Watch The Political Journey of Kantabanji MLA Laxman Bag | EP 17 | Podcast With Laxman Bag

Поделиться
HTML-код
  • Опубликовано: 4 фев 2025

Комментарии • 1,6 тыс.

  • @gunanidhinaik3699
    @gunanidhinaik3699 7 месяцев назад +616

    କଣ୍ଟାବାଞ୍ଜି ବାସି ଙ୍କୁ କୋଟି କୋଟି ପ୍ରଣାମ।ଏପରି ଏକ ଜୀବନ ସଂଗ୍ରାମରେ ସଙ୍ଘର୍ଷ କରି ରାଜନେତା କୁ ପହଞ୍ଚାଇବା ଦାୟୀତ୍ୱ ନେଇ ଥିବାରୁ।

    • @nadiabag5524
      @nadiabag5524 7 месяцев назад +20

      Dadan sardar e byakti bhai😂😂😂😂

    • @sidharthapanigrahi2157
      @sidharthapanigrahi2157 6 месяцев назад +4

      ​@@nadiabag5524 Thik thik

    • @PR_kumar2
      @PR_kumar2 6 месяцев назад +3

      Parisram r a phal mitha

    • @surajbag5621
      @surajbag5621 6 месяцев назад

      Tui jai chu k dadan nabin k vote deu thilu boli dadan jau thilu​@@nadiabag5524

    • @SaraduGoud-e5g
      @SaraduGoud-e5g 4 месяца назад

      😊

  • @nirmalkumarbehuria6411
    @nirmalkumarbehuria6411 7 месяцев назад +47

    Laxman ବାଗ sir
    ଆପଣଙ୍କୁ ସତ କୋଟି ନମନ 🙏🏽
    ସତରେ ଆପଣ ପୂଜ୍ୟ ପୂଜାର ସରଳ ମଣିଷ ଟିଏ
    ଜୀବନ ର ମାନେ କଣ ଓ ସଫଳ ତାର ମାପ କାଠି ଆପଣଙ୍କ ଠାରୁ ଶିଖିବ ଏ ସମାଜ 🙏🏽
    ଆପଣ ବହୁତ ଆଗ କୁ ଯାନ୍ତୁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ କାମନା 🙏🏽

  • @UpendraBehera-o1z
    @UpendraBehera-o1z 7 месяцев назад +127

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ କଷ୍ଟ କରି ଆପଣ ବିଧାନ ସଭା ଆସିଥିବାରୁ ଧନ୍ୟବାଦ ଜଣାଉଛି । ପ୍ରକୃତ ରେ ଆପଣ ଜଣେ ହିରୋ ।

  • @pallimadhuriodiafolksong2771
    @pallimadhuriodiafolksong2771 7 месяцев назад +229

    ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ୨୫ ବର୍ଷ ର ମୁଖ୍ୟ ମନ୍ତ୍ରୀ କୁ ହରାଇ ଥିବାରୁ ଧନ୍ୟବାଦ ଜଣାଉଛି।

  • @babunamallick5594
    @babunamallick5594 7 месяцев назад +663

    ସାର୍ ମୁଁ ବି ଜଣେ ବିଜେଡ଼ି କର୍ମୀ ଟିଏ, କିନ୍ତୁ ଆପଣଙ୍କ ଦୁଃଖ କାହାଣି ଶୁଣି ମତେ ବୋହୁତ୍ ଦୁଃଖ ଲାଗିଲା, କିନ୍ତୁ ଆପଣ ଏ ନିର୍ବାଚନ ରେ ବିଜୟର ହକ୍ ଦାର ଥିଲେ, ମୋର ବିଶ୍ୱାସ ଆପଣ ଯୋଉ ସ୍ତର ରୁ ଆସି ଏଠି ପହଞ୍ଚି ପାରିଛିନ୍ତି ଆପଣ ନିଶ୍ଚୟ ସେଠାକାର ନିଷ୍ପେଷିତ ଦଳିତ ଓ ଅବହେଳିତ, ବର୍ଗର ଲୋକଙ୍କ ପାଇଁ କାମ କରିବେ

    • @ganpatieducation7571
      @ganpatieducation7571 7 месяцев назад +11

      tq my bro

    • @Badrinath_807
      @Badrinath_807 7 месяцев назад +8

      Tnx bro

    • @ABOJIO-ot9ny
      @ABOJIO-ot9ny 7 месяцев назад +4

      @babunamallick5594 ବର୍ତ୍ତମାନ ମଲିକ୍ ପରିବର୍ତ୍ତନ ହୋଇଯାଇଛି | (ଆଉ ମଳରୁ ଯାତ ମଲିକ୍ କହିଵା ନାହିଁ) 😅😅😅

    • @sukantjena1984
      @sukantjena1984 7 месяцев назад +14

      ଭାଇଙ୍କ ଠାରୁ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି. ଓଡିଶା ରାଜନୀତି ରେ ଅଭୁଲା ସ୍ମୃତି ହୋଇ ରହିବ... ଜୟ ଜଗନ୍ନାଥ

    • @sankarshanpradhan6339
      @sankarshanpradhan6339 7 месяцев назад +8

      ଜୀବନରେ ଦୁଃଖୀ ଜାଣିବ ଦୁଃଖ କଣ 🙏🙏🙏🙏🙏

  • @SP_ODIYA
    @SP_ODIYA 7 месяцев назад +29

    ସତରେ ଲକ୍ଷ୍ମଣ ବ୍ୟାଗ୍ ତୁମେ ଜଣେ stragal ପୁରୁଷ।❤❤❤
    ମତେ ବି ସଂଘର୍ଷ କରିବାର ପ୍ରେରଣା ଆଉ ଶକ୍ତି ମିଳିଗଲା। ସଂଘର୍ଷ ର ଅନ୍ୟ ନାମ ସଫଳତା।

  • @bijayanandadas8289
    @bijayanandadas8289 7 месяцев назад +140

    ଭଗବାନ ଆପଣଙ୍କ ଚଲାପଥ ରେ ପୁଷ୍ପ ବୃଷ୍ଟି କରନ୍ତୁ, ଆପଣ ଜଣେ ଅନନ୍ୟ ବ୍ୟକ୍ତିତ୍ୱ, ଖୁଵ ଖୁସି ଲାଗିଲା।
    ନିରପେକ୍ଷ ଭାବେ ଜନସାଧାରଣଙ୍କୁ ସେବା ଦିଅନ୍ତୁ, ଏହାହିଁ ଆମର ଆଶା ଏବଂ ବିଶ୍ୱାସ।
    ଜୟଶ୍ରୀଜଗନ୍ନାଥ 🙏

