Sir apana bhala katha taa kahile kintu mu gote katha notice karichi ebe social media hin bahut gathering ku side karidauchi mane Sabu social media re hin busy rahuchanti
budhi mane budha bayasare bi ghara kama karanti, nati natuni sambhalanti, achar papad bananti. budha mane basi gapibe??? tanku bi kama re legeiba katha nahele ete shakti achi ta chakiri kariba katha. mu dekhichi, mo bapa jiban sara amathu bhala khaile , pindhile, relax kale... ebe retire kariki bi karuchanti. sete bele excuse thila, mu paisa anuchi. ebe excuse, mu purusa loka. 😠
ମହାନ୍ତି sir ନମସ୍କାର ଖୋବ ସୁନ୍ଦର ଉପାଖ୍ୟାନ ଟି ଉପସ୍ଥାନ କରିଛନ୍ତି ସମାଜ ସଂସ୍କୃତି ଉପରେ।❤❤❤
ନମସ୍କାର ବୈଷ୍ଣବ ବାବୁ। ଆଜିର ଯୁଗୋପଯୋଗୀ ଖଟି ଆଲୋଚନା ସହିତ ଆପଣଙ୍କ ଯୁବୋପଯୋଗୀ ଆକର୍ଷଣୀୟ ପୋଷକ ଆମକୁ ବେଶ୍ ପ୍ରଲୁବ୍ଧ କରୁଛି।
ରୋଜଗାର କରୁଥିବା ପୁଅ ଓ ବହୁ ମାନେ ଟଙ୍କା ପାଇଁ ବାପା ମାଆ ମାନଙ୍କୁ ଧମକ ଦେଇ ଲୁଟିବା ପାଇଁ କୁଟ ଚକ୍ରାନ୍ତ ଚଳାଇଛନ୍ତି ❤❤❤❤❤❤❤
ଭାବନା ତଥା ଉପସ୍ଥାପନା ଅତି ସୁନ୍ଦର । ଯୁଗର ଅଗ୍ରଗତିରେ ଆମର ବୟସ ବଢୁଛି କିନ୍ତୁ ଆମର ମନୋଭାବ ନିକଟରେ ସିଏ ହାରୁଛି।ଏବେ ଆମେ ବୃଦ୍ଧ ନୁହଁ ପ୍ରବୃଦ୍ଧ - ଅନୁଭବ,ଅନୁଭୂତି ଆଉ ଅଭିଜ୍ଞତାର ଅମାର। ଶିକ୍ଷାର ଶ୍ରୀବୃଦ୍ଧି ,ସମାଜର ଉନ୍ନତ, ଜୀବନ ଶୈଳୀରେ ଅଗ୍ରଗତି ସହ ଆମେ ତାଳ ଦେଇ ଆପଣଙ୍କ ଭାଷାରେ ମେଳା, ସଙ୍କୀର୍ତ୍ତନ,ପୂଜାର ଆୟୋଜନ ସହ ଏହାର ରୂପାନ୍ତର ଏକତ୍ରିତ ହୋଇ ଯୁଗର ପରିବର୍ତ୍ତନକୁ ସ୍ବାଗତ ତଥା ସମର୍ଥନ କରୁଛୁ ।
ଆପଣଙ୍କ ପରବର୍ତ୍ତୀ ଉପସ୍ଥାପନା ଅପେକ୍ଷାରେ......
ଜୟ ଜଗନ୍ନାଥ ସାର,ବହୁତ୍ ସୁନ୍ଦର ଉପସ୍ଥାପନା 🙏🙏
ଖୁବ ସୁନ୍ଦର ବର୍ଣ୍ଣନା ଆଜ୍ଞା ❤🙏🏼❤
Bahut sundar katha sir bhala lagila pura sata katha aji samayara
ପ୍ରଥମ ଥର ଶୁଣୁଛି l ଭଲ ପ୍ରୟାସ l ସାମାନ୍ୟ ଉପଦେଶ l ଆପଣ କହିଲେ, ଢେଙ୍କାନାଳ ରୁ ଢ଼ିଙ୍କିଶାଳ l ପ୍ରକୃତରେ ସେଇ ଟା ଓଲଟା ହେବାକଥା l
ଏମିତି ଲାଗୁଚି ଖରାଦିନ ଜନ୍ହ ରାତିରେ , ଧାନ ଖଣି ଉପରେ ପଡ଼ିଥିବା ଛିଣ୍ଡା କତରା ଉପରେ ବସି , ଜେଜେ ବାପା ଙ୍କ ପାଖରୁ ଅତୀତର ଗାଁ ପରିବେଶ ସମାଜ ବିଷୟରେ ଶୁଣିଛି, ବହୁତ୍ ବଢିଆ ଲାଗୁଚି
ବାବା ଆପଣଂକ କଥା ହୃଦୟ କୁ ଛୁଇଁଲା 🙏🙏ଅପଣ ଙ୍କ କଥା ଶୁଣି ବହୁତ କିଛି ସିଖ୍ବକାକୁ ମିଳେ
ଧନ୍ୟବାଦ ମହାଶୟ 🙏❤️
ଜୟ ଶ୍ରୀ ଜଗନ୍ନାଥ
ଅତି ସୁନ୍ଦର ନମସ୍କାର ବୈଷ୍ଣବ ବାବୁ
Bahut bhala lagila
🙏🙏Pranam good advice 👍
ଜୟ ଜଗନ୍ନାଥ🙏🙏
ଭାଇ ନମସ୍କାର 🙏 ଅତି ସୁନ୍ଦର
ଖୁବ୍ ସୁନ୍ଦର କଥା କହିଲେ ଆଜ୍ଞା । ପ୍ରଣାମ
ବଢ଼ିଆ ଲାଗିଲା
ଭିଡିଓ ଟି ଖୁବ୍ ଭଲ ଲାଗିଲା।
ଜୟ ଖଟି
Jay jagannath swami 🙏🏻🙏🏻🙏🏻🙏🏻
Pranam sir Jay Jagannath khub sundar upasthapana
Sir pranam bahut khushi lagila apananka besha paripati besh sundar😂😂😂😂
