🔵Exclusive Interview With Jagannath Swain Mohapatra, Chief Badagrahi Of Lord Jagannath

Поделиться
HTML-код
  • Опубликовано: 24 ноя 2024

Комментарии • 645

  • @kabudas8617
    @kabudas8617 4 месяца назад +177

    ସବୁ ସେଇ ପ୍ରଭୁଙ୍କ ଇଚ୍ଛା🙏🏿
    ଜୟ ଜଗନ୍ନାଥ🙏🏿
    କାଳିଆ ଯଦି ଚ଼ାହିଁବ ସବୁ ହେବ ଆମେ କିଏ ..!

  • @rojalinsantoshmoharana3308
    @rojalinsantoshmoharana3308 4 месяца назад +12

    ମାନସ ବାବୁଙ୍କ ଉପସ୍ଥାପନ ବହୁତ୍ ସୁନ୍ଦର, ଭଗବାନ୍ ଜଗନି ଭାଇନାଙ୍କଙ୍କୁ ବହୁତ୍ ଧନ୍ୟବାଦ୍ ଜଗନ୍ନାଥଙ୍କର ଉତ୍ତମ ସେବାଧରି ,ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ, ଜଗତ ମଙ୍ଗଳ କରନ୍ତୁ🙏

  • @prasantasatapathy
    @prasantasatapathy 4 месяца назад +92

    Kalia ସହିତ ସମସ୍ତେ କଥା ହୁଅନ୍ତି, ସବୁ ଭକ୍ତ।

  • @umakantaparida8086
    @umakantaparida8086 4 месяца назад +63

    କାଳିଆତ ପ୍ରତେକ ଜୀବମଧରେ ଆତ୍ମା ରୁପରେଅଛନୢ। ଜୀଏ ହୃଦୟରୁ ଡାକିବ କାଳିଆ ଶୁଣିବେ। ଆପଣଙ୍କ ବାହାଦୁରିରେ ନୁହେଁ। ଜୟ ଜଗନ୍ନାଥ।

  • @BijoyKumarDas-rc1ss
    @BijoyKumarDas-rc1ss 4 месяца назад +23

    ଜଗନ୍ନାଥ ଙ୍କ ମନ୍ଦିର ଭିତରେ ଗୋଟେ ପ୍ରାର୍ଥନା ଗୃହ କରାଯାଉ ଯେଉଁଠି ଜଣେ ଭକ୍ତ ନୀରବ ଓ ଏକାଗ୍ରତା ସହିତ ପ୍ରାର୍ଥନା କରି ପାରିବ

  • @RajeshkuGuin
    @RajeshkuGuin 4 месяца назад +18

    ହଁ ତମେ ପାଗଳ ଭଳି କଥା ହ‌ଉଥିବ , ଜଗନ୍ନାଥେ ତମ କାର୍ଯ୍ୟ କଳାପ ଉପରେ କ୍ଷୁବ୍ଧ ହେଇସାରିଲେଣି

  • @jchoudhury274
    @jchoudhury274 4 месяца назад +25

    ଯିଏ ଭକ୍ତି ରେ ଡାକିବ ମହାପ୍ରଭୁ ତାଙ୍କର ଜୟ ଜଗନ୍ନାଥ

  • @sasmitalenka5510
    @sasmitalenka5510 4 месяца назад +13

    ଜଗୁନୀ ଭାଇନା ବହୁତ୍,ଭଲ ଲୋକ , ତାଙ୍କ ର, ଧର୍ମ ପତ୍ନୀ ବି ଜଣେ ବହୁତ୍ ଭଲ ମଣିଷ ଆମେ ଅଚିହ୍ନା , ଅଜଣା ହେଇବି ତାଙ୍କ ଘରକୁ ଯାଇଥିଲୁ ଭାଇନଙ୍କୁ ଦେଖାକରିବାକୁ ହେଲେ ସେମାନେ ଆମକୁ ବହୁତ୍ ଭଲ ବ୍ୟେବହାର କରିଥିଲେ , ଜୟ ଜଗନ୍ନାଥ

