Jibana Do Chhakire Ashara Alok Ep 380 09 SEPT 2023

Поделиться
HTML-код
  • Опубликовано: 25 дек 2024

Комментарии • 1,7 тыс.

  • @gopalchandra1415
    @gopalchandra1415 Год назад +172

    ସତରେ ତୁଳସି ମା ତୁମେ ମାନବି ନା ଦେବି 🙏🏼 କଳିଯୁଗ ରେ ତୁମେ ସାକ୍ଷାତ୍ ଠାକୁରାଣୀ 🙏🏼

    • @Pramod-ko1zk
      @Pramod-ko1zk 10 месяцев назад +1

      ❤❤❤❤❤❤❤❤❤

  • @freefireforce769
    @freefireforce769 Год назад +52

    ସତରେ ମା ତୁଳସୀଙ୍କୁ ବହୁତ ବହୁତ ଧନ୍ୟବାଦ. ଭଗବାନ ତୁମକୁ ଭଲରେ ରଖନ୍ତୁ

  • @jitendrakumarmaharana9687
    @jitendrakumarmaharana9687 9 месяцев назад +85

    ଏ ହେଉଛି ଗୋଟିଏ ନାରୀର ପ୍ରକୃତ ସୌନ୍ଦର୍ଯ୍ୟ। ତୁଳସୀ ନାମ ର ମହତ୍ତ୍ଵ ମର୍ଯ୍ୟାଦା ମହାନତା ଯଥାର୍ଥ ଅଟେ । ଏହିପରି ନାରୀ ଙ୍କୁ ହୃଦୟରୁ ନମସ୍କାର ।

  • @suchitrasathapathy8592
    @suchitrasathapathy8592 Год назад +140

    ସ୍ତ୍ରୀ କଳା ଏ ବଦମାସ୍ ବହୁତ୍ ସୁନ୍ଦର୍।ବହୁତ୍ ମାଡ ଦରକାର୍ ଏ ଠକ ମାଙ୍କଡକୁ ।

  • @dasbenudhar1167
    @dasbenudhar1167 Год назад +124

    ତୁଳସୀ ନାମ ଟିକୁ ସାର୍ଥକ କରିଛନ୍ତି ହୂରଦାୟ ରୁ ଧନ୍ୟବାଦ ଭଉଣୀ ଙ୍କୁ

  • @MrJituVlogs143
    @MrJituVlogs143 Год назад +28

    OMG ତୁଳସୀ ଭଳି ଗୋଟେ ସ୍ତ୍ରୀ ମୋ ଭାଗ୍ୟ ରେ ମିଲୁ ଭଗବାନ 🙏🙏🙏

  • @SriJagannath-yk9jy
    @SriJagannath-yk9jy Год назад +75

    ଭୋଉଣୀ ଏ ଲୋକ ପାଖକୁ ଯାଅ ନାହିଁ
    ତୁମ ଦୁଇ ପିଲା ଙ୍କ ଜୀବନ ନଷ୍ଟ ହେଇଯିବ।
    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତୁମ କୁ ଶକ୍ତି ଦିଅନ୍ତୁ।😢😢😢😢

  • @Satyajit423
    @Satyajit423 Год назад +16

    ସତରେ ମା ତୁଳସୀ 🙏 ତମେ great ତମର ଭାବନା ବହୁତ ସତ୍ୟ.ଆଉ ମୁଁ ପ୍ରଥମ ଥର ପାଇଁ ଦେଖିଲି ଆମ ଓଡିଶା ରେ ଏମିତି ବି ଦେବି ଅଛନ୍ତି ତମକୁ କୋଟି କୋଟି ପ୍ରଣାମ 🙏🙏🙏🙏

  • @harishnayak8993
    @harishnayak8993 Год назад +57

    ତୁଳସୀ ପରି ଝିଅ ବା ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ ତାଙ୍କ ପଦ ତଳେ ମୋର କୋଟି କୋଟି ପ୍ରଣାମ,ତୁଳସୀ ପରି ଝିଅ ବା ନାରୀ ଏ ଦୁନିଆଁରେ ମିଳିବା ବହୁତ୍ କଷ୍ଟ,ଏମିତି କିଛି ନାରୀ ଅଛନ୍ତି ବୋଲି ତ ସଂସାର ଚାଲିଚି,ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଚି କି ତୁଳସୀ ପରି ନାରୀ ବା ସ୍ତ୍ରୀ ଏ ଦୁନିଆର ସବୁ ପୁରୁଷଙ୍କୁ ମିଳୁ ଜୟ ଜଗନ୍ନାଥ

