ରୋଗ କାହିଁକି ଅଧିକ ହେଉଛି ? Samaj O Sanskruti | Baishnaba Charan Mohanty | Odisha 365

Поделиться
HTML-код
  • Опубликовано: 31 дек 2024

Комментарии • 171

  • @harekrushnapagal1405
    @harekrushnapagal1405 Год назад +6

    ବାବା ବହୁତ ମୂଲ୍ୟବାନ କଥା ସମାଜକୁ ସିଖାଇଲେ ଆପଣଙ୍କୁ ହୃଦୟ ରୁ ❤❤❤ଧନ୍ୟବାଦ

  • @thirdeye9492
    @thirdeye9492 Год назад +28

    ଆଜି ସମାଜ ବାଟ ବଣା😢
    ଯେତେ ଯନ୍ତ୍ର ସେତେ ଯନ୍ତ୍ରଣା
    ଧନ୍ୟବାଦ ମହାଶୟ 🙏❤️

  • @jshyamsamal5348
    @jshyamsamal5348 10 месяцев назад +4

    ଅତି ସୁନ୍ଦର କଥା, ଲୋକ ମାନେ ଟିକେ ମାନତ୍ନୁ
    ଚାଲନ୍ତୁ ଜୀବନକୁ ପ୍ରକୃତି ଆଡ଼କୁ ଆଗେଇ ନେବା

  • @sisirkumarswain8001
    @sisirkumarswain8001 2 месяца назад +2

    ଆପଣଙ୍କ ପରି ଲୋକ ନିହାତି ଏ ସାମାଜ ପାଇଁ ଦରକାର 🙏🙏

  • @nityaswarups111
    @nityaswarups111 Год назад +10

    ବୈଷ୍ଣବ ସାର୍ ଆପଣଙ୍କ ଙ୍କ କଥା ଖୁବ୍ ସୁନ୍ଦର

  • @rajalaxmisahu5607
    @rajalaxmisahu5607 Год назад +41

    ସାର ଆପଣ ଙ୍କୁ ପ୍ରଣାମ🙏🙏🙏ଆପଣଙ୍କ କଥା ନିରାଟ ସତ୍ୟ ଏ ସମାଜରେ ଏହି କଥା ଓ ଚାଲି ଚଳନ ସବୁ ଥିରେ ପରିବର୍ତ୍ତନ ଦେଖା ଯାଉଛି ।

  • @Jigyanshoo
    @Jigyanshoo Год назад +6

    ବୈଷ୍ଣବ ବାବୁ ଙ୍କ କଥା ରେ ଆତ୍ମୀୟତା ଭାବ ଓ ନିଛକ ଓଡ଼ିଆ ପଣ ଝଲକି ଉଠେ। ତାଙ୍କର ନିରାଟ ସତ କଥା ଉପସ୍ଥାପନା ସବୁବେଳେ ହୃଦୟ କୁ ଛୁଇଁ ଯାଏ।

  • @sonukhansonukhan8387
    @sonukhansonukhan8387 Год назад +1

    Welcome. Sir. Apanaku. KOTI pranam. All right. Thanks

  • @manoranjanlenka4241
    @manoranjanlenka4241 Год назад +5

    ସାର୍, ଆପଣଙ୍କୁ ବହୁତ ଧନ୍ୟବାଦ୍। ମୁଁ ଆପଣଙ୍କ ଭିଡିଓ କୁ ମନଦେଇ ଶୁଣୁ ଥିଲି ଏବଂ ଅନୁଭବ କଲି ଆମେମାନେ ପ୍ରକୃତି ଠାରୁ ଆସ୍ତେ ଆସ୍ତେ ହୁରେଇ ଯାଉଛୁ।ଯେମିତିକି ଗୋଟିଏ ମିଛ ଦୁନିଆ ପଛରେ ସମସ୍ତେ ପାଗଳ। ମୁଁ ଏହିଭଳି ଭିଡିଓ ପୁଣି ଆପଣଙ୍କଠାରୁ ଆଶାକରେ ।

  • @BhagabanMadi
    @BhagabanMadi 20 дней назад

    ବ୍ୟୁତୁସୁନ୍ଦ୍ର ସାର ଆପାନ ymitiyupdesodesalosar💐👍🌹

  • @pratapsinghbhatra1828
    @pratapsinghbhatra1828 Год назад +2

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆମକୁ ଏହି ମଣିଷକୁ ଏମିତି ଜ୍ଞାନ ଶିଖାନ୍ତୁ 🙏🙏🙏

  • @niranjanbehera9845
    @niranjanbehera9845 Месяц назад

    Bahut Badhia.

