News Fuse 23 SEPT 2024

Поделиться
HTML-код
  • Опубликовано: 12 ноя 2024

Комментарии • 114

  • @bichitrasatapathy1229
    @bichitrasatapathy1229 Месяц назад +40

    ଆଜ୍ଞ, ଏମିତି ବହୁତ ଜାଗାରେ "" ମହାପୁରୁଷ "" ମାନଙ୍କୁ ଅବହେଳିତ ଅବସ୍ଥାରେ ରଖାଯାଇଛି...

  • @Manas_panigrahi
    @Manas_panigrahi Месяц назад +36

    ଏମାନେ ହେଲେ ଗରୀବ ଆଉ ନିରୀହ ଆଦିବାସୀ ଏମାନଙ୍କୁ ଦୋଷ ଦେଇ ଲାଭ ନାହିଁ। ଯିବା ପାଇଁ ରାସ୍ତା ନାହିଁ ଏଥିରୁ ସ୍ପଷ୍ଟ ବାରି ହେଉଛି ଏ ଜିଲ୍ଲା କେତେ ବିକାଶ ହୋଇଛି। ରାଜଧାନୀ ଠିକ୍ ସେ ବିକାଶ ହୋଇନି ଏ ଜିଲ୍ଲାକୁ ପଚାରେ କିଏ....

  • @Sulochana_1976
    @Sulochana_1976 Месяц назад +14

    ଆଉ ଶହେ ବର୍ଷ ଲାଗିବ ବିକଶିତ ରାଜ୍ୟ ହେବା ପାଇଁ

    • @soumyaranjanbarik4734
      @soumyaranjanbarik4734 Месяц назад

      ନା ଭଉଣୀ 100×5 ବର୍ଷ ଲାଗିବ🙏🙏🙏🙏

  • @kunumajhi6027
    @kunumajhi6027 Месяц назад +18

    ସାର୍ ଆପଣଙ୍କୁ ହେଇପାରେ ମିଛ ହେଲେ ଆମପାଇଁ ସତ ପୂଜାପାଠ କଲେ ଭଲହେବୁ କି ନାଁ ଜାଣୁ ନାହିଁ କିନ୍ତୁ ବିଶ୍ବାସ ଅଛି/ ମେଡିକାଲ ରେ ଚିକିତ୍ସା କରି କି ମଧ୍ୟ ଭଲ ହେଇପାରୁ ନାହାନ୍ତି ପଇସା ପତ୍ର କେତେ ଖର୍ଚକରି ସାରୁଛନ୍ତି/ତ ପୂଜା କରିକି ଦେଖୀଲେ ଅସୁବିଧା କ'ଣ

    • @FAGUTUDU-i8t
      @FAGUTUDU-i8t Месяц назад +1

      Right

    • @dineshkumarbehera2363
      @dineshkumarbehera2363 Месяц назад +1

      Puja karantu kintu niriho pasu ku maariba kan thick??

    • @laxmanmurmu6604
      @laxmanmurmu6604 Месяц назад

      Tome manso khaouno ki​@@dineshkumarbehera2363

    • @bagelkumarnaik3652
      @bagelkumarnaik3652 Месяц назад

      Right bro

    • @BaskeyAnanta
      @BaskeyAnanta Месяц назад

      ​@@dineshkumarbehera2363ପଠାଣ ମାନଙ୍କୁ ମନା କର ଯଦି ଗାଣ୍ଡୀ ରେ ଦମ୍ ଅଛି

  • @soumyaranjanbarik4734
    @soumyaranjanbarik4734 Месяц назад +6

    ଯେଉଁମାନଙ୍କୁ ସମ୍ମାନ ଦେଇପାରିବାନାହିଁ ତାଙ୍କୁ ଅସମ୍ମାନ କରିବାର ଅଧିକାର ଆମର ନାହିଁ

  • @kantasabar9117
    @kantasabar9117 Месяц назад +1

    ବହୁତ ବଡ଼ିଆ

  • @purnagaming-x2i
    @purnagaming-x2i Месяц назад +2

    Pachim Odisha re eta sabu ଜିଲ୍ଲା ଥୀ ଇ ପୂଜା କର ସନ୍ ଦେମୂଲ୍ ପୂଜା କହେ ସନ୍

  • @Biswajit.Mall_ik
    @Biswajit.Mall_ik Месяц назад +2

    ପାଣି ପଥ ଲଢେଇ ଚାଲିଛି😂🥰❤️

  • @sudarshannaik5405
    @sudarshannaik5405 Месяц назад +1

    Very Very Nice Message For Our Awareness By News Fues.

