Jibana Do Chhakire Ashara Alok Ep 410 06 APRIL 2024

Поделиться
HTML-код
  • Опубликовано: 13 янв 2025

Комментарии • 272

  • @Aster-mv3ww
    @Aster-mv3ww 5 месяцев назад +29

    ଜୟ ଜଗନ୍ନାଥ 🙏🚩। ଯେଉଁମାନେ କହୁଛନ୍ତି ଶାଶୁ ଦୁଷ୍ଟ ବୋଲି। ସେମାନେ ଯେତେବେଳେ ୯୫ ବୟସରେ ପଦାର୍ପଣ କରିବେ, ସେମାନେ ନିଜେ ଜାଣିପାରିବେ, କାରଣ ଏହି ବୟସରେ ମଣିଷ ଶରୀରରେ ଲୋହିତ କଣିକାରେ ବହୁତ ଅଭାବ ଥିବା ସହିତ ଭିଟାମିନର ଅଭାବ ମଧ୍ୟ ଦେଖିବାକୁ ମିଳେ ଏବଂ ଶକ୍ତି କ୍ଷୀଣ ହେବାକୁ ଲାଗେ। ଯାହାଫଳରେ ସେମାନଙ୍କ ପାଖରେ ଚିଡଚିଡାପଣ ଅଧିକ ଦେଖାଦିଏ। ଏହି ସମୟରେ ସେମାନଙ୍କୁ ବହୁତ ସ୍ନେହ ଆଦର ଭଲପାଇବା ଦରକାର ହୋଇଥାଏ। ଯାହା ସେ ବୋହୂଟି କରିନାହାନ୍ତି କାରଣ ସେ ଅଂହକାରୀ। ତାଙ୍କ ପାଖରେ ବହୁତ ଅଂହଭାବ ରହୁଛି। କଥା ରହିଗଲା ବିୟୁଟିପାର୍ଲରେ......
    ତମେ ନନେଲେ ମୁଁ ଏକାଯିବି କ'ଣ ପାଇଁ। ବିଶ୍ବ ସୁନ୍ଦରୀ ହେବାପାଇଁ। ଶାଢ଼ୀ ବଦଳରେ ଡ୍ରେସ ପିନ୍ଧି ବିନା ଓଢଣୀରେ ସତ୍ୟବତୀ ସାଜୁଛୁ। ସମସ୍ତେ ମିଛ କେବଳ ମୁଁ ସତୀ.......
    ଏମିତି ନାରୀକୁ 🏌️🏌️🏌️🏌️🚩

  • @Santoshsahu-143
    @Santoshsahu-143 9 месяцев назад +81

    ଝିଅର ଅହଂକାର ଆଉ ରାଗ ପାଇଁ ଏଭଳି ପରିସ୍ଥିତି

  • @jayantibehera7258
    @jayantibehera7258 9 месяцев назад +6

    Jay Jagannath nka kruparu ebhali kaha sahita na heu ,,,, aaji jaha Bulunka sahita heichhi ...
    Jhia aaji ta Bapa ra money power ku nei garba o ahankaar ,,,, se besi Dina samajare chali pariba nahi ... AAU kichhi Dina pare bhabila belaku ,,, Nedi guda Kahuniki bohi sari thiba .. So ebe Tharu sudhuri jao lo jhia ... Thankyou so much all Aashara Aloka Team ... Jay Jagannath Swamy

