Jibana Do Chhakire Ashara Alok Ep 409 30 MAR 2024

Поделиться
HTML-код
  • Опубликовано: 13 янв 2025

Комментарии • 213

  • @reddybabuharish
    @reddybabuharish 7 месяцев назад +33

    Instagram reels dekhi, aita dekhuchhi 😂😂😂

  • @SaniaMajhi-wh5gw
    @SaniaMajhi-wh5gw 9 месяцев назад +9

    ଏମିତି ମନିଷକୁ ଜେଲରୁ ଜୀବନ ସାରା ଦଣ୍ଡ ପାଇବା ଦରକାର

  • @Babullifesstyle143
    @Babullifesstyle143 7 месяцев назад +17

    insta reels dekhiki kia asicha like kara😅😅

  • @malisethi5688
    @malisethi5688 9 месяцев назад +25

    ବହୁତ କ୍ରୋଧୀ ପୁରୋହିତ ! ଭଲ ସ୍ତ୍ରୀ ଲୋକଟି! ବାଡା ବାଡ଼ି ନ କଲେ ବୋଧେ ସବୁ ଠିକ ହେଇଯିବ ବୋଲି ମୁଁ ଭାବୁଚି ! ଠାକୁରେ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏...

    • @jayjagannatha6857
      @jayjagannatha6857 9 месяцев назад

      Pati chup hata bond nahele continue 😂😂😂

    • @acjeditz2658
      @acjeditz2658 8 месяцев назад

      ସବୁ କଣ ପୁରୋହିତ ଙ୍କ ଭୁଲ, ଭଲ ସେ କିଛି ଭୁଲ ତାଙ୍କ ସ୍ତ୍ରୀ ଙ୍କ ର ବି ଅଛି

  • @myvideochannel158
    @myvideochannel158 9 месяцев назад +21

    ନନା ଙ୍କ ହୃଦୟ ସଫା ଖାଲି ଲୋନ୍ ହେଉଛି ବୋଲି ସେ ଟେନ୍ଶନ ହେଉଛନ୍ତି 😊

  • @Manisha_5890malik
    @Manisha_5890malik 9 месяцев назад +29

    ପୁରୋହିତ ମହାଶୟ ଏତେ କ୍ରୋଧିତ ହବା ଉଚିତ୍ ନୁହେଁ କାରଣ ଏଇଟା ଓଟିଭି ଲାଇଭ୍ ଟେଲି କାଷ୍ଟ ଏମିତି ଆପଣ ହଉଛନ୍ତି ପଛରେ ଆପଣ କଣ ହଉ ନ ଥିବେ ।

    • @jayjagannatha6857
      @jayjagannatha6857 9 месяцев назад +1

      Tangia katha phaliaa uthiba au😂😂😂

    • @KunuKunu-g3j
      @KunuKunu-g3j 8 месяцев назад

      Pp0pppppp​@@jayjagannatha6857

  • @bhimagouri7190
    @bhimagouri7190 9 месяцев назад +49

    ଗାଁରେ ପୁରୋହିତ ହୋଇଛ , ସାନ,ବଡ଼ ଲୋକଙ୍କୁ ବାହାଘର କରୁଛ , ବେଦ ,ପାଠ, ପୁରାଣ , ପଡ଼ିଛ, ମିସେସ୍ କୁ ମାରୁଛ , ଲାଜଲାଗୁନି ଆଶାର ଆଲୋକ କୁ ଆସିଛି

    • @nilachalasatapathy5196
      @nilachalasatapathy5196 8 месяцев назад

      R8

    • @ashokbhaigeming3579
      @ashokbhaigeming3579 7 месяцев назад

      ଓଃ ମାଇକିନା ପିଟିବା ଟା ଠିକ ପୂଜା କରୁଛି ବୋଲି ତାର କିଛି ନାହିଁ ସେ ଖାଲି ସହିବ ନା

    • @anirudhabehera7026
      @anirudhabehera7026 7 месяцев назад

      ​​@@ashokbhaigeming3579maikina badauchi , ta taku badeiba, to bou Tate chota bele badauthila taku badailuni , tu maghiya ta param galuaa , manishapania nahi to bhitara .

