Jay Jagannath sir 🙏Bahut khusi laguchhi ae sabu janiki..au aapanku bahut bahut dhanyabad mor taraf ru...sir Mahaprabhu nka nikatare Jau "Panchamakar" bhoga lagi thae gupta niti re ..ta bisayare please kahibe ...Jay Jagannath🙏
Jetebele maha parvhu nku chalu bula Jay bada panda nku mahaprabhu dekhajanti kou bhali dekha janti jemeti ratna sighasan re basichanti sei Rupa re na alaga please tike Daya Kari kahibe
ମହା ପ୍ରଭୁ ଜଗନ୍ନାଥ ମହାରାଜାଙ୍କ ଜନ୍ମ ଗ୍ରହଣ ବିଷୟରେ
ଜୟ ଜଗନ୍ନାଥ ମହାପ୍ରଭୁ
.Jay shree jaganatha
Jay Jagannath Swami mahaprabhu ❤❤❤❤
ଜଗନ୍ନାଥ ଜୟ ମହାପ୍ରଭୁ ବ୍ରହ୍ମଲୀଳା କରୁଛନ୍ତି 🙏🫡🌼🦚
ମହାଭାଗ କୃପା କରି ମହାପ୍ରଭୁଙ୍କ ବିଷୟରେ କିଛି ଜ୍ଞାନ କୁ କୁଇଜ ଭିତ୍ତିକ ବ୍ୟବସ୍ଥା କରିଲେ ବହୁତ ଭଲ ହେବ, ଯାହାଦ୍ୱାରା ଆମେ ମହାପ୍ରଭୁଙ୍କ ବିଷୟରେ ଜାଣି ଆମ୍ଭେମାନେ କୃତାର୍ଥ ହେବୁ ।ଜୟ ମହାପ୍ରଭୁ
ଜୟ ଜଗନ୍ନାଥ। ଶ୍ରୀ ମନ୍ଦିର ମଧ୍ୟରେ ପରିକ୍ରମଣ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛି ଦୟାକରି ଏହି ବିଷୟରେ କିଛି ଜଣେଇବେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେଂ।
ଜୟ ଜଗନ୍ନାଥ ଶିତା ରାମ
ଭଣ୍ଡାର ଘର ଶଂଖ ରୁ ଓଁକାର ଧ୍ଵନି ଓ ବିଷ୍ଣୁ ସହସ୍ର ନାମ ଶୁଭେ ବୋଲି ଶୁଣିଛୁ
ବୋଧହୁଏ ସେଥିପାଇଁ ଶଙ୍ଖ ଚିହ୍ନ ଜଗନ୍ନାଥ ଙ୍କ ଠାରୁ ଵଡ଼
ଶୁଣିବାକୁ ମିଳେ, ଶଙ୍ଖୁଆ ଥିଲେ, ଶଙ୍ଖ ବାଜୁଥିଲା କାଳକ୍ରମେ ଶଙ୍ଖୁଆ ସେବକ ମାନଙ୍କର ବଂଶ ଲୋପ ପାଇବା ଦ୍ୱାରା, ସେ କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଛି, ଦୟାକରି ଏ ସମ୍ପର୍କରେ ଜଣାଇଲେ ଉପକୃତ ହବୁ
ମହାବାହୁ ଙ୍କର ଶମସ୍ତ କଥା ବସ୍ତୁ ସବୁଥିରେ ମଧୁରତା ଭରୀ ରହିଛି ସର୍ବ ଶେଷରେ ଆପଣଙ୍କ କଣ୍ଠରୁ ଆହୁରି ସୁନ୍ଦର ଲାଗୁଚି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଃ ଗାମୀ ଭବ ତୁମେ
Jai Jagannath Swami Nayana Patha Gami Bhaba Tume 🌸🌸🌸🌸🌸🙏🙏🙏🙏🙏
