ମହାପ୍ରଭୁ ଶ୍ରୀଜଗନ୍ନାଥ କ'ଣ ଆମିଷ ଖାଇଥାନ୍ତି ?😲🙏 | ଡ଼ ଶରତ କୁମାର ମହାନ୍ତି | ଭକ୍ତି ସମର୍ପଣ

Поделиться
HTML-код
  • Опубликовано: 20 окт 2024

Комментарии • 503

  • @tapaspanigrahi5217
    @tapaspanigrahi5217 Год назад +24

    ଗୁପ୍ତ ନୀତି ଟା ସବୁବେଳେ ଗୁପ୍ତ ରହିବା କଥା ,ଏ ଭଳି ସମସ୍ତଙ୍କ ସାମ୍ନା ରେ ପ୍ରକାଶ କରା ଯାଏନି।
    ଏ ଚାନେଲ ମାଧ୍ୟମ ରେ ଏ ପଣ୍ଡା ଆମ ମହାପ୍ରଭୂ ଙ୍କର ଏବଂ ଓଡିଆ ସଂସ୍କୃତିର ଅପମାନ କରୁଛନ୍ତି।

  • @vbgaming8686
    @vbgaming8686 2 года назад +111

    ହିନ୍ଦୁଧର୍ମରେ ବେଦମାନଙ୍କରେ ଆମିଷ ଭକ୍ଷଣ ଓ ଜୀବ ହତ୍ଯାକୁ ବାରଣ କରାଯାଇଛି।।ଶ୍ରୀ ଜଗନ୍ନାଥ ଆମିଷ ଭୋଜନ କରିନଥାନ୍ତି।। 🚩🕉🚩

    • @adityamohapatra95
      @adityamohapatra95 2 года назад +13

      ତୁ ଦେଖିଥିଲୁ ବାଳ ଖାଆନ୍ତି ନାହିଁ ତତେ ଆସି କହିଥିଲେ

    • @vbgaming8686
      @vbgaming8686 2 года назад +20

      @@adityamohapatra95 😐😑ତମେ ହିନ୍ଦୁ ଧର୍ମ ଗ୍ରନ୍ଥ ବିଷୟରେ କିଛି ଜାଣିଛ ବେଦ,ମନୁସ୍ମୃତି,ଭଗବତ ଗୀତା ରେ ବାରଣ କରାଯାଇଛି ପଶୁହତ୍ୟା ଓ ଆମିଷ ଭୋଜନ କରିବା ପାଇଁ।। 🕉🚩

    • @adityamohapatra95
      @adityamohapatra95 2 года назад +5

      @@vbgaming8686 ତୁ ତନ୍ତ୍ର ପଢ଼େ ଗୀତା କୃଷ୍ଣ ଙ୍କ ଉକ୍ତି, ସେମିତି ତନ୍ତ୍ର ଶିବ ଓ ଦେବୀ ଙ୍କ ଉକ୍ତି

    • @vbgaming8686
      @vbgaming8686 2 года назад +13

      @@adityamohapatra95 ଭିନ୍ନ ଋଷିଙ୍କର ଭିନ୍ନ ମତ।ତନ୍ତ୍ର ପଢିକି କଣ ହେବ ଧର୍ମର ମୂଳ ଗ୍ରନ୍ଥ ବେଦରେ ଯେଉଁଟା ଲେଖାଅଛି ସେଇଟା ଠିକ୍।ବାକିଲେଖା ମଣିଷ ମାନଙ୍କ ଦ୍ଵାରା ଲେଖାହୋଇଛି କିନ୍ତୁ ବେଦଟା ଭଗବାନଙ୍କ ସୃଷ୍ଟି।ବେଦ,ଉପନିଷଦ ପଢ।।ବେଦର ଚତୁର୍ଥ ବେଦ ଅର୍ଥବବେଦ ପଢ, କାରଣ ଅର୍ଥବବେଦରେ ତନ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି।। 🕉

    • @i_m__sk3348
      @i_m__sk3348 Год назад +4

      Bhai...Mandira Sebaka kahuchhi ki bhoga laguchhi boli...
      To tame taa thu adhika janithiba naa se adhika janithibi ..mandira bisayare ???
      Answer please