    • @Deepak_vip469
      @Deepak_vip469 6 месяцев назад

      Bhai tama ghare hele kichi hauthiba na hele tame kn karucha aithe 😂 ( bhimagouri7190)

  • @15AkashDas
    @15AkashDas 9 месяцев назад +3

    ସ୍ତ୍ରୀକୁ ମାରପିଟ୍ କରିବା ଆଦୋୖ ଯଥାର୍ଥ ନୁହେଁ, ଏମିତି କଲେ ନିଶ୍ଚୟ ସେ ଘର ଲକ୍ଷ୍ମୀ ଛଡ଼ା ହେଇଯିବ । ଠିକ୍ ଅଛି, ହେଲେ ସ୍ବାମୀ ଯାହା ରୋଜଗାର କରନ୍ତି ସେ ସବୁକୁ ସ୍ତ୍ରୀ ହାତରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ? 😂😂

    • @acjeditz2658
      @acjeditz2658 8 месяцев назад

      ସବୁରି ମୂଳ ହେଉଛି ଟଙ୍କା, କାହିଁକି ଟଙ୍କା ତାଙ୍କ ସ୍ତ୍ରୀ ଙ୍କ ହାତ କୁ ଦେଉନାହାନ୍ତି, କାହିଁକି ତାଙ୍କୁ ଖର୍ଚ୍ଚ ଟଙ୍କା ର ହିସାବ ମାଗୁଛନ୍ତି ସେଥିପାଇଁ ଗଣ୍ଡଗୋଳ

  • @Sipun-panda1998
    @Sipun-panda1998 8 месяцев назад +2

    ବ୍ରାହ୍ମଣ କୂଳ ରେ ଏ ମଣିଷ କୁ ଠାକୁର ଜନ୍ମ ଦେବା ଖରାପ

  • @santanukumar8437
    @santanukumar8437 3 месяца назад +1

    Nana pura turbo fire.... 😂😂😂🔥🔥🔥🔥
    Ete sundar mana thiba manisa, bhagaban tanka sabu dukha durakarantu au sabubele sukhare shanti re ruhantu... 🙏🙏🙏

  • @NiranjannayakNaranjannayak
    @NiranjannayakNaranjannayak 7 месяцев назад +2

    ଆଃ ଏହା ଭିତରେ କେତେ ଥର 0:55 0:58 ଏହି ମନ୍ଦିର ନିର୍ମାଣ କରାଯାଇ ଜଳ
    ଆମ ରୋଷେଇ ଘରକୁ ଫେରିଗଲେ ପୁଅ ରଜତକୁ ନିଜ ନିଜ ପିଲାମାନଙ୍କର ଆୟୁଷ 1:56

  • @tapanbarik779com4
    @tapanbarik779com4 9 месяцев назад +12

    ଯେଉଁ ମଣିଷ ଯେତେ କ୍ରୋଧୀ ହୋଇଥାଏ ତାର ଅନ୍ତର ସାଧା କାଗଜ ପରି ନିର୍ମଳ ହୋଇଥାଏ ସ୍ୱାମୀର ମନ ନେଇ କେଉଁ କାର୍ଯ୍ୟ କଲେ ଭଲ ହେବ କେଉଁ କାର୍ଯ୍ୟ କଲେ ଖରାପ ହେବ ତାହା ଭଲରେ ବୁଝାମଣା ରେ ସମାଧାନ ହୋଇଯିବ