  • @prakashjena6695
    @prakashjena6695 9 месяцев назад +22

    ଭାଇ ଙ୍କୁ ଧନ୍ୟବାଦ ଦେବି ମୁଁ ଡିସିସନ ଠିକ ନେଇଛନ୍ତି

  • @maheswarparida8745
    @maheswarparida8745 9 месяцев назад +14

    Jay Jagannath Swami nayan path grami bhava tume 👏👏👏👏🙏🥥💐

  • @jitendrasahu1352
    @jitendrasahu1352 9 месяцев назад +23

    ଝିଅ ତାର ବାପା ପାଇଁ ଅହଂକାର ବଢ଼ି ଯାଇଛି।

  • @tapanbarik779com4
    @tapanbarik779com4 9 месяцев назад +34

    ଆଜିର ଏ ଅଧ୍ୟାୟ ଦେଖିଲା ପରେ ମୁଁ ଅନୁଭବ କଲି ଯେ ନାରୀ ର ଅହଙ୍କାର ସବୁବେଳେ ଅଛି ଆଉ ରହିବ ମଧ୍ୟ କିନ୍ତୁ ପୁରୁଷ ର ତ୍ୟାଗ ଗୋଟିଏ ପରିବାର ପାଇଁ ବହୁତ୍ ଥାଏ ସମ୍ପର୍କ କୁ ମଜବୁତ୍ କରିବାକୁ ହେଲେ ଉଭୟ ଙ୍କୁ ତ୍ୟାଗ ଧର୍ଯ୍ୟ ଓ ସହନ ଶିଳତା ହେବାକୁ ପଡିବ ତେବେ ଯାଇ ପରିବାରରେ ସୁଖ ଶାନ୍ତି ରହିବ ❤❤ ଓଟିଭି କୁ ବହୁତ୍ ଧନ୍ୟବାଦ୍

    • @sabitabagha9300
      @sabitabagha9300 9 месяцев назад +5

      Michha kia kahila nari ahankari

    • @MarvelLoverNew
      @MarvelLoverNew 8 месяцев назад

      Tuma bou ki bhauni semiti heithibe, Sabu nari nku kahiparibani

    • @CreaterDivaofc
      @CreaterDivaofc 8 месяцев назад +2

      Same to your mother and sister,bahut ahankari heithibe, seithipain ei statement dela

    • @jsurya2936
      @jsurya2936 7 месяцев назад +1

      Sabu nari kana saman ki?

    • @omsuvam6150
      @omsuvam6150 6 месяцев назад

      Pua manakra bi vhaut bhul thae

  • @BenudharMajhi-oj2dd
    @BenudharMajhi-oj2dd 9 месяцев назад +24

    ସବୁ ନାଟକ ର ଗୋବର୍ଦ୍ଧନ ଏଇ ଚଷମା

    • @simpleboysushanta1238
      @simpleboysushanta1238 6 месяцев назад +1

      ସବୁରୁ ନାଟକ ଏଇ ବୁଢ଼ୀ.. ବହୁତ ଭଲ ନାଟକ କରୁଛି..

  • @NepalchandraSahu-p3q
    @NepalchandraSahu-p3q 9 месяцев назад +40

    ଝିଅ ବଦମାସ୍ ଅଚ୍ଛି।

  • @pramodparichha5071
    @pramodparichha5071 9 месяцев назад +16

    ଝିଅ ବାପା ଆଉ ଗୋଟେ କୁଆଡେ ଦେଖୋ l ଝିଅ ତ ପୁରା 16 ବୟସି l 3 ନମ୍ବର ବୋକ୍ ରା ଟେ ଖୋଜ l ଏ ଝିଅ କୋଉଠି ସଂସାର କରି ପାରିବନି /

  • @RajeshMaharana-x6r
    @RajeshMaharana-x6r 6 месяцев назад +10

    ଏମିତି ନାରୀ ସେ ଜାଣିବା କଥା ଠିକ କରୁଛି କି ଭୁଲ ଭଗବାନ କେବେ ହେଲେ କ୍ଷମା କରିବେନି ଜୟ ଜଗନ୍ନାଥ.......