  • @shradhanjalipati3031
    @shradhanjalipati3031 Год назад +3

    JAY sHREE JAGANNATH⭕❗❗⭕

  • @purnadehuri2997
    @purnadehuri2997 Год назад +2

    Jay Jagannath bhagaban tumara mangala karantu Sita Ram sir and namita mam

  • @DR.samarjittripathy
    @DR.samarjittripathy 2 года назад +24

    ଜୟ ଜଗନ୍ନାଥ
    ଅତି ସୁନ୍ଦର ମହତ୍ୱପୂର୍ଣ୍ଣ କଥା ଟିଏ ଶୁଣିବାକୁ ପାଇଲି

  • @jitanjit
    @jitanjit Год назад +27

    12.04.2023 ରେ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଯାଇଥିଲି, ଅନ୍ୟ ବେଳ ର ଦର୍ଶନ ଅପେକ୍ଷା ଏହି ଦର୍ଶନ କିଛି ସ୍ମରଣୀୟ ଥିଲା , ଲେଖିବା ବେଳକୁ ଆଖିରେ ଲୁହ ଏବଂ ଦେହର ଲୋମ ଟାଙ୍କୁଳି ଯାଉଚି, ଅନ୍ୟ ବେଳେ ଦର୍ଶନ ଶ୍ରୀ ମନ୍ଦିର ରେ ସରିବା ପରେ ଭକ୍ତ ମାନଙ୍କୁ ଡାହାଣ ପଟ ଦ୍ଵାର ଦେଇ ବାହାରକୁ ଛଡ଼ା ଯାଏ, କିନ୍ତୁ ସେ ଦିନ ଭଗବାନ ଙ୍କ ର କିଭଳି ମାୟା ସକାଳ ୭ .୩୦ ବୋଧେ ହେବ ଲୋକେ ଲାଇନ ରେ ନଥିଲେ, ବାଇଶି ପାହଚ ଚଡ଼ିକି ମନ୍ଦିର ଭିତରକୁ ପଶିବା ପରେ ଶୁଣିବାକୁ ମିଳିଲା ଯେ ଦ୍ଵାର ବନ୍ଦ ହେଇଯିବ, ତ ଲୋକମାନେ ଦୌଡ଼ିବାକୁ ଲାଗିଲା ସେଥିରେ ମୁଁ ମଧ୍ୟ ଥିଲି ମନ୍ଦିର ଭିତରେ ବହୁତ ଲୋକ ହେଇଗଲେ, କିନ୍ତୁ ସେଦିନ ମନ୍ଦିର ଭିତରେ କେଉନସି ବାରିକେଟ୍ ନଥିଲା ଭକ୍ତ ମାନକୁ ମନ୍ଦିର ର ଯଥେଷ୍ଟ ଭିତରକୁ ଯିବା ପାଇଁ ଦିଆ ଯାଉଥିଲା , ରୂପା ଗେଟ୍ ଲାଗିଥିବା ଗର୍ଭ ଗୃହ ଭିତରକୁ ଏତେ ପାଖରୁ କେବେ ମୁଁ ପ୍ରଭୁଙ୍କୁ ଦର୍ଶନ କରିନଥିଲୀ କି ଆଗକୁ କରିପାରିବି ନ କରିପାରିବି ଜାଣିନି, ଦର୍ଶନ, ଆଗରୁ ଥରେ ଦର୍ଶନ କରିବାକୁ ଯାଇଥିଲି ଦୂରରୁ ଠିଆ ହେଇ ଭାବିଥିଲି ଏତେ ବଡ଼ ରୂପା ରେ ତିଆରି କବାଟ ଥରେ ପାଖକୁ ଯାଇ ଦେଖନ୍ତି , ଏଥର ପାଖକୁ ଗଲି ହାତରେ ସ୍ପର୍ଶ ମଧ୍ୟ କଲି ବହୁତ୍ ଆନନ୍ଦ ମିଳିଲା, ଆଉ ଦର୍ଶନ ମଧ୍ୟ ଭଲ ହେଲା, ତାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପହଡ଼ ପଡ଼ିଥିଲା ।

    • @thequeengemini24
      @thequeengemini24 Год назад +8

      Bhai gote katha kahuchi sunantu,, se gote emitika thakura, apana jaha v chinta Kari thibe se goti goti Kari sabu Jani thae..
      Mu ete thara galini sabu thara alga prakar anuvuti..
      Jaha chinta kare seyi valia hin darshan pae...