  • @Goslow3037
    @Goslow3037 9 месяцев назад +8

    ସୋମେଶ ବାବୁ କି twist ଦେଲେ ଘଟଣା କୁ । ବହୁତ୍ ଭଲ

  • @dolagobindasahoo9267
    @dolagobindasahoo9267 9 месяцев назад +4

    ସ୍ତ୍ରୀ ସହଯୋଗୀ ହେଲେ,ପୁରୁଷ ସଫଳତାର ଶୀର୍ଷରେ ନିଶ୍ଚୟ ପହଁଚିବ । ଆଉ ସ୍ତ୍ରୀ ଯଦି ଅସହଯୋଗି ହେବ,ପୁରୁଷର କୌଣସି କାର୍ଯ୍ୟ ତାର ପସନ୍ଦ ନଥିବ,ମଧୁର କଥା ପରିବର୍ତ୍ତେ କଟୁ କଥା କହୁଥିବ,ଏପରି ହେଲେ ପୁରୁଷ ନିଶ୍ଚୟ ଚିଡଚିଡା ହୋଇଯିବ ।
    ଥରେ ଚିନ୍ତା କରନ୍ତୁ,ପରିବାରକୁ ଭଲରେ ରଖିବା ପାଇଁ ପୁରୁଷ ଲୋକଟି କେତେ ପରିଶ୍ରମ କରୁଛି ।ସ୍ତ୍ରୀ ଯଦି କହିବ,ସିଏ ପରିଶ୍ରମ କରୁଚି ମୁଁ କଣ ଘରେ ଦୋଳିରେ ଝୁଲୁଛି ? ଏଭଳି ମନୋଭାବ ରଖିଥିବା ସ୍ତ୍ରୀ କେବେହେଲେ ତା ପରିବାରକୁ ସୁଖ ଶାନ୍ତିରେ ରହିବାକୁ ଦେବନାହିଁ ।
    କଥାରେ ଅଛି " ପାଖରେ ଶୁଏ ଯେ କାନରେ କୁହେ ।ତାହାର କଥାକି ଅନ୍ୟଥା ହୁଏ "।
    ସ୍ତ୍ରୀ ନିଜର ଉତ୍ତମ ବ୍ୟବହାର ବଳରେ,ତା ସ୍ୱାମୀକୁ ଦଶ୍ୟୁ ରତ୍ନାକରରୁ ବାଲ୍ମୀକିରେ ପରିଣତ କରିଦେଇ ପାରେ ।ଆଉ ସ୍ଵେଚ୍ଛାଚାରିନି ହେଲେ କଥା ସରିଲା ।

  • @saradaswain7600
    @saradaswain7600 9 месяцев назад +3

    This priest doesn't have Gyan. Being a small boy I request him to read Bhagwat Gita this is not sufficient. Consume and digest Bhagwat Gita ❤❤❤❤

  • @Jhili.-3biki.3-.
    @Jhili.-3biki.3-. 9 месяцев назад +30

    ଏଭଳି ଚଣ୍ଡାଳ ପୁରୋହିତ ହେବାର ଯୋଗ୍ୟ ନୁହେଁ.... ଆଉ ଏତେ କ୍ରୋଧୀ ଲୋକ ପାଖରେ ଏ ledy ରହିଲେ ଦିନେ ନିହାତି ମରିଯିବ ତାଙ୍କୁ ଦୟା କରି ଅଲଗା ରଖା ଯାଉ ଏ ଲୋକ ଭୀଷଣ ରାକ୍ଷସ ପ୍ରକୃତି ର...😢

    • @ilovemycountry.6240
      @ilovemycountry.6240 8 месяцев назад

      Se loka ku mu closely janichi. Lokata bahutu bhala loca.

