waahhh bhagwaan nku bht dhanyawad 🙂🙂🙂.... se ejaen banchichanti kede fresh disuchanti.... au aji kali ra pila jaldi maribaku nijaku ready karibare late karu nahanti...ki sundar katha ebe b clear baharuchi 100 bayasa re!!!!!... 🙏🏽🙏🏽🙏🏽🙏🏽...kaash mo aja aai bapa emiti au tk banch thante😭😭😭.. bhagwan karantu apana banchithiba jaen emiti thantu#Angul_Talcher
Bhai tame jou dala ku saport karuchha kara kintu ei jou katha kahila bapa arambha karithila tame jemiti kahuchha modi money nija pakare rakhe se salaa ta a chataa ta 😅
Bahut sundar discussion eita , bahut kichhi memorable moment Padma Charan sir'nka sahita Rahi sunibaku milila, e sabu Dina au muhurta au kebe bi pheribani, samaja re jete AME agaku agrasar hei chalichhanti sete sete abanati adaku jauchhanti. In one word Old always gold.
You are Living God Sir. We must support you for "Nishamukta Odisha". Please write about odisha during your time. Best Podcast ever seen in my life. May God Bless you.🙏🙏🙏🙏🙏
Happy Independence Day. I am very much satisfied to listen your conversation with century person. He is like God for us. May God bless him to live more years and tell and remind such unforgettable memories.
ମୁଁ ଦେଖିଥିବା podcast ମଧ୍ୟରୁ ସବୁଠୁ ଭଲ podcast।।। ବହୁତ୍ କିଛି ପୁରୁଣା କଥା ଶୁଣିବାକୁ ମିଳିଲା
Ur handsome yar
Hm mote bi bahut bhala lagila
ଧନ୍ୟବାଦ ସଂଗ୍ରାମ ଭାଇ । ଏଭଳି ହୀରା ସଂଗ୍ରହ କରିଥିବାରୁ। ସାର୍ ଙ୍କ ଠାରୁ ବହୁତ ଉପାଦେୟ ଜିନିଷ ଜାଣିଲୁ। ଶହେ ବର୍ଷ ବୟସରେ ନିଜର ଅଭିଜ୍ଞତା share କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରଭୁ ଜଗନ୍ନାଥ ସୁସ୍ଥରେ ରଖି ଥାନ୍ତୁ ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ। ବନ୍ଦେ ମାତରଂ ❤🙏🌹🙏
Jay Jagannath 🙏💕
