Jibana Do Chhakire Ashara Alok Ep 346

Поделиться
HTML-код
  • Опубликовано: 13 янв 2025

Комментарии • 1,1 тыс.

  • @AmanEntertainment7
    @AmanEntertainment7 2 года назад +384

    ଏଇ ଭାଇ ଜଣକୁ ବହୁତ ଧନ୍ୟବାଦ ଯେ ଆଜି ଧର୍ଯ୍ୟ ର ସହ ଆଶାର ଆଲୋକ ରେ ବସିଛନ୍ତି,,, 🤷‍♂️

    • @pkhota
      @pkhota 2 года назад +9

      Right

    • @balgopalputel711
      @balgopalputel711 2 года назад +20

      ପିଲା ଟା ଭଳ ,ପୁଣି ସେ ଏକା,ସେଥି ପାଇଁ ସେ ବସିଛି

    • @adityamelodynight0812
      @adityamelodynight0812 2 года назад +6

      Thik katha

    • @subhalaxmisahoo3171
      @subhalaxmisahoo3171 2 года назад +7

      Han be pua heithile thhik karichi au jhia boli bhulu are ama ghar samnare gote pua stri duita pua thaibi au gote jhia Saha sampark rakhila au 5lakh deiki case dismis kala au ta stri ta Swami ku kichhi kahilani kahila mo Swami ra dosa nahin kebela pua Mane kariparibe jhia Mane nuhen

    • @ChhatrapatiSahu
      @ChhatrapatiSahu 2 года назад +5

      ବହୁତ୍ ବଢିଆକମେଣ୍ଟ୍ ଭାଇ। ଧନ୍ୟବାଦ ।

  • @ranjitparida6572
    @ranjitparida6572 Год назад +60

    ଦେଖ୍ର ରେ ଆମ ଓଡିଶା ବାସି ଏ ପୁଅର ହୃଦୟ କେମିତି ଇଚ୍ଛା ହଉଚି ସେ ପୁଅ ନୁହେଁ ଜଣେ ଭଗବାନ 🙏🙏

  • @rohitmaharana8284
    @rohitmaharana8284 2 года назад +291

    ଯଉ ମହିଳା କିମ୍ବା ଝିଅ ମନେ ପର ପୁରୁଷ ସହିତ ଯାଉଛନ୍ତି ସେ ଏମିତି ଭୁଗିବା ଦରକାର ଭଗବନେ କେବେବି ଏମାନଙ୍କୁ ଶାନ୍ତିରେ ରଖିବେନି jay jagrannth 🙏🙏

    • @manojjani2715
      @manojjani2715 2 года назад +9

      Right

    • @sarjitabastia806
      @sarjitabastia806 2 года назад +14

      Jadi pua mane karibe tahele

    • @shonali3313
      @shonali3313 Год назад +2

      Bht pua ta emty semane wife thhu expect kariba kathha nuhe j se excuse karidaba fir b wife khyama kare jemty babushan wife excuse kala but kebe aou sei love aou respect babushan ku dabani ea gale b seiya haba🤣😂

    • @villagegirllali3689
      @villagegirllali3689 Год назад +6

      Jhia ମାନଙ୍କୁ ଖାଲି ଆଉ ପୁରୁଷ ମାନଙ୍କୁ kn kichi habani

    • @SantoshKumar-j6e5n
      @SantoshKumar-j6e5n Год назад

      ​@@sarjitabastia806pua mane bhi bhogibe

  • @kulamanimahanta26
    @kulamanimahanta26 Год назад +21

    ପ୍ରଭୁ ଏ କଣ ହେଇଯାଉଛି ସତରେ କଣ ଏଇ ଭଳି ନାରୀ ପାଇଁ ଯୁଗ ସରିଯିବ 🙏🙏🙏🙏

  • @janmejaynayak5459
    @janmejaynayak5459 2 года назад +49

    ଛୁଆ ଟା ଜୀବନ ବର୍ବାଦ ହୋଇଯାଉଛି ଭାଇ ଛୁଆ କୁ ନେଇଆସ।

  • @harishnayak8993
    @harishnayak8993 2 года назад +85

    ଆଶାର ଆଲୋକ ରେ ଯେତେ ବି ଏପିଶୋଡ ହେଇଚି ଏ ଏପିସୋଡ ସବୁଠୁ ନିଆରା,ଯୋଗେଶ ଭାଇ ତମେ ବହୁତ୍ ଭଲ ମଣିଷ,ଆଜି କାଲି ତମ ପରି ମଣିଷ ମିଳିବ ଭାରି କଷ୍ଟ

  • @kailashdash2067
    @kailashdash2067 2 года назад +186

    ଏଇ ଭାଇ ପରି ଧୈଯ୍ୟବନ୍ ପୁରୁଷ ଦୁନିଆରେ କେହି ନ ଥିବେ।ବିଜୟଲକ୍ଷ୍ମୀ କର madam ଙ୍କୁ ବହୁତ୍ ବହୁତ ଧନ୍ୟବାଦ କାରଣ ତାଙ୍କ କଥା ଅତି ମିଠା ।ଓଟିଭିର ସମସ୍ତ କର୍ମକର୍ତ୍ତାଙ୍କୁ ନମସ୍କାର।

