ଶ୍ରୀକୃଷ୍ଣ ଆଉ ଦୁର୍ଯୋଧନ ଙ୍କ କାହାଣୀ😊jitu das sadhu bani 😊 best prabachana 😊 Sri krushna and duryadhana

Поделиться
HTML-код
  • Опубликовано: 21 дек 2024

Комментарии • 162

  • @narayandalai9799
    @narayandalai9799 Месяц назад +8

    ଜୟ 🚩🌿ଜଗନ୍ନାଥ🌿🚩 କାଳିଆ 🌿🚩ସାଆନ୍ତ 🌱🚩ନୀଳ 🌱🚩ତନୁ 🌱🚩ଚକା🌱🚩 ଡୋଳା🌿🚩 ମହୋଦଧି 🌿🚩କୂଳେ 🌱🚩କଳ୍ପବଟ 🌱🚩ମୂଳେ 🌱🚩ଲଗାଇଚ ଯେଉଁ ଲୀଳା ସେ ଲୀଳା ସେ ମହିମା 🌱🚩ଦେବ 🌱🚩ଅଗୋଚର🌱🚩 କାହୁଁ🌱🚩 ଜାଣିବେ🌱🚩 ମାନବ🌿🌿 ଯାହାଙ୍କ🌱🌿 ମହିମା 🌱🚩ଅନ୍ତ🌱🚩 ନ 🌿🚩ପାଆନ୍ତି🌱🚩 କିଞ୍ଚିତ🌱🚩 ରେ 🌱🚩
    Brahma🌱🌿 siba 🌱🌿🙏🙏🙏

  • @PradeepkumarRout-qt4vc
    @PradeepkumarRout-qt4vc Месяц назад +5

    ଆପଣଙ୍କ ଅତିରଂଜିତ ପ୍ରବୋଚନ ଶୋଭନୀୟ ନୁହେଁ

  • @sukantdash2266
    @sukantdash2266 2 месяца назад +30

    ମହାଭାରତ କଳୀଯୁଗରେ ଲେଖା ହୋଇଛି ଦ୍ଵାପର ଯୁଗରେ ଭାଗବତ ଆସିଲା କେଉଁଠୁ ଆପଣଙ୍କ ଉପସ୍ଥାପନ ଠିକ୍ ନୁହେଁ

    • @Indramanisahu1234
      @Indramanisahu1234 Месяц назад +5

      Pagala bhali gapuchi

    • @JyotiprakashRautaray
      @JyotiprakashRautaray Месяц назад

      Jadi kichi bhul heichi. Ete kharapre kuhantuni.
      By the way, he is a wiser person and hinduism protector

  • @santoshkumarmohapatra78
    @santoshkumarmohapatra78 Месяц назад +6

    ହିନ୍ଦୁ ଧର୍ମର ସତ୍ୟାନାଶ କରିବାପାଇଁ ଏଭଳି ଗାଲୁଆ ମାନେ ଠିକା ନେଇଛନ୍ତି , ଦୁର୍ୟୋ ଧନ ଶବ୍ଦର ଅର୍ଥ ଜଣାନାହିଁ ଆଉ ପ୍ରବଚନ ଦେବାକୁ ଆସିଛ ?ବସ୍ତ୍ର ହରଣ କଣ ଜଣା ନାହିଁ ? ତୁମକୁ ଲଜ୍ଜା ଲାଗୁନାହିଁ ପ୍ରବଚନ ଦେବାକୁ !

  • @jyotiranjanswain3501
    @jyotiranjanswain3501 Месяц назад +6

    କୃଷ୍ଣ ଭଗବାନ କୁଆଡେ଼ ମୁଣ୍ଡ ତଳକୁ କରିଦେଲେ ଦୁର୍ଯ୍ୟୋଧନ କଥା ଶୁଣି। କଂସ ସମ୍ପର୍କରେ ମାମୁଁ ହୋଇ ଥାଇ ପାରେ କିନ୍ତୁ ଜଣେ ଧର୍ମାଚାରୀ ନିକଟରେ କୌଣସି ସମ୍ପର୍କର ମାନେ ନଥାଏ। କର୍ତ୍ତବ୍ୟ ଓ ଧର୍ମର ରକ୍ଷା ପାଇଁ ସମ୍ପର୍କ ସହୋଦର କିଛି ପ୍ରତିରୋଧ କରିପାରେ ନାହିଁ। ଗୋପୀ ମାନଙ୍କ ବସ୍ତ୍ର ହରଣ କରି ଥିଲେ କାହିଁକି କେଉଁ କାରଣ ପାଇଁ ସେ ବିଷୟରେ ଆଲୋଚନା ନାହିଁ।ଏ ମହାଶୟ ମନଗଢା କାଳ୍ପନିକ ବିଷୟକୁ ପ୍ରଚାରିତ କରୁଛନ୍ତି। ଏ ହେଉଛନ୍ତି ମହା ପାପୀ। ରାବଣ ଭଳି ଜ୍ଞାନୀ ଏ ଲୋକ।