ଶ୍ରୀମନ୍ଦିର ଚତୁର୍ପାଶ୍ଵରେ ଥିବା ମନ୍ଦିରରେ କାହିଁକି ପତାକା ଲାଗି ନାହିଁ ? ତାର କାରଣ କ'ଣ ଦୟା କରି ଏ ବିଷୟରେ କହିବାକୁ ଅନୁରୋଧ । ଜୟ ଜଗନ୍ନାଥଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏💐💐💐💐💐🚩🚩
ଜୟ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ଜୟ🙏
ଜୟ ଶ୍ରୀ ପଞ୍ଚସଖାଙ୍କ ର ଜୟ 🙏
ଜୟ ଶ୍ରୀ ସନାତନ ଧର୍ମ ର ଜୟ 🙏
🕉 ଜୟ ଜଗନ୍ନାଥ 🙏🙏🙏
🌅 ଜୟ ପଞ୍ଚ ସଖା ଆବାୟାଁ 🙏
🌄ସତ୍ୟ ସନାତନ ହରି ପରମେଶ୍ୱର ନିରାକାର ପରମବ୍ରହ୍ମ ମହାଶୂନ୍ୟ ଗୁରୁ ଜହରା 🗽
🙏🙏🙏🙏😊❣️💝🤗😊😘😙🥰💕💕💖♥️💞💞♥️💖🙂💕🥰😙😘😊🤗💝❣️💟🙏🙏🙏🙏Jai Prabhu🙏🙏🙏💟❣️💝🤗😊😘😙🥰💕🙂💖♥️💞💞♥️💖🙂💕🥰😙😘😊🤗❣️💟🙏🙏🙏
ପୁରୀ ସହର ପରିକ୍ରମା ସହ ସମସ୍ତ ମନ୍ଦିର ଦର୍ଶନ ବିଧି ଦେଖାଇବାକୁ ଅନୁରୋଧ।
ଚଳୁ କାହିଁକି କରାଯାଉଛି ଶଙ୍ଖ ଯଦି ମନା
JAY JAGANNATH SWAMI 🙏🙏
HEY MAHABAHU 🙏 🙏🙏🙏
Jay Jagannath swami 🙏🙏🙏🙏🙏🙏🙏
Jay jagannath swami 🙏 🙏 🙏 🙏 🙏
Ja. Gannatah. Swami
ଜୟ ଜଗନ୍ନାଥ
Jay jagannath Jay jagannath Jay jagannath 🙏🙏🙏🙏🙏🙏
JAY JAGANNATH🙏❤🙏1
Jay Sri Jagannath 🚩
Manimaa🚩🚩
🌺🌺🙇🙇🌺🌺
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
Bohut Sundar sikhibar Katha,Sundar lagila
Jay Jagannath 🙏🌹
ସାର୍ ମୁଁ ଜାଣିବାକୁ ଚାହୁଁଛି ନୀଳମାଧବ ଓ କାଳିଆ ଠାକୁର କ'ଣ ଏକ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଲୁପ୍ତ ସେବା।ଶଙ୍ଖୁଆ ସେବକ ସେବାର ବିବରଣୀ ଶ୍ରୀଜଗନ୍ନାଥ ମନ୍ଦିର ସତ୍ତ୍ଵଲିପି ୩ୟ ଭାଗ ସେବା କ୍ରମାଙ୍କ ୮୫ରେ ବର୍ଣ୍ଣିତ। ସାଧାରଣ ଭକ୍ତମାନେ ଭାବନ୍ତି ଶଙ୍ଖକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ ନାହିଁ।ଏହା ସମ୍ପୂର୍ଣ୍ଣ ଭୁଲ କଥା।ନୀଳଦ୍ରୀ ମହୋଦୟରେ କୁହାଯାଇଛି , ଦୈନିକ ପ୍ରଭାତରେ ଶଙ୍ଖ ଧ୍ବନି କରି ମହାପ୍ରଭୁଙ୍କ ନିଦ୍ରାଭଙ୍ଗ କରାଇବ। ଶ୍ରୀଜଗନ୍ନାଥ ମନ୍ଦିର ସତ୍ତ୍ଵଲିପି ଅନୁସାରେ ଶଙ୍ଖୁଆ ସେବକ ଦୈନିକ ସକାଳଧୂପ ସମୟରେ, ମହାପ୍ରଭୁଙ୍କ ସକଳ ବିଜେ ଓ ଯାନିଯାତ୍ରା ସମୟରେ ଶଙ୍ଖଧ୍ବନି କରୁଥୂଲେ। ମାତ୍ର, ତାହାଙ୍କୁ ଦରମା ବା ଖେଇ କିଛି ପ୍ରଦାନ କରାନଯିବାରୁ ସେ କାମ ଛାଡି ଦେଇଥୂଲେ। ଦୀର୍ଘ ଦିନ ଅନ୍ୟ ସେବକ ନିଯୁକ୍ତ ହୋଇ ନାହାନ୍ତି।