  • @basantabhaibms3913
    @basantabhaibms3913 7 месяцев назад +19

    ଏହି କାର୍ଯ୍ୟକ୍ରମ ଟି ବହୁତ ବଢ଼ିଆ
    ଅନ୍ୟକୁ ପ୍ରେରଣା ଯୋଗାଇବ ।
    ଅଶେଷ ଧନ୍ୟବାଦ

  • @dillipcreations2010
    @dillipcreations2010 7 месяцев назад +118

    ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନେ ... ବିରଳ ବ୍ୟକ୍ତିତ୍ବ ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ ଙ୍କ ଜୀବନ କାହାଣୀ ... ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ସାଥ ଦିଅନ୍ତୁ ।

  • @tofannaik7687
    @tofannaik7687 4 месяца назад +5

    ଅଜ୍ଞ୍ୟା ଜୁହାର ଆପଣ ବହୁତ ଭାଗ୍ୟବାନ ଆମର ପଶ୍ଚିମ ଓଡିଶା ର ହିରୋ ଆପଣଙ୍କର କଥା ମନ କେ ଛୁଇଁ ଗଲା ସାର

  • @sanjaykumarswain6265
    @sanjaykumarswain6265 7 месяцев назад +90

    କଣ୍ଟାବାଞ୍ଜି ଜନତା ଙ୍କୁ ଅଶେଷ ଧନ୍ୟବାଦ୍ 🙏 ଜୟ ଜଗନ୍ନାଥ 🙏

  • @AkshayKumar-ze8ok
    @AkshayKumar-ze8ok 7 месяцев назад +29

    କଷ୍ଟ କଲେ କୃଷ୍ଣ ମିଳେ।
    ବହୁତ ବହୁତ ଧନ୍ୟବାଦ।ରାଜନୀତିରେ ଢେରେ ଆଗକୁ ଯାଆନ୍ତୁ ।

  • @Babubhaipatra
    @Babubhaipatra 7 месяцев назад +106

    ସତ କହୁଛେ ଆଜ୍ଞା...
    ମୁଇଁ ଯଦି ଫିଲ୍ମ ପ୍ରଯୋଜକ ହେତି ବେଲେ ପହେଲା ଫିଲ୍ମ ଆପଣଙ୍କର କାହାଣୀ କେ ନେଇ କରି କରତି...
    ବାଗ ନାଇଁ ସେ ବାଘ ଆପଣ...
    I love you verry much King sir...

    • @preranashrota8166
      @preranashrota8166 7 месяцев назад

      Real hero

    • @RajaPradhan-ey1gu
      @RajaPradhan-ey1gu 6 месяцев назад

      ହଉ ମୁଁ ତୁମ କୁ ଫିଲ୍ମ ପ୍ରଜାଜକ କରି ଦେବି 🧐🧐 ଆସିକି ଦେଖା କର କଟକ re

    • @Babubhaipatra
      @Babubhaipatra 6 месяцев назад +1

      @@RajaPradhan-ey1gu ଭାଇ ମୋତେ କଣ କରିବ ।
      ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ରେ ସବୁ copy.....।
      ସେମାନଙ୍କୁ କୁହ ଏ real story କୁ ନେଇ ଫିଲ୍ମ ବନେଇବେ, ପରେ ମୁ ଯିବି ଯଦି ପୁଣି copy ହେଇଥିବ ବେଲେ ମୁ cut, copy, paste କରିବି....।

  • @prafulasingh2267
    @prafulasingh2267 7 месяцев назад +15

    ଝଡ଼ ପୂର୍ବର ନିରବତା , ଝଡ଼ ପରର ସ୍ତବ୍ଧତା
    ଲକ୍ଷ୍ମଣ ବାଗ୍ ପ୍ରମାଣିତ କଲେ ସେ ଜଣେ " ଝଡ଼ " ଯାହା ଏକ ବିଶାଳ ବୃକ୍ଷକୁ ଧରାସାଇ କଲେ ।
    ଲକ୍ଷ୍ମଣ ବାଗ୍ ଙ୍କୁ ତତ୍ ସଙ୍ଗେ ଆପଣଙ୍କୁ
    ବହୁତ ବହୁତ ଧନ୍ୟବାଦ।

  • @pratyushrath
    @pratyushrath 7 месяцев назад +115

    ଆଖି କୁ ଲୁହ ଆସିଗଲା, ପ୍ରକୃତ ସଂଗ୍ରାମୀ...
    ଲକ୍ଷ୍ମଣ ବାବୁଙ୍କ କାହାଣୀ ଅବ୍ରହମ୍ ଲିଙ୍କନଙ୍କ କାହାଣୀ ପରି ଲାଗିଲା।

  • @saisankarsahoo8365
    @saisankarsahoo8365 7 месяцев назад +20

    ବିଜେଡ଼ି ସରକାର ବହୁତ ଅନ୍ୟାୟ କରିଛି ସେହିତି ପାଇଁ ଏହି ଅବସ୍ତା ଯୁଗ ଯୁଗ ରହିଆସିଛି ଧର୍ମ ଜୟ

  • @pratapaguruji6311
    @pratapaguruji6311 7 месяцев назад +55

    ସତରେ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଭଗବାନ ଅନେକ ପରୀକ୍ଷା କରନ୍ତି
    ଲକ୍ଷ୍ମଣ ବାଗ ଙ୍କ ଠାରୁ ଆମେ କିଛି ଶିଖିବାର ଅଛି ଧର୍ଯ୍ୟ ଏବଂ କଠିନ ପରିଶ୍ରମ ମଣିଷ କୁ ଠିକ୍ ଲକ୍ଷ୍ୟ ପଥରେ ପହଞ୍ଚିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

  • @RaghuarSinha
    @RaghuarSinha 7 месяцев назад +4

    ସଂଘର୍ଷ ମୟ ଜୀବନ ବିତାଇଥିବା ଜଣେ ସଚ୍ଚୋଟ ଓ ଲଢୁଆ ମଣିଷର ବାକ୍ୟ ବାଣୀ ଶୁଣି ଆଶ୍ଚର୍ୟ୍ଯ ଲାଗିଲା ।
    ସେ ଯାହାହେଉ ଲକ୍ଷ୍ମଣ ବାଗ ଆଜି ବିଧାନସଭାକୁ ନିର୍ବାଚିତ ହୋଇ ସାରା ମଣିଷ ଜଗତକୁ ଯେଉଁ ଦିଗଦର୍ଶନ ଦେଲେ ତାହା ବୁଝିବାର ଅଛି ।
    ଧନ୍ୟବାଦ ଶ୍ରୀ ଲକ୍ଷ୍ମଣ ବାଗ ।