    • @anirudhpanda8741
      @anirudhpanda8741 6 месяцев назад

      Right lokati really re bhala. Ae lady tikiye bhi compromise kareni

    • @anirudhpanda8741
      @anirudhpanda8741 6 месяцев назад

      Purusa loka kandilani mane bahut naram loka

  • @deepakkumarbehera5418
    @deepakkumarbehera5418 9 месяцев назад

    38:11 ❤ their love 🎉 couldn't believe he can cry like this ❤

  • @uuunika9995
    @uuunika9995 9 месяцев назад +9

    Mihir Dash thile ek krodhi lka ku change karideithante

  • @officialprasad12
    @officialprasad12 3 месяца назад

    ଏ ପୂଜା ଗୋଟେ ମେସିନ୍ କୁ ବଳ ନାହଁ ପନ୍ଦର ଟା ମେସିନ୍ କ'ଣ ପାଇଁ ମେଲିଛି

  • @sridhar85536
    @sridhar85536 8 месяцев назад +2

    ପଇସା ରୋଜଗାର କରୁଥିବା ଲୋକ ,ଯିଏ ସଂସାର ଚଳାଉଛି ସିଏ ଜାଣିଛି, ଟେନ୍ସନ୍ କଣ, କହିବା ଲୋକର କିଛି ଫରକ୍ ପଡୁନି, ବୁଝାଇବା ଭାରି ସହଜ ,ଏସି ରେ ବସିଲେ ବୁଦ୍ଧି ଅଲଗା ପ୍ରକାର

  • @Odisha_ki_volgger
    @Odisha_ki_volgger 9 месяцев назад +4

    loka tara mana safa 👍🏻

  • @subhrajyoti7809
    @subhrajyoti7809 9 месяцев назад +3

    ପୁରୁଷ କମିଶନ ଦରକାର.. ଏଠି

  • @blueman1836
    @blueman1836 9 месяцев назад +1

    Keshab babu nkar gote guna mote bahut bhal lagila-Dharm pain sabu kichhi chhadidebi....❤

  • @sisirBuda-id4dp
    @sisirBuda-id4dp 9 месяцев назад +13

    ଚନ୍ଦା ସ୍ତ୍ରୀ କୁ ବନ୍ଧା ପକାଇ ଋଣ ଆଣି ସୁଝି ନପାରି ବାଡ଼ଉଛି, ଚଣ୍ଡାଳ ପୁରୋହିତ ନୁହେଁ

  • @Sahoo124
    @Sahoo124 9 месяцев назад +1

    Jay jagannath

  • @PujaPuja-b3p
    @PujaPuja-b3p 5 месяцев назад

    ❤❤

  • @sanjaykumamarbehera4727
    @sanjaykumamarbehera4727 4 месяца назад

    Interesting story

  • @sanjeebthanapati166
    @sanjeebthanapati166 9 месяцев назад +5

    ଦୟା କରି ଏହି ଆସାର ଆଲୋକ ପ୍ରୋଗ୍ରାମ କୁ ବନ୍ଦ କରାଯାଉ କିମ୍ବା ଏ ଭଳିଆ ବାଜେ ଳୋକଙ୍କୁ ଯର୍ଯ କରି ଆଣନ୍ତୁ ନାହିଁ।ଏ ଭଳିଆ ଆତ୍ମଘୋଷିତ ସମାଜସେବୀ ମାନଙ୍କୁ ମଧ୍ୟ ପ୍ରୋଗ୍ରାମରୁ ବାହାର କରାଯାଉ ,ତା ନହେଳେ ପ୍ରୋଗ୍ରାମ ମର୍ଯ୍ୟାଦା ହାନୀ ହୋଇପାରେ।

  • @rajaramnahak3254
    @rajaramnahak3254 9 месяцев назад +2

    Sabu karanara mula houchi manisara krodha 😢 please sir krodha chadiya apanakna paribara bhalare rahiba, apana bhi bhala AU apanakna stri bi bahuta Bhala, Jay jaganatha

  • @deepakkumarbehera5418
    @deepakkumarbehera5418 9 месяцев назад

    Finally they laughed together ❤

  • @sebatilatanayak7822
    @sebatilatanayak7822 7 месяцев назад

    Right 👍👍👍

  • @anirudha9353
    @anirudha9353 9 месяцев назад +2

    Stree samanare gute Swami kandiba ..vhulu magiba sei stree Pani nihati. Kharap ..sei dui janankar bujhamana bhilu achi......❤❤❤