    • @cloud9_200
      @cloud9_200 Год назад +2

      ଏବଂ ଏଇ ଭଳି ସ୍ବାମୀ କୋଉ ତୁଳସୀ କୁ ନ ମିଳୁ

  • @Queensandhya143
    @Queensandhya143 Год назад +18

    ତୁଳସୀ ବହୁତ୍ ସୁନ୍ଦର ଟିକେ black ହେଲେ କଣ ହେଲା ଫେସ୍ କଟ ବହୁତ ସୁନ୍ଦର

  • @allworldshorts6156
    @allworldshorts6156 Год назад +161

    ତୁଳସୀ ଭଳିଆ ମା କୁ କୋଟି କୋଟି ପ୍ରଣାମ ❤❤❤

  • @ranjitparida6572
    @ranjitparida6572 Год назад +60

    ସେ ଶଳା କୁ ସୋ ବାହାରକୁ କାଢ଼ିକି ପିଟା ହଉ ତା ଘୁଷୁରୀ ମୁହଁ କୁ ଠେକୁଆ ନାକ କୁ ଫଟା ,,,,ଶଳା ମେଣ୍ଢା ଘିଆ 😮😮

  • @arunkumarprusty1968
    @arunkumarprusty1968 Год назад +405

    ଭଦ୍ର ମହିଳା ତୁଳସୀ ମା'କୁ ବହୁତ ବହୁତ ଧନ୍ୟବାଦ।ତାଙ୍କର ମୂର୍ଖ ସ୍ବାମୀଙ୍କ ଏପରି ଆଚରଣ ପାଇଁ ପ୍ରକୃତରେ କଠୋର ରୁ କଠୋରତମ ଦଣ୍ଡବିଧାନ କରାଯିବା ଉଚିତ।

    • @sasmitaodiavlogsvideos823
      @sasmitaodiavlogsvideos823 Год назад +9

      Sir mo bapa semiti heuchhnti maa sabu bele kasta pauchhnti ame 3sister gotia Bhai se Sana sabu bele jhagada karuchhnti kaha katha manu nahanti ghare sabu. Bele pati tunda chalichi

    • @arunkumarprusty1968
      @arunkumarprusty1968 Год назад

      @@sasmitaodiavlogsvideos823 ଝିଅ, ଆପଣଙ୍କ ଦୁଃଖରେ ମୁଁ ମର୍ମାହତ।କେବଳ ସମବେଦନା ଜଣାଇବା ବ୍ୟତିତ ମୋ ପାଖରେ କୌଣସି ଉତ୍ତର ନାହିଁ।ଯଦି କେହି କିଛି ନବୁଝି ଭୁଲ୍ ବାଟରେ ଯିବେ ତେବେ ସେ ଭଗବାନଙ୍କ ଦରବାରରେ ଦଣ୍ଡିତ ହେବେ।ବୟସ ଅଧିକ ହେଲେ କାହାର ନା କାହାର ସହାୟତା ଆବଶ୍ୟକ ହେବ।ସେତେବେଳେ କେହି ପାଖରେ ନଥିବେ।ତେଣୁ ବେଳହୁଁ ସାବଧାନ ହେବା ଉଚିତ ହେବ।

    • @AbrazKhan1996
      @AbrazKhan1996 Год назад +1

      Number dedo sir.. ❤

    • @SonaliBiswal-fu6ju
      @SonaliBiswal-fu6ju Год назад

      😢😢😢😢😢😢

    • @SonaliBiswal-fu6ju
      @SonaliBiswal-fu6ju Год назад +1

      😢😢😢😢😢😢

  • @jugalakishorebehera2753
    @jugalakishorebehera2753 Год назад +107

    ତୁଳସୀ ମା ଯୋଗୁଁ ମୋ ଆଖିରୁ ଲୁହ ଆସିଗଲା, 🙏🙏🙏

  • @omkardash4472
    @omkardash4472 Год назад +52

    ସ୍ୱାମୀ ଦରକାର ନାହିଁ ମା, ତମେ ଏକୁଟିଆ ଦୁନିଆ ସହ ଲଢ଼ି ପାରିବ, ଈଶ୍ୱର ଅଛନ୍ତି

  • @soumyasucharita3826
    @soumyasucharita3826 Год назад +82

    Her innocence has my whole heart!!♥️
    ଏମିତି ସ୍ତ୍ରୀ ବିରଳ, ଧନ୍ୟ ତୁଳସୀ।
    ସ୍ତ୍ରୀ ର ଭରସା ନାହିଁ ତା ସ୍ବାମୀ ଉପରେ, ସେ ତା ପାଖରେ ରହିବା ଉଚିତ୍ ନୁହେଁ ମା, ଅଭଦ୍ର ସ୍ବାମୀ।
    ଅଯୋଗ୍ୟ ସ୍ବାମୀ। ମୁଣ୍ଡରେ ପଥର ଛେଚି ଦବାକୁ ଇଚ୍ଛା ହଉଚି।😠

  • @dolagobindasahoo9267
    @dolagobindasahoo9267 Год назад +392

    ସ୍ତ୍ରୀକୁ ସମ୍ମାନ ଦେଇ ଯେ ଶିଖିନି
    ନୁହେଁ ସେ ସ୍ୱାମିରେ ଗଣା ।
    ପ୍ରକୃତି ତାହାର ବଦଳିବ ନାହିଁ
    ହେଉଥିବ ବାଟ ବଣା ।
    ଏଭଳି ଲମ୍ପଟ ପୁରୁଷ ପାଖରେ
    ତୁଳସୀ ରହିବ ଯେବେ ।
    ପ୍ରତି ମୁହୂର୍ତ୍ତରେ ତା ମୁଣ୍ଡ ଉପରେ
    ଖଣ୍ଡା ଝୁଲୁ ଥିବ ତେବେ ।

  • @suchitrasathapathy8592
    @suchitrasathapathy8592 Год назад +34

    ତୁଳସୀ ହିଁ ପ୍ରକୃତ ଭାରତୀୟ ନାରୀ🙏🙏🙏🙏🙏

  • @haradhanbehera9681
    @haradhanbehera9681 Год назад +128

    Tulasi u are really great 🙏🙏🙏କିନ୍ତୁ ଏ ସମାଜରେ ବଂଚିବାକୁ ହେଲେ ନିଜକୁ stronge କରିବାକୁ ପଡିବ....