  • @foodanddrinksKING
    @foodanddrinksKING 11 месяцев назад +9

    ଯୋଗେଶ ଭାଇ ତୁମେ ମହାନ , ତୁମ ଧର୍ଯ୍ୟ କୁ ମାନିବାକୁ ପଡିବ।

  • @sujitpradhan1816
    @sujitpradhan1816 2 года назад +63

    ଏଭାଇର ଧଯ୍ୟକୁ ଧନ୍ୟବାଦ

  • @prasantsethi4915
    @prasantsethi4915 2 года назад +148

    ଭାଇ ଏକା ରହିଯାଅ, ଏ ଭଳି ବିଶ୍ୱାସଘାତକ ନାରୀଙ୍କୁ ବାହା ହୋଇ ନୀତି ମରନି

  • @likundas4983
    @likundas4983 2 года назад +35

    Odiashare Ete bhala swami achanti boli aji janili Ete bhadra niriha swami ebe bi achanti ❤❤❤🎉😢😢😢😢

  • @rkpihu_odia
    @rkpihu_odia 2 года назад +9

    ଆଶାର ଆଲୋକ ଏମିତି ଗୋଟେ ପ୍ଲାତଫର୍ମ ଭାଙ୍ଗିଲା ଘରକୁ ଯୋଡିପାରୁଛି ଏବଂ ଅବସରପ୍ରାପ୍ତ ନ୍ୟାୟ ଅଧିକାରୀ .ଉପସ୍ଥାପକ ମହୋଦୟ ଓ ଅନ୍ୟ ସହଯୋଗ କରୁଥିବା ସମାଜ ସେବି ସହିତ OTV ର କର୍ମ କର୍ତାଙ୍କୁ ଧନ୍ୟବାଦ .

  • @HEMANTAMAJHiVLOGOFFiCiAL
    @HEMANTAMAJHiVLOGOFFiCiAL 2 года назад +76

    ବାପରେ ବାପ କେମିତି ସ୍ତ୍ରୀ ଟେ ଥରେ କ୍ଷମା କଲା ପରେ ବି ପୁଣି ଭୁଲ କାମ କରିଛି ତାକୁ ନିଜର କରନା ଭାଇ ତୋ ଜୀବନ ପ୍ରତି ବିପଦ ଅଛି ସେ ଆଉ ଭୁଲ ନ କରିବ ବଲି କଣ ମାନେ ଅଛି !

    • @bikashinijena4676
      @bikashinijena4676 2 года назад +2

      Ahi bhul jadi gote purusha karithanta tahale apana kn utara re kahibe plz brother

    • @HEMANTAMAJHiVLOGOFFiCiAL
      @HEMANTAMAJHiVLOGOFFiCiAL 2 года назад

      ଏହି ଭୁଲ ଯଦି ଗୋଟେ ପୁରୁଷ କରିଥାନ୍ତା ତାହେଲେ ତା ମାଇକିନା ତାହା ଫଇସଲା ନେଇ ଥାନ୍ତା ଭଉଣୀ ଆଉ ସେମିତି ପୁରୁଷ କୁ ନଣ୍ଡା କରି କି ଗଧ ଉପରେ ବୁଲେଇ ବା କଥା

    • @rukmanasahu5555
      @rukmanasahu5555 2 года назад +4

      @@bikashinijena4676 sabu pua jail re achhanty

    • @jayjagannatha6857
      @jayjagannatha6857 2 года назад

      @@bikashinijena4676 purush karipariba becuz se nija income re nije chaluchhi and family ku bi chalauchhi....se ichha jaha taha karipariba

    • @friendshiprocks8673
      @friendshiprocks8673 Год назад

      @@jayjagannatha6857 Aau jadi di jana rojgar karuthanti tahele??? Ajikali samaste rojgar karuchanti irrespective of any gender kebala village area chadiki

  • @bijayakumardas506
    @bijayakumardas506 Год назад +13

    ଭାଇ ଜଣକୁ ଧନ୍ୟ ତାଙ୍କ ଦର୍ୟ୍ଯ ଆଶାର ଆଲୋକ ମଞ୍ଚାସିନ ଅଟିଥି ବିଚାର ମୋତେ ଠିକ୍ ଲାଗିଛି ଏବଂ ତାଙ୍କର ମନକୁ ଚୁଇଲାପରି ବିଚାର ଥିଲା ଜୟ ଜଗନ୍ନାଥ 🙏

  • @hrusikeshbehera8827
    @hrusikeshbehera8827 Год назад +23

    ଯଦି ଜଣେ ପୁରୁଷ ଏହି ଭଳି କରିଥାନ୍ତା ତେବେ ପୁରା ଦୁନିଆ ସେହି ପୁରୁଷର ଦୋଷ ଦେଖିଥାନ୍ତା. ଫାସିଦିଅ, ସଜାଦିଅ କଣ କଣ ଭାବି ପରିବା ନାହିଁ.🙏

    • @allinonetech6860
      @allinonetech6860 Год назад +3

      Purushanka pain rule regulation naahi bhai it's a fact😢

    • @purnimajena7039
      @purnimajena7039 Год назад +2

      Pua Mane 10 ta dhari bulibe live-in re rahibe ghare stree thaiki semananka pn kichhi sasti nai but gote jhia pn sabu rule regulations aeta nhi purusa Pradhan

    • @allinonetech6860
      @allinonetech6860 Год назад +1

      @@purnimajena7039 sata kahila purusha pradhana ate kintu tume bhul kahucha jhia maane v 10 ta dhari kisi buli chhanti.. Only purushanku kahi ki bhul karuchha live in re rahibaa only pua ra dosha naahi jhiaa ra bhi dosha..