  • @maachandimata.nuagaon3583
    @maachandimata.nuagaon3583 4 месяца назад +58

    ଭାଈ ଏ ପଣ୍ଡା ଲୋକ ଯେତେ ଦେଲେ ଏମାନେ ଶାନ୍ତି ନୁହଁନ୍ତି।

    • @sachikantasahoo6981
      @sachikantasahoo6981 4 месяца назад

      @@maachandimata.nuagaon3583 ଏମାନେ G ମରା ଲୋକ
      ୟାଙ୍କୁ କେବଳ ଗଞ୍ଜାମ ପଟ ର ଲୋକ ଠିକ ଶାସ୍ତି ଦିଅନ୍ତି ସବୁବେଳେ

    • @chandankumarbehera3201
      @chandankumarbehera3201 4 месяца назад +3

      Eta bhanda ta jani paruna. Mamata bhalia rakhyasi ku ie kauchi bhala par

    • @adityanarayanapanda3197
      @adityanarayanapanda3197 4 месяца назад

      କନ ପାଇଁ ଦଉଚୁ

    • @devvdevv9171
      @devvdevv9171 4 месяца назад

      Daitapati mane panda nuhanti.

    • @sachikantasahoo6981
      @sachikantasahoo6981 4 месяца назад

      @@devvdevv9171 ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦଇତା ପତି ଙ୍କ କାମ ଥାଏ

  • @SrikantPanigrahi-m7p
    @SrikantPanigrahi-m7p 4 месяца назад +43

    ନବକଳେବର ବେଳେ ଅରୁଣ ସାହୁ ଙ୍କୁ ପଲଙ୍କ ରେ କିଏ ବସାଇ ଥିଲେ

    • @Padmaloch
      @Padmaloch 4 месяца назад +2

      ଠିକ୍ କଥା

  • @vlogdisbilitybapunu
    @vlogdisbilitybapunu 4 месяца назад +23

    ଜୟ ଜଗନ୍ନାଥ, ଜୟ ଶ୍ରୀ ମାଧବ.ମହାପ୍ରଭୁ ନ ଚାହିଁଲେ କିଛି ହୋଇ ପାରିବ ନାହିଁ.

  • @rakeshparida3620
    @rakeshparida3620 4 месяца назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।।
    ଆଛା ଜଗା ନନା ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶା ବାସୀଙ୍କ ଗର୍ବ ଆଉ ଗୌରବ।ତମେ ଯେତେକ ପଣ୍ଡା ସବୁ ଅଛ ମନ୍ଦିର ଭିତରେ ପରିଚାଳନା କରୁଛ।ସମସ୍ତେ ଜଗନ୍ନାଥ ଏବଂ ମନ୍ଦିରକୁ ନିଜ ବପୋତି ଭାବି ଜବରଦଖଲ କରି ରଖିଛ। ଆଇଏଏସ ଅଧିକାରୀଙ୍କ ଭୁଲ୍ ରହିଗଲା ଯେ ଅଲଗା କରିଦେଲେ ଭୂଲ୍ ସେ କରି ନାହାଁନ୍ତି ତମ ମାନଙ୍କୁ ଗାଣ୍ଡୀ ମାରି ଖାଇବାକୁ ସୁବିଧା ହେଲାନି ତେଣୁ ଦୋଷ ଆଇଏଏସ ଙ୍କ ଉପରେ ଲଦି ଦିଆଗଲା।ଆରେ ପେହଲେଇପୁଅ ଦରମା ଆଉ ଦକ୍ଷିଣା ଆକାରରେ ଟଙ୍କା ଲୁଟିବ କାମ କରିଲା ବେଳକୁ କାଇଁ ଭୁଲ ହଉଚି ପଇସା ନବ ହାଡେ ହାଡେ କାମ ଇଆଡ଼େ ସିଆଡେ।ଓଲଟା ଓଡ଼ିଶା ଲୋକ କେହି ଲାଇନ ଲଗେଇ ଛିଡା ହୋଇ ଗଲା ପରେ ଭିତରକୁ ତମେ ମାନେ କହୁଛ କାହିଁକି ଆସୁଛ ତମେ ମାନେ ମେଣ୍ଢା ଲୋକ ସବୁ।ଏମିତି ପର୍ଶିନାଲ୍ ଇଣ୍ଟରଭିଉ ଘର ଭିତରିଆ କରାନ୍ତୁନି ପବ୍ଲିକ ଙ୍କ ଆଗରେ ବସେଇ ୟାକୁ ପଚରା ଯାଉ ମୋର ଏତିକି ଅନୁରୋଧ କଣ କହୁଛନ୍ତି ଓଡ଼ିଶା ବାସୀ ଜଣା ପଡ଼ିବ।ଶଳା ଖଟୁଳି ଚୋରି କରି ଖାଇ ସାରିଲେଣି ପଣ୍ଡାମାନେ।ଏହି ମନ୍ଦିର ର ପଣ୍ଡା ମାନଙ୍କର୍ ବି ନବ କଳେବର ହବା ଦରକାର୍।

