ଅନବସର ଗୃହରେ ମତେ ଜଗନ୍ନାଥ ଖାଇବାକୁଦେଲେ ଶୁଣନ୍ତୁ ବରିଷ୍ଠ ଦଇତାପତି ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କ ଦିବ୍ୟ ଅନୁଭୂତି

Поделиться
HTML-код
  • Опубликовано: 11 июн 2023
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana
  • РазвлеченияРазвлечения

Комментарии • 414

  • @bhabanisankardas8641
    @bhabanisankardas8641 Год назад +8

    ପ୍ରଭୁ ଆପଣଙ୍କ ପରୀକ୍ଷା ଏତେ କଷ୍ଟ ତାକୁ ଯିଏ ସମ୍ମୁଖୀନ କରିଛି ସିଏ ଜାଣେ, ସେବକ ଙ୍କ ଭାବପୂର୍ଣ୍ଣ ବକ୍ତବ୍ୟ ହିଁ ଏହାର ଉଦାହରଣ, ତେଣୁ କାଳିଆ ମନ୍ଦିର କୁ ଆପଣ ଯେତେବେଳେ ଯିବେ କିଛି ସମୟ ପାଇଁ ଗରୁଡ଼ ସ୍ତମ୍ଭ ପଛ ପଟେ ରହି ଦେଖିବେ ପ୍ରାୟ ସେହି ସ୍ଥାନ ରେ ଯେତେ ଭକ୍ତ ଠିଆ ହୋଇ ହାତ ଯୋଡିପ୍ରାର୍ଥନା କରୁଥାନ୍ତି ପ୍ରାୟତଃ ଅର୍ଦ୍ଧାଧିକ ଙ୍କ ଆଖିରୁ ଲୁହ ନିଶ୍ଚିତ ଗଡି ଆସୁଥିବାର ଦେଖିପାରିବେ ସେହିମାନେ ଭାବର ସହ ଡାକୁଥାନ୍ତି, କାରଣ ମୁଁ ଜଣେ ପୁରୀ ସହର ବାସିନ୍ଦା ଏବଂ ବୟ ଜ୍ୟଷ୍ଠ ବ୍ୟକ୍ତି ମୁଁ ଏସମସ୍ତ ଦୃଶ୍ୟ ପିଲାଟି ଦିନରୁ ଦେଖିଛି ଅନୁଭବ ମଧ୍ୟ କରିଆସୁଛି 🙏ଜୟ ଜଗନ୍ନାଥ

  • @gangadharmahapatra1301
    @gangadharmahapatra1301 10 дней назад

    ଜୟ ଜଗନ୍ନାଥ। ପ୍ରଭୁଙ୍କ ଲୀଳା କିଏ ବୁଝିବ । ପ୍ରଭୁ ସଦା ସର୍ବଦା ଆମ।ପାଖରେ ଅଛନ୍ତି ।

  • @SamSam-cg5mw
    @SamSam-cg5mw Год назад +11

    You can be president, prime minister or IAS officer or CEO of a MNC but There can be no better job in this world than serving the lord. He must be incredibly lucky and proud that many people can only dream of his job . Jai Jagannath.

  • @nanditasingh9216
    @nanditasingh9216 13 дней назад

    ଆପଣ ବହୁତ ଭାଗ୍ୟବାନ.... ଭାବ କୁ ନିକଟ ଅଭାବ କୁ ଦୂର.... ମୋର ଭାବ ର ଠାକୁର 🙏

  • @anilpanda3895
    @anilpanda3895 Год назад +11

    ନିରାଟ ସତ୍ୟ ନିରାଟ ସତ୍ୟ ସତ୍ୟ ସତ୍ୟ ସତ୍ୟ , କିଛି ଭୁଲ ନୁହେଁ , ଭାବିଲେ ରୋମ ତଙ୍ଗୁରି ଉଠେ , କହିଲେ ଆଖି ଝଲସି ଉଠେ , 🙏 ମୋର ବି ସେମିତି କିଛି ଅନେକ ଟି ଅନୁଭୁତି ଅଛି । ଜୟ ଜଗନ୍ନାଥ 🙏