    • @friendshiprocks8673
      @friendshiprocks8673 Год назад

      Society ta puo support re sabubele. Puo extra marrital affair kale taku samaste khyama karidebe kintu gote jhia kale ta thi characterless ra tag lagijae 😢. Both r wrong

  • @kartikpradhan8835
    @kartikpradhan8835 2 года назад +28

    ଭାଇ ତୁ ଏକା ରହିଯା କିନ୍ତୁ ଏ ନାରୀକୁ ନିଜର କରେନା 🙏🙏

  • @harishnayak8993
    @harishnayak8993 2 года назад +32

    ଏ ଭଉଣୀ ଜଣକ ଭୁଲ କଲା ହେଲେ ଏବେ ତା ଛୁଆ କଷ୍ଟ ପାଉଛି,ଭଗବାନ ଏ ଭଉଣୀଙ୍କୁ ସାହାସ ଓ ଧର୍ଯ୍ୟ ଦିଅନ୍ତୁ ଯେମିତି ସେ ତାର ଛୁଆ କୁ ଖିଶିରେ ରଖିବ ଓ ଭଲ ମଣିଷ ଟିଏ କରିବ

    • @SantoshKumar-j6e5n
      @SantoshKumar-j6e5n Год назад +1

      Apari jhea besya bhali?

    • @Rakhikanhar-pw9mo
      @Rakhikanhar-pw9mo Год назад

      Good coment

    • @biswajitpradhan309
      @biswajitpradhan309 Год назад

      Oooo bhauni jaha bhla kama karichi taku bhagwan danda debe ... sala harami ta aaa stri loka ta jia nija swami ra nuha sia kaha ra be nuha

  • @mahadevkharsel5569
    @mahadevkharsel5569 Год назад +5

    ଆପଣଙ୍କ ବିଚାର ଧାରା ଏବଂ ମତ୍ୟ ମ୍ଵ କୁ ମୁଁ ଧନ୍ୟବାଦ କୃତ୍ୟ ଜ୍ଞାପନ କରୁଛି ଆଜ୍ଞା

  • @gayatribehera8706
    @gayatribehera8706 2 года назад +22

    ଯଦି ଗୋଟିଏ ଝିଅ 10 ବର୍ଷ ଧରି ପର ପୁରୁଷ ସହିତ ରହିପାରିବ ତେବେ ଗୋଟିଏ ପୁଅ କାହିଁକି ଅନ୍ୟ କୌଣସି ଝିଅକୁ ବିନା ଛାଡପତ୍ର ରେ ବାହା ହୋଇ ପାରିବନି

  • @kashinathjena5306
    @kashinathjena5306 Год назад +15

    ଭାଇ ଏକା ରହିଯା 🙏🙏ବିଶ୍ୱାସ କରନି ରେ

  • @brajabandhubarik2727
    @brajabandhubarik2727 Год назад +35

    ମୋର ସବୁ ନ୍ୟାୟ ଅଧିକାରୀ ମାନଙ୍କୁ ଗୋଟିଏ ପ୍ରଶ୍ନ, ଆପଣଙ୍କ ଯିବନରେ ଏଇଆ ଘଟିଲେ ଆପଣ ମାନେ ବୁଲି ଆସିବା ସ୍ତ୍ରୀ କୁ ରଖିବେ ତ?

    • @sunitasahoo5028
      @sunitasahoo5028 Год назад +2

      Yes rakhiba darakar karan swami vul kale strii ta grahana karuchhanti na tahahele

    • @friendshiprocks8673
      @friendshiprocks8673 Год назад

      ​@@sunitasahoo5028Hypocrite society amara, sabu niti niyama kebala stree pai. Kintu gote cheater saha adau rahiba katha nuhe swami hau ki stree hau.

    • @lostsmile07
      @lostsmile07 Год назад

      ​@@sunitasahoo5028 tame bhul kale Tama stree grahana Kariba?

    • @sudhansukhatua2004
      @sudhansukhatua2004 10 месяцев назад

      ​@@sunitasahoo5028Tame bodhe seita chanhuchha swami ku chhadi chariade muha maaribaku😅😅😅

  • @dojitvlogs
    @dojitvlogs 2 года назад +30

    ଓଟିଭି କୁ ଧନ୍ୟବାଦ,ଏ ମିତି ସଚେତନ ଭିଡିଓ ପ୍ରସାରଣ କରୁଥିବାରୁ

  • @manasbabuni5287
    @manasbabuni5287 2 года назад +88

    କିଛି ହେଇନି ଆହୁରି 😢କାନ୍ଦିବୁ ଛତରି😡।

  • @sisirbehera1262
    @sisirbehera1262 2 года назад +35

    ସୁକାନ୍ତ ଭାଇ ଆପଣଙ୍କ ମନ୍ତବ୍ୟ ର ଏଇ ପୁରୁଷ ପ୍ରାଧାନ୍ୟ ସମାଜ ଉତ୍ତର ଦେଇ ପାରିବ ନାହିଁ

  • @sandhyamahanti6454
    @sandhyamahanti6454 2 года назад +48

    Pramila maa bahut bhal duniyar best maa

    • @jayjagannatha6857
      @jayjagannatha6857 2 года назад

      ସେ ସ୍ତ୍ରୀ ବି ମହାନ ନା 🤣🤣ପ୍ରମିଳା ଗୋଟେ ପୁଅ life ବର୍ବାଦ କରି ମହାନ କେମିତି ହେଲା???