  • @rashmisvines501
    @rashmisvines501 9 месяцев назад +14

    ପ୍ରମିଳା ତ୍ରିପାଠୀ ପାଇଁ ସଂସାର ଭାଙ୍ଗି ଗଲା କାରଣ କେସ କାହିଁକି ମାସେ ପରେ ଉଠିବ

    • @minakshimallick1221
      @minakshimallick1221 7 месяцев назад

      R8

    • @FoodiesStudyVlog1090
      @FoodiesStudyVlog1090 7 месяцев назад

      Case suddenly uthei habani ..taa paeen criteria achi ... Emane jadi bhala re rahibe then thana wala supervise kariki permission debe case utheiba paeen .. seipain 1 month lagibo boli pramila maa kahile

  • @manoranjansahoo-n5l
    @manoranjansahoo-n5l 3 месяца назад +2

    Good Bhai❤

  • @bapi2988
    @bapi2988 9 месяцев назад +37

    ପିଲାଟି ଭଲ କିନ୍ତୁ ଝିଅ ଚଳି ଜାଣିନାହିଁ

  • @sudhirbhusansethi3096
    @sudhirbhusansethi3096 2 месяца назад +1

    ମୋର ଆଶାର ଆଲୋକ ମେମ୍ବର ମାନଙ୍କୁ ମୋର ଅନୁରୋଧ ମଦ ବନ୍ଦ ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରଖନ୍ତୁ ମଦ ପାଇଁ 100 ରୁ 99 ପରିବାର ସମସ୍ୟା ମୋର ମତ ମଦ ବନ୍ଦ ହେଲେ ଆମର ଓଡ଼ିଶା ସୁନାର ଓଡ଼ିଶା ହେଇପାରିବ ( ଜୟ ଜଗନ୍ନାଥ)

  • @MukeshSharma-v4r3n
    @MukeshSharma-v4r3n 6 месяцев назад +2

    ବୁଲୁ ଭାଇ ବହୁତ୍ ଭଲ ପଦକ୍ଷେପ ନେଇ ନିଜକୁ ମୁକ୍ତ ହୋଇ ଗଲେ

  • @susantakumar6009
    @susantakumar6009 6 месяцев назад +2

    ପ୍ରମିଳା ମାମ ପାଇଁ ବୁଲୁ ର ଛୋଟ ସଂସାର ଭାଙ୍ଗିଗଲା

  • @jyotsnaranibarik2587
    @jyotsnaranibarik2587 9 месяцев назад +13

    Right nananda mane besi maa ku bapa ku nei ghara vangibe

  • @pramodbehera5192
    @pramodbehera5192 5 месяцев назад +8

    ଝିଅ ରାଗି ସହ ଅହଙ୍କାରୀ ନିଜକୁ ଗର୍ଭି ମାନେ କରୁଛି ଗର୍ଭ ନଷ୍ଟ ହୋଇଯିବ ଗର୍ଭ କେତେ ଦିନ

  • @screators5201
    @screators5201 9 месяцев назад +5

    Pua right katha kahuchi

  • @BhajamanPradhan-z5c
    @BhajamanPradhan-z5c Месяц назад

    Thiki karicha bhai❤

  • @subashpandav5693
    @subashpandav5693 5 месяцев назад +1

    ସବୁ ନାରୀ ସମାନ ନୁହନ୍ତି ସଂସ୍କାର ବାପା ମା ଯେମିତି ଦେବେ ପିଲା ମାନେ ସେମିତି ହେବେ ମୂଳ ବାପା ମା

  • @padmini-cz3xt
    @padmini-cz3xt 8 месяцев назад +2

    ସମାଧାନ ପାଇଁ ଧନ୍ୟବାଦ ସାର୍ ବହୁତ ଖୁସି ମୁଁ

  • @pramodbehera5192
    @pramodbehera5192 5 месяцев назад +1

    ଭାଇ ତୁମର ଶେଷ ପାଟ୍ ଗୁର୍ଦୟରୁ ଜିତିଗଲ ଝିଅର ତା ବାପାର ଅହଙ୍କାର ଭାଙ୍ଗି ରୁଜି ଚୁନ୍ମର ହୋଇଗଲା ।ଭାଇ ତୁମକୁ ହୁର୍ଦୟରୁ👍🏿🙏🏿