JayShreeMohaProvu🌷🌹🙏
Jay jagannath.pranam,bhala katha kahille,sankha jadi uchista tebe sankha re jala vari mahaprasada upare kipari chhincha jae ,aau tike bujhei kahibe.sankha ta mruta kosa kichi bujha paduni.🙏🙏🙏🙏🙏🙏🙏
Jay Jagannath Swami 🕉️🙏🙏🙏🙏🙏🙏🙏🕉️
ସେବାୟତ ଶରତ ମାହାନ୍ତ ଙ୍କୁ ମୋର ପ୍ରଣାମ ନେବେ ଏବଂ କହିବେ ପତିତପାବନ କେଉ ରାଜାଙ୍କ ସମୟରେ ପ୍ରତିଷ୍ଠିତ ହୋଇ ଥିଲେ ଶ୍ରୀ ମନ୍ଦରେର ଏବ କଣ ପାଇ 🙏🙏🙏🙏🙏🙏🙏
ମାଁ ବିମଳାଙ୍କ ବିଷୟରେ କୁହନ୍ତୁ
Jay Shri Jagannathji 🙏🙏🙏💖💖💖
Jay jagnnath
Sri Jaganath Mahapravu is ParamBrahm
Jay Jagannath Swami
ନନା ରତ୍ନ ସିଂହସନରେ ଜଗନ୍ନାଥ କ
ସହିତ ଆଉ କୋଉ ଦେବା ଦେବି ବାସ
କରନ୍ତି ଦୟା କରି କହିବେ 🙏🙏🙏🙏
ନା ଆଜ୍ଞା ଆପଣ ଯାହା କହିଲେ ଯେ ଶଙ୍ଖ ନ ବାଜିବାର କାରଣ ତାହା ମୋ ଜ୍ଞାନ କୁ ପାଇଲା ନାହିଁ ଯେତେବେଳେ କି ନୈବେଦ୍ୟ କଲା ବେଳେ ଲାଗେ କିନ୍ତୁ ବାଜେ ନାହିଁ। ହୁଏ ତ ୟା ପଛରେ ଆଉ କିଛି କାରଣ ଥାଇପାରେ ,ମନ୍ଦିର ତିଆରି ହେଇଥିଲା ପଥରେ ର ରେ ହୁଏ ତ ଶଙ୍ଖ ଧ୍ଵନି ରେ ଧିରେ ଧିରେ ସେ ପଥର ଗୁଡ଼ିକ ଖସି ଯାଇପାରେ ହୁଏ ତ ଆମର ପୂର୍ବ କୌଶଳ ଜ୍ଞାନୀ ପଣ୍ଡିତ ମାନେ ଏହାକୁ ଆଖି ଆଗରେ ରଖି କିଛି ଭବିଷ୍ୟତ କୁ ଜାଣି ପାରି ଏହା ବଜାଇବା ପାଇଁ ମନା କରିଥିବେ । ଜୟ ଜଗନ୍ନାଥ
Jay Sri Ram Jay Sri jagannath
ଆପଣଙ୍କ ଉତ୍ତର ସନ୍ତୋଷ ଜନକ ନୁହଁ। ଏହାର ଅଲଗା କିଛି ରହସ୍ଯ ଥିବ ।
Jay Jagganth 🙏🙏....Satare kn Laxmi Maa HERAPANCHAMI dina Ratha bhangithanti
Maha prabhu nka bigraha ghare rakhi puja re bhoga usuna vata sorisa tela re tiari bhoga lagi pariba
Jay jagannath 🙏
Jay Jagannath
🪘Dhola re chamada byabahar hoithae o 🎷Turi ku patire phunkahoithae
Jay jagannath
ଢୋଲ ତ ଚମଡା ରେ ହୋଇ ଥାଏ then how it's allowed insider temple?