  • @NaveenSikaka
    @NaveenSikaka 4 месяца назад +6

    ଜୟ ଜଗନ୍ନାଥ ପ୍ରଭୁ ପ୍ରଣାମ 🙏🪔❤❤🙏🙏🙏🙏🙏🙏🙏🙏🙏🙏🙏🙏

  • @swamisachchidanandasaraswa7788
    @swamisachchidanandasaraswa7788 4 месяца назад +78

    ଏଭଳି ଲୋକଙ୍କୁ ସେବାୟତରୁ ପ୍ରଥମେ ବହିସ୍କାର କଲେ, ପ୍ରଭୁ ଖୁସି ହେବେ |

    • @chandankumarbehera3201
      @chandankumarbehera3201 4 месяца назад +1

      Emanku mada darkar khali. Emane semti sidha hebeni.

    • @pithamajhiofficial6303
      @pithamajhiofficial6303 4 месяца назад +1

      ଆପଣ ଯଦି ଭବିଷ୍ୟତ କଥା କହି ପାରୁଛନ୍ତି, ତାହେଲେ ମୋର date of birth କେତେ ଓ ମୁଁ କେତେ ପାଠ ପଢିଛି। କୁହନ୍ତୁ????

    • @PinkiRout-qi8jl
      @PinkiRout-qi8jl 12 дней назад

      Right

    • @PinkiRout-qi8jl
      @PinkiRout-qi8jl 12 дней назад

      Para jaga ku mariki khuchanti

  • @ranjandas5
    @ranjandas5 4 месяца назад +1

    🙏♥️🙏♥️🙏♥️ Ha Jagannath Swami Nayan Patha Game Bhabo Tuma 🙏♥️🙏♥️🙏♥️

  • @prakashbehera3159
    @prakashbehera3159 4 месяца назад +14

    ଜଗନ୍ନାଥ ଙ୍କୁ ପୂଜାକରନ୍ତି ଠାକୁରଙ୍କୁ ଖୁଆଇ ଦିଅନ୍ତି କିନ୍ତୁ ଏତେ ସେବା କଲାପରେ ପ୍ରଭୁ ଗୋଟେ ଦୃବୁଦ୍ଧି ଦେଇ ଦେଇ ଛନ୍ତି

  • @maheswarparida8745
    @maheswarparida8745 4 месяца назад +1

    Jay Jagannath Swami nayan path grami bhava tume 👏👏👏👏🙏🥥💐

  • @Er.Bapuni
    @Er.Bapuni 4 месяца назад +7

    Jay Shree Jagannath 🙏

  • @maheswarparida8745
    @maheswarparida8745 4 месяца назад +1

    Krupa Kara maha Bahu maha Prabhu Jagannath Swami 👏👏👏👏🙏🥥💐

  • @SattvikaBhavah
    @SattvikaBhavah 18 дней назад

    ଜୟ ଶ୍ରୀଜଗନ୍ନାଥ 🙏🙏

  • @subashmishra5616
    @subashmishra5616 26 дней назад

    ❤ଶରଣ ମହାପ୍ରଭୁ ଜୟ ଜଗନ୍ନାଥ

  • @baradakantatripathy972
    @baradakantatripathy972 4 месяца назад +1

    Jay Jagannath Swami Nayan patha gami bhaba tume, bhaba tume ,bhaba tume....