    • @BhajaramGouda-u7o
      @BhajaramGouda-u7o Месяц назад

      . Han. Bhai. Papi. Ko. Upare. Rakhuchi. Dharma. Ko. Taluku. Anuchi

    • @ArabindaNayak-my2ds
      @ArabindaNayak-my2ds 14 дней назад

      ସତରେ ଭାଈ ଏଇଟା ପାଗଳ ହେଇଗଲାଣି।

  • @acharyarashmita-foh8824
    @acharyarashmita-foh8824 Месяц назад +5

    Bar bar prabhu krishana munha talaku karidele boli kahi ba thik nuho ....first Krishna kia jano tapore pranachana beparo karibo...tumo manoko jagun sanatan dharma aaji sankatare achi

  • @rashmitripathy5417
    @rashmitripathy5417 Месяц назад +4

    Jay Jagannath 🙏🙏🙏🙏

  • @CHITARANJANLenka-e8f
    @CHITARANJANLenka-e8f Месяц назад +8

    Apanankau pranam
    Kintu krushna nkara bastra harana kathara tatiwaka artha eia nunhe

  • @Indianarmy143
    @Indianarmy143 Месяц назад +8

    ଏଟା ଗୋଟେ ପାଗଳ ଏ ଗୋଟେ ପାଗଳ ପରି ପ୍ରବଚନ ଦେଉଛି

    • @jamunabehera1705
      @jamunabehera1705 13 дней назад

      ନିଜେ ସେତିକି ଦେଇପାରିବନି ପ୍ରବଚନ ଅନ୍ୟକୁ କାହିଁକି ଇଷା କରୁଛ ,

  • @nrusinghadas7706
    @nrusinghadas7706 Месяц назад +6

    ମହାଭାରତର ଶ୍ରେଷ୍ଠଂଶକୁ ଏ ପାଗଳ କଦର୍ଥ କରି କହୁଛି.. ଏମିତିକା ପାଗଳକୁ କେଉଁ ଭାଷାରେ ଗାଳି ଦେଲେ ବି କମ ହେବ. କଂସ ମରିବା ସହିତ ଗାନ୍ଧାର ବଂଶ ମାରିବାକୁ ତୁଳନା କରିବା କେଡେ ବଡ଼ ମୂର୍ଖାମୀ. ଗୋପୀ ବସ୍ତ୍ର ହରଣ ବେଳେ କୃଷ୍ଣଙ୍କ ବୟସ କେତେ ଥିଲା..???8ବର୍ଷର ବାଳକ ଥିଲେ.. ଗୋପୀମାନେ ସବୁବେଳେ ଉଲଗ୍ନ ହୋଇ ସ୍ନାନ କରିଥାନ୍ତି ଏଣୁ ତାଙ୍କୁ ଶିକ୍ଷା ଦେବାପାଇଁ ବସ୍ତ୍ରହରଣ କରିଥିଲେ କିନ୍ତୁ ଦୁର୍ଯ୍ୟୋଧନ ଦ୍ୱାରା ଦ୍ରୌପଦୀଙ୍କ ବସ୍ତ୍ରହରଣ କଣ ପାଇଁ ହୋଇଥିଲା.. ???.. ଏମିତିକା ନିମକ ହାରାମି ଦ୍ୱାରା ଏମିତିକା ଭିଡ଼ିଓକୁ ନିଷେଧ କରିବା ଦରକାର..

  • @sandhyaranidei3422
    @sandhyaranidei3422 Месяц назад +58

    କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର ନ୍ୟାୟରେ ପ୍ରବଚକ କହିଦେଇଛନ୍ତି, ମୋ ମତରେ ଏମିତି ଚାଟୁକ୍ତି ପ୍ରବଚକ ମହୋଦୟଙ୍କୁ ଶୋଭା ପାଉନି, ଏହାଦ୍ୱାରା ମଣିଷ ମନରେ ନକାରାତ୍ମକ ଭାବନା ଉଦ୍ରେକ ହେବ, ଜୟ ଶ୍ରୀକୃଷ୍ଣ

    • @pradeepkumarpanda7626
      @pradeepkumarpanda7626 Месяц назад +8

      Bala prabachak. Sala bhul katha kahuchi.