  • @goformastermind.0002
    @goformastermind.0002 7 месяцев назад +33

    ମୁଁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେବୀ argus ଟିଭି କୁ ଏମିତି ଜଣେ ନେତାଙ୍କୁ ଆପଣ ଡାକି ତାଙ୍କର ସଂଘର୍ଷ ପୂର୍ଣ୍ଣ ରାଜନୀତିକ ଜୀବନ ଇତିହାସ କୁ ଲୋକଳଚନ କୁ ଆଣିଥିବ। ପାଇଁ। ଆଗମୀ ରାଜନୀତି ଛାତ୍ର ମାନଙ୍କ ପାଇଁ ଲକ୍ଷ୍ମଣ ବାଗ ଭାଇ ଆଦର୍ଶ।❤

  • @InspirationalCircuitBoar-nw4ip
    @InspirationalCircuitBoar-nw4ip 7 месяцев назад +11

    ଧନ୍ୟବାଦ ଲକ୍ଷଣ ବାବୁ କଠୋର ପରିଶ୍ରମ କରି ନିଜର ଜୀବନଜୀବିକା,ଆଜି କଣ୍ଟାବାଞୀର ଲୋକପ୍ରିୟ ହୋଇ ଜନତାର ସେଵାଭାଵରେସେଵାଦେଥଗଵା ଭକ୍ତିରେ ରାଜ୍ୟର ଵିଧାନସେଵାର ସଦଶ୍ଯହୋଇଛନ୍ତି।
    ଜନତାଆଶ୍ରୀଵାଦରେ ଵିଯୟର ଵାନରହିଛି
    ଜନତାର ସମସ୍ୟା ପୁରଣ କରିସମପଥଚାଳିଥାଉ
    ଜୟ ଜଗନ୍ନାଥ ଜୟ ଜନତା

  • @PrafullachDas-n6c
    @PrafullachDas-n6c 7 месяцев назад +68

    ଧନ୍ୟବାଦ ଲକ୍ଷ୍ମଣ ଭାଇ , ତୁମ ଯାତ୍ରା ସଫଳ ହେଉ ।

  • @gajendranathjena356
    @gajendranathjena356 3 месяца назад +4

    ଧନ୍ୟବାଦ୍ ଲକ୍ଷ୍ମଣବାଗ କଣ୍ଟାବାଞ୍ଜି ବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ଲକ୍ଷ୍ମଣବାଗଭଳି ଦୟାବାନ ବ୍ୟକ୍ତିଙ୍କୁ ସମର୍ଥନ ଜଣାଇଥିବାରୁ ଠିକ୍ ବ୍ୟକ୍ତିଙ୍କୁ ବିଧାୟକ କରି ମହାନ ହୋଇଛନ୍ତି❤😂🎉ଆପଣଙ୍କ ମହତ୍ୱ ଚିନ୍ତାଧାରାଙ୍କୁ ଧନ୍ୟବାଦ😢🎉😂❤

  • @jchoudhury274
    @jchoudhury274 7 месяцев назад +156

    Laxman bag ଭଳି ମହାନ ବ୍ୟକ୍ତି ଓ଼ିଶାରେ ବିରଳ ଅସଲି ହିରୋ ଭଳି ଜନତା ଙ୍କ ସୁଖ ଦୁଃଖ ରେ ରହି ଥାଆନ୍ତୁ ଜୟ ଜଗନ୍ନାଥ

    • @hjkvvc
      @hjkvvc 7 месяцев назад +1

      Bhai janku cm kara

    • @dharmupodh6557
      @dharmupodh6557 7 месяцев назад

      E babu sie dadana samrat bi labour nku mari ba piti ba prathama kama tara

  • @bijaykumarsahoo9553
    @bijaykumarsahoo9553 2 месяца назад +2

    ଆପଣଙ୍କ ପରି personality କୁ ଓ କଣ୍ଟାବାଞ୍ଝି ବାସୀଙ୍କୁ କୋଟି କୋଟି ଧନ୍ଯବାଦ ଭରା Namaskar l🙏🙏🙏🙏🙏❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🌹🌹🌹

  • @sudhansurout451
    @sudhansurout451 7 месяцев назад +42

    ଧୈର୍ଯ୍ୟ ଓ ସାହସ ଆପଣଙ୍କୁ ଶିଖରରେ ପହଞ୍ଚାଇ ପାରିଛି ।ଅଶେଷ ଧନ୍ୟବାଦ

  • @SuratPanika-h8b
    @SuratPanika-h8b 3 месяца назад +3

    କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କୁ
    ଅଶେଷ ଅଶେଷ ଧନ୍ୟବାଦ 🙏
    ଜୟ ବିଜେପି 🙏

  • @defenceintel
    @defenceintel 7 месяцев назад +300

    BJP ର କିଏ ବିରୋଧୀ ହେଇପାରେ କିମ୍ବା ସମର୍ଥକ ହୋଇପାରେ. କିନ୍ତୁ ଗୋଟିଏ କଥା କହିବି BJP ହେଉଛି ସେହି ଦଳ ଯିଏ ତୃଣମୂଳ ସ୍ତରରେ ଲୋକଙ୍କୁ ରାଜନୀତିରେ ସୁଯୋଗ ଦିଏ. ସେ ପ୍ରତାପ ଷଡ଼ଙ୍ଗୀ ହୁଅନ୍ତୁ କି ମୋହନ ମାଝୀ, ଦ୍ରୌପଦୀ ମୁର୍ମୁ ହୁଅନ୍ତୁ, କିମ୍ୱା ଲଖ୍ମଣ ବାଗ, କିମ୍ବା ନରେନ୍ଦ୍ର ମୋଦୀ.
    ବିଜେପି EVM ନୁହେଁ ଲୋକଙ୍କ ହୃଦୟକୁ ଅକ୍ତିଆର କରି ଜିତେ. 🙏🏻🙏🏻

  • @akshayatripathy3703
    @akshayatripathy3703 7 месяцев назад +9

    ସତରେ ଇୟେ ଏକ ହୃଦୟ ବିଦାରକ ଦୃଶ୍ୟ।ସତରେ ଭଗବାନ ଅଛନ୍ତି। କିନ୍ତୁ କେବେବି ପୁର୍ବ କଥା ଭୁଲିଜିବେନି। ଧନ୍ୟବାଦ। ଆପଣଙ୍କ ସଂଘର୍ଷ ର କାହାଣି ଜିଏ ଶୁଣିବ ସେ କାନ୍ଦି ପକାଇବ।

  • @umakantadas1325
    @umakantadas1325 7 месяцев назад +40

    ଜୟ ମାଆ ବିରଜା ଲକ୍ଷ୍ମଣ ବାଗ ଭାଇଙ୍କୁ ସହାୟ ହୁଅନ୍ତୁ ।ସେ ଜନମଙ୍ଗଳ କାର୍ଯ୍ୟରେ ଆଗୁଆ ହୁଅନ୍ତୁ

  • @GaneswarRout-f9e
    @GaneswarRout-f9e 7 месяцев назад +4

    Sharing of ARGUS with Hon"ble M.L.A Sri Laxman Bag brings to light the real successful story .The struggle and. hardworking gave him success ilife..May God bless him and enhance his strength to serve people who contributed for his win.
    Many many thanks to ARGUS for his endeavour to establish such platform of opinion sharing with actual leader to know about him and realise the result of hardworking service to people .
    Ganeswar Rout.