  • @sachikantasahoo6981
    @sachikantasahoo6981 4 месяца назад +51

    ଏଇଟା ମହା ଟାଉଟର ଖାଲି ବହୁତ ବହୁତ ପଇସା ମାଗିବେ ଜଗନ୍ନାଥ ଙ୍କ ନାଁ ରେ ଡରେଇ କି , ନ ହେଲେ ପରିବାର ଙ୍କୁ ଗାଳି କରିବେ , କଲିକତା ରେ ବହୁତ ଜଗନ୍ନାଥ ଙ୍କ ଭକ୍ତ ଅଛନ୍ତି ତେଣୁ ମମତା ବାନାର୍ଜୀ ଭୋଟ ପାଇଁ ୟାଙ୍କୁ ଡାକି ପ୍ରଚାର କରାଇଥିଲେ , କିନ୍ତୁ ଖୋଦ ପୁରୀ ରେ ହିଁ ୟାଙ୍କ ବିଷୟରେ ସମସ୍ତଙ୍କୁ ପଚାରିଲେ ଠିକ ଜଣା ପଡିବ
    ଲୋକ ମାନେ ଧର୍ମ ଭୀରୁ ହେବାରୁ ଏମାନେ ପଇସା ଟାଣୁଛନ୍ତି ଓ ଧନୀ ହେଉଛନ୍ତି , କୌଣସି ପରିସ୍ଥିତିରେ ଏମାନଙ୍କୁ ପଇସା ଦିଅନ୍ତୁ ନାହିଁ
    କି ଏମାନଙ୍କୁ ଏତେ ବିଶ୍ୱାସ ବା ସମ୍ମାନ ଦିଅନ୍ତୁ ନାହିଁ ,
    ପୁରୀ ମନ୍ଦିରରେ ନୁହେଁ ତୁମ ବାପା ମା ହିଁ ସବୁଠାରୁ ବଡ଼ ଭଗବାନ ଯିଏ କି ତୁମ ନିଜ ଘରେ ଅଛନ୍ତି , ତାଙ୍କୁ ହିଁ ପୂଜା କର

  • @jayantibhuyan9896
    @jayantibhuyan9896 4 месяца назад

    Jayajagannth

  • @maneshwarpanda9429
    @maneshwarpanda9429 4 месяца назад

    Bahut bada vagyabaan apana guruji je apana jagannath pravu nka saha katha hauchanti 🎉🎉🎉🎉🎉🎉🎉🎉🎉

  • @balaram.officiall
    @balaram.officiall 4 месяца назад +1

    ଜୟ ଜଗନ୍ନାଥ ପ୍ରଭୁ🙏

  • @sweetsahoo9058
    @sweetsahoo9058 4 месяца назад +3

    Jay shree jagannath 🙏🙏🙏🙏🙏🙏🙏🚩🚩

  • @swapnanandarath2244
    @swapnanandarath2244 4 месяца назад +3

    ଦୟା କରି ବିଦ୍ୱାନ ଲୋକଙ୍କର interview ଦେଖାନ୍ତୁ.

  • @radhakrishnapatra852
    @radhakrishnapatra852 4 месяца назад +1

    ଭାଇନା ଜଗନ୍ନାଥ ବୋଧେ ତୁମ ସାଙ୍ଗ

  • @santilatapradhan8025
    @santilatapradhan8025 4 месяца назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏

  • @gobardhanswain1985
    @gobardhanswain1985 4 месяца назад +1

    ଜୟ ଜଗ୍ନନାଥ🙏🙏🙏🙏🙏

  • @mohantyadyasha11
    @mohantyadyasha11 4 месяца назад +3

    ପ୍ରଭୁ 🙏🏼❤️🙏🏼❤️🙏🏼

  • @urbanaqua7732
    @urbanaqua7732 Месяц назад

    ଯାହା ହଉ ଜଗନ୍ନାଥ ମହାପ୍ରଭୁ ଆପଣମାନଙ୍କୁ ଗୋଟିଏ ଅତିସୁନ୍ଦର କଳା ଟିଏ ଦେଇଛନ୍ତି ଲୋକଙ୍କୁ କିପରି ଠକା ଯାଇପାରିବ