    • @mrbinodraula2518
      @mrbinodraula2518 2 года назад

      Thank you

    • @sandhyamahanti6454
      @sandhyamahanti6454 2 года назад +1

      @@jayjagannatha6857 pramila maa se pua ra life ku sajadichanti case ta dekhin ki pramila maa best bhalse bhujha ta pare kahiba ae case re pramila maa pua ku support karuchhanti

    • @sandhyamahanti6454
      @sandhyamahanti6454 2 года назад

      @@jayjagannatha6857 bhai se pua pakhku ja se pua ku pacharibu ta hele janibu pramila maa Kan se pua ra bhauni mu mo bhai ra life sajadichanti pramila maa

    • @sandhyamahanti6454
      @sandhyamahanti6454 2 года назад

      @@jayjagannatha6857 mo pramila maa ku kahibaku kie Kan janich case bisayare pramila maa pain jogesh bhai ra life bhal achi

  • @adinayak259
    @adinayak259 2 года назад +47

    ମୁଁ ଏଠି ମୁଁ ପଦେ କହିବି ଭାଇ ମାନେ ଏମିତି ନାରୀ ସମାଜ ପାଇଁ କଳଙ୍କ

  • @jitendraswain629
    @jitendraswain629 2 года назад +9

    ଜବରଦସ୍ତ ରହିବା ଭଲ ନୁହଁ, ପୁଅ କୁ ବୁଝେଇ ରଖ ନ ହେଲେ ଯିଏ ନେଇଥିଲା ତା ପାଖରେ ରଖ

  • @halfthumbnail7455
    @halfthumbnail7455 2 года назад +69

    ପୁରୁଷ ଏଥି ପାଇଁ manage କରିବନି କାରଣ ନାରୀ ଭି ବୁଝିବା ଦରକାର କି ଛୁଆ ପେଟ ରେ ଥାଇ କି ଭି ଯଦି ଅନ୍ୟ ପୁରୁଷ ସହ କଥା ହେଇ ପାରୁଚ ତା ହେଲେ ତମେ ନାରୀ ନୁହେଁ ତମେ ଜଣେ ଦେହ ବେପାରୀ କାରଣ ଗୋଟେ ନାରୀ ର ସବୁଠୁ ଖୁସି ର ମୁହୂର୍ତ୍ତ ହଉଚି ଯେବେ ତା ପିଲା ପେଟ ରେ ଥାଏ

    • @anjananayak747
      @anjananayak747 2 года назад +2

      ଭୂଲ ର ପ୍ରାୟଶ୍ଚିତ ହେଇ ପାରିବନି?

    • @halfthumbnail7455
      @halfthumbnail7455 2 года назад +6

      @@anjananayak747 ଭୁଲ୍ ର ପ୍ରାୟଶ୍ଚିତ ସେତେବେଳେ ହୁଏ ଯେବେ ବାର ବାର ଭୁଲ୍ ପରେ ମଧ୍ୟ ଜଣେ କ୍ଷମା କରିଦିଏ କିନ୍ତୁ ତାର ଫୁଣି ଫାଇଦା ଉଠେଇବା କେତେ ଦୂର ଠିକ ।।।।।ସ୍ବାମୀ ଯେମିତି ଭି ହଉ ତା ଛଡା ତମ ଅଳୀ ଅଝଟ କେହି ଭି ସହିବେ ନାହିଁ ବାପା ମା ଙ୍କ ପରେ

    • @SuperRockyx
      @SuperRockyx 2 года назад +1

      @@anjananayak747 kichi bhool pai khyama nahi khas kari swami thau au gotey purusha sa sampark rakhiba ra ki vice versa re khyama nahi eithi sabu biswas bhangi gala ta daudi chindigala pare au taku jete theek kaley aau habani Ganthi rahigala

    • @friendshiprocks8673
      @friendshiprocks8673 Год назад

      @@anjananayak747 Kacha glass bhangigale taku aau kebebi jodi habani.

  • @umakantadas1325
    @umakantadas1325 2 года назад +150

    ଆଶାର ଆଲୋକକୁ ମୋର ନିବେଦନ ସେ ସ୍ବାମୀ ଉପରେ ଚାପ ନ ପକାଇ ସେ ଛୋଟ ପିଲାର ସୁରକ୍ଷା ଦେଲେ ଭଲ । ଏ ଭଳି ନାରୀମାନେ କାଲି ପୁଣି ସେୟା ହେବ ପଡୋଶୀ କେତେବେଳେ କେହି କିଛି କହିଦେଲେ ଏ ପୁଣି ନାଗୁଣୀ ପାଲଟି ଯିବ ତା ଛଡା ଯେତେ ଟଙ୍କା ନଷ୍ଟ କରିଛି ଏ ସ୍ବାମୀ କେଉଁଠୁ ଦେବ ।ଶାସ୍ତ୍ରରେ ବି ପ୍ରମାଣ ଅଛି ବିଟପି ନୁହେଁ କାହାରି ।