    • @lipianshuvlogs
      @lipianshuvlogs Год назад +8

      ହଁ ବେଳେ ବେଳେ ସେ ଭାଗ୍ୟ ମଧ୍ୟ ଦେଇଥାନ୍ତି ଜଗନ୍ନାଥ ପୁରା ପାଖରୁ ଦେଖିବାର ସୁଜଗ ମୋତେ ବି ଦେଇଛନ୍ତି ମୁଁ ତାଙ୍କର ପାଖରୁ ପଛପଟୁ ବି ବୁଲି କି ଆସିଚି ,ଜୟ ଜଗନ୍ନାଥ 🙏

    • @anirudh626
      @anirudh626 6 месяцев назад

      😂​@@thequeengemini24

    • @thequeengemini24
      @thequeengemini24 5 месяцев назад +2

      @@anirudh626 ethire ete joke valia kan lagila Bhai ????

  • @bikrammuduli1669
    @bikrammuduli1669 2 года назад +18

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଲୀଳା 🙏ଜୟ ଜଗନ୍ନାଥ 🙏Jay jagannath

  • @madhumitapanda9599
    @madhumitapanda9599 6 дней назад

    ଜୟ ଜଗନ୍ନାଥ ସବୁ ତୁମ ଇଚ୍ଛା 🙏🙏

  • @shibaprasadpodh5308
    @shibaprasadpodh5308 2 года назад +137

    ପୁରୀ ଶ୍ରୀମନ୍ଦିରରେ ପଣ୍ଡା ମାନଙ୍କ ଭଦ୍ରାମି ଆମକୁ ଆମକୁ ଜଣା...

    • @swostipragyanmohapatra272
      @swostipragyanmohapatra272 2 года назад +15

      Panda manankara bhadrami re kn achi thakura darshan re manarakhi kariba asiba kaha katha v sunibani sabu ade aji kali panda seya heleni khali puri panda kn sabu ade seya cahlichi abe tenu sesabu ku care kale thakura darshan v kariparibani

    • @sangramnayak1260
      @sangramnayak1260 2 года назад +8

      1000% Right

    • @snehalatadalai9135
      @snehalatadalai9135 Год назад +13

      ହଁ ଏ ପଣ୍ଡା ମାନେ ଭାରୀ ଖରାପ୍

    • @bbiswal910
      @bbiswal910 Год назад +2

      @@swostipragyanmohapatra272 hm baramunda kali temple re bi puja karuthiba panda bi Semiti patara antara karanti ....

    • @sunilkum7491
      @sunilkum7491 Год назад

      @@swostipragyanmohapatra272 ,, .

  • @BabuliSahoo-yq7ei
    @BabuliSahoo-yq7ei Год назад

    Jay shree Jagannath swami nayana patha gami bhabatume 🌺🌺🌺🌺🌺🙏🚩🌺🙏🚩🌺🙏🌿🌿🌿🍎🍎🪔🪔🪔🪔🪔🪔

  • @bulenchandradas9776
    @bulenchandradas9776 Год назад +1

    କେଉଁ ଶାସ୍ତ୍ର ଅନୁଯାୟୀ ହୋଇଥାଏ କୃପା ପୂର୍ବକ ଶାସ୍ତ୍ରୀୟ ଉଦାହରଣ ଉପସ୍ଥାପନ କରିଲେ। କଥା ଟା ପରିଷ୍କାର ଭାବେ ବୁଝି ହୁଅନ୍ତା।