    • @anilpanda3895
      @anilpanda3895 Год назад +3

      ଧନ୍ୟବାଦ୍ , ମୁ ବା କିଏ କେବଳ 🙏ଜଗନ୍ନାଥ , ଜୟ ଜଗନ୍ନାଥ 🙏 ।

    • @TruptipriyaSahoo-jg1vu
      @TruptipriyaSahoo-jg1vu 11 дней назад

      😊

  • @girijaprasadpadhi6686
    @girijaprasadpadhi6686 Год назад +6

    ଆପଣଙ୍କ ଚରଣାରବିନ୍ଦ ରେ ସତ କୋଟି ପ୍ରଣାମ l ଜୟ ଜଗନ୍ନାଥ ସତ କୋଟି ଦଣ୍ଡବତ ପ୍ରଭୁ

  • @tapaspanda7806
    @tapaspanda7806 Год назад +12

    ଧନ୍ୟ ଜଗନ୍ନାଥ ଧନ୍ୟ ତୁମ ଲୀଳା
    କିଏ ଏ ଜଗତରେ ଅଛି ତୁମଲୀଳା ବାଖ୍ୟା କରି ପାରିବ ପ୍ରଭୁ ଏ ଅଧମର ଅନନ୍ତ କୋଟି ପ୍ରଣାମ ସ୍ୟୁକାର କରିବେ ପ୍ରଭୁ 🙏🙏🙏

  • @madhusmitamohanty8320
    @madhusmitamohanty8320 Год назад +60

    ବରିଷ୍ଠ ଦଇତାପତିଂକ ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶି ବକ୍ତବ୍ଯ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ବହୁତ ଭଲ ଲାଗିବ। ଜୟ ଜଗନ୍ନାଥ 🙏

  • @pareshsahoo
    @pareshsahoo Год назад +3

    ପ୍ରକୃତରେ ପ୍ରଭୁ ବଡ ଦୟାଳୁ।ମାତା ପିତାଙ୍କ ପରି ମନ ଜାଣି ଦୟା କରନ୍ତି।

  • @sarojdas3326
    @sarojdas3326 Год назад +7

    ମହାପ୍ରଭୁ ଏବଂ ମହାପ୍ରଭୁଙ୍କ ମହାନ ସେବକଙ୍କ ଚରଣରେ ଶତକୋଟି ପ୍ରଣାମ । ମହାପ୍ରଭୁ ଓ ସେବକଙ୍କର ସମ୍ପର୍କ କେତେ ନିବିଡ଼ ସତରେ !!!!!!!

  • @litapatnaik7247
    @litapatnaik7247 Месяц назад +2

    ଜୟ ଜଗନ୍ନାଥ ❤ ଦଇତାପତି ଙ୍କ କଥା ଶୁଣି ମୁଁ ବି କାନ୍ଦି ପକାଇଥିଲେ ❤❤

  • @prakashabariki943
    @prakashabariki943 Год назад +5

    ପ୍ରଭୁ ହେଉଛନ୍ତି ଭାବର ଠାକୁର, ପ୍ରଭୁ ଅନ୍ୟ ମାନଙ୍କ ଦ୍ଵାରା ସାହାଯ୍ୟ କରିଥାନ୍ତି। ଜୟ ଜଗନ୍ନାଥ 🙏

  • @arjunbehera1398
    @arjunbehera1398 Год назад +6

    Sir apana nkara katha suniba pare mana & hrudaya Pabitra hoi jauhhi . Apana Bhagaban Jagannath nka mahaan anubhuti katha suniba pare mana bhaba bihwala hoi jaichhi.
    Jay Jagannath 👏👏👏

  • @bbiswal910
    @bbiswal910 Год назад +4

    ମଣିମା ଙ୍କ ବିଷୟରେ ଶୁଣିଲେ ଆଖି ଛଳ ଛଳ ହେଇ ଲୁହ ଅସି ଯାଉଛି ଆଉ ଆପଣ ତ ଅନୁଭବ କରିଛନ୍ତି, ବୁଝି ହେଉଛି ଆପଣ ଙ୍କ ଅନୁଭୂତି କୁ।🥺❤️

  • @mrutyu4104
    @mrutyu4104 Год назад +6

    ବାସ୍ତବିକ୍ କାଳିଆ ର ସେବାୟତ ଭଳି ଲାଗିଲା ❤ ମହାବାହୁ ଜଗତ ଉଦ୍ଧାର କରିବା ହେଉ ହେ ମଣିମା

  • @nabakishore4297
    @nabakishore4297 Год назад +7

    ମୋ ମଣୀମାଙ୍କ କଥା ଯେତେ ବଖାଣୁ ଥିଲେ ଜମା ସରିବନି । ❤❤❤❤ ମଣିମା ହେ ସମସ୍ତଙ୍କୁ ସୁସ୍ଥ ରେ ସୁଖରେ ରଖିଥାନ୍ତୁ ।