  • @bapunachampati10
    @bapunachampati10 9 месяцев назад +5

    A jhia pakhare rahiba sambhab nuhe pua ra decision good...Jay Jagannath

  • @sanjaykumarmama3993
    @sanjaykumarmama3993 9 месяцев назад +2

    ଏହି episode ku full ଦେଖିଲା ପରେ, ଗୋଟେ ଜିନିଷ ଭାଈ ଶିଖି ଯାଇଥିଲେ ଆମ anugulia bunty Bhai ଆଶାର ଅନ୍ଧାର episode ku manadhyana ଦେଇ ଦେଖି ଦେଇ ଥିଲେ ୧୦୦% ସେଥି ପାଇଁ end re ସେଇ ଭଳି ହେଲା। Se ଭଉଣୀଙ୍କୁ ରଖିଲେନି 😢। ବାଃ ଭାଇ ବାଃ। ଆଶା କରୁଛି ଭବିଶ୍ୱତ re ନିହାତି ଏକାଠି ହେବେ। ଜୟ ଜଗନ୍ନାଥ 🙏 support from angul Toka ❤

  • @DeepakGauda-q4d
    @DeepakGauda-q4d 9 месяцев назад +1

    Ajira nataka bahuta bhala heichi❤❤

  • @fakirmohankhatua2832
    @fakirmohankhatua2832 9 месяцев назад +15

    ଝିଅ ତାର ପ୍ରଥମ ସ୍ୱାମୀ କୁ କାହିଁକି ଛାଡି କି ଆସିଲେ,

  • @LaxmiSahoo-m4m
    @LaxmiSahoo-m4m 8 месяцев назад +11

    ଭଉଣୀ ମାନେ ଘର ଭାଙ୍ଗନ୍ତି ସୀର ମଦୁଆସ୍ଵାମୀ ପାଖରେ ଝିଅ କେମିତି ରହେ ବଡ଼କଥା

  • @parbatimishra8684
    @parbatimishra8684 9 месяцев назад +2

    God bless you

  • @sanjaysethi7740
    @sanjaysethi7740 3 месяца назад +1

    ମୋ ମତରେ ଜେଲ ହେଉ ପଛେ 3 ବର୍ଷ ଅହଙ୍କାରୀ ଝିଅ ଗାଁ.... ମରୁ ଜୀବନ ସାରା

  • @AlokMohanty-x4c
    @AlokMohanty-x4c 26 дней назад

    Right right now

  • @jatrafanshakshay3245
    @jatrafanshakshay3245 8 месяцев назад +1

    Sundar disition Bulu Babu

  • @sanjaybehera601
    @sanjaybehera601 29 дней назад

    A jhia pura sanghatik re bapa

  • @jyotishreearukha481
    @jyotishreearukha481 7 месяцев назад +4

    2 side 2 nanda rahile stree inti ragiba jhagada lagiba inti nata jatra haba 🤣😂😂

  • @sudarsanrout226
    @sudarsanrout226 9 месяцев назад +2

    Gopabandhu sir, Rina madam and jharana das madam is best

  • @prasantbiswal4614
    @prasantbiswal4614 8 месяцев назад +1

    Somesh sir nd gopabandhu sir always right

  • @bapipradhan9392
    @bapipradhan9392 8 дней назад

    ମୁଦି ଚେନ ପଲଙ୍କ ରୋ ଗର୍ବ ଭାଙ୍ଗି ଗୋଲା

  • @sunilrauto5923
    @sunilrauto5923 9 месяцев назад +4

    ପ୍ରମିଳା ତ୍ରିପାଠୀ ପାଇଁ ବହୁତ୍ ଘର ଭାଙ୍ଗିଛି

  • @PareshchMohanta-q6j
    @PareshchMohanta-q6j 9 месяцев назад +2

    Sakuntala verygood madam right

  • @dhirajisking4802
    @dhirajisking4802 9 месяцев назад +2

    Right direction Bhai

  • @himanshugochhayat464
    @himanshugochhayat464 9 месяцев назад +8

    ଝିଅ ବେଶୀ ଗୋର୍ବି ଓ ଅହଙ୍କାରୀ
    ପୁଅ ପ ର୍ବୁଧିଆ
    ଦୁଇ ଜଣକ ତ୍ୟାଗ ର ଅଭାବ
    ଝିଅ ର ସୋହିବା ଗୁଣ କମ୍

