦୁଃଖର ବିଷୟ ଏଇଥିରେ ଥିବା ଦୁଇ ପ୍ରତିଭା ଆଉ ଇହ ଜଗତ ରେ ନାହାନ୍ତି।

  • @shashigrahacharya8310
    @shashigrahacharya8310 Год назад +23

    Thanks for uploading such a beautiful & memorable interview with Legend Khoka Bhai. All odias across globe will miss him. 🙏🏻

  • @AshuVlogs-dv9fi
    @AshuVlogs-dv9fi 3 месяца назад +2

    ସତରେ ବହୁତ୍ ଭଲ ଲାଗିଲା ସାକ୍ଷାତକାର ଟି ❤

  • @tanmayabhisheknayak5729
    @tanmayabhisheknayak5729 Год назад +6

    Akshay Mohanty the gem of odisha....the greatest singer and musician ever🙏

  • @prabhatpanda9161
    @prabhatpanda9161 2 года назад +7

    କୋଟି ପ୍ରଣାମ ହେ ଖୋକା ଭାଇ।
    I am inspired by your musical thoughts.
    Jay Jagannath.

  • @Itskkm868
    @Itskkm868 Год назад +4

    Akshaya mahanty is a legend.. mysterious person .. unpredictable creations ... multi-talented...

  • @Gurubachan688
    @Gurubachan688 2 года назад +20

    Rip The legend of Odia film song literature and lirics . Odisha miss you

  • @dibyajyotirout6734
    @dibyajyotirout6734 2 года назад +27

    One of the greatest singing icon

  • @BijaylaxmiRath-k9v
    @BijaylaxmiRath-k9v Месяц назад +1

    Evergreen singer Akshay Mohanty 🙏🙏

  • @abhayakumardash8565
    @abhayakumardash8565 Год назад +3

    ଜୟ ଜୟ ଜଗନ୍ନାଥ ସାର କୁଁ ମୋର ପ୍ରଣାମ

  • @satyabratasahoo9880
    @satyabratasahoo9880 2 года назад +22

    He was the most versatile musical genius. Everything unique.

  • @thirdeye9492
    @thirdeye9492 Год назад +13

    ଖଣ୍ଡେ ପାନ ବନାମ ହରିନାମ
    ଅଥୟ ଅକ୍ଷୟ ସଂଗୀତର ସର୍ବନାମ
    🙏🙏❤️

  • @rishikesh4340
    @rishikesh4340 Год назад +7

    ଅକ୍ଷୟ ମହାନ୍ତି (ଖୋକା ଭାଇ) ହେଉଛନ୍ତି ଓଡିଆ ଆଧୁନିକ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ୍ 🙏

  • @Jeevan1khoj
    @Jeevan1khoj 3 месяца назад +5

    କେଉଁ ମାନେ 2024 ରେ ଦେଖୁଛନ୍ତି ।

  • @4PM384
    @4PM384 2 года назад +130

    ସତରେ DD ଓଡ଼ିଆ ପାଖରେ ବହୁତ୍ କିଛି ଓଲ୍ଡ ମେମୋରିଆଲ ଜିନିଷ ଅଛି ।ଆଜି ଯାହାକୁ ଖୋଜୁଥିଲି ତା ହିଁ ପାଇଲି। ପ୍ଲିଜ ଘାଟ ସେରିଆଲ୍ କୁ ଇପଲୋଡ କରନ୍ତୁ।

    • @bibhuprasadsahoo773
      @bibhuprasadsahoo773 4 месяца назад +2

      ଭାଇ ଏବେ ଜାଣିଲେ

    • @4PM384
      @4PM384 4 месяца назад +4

      ମୁଁ ୨୦ ବର୍ଷ ତଳେ ବହୁତ୍ dd ଓଡ଼ିଆ serial ଦେଖି ଆସିଛି । ଏବେ ତାହା RUclips re ମିଳୁ ନାହିଁ । ଯାହା dd ଓଡ଼ିଆ ଚାନେଲ ୱାଲା old memorials ରଖିଛନ୍ତି।