Sangram bhainka ei prachesta bahut great
ମୋତେ ପୁରୁଣା ଜିନିଷ ଦେଖିବା ଆଉ ଜାଣିବା ପାଇଁ ବହୁତ୍ ଭଲ ଲାଗେ ଅପେକ୍ଷା ରେ ଥିଲି ଏମିତି କେହି ଜଣେ ଆସନ୍ତା ନାହିଁ କେବଳ ପୁରୁଣା କଥା କହିବା ପାଇଁ ଆମ ଦେଶ ବିଷୟରେ ।।। ଯାହା ହଉ salute sir ଆପଣକଂ ପାଇଁ jay hind ।।।jay jagannath
ପ୍ରଣାମ ସାର । ପୁରୁଣା ଦିନ ର ଆଲୋଚନା ଖୁବ୍ ଭଲ ଲାଗିଲା ଆହୁରି ଦୀର୍ଘାଯୂ ହୁଅନ୍ତୁ ।
ଏଇ podcast ପାଇଁ Argus team ଙ୍କୁ ବହୁତ ଧନ୍ୟବାଦ୍।
ଓଡିଶା ଆଉ ଓଡ଼ିଆଙ୍କର ବହୁ ପୁରୁଣା କଥାକୁ ଶୁଣିକି ବହୁତକିଛ ଶିଖିବାକୁ ମିଳିଲା l ଧନ୍ୟବାଦ ଅର୍ଗସ ଚାନେଲku
କଞ୍ଚା ଓଡ଼ିଆ ବ୍ୟକ୍ତିତ୍ଵ, ବନ୍ଦେ ଉତ୍କଳ ଜନନୀ
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ, ଏତେ ସୁନ୍ଦର ମୁହୂର୍ତ୍ତ ସବୁ ଆପଣ ଆମ୍ଭ ସମ୍ମୁଖରେ ଉପସ୍ଥାପନ କରିଥିବାରୁ, ହୃଦୟ ରୁ ଧନ୍ୟବାଦ୍ ସଂଗ୍ରାମ ସାର୍, ଶତାୟୁ ରାଜନୀତିଜ୍ଞ ତଥା ମହିୟସୀ ଏଵଂ ଆର୍ଗୁସ ଙ୍କୁ 🎉
ଆପଣ ଙ୍କୁ ପ୍ରଣାମ ମହାଶୟ।ଆପଣ ଆପଣଙ୍କ ଜୀବନ ସ୍ମୃତି ଲେଖିବାକୁ ଅନୁରୋଧ। ଆପଣଙ୍କ ଜୀବନ ଓଡ଼ିଶାର ଶହେବର୍ଷ ର ଇତିହାସ। ଅବଶ୍ଯ ସମୟ ବଡ ବଳବାନ।
👌👌👌👌👌👌
ଏହିପରି ଗୁରୁଜନ ମାନଂକୁ ସାକ୍ଷାତକାର କରାଯିବା ଆବଶ୍ୟକ। ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ। ମାନ୍ୟବର ବ୍ୟକ୍ତି ବିଶେଷଙ୍କ ଉପରେ ସାକ୍ଷାତକାର କଲେ ଆଜିକାର ପିଢ଼ି ଆଉ ରାଜନୀତି କରିବାର ଆବଶ୍ୟକ ସାମାଜିକ ଦୃଷ୍ଟିପାତ ଦୃଷ୍ଟିରୁ ।
ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଅନନ୍ୟ! ଭଗବାନ୍ ସୁସ୍ଥ ରେ ରଖନ୍ତୁ।🙏ପ୍ରଣାମ
Jay Jagannath 🙏
ଆପଣଙ୍କ ଚ୍ୟାନେଲ କୁ ବହୁତ ଧନ୍ୟବାଦ l ନିଶ୍ଚିତ ଭାବେ ହୃଦୟ ଛୁଇଁଲା ଭଳି ବ୍ୟକ୍ତିତ୍ୱଙ୍କୁ ଆଣି ଏଭଳି କାର୍ଯ୍ୟକ୍ରମ କରିଛନ୍ତି l 🙏🙏🙏🙏🙏🙏
ଧନ୍ୟବାଦ୍ ଅର୍ଗସ୍,ଏମିତି ପ୍ରୋଗ୍ରାମ କରନ୍ତୁ
ବହୁତ ସୁନ୍ଦର ଉପସ୍ଥାପନା ସଂଗ୍ରାମ ଭାଇ
Emiti guest aanantu show re.... thanks
ମହାଶୟ ଆପଣଙ୍କକୁ ମୋର କୋଟି କୋଟି ପ୍ରଣାମ,,,,,, ,🙏🙏🙏🙏 ଭଗବାନ ଆପଣଙ୍କୁ ଦିର୍ଘାୟୁ କରନ୍ତୁ,,,, ଜୟ ଜଗନ୍ନାଥ
ସୁନ୍ଦର୍ ଉପସ୍ଥାପନ ଶତାୟୁ ସ୍ଵାଧୀନତା ସଂଗ୍ରାମୀ ଙ୍କ ଠାରୁ ବିଗତ ଦିନର ଅଙ୍ଗେ ଲିଭା କଥା ଓ ପୂରାତନ ଓଡିଶା ର ଅତୀତ ବିଷୟ କିଛି ଜାଣିବାକୁ ମିଳିଲା ଓ ଏହା ଶୁଣି ବହୁତ୍ କିଛି ଶିଖିବାକୁ ମିଳିଲା ପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ 🙏🙏🙏🙏