  • @Drsiddharthspradhan
    @Drsiddharthspradhan Год назад +2

    ହେ ଭଗବାନ ଏମିତି କା ସ୍ଵାମୀ କାହାରି କୁ ନମିଳୁ🙏🏻 ! ତୁଳସୀ ମା କୁ ମୋର 🙏🏻🙏🏻 !

  • @malisethi5688
    @malisethi5688 Год назад +63

    ଏ ବୁଢା ପାଖରେ ନ ରହିବା ଟା ହିଁ ତୁଳସୀଙ୍କ ପାଇଁ ମଙ୍ଗଳ ହବ ବୋଲି ମୁଁ ଭାବୁଚି. କାରଣ ଏଭଳି ଲୋକ ସୁଧୁରିବା ଭାରୀ କଷ୍ଟ. ଭଗବାନ ତୁଳସୀଙ୍କୁ ସହାୟ ହୁଅନ୍ତୁ 🙏🙏. ଜୟ ଜଗନ୍ନାଥ 🙏🙏

  • @lipsaodiavlogs.
    @lipsaodiavlogs. 11 месяцев назад +4

    ଏ ନଣ୍ଡା ମୁଣ୍ଡିଆ ପେଚା ମୁହା କୁ ଖାଲି ବିଛୁଆତି ଡାଙ୍ଗ ରେ ମାଡ଼ ଦରକାର but ତୁଳସୀ your real great 👏 👍 big salute to you

  • @maminasahoo1356
    @maminasahoo1356 Год назад +41

    ଏ ଲୋକ ମାନସିକ ଭାବେ ଠିକ୍ ତ ?
    ମାନସିକ ଅସନ୍ତୁଳନ ଥିଲା ପରି ତ ଲାଗୁଛି... କଥା ବାର୍ତ୍ତା ତ କିଛି ତାଳମେଳ ଖାଉନି...

  • @mamitasingh1698
    @mamitasingh1698 Год назад +10

    ମିସ୍ତ୍ରୀ ମାନଙ୍କର ହଜାର ସ୍ତ୍ରୀ। ଯୋଉମାନେ ମିସ୍ତ୍ରୀ ତାଙ୍କର ହଜାର ସ୍ତ୍ରୀ

  • @mastertejassworldofpaintin2355
    @mastertejassworldofpaintin2355 Год назад +313

    ତୁଳସୀ ଭଉଣୀ ଆପଣ ବହୁତ ସରଳ🙏.. ଏ ସ୍ୱାର୍ଥପର ଦୁନିଆ ଆପଣଙ୍କ ଭଳି ମଣିଷଙ୍କ ପାଇଁ ତିଷ୍ଠି ରହିଛି l ଆପଣ କିନ୍ତୁ ଅନ୍ୟାୟକୁ ପ୍ରଶ୍ରୟ ଦେଇ ନିଜର କ୍ଷତି କରୁଛନ୍ତି l ସେମିତି କରନ୍ତୁନି l ଆପଣ ନିଜ କଥା ମଧ୍ୟ ଚିନ୍ତା କରନ୍ତୁ l

  • @sabitatripathy1702
    @sabitatripathy1702 2 месяца назад

    ତୁଳସୀ ତୁମେ ପ୍ରକୃତରେ ବୃନ୍ଦାବତୀ ତୁମକୁ ମୋ ହୃଦୟ ପ୍ରଦେଶର ଅନେକ ଦୂରରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤

  • @laxmikantabehera9195
    @laxmikantabehera9195 Год назад +97

    Salute Tulasi Maa 🙏
    You are great !

  • @PralayaSethi-wc2gh
    @PralayaSethi-wc2gh 11 месяцев назад +7

    ଆମ ଭଦ୍ରକ ଜିଲ୍ଲା କୁ ଅସ୍ନମାନ କରିଵା ଭଳି କଥାଟେ। ଏମିତି ଲୋକଙ୍କୁ ଫାସି ଦେଇଦିଅନ୍ତ। ଓ ସେଇ ଭଉଣୀ ଙ୍କୁ ମୋର ହୃଦୟରୁ ‌ସ୍ନମାନ ଜଣାଉଛି।

