Jai jagannath,ete sundara upasttapana,janapadilani samaya sarigala,mora mo sangamananka saha katithiba samaya goti goti kari manepadigala.se samaya,se jaga,kaha sahita thili,jetiki samaya apana kahuthile sehi stthare hi buluthili.setiki samayare mukareithiba prathamaru dashama jae manepakei dele.apananku jete dhanyabada dele bi kam padiba.
Mora 1973 re janma.ame pradeep re rahithilu.chhutira ganku jiba pain pagal heijau.se dina mane padile bahut mana dukha hue.puni feri asatani se dina?❤❤❤❤
Public ra bhul,sankirna swarth pain, sanskar, parampara, bhuligale.samastanku darakara,ips,is,doctor, Engg, leder,gurukulare padhile sina a sabu parampara bajaya rahiba,ghanti kiye bandhiba?
ନମସ୍କାର ଆଜ୍ଞା, ବହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣି। ଦୁଇ ବର୍ଷ ତଳେ ମୁଁ ବୁଦ୍ଧ ଗୟା ମନ୍ଦିର ପରିଦର୍ଶନ ପାଇଁ ଯାଇଥିଲି, ମୁଁ ଜାଣି ଶୁଣି ଧୋତି ଏବଂ ଗେଞ୍ଜି ପିନ୍ଧି ଦର୍ଶନ ପାଇଁ ଗଲି। ଅସଂଖ୍ୟ ଜନସାଧାରଣ ମଧ୍ୟରେ ମୁଁ ଏକା ଏପରି ପୋଷାକ ରେ ଥିଲି। ମୋତେ ସୁରକ୍ଷା କର୍ମୀମାନେ କେହି ଚେକ୍ କଲେ ନାହିଁ। ମୁଁ ତ ଭଗବାନଙ୍କୁ ଦର୍ଶନ କଲି କିନ୍ତୁ ମୁଁ ଦେଖିଲି ଯେ ଧୋତି ପିନ୍ଧିଲେ ଅନ୍ୟ ମାନେ ସମ୍ମାନର ସହ ଆଦର ନିଶ୍ଚିତ ଭାବେ କରୁଛନ୍ତି।
ପକୃତରେ ଆଜିକାଲି ପଇସା ଅଛି ଅନେକ କିଛି ଅଛି କିନ୍ତୁ ଆଗ ବଳି ସୁଖ ଆନନ୍ଦ ଆଉ ନାହି. ସତରେ ସାର୍ ଆପଣଙ୍କ କଥା ସବୁବେଳେ ମନକୁ ବହୁତ ଚୁଇଯାଏ ❤ ନମସ୍କାର
ଧନ୍ୟବାଦ। ସାର୍, ଆପଣଙ୍କ ଆଲୋଚନା ସବୁ ଖୁବ୍ ମନଛୁଆଁ ।
🙏🙏🙏🙏🌹ପ୍ରଣାମ ମହାଶୟ ବହୁତ ଭଲ ଲାଗିଲା🌹🌹🙏🙏🌹
ସାର ଆପଣଙ୍କ କଥା ଶୁଣିଲେ ବହୁତ ଖୁସି ଲାଗେ
Jay Jagannath ❤❤❤❤❤
ଅତୀତ କଥା ମନେ ପକେଇ ଦେଲେ. ଆଖିରୁ ଲୁହ ଆସିଗଲା. ଧନ୍ୟବାଦ
ନମସ୍କାର ଆପଣଙ୍କର କଥା ବହୁତ୍ ଭଲ ଲାଗେ। କାରଣ ମୁଁ ଗାଁ ଝିଅ। ଏହି କଥା ସହିତ ପୁରା ଜଡ଼ିତ।
ଆଜ୍ଞା ପ୍ରଣାମ 🙏।ଜୟ ଶ୍ରୀ ଜଗନ୍ନାଥ 🌹🙏।
ପ୍ରଣାମ ସାର । ଆପଣ ଙ୍କ ଆଲୋଚନା ଗୁଡ଼ିକ ଖୁବ୍ ଭଲ ଲାଗୁଛି । ଆମେ ମାନେ ଚାତକ ଭଳି ଅପେକ୍ଷା କରି ଥାଉ ଆପଣ ଙ୍କ ଭିଡିଓ କେବେ ଆସିବ ।
Ki ki mazaa katha sir aji kahile sabu mana padijauchhi.Bahut bhala lagila.Recall heuchhi.Namaste.
Jay Jagannath
Childhood memory is unforgettable.
ଏକଦମ୍ ଠିକ୍ ସାର୍।
ନମସ୍କାର
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
Really heart touching, so sad,old is gold, Jaya shree Jagannath
ପ୍ରଣାମ ମହାଶୟ 🙏🏼❤️
Dhanyabad sir
Baishnab sir nka katha khub sundor.
ପାରିବର୍ତ୍ତନ ଭିତରେ ଆମେ ମଣିଷ ପଣିଆ ଵି ଭୁଲିଗଲେଣି
Old memory❤apnaka katha sune, pura sata katha.
Dhanya to clerk and officers ! God help sir, Namaste.
beautiful nostalgic memory,Respected Sir.
ହୁକୁମ ଧାବଲ ଏଇଠି ଖାଲ ହାକୁମ ଧାବଲ ଏଇଠି ଉଚ୍ଚ , ପରିବର୍ତ୍ତନ ବିନାଶ ଆଡ଼କୁ ଆକର୍ଷଣ
Golden chapter of life
Sir,you made me weep by recollecting our childhood.