ଧନ୍ୟବାଦ ସଂଗ୍ରାମ ଭାଇ ଏମିତି ମହାନ୍ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଆଣିଥିବାରୁ।।
ଯେତେ ସବୁ Podcast ହେଇଚି ସବୁ ଠାରୁ ଏଇଟା ଭଲ ଲାଗିଲା ଏମେନ୍ତି ପୁରୁଣ କଥା କିଛି ଜାଣିବା କୁ ମିଳିବ 🙏🙏🙏
ଧନ୍ୟବାଦ୍ ଅର୍ଗସ ଚାନେଲ...ବହୁତ୍ ସୁନ୍ଦର ଓ ସ୍ମରଣୀୟ ସାକ୍ଷାତକାର ...କିନ୍ତୁ ଆମେ ବହୁତ୍ ଦୁଃଖିତ ଯେ ଆପଣ ନିଜର ଓ ଚାନେଲର ପ୍ରଶଂସା ସାଉଁଟିବା ନାଁ ରେ ସ୍ୱାର୍ଥପର ଭଳି କାମ କଲେ । ଯେପରିକି ଆପଣ ଚାନେଲ ମାଧ୍ୟମରେ ଏପରି ଜଣେ ଐତିହାସିକ ମହାପୁରୁଷଙ୍କୁ ପୁରସ୍କୃତ କିମ୍ବା ସମ୍ମାନିତ ନକରି କୌଣସି ନା କୌଣସି ସ୍ଥାନରେ କିଛି ଅବହେଳା ପ୍ରଦର୍ଶନ କଲେ ବୋଲି ମନେହୁଏ ।
ପ୍ରଥମେ ସଂଗ୍ରାମ ବାବୁଙ୍କୁ ଧନ୍ୟବାଦ ଦେବି, ବହୁତ ଆଗରୁ ଲୋକ ଲୋଚନକୁ ଆଣି ଥିଲେ ଭଲ ହୋଇଥାନ୍ତା l ବାପା ମଦ ବିରୋଧୀ ଆନ୍ଦୋଳର ପ୍ରଥମ ବ୍ୟକ୍ତି, ଯିଏ ଆଜି ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଛନ୍ତି, ସାରା ଓଡିଶା ରେ, ଚେଷ୍ଟା କରିଛନ୍ତି ଓଡିଶା କୁ ମଦ ମୁକ୍ତି କରିବା ପାଇଁ, ଯେଉଁଥିରେ ମୁଁ ବି ସାମିଲୀ ଅଛି, ଯାଜପୁର ରୋଡରୁ ଯାଜପୁର ଟାଉନ ର ବରି, ସେଠି ମାଆ ରମାଦେବୀ ଙ୍କ ଆଶ୍ରମ, ସେଠି ସଭା କରିବା, ମୋ ଭାଗ୍ୟରେ ଜୁଟିଥିଲା,, ଏବେବି ବାପା ପୁରା ଷ୍ଟ୍ରଙ୍ଗ ଅଛନ୍ତି, ଈଶ୍ୱରଙ୍କୁ ପ୍ରାଥନା କରୁଛି ଶତାୟୁ ହୁଅନ୍ତୁ , ଏ ମାଟି ପାଇଁ ଯେଉଁ ଲଢେଇ କରୁଛନ୍ତି ମଦ ହଟିବା ପାଇଁ, ହୁଏତ ତାଙ୍କୁ ଖୁସିଦେବ, ଯଦି ସରକାର ମଦ ବନ୍ଦ କରାହେବ l ସୁନ୍ଦର ପ୍ରଶ୍ନ ସୁନ୍ଦର ଅନୁଭୁତି 🙏🙏🙏🙏🙏🙏🙏
ବ୍ରଜେଶ୍ବରୀ ସିଂହ ଆମjajapur ଲୋକ ପ୍ରାୟ. ଅତି ଦୁଃଖର ସହିତ କହୁଛି ମଦ ସରକାର ବନ୍ଦ କରି ପାରିବ ନାହିଁ. ଆମେ ମଦ ନେଇ ଭୋଟ ଦେଲେ. ବାହାଘରରେ ମଦ ନ ହେଲେ ବାହାଘର ବନ୍ଦ. ମଦ ଟିଜେ ନ ହେଲେ ବାପା ଶବ ସଂସ୍କାର ହୋଇପାରୁନାହିଁ. ମଦ ନ ହେଲେ ପିଲାଙ୍କ ଏକଇସିଆରେ ନାମ କରଣ ହୋଇପାରୁନି. ଏଣୁ ଆମେ ଚାହିଁଲେ ମଦ ବନ୍ଦ ହେବ. ସରକାର ବନ୍ଦ କରି ପାରିବେ ନାହିଁ ତାଙ୍କର ସେ ତାକତ ନାହିଁ. ମଦ ବନ୍ଦ ହେଲେ ତାଙ୍କରି ଆଦିବାସୀ ତାଙ୍କୁ ମାରିଦେବେ..
ମୁ ମଦ ବିରୋଧୀ କିନ୍ତୁ ବହୁ ଯନ୍ତ୍ରଣା ଭୋଗିଲା ପରେ ମୋ ଘରେ ମଦ ବନ୍ଦ ହେଲା. ତାହା ପୁଣି ତାଙ୍କ ଖୁସିରେ..