  • @biswajita614
    @biswajita614 Год назад +564

    ଜୀବନ ରେ ପ୍ରଥମ ଥର ମୁଁ ତୁଳସୀ ମା ଭଳି ଝିଅ ଦେଖିଲି...ଆଖିରୁ ଲୁହ ଆସିଗଲା

  • @Situn__15
    @Situn__15 Год назад +15

    ପ୍ରଥମେ salute ଦେବି ତୁଳସୀ ଙ୍କୁ କି, ନାରୀ ଯୁଗେ ଯୁଗେ ପୁଜନିୟ ବୋଲି ସେ ହେଉ ଛନ୍ତି ଜଳନ୍ତା ଉଦାହଣ. 🙏🏻🙏🏻🙏🏻ଏ ଯୋଉ ଲୋକ କୁ ମଣିଷ ଦେଖିଲେ ରୂପ ଆଉ ଗୁଣ ଦୁଇଟା କୁ ଘୃଣା କରିବ ସେ କହୁଛି Black night, ଏ ଭଳି ମଣିଷ କୁ ଜୀବନ ରୁ ମାରି ଦବା କଥା, ଏ ଲୋକ ପାଇଁ ମୃତ୍ୟୁ ଦଣ୍ଡ ହି ଉପଯୁକ୍ତ ଶାସ୍ତି 😡

  • @Twins_Lifestyle
    @Twins_Lifestyle Год назад +21

    ପର୍ଶୁରାମ ଲୋକ ଟା ପ୍ରକୃତରେ ପାଗଳ... ଏଥିରେ କ'ଣ ଆଲୋଚନା ହଉଛି ସେ କିଛି ନ ବୁଝି ବସିଛି ଭଳି ଲାଗୁଛି....

    • @gaganinayak7997
      @gaganinayak7997 Год назад

      Parsuram satare gote pasu samajara chalani jana nahin sansara kana jananahin

  • @pradeepsahoo7350
    @pradeepsahoo7350 Год назад +4

    ଧନ୍ୟ ମା ତୁଳସୀ ତୁମପରି ସମସ୍ତେ ହେଇ ପାରିବେନି 🙏🙏🙏🙏🙏

  • @sandhyamarandi5592
    @sandhyamarandi5592 Год назад +13

    Parsuram ଯେ ପର୍ଯ୍ୟନ୍ତ ନିଜ ଭୁଲ କୁ ନିଜେ ବୁଝିପାରିନି ସେ ପର୍ଯ୍ୟନ୍ତ ତାକୁ କେହି ବୁଝେଇ ପାରିବେନି। ତାକୁ ଖାଲି ମାଡ଼ ଦରକାର।

  • @juliepradhan2418
    @juliepradhan2418 11 месяцев назад

    ହେ ଠାକୁର…ନିହ୍-ସନ୍ତାନ କୋଳରେ ପିଲାଟିଏ ଦିଅ
    କିନ୍ତୁ ଏପରି ମଣିଷକୁ ଏ ଦୁନୀଆରେ ବାଲି ମୁଠାଏର ମଧ୍ୟ ଯୋଗ୍ୟ ନ କର 🙏🏻🙏🏻🙏🏻

  • @basudevmishra1367
    @basudevmishra1367 Год назад +45

    ସତରେ ଆଖିରୁ ଲୁହ ଅସିଗଲା।।।ଧନ୍ୟ ତୁଳସି ଲୋ🙏🙏🙏ସେ ନଣ୍ଡା କୁ ଆଉ ବୁଝାଓ ନି। ମାଡ଼ ମାରି ବୁଝାଓ

  • @Rudranarayan450
    @Rudranarayan450 11 месяцев назад +2

    ମୋ ପାଟିରୁ ବହୁତ ଖରାପ ଭାଷା ବାହାରୁଛି.... ହେଲେ ମୋ ପରିବାର ର ସବୁ ସଦସ୍ୟ ଦେଖୁଥିବାରୁ ମୁଁ କିଛି କହିପାରୁନି.... ଖାଲି ଏତିକି କହୁଛି ତୁ ଶଳା ମୋ ଆଗକୁ କେବେ ଆସେ ସତରେ ଏମିତି ମାଡ ମାରିବି ଶଳା ତୋ ମୁହଁ ବି ଆଉ କାହାକୁ ଦେଖେଇ ପାରିବୁନି....

  • @Ratsita709
    @Ratsita709 Год назад +235

    ପ୍ରଥମ ଥର ପାଇଁ ତୁଳସୀ ର କଥା ଶୁଣି ଆଖି ରୁ ଲୁହ ଅସିଗଲା

  • @rajendragouda5784
    @rajendragouda5784 Год назад +4

    ଆରେ ଭାଇ ଏହି ପରି ଘରଣୀ ଘରୁ ବାହାର କରୁଛୁ ଧୀକ୍ ତୋର ଜିବନ କିନ୍ତୁ ମନେ ରଖ ସମୟ ଆସିବ ତୁ ହିଁ ତାହାରି ପାଖକୁ ଯାଇ ପେଟକୁ ମୁଠେ ଖାଇବା ପାଇଁ ମାଗିବୁ
    ମାଁ ତୁଳସୀ କଥା ଆଳରେ ପଦେ କହଲୁ କିଛି ଦିନ ପରେ ମୁଁ ସୁଖରେ ରହିବି ତୁ କଣ କରିବୁ ଏହି ପଦିଏ କଥା ପାଇଁ ମୁଁ ବହୁତ ଖୁସି
    ଜୟ ଜଗନ୍ନାଥ ତୁମ୍ଭେ ହିଁ ଭରସା