  • @jyotirmoyarko1470
    @jyotirmoyarko1470 19 дней назад

    প্রনাম। আমি বাংলাদেশ থেকে। প্রভু জগন্নাথের চরনে প্রনাম

  • @DeepakDas-ls9xw
    @DeepakDas-ls9xw Год назад +3

    Bhaba ra thakura sie Bhabagrahi 🙏🏻🙏🏻🙏🏻 Jay Jagannath 🙏🏻🙏🏻🙏🏻

  • @acharyarashmita-foh8824
    @acharyarashmita-foh8824 Месяц назад

    ନିଶ୍ଚିତ ଆଜ୍ଞା ବହୁତ ଭାବପୂର୍ଣ୍ଣ ଅନୁଭୂତି ତାହାକୁ ବାଖ୍ୟା କରିବା ବି କଷ୍ଟକର ହେଉଛି ବରିଷ୍ଠ ଦଇତାପତିଙ୍କୁ, ଧନ୍ୟ ଆପଣେ ମହାଶୟ ଆପଣ ଧନ୍ୟ ଆପଣଙ୍କ ପ୍ରଭୁ ବି ଧନ୍ୟ ଜୟଜଗନ୍ନାଥ

  • @kanchandasvlogs
    @kanchandasvlogs Год назад +3

    Horebol Horebol Horebol 👏👏👏 Jay jay shree Jagannath 🙏 Jay jay shree Jagannath 🙏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏

  • @nigamanandamohapatra2347
    @nigamanandamohapatra2347 16 дней назад

    ସତରେ, ସେ ଜଗତ ର ନାଥ। ସତରେ ସେ ଭାବଗ୍ରାହୀ। ତା କଥା ଅମୃତ, ଯେମିତି ଜଗା ଅମୃତ। ସେ ଅମୂର୍ତ୍ତ ର ସବୁ ଅମୃତ।
    ପ୍ରଭୁ, ତୁମ ଆଶୀର୍ବାଦ ରହୁ ମୋ ଓଡିଶା ବାସି ଭାଈ ଭଉଣୀ ଙ୍କ ଉପରେ, ମୋ ଦେଶ ବାସି ଙ୍କ ଉପରେ।
    ଜୟ ଜଗନ୍ନାଥ।

  • @GitanjaliSahu-us5le
    @GitanjaliSahu-us5le 3 месяца назад +1

    Barista daitapati dugaprasd das mohodayanka anubhuti suni mo akhira luha chhatira koha ku roki hauni.... Jai jagarnnath koti pranam..... Au ama sesadev sir mohodayanku mora hrudaya ru pranam......

  • @SagarikaRath-xz4jc
    @SagarikaRath-xz4jc Год назад +1

    Ahe Prabhu Jagannath.Nirash Karibani Mahaprabhu.Khyama Kara Sabu Dosha Mora.Sansara Sukhi Rakha.Nirash Karibani Mahaprabhu.Mora b emit Anubhabhuti Kareidia Mahaprabhu.Jay Jagannath

  • @sangitaroutray9071
    @sangitaroutray9071 Месяц назад

    Best heart' touching interview.. jay shree jagannath,.

  • @gyanaranjanroutray4114
    @gyanaranjanroutray4114 Месяц назад

    Jay mahaprabhu 🙏🙏🙏🙏

  • @user-wk6ls4cn1n
    @user-wk6ls4cn1n Год назад +1

    Ete sundar anubhuti kale apana mo akhi bhi gala luhare🙏🏼🙏🏼🙏🏼

  • @ManasDas-rv4mc
    @ManasDas-rv4mc Месяц назад

    Jay shree jagannath 🙏🙏🙏

  • @pratimamohapatra3664
    @pratimamohapatra3664 16 дней назад

    ପ୍ରଭୁ ଜଗନ୍ନାଥଙ୍କ ଓ ତାଙ୍କ ସେବାୟତ କୁଂ କୋଟି କୋଟି ପ୍ରଣାମ।🙏🙏

  • @godabarimangaraj5027
    @godabarimangaraj5027 Год назад +3

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @prasantapattanaik862
    @prasantapattanaik862 Год назад +8