  • @officialprasad12
    @officialprasad12 3 месяца назад

    ୟା କଥାରୁ ଜଣା ପଡ଼ୁଛି ଏ ପଣ୍ଡିତ ଆକା ଖୁବ୍ ଚାଲାଖ ଚତୁର ଅଛି

  • @BisikesanPujari-rr2ug
    @BisikesanPujari-rr2ug 9 месяцев назад +10

    ଏ ପଣ୍ତିତ ବନ୍ଧୁକୁ ସଲାମ

  • @SubhakantaBiki
    @SubhakantaBiki 8 месяцев назад +2

    Kie kn kahibe kintu se loka ra hurdaya ta bahut safa ragi sina tk kintu loka ta vla bahut tension pain emiti hauchi au ta Katha b suna jau gharaku asile se wife jananka tk pati Kariba bar bar kahiba band karantu tanka khusi pain

  • @kumarchandan3045
    @kumarchandan3045 8 месяцев назад +1

    Jane Kamo Kari Kari thaki asiba ghare pahanchile Patitundo sabu bele tahele jananka hajare mana kale b se chup ruheni tebe jana nka manasika sthiti kan haba ...........

  • @DebasmitaPadhan-dk6yt
    @DebasmitaPadhan-dk6yt 8 месяцев назад +1

    18.30 sec ra background re kn subhchi.... Bahut dara lagila... Plzz tk kie suniki kahibeki.

  • @PrettyDas-n6q
    @PrettyDas-n6q 9 месяцев назад +5

    Bhagya kharab thile amit swami mele chhii janma jhio janam 😢

    • @jayjagannatha6857
      @jayjagannatha6857 9 месяцев назад

      Jhia mananka nature pati re pua nka nature hatare😂😂😂 pati kholiba mada khaiba😂😂😂

    • @PrettyDas-n6q
      @PrettyDas-n6q 9 месяцев назад

      @@jayjagannatha6857 oooho hau thank you 🤣

  • @kanhavlogs1852
    @kanhavlogs1852 6 месяцев назад +1

    Mu insta ru dekhiki asichi😅😅😅

  • @Natakdunia1235
    @Natakdunia1235 8 месяцев назад

    ଏମାନେ ବାଳ ସମାଧାନ କରୁଛନ୍ତି ଖାଲି ଲେଡ଼ିଜ କୁ ଉପରେ କରି ଦେଉଛନ୍ତି

  • @butusahu4792
    @butusahu4792 8 месяцев назад

    ଭାରତ ସରକାର ହିସାବ ରଖେ ସ୍ତ୍ରୀ କାହିଁକି ହିସାବରେ ଦେବନାହିଁ

  • @sarbeswardas9828
    @sarbeswardas9828 9 месяцев назад

    Mam correct kahuchanti

  • @Cuttack_toka924
    @Cuttack_toka924 9 месяцев назад +1

    Mihir sir aapana aee manaku misau thile
    But aeee khali incuary karuchi

  • @Cuttack_toka924
    @Cuttack_toka924 9 месяцев назад

    Mihir Sir aee episode re thile maja lagi thanta aee episode re

  • @HimanshuRimaPraful3697
    @HimanshuRimaPraful3697 9 месяцев назад +2

    ରାକ୍ଷସ ପଣ୍ଡିତ

  • @purusottamsahoo1098
    @purusottamsahoo1098 7 месяцев назад

    Bahut vala hela gote paribar ku thik kariba pain

  • @deepakkumarbehera5418
    @deepakkumarbehera5418 9 месяцев назад

    32:00 😂😂😂😂😂this part

  • @chinmayone
    @chinmayone 4 месяца назад

    Host mahasaya tike polite aue tike bhala wording use Kale bhala lagiba ...take it positively