  • @arssingh3983
    @arssingh3983 Месяц назад +1

    ସାଧାରଣ ଲୋକଙ୍କୁ ସବୁଜାଗାରେ ଲୁଟା ଯାଉଅଛି

  • @soumyaranjanbarik4734
    @soumyaranjanbarik4734 Месяц назад +1

    ରାସ୍ତାର ଅବସ୍ତା ଦେଖିଲେ ସହଜରେ ଅନୁମାନ କରାଯାଇ ପାରିବ ଯେ ଏମାନେ ବିକଶିତ ଭାରତର ଲୋକ କି ନାହିଁ ପ୍ରଶାସନକୁ ଏ ଦିଗରେ ଦୃଷ୍ଟିଦେବାକୁ ଅନୁରୋଧ🙏🙏🙏🙏🙏

  • @dulamajhi1383
    @dulamajhi1383 Месяц назад +4

    First View.

  • @ranjanbehera3374
    @ranjanbehera3374 Месяц назад +3

    Kichi hele au 1000 barsa lagiba amo Odisha bikashita hoba pai.

  • @143Susanta
    @143Susanta Месяц назад +1

    ମତେ ଲାଗୁଛି ଯେମିତିକି ନଅଙ୍କ ଦୃଭିକ୍ୟ ହେଇଛିକି ଆଉ ଏତେ ହେଲାପରେ ବି ଲୋକେ କେବେ ସୁଧୁରିବେନି ସବୁ ଜଗନ୍ନାଥ ହିଁ ଭରସା ଧନ୍ୟବାଦ ଆମ ସାରଙ୍କୁ ଏମିତିକା ଵେବସ୍ତା କରିଥିବାରୁ

  • @kulamanibiswal7499
    @kulamanibiswal7499 Месяц назад +3

    Jay Jagannath

  • @purnagaming-x2i
    @purnagaming-x2i Месяц назад +2

    ଦେମୁଲ୍ ପୂଜା କହେଶନ ତମେ କଣ ଜାଣ ବ କଟ କିଆ ମଗିହେ

  • @rajeshmohanty1236
    @rajeshmohanty1236 Месяц назад +5

    Pura odia film 📽️🎥🎥

  • @HiralalPradhan-j6j
    @HiralalPradhan-j6j 5 часов назад

    ଅନ୍ଧବିଶ୍ୱାସ ରେ ପୁରା ଭାରତ

  • @samaimarndi4769
    @samaimarndi4769 Месяц назад +3

    ସ୍ବାସ୍ଥ୍ୟ ସେବା ସେ ଜାଗାକୁ ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ କାହିଁକି ? ଲୋକେ ଗୁଣିଆ ର ଆଶ୍ରୟ ନେବାକୁ ବାଧ୍ୟ ହେଉ ଛନ୍ତି । ସରକାର କଣ କରୁଛି 75/76 ବର୍ଷ ହେଲାଣି ।

  • @hemantaswain9335
    @hemantaswain9335 Месяц назад +2

    aji best news fuse is the best 🙏🙏🙏🙏💯💯💯💯🆗️🆗️🆗️🆗️

  • @kartikeshwar-hz8ih
    @kartikeshwar-hz8ih Месяц назад +2

    ଜୟ ଶ୍ରୀ ଜଗନ୍ନାଥ 🙏

  • @Sulochana_1976
    @Sulochana_1976 Месяц назад +3

    ସୁଭଦ୍ରା ଯୋଜନାର ପ୍ରଭାବ 😂😂😂😂😂😂

  • @KedarPattanayak-y7w
    @KedarPattanayak-y7w Месяц назад +4

    Yojana jete baharile eau bikasita rajya hebananhi

  • @krishnanaikbrothers6459
    @krishnanaikbrothers6459 Месяц назад

    My favorite news fews sir Jay Jagannath 🙏

  • @soumyaranjanbarik4734
    @soumyaranjanbarik4734 Месяц назад

    ସୁଭଦ୍ରା ପାଇଁ ବ୍ୟାଙ୍କ ମାନଙ୍କରେ ଏତେ ଭିଡ ଯେ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସରକାରଙ୍କୁ ଅନୁରୋଧ ଏ ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ

  • @IndraGouda-e9e
    @IndraGouda-e9e Месяц назад +1

    ୨୫ ବର୍ଷ ର ଶାସନ ରେ ଵି ଭଲସେ ରାସ୍ତା ନିର୍ମାଣ କରି ପାରିଲେ ନାହିଁ ନବୀନ ପଟ୍ଟନାୟକ

  • @zinny5149
    @zinny5149 Месяц назад

    ଜୟ ଜଗନ୍ନାଥ 🙏🏻 ଜୟ ଓଡ଼ିଆ 🙏🏻

  • @jayramraj6074
    @jayramraj6074 Месяц назад

    Dhanya Aajira loka mananka bhakti. Sesare Ganesh Maharaja nku b chhadileni. Barajatri ra kartoon banei dele dhanya se maha Manab

  • @TrilochanMoharana-r3p
    @TrilochanMoharana-r3p Месяц назад +1

    Odisha re super hero
    Navin patanaayk
    Best
    ❤🎉

  • @ranjayarout4523
    @ranjayarout4523 Месяц назад

    ଜୟ ଜଗନ୍ନାଥ

  • @soumyaranjanbarik4734
    @soumyaranjanbarik4734 Месяц назад

    ଆମେ ଫିଲ୍ମରେ ପାଣିଭିତରେ ମାରପିଟ୍ ଦେଖିଥିଲୁ ନାରଣ ଆମକୁ ରିୟଲ୍ ରେ ଦେଖେଇଥିବାରୁ ଧନ୍ୟବାଦ ଏହି ସିନ୍ କୁ କୌଣସି ଏକ ଫିଲ୍ମରେ ଯୋଗ କରାଯାଉ

  • @143Susanta
    @143Susanta Месяц назад

    ଏଇ ସାରଙ୍କର ଗୋଡ଼ରେ ବୋଧେ ଭ୍ରଷ୍ଟାଚାର ର ଅଳିଆ ଲାଗିଛି କାରଣ ଏତେ ଵେବସ୍ତା କେବଳ ବିକଶିତ ଭାରତର ବିକଶିତ ଦୁସ୍ୟ ସବୁ ନେତା ମନ୍ତ୍ରୀ ମାନଙ୍କର କିଛିବି ଭୁଲ ଏଇଠି ନାଇଁ ସବୁ ସାଧୁ 🙏🏿🙏🏿🙏🏿

  • @kumarkhirod1805
    @kumarkhirod1805 Месяц назад +1

    ସେ ମାନ ଙ୍କ ର ଭୁଲ କଣ ସେ ମାନ ଙ୍କ ପା ଖରେ ରାସ୍ତା ନାହିଁ ହସିପି ଟାଲ ନାହିଁ କନ କରି ବେ

  • @sukantapasa1312
    @sukantapasa1312 Месяц назад +3

    ଇଏ ସୁଭବ୍ରା ପୋଇସା ର କମାଲ

  • @shibabehera2088
    @shibabehera2088 Месяц назад

    Nice video

  • @143Susanta
    @143Susanta Месяц назад

    ଯାହା ହଉ ଆମ ଲୋକେ ବହୁତ ଭଲ ପାଆନ୍ତି ଗଣେଶଙ୍କୁ କାରଣ ତାଙ୍କର ପେଟ ବାହାରିଛି ତ ସେଥିପାଇଁ ତାଙ୍କୁ ନଚେଇଲେ ତାଙ୍କର ପେଟ କମିବ 🙏🏿🙏🏿🙏🏿 ଧନ୍ୟ ହେ ମୋର ଭୋଲା ଭାଇ ବନ୍ଧୁ ମାନେ