"ମହିମା ଅଲେଖ ଶରଣ "
ଆମେ ନବ ଗ୍ରହ ପୂଜା କରୁଛନ୍ତି ତାହା ଗୋଟିଏ 9 ଏ ମହାନ ବ୍ୟକ୍ତି ଡବଲ 9 ପାର ହୋଇଗଲେ. ଶାସ୍ତ୍ର କହେ 84 ବର୍ଷ ପାର ହୋଇଗଲେ 1000 ପୂର୍ଣମୀ ତାଙ୍କ ଜୀବନରେ ଦର୍ଶନ କଲେ. ସେ ନାରାୟଣଙ୍କ ଠାରୁ ବହୁତ ଉଚ୍ଚାରେ. ତାଙ୍କର ପିଲା ଦିନ କଥା ସବୁ ପ୍ରାଞ୍ଜଳ ମନେ ପଡିବ. କିନ୍ତୁ ଘରେ କଣ ଖାଇବାକୁ ଦେଲେ ମନେ ପଡିବ ନାହିଁ. ଯାହାବି ହେଉ ମଘା ସିଂହ ରାଶି ବ୍ୟକ୍ତି ସର୍ବଦା ନିର୍ଭିକ. ପ୍ରଭୁଙ୍କ ନିକଟରେ ପ୍ରାଥନା କଳି ଯୁଗ ଶେଷ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତୁ. ଭାଗ୍ୟରେ ଥିଲେ କେବେ ଦର୍ଶନ ମିଳିପାରେ
🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏
ଆଜି ପଢି ଖୁସୀ ହେଲି, ଏ ମଣିଷ ବୁଝିବ କେବେ, ଭଗବାନ କରନ୍ତୁ , ମଣିଷ ବଦଳି ଯାଆନ୍ତୁ, ଏତିକି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରୁଛି, ଆଉ ସରକାରଙ୍କ କଥା, ଗାଁ ଗଣ୍ଡାରେ ମଦ ବନ୍ଦ , ଲୋକ ଯିବା ଆସିବା ଆଶ୍ରୟ ସ୍ଥଳ ମାନଙ୍କରେ ମଦ ବନ୍ଦ କଲେ ଭଲ ହେବ
ବହୁତ ସୁନ୍ଦର ଉପସ୍ଥାପନା , ବନ୍ଦେ ଉତ୍କଳ ଜନନୀ , ଧନ୍ୟବାଦ ଅର୍ଗସ ଓ ଅତିଥି ମହାଶୟ ଙ୍କୁ ।
waahhh bhagwaan nku bht dhanyawad 🙂🙂🙂.... se ejaen banchichanti kede fresh disuchanti.... au aji kali ra pila jaldi maribaku nijaku ready karibare late karu nahanti...ki sundar katha ebe b clear baharuchi 100 bayasa re!!!!!... 🙏🏽🙏🏽🙏🏽🙏🏽...kaash mo aja aai bapa emiti au tk banch thante😭😭😭.. bhagwan karantu apana banchithiba jaen emiti thantu#Angul_Talcher
ପ୍ରଣାମ ସାର,ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା। ଆପଣଙ୍କ ସ୍ୱପ୍ନ ନିଶ୍ଚୟ ସଫଳ ହେବ, ଓଡିଶା ମଦମୁକ୍ତ ନିଶ୍ଚୟ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଓ ଆପଣ ଦୀର୍ଘାୟୁ ହୁଅନ୍ତୁ।
Hrudaya ru dhanyavaad Argus digital.. Odisha ra epari jane hira nku podcast ku anithiba ru 🙏🙏..
real Idealistic Nd Most noblest Person of our Native land odisha... ବରନ୍ୟ ପଦ୍ମ ଚରଣ ମହୋଦୟ ସାର୍ 🥹🙏
ଏ କଥା ବାର୍ତ୍ତା ବହୁତ୍ ଭଲ ଥିଲା ଶିକ୍ଷଣୀୟ ଥିଲା ଆପଣଙ୍କୁ ଅନେକ ଅନେକ ଧନ୍ୟ ବା ଦ ଆପଣ ନିରାମୟ ଜୀବନ ଯାପନ କରନ୍ତୁ
May God bless you. Long live grand father. Thank you for the meet
Thanks argus for this new podcast our history in odisha.
ଓଡିଶା ତଥା ଦେଶର ଇତିହାସ ବିଷୟରେ ଓ ଅନ୍ୟ ବିଷୟରେ ଆଲୋଚନ କରିବା ପାଇଁ ଆଉଥରେ Interview ନେବାକୁ ହୃଦୟର ସହିତ ଅନୁରୋଧ କରୁଛି 🙏🙏🙏
ଲୁହ ବାହାରି ଆସିଲା... ଆଉ ଅଧ ଘଣ୍ଟେ ଅଧିକା ହେଇଥିଲେ ହୁଏତ ଆହୁରି ବହୁତ କିଛି ଶୁଣିବାକୁ ମିଳିଥାନ୍ତା ❤😢🙏
Podcast ଆଉଟିକେ ଲମ୍ବା ହେଲେ ଅହୁରି ଭଲ ଲାଗନ୍ତି। ବହୁତ୍ ଗୁଡାଏ କାଟି ଦଉଛନ୍ତି। Thank you,,,, Jay Jagannath,,,Jay Hind 🇮🇳🇮🇳🇮🇳
Pranam mahasaya.Apana semiti nirog sarirare thantu.Apananka jibadasa re odisha madamukta heu.