  • @gameshbehera8793
    @gameshbehera8793 9 месяцев назад

    Jagjibon sir don't forget them

  • @PriyadarsaniPatra-jl8yo
    @PriyadarsaniPatra-jl8yo 9 месяцев назад +2

    Psychiatrist consultation karantu plz

  • @acjeditz2658
    @acjeditz2658 8 месяцев назад

    ମଞ୍ଜି ର କଥା ହେଲା ଶବ୍ଦ ରେ ମଣିଷ ବଞ୍ଚେ ଆଉ ମରିବି ଯାଏ, ଏଥିରୁ ଏହା ଉପନୀତ ହେଲା ଯେ ତମେ ବଞ୍ଚ ନହେଲେ ମରିଯାଅ

  • @kalyanibhoiw2749
    @kalyanibhoiw2749 6 месяцев назад

    Emiti purahita dunia re milibeni sir cuadantuni😅

  • @jayjagannatha6857
    @jayjagannatha6857 9 месяцев назад +4

    Very simple matter pati chup hata bond otherwise continue 😂😂😂😂

  • @bijaylaxmibiswal2581
    @bijaylaxmibiswal2581 9 месяцев назад +2

    Emiti Manisha kebe sudhuri bani .

  • @swatirefrigerationodia.4421
    @swatirefrigerationodia.4421 9 месяцев назад +1

    Jou loka ete krodhi se loka 150 ghara jajaman kemiti sambhaluchhanti, sethi ta krodha bahariba katha na !!! Jie ete krodhi se ta gaon loka sahita chali paribani, gaon re chaluchhi kemiti !!! Jie ete krodhi se ghar sansar ete bata anila kemiti !!! Stree lokati bhari narama re kahidele kamala phutila bhali laguthiba, jie gharaku tanka anuchhi seta kemiti kharcha hela hisab magiba bhul, ea ki prakar bichar !!!

  • @kalyanibhoiw2749
    @kalyanibhoiw2749 6 месяцев назад

    Sir purahite bhandauchanti 😅bhala ki dharantu

  • @keshabagouda1904
    @keshabagouda1904 9 месяцев назад +3

    ଏ ସ୍ତ୍ରୀ ବହୁତ ଖରାପ

  • @Pati89649
    @Pati89649 7 месяцев назад

    କଥା ହେଲା ଆଉ କିଛି ନ କିଣନ୍ତୁ,ରାଗ କମିଯିବ

  • @bijaylaxmibiswal2581
    @bijaylaxmibiswal2581 9 месяцев назад +1

    A bhalia Manisha manankara bhagya re bahut bahut dukha..
    Thik mo Swami bhalia.
    Amanaku stree chadigale bujhiparibe.

  • @sisirkumarbehera6276
    @sisirkumarbehera6276 9 месяцев назад +2

    Laxmibanta ସ୍ତ୍ରୀ

  • @Aadya2003
    @Aadya2003 7 месяцев назад

    Kou mane insta reels dekhiki athiki asichha😁

  • @SuchitraKar-lb8wx
    @SuchitraKar-lb8wx 9 месяцев назад +1

    ରାଗୀ ଲୋକଟି

  • @sudarshanpadhy8392
    @sudarshanpadhy8392 9 месяцев назад +1

    8A vitaru 8A jaka controll kalae vala
    1.Alluminium 2.Ayush 3 Amaerica 4.Admin Govt.5.Allopathy.6.Anganabadi(Allopathic ajent)7.Asakarmi(Allopathic familly wise ajent,)8.Ambulancd(108,102)--musa janta.