  • @jyotirmayeesahoo842
    @jyotirmayeesahoo842 Год назад +51

    Salute ତୁଳସୀ ମାଆ 🙏🙏🙏

  • @TapasBabuChannel
    @TapasBabuChannel Год назад +3

    ଏମିତି ଝିଅ କୁ ଏ ଶଳା ଦୁଃଖ ଦଉଚି ଶଳା ଛେଳି ମୁହା

  • @Ayesha-Simran-Vloger
    @Ayesha-Simran-Vloger Год назад +23

    ତୁଳସୀ ଭଉଣୀ ତୁମେ ସତରେ ତୁଳସୀ 🙏

  • @villagegirl1523
    @villagegirl1523 Год назад +17

    କାଳିଆ ଭୁଆଁ ନଣ୍ଡା 😅😅😅😅 ଧଳା ରାତ୍ରି 😅😅😅😅

  • @bhagyashreenayak8990
    @bhagyashreenayak8990 Год назад +48

    ତୁଳସୀ କୁ ମୋର କୋଟି ପ୍ରଣାମ ଧନ୍ୟରେ ତୁଳସୀ କୋଉ ମାଟିରେ ଗଢା

  • @surendrahembram3889
    @surendrahembram3889 Год назад +4

    ଆଜିକା ଦିନରେ ଏମିତିକା ସ୍ତ୍ରୀ ବହୁତ କମ ମିଳିବେ ନା ଯେମିତି ଗୁଣ ବି ସେମିତି 👍👍❤️❤️❤️❤️

  • @bikashmohapatramotivationa4294
    @bikashmohapatramotivationa4294 Год назад +33

    ତୁଳସୀ ସିରିଏଲ ଟିକେ ଅଧିକ ଦେଖୀ ଦେଇଛି ତୁଳସୀ 😂😂😂

  • @rakaraka3563
    @rakaraka3563 Год назад +2

    Bhagaban emitika swyami kahaku nadiantu🙏🏻🙏🏻

  • @SriJagannath-yk9jy
    @SriJagannath-yk9jy Год назад +32

    ଏ ଛତରା କୁ ଖାଲି ମାଡ଼ ମାରି ବା କଥା
    ପେଟ୍ରୋଲ ପକେଇ ଜାଳି ଦେବା କଥା

  • @SasmitaMeher-x9p
    @SasmitaMeher-x9p Год назад +7

    ତୁଳସୀ ମା ତମେ 😢ଏବେ ଭଲ ହୁଅନ ସେମିତି ରାକ୍ଷସ କୁ ଦଣ୍ଡ ଦେବା ଦରକାର ମାଡ ମାରିବା କଥା ମାଫ କରନି

  • @chinmaybehera6583
    @chinmaybehera6583 Год назад +23

    ତୁଳସୀ ତମେ ସତରେ ମୋ ଆଖିରୁ ଲୁହ ବୁହାଇଦେଲ । ଏତେ ସରଳ, ଏତେ ନିଷ୍ପାପ, ଏତେ ବଡ଼ ହୃଦୟର ଅଧିକାରିଣୀ ହେବା ଆଜିକା ଦୁନିଆରେ ଖୁବ ବିରଳ ।

  • @sabitatripathy1702
    @sabitatripathy1702 2 месяца назад

    ଏହି ପରି ନାରୀ ସମାଜ ର ସମ୍ମାନ ❤

  • @uniqueusha3532
    @uniqueusha3532 Год назад +23

    ତୁଳସୀ ମା ବହୁତ ସୁନ୍ଦର। ତାଙ୍କ ମନ ବହୁତ ସଫା ।

  • @chittaranjannaik1636
    @chittaranjannaik1636 Год назад +8

    ଶଳା ର କଦଳୀ କାଟି ଦେଲେ ସବୁ ଠିକ୍ ହେଇ ଜୀବ

  • @ashokkumardas6003
    @ashokkumardas6003 Год назад +7

    ତୁଳସୀ GOD BLESS YOU, ତୁମ ଭଳି ନାରୀ କୁ କୋଟି ପ୍ରଣାମ , ଆଉ ତା ସ୍ବାମୀ କୁ ତ ମୋ ପାଟି ଖରାପ କରିବାକୁ ଚାହୁ ନାହିଁ, ତାକୁ ଗୋଡେଇକି ପିଟିବା କଥା