  • @AnilKumar-SM369
    @AnilKumar-SM369 7 месяцев назад +612

    ଲକ୍ଷଣ ବାଗଙ୍କ କାହାଣୀ କୁ ନେଇ ଗୋଟେ ଓଡ଼ିଆ ସିନେମା ହେବା ଦରକାର.

  • @hemantaroul9419
    @hemantaroul9419 4 месяца назад +4

    Actully ଜୀବନ ଟା ଏମିତି ହିଁ ତିଆରି ହୋଇଥାଏ..... 🪷🪷🪷🪷🪷

  • @sumantameher4074
    @sumantameher4074 7 месяцев назад +37

    ଲକ୍ଷ୍ମଣ ବାଗ ଆଜ୍ଞା ଆପଣ ବହୁତ ବଢିଆ ବ୍ୟକ୍ତି ହୃଦୟ ରୁ ବହୁତ ଭଳ ମୋର ସୋଭାଗ୍ୟ ଯେ ଆପଣ ଙ୍କ ସହିତ ମିଶି ବାର ସୋଭାଗ୍ୟ ପାଇଛି ଆପଣ ଙ୍କର ନିମନ୍ତ୍ରଣ ପାଇ ଆପଣ ଙ୍କର ଗ୍ରାମ ରେ ଆପଣ ଙ୍କ ଦ୍ଵାରା ଆୟୋଜିତ ଶିବ ରାତ୍ରି ପ୍ରୋଗ୍ରାମ ରେ ଦୁଇ ବର୍ଷ ମହା ରାଜ ଭାବରେ ଅଭିନୟ କରି ବାର ସୁଯୋଗ ପାଇଛି ମୋ ସହିତ ଆମର ଅନୁଷ୍ଟାନ ର ସମସ୍ତ କଳା କାର ମାନେ ବି ଯାଇ ଥିଲୁ ସମସ୍ତେ ଆପଣ ଙ୍କର ବ୍ୟବହାର କୁ ସବୁ ବେଲେ ମନେ ପକାନ୍ତି ସାର ଆପଣ ହୃଦୟ ରୁ ଜଣେ ବହୁତ ସୁନ୍ଦର ବ୍ୟକ୍ତି ଆପଣ ଙ୍କର ଜୀବନ ସଂଘର୍ଷ ବିଷୟ ରେ ଶୁଣି ମୁ ମଧ୍ୟ କାନ୍ଦି ପକାଇଲି 🙏🙏

  • @panchananpradhan729
    @panchananpradhan729 7 месяцев назад +6

    ବହୁତ୍ ବହୁତ୍ ଶୁଭେଚ୍ଛା ଓ ଶୁଭକାମନା, ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ

  • @chaturbhujabag5095
    @chaturbhujabag5095 7 месяцев назад +30

    କଣ୍ଟାବାଞ୍ଜି ଜନ ସାଧାରଣଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @antaryaminath408
    @antaryaminath408 7 месяцев назад +7

    ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣ ଙ୍କୁ ଦୀର୍ଘ ଆୟୁଷ ଦିଅ ନ୍ତୁ ଭଷ୍ଟାଚାରୀ ଡକା ୟତ ନେତା ଓ ଅଫିସର ମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ ପ୍ରକୃତ ରେ ଆପଣ ଓଡିଶା ଇତିହାସ ରେ ଜଣେ ମହାନ ହିରୋ

  • @bishnucharansukla9000
    @bishnucharansukla9000 7 месяцев назад +50

    ଲକ୍ଷ୍ମଣ ବାଗ ଶକ୍ତି ଭେଦ ହେଲେ ମଧ୍ୟ ଭଲ ହୋଇ ଇନ୍ଦ୍ର ଜିତ୍ କୁ ନିଧନ କରିପାରେ।ଧନ୍ୟ ବାଦ୍।

  • @prakashsahoo3840
    @prakashsahoo3840 3 месяца назад +2

    Sangram bhai apankara podcast ra sabuthu best episode kede bhala Manisha tie laxman bhai satare mu emotional hei gali dekhiki 🙏

  • @kulamanipatra2261
    @kulamanipatra2261 7 месяцев назад +30

    🙏🙏🙏🙏sir ଆପଣକୁ ବହୁତ ବହୁତ ଧନ୍ୟବାଦ ଆଉ ଗୋଟେ କଥା ଜାଣିବା କଥା ଯେ...କଷ୍ଟ ର ଫଳ ସବୁ ବେଳେ ଶୁଭ ଫଳ ଦିଅ.. ପରିଶ୍ରମ ର ଫଳ ସବୁ ବେଳେ ମିଠା

  • @hemantamohanty4171
    @hemantamohanty4171 7 месяцев назад +5

    ଲକ୍ଷ୍ମଣ ଭାଇ ଜଗନ୍ନାଥ ତୁମ ପରିବାର ଙ୍କର ମଙ୍ଗଳ କରନ୍ତୁ ମୁଁ ମହାପ୍ରଭୁଙ୍କ ଚରଣେ ତଳେ ମଥା ନୂଆ ପ୍ରଣାମ କରୁଛି

  • @spokenenglishwithsumatiajo5049
    @spokenenglishwithsumatiajo5049 7 месяцев назад +301