କିଏ ଆଣିଦେବ ମୋତେ ମୋ ପିଲାଦିନ ,
ଦେଇଦେବି ତାକୁ ମୋର ସମସ୍ତ ଧନ ।
Jai jagannath,ete sundara upasttapana,janapadilani samaya sarigala,mora mo sangamananka saha katithiba samaya goti goti kari manepadigala.se samaya,se jaga,kaha sahita thili,jetiki samaya apana kahuthile sehi stthare hi buluthili.setiki samayare mukareithiba prathamaru dashama jae manepakei dele.apananku jete dhanyabada dele bi kam padiba.
Very true lines Remembering Childhood Thanks
ପୁରୁଣା ଦିନର କଥା ସବୁ ଆଖି ଆଗରେ ନାଚି ଉଠିଲା।
Sir ପ୍ରଣାମ ମୋର ଜନ୍ମ 1972 ରେ ସବୁ ମୋ ଆଖି ଆଗରେ nachigala ବିଶେଷତା ସିଲଟ ସୁଖେଇବା ଗୀତ ମୁଁ ବହୁତ୍ ବୋଲିଚି ଆଉ ଖପରା ଖେଳ ପାଇଁ ବୋଉ ଠାରୁ ବହୁତ୍ ଗାଳି ବି ଖାଇଛି କେତେ ସୁନ୍ଦର ଥିଲା ସେ ଦିନ ରଜ ରେ ମାମୁଁ ଘର ଯିବାକୁ କି ଆନନ୍ଦ ନାହିଁ ଆଉ ସେ ଦିନ
Jai jagannath sir pranam 🙏🙏
Bahut sunder
Sir jay jagarnnath realy happy days was past
Bhabile kanda lage sir
Pranam Sir. Bahut bhala lagila
Ame jau khusi o Ananda paichhu,ajikali chhuamane sethiru banchita.Semane se khusi ku kalpana b kariparibeni.Sedina bahut bhala thila.😢
ସବୁ ହଜି ଗଲାଣି ସାର୍
Jay Jagannath Swami
ମୁଁ ନିପଟ ମଫସଲ ଗାଁରେ ଜନ୍ମ। ତେଣୁ ୟା ସହ ମୋର ଆଉ କେତେ କଣ ଅନୁଭବ ଅଛି। ସତରେ ଅନେକ ଅଭାବ ଅସୁବିଧାରେ ବି ଚମତ୍କାର ଥିଲା
ପିଲାଦିନ କଥା ଏବେ ଭାବିଲେ ଦୁଃଖ ଲାଗୁଛି। ଆଜିର ପିଲା କହୁଛନ୍ତି ତମେ ଆମ ପାଇଁ କରିଛ କଣ?
ଆମ ଆଡ଼େ କିଛି ଗାଉଁଲି ସଭ୍ୟତା ଏବେବି ରହିଛି 😊
Ati Sundar ❤❤❤❤❤❤
Namaskar sir
Puruna smruti khub sundar
❤❤❤❤
Pranam sir
ଦେଖନ୍ତୁ ଆଜିକାଲି ଗ୍ରାମର ତଥାକଥିତ ଶିକ୍ଷିତ ଚାକିରିଆ ବ୍ୟକ୍ତି ମାନେ ଶତକଡା କେତେ ଗ୍ରାମରେ ରହିବାକୁ ପସନ୍ଦ କରିଥାନ୍ତି l ପ୍ରାୟତଃ ସେମାନେ ନିଜ ପସନ୍ଦ ଅନୁଯାୟୀ ଗ୍ରାମର ନିକଟ ବଜାର , ସଦର ମହକୁମା, ଓ ରାଜଧାନୀ ରେ ଘର କରି ବାସ କରୁଛନ୍ତି l ଆମେ ସମସ୍ତେ କେବଳ ଅତୀତ କୁ ଆଲୋଚନା ନ କରି ଅତୀତ ର ସ୍ଵର୍ଗୀୟ ପରମ୍ପରା ପାଇଁ ଗାଁ ଛାଡିବା କଥା ନୁହଁ l
Sir ghare b hua kati thia gua katiba o panare chuna lageiba ki majja lage. Gan dandare jou khela hua ki majja.
ମୋର ବୟସ ୬୫+ ମୁଁ ପୁରୁଣl କଥା ବହୁତ ମନେ ପକାଇ ପିଲା ମାନଙ୍କୁ କହି ବୁଝାଏ।
Sir namaskar,Gua Kati,pan batua,Raja poda pitha bi thila,gai Pali thila,langal juali thila,ea sabu piladinara smruti.
Mora 1973 re janma.ame pradeep re rahithilu.chhutira ganku jiba pain pagal heijau.se dina mane padile bahut mana dukha hue.puni feri asatani se dina?❤❤❤❤
Maja asigala
ଆପଣ right କଥା କହୁଛନ୍ତି, ଦୁନିଆ ଆଉରି ବଦଳିବ
apanka katha suni mo Piladinataku dekhiparili
Nai pani nai ki ja kuapani kuaku ja mo silata sukhija ❤❤❤😅😅😂 bhala lagila
Jay mahaprabhu😢
But sir apanata basuthile sabari palinki upare, kebe bhabichhanti jie se sabari palinki buhanti? kain tanka jibana bisayare kahunahanti kebe.
Sir namaskar.piladina katha manepadigala sir
Bausarani khelaasuthila
Bahut manepduchi pila Dina sir
Mun sahadate basi Kanya jaguali hoi jaichhi mo mausi jhia bhauni ra bibhagarare.Sagadare circus n Dasahara dekhi jaichhi.
😂fantastic coverage
Public ra bhul,sankirna swarth pain, sanskar, parampara, bhuligale.samastanku darakara,ips,is,doctor, Engg, leder,gurukulare padhile sina a sabu parampara bajaya rahiba,ghanti kiye bandhiba?
Ei sabu abhula smruti
,😂😂😂