Right
Chalure bhagaban darsana bisaya🙏
Jay Jagannath🙏🙏🙏🙏
Mor gote pua darkar.prabhu🙏🙏
🙏🙏🙏Jay Jagannath 🙏🙏🙏
Jay jagannath Jay maa hingula
Jay Jagannath , Ame Jagannath nkara chada chandan au tulasi kipari paiba
Jay Jagannath sir 🙏Bahut khusi laguchhi ae sabu janiki..au aapanku bahut bahut dhanyabad mor taraf ru...sir Mahaprabhu nka nikatare Jau "Panchamakar" bhoga lagi thae gupta niti re ..ta bisayare please kahibe ...Jay Jagannath🙏
Hey mahabahu
ଆପଣ କହିଛନ୍ତି ଶଙ୍ଖ ଏକ ଜୀବାସ୍ମ ଏହାଠିକ ତେଣୁକରି ଶ୍ରୀମନ୍ଦିରରେ ଶଙ୍ଖ ପ୍ରବେଶ କରିବା ଉଚିତ ନୁହେଁ କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ନିତୀ ବେଳେ ଶଙ୍ଖର ବ୍ୟବହାର କରାଯାଏ ଏହା କଣ ଯୁକ୍ତିଯୁକ୍ତ କି ? ଆପଣ କହୁଛନ୍ତି ଶଙ୍ଖ ଅସ୍ତି ହୋଇଥିବାରୁ ମୁଖରେ ବଜାଇବା ଦ୍ୱାରା ଉଚ୍ଚିଷ୍ଟ ହୁଏ ତେଣୁ ଶଙ୍ଖ ଶ୍ରୀମନ୍ଦିରରେ ବଜାଯାଏ ନାହିଁ , ମୁଁ ଆପଣଙ୍କ ମତରେ ସନ୍ତୁଷ୍ଟ ନୁହେଁ ସୁତରାଂ ଏହାର ଅନ୍ୟ କିଛି ଗୂଢ଼ ରହସ୍ୟ ଅଛି, ଦୟାକରି ଜଣାଇବେକି ? ହରିଓଁ.
Apana thick kahuchhanti mote bhi ehi katha thick laguni, karana mahabharat re bhi shrikrishna shankha nada pare yudhya hue, bhagwan bhi bhi sowyang shankha dhari chhanti...
🙏🏻❤️🙏🏻
ଆଜ୍ଞା ବଇଁଶୀ କାହିଁକି ବାଜେନା ଶ୍ରୀମନ୍ଦିର ଭିତରେ?
Kaliaa shankha bajuthau bhandara ghare Bjd shankha bajuthau Navin Odisha ghare ghare
ମହାଶୟ ଆପଣ କହିଲେ କୋୖଣସି ଜିବର ଚମଡା ଖୋଳ କିମ୍ବା ଜୀବାଶ୍ମ ଇତ୍ୟାଦି ଶ୍ରୀମନ୍ଦିର ପରିସରକୁ ପ୍ରବେଶ ନିଷେଧ, ପୁଣି କହିଲେ ପଣ୍ଡା ଶଙ୍ଖ ରେ ଜଳ ଧରି ପ୍ରଶାଦ ରେ ଶିଞ୍ଚନ କରନ୍ତି ତାହେଲେ ସେ ଶଙ୍ଖ ମନ୍ଦିର ଭିତରେ ପ୍ରବେଶ କଲା କିପରି ଏବଂ ମୃଦଙ୍ଗ ମଧ୍ୟ ଚମଡା ରେ ପ୍ରସ୍ତୁତ ହୋଇଥାଏ ସେମଧ୍ୟ ମନ୍ଦିର ବେଢ଼ାରେ କିପରି ପ୍ରବେଶ କରେ। ଏଣୁ ଯାହା କହିବେ ଆମକୁ ପ୍ରାଞ୍ଜଳ ଭାବରେ ବୁଝାଇଲେ ଆମେ ଖୁସି ହେବୁ । ଜୟ ଜଗନ୍ନାଥ ।
Pls santosh bhainka prasna ra sathik utar diyantu....