    ଗାଈ ଚରାଳି ରୁ ବିଧାୟକ...???!!!really....!!!???ପଶ୍ଚିମ ଓଡ଼ିଶା ର ପୁର ପଲ୍ଲିର ଜଣେ ସାଧାରଣ ମଣିଷ ବିଧାନ ସଭା କୁ ଯାଇ ଛନ୍ତି।ଏହା ଗଣତନ୍ତ୍ର ର ସଫଳତା ଯେଉଁ ଦଳର ହୁଅନ୍ତୁ ନା କାହିଁକି,ସବୁ ବର୍ଗର ଲୋକଙ୍କୁ ବିଧାନ ସଭାରେ ସ୍ଥାନ ମିଳିବା ଉଚିତ୍ ତେବେ ଯାଇ ଗଣତନ୍ତ୍ର ସଫଳ ହୋଇ ପାରିବ।ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଜୁହାର୍ କହିବା ଦୃଶ୍ୟ ଟି ବହୁତ୍ ଭଲ ଲାଗିଲା।❤❤❤ଈଶ୍ୱର ଆପଣଙ୍କ ଚଲାପଥ କୁ କୁସୁମିତ କରନ୍ତୁ।

    • @anvlog1851
      @anvlog1851 7 месяцев назад

      ଲକ୍ଷମଣ ବାଗ ଆଜ୍ଞା ଙ୍କୁ ଏଥି ପାଇଁ ଜିତା ଯାଇଛି ତାଙ୍କ ପରିଆଉ କେହି ନହେବା ପାଇଁ ନାଇଁତ ନବୀନ ବୁଢା ଜିତିଥିତା । ଲକ୍ଷ୍ଯମଣ ବାଗ ଜିତିଲେ ଇଥନେ ରହେବେ ବଳି

    • @PruthivirajMajhi
      @PruthivirajMajhi 7 месяцев назад +2

      Sabu michha

    • @anvlog1851
      @anvlog1851 7 месяцев назад +1

      ମନ୍ତ୍ରୀ ପଦ ପାଇଁ ଆମର ଅଷାଥିଲା

    • @RukmanaDas-oz7lw
      @RukmanaDas-oz7lw 7 месяцев назад

      @@PruthivirajMajhi kana michha ? apana sata kana janichhanti jadi kahibe ki ?

    • @PruthivirajMajhi
      @PruthivirajMajhi 7 месяцев назад

      @@RukmanaDas-oz7lw yes

  • @satemgemelsatemgemel7739
    @satemgemelsatemgemel7739 2 месяца назад +2

    ଆଜ୍ଞା ନମସ୍କାର ସାର ଆପଣଙ୍କୁ ଅଭିନନ୍ଦନ ଆପଣଙ୍କ ଜୀବନର ସଙ୍ଗର୍ଶ, ଆପଣଙ୍କ ଜୀବନର ଯାତ୍ରା ବ୍ୟକ୍ତିଗତ ଜୀବନର କଥା
    ଶୁଣିଲେ ମତେବି ବହୁତ୍ ଦୁଃଖ ଲାଗୁଚି ଆଜ୍ଞା
    କଣ୍ଟା ବଞ୍ଜୀ MLA, ଆଜ୍ଞା ଲକ୍ଷ୍ମଣ ଆଜ୍ଞା
    ମଣିଷ ଜୀବନ ରେ ବହୁତ୍ ଦୁଃଖ ବେଳେ ବେଳେ, ଜୀବନ ରେ ଆସେ ଆଜ୍ଞା
    ସେ ଦୁଃଖ କୁ ଯେ ସମ୍ବାଳେ ସେହେ ଜୀବନ ରେ
    ଦିନେ ରାଜା ହେବ ଆଜ୍ଞା kanta banji MLA, ଆଜ୍ଞା ଲକ୍ଷ୍ମଣ ବାଘ ଆଜ୍ଞା ଆପଣଙ୍କ
    ଜୀବନ ର କଥା ଶୁଣିଲାରୁ ମତେ ବେଶି ଦୁଃଖ ଆଗିଲା ଆଜ୍ଞା

  • @tikerambag9866
    @tikerambag9866 7 месяцев назад +37

    ଲକ୍ଷ୍ମଣ ବାଗ ବହୁତ ସରଳ ଲୋକ ❤🙏

  • @monalisapalei70
    @monalisapalei70 7 месяцев назад +2

    Heartiest Gratitude Sir... 🙏 Fr ur Voluminous courage nd Noble nature 🙏Jst grtst salutations 🙏👍 ଆପଣ ଙ୍କ ଭଳି ନେତା ନିଶ୍ଚୟ ଆମର ସୁଖ ଦୁଃଖ ର ସାଥୀ ହୋଇ ପାରିବେ । ଆପଣଙ୍କ ବଡ଼ ପଣ ବଜାୟ ରହିବ ସବୁଦିନ । ଆପଣ ନିଶ୍ଚିତ ଆମର ସମସ୍ୟା ଦୂରୀକରଣ କରିବେ ।। congratulations 👏🎉 fr your victory ✌️🙌 wishes From jajpur Dharmasala...🙏🙏Jay Jagannath...❤

  • @bhagirathibarik9956
    @bhagirathibarik9956 7 месяцев назад +66

    ଆପଣ ଙ୍କ ଭଳି ଜଣେ ଶଚା ଦେଶ ପ୍ରେମୀ ଲୋକ ପ୍ରେମୀ ସର୍ବୋପରି ଜଣେ ଦଳ ପ୍ରେମୀ ନେତା ଙ୍କୁ ସତ ସତ ନମନ ଯାହାର ଟିକିଏବି କ୍ଷମତା ଲୋଭ କି ଅର୍ଥ ଲୋଭ ନାହି 🙏🙏

  • @amarusatanand2657
    @amarusatanand2657 7 месяцев назад +9

    ବହୁତ ସଂଘର୍ଷମୟ ଜୀବନ🙏ରାଜନୀତିରେ ଆପଣଙ୍କୁ ଶୁଭକାମନା ଓ ଶୁଭେଚ୍ଛା 👍🙏

  • @sairindhrilayak8191
    @sairindhrilayak8191 7 месяцев назад +51

    ଅଭାବ ହିଁ ଉଦ୍ଭାବନ ର ଜନନୀ ❤❤

  • @ganeswarbehera-fj6yu
    @ganeswarbehera-fj6yu 7 месяцев назад +12

    ଧନ୍ୟବାଦ ଭାଇ ଆପଣ ଜଣେ ମହାନ ବ୍ୟକ୍ତି , ଏତେ ଦୁଃଖ କଷ୍ଟ ସହି ଏପରି
    ସ୍ତାନରେ ପହଞ୍ଚିଲେ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ, ଆପଣ ଦୁଃଖିଲୋକର ଦୁଖ ବୁଝନ୍ତୁ। ଭଗବାନ ଆପଣ ଙ୍କ ର ମଙ୍ଗଳ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଭାଇ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।

  • @daityaree5230
    @daityaree5230 7 месяцев назад +6

    ଜୁହାର କରୁଛି ସେହି ବ୍ୟକ୍ତିଙ୍କୁ ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହରାଇ ଚମ୍ପିୟାନ ହୋଇ ଅଛନ୍ତି ।