  • @Majhiofficial1431
    @Majhiofficial1431 Месяц назад

    ଆମ ଓଡ଼ିଶା ର ଆଦିାସୀମାନଙ୍କର ଜିଲ୍ଲା ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ ସରକାର ଦୃଷ୍ଟି ଦେଉନାହାନ୍ତି। ମୁଁ ବି ଜଣେ ଆଦିବାସୀ ଲୋକ ଅଟେ କଳାହାଣ୍ଡି ଜିଲ୍ଲାର l

  • @SashibhusanaPani
    @SashibhusanaPani Месяц назад

    Thanks ନାରାୟଣ sir

  • @sudhansukumarbal3419
    @sudhansukumarbal3419 Месяц назад +1

    Very nice

  • @smitaprusty5609
    @smitaprusty5609 Месяц назад +1

    Very nice👍❤

  • @semasaura1893
    @semasaura1893 Месяц назад

    Adibasi Puja ku no comment it is our natural GOD. it takes care our health...

  • @chinmayjena3788
    @chinmayjena3788 Месяц назад

    ଆଜ୍ଞା ଇଏ ଦେଶିର କରାମତି

  • @biswajitsethi946
    @biswajitsethi946 Месяц назад

    Medical team pathantu government ku request kariki

  • @143Susanta
    @143Susanta Месяц назад

    ଯାହା ହଉ ଏଇ ସାମ୍ବାଦିକ ଭାଇଙ୍କର ବହୁତ ଅଭିଜ୍ଞତା ଅଛି ସେଥିପାଇଁ jump କରୁଛନ୍ତି

  • @soumyaranjanbarik4734
    @soumyaranjanbarik4734 Месяц назад

    ଏଇ ଇଲେଟ୍ରିକ୍ ବଲବ ଚୋରିକରିଥିବା ଭାଇଙ୍କୁ ରାଷ୍ଟ୍ରପତି ପୁରସ୍କାର ଦିଆଯିବା ଉଚିତ୍

  • @JinuRout-go4js
    @JinuRout-go4js Месяц назад

    Agya ଆପଣଙ୍କ tv ra no deantu ama gaan ra anek ghatana dekhei debi jouthire ଆପଣଙ୍କ chanel re 5 milenia ଲାଗିଯିବ

  • @randaimudurae-p3p
    @randaimudurae-p3p Месяц назад

    Majhire atvetajment ku purantuni

  • @dineshkumarbehera2363
    @dineshkumarbehera2363 Месяц назад +1

    ନିରୀହ ପଶୁମାନଙ୍କୁଁ ନମାରୀ କଣ ପୂଜା ହେଇପାରିବନି..

    • @rcmvlog6364
      @rcmvlog6364 Месяц назад +1

      Chicken nokhaeki loko rahiparibeni ki?

    • @BaskeyAnanta
      @BaskeyAnanta Месяц назад

      Tame ନିରାମିଷ କି?

    • @rcmvlog6364
      @rcmvlog6364 Месяц назад

      @@BaskeyAnanta chicken jouthi kota hauchi sethi to complain nahi.ethi comment deba pain palaeasile