    • @Kunatumbin2004
      @Kunatumbin2004 Месяц назад +1

      Krishna heuchhanti
      Mayabi palatak judha chhadi
      Paleiba

    • @Kunatumbin2004
      @Kunatumbin2004 Месяц назад

      Are bhai sie kale lila
      Ame kale kila

    • @ashokkumarbhuyan3937
      @ashokkumarbhuyan3937 Месяц назад +1

      ବେକାର କଥା, କୁହାଳିଆ ଅଯଥା ବିବାଦୀୟ ବିଷୟ ସୃଷ୍ଠି କରି କୁହ ନାହିଁ।

    • @susantadas2533
      @susantadas2533 Месяц назад +3

      ଡାହା ମିଛୁଆ ପ୍ରବଚକ l କୌଣସି ଗ୍ରନ୍ଥ ନପଢି ପ୍ରବଚନ ଦେଲେ ଏଇ ଅବସ୍ଥା

  • @AlokNag-x5g
    @AlokNag-x5g 2 месяца назад +36

    Jay shree Krishna 🙏🙏🙏

  • @RameshPadhan-i6i
    @RameshPadhan-i6i Месяц назад +3

    ବହୁତ ମିଛକଥା add କରୁଛନ୍ତି ଆଉ ମନଗଢା କଥା ବି କହୁଛନ୍ତି l

  • @niranjanbadatya6723
    @niranjanbadatya6723 Месяц назад +5

    ହରେକୃଷ୍ଣ
    ଏମାନଙ୍କ ଏଥି ଦ୍ବାରା ପେଟ ପୋଷିବା କରି ବେ ତ କରିବେ କ'ଣ ଅଠର ଖଣ୍ଡ ପୁରାଣରୁ କିଛି ଅଂଶକୁ ନିଜ ଚାଲାକି ସହିତ ଦୋକାନ ଚଳାଉଛନ୍ତି।

  • @BijayakumarSarangi-m3w
    @BijayakumarSarangi-m3w Месяц назад +1

    କଥା କହୁଥିବା ଲୋକ ର କିଛି ଧାରଣା ଥାଇ ଏପରି ଯୁକ୍ତି ଦୁଷ୍ଟ ସପକ୍ଷ ରେ କଲେ ତାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଇଥାଏ ? ୟା ପୂର୍ବରୁ ଅନେକ ମହତ ଭକ୍ତ ଉପଯୁକ୍ତ ଯୁକ୍ତି ଦର୍ଶାଇ ଛନ୍ତି, ଖୁସି ଲାଗିଲା, ତେବେ ମୁଁ ଏତିକି କହିବି ଯେ ଶ୍ରୀକୃଷ୍ଣ ତ ଅବତାର ନ ଥିଲେ ସେ ଅବତରି ଥିଲେ ? ବୋଧହୁଏ ଭଗବାନ୍ ବିଷ୍ଣୁ ଅନ୍ଧ ଥିଲେ ଆଉ ଏ ଦୁର୍ଯୋଧନ ର ଓକିଲ ଓ ଦୁର୍ଯୋଧନ ଉଭୟଙ୍କ ର ଆଖି ଥିଲା ? ଅସଲ କଥା ହେଉଛି ଭକ୍ତ ଚିଂହେ ଭଗବାନ୍ ? ଖାଇବା,ଭୋଗ ବିଳାସ,ଧନ ଓ କ୍ଷମତା ଇତ୍ୟାଦି ଯେ କୌଣସି ଲୋଭ ଭକ୍ତ ପାଇଁ ତୁଚ୍ଛ ? ରାମିଆ ଭଣ୍ଡାରି କି ରାମ ଙ୍କ ସହିତ ତୁଳନା ପରି ଏ ଯୁକ୍ତି ? କଣ ନାରାୟଣ ଆହୁରି ପରୀକ୍ଷା ଦେବେ ତୁମ ରାକ୍ଷସ ବୁଦ୍ଧି ପାଇଁ !? ଦୁଃଖିତ, ଆମ କୃଷ୍ଣ ଆମ ପାଇଁ ଠିକ୍,ତୁମେ ଦୁର୍ଯୋଧନ କୁ ପୂଜା କରୁଥା ?