    • @sushilkumarmohanty9245
      @sushilkumarmohanty9245 2 года назад +1

      Thik

    • @sushilkumarmohanty9245
      @sushilkumarmohanty9245 2 года назад +5

      Bahuta bhala bhabare pramila mausi prathame jhia ra dosa dei katha tiku puo upare pressure pakaile last ku . Bhala khela kheluchanti pramila mausi . Aau jeun mane sethi basi bujhauchanti bada hrudayare taku kshyama karibaku semannka wife amiti kari aasithile semane rose 🌹 dei swagat kari rakhithante

    • @prakashghose7518
      @prakashghose7518 2 года назад

      Correct

    • @narayanbehera2515
      @narayanbehera2515 2 года назад

      @@sushilkumarmohanty9245 very correct bro

    • @harishnayak8993
      @harishnayak8993 Год назад

      ବହୁତ୍ ଭଲ କଥା ଟିଏ କହିଲେ

  • @sweetlovely959
    @sweetlovely959 2 года назад +8

    କେମିତି ସାର ପର ପୁରୁଷ ସହିତ ରହିଲେ କେମିତି ଲାଗିବ ଯୋଗେଶ ତାଙ୍କ ସ୍ତ୍ରୀ କୁ ଗ୍ରହଣ କରିବା କଥା ନୁହେଁ

  • @harishnayak8993
    @harishnayak8993 2 года назад +5

    ଏ ଯୋଗେଶ ଭାଇ ତମେ ଆମ ବଡମ୍ବା ଖଇରୀପଙ୍ଗା ଗାଁ ର ପୁଅ ତମକୁ ମୋର ଗୋଟେ ଅନୁରୋଧ ତମେ ଏ ମାଆ ଛୁଆଙ୍କୁ ଗ୍ରହଣ କରି ନିଅ,ଦେଖିବ ପୁରୁଷ ଜାତି ତମ ପାଦ ତଳେ ମୁଣ୍ଡ ନୁଆଁଇବ ଓ ଭଗବାନ ଙ୍କ ଆଶ୍ରିବାଦ୍ ତମ ଉପରେ ସବୁ ବେଳେ ରହିଥିବ ଜୟ ଜଗନ୍ନାଥ

  • @himansunayak6399
    @himansunayak6399 2 года назад +16

    Sukanta vai nka presentation sabuthu vala lage

  • @technicalgaming-ip1cw
    @technicalgaming-ip1cw Год назад +5

    Love u gopabandhu Sir,
    Gopabandhu sir jau episode re ruhanthi bahut moja ase dekhibaku

  • @thebanditprincesspinky5528
    @thebanditprincesspinky5528 Год назад +1

    Ae bhali swami bhagyaa re thile mile

  • @subhashreejena4064
    @subhashreejena4064 2 года назад +67

    ମା ଲୋ ଏହି ଝିଅ କୁ ଟିକେ ଲାଜ ସରମ ନାହିଁ ଲୋ 😱😱😱 ।।।।।

  • @sameerpatra345
    @sameerpatra345 2 года назад +24

    Sukanta bhai nka anchoring bahut bhala lage ..love you sir

  • @Goslow3037
    @Goslow3037 2 года назад +35

    ଦାନ୍ୟବାଦ ସଂପୂର୍ଣ୍ଣ ଅଧ୍ୟାୟ କୁ upload କରିବା ପାଇଁ ।

  • @smrutiranjansahoo7935
    @smrutiranjansahoo7935 2 года назад +12

    ଏ ଝିଅ ର ଭାଗ୍ୟ ଭଲ,ସେ ଟୋକା ଆକୁ ଶ୍ରଦ୍ଧା ଭଳି କାଟି କି ଖଣ୍ଡ ଖଣ୍ଡ କରି ନାହିଁ କି ପ୍ରିଜି ରେ ରଖି ନାହିଁ,, ଏ ଝିଅ ଏବେ ନିଜ କୁ କର୍ମ ପାଇଁ ଜୀବନ ସାରା କାନ୍ଦିବ.... ଜୟ ଜଗନ୍ନାଥ

  • @happyray4693
    @happyray4693 Год назад +4

    Jogesh Bhai is great person

  • @niranjanbehera2019
    @niranjanbehera2019 2 года назад +22

    ମଣିଷ ପ୍ରକୃତି ମଲେ ତୁଟେ
    ଆଉ ଝିଅ ମାନଂକର ତ ପ୍ରକୃତି କେବେ ତୁଟିବନି

    • @H.DD.s
      @H.DD.s 2 года назад

      Puapila jaukama karibaku saahas karibeni kintu jhia pila kariki dekheiba.aau muhare Laja na rakhi manchare aasi basi paruchhi.chhatarakhai

    • @friendshiprocks8673
      @friendshiprocks8673 Год назад +1

      Ei kama jemiti agaru puopila kehi karinahanti. Mu ta piladinu bahut puonku ei kama karibara dekhichi. Kintu jhia mane ei kete barsa haba bhul kama karuchanti. Gender discrimination na kariki bhul ku bhul aau thik ku thik kahiba uchit. Aau extra marrital affair adau khyamaniya nuhe swami karu ki stree karu

  • @prasadstudio8149
    @prasadstudio8149 2 года назад +22

    ବହୁତ ବହୁତ ଧନ୍ୟବାଦ ସଂପୂର୍ଣ୍ଣ ଅଧ୍ୟାୟ କୁ uplode କରି ଥିବାରୁ

  • @miranjalihota868
    @miranjalihota868 11 месяцев назад +2

    ସବୁ ଭୁଲ୍ ର ଖ୍ୟମା ଅଛି, ଦୁଃଖ ଲାଗୁଛି ସ୍ତ୍ରୀ ଲୋକ ଟା ପାଇଁ ସେଇ ସ୍ଥାନ କୁ ନିଜେ ଆସି ଦେଖନ୍ତୁ ଭାଇ ଗ୍ରହଣ କରି ନିଅନ୍ତୁ।