  • @birajpradhan9386
    @birajpradhan9386 Год назад +2

    ନିରାଟ ସତ୍ୟ ଘଟଣା ଆପଣ ବକ୍ତବ୍ୟ ମଣିଷ ସମାଜରେ କିଛି ପରିବର୍ତ୍ତନ କରିବାରେ ଫଳପ୍ରଦ ହେବ ଧନ୍ୟବାଦ।🎉🎉🎉

  • @gangadharsatapathy316
    @gangadharsatapathy316 Год назад +6

    ଓଁ ଶାନ୍ତି 🇲🇰🇲🇰 ଆଜ୍ଞା 🙏🙏 ନମସ୍ତେ ଶାର୍। ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ ଭଗବାନ୍ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ। ଆପଣ ପୁରାପୁରି ଠିକ୍ ଠିକ୍ କଥା କହୁଛନ୍ତି। 💐💐💐💐💐💐💐💐💐💐💐💐💐💐

  • @krishnadevsahu8191
    @krishnadevsahu8191 Месяц назад

    Sir mann bhitru apanku namaskaar.... Aapankar kathaa sabu bahut bhal laagsi sir.... Purna din sabu sor padijauche... Se din...

  • @prakasinidas8188
    @prakasinidas8188 Год назад +5

    ଜୟ ଜଗନ୍ନାଥ ସାର,ପ୍ରଣାମ 🙏🙏

  • @ambikaprasadchand5235
    @ambikaprasadchand5235 10 дней назад

    ବହୁ ସୁନ୍ଦର ଆଲୋଚନା ଆପଣ ଆହୁରି ଅନେକ ବକ୍ତବ୍ୟ ଦିଅନ୍ତୁ

  • @madhusudanray3648
    @madhusudanray3648 Год назад +2

    ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଶୁଭ ଶୁଭ ବହୁତ୍ ବଢିଆ ପ୍ରତିରୋଧ ଶକ୍ତି ପ୍ରଣାମ ଗୁରୁଜୀ ❤

  • @gaganbiharidas5648
    @gaganbiharidas5648 Год назад +3

    ମହାଶୟ ପଣାମ ଆପଣଙ୍କ ଉପଦେଶ ସତ୍ଯ
    ଜନଗଣ ଏହାକୁ ଗ୍ରହଣ କରିବାର ମାନସିକ ତା
    ଥିବା ଦରକାର ।

  • @pradeepkumarmohapatra9393
    @pradeepkumarmohapatra9393 Год назад +6

    ସତ କଥା ଜୟଶ୍ରୀ ରାଧେ

  • @dibakarpattanaik8852
    @dibakarpattanaik8852 Год назад +6

    Thank u sir for providing healthy information to our society.

  • @rabindrakumarpuhan7688
    @rabindrakumarpuhan7688 10 дней назад

    Apananka every episode is a good message to society thanks

  • @NabinPratihari-rt6my
    @NabinPratihari-rt6my Год назад +4

    Right 👍 Jay Jagannath sir 🙏🙏

  • @Paramanandamunda-h7h
    @Paramanandamunda-h7h 2 месяца назад

    Bahut badhiya Baba

  • @diptimayeesingh6284
    @diptimayeesingh6284 Год назад +1

    ପ୍ରଣାମ ସାର୍ 🙏🙏

  • @ramchandrahota2430
    @ramchandrahota2430 Год назад +2

    Mind blowing and Social awakening .
    JAY SREERAM .

  • @pradyumnanatua4356
    @pradyumnanatua4356 8 месяцев назад

    ବହୁତ ଉପାଦେୟ ଆଉ ସତ କଥା ,ଧନ୍ୟବାଦ !