ଆମ ଆୟୁଷ ନେଇ ଆପଣ ସେମିତି ରହିଥାନ୍ତୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତି
Original man full of humanitarian value,listened diary of events from his mouth,found a great difference from 20th century to early 21st century.❤
ଆପଣଙ୍କ ବାର୍ତ୍ତା ଗୁଡ଼ିକ ବହୁତ ସୁନ୍ଦର ଲାଗିଲା ଆଶା କରୁଛି ଭଗବାନ ଆପଣଙ୍କ ସବୁ ଆଶା ଓ ବିଶ୍ବାସ ପୂରଣ କରିବେ ଆଉ ଓଡ଼ିଶା ଲୋକ କିଛି ଏଥିରୁ ଶିଖିବେ ,
ଆପଣ ଙ୍କୁ ମୋର ପ୍ରଣାମ🙏🙏🙏
ଜୟ ଜଗନ୍ନାଥ,
ଏମି କା କଥାଶୁଣୀଵାକୁ ଆମ ମନ ଅତ୍ତିର
କିଛି ପୁରୁଣା ଶ୍ରୁତି କୁ ଜାଣିବା ଶୁଣିବା ଦରକାର
ଜୟ ଜଗନ୍ନାଥ ଶ୍ଵାମି। ମୋଉଷା ଙ୍କୁ ନମସ୍କାର
Ohh aji aei news dekhiki bahuta khusi lagila
Aapan susta ruhantu .. grameswar Mahadev nka pakhare atiki binati 🙏💖
ଧନ୍ୟବାଦ ସଂଗ୍ରାମ ବାବୁ ଏବଂ ତାଙ୍କ ସମସ୍ତ ସଦସ୍ୟ ଙ୍କୁ 🙏🙏
Ati sundar lagila..old odisha memorable katha suni....... ❤❤❤
ଆମ ଅଞ୍ଚଳର ଜଣେ ଅନନ୍ୟ ବ୍ୟକ୍ତିତ୍ବ ଓ ଇତିହାସ ଜାଣି ଖୁସି ଲାଗିଲା। Thank you Argus Podcast
Namaskar 🙏 sir ,,bahot dhanyabad Argus ko ,,epari jane nichaka odia byaktinko ama ko parichita karei thibaro,,jai hind🙏
Excellent
A jewel of our state
May Lord Jagannath bless him
May he bless us
Excellent distance for ODISHA peoples
I PRAOUD
MANY MANY THANKS
ଏମିତୀକା ଶିକ୍ଷା ଭରା broadcast ଆଣିଥିବା ରୁ ଆପଣ କୁ ଧନ୍ୟବାଦ
ପଇସା ଦେଇ ରାଜନେତା ହେବା ବିଜୁ ପଟ୍ଟନାୟକ ଙ୍କ ଅମଳରେ ଆରମ୍ଭ ହୋଇଥିଲା ଆଉ ନବୀନ ପଟ୍ଟନାୟକ ସେଇ କାର୍ଯ୍ୟ କୁ ବୋହୁତ ଆଗକୁ ନେଇଛନ୍ତି
ରାଜନୀତି ସେମିତି ଭାଇ ।।।। ଇଂରେଜ ସରକାର ରାଜନୀତି ତିଆରି କରିଛି । ଯିଏ ଯେତେ ଦେଶ ବାସିକୁ ଗାଣ୍ଡୀ ମାରି ପାରିଲା ସିଏ ମହାତ୍ମା, ଚାଚା,pm mla mp ଏମିତି ହେଲା । ଆଉ ଯିଏ ଇଂରେଜ ସରକାରଙ୍କ ଗାଣ୍ଡୀ ମାରିଲେ ସିଏ କଳାପାଣି, ଫାଶୀ, ସମ୍ପତ୍ତି ବ୍ୟାର୍ଯାପ୍ତ ହେଲା । ।।।। ଯିଏ କେବଳ ଜେଲ୍ ଗଲା ବୁଝିବ ସିଏ କଂଗ୍ରେସ ର ପାଇଁ,,, ଦେଶ ପାଇଁ ନୁହେଁ ।
Bhai tame jou dala ku saport karuchha kara kintu ei jou katha kahila bapa arambha karithila tame jemiti kahuchha modi money nija pakare rakhe se salaa ta a chataa ta 😅
@@mr_biki_official ଓଡ଼ିଆ ବୋଲି ଗର୍ବିତ ନା ନବୀନ fan ବୋଲି ଗର୍ବିତ । ।।।।। ହଁ ମୋଦି କୁ support କରୁ । ଯିଏ ଦେଶ ପାଇଁ କିଛି କରିବ ତାକୁ support କରିବୁ । ଯଦି କାଲି କିଏ ମୋଦୀ ରୁ ଭଲ ଦେଶ ଭକ୍ତ, ଭଲ କାମ କରିବ ତାକୁ ସପୋର୍ଟ କରିବୁ । ମୋଦୀ ଭାରତ କୁ 4th ବଡ଼ ecomical country, powerful ଦେଶ ବନେଇ ଦେଇଛି । ଆମକୁ ଦେଶ ବଡ଼ ।। ବ୍ୟକ୍ତିଗତ ସୁବିଧା ପଛ ଦେଶ ଆଗ । 25 ବର୍ଷ ନବୀନ ଓଡ଼ିଶାକୁ ଭିକାରୀ ହିଁ କରି ରଖିଲା,,,, ।
@@Deshprem25.BJP jadi pure then gvrnr puo ku pnshmnt mililani?
