KOTI PRANAM APANAK PADA TALE AU DHANYA KAHIBA AMA KICHI ODIA NKU BAHUT TANKA DEI AC HOTEL KU JAI PARA AINTHA AU DIRGHA DINA RA KHAIBA KHAU CHANTHI KUKUR KU DELE BI SIA KHAUNI ABHALI KHADYA KU
Ebe kebala Ame odia bhari badhia kahile chalibani, amaku dedicated haba ku padiba towards our Odia culture, and this can be only possible with the help of generation Z🙏😍😋
ଆପଣଙ୍କ ଭଳି ଜଣେ ସମାଜ ସଂସ୍କାରକଙ୍କୁ ପ୍ରଣାମ l ଆପଣଙ୍କର ସମସ୍ତ ଅଧ୍ୟାୟଗୁଡ଼ିକ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ 😊🙏🙏
ଜୟ ଜଗନ୍ନାଥ 🙏
ବହୁତ୍ ବଢିଆ ଉପଦେଶ ଜୟ ଜଗନ୍ନାଥ
ଖୁବ୍ ସୁନ୍ଦର ବାର୍ତା
ଭଗବାନ କରନ୍ତୁ ଆପଣଙ୍କ କଥାକୁ ସମସ୍ତେ ଗ୍ରହଣ କରନ୍ତୁ
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
ବହୁତ ସୁନ୍ଦର କଥା କହିଲେ। ଆଜି ର ସମାଜ ବିଶେଷ କରି ଓଡ଼ିଶାରେ ଏସବୁ ବେଶୀ ଚାଲିଛି। ଏବେ ସମୟ ଆସିଛି ଆପଣ ମାନଙ୍କଭଳି କିଛି ସହୃଦୟ ବ୍ୟକ୍ତି ଙ୍କ ପାଇଁ ସମାଜ ରେ କିଛି ପରିବର୍ତ୍ତନ ଆସୁଛି। ଆଶା କରୁଛି ଆଗାମୀ ଦିନରେ ଏ ପରି ଭଲ ବାର୍ତ୍ତା ନେଇ ସମସ୍ତ ଙ୍କୁ ସଚେତନ କରନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏🙏
Sir,you are really very practical. Your speech is natural and you are great observer of the society 👏 👌
ଆଜ୍ଞା ନମସ୍କାର 🙏ବହୁତ ଭଲ କଥା କହିଲେ। କିନ୍ତୁ ଆଜି କାଲି କଲେଜ ମାଟି ମାଡିଲା ପରେ କଉ ଝିଅ ରୋଷେଇ ଘରକୁ ଯାଉଛି 🙏ବାଧ୍ଯ ହୋଇ ହୋଟେଲରେ ଖାଉଛନ୍ତି କିମ୍ବା ପୁଡ଼ିଆ ବାନ୍ଧି ଧରି ଆସୁଛନ୍ତି 🙏ନଚେତ୍ ପରିବାରରେ ଅଶାନ୍ତି ହେଉଛି 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଆପଣଙ୍କ ସଦୁପବାଣୀ ମହାନ! ଦୁଇଗୋଡିଆ ମଣିଷ ଯଦି ବୁଝନ୍ତା, ତେବେ ସମାଜରେ ଅସୀମ ଶାନ୍ତି ମିଳନ୍ତା।
ଆପଣ କଥା ବୁଝିଲେ ସମସ୍ତେ ନିଶାରେ ମାତାଲ୍ ହୋଇ ନଥାନ୍ତା, ଜୟଜଗନ୍ନାଥ ❤ 16:01
❤❤ bahut bhala katha
Jay Jagannath Sir
ଆପଣଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ନିଅଣ୍ଟ ହବ ସାର୍
Baishnab Sir nka katha khub sundor
Jay jagannath 🙏 ♥
ଜୟ ଜଗନ୍ନାଥ ସାର, ପ୍ରଣାମ 🙏🙏
Satya nirat satya
Bahut sundar.
बहूत शानदार तरीके से Sir आपने समझाये हैं दिल को छूलिया ❤️
मज़ा आगया 👏🏻👏🏻👏🏻
जय जगन्नाथ महाप्रभु 🙏🙏🙏
oh Asutosh Baha hoigale taha hele !!!!! bahut subhakamona.