    ପ୍ରଭୁଂକ ସବୁ କଥା ଖୁବ୍ ‌ହୃଦୟ କୁ ଶାନ୍ତି ଦିଏ

  • @swarupmohapatra2206
    @swarupmohapatra2206 19 дней назад

    Hey Jagannath

  • @user-mf4uf6nk9r
    @user-mf4uf6nk9r Месяц назад

    ଜୟ ଜଗନ୍ନାଥ 🙏🙏🙏ପ୍ରଭୁଙ୍କ ଲୀଳା ଅପାର. ସେତ ଅନ୍ତର ଦୁଝୁବା ଠାକୁର 🙏🙏🙏🙏

  • @jitendramaharana9093
    @jitendramaharana9093 19 дней назад

    ଜୟ ଜଗନ୍ନାଥ 🙏🙏🙏

  • @soudaminiparida6137
    @soudaminiparida6137 Год назад +1

    Bahut bhla katha suni baku paili jayjaganathnku koti 2 pranam.🙏🏻🙏🏻🌹🌹🙏🏻🙏🏻🌹🌹

  • @mandakinidash9995
    @mandakinidash9995 Месяц назад

    Jay shree Jagannath Swami 👏👏👏👏👏

  • @ajayaroutray9796
    @ajayaroutray9796 Месяц назад

    ❤jay jagannath❤

  • @jambeswarpati6151
    @jambeswarpati6151 17 дней назад

    Jay Shree Jagannath Saranum 🙏🌷

  • @arundhatibiswal8460
    @arundhatibiswal8460 Месяц назад

    Jay Jagannatha ❤🙏

  • @user-ww5zj6jb6x
    @user-ww5zj6jb6x 5 месяцев назад

    ପ୍ରଭୁ ଆପଣଙ୍କ ଲିଳା ଅଦ୍ଭୂତ ଅଟେ, ଆପଣଙ୍କୁ କୋଟି କୋଟି ପ୍ରଣାମ 🙏 ଜୟ ଶ୍ରୀ ଜଗନ୍ନାଥ 🚩🙏

  • @subratkumarsahoo-rv1wj
    @subratkumarsahoo-rv1wj Месяц назад

    Jay Jagannath ❤🎉

  • @SANGHAMITRAMISHRA-x4x
    @SANGHAMITRAMISHRA-x4x 28 дней назад

    Jay jagannath..

  • @OO-nz2wh
    @OO-nz2wh Год назад +1

    🙏🌹❤ ନମମୀ ଜୟ ଜଗନ୍ନାଥ. ନମାମୀ ବିଶ୍ୱବାସୁ ସେବାୟତ ଧରୋହର 🙏🌹❤

  • @sudarsanmaharana7074
    @sudarsanmaharana7074 Год назад +3

    Jai jagannath jai jagannath jai jagannath... 🙏🙏🙏

  • @chandraudaydubey-hp4uu
    @chandraudaydubey-hp4uu Год назад +1

    Jayjagannath jayjagannath jayjagannath jayjagannath jayjagannath jayjagannath jayjagannath jayjagannath Jayjagannath jayjagannath jayjagannath jayjagannath

  • @rajshreedas6501
    @rajshreedas6501 3 месяца назад

    Jay shree jagannath 🙏

  • @durjyadhannayak4645
    @durjyadhannayak4645 Год назад

    କି ଅପୂର୍ଵ ଲୀଳା ଏମିତି ନିଷ୍ଠା ରେ ଦଇତାପତି ଙ୍କ ସେବା ପାଇଁ ଏହି ହୀନ ଅଧମ ମୂର୍ଖ
    ସେହି ଜୟ ଜଗନ୍ନାଥ ସେବକଙ୍କୁ କୋଟି କୋଟି ପ୍ରଣାମ 🙏🏽💞🙏🏽💞🙏🏽💞💞🙏🏽💞🙏🏽