  • @Manisha_5890malik
    @Manisha_5890malik 9 месяцев назад +2

    ଏ ପରିବାର ରେ କଣ କିଛି ବୁଝି ହଉନି ତାହା ହେଲେ ଏବେ କଣ ହବ ସମୟ କହିବ

  • @laxmimahanty5865
    @laxmimahanty5865 9 месяцев назад +5

    A jhia bahut ahankari garbi sethipai amiti paristiti

  • @bapipradhan9392
    @bapipradhan9392 8 дней назад

    bulu bhai bholo chinta dhara kori achonti

  • @queen_subhashree_vlog6971
    @queen_subhashree_vlog6971 9 месяцев назад +3

    ସତ କହିବାକୁ ହେଲେ ଝିଅ ର ଟିକେ ଆଳୁ ଦୋଷ ରହୁଚି ପ୍ରଥମ ସ୍ବାମୀ କୁ ଛାଡି ରହିଲା ଆଉ ଏବେ କନ ଆଙ୍କ ସହିତ ରହିବ କହିବା କୁ ଗଲେ ଫୁଲ ରା***

  • @learntogether8344
    @learntogether8344 6 месяцев назад +3

    ଶାଶୁ acting କରୁଛନ୍ତି ପୁରା ମୋ ଶାଶୁ ଶଶୁର ପୁରା ଏମିତି...

  • @learntogether8344
    @learntogether8344 6 месяцев назад

    ଶାଶୁ ନରମ ହେଇଗଲେ ସବୁ ଠିକ ହେଇଯିବ

  • @bablicreation6569
    @bablicreation6569 9 месяцев назад +3

    Jay Jagannath

  • @prakashjena6695
    @prakashjena6695 9 месяцев назад +6

    ସପିଙ୍ଗ ମଲ ରେ କାହାପାଇଁ ସଜେଇ ହବୁ ସରମ ଥିଲେ ଏମିତି କହିନଥାନ୍ତୁ

  • @dileswarsahu8409
    @dileswarsahu8409 7 месяцев назад

    ବହୁତ ଦିନ ପରେ ଦେଖୁଚି

  • @krishnaprasadrath
    @krishnaprasadrath 9 месяцев назад +2

    Se jhintikamuhin ra hatha re biscuit aau pachhapate shoot dei gharu bahara karidiajau shali khauthau pokamachhi bulibuli.Mana re igo bahut se chhadri ra.🙏 Jai ♥️🇮🇳🔥 Hind 🙏