  • @rajendrarajput8469
    @rajendrarajput8469 4 месяца назад +13

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ

  • @DurjyodhanNNayak
    @DurjyodhanNNayak 4 месяца назад

    Bahut sundar sakhyatkar upasthapana❤🎉🎉🎉Jay Jay jagannath 🕉🙏🕉🙏🕉🙏

  • @muralidhardash-o3e
    @muralidhardash-o3e 4 месяца назад

    🙏ଜୟ ଜଗନ୍ନାଥ ସ୍ଵାମୀ, ଜୟ ମହାବାହୁ ଜୟ ବ୍ରହ୍ମ ଦାରୁ 🙏

  • @SomyaIncredible-ud3vx
    @SomyaIncredible-ud3vx 4 месяца назад

    Jay jagannath swami nayan path gami bhaba tume❤❤🙏🙏🌸🌸🌸

  • @madhusudanparida4161
    @madhusudanparida4161 4 месяца назад

    Emotional feelings. Jaya Jagannath 🙏

  • @law185
    @law185 4 месяца назад

    100% Right

  • @AshokKumar-qu5rf
    @AshokKumar-qu5rf 4 месяца назад

    🙏 ଜୟ ଜଗନ୍ନାଥ ଭରସା....... ସବୁଠୁ ଭଲ ଲାଗିଲା ଏହି ସାକ୍ଷାତକାର....
    କିନ୍ତୁ ବଡ଼ ପଣ୍ଡା ଯେଉଁ କଥାଟି କହିଲେ ଯେ ସମସ୍ତେ ଜଗନ୍ନାଥ ଦର୍ଶନ କରନ୍ତୁ... କେହି ନ ଦେଖି ଫେରନ୍ତୁ ନାହିଁ....
    ସେଇଟା ସମ୍ଭବ ହେବ କେବଳ .... ଯଦି ପୁରୀ ପ୍ରଶାସନ ... ସେବାୟତ... ଏବଂ ନୂଆ ମୁଖ୍ୟମନ୍ତ୍ରୀ.... ଚାହିଁବେ... ତାହେଲେ ଗମ୍ଭୀରା ଭିତରେ ଭିତର କାଠ ପାଖରେ ଯଦି L type ର ବ୍ୟାରିକେଟ ଲାଗନ୍ତେ ଠିକ ସବୁ. ଭକ୍ତ ଯଥା ବିକଳାଙ୍ଗ.. କମ୍ ଉଚତା ବୃଦ୍ଧା ଆଦି ସମସ୍ତେ ଦୁଇ ଧାଡ଼ିରେ ଦେଖି ଦେଖି ଯାଆନ୍ତେ .... ଶୃଙ୍ଖଳା ଦର୍ଶନ ହୋଇ ପାରନ୍ତା....... ଯଥା ଆଖଣ୍ଡଳ ମଣି ଆରଡ଼ି ରେ ଯେମିତି ହୋଇଛି.।.. ଏ ତାହାର... ଏକ ଉଦାହରଣ..... ଜୟ ଜଗନ୍ନାଥ ଭରସା...
    2022 ରେ ମୁଁ ଯାଇଥିଲି ... ହେଲେ ମୋ ମାଆ କୁ ଟେକି କରି ଦେଖାଇଲି..... ଏ ବିଲକୁଲ ବାହାର ଵା ମନ୍ଦିର ବେଢାରେ ସବୁଠୁ ଭଲ ହେଲେ ଭିତରେ ଶୃଙ୍ଖଳା ନାହିଁ.... 🙏

  • @magsirasahu2050
    @magsirasahu2050 4 месяца назад +3

    Jay shree Jagannath patitapaban mahaprabhu 🛕🚩⭕‼️⭕🐚☸️🔔🛕🪷🚩👏🙏🏻🙏🙌🙌🙌🙌🙌

  • @baishnavi3309
    @baishnavi3309 4 месяца назад +1

    We love jagannath swain Mohapatra 😊

  • @puspajitpanda6712
    @puspajitpanda6712 4 месяца назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙌

  • @goutambehera745
    @goutambehera745 4 месяца назад +2

    🙏❤ ଜୟ ଜୟ ଜଗନ୍ନାଥ ❤🙏

  • @dilipsamal5980
    @dilipsamal5980 4 месяца назад +6

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏

  • @prafullaudabar9692
    @prafullaudabar9692 4 месяца назад

    Jay Jagannath Swami Nayan patha gami bhaba tume ❤❤❤❤

  • @ShubhasmitaPanda-q2l
    @ShubhasmitaPanda-q2l 4 месяца назад

    ବାବା 🙏 ❤

  • @deepakkumarbag9927
    @deepakkumarbag9927 4 месяца назад +1

    Prabhu Kailasangate katha hebaku hele 10year tapasia kichi khainikari
    Bhagaban thakani

  • @PrativaDas-o2r
    @PrativaDas-o2r 4 месяца назад +2

    Joy Jagannath

  • @santoshkumarmishra2620
    @santoshkumarmishra2620 4 месяца назад +18

    ଯଦି କଥାହେଉଛ ରତ୍ନଭଣ୍ଡାର କେବେ ଖୋଲିବ ଓ ଜଗନ୍ନାଥ ଛତିଆ କେବେ ଯିବେ ପଚାରି ତାରିଖ ଘୋଷଣା କର.

    • @statusjiban7930
      @statusjiban7930 4 месяца назад

      ସବୁ ଚୁର ଗୁଡା ଭଗବାନ ନା loot କରୁଛନ୍ତି ପ୍ରକୃତରେ ଭଗବାନ ଅଛନ୍ତି ନା ନାହିଁ

  • @ranjitTout
    @ranjitTout 4 месяца назад

    Right ❤

  • @krushnamohantripathy3785
    @krushnamohantripathy3785 4 месяца назад

    ଜୟ ମହାପ୍ରଭୁ ଜଗନ୍ନାଥ ❤

  • @mohanpatra9603
    @mohanpatra9603 4 месяца назад

    Right Jay Jagannath🙏🙏🙏

  • @RashmiRanjanSahoo-c9c
    @RashmiRanjanSahoo-c9c 4 месяца назад +1

    Jay jagannath ♥️

  • @suryakantamahalik3462
    @suryakantamahalik3462 4 месяца назад

    ଜୟ ଜଗନ୍ନାଥ 🙏🙏🙏🙏🙏
    ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏

  • @APcreative.
    @APcreative. 4 месяца назад +1

    ପଣ୍ଡାମାନେ ଖାଲି ମଣିଷକୁ ଲୁଟୁଛନ୍ତି😢

  • @sureshmajhi4280
    @sureshmajhi4280 4 месяца назад

    ଜୟ ଜଗନ୍ନାଥ 🙌

  • @ThinkAboutStudy
    @ThinkAboutStudy 4 месяца назад +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏

  • @lizzadhira2124
    @lizzadhira2124 4 месяца назад

    He Satya Narayan Prabhu Jay jagannath Swami ❤❤😢😢

  • @ashokmoharana1751
    @ashokmoharana1751 4 месяца назад +1

    Vai na nama. Skar.

  • @deepakkumarmishra5267
    @deepakkumarmishra5267 4 месяца назад +5

    ହାରାମି ଦଳ ମାଗିହା ଜଗନ୍ନାଥ ଜଗତର ନାଥ ସହ ଓଡ଼ିଶା ରେ ଖେଳୁଛନ୍ତି ଆଶ୍ଚର୍ଯ୍ୟ ର କଥା ଛାର ମଣିଷ ଛୋଡ଼ି ହଉଛନ୍ତି କଣ ବାଣ୍ଡ ଛି ଜଗନ୍ନାଥ ମାଗିହେ ତମ ମାନଙ୍କ ସାଙ୍ଗ ତ ବେଲଜ୍ୟ ମଣିଷ ବିକୃତ ମାନସିକତା ଗାଣ୍ଡୀ ଏମିତି ମରେଇବ କୋଉ ଶଳା ପିଠିରେ ପଡ଼ିବେନି ରେ ଭୁଶୁଡ଼ି ଗୀହା ଦଳ

  • @enakshisahu8985
    @enakshisahu8985 4 месяца назад

    Jai Jagannath Swami 🙏🙏🙏🙏🙏🙏🙏

  • @birakishoresahoo3080
    @birakishoresahoo3080 4 месяца назад +3

    Bahut bhala lagila Mahaprabhu nka angalagi sevak nka katha suni.Jay jagannath.