  • @reetaranichoudhury5363
    @reetaranichoudhury5363 Год назад

    Pranam prabhu

  • @banitanayak-oi1pw
    @banitanayak-oi1pw 2 месяца назад

    Jai Jagannath

  • @13sujitrout64
    @13sujitrout64 19 дней назад

    Jay jagannath 🙏

  • @barberbarber8895
    @barberbarber8895 3 месяца назад

    Jay Jay shree jagannath ❤❤❤❤

  • @sabitasahu8843
    @sabitasahu8843 Год назад +1

    Jay jagannath Dhanya apananka jibana pravunka valapaiba

  • @debasishsamal768
    @debasishsamal768 Год назад +1

    Jagannathankara bhakti karibaku ta mu nijaku ajogya boli bhabe kintu apana nka bhali mahapurusha mo pain sei jagannath. Apana sebayata mananka padare Mora koti pranam

  • @jayantibehera974
    @jayantibehera974 Год назад

    Agyan apanka katha suni mu bahut bhaba bihwala hoigali apanka pada tale koti koti naman agyan

  • @kajarimohanty6438
    @kajarimohanty6438 18 дней назад

    Jay jaganath

  • @ashishpradhan5419
    @ashishpradhan5419 Год назад +1

    ସେ ଆମ ସାର ହୋଇଥିବାରୁ ମୁଁ ଧନ୍ୟ ଜୟ ଜଗନ୍ନାଥ

  • @basudevpattanik
    @basudevpattanik Год назад

    Haribol

  • @prasantamund3691
    @prasantamund3691 3 месяца назад

    Jaya jagannath

  • @RahulBiswal-td1sb
    @RahulBiswal-td1sb 4 месяца назад

    Jay jagannath Swami

  • @niharprabhapratihari7471
    @niharprabhapratihari7471 Год назад

    Apanaku au pravunku koti pranam

  • @abhijitpanda2838
    @abhijitpanda2838 Месяц назад

    ଆହା ପ୍ରଭୁ ଗୋ ❤ଜୟ ଶ୍ରୀ ଜଗନ୍ନାଥ 🙏🙇🌸♥️

  • @jayantibehera974
    @jayantibehera974 Год назад +1

    Ete dina pare apanka katha suni manaku bahut santi lagila apanaku bahut bahut dhanya bad

  • @sandhyasamal2154
    @sandhyasamal2154 Год назад

    Jai jagannath 🙏🙏🙏

  • @subratsahoo535
    @subratsahoo535 Год назад +2

    Bahut bhala lagila sir apanka mukharu prabhunka ei bhabara katha tike suni ...Jay Jagannath 🙏🙌🏾🙇

  • @gitanjalitripathy5389
    @gitanjalitripathy5389 26 дней назад

    ଜୟ ଜଗନ୍ନାଥ ମତେ ପାଦ ତଳେ ଟିକେ ଆସରା ଦିଅ ପ୍ରଭୂ 🙏🙏🙏🙏🙏🙏🙏🙏

  • @Prakashsahoo8904
    @Prakashsahoo8904 Год назад +1

    He kala thakura mo dukha dura karantu he maha prabhu

  • @santoshkumarbal7937
    @santoshkumarbal7937 7 месяцев назад

    Jai Shree Jagannath

  • @pramodinidas6668
    @pramodinidas6668 Год назад +1

    Jai prabhu.

  • @RLblog1993
    @RLblog1993 3 месяца назад

    Jay Jagannath 🙏🙏🙏

  • @saradasahoo2409
    @saradasahoo2409 Год назад

    Apananka pratikathare kebala bhaba vakti re bhara
    Jay jagannath
    Apananku koti koti pranam
    Samasta daitapati sevak mananku mora koti koti pranam

  • @BabyNayak-sm7uu
    @BabyNayak-sm7uu Месяц назад

    Jay Jagannath

  • @sudeepasahoo
    @sudeepasahoo 4 месяца назад

    Jay shree jagannath Swami ..

  • @bharatiparida3882
    @bharatiparida3882 Год назад

    Jayjaganatha

  • @basantamalik2755
    @basantamalik2755 8 месяцев назад

    Jay jaganath 🙏🙏🙏🙏🙏🙏

  • @prabinmohanty4774
    @prabinmohanty4774 Год назад +10

    its heart touching.. 😥Jai Jagannathan🙏

  • @kapilendrasingh6060
    @kapilendrasingh6060 21 день назад

    Jay mhaprbhu

  • @chinmayimohanty6333
    @chinmayimohanty6333 21 день назад

    Jay Jagannath Jay Jagannath Jay Jagannath

  • @dharitrimaharana8266
    @dharitrimaharana8266 Год назад

    Jai Jagannath 🙏🙏

  • @omprasadprusty
    @omprasadprusty Год назад +1

    ଆପଣଙ୍କୁ ହୃଦୟରୁ ମାଥାଲୋଟା ପ୍ରଣାମ 🙏
    ଆମକୁ କନ୍ଦାଇ ଦେଲେ
    ଜଗନ୍ନାଥ ଭଲରେ ରଖନ୍ତୁ ଆପଣଙ୍କୁ
    ଜୟ ଜଗନ୍ନାଥ