  • @P.niranjanPatro
    @P.niranjanPatro 6 месяцев назад +1

    Siye pati na karile.kebe hata uthibani lokatira katharu pura jana paduchi

  • @sudarshanpadhy8392
    @sudarshanpadhy8392 9 месяцев назад +2

    1000 purusa kama ku nuha,Janae stri loka THILAE bas

  • @nkumar2703
    @nkumar2703 8 месяцев назад

    ନିଜ ଇଜ୍ୟତ ନିଜ ହାତରେ

  • @biratabadtya9521
    @biratabadtya9521 9 месяцев назад +8

    Ye Bramhan nuhen chandala

  • @RabindraByshai-se6vu
    @RabindraByshai-se6vu 9 месяцев назад +1

    😊

  • @prakashroutodisha9668
    @prakashroutodisha9668 9 месяцев назад +16

    Pura Pagala ta....

  • @loveyouodisha6354
    @loveyouodisha6354 9 месяцев назад

    Camare Bala bhai ନନାଙ୍କ ଚାହାଣି ସମୟରେ ହିଁ ଫଟୋ ନେଉଛନ୍ତି 😊

  • @NabinKunarsethy
    @NabinKunarsethy 9 месяцев назад +2

    ପ୍ରବଳ ଟିଙ୍ଗା

  • @Ratsita709
    @Ratsita709 8 месяцев назад

    ମୋ diara duplicate ea momthly income 10000 hele ghara 8 lakhs karaj kari ki କରିଦେଇଛି ଆଉ ଏବେ ନିଜେ ଖରା ରେ କାମ କରିବନି ମନା କରୁଛି ଆଉ ପ୍ରତି ମାସ ରେ ଆମକୁ ଧମକ ଦଉଛି ଯଦି ପଇସା ନ ଦେବ hani debi😢

    • @acjeditz2658
      @acjeditz2658 8 месяцев назад

      ତମ ଘର ଖର୍ଚ୍ଚ 8 lakh, income 10000 , Kain gapa kahucha

    • @Ratsita709
      @Ratsita709 8 месяцев назад

      @@acjeditz2658 ହେ Bhagwan kn ଲେଖିଚିଛି ଭଲ ସେ ପଢ଼ ଆଉ ପଢ଼ 🤣8 ଲକ୍ଷ୍ ଘର ଖର୍ଚ୍ଚ ନୁହେଁ ବହେ ଧରମ କରମ କରି semaan ଙ୍କ ଠୁ 8 lakh karaj ଆଣି ମାର୍ବଲ ଲଗା ଘର କରିଦେଇଛି ଏବେ ଲୋକ ପଇସା ମାଗିଲା ବେଳକୁ ଲୁଚୁଛି ଆଉ ଆମକୁ ପଇସା ଦିଅ ନହେଲେ ହାନି ଦେବୀ ବୋଲି କହୁଅଛି

  • @GaneshChandraMohanta-v7m
    @GaneshChandraMohanta-v7m 9 месяцев назад +6

    Atti lovi and atti krodhi bramhana buddha .

  • @Royal-subash8fp6ig6j
    @Royal-subash8fp6ig6j 5 месяцев назад

    ତା ......ବିଆ ପାଇଁ ଏକାଦଶୀ କରିଛି ପାଗଳ

  • @niranjankhanda1417
    @niranjankhanda1417 9 месяцев назад

    ଉପସ୍ଥାପନା ଟିକେ ଆଉ ଭଲ ହେଲେ..

  • @ashishkumarbiswal817
    @ashishkumarbiswal817 6 месяцев назад

    ପାଗଳ ନନା

  • @BiswabhusanNayak-ov5cn
    @BiswabhusanNayak-ov5cn 8 месяцев назад

    ଅବୁଝା ଲୋକ ଟା,, ନିଜର ଭୁଲ୍ ମାନୁନି

  • @TheOptometrist-db2co
    @TheOptometrist-db2co 8 месяцев назад

    Keshab purohita change heiparibe Jay Jagannath

  • @rahulchoudhury9617
    @rahulchoudhury9617 3 месяца назад

    Bhai ae pura hita amara sabana masa re bol bam puja kari thila 😂

  • @mrutunjay609
    @mrutunjay609 9 месяцев назад

    😮

  • @qutesoumyaa630
    @qutesoumyaa630 8 месяцев назад

    😢

  • @debasishdas5698
    @debasishdas5698 9 месяцев назад +1

    Nana bahut bhalaloka upare krodhi kintu antara bahut nirmala.karana nana kebe kandi na thante