@@sureshkumarnahak5859 ମୁଁ ଗଞ୍ଜାମରେ ରହୁଛି । ଏଲେକ୍ସନ ବେଳେ ଯେତେ ହଣା ମରା ହେଇଛି ଆମେ ଜାଣିଛୁ । କେତେ bjp ଲୋକ ମରିଛନ୍ତି ଆମେ ଜାଣିଛୁ । କେତେ bjd ଗୁଣ୍ଡା ଗାଁ ଗାଁ ରେ ବୁଲୁ ଥିଲେ ଆମେ ଦେଖିଛୁ । ତାଙ୍କ ଜୀବନ ତମେ ଦେଇ ଦବ । ନା ତମେ ସେ ଗୁଣ୍ଡା ଭିତରୁ ଜଣେ । ଦେଶ ଆଗ ମାତୃଭୂମି ଆଗ,, ସରକାର ଆସିବ ଯିବ । Bjd ର ଗୁଣ୍ଡା ଗିରି, ଲୁଟ, ଶୋଷଣ ଆଉ କ୍ଷମତା ନିଶା ରେ ଅନ୍ଧ ହେଇ ଜଗନ୍ନାଥଙ୍କ ପ୍ରତି ଅପମାନ ଯୋଗୁଁ ସେ ହାରିଛି । Bjd ଆଉ ରହିବ ନାହିଁ ଏଟା ତ ନିଶ୍ଚିତ । ଦେଶ ଭକ୍ତ ହୁଅ,,, କୋଉ ଦଳର ଚାକର କି ଗୁଲାମ ନୁହେଁ ।
Bahut badhiaaa podcast, Odisha bisaya re ete janiba ku milu chii , bahut bahut dhanyabad 🙏
Even at the age of 99years old you are so healthy and articulate🙏sir
ଆପଣ ଙ୍କୁ ଧନ୍ୟବାଦ ଯେ ଆପଣ ଏଭଳି ସାମାଜିକ ଅବଶେକତା ଭିଡ଼ିଓ ତିଆରି କରୁଛନ୍ତି ❤
Birala interview. Thanks Sangram sir. Natak babu chira nirog rahithantu. Odisha nisha mukta heu.... Tanka asha purana karantu Sarkar.
ବହୁତ ସୁନ୍ଦର ଧନ୍ୟବାଦ ଏହି ଭଳି
କିଛି ମୁଲ୍ୟବାନ ହୀରା ମାନଙ୍କୁ ଆଣ🎉🎉🎉
ଆପଣ କେବଳ ଏକ ବ୍ୟକ୍ତିତ୍ୱ ନୁହଁନ୍ତି ଆପଣ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ 🙏🏼🙏🏼🙏🏼🙏🏼🙏🏼
Very nice.pranam to the veteran with folding hands.