  • @Rudra_Bhai_official34
    @Rudra_Bhai_official34 Год назад +1

    ଅତି ସୁନ୍ଦର ଚିନ୍ତାଧାରା,so beautiful

  • @ashokrout4704
    @ashokrout4704 Год назад +14

    ଧନ୍ୟବାଦ ଆଶାର ଆଲୋକ
    👍ଆପଣ ଙ୍କର ବହୁତ ଭଲ ଅଧ୍ୟାୟ ଟି ଥିଲା

  • @KalingaTandia
    @KalingaTandia Год назад +7

    ଏମିତି କେତେଜଣ ତୁଳସୀ ଭଳି ମା ଙ୍କ ପାଇଁ ଏ ଦୁନିଆଁ ଚାଲିଛି । 😂

  • @romya399
    @romya399 Год назад +40

    You are great ତୁଳସୀ ମା 🙏

  • @subratmohapatra2080
    @subratmohapatra2080 Месяц назад +1

    ଭାଇଙ୍କ confidence କୁ ମାନିବାକୁ ପଡ଼ିବ...... ଓଡ଼ିଆ film ରେ ୟାକୁ alien ର role ଦେବା କଥା 😂😂

  • @er.debasishpadhi6271
    @er.debasishpadhi6271 Год назад +11

    Dhanya re maa tu satare sarbang saha.❤dhanya to bapa maa dhanya to sanskar.jaganath nka kruparu to ra mangal heu.

  • @mrsushant1010
    @mrsushant1010 9 месяцев назад +1

    ଭଉଣୀ ସେ ଲୋକ ପାଖ କୁ କେବେ ବି ଯିବା କଥା ନୁହଁ ସେ ଲୋକ କେବେ ବିI ସୁଧୁରିବନି

  • @sagarikamohapatrasings
    @sagarikamohapatrasings Год назад +83

    Stree black night hele ,a lokata ta patimankada vali dekhajauchhi😂😂😂😂😂

    • @puspatripathy6180
      @puspatripathy6180 Год назад +7

      ପାତି ମାଙ୍କଡ ନୁହେଁ ହନୁ ହନୁ

    • @tricklesglam8010
      @tricklesglam8010 Год назад +6

      Seriously sethipain bhagwan ghoda ku singha dei nahanty 😅😅😅 nije କଳା କୁ face structure ଅତି କଦର୍ଯ୍ୟ ... ତାର market ଭାଓ ଦେଖ😮😅😅😅😅😂😂😂😂😂

    • @omkarsha1753
      @omkarsha1753 Год назад

      Ta stree ku se kahila tame bi kahuchha black night

    • @manoramapanda4761
      @manoramapanda4761 Год назад

      😂😂😂Right

    • @jasminerayrika4669
      @jasminerayrika4669 Год назад +5

      He na ma... apana mane jani nahanti se para kahila mu gora thili ta saha rahiki kala hei gali😂😂😂😂😂

  • @nalinimohapatra4033
    @nalinimohapatra4033 Год назад +1

    ଆମ ଦେଶର ଶାସନ ବ୍ୟବସ୍ଥା ହିଁ ଏଥିପାଇଁ ଦାୟୀ ନଚେତ୍ ଏଭଳି ଘଟଣା କରିବାକୁ ଲୋକେ ଭୟ କରନ୍ତେ

  • @santoshkar6951
    @santoshkar6951 Год назад +25

    Aji lagila mihir sir nka jagaku sukant bhai fulfil kariparile .

  • @debashishmahanta4948
    @debashishmahanta4948 Год назад

    ଶିକ୍ଷାର ଅଭାବ ଯୋଗୁ ଆଜି ସମାଜ ରେ ଏଇ ଅବସ୍ଥା

  • @manojrout8569
    @manojrout8569 Год назад +24

    ଏ ଫାଟୁଆ ରଙ୍ଗିନୀ ମୁଦିଅକୁ କୁ ଖାଲି ମାଡ ଦରକାର 😂😂😂😂😂😂😂 ମହାଲ ମଣ୍ଡା😮😮😮

  • @SanjeetMohanty24
    @SanjeetMohanty24 Год назад

    ତୁଳସୀ ନା ର ସାର୍ଥକ କରିଛନ୍ତି, ସତରେ ଆମର ସଂସ୍କାର କେତେ ଉଚ୍ଚକୋଟୀର ତାହା ତୁଳସୀ ଭଳି ମହିଳା ଉଦାହରଣ 🙏🙏🙏

  • @khageswardas6295
    @khageswardas6295 Год назад +39

    She is a great woman.I salute him.

  • @TapasBabuChannel
    @TapasBabuChannel Год назад +2

    ତୁଳସୀ ଙ୍କୁ ଭଗବାନ ଖୁସି ରେ ରଖନ୍ତୁ।
    ଆଉ ଏ ଶଳା ଟାକୁ ଖାଲି ଭିଡିଓ ରେ ଦେଖିଲି ଯଦି ସାମ୍ନା ରେ ପାଇବି ଶଳା କୁ ବନ୍ଧିକି ଲଙ୍ଗଳା କରି ଏମିତି ମାରିବି kahihauni

  • @sangitapalai8909
    @sangitapalai8909 Год назад +8

    ଏଇଟା ଗୋଟେ ପାଗଳ ଧରିକୀ ଛେଚ

  • @trajendraprasad2260
    @trajendraprasad2260 11 месяцев назад

    ତୁଳସୀ ତୁ ମହାନ ବହୁଣି ତୋତେ କୋଟି ପ୍ରଣାମ ମୋର ଭଗବାନ ପାକରେ ପ୍ରାର୍ଥନା ଭଲ ରୁହ ଆଶାର ଆଲୋକ best ନାହିଁ ନାହିଁ ରେ ହଁ ହେଲା