  • @AstrologerEr.NiranjanPanda
    @AstrologerEr.NiranjanPanda 7 месяцев назад +9

    ବହୁତ ବହୁତ ଧନ୍ୟବାଦ ଲକ୍ଷ୍ମଣ ଭାଇ। ଜଗନ୍ନାଥ ତମର ମଙ୍ଗଳ କରନ୍ତୁ। ଏମିତି ଲୋକଙ୍କ ର ସେବା କରୁଥାଅ। ଦୁଃଖ ପରେ ସୁଖ ଆସେ।ବିଧିର ବିଧାନ।

  • @GR-mz9ll
    @GR-mz9ll 7 месяцев назад +7

    ଛୁଆ ବେଳେ ବହି ରୁ ପଢ଼ିଥିଲୁ ଯତ୍ନ କଲେ ରତ୍ନ ମିଳେ , ପରିଶ୍ରମ ର ଫଳ ମିଠା ସମୟ ବହୁତ୍ ମୂଲ୍ୟ ବାନ ଏହା ୧୦୦ ରୁ ୧୦୦ ଭାଗ ସତ୍ୟ ଅଟେ ଏହା ମାନେ ରଖିବା ଦରକାର , ଜୟ ଜଗନ୍ନାଥ 🙏🙏

  • @laxmankumarnayak3270
    @laxmankumarnayak3270 7 месяцев назад +11

    ସବୁ ଅପେକ୍ଷାର ଅନ୍ତ ଘଟିଛି, ଏବେ ସାଧାରଣ ଲୋକ ଅସାଧାରଣ କାମ କରିବାର ବେଳ ଆସିଛି, ଧନ୍ୟ ଆପଣ,ଧନ୍ୟ ଆପଣଂକ ନିଷ୍ଠା
    🙏🙏🙏ସାଧୁବାଦ ଭାଇ, ଶୁଭେଚ୍ଛା ଓ ଅଭିନନ୍ଦନ 🪷🎉🎉🎉

  • @uniquesearcher.6150
    @uniquesearcher.6150 7 месяцев назад +4

    Heart touching interview... Jai Shree ram... Satya ka hamesa jai hota he..

  • @dushasanpradhan7917
    @dushasanpradhan7917 7 месяцев назад +61

    ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ sir ଆପଣ ସତରେ ଜଣେ ହୃଦୟର ବାସ କରୁଥିବା ବ୍ୟକ୍ତି, ଆପଣ ଭାରି ସରଳ ଆଉ ଆପଣଙ୍କ ଅଂଚଳ ବସି ମଧ୍ୟ ଭାରି ସରଳ ବିଶ୍ୱାସୀ, ସେମାଙ୍କୁ ଆପଣ ଧୋକା ଦେବେନି, ମାନ୍ୟବର ପ୍ରଧାନ ମନ୍ତ୍ରୀ ଆପଣଙ୍କୁ କହିଥିଲି "ସବାସ ମେରା ସେର "ଆଉ ମୋର ଆଶା ଆପଣ ମଧ୍ୟ ଦିନେ ଓଡିଶା ର ମୁଖ୍ୟମନ୍ତ୍ରୀ ହେବେ 😂🇮🇳🇮🇳🇮🇳🙏🙏🙏💕💐💐

  • @pashupati55
    @pashupati55 4 месяца назад +3

    ଏମିତି ସାଧାରଣ ଲୋକ ଟିଏ election ଜିତି ଗଲେ ସେ ଜନତା ଙ୍କ ମୂଲ୍ୟ ବୁଝେନି କିନ୍ତୁ Sir ଙ୍କ ପରି ଲୋକ ଏତେ struggle ପରେ ଯେତେବେଳେ election ଜିତନ୍ତି ସେ ତାର ମହତ୍ତ୍ଵ ଜାଣି ପାରନ୍ତି ଓ ଜନତା ଙ୍କ ସେବାରେ ନିଜକୁ ଉତ୍ସଗ୍ରିକୃତ କରିଦିଅନ୍ତି।❤❤

  • @sourabhabisoyi2507
    @sourabhabisoyi2507 7 месяцев назад +24

    ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଜଣେ ପ୍ରକୃତ ହିରୋ।

  • @anantabag6811
    @anantabag6811 7 месяцев назад +3

    Bahut badhia interview... We proud that our mla is laxman Bag sir..

  • @gayadharsethy4817
    @gayadharsethy4817 7 месяцев назад +12

    ଆପଣଙ୍କ ଭଳି ଜଣେ ଜନ ମଙ୍ଗଳକାରୀ ଭାବଧାରା ର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଅନ୍ତୁ ମା ବିରଜାଙ୍କ ପାଖରେ ଏତିକି ପ୍ରାଥନା 🙏
    ଏବଂ ଆପଣଙ୍କ ପରି ଜଣେ ସଚୋଟ ସ୍ପଷ୍ଟ ବାଦୀ ଲୋକ ସବୁ ଜିଲ୍ଲା /ରାଜ୍ୟ /ଦେଶରେ ରହିବା ଦରକାର ଜୟ ମା ବିରଜା 🙏

  • @kosalmatirkalasnskruti4744
    @kosalmatirkalasnskruti4744 3 месяца назад +1

    ବହୁତ ସଂଘର୍ଷ ଧନ୍ୟବାଦ

  • @abinashpradhan5929
    @abinashpradhan5929 7 месяцев назад +23

    ସତରେ ଚମତ୍କାର ବ୍ୟକ୍ତିତ୍ଵ ଆପଣଙ୍କର ଲକ୍ଷ୍ମଣ ବାବୁ। କେବଳ ରାଜନୀତି ନୁହେଁ ପୁରା ସମାଜରେ ଆପଣଙ୍କ ଭଳି ବ୍ୟକ୍ତିତ୍ଵ ଅତି ନିଆରା।

  • @sushreeswagatikapalai420
    @sushreeswagatikapalai420 5 месяцев назад +2

    ଏହି ସାକ୍ଷାତକାର ଦେଖିଲା ପରେ ଆପଣଂକୁ ମୁଁ ବେକ୍ତିଗତ ଭେଟିବାକୁ ମନରେ ଆଶା ବାନ୍ଧିଛି ସମୟ କୁ ଅପେକ୍ଷା ଜୟ ଶ୍ରୀରାମ
    ଜୟ ଯାଦବ
    ଜୟ ମାଧବ 🙏🙏

  • @bharatchandradas8895
    @bharatchandradas8895 7 месяцев назад +21

    ସରଳ ହୃଦୟ ର ମଣିଷ। ଈଶ୍ୱର ଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କ ପାଇଁ ରହୁ।

  • @rakeshkumarmohapatra4501
    @rakeshkumarmohapatra4501 6 месяцев назад +1

    ଓଡିଶା ରେ ଏବେ ଆପଣଙ୍କ show ସବୁଠୁ ଭଲ ଲାଗୁଚି। You are the best...