ଆଜି କାଲି କିଛି ପୁଅ ଝିଅ ଘରର ମୁରବି ଜାତି ଗୋତ୍ର ନ ମାନି ଲଭ୍ ବିବାହ କରୁଛନ୍ତି , ଏହାଦ୍ବାରା ଏ ପରିଣାମ ଭୋଗ କରିବାକୁ ପଡୁଛି
Welcome. Sir. Natural. Advaice. KOTI. Pranam
Sir apanka upastan bahut badhi.
Inspired by your wonderful talk and acted.
Bohut Sundar bhabe kohile agyaan
Ati sunder bichar.
Jaya Jagannath 🙏🏼🙏🏼
Sir namaskar.ଆପଣକଂ ଉନ୍ନତ କଥା ସ୍ବାଗତ ଯୋଗ୍ୟ
ଯଦି ବାପା ମାଁ ଜନ୍ମ କରିଥିବା ପୁଅ ପାଖରେ ବହୁ ବାଵଦରେ କିଛି କଥା କୁହେ ,ବହୁ ପାଖରୁ ଶୁଣିବାକୁ ମିଳେ ତୁମେ ଗୁହାରି କରୁଛ ଯାହାକୁ ମୁଁ ଜୀବନ ସାଥି କରିଛି ତାହାକୁ। ମୋର ଏ ବାବଦରେ ଅଭିଜ୍ଞତା ସହିବୁ ଯଦି ରହିଵୁ , ଆଉ କହିବୁ ଯଦି ଖାଇବୁ ଭାଇମାନେ ଓ ଭଉଣୀ ମାନେ ଭୁଲ ଥିଲେ କ୍ଷମା କରିବେ।
Jay jagannath
JAY JAGANNATH🙏❤🙏❤
କାମ ଦାମ ନାହିଁ ଖଟି କରୁଛନ୍ତି ।
Mu nua nua odisha 365 dekhuchi....kintu mu kahibi jou content ethi miluchi apanakathu, ek dam niara...pranam karuchi apananku
Thanks
It is realised if you strongly devoted to lord Jagannath then your problem will solve
जय जगन्नाथ 🙏🙏🙏
Very nice video ❤❤
❤❤❤❤❤
Excellent Presentation
Sir Apananku Namaskar Jaha heu Bepari samajaru Dureichhanti
ନମସ୍କାର। ଆପଣଙ୍କ ପେନସନ ବିଷୟରେ କିଛି ଅପଡେଟ ଆଣନ୍ତୁ।
ଭଲ କଥାଟିଏ ସୁନ୍ଦର ଭାବରେ ପରଷିଲେ
Excellent presentation
Sir jagannath apananku ଦୀର୍ଘାୟୁ କରନ୍ତୁ ଆପଣ ସବୁବେଳେ ଉପସ୍ଥାପନ karithantu
Thanks mausa,,,🙏🙏
Jay jagannath 🙏👍
🙏
Sir apana bhala katha taa kahile kintu mu gote katha notice karichi ebe social media hin bahut gathering ku side karidauchi mane Sabu social media re hin busy rahuchanti
Kaliyug 2027 me ses hoga ya false
Namaskar Sir
Kamo nahin khati karibani aau kan karibo….JADI YOUNG PERSON KHATI KARIBE TAHELE BEKAAR 😂
Sir Naskar
What if there is little income.
Sir namaskar
Sir panm jay shree ja
ganàth
budhi mane budha bayasare bi ghara kama karanti, nati natuni sambhalanti, achar papad bananti. budha mane basi gapibe??? tanku bi kama re legeiba katha nahele ete shakti achi ta chakiri kariba katha. mu dekhichi, mo bapa jiban sara amathu bhala khaile , pindhile, relax kale... ebe retire kariki bi karuchanti. sete bele excuse thila, mu paisa anuchi. ebe excuse, mu purusa loka. 😠
Dada subject english re bi lekhuntu
Hansapal group
ଜୟ ଜଗନ୍ନାଥ 🙏🙏🙏