    • @bibhuprasadsahoo773
      @bibhuprasadsahoo773 4 месяца назад +2

      ଆମେ ପିଲା ସମୟ ରୁ dd ଦେଖିଆସୁଛୁ

  • @Trueloveyouth
    @Trueloveyouth Год назад +2

    ମୋର ପିଲା ବେଳର ସବୁଦିନର ପ୍ରୀୟ ଅକ୍ଷୟ ❤ମହାନ୍ତି କୁଁ ଦେଖିଲି ❤❤❤ miss u sir

  • @aloknayak1143
    @aloknayak1143 Год назад +5

    Sangita ra tale tale Akshya rahibe kale kale🙏🏻🙏🏻

  • @PradeepKumar-ph1kh
    @PradeepKumar-ph1kh Год назад +6

    17:18 He was a futuristic, Visionary. He made "Baysara Krushnachuda" which was then opposed but loved after 40-50-60 years of its release by the youths

  • @satishdas1248
    @satishdas1248 Год назад +7

    Khoka bhai is a genius, allrounder & a thinker to the core.He has taken up a point in a situation & created a song/music out of it which is appealing, heart touching. He is simply great & always will remain.

  • @Haraprasad07
    @Haraprasad07 2 месяца назад +1

    କେନ୍ଦ୍ରାପଡ଼ା ର ଗୌରବ ଆଉ ଗର୍ବ ଅକ୍ଷୟ ମହାନ୍ତି 🙏🙏

  • @rajibapradhan4978
    @rajibapradhan4978 Год назад +6

    Thanks a lot DD Odia

  • @SujataChoudhury-u5b
    @SujataChoudhury-u5b Год назад +4

    I feel honoured to have got an opportunity to meet with him in the year 1990...A true legend of Odisha...May his soul rest in peace for all the times to come...

  • @nilaydas2096
    @nilaydas2096 2 года назад +10

    A genius in true sense and an intellectual in music industry. To be Khoka bhai ,one has to gain a lot of knowledge,hard work after all a lot many sacrifices for the love of music

  • @GangadharBeura-g3f
    @GangadharBeura-g3f 3 дня назад

    ଅନେକ ପ୍ରତିଭାର ଅଧିକାରୀ ସେ । ପିଲାଦିନରୁ ଖୋକା ଭାଇଙ୍କ ଗୀତ ପାଗଳ କରୁଥିଲା । ଆଜିବି ପାଗଳ କରୁଛି। ଓଡ଼ିଆ ସଙ୍ଗୀତର ଧାରାକୁ ପରିବର୍ତ୍ତନ କରି ନୁଆ ଦିଗ ପ୍ରଦାନ କରିଥିଲେ ସେ ।

  • @KGCC19
    @KGCC19 10 месяцев назад +5

    A creative personality !

  • @hkmishramishra851
    @hkmishramishra851 Год назад +5

    Legendary Akhaya Sir is our Kishore Kumar🙏

  • @lnyt-sn2vm
    @lnyt-sn2vm 2 года назад +3

    Apnku kivali dhynbad debi jani paruni hrudya ru vala paiba dd national 🙏🙏❤️❤️

  • @manoranjansahoo3759
    @manoranjansahoo3759 2 года назад +5

    Khokabhai is the great, no one can compare with him, he can compare with himself also👌👌👌

  • @sasankasekharpanigrahi7762
    @sasankasekharpanigrahi7762 2 года назад +7

    Thanks a lot for preserving and telecasting such a valuable interview of the legendary Akshay Mohanty। Kindly release all such recordings on KhokaBhai।

  • @sarojkumarbisoyi7746
    @sarojkumarbisoyi7746 5 месяцев назад +2

    ଏହାକୁ କୁହାଯାଏ ଓଡ଼ିଆ ସାକ୍ଷାତକାର❤❤।

  • @PradeepKumarPandaEconomist
    @PradeepKumarPandaEconomist Год назад +4

    Take a bow and salute legend Khoka Bhai

  • @antaryamipanda2947
    @antaryamipanda2947 9 месяцев назад +5

    It's very rare in 2024 we still found DD odia thanks showing Khoka sir great meeting we saw and we dint know Akshay sir 😢even not born to see him alive unlucky but it's 1st saw goat

  • @somcarvan
    @somcarvan Год назад +2

    Bahut bahut mana chhuan heichhi ❤️❤️

  • @sunikanungo21
    @sunikanungo21 Год назад +4

    My favourite Hero Singer Akshay Mohanty. ❤❤

  • @manaskumarpal807
    @manaskumarpal807 2 месяца назад

    Great sir, ❤.. Speechless about u. Always Memorable.....