  • @debendranathpal813
    @debendranathpal813 7 месяцев назад +20

    ଏମିତି ସରଳ ନିଷ୍କପଟ ବ୍ୟକ୍ତି ଯେବେ ଗଣତନ୍ତ୍ର ର ପୂଜାରୀ ହୋଇ ଯିବେ, ସେ ଦିନ ରାମ ରାଜ୍ୟ ର ଆରମ୍ଭ ନିଶ୍ଚୟ ପୁଣି ହୋଇ ପାରିବ! ଜଗନ୍ନାଥ ଙ୍କ କୃପା ରୁ ଏମିତି ଅନେକ ଲୋକ ଭରି ଯାଆନ୍ତୁ ରାଜନୀତି ରେ ସେ ଯେଉଁ ଦଳ ର ହୁଅନ୍ତୁ। ସାଲୁଟ 🙏

  • @karnapangi141
    @karnapangi141 7 месяцев назад +2

    🙏🙏👍👍
    ପ୍ରକୁତରେ ସ୍ୱଚ୍ଛ mla laxman Bagh sir.

  • @kalpanasahoo2036
    @kalpanasahoo2036 7 месяцев назад +43

    ପ୍ରକୁତ ହିରୋ ଲଖମନ ବାଗ. ଧର୍ମର ଜୟ ହେଇଛି. ପ୍ରକୁତ ରେ ଭଗବାନ ଅଛନ୍ତି

    • @mrajdigital2579
      @mrajdigital2579 7 месяцев назад +1

      Jay Jagannath, Jay Sri Krishna, Jay Sri Ram

    • @bijaykumarmarandi4047
      @bijaykumarmarandi4047 6 месяцев назад

      Hnn Ayodhya re auu Kedarnath re b Aame Dekhilu❤😂

  • @KartikGuru-in6qu
    @KartikGuru-in6qu 12 дней назад

    ଆପଣଙ୍କୁ ବୋହୁତ୍ ଧନ୍ୟବାଦ ଆପଣ ବୋହୋତ୍ ପରିଶ୍ରମ କରିଛନ୍ତି ❤❤👍👍🙏🙏

  • @ourlearning6425
    @ourlearning6425 7 месяцев назад +41

    କଣ୍ଟାବାଞ୍ଜି ପ୍ରତି ଅନ୍ୟାୟ କରିବେ ନାହିଁ | ଭଗବାନ୍ ଆପଣଙ୍କ ପାଖରେ ପାଖେ ରହିବେ | ଆପଣ ବିରଳ ଓ ଅନନ୍ୟ |

  • @prakashkumarjena4385
    @prakashkumarjena4385 7 месяцев назад +3

    Sat sat Naman Apanaku Hurdaya ru fram odisha driver Mahasangha

  • @swadhikarbetaj3768
    @swadhikarbetaj3768 7 месяцев назад +20

    ଏମାନେ ହିଁ ପ୍ରକୃତ ନେତା। ନେତୃତ୍ବ ନେବାର ଅଛି କ୍ଷମତା।

  • @AnindaMandal-ou6yc
    @AnindaMandal-ou6yc 2 месяца назад +2

    Great❤❤❤❤❤❤❤hero

  • @everythingforyou9342
    @everythingforyou9342 7 месяцев назад +24

    ରାଜକୀୟ ପରିବାରରୁ ନବୀନ ଆସିଥିଲେ ଦୁଃଖ କେବେ ଜାଣି ନାହାନ୍ତି...
    ନିଜ ଜୀବନରେ ଦୁଃଖ ଜାଣି ନଥିବା ଲୋକ ଆପଣଙ୍କ ସହ fight କଲା sir...
    ସେଥିପାଇଁ ଆପଣ ବିଜୟୀ ହେଇଗଲେ 🙏🏻🙏🏻🙏🏻

  • @sureshchandramohanty5367
    @sureshchandramohanty5367 6 месяцев назад +2

    You are a great fighter n hard working person we r proud of you..jai jagannath

  • @anuradhadey3740
    @anuradhadey3740 7 месяцев назад +20

    ଆଖିରେ ଲୁହ ଆସିଗଲା, ଆପଣ ଯେଉଁ ଦଳ ରେ ରୁହନ୍ତୁ ନା କାହିଁକି, ଆପଣ ସମ୍ମାନ ର ହକ୍ଦାର। ତେଲୁଗୁ ଫିଲ୍ମ କୁ କପି କରିବା ଅପେକ୍ଷା ଏଇ ପରି REAL HERO ଙ୍କ STORY କୁ ସାମନା କୁ ଆଣିବା ଦରକାର।

  • @prabhasbaral
    @prabhasbaral 2 месяца назад +1

    Congratulations you are election hero of India

  • @susrisrimayeepanda6210
    @susrisrimayeepanda6210 7 месяцев назад +17

    ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ମଣିଷକୁ ଉତ୍ତମ ଫଳ ମିଳେ ❤

  • @raghunandansethi
    @raghunandansethi 7 месяцев назад +1

    A great leader with a golden heart❤

  • @laxmanmishra9265
    @laxmanmishra9265 7 месяцев назад +8

    Laxman Babu nku thakura nka asirbad sabubele thau Jai shree Ram ji

  • @kapilbarada7515
    @kapilbarada7515 4 месяца назад +1

    Thank you sir🙏🌺🌹🙏

  • @purnachandrakhamari8956
    @purnachandrakhamari8956 7 месяцев назад +20

    ବାସ୍ତବରେ ଆପଣ hero 🙏🏿🙏🏿

  • @jaishree1391
    @jaishree1391 7 месяцев назад +2

    ଆପଣ ଙ୍କ କଥୋପକଥନ ବହୁତ ଭଲ ଲାଗିଲା, ହୃଦୟ ସ୍ପର୍ଶୀ 💐🙏

  • @brajakishorepadhi4022
    @brajakishorepadhi4022 7 месяцев назад +13

    ଜୟ ଜଗନ୍ନାଥ। ନବୀନ ପଟ୍ଟନାୟକ ଶତାବ୍ଦୀର ସବୁଠାରୁ କୁକୁର ପରି ହାର। ନଂ-୧ ନବୀନ ର ନବଂର-୧ ହାର।। ଗୁଡବାଏ ନବୀନ ବୁଢା