    • @tarrytao7508
      @tarrytao7508 Год назад

      Mahashaya.. Emane sabu nuan shastra lekhicchhanti

  • @hk7154
    @hk7154 Год назад +11

    ଜୀବର ଲାଳସା ପୂର୍ଣ୍ଣ କରିବାର ଏଇଟା ଗୋଟେ ଅଭିନବ ପ୍ରୟାସ।

  • @prasadmajhi6465
    @prasadmajhi6465 2 года назад +24

    🕉 ଜୟ ଜଗନ୍ନାଥ 🙏
    🌅 ଜୟ ପଞ୍ଚ ସଖା ଆବାୟାଁ 🙏
    🌄ସତ୍ୟ ସନାତନ ହରି ନିରାକାର ପରମବ୍ରହ୍ମ ମହାଶୂନ୍ୟ ଗୁରୁ ଶରଣଂ🗽

  • @SatyamMalu-y4u
    @SatyamMalu-y4u 12 дней назад

    Jay shree jagannath MAA laxmi ❤❤❤❤

  • @babajimohapatra3118
    @babajimohapatra3118 2 года назад +2

    Echhamaya Mahaprabhu Jagnnath Swami Jay Jay Jay

  • @sangramdas860
    @sangramdas860 Год назад +1

    Jai kalia

  • @sarojpadhiary2037
    @sarojpadhiary2037 Год назад

    Jay Jagannath Swami Nayana patha gami vhaba tume

  • @Sujan-8170
    @Sujan-8170 2 года назад +12

    Tama katha suniki laguchi Tamara aamisa bhari pasand. Bhagwan nije dharma au Jia dharma se kebe kahari pain ନିରୀହ ଜୀବ ଙ୍କୁ ହତ୍ୟା କରିବେନି। 🙏🏻Jay Jagannath 🙏🏻

    • @sambitkumar628
      @sambitkumar628 2 года назад +5

      Bhagwan Deva Devi Kebe Kahinahanti J Amisha Mate Dio Boli

    • @trisharath4071
      @trisharath4071 2 года назад +4

      @mama rout pagela lok mane nije amisa khanti bhabuchhanti devi devta nku bi jabardasti khuaibe..😡
      Maa samsta nka maa kebal manisa ra nuhe samsra biswa ra sabu jiba jantu nkar...

    • @sign1941
      @sign1941 2 года назад +2

      Bhakti re jadi dia jie se Amisha heu n kahinki jadi bhakti achhi then bhagwan nischaya grahan karibe sabu bhakti pain

    • @trisharath4071
      @trisharath4071 2 года назад +2

      @@sign1941 niriha jib ku hatya kari thiba byakti ra kebe b bhakti bhav nahi...

    • @sambitkumar628
      @sambitkumar628 2 года назад +1

      Bhagwan Shri Krishna Amisha Kebe Grahana Karibe Nahi Eha Gita Re Kuha Jaichi

  • @alokpanda9141
    @alokpanda9141 Год назад

    Jai jagannath nana

  • @kartiktiptip4321
    @kartiktiptip4321 Год назад

    Jay jaganathha swami

  • @myamazingtube
    @myamazingtube 5 месяцев назад +5

    ମାଆ ଗୀଆ ମାନେ ରେଣ୍ଡ଼ୀ ପୁଅ ବ୍ରହ୍ମାଣ୍ଡ ମାନେ ହିନ୍ଦୁ ମାନଙ୍କୁ ପାଗଳ କରିଛନ୍ତି ଶ୍ରୀ ମନ୍ଦୀର ଭିତରେ ଭି ପଶୁବଳୀ ଦେଉଛନ୍ତି ସବୁଠାରୁ ଘଟିଆ ଓ ଅମାନୁଷିକ ପ୍ରଥା ତିଆରି କରି ନିରୀହ ଯିବ ମାନଙ୍କୁ ହତ୍ୟା କରୁଛନ୍ତି ମହାପ୍ରଭୁ କିଏ କାଳୀ ଚାଣ୍ଡି ଜଗିବ ଶଳା ମାନେ ଦୟା କରୁଣ ପ୍ରେମ ବିନା ଧର୍ମ ହୁଏନି