  • @santoshkumarjena9798
    @santoshkumarjena9798 Месяц назад +1

    ମୋର ବି କଟକ ରେ ଦୋକାନ ବଲ ଚୋରି କରୁଛନ୍ତି ସଲ

  • @sanjaybehera879
    @sanjaybehera879 Месяц назад +1

    Mast

  • @bijaydas612
    @bijaydas612 Месяц назад +1

    ପାଣିରେ ଝଗଡା ଲାଗିଥିବାର କାରଣ ଟା ତ କହିଲନି ନାରଣ 🤪

    • @RojatSuna
      @RojatSuna Месяц назад

      ପାଣି ଭିତରେ ପାଣି ବାଜିଥିଲା ଆଉ 😂😂

  • @mrutunjayapati3704
    @mrutunjayapati3704 Месяц назад

    bhai please sarkar nku kuhantu odisha ra kaudina flood samasya jiba

  • @mrsasikantavlog9813
    @mrsasikantavlog9813 Месяц назад

    Mun Parlakhemundi jaithili Sethi V semiti loka Problem re Achhanti

  • @jiojio8658
    @jiojio8658 Месяц назад +2

    Apananka pakha ku jaha patheile replay asuniii

  • @143Susanta
    @143Susanta Месяц назад

    ମୁଁ କାହାର ଆତ୍ମ ବିଶ୍ୱାସ କୁ ଖନନ କରିବାକୁ ଚାହେଁନି ହେଲେ ମୁଁ ବୁଝି ପାରୁନି ଲୋକଙ୍କୁ ମେଡିକାଲ ନ ନେଇ ଏଇ ଗୁଣି ଗାରେଡି କୁ ବିଶ୍ୱାସ କରୁଛନ୍ତି ଏହା କେବଳ ସରକାରଙ୍କର ଦୋଷ କାରଣ ଏତେ ଯୋଜନା କରୁଛନ୍ତି ହେଲେ ମୋର ନିରୀହ ଭାଇ ଭଉଣୀଙ୍କ ପାଖରେ ଶୋଭିଦା ଯୋଗେଇଦେବାକୁ କିଛି ଯୋଜନା ନାଇଁ

  • @PriyaPatra-s6y
    @PriyaPatra-s6y Месяц назад

    Hello

  • @Smiling3DModel-qq3gf
    @Smiling3DModel-qq3gf Месяц назад

    Agyat ka matlab ek ghode ghode

  • @sadanandamalik3569
    @sadanandamalik3569 Месяц назад +1

    ଏହି ବଢ଼ି ପାଣିରେ ଏ ଫାଇଟିଂ ବୋଧେ ସୁଟିଂ କରୁଛନ୍ତି, ତା ଛଡା ଏ ଫାଲତୁ ଭିଡିଓ ନ ଦେଖାଇ ଦେଶ ବିଦେଶ ର ହାଲ ଚାଲ ପ୍ରସାର କଲେ ଭଲ ହୁଅନ୍ତା

  • @jayramraj6074
    @jayramraj6074 Месяц назад

    Ea durshya dekhi laguchi Abe b Manisha andha biswasare biswas rakhuchi.

  • @anugrahabarik2651
    @anugrahabarik2651 Месяц назад

    Lokank Astha upare hasiba bhala nuhe

  • @143Susanta
    @143Susanta Месяц назад

    ହଇରେ ନାରଣ ଏତେ ବଡି ପାଣିରେ ଏମିତିକା ଖେଳୁଛନ୍ତି ମତେ କହନି ଏଇଟା କୋଉଠା ଖେଳ ମୁଁ ଆଉ ମୋ ସାଙ୍ଗ ମିଶିକି ଖେଳିବୁ କେବେ ସୁଧୁରିବେ ସବୁଠୁ ସାଙ୍ଘାତିକ ପାଣିର ସାଙ୍ଘାତିକ ଦୁସ୍ୟ 🤣😂🤣

  • @disujasadridjsong1917
    @disujasadridjsong1917 Месяц назад +1

    Bageshwar dham baba ku troll koro bhai adivasi lokonku kona troll korucho

  • @dhaniramgond6900
    @dhaniramgond6900 Месяц назад

    Kahara astha aau biswasa ku amiti opohasa kariba kte dura thik apana kbe bujhibeni

  • @Manas_panigrahi
    @Manas_panigrahi Месяц назад +2

    ମନ୍ଦିର ସାମ୍ନାରେ ଖଣ୍ଡିଆ ଚପଲ ରହୁନି ଏବେ😂😂 ଚପଲ ଠାରୁ ଅଧିକ ଦାମ CFL..

  • @jayramraj6074
    @jayramraj6074 Месяц назад

    Ea modern jugara pila. A mananka desa bhakti dekhi Naranara mana kundhe mota heigala.

  • @ghichimichighichimichi6397
    @ghichimichighichimichi6397 Месяц назад

    Tame ta kichhi janina aau se niriha lokamananku criticized karuchha,

  • @mbjfootball440
    @mbjfootball440 Месяц назад

    Hou

  • @PrakashRout-u2d
    @PrakashRout-u2d 23 дня назад

    Vhala hela a gote new khela

  • @jayramraj6074
    @jayramraj6074 Месяц назад

    Ea Sarkar ki Subhadra yojna kale kejani lokamane Bank ku daudi daudi Nayanta heleni. Jadi Paisa dabara thila prakuta gariba loka dekhi acount paisa pathei delani. Loka mananku Aau Bank re lamba line dabaku padi nathanta.