🙏🏾🙏🏾🙏🏾🙏🏾🙏🏾antararu koti koti pranam. 🙏🏾🙏🏾🙏🏾🙏🏾🙏🏾
ପ୍ରମାଣ sj Nayak sir ଆପଣଙ୍କ ର ପୃବର୍ତନ ର ରାଜନୀତି କଥା ଶୁଣି ବହୁତ ଭଲ ଲାଗିଲା ଆପଣଙ୍କ ବାର୍ତ୍ତା ଏହା ବର୍ତ୍ତମାନ ର ନେତା ପାଇଁ ଶିକ୍ଷଣୀୟ ବିଷୟ . ଅପଣଂକୁ ଆଜିକାର ଦିନ ରେ 🙏
Jay hind jay Jagannath bohut Sundar ajira podcast mahaprabhu apanku susta au niroga rakhantu.🙏🙏🙏
Bahut sundar discussion eita , bahut kichhi memorable moment Padma Charan sir'nka sahita Rahi sunibaku milila, e sabu Dina au muhurta au kebe bi pheribani, samaja re jete AME agaku agrasar hei chalichhanti sete sete abanati adaku jauchhanti. In one word Old always gold.
Excellent Discussion
I Salute you sir and salute to the beloved people of my state odisha tears roll down from eyes Jai Jagannath
Sangram Bhai bahut bahut Dhanyabad ahuri bahut e valia Swadhinata Sangrami mananku anantu
Excellent performance sir 99 sir good person my happy good Gandhi meet person
ବହୁତ ସୁନ୍ଦର ଲାଗିଲା ପୁରୁଣା ସ୍ମୃତି ଆଉ ଇତିହାସ ର ଆଲୋଚନା, ଯାହାବି ହେଉ ମୋର ଜନ୍ମ ମତି ରାଜନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ହୋଇକି ଯାଇଛନ୍ତି ଶୁଣି ଆହୁରି ଖୁସି ଲାଗିଲା, ଏବେ ଏଭଳି ଵ୍ୟକ୍ତିତୋ ମିଳିବ ବିରଳ!!
A beautiful treasure of odisha that was tagged by Argues podcast so far fantastically credited to future odiyan ever.
The Best podcast. Long live Padma Charan Sir. Thanks Sangram Babu for such an excellent interview with this great son of Odisha.
Argus news Bala nku bahut bahut dhanyawad
Many many thanks.bahut puruna sata katha sunibaku milila.long live aja
ବନ୍ଦେ ଉତ୍କଳ ଜନନୀ.... ବହୁତ ପୁରୁଣା କଥା ଜାଣିଲୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ....... ଜଗନ୍ନାଥ ଆପଣଙ୍କୁ କୃପା କରନ୍ତୁ ଜୟ ଜଗନ୍ନାଥ........ 🙏🙏🙏👍
ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ୍। ଏ ପୁରୁଣା ଇତିହାସ ଆଜି ମିଳିବା ଅନନ୍ୟ। ଆଶାକରେ ପ୍ରଭୁ ଆହୁରି ଦୀର୍ଘ ସମୟ ବଞ୍ଚାନ୍ତୁ।
ହେ ପ୍ରଭୁ... , ଏତେ ପୁରୁଣା ଲୋକ.. ପରିବର୍ତ୍ତନ କଣ ଏମାନେ ଅନୁଭବ କରୁଥିବେ । କାହିଁ ସେ ଚିଠି ଦିଆ ନିଆ ଯୁଗ ଥିଲା , କାହିଁ ଆଜି ର screentouch smart phone... 🙂🙂🙂
Bhai , sir sabu juga dekichanti satya juga and kalijugo 😢
ଭାଇ ପ୍ରକୃତି କଣ ସାର,,, ମନ ଭାବ କୁ ପାଇଯାଇଛି 😢😢😢
କିମ୍ବଦନ୍ତୀ ପୁରୁଷଙ୍କୁ ପ୍ରଣାମ।
ବହୁତ ସୁନ୍ଦର ପୁରୁଣା କଥା ବିଷୟରେ ଜାଣିବା ପାଇଁ ଅର୍ଗସ ଚ୍ୟାନେଲ କୁ ମୋରୋ ପ୍ରଣାମ 🙏
🙏🙏🙏 Apanka katha sun bahut kichhi Jani parili.. you the living example of Our Odia jatee
Argus news ବହୁତ ଧନ୍ୟବାଦ ଆମକୁ ଏହି ପୋଡକ୍ୟାଷ୍ଟ ରୁ ଅତୀତର ବହୁତ କିଛି ଜାଣିବାକୁ ମିଳିଲା ।
ବହୁତ୍ ସୁନ୍ଦର୍ ଓ ଶିକ୍ଷଣୀୟ episode। Thank you for this podcast.👍
ଧନ୍ୟବାଦ argus ସଦସ୍ୟଙ୍କୁ ଏହିପରି ବ୍ୟକ୍ତି ବିଶେଷ ପାଇଁ 👌🙏👍ବହୁତ ଭଲ ଲାଗିଲା 🙏ଆଜ୍ଞା ଜଗନ୍ନାଥ ଙ୍କୁ ପ୍ରାଥନା ନା କରୁଛି ଆପଣଙ୍କୁ ଅଭିଯାନ ସଫଳ ହେଉ ଜୟ ଜଗନ୍ନାଥ 🙏ଜୟ ମା ବିରଜା 🙏
You are Living God Sir. We must support you for "Nishamukta Odisha". Please write about odisha during your time.