  • @badalcreation204
    @badalcreation204 9 месяцев назад +1

    Ok good advice sir thank you

  • @SantoshJena-if5iw
    @SantoshJena-if5iw Год назад +3

    Very good real truth❤🎉

  • @somanathpaiksomanath3570
    @somanathpaiksomanath3570 Год назад

    ଧନ୍ୟବାଦ ସାର ମୁଁ ନବରଙ୍ଗପୁର ଜିଲ୍ଲା ଏ ଦେଖୁ ତିଲି👌

  • @bharatchandrabarik5921
    @bharatchandrabarik5921 Год назад +2

    So adorable❤

  • @JayantiNanda-v6x
    @JayantiNanda-v6x 9 месяцев назад

    Very very nice.

  • @LEELABAG-sm3oi
    @LEELABAG-sm3oi Год назад

    Sir apananku bahut bahut dhanyabat sundar barta deithibaru 🙏🙏

  • @PrakashBehera-c7b
    @PrakashBehera-c7b Год назад +1

    Jay Jagannath ,‌

  • @indramninayak936
    @indramninayak936 10 месяцев назад

    Your analysis is really praiseworthy.

  • @laxmipriyakar1452
    @laxmipriyakar1452 Год назад +4

    Absolutely Right 💯💞

  • @lambumamibapuna3828
    @lambumamibapuna3828 Год назад

    guruji 🙏🙏🙏 ate sundar katha ajikali kehibi kohunahanti guruji tam katha mo man ku chunla,,🙏guruji

  • @paramahansapradhan3328
    @paramahansapradhan3328 Год назад +3

    ଧନ୍ୟବାଦ ମହାଶୟ 🙏🙏🙏

  • @amarchandrabhanja6062
    @amarchandrabhanja6062 Год назад +1

    Nice advised ଆଜ୍ଞା

  • @sujatalenka1879
    @sujatalenka1879 Год назад +8

    Sir ନମସ୍କାର 🙏ପ୍ରକୃତ ସତ କଥା କହିଲେ ଆଜ୍ଞା......

  • @gajendranaik929
    @gajendranaik929 10 месяцев назад

    Apana nku shata shata pranam Sir

  • @sarojbiswal9113
    @sarojbiswal9113 9 месяцев назад

    Very nice sir really truth.Thank you good advice.may god bless you.

  • @adityadr9982
    @adityadr9982 Год назад +1

    Sir apanaku bahut dhanyabad bahut bhalo kahuchanti asbe gnare b hajigalani sabu hai pai kemiti ago dino asibo sabu thakuro hi janibe

  • @ramaapradhan5425
    @ramaapradhan5425 Месяц назад

    ସାର୍ ଙ୍କୁ ଅନୁରୋଧ ନିଜେ ଗାଁ ରେ ରହି ପ୍ରତ୍ୟକ୍ଷ ଭାବେ ଗାଁ ସହିତ ଯୋଡି ହେଲେ ସମାଜ ର ଅଧିକ ମଙ୍ଗଳ ହେବ l

  • @ManojSahoo-z9z
    @ManojSahoo-z9z 3 месяца назад

    ଜୟ ଜଗନ୍ନାଥ 🕉️🕉️🙏🏻 ଗୁରୁଦେବ ଆତ୍ମା ଶାସନ ଆତ୍ମା ଜିନିଷ ଦୁରେଇ ଗଲାଣୀ ଜଳଖିଆର ଚା ଅତୀଥି ସତ୍କାର ହଁ ଉଚିତ ଏସବୁ ଦୁରେଇ ଯାଉଛୀ ତାର କାରଣ କଳିଯୁଗ ମଣୀଷ ସୁଖ ନୀଜେ ପାଇବା ପାଇଁ ନୀଜେ ଶ୍ରୀ ସୁଖ ପାଉ ନାହାନ୍ତି ପରୀକ୍ଷାର ସୁଖ ବି ଉଭେଇ ଯାଉଛି ଆଗ ଯୁଗରେ ଠିକ୍ ଥିଲା ସେସଵୂ କୁଆଡେ ଗଲା ମାଛ ଆଇଁଷ ଶ୍ଵାଦ ତେଲ ମସଲା ଗ୍ୟାସ ରୋଗ ବହୁତ ସମସ୍ୟା ଫଳ କଞ୍ଚା ପରୀବା ଦୂଖୀ ଗରୀବ ପାଇଁ କାରଣ ସାଜୁଛି 🙏🏻🙏🏻ଜୟ ଗୂରୂଦେବ🙏🏻🕉️🕉️♥️🌅🪷🌸🚩🪔