  • @narayandalai9799
    @narayandalai9799 2 года назад +3

    ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🍀ଶ୍ରୀ 🌴🚩ନୀଳ ☘️🍀ମାଧବ 🚩🍀🌱🌿ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @narayandalai9799
    @narayandalai9799 2 года назад +1

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଓ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @krushanamaharana
    @krushanamaharana Год назад

    ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @monalisapriyadarsini1111
    @monalisapriyadarsini1111 Год назад +1

    Jayshreejaganathjayalmightu🤲🙏❣️❤

  • @SomnathPorja
    @SomnathPorja Год назад

    ଜୟ ଜଗନ୍ନାଥ

  • @jhilibehera2741
    @jhilibehera2741 Год назад

    Jay Jagannath Swami

  • @nirmalendusahoo
    @nirmalendusahoo Год назад

    Jay Jagannath

  • @dhanurjaynath9315
    @dhanurjaynath9315 Год назад

    ଖୁବ୍ ସୁନ୍ଦର 🙏

  • @arjundalpati8409
    @arjundalpati8409 Год назад

    Jai jagannath

  • @sibaprasadmishra2994
    @sibaprasadmishra2994 4 месяца назад

    Jay Sri Jagannath 🚩
    Manimaa🚩🚩
    🌺🌺🙇🙇🌺🌺

  • @stuluachary
    @stuluachary Год назад +2

    ନକଲି ଅଭଡ଼ା କରି ବିକିବା ଠାରୁ ଆମିଷ ଭୋଗ ଭାରି ଶହଜ । ଜୀବ ହତ୍ୟା ଏକ ଦଣ୍ଡନିଅ ଅପରାଧ । ଗୋଟିଏ ଜୀବନ ଦେଇ ଦେଖ । କିନ୍ତୁ ହଜାର ହଜାର ହତ୍ୟା । ଭଗବାନ ଅତି ଶିଘ୍ର କଳ୍କି ରୂପରେ ଆସୁଛନ୍ତି । ସେତେବେଳେ ଜଣା ପଡ଼ିବ । କାହିଁକି ଆମିଷ ଭୋଗ ହ‌ଉଛି ।🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @jogendraMajhi-td6rb
    @jogendraMajhi-td6rb 3 месяца назад

    Jay kalki❤ Yug purush❤ jay kalki❤

  • @krishnakant1987
    @krishnakant1987 2 года назад

    Jai Jagannanth swami nayan patha gami bhawa tume Prabhu 🙏🙏🙏💓💓💓🙏🙏🙏

  • @pramoddhala1848
    @pramoddhala1848 Год назад

    Jay jagannath swami 🙏🙏🙏

  • @Rosan_Bhai_420
    @Rosan_Bhai_420 Год назад

    Jay Jagannath Swami 🙏🙏🙏

  • @chaturbhujamallik3402
    @chaturbhujamallik3402 Год назад

    Bahut sundar alochana

  • @prasannananda1929
    @prasannananda1929 2 месяца назад

    Jay Shree Jagannath

  • @hifystore4553
    @hifystore4553 Год назад

    Jai Shree Jagannath🙏🙏🙏

  • @SujataPatro-kn9do
    @SujataPatro-kn9do 4 месяца назад

    Jay jagannath maha probhu 🙏🙏🙏🙏🙏

  • @kaliapremibhajanbhandara8515
    @kaliapremibhajanbhandara8515 Год назад

    ଜୟ କାଳିଆ ସାଆନ୍ତ

  • @premanandabehera7984
    @premanandabehera7984 Год назад

    ତୁମେ ଜଣେ ଜଣେ ବିଧର୍ମୀ!ପ୍ରଭୁ ଙ୍କ ନାମ ନେଇ ନିଜ ଇଛାରେ ଗୋଟେ ଗୋଟେ ପରମ୍ପରା ସୃଷ୍ଟି କରି ଚାଲିଛ!ଯେମିତି ରଥ ଉପରେ ବସି ଅଭଦ୍ରାମିର ଖୋଲା ପ୍ରଚାର କରୁଥିବା ଡାହୁକ ପରମ୍ପରା!ତୁମରି ପରି ପାପୀ ଙ୍କ ପାଇଁ ଆଜି ସନାତନ ହିନ୍ଦୁ ସଂସ୍କୃତି ବଦନାମ!ଧିକାର ତୁମ ଅସଭ୍ୟ ପରମ୍ପରା କୁ!ହେ ପ୍ରଭୁ ଜଗନ୍ନାଥ ଏମାନଂକୁ ସଦଗତି ଦିଅ 🙏🙏🙏.