  • @mamataswain7438
    @mamataswain7438 4 месяца назад

    Jhia pura ragi 😀

  • @satyasundarrout9246
    @satyasundarrout9246 9 месяцев назад +5

    Bopa jhia ku pita darkar

  • @nirakarpuhan3580
    @nirakarpuhan3580 Месяц назад

    Jhiata bahut badamasa

  • @DevDash-em2bf
    @DevDash-em2bf 8 месяцев назад

    Sabu very good 👍

  • @sarbeswarswain1426
    @sarbeswarswain1426 8 месяцев назад

    ଠିକ୍ ବଢିଆ

  • @anirudha9353
    @anirudha9353 9 месяцев назад

    😮😮😮jhiara ahankar vhaba Pani dui parivar bhangi gala. ....🎉🎉🎉

  • @MrNayakManoranjannayak
    @MrNayakManoranjannayak 5 месяцев назад

    Sir Sabu beley gotey pua kahin balipade thaye😢😢😢

  • @susantakumar6009
    @susantakumar6009 6 месяцев назад

    ଝିଅ ବାପାର ସବୁ ଭୁଲ

  • @sabitaprusty8035
    @sabitaprusty8035 6 месяцев назад

    ପ୍ରଥମ ବାପା, ମା ଝିଅ କୁ କିପରି ଶାଶୁଘରେ ଚଳିବ ସଂସ୍କାର ଶିଖାଇ ବା କଥା, ତାଙ୍କର ଯଦି ବୋହୂ, ଥିବ ସେମାନଙ୍କ ସହ ଏମିତି ଘଟଣା ଘଟେ ଟିକିଏ ଅନୁଭବ କରିବା କଥା। କଥାରେ ଅଛି, ନ ଇଁ ପଡିଥିବ ଯିଏ, ଖୁସିରେ ଘର ସଂସାର କରିବ ସି ଏ,। ଆଜିକାଲିର ଗ ଉଁ ମୁଖୁରା ବେଶୀ। ଆଉ ନିଜ ଜିଦ୍ ରେ ଅଟଳ। ଭାଗ୍ଯ ରେ ଭଲ ବୋହୂଟିଏ ତପସ୍ୟାର ଫଳ।ସେ ରାମ , ନାହାନ୍ତି ନା ସୀତା ନାହାଁନ୍ତି। ଜୀବନ ଅଢେଇ ଦିନ, ଜୀବନ ଉପଭୋଗକରି ଖୁସିରେ ପରିବାର ସାଥୀରେ ରୁହ,। ଜୟ ଜଗନ୍ନାଥ।

  • @ManojkumarsiaBabu
    @ManojkumarsiaBabu 8 месяцев назад

    Bahara jhia sabu bele ghara bhange

  • @KrushnaMeleka-hr1jp
    @KrushnaMeleka-hr1jp 6 месяцев назад

    ❤❤❤

  • @subhadrarout1526
    @subhadrarout1526 9 месяцев назад +12

    Bhauni mane ghara besi bhanguchanti..mausi besi kharap..pua bahut late re sabu bujhi ba.all the best jhia bhagavan sabu tumara bhala karibe.

  • @PareshchMohanta-q6j
    @PareshchMohanta-q6j 9 месяцев назад +1

    Good

  • @subashpandav5693
    @subashpandav5693 5 месяцев назад

    ଝିଅ ଘର 5 ଦେଇ 10 ନେବା ପାଇଁ ଚାହୁଁଛନ୍ତି ଗୋଟେ ଝିଅ ସ୍ୱାମୀର incom ଦେଖି ଖର୍ଚ କରିବା ଦରକାର beauty ପାର୍ଲର ଯିବା କଣ ଦରକାର

  • @SuchitraSuchitramallick
    @SuchitraSuchitramallick 3 месяца назад

    Sasural
    Kanajhanahi

  • @kalandimuduli
    @kalandimuduli 2 месяца назад

    ଝିଅ ବହୁତ ରାଗି

  • @shashikantaroul5619
    @shashikantaroul5619 7 месяцев назад

    ଆଶାର ଆଲୋକ please 🙏 kuna Tripathy କୁ ଜର୍ଜ କର

  • @prataprout194
    @prataprout194 8 месяцев назад

    ସବୁକଥା ସାର ମାନେ ଯୋଉ ଆଲୋଚନା କଲେ ଠିକ ହେଲେ ସେ ଝିଅ ଯୋଉକଥ କହୁଛି ମୋର କୁଆଡେ ଯିବାର ଅଛି ସେ ମସାଙ୍ଗେରେ ଗଲେ ଯିବି ନହେଲେ ବି ଯିବି