  • @mopasand3980
    @mopasand3980 2 года назад +8

    ଆଜି କାଲି ଏସବୁ ସାଧାରଣ ଘଟଣା ହେଇଯାଇଛି, ଯଉଟା ଆଗାମୀ ପିଢି ପାଇଁ ଭବିଷ୍ଯତ ଅଦ୍ଧ୍ନାର, ପରକିଆ ପିରତି କେତେ ଯେ ଭୟଙ୍କର, ଏହାର ପୂଣ୍ନଛେଦ ପଡିବା ନିହାତି ଦରକାର, ଆଇନ ବି ପୁରୁଷ ସପକ୍ଷରେ ନାହିଁ କିନ୍ତୁ ପରକିୟା ପ୍ରିତିରେ ନିବୃତ୍ତ ଥିବା ଝିଅ ମାନେ ଏ ଭିଡିଓ ଦେଖି କି ସୁଧାରି ଯିବା କଥା।

  • @chinmayeesenapati5538
    @chinmayeesenapati5538 Год назад +2

    Not expecting such lines from a odia anchor.....proud of him ....❤33:35...

  • @laxmidharwadaka1955
    @laxmidharwadaka1955 2 года назад +6

    ଭାଇରେ ଏ ମାଇକିନିଆ କୁ ଆଉ ନେଇ ଦ୍ୱିତୀୟ ଥର ଭୁଲ କରନା ।ତୁ ଏକା ରହି ଯା କିନ୍ତୁ ୟାକୁ ଆଉ ଭରଷା କରନା।

  • @Rakeshkumar-zl3is
    @Rakeshkumar-zl3is 2 года назад +25

    Bhai tamaku.mora bahut bhala paiba
    amity bhai jagate milibeni 🙏🙏

  • @bimalsahoo3038
    @bimalsahoo3038 Год назад +15

    That lady is a very good actor. Nobody should believe her.

  • @dilubehera1815
    @dilubehera1815 8 месяцев назад +1

    Jogesh Bhai very good 👍❤

  • @harishnayak8993
    @harishnayak8993 2 года назад +7

    ଏମିତି କେତେ ଜଣ ନାରୀଙ୍କ ପାଇଁ ଆଜି ନାରୀ ଜାତି କଳଙ୍କିତ, କଥାରେ ଅଛି ଯେମିତି କର୍ମ କରିବ ସେମିତି ଫଳ ପାଇବ,ହେଲେ ଏ ଭଉଣୀ ଓ ତାର ଛୁଆ କଥା ଭାବିଲା ବେଳକୁ ଆଖିରୁ ଲୁହ ଝରି ଆସୁଛି,

  • @devilsdevils4576
    @devilsdevils4576 2 года назад +9

    ଭାଇକୁ ଧନ୍ୟବାଦ.....

  • @Mrutyunjaypanda-_.
    @Mrutyunjaypanda-_. Год назад +19

    Miss u mihir sir 😭😭

  • @bhujamati5656
    @bhujamati5656 9 месяцев назад

    Pramila madam tumaku dhanyabad ajira duniare tuma bhali lokanku bhagaban dirghayu karantu

  • @priyadarshini4501
    @priyadarshini4501 Год назад +6

    Sir, ipc 497 ପାଇଁ ଏହି ସବୁ ଘଟୁଛି, 3 rd person ଙ୍କ ପାଦୁର୍ଭାବ ବଢି ବଢି ଚାଲୁଛି

  • @pragynasmitaacharya419
    @pragynasmitaacharya419 2 года назад +3

    Kash ei news dekhi sevali jhia badali jante. Swami thau thau para purusha saha jaoni. Au jadi jibaku icha to emti mrg karani 🙏

  • @soumyaranjannath5362
    @soumyaranjannath5362 Год назад +32

    🙏Jogesh bhai you are. Outstanding passion. You are a great person

  • @pintumadhuexpress5890
    @pintumadhuexpress5890 Год назад +5

    ଏ ମାଇକିନା ଟା ବୟଯାଦ ଟା 👍👍👍

  • @odiacomedyentertainment4285
    @odiacomedyentertainment4285 2 года назад +5

    Aei bhai bhali niriha au dharyaban loka miliba kasta🙏🏻 god bless you

  • @mimikidstv6853
    @mimikidstv6853 2 года назад +2

    ନାରୀ ଜାତିକୁ ଏପରି ନାରୀ ମାନେ ହିଁ କଳଙ୍କିତ କରୁଛନ୍ତି ..

  • @asishkumarprustyjitu9987
    @asishkumarprustyjitu9987 2 года назад +20

    ଗୋଟେ ନିଆରା ଏପିସୋଡ😄😄

  • @munaexpress5875
    @munaexpress5875 Год назад +1

    ଏ ପ୍ରମିଳା ଅପାଙ୍କୁ ବନ୍ଦ କରନ୍ତୁ ମଝିରେ କଥା କହିବା ପାଇଁ।କେତେ ଧୀରେ କଥା କହୁଛନ୍ତି

  • @RK-xe4qq
    @RK-xe4qq 2 года назад +5

    ଟୋକାର ଧର୍ଯ୍ୟ, ଶହେ ସଲାମ 🙏, ଏହିଭଳି ମାଇକିନାକୁ ମାରିଦେବା କଥା 😡.