  • @MithunJagadala-sr8cd
    @MithunJagadala-sr8cd 4 месяца назад

    ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻

  • @majhiajay6998
    @majhiajay6998 4 месяца назад

    Jai jagannath Swami Nayana patha gami bhaba tume.

  • @sureshpradhan5947
    @sureshpradhan5947 4 месяца назад

    ଜୟ ଜଗନ୍ନାଥ 🌼🚩🪔🙏🙏🙏

  • @rabimishra6815
    @rabimishra6815 4 месяца назад

    Great job

  • @pramilasahu2346
    @pramilasahu2346 3 месяца назад

    Jay jay Jagannath maha prabhu apanku valore rakhithantu jaguni bhai.kalia ro krupa samastanko upore thau 🙏🌹🙏

  • @BiswajitPradhan-oo6ww
    @BiswajitPradhan-oo6ww 4 месяца назад

    Good question

  • @PrasantNayak-vm6xf
    @PrasantNayak-vm6xf 4 месяца назад +1

    ପଣ୍ଡା ମାନେ ହାରାମି କାମ କରନ୍ତି ସାଧାରଣ ଲୋକଙ୍କୁ ଶିକାର କରିଥାନ୍ତି, ମୁଁ ନିଜ ଆଖିରେ ଦେଖିଛି

  • @minaketan5562
    @minaketan5562 4 месяца назад +1

    ନରେନ୍ଦ୍ର ମୋଦୀ ଙ୍କ ସାଙ୍ଗେ କଥା ହେଉଛନ୍ତି ଏଇ ମାନେ ହିଁ ଆମ ଓଡ଼ିଶା ବାସୀ କୁ ବକୁଆ କରି ଲୁଟ୍ ଅଭିଯାନ ଚାଲିଛି । ଜୟ ଜଗନ୍ନାଥ ପ୍ରଭୁ ଆମ ରାଜ୍ୟ କୁ ବଞ୍ଚେଇ ରଖିବ ଅନ୍ଧ ଭକ୍ତ ଗପ ।

  • @rajeshbehera9244
    @rajeshbehera9244 4 месяца назад

    Jay Jagannath Maha Prabhu Krupamay Shree Hari 🙏🌹❤️🌹🙏

  • @rakeshsamal6705
    @rakeshsamal6705 4 месяца назад

    Jai jagannath 🙏🙏🙏

  • @prasantakumardash2713
    @prasantakumardash2713 13 дней назад

    Jay Prabhu Balabhadra Ji 🙏 Jay Maa Subhadra Maa 🙏 Jay Jagannath Swami 🙏 Jay Maa Lakshmi Maa 🙏

  • @rabindranathmaharana334
    @rabindranathmaharana334 4 месяца назад

    ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର ଯେଉଁ କଥା ଗୁଡ଼ିକ ମହାପ୍ରଭୁ ଙ୍କ ବିଷୟରେ କହିଲେ ଏହା ସମ୍ପୂର୍ଣ ସତ କଥା l🙏

  • @omofficial7788
    @omofficial7788 4 месяца назад

    Jaya jagannath

  • @arabindasahoo9409
    @arabindasahoo9409 4 месяца назад +1

    Jay jagannath swamee nayanpathgamee🙏

  • @SubhendukumarSahani
    @SubhendukumarSahani 4 месяца назад

    ଜୟ ଶ୍ରୀ ରାମ ନମ୍ଃ

  • @SubhendukumarSahani
    @SubhendukumarSahani 4 месяца назад

    ଜୟ ଶ୍ରୀ ଜଗନ୍ନାଥ ନମ୍ଃ

  • @Newvideo-m1z
    @Newvideo-m1z 4 месяца назад +6

    ଗୋଟିଏ କଥା ମନେ ରଖନ୍ତୁ ସମସ୍ତେ ଭଲ ଲୋକଙ୍କୁ ଭଗବାନ ବହୁତ କଷ୍ଟ ଦିଅନ୍ତି ଆଉ ପପି ଲୋକଙ୍କୁ ଭଗବାନ ବହୁତ ଭଲରେ ରଖନ୍ତି ସେଥିପାଇଁ ଭଗବାନ ଙ୍କ ଉପରୁ ବିଶ୍ୱାସ ତୁଟିଯାଉଛି