Sontash Pradhan tu besi pandita he na murukha
No
@@thelifeoftravel..902 odia toka bebahara kaha ku kharapa karaba katha nuhe.jay jaganntha
Purbe sankha bajuthila bartaman panchakosi paridhi re sankhua jatira
Nona apanna prabhunkaro ete bodo bhakto tanku kuhantuna mate dine tanko gharoku dakibe mujanichi apanna kahile semote nischaya nebe mopain kahibena dayakari janeidebe. Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ🙏
ଗର୍ଭ ଗୃହ ରେ ଝାଲ ହୁଏ କି ନାହିଁ।
A TO Z💰💓🌅☮️👍🤝☺️🌹
Shree Patitapabana nku arna bhoga lage ki naahi? aau bhoga ketebele lagi huanti. Jay Jagannath swami Mahaprabhu🙏🙏🙏
କାହିଁକି କେବେ ବି ଅଭଡ଼ା କମ୍ ପଡେନି ସବୁଦିନ ତ ସମାନ ସଂଖ୍ୟକ ଭକ୍ତ ଆସନ୍ତି ନାହିଁ
କେମିତି ପାଆନ୍ତି amount ଯେ ସଠିକ୍ ହୁଏ ପିର
ଷାଠିଏ ପାଉଟି ଛପନ ଭୋଗ ରେ କଣ କଣ ଆସେ।
Maa lathipitulaidevikouthi
ନାହିଁ ଆଜ୍ଞା ମୁଁ ଆପଣଙ୍କ କଥାରେ ଏକମତ ନୁହେଁ
ମହାପ୍ରଭୁ ନିଜେ ଶଙ୍ଖ ଧାରଣ କରିଛନ୍ତି
ମହାପ୍ରଭୁଙ୍କର ଅନ୍ୟ ରୀତି ନିତି ଶଙ୍ଖ ର ବ୍ୟବହାର କରା ଯାଉଛି
ତ ବଜେଇବା ରେ ଅସୁବିଧା କଣ
Shree mandirare shankha Kan pai bajeni apana bhalabhabare madala panji adhayan Kari kuhantu yemiti mithya tathya janamanashanu tipani karantuni
Sankha jadi asprusya mrudhanga kemiti bajuchi
Plz apen ku request achi ki ye sabu history hindhi re kahile pura duniya mahaprabhu jagannath ji ka vishay re bujhi paribe
Tahele Maha varatare sanka kemiti bajuthila au sabu pujare sanka kemiti bajuchi
🙏🙏🙏🙏
sankha jadi sreemandiraku prabesa nahin tebe chalu hauchhi kemiti maharaj dayapurbaka kuhantu🙏🙏🙏
Bohut sunder gayan sie kallia sant vagni subhadra ra hath nahin karan kuha
Sir... Jadi mo kala sanante....
Maa kalika swarupa teba tanku bela patra kan pai lagi houni....?
Plz 🙏 mo a question re solution karantu... 🙏
Jagannatha nkarbibhirnadhupa samayare
Gjnta ghanta kahali baji tharki dayakari ehi prasangare kichhu kahibe...........?