ସର୍ବୋତ୍ତମ ❤
Khub marmik
Jay Shree Jagannath 🙏🙏
ଆପଣଙ୍କ କଥା ବହୁତ୍ ବଢିଆ ଲାଗିଲା, ଅତି ସୁନ୍ଦର ଉପସ୍ଥାପନା,,,
Jay Jagannath swami 🌹🙏🌹
ବହୁତ ସୁନ୍ଦର କଥା
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଆମର ମୁଖ୍ୟମନ୍ତ୍ରୀ ତ ଓଡ଼ିଆ କହି ପାରୁନାହାନ୍ତି, ଅନ୍ୟ ମନେ ଓଡ଼ିଆ ନ କହି ପାରିଲେ କଣ ହେଲା ସେଠୁ
Seia ta dirgha barsa dhari Odisha ra Mukhyamantri hei Odia kahiparunahanti kahiba kahaku.Tenu sathik ku chinta Kari paribartana darakar .
ନିରାଟ ସତ୍ୟ
Respectful sir, you are really talked,
ଆପଣଙ୍କ କଥାଗୁଡିକ ସଂପୂର୍ଣ୍ଣ ଗ୍ରହଣୀୟ। କିନ୍ତୁ ଦୁଃଖର ବିଷୟ ଏଥିପାଇଁ ଆମପିଢି ହଁ ଦାୟି।
Sundar upadesa..... Pranam
Jay shree jaganath😂
ଆପଣଙ୍କ ଉପଦେଶ। ମୁଢ଼ି ବହୁତ ଖୁସି ଲାଗିଲା
ଏବେ ବିଭାଘର ଭୋଜି ରେ ଖାଇବା ଠାରୁ ପିଇବା ଅଧିକ ହେଉଛି।
🙏👌
Thanks sir
Beautiful
ଯେତେ ଶିକ୍ଷିତ ହେଉଛନ୍ତି, ସବୁ ଆସୁଛି
Pranam sir.Right katha.we r detoriating.
❤🎉🕉️💯
ଠିକ କଥା କହିଲେ ଆଜ୍ଞା, ଜୟ ଜଗନ୍ନାଥ
Badha kahele👍👍👌
❤
ମୁଁ ବାହା ହୋଇଥିଲି ୧୯୮୫ ମସିହାରେ। ସେତେବେଳେ ମୋ ବାହାଘରରେ ଆମିଷ ହୋଇନଥିଲା। ଯୌତୁକ ନେଇନଥିଲି। ସେଥିପାଇଁ ଦୀର୍ଘ ୩୫ବର୍ଷର ବୈବାହିକ ଜୀବନ ବହୁତ ମଧୁର ଥିଲା
Sir pranam.
ଆମ ଆଦର୍ଶ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। ଯେତେ କହିଲେ କଣ ହେବ। ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇଛି, ତାହାହିଁ ଯଥେଷ୍ଟ।
ବିଲ୍କୁଲ ସତ କଥା
👍👍👍👍👍
👌👌👌👌
ମୁଖ୍ୟମୁଖ୍ୟମନ୍ତ୍ରୀ ଙ୍କୁ ସମର୍ଥନ କରୁଛନ୍ତି ।।
🙏🙏🙏🙏🙏🙏🙏🙏
🙏🏼🙏🏼🙏🏼
ଭାଇ ଆପଣଙ୍କ ଆଲୋଚନା ଭଲଲାଗିଲା ନିଶ୍ଚୟ ପରିବର୍ତ୍ତନ ଆଣିବ ।ଧନ୍ଯବାଦ । ଆପଣଙ୍କ ପେନସନ ମିଳିଲାଣି ? ଜଣାଇବେ ଅନୁରୋଧ ରହିଲା ।
Sir lokamankar manasikata badaliba darkar
ଗୋରା ରଙ୍ଗ ପ୍ରତି ଦୁର୍ବଳତା ବିଷୟରେ ବି ଗୋଟେ ପ୍ରୋଗ୍ରାମ କରନ୍ତୁ
Ame sameste gan gan buli rally kariba
KOTI PRANAM APANAK PADA TALE AU DHANYA KAHIBA AMA KICHI ODIA NKU BAHUT TANKA DEI AC HOTEL KU JAI PARA AINTHA AU DIRGHA DINA RA KHAIBA KHAU CHANTHI KUKUR KU DELE BI SIA KHAUNI ABHALI KHADYA KU
Murkhanku na kahiba bhala
Ethi kahaku bujheiba niratharka,samaste gotie dhara re bahi chalichanti
ଆପଣ ପୁରାପୁରି ଠିକ କହୁଅଛ ସାର ।
Ebe kebala Ame odia bhari badhia kahile chalibani, amaku dedicated haba ku padiba towards our Odia culture, and this can be only possible with the help of generation Z🙏😍😋
Alasuami hoi galani
ସମୟର ଚକ ଧିରେଧିରେ ବୁଲି ସେଇ ଅଭୁଲା ଅତୀତ ପାଖକୁ ଫେରି ଆସିବ।