  • @chinmayeesabar2704
    @chinmayeesabar2704 8 месяцев назад +4

    ମଦ ପିଇଲେ କିଏ ଜେ ରହିବ କହୁ ଝିଅ ବି ରହିବ ନି ଭଲ କରିଛି ଏ ଝିଅ

  • @sitikantharaulo6250
    @sitikantharaulo6250 9 месяцев назад

    ଝିଅ କୁ ଜଦି ଝିଅ ର ବାପା ମା ସବୁ କଥା ରେ ମୁଣ୍ଡ ପୁରେଇବେ ସେ ଝିଅ ର ଘର କେବେ ବସିବନି 💯 ସତ

  • @Dayanidhisahuvlogs
    @Dayanidhisahuvlogs 8 месяцев назад +2

    ମୁଁ ଆସିଛି କମେଣ୍ଟେ ପଡିବାକୁ

  • @subashpandav5693
    @subashpandav5693 5 месяцев назад

    Dubul marrage କରି ଥିବା ଝିଅ ବହୁତ ହାରାମି ହୁଅନ୍ତି କାରଣ ବୁଝି ପାରୁ ଥିବ

  • @prasantsahoo3796
    @prasantsahoo3796 8 месяцев назад

    ମଉସା ଆଉ ଗୋଟେ ଘର ଦେଖ ଝିଅ ପାଇଁ ବାହାଘର ପାଇଁ ଯୋଉଠି ଶାଶୁ ନଥିବା ଣନଦ ନଥିବ 😂😂😂

  • @manojpatra1250
    @manojpatra1250 8 месяцев назад

    ଝିଅ ପରିବାରଟି ଅହଂକାରୀ ଏ ଝିଅକୁ ସବୁବେଳେ ନୁଆଁ ନୁଆଁ ଘଈତା ଦରକାର।

  • @aakashmishra6917
    @aakashmishra6917 9 месяцев назад +1

    Sakuntala mam nkara gote vul rahila seita hela fast mrg kala pare jahabi hela tapare se 2 mrg karibare nathila

  • @jitubeherajitubehera
    @jitubeherajitubehera 6 месяцев назад

    ଯେ ନାରୀ ର ଅହଙ୍କାରୀ

  • @liligamango1139
    @liligamango1139 3 месяца назад

    ଏଜ୍ୟୋତ ଯାଇନି ସେତିକି ସମ୍ପର୍କ ହେଇଛି କହି emiti dekhibaku ପଡ଼ିଲ

  • @susantakumar6009
    @susantakumar6009 6 месяцев назад

    ଝିଅ ର ଗୁଣ ଯୋଗୁ ପ୍ରଥମ ସ୍ୱାମୀ ଛାଡ଼ିଛି

  • @pradeepkumarswine2644
    @pradeepkumarswine2644 8 месяцев назад +1

    ପ୍ରଥମ ଝିଅ ରବାହାଘର ଜୟ ଶହ ବିଦେଶିନୀ ନାମରେ ବାହା ଘର ହୋଇଥିଲେ ଶକୁନ୍ତଳା ନାମ ହୋଇଯାଇଛି ଏକ ବର୍ଷ ପରେ ଛାଡି ଯାଇଛନ୍ତି ଝିଅମଦ ଡ୍ରୀଗଂକରୁ ଥିବା ରୁ ଏଛାଡପତ୍ର ହୋଇ ଥିଲା ଝିଅ ଟା ବଦମାସ ଦୁତୀୟ ବାହା ଘର ହେଲା ବହୁମତ ଏବେ ଗୋଟାଏ ବୋହୁ ର ଚରିତ୍ର ଆପଣାଇ ଘର ସଂସାର କର