  • @BirendraKumar-r4y
    @BirendraKumar-r4y 7 дней назад

    ଆଗ ସରକାର ରେ ଅନନ୍ୟ ଅତ୍ୟାଚାର ହେଲା ସେଥିପାଇଁ ଜୟ ଜଗନ୍ନାଥ ଙ୍କ କୃପାରୁ ବିଜୟୀ ଲାଭ କରିଛନ୍ତି ବାଗ sir 🙏🙏🙏🙏🙏

  • @udit_sahu_official
    @udit_sahu_official 7 месяцев назад +6

    ନେତା ହେବତ ଏମିତି 🙏🏻 ଆପଣଙ୍କ ଭଳି ବ୍ୟକ୍ତିତ୍ବ ରାଜନୀତି ରେ ବିରଳ

  • @birenjena3758
    @birenjena3758 7 месяцев назад +2

    ବହୁତ ଅନୁପ୍ରାଣିତ ଭିଡିଓ ସମସ୍ତଙ୍କ ପାଇଁ ଆଖିରେ ଲୁହ ଆସିଗଲା

  • @Sadboysudhir03
    @Sadboysudhir03 7 месяцев назад +26

    ଆଖିରୁ ଲୁହ ଆସିଗଲା 😢😢 ସତରେ ଆପଣ ବହୁତ ଭଲ 🙏🙏🙏

  • @subhrachhotaray1512
    @subhrachhotaray1512 7 месяцев назад

    Such a very very down to earth person... ସ୍ପଷ୍ଟ କଥା ସରଳ ମଣିଷ l ହାରି ହାରି ଜିତିବା ୟାକୁ କୁହାଯାଏ l ପରିଶ୍ରମ ଆଉ ସଚୋଟ ଫଳ l ଏ ପରି ଅନୁଭବୀ ମଣିଷ ରାଜନୀତି କୁ ଆସିଲେ ଦୁଃଖ କଷ୍ଟ କୁ ବହୁତ୍ ନିକଟରୁ ବୁଝିପାରିବେ l best podcast

  • @bipinimallickbipini6793
    @bipinimallickbipini6793 7 месяцев назад +32

    ନୀଳବର୍ଣ. ଶୃଗାଳକୁ. ହରେଇଲେ. Laxmana. Baga. ବାବୁ. ପ୍ରକୁତ. ହିରୋ. 🙏🏼❤

    • @PruthivirajMajhi
      @PruthivirajMajhi 7 месяцев назад

      Jiye b bjp re thiya heba jitiba kichhi bada katha nuhe nabin harithanta ok

    • @Kamalraut-c8o
      @Kamalraut-c8o 7 месяцев назад

      ନା ଏଇଟା ସତ ନୁହଁ bjd and congress ମଧ୍ୟ ରେ ଟକ୍କର ତାଳେ କଣ୍ଟାବାଞ୍ଜି ରେ ଏଥର ପରିବର୍ତ୍ତନ ପାଇଁ bjp କୁ ଭୋଟ ଦେଇଛନ୍ତି ଏବଂ ଜିତାଇଛନ୍ତୀ​@@PruthivirajMajhi

    • @PruthivirajMajhi
      @PruthivirajMajhi 7 месяцев назад

      @@Kamalraut-c8o yes

    • @PruthivirajMajhi
      @PruthivirajMajhi 7 месяцев назад

      Bjp party re apana v kantabanji re election re candidate heithante apana v election jiti thante

    • @PruthivirajMajhi
      @PruthivirajMajhi 7 месяцев назад +1

      Laxman bag last change next election new candidate bjp party graduate loka heba

  • @madhabkumarnayak2679
    @madhabkumarnayak2679 2 месяца назад +1

    Great person ❤

  • @banamalipradhan2382
    @banamalipradhan2382 7 месяцев назад +14

    ରିଅଲ ହିରୋ, ଧନ୍ୟବାଦ

  • @biswajitrout6996
    @biswajitrout6996 7 месяцев назад +1

    U r really grt inspiration

  • @narayandas369
    @narayandas369 7 месяцев назад +10

    ଅର୍ଗୁସ news ଧନ୍ୟବାଦ

  • @shikhasagria6719
    @shikhasagria6719 7 месяцев назад +2

    Laxman Bag Jindabad❤❤❤❤❤❤❤

  • @AmirKumar88
    @AmirKumar88 7 месяцев назад +78

    ୟେ କାହାଣୀ ଶୁଣିଲା ପରେ ମୋ ଭଳି କାହା ଆଖିରେ ଲୁହ ଆସି ଯାଇଛି..

    • @Amachalani
      @Amachalani 7 месяцев назад +2

      ମୋର ବି ସମୟ ଠିକ୍ ଶିକ୍ଷା ଦେଇଛି ନବୀନ ବାବୁଙ୍କୁ

  • @krushnachandrakanhar3993
    @krushnachandrakanhar3993 7 месяцев назад +1

    Wonderful interview!

  • @tapanojha3982
    @tapanojha3982 7 месяцев назад +8

    Bahut ଧନ୍ୟବାଦ୍ ଦେବି ହୃଦୟରୁ ଆପଣଙ୍କୁ,you are great, କିନ୍ତୁ ଆପଣ ଗୋଟେ ଉତ୍ତର ଦିଅନ୍ତୁ,ବିନା ଗଦୀ ରେ ଜନ ସେବା karihabani?

  • @brajasundarsahoo9344
    @brajasundarsahoo9344 7 месяцев назад +1

    ଆପଣଙ୍କୁ ଶତ ଶତ ଶୁଭେଚ୍ଛା ଓ ପ୍ରଣାମ

  • @sksaddamsksaddam4466
    @sksaddamsksaddam4466 2 месяца назад +1

    Good man
    Man changa ha ess bandhai ka keya karai ga saitan vanga. Congratulations 🎉 bhai

  • @sridharpatel2459
    @sridharpatel2459 7 месяцев назад +22

    ଲଖଣ ବାଘ୍ ମୋର କୋଟି କୋଟି ପ୍ରଣାମ ଧନ୍ୟବାଦ

  • @sabitarani6363
    @sabitarani6363 7 месяцев назад +1

    ଧନ୍ୟବାଦ ଲକ୍ଷ୍ମଣ ବାଗ ଆଜ୍ଞା କୁ, ଆପଣଂକ ଉପରେ ଆପଣଂକ ନିର୍ବାଚନ ମଣ୍ଡଳୀ ର ସାଧାରଣ ଜନତା ଅନେକ ଆଶା ରଖିଛନ୍ତି ତାହାକୁ ପୂର୍ଣ୍ଣ କରିବା ପାଇଁ ଅନୁରୋଧ