  • @KrutiSahoo-o5f
    @KrutiSahoo-o5f Год назад +1

    Bhai tame great 🙏🙏🙏🙏 mu marijaithanti pache se jhia ku auu accept kari nathanti.

  • @santoshjena450
    @santoshjena450 2 года назад +3

    Really this episode is special episode.
    Having a such pure husband the lady gets fall in love with another man is very unfortunate.
    I have seen such female in my life who falls in love with another man after sending married life of 18 years falls in love with another male,so such female should rewarded or what they should designated I don't know.
    Here one thing is clear that men are getting their life trouble / misery by getting such lady as wife.
    Really proud of you bhai for your strong decission not to accept such lady, because she may fall in love with someone in comming days in your bad time.

  • @introworldss
    @introworldss Год назад +2

    Best massage every woman should watch this episode

  • @pradoshkumar7833
    @pradoshkumar7833 2 года назад +3

    ଯିଏ ବିବାହ ପରେ ବି ଅନ୍ୟ ସହ ସମ୍ପର୍କ ରଖିବାକୁ ଚାହୁଁଛି ସେମାନେ ଜମା ବି ବାହା ହୁଅନି.କଣ ପାଇଁ ଜଣଙ୍କ ଜୀବନ ନଷ୍ଟ କରିବ ପରିବାର ନଷ୍ଟ କରିବ. ବାହା ନ ହୋଇ ଯେତେ ଜଣଙ୍କ ସହ ସମ୍ପର୍କ ରଖିବା କୁ ଚାହୁଁଛ ରଖ.କିନ୍ତୁ ଜଣ ଙ୍କ ହାତ ଧରିବା ପରେ ଏ ସବୁ କରିବା ପାପ.

  • @deepakbhanja5286
    @deepakbhanja5286 Год назад

    Bhawan jahakaranti pranira mangala paiee 🙏🙏🙏🙏🙏🙏🙏

  • @simransonalisamal
    @simransonalisamal Год назад +8

    he is a very understanding person ...... great 👍

  • @RameshMohanty-n4q
    @RameshMohanty-n4q 13 дней назад

    Very good for you and your sincerely.

  • @sudhansu8658
    @sudhansu8658 Год назад +5

    Best program for society..

  • @happyray4693
    @happyray4693 Год назад +1

    Otv re agaru ete episode prasarana heichi...hele aei episode ti bilqul niara,..sukanta bhai is best personality

  • @rrr4726
    @rrr4726 Год назад +3

    For the first time I saw it.... and now will be continuing......

  • @sipunpradhan2031
    @sipunpradhan2031 2 года назад +2

    Satare tama swami bahut innocent vauni

  • @pranatidas6538
    @pranatidas6538 2 года назад +8

    ଜମା ନୁହ ଭାଇ ସେ ଭୁଲ୍ କରନି ,ତାକୁ କେବେ ନିଆନି ତମକୁ କେବେ ସେ ମରି ଚାଲିଯିବ ।

  • @Charu170-s1m
    @Charu170-s1m Год назад +1

    Jogesh bhai.. U r grate.. ❤❤❤

  • @kalakaraswain3722
    @kalakaraswain3722 2 года назад +9

    ଆଶାର ଆଲୋକ greet apisod 🙏

  • @laxmidharmohanty4309
    @laxmidharmohanty4309 Год назад +2

    ଜୁଲୀ,ଆଉଥରେ ଏ ଭୁଲ ପୁଣି କରିବେନି,କିଏ ଆର ଗାରେଣ୍ଟି ଦବ ।ତେଣୁ ଜୁଲୀ ଙ୍କୁ କଣଷି ଟ୍ରଷ୍ଟ ରେ ରଖାଗଲେ ଭଲ ହୁଅନ୍ତା ।

  • @GungunPradhan-he6vl
    @GungunPradhan-he6vl Год назад +3

    The reason why loyalty is imp

  • @Rakhikanhar-pw9mo
    @Rakhikanhar-pw9mo Год назад +1

    Aaji jhio bhul karichi samoste chi.. kahuchonti Jadi puo karithanta ta he le normal huanta store duniya ta kete bholo chinta dhara 😢😢😢 bhauni bhul karichonti please God sahajiya karo Prabhu 😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @tankadharmohapatra129
    @tankadharmohapatra129 2 года назад +11

    Bhauni tuma swami satare jane mahan

  • @amarjeetlifestylevlog3161
    @amarjeetlifestylevlog3161 Год назад +1

    ଏପରି ନାରୀ ଙ୍କୁ ଯେତେ ବି ସମ୍ମାନ ଓ ପ୍ରେମ ଦେଲେ ବି ସେମାନେ ବୁଝିପାରିବେ ନାହିଁ। ଏମାନଙ୍କୁ ବେଶ୍ୟା... କୁହାଯାଏ