  • @lochanakumaridas8876
    @lochanakumaridas8876 2 месяца назад +5

    Jayashree krushn

  • @surathachandrajena9514
    @surathachandrajena9514 Месяц назад +4

    ଦୁର୍ଯ୍ୟୋଧନ କଥାଶୁଣି ଶ୍ରୀକୃଷ୍ଣ ମୁଣ୍ଡ ତଳକୁ କରି ନଥିଲେ। ସ୍ମିତ ହାସ୍ୟ ପ୍ରଦାନ କରିଥିଲେ ।ଗୋପୀମାନଙ୍କର ପୂର୍ଣ୍ଣ ସମର୍ପଣ ଭାବ ପ୍ରତିପାଦନ ପାଇଁ ବସ୍ତ୍ର ହରଣ ନାଟକର ଅବତାରଣା କରାଯାଇଥିଲା ।

    • @priyambadaprusty8873
      @priyambadaprusty8873 Месяц назад

      ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନକାରାତ୍ମକ ଭାବନା ଆଣିବ , ଏଭଳି ଉକ୍ତି।

  • @babajisahoo313
    @babajisahoo313 2 месяца назад +3

    ❤Jay 🎉shree 🎉Krishna ❣️

  • @AnjaliNayak-q2n
    @AnjaliNayak-q2n Месяц назад +2

    Sir emiti bekar question karantu nahi please jiye krishna nku bujhi chanti semane hi bujhi paribe tanku au tanka lila ku ki se gopi nko bastra chori kari nahanti seita tanka premo lila jaha gopi mane premo karu chanti krishna nku ok

  • @gaurangsahoo9905
    @gaurangsahoo9905 Месяц назад +5

    ଜିତୁ ବାବୁ, ପ୍ରଶ୍ନ ଭୁଲ, ପ୍ରଶ୍ନ ଠିକ କରି ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ |

  • @pradeepkumarsahoo4219
    @pradeepkumarsahoo4219 2 месяца назад +6

    Galat
    Katha miseiki sajeiki kahile hebanahi. Krishna namare kichhi kahiba aagaru chinta Kara .

  • @birajavlogsodia
    @birajavlogsodia 2 месяца назад +3

    ହରେକୃଷ୍ଣ

  • @Mrnirmalvlogs1
    @Mrnirmalvlogs1 17 дней назад

    ତୁ ବୁଢ଼ା ଦାୟୀ, ମହାଭାରତ ଯୁଦ୍ଧ ପାଇଁ

  • @barunsunani9474
    @barunsunani9474 Месяц назад +1

    ସତକୁ କହିବା କଣ ଅପରାଧ , କୃଷ୍ଣ କଣ ବସ୍ତ୍ର ହରଣ କରିନି ? ରାବଣ କଥା କହୁଛ ,ରାବଣ କଣ ସିତାକୁ ନେଇ ଏକ ଉଆସରେ ରଖି ତାର କୌଣସି ଅସୁବିଧା ନହେବା ପାଇଁ ଜଗୁଆଳ ରଖିଥିଲା । ସିତାକୁ ଅନ୍ୟାୟ ବା ତାର ଚରିତ୍ର ରେ କୌ ନସି ଆଞ୍ଚ ଆଣିନି । ରାମ ଯେତେବେଳେ ସମୁଦ୍ର ବାନ୍ଧିବାକୁ ପୂଜା ପାଇଁ ପୁରୋହିତ ଖୋଜିଲା ରାବଣ ନିଜେ ଆସି ପୂଜା କରିଥିଲା ।
    ଲକ୍ଷ୍ମଣ ପରି ନାରୀର ନାକ କାଟି ନଥିଲା ।

    • @sibaramswain8456
      @sibaramswain8456 Месяц назад

      ପ୍ରଥମେ ଜାଣ ରାମାୟଣ କ'ଣ ରାବଣ କିଏ।। ଲକ୍ଷ୍ମଣ କାହିଁକି କେବଳ ନାକ ହିଁ କାଟିଲେ।।।ରାବଣ କାହିଁକି ସିତା ଙ୍କୁ ଅଶୋକ ବାଟିକା ରେ ରଖିଥିଲେ।। ଏସବୁ ବହୁତ ଗହନ କଥା।।।

  • @manaskumarpattanayak6480
    @manaskumarpattanayak6480 Месяц назад

    🙏🙏🙏

  • @BantiBehera-w3p
    @BantiBehera-w3p Месяц назад

    Jutudas best guru

  • @banamaliharijan-if7gk
    @banamaliharijan-if7gk 2 месяца назад +7

    oMM Nomo Bhagabat basudev srikrishna Nomo NoMo

  • @prafullaswain9160
    @prafullaswain9160 2 месяца назад +3

    Om bagabat bsidebaya.