  • @bibhutibhusandas4205
    @bibhutibhusandas4205 2 месяца назад

    Sir, very accurate. 🙏🙏

  • @ManoramaRout-m3u
    @ManoramaRout-m3u Год назад +2

    Thank you so much for your valuable information and advice about health care scripts which will helpful to society.mind blowing presention..

  • @nayakpradipta8963
    @nayakpradipta8963 10 месяцев назад

    Jay Jaganatha Sir.

  • @KalucharanSahoo-ps9mm
    @KalucharanSahoo-ps9mm Год назад

    Sir jaha kahu chhanti,atyanta satya katha, thank you sir.

  • @cssantoshnayak9746
    @cssantoshnayak9746 Год назад

    Bahut Sunder satya katha..Aaji kali ra doctor nka paisa nisa emity je loka nka problem bi sunu nahanty..aau jetiki medicine dauchhanty jemity medicine store sabu gote month pare band heijiba

  • @biswaranjansahoo1974
    @biswaranjansahoo1974 Год назад

    Thankyou so much sir for your advice

  • @psagar9230
    @psagar9230 Год назад

    Bahut bhala kahila Bhai,tumaku Mora aantarika pranam.Thanks

  • @aratibehera5977
    @aratibehera5977 9 месяцев назад

    Nice advice❤

  • @Jivanras622
    @Jivanras622 Год назад +1

    Sir Namaskar.
    Apana nka kou bi episode mu Miss karena..bahut bhala lage hrudayaku chuye katha gudaka... dhanyabada.

    • @Sasmita1329
      @Sasmita1329 Год назад

      Sir nka channel na kn tike kahibe ki

  • @tejarajsahu1501
    @tejarajsahu1501 Год назад

    ଧନ୍ୟବାଦ ଆଜ୍ଞା 🙏🙏🙏🌹🌹

  • @anandadanayak627
    @anandadanayak627 11 месяцев назад

    Thanks sir it's is happening reallly in ours society,.

  • @ADARASHSWAROOPPRADHAN-mq6bs
    @ADARASHSWAROOPPRADHAN-mq6bs Год назад

    Ati sunder Katha sir 🙏

  • @pradeepkumarbiswal3106
    @pradeepkumarbiswal3106 2 дня назад

    Thank you sir

  • @rameshchandraparija4882
    @rameshchandraparija4882 Год назад +1

    Very nice advice,

  • @swagatikapadhi1976
    @swagatikapadhi1976 Год назад

    Sir🙏🙏 khub sundar 🌻🌻

  • @prativapadhi545
    @prativapadhi545 Год назад +1

    ସୁନ୍ଦର ଗଳ୍ପ😊

  • @sarojkumarmeher4043
    @sarojkumarmeher4043 Год назад

    Thank you sir for valuable information

  • @bharatibeura4236
    @bharatibeura4236 Год назад +1

    Sir🙏,great sir ,agree with u sir

  • @harekrushnapagal1405
    @harekrushnapagal1405 Год назад +1

    ଡାକ୍ତର କୁ ଦିତୀୟ ଭଗବାନ କୁହାଯାଏ
    କିନ୍ତୁ ଆଜି ର ସମାଜରେ ଡାକ୍ତରମାନେ ଡକାୟତ ହେ‌ଇ ରୁଗି ମାନଙ୍କୁ ସେବା ବଦଳରେ ସୁଶଣ କରୁଛନ୍ତି
    ସେଥିପାଇଁ ସଭିଏଁ ପୂର୍ବ ଅବସ୍ଥାକୁ ଫେରିଲା
    ପ୍ରତେକ ଦିନ ସାରିରିକ ପରିଶ୍ରମ କର ଯିଏ ଯେତେ ଚାକିରି କରୁ ପଛେ କିଛି ଚାଷ କାମ କର ବାଡି ବଗିଚାରେ ପନି ପରିବାର ଚାଷ କର ଦେହ ହାତ ମାନସିକ ସୁସ୍ତ ରହିବ