  • @akashsahoo6301
    @akashsahoo6301 Год назад +35

    Honestly the woman is respected.❤❤

  • @li17896
    @li17896 Год назад +3

    ଆଦିବାସୀ ସ୍ତ୍ରୀ ମାନଙ୍କର କିଛି କାମ ନାହିଁ ଯେ ସେମାନେ ଏଇ ଲଣ୍ଡା ମୁଣ୍ଡା ପାଖ କୁ ଆସି ବେ
    Blue colour sharee madam ଆପଣ ଏଇ ଭଳି ଜାତିଭେଦ ମନ୍ତବ୍ୟ ଦିଅନ୍ତୁ ନାହିଁ ।

    • @MadhuriPatel-e6o
      @MadhuriPatel-e6o Год назад +1

      You are right

    • @MadhuriPatel-e6o
      @MadhuriPatel-e6o Год назад +1

      RAJALAXMI MAHAPATRA :- kia b unmarried ଝିଅ ନୁହନ୍ତି ସବୁ ଆଦିବାସୀ
      ଶ୍ରେଣି ଲୋକ l
      ତାମାନେ ତମେ କହି ବାକୁ କଣ ଚାହୁଛ ?

    • @MadhuriPatel-e6o
      @MadhuriPatel-e6o Год назад

      blue saree madam 20:47 ରେ ଯାହା କହୁଛନ୍ତି ତାହା ଜମାରୁ ଗ୍ରହନିୟ ନୁହେଁ।

  • @maminasahoo1356
    @maminasahoo1356 Год назад +12

    " ତୁଳସୀ " ପରି ତୁଳସୀ ମାଆ... 🙏

  • @kulmanipradhan6737
    @kulmanipradhan6737 11 месяцев назад

    ଲୋକ କୁହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ ହେଲେ ମାଁ ତୁମେ ଏମିତି ତୁଳସୀ ତୁମର ପଦ କତୁରୀ ମୁଣ୍ଡ ଯାଏଁ ବାସୁଛି ମାଁ ଆଜି ସାକ୍ଷାତ ତୁଳସୀ ଦେଖୁଛି ମୁଁ❤❤❤❤🙏

  • @padmalayasahoo6221
    @padmalayasahoo6221 Год назад +35

    Tulasi you are really great, You are such a good person. May God fulfill your dreams.

  • @anirudhadash2130
    @anirudhadash2130 9 месяцев назад

    Tulasi madam really great 😢😢😢🙏 koti pranam maa

  • @SAIDARSHAN134
    @SAIDARSHAN134 Год назад +43

    ଆଖିରୁ ଲୁହ ଆସିଗଲା 😢

  • @barshaeditz455
    @barshaeditz455 Год назад +11

    ହନୁ ଭଳିଆ ମୁହ।।ଛି ରେ ବେହା।।।।ଦିନେ ଏ ହନୁ ସେ ସ୍ତ୍ରୀ ଲୋକ ଙ୍କୁ ମାରିଦେବେ।।(ALean,କେଉଁ ଦୁନିଆରୁ ଆସିଲ ବନ୍ଧୁ)

  • @satyaban429
    @satyaban429 Год назад +17

    ଇଏ ଶଳା ଟକଲୁ ଆଦି ମାନବ ଭଳିଆ ଦିଶୁଚି ତାକୁ ଶଳା କହୁଛି Black night .

  • @MuktamaniHembram
    @MuktamaniHembram 2 месяца назад

    Tulosi ro kotha suni akhi ru luho asuchi ❤❤❤❤ dur thae pronam koruchi

  • @Ankitapatra_2004
    @Ankitapatra_2004 Год назад +69

    Huge respect for this strong lady!!🙏🏻🙏🏻😌

  • @balaramnatha2249
    @balaramnatha2249 Месяц назад

    ମୋ ସ୍ତ୍ରୀ ଜଦି ଏମିତି ତୁଳସୀ ପରି ହେଇଥାନ୍ତି ମୋ ଜୀବନରେ ଦୂଖ ବୋଲି କିଛି ନଥାନ୍ତା,କି ଭାଗ୍ୟ ରେ ସଳା ଚନ୍ଦାର ଏମିତି ସ୍ତ୍ରୀଟେ ପାଇଛି

  • @CreationOdia1234
    @CreationOdia1234 Год назад +6

    ଏମିତି ନାରୀ ସତରେ ମହାନ୍ ଏମିତି ଖରାପ୍ ସ୍ବାମୀ କୁ ଦେବତା କହୁଛି କିନ୍ତୁ ବହୁତ୍ ଭଲ ଝିଅଟି ଏ ଝିଅ

  • @sharmisthaa9835
    @sharmisthaa9835 Год назад +1

    🙏🏻🙏🏻🙏🏻🙏🏻🙏🏻 please god. Jaldi yaku uparaku utheiki neijaa......