ଏ ଲୋକଟା ଟାଉଟର ଟା ଯାହାବି କହିଛି ସବୁ ମିଛ କଥା ସତ କଥା ହେଉଛି 1970ମସିହା ଠାରୁ ଶ୍ରୀ ମନ୍ଦିରରେ ଆଉ ଶଙ୍ଖ ବଜୁନି କାରଣ ସଂଖୁଆ ସେବକଙ୍କର ବଂଶ ଲୋପ ହେଇଥିବାରୁ ଶ୍ରୀ ମନ୍ଦିରରେ ଶଙ୍ଖ ବାଜିବା ବନ୍ଦ ହେଇଯାଇଛି ଶ୍ରୀ ମନ୍ଦିର ନିୟମ ଅନୂଜାଇ ଶଙ୍ଖୁଆ ସେବକଙ୍କ ଛଡ଼ା ଅନ୍ୟ କେହି ଶଙ୍ଖ ବଜେଇ ପାରିବେ ନାହିଁ ସେଥି ପାଇଁ ଶ୍ରୀ ମନ୍ଦିରରେ ଶଙ୍ଖ ବାଜିବା ବନ୍ଦ ହେଇଯାଇଛି
Bedhare thiba anya deba devi kna mahima kuhantu
କମ୍ବୁ କଟକ ରେ ନିଳାଦ୍ରି ନଗରେ ପାହାନ୍ତି ସଙ୍ଖ ବାଜିଲା, କମ୍ବୁ ଚକ୍ର ଧର ଦେବ ରାଜ ଙ୍କର ନିଦ୍ରା ତୁରୀତେ ଭାଜିଲା.. ଭକ୍ତ କବି ଦୀନକୃଷ୍ଣ ଦାସ.. ପୂର୍ବରୁ ସଙ୍ଖ ବାଜୁଥିଲା କି?
Sarat mohanty sebayata namaskar ...plz suvadra kea Jagannath nka vauni na Brahma plz tike vidio re kuhantu
ଶ୍ରୀ ଶରତ ମହାନ୍ତି ମହାଭାଗ ଶ୍ରୀମନ୍ଦିରରେ ଶଙ୍ଖ ନ ବଜାହେବାର କାରଣ ବିଷୟରେ ଆପଣଙ୍କ ମତାମତା ଓ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ମତାମତା ଭିତରେ ଫରକ ରହୁଛି. ଆଉ ଗୋଟିଏ କଥା ଗୋଟିଏ ପଟେ ଆପଣ କହୁଛନ୍ତି ଶଙ୍ଖ ଯିବାଷ୍ମ ଯୋଗୁଁ ବଜାଯାଏ ନାହିଁ. ଅପର ପକ୍ଷରେ ଏହା ମନ୍ଦିରରେ କିପରି ପୂଜା କରାଯାଏ? ଦୟାକରି ଭକ୍ତଙ୍କ ମନରୁ ସନ୍ଦେହ ଦୂର କରିବା ହେବେ. ଜୟ ଜଗନ୍ନାଥ
Beautiful....this is only work of a super human capabilities....
ମହାଶୟ ଆପଣ କେଉଁ ଡାକ୍ତର ?
ଆପଣଙ୍କ ନାମ ପୂର୍ବରୁ ଡ଼. ଲେଖା ହୋଇଛି !
Jadi jagatguru sankara charjya 🙏🙏kahile "BRAMHA SATYA JAGAT MITHYA "Tahale kn Jagannath micha Jagatara Natha
ସୁରେଖା କିଏ ସୁରେଖା ବିବାହ ବିଷୟରେ କହନ୍ତୁ
पूरी mandira re sankha बाजिले chaliba. Na bajiba द्वारा पुरी बासी nkara kana labha heichhi.
Jetebele maha parvhu nku chalu bula Jay bada panda nku mahaprabhu dekhajanti kou bhali dekha janti jemeti ratna sighasan re basichanti sei Rupa re na alaga please tike Daya Kari kahibe
Kichhi jana nahin........ Agararu sankha nada heuthila shree mandir re.......
Sankha jadi skeliton hela apana kahile bhoga bele chalu huye ata kemiti hela please kahibe
Utar Santosh kanak nugam gabessna karantu
Ok ok nana
Kabi ,Dinakrushna,rachana -Kambu katakare Niladri kandare pahanti Shankha bajla kana bhul,
Puri ra sankha baja aha pramana. Achi
Mu nabagunjara bisayare janibaku chahuchi