  • @bikashsatapaty
    @bikashsatapaty Год назад

    Sir dhanyavaad advice

  • @pramilabarik3626
    @pramilabarik3626 Год назад

    Pranama sir jay shree Jagannath baba bhalre thantu sir🙏🙏🙏🙏🙏🙏💐

  • @bhagyalatapanda2910
    @bhagyalatapanda2910 Год назад +1

    Jay jagannath 🙏🏼🙏🏼🙏🏼

  • @BijaydasDasbijay
    @BijaydasDasbijay 4 месяца назад

    ଆରେ ବାବୁ ରୋଗ ହବାର ମୁଖ୍ୟ
    କାରଣ ହେଲା ନିଜର କର୍ମ ଫଳ l
    ତେଣୁ ଶାସ୍ତ୍ର ରେ ଅଛି ନିଜ କର୍ମ ଫଳ
    ଭୋଗେ ନିଜେ ନର, ଏଡି ନ ପାରନ୍ତି
    ବ୍ରହ୍ମା, ବିଷ୍ଣୁ, ମହେଶ୍ୱର l

  • @yourinnerenergy8955
    @yourinnerenergy8955 Год назад

    Nice information sir
    Thank you sir

  • @WildCruiser-p5k
    @WildCruiser-p5k Год назад +2

    ଅନ୍ତଜାତୀୟ ଷଡ଼ଜନ୍ତ୍ର ଇଏ, ବିଦେଶୀ ତାକତ ଚାହୁଛନ୍ତି କି ଯୁବ ଗୋଷ୍ଠୀ ଗାଁ ଛାଡ଼ି ସହରକୁ ଆସନ୍ତୁ ।
    ଗାଁରେ ରହିଲେ ସୁସ୍ଥ ରହିବେ। ସହରକୁ ଆସିଲେ ମାନସିକ ରୋଗ, ବେଟାଇମ୍ ଖାଇବା, ଅହଙ୍କାର ଭାବ ସୃଷ୍ଟି, ବ୍ୟାୟାମ ପାଇଁ ସୁଯୋଗ ପାଇବେନି ଚାକିରି ବ୍ୟସ୍ଥରେ, କାହିଁକି ନା compulsory ଗାଡିରେ ଯିବା ସିବା ହବ, ପାଦରେ ଚାଲି ହବନି personality maintain କରିବାକୁ। ତାପରେ ବ୍ଳଡ୍‌ ପ୍ରେସର, ଡାଇବେଟିସ ସୃଷ୍ଟି ହବ । ଆମ ହସ୍ପିଟାଲ କୁ ଦୌଡିବେ । ସବୁ ଗାଁରେ ରହିଲେ ହସ୍ପିଟାଲ ସହରରେ କେମିତି ଚାଲିବ! ସବୁ ଗାଁରେ ରହିଲେ vaccine mandatory ନିୟମ କେହି ମାନିବେନି । Vaccine ନ ନେଲେ ଲୋକ ହୃଦ ରୋଗରେ ମରିବେନି ଗାଁରେ ରହିଲେ । ଜନସଂଖ୍ୟା ବଢିବ । International agenda 2030 ଇଏ
    ଯେମିତି ବି ହେଉ ୮୦୦ କୋଟି ଜନସଂଖ୍ୟା କୁ ୫୦ କୋଟି କୁ ଆଣିବା, ଯୁଦ୍ଧରେ, କୃତ୍ରିମ ଭାଇରସ ରେ, ଖରାପ life style ବନେଇକରି

  • @kohinoorali5217
    @kohinoorali5217 Месяц назад

    Good

  • @asitrout7659
    @asitrout7659 Год назад +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @dr.sasikantajena6153
    @dr.sasikantajena6153 Год назад

    Great Information Sir

  • @DhirenMohanty-i2k
    @DhirenMohanty-i2k Год назад

    Jaya jagannath

  • @sunitasarkar1262
    @sunitasarkar1262 11 месяцев назад

    Right👍👍👍👍👍

  • @biswanathchoudhury5362
    @biswanathchoudhury5362 Год назад

    Jay jagannath sir

  • @royallgeming1990
    @royallgeming1990 Год назад

    Thank you sir for good demonstration

  • @pankajkumarjena2726
    @pankajkumarjena2726 Год назад

    Absolutely right sir, Thank you so much .