  • @nkcreation8280
    @nkcreation8280 2 года назад +5

    ହୃଦୟସ୍ପର୍ଶୀ ଉପସ୍ଥାପନଶୈଳୀ 🙏🏻🙏🏻🙏🏻🙏🏻

  • @wheretheheartis2315
    @wheretheheartis2315 9 месяцев назад +4

    23:48

  • @brajendraparida5095
    @brajendraparida5095 Год назад +2

    What a great vdo. Never expected to watch my most favourite singer

  • @sameerpatra345
    @sameerpatra345 2 года назад +4

    Khoka Bhai ...you always stay in our heart and remember in history forever

  • @yoyocreation7535
    @yoyocreation7535 Год назад

    ଅତି ସୁନ୍ଦର କଥା ଟିଏ କହିଲ ସାର୍

  • @bibhuprasadsahoo773
    @bibhuprasadsahoo773 4 месяца назад +1

    ମୋ ସଂଗୀତ ଗୁରୁ ଓଡ଼ିଆ ରେ ଅକ୍ଷୟ ମହାନ୍ତି sir

  • @bisumohanty
    @bisumohanty 6 месяцев назад +2

    Wonder personality...❤🎉😊

  • @satyabhamamishra3572
    @satyabhamamishra3572 3 месяца назад

    ଏମିତି ମଣିଷ କେବେ କେବେ ପୃଥିବୀ ରେ ଜନ୍ମ ନିଅନ୍ତି ଆଉ ଅନେକ ଅଭୁଲା ସ୍ମୃତି ଭିତରେ ହଜେଇ ଦିଅନ୍ତି ଦୁନିଆଁ କୁ

  • @bibhuprasadsahoo773
    @bibhuprasadsahoo773 4 месяца назад

    ଆଜି ବି ସେ ଜୀବିତ

  • @nibedanamusic7718
    @nibedanamusic7718 Год назад +3

    Akshaya Mahanti was real Bhakta of Jaganatha

  • @whatisthis1900
    @whatisthis1900 2 года назад +2

    dhanyabad dui jananku

  • @wheretheheartis2315
    @wheretheheartis2315 Месяц назад +1

    15/October Birthday of Akhaya mohanty ❤🎉

  • @chhabindramansingh73
    @chhabindramansingh73 3 месяца назад

    ବହୁତ ସୁନ୍ଦର DD tv

  • @biswajitjena718
    @biswajitjena718 3 месяца назад

    THANK YOU DD ODIA 🙏 .

  • @pratapchandra2932
    @pratapchandra2932 4 месяца назад

    What a great genius, Odisha has produced so, far…….what a creative mind ! ….

  • @prahladmahato7025
    @prahladmahato7025 2 месяца назад

    Great interview thanks Doordarshan 👌👌🙏🙏

  • @jagannathmohanty48
    @jagannathmohanty48 Год назад +1

    ଓଡିଶା ଆଉ ଏକ ଅକ୍ଷୟ ମହାନ୍ତି ପାଇବା କଷ୍ଟ।ଅନନ୍ଯ ଅକ୍ଷୟ !

  • @ajitpramod2080
    @ajitpramod2080 4 месяца назад

    Mu janma hela parathu akshay mohanty nku kebe v dekhi nathili. Aji first time pain tanku dekhili thank you DD odia ❤

  • @JyotiranjanBarik-n3p
    @JyotiranjanBarik-n3p 3 месяца назад

    The legend,pride of odisha.jai khoka vai.

  • @AR.Strings
    @AR.Strings Год назад

    Sir amapain bahut darkar aji sei ଅକ୍ଷୟ ମହାନ୍ତି..abhali chinta dhara abhali ବ୍ୟକ୍ତିତ୍ୱ abhali sangita kara lekhaka...I salute u sir.....ଧନ୍ୟବାଦ୍.sei DD odia au setebelara anchor nku kn kahibi sabda nahi ..ate sundar interview 🙌 mo life re mu dekhinathili..

  • @forrrest2495
    @forrrest2495 Год назад +2

    Fantastic interview.