Best Podcast ever seen in my life. May God Bless you.🙏🙏🙏🙏🙏
Great personality ❤
Thank you Argus🎉
ଭାବ ବିହୁଲ , ବ୍ୟକ୍ତି ବିଶେଷ ଜଣକ ଦେଶ ସ୍ଵାଧୀନ ହେବା ବୈଠକ ରୁ ଆରମ୍ଭ କରି ଆଜି ସମୟର ର podcast ରେ ବସିଛନ୍ତି , ସନ୍ମମାନିଅ ବ୍ୟକ୍ତି ଜଣଙ୍କୁ ପ୍ରଣାମ 🙏
Thank you argusTV. Ahi bhiaa kokonku amo odisha sarkar semanku kichhi sarkar nka torofaru sahayata deba Katha
Bahut Dhanyawad Argus news Amiti kichhi Puruna Katha jaenithibaru
ବହୁତ୍ ଭଲ ଲାଗିଲା 🙏
ଆମ ଓଡିଆ ଭାଷାରେ ଲେଖି ନିଜର ମତ ଦେଇଥିବା ସମସ୍ତଙ୍କୁ ମୋ ହୃଦୟରୁ ଧନ୍ୟବାଦ୍ 🙏
ବହୁତ ସାଧୁ ଉଦ୍ୟମ। ମହାନ୍ ବ୍ୟକ୍ତି ମାନଙ୍କ କଥା ଶୁଣିବା ଆବଶ୍ୟକ।
Amite podcast nihati absyak juba pidhi pain... Bhaut khusi lagila bhut kichi janibaku mililila... 100 years age kete strong achanti maha prabhu jagannath Apnkku ahuri sakati diantu... Dhanyavaad @agurs and sagarm bhai
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ କାର୍ଯ୍ୟକ୍ରମ ଟି ବହୁତ ଆଗକୁ ଯାଉ 🙏🙏🙏
ଅର୍ଗସ ରେ ଏହି ପ୍ରୋଗ୍ରାମ ଟି ଅତିସୁନ୍ଦର ବେଶୀ କରି ସଂଗ୍ରାମ ସାରଙ୍କ ବହୁତ ଧନ୍ୟବାଦ
ନିଶାମୁକ୍ତ ଓଡ଼ିଶା ❤❤
Happy Independence Day. I am very much satisfied to listen your conversation with century person. He is like God for us. May God bless him to live more years and tell and remind such unforgettable memories.
Great sir 🙏🙏🙏🙏
ଧନ୍ୟବାଦ argus କୁ ଆଉ ଧନ୍ୟବାଦ ଆପଣଙ୍କୁ, ଏଭଳି କିମ୍ବଦନ୍ତୀ ଚେହେରା ମାନଙ୍କୁ ସାମିଲ୍ କରି ଓଡ଼ିଶାର ଜନ ସାଧାରଣ ଙ୍କୁ କିଛି ବାର୍ତ୍ତା ଦେଉଥିବାରୁ...
Bahut sunder upastapana au sikhibaku mila b bahut..
ବହୁତ ସୁନ୍ଦର ଉପସ୍ଥାପନା। ପ୍ରଣାମ ଜଣାଉଛି
ସଂଗ୍ରାମ ବାବୁ ଆପଣଙ୍କୁ ଧନ୍ୟବାଦ
ବହୁତ ସୁନ୍ଦର
ଏହି ଭଳି ଲୋକଙ୍କ ଠାରୁ କିଛି ଶୁଣିବା ଓ ଶିଖିବା
ବହୁତ ବହୁତ ଧନ୍ୟବାଦ ସଂଗ୍ରାମ ସାର୍
ଅତି ସୁନ୍ଦର।ବ ଭଗବାନ୍ ଆପଣ ଙ୍କୁ ଆହୁରି ଆୟୁଷ ଦିଅନ୍ତୁ।
Ete barsa heiki madhya apnka memory power bahut bhal achhi sir sabu katha ama ku janeile. Bahut bahut bhal lagila sir
Puruna smruti ama desa bisayare kahithibaru bahut bahut dhanyabad
One of the best podcast episode
Best Episode sangram sir
Thank you so much Sangram bhai for this podcast 🙏 🙌 ❤️
Love you Hole Argus team make a wonderful podcast