  • @rajalaxmibehera6237
    @rajalaxmibehera6237 6 месяцев назад

    Ea eka saty

  • @SuchitraKar-lb8wx
    @SuchitraKar-lb8wx 9 месяцев назад

    ଗୋପବନ୍ଧୁ sir ଠିକ କହୁଛନ୍ତି

  • @user-hv3tn9tm1t
    @user-hv3tn9tm1t 3 месяца назад

    ଭାଇ ଏହି ସ୍ତ୍ରୀ କୁ ରଖନି

  • @LaxmiBana-zn7gx
    @LaxmiBana-zn7gx 8 месяцев назад

    Jou ghare Nanda ruhe se family amiti hni haba

  • @prataprout194
    @prataprout194 8 месяцев назад

    ସେ ମସାଙ୍ଗେରେ ନା ଗଲେ ମୁ ଏକା ଯାଇ ପାରିବି ହେଲେ ସ୍ୱାମୀ କଥା ନମାନି ଏକଜିବା କେତେଦୂର ଠିକ

  • @susantakumar6009
    @susantakumar6009 6 месяцев назад

    ଝିଅ ର ବାପା ଜାଳିଆ 8ଲକ୍ଷ ଦେଇନି କହୁଛି

  • @asitkumarpanda3483
    @asitkumarpanda3483 8 месяцев назад +2

    Ehi ghaita chadi ku kehi chalei paribeni.3 no ghaita khojajau

  • @santoshkumarojha3442
    @santoshkumarojha3442 3 месяца назад

    ଏ ଝିଅ କାହା ପାଖରେ ବି ରହି ପାରିବିନି

  • @ChampabatiSanti-bu8vf
    @ChampabatiSanti-bu8vf 6 месяцев назад

    😊😮😮😊

  • @liligamango1139
    @liligamango1139 3 месяца назад

    Jadi ଝିଅର ଇଛା ଥାଆନ୍ତା ହଁ ଯଦି କିଛି ଡର ଥିବ ଅନୁତାପ କରି ନିଜେ media agare hau jaha b ହଉ ସେ ତାକୁ ହାତ ଧରି ଏକାଠି ରହିବାକୁ କହିଥାନ୍ତି।ପୁଅ ସବୁ ରାଜି ପରେ b ଝିଅର କେତେ ଅହଙ୍କାର।ବା।।ରେ ଝିଅ।।ବା

  • @sitikantharaulo6250
    @sitikantharaulo6250 9 месяцев назад

    ଝିଅ ବହୁତ ଖରାପ ଆଉ ଅହଂକାରୀ

  • @krishnakumarimohapatra9581
    @krishnakumarimohapatra9581 20 дней назад

    Vauni mane durei jiba nihati darakar

  • @AntarjyamiSwain-y1f
    @AntarjyamiSwain-y1f 3 месяца назад

    ଏଝିଅ ଟି ବହୁତ ଭଲ ଲାଗେ କିନ୍ତୁ ଗାଣ୍ଡି ମରା ଝିଅଟି ବହୁତ ମିଛ କହୁଛନ୍ତି କଥାରୁ ଜଣା ପଡ଼ୁଛି

  • @manmathasabar453
    @manmathasabar453 6 месяцев назад

    Aduniaa asamaya kichhi😮 nuhe atita ku bhuli bartaman dekhibaku padiba chale aduniaa ku nei ki jibaani han samparka neiki jiba jaudina a duniaa chhadiba se dina janaa pade kemitikaa loka

  • @goursethi398
    @goursethi398 9 месяцев назад +1

    Jhira ranga dhanga alega
    Maa khavi micha kuhani
    maa ku thare Prem kare dekhibu bhala paeba aape miliba gote hate tali baje nahin. Aji kali ka toki dash ta sange bhoka bhoki

  • @sumantaentertainment6080
    @sumantaentertainment6080 8 месяцев назад

    bouth kosto lagila dekhiki kinthu pua maane bhull koriki mandya jhia maanoku dosha diyanthi mo life re bi amithi heichhi bouth kosto mo life bi nosto heichhi mu bi gote jhia

  • @RamakantBehera-qc4cw
    @RamakantBehera-qc4cw 18 дней назад

    ଇୟେ ବରହମ୍ ପୁରିଆ ଶଳା, ଝାରସୁଗୁଡ଼ା ରେ ରହୁଛନ୍ତି, ବାରହମ୍ ପୂରିଆ ଶଳା ଯୋଉଠି ରହିବେ ତାଙ୍କ ଗୋଷ୍ଟି ରେ ଅଛି, ସେଇଠି ଏମିତି ଚଡା ଚଡ଼ି,

  • @Crazytech403
    @Crazytech403 8 месяцев назад

    Bhai last re thik karichha
    Ekka ruha kintu yaku nele future re bahut hairan haba

  • @soumyaranjanlenka2728
    @soumyaranjanlenka2728 8 месяцев назад

    Compromise kariba jaruri