  • @manjulatapuhan3485
    @manjulatapuhan3485 Год назад

    Achalagtahai .Jagannath nkakatha🙏🙏🙏🙏🙏🙏

  • @AshisKundu-xq7bp
    @AshisKundu-xq7bp Месяц назад +1

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @gruhini8423
    @gruhini8423 3 месяца назад

    Jay jagannath 🙏🙏

  • @gopalmalana7504
    @gopalmalana7504 Месяц назад

    Jaagannatah

  • @pramilapani9960
    @pramilapani9960 Год назад +1

    JAY JAGANNATH🙏❤🙏❤PRANAM PRANAM KOTI KOTI PRANAM🙏🙏🙏🙏🙏🙏🙏

  • @dr.sanjayamahapatra6966
    @dr.sanjayamahapatra6966 Год назад +23

    Convey my heartiest regards to Durgaprasad Mahasaya, really he is a realized soul, heart touching expression. Thanks to you all. Jay Jagannath.

  • @kumarkrushnabehera6756
    @kumarkrushnabehera6756 Год назад +3

    Jai Jagannath ❤❤❤

  • @OD_01
    @OD_01 Год назад +1

    ❤❤❤❤ ମହାପ୍ରଭୁ❤❤❤❤

  • @haraballavidash7124
    @haraballavidash7124 Год назад +1

    Jay jagannath🙏🙏🙏🙏 vabara thakura mahabahu nku koti pranam 🙏

  • @english1.3m31
    @english1.3m31 Год назад

    Jay Jagannath...🙏🙏🙏

  • @rebatigiri4868
    @rebatigiri4868 Год назад

    Jaya jagannatha

  • @user-tq7dg2bx7i
    @user-tq7dg2bx7i Месяц назад

    Manima. Adhama ku xama Kari diantu Mahaprabhu. Jay Jagannath.

  • @aswinipadhy5673
    @aswinipadhy5673 Год назад

    Jay Jagannath 🙏🙏🙏🙏🙏🙏

  • @jr.ganesh9357
    @jr.ganesh9357 Год назад +1

    ହରି ବୋଲ...ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ...🙏🙏🙏❤🚩🚩🚩

  • @sukantiranipadhi5776
    @sukantiranipadhi5776 Год назад +1

    Dhanya tuma seva dhanya mahaprabhu 🙏🙏🙏🙏🙌🙌🙌🙌🌺

  • @studypoint1280
    @studypoint1280 9 месяцев назад

    Mahaprabhu😢😢😢😢😢😢🙏

  • @ramachandranmohapatra8342
    @ramachandranmohapatra8342 10 месяцев назад

    Jay Jaganntha Jay Jaganntha

  • @rajyabardhan1017
    @rajyabardhan1017 Год назад +2

    କରୁଣା ସାଗର ଦାୟକର...ଭାବ ଦିୟନ୍ତୁ ଦର୍ଶନ ଦିୟନ୍ତୁ ସବୁ ତ ତୁମେ ଏ ନିଶ୍ୱାସ ବିଶ୍ୱାସ ଏ ଶରୀରର ପ୍ରତ୍ୟକ ରକ୍ତ କଣିକା ରେ ତନ ମନ ରେ ତୁମେ ତୁମେ ତୁମେ ଜୟ ଜଗନ୍ନାଥ ମହାବାହୁ 🌹🙏

  • @sumantsahu2690
    @sumantsahu2690 Год назад +1

    Jai Jagannath Swami

  • @khatramanimaharana136
    @khatramanimaharana136 Месяц назад

    Apananku koti koti pranam
    . Koti janmar phal

  • @susantakumarmohanty950
    @susantakumarmohanty950 Год назад

    Jay Prabhu Dukhanasan.

  • @manojkumardas7553
    @manojkumardas7553 3 месяца назад

    জয় জগন্নাথ