  • @sidharthsethi2915
    @sidharthsethi2915 Месяц назад

    Adhika katha hauchi tikiye kaam katha karantu last kuha

  • @jayramraj6074
    @jayramraj6074 Месяц назад

    Banya panire ea ladhai durshya dekhi mate laguchi boliwood ra cinema b ya Aage fail. Satare kete karamati a Nali Panira.

  • @haridas7169
    @haridas7169 Месяц назад

    Hindu hai ke hindu ku target

  • @Bhutu_BaHa_Creation
    @Bhutu_BaHa_Creation Месяц назад +2

    Ai... Jau Adibawsi rahu chhanti.... Tanka.....puja parba Tume maza nauchha.... Na..... Tumo puja parba re kiye Nauchhi Ki.....😢 news Pusz Na re Roasting karu chha...... 😮

  • @ParfulalBarik
    @ParfulalBarik Месяц назад

    Hay narayan a lata kama karaeba lokanu debara thila a mati maa ku nu hyn ki bela hay bhagwaan.

  • @Similipalclasses
    @Similipalclasses Месяц назад

    Sir this is not right. You can't blame others culture. Because this is not your right as a human.

  • @attitudeboynandu944
    @attitudeboynandu944 Месяц назад

    Pura bobal aaji video

  • @bibhudattamishra5636
    @bibhudattamishra5636 Месяц назад

    Direct contact kar bujheibi tote

  • @elizabehera6454
    @elizabehera6454 Месяц назад

    Bhai ae mane u.p mantri .ama odisha mantri ta pandian ku sir kahibe.sikha tike u.p wala nka thu.

  • @biswajitdaskunu
    @biswajitdaskunu Месяц назад

    New video re old video kahiki amiti misae daucha

  • @pithagolashg9433
    @pithagolashg9433 Месяц назад

    Bhai up ra dekheu Chianti odissa ra dekhau nahanti. Bjp Chanel.

  • @Mrddbaska7815
    @Mrddbaska7815 Месяц назад

    BJD sarkar bele bi odisha re amithi road heichhi 😅😅 . BJD sarkar re sabu sambaba hebo amo odisha re . 😅😅😅

  • @madhusmitasona-p5n
    @madhusmitasona-p5n Месяц назад

    RI exam re corruption hauchiii seita show karile habani na ??? Hn Tama otv ra owner bjp mla ma rating kamijiba nija katha nije kemity kahiba

  • @abhijitjena3331
    @abhijitjena3331 Месяц назад

    Somalia ru training nei asichanti,ate talent achi use Kari be na

  • @PriyankaSingh-bl3kb
    @PriyankaSingh-bl3kb Месяц назад

    😭😭😭😭🙏🙏🙏🙏🥺🥺🥺🧐😌😌😌😌

  • @gitanjalirout9774
    @gitanjalirout9774 Месяц назад

    😊😅😅😅😅

  • @bibhudattamishra5636
    @bibhudattamishra5636 Месяц назад

    To bhali badmas ku anyara kasta Jana nahin

  • @sadanandaprusty7639
    @sadanandaprusty7639 Месяц назад

    Otv pagala 1 years road 🛣️ video chaducha

  • @jayramraj6074
    @jayramraj6074 Месяц назад

    Ea Kalia dokanaru ball chorikala wala. tanka nija gaon ru b bahut ball chori Kari kete lokanka ghara andhara kari deichi se katha Narana ku bhi jana nahin. Ea se Bhaira niti diniya bepara. Sarkar athi prati dhyana diantu.

  • @MadhuMadhu-cf8ig
    @MadhuMadhu-cf8ig Месяц назад

    ❤❤🎉😂😢😅 0:29 iu

  • @sanjeebkumar1982
    @sanjeebkumar1982 Месяц назад

    😂😂😂😂

  • @Lipkumar123
    @Lipkumar123 Месяц назад

    😂😂😂😜😜😜👏👏👏.

  • @technicalsptv6090
    @technicalsptv6090 Месяц назад

    😂😅😢😢😅

  • @MAHESHDORA-zu5vk
    @MAHESHDORA-zu5vk Месяц назад

    😂😂😂😂😂😂😅😅😅😅😅😅😅