  • @HariSwain-pu2jy
    @HariSwain-pu2jy 4 месяца назад +1

    Bhai hai kana chlichi,,, kichi bujha paduni kathara rahasya kana kahiki kholibaku bikala haucha . Michutarai sabu gapucha politics kou too aacila bhai kichinajani kaha uparai biswasa karani vakta jadi hai thanta tahalai high light kari na than tai vakata manai kabai bi kahara aamangala bhabanti nahi eeata chada kanakahiba kalijuga kalijuga malika padha bhai manai 🙏🙏🙏🙏🙏🙏

  • @sahootulasi7059
    @sahootulasi7059 3 месяца назад

    Jay Jagannath ⭕‼️⭕🙌

  • @ODIAVLOGMB9341
    @ODIAVLOGMB9341 4 месяца назад

    Apanaku mate bhalage kahinki na apana bahut perfect question pacharanti boli.... 👌👌

  • @AjitNayak-rk9xl
    @AjitNayak-rk9xl 4 месяца назад +1

    Jay jaggannath🙏🙏🙏🙏🙏

  • @munasahoo2226
    @munasahoo2226 4 месяца назад

    Jay Jagannath Swami

  • @ChakraPani-il8kb
    @ChakraPani-il8kb 4 месяца назад +1

    ସେ ଭାବର ଠାକୁର ଭକ୍ତି ଭାବ ରଖିଲେ ସମସ୍ତଙ୍କ ସହ ମହାପ୍ରଭୁ କଥା ହେବେ

  • @BijayaKumarmohapatra-t9b
    @BijayaKumarmohapatra-t9b 4 месяца назад

    Jai jagannath 💐💐💐🙏🙏🙏🙏🙏

  • @sanjaymoharana5274
    @sanjaymoharana5274 4 месяца назад

    JayJagannath

  • @SudhakarMangaraj-y6d
    @SudhakarMangaraj-y6d 4 месяца назад

    Jay Jagannath prabhu
    🚩🙏🚩🙏🚩🙏🚩

  • @pradeepkumarjit8627
    @pradeepkumarjit8627 4 месяца назад

    Jay Shree Jagannath 🙏🙏

  • @Anuradhakauru
    @Anuradhakauru 4 месяца назад

    Jay Jagannath 🙏

  • @padhimadhusudan
    @padhimadhusudan 4 месяца назад +6

    କାହିଁକି ଏତେ ବଡ଼ ମିଛ କହୁଛନ୍ତି ତୁମେ ବନ୍ଧୁ ମହାନ୍ତି ଠାରୁ ବଡ଼ ଦେଖାଇ ହେଉଛ0:51

  • @RinkyDas-by5sq
    @RinkyDas-by5sq 4 месяца назад

    Jay Jagannath prabhu ki Jay

  • @rabindrabiswal1996
    @rabindrabiswal1996 4 месяца назад

    Jay Jagannath Swami 🙏🙏🙏🙏

  • @NarendraKumarSethi-vx8hn
    @NarendraKumarSethi-vx8hn 4 месяца назад

    Jay jagnnath swami

  • @mrskbhanja4765
    @mrskbhanja4765 4 месяца назад

    Jai jagannath

  • @SubhendukumarSahani
    @SubhendukumarSahani 4 месяца назад

    ଜୟ ଶ୍ରୀ କୃଷ୍ଣ ନମ୍ଃ

  • @sipunmmusic6392
    @sipunmmusic6392 4 месяца назад

    Ji jaganath

  • @pramilabehera6886
    @pramilabehera6886 4 месяца назад +1

    ଜୟ ଜଗନ୍ନାଥ ସ୍ୱାମୀ ଜି କି ଜୟ 🙏🙏♥️🙏🙌♥️🙏♥️🙏

  • @NaliniPriyanka-r3z
    @NaliniPriyanka-r3z 4 месяца назад

    PaahimaamJagannathaSwamy🙏