    • @AbhiKumar-do3rr
      @AbhiKumar-do3rr 6 месяцев назад

      Nije ta murka na jani kichi comment karile kichi labha nahi 😂

  • @satyashreenayak3953
    @satyashreenayak3953 2 месяца назад

    Jay Jagnnath Swami ❤

  • @subratkumar8054
    @subratkumar8054 Год назад +2

    Jay Mahaprabhu Shree Jagannath ⭕⭕🙏🚩🕉️

  • @pramilabarik3626
    @pramilabarik3626 Год назад

    Jay shree Jagannath jay shree Jagannath pranam aangya

  • @panditminaketansadangi460
    @panditminaketansadangi460 Год назад

    Jay Jagannath Swami Nayana Patha gami bhava tume

  • @ratiranjantarai5053
    @ratiranjantarai5053 2 года назад +25

    ଜୟ ଜଗନ୍ନାଥ ସ୍ବାମୀଙ୍କର ଜୟ 🙏🙏🙏🙏🙏

  • @bhagyalatapanda2910
    @bhagyalatapanda2910 2 года назад

    Jay jagannath swami 🙏 🙏 🙏 🙏 🙏 🙏

  • @BaidanathaMahalik
    @BaidanathaMahalik 3 месяца назад +1

    ଜୟ ଜଗନ୍ନାଥ ଗୁପ୍ତ କଥା କାହାକୁ କୁହାଯାଏ ନାହିଁ ଗୁପ୍ତ ରେ ରହେ ଆପଣ କାହିଁ କି ପ୍ରକାଶ କରୁଛନ୍ତି

  • @manojarana5858
    @manojarana5858 Год назад

    Jaijagarnath

  • @nareshdash3796
    @nareshdash3796 2 года назад

    ଜୟ ଜୟ ଜଗନ୍ନାଥ

  • @prabhuprasadmishraproductd9948
    @prabhuprasadmishraproductd9948 2 года назад +8

    କାହିଁକି ଭୁଆଁ ବୁଲେଇବାକୁ ଚେଷ୍ଟା କରୁଛ ???
    ସେ ସ୍ଵତନ୍ତ୍ର ଦ୍ଵାର ର ନାମ କଣ କହିପାରିବ ??

    • @nilanchalhial630
      @nilanchalhial630 2 года назад

      Right

    • @gajarajbabu6771
      @gajarajbabu6771 2 года назад +1

      Bhuan bulaa dwara seitaa.

    • @sriyanshupadhi6627
      @sriyanshupadhi6627 11 дней назад

      କିଛି ନୂହେଁ ପୁରା ସଫା କଥା କି ଶ୍ରୀ ମନ୍ଦିର ଶକ୍ତି କ୍ଷେତ୍ର.

  • @ranjanbehera3374
    @ranjanbehera3374 Год назад

    Jai jagannath 🙏🏽🙏🏽🙏🏽🙏🏽🙏🏽🙏🏽

  • @gupteswargouda2144
    @gupteswargouda2144 4 месяца назад

    ଜୟ ଶ୍ରୀ ଜଗନ୍ନାଥ 🙏

  • @sunilsuryakantapanda9441
    @sunilsuryakantapanda9441 3 месяца назад

    ଶ୍ରୀ ମାତ୍ରେ ନମଃ 🙏

  • @bharatknowledge55
    @bharatknowledge55 Год назад

    Bhala sabda Sanjo Janaa

  • @jyotikantadash2477
    @jyotikantadash2477 Год назад

    Bahuta vala katha.