  • @surathachandrajena9514
    @surathachandrajena9514 Месяц назад +1

    ବୀର ମାରେ ଅବା ମରେ କରି ରଣ।
    ଶହେ ଭାଇ ନୁହେଁ ୯୯ ଭାଇ ସେତେବେଳେ ମରିଥିଲେ ।।

  • @RajibBarik-rv9er
    @RajibBarik-rv9er Месяц назад +2

    ଦୁର୍ୟୋଧନ ଭାଗବତ ପଢିଥିଲା କି? ଏମିତି ମିଛ କାହିଁକି କହୁଛ!

  • @padumehera6328
    @padumehera6328 Месяц назад +3

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେରାମ ହରେରାମ ରାମ ରାମ ହରେ ହରେ 🙏🙏🙏

  • @pratapkumarmallikpratap5485
    @pratapkumarmallikpratap5485 Месяц назад +1

    ମିଛ କଥା ଯୋଡି କୁହନି ଜିତୁ ବାବୁ

  • @Lipu-c3u
    @Lipu-c3u 2 месяца назад +3

    Prasanga thik helani

  • @gitabehera6085
    @gitabehera6085 Месяц назад +3

    ଏହି ଲୋକ ଟି ଯାତ୍ରା ରେ ମିଶିଲେ ଭଲ

  • @dhalsira1kaizen481
    @dhalsira1kaizen481 Месяц назад +1

    Really unfortunate. Just like a lawyer explaining to save the culprits.

  • @pushpanjalimeher8882
    @pushpanjalimeher8882 Месяц назад +1

    କଥା କୁ ଏତେ ଗେଲେଇ କ‌ହୁଛକଣପାଇ

  • @laxmidhardas3981
    @laxmidhardas3981 Месяц назад +1

    Sabu kichhi ghatana jaha bastav re Bhram ba Illusion ba False (Events, Subject and Story) Sthan Kala Patra o purbapar sambandh ku hetu kari samrachit hebaku badhya hoithantii.Karan it is the Rule of Nature jahar anya naam Prakriti ba Maya ate. Sabukichhi ra sutradhar Iswar atanti karan se Mayapati abng tankar Mahan Samkalp ru hmi Maya Brhamhand (Universe) uttapan hoichhi. Necessity is to enact the Drama of the Maha Leela to drink the Nectar of Pleasure for enjoyment by the Immortal Brahm and all of His mortal creations.

  • @fakirasa320
    @fakirasa320 Месяц назад +3

    Khub Sundar

  • @KalandiNaik-m2f
    @KalandiNaik-m2f Месяц назад

    So, 🌹🌹biyutifuluoo❤❤💓💓

  • @RashmiPriyaPanda
    @RashmiPriyaPanda Месяц назад +1

    ବୁକାଚୁଦା ଜୀତଦାସ ଗୋଟିଏ ପାପି କୁ ବୀର କରି ଦେଲୁ ସଳା

  • @DailyVibe_.
    @DailyVibe_. Месяц назад

    🎉🎉🎉🎉🎉🎉🎉

  • @KamalakantaBarik-hi7cf
    @KamalakantaBarik-hi7cf Месяц назад

    Jaya Madhaba Madhusudana

  • @subhasinisahoo8672
    @subhasinisahoo8672 Месяц назад +1

    Prabu apana jadi purba jugamanaka katha chhadi e jugara punya patha paridarshita karantu ,jana samaj jagannathanku tike ta janiba