  • @rishikesh4340
    @rishikesh4340 2 года назад +4

    ପୁରୁଷ ଗୁଡ଼ା ଖାଲି ଶସ୍ତା ହେଇଛନ୍ତି
    ନାରୀ କରିବ ଲୀଳା ପୁରୁଷ ନେବ କିଳା

  • @DhfjfjjfFjfffj-kf3yb
    @DhfjfjjfFjfffj-kf3yb Год назад +2

    Sukant sir nka katha bahut bhala au bhala se bujhanti👌

  • @sankarbastia1937
    @sankarbastia1937 2 года назад +3

    ଶଳା ଟିକିଏ ସୁଖ ପାଇଁ ଏତେ ନାଟ. ଅସାର ଆଲକକୁ ଅନୁରୋଧ ପୁଅ ଟିକୁ ବାଧ୍ୟ୍ୟ କରନ୍ତୁନି ସେ ଝିଅକୁ ରଖୁ.ବୋଲି. କାରଣ ଯଦି ଏମିତି ସମାଧାନ ହୋଇଯିବ ଆଉ କେହି ସମାଜ କୁ ମାନିବେନି 🙏ପୁଅ ବଡ ହୋଇ ଯଦି ଜାଣିବ ଶଳା ଏମିତି ମା କାମ କରିଛି. ବହୁତ କଷ୍ଟ ଅନୁଭବ କରିବ. ହେ ଭଗବାନ ସେ ନିରୀହ ପିଲାଟି କି ଭୁଲ କରିଥିଲା ଏମିତି ଦଣ୍ଡ ପାଉଛି.

  • @mikimapatro8417
    @mikimapatro8417 Год назад +1

    ବହୁତ କୁଣ୍ଡିଆ ହୋଉ ଥିଲା ଦାରି ଏମାନଙ୍କୁ କୁହା ଯାଏ 💪💪ଏଭଳି ମାଗିନା କୁ ଗ୍ରହଣ କର ନି

  • @gopabandhuyoungstarclubmad6156
    @gopabandhuyoungstarclubmad6156 Год назад +3

    Really great Jogesh bhai🥰

  • @pratimasahoo7201
    @pratimasahoo7201 2 года назад +14

    Sukant Bhai is great

  • @JayasenNayak-o2w
    @JayasenNayak-o2w 7 месяцев назад

    Jay jagannath

  • @hrusikeshjena5377
    @hrusikeshjena5377 2 года назад +5

    A great point Sukant ! Tike se bhai nku valse pachari thile bhala heithanta if he can accept again 😔

  • @biranchinarayanrout8526
    @biranchinarayanrout8526 2 года назад

    ଏମାନଙ୍କର ବିବାହ ମେଳକ ଠିକ ନାହିଁ ନାମରେ ପ୍ରଥମ ଅକ୍ଷର ବର୍ଗ୍ୟ ଜ ଓ ଅବର୍ଗ୍ୟ ଯେ ମଧ୍ୟରେ ମେଳକ ହୋଇ ନଥାଏ

  • @GURUDAS-iy9nx
    @GURUDAS-iy9nx 2 года назад +93

    Best episode of asara aloka all time.

  • @narayanparida376
    @narayanparida376 10 месяцев назад

    One thing I liked is that this girl is fully accepting of any mistake.

  • @Prakash-gq4tc
    @Prakash-gq4tc 2 года назад +17

    Gopabandu sir you are great

  • @kumarpintu1906
    @kumarpintu1906 8 месяцев назад

    ରାଜ ମିସ୍ତ୍ରୀ ର ଗଜ ଅଧିକ ଲମ୍ବା ଆଉ ବଡ଼ ମଧ୍ୟ ସେଥିପାଇଁ ସେ ମହାଲକ୍ଷ୍ମୀ ତା ସହିତ ପଳେଇଲେ ଆଉ ।ମହିଳା କମିଶନ ଜିନ୍ଦାବାଦ

  • @rkdash4873
    @rkdash4873 2 года назад +4

    କାଲି ଗାଡ଼ି ଚାଳକ,ରଙ୍ଗ ମିସ୍ତ୍ରୀ, କମାର ବଢେଇମାନେ କହିବେ ଭଲ ପାଉଛୁ।
    ତମ ବିନା ମରିଯିବୁ ତାହେଲେ ତୁମେ ସମସ୍ତଙ୍କ ସଙ୍ଗେ ପଳେଇବ

  • @Jashan-d3z
    @Jashan-d3z Год назад +2

    ଗୋଟେ ତମ industry ରୁ couple ଆଣିକି ବସାଅ ଆଶାର ଆଲୋକ ରେ, କେବଳ labour class ଲୋକଙ୍କ ପରିବାର ଘଟଣା କୁ public ସାମ୍ନା କୁ ଆଣୁଛ

  • @porsurambhatara8056
    @porsurambhatara8056 2 года назад +6

    Very good ସଚେତନ ବାର୍ତ୍ତା।

  • @niranjanswain6930
    @niranjanswain6930 Год назад +1

    ଯଦି ସେ ଝିଅ ସେ ଟୋକା କଥାରେ ତା ସ୍ୱାମୀକୁ ମାରିଦେଇଥନ୍ତା ତାହେଲେ

  • @dipaknayak7244
    @dipaknayak7244 2 года назад +36

    ଭାଇ ତୁ ଅଲଗା ହେଇଜା

  • @sanatani67934
    @sanatani67934 Год назад

    Jogesh bhai is a really great guy

  • @gulamnag7903
    @gulamnag7903 2 года назад +8

    Se jhia.. Tar jibana re.. Bahut bada bhul karichhi.... Bhai... 😭😭😭😭....🙏🙏🙏🙏