  • @skpandasaroj4877
    @skpandasaroj4877 2 года назад +1

    Jaya jagadisha hare 🙏🙏🙏🙏🙏🌹🌹🌹🌹🌹

  • @bipinkumardash862
    @bipinkumardash862 Год назад +1

    Jay jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤

  • @ajayamohapatra9220
    @ajayamohapatra9220 2 года назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମି ଭଵଃ ତୁମେ

  • @basudevbehera2209
    @basudevbehera2209 2 года назад

    Jay Jagannath Swami Nayan patha gami bhava tume 🙏🏿🌼💐💯🌺💮🏵️🌺❤️🧡🚩🚩🚩🚩🚩🚩🫡🫡🫡🚩🚩🫡🫡🫡🚩🫡🫡🫡🫡🫡🚩🚩🚩🚩🌼🌼🌼🌼🌼🌼🌼🌼🌼🌼🌼

  • @theweoponmaster2416
    @theweoponmaster2416 Год назад

    ଜୟ ମଣିମା 🙏🏻🙏🏻🙏🏻🙏🏻

  • @priyaranjansamal4517
    @priyaranjansamal4517 Год назад

    PRABHUUU PURUSHOTTAM 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prpradhan9068
    @prpradhan9068 2 года назад +1

    ଜୟ ଜଗନ୍ନାଥ ଭାଇନା 🙏🙏

  • @deepakkumarsahoo417
    @deepakkumarsahoo417 2 года назад +3

    ଧନ୍ୟ ମହାପ୍ରଭୁ ଧନ୍ୟ ଜଗନ୍ନାଥ ଧନ୍ୟ ତୁମର ନୀଳା

  • @biranchinarayanbehera3614
    @biranchinarayanbehera3614 Год назад +2

    Kichhi nahi jaha manaku Asuchi taha khao Atma Santi ta sabu Santi Jay Jagannath 🙏🙏🙏

  • @rabindranathpradhan4378
    @rabindranathpradhan4378 Год назад

    Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏

  • @rojalinsantoshmoharana3308
    @rojalinsantoshmoharana3308 2 года назад +2

    Jay jagannath swami
    Jagat kalyan kara pravu🙏

  • @responsetothebadwork6649
    @responsetothebadwork6649 Год назад

    eha jani mu bahuta khushi apana nka thu .

  • @debasishdwibedy1291
    @debasishdwibedy1291 Год назад +1

    ଆଜ୍ଞା ଆପଣ ଏତେ ପାପି,,, କୋଉ ଭଳିଆ ହେଡିଂ ଦେଇଛନ୍ତି,,, ଲେଖିଲେନି ପିଷ୍ଟକ ହୁଏ

  • @ACHYUTAJANI-vp5wo
    @ACHYUTAJANI-vp5wo 4 месяца назад

    Jay 🪔 jagannath 💐🥥🙏🌺🌼🏵️🌸

  • @ramakaran9224
    @ramakaran9224 28 дней назад

    Kou Maa kebe ଜୀବ ହତ୍ୟା ଚାହିଁ ନ ଥାଏ.
    ନିଜ ର ଜିଭ lalasa କୁ charitartha କରି ବାକୁ ମା ଙ୍କର ନାଁ ରେ bali. Bali pratha Srimandir bhali ପବିତ୍ର ଜାଗାରେ ban ହେବା ଦରକାର. ସରକାର abam prasasan ଦୃଢ଼ ପଦକ୍ଷେପ ନେବା ଦରକାର. Jai Jagannath.

  • @VikramAdity
    @VikramAdity Год назад

    He bhagwan swami mujhe tumbhara pass. Le. Jayiye. ..

  • @studycare7982
    @studycare7982 Год назад

    Badhiya kahuchhanti

  • @deviprasannadash4116
    @deviprasannadash4116 Год назад +2

    Loke nija Laalasa purna kariba lagi Bhagabaan nku b Aadhar sajei Bhul parampara prastuta karigale jahaku para pidhhi Bibeka sunya hoi Andha Garba karila o aagaku bajaay rakhila .
    Sabu ra pratikaar sambhab , hele Baada jebe fasala khaaiba , se madhya bhagabaan nka naam nei ; aau kan karaa jai pare!!