  • @rabinsatapathy2410
    @rabinsatapathy2410 Месяц назад

    Jay shree Krishna

  • @ashrutdas8565
    @ashrutdas8565 Месяц назад +5

    ଜୟ ମହାବୀର ମହାମାନୀ ଦୁର୍ଯ୍ୟୋଧନ।

  • @subhasismanasing9103
    @subhasismanasing9103 2 месяца назад +2

    ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ 🙏🙏🙏🙏

  • @DamodarGhadei
    @DamodarGhadei Месяц назад

    Jay.jaganathswami

  • @saukilalsahu6254
    @saukilalsahu6254 Месяц назад

    Jay Sri Krishna and

  • @dharashreesamal1051
    @dharashreesamal1051 Месяц назад

    Jay jaganath

  • @birendrasenapati724
    @birendrasenapati724 2 месяца назад +1

    Jay shree krishna🙏🙏🙏 Jay shree gurudev ji🙏🙏❤❤❤

    • @SaratBai-j7v
      @SaratBai-j7v 2 месяца назад

      Jaydtokþidtiktidhn̈s 😅 10:27

  • @maheshkumarbag5464
    @maheshkumarbag5464 Месяц назад

    Rabana Jay Jagarnath Suwami 🙏🪷🪷🪷🪷🪷🙏

  • @janakimohanty767
    @janakimohanty767 2 месяца назад +1

    Ae kathara samadhana kan kahileni kahi ki parama purash krrshnanku doshi kari delete. Adhika janantu.

  • @ChinmayeeSatpathy-xn8hg
    @ChinmayeeSatpathy-xn8hg Месяц назад

    G0od namaskare sir

  • @saradanayak3778
    @saradanayak3778 2 месяца назад +1

    Pagala choda droupadi au going Saman gopi mane nija ichare krusna ku bhakti karuthile Kansas atyachari emane Saman nuha

  • @dhairjyasamal5180
    @dhairjyasamal5180 Месяц назад

    Pura pala bala

  • @yoganandarana630
    @yoganandarana630 Месяц назад +1

    ତୁ ଶଳା ବାଳ ପ୍ରବଚନ ଦେଉଛୁ ଶଳା ନାଳୁଆ

  • @Lipu-c3u
    @Lipu-c3u 2 месяца назад +1

    Prasanga juktijukta noenh

  • @BalajeePradhan-xh8cu
    @BalajeePradhan-xh8cu Месяц назад

    Re papi Sanatan ki jai

  • @JogeswarJena-hi9zi
    @JogeswarJena-hi9zi Месяц назад

    Krusna Gopi mankara Bastra harana karithile Gopi manaku satshiksya debapain,Karan.semane ulagna hoi panire pasithile

  • @basantsutar7903
    @basantsutar7903 Месяц назад

    Salipur all commerce point Gopi Mora bhul heijaichi tamari pain aji mote loke mote kaliyuga ra bhagwan boli janibe aji thu ame au madagala karibani ame samaste samastanku bhala paiba eia jaha sabu hauchi sabu mayare Baya Mane simulation of illusion no person in the universe is 100% right

  • @RajaPadhy-m6l
    @RajaPadhy-m6l 2 месяца назад

    Duryodhana

  • @hsmarketing4006
    @hsmarketing4006 Месяц назад

    Eay pravachan Krishna ka birha re
    Samaste janati adhika Kan bakhya kale
    Kou Shastra re achi nari lagala hoiki gadhoibe
    Sethipai Krishna vastra haran karithile
    Kitu Raja sabhare achcha achcha Raja ka samunare Shri Krishna vastra haran Kari nathile

  • @PURNACHANDRASENAPATI-l5p
    @PURNACHANDRASENAPATI-l5p Месяц назад

    ଷୋଳ ସହସ୍ର ଗୋପନାରୀ l ମୋତେ ବରିଲେ ତପ କରି ll ଯଦି ବରିଲେ କୃଷ୍ଣ ତାଙ୍କର ସ୍ୱାମୀ ହେଲେ l ସ୍ୱାମୀ ସ୍ତ୍ରୀ ସହିତ କେଳି କଲେ l ଏଣୁ ଏହା ଧର୍ତ୍ତବ୍ୟ ନୁହେଁ / ପାପ ନୁହେଁ l ଦୁର୍ୟୋଧନ ଙ୍କ ଯୁକ୍ତି ଏଠାରେ ଗ୍ରହଣୀୟ ନୁହେଁ l ଆଉ ଏସବୁ ପ୍ରବଚନରେ ପ୍ରଚାର କରିବା କେତେଦୂର ସମିଚୀନ??