  • @JagannathPatra-sr6or
    @JagannathPatra-sr6or Год назад

    ମହାନ ଚିର ନମସ୍ୟ ଖୋଖା ଭାଇ ମୋର ଗୋଟେ ନିଜସ୍ୱ ଲେଖା ଗୀତ ଗାଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଚି 🙏🙏🙏

  • @besurasmr231
    @besurasmr231 6 месяцев назад +1

    ❤❤❤ dammm ❤❤❤ this man intectual level is 📈peak , in today's era artist can't even match although it's the era of information, he already aware about the theory of relativity, 😮। I think tume aa loko saha sahitya thu arambha Kari ବିଜ୍ଞାନ, ପ୍ରଯୁକତିବିଦ୍ୟା ଚର୍ଚ୍ଚା ବି କରିପାରିବ ❤❤❤😲😯🗿🗿🗿🗿🗿🗿🗿

  • @pramilabarik3626
    @pramilabarik3626 Год назад +2

    Jay Jagannath

  • @ambikamallick8573
    @ambikamallick8573 2 месяца назад

    God bless you ❤❤❤❤❤

  • @tanmayakumar3874
    @tanmayakumar3874 Год назад

    Hrudayara ai sunya Taku, aji pachari mu jebe bujhhe❤❤❤❤❤❤

  • @niranjanpatra1945
    @niranjanpatra1945 2 года назад +2

    Khoka bhai always memorable 🥰

  • @abhayamohanty9300
    @abhayamohanty9300 Год назад +1

    🙏🙏🙏 Jay Jagannath 🙏🙏🙏 (Pranam)

  • @jibanmantrycreation4627
    @jibanmantrycreation4627 Год назад

    Best anchor....Ranjit sir

  • @JagannathPatra-sr6or
    @JagannathPatra-sr6or Год назад +1

    ଖାଖା ଭାଇ ଏକ ମାତ୍ର ଓଡ଼ିଆ ସଂଗୀତ ନିର୍ଦେଶକ ଥିଲେ ଯାହାଙ୍କର କମ୍ପୋଜ କୁ ହିନ୍ଦୀ ନିର୍ଦେଶକ ମନେ ବି କପି କରି ଥାନ୍ତି 🙏

  • @bhagabansadangi1996
    @bhagabansadangi1996 2 года назад +2

    Thank you upload karithibaru. Please emiti ahuri old interview upload karantu.

  • @abhayamohanty9300
    @abhayamohanty9300 Год назад

    Really Fantastic About Secruti.Bastab Opinion.

  • @nrusinghaprasaddas4783
    @nrusinghaprasaddas4783 4 месяца назад +1

    ଏହିଭଳି ଅନେକ ପୁରୁଣା ସ୍ମୃତି ଦୂରଦର୍ଶନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁ। ଜନାଦୃତି ଲାଭ କରିବ।

  • @SATYABADI786
    @SATYABADI786 3 месяца назад

    ଏଠି ଅଖୟ ମହାନ୍ତୀ କୁହନ୍ତୀ ମୋତେ ଲୋକ ହଜାରେ ନାମ ଦେଈ ପାରନ୍ତୀ ,ନିଜର ପ୍ରତୀଭାକୁ ନେଈ ଗର୍ବ କରୀନାହାନ୍ତୀ କେବେ ଏହୀ ମହାନାୟକ ! କିନ୍ତୁ କପି କରି ଗିତ କମ୍ପୋଜ କରୁଥିବା ଆମ ଏ ଜୁଗର କିଛି ସଂଗୀତ ନିର୍ଦେସକ କୁହନ୍ତୀ ଆମେ ସାଈଣ୍ଟିଷ୍ଟ ! ବେଲଜ୍ୟା କୁଳାଙ୍ଗାର !

  • @n.pcreations4135
    @n.pcreations4135 4 месяца назад

    ବେନାମ ବାଦଶାହା ❤️🙏🙏🙏

  • @sanjaynayak9081
    @sanjaynayak9081 Год назад +1

    Thanks a lot for providing this gems

  • @lalatenduparhi3658
    @lalatenduparhi3658 2 года назад +5

    ସବୁବେଳେ ନିଜ ଖିଆଲରେ ରହୁଥିବା ମଣିଷଟିଏ