  • @sanjaypadhan1252
    @sanjaypadhan1252 2 года назад +1

    ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା

  • @parikshit_Creations
    @parikshit_Creations Год назад +1

    ତମେ ମା ଗିହା ବ୍ରାହ୍ମଣ ସବୁ ନିୟମ ବନାଉଛ ଜାତି ଧର୍ମ ଅଲଗା କରିଛ ତମେ ସବୁ ମାରିବ ପାପି

  • @subarnabatikarua304
    @subarnabatikarua304 2 года назад

    Ati sundar barnana 🙏🙏

  • @sibaprasadkhadanga4375
    @sibaprasadkhadanga4375 2 года назад +1

    ଏତେ ବୁଲେଇ ବକେଂଇ ନକହି ସିଧାସଳଖ ବିରି ପିଠାରେ ପ୍ରସ୍ତୁତ ପିଠା କୁ ଆମିଷ କୁହାଯାଏ କହିଥିଲେ ହୋଇନଥାନ୍ତା କି ?

  • @agneyasahoo8697
    @agneyasahoo8697 2 года назад +1

    Jay Jaganath pravu

  • @anjalidash1217
    @anjalidash1217 Год назад

    Jay shree radhe🙏

  • @alokpanda9141
    @alokpanda9141 Год назад

    Good morning nana

  • @soulwelfare3976
    @soulwelfare3976 2 года назад +2

    He krishna he jagannaath ji raksha kijiye ❣️🙏🥺

  • @oyebinayak
    @oyebinayak Год назад

    🙏🙏

  • @SubhasmitaBehera-wn9ec
    @SubhasmitaBehera-wn9ec Год назад

    🙏🙌

  • @chittaranjanmajhi6738
    @chittaranjanmajhi6738 2 года назад +3

    ଜୟ ଜଗନ୍ନାଥ ସ୍ୱାମୀ
    ଜୟ ଜଗତଜନନୀ ମା ବିମଳା 🙏

  • @Madhuchhanda123
    @Madhuchhanda123 Год назад

    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @pkpati853
    @pkpati853 2 года назад

    Bahut badhiya kahile bhaina 🙏

  • @rajrout104
    @rajrout104 Год назад

    Jay jaganatha

  • @goutambehera9165
    @goutambehera9165 2 года назад

    Jay jagannatha jay panchasakha

  • @hk7154
    @hk7154 Год назад

    ତମେ ମାନେ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ଭି ଛାଡ଼ିଲନି
    ଆରେ କୋଉ ବଡ଼ ପଣ୍ଡିତ ଭଗବାନଙ୍କ ଭୋଗକୁ ଆମିଷ ସହିତ ତୁଳନା କରୁଛନ୍ତି ସେମାନଙ୍କୁ ଆଉ କଣ ବା କୁହାଯାଇ ପାରିବ।

  • @narayandalai9799
    @narayandalai9799 2 года назад +2

    pranam 🌿☘️guru ☘️🌿dev🌿☘️

  • @mseditingphotography
    @mseditingphotography 2 года назад +12

    🙏 ଜୟ ଜଗନ୍ନାଥ 🙏

  • @hemantkumarsahoo9654
    @hemantkumarsahoo9654 Год назад +2

    ଜୟ ଶ୍ରୀଜଗନ୍ନାଥ 🙏❤️❤️

  • @ShriKshetraPurusottama
    @ShriKshetraPurusottama 2 года назад

    Aamisha shabda tiku swachhala karithibaaru dhanyabaad

  • @Shan0089s9W
    @Shan0089s9W 2 года назад

    Jay Jagannath nana bhala rahauntu

  • @rabiray162
    @rabiray162 2 года назад +1

    so nice gerat !

  • @deepakdas4671
    @deepakdas4671 Год назад

    🙏🏼🙏🏼🙏🏼ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @ramakrushnasahoo1701
    @ramakrushnasahoo1701 Год назад

    Jay jagannath 🙏

  • @subhamgamer497
    @subhamgamer497 Год назад

    Jay Jagannath 🙏🙏 he prabhu 🙏🙏 tuma Lila apara