  • @sagarikabhuyan4634
    @sagarikabhuyan4634 Месяц назад

    Srikrushna nka tharu Dhorjyadhana jadi shaktishali juddhare harila kemiti,

  • @BibekanandaRaul
    @BibekanandaRaul Месяц назад

    Ète bĥul adou kuhàntu nah i 5:05

  • @benudharsahoo710
    @benudharsahoo710 2 месяца назад

    Jayshree Krishna

  • @SonuPagu
    @SonuPagu Месяц назад

    Concern youtuber upload to particular question releted video also bleam jitu babu for you

  • @shivangitv8476
    @shivangitv8476 2 месяца назад +1

    Bhul Katha kn pain khuchanti

  • @dhairjyasamal5180
    @dhairjyasamal5180 Месяц назад

    Alpa bidya bhayankar

  • @ajitmlm9279
    @ajitmlm9279 Месяц назад

    Apana nkara headline ra answer mililani

  • @SanjayKumar-uz3qi
    @SanjayKumar-uz3qi Месяц назад

    ଆପଣ ଙ୍କ. ଏହି ପ୍ରବଚନ କିଛି ଲୋକଙ୍କୁ.. ଅସୁବିଧା ରେ ପକେଇ ପାରେ.. କାରଣ ଯେଉଁ ମାନେ.. ଧର୍ମକୁ.. ନେଇ ବ୍ୟାପାର କରୁଛନ୍ତି.. କିନ୍ତୁ ଆପଣ.. ନିରାଟ ସତ୍ୟ କହିଛନ୍ତି..

  • @manaskumarmaharana8651
    @manaskumarmaharana8651 Месяц назад

    Kichhi jani nahani

  • @PayalDurga-r2z
    @PayalDurga-r2z Месяц назад

    दुयोधान नेसेही किया. उनका 100भाई
    जुधसे मरा. डरके मरानेहीं. शहीद काहा जाते. दुर्योधन. मर्द. अर्ध. नेहीँ.

  • @SumantaNayak-h7n
    @SumantaNayak-h7n Месяц назад

    Eata chora ta
    Paisa Paine gudaaa fandikari kahuchi
    Micha kahuchiii🖐️👋🖐️👋

  • @biswakalpitapatra3301
    @biswakalpitapatra3301 Месяц назад

    Ama manisa mananka kama hin eia je jiye pujya tari bhitare dosa khojiba... Jete jaha mu padhichi laguchi sabu bhagwan nka upare bahut dosa lada heichi.. Kouthi rama bhala swami nuhe ta kouthi krushna lampata gopi mananka bastra haranakari ta kouthi siva bi ganjadia tanku bhanga bhari pasand...mu gote prasna karuchi andhara samna re aloka ra mahatwa jete semiti kharap samna re bhala ra mahatwa setiki..kharap kebe bi kharap ku dura kari pareni au bhala pakhare kharap kebe bi tishti paribani...duhen jaka hi birodhi tebe jou bhagwan nku ete lanchhana dauchanti loka tanku puja kariba kahinki chhadi dau nahanti??nahi puja karibu hele nija guna chhadi paribunu.. Ame ta bhikari amaku sabu darkar hele jouthu paibu seithi guna gaibu nahele dosa bahara karibu..ame bhagwan nka charitra bisayare sathik janichhu ta?? Na jiye jaha kahi dela sethire bhasijiba ta thik?? Mora kana achhi mu ta hanuman nka ashrita au kaha katha re munda purayeni.. Hele ame jani rakhiba utchit je bhagwan jane tanka nama anek... Bhagwan nku kebe bhaga bhaga kara jai pareni kiye rama na re dakuchi kiye krushna kiye hanuman.. Jouthi hanuman akhand bramhachari sethi sei bhagwan nku gote alaga na dei dele tanka charitra kebe badali jiba ki?? Na ame ama bhagwan nku hin bhul bujhi neichu??

  • @BalajeePradhan-xh8cu
    @BalajeePradhan-xh8cu Месяц назад

    Missionary ejenda

  • @tunguruswain402
    @tunguruswain402 Месяц назад

    Munda kama karuni ,pagalami karuchhanti .tatwa jana nahi . Krusna samajaku sikhya deithile nadi kulare ulagna hoi gadhoiba thik nuha .