  • @MRODISHA7978
    @MRODISHA7978 8 месяцев назад

    Mu jaha bhabuchi finance pila ku ye bahut hairan karuthiba ye purahita babu

  • @sarbeswarswain1426
    @sarbeswarswain1426 8 месяцев назад +1

    ନନା ପୂରା ହିଟଲର

  • @bapirinkyvlogs8894
    @bapirinkyvlogs8894 8 месяцев назад

    Aji kali jugareba bhraman mane thik karntu ki bhul se sabu dhram re gana..au ame kale papa😔

  • @anjananayak747
    @anjananayak747 9 месяцев назад

    ବାଡେଇଲେ କଣ ପାଉଛ ?? ଅଶାନ୍ତି ସୃଷ୍ଟି ଛଡ଼ା ଆଉ କିଛି ନୁହେଁ।

  • @Sima-fx3kf
    @Sima-fx3kf 7 месяцев назад

    Instagram reels କିଏ କିଏ ଆସିଛ

  • @MonaButuLovelife
    @MonaButuLovelife 6 месяцев назад

    Mihir sir thile a Baba ra udhata bhangi deithante

  • @acjeditz2658
    @acjeditz2658 8 месяцев назад

    Kou dharma re swami ku badeiba lekha heichi ? 29:49

  • @sudarshanpadhy8392
    @sudarshanpadhy8392 9 месяцев назад +4

    Nari ra anya Nana bisa khai.
    Nijae bisapie anyaku amrutara dhara jogaiparilae nari ra sarthakata

  • @susantabehera8205
    @susantabehera8205 9 месяцев назад +1

    ସେ ଚନ୍ଦା ଶଳାକୁ ଦୁଇ ଚାପୁଡ଼ା ଦିଅ

  • @sandeshacharya8475
    @sandeshacharya8475 8 месяцев назад

    Mu dekhuchi bht kichhi negative comments deucha bhala kichi kuha se dijana kemiti Bhala rahibe Tama bapa maa nka bhali au Mora pujya purohit and purohityani plz understanding rakha

  • @sudarshanpadhy8392
    @sudarshanpadhy8392 9 месяцев назад

    Nari jala vaga ,laterea garam laterea thanda
    Purusa stala vaga SIGHRA garam ,SIGHRA thanda.

  • @manasranjantripathy5159
    @manasranjantripathy5159 8 месяцев назад

    Ae stri loka tara dosa achi, ama desa stree pradhan desa nari suport rahiba.judge sapakhya badi

  • @kalyanibhoiw2749
    @kalyanibhoiw2749 6 месяцев назад

    Mala manisa 😅

  • @sudarshanpadhy8392
    @sudarshanpadhy8392 9 месяцев назад

    Mykina--madaa-medicine--money --manpower--mansa--maida should be refined.

  • @Royal-subash8fp6ig6j
    @Royal-subash8fp6ig6j 5 месяцев назад

    କିନ୍ତୁ ଏ ଚନ୍ଦା ର ଗୁଣ ଖରାପ ପକା ମା....ଆ ଟା

  • @MuktaPanigrahi-e9l
    @MuktaPanigrahi-e9l 4 месяца назад

    Ehi loka sahita ta stry rahiba katha nuhen

  • @jenapapuna7986
    @jenapapuna7986 9 месяцев назад

    sir a khali brampur lonka pani asra alok

  • @sudarshanpadhy8392
    @sudarshanpadhy8392 9 месяцев назад +1

    Stri 65%roga srustikari,/arogya kari madhya.
    35%roga srustikari/complicate karali Allopathy.