  • @krushna5454
    @krushna5454 Год назад +6

    ଆରେ ଇଏ ଆମ ଭଦ୍ରକ ରେ ଗୋଟେ ପାଗଳା

  • @pujanaik5041
    @pujanaik5041 11 месяцев назад

    ସମସ୍ତ ବାପା ମାଆ ଙ୍କୁ କହିଦୋଇଛି ଯେ ଜୀବନରେ ବାହା ଘର ଥରେ ହୁଏ ସେଥି ପାଇଁ ଯାହାକୁ ନାଇ ତାହାକୁ ବାହା କରିଦିଅନ୍ତୁ ନାହିଁ ଯଦି ବାହା ଘର ପରେ ପୁଅଟି ଭଲ ହେଇଗଲା ତେବେ ଜୀବନଟା ସୂର୍ଗ ଆଉ ଯଦି ପୁଅଟି ଖରାପ ପଡ଼ିଗଲା ତେବେ ଜୀବନଟା ନର୍କ ପାଲଟି ଯିବା ❤

  • @odiasmartnews
    @odiasmartnews Год назад +7

    ଗୋଲାପ ହିରୋ କୁ ବଳି ଦେଇଦିଅ,ଭାଇ ରେ ତୁ ଭୁଲ ରେ ମଣିଷ ଜନ୍ମ ନେଇଯାଇଛୁ

  • @MadhusmitaMadhu-gc3ld
    @MadhusmitaMadhu-gc3ld Год назад +6

    ପାକୁଆ ପାଟିଟେ ଅଟେ ମହର ନାଣ୍ଡା ମୁଣ୍ଡେ ବଳ ନାହିଁ ରେ ମୋର 😅😅

  • @sangitapalai8909
    @sangitapalai8909 Год назад +4

    ପାଗଳ କୁ ପୋଲିସ କୀ ଦେଇଦିଅ

  • @debd7630
    @debd7630 Год назад

    ଶଳା ଆମେ ଗୋଟେ ସମ୍ଭାଳି ପାରୁନୁ । ଧନ୍ୟ ତୋ ଚାବି କିରେ । କି ଚାବି ତୋର । ବା ବା ରେ

  • @babisahoo8244
    @babisahoo8244 Год назад +9

    Tulasi tuma ku koti pranam 🙏🙏

  • @kishanumesh1850
    @kishanumesh1850 Год назад

    ଅନୁରୋଧ, କି ଏ ମଞ୍ଚ ରେ 4ଟା ହାବିଲଦାର ଙ୍କୁ ମଧ୍ୟ ବସା ଯାଉ, ଦରକାର ପଡ଼ିଲେ ଉତ୍ତମ ମଧ୍ୟମ ରେ କାମରେ ଆସିବେ

  • @thedash.ing.
    @thedash.ing. Год назад +10

    ଶିକ୍ଷା ର ଅଭାବ

  • @tapunatapu1957
    @tapunatapu1957 Месяц назад

    ମା ତୁମକୁ ସାଲୁଟ ❤❤😢😢

  • @jasminerayrika4669
    @jasminerayrika4669 Год назад +31

    E budha ku camera pachare sabu do akhayari sodhi thibe😂😂😂

  • @mysarthakcreations
    @mysarthakcreations 2 месяца назад

    Tulashi Maa Dhanya tume🙏🙏

  • @truptimayeepanda3340
    @truptimayeepanda3340 Год назад +11

    ଏ ଭଳି ଅମଣିଷକୁ ଜହର ଦେଇ ମାରିଦେବା କଥା

  • @rajendragouda5784
    @rajendragouda5784 6 месяцев назад

    ମାଁ ତୋତେ କୋଟି କୋଟି🙏🙏🙏🙏🙏 ଯେଉଁ ମାଁ ଏବଂ ଭଉଣୀ ମାନେ ଏହି ଏପିସୁଟି ଦେଖୁ ଛନ୍ତି ତୁଳସୀ ଭଲେ ସେଏ ଗରିବ ଏବଂ ଅସିଖିତ ଝିଅ ପାଖରୁ କିଛି ସିଖ ଏତିକି ମୋର ଅନୁରୋଧ
    ଠାକୁରଙ୍କୁ ମୋର କୋଟି ଅନୁରୋଧ ଏହି ଝିଅ ଟିକୁ ଭଲରେ ରଖନ୍ତୁ
    ଜୟ ଜଗନ୍ନାଥ🙏 ତୁମ୍ଭେ ହିଁ ଭରସା

  • @puspanjalisahu1534
    @puspanjalisahu1534 Год назад +6

    ଧନ୍ୟ ମାଆ ତୁଳସୀ ତୁମ🙏🙏🙏🙏😭😭

  • @balaramnath2903
    @balaramnath2903 Год назад

    ଭଗବାନ ଜଦି ଏମିତିକା ସ୍ତ୍ରୀଟେ ମୋତେ ଦେଇଥାନ୍ତେ ଆଜି ମୋ ଘର ମନ୍ଦିର ପରି ରହିଥାନ୍ତା, ଭଗବାନ ଜାହାକୁ କାନଦେଇଛନ୍ତି ତାକୁ ସୁନାଦେଇନାହାନ୍ତି ଜାହାକୁସୁନା ଦେଇଛନ୍ତି ତାକୁ କାନ ଦେଇନାହାନ୍ତି