  • @SarojMahanta-r8l
    @SarojMahanta-r8l Месяц назад

    Jitu gyani nua bahi lekhiba

  • @rajatkumarmishra5912
    @rajatkumarmishra5912 Месяц назад +2

    ଜୟ ଶ୍ରୀକୃଷ୍ଣ

  • @PrakashMishra-g9k
    @PrakashMishra-g9k 2 месяца назад

    Rabana

  • @SantoshjambakaSantosh
    @SantoshjambakaSantosh Месяц назад

    Kana kahibi boli kahucha eiti gote seiti gate seriel ro dekhi

  • @gurucharannayak4162
    @gurucharannayak4162 Месяц назад

    Tame bramhana mutei debani

  • @bijaysarangi5652
    @bijaysarangi5652 Месяц назад

    He is narrating as if he was watching the scene...maladjusted intellect..ଅଳ୍ପ ଜ୍ଞାନରେ ବେଶୀ ବାନ୍ତି

  • @saradanayak3778
    @saradanayak3778 2 месяца назад +1

    Bhul katha kain kahucha salya, krutabarma kouthi thila

  • @RashmiPriyaPanda
    @RashmiPriyaPanda Месяц назад

    ସାଧୁବାଣୀ ନା ପେଳବାଣୀ

  • @pankajiniparida2370
    @pankajiniparida2370 2 месяца назад

    Jay shree jagannath mahaprabhu 🙏🙏🙏

  • @onlinestudy9705
    @onlinestudy9705 Месяц назад +1

    ଏ ହେଉଛି ଫାଲତୁ ଗପ, ଶୁଣିବା ବେକାର l

  • @basantsutar7903
    @basantsutar7903 Месяц назад

    Durjyadhan tum mahan ho kaliyuga me appka nam he Russia and India your Priya Mitra karna apne karna ko bachanekelia apna veda khada kardia or karna ko bachya me dan bir sur bir Dharma bir karma bir karna world war three ka bad me apko sari land de dunga uski sath kaliyuga ka bhagwan jagannath ko dan karunga yani mera adha hua murti Russia me construction kya jaega ,tathastu me sabka andar hu mu karna mu Arjuna mu Hanuman mu parsuram me sabka andar nivas karta hu eee sari universe me hi create ki ,me her kone kone bidyaman my name is mr E infinite means vishnu ,Mahadev name is E one and brahmadev name is M knot ,me bhagwatgita me bola tha jab jab dharaprustame adhram peak per hoha me soyenge dhartipar avtar lunga or sadhuanka safe karunga

  • @jyotshnatuni9084
    @jyotshnatuni9084 Месяц назад

    Bahutasundara katha

  • @devrajbanchhor1603
    @devrajbanchhor1603 Месяц назад +1

    ମୂର୍ଖ ବାଣୀ ପାଗଳ ପ୍ରବଚକ

  • @bidyutkumarnayak6204
    @bidyutkumarnayak6204 Месяц назад

    In which chapter of "Shrimad Bhagbat Gita" ,or , 18 vol of Vyashji's "Maha Bharat" , is there Any CHARACTER OF "RADHA SHREE" ? It was " First time" mentioned in only Brahma Baibarta " purana by a muslim turned Hindu saint in 9th Century . .

  • @bhartikundu4355
    @bhartikundu4355 Месяц назад

    Kichhi Jani ni a prabkta

  • @pratapchandramoharana104
    @pratapchandramoharana104 2 месяца назад +5

    Some wrong information.

  • @suryamanibhoi1549
    @suryamanibhoi1549 Месяц назад

    ଉପସ୍ଥାପନା ଠିକ କିନ୍ତୁ ଦୁର୍ୟୋଧନ ଏତେ କଥା କୃଷ୍ଣଙ୍କୁ କହିନାହିଁ

  • @BhajaramGouda-u7o
    @BhajaramGouda-u7o Месяц назад

    Tame. Kahiba. Katha. Kana. Krusna. Bhul. Bhagban. Kebe. Bhul. Nuha. Durjyodhan. Ta. Sabure. Adhika. Thila. Au. Judhare. Sarbnas. Hela. Kahniki.. Pandita. Heiki. Lokank. Mati. Bigaducha

  • @SaratNayak-qi8cc
    @SaratNayak-qi8cc Месяц назад

    JAYA SHREE KRUSHNA SHARAN.🎉🎉🎉.

  • @yudhisthirpradhan4726
    @yudhisthirpradhan4726 Месяц назад

    Don't flattering in your speech. It is not good for positive ideology society. Please mind it sir.

  • @laxmipriyamaharana9825
    @laxmipriyamaharana9825 Месяц назад

    Alana whateois this sans naeakana

  • @SahadevSahoo-s5k
    @SahadevSahoo-s5k 29 дней назад

    Everything wrong

  • @sudanshudutta6724
    @sudanshudutta6724 Месяц назад

    Sudhanshu ra artha kon surya? sudhanshu sekhar artha kon heba tahele duryadhan nka prashna rautter deipatileni krushna faltu katha