  • @ebanitadas7234
    @ebanitadas7234 Год назад

    🙏🏼🙏🏼🙏🏼pranama sir

  • @jasobantabehera9629
    @jasobantabehera9629 Год назад +1

    THANK YOU SIR 🙏

  • @nagendrakumarrout5003
    @nagendrakumarrout5003 10 месяцев назад

    ସବୁ ଭଲ କଥା କହିଲେ ସରକାରୀ ଚାମଚା ହୋଇଗଲେ ଗଲା।ଜଣେ ଶିକ୍ଷକଙ୍କର ପରିବାର ଅଛି ନା ହିଁ ସେ ବଞ୍ଚିବା ଦରକାର କି ନାହିଁ।ନିଜର ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରିବା କଣ ଭୁଲ ,ସରକାର ଯଦି ପ୍ରକୃତ ନ୍ୟାୟ ସେ ଶିକ୍ଷକ ପ୍ରତି କରିଥାନ୍ତେ ସେ କାହିଁକି ରାଜ ରାସ୍ତାକୁ ଓହ୍ଲାଇଥାନ୍ତା ।ତା କଲେ ସେ ଶିକ୍ଷକ ପଦବାଚ୍ୟ ହୋଇପାରିବନି।ଏ କି ପ୍ରକାର କଥା କହିଲେ ଆପଣ ।

  • @manojnayak7578
    @manojnayak7578 Год назад +1

    Jay Jagannath Jay Jagannath Jay Jagannath 🙏🙏🙏

  • @girishrout6922
    @girishrout6922 2 месяца назад

    Thankyou

  • @BikeshSahani
    @BikeshSahani Год назад +1

    जय जगन्नाथ 🙏🙏🙏

  • @satyanarayankar4043
    @satyanarayankar4043 Год назад

    Sir very nice

  • @pradoshnayak999
    @pradoshnayak999 Год назад

    Badhia explain🎉❤

  • @Keshabamrut
    @Keshabamrut Год назад +1

    ସାର୍ ଆପଣଙ୍କୁ ନମସ୍କାର.. ସବୁକଥା ଏକଦମ୍ ଠିକ୍ କହିଛନ୍ତି। କିନ୍ତୁ ମୋବାଇଲଟା ଛାଡ଼ିଦେଲେ

  • @godabarimangaraj5027
    @godabarimangaraj5027 Год назад

    Jay jagannath

  • @sinidas2075
    @sinidas2075 Год назад

    SirApanakuKotipranam

  • @rasmitanayak557
    @rasmitanayak557 Год назад

    Right katha kahuchanti

  • @meghamalanayak3845
    @meghamalanayak3845 Год назад

    Very good tips

  • @subhasinisarangi4173
    @subhasinisarangi4173 Год назад

    Pranam jay jagannath

  • @sumantakumarmahanta3226
    @sumantakumarmahanta3226 Год назад

    ସତ କଥା ସାର୍ ❤❤❤

  • @LingarajRoutarayRoutaray-ub3fm

    Excellent Subject

  • @rajeshpradhan3591
    @rajeshpradhan3591 Год назад

    Nihati sata au sikhania barta🎉🎉🎉

  • @JagenHembram-v3s
    @JagenHembram-v3s 4 дня назад

    କାହା କଥା ନ କହି ନିଜେ କେତେ ମାନୁଛୁ, ଖାଲି ଟିପଣି ଦେଲେ ହେବନି 🙏

  • @janmejayasahoo7376
    @janmejayasahoo7376 Год назад

    Jay Jagannath

  • @sonalinswain1134
    @sonalinswain1134 Год назад +1

    Right sir🙏

  • @rashmitamohanty5290
    @rashmitamohanty5290 11 месяцев назад

    👍👍👍

  • @ashutoshgharai-kr7bx
    @ashutoshgharai-kr7bx Год назад

    True fact sir